Difference between revisions of "LibreOffice-Suite-Draw/C2/Common-editing-and-print-functions/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
||'''Time'''
 
||'''Time'''
 
||'''Narration'''
 
||'''Narration'''
 +
 
|-
 
|-
 
||00:01
 
||00:01
 
|| '''LibreOffice Draw''' ରେ '''Common Editing and Printing Functions''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 
|| '''LibreOffice Draw''' ରେ '''Common Editing and Printing Functions''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 +
 
|-
 
|-
 
||00:08  
 
||00:08  
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
 +
 
|-
 
|-
 
||00:10  
 
||00:10  
 
|| ଡ୍ର ପେଜ୍ ପାଇଁ ମାର୍ଜିନ୍ କେମିତି ସେଟ୍ କରିବା
 
|| ଡ୍ର ପେଜ୍ ପାଇଁ ମାର୍ଜିନ୍ କେମିତି ସେଟ୍ କରିବା
 +
 
|-
 
|-
 
||00:13  
 
||00:13  
 
|| ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
 
|| ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
 +
 
|-
 
|-
 
||00:16  
 
||00:16  
 
|| Undo ଓ Redo ଆକ୍ସନ୍ସ
 
|| Undo ଓ Redo ଆକ୍ସନ୍ସ
 +
 
|-
 
|-
 
||00:18  
 
||00:18  
 
|| ପେଜ୍ ରିନେମ୍ କରିବା
 
|| ପେଜ୍ ରିନେମ୍ କରିବା
 +
 
|-
 
|-
 
||00:20  
 
||00:20  
 
|| ଓ ଏକ ପେଜ୍ ପ୍ରିଣ୍ଟ କରିବା
 
|| ଓ ଏକ ପେଜ୍ ପ୍ରିଣ୍ଟ କରିବା
 +
 
|-
 
|-
 
||00:22
 
||00:22
 
|| ଏଠାରେ ଆମେ '''Ubuntu Linux''' version 10.04 ଓ ''' LibreOffice Suite''' version 3.3.4 ବ୍ୟବହାର କରୁଛୁ
 
|| ଏଠାରେ ଆମେ '''Ubuntu Linux''' version 10.04 ଓ ''' LibreOffice Suite''' version 3.3.4 ବ୍ୟବହାର କରୁଛୁ
 +
 
|-
 
|-
 
||00:33  
 
||00:33  
 
|| '''WaterCycle''' ଫାଇଲ୍ ଖୋଲନ୍ତୁ ଓ '''WaterCycle''' diagram ଥିବା ପେଜ୍‌କୁ ସିଲେକ୍ଟ କରନ୍ତୁ
 
|| '''WaterCycle''' ଫାଇଲ୍ ଖୋଲନ୍ତୁ ଓ '''WaterCycle''' diagram ଥିବା ପେଜ୍‌କୁ ସିଲେକ୍ଟ କରନ୍ତୁ
 +
 
|-
 
|-
 
||00:40  
 
||00:40  
 
|| ଏହି drawing ପାଇଁ '''Page Margins''' ସେଟ୍ କରିବା
 
|| ଏହି drawing ପାଇଁ '''Page Margins''' ସେଟ୍ କରିବା
 +
 
|-
 
|-
 
||00:44
 
||00:44
 
|| '''Page Margins''' କାହିଁକି ଦରକାର ?
 
|| '''Page Margins''' କାହିଁକି ଦରକାର ?
 +
 
|-
 
|-
 
||00:46  
 
||00:46  
 
||ଏକ ପେଜ୍‍ ଭିତରେ ଅବଜେକ୍ଟଗୁଡ଼ିକୁ ରଖାଯିବାର ସ୍ଥାନକୁ '''Page Margins''' ସ୍ଥିର କରେ
 
||ଏକ ପେଜ୍‍ ଭିତରେ ଅବଜେକ୍ଟଗୁଡ଼ିକୁ ରଖାଯିବାର ସ୍ଥାନକୁ '''Page Margins''' ସ୍ଥିର କରେ
 +
 
|-
 
|-
 
||00:53  
 
||00:53  
 
|| ଉଦାହରଣସ୍ୱରୂପ, drawing କୁ ପ୍ରିଣ୍ଟ କରି ଫାଇଲ୍ କରିବା ପାଇଁ ଆମେ ଚାହିଁପାରୁ
 
|| ଉଦାହରଣସ୍ୱରୂପ, drawing କୁ ପ୍ରିଣ୍ଟ କରି ଫାଇଲ୍ କରିବା ପାଇଁ ଆମେ ଚାହିଁପାରୁ
 +
 
|-
 
|-
 
||00:57  
 
||00:57  
 
|| ସାଇଡ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ସ୍ପେସ୍ ଅଛି ବୋଲି ମାର୍ଜିନ୍ ସୁନିଶ୍ଚିତ କରେ
 
|| ସାଇଡ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ସ୍ପେସ୍ ଅଛି ବୋଲି ମାର୍ଜିନ୍ ସୁନିଶ୍ଚିତ କରେ
 +
 
|-
 
|-
 
||01:01  
 
||01:01  
 
|| ଫଳରେ, ପ୍ରିଣ୍ଟ କଲାବେଳେ ଛବିର କୌଣସି ଅଂଶ କଟିବନି କିମ୍ବା ଲୁଚିବନି
 
|| ଫଳରେ, ପ୍ରିଣ୍ଟ କଲାବେଳେ ଛବିର କୌଣସି ଅଂଶ କଟିବନି କିମ୍ବା ଲୁଚିବନି
|-
+
 
 +
|-
 
||01:07  
 
||01:07  
 
|| '''Page Margins''' ସେଟ୍ କରି '''WaterCycle''' drawing ପ୍ରିଣ୍ଟ କରନ୍ତୁ
 
|| '''Page Margins''' ସେଟ୍ କରି '''WaterCycle''' drawing ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
||01:11  
 
||01:11  
 
|| ଧରନ୍ତୁ, ଏହି diagram ପ୍ରିଣ୍ଟ କରିବା ପାଇଁ ଆମେ ବ୍ୟବହାର କରୁଥିବା ପେପର୍ ସାଇଜ୍, ଷ୍ଟାଣ୍ଡାର୍ଡ ସାଇଜ୍‌ର ନୁହେଁ
 
|| ଧରନ୍ତୁ, ଏହି diagram ପ୍ରିଣ୍ଟ କରିବା ପାଇଁ ଆମେ ବ୍ୟବହାର କରୁଥିବା ପେପର୍ ସାଇଜ୍, ଷ୍ଟାଣ୍ଡାର୍ଡ ସାଇଜ୍‌ର ନୁହେଁ
 +
 
|-
 
|-
 
||01:18  
 
||01:18  
 
|| ଏହାର 20 cms ର ପ୍ରସ୍ତତା ଓ 20 cms ର ଉଚ୍ଚତା ରହିଛି
 
|| ଏହାର 20 cms ର ପ୍ରସ୍ତତା ଓ 20 cms ର ଉଚ୍ଚତା ରହିଛି
 +
 
|-
 
|-
 
||01:23  
 
||01:23  
 
|| ଏହା 1.5 cms ର '''Bottom''' margin ମଧ୍ୟ ଆବଶ୍ୟକ କରୁଛି
 
|| ଏହା 1.5 cms ର '''Bottom''' margin ମଧ୍ୟ ଆବଶ୍ୟକ କରୁଛି
 +
 
|-
 
|-
 
||01:29  
 
||01:29  
 
|| ଏହି measurement ସେଟ୍ କରିବା ପାଇଁ, '''Main''' menu ରୁ '''Format''' ସିଲେକ୍ଟ କରି '''Page'''ରେ କ୍ଲିକ୍ କରନ୍ତୁ
 
|| ଏହି measurement ସେଟ୍ କରିବା ପାଇଁ, '''Main''' menu ରୁ '''Format''' ସିଲେକ୍ଟ କରି '''Page'''ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||01:35  
 
||01:35  
 
|| '''Page Setup''' ଡାଇଲଗ୍ ବକ୍ସ ଦେଖାଦେଲା
 
|| '''Page Setup''' ଡାଇଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
 
||01:38
 
||01:38
 
|| '''Page''' tab ସିଲେକ୍ଟ କରନ୍ତୁ
 
|| '''Page''' tab ସିଲେକ୍ଟ କରନ୍ତୁ
 +
 
|-
 
|-
 
||01:41  
 
||01:41  
 
|| '''Width''' field ରେ “20” ଓ '''Height''' field ରେ “20” ଭାଲ୍ୟୁ ଏଣ୍ଟର୍ କରନ୍ତୁ
 
|| '''Width''' field ରେ “20” ଓ '''Height''' field ରେ “20” ଭାଲ୍ୟୁ ଏଣ୍ଟର୍ କରନ୍ତୁ
 +
 
|-
 
|-
 
||01:47  
 
||01:47  
 
|| '''Margins''' ଅଧିନରେ ଥିବା '''Bottom''' fieldରେ “1.5” ଏଣ୍ଟର୍ କରନ୍ତୁ
 
|| '''Margins''' ଅଧିନରେ ଥିବା '''Bottom''' fieldରେ “1.5” ଏଣ୍ଟର୍ କରନ୍ତୁ
 +
 
|-
 
|-
 
||01:54   
 
||01:54   
 
|| ଡାହାଣକୁ '''Draw page''' ର preview ଦେଖିପାରିବେ
 
|| ଡାହାଣକୁ '''Draw page''' ର preview ଦେଖିପାରିବେ
 +
 
|-
 
|-
 
||01:58  
 
||01:58  
 
|| ଏହି preview, '''Draw page''' ର ପରିବର୍ତ୍ତନକୁ ଡିସ୍ପ୍ଲେ କରେ
 
|| ଏହି preview, '''Draw page''' ର ପରିବର୍ତ୍ତନକୁ ଡିସ୍ପ୍ଲେ କରେ
 +
 
|-
 
|-
 
||02:02  
 
||02:02  
 
|| '''OK''' କ୍ଲିକ୍ କରନ୍ତୁ
 
|| '''OK''' କ୍ଲିକ୍ କରନ୍ତୁ
 +
 
|-
 
|-
||02;04  
+
||02:04  
 
|| ଛବିଟି କେମିତି ଦେଖାଯାଉଛି ?
 
|| ଛବିଟି କେମିତି ଦେଖାଯାଉଛି ?
 +
 
|-
 
|-
 
||02:06  
 
||02:06  
 
|| ଏହା ପେଜ୍ ବାହାରକୁ ବାହାରିଯାଇଛି !
 
|| ଏହା ପେଜ୍ ବାହାରକୁ ବାହାରିଯାଇଛି !
 +
 
|-
 
|-
 
||02:08  
 
||02:08  
 
|| ଏହାର ଅର୍ଥ, ପ୍ରିଣ୍ଟ କଲାବେଳେ drawing ର ଏକ ଅଂଶ ପ୍ରିଣ୍ଟ ହେବନାହିଁ
 
|| ଏହାର ଅର୍ଥ, ପ୍ରିଣ୍ଟ କଲାବେଳେ drawing ର ଏକ ଅଂଶ ପ୍ରିଣ୍ଟ ହେବନାହିଁ
 +
 
|-
 
|-
 
||02:14
 
||02:14
|| ସୁନିଶ୍ଚିତ କରନ୍ତୁ ଯେ :
+
|| ସୁନିଶ୍ଚିତ କରନ୍ତୁ ଯେ :,drawings ସର୍ବଦା ମାର୍ଜିନ୍ ଭିତରେ ହିଁ ରହିବ
|-
+
 
||02:15
+
|| drawings ସର୍ବଦା ମାର୍ଜିନ୍ ଭିତରେ ହିଁ ରହିବ
+
 
|-
 
|-
 
||02:18  
 
||02:18  
 
|| ଆଙ୍କିବା ବେଳେ Drawing ର କୌଣସି ଅଂଶ ମାର୍ଜିନ୍ ବାହାରକୁ ନଯାଉ
 
|| ଆଙ୍କିବା ବେଳେ Drawing ର କୌଣସି ଅଂଶ ମାର୍ଜିନ୍ ବାହାରକୁ ନଯାଉ
 +
 
|-
 
|-
 
||02:23  
 
||02:23  
 
|| ସେଥିପାଇଁ, drawing ଆରମ୍ଭ କରିବା ପୂର୍ବରୁ ପେଜ୍ ମାର୍ଜିନ୍ ସେଟ୍ କରିବା ଏକ ଭଲ ଅଭ୍ୟାସ
 
|| ସେଥିପାଇଁ, drawing ଆରମ୍ଭ କରିବା ପୂର୍ବରୁ ପେଜ୍ ମାର୍ଜିନ୍ ସେଟ୍ କରିବା ଏକ ଭଲ ଅଭ୍ୟାସ
 +
 
|-
 
|-
 
||02:29
 
||02:29
 
|| ପୁଣିଥରେ, '''Main''' menu ରୁ '''Format''' ସିଲେକ୍ଟ କରି '''Page''' କ୍ଲିକ୍ କରନ୍ତୁ
 
|| ପୁଣିଥରେ, '''Main''' menu ରୁ '''Format''' ସିଲେକ୍ଟ କରି '''Page''' କ୍ଲିକ୍ କରନ୍ତୁ
 +
 
|-
 
|-
 
||02:35  
 
||02:35  
 
|| '''Page Setup''' ଡାଇଲଗ୍ ବକ୍ସ ଦେଖାଦେବ
 
|| '''Page Setup''' ଡାଇଲଗ୍ ବକ୍ସ ଦେଖାଦେବ
 +
 
|-
 
|-
 
||02:38  
 
||02:38  
 
|| '''Page''' tab କ୍ଲିକ୍ କରନ୍ତୁ
 
|| '''Page''' tab କ୍ଲିକ୍ କରନ୍ତୁ
 +
 
|-
 
|-
 
||02:40
 
||02:40
 
|| '''Format''' drop-down list କ୍ଲିକ୍ କରି 'A4' ସିଲେକ୍ଟ କରନ୍ତୁ
 
|| '''Format''' drop-down list କ୍ଲିକ୍ କରି 'A4' ସିଲେକ୍ଟ କରନ୍ତୁ
 +
 
|-
 
|-
 
||02:45  
 
||02:45  
 
|| ଏହା ମୂଳ ମାର୍ଜିନ୍, ଯାହା ଆମେ ସେଟ୍ କରିଥିଲେ
 
|| ଏହା ମୂଳ ମାର୍ଜିନ୍, ଯାହା ଆମେ ସେଟ୍ କରିଥିଲେ
 +
 
|-
 
|-
 
||02:48  
 
||02:48  
 
|| '''OK''' କ୍ଲିକ୍ କରନ୍ତୁ
 
|| '''OK''' କ୍ଲିକ୍ କରନ୍ତୁ
 +
 
|-
 
|-
 
||02:52  
 
||02:52  
 
|| ମାର୍ଜିନ୍ ଭିତରେ drawing ରହିଲା
 
|| ମାର୍ଜିନ୍ ଭିତରେ drawing ରହିଲା
 +
 
|-
 
|-
 
||02:55  
 
||02:55  
 
|| ପେଜ୍ ଉପରେ ରାଇଟ୍ କ୍ଲିକ୍ ଓ '''Context ''' menu ବ୍ୟବହାର କରି  
 
|| ପେଜ୍ ଉପରେ ରାଇଟ୍ କ୍ଲିକ୍ ଓ '''Context ''' menu ବ୍ୟବହାର କରି  
 +
 
|-
 
|-
 
||03:00  
 
||03:00  
 
||'''Draw page''' ରୁ ମଧ୍ୟ '''Page setup''' ଡାୟଲଗ୍ ବକ୍ସ ଆକ୍ସେସ୍ କରାଯାଇପାରିବ
 
||'''Draw page''' ରୁ ମଧ୍ୟ '''Page setup''' ଡାୟଲଗ୍ ବକ୍ସ ଆକ୍ସେସ୍ କରାଯାଇପାରିବ
 +
 
|-
 
|-
 
||03:05
 
||03:05
 
|| '''Cancel ''' କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 
|| '''Cancel ''' କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 +
 
|-
 
|-
 
||03:09  
 
||03:09  
 
|| ଏବେ page numbers, date, time ଓ author’s name ଇନ୍ସର୍ଟ କରିବା
 
|| ଏବେ page numbers, date, time ଓ author’s name ଇନ୍ସର୍ଟ କରିବା
 +
 
|-
 
|-
 
||03:15  
 
||03:15  
 
|| ଚାଲନ୍ତୁ, '''WaterCycle ''' diagram ଥିବା ପେଜ୍ ସିଲେକ୍ଟ କରି ପେଜ୍ ନମ୍ବର୍ ଇନ୍ସର୍ଟ କରିବା
 
|| ଚାଲନ୍ତୁ, '''WaterCycle ''' diagram ଥିବା ପେଜ୍ ସିଲେକ୍ଟ କରି ପେଜ୍ ନମ୍ବର୍ ଇନ୍ସର୍ଟ କରିବା
 +
 
|-
 
|-
 
||03:21  
 
||03:21  
 
|| '''Main''' menu କୁ ଯାଆନ୍ତୁ, '''Insert''' ସିଲେକ୍ଟ କରି '''Fields''' କ୍ଲିକ୍ କରନ୍ତୁ
 
|| '''Main''' menu କୁ ଯାଆନ୍ତୁ, '''Insert''' ସିଲେକ୍ଟ କରି '''Fields''' କ୍ଲିକ୍ କରନ୍ତୁ
 +
 
|-
 
|-
 
||03:27  
 
||03:27  
 
|| '''Fields''' ର ତାଲିକା ଡିସ୍ପ୍ଲେ ହେଲା
 
|| '''Fields''' ର ତାଲିକା ଡିସ୍ପ୍ଲେ ହେଲା
 +
 
|-
 
|-
 
||03:31  
 
||03:31  
 
|| "Draw" ଦ୍ୱାରା ଅଟୋମେଟିକାଲୀ ଜେନେରେଟ୍‍ ହୋଇଥିବା ଭାଲ୍ୟୁଗୁଡ଼ିକ, '''Fields'''ରେ ରହିଥାଏ
 
|| "Draw" ଦ୍ୱାରା ଅଟୋମେଟିକାଲୀ ଜେନେରେଟ୍‍ ହୋଇଥିବା ଭାଲ୍ୟୁଗୁଡ଼ିକ, '''Fields'''ରେ ରହିଥାଏ
 +
 
|-
 
|-
 
||03:35  
 
||03:35  
 
|| ଆମକୁ କେବଳ ଏକ '''Field''' ଓ "Draw" ଦ୍ୱାରା ଜେନେରେଟ୍‍ ହୋଇଥିବା ଭାଲ୍ୟୁ ଇନ୍ସର୍ଟ କରିବାକୁ ହେବ  
 
|| ଆମକୁ କେବଳ ଏକ '''Field''' ଓ "Draw" ଦ୍ୱାରା ଜେନେରେଟ୍‍ ହୋଇଥିବା ଭାଲ୍ୟୁ ଇନ୍ସର୍ଟ କରିବାକୁ ହେବ  
 +
 
|-
 
|-
 
||03:41
 
||03:41
 
|| '''Page number'''ରେ କ୍ଲିକ୍ କରନ୍ତୁ
 
|| '''Page number'''ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||03:43
 
||03:43
 
|| "Draw page" ରେ '1' ନମ୍ବର ସହିତ ଏକ ଟେକ୍ସଟ୍ ବକ୍ସ ଇନ୍ସର୍ଟ ହେଲା
 
|| "Draw page" ରେ '1' ନମ୍ବର ସହିତ ଏକ ଟେକ୍ସଟ୍ ବକ୍ସ ଇନ୍ସର୍ଟ ହେଲା
 +
 
|-
 
|-
 
||03:48  
 
||03:48  
 
|| ଏହି ଟେକ୍ସଟ୍ ବକ୍ସର ସାଇଜ୍ ବଦଳାଇ ଏହାକୁ ଟିକେ ଛୋଟ କରିବା
 
|| ଏହି ଟେକ୍ସଟ୍ ବକ୍ସର ସାଇଜ୍ ବଦଳାଇ ଏହାକୁ ଟିକେ ଛୋଟ କରିବା
 +
 
|-
 
|-
 
||03:55
 
||03:55
 
|| ଏବେ, ଏହି ବକ୍ସକୁ ଡ୍ରାଗ୍ କରି ପେଜ୍‌ର ତଳ ଡାହାଣ କୋଣରେ ରଖନ୍ତୁ
 
|| ଏବେ, ଏହି ବକ୍ସକୁ ଡ୍ରାଗ୍ କରି ପେଜ୍‌ର ତଳ ଡାହାଣ କୋଣରେ ରଖନ୍ତୁ
 +
 
|-
 
|-
 
||04:01
 
||04:01
 
|| ନମ୍ବର୍ ବକ୍ସକୁ ସରଳତାର ସହ ଘୁଞ୍ଚାଇବା ପାଇଁ, ନମ୍ବର୍ ବକ୍ସ ସିଲେକ୍ଟ କରି "Shift" କୀ ଦାବନ୍ତୁ
 
|| ନମ୍ବର୍ ବକ୍ସକୁ ସରଳତାର ସହ ଘୁଞ୍ଚାଇବା ପାଇଁ, ନମ୍ବର୍ ବକ୍ସ ସିଲେକ୍ଟ କରି "Shift" କୀ ଦାବନ୍ତୁ
 +
 
|-
 
|-
 
||04:07  
 
||04:07  
 
|| ଏହାକୁ ଆଉ ତଳକୁ ଘୁଞ୍ଚାନ୍ତୁ
 
|| ଏହାକୁ ଆଉ ତଳକୁ ଘୁଞ୍ଚାନ୍ତୁ
 +
 
|-
 
|-
 
||04:11
 
||04:11
 
|| ପରବର୍ତ୍ତୀ ନମ୍ବର୍ ଏହି "Draw" ଫାଇଲ୍ର ଦ୍ୱିତୀୟ ପେଜ୍‌ରେ ଇନ୍ସର୍ଟ ହୋଇଛି କି ନାହିଁ ଦେଖିବା
 
|| ପରବର୍ତ୍ତୀ ନମ୍ବର୍ ଏହି "Draw" ଫାଇଲ୍ର ଦ୍ୱିତୀୟ ପେଜ୍‌ରେ ଇନ୍ସର୍ଟ ହୋଇଛି କି ନାହିଁ ଦେଖିବା
 +
 
|-
 
|-
 
||04:17
 
||04:17
 
|| ଏଥିରେ ପେଜ୍ ନମ୍ବର୍ ନାହିଁ !
 
|| ଏଥିରେ ପେଜ୍ ନମ୍ବର୍ ନାହିଁ !
 +
 
|-
 
|-
 
||04:20  
 
||04:20  
 
|| ପେଜ୍ ନମ୍ବର୍ କେବଳ ସେହି ପେଜ୍ରେ ରହିବ, ଯେଉଁଠି ଆମେ ଫିଲ୍ଡ ଇନ୍ସର୍ଟ କରିଥିବା !
 
|| ପେଜ୍ ନମ୍ବର୍ କେବଳ ସେହି ପେଜ୍ରେ ରହିବ, ଯେଉଁଠି ଆମେ ଫିଲ୍ଡ ଇନ୍ସର୍ଟ କରିଥିବା !
 +
 
|-
 
|-
 
||04:26  
 
||04:26  
 
|| ଏବେ ପେଜ୍ ନମ୍ବର୍ ଫର୍ମାଟ୍ କେମିତି ବଦଳାଯାଏ, ଶିଖିବା
 
|| ଏବେ ପେଜ୍ ନମ୍ବର୍ ଫର୍ମାଟ୍ କେମିତି ବଦଳାଯାଏ, ଶିଖିବା
 +
 
|-
 
|-
 
||04:30  
 
||04:30  
 
|| '''Main''' menu ରୁ '''Format''' କ୍ଲିକ୍ କରି '''Page''' ସିଲେକ୍ଟ କରନ୍ତୁ
 
|| '''Main''' menu ରୁ '''Format''' କ୍ଲିକ୍ କରି '''Page''' ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:36  
 
||04:36  
 
|| '''Page Setup''' ଡାୟଲଗ୍ ବକ୍ସ ଦେଖାଦେବ
 
|| '''Page Setup''' ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
 
||04:39  
 
||04:39  
 
|| '''Page ''' tabରେ କ୍ଲିକ୍ କରନ୍ତୁ
 
|| '''Page ''' tabରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||04:41  
 
||04:41  
 
|| '''Layout settings'''ରେ ଥିବା '''Format''' ସିଲେକ୍ଟ କରନ୍ତୁ
 
|| '''Layout settings'''ରେ ଥିବା '''Format''' ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:45  
 
||04:45  
 
|| drop-down list ରୁ a,b,c ସିଲେକ୍ଟ କରନ୍ତୁ
 
|| drop-down list ରୁ a,b,c ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:49  
 
||04:49  
 
|| '''OK''' କ୍ଲିକ୍ କରନ୍ତୁ
 
|| '''OK''' କ୍ଲିକ୍ କରନ୍ତୁ
 +
 
|-
 
|-
 
||04:52  
 
||04:52  
 
|| ପେଜ୍ ନମ୍ବରିଂ 1, 2, 3 ରୁ a, b, c କୁ ପରିବର୍ତ୍ତନ ହୋଇଗଲା
 
|| ପେଜ୍ ନମ୍ବରିଂ 1, 2, 3 ରୁ a, b, c କୁ ପରିବର୍ତ୍ତନ ହୋଇଗଲା
 +
 
|-
 
|-
 
|| 04:58
 
|| 04:58
 
|| ସେହିଭଳି, ଏହାକୁ ଯେକୌଣସି ଫର୍ମାଟ୍ରେ ପରିବର୍ତ୍ତନ କରିହେବ
 
|| ସେହିଭଳି, ଏହାକୁ ଯେକୌଣସି ଫର୍ମାଟ୍ରେ ପରିବର୍ତ୍ତନ କରିହେବ
 +
 
|-
 
|-
 
||05:01  
 
||05:01  
 
|| Date ଓ Time field କେମିତି ଇନ୍ସର୍ଟ କରିବେ, ଚାଲନ୍ତୁ ଶିଖିବା
 
|| Date ଓ Time field କେମିତି ଇନ୍ସର୍ଟ କରିବେ, ଚାଲନ୍ତୁ ଶିଖିବା
 +
 
|-
 
|-
 
||05:05  
 
||05:05  
 
|| "Draw" page ରେ ଆପଣ '''Date''' ଓ '''Time''' stamps ମଧ୍ୟ ଇନ୍ସର୍ଟ କରିପାରିବେ
 
|| "Draw" page ରେ ଆପଣ '''Date''' ଓ '''Time''' stamps ମଧ୍ୟ ଇନ୍ସର୍ଟ କରିପାରିବେ
 +
 
|-
 
|-
 
||05:10  
 
||05:10  
 
|| '''Insert ''' ଓ '''Fields''' ଉପରେ କ୍ଲିକ୍ କରି, ତାହା କରିପାରିବେ
 
|| '''Insert ''' ଓ '''Fields''' ଉପରେ କ୍ଲିକ୍ କରି, ତାହା କରିପାରିବେ
 +
 
|-
 
|-
 
||05:14
 
||05:14
 
|| ଗୋଟିଏ ହେଉଛି '''Date(fixed)''' ଓ '''Time(fixed)'''
 
|| ଗୋଟିଏ ହେଉଛି '''Date(fixed)''' ଓ '''Time(fixed)'''
 +
 
|-
 
|-
 
||05:18
 
||05:18
 
|| ଅନ୍ୟଟି ହେଉଛି '''Date('''variable)''' ଓ '''Time(variable)'''
 
|| ଅନ୍ୟଟି ହେଉଛି '''Date('''variable)''' ଓ '''Time(variable)'''
 +
 
|-
 
|-
 
||05:23
 
||05:23
 
|| '''Date (fixed)''' ଓ '''Time (fixed)''' ଅପ୍ସନ୍, ସାମ୍ପ୍ରତିକ date ଓ time ଇନ୍ସର୍ଟ କରିବ
 
|| '''Date (fixed)''' ଓ '''Time (fixed)''' ଅପ୍ସନ୍, ସାମ୍ପ୍ରତିକ date ଓ time ଇନ୍ସର୍ଟ କରିବ
 +
 
|-
 
|-
 
||05:29  
 
||05:29  
 
|| ଏହି date ଓ time ର ଭାଲ୍ୟୁ ଅପ୍‌ଡେଟ୍ ହେବନାହିଁ
 
|| ଏହି date ଓ time ର ଭାଲ୍ୟୁ ଅପ୍‌ଡେଟ୍ ହେବନାହିଁ
 +
 
|-
 
|-
 
||05:33
 
||05:33
 
|| ଅନ୍ୟ ପକ୍ଷରେ, '''Date (variable)''' ଓ '''Time (variable)''' ଅପ୍ସନ୍
 
|| ଅନ୍ୟ ପକ୍ଷରେ, '''Date (variable)''' ଓ '''Time (variable)''' ଅପ୍ସନ୍
 +
 
|-
 
|-
 
||05:37  
 
||05:37  
 
|| ଆପଣ ଯେତେବେଳେ ବି ଫାଇଲ୍ ଖୋଲିବେ, ଅଟୋମେଟିକାଲୀ ଅପ୍‌ଡେଟ୍ ହୋଇଯିବ
 
|| ଆପଣ ଯେତେବେଳେ ବି ଫାଇଲ୍ ଖୋଲିବେ, ଅଟୋମେଟିକାଲୀ ଅପ୍‌ଡେଟ୍ ହୋଇଯିବ
 +
 
|-
 
|-
 
||05:42
 
||05:42
 
|| ଏଠାରେ '''Time (variable)''' ଇନ୍ସର୍ଟ କରନ୍ତୁ
 
|| ଏଠାରେ '''Time (variable)''' ଇନ୍ସର୍ଟ କରନ୍ତୁ
 +
 
|-
 
|-
 
||05:46  
 
||05:46  
 
|| ଏବେ ସେହି ବକ୍ସକୁ ଡ୍ରାଗ୍ କରି, ପେଜ୍‌ର ତଳ ଡାହାଣ କୋଣରେ ଥିବା ପେଜ୍ ନମ୍ବର୍ ଉପରେ ରଖନ୍ତୁ
 
|| ଏବେ ସେହି ବକ୍ସକୁ ଡ୍ରାଗ୍ କରି, ପେଜ୍‌ର ତଳ ଡାହାଣ କୋଣରେ ଥିବା ପେଜ୍ ନମ୍ବର୍ ଉପରେ ରଖନ୍ତୁ
 +
 
|-
 
|-
 
||05:56  
 
||05:56  
 
|| ଯେତେବେଳେ ଡ୍ର ପେଜ୍ ଖୋଲିବେ, ଇନ୍ସର୍ଟ କରାଯାଇଥିବା ଟାଇମ୍ ସାମ୍ପ୍ରତିକ ସମୟ ସହ ଅପ୍‌ଡେଟ୍ ହେବ
 
|| ଯେତେବେଳେ ଡ୍ର ପେଜ୍ ଖୋଲିବେ, ଇନ୍ସର୍ଟ କରାଯାଇଥିବା ଟାଇମ୍ ସାମ୍ପ୍ରତିକ ସମୟ ସହ ଅପ୍‌ଡେଟ୍ ହେବ
 +
 
|-
 
|-
 
||06:03  
 
||06:03  
 
|| ଏବେ ଲେଖକଙ୍କ ନାମ ଏଣ୍ଟର୍ କରନ୍ତୁ, ଯିଏ ଏହି ଫାଇଲ୍ ତିଆରି କରିଛନ୍ତି
 
|| ଏବେ ଲେଖକଙ୍କ ନାମ ଏଣ୍ଟର୍ କରନ୍ତୁ, ଯିଏ ଏହି ଫାଇଲ୍ ତିଆରି କରିଛନ୍ତି
 +
 
|-
 
|-
 
||06:08  
 
||06:08  
 
|| “Teacher. A. B.” ଭାବେ, ପ୍ରଥମ ପେଜ୍‌ରେ ଲେଖକଙ୍କ ନାମ ସେଟ୍‍ କରିବା
 
|| “Teacher. A. B.” ଭାବେ, ପ୍ରଥମ ପେଜ୍‌ରେ ଲେଖକଙ୍କ ନାମ ସେଟ୍‍ କରିବା
 +
 
|-
 
|-
 
||06:17
 
||06:17
 
|| ତେଣୁ, ପ୍ରଥମ ପେଜ୍‌କୁ ଆସନ୍ତୁ
 
|| ତେଣୁ, ପ୍ରଥମ ପେଜ୍‌କୁ ଆସନ୍ତୁ
 +
 
|-
 
|-
 
|| 06:19
 
|| 06:19
 
|| '''Main''' menu ରୁ '''Tools''' ସିଲେକ୍ଟ କରି '''Options''' କ୍ଲିକ୍ କରନ୍ତୁ
 
|| '''Main''' menu ରୁ '''Tools''' ସିଲେକ୍ଟ କରି '''Options''' କ୍ଲିକ୍ କରନ୍ତୁ
 +
 
|-
 
|-
 
||06:24  
 
||06:24  
 
|| '''Options''' ଡାୟଲଗ୍ ବକ୍ସ ଦେଖାଦେବ
 
|| '''Options''' ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
 
||06:27  
 
||06:27  
 
|| '''Options''' ଡାୟଲଗ୍ ବକ୍ସରେ '''LibreOffice''' କ୍ଲିକ୍ କରନ୍ତୁ ଓ ତା’ପରେ '''User Data''' କ୍ଲିକ୍ କରନ୍ତୁ
 
|| '''Options''' ଡାୟଲଗ୍ ବକ୍ସରେ '''LibreOffice''' କ୍ଲିକ୍ କରନ୍ତୁ ଓ ତା’ପରେ '''User Data''' କ୍ଲିକ୍ କରନ୍ତୁ
 +
 
|-
 
|-
 
||06:34
 
||06:34
 
|| ଡାଇଲଗ୍ ବକ୍ସର ଡାହାଣ ପଟେ ଆପଣ user data information ଏଣ୍ଟର୍ କରିପାରିବେ
 
|| ଡାଇଲଗ୍ ବକ୍ସର ଡାହାଣ ପଟେ ଆପଣ user data information ଏଣ୍ଟର୍ କରିପାରିବେ
 +
 
|-
 
|-
 
||06:40
 
||06:40
 
|| ଆବଶ୍ୟକତା ଅନୁସାରେ, ଏଠାରେ ସୂଚନାଗୁଡ଼ିକୁ ଏଣ୍ଟର୍ କରିହେବ
 
|| ଆବଶ୍ୟକତା ଅନୁସାରେ, ଏଠାରେ ସୂଚନାଗୁଡ଼ିକୁ ଏଣ୍ଟର୍ କରିହେବ
 +
 
|-
 
|-
 
||06:44  
 
||06:44  
 
|| '''First'''/'''Last''' '''Name'''/'''Initials''' ଭିତରେ କ୍ରମାନ୍ୱୟରେ '''Teacher''', '''A''', ଓ '''B''' ଏଣ୍ଟର୍ କରନ୍ତୁ
 
|| '''First'''/'''Last''' '''Name'''/'''Initials''' ଭିତରେ କ୍ରମାନ୍ୱୟରେ '''Teacher''', '''A''', ଓ '''B''' ଏଣ୍ଟର୍ କରନ୍ତୁ
 +
 
|-
 
|-
 
||06:53  
 
||06:53  
 
|| '''OK''' କ୍ଲିକ୍ କରନ୍ତୁ
 
|| '''OK''' କ୍ଲିକ୍ କରନ୍ତୁ
 +
 
|-
 
|-
 
||06:55  
 
||06:55  
 
|| ଏବେ '''Main''' menu ରୁ '''Insert''' କ୍ଲିକ୍ କରି '''Fields''' ସିଲେକ୍ଟ କରନ୍ତୁ ଓ '''Author''' କ୍ଲିକ୍ କରନ୍ତୁ
 
|| ଏବେ '''Main''' menu ରୁ '''Insert''' କ୍ଲିକ୍ କରି '''Fields''' ସିଲେକ୍ଟ କରନ୍ତୁ ଓ '''Author''' କ୍ଲିକ୍ କରନ୍ତୁ
 +
 
|-
 
|-
 
||07:02  
 
||07:02  
 
|| ଏକ text-box ଭିତରେ '''Teacher A B''' ନାମ ଇନ୍ସର୍ଟ ହେଲା
 
|| ଏକ text-box ଭିତରେ '''Teacher A B''' ନାମ ଇନ୍ସର୍ଟ ହେଲା
 +
 
|-
 
|-
 
||07:07
 
||07:07
 
|| ଏହି ବକ୍ସକୁ ଡ୍ରାଗ୍ କରି, ଡ୍ର ପେଜ୍‌ର ତଳ ଡାହାଣ କୋଣରେ ଥିବା '''Time''' fieldର ଟିକିଏ ଉପରକୁ ରଖନ୍ତୁ
 
|| ଏହି ବକ୍ସକୁ ଡ୍ରାଗ୍ କରି, ଡ୍ର ପେଜ୍‌ର ତଳ ଡାହାଣ କୋଣରେ ଥିବା '''Time''' fieldର ଟିକିଏ ଉପରକୁ ରଖନ୍ତୁ
 +
 
|-
 
|-
 
||07:15  
 
||07:15  
 
|| ଏବେ, ଡ୍ର ପେଜ୍‌ରେ ଇନ୍ସର୍ଟ କରିଥିବା ଫିଲ୍ଡଗୁଡ଼ିକୁ କାଢିବା ପାଇଁ କ’ଣ କରିବାକୁ ହେବ ?
 
|| ଏବେ, ଡ୍ର ପେଜ୍‌ରେ ଇନ୍ସର୍ଟ କରିଥିବା ଫିଲ୍ଡଗୁଡ଼ିକୁ କାଢିବା ପାଇଁ କ’ଣ କରିବାକୁ ହେବ ?
 +
 
|-
 
|-
 
||07:21  
 
||07:21  
 
|| କେବଳ ଟେକ୍ସଟ୍ ବକ୍ସ ସିଲେକ୍ଟ କରି '''Delete''' କୀ ଦବାଇଦିଅନ୍ତୁ
 
|| କେବଳ ଟେକ୍ସଟ୍ ବକ୍ସ ସିଲେକ୍ଟ କରି '''Delete''' କୀ ଦବାଇଦିଅନ୍ତୁ
 +
 
|-
 
|-
 
||07:25  
 
||07:25  
 
|| '''Author Name''' ଫିଲ୍ଡ ଡିଲିଟ୍ କରନ୍ତୁ
 
|| '''Author Name''' ଫିଲ୍ଡ ଡିଲିଟ୍ କରନ୍ତୁ
 +
 
|-
 
|-
 
||07:28  
 
||07:28  
 
|| ଆଉ ଏହି କ୍ରିୟାକୁ undo କରିବା ପାଇଁ କ’ଣ କରିବା ?
 
|| ଆଉ ଏହି କ୍ରିୟାକୁ undo କରିବା ପାଇଁ କ’ଣ କରିବା ?
 +
 
|-
 
|-
 
||07:31
 
||07:31
 
|| ଆପଣ ଏକକାଳୀନ CTRL ଓ Z କୀ ଦବାଇ, ଯେକୌଣସି କ୍ରିୟାକୁ undo କରିପାରିବେ
 
|| ଆପଣ ଏକକାଳୀନ CTRL ଓ Z କୀ ଦବାଇ, ଯେକୌଣସି କ୍ରିୟାକୁ undo କରିପାରିବେ
 +
 
|-
 
|-
 
||07:38
 
||07:38
 
|| କରାଯାଇଥିବା ଶେଷ କ୍ରିୟା, ଅର୍ଥାତ୍ '''Author''' field ଡିଲିଶନ୍‍ undo  ହୋଇଗଲା
 
|| କରାଯାଇଥିବା ଶେଷ କ୍ରିୟା, ଅର୍ଥାତ୍ '''Author''' field ଡିଲିଶନ୍‍ undo  ହୋଇଗଲା
 +
 
|-
 
|-
 
||07:45  
 
||07:45  
 
|| ଫିଲ୍ଡଟି ପୁଣିଥରେ ଦେଖାଦେଉଛି
 
|| ଫିଲ୍ଡଟି ପୁଣିଥରେ ଦେଖାଦେଉଛି
 +
 
|-
 
|-
 
||07:48
 
||07:48
 
|| କ୍ରିୟାଗୁଡ଼ିକୁ '''Main '''menu ରୁ ମଧ୍ୟ undo କିମ୍ବା redo କରିପାରିବା
 
|| କ୍ରିୟାଗୁଡ଼ିକୁ '''Main '''menu ରୁ ମଧ୍ୟ undo କିମ୍ବା redo କରିପାରିବା
 +
 
|-
 
|-
 
||07:53   
 
||07:53   
 
|| '''Main '''menu ରୁ '''Edit''' ସିଲେକ୍ଟ କରି '''Redo''' କ୍ଲିକ୍ କରନ୍ତୁ
 
|| '''Main '''menu ରୁ '''Edit''' ସିଲେକ୍ଟ କରି '''Redo''' କ୍ଲିକ୍ କରନ୍ତୁ
 +
 
|-
 
|-
 
||07:57
 
||07:57
 
|| '''Author’s''' name ଆଉ ଦେଖାଯିବ ନାହିଁ !
 
|| '''Author’s''' name ଆଉ ଦେଖାଯିବ ନାହିଁ !
 +
 
|-
 
|-
 
||08:00  
 
||08:00  
 
|| CTRL+Z କୀ ଦବାଇ, ସମସ୍ତ ଫିଲ୍ଡ ଇନ୍‌ସର୍ସନ୍ undo କରନ୍ତୁ
 
|| CTRL+Z କୀ ଦବାଇ, ସମସ୍ତ ଫିଲ୍ଡ ଇନ୍‌ସର୍ସନ୍ undo କରନ୍ତୁ
 +
 
|-
 
|-
 
||08:06
 
||08:06
 
|| undo ଓ redo command ପାଇଁ କୀବୋର୍ଡରୁ short cut କୀ ମଧ୍ୟ ବ୍ୟବହାର କରାଯାଇପାରିବ
 
|| undo ଓ redo command ପାଇଁ କୀବୋର୍ଡରୁ short cut କୀ ମଧ୍ୟ ବ୍ୟବହାର କରାଯାଇପାରିବ
 +
 
|-
 
|-
 
||08:13  
 
||08:13  
 
|| ଗୋଟିଏ କ୍ରିୟାକୁ undo କରିବା ପାଇଁ CTRL+Z କୀ ଦାବନ୍ତୁ
 
|| ଗୋଟିଏ କ୍ରିୟାକୁ undo କରିବା ପାଇଁ CTRL+Z କୀ ଦାବନ୍ତୁ
 +
 
|-
 
|-
 
||08:18
 
||08:18
 
|| ଗୋଟିଏ କ୍ରିୟାକୁ redo କରିବା ପାଇଁ CTRL+Y କୀ ଦାବନ୍ତୁ
 
|| ଗୋଟିଏ କ୍ରିୟାକୁ redo କରିବା ପାଇଁ CTRL+Y କୀ ଦାବନ୍ତୁ
 +
 
|-
 
|-
 
||08:23
 
||08:23
 
|| ଟ୍ୟୁଟୋରିଆଲ୍ କୁ ପଜ୍‍ କରି ଏହି ଆସାଇନ୍ମେଣ୍ଟ କରନ୍ତୁ
 
|| ଟ୍ୟୁଟୋରିଆଲ୍ କୁ ପଜ୍‍ କରି ଏହି ଆସାଇନ୍ମେଣ୍ଟ କରନ୍ତୁ
 +
 
|-
 
|-
 
||08:26  
 
||08:26  
 
|| ଲେଖକଙ୍କ ନାମ ପରିବର୍ତ୍ତନ କରି ସେଭ୍ କରନ୍ତୁ
 
|| ଲେଖକଙ୍କ ନାମ ପରିବର୍ତ୍ତନ କରି ସେଭ୍ କରନ୍ତୁ
 +
 
|-
 
|-
 
||08:29  
 
||08:29  
 
|| ଏବେ ପେଜ୍‌ରେ ଦୁଇଟି ଅଧିକ ଆରୋ ଆଡ୍ କରନ୍ତୁ
 
|| ଏବେ ପେଜ୍‌ରେ ଦୁଇଟି ଅଧିକ ଆରୋ ଆଡ୍ କରନ୍ତୁ
 +
 
|-
 
|-
 
||08:33  
 
||08:33  
 
|| ଦ୍ୱିତୀୟ ପେଜ୍‌ରେ ପେଜ୍ ନମ୍ବର୍ ଓ ତାରିଖ ଇନ୍ସର୍ଟ କରନ୍ତୁ
 
|| ଦ୍ୱିତୀୟ ପେଜ୍‌ରେ ପେଜ୍ ନମ୍ବର୍ ଓ ତାରିଖ ଇନ୍ସର୍ଟ କରନ୍ତୁ
 +
 
|-
 
|-
 
||08:38  
 
||08:38  
 
|| ଏବେ ଶେଷ ପାଞ୍ଚଟି କ୍ରିୟାକୁ undo ଓ redo କରନ୍ତୁ
 
|| ଏବେ ଶେଷ ପାଞ୍ଚଟି କ୍ରିୟାକୁ undo ଓ redo କରନ୍ତୁ
 +
 
|-
 
|-
 
||08:42  
 
||08:42  
 
|| '''Undo ''' ଓ '''Redo ''' ଅପ୍ସନ୍ସ ସମସ୍ତ କ୍ରିୟାକୁ undo କରିଛି ନା କିଛି କ୍ରିୟା undo ହୋଇପାରୁନାହିଁ, ଯାଞ୍ଚ କରନ୍ତୁ
 
|| '''Undo ''' ଓ '''Redo ''' ଅପ୍ସନ୍ସ ସମସ୍ତ କ୍ରିୟାକୁ undo କରିଛି ନା କିଛି କ୍ରିୟା undo ହୋଇପାରୁନାହିଁ, ଯାଞ୍ଚ କରନ୍ତୁ
 +
 
|-
 
|-
 
||08:51  
 
||08:51  
 
|| ଏହି ପେଜ୍‌କୁ “'''WaterCycleSlide'''” ନାମ ଦିଅନ୍ତୁ
 
|| ଏହି ପେଜ୍‌କୁ “'''WaterCycleSlide'''” ନାମ ଦିଅନ୍ତୁ
 +
 
|-
 
|-
 
||08:54  
 
||08:54  
 
|| ପେଜେସ୍‍ ପେନ୍‍ ରେ ଥିବା ସ୍ଲାଇଡ୍ ସିଲେକ୍ଟ କରି ରାଇଟ୍ କ୍ଲିକ୍ କରନ୍ତୁ ଓ '''Rename Page''' ସିଲେକ୍ଟ କରନ୍ତୁ
 
|| ପେଜେସ୍‍ ପେନ୍‍ ରେ ଥିବା ସ୍ଲାଇଡ୍ ସିଲେକ୍ଟ କରି ରାଇଟ୍ କ୍ଲିକ୍ କରନ୍ତୁ ଓ '''Rename Page''' ସିଲେକ୍ଟ କରନ୍ତୁ
 +
 
|-
 
|-
 
||09:00
 
||09:00
 
|| '''Rename Slide''' ଡାୟଲଗ୍ ବକ୍ସ ଦେଖାଦେବ
 
|| '''Rename Slide''' ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
 
||09:03
 
||09:03
 
|| '''Name '''field ଭିତରେ, '''WaterCycleSlide''' ନାମ ଏଣ୍ଟର କରନ୍ତୁ
 
|| '''Name '''field ଭିତରେ, '''WaterCycleSlide''' ନାମ ଏଣ୍ଟର କରନ୍ତୁ
 +
 
|-
 
|-
 
||09:08  
 
||09:08  
 
|| '''OK''' କ୍ଲିକ୍ କରନ୍ତୁ
 
|| '''OK''' କ୍ଲିକ୍ କରନ୍ତୁ
 +
 
|-
 
|-
 
||09:10
 
||09:10
 
|| ଏବେ, ଏହି ପେଜ୍ ଉପରେ କର୍ସର୍ ରଖନ୍ତୁ
 
|| ଏବେ, ଏହି ପେଜ୍ ଉପରେ କର୍ସର୍ ରଖନ୍ତୁ
 +
 
|-
 
|-
 
||09:14  
 
||09:14  
 
|| '''WaterCycleSlide''' ନାମ ଡିସ୍‌ପ୍ଲେ ହେଉଥିବାର ଦେଖିପାରୁଛନ୍ତି କି ?
 
|| '''WaterCycleSlide''' ନାମ ଡିସ୍‌ପ୍ଲେ ହେଉଥିବାର ଦେଖିପାରୁଛନ୍ତି କି ?
 +
 
|-
 
|-
 
||09:18  
 
||09:18  
 
|| ପେଜ୍‌ ସହ ସମ୍ପୃକ୍ତ ନାମ ଦେବା ଏକ ଭଲ ଅଭ୍ୟାସ
 
|| ପେଜ୍‌ ସହ ସମ୍ପୃକ୍ତ ନାମ ଦେବା ଏକ ଭଲ ଅଭ୍ୟାସ
 +
 
|-
 
|-
 
||09:23
 
||09:23
 
|| ଏବେ, ପ୍ରିଣ୍ଟିଂ ଅପ୍ସନ୍ ସେଟ୍ କରନ୍ତୁ ଓ '''WaterCycle '''diagram ପ୍ରିଣ୍ଟ କରନ୍ତୁ
 
|| ଏବେ, ପ୍ରିଣ୍ଟିଂ ଅପ୍ସନ୍ ସେଟ୍ କରନ୍ତୁ ଓ '''WaterCycle '''diagram ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
|| 09:28
 
|| 09:28
 
|| '''Main '''menu ଭିତରେ '''File''' କ୍ଲିକ୍ କରି '''Print''' କ୍ଲିକ୍ କରନ୍ତୁ
 
|| '''Main '''menu ଭିତରେ '''File''' କ୍ଲିକ୍ କରି '''Print''' କ୍ଲିକ୍ କରନ୍ତୁ
 +
 
|-
 
|-
 
||09:33  
 
||09:33  
 
|| '''Print ''' ଡାଇଲଗ୍ ବକ୍ସ ଦେଖାଦେବ
 
|| '''Print ''' ଡାଇଲଗ୍ ବକ୍ସ ଦେଖାଦେବ
 +
 
|-
 
|-
 
||09:36
 
||09:36
 
|| '''General''' ଓ '''Options''' tabsରେ ଥିବା ସେଟିଂ ବିଷୟରେ ଜାଣିବା ପାଇଁ
 
|| '''General''' ଓ '''Options''' tabsରେ ଥିବା ସେଟିଂ ବିଷୟରେ ଜାଣିବା ପାଇଁ
 +
 
|-
 
|-
 
||09:41  
 
||09:41  
 
|| ଦୟାକରି '''LibreOffice Writer''' ସିରିଜ୍ ରେ ଥିବା '''Viewing and printing Documents''' ଉପରେ ଟ୍ୟୁଟୋରିଆଲ୍‌କୁ ଦେଖନ୍ତୁ
 
|| ଦୟାକରି '''LibreOffice Writer''' ସିରିଜ୍ ରେ ଥିବା '''Viewing and printing Documents''' ଉପରେ ଟ୍ୟୁଟୋରିଆଲ୍‌କୁ ଦେଖନ୍ତୁ
 +
 
|-
 
|-
 
||09:48
 
||09:48
 
|| ବାମ ପାର୍ଶ୍ୱରେ ଆପଣ page preview area ଦେଖିପାରିବେ
 
|| ବାମ ପାର୍ଶ୍ୱରେ ଆପଣ page preview area ଦେଖିପାରିବେ
 +
 
|-
 
|-
 
||09:53  
 
||09:53  
 
|| '''Print''' ଡାୟଲଗ୍ ବକ୍ସର ଡାହାଣ ପାର୍ଶ୍ୱରେ ଚାରୋଟି tabs ଅଛି
 
|| '''Print''' ଡାୟଲଗ୍ ବକ୍ସର ଡାହାଣ ପାର୍ଶ୍ୱରେ ଚାରୋଟି tabs ଅଛି
 +
 
|-
 
|-
 
||09:58  
 
||09:58  
 
|| ଜେନେରାଲ୍‌, ଲିବର୍‌ ଅଫିସ୍‍ ଡ୍ର’, ପେଜ୍‍ ଲେଆଉଟ୍‍, ଅପ୍ସନ୍ସ
 
|| ଜେନେରାଲ୍‌, ଲିବର୍‌ ଅଫିସ୍‍ ଡ୍ର’, ପେଜ୍‍ ଲେଆଉଟ୍‍, ଅପ୍ସନ୍ସ
 +
 
|-
 
|-
 
||10:04  
 
||10:04  
 
|| LibreOffice Draw ପାଇଁ ଥିବା ନିର୍ଦ୍ଦିଷ୍ଟ ଅପ୍ସନ୍ ଦେଖିବା
 
|| LibreOffice Draw ପାଇଁ ଥିବା ନିର୍ଦ୍ଦିଷ୍ଟ ଅପ୍ସନ୍ ଦେଖିବା
 +
 
|-
 
|-
 
||10:09  
 
||10:09  
 
|| '''LibreOffice Draw''' tab କ୍ଲିକ୍ କରନ୍ତୁ
 
|| '''LibreOffice Draw''' tab କ୍ଲିକ୍ କରନ୍ତୁ
 +
 
|-
 
|-
 
||10:13
 
||10:13
 
|| '''Page name''' ଓ '''Date and Time''' ବକ୍ସ ଚେକ୍ କରନ୍ତୁ
 
|| '''Page name''' ଓ '''Date and Time''' ବକ୍ସ ଚେକ୍ କରନ୍ତୁ
 +
 
|-
 
|-
 
||10:17  
 
||10:17  
 
|| ଏହା drawing ସହିତ page name, date ଓ time ପ୍ରିଣ୍ଟ କରିବ
 
|| ଏହା drawing ସହିତ page name, date ଓ time ପ୍ରିଣ୍ଟ କରିବ
 +
 
|-
 
|-
 
||10:23
 
||10:23
 
|| ଡ୍ରଇଂଟିକୁ ପ୍ରିଣ୍ଟ କରିବା ପାଇଁ '''Original colors''' ଓ '''Fit to printable page''' ସିଲେକ୍ଟ କରନ୍ତୁ
 
|| ଡ୍ରଇଂଟିକୁ ପ୍ରିଣ୍ଟ କରିବା ପାଇଁ '''Original colors''' ଓ '''Fit to printable page''' ସିଲେକ୍ଟ କରନ୍ତୁ
 +
 
|-
 
|-
 
||10:29  
 
||10:29  
 
|| '''WaterCycle''' drawing ପ୍ରିଣ୍ଟ କରିବା ପାଇଁ '''Print''' କ୍ଲିକ୍ କରନ୍ତୁ
 
|| '''WaterCycle''' drawing ପ୍ରିଣ୍ଟ କରିବା ପାଇଁ '''Print''' କ୍ଲିକ୍ କରନ୍ତୁ
 +
 
|-
 
|-
 
||10:34  
 
||10:34  
 
|| ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ତେବେ ବର୍ତ୍ତମାନ ଆପଣଙ୍କ drawing ପ୍ରିଣ୍ଟ ହେବା ଉଚିତ୍
 
|| ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ତେବେ ବର୍ତ୍ତମାନ ଆପଣଙ୍କ drawing ପ୍ରିଣ୍ଟ ହେବା ଉଚିତ୍
 +
 
|-
 
|-
 
||10:40
 
||10:40
 
|| ଏହା ଲିବର୍ ଅଫିସ୍ ଡ୍ର ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 
|| ଏହା ଲିବର୍ ଅଫିସ୍ ଡ୍ର ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 +
 
|-
 
|-
 
||10:45  
 
||10:45  
 
|| ଏହି ଟ୍ୟୁଟୋରିଆଲ୍‌ରେ ଆପଣ ଶିଖିଲେ :
 
|| ଏହି ଟ୍ୟୁଟୋରିଆଲ୍‌ରେ ଆପଣ ଶିଖିଲେ :
 +
 
|-
 
|-
 
||10:48  
 
||10:48  
 
|| ଡ୍ର ପେଜ୍ ପାଇଁ ମାର୍ଜିନ୍ ସେଟ୍ କରିବା
 
|| ଡ୍ର ପେଜ୍ ପାଇଁ ମାର୍ଜିନ୍ ସେଟ୍ କରିବା
 +
 
|-
 
|-
 
||10:50
 
||10:50
 
|| ଓ ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
 
|| ଓ ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
 +
 
|-
 
|-
 
||10:54
 
||10:54
 
|| କ୍ରିୟାକୁ Undo ଓ Redo କରିବା
 
|| କ୍ରିୟାକୁ Undo ଓ Redo କରିବା
 +
 
|-
 
|-
 
||10:57  
 
||10:57  
|| ପେଜ୍ ରିନେମ୍ କରିବା ଓ
+
|| ପେଜ୍ ରିନେମ୍ କରିବା ଓ,ପେଜ୍ ପ୍ରିଣ୍ଟ କରିବା
|-
+
 
||10:58
+
|| ପେଜ୍ ପ୍ରିଣ୍ଟ କରିବା
+
 
|-
 
|-
 
||11:01
 
||11:01
 
|| ଏକ ଆସାଇନ୍‌ମେଣ୍ଟ ଭାବେ -
 
|| ଏକ ଆସାଇନ୍‌ମେଣ୍ଟ ଭାବେ -
 +
 
|-
 
|-
 
||11:03  
 
||11:03  
 
|| ଆଉ ଦୁଇଟି ପେଜ୍ ଇନ୍ସର୍ଟ କରନ୍ତୁ
 
|| ଆଉ ଦୁଇଟି ପେଜ୍ ଇନ୍ସର୍ଟ କରନ୍ତୁ
 +
 
|-
 
|-
 
||11:06  
 
||11:06  
 
|| ପ୍ରତ୍ୟେକ ପେଜ୍ ପାଇଁ ଭିନ୍ନ ମାର୍ଜିନ୍ ସେଟ୍ କରନ୍ତୁ ଓ ପୂର୍ବ ଟ୍ୟୁଟୋରିଆଲ୍‌ରେ ତିଆରି କରିଥିବା label ଓ invitation ପ୍ରିଣ୍ଟ କରନ୍ତୁ
 
|| ପ୍ରତ୍ୟେକ ପେଜ୍ ପାଇଁ ଭିନ୍ନ ମାର୍ଜିନ୍ ସେଟ୍ କରନ୍ତୁ ଓ ପୂର୍ବ ଟ୍ୟୁଟୋରିଆଲ୍‌ରେ ତିଆରି କରିଥିବା label ଓ invitation ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
||11:14  
 
||11:14  
 
|| ପ୍ରତ୍ୟେକ ପେଜ୍‌ରେ '''Page count ''' ଫିଲ୍ଡ ଇନ୍ସର୍ଟ କରନ୍ତୁ ଓ କ’ଣ ଘଟୁଛି ଦେଖନ୍ତୁ
 
|| ପ୍ରତ୍ୟେକ ପେଜ୍‌ରେ '''Page count ''' ଫିଲ୍ଡ ଇନ୍ସର୍ଟ କରନ୍ତୁ ଓ କ’ଣ ଘଟୁଛି ଦେଖନ୍ତୁ
 +
 
|-
 
|-
 
||11:21  
 
||11:21  
 
|| ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
|| ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
||11:24  
 
||11:24  
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
||11:28  
 
||11:28  
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
||11:32
 
||11:32
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
 +
 
|-
 
|-
 
||11:34
 
||11:34
 
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
||11:37  
 
||11:37  
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
||11:41  
 
||11:41  
 
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
 
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
||11:47  
 
||11:47  
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
||11:52  
 
||11:52  
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
||11:59
 
||11:59
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
||12:10
 
||12:10
 
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
 
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
 +
|}

Latest revision as of 12:24, 10 April 2017

Time Narration
00:01 LibreOffice Draw ରେ Common Editing and Printing Functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
00:10 ଡ୍ର ପେଜ୍ ପାଇଁ ମାର୍ଜିନ୍ କେମିତି ସେଟ୍ କରିବା
00:13 ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
00:16 Undo ଓ Redo ଆକ୍ସନ୍ସ
00:18 ପେଜ୍ ରିନେମ୍ କରିବା
00:20 ଓ ଏକ ପେଜ୍ ପ୍ରିଣ୍ଟ କରିବା
00:22 ଏଠାରେ ଆମେ Ubuntu Linux version 10.04 ଓ LibreOffice Suite version 3.3.4 ବ୍ୟବହାର କରୁଛୁ
00:33 WaterCycle ଫାଇଲ୍ ଖୋଲନ୍ତୁ ଓ WaterCycle diagram ଥିବା ପେଜ୍‌କୁ ସିଲେକ୍ଟ କରନ୍ତୁ
00:40 ଏହି drawing ପାଇଁ Page Margins ସେଟ୍ କରିବା
00:44 Page Margins କାହିଁକି ଦରକାର ?
00:46 ଏକ ପେଜ୍‍ ଭିତରେ ଅବଜେକ୍ଟଗୁଡ଼ିକୁ ରଖାଯିବାର ସ୍ଥାନକୁ Page Margins ସ୍ଥିର କରେ
00:53 ଉଦାହରଣସ୍ୱରୂପ, drawing କୁ ପ୍ରିଣ୍ଟ କରି ଫାଇଲ୍ କରିବା ପାଇଁ ଆମେ ଚାହିଁପାରୁ
00:57 ସାଇଡ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ସ୍ପେସ୍ ଅଛି ବୋଲି ମାର୍ଜିନ୍ ସୁନିଶ୍ଚିତ କରେ
01:01 ଫଳରେ, ପ୍ରିଣ୍ଟ କଲାବେଳେ ଛବିର କୌଣସି ଅଂଶ କଟିବନି କିମ୍ବା ଲୁଚିବନି
01:07 Page Margins ସେଟ୍ କରି WaterCycle drawing ପ୍ରିଣ୍ଟ କରନ୍ତୁ
01:11 ଧରନ୍ତୁ, ଏହି diagram ପ୍ରିଣ୍ଟ କରିବା ପାଇଁ ଆମେ ବ୍ୟବହାର କରୁଥିବା ପେପର୍ ସାଇଜ୍, ଷ୍ଟାଣ୍ଡାର୍ଡ ସାଇଜ୍‌ର ନୁହେଁ
01:18 ଏହାର 20 cms ର ପ୍ରସ୍ତତା ଓ 20 cms ର ଉଚ୍ଚତା ରହିଛି
01:23 ଏହା 1.5 cms ର Bottom margin ମଧ୍ୟ ଆବଶ୍ୟକ କରୁଛି
01:29 ଏହି measurement ସେଟ୍ କରିବା ପାଇଁ, Main menu ରୁ Format ସିଲେକ୍ଟ କରି Pageରେ କ୍ଲିକ୍ କରନ୍ତୁ
01:35 Page Setup ଡାଇଲଗ୍ ବକ୍ସ ଦେଖାଦେଲା
01:38 Page tab ସିଲେକ୍ଟ କରନ୍ତୁ
01:41 Width field ରେ “20” ଓ Height field ରେ “20” ଭାଲ୍ୟୁ ଏଣ୍ଟର୍ କରନ୍ତୁ
01:47 Margins ଅଧିନରେ ଥିବା Bottom fieldରେ “1.5” ଏଣ୍ଟର୍ କରନ୍ତୁ
01:54 ଡାହାଣକୁ Draw page ର preview ଦେଖିପାରିବେ
01:58 ଏହି preview, Draw page ର ପରିବର୍ତ୍ତନକୁ ଡିସ୍ପ୍ଲେ କରେ
02:02 OK କ୍ଲିକ୍ କରନ୍ତୁ
02:04 ଛବିଟି କେମିତି ଦେଖାଯାଉଛି ?
02:06 ଏହା ପେଜ୍ ବାହାରକୁ ବାହାରିଯାଇଛି !
02:08 ଏହାର ଅର୍ଥ, ପ୍ରିଣ୍ଟ କଲାବେଳେ drawing ର ଏକ ଅଂଶ ପ୍ରିଣ୍ଟ ହେବନାହିଁ
02:14 ସୁନିଶ୍ଚିତ କରନ୍ତୁ ଯେ :,drawings ସର୍ବଦା ମାର୍ଜିନ୍ ଭିତରେ ହିଁ ରହିବ
02:18 ଆଙ୍କିବା ବେଳେ Drawing ର କୌଣସି ଅଂଶ ମାର୍ଜିନ୍ ବାହାରକୁ ନଯାଉ
02:23 ସେଥିପାଇଁ, drawing ଆରମ୍ଭ କରିବା ପୂର୍ବରୁ ପେଜ୍ ମାର୍ଜିନ୍ ସେଟ୍ କରିବା ଏକ ଭଲ ଅଭ୍ୟାସ
02:29 ପୁଣିଥରେ, Main menu ରୁ Format ସିଲେକ୍ଟ କରି Page କ୍ଲିକ୍ କରନ୍ତୁ
02:35 Page Setup ଡାଇଲଗ୍ ବକ୍ସ ଦେଖାଦେବ
02:38 Page tab କ୍ଲିକ୍ କରନ୍ତୁ
02:40 Format drop-down list କ୍ଲିକ୍ କରି 'A4' ସିଲେକ୍ଟ କରନ୍ତୁ
02:45 ଏହା ମୂଳ ମାର୍ଜିନ୍, ଯାହା ଆମେ ସେଟ୍ କରିଥିଲେ
02:48 OK କ୍ଲିକ୍ କରନ୍ତୁ
02:52 ମାର୍ଜିନ୍ ଭିତରେ drawing ରହିଲା
02:55 ପେଜ୍ ଉପରେ ରାଇଟ୍ କ୍ଲିକ୍ ଓ Context menu ବ୍ୟବହାର କରି
03:00 Draw page ରୁ ମଧ୍ୟ Page setup ଡାୟଲଗ୍ ବକ୍ସ ଆକ୍ସେସ୍ କରାଯାଇପାରିବ
03:05 Cancel କ୍ଲିକ୍ କରି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
03:09 ଏବେ page numbers, date, time ଓ author’s name ଇନ୍ସର୍ଟ କରିବା
03:15 ଚାଲନ୍ତୁ, WaterCycle diagram ଥିବା ପେଜ୍ ସିଲେକ୍ଟ କରି ପେଜ୍ ନମ୍ବର୍ ଇନ୍ସର୍ଟ କରିବା
03:21 Main menu କୁ ଯାଆନ୍ତୁ, Insert ସିଲେକ୍ଟ କରି Fields କ୍ଲିକ୍ କରନ୍ତୁ
03:27 Fields ର ତାଲିକା ଡିସ୍ପ୍ଲେ ହେଲା
03:31 "Draw" ଦ୍ୱାରା ଅଟୋମେଟିକାଲୀ ଜେନେରେଟ୍‍ ହୋଇଥିବା ଭାଲ୍ୟୁଗୁଡ଼ିକ, Fieldsରେ ରହିଥାଏ
03:35 ଆମକୁ କେବଳ ଏକ Field ଓ "Draw" ଦ୍ୱାରା ଜେନେରେଟ୍‍ ହୋଇଥିବା ଭାଲ୍ୟୁ ଇନ୍ସର୍ଟ କରିବାକୁ ହେବ
03:41 Page numberରେ କ୍ଲିକ୍ କରନ୍ତୁ
03:43 "Draw page" ରେ '1' ନମ୍ବର ସହିତ ଏକ ଟେକ୍ସଟ୍ ବକ୍ସ ଇନ୍ସର୍ଟ ହେଲା
03:48 ଏହି ଟେକ୍ସଟ୍ ବକ୍ସର ସାଇଜ୍ ବଦଳାଇ ଏହାକୁ ଟିକେ ଛୋଟ କରିବା
03:55 ଏବେ, ଏହି ବକ୍ସକୁ ଡ୍ରାଗ୍ କରି ପେଜ୍‌ର ତଳ ଡାହାଣ କୋଣରେ ରଖନ୍ତୁ
04:01 ନମ୍ବର୍ ବକ୍ସକୁ ସରଳତାର ସହ ଘୁଞ୍ଚାଇବା ପାଇଁ, ନମ୍ବର୍ ବକ୍ସ ସିଲେକ୍ଟ କରି "Shift" କୀ ଦାବନ୍ତୁ
04:07 ଏହାକୁ ଆଉ ତଳକୁ ଘୁଞ୍ଚାନ୍ତୁ
04:11 ପରବର୍ତ୍ତୀ ନମ୍ବର୍ ଏହି "Draw" ଫାଇଲ୍ର ଦ୍ୱିତୀୟ ପେଜ୍‌ରେ ଇନ୍ସର୍ଟ ହୋଇଛି କି ନାହିଁ ଦେଖିବା
04:17 ଏଥିରେ ପେଜ୍ ନମ୍ବର୍ ନାହିଁ !
04:20 ପେଜ୍ ନମ୍ବର୍ କେବଳ ସେହି ପେଜ୍ରେ ରହିବ, ଯେଉଁଠି ଆମେ ଫିଲ୍ଡ ଇନ୍ସର୍ଟ କରିଥିବା !
04:26 ଏବେ ପେଜ୍ ନମ୍ବର୍ ଫର୍ମାଟ୍ କେମିତି ବଦଳାଯାଏ, ଶିଖିବା
04:30 Main menu ରୁ Format କ୍ଲିକ୍ କରି Page ସିଲେକ୍ଟ କରନ୍ତୁ
04:36 Page Setup ଡାୟଲଗ୍ ବକ୍ସ ଦେଖାଦେବ
04:39 Page tabରେ କ୍ଲିକ୍ କରନ୍ତୁ
04:41 Layout settingsରେ ଥିବା Format ସିଲେକ୍ଟ କରନ୍ତୁ
04:45 drop-down list ରୁ a,b,c ସିଲେକ୍ଟ କରନ୍ତୁ
04:49 OK କ୍ଲିକ୍ କରନ୍ତୁ
04:52 ପେଜ୍ ନମ୍ବରିଂ 1, 2, 3 ରୁ a, b, c କୁ ପରିବର୍ତ୍ତନ ହୋଇଗଲା
04:58 ସେହିଭଳି, ଏହାକୁ ଯେକୌଣସି ଫର୍ମାଟ୍ରେ ପରିବର୍ତ୍ତନ କରିହେବ
05:01 Date ଓ Time field କେମିତି ଇନ୍ସର୍ଟ କରିବେ, ଚାଲନ୍ତୁ ଶିଖିବା
05:05 "Draw" page ରେ ଆପଣ DateTime stamps ମଧ୍ୟ ଇନ୍ସର୍ଟ କରିପାରିବେ
05:10 Insert Fields ଉପରେ କ୍ଲିକ୍ କରି, ତାହା କରିପାରିବେ
05:14 ଗୋଟିଏ ହେଉଛି Date(fixed)Time(fixed)
05:18 ଅନ୍ୟଟି ହେଉଛି Date(variable)Time(variable)
05:23 Date (fixed)Time (fixed) ଅପ୍ସନ୍, ସାମ୍ପ୍ରତିକ date ଓ time ଇନ୍ସର୍ଟ କରିବ
05:29 ଏହି date ଓ time ର ଭାଲ୍ୟୁ ଅପ୍‌ଡେଟ୍ ହେବନାହିଁ
05:33 ଅନ୍ୟ ପକ୍ଷରେ, Date (variable)Time (variable) ଅପ୍ସନ୍
05:37 ଆପଣ ଯେତେବେଳେ ବି ଫାଇଲ୍ ଖୋଲିବେ, ଅଟୋମେଟିକାଲୀ ଅପ୍‌ଡେଟ୍ ହୋଇଯିବ
05:42 ଏଠାରେ Time (variable) ଇନ୍ସର୍ଟ କରନ୍ତୁ
05:46 ଏବେ ସେହି ବକ୍ସକୁ ଡ୍ରାଗ୍ କରି, ପେଜ୍‌ର ତଳ ଡାହାଣ କୋଣରେ ଥିବା ପେଜ୍ ନମ୍ବର୍ ଉପରେ ରଖନ୍ତୁ
05:56 ଯେତେବେଳେ ଡ୍ର ପେଜ୍ ଖୋଲିବେ, ଇନ୍ସର୍ଟ କରାଯାଇଥିବା ଟାଇମ୍ ସାମ୍ପ୍ରତିକ ସମୟ ସହ ଅପ୍‌ଡେଟ୍ ହେବ
06:03 ଏବେ ଲେଖକଙ୍କ ନାମ ଏଣ୍ଟର୍ କରନ୍ତୁ, ଯିଏ ଏହି ଫାଇଲ୍ ତିଆରି କରିଛନ୍ତି
06:08 “Teacher. A. B.” ଭାବେ, ପ୍ରଥମ ପେଜ୍‌ରେ ଲେଖକଙ୍କ ନାମ ସେଟ୍‍ କରିବା
06:17 ତେଣୁ, ପ୍ରଥମ ପେଜ୍‌କୁ ଆସନ୍ତୁ
06:19 Main menu ରୁ Tools ସିଲେକ୍ଟ କରି Options କ୍ଲିକ୍ କରନ୍ତୁ
06:24 Options ଡାୟଲଗ୍ ବକ୍ସ ଦେଖାଦେବ
06:27 Options ଡାୟଲଗ୍ ବକ୍ସରେ LibreOffice କ୍ଲିକ୍ କରନ୍ତୁ ଓ ତା’ପରେ User Data କ୍ଲିକ୍ କରନ୍ତୁ
06:34 ଡାଇଲଗ୍ ବକ୍ସର ଡାହାଣ ପଟେ ଆପଣ user data information ଏଣ୍ଟର୍ କରିପାରିବେ
06:40 ଆବଶ୍ୟକତା ଅନୁସାରେ, ଏଠାରେ ସୂଚନାଗୁଡ଼ିକୁ ଏଣ୍ଟର୍ କରିହେବ
06:44 First/Last Name/Initials ଭିତରେ କ୍ରମାନ୍ୱୟରେ Teacher, A, ଓ B ଏଣ୍ଟର୍ କରନ୍ତୁ
06:53 OK କ୍ଲିକ୍ କରନ୍ତୁ
06:55 ଏବେ Main menu ରୁ Insert କ୍ଲିକ୍ କରି Fields ସିଲେକ୍ଟ କରନ୍ତୁ ଓ Author କ୍ଲିକ୍ କରନ୍ତୁ
07:02 ଏକ text-box ଭିତରେ Teacher A B ନାମ ଇନ୍ସର୍ଟ ହେଲା
07:07 ଏହି ବକ୍ସକୁ ଡ୍ରାଗ୍ କରି, ଡ୍ର ପେଜ୍‌ର ତଳ ଡାହାଣ କୋଣରେ ଥିବା Time fieldର ଟିକିଏ ଉପରକୁ ରଖନ୍ତୁ
07:15 ଏବେ, ଡ୍ର ପେଜ୍‌ରେ ଇନ୍ସର୍ଟ କରିଥିବା ଫିଲ୍ଡଗୁଡ଼ିକୁ କାଢିବା ପାଇଁ କ’ଣ କରିବାକୁ ହେବ ?
07:21 କେବଳ ଟେକ୍ସଟ୍ ବକ୍ସ ସିଲେକ୍ଟ କରି Delete କୀ ଦବାଇଦିଅନ୍ତୁ
07:25 Author Name ଫିଲ୍ଡ ଡିଲିଟ୍ କରନ୍ତୁ
07:28 ଆଉ ଏହି କ୍ରିୟାକୁ undo କରିବା ପାଇଁ କ’ଣ କରିବା ?
07:31 ଆପଣ ଏକକାଳୀନ CTRL ଓ Z କୀ ଦବାଇ, ଯେକୌଣସି କ୍ରିୟାକୁ undo କରିପାରିବେ
07:38 କରାଯାଇଥିବା ଶେଷ କ୍ରିୟା, ଅର୍ଥାତ୍ Author field ଡିଲିଶନ୍‍ undo ହୋଇଗଲା
07:45 ଫିଲ୍ଡଟି ପୁଣିଥରେ ଦେଖାଦେଉଛି
07:48 କ୍ରିୟାଗୁଡ଼ିକୁ Main menu ରୁ ମଧ୍ୟ undo କିମ୍ବା redo କରିପାରିବା
07:53 Main menu ରୁ Edit ସିଲେକ୍ଟ କରି Redo କ୍ଲିକ୍ କରନ୍ତୁ
07:57 Author’s name ଆଉ ଦେଖାଯିବ ନାହିଁ !
08:00 CTRL+Z କୀ ଦବାଇ, ସମସ୍ତ ଫିଲ୍ଡ ଇନ୍‌ସର୍ସନ୍ undo କରନ୍ତୁ
08:06 undo ଓ redo command ପାଇଁ କୀବୋର୍ଡରୁ short cut କୀ ମଧ୍ୟ ବ୍ୟବହାର କରାଯାଇପାରିବ
08:13 ଗୋଟିଏ କ୍ରିୟାକୁ undo କରିବା ପାଇଁ CTRL+Z କୀ ଦାବନ୍ତୁ
08:18 ଗୋଟିଏ କ୍ରିୟାକୁ redo କରିବା ପାଇଁ CTRL+Y କୀ ଦାବନ୍ତୁ
08:23 ଟ୍ୟୁଟୋରିଆଲ୍ କୁ ପଜ୍‍ କରି ଏହି ଆସାଇନ୍ମେଣ୍ଟ କରନ୍ତୁ
08:26 ଲେଖକଙ୍କ ନାମ ପରିବର୍ତ୍ତନ କରି ସେଭ୍ କରନ୍ତୁ
08:29 ଏବେ ପେଜ୍‌ରେ ଦୁଇଟି ଅଧିକ ଆରୋ ଆଡ୍ କରନ୍ତୁ
08:33 ଦ୍ୱିତୀୟ ପେଜ୍‌ରେ ପେଜ୍ ନମ୍ବର୍ ଓ ତାରିଖ ଇନ୍ସର୍ଟ କରନ୍ତୁ
08:38 ଏବେ ଶେଷ ପାଞ୍ଚଟି କ୍ରିୟାକୁ undo ଓ redo କରନ୍ତୁ
08:42 Undo Redo ଅପ୍ସନ୍ସ ସମସ୍ତ କ୍ରିୟାକୁ undo କରିଛି ନା କିଛି କ୍ରିୟା undo ହୋଇପାରୁନାହିଁ, ଯାଞ୍ଚ କରନ୍ତୁ
08:51 ଏହି ପେଜ୍‌କୁ “WaterCycleSlide” ନାମ ଦିଅନ୍ତୁ
08:54 ପେଜେସ୍‍ ପେନ୍‍ ରେ ଥିବା ସ୍ଲାଇଡ୍ ସିଲେକ୍ଟ କରି ରାଇଟ୍ କ୍ଲିକ୍ କରନ୍ତୁ ଓ Rename Page ସିଲେକ୍ଟ କରନ୍ତୁ
09:00 Rename Slide ଡାୟଲଗ୍ ବକ୍ସ ଦେଖାଦେବ
09:03 Name field ଭିତରେ, WaterCycleSlide ନାମ ଏଣ୍ଟର କରନ୍ତୁ
09:08 OK କ୍ଲିକ୍ କରନ୍ତୁ
09:10 ଏବେ, ଏହି ପେଜ୍ ଉପରେ କର୍ସର୍ ରଖନ୍ତୁ
09:14 WaterCycleSlide ନାମ ଡିସ୍‌ପ୍ଲେ ହେଉଥିବାର ଦେଖିପାରୁଛନ୍ତି କି ?
09:18 ପେଜ୍‌ ସହ ସମ୍ପୃକ୍ତ ନାମ ଦେବା ଏକ ଭଲ ଅଭ୍ୟାସ
09:23 ଏବେ, ପ୍ରିଣ୍ଟିଂ ଅପ୍ସନ୍ ସେଟ୍ କରନ୍ତୁ ଓ WaterCycle diagram ପ୍ରିଣ୍ଟ କରନ୍ତୁ
09:28 Main menu ଭିତରେ File କ୍ଲିକ୍ କରି Print କ୍ଲିକ୍ କରନ୍ତୁ
09:33 Print ଡାଇଲଗ୍ ବକ୍ସ ଦେଖାଦେବ
09:36 GeneralOptions tabsରେ ଥିବା ସେଟିଂ ବିଷୟରେ ଜାଣିବା ପାଇଁ
09:41 ଦୟାକରି LibreOffice Writer ସିରିଜ୍ ରେ ଥିବା Viewing and printing Documents ଉପରେ ଟ୍ୟୁଟୋରିଆଲ୍‌କୁ ଦେଖନ୍ତୁ
09:48 ବାମ ପାର୍ଶ୍ୱରେ ଆପଣ page preview area ଦେଖିପାରିବେ
09:53 Print ଡାୟଲଗ୍ ବକ୍ସର ଡାହାଣ ପାର୍ଶ୍ୱରେ ଚାରୋଟି tabs ଅଛି
09:58 ଜେନେରାଲ୍‌, ଲିବର୍‌ ଅଫିସ୍‍ ଡ୍ର’, ପେଜ୍‍ ଲେଆଉଟ୍‍, ଅପ୍ସନ୍ସ
10:04 LibreOffice Draw ପାଇଁ ଥିବା ନିର୍ଦ୍ଦିଷ୍ଟ ଅପ୍ସନ୍ ଦେଖିବା
10:09 LibreOffice Draw tab କ୍ଲିକ୍ କରନ୍ତୁ
10:13 Page nameDate and Time ବକ୍ସ ଚେକ୍ କରନ୍ତୁ
10:17 ଏହା drawing ସହିତ page name, date ଓ time ପ୍ରିଣ୍ଟ କରିବ
10:23 ଡ୍ରଇଂଟିକୁ ପ୍ରିଣ୍ଟ କରିବା ପାଇଁ Original colorsFit to printable page ସିଲେକ୍ଟ କରନ୍ତୁ
10:29 WaterCycle drawing ପ୍ରିଣ୍ଟ କରିବା ପାଇଁ Print କ୍ଲିକ୍ କରନ୍ତୁ
10:34 ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ତେବେ ବର୍ତ୍ତମାନ ଆପଣଙ୍କ drawing ପ୍ରିଣ୍ଟ ହେବା ଉଚିତ୍
10:40 ଏହା ଲିବର୍ ଅଫିସ୍ ଡ୍ର ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
10:45 ଏହି ଟ୍ୟୁଟୋରିଆଲ୍‌ରେ ଆପଣ ଶିଖିଲେ :
10:48 ଡ୍ର ପେଜ୍ ପାଇଁ ମାର୍ଜିନ୍ ସେଟ୍ କରିବା
10:50 ଓ ପେଜ୍ ନମ୍ବର୍, ତାରିଖ ଓ ସମୟ ଇନ୍ସର୍ଟ କରିବା
10:54 କ୍ରିୟାକୁ Undo ଓ Redo କରିବା
10:57 ପେଜ୍ ରିନେମ୍ କରିବା ଓ,ପେଜ୍ ପ୍ରିଣ୍ଟ କରିବା
11:01 ଏକ ଆସାଇନ୍‌ମେଣ୍ଟ ଭାବେ -
11:03 ଆଉ ଦୁଇଟି ପେଜ୍ ଇନ୍ସର୍ଟ କରନ୍ତୁ
11:06 ପ୍ରତ୍ୟେକ ପେଜ୍ ପାଇଁ ଭିନ୍ନ ମାର୍ଜିନ୍ ସେଟ୍ କରନ୍ତୁ ଓ ପୂର୍ବ ଟ୍ୟୁଟୋରିଆଲ୍‌ରେ ତିଆରି କରିଥିବା label ଓ invitation ପ୍ରିଣ୍ଟ କରନ୍ତୁ
11:14 ପ୍ରତ୍ୟେକ ପେଜ୍‌ରେ Page count ଫିଲ୍ଡ ଇନ୍ସର୍ଟ କରନ୍ତୁ ଓ କ’ଣ ଘଟୁଛି ଦେଖନ୍ତୁ
11:21 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
11:24 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:28 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
11:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
11:34 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:37 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:41 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
11:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:59 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:10 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep