Difference between revisions of "PERL/C2/Variables-in-Perl/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | '''Time''' | '''Narration''' |- | 00:01 | '''Perl'''ରେ ଭେରିଏବଲ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍...")
 
 
Line 6: Line 6:
 
| 00:01
 
| 00:01
 
| '''Perl'''ରେ ଭେରିଏବଲ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| '''Perl'''ରେ ଭେରିଏବଲ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
| 00:06
 
| 00:06
 
|  ଏହି ଟ୍ୟୁଟୋରିଆଲ୍ ରେ ଆମେ '''Perl'''ରେ ଭେରିଏବଲ୍ସ ବିଷୟରେ ଶିଖିବା
 
|  ଏହି ଟ୍ୟୁଟୋରିଆଲ୍ ରେ ଆମେ '''Perl'''ରେ ଭେରିଏବଲ୍ସ ବିଷୟରେ ଶିଖିବା
 +
 
|-
 
|-
 
|  00:12
 
|  00:12
 
|  ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ
 
|  ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ
 +
 
|-
 
|-
 
| 00:18
 
| 00:18
 
| '''Perl''' '''5.14.2''', ଯାହା- '''Perl''' ରିଭିଜନ୍ 5 ଭର୍ସନ୍ 14 ଓ ସବ୍ ଭର୍ସନ୍ 2 ବ୍ୟବହାର କରୁଛି
 
| '''Perl''' '''5.14.2''', ଯାହା- '''Perl''' ରିଭିଜନ୍ 5 ଭର୍ସନ୍ 14 ଓ ସବ୍ ଭର୍ସନ୍ 2 ବ୍ୟବହାର କରୁଛି
 +
 
|-
 
|-
 
| 00:26
 
| 00:26
 
| ମୁଁ '''gedit Text Editor''' ମଧ୍ୟ ବ୍ୟବହାର କରିବି
 
| ମୁଁ '''gedit Text Editor''' ମଧ୍ୟ ବ୍ୟବହାର କରିବି
 +
 
|-
 
|-
 
| 00:30
 
| 00:30
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
 +
 
|-
 
|-
 
| 00:34
 
| 00:34
 
|  '''Perl''' ରେ '''Variables''':
 
|  '''Perl''' ରେ '''Variables''':
 +
 
|-
 
|-
 
| 00:37
 
| 00:37
 
| ଭାଲ୍ୟୁ ଷ୍ଟୋର୍ କରିବା ପାଇଁ '''Variables''' ବ୍ୟବହୃତ ହୁଏ, ଯେପରି ଟେକ୍ସଟ୍ ଷ୍ଟ୍ରିଙ୍ଗସ୍, ନମ୍ବର୍ସ କିମ୍ବା ଆରେଜ୍
 
| ଭାଲ୍ୟୁ ଷ୍ଟୋର୍ କରିବା ପାଇଁ '''Variables''' ବ୍ୟବହୃତ ହୁଏ, ଯେପରି ଟେକ୍ସଟ୍ ଷ୍ଟ୍ରିଙ୍ଗସ୍, ନମ୍ବର୍ସ କିମ୍ବା ଆରେଜ୍
 +
 
|-
 
|-
 
| 00:44
 
| 00:44
 
| ଥରେ '''variable''' ଘୋଷିତ ହୋଇଗଲେ, ଏହା ସ୍କ୍ରିପ୍ଟ ଭିତରେ ବାରମ୍ବାର ବ୍ୟବହାର କରାଯାଇପାରିବ
 
| ଥରେ '''variable''' ଘୋଷିତ ହୋଇଗଲେ, ଏହା ସ୍କ୍ରିପ୍ଟ ଭିତରେ ବାରମ୍ବାର ବ୍ୟବହାର କରାଯାଇପାରିବ
 +
 
|-
 
|-
| 00:50
+
| 00:50
| '''Scalar''' ସିଙ୍ଗଲ୍ ଭାଲ୍ୟୁର ପ୍ରତିନିଧିତ୍ୱ କରେ ଓ କେବଳ '''scalars''' ଷ୍ଟୋର୍ କରିପାରିବ
+
| '''Scalar''' ସିଙ୍ଗଲ୍ ଭାଲ୍ୟୁର ପ୍ରତିନିଧିତ୍ୱ କରେ ଓ କେବଳ '''scalars''' ଷ୍ଟୋର୍ କରିପାରିବ
 +
 
 
|-
 
|-
 
| 00:56
 
| 00:56
 
| '''$''' (ଡଲାର୍) ଚିହ୍ନ ବ୍ୟବହାର କରି '''Scalar variables''' ଘୋଷିତ କରାଯାଏ
 
| '''$''' (ଡଲାର୍) ଚିହ୍ନ ବ୍ୟବହାର କରି '''Scalar variables''' ଘୋଷିତ କରାଯାଏ
 +
 
|-
 
|-
 
|  01:00
 
|  01:00
 
|  '''Variable Declaration''' ଦେଖିବା:
 
|  '''Variable Declaration''' ଦେଖିବା:
 +
 
|-
 
|-
 
| 01:03
 
| 01:03
 
| ଏକ '''Variable''' ଏହିପରି ଘୋଷିତ କରାଯାଇପାରେ: '''dollar priority semicolon'''
 
| ଏକ '''Variable''' ଏହିପରି ଘୋଷିତ କରାଯାଇପାରେ: '''dollar priority semicolon'''
 +
 
|-
 
|-
 
| 01:09
 
| 01:09
 
| '''Perl'''ରେ '''Variable'''ର ନାମ ବିଭିନ୍ନ ଫର୍ମାଟ୍‍ ର ହୋଇପାରେ. ଏକ ଅକ୍ଷର କିମ୍ବା '''_''' (ଅଣ୍ଡରସ୍କୋର୍)ରୁ '''Variables''' ଆରମ୍ଭ ହେବା ଉଚିତ୍
 
| '''Perl'''ରେ '''Variable'''ର ନାମ ବିଭିନ୍ନ ଫର୍ମାଟ୍‍ ର ହୋଇପାରେ. ଏକ ଅକ୍ଷର କିମ୍ବା '''_''' (ଅଣ୍ଡରସ୍କୋର୍)ରୁ '''Variables''' ଆରମ୍ଭ ହେବା ଉଚିତ୍
 +
 
|-
 
|-
 
|  01:18
 
|  01:18
 
|  ଓ ଏଥିରେ ଅକ୍ଷର, ସଂଖ୍ୟା, '''underscores''' କିମ୍ବା ଏହି ତିନୋଟିର ମିଶ୍ରଣ ରହିପାରେ
 
|  ଓ ଏଥିରେ ଅକ୍ଷର, ସଂଖ୍ୟା, '''underscores''' କିମ୍ବା ଏହି ତିନୋଟିର ମିଶ୍ରଣ ରହିପାରେ
 +
 
|-
 
|-
 
|  01:24
 
|  01:24
 
|  '''Perl'''ରେ କ୍ୟାପିଟାଲ୍ ଲେଟର୍ ରେ ଘୋଷିତ '''Variables'''ର ସ୍ୱତନ୍ତ୍ର ଅର୍ଥ ଥାଏ  
 
|  '''Perl'''ରେ କ୍ୟାପିଟାଲ୍ ଲେଟର୍ ରେ ଘୋଷିତ '''Variables'''ର ସ୍ୱତନ୍ତ୍ର ଅର୍ଥ ଥାଏ  
 +
 
|-
 
|-
 
| 01:30
 
| 01:30
 
| ତେଣୁ, କ୍ୟାପିଟାଲ୍ ଲେଟର୍ ବ୍ୟବହାର କରି '''variables''' ଡିକ୍ଲେର୍‍ କରିବାକୁ ଏଡ଼ାନ୍ତୁ
 
| ତେଣୁ, କ୍ୟାପିଟାଲ୍ ଲେଟର୍ ବ୍ୟବହାର କରି '''variables''' ଡିକ୍ଲେର୍‍ କରିବାକୁ ଏଡ଼ାନ୍ତୁ
 +
 
|-
 
|-
 
|  01:34
 
|  01:34
 
|  ଏବେ '''Terminal''' ଖୋଲନ୍ତୁ ଓ '''gedit variables dot pl ampersand''' ଟାଇପ୍ କରନ୍ତୁ
 
|  ଏବେ '''Terminal''' ଖୋଲନ୍ତୁ ଓ '''gedit variables dot pl ampersand''' ଟାଇପ୍ କରନ୍ତୁ
 +
 
|-
 
|-
 
| 01:44
 
| 01:44
 
| '''terminal''' ରେ କମାଣ୍ଡ ପ୍ରମ୍ପଟ୍ କୁ '''ampersand''' ଅନଲକ୍‍ କରିବ. ଏବେ ଏଣ୍ଟର ଦାବନ୍ତୁ
 
| '''terminal''' ରେ କମାଣ୍ଡ ପ୍ରମ୍ପଟ୍ କୁ '''ampersand''' ଅନଲକ୍‍ କରିବ. ଏବେ ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 01:50    
 
| 01:50    
 
|  ଏହା '''gedit''' ଟେକ୍ସଟ୍ ଏଡିଟର୍ ରେ '''variables.pl''' ଫାଇଲ୍ ଖୋଲିବ
 
|  ଏହା '''gedit''' ଟେକ୍ସଟ୍ ଏଡିଟର୍ ରେ '''variables.pl''' ଫାଇଲ୍ ଖୋଲିବ
 +
 
|-
 
|-
 
| 01:56
 
| 01:56
 
| ଏକ '''Perl''' ଫାଇଲ୍ ର ଡିଫଲ୍ଟ ଏକ୍ସଟେନସନ୍ ହେଉଛି '''dot pl'''
 
| ଏକ '''Perl''' ଫାଇଲ୍ ର ଡିଫଲ୍ଟ ଏକ୍ସଟେନସନ୍ ହେଉଛି '''dot pl'''
 +
 
|-
 
|-
|   02:01
+
| 02:01
 
|  ଫାଇଲ୍ ରେ '''dollar priority semicolon''' ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 
|  ଫାଇଲ୍ ରେ '''dollar priority semicolon''' ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  02:10
 
|  02:10
 
|  ଆମେ '''variable priority''' ଡିକ୍ଲେର୍‍ କରିଲେ
 
|  ଆମେ '''variable priority''' ଡିକ୍ଲେର୍‍ କରିଲେ
 +
 
|-
 
|-
 
| 02:13
 
| 02:13
 
| ବ୍ୟବହାର କରିବା ପୂର୍ବରୁ ଆପଣ ଏକ '''variable''' ଡିକ୍ଲେର୍‍ କରିବା ଦରକାର ନାହିଁ
 
| ବ୍ୟବହାର କରିବା ପୂର୍ବରୁ ଆପଣ ଏକ '''variable''' ଡିକ୍ଲେର୍‍ କରିବା ଦରକାର ନାହିଁ
 +
 
|-
 
|-
 
| 02:18  
 
| 02:18  
 
| ତାକୁ ସେହିପରି କୋଡ୍ ଭିତରେ ବ୍ୟବହାର କରିପାରିବେ
 
| ତାକୁ ସେହିପରି କୋଡ୍ ଭିତରେ ବ୍ୟବହାର କରିପାରିବେ
 +
 
|-
 
|-
 
|  02:21  
 
|  02:21  
 
|  ଏବେ '''variable priority'''କୁ ଏକ ନ୍ୟୁମେରିକାଲ୍ ଭାଲ୍ୟୁ ଦେବା
 
|  ଏବେ '''variable priority'''କୁ ଏକ ନ୍ୟୁମେରିକାଲ୍ ଭାଲ୍ୟୁ ଦେବା
 +
 
|-
 
|-
 
| 02:25
 
| 02:25
 
| ଏଥିପାଇଁ '''dollar priority space equal to space one semicolon''' ଟାଇପ୍ କରନ୍ତୁ
 
| ଏଥିପାଇଁ '''dollar priority space equal to space one semicolon''' ଟାଇପ୍ କରନ୍ତୁ
 +
 
|-
 
|-
 
| 02:32
 
| 02:32
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 02:34  
 
| 02:34  
 
|  ଏହାପରେ ଟାଇପ୍ କରନ୍ତୁ
 
|  ଏହାପରେ ଟାଇପ୍ କରନ୍ତୁ
 +
 
|-
 
|-
 
| 02:36
 
| 02:36
 
| '''print space double quote Value of variable is: dollar priority slash n''' ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ '''semicolon''' ଓ ଏଣ୍ଟର ଦାବନ୍ତୁ
 
| '''print space double quote Value of variable is: dollar priority slash n''' ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ '''semicolon''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 02:50
 
| 02:50
 
| ନୂଆ ଲାଇନ୍ କେରେକ୍ଟର୍ ହେଉଛି '''slash n'''
 
| ନୂଆ ଲାଇନ୍ କେରେକ୍ଟର୍ ହେଉଛି '''slash n'''
 +
 
|-
 
|-
 
|  02:53
 
|  02:53
 
|  ଏବେ ଏହି ଫାଇଲ୍କୁ '''variables.pl''' ନାମରେ ଯେକୌଣସି ସ୍ଥାନରେ ସେଭ୍ କରନ୍ତୁ
 
|  ଏବେ ଏହି ଫାଇଲ୍କୁ '''variables.pl''' ନାମରେ ଯେକୌଣସି ସ୍ଥାନରେ ସେଭ୍ କରନ୍ତୁ
 +
 
|-
 
|-
 
| 03:02
 
| 03:02
 
| ମୋ କ୍ଷେତ୍ରରେ, ଏହା '''home/amol''' ଡାଇରେକ୍ଟୋରୀରେ ସେଭ୍ ହୋଇଛି, ଏବେ ଫାଇଲ୍ କୁ ସେଭ୍ କରନ୍ତୁ
 
| ମୋ କ୍ଷେତ୍ରରେ, ଏହା '''home/amol''' ଡାଇରେକ୍ଟୋରୀରେ ସେଭ୍ ହୋଇଛି, ଏବେ ଫାଇଲ୍ କୁ ସେଭ୍ କରନ୍ତୁ
 +
 
|-
 
|-
 
| 03:10
 
| 03:10
 
| '''variables.pl''' ଫାଇଲ୍ର ପର୍ମିଶନ୍ସ ଚେଞ୍ଜ କରିବା, ଯାହାକୁ ଆମେ ଟିକିଏ ପୂର୍ବରୁ କ୍ରିଏଟ୍ କରିଛେ
 
| '''variables.pl''' ଫାଇଲ୍ର ପର୍ମିଶନ୍ସ ଚେଞ୍ଜ କରିବା, ଯାହାକୁ ଆମେ ଟିକିଏ ପୂର୍ବରୁ କ୍ରିଏଟ୍ କରିଛେ
 +
 
|-
 
|-
 
| 03:18
 
| 03:18
 
| ଏପରି କରିବା ପାଇଁ, '''Terminal''' ରେ '''chmod 755 variables dot pl''' ଟାଇପ୍ କରନ୍ତୁ
 
| ଏପରି କରିବା ପାଇଁ, '''Terminal''' ରେ '''chmod 755 variables dot pl''' ଟାଇପ୍ କରନ୍ତୁ
 +
 
|-
 
|-
 
| 03:27
 
| 03:27
 
| ଏହା ଫାଇଲ୍ କୁ ପଢ଼ିବା, ଲେଖିବା ଓ ଏକଜେକ୍ୟୁଟ୍ କରିବାର ଅଧିକାର ଯୋଗାଇବ
 
| ଏହା ଫାଇଲ୍ କୁ ପଢ଼ିବା, ଲେଖିବା ଓ ଏକଜେକ୍ୟୁଟ୍ କରିବାର ଅଧିକାର ଯୋଗାଇବ
 +
 
|-
 
|-
 
|  03:32
 
|  03:32
 
|  '''Terminal''' ରେ '''Perl''' ସ୍କ୍ରିପ୍ଟ କମ୍ପାଇଲ୍ କରିବା ପାଇଁ
 
|  '''Terminal''' ରେ '''Perl''' ସ୍କ୍ରିପ୍ଟ କମ୍ପାଇଲ୍ କରିବା ପାଇଁ
 +
 
|-
 
|-
 
| 03:36
 
| 03:36
 
| ଟାଇପ୍ କରନ୍ତୁ '''perl hyphen c variables dot pl'''  
 
| ଟାଇପ୍ କରନ୍ତୁ '''perl hyphen c variables dot pl'''  
 +
 
|-
 
|-
 
|  03:42
 
|  03:42
 
|  '''Hyphen c''' ଯେକୌଣସି କମ୍ପାଇଲେସନ୍/ସିଣ୍ଟାକ୍ସ ଏରର୍ ପାଇଁ '''Perl''' ସ୍କ୍ରିପ୍ଟ କମ୍ପାଇଲ୍ କରିବା ବଦଳାଏ
 
|  '''Hyphen c''' ଯେକୌଣସି କମ୍ପାଇଲେସନ୍/ସିଣ୍ଟାକ୍ସ ଏରର୍ ପାଇଁ '''Perl''' ସ୍କ୍ରିପ୍ଟ କମ୍ପାଇଲ୍ କରିବା ବଦଳାଏ
 +
 
|-
 
|-
 
|  03:49
 
|  03:49
 
| ଏବେ, ଏଣ୍ଟର ଦାବନ୍ତୁ
 
| ଏବେ, ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 03:51
 
| 03:51
 
| ଏହା, ଆମ ସ୍କ୍ରିପ୍ଟରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି କୁହେ
 
| ଏହା, ଆମ ସ୍କ୍ରିପ୍ଟରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି କୁହେ
 +
 
|-
 
|-
 
|  03:56
 
|  03:56
 
|  ଏବେ '''perl variables dot pl''' ଟାଇପ୍ କରି '''Perl''' ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 
|  ଏବେ '''perl variables dot pl''' ଟାଇପ୍ କରି '''Perl''' ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  04:06
 
|  04:06
 
|  ଆଉଟପୁଟ୍ ହାଇଲାଇଟ୍‍ ହୋଇଥିବା ପରି ପ୍ରଦର୍ଶିତ ହୁଏ
 
|  ଆଉଟପୁଟ୍ ହାଇଲାଇଟ୍‍ ହୋଇଥିବା ପରି ପ୍ରଦର୍ଶିତ ହୁଏ
 +
 
|-
 
|-
 
|  04:10
 
|  04:10
 
|  ଆମେ ଘୋଷିତ କରିଥିବା '''variable'''କୁ ଏକ '''string''' ଭାଲ୍ୟୁ ମଧ୍ୟ ଦେଇପାରିବା
 
|  ଆମେ ଘୋଷିତ କରିଥିବା '''variable'''କୁ ଏକ '''string''' ଭାଲ୍ୟୁ ମଧ୍ୟ ଦେଇପାରିବା
 +
 
|-
 
|-
 
| 04:15
 
| 04:15
 
| ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
 
| ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
 +
 
|-
 
|-
 
|  04:18
 
|  04:18
 
|  '''dollar priority equal to one''' ବଦଳରେ ଟାଇପ୍ କରନ୍ତୁ
 
|  '''dollar priority equal to one''' ବଦଳରେ ଟାଇପ୍ କରନ୍ତୁ
 +
 
|-
 
|-
 
| 04:22
 
| 04:22
 
| '''dollar priority equal to ସିଙ୍ଗଲ୍ ୱୋଟ୍ ମଧ୍ୟରେ high '''  
 
| '''dollar priority equal to ସିଙ୍ଗଲ୍ ୱୋଟ୍ ମଧ୍ୟରେ high '''  
 +
 
|-
 
|-
 
|  04:28
 
|  04:28
 
|  ଦୟାକରି ଧ୍ୟାନଦିଅନ୍ତୁ ଯେ, ଆସାଇନମେଣ୍ଟଗୁଡ଼ିକ ଡାହାଣରୁ ବାମକୁ ମୂଲ୍ୟାଙ୍କିତ ହେବ
 
|  ଦୟାକରି ଧ୍ୟାନଦିଅନ୍ତୁ ଯେ, ଆସାଇନମେଣ୍ଟଗୁଡ଼ିକ ଡାହାଣରୁ ବାମକୁ ମୂଲ୍ୟାଙ୍କିତ ହେବ
 +
 
|-
 
|-
 
| 04:34
 
| 04:34
 
| '''scalar''' ଯେକୌଣସି ଡାଟା ଧରିପାରିବ, ଏହା ଏକ ଷ୍ଟ୍ରିଙ୍ଗ ହୋଇପାରେ, ନମ୍ବର ବି ହୋଇପାରେ
 
| '''scalar''' ଯେକୌଣସି ଡାଟା ଧରିପାରିବ, ଏହା ଏକ ଷ୍ଟ୍ରିଙ୍ଗ ହୋଇପାରେ, ନମ୍ବର ବି ହୋଇପାରେ
 +
 
|-
 
|-
 
|  04:38
 
|  04:38
 
|  ଫାଇଲ୍ ସେଭ୍ କରନ୍ତୁ ଓ ପୁନର୍ବାର ସ୍କ୍ରିପ୍ଟ କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ-
 
|  ଫାଇଲ୍ ସେଭ୍ କରନ୍ତୁ ଓ ପୁନର୍ବାର ସ୍କ୍ରିପ୍ଟ କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ-
 +
 
|-
 
|-
 
| 04:45
 
| 04:45
 
| '''perl hyphen c variables dot pl''' ଓ ଏଣ୍ଟର ଦାବନ୍ତୁ
 
| '''perl hyphen c variables dot pl''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  04:51  
 
|  04:51  
 
|  ଏହା, କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି ଆମକୁ କୁହେ
 
|  ଏହା, କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି ଆମକୁ କୁହେ
 +
 
|-
 
|-
 
| 04:55
 
| 04:55
 
| '''perl variables dot pl''' ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 
| '''perl variables dot pl''' ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  05:03
 
|  05:03
 
|  ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ
 
|  ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ
 +
 
|-
 
|-
 
|  05:07
 
|  05:07
 
|  ଏବେ, ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
 
|  ଏବେ, ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
 +
 
|-
 
|-
 
| 05:10
 
| 05:10
 
| ଆପଣ ଡବଲ୍ କ୍ୱୋଟ୍'''strings''' ଭିତରେ ମଧ୍ୟ '''scalars''' ବ୍ୟବହାର କରିପାରିବେ, ଯେପରି-
 
| ଆପଣ ଡବଲ୍ କ୍ୱୋଟ୍'''strings''' ଭିତରେ ମଧ୍ୟ '''scalars''' ବ୍ୟବହାର କରିପାରିବେ, ଯେପରି-
 +
 
|-
 
|-
 
| 05:15
 
| 05:15
 
| '''dollar priority ସିଙ୍ଗଲ୍ ୱୋଟ୍ ମଧ୍ୟରେ String'''
 
| '''dollar priority ସିଙ୍ଗଲ୍ ୱୋଟ୍ ମଧ୍ୟରେ String'''
 +
 
|-
 
|-
 
| 05:19
 
| 05:19
 
| ଏହି ଫାଇଲ୍କୁ ସେଭ୍ କରି ବନ୍ଦ କରନ୍ତୁ
 
| ଏହି ଫାଇଲ୍କୁ ସେଭ୍ କରି ବନ୍ଦ କରନ୍ତୁ
 +
 
|-
 
|-
 
|  05:22  
 
|  05:22  
 
|  ମଲ୍ଟିପଲ୍ '''variables''' କେମିତି ଡିକ୍ଲେର୍‍ କରାଯାଏ, ଶିଖିବା
 
|  ମଲ୍ଟିପଲ୍ '''variables''' କେମିତି ଡିକ୍ଲେର୍‍ କରାଯାଏ, ଶିଖିବା
 +
 
|-
 
|-
 
| 05:27  
 
| 05:27  
 
| ଏଥିପାଇଁ ଟେକ୍ସଟ୍ ଏଡିଟର୍ ରେ ନୂଆ ଫାଇଲ୍ ଖୋଲନ୍ତୁ
 
| ଏଥିପାଇଁ ଟେକ୍ସଟ୍ ଏଡିଟର୍ ରେ ନୂଆ ଫାଇଲ୍ ଖୋଲନ୍ତୁ
 +
 
|-
 
|-
 
|  05:31
 
|  05:31
 
|  '''Terminal''' ରେ '''gedit multivar dot pl space ampersand''' ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 
|  '''Terminal''' ରେ '''gedit multivar dot pl space ampersand''' ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 05:42
 
| 05:42
 
| ଏହା '''multivar dot pl''' ଫାଇଲ୍ କୁ ଟେକ୍ସଟ୍ ଏଡିଟର୍ ରେ ଖୋଲିବ
 
| ଏହା '''multivar dot pl''' ଫାଇଲ୍ କୁ ଟେକ୍ସଟ୍ ଏଡିଟର୍ ରେ ଖୋଲିବ
 +
 
|-
 
|-
 
|  05:48
 
|  05:48
 
|  ଏବେ ଟାଇପ୍ କରନ୍ତୁ -
 
|  ଏବେ ଟାଇପ୍ କରନ୍ତୁ -
 +
 
|-
 
|-
 
| 05:50
 
| 05:50
 
| '''dollar firstVar comma dollar secondVar semicolon''' ଓ ଏଣ୍ଟର ଦାବନ୍ତୁ
 
| '''dollar firstVar comma dollar secondVar semicolon''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  06:00
 
|  06:00
 
|  ଭେରିଏବଲ୍ '''dollar firstVar''' ରୁ '''dollar secondVar''' କୁ ଭାଲ୍ୟୁ କପି କରିବା ପାଇଁ ଟାଇପ୍ କରନ୍ତୁ -
 
|  ଭେରିଏବଲ୍ '''dollar firstVar''' ରୁ '''dollar secondVar''' କୁ ଭାଲ୍ୟୁ କପି କରିବା ପାଇଁ ଟାଇପ୍ କରନ୍ତୁ -
 +
 
|-
 
|-
 
| 06:07
 
| 06:07
 
| '''dollar firstVar space equal to space dollar secondVar semicolon''' ଓ ଏଣ୍ଟର ଦାବନ୍ତୁ
 
| '''dollar firstVar space equal to space dollar secondVar semicolon''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  06:19
 
|  06:19
 
|  ସମସ୍ତ ଗାଣିତିକ କାର୍ଯ୍ୟ ଯେପରି- ମିଶାଣ, ଫେଡାଣ, ଗୁଣନ, ହରଣ, ଏହି ଭେରିଏବଲ୍ ରେ ସମ୍ପାଦନ କରାଯାଇପାରିବ
 
|  ସମସ୍ତ ଗାଣିତିକ କାର୍ଯ୍ୟ ଯେପରି- ମିଶାଣ, ଫେଡାଣ, ଗୁଣନ, ହରଣ, ଏହି ଭେରିଏବଲ୍ ରେ ସମ୍ପାଦନ କରାଯାଇପାରିବ
 +
 
|-
 
|-
 
| 06:30
 
| 06:30
 
| '''Perl''' ବ୍ୟବହାର କରି ଏହାକୁ କିପରି ପ୍ରାପ୍ତ କରାଯାଇପାରିବ, ଦେଖିବା
 
| '''Perl''' ବ୍ୟବହାର କରି ଏହାକୁ କିପରି ପ୍ରାପ୍ତ କରାଯାଇପାରିବ, ଦେଖିବା
 +
 
|-
 
|-
 
| 06:34  
 
| 06:34  
 
|  ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
 
|  ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
 +
 
|-
 
|-
 
| 06:36
 
| 06:36
 
| ଓ ଉଭୟ ଭେରିଏବଲ୍ସକୁ '''10''' ଭାଲ୍ୟୁ ଦେବାପାଇଁ ଟାଇପ୍ କରନ୍ତୁ-
 
| ଓ ଉଭୟ ଭେରିଏବଲ୍ସକୁ '''10''' ଭାଲ୍ୟୁ ଦେବାପାଇଁ ଟାଇପ୍ କରନ୍ତୁ-
 +
 
|-
 
|-
 
| 06:41
 
| 06:41
 
| '''dollar firstVar equal to dollar secondVar equal to ten semicolon''' ଓ ଏଣ୍ଟର ଦାବନ୍ତୁ
 
| '''dollar firstVar equal to dollar secondVar equal to ten semicolon''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  06:51
 
|  06:51
 
|  ଏବେ, ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ, ଟାଇପ୍ କରନ୍ତୁ
 
|  ଏବେ, ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ, ଟାଇପ୍ କରନ୍ତୁ
 +
 
|-
 
|-
 
| 06:55
 
| 06:55
 
| '''print double quote firstVar: dollar firstVar and secondVar: dollar secondVar slash n''' ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ '''semicolon''' ଓ ଏଣ୍ଟର ଦାବନ୍ତୁ
 
| '''print double quote firstVar: dollar firstVar and secondVar: dollar secondVar slash n''' ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ '''semicolon''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 07:17
 
| 07:17
 
| ଏବେ, ଫାଇଲ୍ ସେଭ୍ କରନ୍ତୁ
 
| ଏବେ, ଫାଇଲ୍ ସେଭ୍ କରନ୍ତୁ
 +
 
|-
 
|-
 
|  07:19
 
|  07:19
 
|  ଏବେ, ଏହି ଦୁଇଟି ଭେରିଏବଲ୍ସରେ ଭାଲ୍ୟୁ ଆଡ୍ କରିବା
 
|  ଏବେ, ଏହି ଦୁଇଟି ଭେରିଏବଲ୍ସରେ ଭାଲ୍ୟୁ ଆଡ୍ କରିବା
 +
 
|-
 
|-
 
| 07:23
 
| 07:23
 
| ଏଥିପାଇଁ ଟାଇପ୍ କରନ୍ତୁ
 
| ଏଥିପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
| 07:25
 
| 07:25
 
| '''dollar addition space equal to space dollar firstVar plus space dollar secondVar semicolon''' ଓ ଏଣ୍ଟର ଦାବନ୍ତୁ
 
| '''dollar addition space equal to space dollar firstVar plus space dollar secondVar semicolon''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  07:43
 
|  07:43
 
|  ଧ୍ୟାନଦିଅନ୍ତୁ, ଆମେ '''addition''' ଭେରିଏବଲ୍ ଡିକ୍ଲେର୍‍ କରିନାହୁଁ
 
|  ଧ୍ୟାନଦିଅନ୍ତୁ, ଆମେ '''addition''' ଭେରିଏବଲ୍ ଡିକ୍ଲେର୍‍ କରିନାହୁଁ
 +
 
|-
 
|-
 
|  07:47  
 
|  07:47  
 
|  ପୁଣିଥରେ, '''addition''' ଭେରିଏବଲ୍‍ ର ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ ଟାଇପ୍ କରନ୍ତୁ
 
|  ପୁଣିଥରେ, '''addition''' ଭେରିଏବଲ୍‍ ର ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
| 07:53
 
| 07:53
 
| '''print double quote Addition is dollar addition slash n''' ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ '''semicolon'''  
 
| '''print double quote Addition is dollar addition slash n''' ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ '''semicolon'''  
 +
 
|-
 
|-
 
| 08:05
 
| 08:05
 
| ଫାଇଲ୍ ସେଭ୍ କରନ୍ତୁ
 
| ଫାଇଲ୍ ସେଭ୍ କରନ୍ତୁ
 +
 
|-
 
|-
 
|  08:07
 
|  08:07
 
|  ଟର୍ମିନାଲ୍ ରେ ପୁନର୍ବାର ଫାଇଲ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
 
|  ଟର୍ମିନାଲ୍ ରେ ପୁନର୍ବାର ଫାଇଲ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
| 08:12
 
| 08:12
 
| '''perl hyphen c multivar dot pl'''
 
| '''perl hyphen c multivar dot pl'''
 +
 
|-
 
|-
 
| 08:18
 
| 08:18
 
| ସେଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ଆମେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିପାରିବା...
 
| ସେଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ଆମେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିପାରିବା...
 +
 
|-
 
|-
 
|  08:24
 
|  08:24
 
|  '''perl multivar dot pl''' ଟାଇପ୍ କରନ୍ତୁ
 
|  '''perl multivar dot pl''' ଟାଇପ୍ କରନ୍ତୁ
 +
 
|-
 
|-
 
|  08:30
 
|  08:30
 
|  ଏହା ହାଇଲାଇଟ୍‍ ହୋଇଥିବା ପରି ଆଉଟପୁଟ୍ ପ୍ରଦର୍ଶିତ କରିବ
 
|  ଏହା ହାଇଲାଇଟ୍‍ ହୋଇଥିବା ପରି ଆଉଟପୁଟ୍ ପ୍ରଦର୍ଶିତ କରିବ
 +
 
|-
 
|-
 
|  08:34
 
|  08:34
 
|  ସମାନ ଭାବେ, ବିୟୋଗ, ଗୁଣନ ଓ ହରଣ ଚେଷ୍ଟା କରନ୍ତୁ
 
|  ସମାନ ଭାବେ, ବିୟୋଗ, ଗୁଣନ ଓ ହରଣ ଚେଷ୍ଟା କରନ୍ତୁ
 +
 
|-
 
|-
 
| 08:38
 
| 08:38
 
| ମୁଁ ଏଠାରେ କୋଡ୍ ଲେଖିଛି
 
| ମୁଁ ଏଠାରେ କୋଡ୍ ଲେଖିଛି
 +
 
|-
 
|-
 
|  08:41
 
|  08:41
 
|  ଏବେ, ଏହି ଫାଇଲ୍ କୁ ସେଭ୍ କରି ବନ୍ଦ କରନ୍ତୁ
 
|  ଏବେ, ଏହି ଫାଇଲ୍ କୁ ସେଭ୍ କରି ବନ୍ଦ କରନ୍ତୁ
 +
 
|-
 
|-
 
|  08:46
 
|  08:46
 
|  ଫାଇଲ୍ କୁ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
 
|  ଫାଇଲ୍ କୁ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
| 08:48
 
| 08:48
 
| '''perl hyphen c multivar dot pl'''  
 
| '''perl hyphen c multivar dot pl'''  
 +
 
|-
 
|-
 
| 08:54
 
| 08:54
| ଏଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ
+
| ଏଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ,ତେଣୁ, ଆମେ ସ୍କ୍ରିପ୍ଟକୁ '''perl multivar dot pl''' ଭାବରେ ଏକଜେକ୍ୟୁଟ୍ କରିପାରିବା
|-
+
 
| 08:55
+
| ତେଣୁ, ଆମେ ସ୍କ୍ରିପ୍ଟକୁ '''perl multivar dot pl''' ଭାବରେ ଏକଜେକ୍ୟୁଟ୍ କରିପାରିବା
+
 
|-
 
|-
 
| 09:01
 
| 09:01
 
| ଏକଜେକ୍ୟୁସନ୍ ରେ ଆଉଟପୁଟ୍ ଏହିପରି ଦେଖାଯିବ
 
| ଏକଜେକ୍ୟୁସନ୍ ରେ ଆଉଟପୁଟ୍ ଏହିପରି ଦେଖାଯିବ
 +
 
|-
 
|-
 
|  09:06
 
|  09:06
 
|  ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 
|  ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
|-
 
|-
 
| 09:11
 
| 09:11
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 +
 
|-
 
|-
 
| 09:14
 
| 09:14
 
| '''Perl'''ରେ '''scalar variables'''ର ଘୋଷଣା ଓ ବ୍ୟବହାର କରିବା
 
| '''Perl'''ରେ '''scalar variables'''ର ଘୋଷଣା ଓ ବ୍ୟବହାର କରିବା
 +
 
|-
 
|-
 
|  09:18
 
|  09:18
 
|  ଆସାଇନମେଣ୍ଟ ଭାବେ-
 
|  ଆସାଇନମେଣ୍ଟ ଭାବେ-
 +
 
|-
 
|-
 
| 09:20
 
| 09:20
 
|  ଗୋଟିଏ ନମ୍ବର '''variable''' ଡିକ୍ଲେର୍‍ କରନ୍ତୁ
 
|  ଗୋଟିଏ ନମ୍ବର '''variable''' ଡିକ୍ଲେର୍‍ କରନ୍ତୁ
 +
 
|-
 
|-
 
| 09:22
 
| 09:22
 
| ଏହାକୁ 10 ଆସାଇନ୍ କରନ୍ତୁ
 
| ଏହାକୁ 10 ଆସାଇନ୍ କରନ୍ତୁ
 +
 
|-
 
|-
 
| 09:24
 
| 09:24
 
|  ଘୋଷିତ ହୋଇଥିବା '''variable''' ପ୍ରିଣ୍ଟ କରନ୍ତୁ
 
|  ଘୋଷିତ ହୋଇଥିବା '''variable''' ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
| 09:26
 
| 09:26
 
| ଦୁଇଟି '''string variables''' ଡିକ୍ଲେର୍‍ କରନ୍ତୁ
 
| ଦୁଇଟି '''string variables''' ଡିକ୍ଲେର୍‍ କରନ୍ତୁ
 +
 
|-
 
|-
 
| 09:29
 
| 09:29
 
|  ସେଗୁଡ଼ିକୁ “Namaste ” ଓ “India” ଭାଲ୍ୟୁ ଆସାଇନ୍‍ କରନ୍ତୁ
 
|  ସେଗୁଡ଼ିକୁ “Namaste ” ଓ “India” ଭାଲ୍ୟୁ ଆସାଇନ୍‍ କରନ୍ତୁ
 +
 
|-
 
|-
 
| 09:34
 
| 09:34
 
|  ସେହି ଦୁଇଟି ''' variables'''କୁ ଗୋଟିକ ପରେ ଗୋଟିଏ ପ୍ରିଣ୍ଟ କରନ୍ତୁ
 
|  ସେହି ଦୁଇଟି ''' variables'''କୁ ଗୋଟିକ ପରେ ଗୋଟିଏ ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
| 09:38   
 
| 09:38   
 
|  ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
|  ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
| 09:42  
 
| 09:42  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
| 09:45
 
| 09:45
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
|  09:50
 
|  09:50
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
|-
 
|-
 
| 09:53
 
| 09:53
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
| 09:56
 
| 09:56
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
| 10:01
 
| 10:01
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
|  10:08
 
|  10:08
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
| 10:13   
 
| 10:13   
 
|  ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
|  ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|  10:23
 
|  10:23
 
|  ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
 
|  ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
 +
 
|-
 
|-
 
|  10:29
 
|  10:29
 
|  ଆଶା, ଏହି '''Perl''' ଟ୍ୟୁଟୋରିଆଲ୍ କୁ ଆପଣ ଉପଭୋଗ କରିଥିବେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 
|  ଆଶା, ଏହି '''Perl''' ଟ୍ୟୁଟୋରିଆଲ୍ କୁ ଆପଣ ଉପଭୋଗ କରିଥିବେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
|-
 
|-
 
|  10:34
 
|  10:34
 
|  ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|  ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 17:33, 10 April 2017

Time Narration
00:01 Perlରେ ଭେରିଏବଲ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ ଭେରିଏବଲ୍ସ ବିଷୟରେ ଶିଖିବା
00:12 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ
00:18 Perl 5.14.2, ଯାହା- Perl ରିଭିଜନ୍ 5 ଭର୍ସନ୍ 14 ଓ ସବ୍ ଭର୍ସନ୍ 2 ବ୍ୟବହାର କରୁଛି
00:26 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:30 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:34 Perl ରେ Variables:
00:37 ଭାଲ୍ୟୁ ଷ୍ଟୋର୍ କରିବା ପାଇଁ Variables ବ୍ୟବହୃତ ହୁଏ, ଯେପରି ଟେକ୍ସଟ୍ ଷ୍ଟ୍ରିଙ୍ଗସ୍, ନମ୍ବର୍ସ କିମ୍ବା ଆରେଜ୍
00:44 ଥରେ variable ଘୋଷିତ ହୋଇଗଲେ, ଏହା ସ୍କ୍ରିପ୍ଟ ଭିତରେ ବାରମ୍ବାର ବ୍ୟବହାର କରାଯାଇପାରିବ
00:50 Scalar ସିଙ୍ଗଲ୍ ଭାଲ୍ୟୁର ପ୍ରତିନିଧିତ୍ୱ କରେ ଓ କେବଳ scalars ଷ୍ଟୋର୍ କରିପାରିବ
00:56 $ (ଡଲାର୍) ଚିହ୍ନ ବ୍ୟବହାର କରି Scalar variables ଘୋଷିତ କରାଯାଏ
01:00 Variable Declaration ଦେଖିବା:
01:03 ଏକ Variable ଏହିପରି ଘୋଷିତ କରାଯାଇପାରେ: dollar priority semicolon
01:09 Perlରେ Variableର ନାମ ବିଭିନ୍ନ ଫର୍ମାଟ୍‍ ର ହୋଇପାରେ. ଏକ ଅକ୍ଷର କିମ୍ବା _ (ଅଣ୍ଡରସ୍କୋର୍)ରୁ Variables ଆରମ୍ଭ ହେବା ଉଚିତ୍
01:18 ଓ ଏଥିରେ ଅକ୍ଷର, ସଂଖ୍ୟା, underscores କିମ୍ବା ଏହି ତିନୋଟିର ମିଶ୍ରଣ ରହିପାରେ
01:24 Perlରେ କ୍ୟାପିଟାଲ୍ ଲେଟର୍ ରେ ଘୋଷିତ Variablesର ସ୍ୱତନ୍ତ୍ର ଅର୍ଥ ଥାଏ
01:30 ତେଣୁ, କ୍ୟାପିଟାଲ୍ ଲେଟର୍ ବ୍ୟବହାର କରି variables ଡିକ୍ଲେର୍‍ କରିବାକୁ ଏଡ଼ାନ୍ତୁ
01:34 ଏବେ Terminal ଖୋଲନ୍ତୁ ଓ gedit variables dot pl ampersand ଟାଇପ୍ କରନ୍ତୁ
01:44 terminal ରେ କମାଣ୍ଡ ପ୍ରମ୍ପଟ୍ କୁ ampersand ଅନଲକ୍‍ କରିବ. ଏବେ ଏଣ୍ଟର ଦାବନ୍ତୁ
01:50 ଏହା gedit ଟେକ୍ସଟ୍ ଏଡିଟର୍ ରେ variables.pl ଫାଇଲ୍ ଖୋଲିବ
01:56 ଏକ Perl ଫାଇଲ୍ ର ଡିଫଲ୍ଟ ଏକ୍ସଟେନସନ୍ ହେଉଛି dot pl
02:01 ଫାଇଲ୍ ରେ dollar priority semicolon ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
02:10 ଆମେ variable priority ଡିକ୍ଲେର୍‍ କରିଲେ
02:13 ବ୍ୟବହାର କରିବା ପୂର୍ବରୁ ଆପଣ ଏକ variable ଡିକ୍ଲେର୍‍ କରିବା ଦରକାର ନାହିଁ
02:18 ତାକୁ ସେହିପରି କୋଡ୍ ଭିତରେ ବ୍ୟବହାର କରିପାରିବେ
02:21 ଏବେ variable priorityକୁ ଏକ ନ୍ୟୁମେରିକାଲ୍ ଭାଲ୍ୟୁ ଦେବା
02:25 ଏଥିପାଇଁ dollar priority space equal to space one semicolon ଟାଇପ୍ କରନ୍ତୁ
02:32 ଓ ଏଣ୍ଟର ଦାବନ୍ତୁ
02:34 ଏହାପରେ ଟାଇପ୍ କରନ୍ତୁ
02:36 print space double quote Value of variable is: dollar priority slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon ଓ ଏଣ୍ଟର ଦାବନ୍ତୁ
02:50 ନୂଆ ଲାଇନ୍ କେରେକ୍ଟର୍ ହେଉଛି slash n
02:53 ଏବେ ଏହି ଫାଇଲ୍କୁ variables.pl ନାମରେ ଯେକୌଣସି ସ୍ଥାନରେ ସେଭ୍ କରନ୍ତୁ
03:02 ମୋ କ୍ଷେତ୍ରରେ, ଏହା home/amol ଡାଇରେକ୍ଟୋରୀରେ ସେଭ୍ ହୋଇଛି, ଏବେ ଫାଇଲ୍ କୁ ସେଭ୍ କରନ୍ତୁ
03:10 variables.pl ଫାଇଲ୍ର ପର୍ମିଶନ୍ସ ଚେଞ୍ଜ କରିବା, ଯାହାକୁ ଆମେ ଟିକିଏ ପୂର୍ବରୁ କ୍ରିଏଟ୍ କରିଛେ
03:18 ଏପରି କରିବା ପାଇଁ, Terminal ରେ chmod 755 variables dot pl ଟାଇପ୍ କରନ୍ତୁ
03:27 ଏହା ଫାଇଲ୍ କୁ ପଢ଼ିବା, ଲେଖିବା ଓ ଏକଜେକ୍ୟୁଟ୍ କରିବାର ଅଧିକାର ଯୋଗାଇବ
03:32 Terminal ରେ Perl ସ୍କ୍ରିପ୍ଟ କମ୍ପାଇଲ୍ କରିବା ପାଇଁ
03:36 ଟାଇପ୍ କରନ୍ତୁ perl hyphen c variables dot pl
03:42 Hyphen c ଯେକୌଣସି କମ୍ପାଇଲେସନ୍/ସିଣ୍ଟାକ୍ସ ଏରର୍ ପାଇଁ Perl ସ୍କ୍ରିପ୍ଟ କମ୍ପାଇଲ୍ କରିବା ବଦଳାଏ
03:49 ଏବେ, ଏଣ୍ଟର ଦାବନ୍ତୁ
03:51 ଏହା, ଆମ ସ୍କ୍ରିପ୍ଟରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି କୁହେ
03:56 ଏବେ perl variables dot pl ଟାଇପ୍ କରି Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
04:06 ଆଉଟପୁଟ୍ ହାଇଲାଇଟ୍‍ ହୋଇଥିବା ପରି ପ୍ରଦର୍ଶିତ ହୁଏ
04:10 ଆମେ ଘୋଷିତ କରିଥିବା variableକୁ ଏକ string ଭାଲ୍ୟୁ ମଧ୍ୟ ଦେଇପାରିବା
04:15 ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
04:18 dollar priority equal to one ବଦଳରେ ଟାଇପ୍ କରନ୍ତୁ
04:22 dollar priority equal to ସିଙ୍ଗଲ୍ ୱୋଟ୍ ମଧ୍ୟରେ high
04:28 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆସାଇନମେଣ୍ଟଗୁଡ଼ିକ ଡାହାଣରୁ ବାମକୁ ମୂଲ୍ୟାଙ୍କିତ ହେବ
04:34 scalar ଯେକୌଣସି ଡାଟା ଧରିପାରିବ, ଏହା ଏକ ଷ୍ଟ୍ରିଙ୍ଗ ହୋଇପାରେ, ନମ୍ବର ବି ହୋଇପାରେ
04:38 ଫାଇଲ୍ ସେଭ୍ କରନ୍ତୁ ଓ ପୁନର୍ବାର ସ୍କ୍ରିପ୍ଟ କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ-
04:45 perl hyphen c variables dot pl ଓ ଏଣ୍ଟର ଦାବନ୍ତୁ
04:51 ଏହା, କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି ଆମକୁ କୁହେ
04:55 perl variables dot pl ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
05:03 ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ
05:07 ଏବେ, ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
05:10 ଆପଣ ଡବଲ୍ କ୍ୱୋଟ୍strings ଭିତରେ ମଧ୍ୟ scalars ବ୍ୟବହାର କରିପାରିବେ, ଯେପରି-
05:15 dollar priority ସିଙ୍ଗଲ୍ ୱୋଟ୍ ମଧ୍ୟରେ String
05:19 ଏହି ଫାଇଲ୍କୁ ସେଭ୍ କରି ବନ୍ଦ କରନ୍ତୁ
05:22 ମଲ୍ଟିପଲ୍ variables କେମିତି ଡିକ୍ଲେର୍‍ କରାଯାଏ, ଶିଖିବା
05:27 ଏଥିପାଇଁ ଟେକ୍ସଟ୍ ଏଡିଟର୍ ରେ ନୂଆ ଫାଇଲ୍ ଖୋଲନ୍ତୁ
05:31 Terminal ରେ gedit multivar dot pl space ampersand ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
05:42 ଏହା multivar dot pl ଫାଇଲ୍ କୁ ଟେକ୍ସଟ୍ ଏଡିଟର୍ ରେ ଖୋଲିବ
05:48 ଏବେ ଟାଇପ୍ କରନ୍ତୁ -
05:50 dollar firstVar comma dollar secondVar semicolon ଓ ଏଣ୍ଟର ଦାବନ୍ତୁ
06:00 ଭେରିଏବଲ୍ dollar firstVar ରୁ dollar secondVar କୁ ଭାଲ୍ୟୁ କପି କରିବା ପାଇଁ ଟାଇପ୍ କରନ୍ତୁ -
06:07 dollar firstVar space equal to space dollar secondVar semicolon ଓ ଏଣ୍ଟର ଦାବନ୍ତୁ
06:19 ସମସ୍ତ ଗାଣିତିକ କାର୍ଯ୍ୟ ଯେପରି- ମିଶାଣ, ଫେଡାଣ, ଗୁଣନ, ହରଣ, ଏହି ଭେରିଏବଲ୍ ରେ ସମ୍ପାଦନ କରାଯାଇପାରିବ
06:30 Perl ବ୍ୟବହାର କରି ଏହାକୁ କିପରି ପ୍ରାପ୍ତ କରାଯାଇପାରିବ, ଦେଖିବା
06:34 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
06:36 ଓ ଉଭୟ ଭେରିଏବଲ୍ସକୁ 10 ଭାଲ୍ୟୁ ଦେବାପାଇଁ ଟାଇପ୍ କରନ୍ତୁ-
06:41 dollar firstVar equal to dollar secondVar equal to ten semicolon ଓ ଏଣ୍ଟର ଦାବନ୍ତୁ
06:51 ଏବେ, ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ, ଟାଇପ୍ କରନ୍ତୁ
06:55 print double quote firstVar: dollar firstVar and secondVar: dollar secondVar slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon ଓ ଏଣ୍ଟର ଦାବନ୍ତୁ
07:17 ଏବେ, ଫାଇଲ୍ ସେଭ୍ କରନ୍ତୁ
07:19 ଏବେ, ଏହି ଦୁଇଟି ଭେରିଏବଲ୍ସରେ ଭାଲ୍ୟୁ ଆଡ୍ କରିବା
07:23 ଏଥିପାଇଁ ଟାଇପ୍ କରନ୍ତୁ
07:25 dollar addition space equal to space dollar firstVar plus space dollar secondVar semicolon ଓ ଏଣ୍ଟର ଦାବନ୍ତୁ
07:43 ଧ୍ୟାନଦିଅନ୍ତୁ, ଆମେ addition ଭେରିଏବଲ୍ ଡିକ୍ଲେର୍‍ କରିନାହୁଁ
07:47 ପୁଣିଥରେ, addition ଭେରିଏବଲ୍‍ ର ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ ଟାଇପ୍ କରନ୍ତୁ
07:53 print double quote Addition is dollar addition slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon
08:05 ଫାଇଲ୍ ସେଭ୍ କରନ୍ତୁ
08:07 ଟର୍ମିନାଲ୍ ରେ ପୁନର୍ବାର ଫାଇଲ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
08:12 perl hyphen c multivar dot pl
08:18 ସେଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ଆମେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିପାରିବା...
08:24 perl multivar dot pl ଟାଇପ୍ କରନ୍ତୁ
08:30 ଏହା ହାଇଲାଇଟ୍‍ ହୋଇଥିବା ପରି ଆଉଟପୁଟ୍ ପ୍ରଦର୍ଶିତ କରିବ
08:34 ସମାନ ଭାବେ, ବିୟୋଗ, ଗୁଣନ ଓ ହରଣ ଚେଷ୍ଟା କରନ୍ତୁ
08:38 ମୁଁ ଏଠାରେ କୋଡ୍ ଲେଖିଛି
08:41 ଏବେ, ଏହି ଫାଇଲ୍ କୁ ସେଭ୍ କରି ବନ୍ଦ କରନ୍ତୁ
08:46 ଫାଇଲ୍ କୁ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
08:48 perl hyphen c multivar dot pl
08:54 ଏଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ,ତେଣୁ, ଆମେ ସ୍କ୍ରିପ୍ଟକୁ perl multivar dot pl ଭାବରେ ଏକଜେକ୍ୟୁଟ୍ କରିପାରିବା
09:01 ଏକଜେକ୍ୟୁସନ୍ ରେ ଆଉଟପୁଟ୍ ଏହିପରି ଦେଖାଯିବ
09:06 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
09:11 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
09:14 Perlରେ scalar variablesର ଘୋଷଣା ଓ ବ୍ୟବହାର କରିବା
09:18 ଆସାଇନମେଣ୍ଟ ଭାବେ-
09:20 ଗୋଟିଏ ନମ୍ବର variable ଡିକ୍ଲେର୍‍ କରନ୍ତୁ
09:22 ଏହାକୁ 10 ଆସାଇନ୍ କରନ୍ତୁ
09:24 ଘୋଷିତ ହୋଇଥିବା variable ପ୍ରିଣ୍ଟ କରନ୍ତୁ
09:26 ଦୁଇଟି string variables ଡିକ୍ଲେର୍‍ କରନ୍ତୁ
09:29 ସେଗୁଡ଼ିକୁ “Namaste ” ଓ “India” ଭାଲ୍ୟୁ ଆସାଇନ୍‍ କରନ୍ତୁ
09:34 ସେହି ଦୁଇଟି variablesକୁ ଗୋଟିକ ପରେ ଗୋଟିଏ ପ୍ରିଣ୍ଟ କରନ୍ତୁ
09:38 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:42 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:50 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:53 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:56 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:01 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
10:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:13 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
10:29 ଆଶା, ଏହି Perl ଟ୍ୟୁଟୋରିଆଲ୍ କୁ ଆପଣ ଉପଭୋଗ କରିଥିବେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:34 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep