Difference between revisions of "LibreOffice-Suite-Calc/C3/Formulas-and-Functions/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(One intermediate revision by the same user not shown) | |||
Line 1: | Line 1: | ||
− | |||
− | |||
{| border=1 | {| border=1 | ||
|| '''Time''' | || '''Time''' | ||
|| '''Narration''' | || '''Narration''' | ||
+ | |||
|- | |- | ||
||00:00 | ||00:00 | ||
|| ଲିବର୍ ଅଫିସ୍ କାଲ୍କରେ ଫର୍ମୁଲା ଓ ଫଙ୍କସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ଲିବର୍ ଅଫିସ୍ କାଲ୍କରେ ଫର୍ମୁଲା ଓ ଫଙ୍କସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
+ | |||
|- | |- | ||
||00:07 | ||00:07 | ||
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: | || ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: | ||
− | + | କଣ୍ଡିଶନାଲ୍ ଅପରେଟର୍ | |
− | + | If..Or ଷ୍ଟେଟମେଣ୍ଟ | |
− | + | ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ | |
− | + | ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ | |
+ | |||
|- | |- | ||
||00:19 | ||00:19 | ||
|| ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ | | || ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ | | ||
+ | |||
|- | |- | ||
||00:30 | ||00:30 | ||
|| ଡାଟାରେ ମିଶାଣ, ଫେଡ଼ାଣ ଓ ହାରାହାରି ପରି ମୌଳିକ ଗାଣିତିକ ଅପରେଟର୍ସ ଲାଗୁକରିବା ବିଷୟରେ ଆମେ ଶିଖିସାରିଛେ | | || ଡାଟାରେ ମିଶାଣ, ଫେଡ଼ାଣ ଓ ହାରାହାରି ପରି ମୌଳିକ ଗାଣିତିକ ଅପରେଟର୍ସ ଲାଗୁକରିବା ବିଷୟରେ ଆମେ ଶିଖିସାରିଛେ | | ||
+ | |||
|- | |- | ||
||00:39 | ||00:39 | ||
|| ଏବେ ଚାଲନ୍ତୁ, ଅନ୍ୟ କିଛି ଉପଯୋଗୀ ଅପରେଟର୍ସ ବିଷୟରେ ଶିଖିବା | | || ଏବେ ଚାଲନ୍ତୁ, ଅନ୍ୟ କିଛି ଉପଯୋଗୀ ଅପରେଟର୍ସ ବିଷୟରେ ଶିଖିବା | | ||
+ | |||
|- | |- | ||
||00:43 | ||00:43 | ||
|| ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ଅପରେଟର୍ସ ମଧ୍ୟରୁ ଗୋଟିଏ ହେଉଛି କଣ୍ଡିଶନାଲ୍ ଅପରେଟର୍ | | || ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ଅପରେଟର୍ସ ମଧ୍ୟରୁ ଗୋଟିଏ ହେଉଛି କଣ୍ଡିଶନାଲ୍ ଅପରେଟର୍ | | ||
+ | |||
|- | |- | ||
||00:51 | ||00:51 | ||
− | ||କଣ୍ଡିଶନାଲ୍ ଅପରେଟର୍, | + | ||କଣ୍ଡିଶନାଲ୍ ଅପରେଟର୍,ୟୁଜର୍ ଦ୍ୱାରା ଡାଟାରେ ଲାଗୁ କଣ୍ଡିଶନ୍ ପାଇଁ ଯାଞ୍ଚ କରନ୍ତୁ |
− | ୟୁଜର୍ ଦ୍ୱାରା ଡାଟାରେ ଲାଗୁ କଣ୍ଡିଶନ୍ ପାଇଁ ଯାଞ୍ଚ କରନ୍ତୁ | + | |
|- | |- | ||
||00:56 | ||00:56 | ||
|| ଓ ତାହାପରେ ବୁଲିୟନ୍ ରେ ଠିକ୍ କିମ୍ୱା ଭୁଲ୍ ଉତ୍ତର ପ୍ରଦର୍ଶିତ ହୋଇଥାଏ | | || ଓ ତାହାପରେ ବୁଲିୟନ୍ ରେ ଠିକ୍ କିମ୍ୱା ଭୁଲ୍ ଉତ୍ତର ପ୍ରଦର୍ଶିତ ହୋଇଥାଏ | | ||
+ | |||
|- | |- | ||
||01:01 | ||01:01 | ||
|| “Personal-Finance-Tracker.ods” ଖୋଲନ୍ତୁ | | || “Personal-Finance-Tracker.ods” ଖୋଲନ୍ତୁ | | ||
+ | |||
|- | |- | ||
||01:05 | ||01:05 | ||
|| ଏଠାରେ, “Cost” ହେଡିଙ୍ଗ୍ ତଳେ, ଆମର ଅନେକ ଆଇଟମ୍ ର ମୂଲ୍ୟ ତାଲିକାଭୁକ୍ତ ହୋଇଅଛି | | || ଏଠାରେ, “Cost” ହେଡିଙ୍ଗ୍ ତଳେ, ଆମର ଅନେକ ଆଇଟମ୍ ର ମୂଲ୍ୟ ତାଲିକାଭୁକ୍ତ ହୋଇଅଛି | | ||
+ | |||
|- | |- | ||
||01:11 | ||01:11 | ||
|| ସେଗୁଡ଼ିକ ଉପରେ କଣ୍ଡିଶନାଲ୍ ଅପରେଟର୍ସ ଲାଗୁ କରି ପରିଣାମ ବିଶ୍ଳେଷଣ କରନ୍ତୁ | | || ସେଗୁଡ଼ିକ ଉପରେ କଣ୍ଡିଶନାଲ୍ ଅପରେଟର୍ସ ଲାଗୁ କରି ପରିଣାମ ବିଶ୍ଳେଷଣ କରନ୍ତୁ | | ||
+ | |||
|- | |- | ||
||01:17 | ||01:17 | ||
|| “B10” ସେଲ୍ ଉପରେ କ୍ଲିକ୍ କରି ତା’ ଭିତରେ “Condition Result” ଟାଇପ୍ କରନ୍ତୁ | | || “B10” ସେଲ୍ ଉପରେ କ୍ଲିକ୍ କରି ତା’ ଭିତରେ “Condition Result” ଟାଇପ୍ କରନ୍ତୁ | | ||
+ | |||
|- | |- | ||
||01:24 | ||01:24 | ||
|| ଏବେ, “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ, “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||01:28 | ||01:28 | ||
|| ଏହି ସେଲ୍ ରେ କଣ୍ଡିଶନ୍ ର ପରିଣାମ ଲାଗୁ ହୋଇ ପ୍ରଦର୍ଶିତ ହେବ | | || ଏହି ସେଲ୍ ରେ କଣ୍ଡିଶନ୍ ର ପରିଣାମ ଲାଗୁ ହୋଇ ପ୍ରଦର୍ଶିତ ହେବ | | ||
+ | |||
|- | |- | ||
||01:33 | ||01:33 | ||
|| ଦେଖନ୍ତୁ, “House Rent”ର ଖର୍ଚ୍ଚ ହେଉଛି 6,000 ଟଙ୍କା | | || ଦେଖନ୍ତୁ, “House Rent”ର ଖର୍ଚ୍ଚ ହେଉଛି 6,000 ଟଙ୍କା | | ||
+ | |||
|- | |- | ||
||01:38 | ||01:38 | ||
|| “Electricity Bill”ର ଖର୍ଚ୍ଚ ହେଉଛି 800 ଟଙ୍କା | | || “Electricity Bill”ର ଖର୍ଚ୍ଚ ହେଉଛି 800 ଟଙ୍କା | | ||
+ | |||
|- | |- | ||
||01:43 | ||01:43 | ||
|| “House Rent”ର ଖର୍ଚ୍ଚ “Electricity Bill”ଠାରୁ ଅଧିକ | | || “House Rent”ର ଖର୍ଚ୍ଚ “Electricity Bill”ଠାରୁ ଅଧିକ | | ||
+ | |||
|- | |- | ||
||01:48 | ||01:48 | ||
|| ସେହିଗୁଡ଼ିକ ଉପରେ ଆମେ ବିଭିନ୍ନ କଣ୍ଡିଶନ୍ ଲାଗୁ କରି ପରିଣାମ ଯାଞ୍ଚ କରିପାରିବା | | || ସେହିଗୁଡ଼ିକ ଉପରେ ଆମେ ବିଭିନ୍ନ କଣ୍ଡିଶନ୍ ଲାଗୁ କରି ପରିଣାମ ଯାଞ୍ଚ କରିପାରିବା | | ||
+ | |||
|- | |- | ||
||01:54 | ||01:54 | ||
|| “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ | | || “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||01:57 | ||01:57 | ||
|| ଏହି ସେଲ୍ ରେ, ପ୍ରଥମ କଣ୍ଡିଶନ୍ କୁ “is equal to C3 greater than C4 ” ଭାବେ ଟାଇପ୍ କରି “Enter” ଦାବନ୍ତୁ | | || ଏହି ସେଲ୍ ରେ, ପ୍ରଥମ କଣ୍ଡିଶନ୍ କୁ “is equal to C3 greater than C4 ” ଭାବେ ଟାଇପ୍ କରି “Enter” ଦାବନ୍ତୁ | | ||
+ | |||
|- | |- | ||
||02:09 | ||02:09 | ||
|| ଯେହେତୁ C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ, ତେଣୁ ଆମେ ପରିଣାମ “TRUE” ପାଇବା | | || ଯେହେତୁ C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ, ତେଣୁ ଆମେ ପରିଣାମ “TRUE” ପାଇବା | | ||
+ | |||
|- | |- | ||
||02:18 | ||02:18 | ||
|| ଏବେ, ଏହି କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ “is equal to C3 less than C4”ରେ ପରିବର୍ତ୍ତନ କରି | || ଏବେ, ଏହି କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ “is equal to C3 less than C4”ରେ ପରିବର୍ତ୍ତନ କରି | ||
+ | |||
|- | |- | ||
||02:26 | ||02:26 | ||
|| “Enter” ଦାବନ୍ତୁ | | || “Enter” ଦାବନ୍ତୁ | | ||
+ | |||
|- | |- | ||
||02:28 | ||02:28 | ||
|| ଆମେ ପରିଣାମ “FALSE” ପାଇବା | | || ଆମେ ପରିଣାମ “FALSE” ପାଇବା | | ||
+ | |||
|- | |- | ||
||02:32 | ||02:32 | ||
|| ସମାନ ଭାବରେ, ଆପଣ ଅନ୍ୟ କଣ୍ଡିଶନାଲ୍ ଷ୍ଟେଟମେଣ୍ଟ ଲାଗୁ କରି ପରିଣାମ ଦେଖିପାରିବେ | | || ସମାନ ଭାବରେ, ଆପଣ ଅନ୍ୟ କଣ୍ଡିଶନାଲ୍ ଷ୍ଟେଟମେଣ୍ଟ ଲାଗୁ କରି ପରିଣାମ ଦେଖିପାରିବେ | | ||
+ | |||
|- | |- | ||
||02:38 | ||02:38 | ||
|| ବହୁତ ଡାଟା ସହ କାରବାର କରୁଥିବା ସମୟରେ ଏହି ଷ୍ଟେଟମେଣ୍ଟଗୁଡ଼ିକ ବହୁତ ଉପଯୋଗୀ ହୋଇଥା’ନ୍ତି | | || ବହୁତ ଡାଟା ସହ କାରବାର କରୁଥିବା ସମୟରେ ଏହି ଷ୍ଟେଟମେଣ୍ଟଗୁଡ଼ିକ ବହୁତ ଉପଯୋଗୀ ହୋଇଥା’ନ୍ତି | | ||
+ | |||
|- | |- | ||
||02:44 | ||02:44 | ||
|| ଡାଟାରେ ଆପଣ “If and Or” କଣ୍ଡିଶନ୍ ମଧ୍ୟ ବ୍ୟବହାର କରିପାରିବେ | | || ଡାଟାରେ ଆପଣ “If and Or” କଣ୍ଡିଶନ୍ ମଧ୍ୟ ବ୍ୟବହାର କରିପାରିବେ | | ||
+ | |||
|- | |- | ||
||02:49 | ||02:49 | ||
− | || | + | || ପରିଣାମ ପ୍ରିଣ୍ଟ କରିବା ପାଇଁ କଣ୍ଡିଶନ୍ ଅନୁସାରେ ତାହା TRUE ଧରିଥାଏ | |
− | + | ||
− | + | ||
|- | |- | ||
||02:55 | ||02:55 | ||
|| “C10” ସେଲ୍ ରେ କ୍ଲିକ୍ କରନ୍ତୁ ଓ ଟାଇପ୍ କରନ୍ତୁ | || “C10” ସେଲ୍ ରେ କ୍ଲିକ୍ କରନ୍ତୁ ଓ ଟାଇପ୍ କରନ୍ତୁ | ||
+ | |||
|- | |- | ||
||02:59 | ||02:59 | ||
||“ is equal to IF” ଓ ବ୍ରାକେଟ୍ ମଧ୍ୟରେ “C3 greater than C4” କମା, ଡବଲ୍ କ୍ୱୋଟ୍ସ ମଧ୍ୟରେ “Positive” କମା ଓ ପୁଣିଥରେ ଡବଲ୍ କ୍ୱୋଟ୍ସ ମଧ୍ୟରେ “Negative”. | ||“ is equal to IF” ଓ ବ୍ରାକେଟ୍ ମଧ୍ୟରେ “C3 greater than C4” କମା, ଡବଲ୍ କ୍ୱୋଟ୍ସ ମଧ୍ୟରେ “Positive” କମା ଓ ପୁଣିଥରେ ଡବଲ୍ କ୍ୱୋଟ୍ସ ମଧ୍ୟରେ “Negative”. | ||
+ | |||
|- | |- | ||
||03:16 | ||03:16 | ||
|| ଏହାର ଅର୍ଥ, C3 ସେଲ୍ ରେ ଥିବା ଭାଲ୍ୟୁ ଯଦି C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥାଏ, ତେବେ “Positive” ପ୍ରଦର୍ଶିତ ହେବ | | || ଏହାର ଅର୍ଥ, C3 ସେଲ୍ ରେ ଥିବା ଭାଲ୍ୟୁ ଯଦି C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥାଏ, ତେବେ “Positive” ପ୍ରଦର୍ଶିତ ହେବ | | ||
+ | |||
|- | |- | ||
||03:25 | ||03:25 | ||
|| ନହେଲେ “Negative” ପ୍ରଦର୍ଶିତ ହେବ | | || ନହେଲେ “Negative” ପ୍ରଦର୍ଶିତ ହେବ | | ||
+ | |||
|- | |- | ||
||03:28 | ||03:28 | ||
|| ଏବେ “Enter” ଦାବନ୍ତୁ | | || ଏବେ “Enter” ଦାବନ୍ତୁ | | ||
+ | |||
|- | |- | ||
||03:31 | ||03:31 | ||
|| ଦେଖନ୍ତୁ, 6000 ଟଙ୍କା 800 ଟଙ୍କାଠାରୁ ଅଧିକ ହୋଇଥିବାରୁ ପରିଣାମ “Positive” ଆସିଲା | | || ଦେଖନ୍ତୁ, 6000 ଟଙ୍କା 800 ଟଙ୍କାଠାରୁ ଅଧିକ ହୋଇଥିବାରୁ ପରିଣାମ “Positive” ଆସିଲା | | ||
+ | |||
|- | |- | ||
||03:39 | ||03:39 | ||
|| ବର୍ତ୍ତମାନ, କଣ୍ଡିଶନାଲ୍ ଷ୍ଟେଟମେଣ୍ଟରେ “greater than” ରୁ “less than”କୁ ପରିବର୍ତ୍ତନ କରି ଏଣ୍ଟର୍ ଦାବନ୍ତୁ | | || ବର୍ତ୍ତମାନ, କଣ୍ଡିଶନାଲ୍ ଷ୍ଟେଟମେଣ୍ଟରେ “greater than” ରୁ “less than”କୁ ପରିବର୍ତ୍ତନ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
||03:47 | ||03:47 | ||
|| ଦେଖନ୍ତୁ, C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥିବାରୁ ଏବେ ପରିଣାମ “Negative” ଦେଖାଉଛି | | || ଦେଖନ୍ତୁ, C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥିବାରୁ ଏବେ ପରିଣାମ “Negative” ଦେଖାଉଛି | | ||
+ | |||
|- | |- | ||
||03:57 | ||03:57 | ||
|| C3 ଓ C4 ସେଲ୍ସରେ ଯଦି ଆମେ ଡାଟା ପରିବର୍ତ୍ତନ କରିବା, ତେବେ ଆମେ ପରିଣାମରେ ମଧ୍ୟ ପରିବର୍ତ୍ତନ ଦେଖିପାରିବା | | || C3 ଓ C4 ସେଲ୍ସରେ ଯଦି ଆମେ ଡାଟା ପରିବର୍ତ୍ତନ କରିବା, ତେବେ ଆମେ ପରିଣାମରେ ମଧ୍ୟ ପରିବର୍ତ୍ତନ ଦେଖିପାରିବା | | ||
+ | |||
|- | |- | ||
||04:04 | ||04:04 | ||
|| ପରିଣାମ “Negative” ପ୍ରଦର୍ଶିତ ହେବ | | || ପରିଣାମ “Negative” ପ୍ରଦର୍ଶିତ ହେବ | | ||
+ | |||
|- | |- | ||
||04:09 | ||04:09 | ||
||C4 ସେଲ୍ ରେ ଭାଲ୍ୟୁ “7000”କୁ ବଢ଼ାଇ “Enter” ପ୍ରେସ୍ କରନ୍ତୁ | | ||C4 ସେଲ୍ ରେ ଭାଲ୍ୟୁ “7000”କୁ ବଢ଼ାଇ “Enter” ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||04:17 | ||04:17 | ||
|| ପରିଣାମ ଅଟିମେଟିକାଲୀ “Positive”କୁ ପରିବର୍ତ୍ତିତ ହୋଇଯିବ | | || ପରିଣାମ ଅଟିମେଟିକାଲୀ “Positive”କୁ ପରିବର୍ତ୍ତିତ ହୋଇଯିବ | | ||
+ | |||
|- | |- | ||
||04:22 | ||04:22 | ||
|| ପୁଣିଥରେ C4ରେ ଭାଲ୍ୟୁକୁ “800”କୁ ହ୍ରାସ କରନ୍ତୁ | | || ପୁଣିଥରେ C4ରେ ଭାଲ୍ୟୁକୁ “800”କୁ ହ୍ରାସ କରନ୍ତୁ | | ||
+ | |||
|- | |- | ||
||04:26 | ||04:26 | ||
|| ଓ “Enter” ପ୍ରେସ୍ କରନ୍ତୁ | | || ଓ “Enter” ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||04:29 | ||04:29 | ||
||ପରିଣାମ ପୁଣିଥରେ ଅଟୋମେଟିକାଲୀ “Negative”କୁ ଚେଞ୍ଜ ହୋଇଯିବ | | ||ପରିଣାମ ପୁଣିଥରେ ଅଟୋମେଟିକାଲୀ “Negative”କୁ ଚେଞ୍ଜ ହୋଇଯିବ | | ||
+ | |||
|- | |- | ||
||04:34 | ||04:34 | ||
|| ଏବେ, ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରନ୍ତୁ | | || ଏବେ, ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରନ୍ତୁ | | ||
+ | |||
|- | |- | ||
||04:38 | ||04:38 | ||
|| ଏହାପରେ, ଚାଲନ୍ତୁ କିଛି ଆରିଥମେଟିକ୍ ଓ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ଦେଖିବା | | || ଏହାପରେ, ଚାଲନ୍ତୁ କିଛି ଆରିଥମେଟିକ୍ ଓ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ଦେଖିବା | | ||
+ | |||
|- | |- | ||
||04:43 | ||04:43 | ||
|| ବେସିକ୍ ଆରିଥମେଟିକ୍ ଫଙ୍କସନ୍ସରେ ରହିଛି: | || ବେସିକ୍ ଆରିଥମେଟିକ୍ ଫଙ୍କସନ୍ସରେ ରହିଛି: | ||
− | + | ମିଶାଣ ପାଇଁ SUM, | |
− | + | ଗୁଣନ ପାଇଁ PRODUCT | |
− | + | ହରଣ ପାଇଁ QUOTIENT | |
− | + | ଆହୁରି ଅନେକ, ଯାହା ଆମେ ପୂର୍ବ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଶିଖିସାରିଛେ | | |
+ | |||
|- | |- | ||
||04:57 | ||04:57 | ||
|| Sum, Product ଓ Quotient ଫଙ୍କସନ୍ କିପରି କାମକରେ ଜାଣିବା ପାଇଁ ଚାଲନ୍ତୁ ଏବେ କିଛି କାର୍ଯ୍ୟ କରିବା | | || Sum, Product ଓ Quotient ଫଙ୍କସନ୍ କିପରି କାମକରେ ଜାଣିବା ପାଇଁ ଚାଲନ୍ତୁ ଏବେ କିଛି କାର୍ଯ୍ୟ କରିବା | | ||
+ | |||
|- | |- | ||
||05:05 | ||05:05 | ||
|| ପ୍ରଥମେ “Sheet 3” ସିଲେକ୍ଟ କରନ୍ତୁ | | || ପ୍ରଥମେ “Sheet 3” ସିଲେକ୍ଟ କରନ୍ତୁ | | ||
+ | |||
|- | |- | ||
||05:08 | ||05:08 | ||
|| “B1”, “B2” ଓ “B3” ସେଲ୍ସରେ କ୍ରମଶଃ “50”,”100” ଓ ”150” ସଂଖ୍ୟା ଏଣ୍ଟର୍ କରନ୍ତୁ | | || “B1”, “B2” ଓ “B3” ସେଲ୍ସରେ କ୍ରମଶଃ “50”,”100” ଓ ”150” ସଂଖ୍ୟା ଏଣ୍ଟର୍ କରନ୍ତୁ | | ||
+ | |||
|- | |- | ||
|05:19 | |05:19 | ||
|| “A4” ସେଲ୍ ରେ କ୍ଲିକ୍ କରି “SUM” ଟାଇପ୍ କରନ୍ତୁ | | || “A4” ସେଲ୍ ରେ କ୍ଲିକ୍ କରି “SUM” ଟାଇପ୍ କରନ୍ତୁ | | ||
+ | |||
|- | |- | ||
||05:23 | ||05:23 | ||
|| “B4” ସେଲ୍ ରେ କ୍ଲିକ୍ କରନ୍ତୁ | | || “B4” ସେଲ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||05:26 | ||05:26 | ||
|| ଏହି ସେଲ୍ ରେ ଆମେ ପରିଣାମ ଗଣନା କରିବା | | || ଏହି ସେଲ୍ ରେ ଆମେ ପରିଣାମ ଗଣନା କରିବା | | ||
+ | |||
|- | |- | ||
||05:30 | ||05:30 | ||
||ଟାଇପ୍ କରନ୍ତୁ “is equal to “SUM”, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 | | ||ଟାଇପ୍ କରନ୍ତୁ “is equal to “SUM”, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 | | ||
+ | |||
|- | |- | ||
||05:37 | ||05:37 | ||
||ଏଣ୍ଟର୍ ପ୍ରେସ୍ କରନ୍ତୁ | | ||ଏଣ୍ଟର୍ ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||05:39 | ||05:39 | ||
|| ଦେଖନ୍ତୁ, ପରିଣାମ “300” ଦେଖାଇଲା | | || ଦେଖନ୍ତୁ, ପରିଣାମ “300” ଦେଖାଇଲା | | ||
+ | |||
|- | |- | ||
||05:43 | ||05:43 | ||
|| ଏହିପରି ଆପଣ ସେଲ୍ସର ବିଭିନ୍ନ ପ୍ରକାର ମଧ୍ୟ ଏଣ୍ଟର୍ କରିପାରିବେ | | || ଏହିପରି ଆପଣ ସେଲ୍ସର ବିଭିନ୍ନ ପ୍ରକାର ମଧ୍ୟ ଏଣ୍ଟର୍ କରିପାରିବେ | | ||
+ | |||
|- | |- | ||
||05:47 | ||05:47 | ||
|| ପୁଣିଥରେ “B4”ରେ କ୍ଲିକ୍ କରନ୍ତୁ | | || ପୁଣିଥରେ “B4”ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||05:49 | ||05:49 | ||
||ଏବେ, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 ବଦଳରେ, B1 କଲନ୍ B3 ଟାଇପ୍ କରି | ||ଏବେ, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 ବଦଳରେ, B1 କଲନ୍ B3 ଟାଇପ୍ କରି | ||
+ | |||
|- | |- | ||
||05:58 | ||05:58 | ||
||ଏଣ୍ଟର୍ ଦାବନ୍ତୁ | | ||ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
||06:00 | ||06:00 | ||
|| ପୁଣି, ପରିଣାମ “300” ଦେଖାଇବ | | || ପୁଣି, ପରିଣାମ “300” ଦେଖାଇବ | | ||
+ | |||
|- | |- | ||
||06:03 | ||06:03 | ||
|| ବର୍ତ୍ତମାନ, “A5” ସେଲ୍ ରେ କ୍ଲିକ୍ କରି “PRODUCT” ଟାଇପ୍ କରନ୍ତୁ | | || ବର୍ତ୍ତମାନ, “A5” ସେଲ୍ ରେ କ୍ଲିକ୍ କରି “PRODUCT” ଟାଇପ୍ କରନ୍ତୁ | | ||
+ | |||
|- | |- | ||
||06:08 | ||06:08 | ||
|| “B5” ସେଲ୍ ରେ କ୍ଲିକ୍ କରନ୍ତୁ | | || “B5” ସେଲ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||06:10 | ||06:10 | ||
||ଏଠାରେ “is equal to “PRODUCT”, ଓ ବ୍ରାକେଟ୍ ମଧ୍ୟରେ, B1 କଲନ୍ B3 ଟାଇପ୍ କରି | ||ଏଠାରେ “is equal to “PRODUCT”, ଓ ବ୍ରାକେଟ୍ ମଧ୍ୟରେ, B1 କଲନ୍ B3 ଟାଇପ୍ କରି | ||
+ | |||
|- | |- | ||
||06:18 | ||06:18 | ||
||ଏଣ୍ଟର୍ ଦାବନ୍ତୁ | | ||ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
||06:20 | ||06:20 | ||
||ଦେଖନ୍ତୁ, ପରିଣାମ “7,50,000” ଦେଖାଉଛି | | ||ଦେଖନ୍ତୁ, ପରିଣାମ “7,50,000” ଦେଖାଉଛି | | ||
+ | |||
|- | |- | ||
||06:26 | ||06:26 | ||
|| ବର୍ତ୍ତମାନ, Quotient କିପରି କାମ କରେ, ଦେଖିବା | | || ବର୍ତ୍ତମାନ, Quotient କିପରି କାମ କରେ, ଦେଖିବା | | ||
+ | |||
|- | |- | ||
||06:29 | ||06:29 | ||
|| “A6” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ “QUOTIENT” ଟାଇପ୍ କରନ୍ତୁ | | || “A6” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ “QUOTIENT” ଟାଇପ୍ କରନ୍ତୁ | | ||
+ | |||
|- | |- | ||
||06:34 | ||06:34 | ||
|| ଏବେ, “B6” ସେଲ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ, “B6” ସେଲ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||06:37 | ||06:37 | ||
|| ପରିଣାମ ଗଣନା କରିବାକୁ ଆମେ ଏହି ସେଲ୍ ବ୍ୟବହାର କରିବା | | || ପରିଣାମ ଗଣନା କରିବାକୁ ଆମେ ଏହି ସେଲ୍ ବ୍ୟବହାର କରିବା | | ||
+ | |||
|- | |- | ||
||06:40 | ||06:40 | ||
||ଟାଇପ୍ କରନ୍ତୁ “is equal to QUOTIENT”, ଓ ବ୍ରାକେଟ୍ ମଧ୍ୟରେ, B2 କମା B1 | | ||ଟାଇପ୍ କରନ୍ତୁ “is equal to QUOTIENT”, ଓ ବ୍ରାକେଟ୍ ମଧ୍ୟରେ, B2 କମା B1 | | ||
+ | |||
|- | |- | ||
||06:47 | ||06:47 | ||
||ଏଣ୍ଟର୍ ଦାବନ୍ତୁ | | ||ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
||06:49 | ||06:49 | ||
|| ଆପଣ, ପରିଣାମ “2” ପାଇବେ | କାରଣ “100” ହରଣ “50”, 2 ଦେଇଥାଏ | | || ଆପଣ, ପରିଣାମ “2” ପାଇବେ | କାରଣ “100” ହରଣ “50”, 2 ଦେଇଥାଏ | | ||
+ | |||
|- | |- | ||
||06:59 | ||06:59 | ||
|| ସେହିପରି, ଆମେ କାଲ୍କରେ ବିଭିନ୍ନ ଆରିଥମେଟିକ୍ ଅପରେଶନ୍ସ କରିପାରିବା | | || ସେହିପରି, ଆମେ କାଲ୍କରେ ବିଭିନ୍ନ ଆରିଥମେଟିକ୍ ଅପରେଶନ୍ସ କରିପାରିବା | | ||
+ | |||
|- | |- | ||
||07:05 | ||07:05 | ||
|| ଏବେ, ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ କିପରି ଲାଗୁ କରାଯାଏ, ଚାଲନ୍ତୁ ଶିଖିବା | | || ଏବେ, ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ କିପରି ଲାଗୁ କରାଯାଏ, ଚାଲନ୍ତୁ ଶିଖିବା | | ||
|- | |- | ||
+ | |||
||07:09 | ||07:09 | ||
|| ନିମ୍ନଲିଖିତଗୁଡ଼ିକ ପାଇଁ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ଉପଯୋଗୀ ଅଟେ: | || ନିମ୍ନଲିଖିତଗୁଡ଼ିକ ପାଇଁ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ଉପଯୋଗୀ ଅଟେ: | ||
− | + | ସ୍ପ୍ରେଡ୍ ଶୀଟ୍ ରେ ଡାଟା ଆନାଲିସିସ୍ ପାଇଁ | | |
− | + | ଉଦାହରଣସ୍ୱରୂପ, | |
− | + | COUNT, MIN, MAX, MEDIAN, MODE ପରି ଫଙ୍କସନ୍ସ | |
− | + | ଓ ଆହୁରି ଅନେକ ପ୍ରକୃତିରେ ଷ୍ଟାଟିଷ୍ଟିକାଲ୍ ଅଟେ | | |
+ | |||
|- | |- | ||
||07:27 | ||07:27 | ||
|| ପ୍ରଥମେ, sheet 1ରେ କ୍ଲିକ୍ କରନ୍ତୁ | | || ପ୍ରଥମେ, sheet 1ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||07:30 | ||07:30 | ||
|| ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ସର୍ବନିମ୍ନ, ସର୍ବାଧିକ ଓ ମଧ୍ୟମ ଧରଣର ଖର୍ଚ୍ଚ କିପରି ପାଇବେ, ଚାଲନ୍ତୁ ଦେଖିବା | | || ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ସର୍ବନିମ୍ନ, ସର୍ବାଧିକ ଓ ମଧ୍ୟମ ଧରଣର ଖର୍ଚ୍ଚ କିପରି ପାଇବେ, ଚାଲନ୍ତୁ ଦେଖିବା | | ||
+ | |||
|- | |- | ||
||07:37 | ||07:37 | ||
|| “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ ପରିଣାମ ପ୍ରଦର୍ଶନ କରିବା | | || “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ ପରିଣାମ ପ୍ରଦର୍ଶନ କରିବା | | ||
+ | |||
|- | |- | ||
||07:44 | ||07:44 | ||
|| “Cost”ହେଡିଙ୍ଗ୍ ତଳେ, ଆମର ବହୁତ କମ୍ ଏଣ୍ଟ୍ରୀଜ୍ ଅଛି | | || “Cost”ହେଡିଙ୍ଗ୍ ତଳେ, ଆମର ବହୁତ କମ୍ ଏଣ୍ଟ୍ରୀଜ୍ ଅଛି | | ||
+ | |||
|- | |- | ||
||07:48 | ||07:48 | ||
|| ସର୍ବନିମ୍ନ ଖର୍ଚ୍ଚ ହେଉଛି 300 ଟଙ୍କା | | || ସର୍ବନିମ୍ନ ଖର୍ଚ୍ଚ ହେଉଛି 300 ଟଙ୍କା | | ||
+ | |||
|- | |- | ||
||07:51 | ||07:51 | ||
|| ସର୍ବାଧିକ ଖର୍ଚ୍ଚ ହେଉଛି 6000 ଟଙ୍କା | | || ସର୍ବାଧିକ ଖର୍ଚ୍ଚ ହେଉଛି 6000 ଟଙ୍କା | | ||
+ | |||
|- | |- | ||
||07:55 | ||07:55 | ||
|| ଏହିଗୁଡ଼ିକ ହେଉଛି ପରିଣାମ, ଯାହା ସେଗୁଡ଼ିକର ଫଙ୍କସନ୍ସ ବ୍ୟବହାର କଲେ ପ୍ରଦର୍ଶିତ ହେବା ଉଚିତ | | || ଏହିଗୁଡ଼ିକ ହେଉଛି ପରିଣାମ, ଯାହା ସେଗୁଡ଼ିକର ଫଙ୍କସନ୍ସ ବ୍ୟବହାର କଲେ ପ୍ରଦର୍ଶିତ ହେବା ଉଚିତ | | ||
+ | |||
|- | |- | ||
||08:00 | ||08:00 | ||
|| “C10” ସେଲ୍ ରେ “is equal to MAX” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ | | || “C10” ସେଲ୍ ରେ “is equal to MAX” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ | | ||
+ | |||
|- | |- | ||
||08:10 | ||08:10 | ||
|| “Enter” ଦାବନ୍ତୁ | | || “Enter” ଦାବନ୍ତୁ | | ||
+ | |||
|- | |- | ||
||08:13 | ||08:13 | ||
|| ଦେଖନ୍ତୁ, ପରିଣାମ ହେଉଛି “6000”, ଯାହା କଲମ୍ ରେ ସର୍ବାଧିକ ଭାଲ୍ୟୁ ଅଟେ | | || ଦେଖନ୍ତୁ, ପରିଣାମ ହେଉଛି “6000”, ଯାହା କଲମ୍ ରେ ସର୍ବାଧିକ ଭାଲ୍ୟୁ ଅଟେ | | ||
+ | |||
|- | |- | ||
||08:20 | ||08:20 | ||
|| ଏବେ, ଷ୍ଟେଟମେଣ୍ଟରେ “MAX” ଟର୍ମକୁ “MIN” ସହିତ ରିପ୍ଲେସ୍ କରନ୍ତୁ | | || ଏବେ, ଷ୍ଟେଟମେଣ୍ଟରେ “MAX” ଟର୍ମକୁ “MIN” ସହିତ ରିପ୍ଲେସ୍ କରନ୍ତୁ | | ||
+ | |||
|- | |- | ||
||08:25 | ||08:25 | ||
|| ଓ “Enter” ଦାବନ୍ତୁ | | || ଓ “Enter” ଦାବନ୍ତୁ | | ||
+ | |||
|- | |- | ||
||08:28 | ||08:28 | ||
|| ଦେଖନ୍ତୁ, ପରିଣାମ ହେଉଛି “300”, ଯାହା ହେଉଛି ଖର୍ଚ୍ଚ କଲମ୍ରେ ସର୍ବନିମ୍ନ ରାଶି | | || ଦେଖନ୍ତୁ, ପରିଣାମ ହେଉଛି “300”, ଯାହା ହେଉଛି ଖର୍ଚ୍ଚ କଲମ୍ରେ ସର୍ବନିମ୍ନ ରାଶି | | ||
+ | |||
|- | |- | ||
||08:34 | ||08:34 | ||
|| ମଧ୍ୟମ ଧରଣର ଭାଲ୍ୟୁ ପାଇବାକୁ “MIN” ଟର୍ମକୁ “MEDIAN” ସହିତ ରିପ୍ଲେସ୍ କରନ୍ତୁ | | || ମଧ୍ୟମ ଧରଣର ଭାଲ୍ୟୁ ପାଇବାକୁ “MIN” ଟର୍ମକୁ “MEDIAN” ସହିତ ରିପ୍ଲେସ୍ କରନ୍ତୁ | | ||
+ | |||
|- | |- | ||
||08:40 | ||08:40 | ||
|| ଓ “Enter” ଦାବନ୍ତୁ | | || ଓ “Enter” ଦାବନ୍ତୁ | | ||
+ | |||
|- | |- | ||
||08:43 | ||08:43 | ||
|| ପରିଣାମ “800” ପ୍ରଦର୍ଶନ କରେ, ଯାହା ହେଉଛି କଲମ୍ ରେ ମଧ୍ୟମ ଧରଣର ଖର୍ଚ୍ଚ | | || ପରିଣାମ “800” ପ୍ରଦର୍ଶନ କରେ, ଯାହା ହେଉଛି କଲମ୍ ରେ ମଧ୍ୟମ ଧରଣର ଖର୍ଚ୍ଚ | | ||
+ | |||
|- | |- | ||
||08:50 | ||08:50 | ||
|| ସେହିପରି, ଆପଣ ଡାଟାରେ ଅନ୍ୟ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ତଦନୁସାରେ ସେଗୁଡ଼ିକୁ ବିଶ୍ଳେଷଣ କରିପାରିବେ | | || ସେହିପରି, ଆପଣ ଡାଟାରେ ଅନ୍ୟ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ତଦନୁସାରେ ସେଗୁଡ଼ିକୁ ବିଶ୍ଳେଷଣ କରିପାରିବେ | | ||
+ | |||
|- | |- | ||
||08:58 | ||08:58 | ||
|| ଏହି ସେଲ୍ ରେ ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରିଦିଅନ୍ତୁ | | || ଏହି ସେଲ୍ ରେ ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରିଦିଅନ୍ତୁ | | ||
+ | |||
|- | |- | ||
||09:02 | ||09:02 | ||
|| ଏବେ, ସଂଖ୍ୟାଗୁଡ଼ିକର ରାଉଣ୍ଡ ଅଫ୍ କିପରି କରାଯାଏ, ଶିଖିବା | | || ଏବେ, ସଂଖ୍ୟାଗୁଡ଼ିକର ରାଉଣ୍ଡ ଅଫ୍ କିପରି କରାଯାଏ, ଶିଖିବା | | ||
+ | |||
|- | |- | ||
||09:05 | ||09:05 | ||
|| ଚାଲନ୍ତୁ, “Cost” ହେଡିଙ୍ଗ୍ ତଳେ କିଛି ପରିବର୍ତ୍ତନ କରିବା | | || ଚାଲନ୍ତୁ, “Cost” ହେଡିଙ୍ଗ୍ ତଳେ କିଛି ପରିବର୍ତ୍ତନ କରିବା | | ||
+ | |||
|- | |- | ||
||09:09 | ||09:09 | ||
Line 309: | Line 400: | ||
“6000” ରୁ “6000.34” | “6000” ରୁ “6000.34” | ||
“600” ରୁ “600.4” ”300” ରୁ “300.3”. | “600” ରୁ “600.4” ”300” ରୁ “300.3”. | ||
+ | |||
|- | |- | ||
||09:23 | ||09:23 | ||
|| ଏବେ, “B11” ସେଲ୍ ରେ କ୍ଲିକ୍ କରନ୍ତୁ ଓ “ROUNDING OFF” ହେଡିଙ୍ଗ୍ ଟାଇପ୍ କରନ୍ତୁ | | || ଏବେ, “B11” ସେଲ୍ ରେ କ୍ଲିକ୍ କରନ୍ତୁ ଓ “ROUNDING OFF” ହେଡିଙ୍ଗ୍ ଟାଇପ୍ କରନ୍ତୁ | | ||
+ | |||
|- | |- | ||
||09:31 | ||09:31 | ||
|| “C11” ସେଲ୍ ରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ “Cost” ହେଡିଙ୍ଗ୍ ତଳେ ଥିବା ଆଇଟମ୍ ଗୁଡ଼ିକର ସମୁଦାୟ ପାଇବା | | || “C11” ସେଲ୍ ରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ “Cost” ହେଡିଙ୍ଗ୍ ତଳେ ଥିବା ଆଇଟମ୍ ଗୁଡ଼ିକର ସମୁଦାୟ ପାଇବା | | ||
+ | |||
|- | |- | ||
||09:39 | ||09:39 | ||
|| “Cost” ସେଲ୍ ରେ “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ | | || “Cost” ସେଲ୍ ରେ “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ | | ||
+ | |||
|- | |- | ||
||09:49 | ||09:49 | ||
||ଏଣ୍ଟର୍ ପ୍ରେସ୍ କରନ୍ତୁ | | ||ଏଣ୍ଟର୍ ପ୍ରେସ୍ କରନ୍ତୁ | | ||
+ | |||
|- | |- | ||
||09:53 | ||09:53 | ||
|| ଦେଖନ୍ତୁ, ସମୁଦାୟ ହେଉଛି “9701.04” | | || ଦେଖନ୍ତୁ, ସମୁଦାୟ ହେଉଛି “9701.04” | | ||
+ | |||
|- | |- | ||
||09:59 | ||09:59 | ||
|| ଏବେ ଧରନ୍ତୁ, ଆମେ ଆମ ପରିଣାମରେ କୌଣସି ଦଶମିକ ସ୍ଥାନ ଚାହୁଁନେ | | || ଏବେ ଧରନ୍ତୁ, ଆମେ ଆମ ପରିଣାମରେ କୌଣସି ଦଶମିକ ସ୍ଥାନ ଚାହୁଁନେ | | ||
+ | |||
|- | |- | ||
||10:04 | ||10:04 | ||
|| ପାଖାପାଖି ପୂର୍ଣ୍ଣ ସଂଖ୍ୟାକୁ ପରିଣାମ ରାଉଣ୍ଡ ଅଫ୍ କରିବା ହେଉଛି ସର୍ବୋତ୍ତମ ସମାଧାନ | | || ପାଖାପାଖି ପୂର୍ଣ୍ଣ ସଂଖ୍ୟାକୁ ପରିଣାମ ରାଉଣ୍ଡ ଅଫ୍ କରିବା ହେଉଛି ସର୍ବୋତ୍ତମ ସମାଧାନ | | ||
+ | |||
|- | |- | ||
||10:09 | ||10:09 | ||
|| ସମୁଦାୟ “9701.04” ଥିବା ସେଲ୍ ରେ କ୍ଲିକ୍ କରନ୍ତୁ | | || ସମୁଦାୟ “9701.04” ଥିବା ସେଲ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||10:15 | ||10:15 | ||
||ଟାଇପ୍ କରନ୍ତୁ “is equal to ROUND”, ବ୍ରାକେଟ୍ ଖୋଲନ୍ତୁ “SUM” ଓ ପୁଣିଥରେ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” | | ||ଟାଇପ୍ କରନ୍ତୁ “is equal to ROUND”, ବ୍ରାକେଟ୍ ଖୋଲନ୍ତୁ “SUM” ଓ ପୁଣିଥରେ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” | | ||
+ | |||
|- | |- | ||
||10:25 | ||10:25 | ||
||ବ୍ରାକେଟ୍ ବନ୍ଦ କରନ୍ତୁ | ଏଣ୍ଟର୍ ଦାବନ୍ତୁ | | ||ବ୍ରାକେଟ୍ ବନ୍ଦ କରନ୍ତୁ | ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
||10:29 | ||10:29 | ||
|| ଦେଖନ୍ତୁ, ଏବେ ପରିଣାମ ହେଉଛି “9701”, ଯାହା ହେଉଛି “9701.04”ର ପାଖାପାଖି ପୂର୍ଣ୍ଣ ସଂଖ୍ୟା | | || ଦେଖନ୍ତୁ, ଏବେ ପରିଣାମ ହେଉଛି “9701”, ଯାହା ହେଉଛି “9701.04”ର ପାଖାପାଖି ପୂର୍ଣ୍ଣ ସଂଖ୍ୟା | | ||
+ | |||
|- | |- | ||
||10:44 | ||10:44 | ||
|| ନିମ୍ନ ପୂର୍ଣ୍ଣ ସଂଖ୍ୟା କିମ୍ୱା ଉଚ୍ଚ ପୂର୍ଣ୍ଣ ସଂଖ୍ୟାକୁ ମଧ୍ୟ ରାଉଣ୍ଡିଙ୍ଗ୍ ଅଫ୍ କରିହେବ | | || ନିମ୍ନ ପୂର୍ଣ୍ଣ ସଂଖ୍ୟା କିମ୍ୱା ଉଚ୍ଚ ପୂର୍ଣ୍ଣ ସଂଖ୍ୟାକୁ ମଧ୍ୟ ରାଉଣ୍ଡିଙ୍ଗ୍ ଅଫ୍ କରିହେବ | | ||
+ | |||
|- | |- | ||
||10:52 | ||10:52 | ||
|| ପରିଣାମ ସହ ସେଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟର୍ମ “ROUND” କୁ ଏଡିଟ୍ କରି “ROUNDUP” କରନ୍ତୁ | | || ପରିଣାମ ସହ ସେଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟର୍ମ “ROUND” କୁ ଏଡିଟ୍ କରି “ROUNDUP” କରନ୍ତୁ | | ||
+ | |||
|- | |- | ||
||10:59 | ||10:59 | ||
|| ଏବେ, “Enter” ଦାବନ୍ତୁ | | || ଏବେ, “Enter” ଦାବନ୍ତୁ | | ||
+ | |||
|- | |- | ||
||11:02 | ||11:02 | ||
|| ଦେଖନ୍ତୁ, ଏବେ ପରିଣାମ ହେଉଛି “9702”, ଯାହା ହେଉଛି ଉଚ୍ଚତମ ପୂର୍ଣ୍ଣ ସଂଖ୍ୟା | | || ଦେଖନ୍ତୁ, ଏବେ ପରିଣାମ ହେଉଛି “9702”, ଯାହା ହେଉଛି ଉଚ୍ଚତମ ପୂର୍ଣ୍ଣ ସଂଖ୍ୟା | | ||
+ | |||
|- | |- | ||
||11:10 | ||11:10 | ||
|| ନିମ୍ନ ପୂର୍ଣ୍ଣ ସଂଖ୍ୟାକୁ ରାଉଣ୍ଡ ଅଫ୍ କରିବା କ୍ରମରେ, ଟର୍ମକୁ “ROUNDUP” ରୁ ପରିବର୍ତ୍ତନ କରି “ROUNDDOWN” କରନ୍ତୁ | | || ନିମ୍ନ ପୂର୍ଣ୍ଣ ସଂଖ୍ୟାକୁ ରାଉଣ୍ଡ ଅଫ୍ କରିବା କ୍ରମରେ, ଟର୍ମକୁ “ROUNDUP” ରୁ ପରିବର୍ତ୍ତନ କରି “ROUNDDOWN” କରନ୍ତୁ | | ||
+ | |||
|- | |- | ||
||11:17 | ||11:17 | ||
|| ଓ “Enter” ଦାବନ୍ତୁ | | || ଓ “Enter” ଦାବନ୍ତୁ | | ||
+ | |||
|- | |- | ||
||11:19 | ||11:19 | ||
|| ଏବେ ପରିଣାମ ହେଉଛି “9701”, ଯାହା ନିମ୍ନ ପୂର୍ଣ୍ଣ ସଂଖ୍ୟା ଅଟେ | | || ଏବେ ପରିଣାମ ହେଉଛି “9701”, ଯାହା ନିମ୍ନ ପୂର୍ଣ୍ଣ ସଂଖ୍ୟା ଅଟେ | | ||
+ | |||
|- | |- | ||
||11:28 | ||11:28 | ||
|| “Personal-Finance-Tracker.ods”କୁ ତାହାର ମୂଳ ରୂପରେ ପ୍ରାପ୍ତ କରିବାକୁ ଏହି ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | | || “Personal-Finance-Tracker.ods”କୁ ତାହାର ମୂଳ ରୂପରେ ପ୍ରାପ୍ତ କରିବାକୁ ଏହି ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | | ||
+ | |||
|- | |- | ||
||11:37 | ||11:37 | ||
|| ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | || ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | ||
+ | |||
|- | |- | ||
||11:43 | ||11:43 | ||
|| ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ: | || ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ: | ||
− | + | କଣ୍ଡିଶନାଲ୍ ଅପରେଟର୍ସ | |
− | + | If..Or ଷ୍ଟେଟମେଣ୍ଟ | |
− | + | ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ | |
− | + | ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ | |
+ | |||
|- | |- | ||
||11:55 | ||11:55 | ||
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | || ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | ||
+ | |||
|- | |- | ||
||11:58 | ||11:58 | ||
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | || ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ||
+ | |||
|- | |- | ||
||12:01 | ||12:01 | ||
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | || ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | ||
+ | |||
|- | |- | ||
||12:06 | ||12:06 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ | ||
+ | |||
|- | |- | ||
||12:08 | ||12:08 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | || ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ||
+ | |||
|- | |- | ||
||12:11 | ||12:11 | ||
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | || ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | ||
+ | |||
|- | |- | ||
||12:15 | ||12:15 | ||
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) | | || ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) | | ||
+ | |||
|- | |- | ||
||12:21 | ||12:21 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ||
+ | |||
|- | |- | ||
||12:26 | ||12:26 | ||
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | || ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ||
+ | |||
|- | |- | ||
||12:34 | ||12:34 | ||
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | || ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | ||
+ | |||
|- | |- | ||
||12:37 | ||12:37 | ||
|| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) | || ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) | ||
+ | |||
|- | |- | ||
||12:45 | ||12:45 | ||
− | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ | |
− | + | |} | |
− | ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ | | + |
Latest revision as of 11:28, 10 April 2017
Time | Narration |
00:00 | ଲିବର୍ ଅଫିସ୍ କାଲ୍କରେ ଫର୍ମୁଲା ଓ ଫଙ୍କସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
କଣ୍ଡିଶନାଲ୍ ଅପରେଟର୍ If..Or ଷ୍ଟେଟମେଣ୍ଟ ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ |
00:19 | ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ | |
00:30 | ଡାଟାରେ ମିଶାଣ, ଫେଡ଼ାଣ ଓ ହାରାହାରି ପରି ମୌଳିକ ଗାଣିତିକ ଅପରେଟର୍ସ ଲାଗୁକରିବା ବିଷୟରେ ଆମେ ଶିଖିସାରିଛେ | |
00:39 | ଏବେ ଚାଲନ୍ତୁ, ଅନ୍ୟ କିଛି ଉପଯୋଗୀ ଅପରେଟର୍ସ ବିଷୟରେ ଶିଖିବା | |
00:43 | ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ଅପରେଟର୍ସ ମଧ୍ୟରୁ ଗୋଟିଏ ହେଉଛି କଣ୍ଡିଶନାଲ୍ ଅପରେଟର୍ | |
00:51 | କଣ୍ଡିଶନାଲ୍ ଅପରେଟର୍,ୟୁଜର୍ ଦ୍ୱାରା ଡାଟାରେ ଲାଗୁ କଣ୍ଡିଶନ୍ ପାଇଁ ଯାଞ୍ଚ କରନ୍ତୁ |
00:56 | ଓ ତାହାପରେ ବୁଲିୟନ୍ ରେ ଠିକ୍ କିମ୍ୱା ଭୁଲ୍ ଉତ୍ତର ପ୍ରଦର୍ଶିତ ହୋଇଥାଏ | |
01:01 | “Personal-Finance-Tracker.ods” ଖୋଲନ୍ତୁ | |
01:05 | ଏଠାରେ, “Cost” ହେଡିଙ୍ଗ୍ ତଳେ, ଆମର ଅନେକ ଆଇଟମ୍ ର ମୂଲ୍ୟ ତାଲିକାଭୁକ୍ତ ହୋଇଅଛି | |
01:11 | ସେଗୁଡ଼ିକ ଉପରେ କଣ୍ଡିଶନାଲ୍ ଅପରେଟର୍ସ ଲାଗୁ କରି ପରିଣାମ ବିଶ୍ଳେଷଣ କରନ୍ତୁ | |
01:17 | “B10” ସେଲ୍ ଉପରେ କ୍ଲିକ୍ କରି ତା’ ଭିତରେ “Condition Result” ଟାଇପ୍ କରନ୍ତୁ | |
01:24 | ଏବେ, “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ | |
01:28 | ଏହି ସେଲ୍ ରେ କଣ୍ଡିଶନ୍ ର ପରିଣାମ ଲାଗୁ ହୋଇ ପ୍ରଦର୍ଶିତ ହେବ | |
01:33 | ଦେଖନ୍ତୁ, “House Rent”ର ଖର୍ଚ୍ଚ ହେଉଛି 6,000 ଟଙ୍କା | |
01:38 | “Electricity Bill”ର ଖର୍ଚ୍ଚ ହେଉଛି 800 ଟଙ୍କା | |
01:43 | “House Rent”ର ଖର୍ଚ୍ଚ “Electricity Bill”ଠାରୁ ଅଧିକ | |
01:48 | ସେହିଗୁଡ଼ିକ ଉପରେ ଆମେ ବିଭିନ୍ନ କଣ୍ଡିଶନ୍ ଲାଗୁ କରି ପରିଣାମ ଯାଞ୍ଚ କରିପାରିବା | |
01:54 | “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ | |
01:57 | ଏହି ସେଲ୍ ରେ, ପ୍ରଥମ କଣ୍ଡିଶନ୍ କୁ “is equal to C3 greater than C4 ” ଭାବେ ଟାଇପ୍ କରି “Enter” ଦାବନ୍ତୁ | |
02:09 | ଯେହେତୁ C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ, ତେଣୁ ଆମେ ପରିଣାମ “TRUE” ପାଇବା | |
02:18 | ଏବେ, ଏହି କଣ୍ଡିଶନାଲ୍ ଷ୍ଟେଟମେଣ୍ଟକୁ “is equal to C3 less than C4”ରେ ପରିବର୍ତ୍ତନ କରି |
02:26 | “Enter” ଦାବନ୍ତୁ | |
02:28 | ଆମେ ପରିଣାମ “FALSE” ପାଇବା | |
02:32 | ସମାନ ଭାବରେ, ଆପଣ ଅନ୍ୟ କଣ୍ଡିଶନାଲ୍ ଷ୍ଟେଟମେଣ୍ଟ ଲାଗୁ କରି ପରିଣାମ ଦେଖିପାରିବେ | |
02:38 | ବହୁତ ଡାଟା ସହ କାରବାର କରୁଥିବା ସମୟରେ ଏହି ଷ୍ଟେଟମେଣ୍ଟଗୁଡ଼ିକ ବହୁତ ଉପଯୋଗୀ ହୋଇଥା’ନ୍ତି | |
02:44 | ଡାଟାରେ ଆପଣ “If and Or” କଣ୍ଡିଶନ୍ ମଧ୍ୟ ବ୍ୟବହାର କରିପାରିବେ | |
02:49 | ପରିଣାମ ପ୍ରିଣ୍ଟ କରିବା ପାଇଁ କଣ୍ଡିଶନ୍ ଅନୁସାରେ ତାହା TRUE ଧରିଥାଏ | |
02:55 | “C10” ସେଲ୍ ରେ କ୍ଲିକ୍ କରନ୍ତୁ ଓ ଟାଇପ୍ କରନ୍ତୁ |
02:59 | “ is equal to IF” ଓ ବ୍ରାକେଟ୍ ମଧ୍ୟରେ “C3 greater than C4” କମା, ଡବଲ୍ କ୍ୱୋଟ୍ସ ମଧ୍ୟରେ “Positive” କମା ଓ ପୁଣିଥରେ ଡବଲ୍ କ୍ୱୋଟ୍ସ ମଧ୍ୟରେ “Negative”. |
03:16 | ଏହାର ଅର୍ଥ, C3 ସେଲ୍ ରେ ଥିବା ଭାଲ୍ୟୁ ଯଦି C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥାଏ, ତେବେ “Positive” ପ୍ରଦର୍ଶିତ ହେବ | |
03:25 | ନହେଲେ “Negative” ପ୍ରଦର୍ଶିତ ହେବ | |
03:28 | ଏବେ “Enter” ଦାବନ୍ତୁ | |
03:31 | ଦେଖନ୍ତୁ, 6000 ଟଙ୍କା 800 ଟଙ୍କାଠାରୁ ଅଧିକ ହୋଇଥିବାରୁ ପରିଣାମ “Positive” ଆସିଲା | |
03:39 | ବର୍ତ୍ତମାନ, କଣ୍ଡିଶନାଲ୍ ଷ୍ଟେଟମେଣ୍ଟରେ “greater than” ରୁ “less than”କୁ ପରିବର୍ତ୍ତନ କରି ଏଣ୍ଟର୍ ଦାବନ୍ତୁ | |
03:47 | ଦେଖନ୍ତୁ, C3 ସେଲ୍ ରେ ଥିବା ଭାଲ୍ୟୁ C4 ସେଲ୍ ରେ ଥିବା ଭାଲ୍ୟୁଠାରୁ ଅଧିକ ହୋଇଥିବାରୁ ଏବେ ପରିଣାମ “Negative” ଦେଖାଉଛି | |
03:57 | C3 ଓ C4 ସେଲ୍ସରେ ଯଦି ଆମେ ଡାଟା ପରିବର୍ତ୍ତନ କରିବା, ତେବେ ଆମେ ପରିଣାମରେ ମଧ୍ୟ ପରିବର୍ତ୍ତନ ଦେଖିପାରିବା | |
04:04 | ପରିଣାମ “Negative” ପ୍ରଦର୍ଶିତ ହେବ | |
04:09 | C4 ସେଲ୍ ରେ ଭାଲ୍ୟୁ “7000”କୁ ବଢ଼ାଇ “Enter” ପ୍ରେସ୍ କରନ୍ତୁ | |
04:17 | ପରିଣାମ ଅଟିମେଟିକାଲୀ “Positive”କୁ ପରିବର୍ତ୍ତିତ ହୋଇଯିବ | |
04:22 | ପୁଣିଥରେ C4ରେ ଭାଲ୍ୟୁକୁ “800”କୁ ହ୍ରାସ କରନ୍ତୁ | |
04:26 | ଓ “Enter” ପ୍ରେସ୍ କରନ୍ତୁ | |
04:29 | ପରିଣାମ ପୁଣିଥରେ ଅଟୋମେଟିକାଲୀ “Negative”କୁ ଚେଞ୍ଜ ହୋଇଯିବ | |
04:34 | ଏବେ, ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରନ୍ତୁ | |
04:38 | ଏହାପରେ, ଚାଲନ୍ତୁ କିଛି ଆରିଥମେଟିକ୍ ଓ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ଦେଖିବା | |
04:43 | ବେସିକ୍ ଆରିଥମେଟିକ୍ ଫଙ୍କସନ୍ସରେ ରହିଛି:
ମିଶାଣ ପାଇଁ SUM, ଗୁଣନ ପାଇଁ PRODUCT ହରଣ ପାଇଁ QUOTIENT ଆହୁରି ଅନେକ, ଯାହା ଆମେ ପୂର୍ବ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଶିଖିସାରିଛେ | |
04:57 | Sum, Product ଓ Quotient ଫଙ୍କସନ୍ କିପରି କାମକରେ ଜାଣିବା ପାଇଁ ଚାଲନ୍ତୁ ଏବେ କିଛି କାର୍ଯ୍ୟ କରିବା | |
05:05 | ପ୍ରଥମେ “Sheet 3” ସିଲେକ୍ଟ କରନ୍ତୁ | |
05:08 | “B1”, “B2” ଓ “B3” ସେଲ୍ସରେ କ୍ରମଶଃ “50”,”100” ଓ ”150” ସଂଖ୍ୟା ଏଣ୍ଟର୍ କରନ୍ତୁ | |
05:19 | “A4” ସେଲ୍ ରେ କ୍ଲିକ୍ କରି “SUM” ଟାଇପ୍ କରନ୍ତୁ | |
05:23 | “B4” ସେଲ୍ ରେ କ୍ଲିକ୍ କରନ୍ତୁ | |
05:26 | ଏହି ସେଲ୍ ରେ ଆମେ ପରିଣାମ ଗଣନା କରିବା | |
05:30 | ଟାଇପ୍ କରନ୍ତୁ “is equal to “SUM”, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 | |
05:37 | ଏଣ୍ଟର୍ ପ୍ରେସ୍ କରନ୍ତୁ | |
05:39 | ଦେଖନ୍ତୁ, ପରିଣାମ “300” ଦେଖାଇଲା | |
05:43 | ଏହିପରି ଆପଣ ସେଲ୍ସର ବିଭିନ୍ନ ପ୍ରକାର ମଧ୍ୟ ଏଣ୍ଟର୍ କରିପାରିବେ | |
05:47 | ପୁଣିଥରେ “B4”ରେ କ୍ଲିକ୍ କରନ୍ତୁ | |
05:49 | ଏବେ, ବ୍ରାକେଟ୍ ମଧ୍ୟରେ, B1 କମା B2 କମା B3 ବଦଳରେ, B1 କଲନ୍ B3 ଟାଇପ୍ କରି |
05:58 | ଏଣ୍ଟର୍ ଦାବନ୍ତୁ | |
06:00 | ପୁଣି, ପରିଣାମ “300” ଦେଖାଇବ | |
06:03 | ବର୍ତ୍ତମାନ, “A5” ସେଲ୍ ରେ କ୍ଲିକ୍ କରି “PRODUCT” ଟାଇପ୍ କରନ୍ତୁ | |
06:08 | “B5” ସେଲ୍ ରେ କ୍ଲିକ୍ କରନ୍ତୁ | |
06:10 | ଏଠାରେ “is equal to “PRODUCT”, ଓ ବ୍ରାକେଟ୍ ମଧ୍ୟରେ, B1 କଲନ୍ B3 ଟାଇପ୍ କରି |
06:18 | ଏଣ୍ଟର୍ ଦାବନ୍ତୁ | |
06:20 | ଦେଖନ୍ତୁ, ପରିଣାମ “7,50,000” ଦେଖାଉଛି | |
06:26 | ବର୍ତ୍ତମାନ, Quotient କିପରି କାମ କରେ, ଦେଖିବା | |
06:29 | “A6” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ “QUOTIENT” ଟାଇପ୍ କରନ୍ତୁ | |
06:34 | ଏବେ, “B6” ସେଲ୍ ଉପରେ କ୍ଲିକ୍ କରନ୍ତୁ | |
06:37 | ପରିଣାମ ଗଣନା କରିବାକୁ ଆମେ ଏହି ସେଲ୍ ବ୍ୟବହାର କରିବା | |
06:40 | ଟାଇପ୍ କରନ୍ତୁ “is equal to QUOTIENT”, ଓ ବ୍ରାକେଟ୍ ମଧ୍ୟରେ, B2 କମା B1 | |
06:47 | ଏଣ୍ଟର୍ ଦାବନ୍ତୁ | |
06:49 | ଆପଣ, ପରିଣାମ “2” ପାଇବେ | କାରଣ “100” ହରଣ “50”, 2 ଦେଇଥାଏ | |
06:59 | ସେହିପରି, ଆମେ କାଲ୍କରେ ବିଭିନ୍ନ ଆରିଥମେଟିକ୍ ଅପରେଶନ୍ସ କରିପାରିବା | |
07:05 | ଏବେ, ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ କିପରି ଲାଗୁ କରାଯାଏ, ଚାଲନ୍ତୁ ଶିଖିବା | |
07:09 | ନିମ୍ନଲିଖିତଗୁଡ଼ିକ ପାଇଁ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ଉପଯୋଗୀ ଅଟେ:
ସ୍ପ୍ରେଡ୍ ଶୀଟ୍ ରେ ଡାଟା ଆନାଲିସିସ୍ ପାଇଁ | ଉଦାହରଣସ୍ୱରୂପ, COUNT, MIN, MAX, MEDIAN, MODE ପରି ଫଙ୍କସନ୍ସ ଓ ଆହୁରି ଅନେକ ପ୍ରକୃତିରେ ଷ୍ଟାଟିଷ୍ଟିକାଲ୍ ଅଟେ | |
07:27 | ପ୍ରଥମେ, sheet 1ରେ କ୍ଲିକ୍ କରନ୍ତୁ | |
07:30 | ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ସର୍ବନିମ୍ନ, ସର୍ବାଧିକ ଓ ମଧ୍ୟମ ଧରଣର ଖର୍ଚ୍ଚ କିପରି ପାଇବେ, ଚାଲନ୍ତୁ ଦେଖିବା | |
07:37 | “C10” ସେଲ୍ ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ ପରିଣାମ ପ୍ରଦର୍ଶନ କରିବା | |
07:44 | “Cost”ହେଡିଙ୍ଗ୍ ତଳେ, ଆମର ବହୁତ କମ୍ ଏଣ୍ଟ୍ରୀଜ୍ ଅଛି | |
07:48 | ସର୍ବନିମ୍ନ ଖର୍ଚ୍ଚ ହେଉଛି 300 ଟଙ୍କା | |
07:51 | ସର୍ବାଧିକ ଖର୍ଚ୍ଚ ହେଉଛି 6000 ଟଙ୍କା | |
07:55 | ଏହିଗୁଡ଼ିକ ହେଉଛି ପରିଣାମ, ଯାହା ସେଗୁଡ଼ିକର ଫଙ୍କସନ୍ସ ବ୍ୟବହାର କଲେ ପ୍ରଦର୍ଶିତ ହେବା ଉଚିତ | |
08:00 | “C10” ସେଲ୍ ରେ “is equal to MAX” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ | |
08:10 | “Enter” ଦାବନ୍ତୁ | |
08:13 | ଦେଖନ୍ତୁ, ପରିଣାମ ହେଉଛି “6000”, ଯାହା କଲମ୍ ରେ ସର୍ବାଧିକ ଭାଲ୍ୟୁ ଅଟେ | |
08:20 | ଏବେ, ଷ୍ଟେଟମେଣ୍ଟରେ “MAX” ଟର୍ମକୁ “MIN” ସହିତ ରିପ୍ଲେସ୍ କରନ୍ତୁ | |
08:25 | ଓ “Enter” ଦାବନ୍ତୁ | |
08:28 | ଦେଖନ୍ତୁ, ପରିଣାମ ହେଉଛି “300”, ଯାହା ହେଉଛି ଖର୍ଚ୍ଚ କଲମ୍ରେ ସର୍ବନିମ୍ନ ରାଶି | |
08:34 | ମଧ୍ୟମ ଧରଣର ଭାଲ୍ୟୁ ପାଇବାକୁ “MIN” ଟର୍ମକୁ “MEDIAN” ସହିତ ରିପ୍ଲେସ୍ କରନ୍ତୁ | |
08:40 | ଓ “Enter” ଦାବନ୍ତୁ | |
08:43 | ପରିଣାମ “800” ପ୍ରଦର୍ଶନ କରେ, ଯାହା ହେଉଛି କଲମ୍ ରେ ମଧ୍ୟମ ଧରଣର ଖର୍ଚ୍ଚ | |
08:50 | ସେହିପରି, ଆପଣ ଡାଟାରେ ଅନ୍ୟ ଷ୍ଟାଟିଷ୍ଟିକାଲ୍ ଫଙ୍କସନ୍ସ ବ୍ୟବହାର କରି ତଦନୁସାରେ ସେଗୁଡ଼ିକୁ ବିଶ୍ଳେଷଣ କରିପାରିବେ | |
08:58 | ଏହି ସେଲ୍ ରେ ପରିବର୍ତ୍ତନଗୁଡ଼ିକୁ ଡିଲିଟ୍ କରିଦିଅନ୍ତୁ | |
09:02 | ଏବେ, ସଂଖ୍ୟାଗୁଡ଼ିକର ରାଉଣ୍ଡ ଅଫ୍ କିପରି କରାଯାଏ, ଶିଖିବା | |
09:05 | ଚାଲନ୍ତୁ, “Cost” ହେଡିଙ୍ଗ୍ ତଳେ କିଛି ପରିବର୍ତ୍ତନ କରିବା | |
09:09 | ଆମେ ପରିବର୍ତ୍ତନ କରିବା:
“6000” ରୁ “6000.34” “600” ରୁ “600.4” ”300” ରୁ “300.3”. |
09:23 | ଏବେ, “B11” ସେଲ୍ ରେ କ୍ଲିକ୍ କରନ୍ତୁ ଓ “ROUNDING OFF” ହେଡିଙ୍ଗ୍ ଟାଇପ୍ କରନ୍ତୁ | |
09:31 | “C11” ସେଲ୍ ରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ “Cost” ହେଡିଙ୍ଗ୍ ତଳେ ଥିବା ଆଇଟମ୍ ଗୁଡ଼ିକର ସମୁଦାୟ ପାଇବା | |
09:39 | “Cost” ସେଲ୍ ରେ “is equal to SUM” ଓ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” ଟାଇପ୍ କରନ୍ତୁ | |
09:49 | ଏଣ୍ଟର୍ ପ୍ରେସ୍ କରନ୍ତୁ | |
09:53 | ଦେଖନ୍ତୁ, ସମୁଦାୟ ହେଉଛି “9701.04” | |
09:59 | ଏବେ ଧରନ୍ତୁ, ଆମେ ଆମ ପରିଣାମରେ କୌଣସି ଦଶମିକ ସ୍ଥାନ ଚାହୁଁନେ | |
10:04 | ପାଖାପାଖି ପୂର୍ଣ୍ଣ ସଂଖ୍ୟାକୁ ପରିଣାମ ରାଉଣ୍ଡ ଅଫ୍ କରିବା ହେଉଛି ସର୍ବୋତ୍ତମ ସମାଧାନ | |
10:09 | ସମୁଦାୟ “9701.04” ଥିବା ସେଲ୍ ରେ କ୍ଲିକ୍ କରନ୍ତୁ | |
10:15 | ଟାଇପ୍ କରନ୍ତୁ “is equal to ROUND”, ବ୍ରାକେଟ୍ ଖୋଲନ୍ତୁ “SUM” ଓ ପୁଣିଥରେ ବ୍ରାକେଟ୍ ମଧ୍ୟରେ “C3” କଲନ୍ “C7” | |
10:25 | ବ୍ରାକେଟ୍ ବନ୍ଦ କରନ୍ତୁ | ଏଣ୍ଟର୍ ଦାବନ୍ତୁ | |
10:29 | ଦେଖନ୍ତୁ, ଏବେ ପରିଣାମ ହେଉଛି “9701”, ଯାହା ହେଉଛି “9701.04”ର ପାଖାପାଖି ପୂର୍ଣ୍ଣ ସଂଖ୍ୟା | |
10:44 | ନିମ୍ନ ପୂର୍ଣ୍ଣ ସଂଖ୍ୟା କିମ୍ୱା ଉଚ୍ଚ ପୂର୍ଣ୍ଣ ସଂଖ୍ୟାକୁ ମଧ୍ୟ ରାଉଣ୍ଡିଙ୍ଗ୍ ଅଫ୍ କରିହେବ | |
10:52 | ପରିଣାମ ସହ ସେଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟର୍ମ “ROUND” କୁ ଏଡିଟ୍ କରି “ROUNDUP” କରନ୍ତୁ | |
10:59 | ଏବେ, “Enter” ଦାବନ୍ତୁ | |
11:02 | ଦେଖନ୍ତୁ, ଏବେ ପରିଣାମ ହେଉଛି “9702”, ଯାହା ହେଉଛି ଉଚ୍ଚତମ ପୂର୍ଣ୍ଣ ସଂଖ୍ୟା | |
11:10 | ନିମ୍ନ ପୂର୍ଣ୍ଣ ସଂଖ୍ୟାକୁ ରାଉଣ୍ଡ ଅଫ୍ କରିବା କ୍ରମରେ, ଟର୍ମକୁ “ROUNDUP” ରୁ ପରିବର୍ତ୍ତନ କରି “ROUNDDOWN” କରନ୍ତୁ | |
11:17 | ଓ “Enter” ଦାବନ୍ତୁ | |
11:19 | ଏବେ ପରିଣାମ ହେଉଛି “9701”, ଯାହା ନିମ୍ନ ପୂର୍ଣ୍ଣ ସଂଖ୍ୟା ଅଟେ | |
11:28 | “Personal-Finance-Tracker.ods”କୁ ତାହାର ମୂଳ ରୂପରେ ପ୍ରାପ୍ତ କରିବାକୁ ଏହି ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
11:37 | ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
11:43 | ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ:
କଣ୍ଡିଶନାଲ୍ ଅପରେଟର୍ସ If..Or ଷ୍ଟେଟମେଣ୍ଟ ବେସିକ୍ ଷ୍ଟାଟିଷ୍ଟିକ୍ ଫଙ୍କସନ୍ସ ରାଉଣ୍ଡିଙ୍ଗ୍ ଅଫ୍ ନମ୍ୱର୍ସ |
11:55 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
11:58 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
12:01 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
12:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
12:08 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | |
12:11 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | |
12:15 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) | |
12:21 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
12:26 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
12:34 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
12:37 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro) |
12:45 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ | |