Difference between revisions of "LibreOffice-Suite-Impress/C2/Printing-a-Presentation-Document/Oriya"
From Script | Spoken-Tutorial
(Created page with "'''Resources for recording''' Printing a Presentation {| border=1 || '''Time''' || '''Narration''' |- ||00.00 || ଲିବର୍ ଅ...") |
PoojaMoolya (Talk | contribs) |
||
(One intermediate revision by one other user not shown) | |||
Line 1: | Line 1: | ||
− | |||
− | |||
− | |||
− | |||
{| border=1 | {| border=1 | ||
|| '''Time''' | || '''Time''' | ||
Line 8: | Line 4: | ||
|- | |- | ||
− | ||00 | + | ||00:00 |
|| ଲିବର୍ ଅଫିସ୍ ଇମ୍ପ୍ରେସ୍ – ଏକ ପ୍ରେଜେଣ୍ଟେଶନ୍ ପ୍ରିଣ୍ଟ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ଲିବର୍ ଅଫିସ୍ ଇମ୍ପ୍ରେସ୍ – ଏକ ପ୍ରେଜେଣ୍ଟେଶନ୍ ପ୍ରିଣ୍ଟ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
|- | |- | ||
− | ||00 | + | ||00:06 |
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ପ୍ରିଣ୍ଟିଙ୍ଗ୍ ର ବିଭିନ୍ନ ଅପ୍ସନ୍ | || ଏହି ଟ୍ୟୁଟୋରିଆଲ୍ ରେ ଆମେ ପ୍ରିଣ୍ଟିଙ୍ଗ୍ ର ବିଭିନ୍ନ ଅପ୍ସନ୍ | ||
|- | |- | ||
− | ||00 | + | ||00:11 |
|| ସ୍ଲାଇଡ୍ ହ୍ୟାଣ୍ଡଆଉଟ୍ ଓ ଆଉଟ୍ ଲାଇନ୍ ବିଷୟରେ ଶିଖିବା | || ସ୍ଲାଇଡ୍ ହ୍ୟାଣ୍ଡଆଉଟ୍ ଓ ଆଉଟ୍ ଲାଇନ୍ ବିଷୟରେ ଶିଖିବା | ||
|- | |- | ||
− | ||00 | + | ||00:16 |
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | | || ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | | ||
|- | |- | ||
− | ||00 | + | ||00:25 |
|| ବେଳେବେଳେ ଆପଣଙ୍କୁ ନିଜ ପ୍ରେଜେଣ୍ଟେଶନ୍ ର ହାର୍ଡକପୀ ପ୍ରିଣ୍ଟ୍ କରିବାକୁ ହୋଇଥାଏ | | || ବେଳେବେଳେ ଆପଣଙ୍କୁ ନିଜ ପ୍ରେଜେଣ୍ଟେଶନ୍ ର ହାର୍ଡକପୀ ପ୍ରିଣ୍ଟ୍ କରିବାକୁ ହୋଇଥାଏ | | ||
Line 32: | Line 28: | ||
|- | |- | ||
− | ||00 | + | ||00:35 |
|| ତେଣୁ ପ୍ରଥମେ, ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ ଉପରେ ଡବଲ୍ କ୍ଲିକ୍ କରି, ତାକୁ ଖୋଲନ୍ତୁ | | || ତେଣୁ ପ୍ରଥମେ, ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ ଉପରେ ଡବଲ୍ କ୍ଲିକ୍ କରି, ତାକୁ ଖୋଲନ୍ତୁ | | ||
|- | |- | ||
− | ||00 | + | ||00:41 |
|| ସ୍ଲାଇଡ୍ ଗୁଡ଼ିକର ପ୍ରିଣ୍ଟ୍ ନେବାପାଇଁ, ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ | ବିକଳ୍ପ ଭାବେ, CTRL + Pକୁ ଏକାସାଙ୍ଗରେ ଦାବନ୍ତୁ | | || ସ୍ଲାଇଡ୍ ଗୁଡ଼ିକର ପ୍ରିଣ୍ଟ୍ ନେବାପାଇଁ, ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ | ବିକଳ୍ପ ଭାବେ, CTRL + Pକୁ ଏକାସାଙ୍ଗରେ ଦାବନ୍ତୁ | | ||
|- | |- | ||
− | ||00 | + | ||00:50 |
|| ଜେନେରାଲ୍ ଓ ଅପ୍ସନ୍ସ ଟ୍ୟାବ୍ ରେ ଥିବା ସେଟିଙ୍ଗ୍ସ ବିଷୟରେ ଜାଣିବା ପାଇଁ | || ଜେନେରାଲ୍ ଓ ଅପ୍ସନ୍ସ ଟ୍ୟାବ୍ ରେ ଥିବା ସେଟିଙ୍ଗ୍ସ ବିଷୟରେ ଜାଣିବା ପାଇଁ | ||
|- | |- | ||
− | ||00 | + | ||00:55 |
|| ଦୟାକରି ଲିବର୍ ଅଫିସ୍ ରାଇଟର୍ ସିରିଜ୍ ର ଡକ୍ୟୁମେଣ୍ଟ୍ ଦେଖିବା ଓ ପ୍ରିଣ୍ଟ୍ କରିବା ଟ୍ୟୁଟୋରିଆଲ୍ ଦେଖନ୍ତୁ | | || ଦୟାକରି ଲିବର୍ ଅଫିସ୍ ରାଇଟର୍ ସିରିଜ୍ ର ଡକ୍ୟୁମେଣ୍ଟ୍ ଦେଖିବା ଓ ପ୍ରିଣ୍ଟ୍ କରିବା ଟ୍ୟୁଟୋରିଆଲ୍ ଦେଖନ୍ତୁ | | ||
|- | |- | ||
− | | 01:02 | + | ||01:02 |
|| ଡକ୍ୟୁମେଣ୍ଟ୍ ଫିଲ୍ଡରେ ପ୍ରିଣ୍ଟ୍ ତଳେ ଥିବା ଜେନେରାଲ୍ ଟ୍ୟାବ୍ ରେ, ଇମ୍ପ୍ରେସ୍ ପାଇଁ ବିଶେଷ ଥିବା ବିଭିନ୍ନ ଅପ୍ସନ୍ସ ଦେଖୁ | | || ଡକ୍ୟୁମେଣ୍ଟ୍ ଫିଲ୍ଡରେ ପ୍ରିଣ୍ଟ୍ ତଳେ ଥିବା ଜେନେରାଲ୍ ଟ୍ୟାବ୍ ରେ, ଇମ୍ପ୍ରେସ୍ ପାଇଁ ବିଶେଷ ଥିବା ବିଭିନ୍ନ ଅପ୍ସନ୍ସ ଦେଖୁ | | ||
Line 73: | Line 69: | ||
|- | |- | ||
||01:41 | ||01:41 | ||
− | || ଟେକ୍ସଟ୍ ଯେପରି ବର୍ଣ୍ଣନା କରେ, ଏହିସବୁ ସ୍ଲାଇଡ୍ ର ନାମ, ତାରିଖ ଓ ସମୟ ଏବଂ ଯଦି କିଛି ହିଡିନ୍ ପେଜେସ୍ ଥାଏ, | + | || ଟେକ୍ସଟ୍ ଯେପରି ବର୍ଣ୍ଣନା କରେ, ଏହିସବୁ ସ୍ଲାଇଡ୍ ର ନାମ, ତାରିଖ ଓ ସମୟ ଏବଂ ଯଦି କିଛି ହିଡିନ୍ ପେଜେସ୍ ଥାଏ, ସେସବୁକୁ ପ୍ରିଣ୍ଟ୍ କରିବ | |
|- | |- | ||
||01:49 | ||01:49 | ||
− | || କଲର୍ ତଳେ ଆସନ୍ତୁ, | + | || କଲର୍ ତଳେ ଆସନ୍ତୁ, ଗ୍ରେ-ସ୍କେଲ୍ ସିଲେକ୍ଟ କରିବା | |
|- | |- | ||
Line 145: | Line 141: | ||
|- | |- | ||
||03:36 | ||03:36 | ||
− | || ତା’ପରେ, ହ୍ୟାଣ୍ଡଆଉଟ୍ ଅପ୍ସନ୍ ବିଷୟରେ ଶିଖିବା | ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ | + | || ତା’ପରେ, ହ୍ୟାଣ୍ଡଆଉଟ୍ ଅପ୍ସନ୍ ବିଷୟରେ ଶିଖିବା | ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ |
|- | |- | ||
Line 166: | Line 162: | ||
||04:12 | ||04:12 | ||
|| ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ | | || ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||04:15 | ||04:15 | ||
Line 265: | Line 262: | ||
||06:38 | ||06:38 | ||
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
||06:42 | ||06:42 | ||
Line 275: | Line 273: | ||
|- | |- | ||
||07:01 | ||07:01 | ||
− | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |
|- | |- | ||
− | |||
|} | |} |
Latest revision as of 12:48, 10 April 2017
Time | Narration |
00:00 | ଲିବର୍ ଅଫିସ୍ ଇମ୍ପ୍ରେସ୍ – ଏକ ପ୍ରେଜେଣ୍ଟେଶନ୍ ପ୍ରିଣ୍ଟ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ପ୍ରିଣ୍ଟିଙ୍ଗ୍ ର ବିଭିନ୍ନ ଅପ୍ସନ୍ |
00:11 | ସ୍ଲାଇଡ୍ ହ୍ୟାଣ୍ଡଆଉଟ୍ ଓ ଆଉଟ୍ ଲାଇନ୍ ବିଷୟରେ ଶିଖିବା |
00:16 | ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
00:25 | ବେଳେବେଳେ ଆପଣଙ୍କୁ ନିଜ ପ୍ରେଜେଣ୍ଟେଶନ୍ ର ହାର୍ଡକପୀ ପ୍ରିଣ୍ଟ୍ କରିବାକୁ ହୋଇଥାଏ | |
00:29 | ଉଦାହରଣସ୍ୱରୂପ, ଆପଣ ନିଜ ଅଡିଆନ୍ସକୁ ପରବର୍ତ୍ତୀ ରେଫରେନ୍ସ ପାଇଁ ପ୍ରେଜେଣ୍ଟେଶନ୍ ର କପୀ ଦେବାକୁ ଚାହିଁପାରନ୍ତି | |
00:35 | ତେଣୁ ପ୍ରଥମେ, ସାମ୍ପଲ୍ ଇମ୍ପ୍ରେସ୍ ପ୍ରେଜେଣ୍ଟେଶନ୍ ଉପରେ ଡବଲ୍ କ୍ଲିକ୍ କରି, ତାକୁ ଖୋଲନ୍ତୁ | |
00:41 | ସ୍ଲାଇଡ୍ ଗୁଡ଼ିକର ପ୍ରିଣ୍ଟ୍ ନେବାପାଇଁ, ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ | ବିକଳ୍ପ ଭାବେ, CTRL + Pକୁ ଏକାସାଙ୍ଗରେ ଦାବନ୍ତୁ | |
00:50 | ଜେନେରାଲ୍ ଓ ଅପ୍ସନ୍ସ ଟ୍ୟାବ୍ ରେ ଥିବା ସେଟିଙ୍ଗ୍ସ ବିଷୟରେ ଜାଣିବା ପାଇଁ |
00:55 | ଦୟାକରି ଲିବର୍ ଅଫିସ୍ ରାଇଟର୍ ସିରିଜ୍ ର ଡକ୍ୟୁମେଣ୍ଟ୍ ଦେଖିବା ଓ ପ୍ରିଣ୍ଟ୍ କରିବା ଟ୍ୟୁଟୋରିଆଲ୍ ଦେଖନ୍ତୁ | |
01:02 | ଡକ୍ୟୁମେଣ୍ଟ୍ ଫିଲ୍ଡରେ ପ୍ରିଣ୍ଟ୍ ତଳେ ଥିବା ଜେନେରାଲ୍ ଟ୍ୟାବ୍ ରେ, ଇମ୍ପ୍ରେସ୍ ପାଇଁ ବିଶେଷ ଥିବା ବିଭିନ୍ନ ଅପ୍ସନ୍ସ ଦେଖୁ | |
01:09 | ନିଜ ଇଚ୍ଛାନୁସାରେ ଆମ ସ୍ଲାଇଡ୍ ଗୁଡ଼ିକୁ ପ୍ରିଣ୍ଟ୍ କରିବା ପାଇଁ ଏହିସବୁ ସ୍ଲାଇଡ୍ ସାହାଯ୍ୟ କରିଥାଏ | |
01:15 | ସ୍ଲାଇଡ୍ ହ୍ୟାଣ୍ଡଆଉଟ୍ ନୋଟ୍ସ ଓ ଆଉଟ୍ ଲାଇନ୍ | ଆମେ ସ୍ଲାଇଡ୍ ଅପ୍ସନ୍ ଚୟନ କରିବା | |
01:22 | ଏବେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
01:26 | ଏଠାରେ ଆପଣ, ପ୍ରିଣ୍ଟ୍ କରିବାକୁ ଚାହୁଁଥିବା ସ୍ଲାଇଡ୍ ର ପାର୍ଟ୍ସ, ପ୍ରିଣ୍ଟ୍ କଲର୍ ଓ ସାଇଜ୍ ଚୟନ କରିପାରିବେ | |
01:34 | କଣ୍ଟେଣ୍ଟ୍ ତଳେ, ସ୍ଲାଇଡ୍ ନାମ, ତାରିଖ ଓ ସମୟ ଏବଂ ହିଡିନ୍ ପେଜେସ୍ ସିଲେକ୍ଟ କରିବା | |
01:41 | ଟେକ୍ସଟ୍ ଯେପରି ବର୍ଣ୍ଣନା କରେ, ଏହିସବୁ ସ୍ଲାଇଡ୍ ର ନାମ, ତାରିଖ ଓ ସମୟ ଏବଂ ଯଦି କିଛି ହିଡିନ୍ ପେଜେସ୍ ଥାଏ, ସେସବୁକୁ ପ୍ରିଣ୍ଟ୍ କରିବ | |
01:49 | କଲର୍ ତଳେ ଆସନ୍ତୁ, ଗ୍ରେ-ସ୍କେଲ୍ ସିଲେକ୍ଟ କରିବା | |
01:53 | ଟେକ୍ସଟ୍ ଯେପରି ବର୍ଣ୍ଣନା କରେ, ଅନ୍ୟ ଅପ୍ସନ୍ ଟି ସ୍ଲାଇଡ୍ କୁ ତାହାର ଅରିଜିନାଲ୍ କଲର୍ କିମ୍ୱା ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ରେ ପ୍ରିଣ୍ଟ୍ କରିବ | |
02:00 | ଓ ସାଇଜ୍ ତଳେ, ଫିଟ୍ ଟୁ ପ୍ରିଣ୍ଟେବଲ୍ ପେଜ୍ ସିଲେକ୍ଟ କରିବା | ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ ରେ ଥିବା ଅନ୍ୟ ସାଇଜ୍ ଅପ୍ସନ୍ ଗୁଡ଼ିକୁ ଆପଣ ନିଜେ ଏକ୍ସପ୍ଲୋର୍ କରିପାରିବେ | |
02:10 | କେଉଁ ଉଦ୍ଦେଶ୍ୟ ପାଇଁ ଆପଣଙ୍କୁ ପ୍ରିଣ୍ଟ୍ ଆଉଟ୍ ଦରକାର, ତାହା ଉପରେ ଭିତ୍ତି କରି, ପେଜ୍ ଲେଆଉଟ୍ ଟ୍ୟାବ୍ ରେ ବିଭିନ୍ନ ଅପ୍ସନ୍ସ ଉପଲବ୍ଧ ଅଛି | |
02:18 | ଧରନ୍ତୁ, ଗୋଟିଏ ପ୍ରିଣ୍ଟ୍ ଆଉଟ୍ ପେଜ୍ ରେ ଆପଣ ଅନେକ ସଂଖ୍ୟକ ସ୍ଲାଇଡ୍ସ ରଖିବାକୁ ଚାହୁଁଛନ୍ତି | |
02:23 | ତେଣୁ, ପର୍ ଶୀଟ୍ ପେଜେସ୍ ସିଲେକ୍ଟ କରନ୍ତୁ | ଡିଫଲ୍ଟ ଭାବରେ ଏହା ପେଜ୍ ପିଛା ୧ ସ୍ଲାଇଡ୍ ପ୍ରିଣ୍ଟ୍ କରେ | |
02:29 | ଏଠାରେ, ପେଜ୍ ର ଏକ ଛୋଟ ପ୍ରିଭ୍ୟୁ ଦେଖାଯାଉଛି | |
02:33 | ଡ୍ରପ୍-ଡାଉନ୍ ଏରୋରେ କ୍ଲିକ୍ କରି ଗୋଟିଏ ପେଜ୍ ରେ ଆପଣ କେତୋଟି ପେଜ୍ ପ୍ରିଣ୍ଟ୍ କରିବାକୁ ଚାହୁଁଛନ୍ତି, ତାହାର ସଂଖ୍ୟା ଚୟନ କରନ୍ତୁ | |
02:39 | ଯଦି ୨ ଚୟନ କରାଯାଏ, ତେବେ ଆମେ ପ୍ରିଭ୍ୟୁରେ ୨ଟି ପେଜ୍ ଦେଖିବା | ଯଦି ୬ ଚୟନ କରାଯାଏ, ତେବେ ୬ଟି ପେଜ୍ ଦେଖିପାରିବା | |
02:48 | ଡ୍ର’ ଏ ବର୍ଡର୍ ଆରାଉଣ୍ଡ୍ ଇଚ୍ ପେଜ୍ ଅପ୍ସନ୍ ଚେକ୍ କଲେ, ପ୍ରିଣ୍ଟିଙ୍ଗ୍ ସମୟରେ ପ୍ରତ୍ୟେକ ପେଜ୍ ଚାରିପଟେ ଏକ କଳା ବର୍ଡର୍ ସୃଷ୍ଟି ହେବ | |
02:56 | ଏହା ପେଜ୍ କୁ ଆହୁରି ଆକର୍ଷଣୀୟ କରେ | |
02:59 | ପରବର୍ତ୍ତୀ ଅପ୍ସନ୍ ବ୍ରୋଷର୍, ସହଜ ବାଇଣ୍ଡିଙ୍ଗ୍ ପାଇଁ ବ୍ରୋଷର୍ ଭାବରେ ସ୍ଲାଇଡ୍ ଗୁଡ଼ିକୁ ପ୍ରିଣ୍ଟ୍ କରିବାରେ ସାହାଯ୍ୟ କରେ | |
03:06 | ଅବଶ୍ୟ, ଏହି ମାମଲାରେ ଆମେ ଏହି ଅପ୍ସନ୍ ଚୟନ କରିବା ନାହିଁ | ଆପଣ ପରେ ଏହି ଅପ୍ସନ୍ ବିଷୟରେ ନିଜେ ଏକ୍ସପ୍ଲୋର୍ କରିବେ | |
03:14 | ଅପ୍ସନ୍ସ ଟ୍ୟାବ୍ ରେ ସମସ୍ତ ଚେକ୍ ବକ୍ସଗୁଡ଼ିକ ଅନ୍-ଚେକ୍ ହୋଇଥିବା ସୁନିଶ୍ଚିତ କରନ୍ତୁ | |
03:19 | ବିଶେଷ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ଏହି ଚେକ୍ ବକ୍ସଗୁଡ଼ିକ ବିଷୟରେ ଏହି ଟ୍ୟୁଟୋରିଆଲ୍ ରେ ଆଲୋଚନା କରିବା ନାହିଁ | |
03:25 | ଏବେ, ପ୍ରିଣ୍ଟ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
03:28 | ଯଦି ପ୍ରିଣ୍ଟର୍ ଟି ଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟିଙ୍ଗ୍ ଆରମ୍ଭ ହେବ | |
03:36 | ତା’ପରେ, ହ୍ୟାଣ୍ଡଆଉଟ୍ ଅପ୍ସନ୍ ବିଷୟରେ ଶିଖିବା | ଫାଇଲ୍ ଓ ପ୍ରିଣ୍ଟ୍ ରେ କ୍ଲିକ୍ କରନ୍ତୁ |
03:41 | ଓ ଡକ୍ୟୁମେଣ୍ଟ୍ ରେ ଥିବା ପ୍ରିଣ୍ଟ୍ ଅନ୍ତର୍ଗତ ଜେନେରାଲ୍ ଟ୍ୟାବ୍ ରେ, ହ୍ୟାଣ୍ଡଆଉଟ୍ ଚୟନ କରନ୍ତୁ | |
03:47 | ଡିଫଲ୍ଟ ଭାବରେ, ପେଜ୍ ପିଛା ୪ଟି ସ୍ଲାଇଡ୍ ରହିଥାଏ ଓ ଡିଫଲ୍ଟ କ୍ରମ ହେଉଛି ବାମରୁ ଡାହାଣ ଓ ତା’ପରେ ତଳକୁ | ଏହି ପ୍ରେଜେଣ୍ଟେଶନ୍ ପାଇଁ ସେଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ | |
03:58 | ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ ରେ, ସାଇଜ୍ ଅପ୍ସନ୍ ଗୁଡ଼ିକ ଡିଜାବଲ୍ ଥାଏ | |
04:05 | ଏହା ଏଥିପାଇଁ, କାରଣ ଶୀଟ୍ ର ଆକାର ଓ ଶୀଟ୍ ର ସଂଖ୍ୟା ଦ୍ୱାରା ପ୍ରିଣ୍ଟ୍ ର ସାଇଜ୍ ନିର୍ଦ୍ଧାରିତ ହୋଇଥାଏ | |
04:12 | ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ | |
04:15 | ଯଦି ପ୍ରିଣ୍ଟର୍ ସଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟ୍ ହେବା ଆରମ୍ଭ ହେବ | |
04:20 | ପ୍ରଥମ ସ୍ଲାଇଡ୍ କୁ ଯାଇ ନୋଟ୍ସ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
04:25 | “This is a sample note” ଟାଇପ୍ କରନ୍ତୁ | |
04:30 | ସ୍ଲାଇଡ୍ସରେ ଟାଇପ୍ କରିଥିବା ନୋଟ୍ସ ପ୍ରିଣ୍ଟ୍ କରିବା ପାଇଁ, ଫାଇଲ୍ ଓ ପ୍ରିଣ୍ଟ୍ କ୍ଲିକ୍ କରନ୍ତୁ | |
04:35 | ଡକ୍ୟୁମେଣ୍ଟ୍ ଫିଲ୍ଡରେ ଥିବା ପ୍ରିଣ୍ଟ୍ ଅନ୍ତର୍ଗତ ଜେନେରାଲ୍ ଟ୍ୟାବ୍ ରେ, ନୋଟ୍ସ ଅପ୍ସନ୍ ଚୟନ କରନ୍ତୁ | |
04:42 | ବାମପଟେ ଥିବା ପ୍ରିଭ୍ୟୁ ପେଜ୍ ଦେଖନ୍ତୁ | ସ୍ଲାଇଡ୍ ତଳେ ଟାଇପ୍ ହୋଇଥିବା ନୋଟ୍ସକୁ ଏହା ଦେଖାଏ | |
04:48 | ଏବେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ କ୍ଲିକ୍ କରନ୍ତୁ | |
04:52 | ଦେଖନ୍ତୁ, ଆମେ ନୋଟ୍ସ ପ୍ରିଣ୍ଟ୍ କରିବାବେଳେ ସାଇଜ୍ ଅପ୍ସନ୍ ଉପଲବ୍ଧ ନାହିଁ | |
04:57 | ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ | ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟିଙ୍ଗ୍ ଆରମ୍ଭ ହେବ | |
05:05 | ଶେଷରେ, ପ୍ରେଜେଣ୍ଟେଶନ୍ ସମୟରେ କ୍ୱିକ୍ ରେଫରେନ୍ସ ପାଇଁ ସ୍ଲାଇଡ୍ ଗୁଡ଼ିକର ଆଉଟ୍ ଲାଇନ୍ ପ୍ରିଣ୍ଟ୍ କରିବାକୁ ଫାଇଲ୍ ଓ ପ୍ରିଣ୍ଟ୍ କ୍ଲିକ୍ କରନ୍ତୁ | |
05:13 | ଡକ୍ୟୁମେଣ୍ଟ୍ ଫିଲ୍ଡରେ ପ୍ରିଣ୍ଟ୍ ଅନ୍ତର୍ଗତ ଜେନେରାଲ୍ ଟ୍ୟାବ୍ ରେ ଆଉଟ୍ ଲାଇନ୍ ଅପ୍ସନ୍ ଚୟନ କରନ୍ତୁ | |
05:19 | ବାମପଟେ ଥିବା ପ୍ରିଭ୍ୟୁ ପେଜ୍ କୁ ଦେଖନ୍ତୁ | ସ୍ଲାଇଡ୍ ହେଡିଙ୍ଗ୍ ଓ ସବ୍-ପଏଣ୍ଟ୍ ଗୁଡ଼ିକ ସହିତ ଏହା ସ୍ଲାଇଡ୍ସର କ୍ରମ କିମ୍ୱା ଆଉଟ୍ ଲାଇନ୍ ଦେଖାଏ | |
05:28 | ଏବେ, ଲିବର୍ ଅଫିସ୍ ଇମ୍ପ୍ରେସ୍ ଟ୍ୟାବ୍ କ୍ଲିକ୍ କରନ୍ତୁ | |
05:32 | ପୁଣିଥରେ ଦେଖନ୍ତୁ, ଆଉଟ୍ ଲାଇନ୍ ପ୍ରିଣ୍ଟ୍ କରିବାବେଳେ ସାଇଜ୍ ଅପ୍ସନ୍ ଉପଲବ୍ଧ ନାହିଁ | |
05:38 | ଏବେ, ପ୍ରିଣ୍ଟ୍ ବଟନ୍ କ୍ଲିକ୍ କରନ୍ତୁ | ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନଫିଗର ହୋଇଥିବ, ତେବେ ତୁରନ୍ତ ପ୍ରିଣ୍ଟିଙ୍ଗ୍ ଆରମ୍ଭ ହେବ | |
05:47 | ଏଥିସହିତ, ଆମେ ଏହି ଟ୍ୟୁଟୋରିଆଲ୍ ସମାପ୍ତ କରୁଛୁ, ଯେଉଁଠାରେ ଆମେ ପ୍ରିଣ୍ଟିଙ୍ଗ୍ - |
05:52 | ସ୍ଲାଇଡ୍ସ, ହ୍ୟାଣ୍ଡଆଉଟ୍ସ, ନୋଟ୍ସ ଓ ଆଉଟ୍ ଲାଇନ୍ ବିଷୟରେ ଶିଖିଲେ | |
05:57 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍, ଏକ ନୂଆ ପ୍ରେଜେଣ୍ଟେଶନ୍ କ୍ରିଏଟ୍ କରନ୍ତୁ | |
06:02 | କେବଳ ୨ୟ ସ୍ଲାଇଡ୍ ପ୍ରିଣ୍ଟ୍ କରନ୍ତୁ | ହ୍ୟାଣ୍ଡଆଉଟ୍ ଭାବରେ ପ୍ରଥମ ଚାରୋଟି ସ୍ଲାଇଡ୍ସ ପ୍ରିଣ୍ଟ୍ କରନ୍ତୁ | |
06:10 | ନିମ୍ନଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
06:16 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | |
06:21 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
06:27 | ଅନଲାଇନ୍ ଟେଷ୍ଟ୍ ରେ ପାସ୍ କରିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
06:31 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.orgକୁ ଲେଖନ୍ତୁ | |
06:38 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
06:42 | ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
06:50 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ | |
07:01 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |