Difference between revisions of "PERL/C2/Overview-and-Installation-of-PERL/Oriya"

From Script | Spoken-Tutorial
Jump to: navigation, search
(Created page with " '''Title Of Script: PERL Overview and Installing Perl on WIndows and Linux''' '''Author:''' Amol Brahmankar '''Keywords: '''PERL Overview,''' '''Installing Perl video tutor...")
 
 
(2 intermediate revisions by 2 users not shown)
Line 10: Line 10:
 
|''' Time '''
 
|''' Time '''
 
|''' Narration'''
 
|''' Narration'''
 +
 
|-
 
|-
 
| 00:01
 
| 00:01
 
| '''PERL Overview ''' ଓ '''Installation of Perl''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| '''PERL Overview ''' ଓ '''Installation of Perl''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
| 00:08
 
| 00:08
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
 +
 
|-
 
|-
 
| 00:10
 
| 00:10
| * ''' Ubuntu-Linux ''' ଓ '''Windows operating system'''ରେ '''PERL''' ପାଇଁ '''Installation steps''' ସହିତ '''PERL Overview '''
+
|  ''' Ubuntu-Linux ''' ଓ '''Windows operating system'''ରେ '''PERL''' ପାଇଁ '''Installation steps''' ସହିତ '''PERL Overview '''
 +
 
 
|-
 
|-
 
| 00:20
 
| 00:20
| ଏହି ଟ୍ୟୁଟୋରିଆଲ୍ ପାଇଁ
+
| ଏହି ଟ୍ୟୁଟୋରିଆଲ୍ ପାଇଁ,'''ଇଣ୍ଟରନେଟ୍‍''' ସଂଯୋଗ ନିହାତି ଆବଶ୍ୟକ
|-
+
 
| 0:21
+
| '''ଇଣ୍ଟରନେଟ୍‍''' ସଂଯୋଗ ନିହାତି ଆବଶ୍ୟକ
+
 
|-
 
|-
 
| 00:25
 
| 00:25
 
| '''Ubuntu''' '''Linux ''' ଓ '''Windows Operating System''' ଥିବା ଆବଶ୍ୟକ
 
| '''Ubuntu''' '''Linux ''' ଓ '''Windows Operating System''' ଥିବା ଆବଶ୍ୟକ
 +
 
|-
 
|-
 
| 00:30
 
| 00:30
 
| ଡେମୋନଷ୍ଟ୍ରେସନ୍ ପାଇଁ ମୁଁ '''Ubuntu''' '''Linux 12.04''' ଓ '''Windows 7 ''' ଅପରେଟିଙ୍ଗ ସିଷ୍ଟମ୍ ବ୍ୟବହାର କରୁଛି
 
| ଡେମୋନଷ୍ଟ୍ରେସନ୍ ପାଇଁ ମୁଁ '''Ubuntu''' '''Linux 12.04''' ଓ '''Windows 7 ''' ଅପରେଟିଙ୍ଗ ସିଷ୍ଟମ୍ ବ୍ୟବହାର କରୁଛି
 +
 
|-
 
|-
 
| 00:39
 
| 00:39
 
| '''Ubuntu Linux ''' ଇନଷ୍ଟଲେସନ୍ ପାଇଁ ଆପଣଙ୍କ ସିଷ୍ଟମ୍ରେ '''Synaptic Package Manager''' ଇନଷ୍ଟଲ୍ ହୋଇଥିବା ଦରକାର
 
| '''Ubuntu Linux ''' ଇନଷ୍ଟଲେସନ୍ ପାଇଁ ଆପଣଙ୍କ ସିଷ୍ଟମ୍ରେ '''Synaptic Package Manager''' ଇନଷ୍ଟଲ୍ ହୋଇଥିବା ଦରକାର
 +
 
|-
 
|-
 
| 00:47
 
| 00:47
 
| ଆପଣଙ୍କର ଆଡମିନିଷ୍ଟ୍ରେଟିଭ୍ ରାଇଟ୍ ଥିବା ଆବଶ୍ୟକ
 
| ଆପଣଙ୍କର ଆଡମିନିଷ୍ଟ୍ରେଟିଭ୍ ରାଇଟ୍ ଥିବା ଆବଶ୍ୟକ
 +
 
|-
 
|-
 
| 00:50
 
| 00:50
 
| ଓ ଆପଣଙ୍କର '''Ubuntu'''ରେ '''Terminal''' ଓ '''Synaptic Package Manager''' ବ୍ୟବହାରର ଧାରଣା ମଧ୍ୟ ଥିବା ଆବଶ୍ୟକ
 
| ଓ ଆପଣଙ୍କର '''Ubuntu'''ରେ '''Terminal''' ଓ '''Synaptic Package Manager''' ବ୍ୟବହାରର ଧାରଣା ମଧ୍ୟ ଥିବା ଆବଶ୍ୟକ
 +
 
|-
 
|-
 
| 00:57
 
| 00:57
 
| ଯଦି ନାହିଁ, ତେବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଉପଲବ୍ଧ '''Linux series''' ଦେଖନ୍ତୁ
 
| ଯଦି ନାହିଁ, ତେବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଉପଲବ୍ଧ '''Linux series''' ଦେଖନ୍ତୁ
 +
 
|-
 
|-
 
| 01:03
 
| 01:03
 
| ମୁଁ ଆପଣଙ୍କୁ '''PERL''' ଲାଙ୍ଗୁଏଜ୍ ଉପରେ ସାଧାରଣ ଧାରଣା ଦେଉଛି
 
| ମୁଁ ଆପଣଙ୍କୁ '''PERL''' ଲାଙ୍ଗୁଏଜ୍ ଉପରେ ସାଧାରଣ ଧାରଣା ଦେଉଛି
 +
 
|-
 
|-
 
| 01:07
 
| 01:07
 
| ''' Practical Extraction''' ଓ '''Reporting Language''' ର ସଂକ୍ଷିପ୍ତ ଅର୍ଥ ହେଉଛି '''PERL'''
 
| ''' Practical Extraction''' ଓ '''Reporting Language''' ର ସଂକ୍ଷିପ୍ତ ଅର୍ଥ ହେଉଛି '''PERL'''
 +
 
|-
 
|-
 
| 01:14
 
| 01:14
 
| ଏହା ହେଉଛି ଏକ ସାଧାରଣ ବ୍ୟବହାର୍ଯ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍
 
| ଏହା ହେଉଛି ଏକ ସାଧାରଣ ବ୍ୟବହାର୍ଯ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍
 +
 
|-
 
|-
 
| 01:18
 
| 01:18
 
| ଏହା ମୂଳତଃ '''text manipulation''' ପାଇଁ ବିକଶିତ ହୋଇଥିଲା
 
| ଏହା ମୂଳତଃ '''text manipulation''' ପାଇଁ ବିକଶିତ ହୋଇଥିଲା
 +
 
|-
 
|-
 
| 01:23
 
| 01:23
 
| ଏବେ ଏହା '''web development, network programming, GUI development''' ଆଦି ପାଇଁ ବ୍ୟବହୃତ ହେଉଛି
 
| ଏବେ ଏହା '''web development, network programming, GUI development''' ଆଦି ପାଇଁ ବ୍ୟବହୃତ ହେଉଛି
 +
 
|-
 
|-
 
| 01:31
 
| 01:31
 
| ଏହା ସରଳ ହୋଇଥିବା ସହ ବୁଝିବା ପାଇଁ ଅତି ସହଜ
 
| ଏହା ସରଳ ହୋଇଥିବା ସହ ବୁଝିବା ପାଇଁ ଅତି ସହଜ
 +
 
|-
 
|-
 
| 01:35
 
| 01:35
 
| ଏଥିରେ, '''C''' କିମ୍ବା '''JAVA'''ରେ ଥିବା ଭଳି ଜଟିଳ '''data structures''' ନାହିଁ
 
| ଏଥିରେ, '''C''' କିମ୍ବା '''JAVA'''ରେ ଥିବା ଭଳି ଜଟିଳ '''data structures''' ନାହିଁ
 +
 
|-
 
|-
 
| 01:41
 
| 01:41
 
| ଏହା '''pattern matching''' ପାଇଁ ସୁପରିଚିତ
 
| ଏହା '''pattern matching''' ପାଇଁ ସୁପରିଚିତ
 +
 
|-
 
|-
 
| 01:45
 
| 01:45
 
| ଓ ସବୁଠାରୁ ଜରୁରୀ ବିଷୟ ହେଉଛି, '''PERL''' ଏକ ଓପନ୍ ସୋର୍ସ ଲାଙ୍ଗୁଏଜ୍  
 
| ଓ ସବୁଠାରୁ ଜରୁରୀ ବିଷୟ ହେଉଛି, '''PERL''' ଏକ ଓପନ୍ ସୋର୍ସ ଲାଙ୍ଗୁଏଜ୍  
 +
 
|-
 
|-
 
| 01:49
 
| 01:49
| '''Ubuntu Linux''' 12.04 ଅପରେଟିଙ୍ଗ ସିଷ୍ଟମ୍ରେ '''PERL''' ପୂର୍ବରୁ ଲୋଡ୍ ଥାଏ
+
| '''Ubuntu Linux''' 12.04 ଅପରେଟିଙ୍ଗ ସିଷ୍ଟମ୍‍ ରେ '''PERL''' ପୂର୍ବରୁ ଲୋଡ୍ ଥାଏ
 +
 
 
|-
 
|-
 
| 01:56
 
| 01:56
 
| ଏଥିରେ, ଇନଷ୍ଟଲେସନ୍ ପାଇଁ ନିର୍ଦ୍ଧାରିତ ପଦ୍ଧତି ପାଳନ କରିବାକୁ ପଡ଼େନାହିଁ
 
| ଏଥିରେ, ଇନଷ୍ଟଲେସନ୍ ପାଇଁ ନିର୍ଦ୍ଧାରିତ ପଦ୍ଧତି ପାଳନ କରିବାକୁ ପଡ଼େନାହିଁ
 +
 
|-
 
|-
 
| 02:01
 
| 02:01
 
| '''Ubuntu 12.04''' ରେ ଇନଷ୍ଟଲ୍ ହୋଇଥିବା '''PERL'''ର ଭର୍ସନ୍ ଚେକ୍ କରିବା
 
| '''Ubuntu 12.04''' ରେ ଇନଷ୍ଟଲ୍ ହୋଇଥିବା '''PERL'''ର ଭର୍ସନ୍ ଚେକ୍ କରିବା
 +
 
|-
 
|-
 
| 02:07
 
| 02:07
 
| କୀ’ବୋର୍ଡରେ ଏକକାଳୀନ '''''ctrl + alt + t ''''' ଦବାଇ ଟର୍ମିନାଲ୍ ଖୋଲନ୍ତୁ
 
| କୀ’ବୋର୍ଡରେ ଏକକାଳୀନ '''''ctrl + alt + t ''''' ଦବାଇ ଟର୍ମିନାଲ୍ ଖୋଲନ୍ତୁ
 +
 
|-
 
|-
 
| 02:15
 
| 02:15
 
| ତା’ପରେ '''perl hyphen v''' ଟାଇପ୍ କରନ୍ତୁ
 
| ତା’ପରେ '''perl hyphen v''' ଟାଇପ୍ କରନ୍ତୁ
 +
 
|-
 
|-
 
| 02:18
 
| 02:18
 
| ଓ ଏଣ୍ଟର୍ ଦାବନ୍ତୁ
 
| ଓ ଏଣ୍ଟର୍ ଦାବନ୍ତୁ
 +
 
|-
 
|-
 
| 02:21
 
| 02:21
 
| ଆପଣ ଟର୍ମିନାଲ୍ ରେ ଡିସପ୍ଲେ ହୋଇଥିବା ଭାବେ ଆଉଟପୁଟ୍ ପାଇବେ
 
| ଆପଣ ଟର୍ମିନାଲ୍ ରେ ଡିସପ୍ଲେ ହୋଇଥିବା ଭାବେ ଆଉଟପୁଟ୍ ପାଇବେ
 +
 
|-
 
|-
 
| 02:26
 
| 02:26
 
| ଏହି ଆଉଟପୁଟ୍, '''PERL'''ର ସାମ୍ପ୍ରତିକ ଇନଷ୍ଟଲ୍ ହୋଇଥିବା ଭର୍ସନ୍ ଦେଖାଏ
 
| ଏହି ଆଉଟପୁଟ୍, '''PERL'''ର ସାମ୍ପ୍ରତିକ ଇନଷ୍ଟଲ୍ ହୋଇଥିବା ଭର୍ସନ୍ ଦେଖାଏ
 +
 
|-
 
|-
 
| 02:31
 
| 02:31
 
| ମୋ କ୍ଷେତ୍ରରେ ଏହା ହେଉଛି '''PERL 5.14.2'''
 
| ମୋ କ୍ଷେତ୍ରରେ ଏହା ହେଉଛି '''PERL 5.14.2'''
 +
 
|-
 
|-
 
|  02:36
 
|  02:36
 
| '''Ubuntu 12.04''' ରେ ଉପଲବ୍ଧ ଡିଫଲ୍ଟ '''PERL packages''' ଯାଞ୍ଚ କରିବା
 
| '''Ubuntu 12.04''' ରେ ଉପଲବ୍ଧ ଡିଫଲ୍ଟ '''PERL packages''' ଯାଞ୍ଚ କରିବା
 +
 
|-
 
|-
 
| 02:43
 
| 02:43
 
| '''launcher bar''' କୁ ଯାଇ '''Dash Home'''ରେ କ୍ଲିକ୍ କରନ୍ତୁ
 
| '''launcher bar''' କୁ ଯାଇ '''Dash Home'''ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 02:48
 
| 02:48
 
| '''search bar''' ରେ '''Synaptic''' ଟାଇପ୍ କରନ୍ତୁ
 
| '''search bar''' ରେ '''Synaptic''' ଟାଇପ୍ କରନ୍ତୁ
 +
 
|-
 
|-
 
| 02:51
 
| 02:51
 
| '''Synaptic Package Manager ''' ଆଇକନ୍ ଦେଖାଯିବ
 
| '''Synaptic Package Manager ''' ଆଇକନ୍ ଦେଖାଯିବ
 +
 
|-
 
|-
 
| 02:55
 
| 02:55
 
| ତାହା ଉପରେ କ୍ଲିକ୍ କରନ୍ତୁ
 
| ତାହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 02:57
 
| 02:57
 
| '''Authentication''' ଉଦ୍ଦେଶ୍ୟ ପାଇଁ '''admin''' '''password''' ନିମନ୍ତେ ଆପଣଙ୍କୁ କୁହାଯିବ
 
| '''Authentication''' ଉଦ୍ଦେଶ୍ୟ ପାଇଁ '''admin''' '''password''' ନିମନ୍ତେ ଆପଣଙ୍କୁ କୁହାଯିବ
 +
 
|-
 
|-
 
| 03:03
 
| 03:03
 
| '''admin password''' ଦିଅନ୍ତୁ ଓ '''Authenticate''' ଉପରେ କ୍ଲିକ୍ କରନ୍ତୁ
 
| '''admin password''' ଦିଅନ୍ତୁ ଓ '''Authenticate''' ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:08
 
| 03:08
 
| '''Synaptic Package Manager ''' ତୁରନ୍ତ ପ୍ୟାକେଜ୍ ଲିଷ୍ଟ ଲୋଡ୍ କରିବ
 
| '''Synaptic Package Manager ''' ତୁରନ୍ତ ପ୍ୟାକେଜ୍ ଲିଷ୍ଟ ଲୋଡ୍ କରିବ
 +
 
|-
 
|-
 
| 03:13
 
| 03:13
 
| ଆପଣଙ୍କର ଇଣ୍ଟରନେଟ୍ ଓ ସିଷ୍ଟମ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
 
| ଆପଣଙ୍କର ଇଣ୍ଟରନେଟ୍ ଓ ସିଷ୍ଟମ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
 +
 
|-
 
|-
 
| 03:18
 
| 03:18
 
| ଲୋଡ୍ ହେଲାପରେ, '''Quick Filter''' ରେ '''Perl''' ଟାଇପ୍ କରନ୍ତୁ
 
| ଲୋଡ୍ ହେଲାପରେ, '''Quick Filter''' ରେ '''Perl''' ଟାଇପ୍ କରନ୍ତୁ
 +
 
|-
 
|-
 
| 03:22
 
| 03:22
 
| ଆପଣ ପ୍ୟାକେଜ୍ ର ଏକ ତାଲିକା ଦେଖିବେ
 
| ଆପଣ ପ୍ୟାକେଜ୍ ର ଏକ ତାଲିକା ଦେଖିବେ
 +
 
|-
 
|-
 
| 03:25  
 
| 03:25  
 
| '''PERL package''' ପୂର୍ବରୁ ଥିବା ଗାଢ଼ ସବୁଜ ରଙ୍ଗର ଚେକ୍‍ ବକ୍ସ ସୂଚାଏ ଯେ, ଏହା ଇନଷ୍ଟଲ୍ ହୋଇସାରିଛି
 
| '''PERL package''' ପୂର୍ବରୁ ଥିବା ଗାଢ଼ ସବୁଜ ରଙ୍ଗର ଚେକ୍‍ ବକ୍ସ ସୂଚାଏ ଯେ, ଏହା ଇନଷ୍ଟଲ୍ ହୋଇସାରିଛି
 +
 
|-
 
|-
 
| 03:33
 
| 03:33
 
|  ଯେଉଁଠାରେକି, ଷ୍ଟାର୍ ମାର୍କ ଥିବା ଚେକ୍ ବକ୍ସ ସୂଚାଏ ଯେ, ଆପଣ ଏହି ପ୍ୟାକେଜ୍ ମଧ୍ୟ ଆବଶ୍ୟକ କରିପାରନ୍ତି
 
|  ଯେଉଁଠାରେକି, ଷ୍ଟାର୍ ମାର୍କ ଥିବା ଚେକ୍ ବକ୍ସ ସୂଚାଏ ଯେ, ଆପଣ ଏହି ପ୍ୟାକେଜ୍ ମଧ୍ୟ ଆବଶ୍ୟକ କରିପାରନ୍ତି
 +
 
|-
 
|-
 
| 03:41
 
| 03:41
 
| ଏଗୁଡ଼ିକ, ଡକୁମେଣ୍ଟେସନ୍ ତିଆରି କରିବା ପାଇଁ କିମ୍ବା '''PERL ''' ସ୍କ୍ରିପ୍ଟ ଡିବଗ୍ କରିବାକୁ ସାହାଯ୍ୟ କରିବ
 
| ଏଗୁଡ଼ିକ, ଡକୁମେଣ୍ଟେସନ୍ ତିଆରି କରିବା ପାଇଁ କିମ୍ବା '''PERL ''' ସ୍କ୍ରିପ୍ଟ ଡିବଗ୍ କରିବାକୁ ସାହାଯ୍ୟ କରିବ
 +
 
|-
 
|-
 
| 03:47
 
| 03:47
 
| ଭବିଷ୍ୟତରେ '''PERL''' ବ୍ୟବହାର ଉପରେ ନିର୍ଭର କରି, ଯେକୌଣସି ମିସିଙ୍ଗ ପ୍ୟାକେଜ୍ ଇନଷ୍ଟଲ୍ କରନ୍ତୁ
 
| ଭବିଷ୍ୟତରେ '''PERL''' ବ୍ୟବହାର ଉପରେ ନିର୍ଭର କରି, ଯେକୌଣସି ମିସିଙ୍ଗ ପ୍ୟାକେଜ୍ ଇନଷ୍ଟଲ୍ କରନ୍ତୁ
 +
 
|-
 
|-
 
| 03:54
 
| 03:54
 
|  ଏବେ, '''Windows Operating System''' ରେ '''PERL''' ଇନଷ୍ଟଲ୍ କରିବାର ସୋପାନ ଦେଖିବା
 
|  ଏବେ, '''Windows Operating System''' ରେ '''PERL''' ଇନଷ୍ଟଲ୍ କରିବାର ସୋପାନ ଦେଖିବା
 +
 
|-
 
|-
 
| 04:00
 
| 04:00
 
| '''Perl tutorials''' ରେକର୍ଡିଙ୍ଗ ସମୟରେ, '''Windows''' ରେ ଭର୍ସନ୍ '''5.14.2''' ଉପଲବ୍ଧ ଥିଲା
 
| '''Perl tutorials''' ରେକର୍ଡିଙ୍ଗ ସମୟରେ, '''Windows''' ରେ ଭର୍ସନ୍ '''5.14.2''' ଉପଲବ୍ଧ ଥିଲା
 +
 
|-
 
|-
 
| 04:08
 
| 04:08
 
| ଏବେ ସେଠାରେ ଏକ ନୂଆ '''PERL''' ଭର୍ସନ୍ ଉପଲବ୍ଧ ଅଛି
 
| ଏବେ ସେଠାରେ ଏକ ନୂଆ '''PERL''' ଭର୍ସନ୍ ଉପଲବ୍ଧ ଅଛି
 +
 
|-
 
|-
 
| 04:12
 
| 04:12
 
| ନୂଆ '''PERL''' ଭର୍ସନ୍ ''' 5.16.3''' ବ୍ୟବହାର କରି ମୁଁ ଇନଷ୍ଟଲେସନ୍ ଦେଖାଇବି
 
| ନୂଆ '''PERL''' ଭର୍ସନ୍ ''' 5.16.3''' ବ୍ୟବହାର କରି ମୁଁ ଇନଷ୍ଟଲେସନ୍ ଦେଖାଇବି
 +
 
|-
 
|-
 
| 04:19
 
| 04:19
 
| ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶିତ ସମସ୍ତ '''PERL commands''', ନୂଆ ଭର୍ସନ୍ ରେ ମଧ୍ୟ ସଠିକ୍ ଭାବେ କାମ କରିବ
 
| ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶିତ ସମସ୍ତ '''PERL commands''', ନୂଆ ଭର୍ସନ୍ ରେ ମଧ୍ୟ ସଠିକ୍ ଭାବେ କାମ କରିବ
 +
 
|-
 
|-
 
| 04:26
 
| 04:26
 
| ୱିଣ୍ଡୋଜ୍ ଅପରେଟିଙ୍ଗ ସିଷ୍ଟମ୍ ରେ ବ୍ରାଉଜର୍ ଖୋଲନ୍ତୁ
 
| ୱିଣ୍ଡୋଜ୍ ଅପରେଟିଙ୍ଗ ସିଷ୍ଟମ୍ ରେ ବ୍ରାଉଜର୍ ଖୋଲନ୍ତୁ
 +
 
|-
 
|-
 
| 04:30
 
| 04:30
 
| ଓ '''address bar'''ରେ ପ୍ରଦର୍ଶିତ '''URL''' ଟାଇପ୍ କରନ୍ତୁ
 
| ଓ '''address bar'''ରେ ପ୍ରଦର୍ଶିତ '''URL''' ଟାଇପ୍ କରନ୍ତୁ
 +
 
|-
 
|-
 
| 04:35
 
| 04:35
 
| ଆପଣ ସିଧା '''PERL'''ର ଡାଉନଲୋଡ୍ ପେଜ୍ କୁ ଚାଲିଯିବେ
 
| ଆପଣ ସିଧା '''PERL'''ର ଡାଉନଲୋଡ୍ ପେଜ୍ କୁ ଚାଲିଯିବେ
 +
 
|-
 
|-
 
| 04:39
 
| 04:39
 
|  ଆପଣଙ୍କ '''system specifications''' ଅନୁସାରେ '''download version''' ସିଲେକ୍ଟ କରନ୍ତୁ
 
|  ଆପଣଙ୍କ '''system specifications''' ଅନୁସାରେ '''download version''' ସିଲେକ୍ଟ କରନ୍ତୁ
 +
 
|-
 
|-
 
| 04:44
 
| 04:44
 
| ମୋ କ୍ଷେତ୍ରରେ ଏହା '''PERL'''ର '''32 bit ''' ଭର୍ସନ୍ ହେବ
 
| ମୋ କ୍ଷେତ୍ରରେ ଏହା '''PERL'''ର '''32 bit ''' ଭର୍ସନ୍ ହେବ
 +
 
|-
 
|-
 
| 04:49
 
| 04:49
 
|  ଆପଣଙ୍କ କମ୍ପ୍ୟୁଟର୍ ରେ ନିଜ ପସନ୍ଦର ସ୍ଥାନରେ '''Perl msi file''' ସେଭ୍ କରନ୍ତୁ
 
|  ଆପଣଙ୍କ କମ୍ପ୍ୟୁଟର୍ ରେ ନିଜ ପସନ୍ଦର ସ୍ଥାନରେ '''Perl msi file''' ସେଭ୍ କରନ୍ତୁ
 +
 
|-
 
|-
 
| 04:56
 
| 04:56
 
| ମୁଁ ଏହାକୁ ମୋ କମ୍ପ୍ୟୁଟରରେ ସେଭ୍ କରିସାରିଛି
 
| ମୁଁ ଏହାକୁ ମୋ କମ୍ପ୍ୟୁଟରରେ ସେଭ୍ କରିସାରିଛି
 +
 
|-
 
|-
 
| 05:00
 
| 05:00
 
| '''PERL msi''' ଫାଇଲ୍ ଡାଉନଲୋଡ କରିଥିବା '''folder''' ଖୋଲି, ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
 
| '''PERL msi''' ଫାଇଲ୍ ଡାଉନଲୋଡ କରିଥିବା '''folder''' ଖୋଲି, ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|  05:07
 
|  05:07
 
|  ତାହାପରେ '''pop-up''' ୱିଣ୍ଡୋରେ '''Run''' କ୍ଲିକ୍ କରନ୍ତୁ
 
|  ତାହାପରେ '''pop-up''' ୱିଣ୍ଡୋରେ '''Run''' କ୍ଲିକ୍ କରନ୍ତୁ
 +
 
|-
 
|-
 
| 05:11
 
| 05:11
 
| '''Next in the setup wizard ''' ୱିଣ୍ଡୋ କ୍ଲିକ୍ କରନ୍ତୁ
 
| '''Next in the setup wizard ''' ୱିଣ୍ଡୋ କ୍ଲିକ୍ କରନ୍ତୁ
 +
 
|-
 
|-
 
| 05:15
 
| 05:15
 
| ପ୍ରମ୍ପ୍ଟ ହେଲେ '''License Aggrement''' ଆକସେପ୍ଟ କରନ୍ତୁ ଓ '''Next''' କ୍ଲିକ୍ କରନ୍ତୁ
 
| ପ୍ରମ୍ପ୍ଟ ହେଲେ '''License Aggrement''' ଆକସେପ୍ଟ କରନ୍ତୁ ଓ '''Next''' କ୍ଲିକ୍ କରନ୍ତୁ
 +
 
|-
 
|-
 
| 05:21
 
| 05:21
 
| ଏବେ '''Custom Setup''' ୱିଣ୍ଡୋ ଦେଖାଯିବ
 
| ଏବେ '''Custom Setup''' ୱିଣ୍ଡୋ ଦେଖାଯିବ
 +
 
|-
 
|-
 
| 05:25
 
| 05:25
 
| ଏହି ୱିଣ୍ଡୋରେ ଇନଷ୍ଟଲ୍‍ ହେବାକୁଥିବା ସମସ୍ତ '''PERL''' ଫିଚରଗୁଡ଼ିକ ତାଲିକାଭୁକ୍ତ ହୋଇଛି
 
| ଏହି ୱିଣ୍ଡୋରେ ଇନଷ୍ଟଲ୍‍ ହେବାକୁଥିବା ସମସ୍ତ '''PERL''' ଫିଚରଗୁଡ଼ିକ ତାଲିକାଭୁକ୍ତ ହୋଇଛି
 +
 
|-
 
|-
 
| 05:31
 
| 05:31
| ଏଗୁଡ଼ିକ ହେଉଛି;
+
| ଏଗୁଡ଼ିକ ହେଉଛି;,'''Perl''',
|-
+
 
| 05:32
+
|'''Perl''',
+
 
|-
 
|-
 
| 05:33
 
| 05:33
 
| '''Windows'''ରେ '''Perl Modules''' ଡାଉନଲୋଡ୍ ଓ ଇନଷ୍ଟଲ୍ କରିବାରେ ବ୍ୟବହୃତ ହେଉଥିବା '''PPM utilty'''
 
| '''Windows'''ରେ '''Perl Modules''' ଡାଉନଲୋଡ୍ ଓ ଇନଷ୍ଟଲ୍ କରିବାରେ ବ୍ୟବହୃତ ହେଉଥିବା '''PPM utilty'''
 +
 
|-
 
|-
 
| 05:39
 
| 05:39
 
| ଡକୁମେଣ୍ଟେସନ୍, ଯାହା '''Perl Modules''' ପାଇଁ ଡକୁମେଣ୍ଟେସନ୍ ପ୍ରଦାନ କରେ
 
| ଡକୁମେଣ୍ଟେସନ୍, ଯାହା '''Perl Modules''' ପାଇଁ ଡକୁମେଣ୍ଟେସନ୍ ପ୍ରଦାନ କରେ
 +
 
|-
 
|-
 
| 05:44
 
| 05:44
 
| ଓ '''Perl'''ର ଉଦାହରଣ  
 
| ଓ '''Perl'''ର ଉଦାହରଣ  
 +
 
|-
 
|-
 
| 05:47
 
| 05:47
 
|  ଏସବୁ '''default features''' ସେହିଭଳି ରଖନ୍ତୁ ଓ '''Next''' କ୍ଲିକ୍ କରନ୍ତୁ
 
|  ଏସବୁ '''default features''' ସେହିଭଳି ରଖନ୍ତୁ ଓ '''Next''' କ୍ଲିକ୍ କରନ୍ତୁ
 +
 
|-
 
|-
 
| 05:52
 
| 05:52
 
| '''environmental variable''' ଓ '''file extension''' ସେଟିଙ୍ଗ ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
 
| '''environmental variable''' ଓ '''file extension''' ସେଟିଙ୍ଗ ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
 +
 
|-
 
|-
 
| 05:59
 
| 05:59
 
| ଏଠାରେ ପ୍ରଦର୍ଶିତ ଅନୁସାରେ '''check boxକୁ checked,''' ରଖନ୍ତୁ
 
| ଏଠାରେ ପ୍ରଦର୍ଶିତ ଅନୁସାରେ '''check boxକୁ checked,''' ରଖନ୍ତୁ
 +
 
|-
 
|-
 
| 06:03
 
| 06:03
 
|  '''Next ''' ଓ ତାହାପରେ ''' Install''' କ୍ଲିକ୍ କରନ୍ତୁ
 
|  '''Next ''' ଓ ତାହାପରେ ''' Install''' କ୍ଲିକ୍ କରନ୍ତୁ
 +
 
|-
 
|-
 
| 06:07
 
| 06:07
 
| ଏହା '''PERL'''ର ଇନଷ୍ଟଲେସନ୍ ଆରମ୍ଭ କରିବ
 
| ଏହା '''PERL'''ର ଇନଷ୍ଟଲେସନ୍ ଆରମ୍ଭ କରିବ
 +
 
|-
 
|-
 
| 06:11
 
| 06:11
 
| ଆପଣଙ୍କ '''internet ''' ସ୍ପୀଡ୍ ଆଧାରରେ ଏହା କିଛି ସମୟ ନେଇପାରେ
 
| ଆପଣଙ୍କ '''internet ''' ସ୍ପୀଡ୍ ଆଧାରରେ ଏହା କିଛି ସମୟ ନେଇପାରେ
 +
 
|-
 
|-
 
| 06:16
 
| 06:16
 
| ଇନଷ୍ଟଲ୍ ହେଲାପରେ, '''Display Release Note checkbox ''' ଅନ୍ଚେକ୍ କରି '''Finish'''ରେ କ୍ଲିକ୍ କରନ୍ତୁ
 
| ଇନଷ୍ଟଲ୍ ହେଲାପରେ, '''Display Release Note checkbox ''' ଅନ୍ଚେକ୍ କରି '''Finish'''ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 06:23
 
| 06:23
 
| ଏହା '''Windows'''ରେ '''PERL'''ର ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ କରେ
 
| ଏହା '''Windows'''ରେ '''PERL'''ର ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ କରେ
 +
 
|-
 
|-
 
| 06:27
 
| 06:27
 
| ଏବେ, ଇନଷ୍ଟଲେସନ୍  ଯାଞ୍ଚ କରିବା
 
| ଏବେ, ଇନଷ୍ଟଲେସନ୍  ଯାଞ୍ଚ କରିବା
 +
 
|-
 
|-
 
| 06:32
 
| 06:32
 
| '''Start menu'''କୁ ଯାଆନ୍ତୁ ଓ '''command prompt''' ଖୋଲିବା ପାଇଁ '''cmd''' ଟାଇପ୍ କରନ୍ତୁ
 
| '''Start menu'''କୁ ଯାଆନ୍ତୁ ଓ '''command prompt''' ଖୋଲିବା ପାଇଁ '''cmd''' ଟାଇପ୍ କରନ୍ତୁ
 +
 
|-
 
|-
 
| 06:39
 
| 06:39
 
| '''command prompt''' ରେ '''perl space hyphen v''' ଟାଇପ୍ କରନ୍ତୁ
 
| '''command prompt''' ରେ '''perl space hyphen v''' ଟାଇପ୍ କରନ୍ତୁ
 +
 
|-
 
|-
 
| 06:44
 
| 06:44
 
| ଓ ଏଣ୍ଟର୍ ଦାବନ୍ତୁ
 
| ଓ ଏଣ୍ଟର୍ ଦାବନ୍ତୁ
 +
 
|-
 
|-
 
|  06:46
 
|  06:46
 
| '''PERL'''ର ଇନଷ୍ଟଲଡ୍ ଭର୍ସନ୍ ଆପଣ ଦେଖିବେ
 
| '''PERL'''ର ଇନଷ୍ଟଲଡ୍ ଭର୍ସନ୍ ଆପଣ ଦେଖିବେ
 +
 
|-
 
|-
 
| 06:50
 
| 06:50
 
| ଯଦି ଏହା ଭର୍ସନ୍ ନଦେଖାଏ, ତେବେ ଆଉଥରେ ଉପରୋକ୍ତ ଇନଷ୍ଟଲେସନ୍ ସୋପାନର ପୁନରାବୃତ୍ତି କରନ୍ତୁ
 
| ଯଦି ଏହା ଭର୍ସନ୍ ନଦେଖାଏ, ତେବେ ଆଉଥରେ ଉପରୋକ୍ତ ଇନଷ୍ଟଲେସନ୍ ସୋପାନର ପୁନରାବୃତ୍ତି କରନ୍ତୁ
 +
 
|-
 
|-
 
| 06:57
 
| 06:57
 
| ଏବେ, ଏକ ସରଳ '''Hello Perl''' ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 
| ଏବେ, ଏକ ସରଳ '''Hello Perl''' ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
|-
 
|-
 
| 07:02
 
| 07:02
 
| ପ୍ଲେୟାର୍ ତଳେ, କୋଡ୍ ଫାଇଲ୍ ଲିଙ୍କ୍ ରେ ଏହି ଟ୍ୟୁଟୋରିଆଲ୍ ସହିତ ଆପଣଙ୍କୁ ଏହି ଫାଇଲ୍ ପ୍ରଦାନ କରାଯାଇଛି  
 
| ପ୍ଲେୟାର୍ ତଳେ, କୋଡ୍ ଫାଇଲ୍ ଲିଙ୍କ୍ ରେ ଏହି ଟ୍ୟୁଟୋରିଆଲ୍ ସହିତ ଆପଣଙ୍କୁ ଏହି ଫାଇଲ୍ ପ୍ରଦାନ କରାଯାଇଛି  
 +
 
|-
 
|-
 
| 07:11
 
| 07:11
 
| ଏହି ଫାଇଲ୍ କୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
 
| ଏହି ଫାଇଲ୍ କୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
 +
 
|-
 
|-
 
| 07:14
 
| 07:14
 
| ମୁଁ ଫାଇଲ୍ ଟିକୁ ମୋ କମ୍ପ୍ୟୁଟର୍ ର '''users\Amol''' ଡାଇରେକ୍ଟୋରୀରେ ସେଭ୍ କରିଛି
 
| ମୁଁ ଫାଇଲ୍ ଟିକୁ ମୋ କମ୍ପ୍ୟୁଟର୍ ର '''users\Amol''' ଡାଇରେକ୍ଟୋରୀରେ ସେଭ୍ କରିଛି
 +
 
|-
 
|-
 
| 07:21
 
| 07:21
 
| ତେଣୁ, ସେଠାକୁ ଯିବା
 
| ତେଣୁ, ସେଠାକୁ ଯିବା
 +
 
|-
 
|-
 
| 07:23
 
| 07:23
 
| '''perl sampleProgram.pl''' ଟାଇପ୍ କରନ୍ତୁ
 
| '''perl sampleProgram.pl''' ଟାଇପ୍ କରନ୍ତୁ
 +
 
|-
 
|-
 
| 07:28
 
| 07:28
 
| ଓ ଏଣ୍ଟର୍ ଦାବନ୍ତୁ
 
| ଓ ଏଣ୍ଟର୍ ଦାବନ୍ତୁ
 +
 
|-
 
|-
 
|  07:30
 
|  07:30
 
| '''command prompt''' ରେ '''Hello Perl''' ପ୍ରିଣ୍ଟ ହେବ, ଯେପରି ଦେଖାଯାଉଛି
 
| '''command prompt''' ରେ '''Hello Perl''' ପ୍ରିଣ୍ଟ ହେବ, ଯେପରି ଦେଖାଯାଉଛି
 +
 
|-
 
|-
 
|  07:35
 
|  07:35
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|  07:37
 
|  07:37
 
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
 
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
 +
 
|-
 
|-
 
|  07:40
 
|  07:40
 
| PERL ର '''Overview''' ଓ,
 
| PERL ର '''Overview''' ଓ,
 +
 
|-
 
|-
 
|  07:43
 
|  07:43
 
| '''Ubuntu Linux 12.04''' ଓ '''Windows 7''' ପାଇଁ '''PERL'''ର ଇନଷ୍ଟଲେସନ୍ ନିର୍ଦ୍ଦେଶାବଳୀ
 
| '''Ubuntu Linux 12.04''' ଓ '''Windows 7''' ପାଇଁ '''PERL'''ର ଇନଷ୍ଟଲେସନ୍ ନିର୍ଦ୍ଦେଶାବଳୀ
 +
 
|-
 
|-
 
| 07:50
 
| 07:50
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
| 07:54
 
| 07:54
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
| 07:58
 
| 07:58
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
| 08:03
 
| 08:03
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
|-
 
|-
 
| 08:06
 
| 08:06
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
| 08:10
 
| 08:10
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
| 08:15
 
| 08:15
 
| ଅଧିକ ବିବରଣୀ ପାଇଁ, ଦୟାକରି
 
| ଅଧିକ ବିବରଣୀ ପାଇଁ, ଦୟାକରି
 +
 
|-
 
|-
 
| 08:18
 
| 08:18
 
| କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)  
 
| କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)  
 +
 
|-
 
|-
 
|  08:23
 
|  08:23
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|  08:29
 
|  08:29
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|  08:38
 
|  08:38
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
+
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
+
 
 
|-
 
|-
 
| 08:50
 
| 08:50
 
| ଆଶା କରୁଛୁ, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ
 
| ଆଶା କରୁଛୁ, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ
 +
 
|-
 
|-
 
| 08:53
 
| 08:53
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
 
|-
 
|-
 
| 08:56
 
| 08:56
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 17:23, 10 April 2017

Title Of Script: PERL Overview and Installing Perl on WIndows and Linux

Author: Amol Brahmankar

Keywords: PERL Overview, Installing Perl video tutorial, Perl on Windows, Perl on Ubuntu Linux.


Time Narration
00:01 PERL Overview Installation of Perl ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:10 Ubuntu-Linux Windows operating systemରେ PERL ପାଇଁ Installation steps ସହିତ PERL Overview
00:20 ଏହି ଟ୍ୟୁଟୋରିଆଲ୍ ପାଇଁ,ଇଣ୍ଟରନେଟ୍‍ ସଂଯୋଗ ନିହାତି ଆବଶ୍ୟକ
00:25 Ubuntu Linux Windows Operating System ଥିବା ଆବଶ୍ୟକ
00:30 ଡେମୋନଷ୍ଟ୍ରେସନ୍ ପାଇଁ ମୁଁ Ubuntu Linux 12.04Windows 7 ଅପରେଟିଙ୍ଗ ସିଷ୍ଟମ୍ ବ୍ୟବହାର କରୁଛି
00:39 Ubuntu Linux ଇନଷ୍ଟଲେସନ୍ ପାଇଁ ଆପଣଙ୍କ ସିଷ୍ଟମ୍ରେ Synaptic Package Manager ଇନଷ୍ଟଲ୍ ହୋଇଥିବା ଦରକାର
00:47 ଆପଣଙ୍କର ଆଡମିନିଷ୍ଟ୍ରେଟିଭ୍ ରାଇଟ୍ ଥିବା ଆବଶ୍ୟକ
00:50 ଓ ଆପଣଙ୍କର Ubuntuରେ TerminalSynaptic Package Manager ବ୍ୟବହାରର ଧାରଣା ମଧ୍ୟ ଥିବା ଆବଶ୍ୟକ
00:57 ଯଦି ନାହିଁ, ତେବେ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଉପଲବ୍ଧ Linux series ଦେଖନ୍ତୁ
01:03 ମୁଁ ଆପଣଙ୍କୁ PERL ଲାଙ୍ଗୁଏଜ୍ ଉପରେ ସାଧାରଣ ଧାରଣା ଦେଉଛି
01:07 Practical ExtractionReporting Language ର ସଂକ୍ଷିପ୍ତ ଅର୍ଥ ହେଉଛି PERL
01:14 ଏହା ହେଉଛି ଏକ ସାଧାରଣ ବ୍ୟବହାର୍ଯ୍ୟ ପ୍ରୋଗ୍ରାମିଙ୍ଗ ଲାଙ୍ଗୁଏଜ୍
01:18 ଏହା ମୂଳତଃ text manipulation ପାଇଁ ବିକଶିତ ହୋଇଥିଲା
01:23 ଏବେ ଏହା web development, network programming, GUI development ଆଦି ପାଇଁ ବ୍ୟବହୃତ ହେଉଛି
01:31 ଏହା ସରଳ ହୋଇଥିବା ସହ ବୁଝିବା ପାଇଁ ଅତି ସହଜ
01:35 ଏଥିରେ, C କିମ୍ବା JAVAରେ ଥିବା ଭଳି ଜଟିଳ data structures ନାହିଁ
01:41 ଏହା pattern matching ପାଇଁ ସୁପରିଚିତ
01:45 ଓ ସବୁଠାରୁ ଜରୁରୀ ବିଷୟ ହେଉଛି, PERL ଏକ ଓପନ୍ ସୋର୍ସ ଲାଙ୍ଗୁଏଜ୍
01:49 Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍‍ ରେ PERL ପୂର୍ବରୁ ଲୋଡ୍ ଥାଏ
01:56 ଏଥିରେ, ଇନଷ୍ଟଲେସନ୍ ପାଇଁ ନିର୍ଦ୍ଧାରିତ ପଦ୍ଧତି ପାଳନ କରିବାକୁ ପଡ଼େନାହିଁ
02:01 Ubuntu 12.04 ରେ ଇନଷ୍ଟଲ୍ ହୋଇଥିବା PERLର ଭର୍ସନ୍ ଚେକ୍ କରିବା
02:07 କୀ’ବୋର୍ଡରେ ଏକକାଳୀନ ctrl + alt + t ଦବାଇ ଟର୍ମିନାଲ୍ ଖୋଲନ୍ତୁ
02:15 ତା’ପରେ perl hyphen v ଟାଇପ୍ କରନ୍ତୁ
02:18 ଓ ଏଣ୍ଟର୍ ଦାବନ୍ତୁ
02:21 ଆପଣ ଟର୍ମିନାଲ୍ ରେ ଡିସପ୍ଲେ ହୋଇଥିବା ଭାବେ ଆଉଟପୁଟ୍ ପାଇବେ
02:26 ଏହି ଆଉଟପୁଟ୍, PERLର ସାମ୍ପ୍ରତିକ ଇନଷ୍ଟଲ୍ ହୋଇଥିବା ଭର୍ସନ୍ ଦେଖାଏ
02:31 ମୋ କ୍ଷେତ୍ରରେ ଏହା ହେଉଛି PERL 5.14.2
02:36 Ubuntu 12.04 ରେ ଉପଲବ୍ଧ ଡିଫଲ୍ଟ PERL packages ଯାଞ୍ଚ କରିବା
02:43 launcher bar କୁ ଯାଇ Dash Homeରେ କ୍ଲିକ୍ କରନ୍ତୁ
02:48 search bar ରେ Synaptic ଟାଇପ୍ କରନ୍ତୁ
02:51 Synaptic Package Manager ଆଇକନ୍ ଦେଖାଯିବ
02:55 ତାହା ଉପରେ କ୍ଲିକ୍ କରନ୍ତୁ
02:57 Authentication ଉଦ୍ଦେଶ୍ୟ ପାଇଁ admin password ନିମନ୍ତେ ଆପଣଙ୍କୁ କୁହାଯିବ
03:03 admin password ଦିଅନ୍ତୁ ଓ Authenticate ଉପରେ କ୍ଲିକ୍ କରନ୍ତୁ
03:08 Synaptic Package Manager ତୁରନ୍ତ ପ୍ୟାକେଜ୍ ଲିଷ୍ଟ ଲୋଡ୍ କରିବ
03:13 ଆପଣଙ୍କର ଇଣ୍ଟରନେଟ୍ ଓ ସିଷ୍ଟମ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
03:18 ଲୋଡ୍ ହେଲାପରେ, Quick Filter ରେ Perl ଟାଇପ୍ କରନ୍ତୁ
03:22 ଆପଣ ପ୍ୟାକେଜ୍ ର ଏକ ତାଲିକା ଦେଖିବେ
03:25 PERL package ପୂର୍ବରୁ ଥିବା ଗାଢ଼ ସବୁଜ ରଙ୍ଗର ଚେକ୍‍ ବକ୍ସ ସୂଚାଏ ଯେ, ଏହା ଇନଷ୍ଟଲ୍ ହୋଇସାରିଛି
03:33 ଯେଉଁଠାରେକି, ଷ୍ଟାର୍ ମାର୍କ ଥିବା ଚେକ୍ ବକ୍ସ ସୂଚାଏ ଯେ, ଆପଣ ଏହି ପ୍ୟାକେଜ୍ ମଧ୍ୟ ଆବଶ୍ୟକ କରିପାରନ୍ତି
03:41 ଏଗୁଡ଼ିକ, ଡକୁମେଣ୍ଟେସନ୍ ତିଆରି କରିବା ପାଇଁ କିମ୍ବା PERL ସ୍କ୍ରିପ୍ଟ ଡିବଗ୍ କରିବାକୁ ସାହାଯ୍ୟ କରିବ
03:47 ଭବିଷ୍ୟତରେ PERL ବ୍ୟବହାର ଉପରେ ନିର୍ଭର କରି, ଯେକୌଣସି ମିସିଙ୍ଗ ପ୍ୟାକେଜ୍ ଇନଷ୍ଟଲ୍ କରନ୍ତୁ
03:54 ଏବେ, Windows Operating System ରେ PERL ଇନଷ୍ଟଲ୍ କରିବାର ସୋପାନ ଦେଖିବା
04:00 Perl tutorials ରେକର୍ଡିଙ୍ଗ ସମୟରେ, Windows ରେ ଭର୍ସନ୍ 5.14.2 ଉପଲବ୍ଧ ଥିଲା
04:08 ଏବେ ସେଠାରେ ଏକ ନୂଆ PERL ଭର୍ସନ୍ ଉପଲବ୍ଧ ଅଛି
04:12 ନୂଆ PERL ଭର୍ସନ୍ 5.16.3 ବ୍ୟବହାର କରି ମୁଁ ଇନଷ୍ଟଲେସନ୍ ଦେଖାଇବି
04:19 ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶିତ ସମସ୍ତ PERL commands, ନୂଆ ଭର୍ସନ୍ ରେ ମଧ୍ୟ ସଠିକ୍ ଭାବେ କାମ କରିବ
04:26 ୱିଣ୍ଡୋଜ୍ ଅପରେଟିଙ୍ଗ ସିଷ୍ଟମ୍ ରେ ବ୍ରାଉଜର୍ ଖୋଲନ୍ତୁ
04:30 address barରେ ପ୍ରଦର୍ଶିତ URL ଟାଇପ୍ କରନ୍ତୁ
04:35 ଆପଣ ସିଧା PERLର ଡାଉନଲୋଡ୍ ପେଜ୍ କୁ ଚାଲିଯିବେ
04:39 ଆପଣଙ୍କ system specifications ଅନୁସାରେ download version ସିଲେକ୍ଟ କରନ୍ତୁ
04:44 ମୋ କ୍ଷେତ୍ରରେ ଏହା PERL32 bit ଭର୍ସନ୍ ହେବ
04:49 ଆପଣଙ୍କ କମ୍ପ୍ୟୁଟର୍ ରେ ନିଜ ପସନ୍ଦର ସ୍ଥାନରେ Perl msi file ସେଭ୍ କରନ୍ତୁ
04:56 ମୁଁ ଏହାକୁ ମୋ କମ୍ପ୍ୟୁଟରରେ ସେଭ୍ କରିସାରିଛି
05:00 PERL msi ଫାଇଲ୍ ଡାଉନଲୋଡ କରିଥିବା folder ଖୋଲି, ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
05:07 ତାହାପରେ pop-up ୱିଣ୍ଡୋରେ Run କ୍ଲିକ୍ କରନ୍ତୁ
05:11 Next in the setup wizard ୱିଣ୍ଡୋ କ୍ଲିକ୍ କରନ୍ତୁ
05:15 ପ୍ରମ୍ପ୍ଟ ହେଲେ License Aggrement ଆକସେପ୍ଟ କରନ୍ତୁ ଓ Next କ୍ଲିକ୍ କରନ୍ତୁ
05:21 ଏବେ Custom Setup ୱିଣ୍ଡୋ ଦେଖାଯିବ
05:25 ଏହି ୱିଣ୍ଡୋରେ ଇନଷ୍ଟଲ୍‍ ହେବାକୁଥିବା ସମସ୍ତ PERL ଫିଚରଗୁଡ଼ିକ ତାଲିକାଭୁକ୍ତ ହୋଇଛି
05:31 ଏଗୁଡ଼ିକ ହେଉଛି;,Perl,
05:33 Windowsରେ Perl Modules ଡାଉନଲୋଡ୍ ଓ ଇନଷ୍ଟଲ୍ କରିବାରେ ବ୍ୟବହୃତ ହେଉଥିବା PPM utilty
05:39 ଡକୁମେଣ୍ଟେସନ୍, ଯାହା Perl Modules ପାଇଁ ଡକୁମେଣ୍ଟେସନ୍ ପ୍ରଦାନ କରେ
05:44 Perlର ଉଦାହରଣ
05:47 ଏସବୁ default features ସେହିଭଳି ରଖନ୍ତୁ ଓ Next କ୍ଲିକ୍ କରନ୍ତୁ
05:52 environmental variablefile extension ସେଟିଙ୍ଗ ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
05:59 ଏଠାରେ ପ୍ରଦର୍ଶିତ ଅନୁସାରେ check boxକୁ checked, ରଖନ୍ତୁ
06:03 Next ଓ ତାହାପରେ Install କ୍ଲିକ୍ କରନ୍ତୁ
06:07 ଏହା PERLର ଇନଷ୍ଟଲେସନ୍ ଆରମ୍ଭ କରିବ
06:11 ଆପଣଙ୍କ internet ସ୍ପୀଡ୍ ଆଧାରରେ ଏହା କିଛି ସମୟ ନେଇପାରେ
06:16 ଇନଷ୍ଟଲ୍ ହେଲାପରେ, Display Release Note checkbox ଅନ୍ଚେକ୍ କରି Finishରେ କ୍ଲିକ୍ କରନ୍ତୁ
06:23 ଏହା Windowsରେ PERLର ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ କରେ
06:27 ଏବେ, ଇନଷ୍ଟଲେସନ୍ ଯାଞ୍ଚ କରିବା
06:32 Start menuକୁ ଯାଆନ୍ତୁ ଓ command prompt ଖୋଲିବା ପାଇଁ cmd ଟାଇପ୍ କରନ୍ତୁ
06:39 command prompt ରେ perl space hyphen v ଟାଇପ୍ କରନ୍ତୁ
06:44 ଓ ଏଣ୍ଟର୍ ଦାବନ୍ତୁ
06:46 PERLର ଇନଷ୍ଟଲଡ୍ ଭର୍ସନ୍ ଆପଣ ଦେଖିବେ
06:50 ଯଦି ଏହା ଭର୍ସନ୍ ନଦେଖାଏ, ତେବେ ଆଉଥରେ ଉପରୋକ୍ତ ଇନଷ୍ଟଲେସନ୍ ସୋପାନର ପୁନରାବୃତ୍ତି କରନ୍ତୁ
06:57 ଏବେ, ଏକ ସରଳ Hello Perl ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
07:02 ପ୍ଲେୟାର୍ ତଳେ, କୋଡ୍ ଫାଇଲ୍ ଲିଙ୍କ୍ ରେ ଏହି ଟ୍ୟୁଟୋରିଆଲ୍ ସହିତ ଆପଣଙ୍କୁ ଏହି ଫାଇଲ୍ ପ୍ରଦାନ କରାଯାଇଛି
07:11 ଏହି ଫାଇଲ୍ କୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
07:14 ମୁଁ ଫାଇଲ୍ ଟିକୁ ମୋ କମ୍ପ୍ୟୁଟର୍ ର users\Amol ଡାଇରେକ୍ଟୋରୀରେ ସେଭ୍ କରିଛି
07:21 ତେଣୁ, ସେଠାକୁ ଯିବା
07:23 perl sampleProgram.pl ଟାଇପ୍ କରନ୍ତୁ
07:28 ଓ ଏଣ୍ଟର୍ ଦାବନ୍ତୁ
07:30 command prompt ରେ Hello Perl ପ୍ରିଣ୍ଟ ହେବ, ଯେପରି ଦେଖାଯାଉଛି
07:35 ସଂକ୍ଷିପ୍ତରେ
07:37 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
07:40 PERL ର Overview ଓ,
07:43 Ubuntu Linux 12.04Windows 7 ପାଇଁ PERLର ଇନଷ୍ଟଲେସନ୍ ନିର୍ଦ୍ଦେଶାବଳୀ
07:50 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:54 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:58 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:06 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:10 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:15 ଅଧିକ ବିବରଣୀ ପାଇଁ, ଦୟାକରି
08:18 କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
08:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:38 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
08:50 ଆଶା କରୁଛୁ, ଆପଣ ଏହି Perl ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ
08:53 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:56 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep