Difference between revisions of "BASH/C3/Advance-topics-in-a-function/Oriya"
From Script | Spoken-Tutorial
(Created page with "{|border=1 |'''Time''' |'''Narration''' |- | 00:01 | ବନ୍ଧୁଗଣ, Advance topics in a function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍...") |
PoojaMoolya (Talk | contribs) |
||
(One intermediate revision by one other user not shown) | |||
Line 33: | Line 33: | ||
|- | |- | ||
| 00:32 | | 00:32 | ||
− | | | + | | ଉବୁଣ୍ଟୁ ଲିନକ୍ସ 12.04 OS ଓ |
|- | |- | ||
| 00:36 | | 00:36 | ||
− | | | + | | GNU BASH ଭର୍ସନ 4.2 |
|- | |- | ||
Line 329: | Line 329: | ||
|- | |- | ||
|06:32 | |06:32 | ||
− | | | + | | Source କମାଣ୍ଡ୍ |
|- | |- | ||
|06:34 | |06:34 | ||
− | | | + | | କିଛି ଉଦାହରଣ ସାହାଯ୍ୟରେ |
|- | |- | ||
Line 382: | Line 382: | ||
|07:42 | |07:42 | ||
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
− | |||
− | |||
|} | |} |
Latest revision as of 11:38, 12 May 2017
Time | Narration |
00:01 | ବନ୍ଧୁଗଣ, Advance topics in a function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:11 | କେତେକ ଉଦାହରଣ ସାହାଯ୍ୟରେ |
00:14 | ଗୋଟିଏ ଫଙ୍କ୍ସନକୁ background ରେ ରଖିବା ପାଇଁ source କମାଣ୍ଡ୍ |
00:18 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
00:24 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
00:30 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
00:32 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:36 | GNU BASH ଭର୍ସନ 4.2 |
00:40 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
00:46 | Shell scriptରେ ଏକ ଫାଇଲକୁ load କରିବା ପାଇଁ source କମାଣ୍ଡ୍ ବ୍ୟବହୃତ ହୋଇଥାଏ |
00:53 | ଏହା, ସେହି ଫାଇଲରୁ କମାଣ୍ଡକୁ ପଢେ ଓ ନିଷ୍ପାଦନ କରେ |
00:58 | ଏହା script ମଧ୍ୟରେ କୋଡକୁ ଇମ୍ପୋର୍ଟ ମଧ୍ୟ କରିଥାଏ |
01:01 | ଅନେକ ସ୍କ୍ରିପ୍ଟ, ଏକ ସାଧାରଣ ଡେଟା କିମ୍ବା function library ବ୍ୟବହାର କରିବାବେଳେ ଏହା ଉପଯୋଗୀ ହୋଇଥାଏ |
01:09 | Source କମାଣ୍ଡର ସିଣ୍ଟାକ୍ସ ନିମ୍ନରେ ଦିଆଯାଇଛି- |
01:12 | Source filename |
01:15 | Source Path_to_file |
01:18 | Source filename arguments |
01:22 | Function ଡଟ୍ sh ନାମକ ଫାଇଲ୍ ଖୋଲନ୍ତୁ |
01:26 | ଏହା ହେଉଛି shebang ଲାଇନ୍ |
01:29 | source detail ଡଟ୍ sh, detail ଡଟ୍ sh ଫାଇଲକୁ function ଡଟ୍ shରେ ଲୋଡ୍ କରିବ |
01:37 | Detail ଡଟ୍ sh ଫାଇଲ୍ ଖୋଲନ୍ତୁ |
01:41 | ମୋ ପାଖରେ ଏକ ଫଙ୍କସନ୍ machine ଅଛି |
01:44 | ବର୍ତ୍ତମାନ, ଫଙ୍କସନ୍ ଭିତରେ ଟାଇପ୍ କରନ୍ତୁ- |
01:47 | Echo function machine is called in function dot sh file |
01:52 | Save ଉପରେ କ୍ଲିକ୍ କରନ୍ତୁ |
01:54 | ବର୍ତ୍ତମାନ, ଫଙ୍କସନ୍ ଡଟ୍ sh ଫାଇଲକୁ ଫେରିଯିବା |
01:59 | ଏଠାରେ ଟାଇପ୍ କରନ୍ତୁ echo “Beginning of program” |
02:04 | Save ଉପରେ କ୍ଲିକ୍ କରନ୍ତୁ |
02:06 | ତା’ପରେ ଟାଇପ କରନ୍ତୁ: machine echo “End of program” |
02:12 | ଏହା, Beginning of program ବାର୍ତ୍ତା ପ୍ରିଣ୍ଟ କରିବ |
02:16 | Machine ହେଉଛି ଫଙ୍କ୍ସନର କଲ୍ |
02:19 | ଏବଂ ଏହା End of program ବାର୍ତ୍ତା ପ୍ରିଣ୍ଟ କରିବ |
02:23 | ଧ୍ୟାନଦିଅନ୍ତୁ ଯେ, machine ହେଉଛି ଏକ ଫଙ୍କସନ୍, ଯାହାକୁ ଆମେ detail ଡଟ୍ sh ଫାଇଲରେ ତିଆରି କରିଥିଲେ |
02:29 | ଏବଂ ଆମେ ଏଠାରେ, function ଡଟ୍ sh ଫାଇଲରେ, functionକୁ କଲ୍ କରୁଛେ |
02:34 | ବର୍ତ୍ତମାନ save ଉପରେ କ୍ଲିକ୍ କରନ୍ତୁ |
02:36 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
02:41 | ଟର୍ମିନାଲରେ ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍(+) x ସ୍ପେସ୍ function ଡଟ୍ sh |
02:51 | Enter ଦାବନ୍ତୁ |
02:53 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ function ଡଟ୍ sh |
02:56 | Enter ଦାବନ୍ତୁ |
02:59 | ଆଉଟପୁଟ ପ୍ରଦର୍ଶିତ ହେଲା |
03:02 | ବର୍ତ୍ତମାନ, background functionକୁ ଯିବା |
03:06 | ବ୍ୟାକଗ୍ରାଉଣ୍ଡରେ ଏକ processକୁ run କରିବା ପାଇଁ ଆମେ, function callର ଶେଷରେ &( ଆମ୍ପର୍ସାଣ୍ଡ ) ବ୍ୟବହାର କରୁ |
03:13 | କମାଣ୍ଡ୍ ରନ୍ କରିବା ପାଇଁ shell fork ହେଉଛି ଏକ child process |
03:19 | Forked ପ୍ରୋସେସରେ ଏକ job number ଓ PID( process identifier ) ରହିବ |
03:27 | ଏହାକୁ ଆମେ ଏକ ଉଦାହରଣ ସାହାଯ୍ୟରେ ବୁଝିବା. background ଡଟ୍ sh ଫାଇଲ୍ ଖୋଲନ୍ତୁ |
03:35 | ଏହା ହେଉଛି shebang ଲାଇନ୍ |
03:38 | Bg ଅଣ୍ଡରସ୍କୋର୍ function, ଫଙ୍କ୍ସନର ଆରମ୍ଭକୁ ସୂଚାଇଥାଏ |
03:44 | ଏଠାରେ echo ଷ୍ଟେଟମେଣ୍ଟ, Inside bg_function ବାର୍ତ୍ତା ପ୍ରଦର୍ଶିତ କରେ |
03:50 | ତା’ପରେ, ଆମେ ସମସ୍ତ ଡଟ୍ mp3 ଫାଇଲ୍ସ ଖୋଜିବା ପାଇଁ find କମାଣ୍ଡ୍ ବ୍ୟବହାର କରିବା |
03:57 | ଏହି ଷ୍ଟେଟମେଣ୍ଟ୍, ଡଟ୍ mp3 ଏକ୍ସଟେନସନ୍ ଥିବା ସମସ୍ତ ଫାଇଲକୁ ଖୋଜି ବାହାର କରିବ |
04:03 | ଏହା, ସାମ୍ପ୍ରତିକ working ଡାଇରେକ୍ଟୋରୀରେ ତାହା କରିବ |
04:07 | କେସକୁ ଅଣଦେଖା କରିବା ପାଇଁ ହାଇଫେନ୍ iname ବ୍ୟବହୃତ ହୁଏ |
04:11 | ଏବଂ ପରିଣାମ, myplaylist ଡଟ୍ txtରେ ଷ୍ଟୋର୍ ହୁଏ |
04:16 | ବର୍ତ୍ତମାନ ଟାଇପ୍ କରନ୍ତୁ: bg ଅଣ୍ଡରସ୍କୋର୍ function ଆମ୍ପର୍ସାଣ୍ଡ(&). ଏହା function call ଅଟେ. &( ଆମ୍ପର୍ସାଣ୍ଡ ), bg_functionକୁ ବ୍ୟାକଗ୍ରାଉଣ୍ଡରେ ରଖେ |
04:28 | ବର୍ତ୍ତମାନ save ଉପରେ କ୍ଲିକ୍ କରନ୍ତୁ |
04:31 | ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ |
04:34 | ଟର୍ମିନଲକୁ ଫେରି ଆସନ୍ତୁ |
04:37 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ background ଡଟ୍ sh |
04:45 | Enter ଦାବନ୍ତୁ. ବର୍ତ୍ତମାନ, ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ background ଡଟ୍ sh |
04:51 | Enter ଦାବନ୍ତୁ |
04:53 | ଖାଲି ଆଉଟପୁଟ, ସାମ୍ପ୍ରତିକ ଡିରେକ୍ଟୋରୀରେ dot mp3 ଫାଇଲ୍ ନଥିବାର ସୂଚନା ଦିଏ |
05:02 | ବର୍ତ୍ତମାନ, ଆମ ପ୍ରୋଗ୍ରାମକୁ ଫେରିଆସନ୍ତୁ |
05:05 | ଟାଇପ୍ କରନ୍ତୁ: echo( ହାଇଫେନ୍ )-e. Process running in background are: slash n ଓ jobs ସ୍ପେସ୍ ହାଇଫେନ୍ I |
05:19 | save ଉପରେ କ୍ଲିକ୍ କରନ୍ତୁ |
05:21 | ଏହି echo ଷ୍ଟେଟମେଣ୍ଟ୍, process running in background are ବାର୍ତ୍ତା ପ୍ରଦର୍ଶିତ କରିବ |
05:28 | ସମସ୍ତ Background jobsର ସ୍ଥିତିକୁ, jobs ସ୍ପେସ୍ ହାଇଫେନ୍ l ତାଲିକାଭୁକ୍ତ କରିଥାଏ |
05:34 | ବର୍ତ୍ତମାନ, ଟର୍ମିନଲକୁ ଫେରିଆସନ୍ତୁ |
05:38 | ଟାଇପ୍ କରନ୍ତୁ : ଡଟ୍ ସ୍ଲାଶ୍ background ଡଟ୍ sh |
05:42 | Enter ଦାବନ୍ତୁ |
05:44 | ଆଉଟପୁଟ ପ୍ରଦର୍ଶିତ ହେଲା |
05:48 | ଏଠାରେ, ବର୍ଗ ବନ୍ଧନୀ ମଧ୍ୟରେ ଥିବା one ହେଉଛି job ସଂଖ୍ୟା |
05:53 | 3962 ହେଉଛି PID |
05:57 | PID ତଦନୁସାରେ ବଦଳିଥାଏ |
06:01 | ଯଦି function ନିଷ୍ପାଦନ ହେବା ପାଇଁ ସମୟ ନିଏ, ଏହା ବ୍ୟାକଗ୍ରାଉଣ୍ଡରେ ପ୍ରୋସେସକୁ ରନ୍ କରିବ |
06:06 | ଏବଂ ଆମେ ସ୍ଥିତିକୁ running ଭାବରେ ଦେଖିବା |
06:11 | ଯଦି ଫଙ୍କ୍ସନଟି, ସ୍କ୍ରିପ୍ଟ ପୂର୍ବରୁ ନିଷ୍ପାଦିତ ହୁଏ, ତେବେ ଆମେ ସ୍ଥିତିକୁ Done ଭାବରେ ଦେଖିବାକୁ ପାଇବା |
06:20 | ଆଉଟପୁଟ, ମେଶିନ ଅନୁସାରେ ଭିନ୍ନ ହେବ |
06:23 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:28 | ସଂକ୍ଷିପ୍ତରେ: ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
06:32 | Source କମାଣ୍ଡ୍ |
06:34 | କିଛି ଉଦାହରଣ ସାହାଯ୍ୟରେ |
06:36 | ଏକ ଫଙ୍କ୍ସନକୁ backgroundରେ ରଖିବା |
06:39 | ଏକ ଆସାଇନମେଣ୍ଟ ଭାବେ: ଦୁଇଟି ସଂଖ୍ୟାକୁ ଯୋଗ କରିବା ପାଇଁ ଏକ add ଫଙ୍କସନ୍ ଲେଖନ୍ତୁ ଏବଂ ଅନ୍ୟ ଏକ ଫାଇଲରେ ଫଙ୍କ୍ସନଟିକୁ କଲ୍ କରନ୍ତୁ |
06:47 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
06:51 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:55 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:10 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:18 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:22 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:30 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
07:36 | ଆଇଆଇଟି ବମ୍ୱେ ତରଫରୁ |
07:42 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |