Difference between revisions of "LibreOffice-Suite-Writer/C2/Inserting-pictures-and-objects/Oriya"
From Script | Spoken-Tutorial
(Created page with '{| border=1 || Time || Narration |- ||00:00 || ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ …') |
PoojaMoolya (Talk | contribs) |
||
(2 intermediate revisions by the same user not shown) | |||
Line 6: | Line 6: | ||
||00:00 | ||00:00 | ||
|| ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ | | || ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ | | ||
+ | |||
|- | |- | ||
||00:06 | ||00:06 | ||
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା | | || ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା | | ||
+ | |||
|- | |- | ||
||00:09 | ||00:09 | ||
|| ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | | || ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | | ||
+ | |||
|- | |- | ||
||00:12 | ||00:12 | ||
|| ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା | | || ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା | | ||
+ | |||
|- | |- | ||
||00:15 | ||00:15 | ||
|| ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା | | || ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା | | ||
+ | |||
|- | |- | ||
||00:18 | ||00:18 | ||
|| ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ | | || ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ | | ||
+ | |||
|- | |- | ||
||00:29 | ||00:29 | ||
|| ଆମେ, ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ, ସେଥିରୁ ଆରମ୍ଭ କରିବା | | || ଆମେ, ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ, ସେଥିରୁ ଆରମ୍ଭ କରିବା | | ||
+ | |||
|- | |- | ||
||00:36 | ||00:36 | ||
|| ଆସନ୍ତୁ, ନିଜର resume.odt ଫାଇଲ୍ ଖୋଲିବା | | || ଆସନ୍ତୁ, ନିଜର resume.odt ଫାଇଲ୍ ଖୋଲିବା | | ||
+ | |||
|- | |- | ||
||00:39 | ||00:39 | ||
|| ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resume.odt ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ | | || ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resume.odt ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||00:47 | ||00:47 | ||
|| ଏବେ ମେନୁବାର୍ ରେ Insert ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ତାହାପରେ Picture ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ From File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ ମେନୁବାର୍ ରେ Insert ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ତାହାପରେ Picture ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ From File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||00:56 | ||00:56 | ||
|| ଦେଖନ୍ତୁ, ଏଠାରେ Insert Picture ଡାୟଲଗ୍ ବକ୍ସ ଦେଖାଦେଉଛି | | || ଦେଖନ୍ତୁ, ଏଠାରେ Insert Picture ଡାୟଲଗ୍ ବକ୍ସ ଦେଖାଦେଉଛି | | ||
+ | |||
|- | |- | ||
||01:00 | ||01:00 | ||
− | || ଏବେ ଆପଣ Location ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ, ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି | ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ, ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା, ଯାହା ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ | | + | || ଏବେ ଆପଣ Location ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ, ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି | ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ, ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା, ଯାହା |
+ | ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ | | ||
+ | |||
|- | |- | ||
||01:16 | ||01:16 | ||
|| ତେଣୁ, ଡାୟଲଗ୍ ବକ୍ସର ବାମ ପଟେ ଥିବା Picture ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ତେଣୁ, ଡାୟଲଗ୍ ବକ୍ସର ବାମ ପଟେ ଥିବା Picture ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||01:21 | ||01:21 | ||
|| ଏବେ, ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ, ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||01:28 | ||01:28 | ||
|| ଆପଣ ଦେଖିବେ ଯେ, ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି | | || ଆପଣ ଦେଖିବେ ଯେ, ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି | | ||
+ | |||
|- | |- | ||
||01:32 | ||01:32 | ||
|| ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ Resume ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ | | || ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ Resume ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ | | ||
+ | |||
|- | |- | ||
||01:38 | ||01:38 | ||
|| ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି | | || ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି | | ||
+ | |||
|- | |- | ||
||01:44 | ||01:44 | ||
|| ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ | | || ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||01:50 | ||01:50 | ||
Line 64: | Line 83: | ||
||02:01 | ||02:01 | ||
|| Clipboard କିମ୍ୱା scanner ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ, ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି | | || Clipboard କିମ୍ୱା scanner ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ, ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି | | ||
+ | |||
|- | |- | ||
||02:09 | ||02:09 | ||
|| ଏବେ ଆମେ ଶିଖିବା ଯେ, ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ | | || ଏବେ ଆମେ ଶିଖିବା ଯେ, ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ | | ||
+ | |||
|- | |- | ||
||02:13 | ||02:13 | ||
|| ଟେବଲ୍ସ, ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ, ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ | | || ଟେବଲ୍ସ, ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ, ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ | | ||
+ | |||
|- | |- | ||
||02:21 | ||02:21 | ||
|| ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ, ଟୁଲ୍ ବାର୍ ରେ Table ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ Insert ଅପ୍ସନ୍ ମାଧ୍ୟମରେ କରିପାରିବେ | | || ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ, ଟୁଲ୍ ବାର୍ ରେ Table ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ Insert ଅପ୍ସନ୍ ମାଧ୍ୟମରେ କରିପାରିବେ | | ||
+ | |||
|- | |- | ||
||02:36 | ||02:36 | ||
|| ତେଣୁ, ହେଡିଙ୍ଗ୍ Education Details ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ | | || ତେଣୁ, ହେଡିଙ୍ଗ୍ Education Details ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ | | ||
+ | |||
|- | |- | ||
||02:44 | ||02:44 | ||
|| ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Tables ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Tables ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||02:51 | ||02:51 | ||
|| ଏହା, ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ | | || ଏହା, ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ | | ||
+ | |||
|- | |- | ||
||02:55 | ||02:55 | ||
|| Name ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା Resume Table | | || Name ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା Resume Table | | ||
+ | |||
|- | |- | ||
||03:01 | ||03:01 | ||
|| Size ହେଡିଙ୍ଗ୍ ତଳେ ଆସନ୍ତୁ Columns ର ସଂଖ୍ୟା 2 ରଖିବା | | || Size ହେଡିଙ୍ଗ୍ ତଳେ ଆସନ୍ତୁ Columns ର ସଂଖ୍ୟା 2 ରଖିବା | | ||
+ | |||
|- | |- | ||
||03:06 | ||03:06 | ||
|| Rows ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ, 4 ପର୍ଯ୍ୟନ୍ତ Rows ସଂଖ୍ୟା ବୃଦ୍ଧି କରନ୍ତୁ | Columns ଓ Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ | | || Rows ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ, 4 ପର୍ଯ୍ୟନ୍ତ Rows ସଂଖ୍ୟା ବୃଦ୍ଧି କରନ୍ତୁ | Columns ଓ Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ | | ||
+ | |||
|- | |- | ||
||03:21 | ||03:21 | ||
|| ଏବେ ଡାୟଲଗ୍ ବକ୍ସରେ AutoFormat ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ ଡାୟଲଗ୍ ବକ୍ସରେ AutoFormat ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||03:25 | ||03:25 | ||
|| ଏହା, ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ, ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି, ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ | | || ଏହା, ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ, ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି, ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ | | ||
+ | |||
|- | |- | ||
||03:33 | ||03:33 | ||
|| ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ | ଆମେ Format ମଧ୍ୟରେ None ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ OK ବଟନ୍ ଉପରେ କ୍ଲିକ୍ କରିବା | | || ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ | ଆମେ Format ମଧ୍ୟରେ None ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ OK ବଟନ୍ ଉପରେ କ୍ଲିକ୍ କରିବା | | ||
+ | |||
|- | |- | ||
||03:43 | ||03:43 | ||
|| ପୁଣିଥରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ପୁଣିଥରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||03:45 | ||03:45 | ||
|| ଆପଣ ଦେଖିବେ ଯେ, ହେଡିଙ୍ଗ୍ ତଳେ ଦୁଇଟି Column ଓ ଚାରୋଟି Row ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି | | || ଆପଣ ଦେଖିବେ ଯେ, ହେଡିଙ୍ଗ୍ ତଳେ ଦୁଇଟି Column ଓ ଚାରୋଟି Row ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି | | ||
+ | |||
|- | |- | ||
||03:53 | ||03:53 | ||
|| ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା, ସାରଣୀ ଭାବରେ ଲେଖିପାରିବା | | || ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା, ସାରଣୀ ଭାବରେ ଲେଖିପାରିବା | | ||
+ | |||
|- | |- | ||
||03:58 | ||03:58 | ||
|| ଉଦାହରଣସ୍ୱରୂପ, ଟେବଲ୍ ର ପ୍ରଥମ Column ଓ ପ୍ରଥମ Row ମଧ୍ୟରେ କ୍ଲିକ୍ କରନ୍ତୁ | | || ଉଦାହରଣସ୍ୱରୂପ, ଟେବଲ୍ ର ପ୍ରଥମ Column ଓ ପ୍ରଥମ Row ମଧ୍ୟରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||04:04 | ||04:04 | ||
|| ଏଠାରେ ଆମେ Secondary School Examination ଟାଇପ୍ କରିବା | | || ଏଠାରେ ଆମେ Secondary School Examination ଟାଇପ୍ କରିବା | | ||
+ | |||
|- | |- | ||
||04:08 | ||04:08 | ||
|| ଏବେ, ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 Percent ଲେଖନ୍ତୁ | ଏହା ଦେଖାଉଛି ଯେ, ରମେଶ, ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି | | || ଏବେ, ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 Percent ଲେଖନ୍ତୁ | ଏହା ଦେଖାଉଛି ଯେ, ରମେଶ, ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି | | ||
+ | |||
|- | |- | ||
||04:20 | ||04:20 | ||
|| ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା | | || ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା | | ||
+ | |||
|- | |- | ||
||04:25 | ||04:25 | ||
|| ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ Secodary School Examination ଟାଇପ୍ କରିଛେ | | || ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ Secodary School Examination ଟାଇପ୍ କରିଛେ | | ||
+ | |||
|- | |- | ||
||04:31 | ||04:31 | ||
|| ଆମେ ଏଠାରେ Higher Secondary School Examination ଲେଖିବା ଏବଂ ପାଖ Cellରେ ଆମେ 88 Percent ଲେଖିବା | | || ଆମେ ଏଠାରେ Higher Secondary School Examination ଲେଖିବା ଏବଂ ପାଖ Cellରେ ଆମେ 88 Percent ଲେଖିବା | | ||
+ | |||
|- | |- | ||
||04:41 | ||04:41 | ||
|| ଆଗାମୀ Cell ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ | ବୈକଳ୍ପିକ ଭାବରେ ଗୋଟିଏ Cell ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ | | || ଆଗାମୀ Cell ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ | ବୈକଳ୍ପିକ ଭାବରେ ଗୋଟିଏ Cell ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||04:52 | ||04:52 | ||
|| ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ Graduation ଟାଇପ୍ କରନ୍ତୁ | ପାଖ Cellରେ 75% ଟାଇପ୍ କରନ୍ତୁ | ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ Post Graduation ଲେଖନ୍ତୁ ତଥା ପାଖ Cellରେ 70% ଟାଇପ୍ କରନ୍ତୁ | | || ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ Graduation ଟାଇପ୍ କରନ୍ତୁ | ପାଖ Cellରେ 75% ଟାଇପ୍ କରନ୍ତୁ | ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ Post Graduation ଲେଖନ୍ତୁ ତଥା ପାଖ Cellରେ 70% ଟାଇପ୍ କରନ୍ତୁ | | ||
+ | |||
|- | |- | ||
||05:01 | ||05:01 | ||
|| ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ Post Graduation ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ | | || ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ Post Graduation ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ | | ||
+ | |||
|- | |- | ||
||05:12 | ||05:12 | ||
|| ଏବେ ଆମେ ଦେଖୁଛେ ଯେ, ଟେବଲ୍, ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି | | || ଏବେ ଆମେ ଦେଖୁଛେ ଯେ, ଟେବଲ୍, ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି | | ||
+ | |||
|- | |- | ||
||05:18 | ||05:18 | ||
|| ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା | | || ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା | | ||
+ | |||
|- | |- | ||
||05:24 | ||05:24 | ||
|| ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ Row ଯୋଡ଼ିବାକୁ ଚାହିଁବା, ତେବେ କୀ-ବୋର୍ଡରେ Tab କୀ ପ୍ରେସ୍ କରିବା | | || ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ Row ଯୋଡ଼ିବାକୁ ଚାହିଁବା, ତେବେ କୀ-ବୋର୍ଡରେ Tab କୀ ପ୍ରେସ୍ କରିବା | | ||
+ | |||
|- | |- | ||
||05:33 | ||05:33 | ||
Line 152: | Line 199: | ||
||05:37 | ||05:37 | ||
|| ଟେବଲ୍ ର ବାମ ପଟେ ଆମେ “Phd ଡିଗ୍ରୀ ପ୍ରାପ୍ତ ହୋଇଛି”, ଟାଇପ୍ କରିବା ଏବଂ ଡାହାଣପଟେ 65% ପ୍ରାପ୍ତାଙ୍କ ଟାଇପ୍ କରିବା | | || ଟେବଲ୍ ର ବାମ ପଟେ ଆମେ “Phd ଡିଗ୍ରୀ ପ୍ରାପ୍ତ ହୋଇଛି”, ଟାଇପ୍ କରିବା ଏବଂ ଡାହାଣପଟେ 65% ପ୍ରାପ୍ତାଙ୍କ ଟାଇପ୍ କରିବା | | ||
+ | |||
|- | |- | ||
||05:49 | ||05:49 | ||
|| ତେଣୁ, ଆମେ ଦେଖିବା ଯେ, Tab କୀ, ନୂଆ Row ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ | ଯେତେବେଳେ କର୍ସର୍ ଶେଷ Row ଉପରେ ରଖାଯାଇଥିବ | | || ତେଣୁ, ଆମେ ଦେଖିବା ଯେ, Tab କୀ, ନୂଆ Row ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ | ଯେତେବେଳେ କର୍ସର୍ ଶେଷ Row ଉପରେ ରଖାଯାଇଥିବ | | ||
+ | |||
|- | |- | ||
||06:00 | ||06:00 | ||
|| Tab ଓ Shift+Tab ବ୍ୟବହାର କରି ଟେବଲ୍ ରେ Cell ରୁ Cell ମଧ୍ୟ ସଂଚାଳନ କରିପାରିବେ | | || Tab ଓ Shift+Tab ବ୍ୟବହାର କରି ଟେବଲ୍ ରେ Cell ରୁ Cell ମଧ୍ୟ ସଂଚାଳନ କରିପାରିବେ | | ||
+ | |||
|- | |- | ||
||06:07 | ||06:07 | ||
|| ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା Optimal Column Width ଅପ୍ସନ୍ ଅଟେ, ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ | | || ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା Optimal Column Width ଅପ୍ସନ୍ ଅଟେ, ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ | | ||
+ | |||
|- | |- | ||
||06:18 | ||06:18 | ||
|| ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ | | || ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ | | ||
+ | |||
|- | |- | ||
||06:30 | ||06:30 | ||
|| ଏବେ ଆସନ୍ତୁ, ଶେଷ Cellରେ ଟେକ୍ସଟ୍ ପରେ 65% ଉପରେ କର୍ସର୍ ରଖିବା | | || ଏବେ ଆସନ୍ତୁ, ଶେଷ Cellରେ ଟେକ୍ସଟ୍ ପରେ 65% ଉପରେ କର୍ସର୍ ରଖିବା | | ||
+ | |||
|- | |- | ||
||06:35 | ||06:35 | ||
|| ଏବେ ମେନ୍ୟୁବାର୍ ରେ Table ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Autofit ଅପ୍ସନ୍ କୁ ଯାଆନ୍ତୁ | | || ଏବେ ମେନ୍ୟୁବାର୍ ରେ Table ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Autofit ଅପ୍ସନ୍ କୁ ଯାଆନ୍ତୁ | | ||
+ | |||
|- | |- | ||
||06:42 | ||06:42 | ||
|| ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା Optimal Column Width ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା Optimal Column Width ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||06:49 | ||06:49 | ||
|| ଆପଣ ଦେଖିବେ ଯେ, Columnରେ Cells କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି | | || ଆପଣ ଦେଖିବେ ଯେ, Columnରେ Cells କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି | | ||
+ | |||
|- | |- | ||
||06:58 | ||06:58 | ||
|| ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି Column ପାଇଁ ଏହା କରିପାରିବା | | || ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି Column ପାଇଁ ଏହା କରିପାରିବା | | ||
+ | |||
|- | |- | ||
||07:02 | ||07:02 | ||
|| ଆପଣ ନିଜ ଟେବଲ୍ ପାଇଁ, କୌଣସି ବର୍ଡର୍ସ ନରଖିବାଠାରୁ ନେଇ, ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର Borders ସେଟ୍ କରିପାରିବେ | | || ଆପଣ ନିଜ ଟେବଲ୍ ପାଇଁ, କୌଣସି ବର୍ଡର୍ସ ନରଖିବାଠାରୁ ନେଇ, ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର Borders ସେଟ୍ କରିପାରିବେ | | ||
+ | |||
|- | |- | ||
||07:15 | ||07:15 | ||
|| ଏଥିନିମନ୍ତେ, ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍, ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ | | || ଏଥିନିମନ୍ତେ, ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍, ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ | | ||
+ | |||
|- | |- | ||
||07:25 | ||07:25 | ||
|| ଏହାପରେ ଆମେ, ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି, ତାହା ଶିଖିବା | | || ଏହାପରେ ଆମେ, ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି, ତାହା ଶିଖିବା | | ||
+ | |||
|- | |- | ||
||07:30 | ||07:30 | ||
|| ବ୍ୟବହାରକର୍ତ୍ତା, ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ | | || ବ୍ୟବହାରକର୍ତ୍ତା, ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ | | ||
+ | |||
|- | |- | ||
||07:35 | ||07:35 | ||
− | || | + | || ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛି,ପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ | |
− | ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛି,ପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ | | + | |
|- | |- | ||
||07:43 | ||07:43 | ||
|| ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ | | || ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ | | ||
+ | |||
+ | |- | ||
||07:49 | ||07:49 | ||
|| ଫାଇଲ୍ ରେ ହାଇପରଲିଙ୍କ୍ସ୍ ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ | | || ଫାଇଲ୍ ରେ ହାଇପରଲିଙ୍କ୍ସ୍ ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ | | ||
+ | |||
|- | |- | ||
||07:56 | ||07:56 | ||
|| ତେଣୁ ଟୁଲବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | || ତେଣୁ ଟୁଲବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||08:00 | ||08:00 | ||
|| ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ | ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ Hobbies ପାଇଁ ଟେବଲ୍ ତିଆରି କରିବା | | || ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ | ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ Hobbies ପାଇଁ ଟେବଲ୍ ତିଆରି କରିବା | | ||
+ | |||
|- | |- | ||
||08:06 | ||08:06 | ||
|| ଆମେ ହେଡିଙ୍ଗ୍ ଭାବରେ HOBBIES ଲେଖିବା | | || ଆମେ ହେଡିଙ୍ଗ୍ ଭାବରେ HOBBIES ଲେଖିବା | | ||
+ | |||
|- | |- | ||
||08:09 | ||08:09 | ||
|| ଏଣ୍ଟର୍ ପ୍ରେସ୍ କରନ୍ତୁ | | || ଏଣ୍ଟର୍ ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||08:11 | ||08:11 | ||
|| ଆସନ୍ତୁ, ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା, ଯେପରି – Listing to music, playing table tennis ଏବଂ painting. | || ଆସନ୍ତୁ, ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା, ଯେପରି – Listing to music, playing table tennis ଏବଂ painting. | ||
+ | |||
|- | |- | ||
||08:20 | ||08:20 | ||
|| ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ | | || ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ | | ||
+ | |||
|- | |- | ||
||08:24 | ||08:24 | ||
|| ଟୁଲ୍ ବାର୍ ରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ | Name ଫିଲ୍ଡରେ ଫାଇଲ୍ ର ନାମ Hobby ଟାଇପ୍ କରନ୍ତୁ | | || ଟୁଲ୍ ବାର୍ ରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ | Name ଫିଲ୍ଡରେ ଫାଇଲ୍ ର ନାମ Hobby ଟାଇପ୍ କରନ୍ତୁ | | ||
+ | |||
|- | |- | ||
||08:30 | ||08:30 | ||
|| Save in Folder ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ | | || Save in Folder ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||08:40 | ||08:40 | ||
|| ଦେଖନ୍ତୁ, ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି | | || ଦେଖନ୍ତୁ, ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି | | ||
+ | |||
|- | |- | ||
||08:43 | ||08:43 | ||
|| ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା | ଆସନ୍ତୁ, ବର୍ତ୍ତମାନ Resume.odt ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା, ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ | | || ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା | ଆସନ୍ତୁ, ବର୍ତ୍ତମାନ Resume.odt ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା, ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ | | ||
+ | |||
|- | |- | ||
||08:53 | ||08:53 | ||
|| ବର୍ତ୍ତମାନ ଆମେ, ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ Hobbies ହେଡିଙ୍ଗ୍ ଲେଖିବା | | || ବର୍ତ୍ତମାନ ଆମେ, ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ Hobbies ହେଡିଙ୍ଗ୍ ଲେଖିବା | | ||
+ | |||
|- | |- | ||
||09:00 | ||09:00 | ||
||Hobbies ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ Hobbies ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ | | ||Hobbies ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ Hobbies ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ | | ||
+ | |||
|- | |- | ||
||09:09 | ||09:09 | ||
|| ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Hyperlink ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Hyperlink ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||09:15 | ||09:15 | ||
|| ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ Internet, Mails ଓ News; Document ଓ New Document ପରି ଅପ୍ସନ୍ ଅଛି | | || ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ Internet, Mails ଓ News; Document ଓ New Document ପରି ଅପ୍ସନ୍ ଅଛି | | ||
+ | |||
|- | |- | ||
||09:24 | ||09:24 | ||
|| ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ, ଆମେ Document ଅପ୍ସନ୍ ଉପରେ କ୍ଲିକ୍ କରିବା | | || ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ, ଆମେ Document ଅପ୍ସନ୍ ଉପରେ କ୍ଲିକ୍ କରିବା | | ||
+ | |||
|- | |- | ||
||09:30 | ||09:30 | ||
|| ଏବେ Path ଫିଲ୍ଡରେ Open File ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ Path ଫିଲ୍ଡରେ Open File ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||09:36 | ||09:36 | ||
|| ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାକୁ ଆମେ ତିଆରି କରିଛେ | | || ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାକୁ ଆମେ ତିଆରି କରିଛେ | | ||
+ | |||
|- | |- | ||
||09:44 | ||09:44 | ||
|| ବର୍ତ୍ତମାନ hobby.odt ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ବର୍ତ୍ତମାନ hobby.odt ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||09:52 | ||09:52 | ||
|| ଆପଣ ଦେଖିବେ ଯେ, ଫାଇଲ୍ ପାଇଁ ସ୍ଥାନ Path ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି | | || ଆପଣ ଦେଖିବେ ଯେ, ଫାଇଲ୍ ପାଇଁ ସ୍ଥାନ Path ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି | | ||
+ | |||
|- | |- | ||
||09:57 | ||09:57 | ||
||Apply ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||Apply ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||10:02 | ||10:02 | ||
|| ଟେକ୍ସଟ୍ HOBBIES ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ, ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି | | || ଟେକ୍ସଟ୍ HOBBIES ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ, ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି | | ||
+ | |||
|- | |- | ||
||10:11 | ||10:11 | ||
|| ଏବେ ହେଡିଙ୍ଗ୍ HOBBIES ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍, ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ | | || ଏବେ ହେଡିଙ୍ଗ୍ HOBBIES ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍, ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||10:19 | ||10:19 | ||
|| Hobbies ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ | | || Hobbies ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ | | ||
+ | |||
|- | |- | ||
||10:23 | ||10:23 | ||
|| ଏହିପ୍ରକାରେ ଆପଣ, ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ | | || ଏହିପ୍ରକାରେ ଆପଣ, ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ | | ||
+ | |||
|- | |- | ||
||10:30 | ||10:30 | ||
|| ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ | | || ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ | | ||
+ | |||
|- | |- | ||
||10:35 | ||10:35 | ||
|| ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ - | || ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ - | ||
+ | |||
|- | |- | ||
||10:37 | ||10:37 | ||
|| ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | | || ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | | ||
+ | |||
|- | |- | ||
||10:39 | ||10:39 | ||
|| ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା | | || ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା | | ||
+ | |||
|- | |- | ||
||10:42 | ||10:42 | ||
|| ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା | | || ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା | | ||
+ | |||
|- | |- | ||
||10:46 | ||10:46 | ||
|| ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ | | || ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ | | ||
+ | |||
|- | |- | ||
||10:48 | ||10:48 | ||
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ | || କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ | ||
+ | |||
|- | |- | ||
||10:50 | ||10:50 | ||
||Practice.odt ଖୋଲନ୍ତୁ | | ||Practice.odt ଖୋଲନ୍ତୁ | | ||
+ | |||
|- | |- | ||
||10:53 | ||10:53 | ||
|| ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ | | || ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ | | ||
+ | |||
|- | |- | ||
||10:57 | ||10:57 | ||
|| 2 Column ଓ 3 Row ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ | | || 2 Column ଓ 3 Row ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ | | ||
+ | |||
|- | |- | ||
||11:01 | ||11:01 | ||
|| www.google.com ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ, ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ | | || www.google.com ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ, ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ | | ||
+ | |||
|- | |- | ||
||11:11 | ||11:11 | ||
|| ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ | | || ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ | | ||
+ | |||
|- | |- | ||
||11:17 | ||11:17 | ||
|| ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | || ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | ||
+ | |||
|- | |- | ||
||11:22 | ||11:22 | ||
|| ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ | | || ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ | | ||
+ | |||
|- | |- | ||
||11:25 | ||11:25 | ||
|| ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ | | || ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ | | ||
+ | |||
|- | |- | ||
||11:30 | ||11:30 | ||
|| ଅଧିକ ସୂଚନା ପାଇଁ ଆମକୁ contact@spoken-tutorial.orgରେ ସମ୍ପର୍କ କରନ୍ତୁ | | || ଅଧିକ ସୂଚନା ପାଇଁ ଆମକୁ contact@spoken-tutorial.orgରେ ସମ୍ପର୍କ କରନ୍ତୁ | | ||
+ | |||
|- | |- | ||
||11:33 | ||11:33 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍, ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ, ଯାହାକୁ ଭାରତ ସରକାରଙ୍କ MHRD ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍, ICT ମାଧ୍ୟମରେ ସମର୍ଥିତ କରିଛି | | || ସ୍ପୋକନ୍ ଟ୍ୟୁଟୋରିଆଲ୍, ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ, ଯାହାକୁ ଭାରତ ସରକାରଙ୍କ MHRD ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍, ICT ମାଧ୍ୟମରେ ସମର୍ଥିତ କରିଛି | | ||
+ | |||
|- | |- | ||
||11:46 | ||11:46 | ||
|| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି | | || ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି | | ||
+ | |||
|- | |- | ||
− | || | + | ||11:56 |
|| IIT ମୁମ୍ୱଇ ତରଫରୁ ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ତଥା ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | || IIT ମୁମ୍ୱଇ ତରଫରୁ ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ତଥା ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | ||
+ | |||
|- | |- | ||
− | || | + | ||12:03 |
|| ଆମ ସହିତ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ | || ଆମ ସହିତ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ | ||
|- | |- | ||
|} | |} |
Latest revision as of 14:51, 10 April 2017
Time | Narration |
00:00 | ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା | |
00:09 | ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | |
00:12 | ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା | |
00:15 | ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା | |
00:18 | ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ | |
00:29 | ଆମେ, ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ, ସେଥିରୁ ଆରମ୍ଭ କରିବା | |
00:36 | ଆସନ୍ତୁ, ନିଜର resume.odt ଫାଇଲ୍ ଖୋଲିବା | |
00:39 | ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resume.odt ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ | |
00:47 | ଏବେ ମେନୁବାର୍ ରେ Insert ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ତାହାପରେ Picture ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ From File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
00:56 | ଦେଖନ୍ତୁ, ଏଠାରେ Insert Picture ଡାୟଲଗ୍ ବକ୍ସ ଦେଖାଦେଉଛି | |
01:00 | ଏବେ ଆପଣ Location ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ, ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି | ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ, ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା, ଯାହା
ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ | |
01:16 | ତେଣୁ, ଡାୟଲଗ୍ ବକ୍ସର ବାମ ପଟେ ଥିବା Picture ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
01:21 | ଏବେ, ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | |
01:28 | ଆପଣ ଦେଖିବେ ଯେ, ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି | |
01:32 | ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ Resume ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ | |
01:38 | ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି | |
01:44 | ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ | |
01:50 | କର୍ସର୍ କୁ ଡ୍ରାଗ୍ କରି ଇମେଜ୍ ର ଆକାର ବଦଳାନ୍ତୁ | ଯେବେ ଆକାର ବଦଳିଯିବ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଏଡିଟର୍ ର ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ | |
02:01 | Clipboard କିମ୍ୱା scanner ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ, ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି | |
02:09 | ଏବେ ଆମେ ଶିଖିବା ଯେ, ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ | |
02:13 | ଟେବଲ୍ସ, ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ, ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ | |
02:21 | ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ, ଟୁଲ୍ ବାର୍ ରେ Table ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ Insert ଅପ୍ସନ୍ ମାଧ୍ୟମରେ କରିପାରିବେ | |
02:36 | ତେଣୁ, ହେଡିଙ୍ଗ୍ Education Details ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ | |
02:44 | ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Tables ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
02:51 | ଏହା, ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ | |
02:55 | Name ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା Resume Table | |
03:01 | Size ହେଡିଙ୍ଗ୍ ତଳେ ଆସନ୍ତୁ Columns ର ସଂଖ୍ୟା 2 ରଖିବା | |
03:06 | Rows ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ, 4 ପର୍ଯ୍ୟନ୍ତ Rows ସଂଖ୍ୟା ବୃଦ୍ଧି କରନ୍ତୁ | Columns ଓ Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ | |
03:21 | ଏବେ ଡାୟଲଗ୍ ବକ୍ସରେ AutoFormat ବଟନ୍ ଉପରେ କ୍ଲିକ୍ କରନ୍ତୁ | |
03:25 | ଏହା, ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ, ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି, ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ | |
03:33 | ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ | ଆମେ Format ମଧ୍ୟରେ None ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ OK ବଟନ୍ ଉପରେ କ୍ଲିକ୍ କରିବା | |
03:43 | ପୁଣିଥରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ | |
03:45 | ଆପଣ ଦେଖିବେ ଯେ, ହେଡିଙ୍ଗ୍ ତଳେ ଦୁଇଟି Column ଓ ଚାରୋଟି Row ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି | |
03:53 | ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା, ସାରଣୀ ଭାବରେ ଲେଖିପାରିବା | |
03:58 | ଉଦାହରଣସ୍ୱରୂପ, ଟେବଲ୍ ର ପ୍ରଥମ Column ଓ ପ୍ରଥମ Row ମଧ୍ୟରେ କ୍ଲିକ୍ କରନ୍ତୁ | |
04:04 | ଏଠାରେ ଆମେ Secondary School Examination ଟାଇପ୍ କରିବା | |
04:08 | ଏବେ, ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 Percent ଲେଖନ୍ତୁ | ଏହା ଦେଖାଉଛି ଯେ, ରମେଶ, ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି | |
04:20 | ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା | |
04:25 | ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ Secodary School Examination ଟାଇପ୍ କରିଛେ | |
04:31 | ଆମେ ଏଠାରେ Higher Secondary School Examination ଲେଖିବା ଏବଂ ପାଖ Cellରେ ଆମେ 88 Percent ଲେଖିବା | |
04:41 | ଆଗାମୀ Cell ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ | ବୈକଳ୍ପିକ ଭାବରେ ଗୋଟିଏ Cell ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ | |
04:52 | ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ Graduation ଟାଇପ୍ କରନ୍ତୁ | ପାଖ Cellରେ 75% ଟାଇପ୍ କରନ୍ତୁ | ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ Post Graduation ଲେଖନ୍ତୁ ତଥା ପାଖ Cellରେ 70% ଟାଇପ୍ କରନ୍ତୁ | |
05:01 | ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ Post Graduation ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ | |
05:12 | ଏବେ ଆମେ ଦେଖୁଛେ ଯେ, ଟେବଲ୍, ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି | |
05:18 | ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା | |
05:24 | ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ Row ଯୋଡ଼ିବାକୁ ଚାହିଁବା, ତେବେ କୀ-ବୋର୍ଡରେ Tab କୀ ପ୍ରେସ୍ କରିବା | |
05:33 | ଆପଣ ଦେଖିବେ ଯେ, ନୂଆ Row ଇନ୍ସର୍ଟ ହୋଇଯାଇଛି | |
05:37 | ଟେବଲ୍ ର ବାମ ପଟେ ଆମେ “Phd ଡିଗ୍ରୀ ପ୍ରାପ୍ତ ହୋଇଛି”, ଟାଇପ୍ କରିବା ଏବଂ ଡାହାଣପଟେ 65% ପ୍ରାପ୍ତାଙ୍କ ଟାଇପ୍ କରିବା | |
05:49 | ତେଣୁ, ଆମେ ଦେଖିବା ଯେ, Tab କୀ, ନୂଆ Row ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ | ଯେତେବେଳେ କର୍ସର୍ ଶେଷ Row ଉପରେ ରଖାଯାଇଥିବ | |
06:00 | Tab ଓ Shift+Tab ବ୍ୟବହାର କରି ଟେବଲ୍ ରେ Cell ରୁ Cell ମଧ୍ୟ ସଂଚାଳନ କରିପାରିବେ | |
06:07 | ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା Optimal Column Width ଅପ୍ସନ୍ ଅଟେ, ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ | |
06:18 | ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ | |
06:30 | ଏବେ ଆସନ୍ତୁ, ଶେଷ Cellରେ ଟେକ୍ସଟ୍ ପରେ 65% ଉପରେ କର୍ସର୍ ରଖିବା | |
06:35 | ଏବେ ମେନ୍ୟୁବାର୍ ରେ Table ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Autofit ଅପ୍ସନ୍ କୁ ଯାଆନ୍ତୁ | |
06:42 | ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା Optimal Column Width ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:49 | ଆପଣ ଦେଖିବେ ଯେ, Columnରେ Cells କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି | |
06:58 | ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି Column ପାଇଁ ଏହା କରିପାରିବା | |
07:02 | ଆପଣ ନିଜ ଟେବଲ୍ ପାଇଁ, କୌଣସି ବର୍ଡର୍ସ ନରଖିବାଠାରୁ ନେଇ, ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର Borders ସେଟ୍ କରିପାରିବେ | |
07:15 | ଏଥିନିମନ୍ତେ, ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍, ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ | |
07:25 | ଏହାପରେ ଆମେ, ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି, ତାହା ଶିଖିବା | |
07:30 | ବ୍ୟବହାରକର୍ତ୍ତା, ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ | |
07:35 | ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛି,ପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ | |
07:43 | ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ | |
07:49 | ଫାଇଲ୍ ରେ ହାଇପରଲିଙ୍କ୍ସ୍ ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ | |
07:56 | ତେଣୁ ଟୁଲବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
08:00 | ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ | ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ Hobbies ପାଇଁ ଟେବଲ୍ ତିଆରି କରିବା | |
08:06 | ଆମେ ହେଡିଙ୍ଗ୍ ଭାବରେ HOBBIES ଲେଖିବା | |
08:09 | ଏଣ୍ଟର୍ ପ୍ରେସ୍ କରନ୍ତୁ | |
08:11 | ଆସନ୍ତୁ, ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା, ଯେପରି – Listing to music, playing table tennis ଏବଂ painting. |
08:20 | ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ | |
08:24 | ଟୁଲ୍ ବାର୍ ରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ | Name ଫିଲ୍ଡରେ ଫାଇଲ୍ ର ନାମ Hobby ଟାଇପ୍ କରନ୍ତୁ | |
08:30 | Save in Folder ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ | |
08:40 | ଦେଖନ୍ତୁ, ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି | |
08:43 | ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା | ଆସନ୍ତୁ, ବର୍ତ୍ତମାନ Resume.odt ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା, ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ | |
08:53 | ବର୍ତ୍ତମାନ ଆମେ, ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ Hobbies ହେଡିଙ୍ଗ୍ ଲେଖିବା | |
09:00 | Hobbies ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ Hobbies ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ | |
09:09 | ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Hyperlink ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
09:15 | ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ Internet, Mails ଓ News; Document ଓ New Document ପରି ଅପ୍ସନ୍ ଅଛି | |
09:24 | ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ, ଆମେ Document ଅପ୍ସନ୍ ଉପରେ କ୍ଲିକ୍ କରିବା | |
09:30 | ଏବେ Path ଫିଲ୍ଡରେ Open File ବଟନ୍ ଉପରେ କ୍ଲିକ୍ କରନ୍ତୁ | |
09:36 | ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାକୁ ଆମେ ତିଆରି କରିଛେ | |
09:44 | ବର୍ତ୍ତମାନ hobby.odt ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ | |
09:52 | ଆପଣ ଦେଖିବେ ଯେ, ଫାଇଲ୍ ପାଇଁ ସ୍ଥାନ Path ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି | |
09:57 | Apply ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ | |
10:02 | ଟେକ୍ସଟ୍ HOBBIES ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ, ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି | |
10:11 | ଏବେ ହେଡିଙ୍ଗ୍ HOBBIES ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍, ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ | |
10:19 | Hobbies ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ | |
10:23 | ଏହିପ୍ରକାରେ ଆପଣ, ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ | |
10:30 | ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ | |
10:35 | ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ - |
10:37 | ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା | |
10:39 | ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା | |
10:42 | ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା | |
10:46 | ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ | |
10:48 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
10:50 | Practice.odt ଖୋଲନ୍ତୁ | |
10:53 | ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ | |
10:57 | 2 Column ଓ 3 Row ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ | |
11:01 | www.google.com ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ, ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ | |
11:11 | ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ | |
11:17 | ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
11:22 | ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ | |
11:25 | ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ | |
11:30 | ଅଧିକ ସୂଚନା ପାଇଁ ଆମକୁ contact@spoken-tutorial.orgରେ ସମ୍ପର୍କ କରନ୍ତୁ | |
11:33 | ସ୍ପୋକନ୍ ଟ୍ୟୁଟୋରିଆଲ୍, ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ, ଯାହାକୁ ଭାରତ ସରକାରଙ୍କ MHRD ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍, ICT ମାଧ୍ୟମରେ ସମର୍ଥିତ କରିଛି | |
11:46 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି | |
11:56 | IIT ମୁମ୍ୱଇ ତରଫରୁ ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ତଥା ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | |
12:03 | ଆମ ସହିତ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ |