Difference between revisions of "LibreOffice Suite Writer/C4/Headers-Footers-and-notes/Oriya"
From Script | Spoken-Tutorial
(Created page with '{| border=1 || '''Time''' ||'''Narration''' |- ||00:00 || ଲିବର-ଅଫିସ୍ ରାଇଟର୍ ର ହେଡର୍ସ, ଫୁଟର୍ସ ଓ ଏଣ୍ଡ୍ ନୋ…') |
PoojaMoolya (Talk | contribs) |
||
(One intermediate revision by the same user not shown) | |||
Line 64: | Line 64: | ||
|- | |- | ||
− | ||01 | + | ||01:12 |
|| ତା’ପରେ “Fields” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | || ତା’ପରେ “Fields” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ||
Line 72: | Line 72: | ||
|- | |- | ||
− | ||01 | + | ||01:19 |
|| ଡକ୍ୟୁମେଣ୍ଟ୍ ରେ ପେଜ୍ ନମ୍ୱର୍ ଇନ୍ସର୍ଟ କରିବାକୁ “Page Number”ରେ କ୍ଲିକ୍ କରନ୍ତୁ | | || ଡକ୍ୟୁମେଣ୍ଟ୍ ରେ ପେଜ୍ ନମ୍ୱର୍ ଇନ୍ସର୍ଟ କରିବାକୁ “Page Number”ରେ କ୍ଲିକ୍ କରନ୍ତୁ | | ||
Line 116: | Line 116: | ||
|- | |- | ||
− | ||02 | + | ||02:23 |
|| “Default” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | || “Default” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ||
Line 192: | Line 192: | ||
|- | |- | ||
− | ||04 | + | ||04:10 |
|| “Shadow style” ଅପ୍ସନ୍ ର “Position” ଟ୍ୟାବ୍ ରେ ଉପଲବ୍ଧ ଥିବା ବିଭିନ୍ନ ଆଇକନ୍ ଗୁଡିକ ମଧ୍ୟରେ ଏହା ଦେଖାଯାଇଥାଏ | | || “Shadow style” ଅପ୍ସନ୍ ର “Position” ଟ୍ୟାବ୍ ରେ ଉପଲବ୍ଧ ଥିବା ବିଭିନ୍ନ ଆଇକନ୍ ଗୁଡିକ ମଧ୍ୟରେ ଏହା ଦେଖାଯାଇଥାଏ | | ||
Line 212: | Line 212: | ||
|- | |- | ||
− | ||04 | + | ||04:36 |
|| ଆଗକୁ ବଢିବା ପୂର୍ବରୁ ଚାଲନ୍ତୁ ଡକ୍ୟୁମେଣ୍ଟ୍ ରେ ଆଉ ଏକ ପେଜ୍ ଆଡ୍ କରିବା | | || ଆଗକୁ ବଢିବା ପୂର୍ବରୁ ଚାଲନ୍ତୁ ଡକ୍ୟୁମେଣ୍ଟ୍ ରେ ଆଉ ଏକ ପେଜ୍ ଆଡ୍ କରିବା | | ||
Line 465: | Line 465: | ||
|- | |- | ||
||09:43 | ||09:43 | ||
− | || | + | ||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ | |
|- | |- | ||
||09:46 | ||09:46 | ||
− | || | + | || ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ | |
|- | |- | ||
||09:49 | ||09:49 | ||
− | || | + | || ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ | |
|- | |- | ||
Line 481: | Line 481: | ||
|- | |- | ||
||09:56 | ||09:56 | ||
− | || | + | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ |
|- | |- | ||
− | ||10 | + | ||10:00 |
− | || | + | || ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ | |
|- | |- | ||
||10:04 | ||10:04 | ||
− | || | + | || ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ @ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact [at] spoken hyphen tutorial dot org)କୁ ଲେଖନ୍ତୁ | |
|- | |- | ||
||10:10 | ||10:10 | ||
− | || | + | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ |
|- | |- | ||
− | ||10 | + | ||10:15 |
− | || | + | || ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
|- | |- | ||
||10:22 | ||10:22 | ||
− | || | + | || More information on this Mission is available at ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ |
− | ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ | + | |
|- | |- | ||
||10:25 | ||10:25 | ||
− | || | + | || ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hyphen Intro) |
+ | |||
|- | |- | ||
||10:33 | ||10:33 | ||
− | || | + | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଧନ୍ୟବାଦ |
− | + | ||
− | ଧନ୍ୟବାଦ | + | |
|- | |- | ||
− | |||
|} | |} |
Latest revision as of 15:28, 10 April 2017
Time | Narration |
00:00 | ଲିବର-ଅଫିସ୍ ରାଇଟର୍ ର ହେଡର୍ସ, ଫୁଟର୍ସ ଓ ଏଣ୍ଡ୍ ନୋଟ୍ସ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:09 | ଡକ୍ୟୁମେଣ୍ଟ୍ସରେ ହେଡର୍ସ କିପରି ଇନ୍ସର୍ଟ କରାଯାଏ | |
00:12 | ଡକ୍ୟୁମେଣ୍ଟ୍ସରେ ଫୁଟର୍ସ କିପରି ଇନ୍ସର୍ଟ କରାଯାଏ | |
00:15 | ପ୍ରଥମ ପେଜ୍ ରୁ ହେଡର୍ସ କିପରି ରିମୁଭ୍ କରାଯାଏ | |
00:19 | ଡକ୍ୟୁମେଣ୍ଟ୍ସରେ ଫୁଟ୍ ନୋଟ୍ ଓ ଏଣ୍ଡ୍ ନୋଟ୍ କିପରି ଇନ୍ସର୍ଟ କରାଯାଏ | |
00:24 | ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଏଠାରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ବ୍ୟବହାର କରୁଛୁ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ |
00:33 | ଲିବର୍ ଅଫିସ୍ ରାଇଟର୍ ର ଏକ ଡକ୍ୟୁମେଣ୍ଟ୍ ରେ ଆପଣ ପେଜ୍ ନମ୍ବର୍ ଆଡ୍ କରିପାରିବେ | |
00:38 | ଆମେ resume.odt ଫାଇଲ୍ ଖୋଲିବା | |
00:42 | ଫୁଟର୍ ରେ ପେଜ୍ ନମ୍ବର୍ ଇନ୍ସର୍ଟ କରିବାକୁ ହେଲେ ଯେଉଁଠାରେ ଫୁଟର୍ ଇନ୍ସର୍ଟ କରିବାକୁ ଚାହୁଁଛନ୍ତି ସେହି ପେଜ୍ ରେ କ୍ଲିକ୍ କରନ୍ତୁ | |
00:49 | ଡକ୍ୟୁମେଣ୍ଟ୍ ପେଜ୍ ରେ କ୍ଲିକ୍ କରନ୍ତୁ | |
00:51 | ମେନୁ ବାର୍ ରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରି “Footer” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
00:58 | ତା’ପରେ “Default” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
01:01 | ପେଜ୍ ର ନିମ୍ନ ଭାଗରେ ଏକ ଫୁଟର୍ ଆଡ୍ ହୋଇଯିବାର ଆମେ ଦେଖିବା | |
01:06 | ଫୁଟର୍ ରେ ପେଜ୍ ନମ୍ୱର୍ ଡିସପ୍ଲେ କରିବାକୁ ପ୍ରଥମେ “Insert” ଅପ୍ସନ୍ ରେ କ୍ଲିକ୍ କରି | |
01:12 | ତା’ପରେ “Fields” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
01:15 | ଏଠାରେ ଅନେକ ଫୁଟର୍ ଅପ୍ସନ୍ସ ଡିସପ୍ଲେ ହେବ| |
01:19 | ଡକ୍ୟୁମେଣ୍ଟ୍ ରେ ପେଜ୍ ନମ୍ୱର୍ ଇନ୍ସର୍ଟ କରିବାକୁ “Page Number”ରେ କ୍ଲିକ୍ କରନ୍ତୁ | |
01:24 | ତତକ୍ଷଣାତ୍, ଫୁଟର୍ ରେ “1” ଡିସପ୍ଲେ ହେବାର ଆମେ ଦେଖିବା | |
01:29 | ପେଜ୍ ନମ୍ୱର୍ କୁ ଭିନ୍ନ ଷ୍ଟାଇଲ୍ ଦେବାକୁ ପେଜ୍ ନମ୍ୱର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | |
01:35 | ସ୍କ୍ରିନ୍ ରେ “Edit Fields: Document” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ | |
01:41 | “Format” ଅପ୍ସନ୍ ରେ “A B C in uppercase”, “a b c in lowercase”,”Arabic 1 2 3” ପରି ଅନେକ ଫର୍ମାଟ୍ ଆପଣ ଦେଖିବେ | |
01:53 | ନିଜ ପସନ୍ଦର ପେଜ୍ ନମ୍ୱରିଙ୍ଗ୍ ଶୈଳୀକୁ ଆପଣ ବାଛି ପାରିବେ | |
01:58 | ଆମେ “Roman i,ii,iii “ ଅପ୍ସନ୍ ବାଛି “OK” ବଟନ୍ ରେ କ୍ଲିକ୍ କରିବା | |
02:05 | ପେଜ୍ ପାଇଁ ନମ୍ୱରିଙ୍ଗ୍ ଫର୍ମାଟ୍ ବଦଳିଯିବାର ଆପଣ ଦେଖିବେ | |
02:09 | ସେହିଭଳି, ଡକ୍ୟୁମେଣ୍ଟ୍ ରେ ହେଡର୍ ମଧ୍ୟ ଇନ୍ସର୍ଟ କରିହେବ | |
02:13 | ହେଡର୍ ଇନ୍ସର୍ଟ ହେବା ପେଜ୍ ରେ ପ୍ରଥମେ କ୍ଲିକ୍ କରନ୍ତୁ | |
02:17 | ମେନୁରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରି “Header” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
02:23 | “Default” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
02:26 | ପେଜ୍ ର ଶୀର୍ଷ ଭାଗରେ ଏକ ହେଡର୍ ଇନ୍ସର୍ଟ୍ ହେବାର ଆପଣ ଦେଖିବେ | |
02:30 | ହେଡର୍ ରେ ତାରିଖ ଏଣ୍ଟର୍ କରିବାକୁ ପ୍ରଥମେ “Insert” ଅପ୍ସନ୍ ରେ କ୍ଲିକ୍ କରି “Fields” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
02:37 | ପ୍ରଦର୍ଶିତ ସାଇଡ୍ ମେନୁର “Date” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
02:42 | ହେଡର୍ ରେ ଡେଟ୍ ଡିସପ୍ଲେ ହୋଇଛି | |
02:45 | ଡେଟ୍ ଉପରେ ଡବଲ୍-କ୍ଲିକ୍ କଲେ ସେହି ସମସ୍ତ ସମ୍ଭାବ୍ୟ ଫର୍ମାଟ୍ ଗୁଡିକ ଦେଖାଦେବ ଯେଉଁଥିରେ ତାରିଖ ଦୃଶ୍ୟ ହୋଇପାରିବ | |
02:51 | ଏଠାରେ ଆମେ 31 Dec, 1999 ବାଛି OK ରେ କ୍ଲିକ୍ କରିବା | |
02:58 | ମେନୁ ବାର୍ ରେ ଥିବା “File” ମେନୁରେ କ୍ଲିକ୍ କରି “Page preview” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
03:05 | ଡକ୍ୟୁମେଣ୍ଟ୍ ଟିକୁ “50%” ପର୍ଯ୍ୟନ୍ତ ଜୁମ୍ କରନ୍ତୁ | |
03:09 | “Date”କୁ ଆମେ ପେଜ ର ଶୀର୍ଷରେ ଓ ପେଜ୍ ନମ୍ୱର୍ କୁ ନିମ୍ନରେ ଦେଖିପାରିବା | |
03:15 | ଡକ୍ୟୁମେଣ୍ଟ୍ ର ସମସ୍ତ ପେଜ୍ ରେ ଏହା ରେପ୍ଲିକେଟ୍(ନକଲ) ହୋଇଯିବ | |
03:19 | ମୂଳ ଡକ୍ୟୁମେଣ୍ଟ୍ କୁ ଫେରିବା ପାଇଁ “Close Preview” ବଟନ୍ ରେ କ୍ଲିକ୍ କରନ୍ତୁ | |
03:25 | ହେଡର୍ ବା ଫୁଟର୍ ଫ୍ରେମ୍ ସହିତ ସମ୍ପୃକ୍ତ ଟେକ୍ସଟ୍ ମଧ୍ୟରେ ସ୍ପେସିଙ୍ଗ୍ କୁ ମଧ୍ୟ ଆପଣ ସଜାଇ ପାରିବେ | |
03:30 | ହେଡର୍ କିମ୍ୱା ଫୁଟର୍ ରେ ବର୍ଡର୍ ମଧ୍ୟ ପ୍ରୟୋଗ କରିପାରିବେ | |
03:34 | ମେନୁ ବାର୍ ରେ ଥିବା “Format” ଅପ୍ସନ୍ ରେ କ୍ଲିକ୍ କରି “Page” ଉପରେ କ୍ଲିକ୍ କରନ୍ତୁ | |
03:40 | ଡାୟଲଗ୍ ବକ୍ସ୍ ରେ ଥିବା “Footer” ଟ୍ୟାବ୍ ସିଲେକ୍ଟ କରନ୍ତୁ | |
03:43 | “Left margin” ର ମୂଲ୍ୟ “1.00cm” ରେ ସେଟ୍ କରି ସ୍ପେସିଙ୍ଗ୍ ଅପ୍ସନ୍ ସେଟ୍ କରନ୍ତୁ | |
03:52 | ଫୁଟର୍ ରେ ଏକ ବର୍ଡର୍ ବା ସ୍ୟାଡୋ ଆଡ୍ କରିବା ପାଇଁ “More” ଅପ୍ସନ୍ ରେ କ୍ଲିକ୍ କରି ଫୁଟର୍ ରେ ରଖିବାକୁ ଚାହୁଁଥିବା ଅପ୍ସନ୍ ଗୁଡିକର ମୂଲ୍ୟ ସେଟ୍ କରନ୍ତୁ | |
04:03 | ଉଦାହରଣ ସ୍ୱରୂପ, ଫୁଟର୍ ରେ ଏକ ସ୍ୟାଡୋ ଷ୍ଟାଇଲ୍ ଦେବାକୁ “Cast Shadow to Top Right” ଆଇକନ୍ ରେ କ୍ଲିକ୍ କରନ୍ତୁ | |
04:10 | “Shadow style” ଅପ୍ସନ୍ ର “Position” ଟ୍ୟାବ୍ ରେ ଉପଲବ୍ଧ ଥିବା ବିଭିନ୍ନ ଆଇକନ୍ ଗୁଡିକ ମଧ୍ୟରେ ଏହା ଦେଖାଯାଇଥାଏ | |
04:18 | ବର୍ଡର୍ ଓ ସ୍ୟାଡୋର ରଙ୍ଗ ମଧ୍ୟ ଆପଣ ଚୟନ କରିପାରିବେ | |
04:23 | ଉପଲବ୍ଧ ପ୍ରତ୍ୟେକ ଅପ୍ସନ୍ ବିଷୟରେ ଅଧିକ ଜାଣିବାକୁ ଏହି ଡାୟଲଗ୍ ବକ୍ସ୍ କୁ ଏକ୍ସପ୍ଲୋର୍ କରନ୍ତୁ | |
04:28 | “OK”ରେ କ୍ଲିକ୍ କରନ୍ତୁ | |
04:30 | ପୂନର୍ବାର OK ରେ କ୍ଲିକ୍ କରନ୍ତୁ ଓ ଇଫେକ୍ଟ୍ ଟି ଫୁଟର୍ ରେ ଆଡ୍ ହୋଇଥିବାର ଦେଖିବେ | |
04:36 | ଆଗକୁ ବଢିବା ପୂର୍ବରୁ ଚାଲନ୍ତୁ ଡକ୍ୟୁମେଣ୍ଟ୍ ରେ ଆଉ ଏକ ପେଜ୍ ଆଡ୍ କରିବା | |
04:41 | Insert >> Manual Breakରେ କ୍ଲିକ୍ କରି ପେଜ୍ ବ୍ରେକ୍ ଅପ୍ସନ୍ ବାଛି ଏହା କରାଯାଏ | |
04:47 | “OK”ରେ କ୍ଲିକ୍ କରନ୍ତୁ | |
04:50 | ପେଜ୍ ନମ୍ବର୍ “2” ଭାବରେ ଡିସପ୍ଲେ ହେବାର ଲକ୍ଷ୍ୟ କରନ୍ତୁ | |
04:54 | ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ରେ ଫୁଟର୍ ରଖିବାକୁ ଆପଣ ଚାହୁଁନଥିଲେ କର୍ସର୍ ଟିକୁ ପ୍ରଥମେ ପ୍ରଥମ ପେଜ୍ ରେ ରଖନ୍ତୁ | |
05:01 | ତା’ପରେ ମେନୁ ବାର୍ ରେ ଥିବା “Format”ରେ କ୍ଲିକ୍ କରି “Styles and Formatting” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
05:08 | ପ୍ରଦର୍ଶିତ ଡାୟଲଗ୍ ବକ୍ସର ଶୀର୍ଷରେ ଥିବା ୪ର୍ଥ ଆଇକନ୍ “Page Styles” ରେ କ୍ଲିକ୍ କରନ୍ତୁ | |
05:16 | ତା’ପରେ “First Page” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
05:20 | “New” ଅପ୍ସନ୍ ରେ କ୍ଲିକ୍ କରି “Organiser” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
05:25 | “Name” ଫିଲ୍ଡ୍ ରେ ଇନ୍ସର୍ଟ୍ କରିବାକୁ ଚାହୁଁଥିବା ନୂଆ ଷ୍ଟାଇଲ୍ ର ନାମକୁ ଟାଇପ୍ କରନ୍ତୁ | |
05:30 | ଆମେ ଏଠାରେ “new first page” ଭାବରେ ନାମ ଟାଇପ୍ କରିବା | |
05:35 | “Next Style”କୁ “Default” ଭାବରେ ସେଟ୍ କରନ୍ତୁ | |
05:38 | ଡାୟଲଗ୍ ବକ୍ସରେ ଥିବା “Footer” ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ | |
05:42 | “Footer on” ଚେକ୍ ବକ୍ସଟି ଡିଫଲ୍ଟ ଭାବରେ ଅନ୍ ଚେକ୍ ହୋଇନଥିଲେ ଏହାକୁ ଅନ୍ ଚେକ୍ କରନ୍ତୁ | |
05:48 | “OK” ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:51 | ଆମେ ଷ୍ଟାଇଲ୍ସ ଓ ଫର୍ମାଟିଙ୍ଗ୍ ଡାୟଲଗ୍ ବକ୍ସ୍ କୁ ଫେରିଆସିଛେ | |
05:55 | ଦେଖନ୍ତୁ, “new first page” ଷ୍ଟାଇଲ୍ ଟି “Page Styles” ଅପ୍ସନ୍ ରେ ଦେଖାଯାଉଛି | |
06:01 | ବର୍ତ୍ତମାନ “new first page”ରେ ଡବଲ୍ କ୍ଲିକ୍ କରନ୍ତୁ | |
06:04 | ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ବ୍ୟତୀତ ସମସ୍ତ ପେଜ୍ ରେ ଫୁଟର୍ ଥିବାର ଆପଣ ଦେଖିବେ | |
06:11 | ସେହିଭଳି, ଉପଲବ୍ଧ ସମସ୍ତ ଡିଫଲ୍ଟ ଷ୍ଟାଇଲ୍ ରେ ଆପଣ ମୋଡିଫିକେସନ୍ ଓ ସେଗୁଡିକୁ ଡକ୍ୟୁମେଣ୍ଟ୍ ର ପ୍ରତ୍ୟେକ ପେଜ୍ ରେ ଲାଗୁ କରିପାରିବେ | |
06:19 | ଏହି ଡାୟଲଗ୍ ବକ୍ସକୁ ବନ୍ଦ କରନ୍ତୁ | |
06:22 | ବର୍ତ୍ତମାନ, ଲିବର୍ ଅଫିସ୍ ରାଇଟର୍ ର ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ବିଷୟରେ ଶିଖିବା | |
06:27 | ଫୁଟ୍ ନୋଟ୍ ଗୁଡିକ ପେଜ୍ ର ନିମ୍ନ ଭାଗରେ ରହିଥାଏ ଯାହା ଉପରେ ସେଗୁଡ଼ିକ ରେଫରେନ୍ସ କରାଯାଇଥାଏ |
06:31 | କିନ୍ତୁ ଏଣ୍ଡ୍ ନୋଟ୍ ଗୁଡିକ ଡକ୍ୟୁମେଣ୍ଟ୍ ଶେଷରେ ସଂଗୃହିତ ହୋଇଥାଏ | |
06:35 | ନୋଟ୍ ପାଇଁ ଆଙ୍କର୍ ସାମ୍ପ୍ରତିକ କର୍ସର୍ ସ୍ଥିତିରେ ଇନ୍ସର୍ଟ୍ ହୋଇଥାଏ | |
06:40 | ଅଟୋମେଟିକ୍ ନମ୍ବରିଙ୍ଗ୍ (ସ୍ୱତଃ କ୍ରମାଙ୍କନ) ବା ଏକ କଷ୍ଟମ୍ ସିମ୍ୱଲ୍ ମଧ୍ୟରୁ ଆପଣ ଚୟନ କରିପାରିବେ | |
06:45 | ଏହି ଅପ୍ସନ୍ କୁ ଆକ୍ସେସ୍ କରିବା ପାଇଁ ମେନୁବାର୍ ରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
06:51 | ତା’ପରେ “Footnote/Endnote” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:55 | “Numbering” ଓ “Type” ଶୀର୍ଷକ ସହିତ ଏକ ଡାୟଲଗ୍ ବକ୍ସ ଦୃଶ୍ୟ ହେବାର ଆପଣ ଦେଖିବେ | |
07:02 | ”Automatic”, “Character”, “Footnote” ଓ “Endnote” ନାମରେ ଚେକ୍ ବକ୍ସ୍ ଗୁଡିକ ଏଥିରେ ଥାଏ | |
07:08 | ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ପାଇଁ ବ୍ୟବହାର କରିବାକୁ ଚାହୁଁଥିବା ନମ୍ବରିଙ୍ଗ୍ ର ପ୍ରକାର ବାଛିବାକୁ “Numbering” ଆପଣଙ୍କୁ ସୁବିଧା ଦିଏ | |
07:15 | “Automatic” ଅପ୍ସନ୍ ଟି ଇନ୍ସର୍ଟ ହୋଇଥିବା ଫୁଟ୍ ନୋଟ୍ସ ଓ ଏଣ୍ଡ୍ ନୋଟ୍ସ ରେ କ୍ରମାଗତ ସଂଖ୍ୟାଗୁଡିକୁ ଆପେ ଆପେ ଖଞ୍ଜିଥାଏ | |
07:24 | ଏହି ଡାୟଲଗ୍ ବକ୍ସ୍ କୁ ବନ୍ଦ କରନ୍ତୁ | |
07:26 | ଅଟୋମେଟିକ୍ ନମୱରିଙ୍ଗ୍ ପାଇଁ ସେଟିଙ୍ଗ୍ ବଦଳାଇବକୁ ମେନୁ ବାର୍ ରେ ଥିବା “Tools” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
07:33 | ତା’ପରେ “Footnotes/Endnotes” ଉପରେ କ୍ଲିକ୍ କରନ୍ତୁ | |
07:37 | ଅଟୋନମ୍ୱରିଙ୍ଗ୍ ଓ ଷ୍ଟାଇଲ୍ସ ପାଇଁ ଅଟୋମେଟିକ୍ ସେଟିଙ୍ଗ୍ସର ଏକ ପସନ୍ଦ ରହିଛି | |
07:42 | ନିଜର ଆବଶ୍ୟକତା ଅନୁସାରେ ଏହି ଅପ୍ସନ୍ ଗୁଡିକରୁ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ | |
07:49 | ଇନ୍ସର୍ଟ ଓ ଫୁଟ୍ ନୋଟ୍/ଏଣ୍ଡ୍ ନୋଟ୍ ଅପ୍ସନ୍ କୁ ଚାଲନ୍ତୁ ଫେରିବା | |
07:54 | “Character” ଅପ୍ସନ୍ ଟି ସାମ୍ପ୍ରତିକ ଫୁଟ୍ ନୋଟ୍ ପାଇଁ ଏକ କ୍ୟାରେକ୍ଟର୍ ବା ସିମ୍ୱଲ୍(ସଙ୍କେତ)କୁ ବୁଝାଇବା ନିମନ୍ତେ ବ୍ୟବହୃତ ହୋଇଥାଏ | |
08:00 | ଏହା ଅକ୍ଷର କିମ୍ୱା ସଂଖ୍ୟା ହୋଇପାରେ | |
08:03 | ଏକ ସ୍ୱତନ୍ତ୍ର କ୍ୟାରେକ୍ଟର୍ ଖଞ୍ଜିବା ପାଇଁ କ୍ୟାରେକ୍ଟର୍ ଫିଲ୍ଡ୍ ତଳେ ଥିବା ବଟନ୍ ରେ କ୍ଲିକ୍ କରନ୍ତୁ | |
08:09 | ବର୍ତ୍ତମାନ ଇନ୍ସର୍ଟ କରିବାକୁ ଚାହୁଁଥିବା ଯେକୌଣସି ଏକ ସ୍ୱତନ୍ତ୍ର କ୍ୟାରେକ୍ଟର୍ ଉପରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ | |
08:17 | ପସନ୍ଦ ନିର୍ଦ୍ଦିଷ୍ଟ କରିବାକୁ “Type” ଶୀର୍ଷକରେ ଥିବା “Footnote” କିମ୍ୱା “Endnote” ବଟନ୍ ରେ କ୍ଲିକ୍ କରନ୍ତୁ | |
08:24 | “Numbering” ଅଧିନରେ ଥିବା “Automatic” ଏବଂ “Type” ଅନ୍ତର୍ଗତ “Footnote”କୁ ବାଛନ୍ତୁ | |
08:29 | “OK” ବଟନ୍ ରେ କ୍ଲିକ୍ କରନ୍ତୁ | |
08:32 | ପେଜ୍ ର ନିମ୍ନ ଭାଗରେ ଡିଫଲ୍ଟ ସଂଖ୍ୟା ମୂଲ୍ୟ ସହିତ ଏକ ଫୁଟ୍ ନୋଟ୍ ପିଲ୍ଡ୍ ଦୃଶ୍ୟ ହେବାର ଆପଣ ଦେଖିବେ | |
08:39 | ଫୁଟ୍ ନୋଟ୍ ଫିଲ୍ଡ୍ ରେ “This is the end of first page” ଟେକ୍ସଟ୍ ମଧ୍ୟ ଲେଖିପାରିବେ | |
08:45 | କୀ’ ବୋର୍ଡରେ ଥିବା “Enter” ବଟନ୍ ଦାବନ୍ତୁ | |
08:48 | ପେଜ୍ ର ନିମ୍ନ ଭାଗରେ ଟେକ୍ସଟ୍ ସହିତ ଥିବା ଆବଶ୍ୟକୀୟ ଫୁଟ୍ ନୋଟ୍ କୁ ଆପଣ ଦେଖିପାରିବେ | |
08:55 | ସେହିଭଳି, ଡକ୍ୟୁମେଣ୍ଟ୍ ର ଶେଷରେ ଏଣ୍ଡ୍ ନୋଟ୍ ମଧ୍ୟ ଇନ୍ସର୍ଟ୍ କରିହେବ | |
09:00 | ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆସିଛେ | |
09:04 | ସଂକ୍ଷେପରେ ଆମେ ଯାହା ଶିଖିଲେ | |
09:06 | ଡକ୍ୟୁମେଣ୍ଟ୍ ରେ ହେଡର୍ସ କିଭଳି ଇନ୍ସର୍ଟ କରିବେ | |
09:09 | ଡକ୍ୟୁମେଣ୍ଟ୍ ରେ ଫୁଟର୍ସ କିଭଳି ଇନ୍ସର୍ଟ କରିବେ | |
09:12 | ପ୍ରଥମ ପେଜ୍ ରୁ ହେଡର୍ସ କିଭଳି କାଢ଼ିବେ | |
09:15 | ଡକ୍ୟୁମେଣ୍ଟ୍ ରେ ଫୁଟ୍ ନୋଟ୍ ଓ ଏଣ୍ଡ୍ ନୋଟ୍ କିଭଳି ଇନ୍ସର୍ଟ କରିବେ | |
09:19 | କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍ | |
09:22 | “practice.odt” ଫାଇଲ୍ ଖୋଲନ୍ତୁ | |
09:25 | ଡକ୍ୟୁମେଣ୍ଟ୍ ରେ ହେଡର୍ ଓ ଫୁଟର୍ ଆଡ୍ କରନ୍ତୁ | |
09:28 | ହେଡର୍ ରେ ଲେଖକଙ୍କ ନାମ ଇନ୍ସର୍ଟ୍ କରନ୍ତୁ | |
09:31 | ଫୁଟର୍ ରେ “Page Count” ଇନ୍ସର୍ଟ୍ କରନ୍ତୁ | |
09:35 | ପେଜ୍ ସରିବା ଲେଖି ଏକ ଏଣ୍ଡ୍ ନୋଟ୍ ଆଡ୍ କରନ୍ତୁ | |
09:39 | ଡକ୍ୟୁମେଣ୍ଟ୍ ର ପ୍ରଥମ ପେଜ୍ ରୁ ହେଡର୍ କାଢ଼ନ୍ତୁ | |
09:43 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ | |
09:46 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟିର ସାରାଂଶ ଦିଏ | |
09:49 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ | |
09:54 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
09:56 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ |
10:00 | ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଏ | |
10:04 | ଅଧିକ ବିବରଣୀ ପାଇଁ କଣ୍ଟାକ୍ଟ @ ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ (contact [at] spoken hyphen tutorial dot org)କୁ ଲେଖନ୍ତୁ | |
10:10 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ |
10:15 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
10:22 | More information on this Mission is available at ଏହି ବିଷୟରେ ଅଧିକ ସୂଚନା ନିମ୍ନ ଠିକଣାରେ ଉପଲବ୍ଧ |
10:25 | ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାସ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken hyphen tutorial dot org slash NMEICT hyphen Intro) |
10:33 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଧନ୍ୟବାଦ |