Difference between revisions of "LibreOffice-Suite-Calc/C3/Images-and-Graphics/Oriya"

From Script | Spoken-Tutorial
Jump to: navigation, search
(Created page with "=Resources for recording= Images and graphics in Calc {| border=1 || '''Time''' || '''Narration''' |- ||00:00 || ଲିବର୍...")
 
 
(One intermediate revision by the same user not shown)
Line 1: Line 1:
=Resources for recording=
 
[[Media:Images and graphics in Calc.zip |Images and graphics in Calc]]
 
 
 
{| border=1
 
{| border=1
 
|| '''Time'''
 
|| '''Time'''
 
|| '''Narration'''
 
|| '''Narration'''
 +
 
|-
 
|-
 
||00:00
 
||00:00
 
|| ଲିବର୍ ଅଫିସ୍ କାଲ୍କରେ ଇମେଜ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 
|| ଲିବର୍ ଅଫିସ୍ କାଲ୍କରେ ଇମେଜ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
|-
 
|-
 
||00:06
 
||00:06
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା:
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା:
 +
 
|-
 
|-
 
||00:09
 
||00:09
 
|| ଗୋଟିଏ ଡକ୍ୟୁମେଣ୍ଟରେ ଏକ ଇମେଜ୍ ଫାଇଲ୍  
 
|| ଗୋଟିଏ ଡକ୍ୟୁମେଣ୍ଟରେ ଏକ ଇମେଜ୍ ଫାଇଲ୍  
 +
 
|-
 
|-
 
||00:13
 
||00:13
 
|| ଯେପରି - jpeg, png କିମ୍ୱା bmp ଇନ୍ସର୍ଟ କରିବା |
 
|| ଯେପରି - jpeg, png କିମ୍ୱା bmp ଇନ୍ସର୍ଟ କରିବା |
 +
 
|-
 
|-
 
||00:19
 
||00:19
 
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
 
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
 +
 
|-
 
|-
 
||00:28
 
||00:28
 
|| ଏକ ସ୍ପ୍ରେଡ୍ ଶୀଟ୍ ରେ ଇମେଜେସ୍
 
|| ଏକ ସ୍ପ୍ରେଡ୍ ଶୀଟ୍ ରେ ଇମେଜେସ୍
* ସିଧାସଳଖ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରି
+
ସିଧାସଳଖ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରି
* ଏକ ଗ୍ରାଫିକ୍ ପ୍ରୋଗ୍ରାମ୍ ରୁ
+
ଏକ ଗ୍ରାଫିକ୍ ପ୍ରୋଗ୍ରାମ୍ ରୁ
* ଏକ କ୍ଲିପ୍ ବୋର୍ଡ ସାହାଯ୍ୟରେ କିମ୍ୱା  
+
ଏକ କ୍ଲିପ୍ ବୋର୍ଡ ସାହାଯ୍ୟରେ କିମ୍ୱା  
* ଗ୍ୟାଲେରୀରୁ ଆଡ୍ କରିହେବ |
+
ଗ୍ୟାଲେରୀରୁ ଆଡ୍ କରିହେବ |
 +
 
 
|-
 
|-
 
||00:39
 
||00:39
 
|| ପ୍ରତ୍ୟେକ ବିଷୟରେ ଆମେ ସବିଶେଷ ଆଲୋଚନା କରିବା |
 
|| ପ୍ରତ୍ୟେକ ବିଷୟରେ ଆମେ ସବିଶେଷ ଆଲୋଚନା କରିବା |
 +
 
|-
 
|-
 
||00:43
 
||00:43
 
|| ଆମର “Personal-Finance-Tracker.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ |
 
|| ଆମର “Personal-Finance-Tracker.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ |
 +
 
|-
 
|-
 
||00:48
 
||00:48
 
|| ପ୍ରଥମେ, ଶୀଟ୍ 2 ସିଲେକ୍ଟ କରନ୍ତୁ |
 
|| ପ୍ରଥମେ, ଶୀଟ୍ 2 ସିଲେକ୍ଟ କରନ୍ତୁ |
 +
 
|-
 
|-
 
||00:51
 
||00:51
 
|| ଆମେ ଏହି ଶୀଟ୍ ରେ ଇମେଜେସ୍ ଇନ୍ସର୍ଟ କରିବା |
 
|| ଆମେ ଏହି ଶୀଟ୍ ରେ ଇମେଜେସ୍ ଇନ୍ସର୍ଟ କରିବା |
 +
 
|-
 
|-
 
||00:54
 
||00:54
 
|| ଗୋଟିଏ ସେଲ୍ ସିଲେକ୍ଟ କରିବା ପରେ ପିକଚର୍ ଇନ୍ସର୍ଟ କରିବା ଏକ ଭଲ ଅଭ୍ୟାସ |
 
|| ଗୋଟିଏ ସେଲ୍ ସିଲେକ୍ଟ କରିବା ପରେ ପିକଚର୍ ଇନ୍ସର୍ଟ କରିବା ଏକ ଭଲ ଅଭ୍ୟାସ |
 +
 
|-
 
|-
 
||00:59
 
||00:59
 
|| ଯଦି ଗୋଟିଏ ଇମେଜ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଆଗରୁ ଅଛି, ତେବେ ଆପଣ “Insert” ଉପରେ କ୍ଲିକ୍ କରି  
 
|| ଯଦି ଗୋଟିଏ ଇମେଜ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଆଗରୁ ଅଛି, ତେବେ ଆପଣ “Insert” ଉପରେ କ୍ଲିକ୍ କରି  
 +
 
|-
 
|-
 
||01:06
 
||01:06
 
|| ଓ ତାହାପରେ “Picture” ଓ “From File” ସିଲେକ୍ଟ କରି ତାହାକୁ ଇନ୍ସର୍ଟ କରିପାରିବେ |
 
|| ଓ ତାହାପରେ “Picture” ଓ “From File” ସିଲେକ୍ଟ କରି ତାହାକୁ ଇନ୍ସର୍ଟ କରିପାରିବେ |
 +
 
|-
 
|-
 
||01:10
 
||01:10
 
|| ଏବେ, ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଲୋକେଟ୍ କରନ୍ତୁ |
 
|| ଏବେ, ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଲୋକେଟ୍ କରନ୍ତୁ |
 +
 
|-
 
|-
 
||01:14
 
||01:14
 
|| “Images” ନାମକ ଏକ ଫୋଲ୍ଡର୍ ରେ କିଛି ଇମେଜେସ୍ ଷ୍ଟୋର୍ କରି, ମୁଁ ତାକୁ ଡେସ୍କଟପ୍ ରେ ରଖିସାରିଛି |
 
|| “Images” ନାମକ ଏକ ଫୋଲ୍ଡର୍ ରେ କିଛି ଇମେଜେସ୍ ଷ୍ଟୋର୍ କରି, ମୁଁ ତାକୁ ଡେସ୍କଟପ୍ ରେ ରଖିସାରିଛି |
 +
 
|-
 
|-
 
||01:20
 
||01:20
 
|| ମୁଁ “Image1” ଚୟନ କରିବି |
 
|| ମୁଁ “Image1” ଚୟନ କରିବି |
 +
 
|-
 
|-
 
||01:24
 
||01:24
 
|| “Location” ଫିଲ୍ଡରେ ଇମେଜ୍ ର ନାମ ଦେଖନ୍ତୁ |
 
|| “Location” ଫିଲ୍ଡରେ ଇମେଜ୍ ର ନାମ ଦେଖନ୍ତୁ |
 +
 
|-
 
|-
 
||01:28
 
||01:28
 
|| “Open” ବଟନ୍ ରେ କ୍ଲିକ୍ କରନ୍ତୁ |
 
|| “Open” ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||01:31
 
||01:31
 
|| ଦେଖନ୍ତୁ, ଇମେଜ୍ ଟି ସ୍ପ୍ରେଡ୍ ଶୀଟ୍ ରେ ଦେଖାଦେଲା |
 
|| ଦେଖନ୍ତୁ, ଇମେଜ୍ ଟି ସ୍ପ୍ରେଡ୍ ଶୀଟ୍ ରେ ଦେଖାଦେଲା |
 +
 
|-
 
|-
 
||01:38
 
||01:38
 
|| ଏହାକୁ ଲିଙ୍କ୍ କରି ଆଉଏକ ପିକଚର୍ ଇନ୍ସର୍ଟ କରିବା |
 
|| ଏହାକୁ ଲିଙ୍କ୍ କରି ଆଉଏକ ପିକଚର୍ ଇନ୍ସର୍ଟ କରିବା |
 +
 
|-
 
|-
 
||01:42
 
||01:42
 
|| ପ୍ରଥମେ, ଏକ ନୂଆ ସେଲ୍ ସିଲେକ୍ଟ କରିବା |
 
|| ପ୍ରଥମେ, ଏକ ନୂଆ ସେଲ୍ ସିଲେକ୍ଟ କରିବା |
 +
 
|-
 
|-
 
||01:45
 
||01:45
 
|| ଏବେ, “Insert” ଓ “Picture” ଉପରେ କ୍ଲିକ୍ କରି “From File” ସିଲେକ୍ଟ କରନ୍ତୁ | ଆଉ ଗୋଟିଏ ଇମେଜ୍ ସିଲେକ୍ଟ କରିବା |
 
|| ଏବେ, “Insert” ଓ “Picture” ଉପରେ କ୍ଲିକ୍ କରି “From File” ସିଲେକ୍ଟ କରନ୍ତୁ | ଆଉ ଗୋଟିଏ ଇମେଜ୍ ସିଲେକ୍ଟ କରିବା |
 +
 
|-
 
|-
 
||01:55
 
||01:55
 
|| “Image 2” ଉପରେ କ୍ଲିକ୍ କରନ୍ତୁ |
 
|| “Image 2” ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||01:58
 
||01:58
 
|| ଆପଣଙ୍କ ଡକ୍ୟୁମେଣ୍ଟରେ ଇମେଜ୍ ଲିଙ୍କ୍ କରିବାକୁ, “Link” ଅପ୍ସନ୍ ଚେକ୍ କରନ୍ତୁ ଓ “Open” କ୍ଲିକ୍ କରନ୍ତୁ |
 
|| ଆପଣଙ୍କ ଡକ୍ୟୁମେଣ୍ଟରେ ଇମେଜ୍ ଲିଙ୍କ୍ କରିବାକୁ, “Link” ଅପ୍ସନ୍ ଚେକ୍ କରନ୍ତୁ ଓ “Open” କ୍ଲିକ୍ କରନ୍ତୁ |
 +
 
|-
 
|-
 
||02:05
 
||02:05
 
|| ପ୍ରଦର୍ଶିତ ଡାୟଲଗ୍ ବକ୍ସରେ “Keep Link” ବଟନ୍ ରେ କ୍ଲିକ୍ କରନ୍ତୁ |
 
|| ପ୍ରଦର୍ଶିତ ଡାୟଲଗ୍ ବକ୍ସରେ “Keep Link” ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||02:11
 
||02:11
 
|| ପିକଚର୍ ଟି ଏବେ ଫାଇଲ୍ ସହ ଲିଙ୍କ୍ ହୋଇଗଲା |
 
|| ପିକଚର୍ ଟି ଏବେ ଫାଇଲ୍ ସହ ଲିଙ୍କ୍ ହୋଇଗଲା |
 +
 
|-
 
|-
 
||02:15
 
||02:15
 
|| ଲିଙ୍କ୍ କରୁଛି
 
|| ଲିଙ୍କ୍ କରୁଛି
 +
 
|-
 
|-
 
||02:17
 
||02:17
||  
+
||ଯେତେବେଳେ ଆମେ ଏକ ଫାଇଲ୍ ଲିଙ୍କ୍ କରୁ:ପ୍ରଥମେ, ଯେତେବେଳେ ଏହାକୁ ସେଭ୍ କରାଯାଏ ଏହା ସ୍ପ୍ରେଡ୍ ଶୀଟ୍ ର ସାଇଜ୍ ହ୍ରାସ କରିଥାଏ
ଯେତେବେଳେ ଆମେ ଏକ ଫାଇଲ୍ ଲିଙ୍କ୍ କରୁ:
+
 
ପ୍ରଥମେ, ଯେତେବେଳେ ଏହାକୁ ସେଭ୍ କରାଯାଏ ଏହା ସ୍ପ୍ରେଡ୍ ଶୀଟ୍ ର ସାଇଜ୍ ହ୍ରାସ କରିଥାଏ
+
 
|-
 
|-
 
||02:23
 
||02:23
 
|| କାରଣ, ଆମ ସ୍ପ୍ରେଡ୍ ଶୀଟ୍ ଫାଇଲ୍ ରେ ଇମେଜ୍ ନଥାଏ |
 
|| କାରଣ, ଆମ ସ୍ପ୍ରେଡ୍ ଶୀଟ୍ ଫାଇଲ୍ ରେ ଇମେଜ୍ ନଥାଏ |
 +
 
|-
 
|-
 
||02:27
 
||02:27
 
|| ଦ୍ୱିତୀୟରେ, ଉଭୟ ଫାଇଲ୍ସକୁ ପୃଥକ୍ ଭାବେ ମୋଡିଫାଏ କରିବାକୁ ଏହା ୟୁଜର୍ କୁ ସକ୍ଷମ କରିଥାଏ |
 
|| ଦ୍ୱିତୀୟରେ, ଉଭୟ ଫାଇଲ୍ସକୁ ପୃଥକ୍ ଭାବେ ମୋଡିଫାଏ କରିବାକୁ ଏହା ୟୁଜର୍ କୁ ସକ୍ଷମ କରିଥାଏ |
 +
 
|-
 
|-
 
||02:32
 
||02:32
||ଇମେଜ୍ ଫାଇଲ୍ ରେ କୌଣସି ପରିବର୍ତ୍ତନ କରାଗଲେ,
+
||ଇମେଜ୍ ଫାଇଲ୍ ରେ କୌଣସି ପରିବର୍ତ୍ତନ କରାଗଲେ,ତାହା ସ୍ପ୍ରେଡ୍ ଶୀଟ୍ ରେ ଲିଙ୍କ ହୋଇଥିବା ଇମେଜ୍ ରେ ପ୍ରତିଫଳିତ ହୁଏ
ତାହା ସ୍ପ୍ରେଡ୍ ଶୀଟ୍ ରେ ଲିଙ୍କ ହୋଇଥିବା ଇମେଜ୍ ରେ ପ୍ରତିଫଳିତ ହୁଏ
+
 
 
|-
 
|-
 
||02:39
 
||02:39
 
|| ଫାଇଲ୍ ସହିତ ଲିଙ୍କ୍ ହୋଇଥିବା Image 2ର ରଙ୍ଗକୁ ଚାଲନ୍ତୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରିବା |
 
|| ଫାଇଲ୍ ସହିତ ଲିଙ୍କ୍ ହୋଇଥିବା Image 2ର ରଙ୍ଗକୁ ଚାଲନ୍ତୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରିବା |
 +
 
|-
 
|-
 
||02:46
 
||02:46
 
|| ଏହି ପିକଚର୍ ଏଡିଟ୍ କରିବାକୁ ମୁଁ ପିକଚର୍  ଏଡିଟର୍ GIMP ବ୍ୟବହାର କରୁଛି |
 
|| ଏହି ପିକଚର୍ ଏଡିଟ୍ କରିବାକୁ ମୁଁ ପିକଚର୍  ଏଡିଟର୍ GIMP ବ୍ୟବହାର କରୁଛି |
 +
 
|-
 
|-
 
||02:50
 
||02:50
 
|| ଆପଣଙ୍କ ସିଷ୍ଟମ୍ ରେ ଇନଷ୍ଟଲ୍ ହୋଇଥିବା ଯେକୌଣସି ଏଡିଟର୍ ଆପଣ ବ୍ୟବହାର କରିପାରିବେ |
 
|| ଆପଣଙ୍କ ସିଷ୍ଟମ୍ ରେ ଇନଷ୍ଟଲ୍ ହୋଇଥିବା ଯେକୌଣସି ଏଡିଟର୍ ଆପଣ ବ୍ୟବହାର କରିପାରିବେ |
 +
 
|-
 
|-
 
||02:54
 
||02:54
 
|| ପ୍ରଥମେ, "Personal-Finance-Tracker.ods" ସେଭ୍ କରି ବନ୍ଦ କରନ୍ତୁ |
 
|| ପ୍ରଥମେ, "Personal-Finance-Tracker.ods" ସେଭ୍ କରି ବନ୍ଦ କରନ୍ତୁ |
 +
 
|-
 
|-
 
||03:01
 
||03:01
 
|| ତାହାପରେ ଇମେଜ୍ ଫୋଲ୍ଡର୍ କୁ ଯାଆନ୍ତୁ |
 
|| ତାହାପରେ ଇମେଜ୍ ଫୋଲ୍ଡର୍ କୁ ଯାଆନ୍ତୁ |
 +
 
|-
 
|-
 
||03:04
 
||03:04
 
|| "Image 2" ସିଲେକ୍ଟ କରନ୍ତୁ |
 
|| "Image 2" ସିଲେକ୍ଟ କରନ୍ତୁ |
 +
 
|-
 
|-
 
||03:06
 
||03:06
 
|| ଏବେ, ରାଇଟ୍ କ୍ଲିକ୍ କରି ଓପନ୍ ୱିଥ୍ GIMP ସିଲେକ୍ଟ କରନ୍ତୁ |
 
|| ଏବେ, ରାଇଟ୍ କ୍ଲିକ୍ କରି ଓପନ୍ ୱିଥ୍ GIMP ସିଲେକ୍ଟ କରନ୍ତୁ |
 +
 
|-
 
|-
 
||03:10
 
||03:10
 
||Image 2, GIMPରେ ଖୋଲିଲା |  
 
||Image 2, GIMPରେ ଖୋଲିଲା |  
 +
 
|-
 
|-
 
||03:13
 
||03:13
 
|| ଏବେ, ଇମେଜ୍ କୁ କଲର୍ ରୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରନ୍ତୁ |
 
|| ଏବେ, ଇମେଜ୍ କୁ କଲର୍ ରୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରନ୍ତୁ |
 +
 
|-
 
|-
 
||03:18
 
||03:18
 
|| ଇମେଜ୍ କୁ ସେଭ୍ କରି କ୍ଲୋଜ୍ କରନ୍ତୁ |
 
|| ଇମେଜ୍ କୁ ସେଭ୍ କରି କ୍ଲୋଜ୍ କରନ୍ତୁ |
 +
 
|-
 
|-
 
||03:22
 
||03:22
 
|| Personal-Finance-Tracker.ods ଖୋଲନ୍ତୁ |  
 
|| Personal-Finance-Tracker.ods ଖୋଲନ୍ତୁ |  
 +
 
|-
 
|-
 
||03:26
 
||03:26
 
||Image 2 ଏବେ ଗ୍ରେସ୍କେଲ୍ ରେ ପ୍ରଦର୍ଶିତ ହୁଏ |  
 
||Image 2 ଏବେ ଗ୍ରେସ୍କେଲ୍ ରେ ପ୍ରଦର୍ଶିତ ହୁଏ |  
 +
 
|-
 
|-
 
||03:30
 
||03:30
||ଅବଶ୍ୟ, ଫାଇଲ୍ ଲିଙ୍କ୍ କରିବାର ସବୁଠାରୁ ବଡ଼ ଅସୁବିଧା ହେଉଛି,
+
||ଅବଶ୍ୟ, ଫାଇଲ୍ ଲିଙ୍କ୍ କରିବାର ସବୁଠାରୁ ବଡ଼ ଅସୁବିଧା ହେଉଛି,ଯେତେବେଳେବି ଆପଣ ଏହି ସ୍ପ୍ରେଡ୍ ଶୀଟ୍ କୁ ଭିନ୍ନ କମ୍ପ୍ୟୁଟର୍ କିମ୍ୱା ୟୁଜର୍ କୁ ପଠାଇବାକୁ ଚାହିଁବେ,
ଯେତେବେଳେବି ଆପଣ ଏହି ସ୍ପ୍ରେଡ୍ ଶୀଟ୍ କୁ ଭିନ୍ନ କମ୍ପ୍ୟୁଟର୍ କିମ୍ୱା ୟୁଜର୍ କୁ ପଠାଇବାକୁ ଚାହିଁବେ,
+
 
 
|-
 
|-
 
||03:40
 
||03:40
 
|| ଆପଣଙ୍କୁ ଉଭୟ, ଅର୍ଥାତ୍ ସ୍ପ୍ରେଡ୍ ଶୀଟ୍ ସହିତ ଇମେଜ୍ ଫାଇଲ୍ କୁ ମଧ୍ୟ ପଠାଇବାକୁ ହେବ |
 
|| ଆପଣଙ୍କୁ ଉଭୟ, ଅର୍ଥାତ୍ ସ୍ପ୍ରେଡ୍ ଶୀଟ୍ ସହିତ ଇମେଜ୍ ଫାଇଲ୍ କୁ ମଧ୍ୟ ପଠାଇବାକୁ ହେବ |
 +
 
|-
 
|-
 
||03:44
 
||03:44
 
|| ଯାହାର ଅର୍ଥ, ଆପଣ କେଉଁଠାରେ ଉଭୟ ଫାଇଲ୍ସକୁ ରଖୁଛନ୍ତି, ସବୁବେଳେ ସେହି ଲୋକେଶନ୍ ର ଟ୍ରାକ୍ ରଖିବାକୁ ହେବ |
 
|| ଯାହାର ଅର୍ଥ, ଆପଣ କେଉଁଠାରେ ଉଭୟ ଫାଇଲ୍ସକୁ ରଖୁଛନ୍ତି, ସବୁବେଳେ ସେହି ଲୋକେଶନ୍ ର ଟ୍ରାକ୍ ରଖିବାକୁ ହେବ |
 +
 
|-
 
|-
 
||03:52
 
||03:52
 
|| ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ର ଡାହାଣପଟକୁ ଏହି ଇମେଜ୍ କୁ ଘୁଞ୍ଚାଇବା |
 
|| ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ର ଡାହାଣପଟକୁ ଏହି ଇମେଜ୍ କୁ ଘୁଞ୍ଚାଇବା |
 +
 
|-
 
|-
 
||03:58
 
||03:58
 
|| ଆପଣ ଇମେଜ୍ କୁ ଯେଉଁ ଫୋଲ୍ଡର୍ ରେ ଷ୍ଟୋର୍ କରିଥିବେ ସେହିଠାରୁ ଡ୍ରାଗ୍ କରି
 
|| ଆପଣ ଇମେଜ୍ କୁ ଯେଉଁ ଫୋଲ୍ଡର୍ ରେ ଷ୍ଟୋର୍ କରିଥିବେ ସେହିଠାରୁ ଡ୍ରାଗ୍ କରି
 +
 
|-
 
|-
 
||04:05
 
||04:05
 
|| ଓ ସ୍ପ୍ରେଡ୍ ଶୀଟ୍ ରେ ଡ୍ରପ୍ କରି ମଧ୍ୟ ଇମେଜ୍ କୁ ଇନ୍ସର୍ଟ କରିହେବ |
 
|| ଓ ସ୍ପ୍ରେଡ୍ ଶୀଟ୍ ରେ ଡ୍ରପ୍ କରି ମଧ୍ୟ ଇମେଜ୍ କୁ ଇନ୍ସର୍ଟ କରିହେବ |
 +
 
|-
 
|-
 
||04:09
 
||04:09
 
|| ଏକ ଇମେଜ୍ କୁ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରନ୍ତୁ |
 
|| ଏକ ଇମେଜ୍ କୁ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରନ୍ତୁ |
 +
 
|-
 
|-
 
||04:12
 
||04:12
 
|| ଏବେ, ଆପଣ ସ୍ପ୍ରେଡ୍ ଶୀଟ୍ ରେ ଯେଉଁଠାରେ ରଖିବାକୁ ଚାହୁଁଛନ୍ତି, ସେହିଠାକୁ ଇମେଜ୍ ଫାଇଲ୍ କୁ ସିଧାସଳଖ ଡ୍ରାଗ୍ କରି ଡ୍ରପ୍ କରନ୍ତୁ |
 
|| ଏବେ, ଆପଣ ସ୍ପ୍ରେଡ୍ ଶୀଟ୍ ରେ ଯେଉଁଠାରେ ରଖିବାକୁ ଚାହୁଁଛନ୍ତି, ସେହିଠାକୁ ଇମେଜ୍ ଫାଇଲ୍ କୁ ସିଧାସଳଖ ଡ୍ରାଗ୍ କରି ଡ୍ରପ୍ କରନ୍ତୁ |
 +
 
|-
 
|-
 
||04:19
 
||04:19
 
|| ଦେଖନ୍ତୁ, ଆପଣଙ୍କର ସ୍ପ୍ରେଡ୍ ଶୀଟ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା |
 
|| ଦେଖନ୍ତୁ, ଆପଣଙ୍କର ସ୍ପ୍ରେଡ୍ ଶୀଟ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା |
 +
 
|-
 
|-
 
||04:23
 
||04:23
 
|| CTRL ଓ Z ଦାବି ଏହି ପରିବର୍ତ୍ତନକୁ Undo କରନ୍ତୁ |
 
|| CTRL ଓ Z ଦାବି ଏହି ପରିବର୍ତ୍ତନକୁ Undo କରନ୍ତୁ |
 +
 
|-
 
|-
 
||04:29
 
||04:29
 
|| ଡ୍ରାଗ୍ ଓ ଡ୍ରପ୍ ପଦ୍ଧତି ବ୍ୟବହାର କରି ଇମେଜ୍ କୁ ଲିଙ୍କ୍ କରନ୍ତୁ |
 
|| ଡ୍ରାଗ୍ ଓ ଡ୍ରପ୍ ପଦ୍ଧତି ବ୍ୟବହାର କରି ଇମେଜ୍ କୁ ଲିଙ୍କ୍ କରନ୍ତୁ |
 +
 
|-
 
|-
 
||04:34
 
||04:34
||ଏହା ବହୁତ ସହଜ!
+
||ଏହା ବହୁତ ସହଜ!ସ୍ପ୍ରେଡ୍ ଶୀଟ୍ କୁ ଇମେଜ୍ ଡ୍ରାଗ୍ କରିବା ସମୟରେ
ସ୍ପ୍ରେଡ୍ ଶୀଟ୍ କୁ ଇମେଜ୍ ଡ୍ରାଗ୍ କରିବା ସମୟରେ
+
 
 
|-
 
|-
 
||04:40
 
||04:40
 
|| “Control” ଓ “Shift” କୀ’କୁ ଚାପି ଧରନ୍ତୁ |
 
|| “Control” ଓ “Shift” କୀ’କୁ ଚାପି ଧରନ୍ତୁ |
 +
 
|-
 
|-
 
||04:44
 
||04:44
 
|| ଡକ୍ୟୁମେଣ୍ଟ ସହିତ ଇମେଜ୍ ଫାଇଲ୍ ଟି ଏବେ ଲିଙ୍କ୍ ହୋଇଗଲା |
 
|| ଡକ୍ୟୁମେଣ୍ଟ ସହିତ ଇମେଜ୍ ଫାଇଲ୍ ଟି ଏବେ ଲିଙ୍କ୍ ହୋଇଗଲା |
 +
 
|-
 
|-
 
||04:48
 
||04:48
 
|| CTRL ଓ S କୀ’କୁ ଏକାସାଙ୍ଗରେ ପ୍ରେସ୍ କରି ଏହି କାଲ୍କ ଫାଇଲ୍ କୁ ସେଭ୍ କରନ୍ତୁ |
 
|| CTRL ଓ S କୀ’କୁ ଏକାସାଙ୍ଗରେ ପ୍ରେସ୍ କରି ଏହି କାଲ୍କ ଫାଇଲ୍ କୁ ସେଭ୍ କରନ୍ତୁ |
 +
 
|-
 
|-
 
||04:54
 
||04:54
 
|| ଏହି ଫାଇଲ୍ କୁ କ୍ଲୋଜ୍ କରନ୍ତୁ |
 
|| ଏହି ଫାଇଲ୍ କୁ କ୍ଲୋଜ୍ କରନ୍ତୁ |
 +
 
|-
 
|-
 
||04:58
 
||04:58
 
|| ଇମେଜ୍ ଟି ଯେଉଁ ଫୋଲ୍ଡର୍ ରେ ଅଛି, ଏବେ ସେଠାକୁ ଚାଲନ୍ତୁ |
 
|| ଇମେଜ୍ ଟି ଯେଉଁ ଫୋଲ୍ଡର୍ ରେ ଅଛି, ଏବେ ସେଠାକୁ ଚାଲନ୍ତୁ |
 +
 
|-
 
|-
 
||05:02
 
||05:02
 
|| ଆମେ ଇନ୍ସର୍ଟ କରିଥିବା “Image 3.jpg”କୁ “Image4.jpg”ରେ ରିନେମ୍ କରନ୍ତୁ |
 
|| ଆମେ ଇନ୍ସର୍ଟ କରିଥିବା “Image 3.jpg”କୁ “Image4.jpg”ରେ ରିନେମ୍ କରନ୍ତୁ |
 +
 
|-
 
|-
 
||05:12
 
||05:12
 
|| ପୁଣିଥରେ “Personal Finance Tracker.ods” ଖୋଲନ୍ତୁ |
 
|| ପୁଣିଥରେ “Personal Finance Tracker.ods” ଖୋଲନ୍ତୁ |
 +
 
|-
 
|-
 
||05:18
 
||05:18
 
|| ଦେଖନ୍ତୁ, ଲିଙ୍କ୍ ହୋଇଥିବା ଇମେଜ୍ ଟି ଆଉ ଦେଖାଯାଉନାହିଁ |
 
|| ଦେଖନ୍ତୁ, ଲିଙ୍କ୍ ହୋଇଥିବା ଇମେଜ୍ ଟି ଆଉ ଦେଖାଯାଉନାହିଁ |
 +
 
|-
 
|-
 
||05:22
 
||05:22
 
|| ଲିଙ୍କ୍ ହୋଇଥିବା ପାଥ୍ ଟି ଏକ ଏରର୍ ଦେଖାଉଛି !
 
|| ଲିଙ୍କ୍ ହୋଇଥିବା ପାଥ୍ ଟି ଏକ ଏରର୍ ଦେଖାଉଛି !
 +
 
|-
 
|-
 
||05:25
 
||05:25
 
|| ଏହି ଲିଙ୍କ୍ କୁ ଡିଲିଟ୍ କରିଦିଅନ୍ତୁ |
 
|| ଏହି ଲିଙ୍କ୍ କୁ ଡିଲିଟ୍ କରିଦିଅନ୍ତୁ |
 +
 
|-
 
|-
 
||05:28
 
||05:28
 
|| ଏହି ଟ୍ୟୁଟୋରିଆଲ୍ କୁ ପଜ୍ କରି ଏହି ଆସାନମେଣ୍ଟ କରନ୍ତୁ |
 
|| ଏହି ଟ୍ୟୁଟୋରିଆଲ୍ କୁ ପଜ୍ କରି ଏହି ଆସାନମେଣ୍ଟ କରନ୍ତୁ |
 +
 
|-
 
|-
 
||05:32
 
||05:32
 
|| ଏକ କାଲ୍କ ଶୀଟ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରି ସେଭ୍ କରନ୍ତୁ ଓ ତାହାକୁ ବନ୍ଦ କରନ୍ତୁ |
 
|| ଏକ କାଲ୍କ ଶୀଟ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରି ସେଭ୍ କରନ୍ତୁ ଓ ତାହାକୁ ବନ୍ଦ କରନ୍ତୁ |
 +
 
|-
 
|-
 
||05:38
 
||05:38
 
|| ଏବେ, ଇମେଜ୍ ଷ୍ଟୋର୍ ହୋଇଥିବା ଫୋଲ୍ଡର୍ କୁ ଯାଇ ତାହାକୁ ଡିଲିଟ୍ କରନ୍ତୁ |
 
|| ଏବେ, ଇମେଜ୍ ଷ୍ଟୋର୍ ହୋଇଥିବା ଫୋଲ୍ଡର୍ କୁ ଯାଇ ତାହାକୁ ଡିଲିଟ୍ କରନ୍ତୁ |
 +
 
|-
 
|-
 
||05:43
 
||05:43
 
|| କାଲ୍କ ଫାଇଲ୍ ରେ ଇମେଜ୍ ଟି ଏବେ ଦେଖାଯାଉଛି କି ନାହିଁ ଜାଣିବା ପାଇଁ ତାହାକୁ ଖୋଲି ଯାଞ୍ଚ କରନ୍ତୁ |
 
|| କାଲ୍କ ଫାଇଲ୍ ରେ ଇମେଜ୍ ଟି ଏବେ ଦେଖାଯାଉଛି କି ନାହିଁ ଜାଣିବା ପାଇଁ ତାହାକୁ ଖୋଲି ଯାଞ୍ଚ କରନ୍ତୁ |
 +
 
|-
 
|-
 
||05:49
 
||05:49
 
|| ଏବେ, ଇମେଜ୍ କୁ ପୁଣିଥରେ ଫୋଲ୍ଡର୍ ରେ ପେଷ୍ଟ କରନ୍ତୁ |
 
|| ଏବେ, ଇମେଜ୍ କୁ ପୁଣିଥରେ ଫୋଲ୍ଡର୍ ରେ ପେଷ୍ଟ କରନ୍ତୁ |
 +
 
|-
 
|-
 
||05:53
 
||05:53
 
|| କାଲ୍କ ଫାଇଲ୍ ରେ ଇମେଜ୍ ଦେଖାଯାଉଛି କି ନାହିଁ ଯାଞ୍ଚ କରନ୍ତୁ |
 
|| କାଲ୍କ ଫାଇଲ୍ ରେ ଇମେଜ୍ ଦେଖାଯାଉଛି କି ନାହିଁ ଯାଞ୍ଚ କରନ୍ତୁ |
 +
 
|-
 
|-
 
||05:57
 
||05:57
 
|| “Standard” ଟୁଲ୍ ବାର୍ ତଳେ ଥିବା ଏକ ନୂଆ ଟୁଲ୍ ବାର୍ କୁ ଦେଖନ୍ତୁ |
 
|| “Standard” ଟୁଲ୍ ବାର୍ ତଳେ ଥିବା ଏକ ନୂଆ ଟୁଲ୍ ବାର୍ କୁ ଦେଖନ୍ତୁ |
 +
 
|-
 
|-
 
||06:02
 
||06:02
 
|| ଏହା ହେଉଛି “Picture” ଟୁଲ୍ ବାର୍ |
 
|| ଏହା ହେଉଛି “Picture” ଟୁଲ୍ ବାର୍ |
 +
 
|-
 
|-
 
||06:04
 
||06:04
 
|| ଇମେଜ୍ ର ଲୁକ୍ ପରିବର୍ତ୍ତନ କରିବା ପାଇଁ “Picture” ଟୁଲ୍ ବାର୍ ର ଉପର ବାମପଟେ ଥିବା “Filter” ବଟନ୍ ଅନେକ ଅପ୍ସନ୍ସ ଦେଇଥାଏ |
 
|| ଇମେଜ୍ ର ଲୁକ୍ ପରିବର୍ତ୍ତନ କରିବା ପାଇଁ “Picture” ଟୁଲ୍ ବାର୍ ର ଉପର ବାମପଟେ ଥିବା “Filter” ବଟନ୍ ଅନେକ ଅପ୍ସନ୍ସ ଦେଇଥାଏ |
 +
 
|-
 
|-
 
||06:13
 
||06:13
 
|| CTRL ଓ Z ଦାବି ଏହାକୁ Undo କରନ୍ତୁ |
 
|| CTRL ଓ Z ଦାବି ଏହାକୁ Undo କରନ୍ତୁ |
 +
 
|-
 
|-
 
||06:18
 
||06:18
 
|| ଗ୍ରେସ୍କେଲ୍, ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ କିମ୍ୱା ଏକ ୱାଟର୍ ମାର୍କ ଭାବେ ଇମେଜ୍ କୁ ଚେଞ୍ଜ କରିବା ପାଇଁ “Graphics mode” ବଟନ୍ ରେ ଅପ୍ସନ୍ସ ଅଛି |
 
|| ଗ୍ରେସ୍କେଲ୍, ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ କିମ୍ୱା ଏକ ୱାଟର୍ ମାର୍କ ଭାବେ ଇମେଜ୍ କୁ ଚେଞ୍ଜ କରିବା ପାଇଁ “Graphics mode” ବଟନ୍ ରେ ଅପ୍ସନ୍ସ ଅଛି |
 +
 
|-
 
|-
 
||06:26
 
||06:26
 
|| “Picture” ଟୁଲ୍ ବାର୍ ରେ ଅନ୍ୟ ଅପ୍ସନ୍ସ ଅଛି, ଯେଉଁଗୁଡ଼ିକ ବିଷୟରେ ଆମେ ପରେ କଭର୍ କରିବା |
 
|| “Picture” ଟୁଲ୍ ବାର୍ ରେ ଅନ୍ୟ ଅପ୍ସନ୍ସ ଅଛି, ଯେଉଁଗୁଡ଼ିକ ବିଷୟରେ ଆମେ ପରେ କଭର୍ କରିବା |
 +
 
|-
 
|-
 
||06:32
 
||06:32
 
|| ଏହାପରେ ଆମେ ଏକ କ୍ଲିପ୍ ବୋର୍ଡରୁ କିପରି ଇମେଜ୍ ଇନ୍ସର୍ଟ କରାଯାଏ, ଶିଖିବା |
 
|| ଏହାପରେ ଆମେ ଏକ କ୍ଲିପ୍ ବୋର୍ଡରୁ କିପରି ଇମେଜ୍ ଇନ୍ସର୍ଟ କରାଯାଏ, ଶିଖିବା |
 +
 
|-
 
|-
 
||06:37
 
||06:37
 
|| ଗୋଟିଏ ଲିବର୍ ଅଫିସ୍ ସ୍ପ୍ରେଡ୍ ଶୀଟ୍ ରୁ ଅନ୍ୟକୁ, କ୍ଲିପ୍ ବୋର୍ଡରେ ଷ୍ଟୋର୍ ଥିବା ଇମେଜ୍ ଗୁଡ଼ିକୁ ଜଣେ କପୀ କରିପାରିବ |
 
|| ଗୋଟିଏ ଲିବର୍ ଅଫିସ୍ ସ୍ପ୍ରେଡ୍ ଶୀଟ୍ ରୁ ଅନ୍ୟକୁ, କ୍ଲିପ୍ ବୋର୍ଡରେ ଷ୍ଟୋର୍ ଥିବା ଇମେଜ୍ ଗୁଡ଼ିକୁ ଜଣେ କପୀ କରିପାରିବ |
 +
 
|-
 
|-
 
||06:44
 
||06:44
 
|| ଏକ ନୂଆ ସ୍ପ୍ରେଡ୍ ଶୀଟ୍ କ୍ରିଏଟ୍ କରି ତାହାକୁ “abc.ods” ନାମ ଦିଅନ୍ତୁ |
 
|| ଏକ ନୂଆ ସ୍ପ୍ରେଡ୍ ଶୀଟ୍ କ୍ରିଏଟ୍ କରି ତାହାକୁ “abc.ods” ନାମ ଦିଅନ୍ତୁ |
 +
 
|-
 
|-
 
||06:50
 
||06:50
 
|| ଏହା ହେଉଛି ଆମ ଟାର୍ଗେଟ୍ ଡକ୍ୟୁମେଣ୍ଟ |
 
|| ଏହା ହେଉଛି ଆମ ଟାର୍ଗେଟ୍ ଡକ୍ୟୁମେଣ୍ଟ |
 +
 
|-
 
|-
 
||06:53
 
||06:53
 
|| ଆମର “Personal-Finance-Tracker.ods” ଫାଇଲ୍ ରେ ଏକ ଇମେଜ୍ ଆଗରୁ ଅଛି |
 
|| ଆମର “Personal-Finance-Tracker.ods” ଫାଇଲ୍ ରେ ଏକ ଇମେଜ୍ ଆଗରୁ ଅଛି |
 +
 
|-
 
|-
 
||06:59
 
||06:59
 
|| ଏହା ହେଉଛି ଆମର ସୋର୍ସ ଡକ୍ୟୁମେଣ୍ଟ |
 
|| ଏହା ହେଉଛି ଆମର ସୋର୍ସ ଡକ୍ୟୁମେଣ୍ଟ |
 +
 
|-
 
|-
 
||07:02
 
||07:02
 
|| ଏବେ, ସୋର୍ସ ଫାଇଲ୍ ରୁ କପୀ କରିବାକୁ ଥିବା ଇମେଜ୍ କୁ ସିଲେକ୍ଟ କରନ୍ତୁ |
 
|| ଏବେ, ସୋର୍ସ ଫାଇଲ୍ ରୁ କପୀ କରିବାକୁ ଥିବା ଇମେଜ୍ କୁ ସିଲେକ୍ଟ କରନ୍ତୁ |
 +
 
|-
 
|-
 
||07:06
 
||07:06
 
|| “CTRL” ଓ “C” କୀ’କୁ ଏକାସାଙ୍ଗରେ ଦାବି ଇମେଜ୍ କୁ କପୀ କରନ୍ତୁ |
 
|| “CTRL” ଓ “C” କୀ’କୁ ଏକାସାଙ୍ଗରେ ଦାବି ଇମେଜ୍ କୁ କପୀ କରନ୍ତୁ |
 +
 
|-
 
|-
 
||07:11
 
||07:11
 
|| ଏହି ଇମେଜ୍ ଏବେ କ୍ଲିପ୍ ବୋର୍ଡରେ ସେଭ୍ ହୋଇଗଲା |
 
|| ଏହି ଇମେଜ୍ ଏବେ କ୍ଲିପ୍ ବୋର୍ଡରେ ସେଭ୍ ହୋଇଗଲା |
 +
 
|-
 
|-
 
||07:15
 
||07:15
 
|| ଟାର୍ଗେଟ୍ ଡକ୍ୟୁମେଣ୍ଟ କୁ ଯାଆନ୍ତୁ, ଯାହା ହେଉଛି “abc.ods” |
 
|| ଟାର୍ଗେଟ୍ ଡକ୍ୟୁମେଣ୍ଟ କୁ ଯାଆନ୍ତୁ, ଯାହା ହେଉଛି “abc.ods” |
 +
 
|-
 
|-
 
||07:21
 
||07:21
 
|| “abc.ods”ରେ ସେଭ୍ ହୋଇଥିବା ଇମେଜ୍ କୁ ରଖିବାର ଲୋକେଶନ୍ ସିଲେକ୍ଟ କରନ୍ତୁ |
 
|| “abc.ods”ରେ ସେଭ୍ ହୋଇଥିବା ଇମେଜ୍ କୁ ରଖିବାର ଲୋକେଶନ୍ ସିଲେକ୍ଟ କରନ୍ତୁ |
 +
 
|-
 
|-
 
||07:28
 
||07:28
 
|| ଏବେ, ଡକ୍ୟୁମେଣ୍ଟରେ “CTRL” ଓ “V” କୀ’କୁ ଏକାସାଙ୍ଗରେ ଦାବି, ଇମେଜ୍ ଇନ୍ସର୍ଟ କରନ୍ତୁ |
 
|| ଏବେ, ଡକ୍ୟୁମେଣ୍ଟରେ “CTRL” ଓ “V” କୀ’କୁ ଏକାସାଙ୍ଗରେ ଦାବି, ଇମେଜ୍ ଇନ୍ସର୍ଟ କରନ୍ତୁ |
 +
 
|-
 
|-
 
||07:35
 
||07:35
 
|| ଦେଖନ୍ତୁ, ଇମେଜ୍ ଟି ଆମର ଟାର୍ଗେଟ୍ ଫାଇଲ୍ ରେ ଇନ୍ସର୍ଟ ହୋଇଗଲା |
 
|| ଦେଖନ୍ତୁ, ଇମେଜ୍ ଟି ଆମର ଟାର୍ଗେଟ୍ ଫାଇଲ୍ ରେ ଇନ୍ସର୍ଟ ହୋଇଗଲା |
 +
 
|-
 
|-
 
||07:42
 
||07:42
 
|| ବର୍ତ୍ତମାନ, କାଲ୍କ ଗ୍ୟାଲେରୀରୁ ଇମେଜ୍ କୁ ସିଧାସଳଖ କିପରି ଇନ୍ସର୍ଟ କରାଯାଏ, ଶିଖିବା |
 
|| ବର୍ତ୍ତମାନ, କାଲ୍କ ଗ୍ୟାଲେରୀରୁ ଇମେଜ୍ କୁ ସିଧାସଳଖ କିପରି ଇନ୍ସର୍ଟ କରାଯାଏ, ଶିଖିବା |
 +
 
|-
 
|-
 
||07:48
 
||07:48
 
|| “Gallery”ରେ ଇମେଜ୍ ସହିତ ସାଉଣ୍ଡସ୍ ରହିଥାଏ, ଯାହାକୁ ଆପଣ ନିଜ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରିପାରିବେ |
 
|| “Gallery”ରେ ଇମେଜ୍ ସହିତ ସାଉଣ୍ଡସ୍ ରହିଥାଏ, ଯାହାକୁ ଆପଣ ନିଜ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରିପାରିବେ |
 +
 
|-
 
|-
 
||07:54
 
||07:54
 
|| ଏହାକୁ କିପରି କରାଯାଏ, ଦେଖିବା |
 
|| ଏହାକୁ କିପରି କରାଯାଏ, ଦେଖିବା |
 +
 
|-
 
|-
 
||07:57
 
||07:57
 
|| ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “Gallery” ଆଇକନ୍ ରେ କ୍ଲିକ୍ କରନ୍ତୁ |
 
|| ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “Gallery” ଆଇକନ୍ ରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:01
 
||08:01
 
|| ବିକଳ୍ପ ଭାବରେ, ମେନୁ ବାର୍ ରେ ଥିବା “Tools” ଅପ୍ସନ୍ ଉପରେ କ୍ଲିକ୍ କରି “Gallery” ଉପରେ କ୍ଲିକ୍ କରନ୍ତୁ |
 
|| ବିକଳ୍ପ ଭାବରେ, ମେନୁ ବାର୍ ରେ ଥିବା “Tools” ଅପ୍ସନ୍ ଉପରେ କ୍ଲିକ୍ କରି “Gallery” ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:09
 
||08:09
 
|| ଏବେ, “Gallery”ରେ ଥିବା ଇମେଜ୍ ଗୁଡ଼ିକୁ ଦେଖନ୍ତୁ ଓ ନିଜ ଡକ୍ୟୁମେଣ୍ଟରେ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ, “Gallery”ରେ ଥିବା ଇମେଜ୍ ଗୁଡ଼ିକୁ ଦେଖନ୍ତୁ ଓ ନିଜ ଡକ୍ୟୁମେଣ୍ଟରେ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:18
 
||08:18
 
|| ଇମେଜ୍ କୁ “Gallery”ରୁ ଡ୍ରାଗ୍ କରିଆଣି ସ୍ପ୍ରେଡ୍ ଶୀଟ୍ ରେ ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ଡ୍ରପ୍ କରନ୍ତୁ |
 
|| ଇମେଜ୍ କୁ “Gallery”ରୁ ଡ୍ରାଗ୍ କରିଆଣି ସ୍ପ୍ରେଡ୍ ଶୀଟ୍ ରେ ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ଡ୍ରପ୍ କରନ୍ତୁ |
 +
 
|-
 
|-
 
||08:26
 
||08:26
 
|| ଦେଖନ୍ତୁ, ଆମର “Personal-Finance-Tracker.ods” ଫାଇଲ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା |
 
|| ଦେଖନ୍ତୁ, ଆମର “Personal-Finance-Tracker.ods” ଫାଇଲ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା |
 +
 
|-
 
|-
 
||08:34
 
||08:34
 
|| ଏହା ଆମକୁ 'LibreOffice Calc' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
 
|| ଏହା ଆମକୁ 'LibreOffice Calc' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
 +
 
|-
 
|-
 
||08:39
 
||08:39
|| ସଂକ୍ଷେପରେ ଆମେ ଶିଖିଲେ, କିପରି
+
|| ସଂକ୍ଷେପରେ ଆମେ ଶିଖିଲେ, କିପରି ବିଭିନ୍ନ ମାର୍ଗରେ ଏକ ଇମେଜ୍ ଫାଇଲ୍ କୁ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରାଯାଏ |
ବିଭିନ୍ନ ମାର୍ଗରେ ଏକ ଇମେଜ୍ ଫାଇଲ୍ କୁ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରାଯାଏ |
+
 
 
|-
 
|-
 
||08:46
 
||08:46
||ଯେପରି
+
||ଯେପରି ଏକ ଫାଇଲ୍ ରୁ କ୍ଲିପ୍ ବୋର୍ଡରୁ କିମ୍ୱା ଗ୍ୟାଲେରୀରୁ
* ଏକ ଫାଇଲ୍ ରୁ  
+
 
* କ୍ଲିପ୍ ବୋର୍ଡରୁ କିମ୍ୱା  
+
*  ଗ୍ୟାଲେରୀରୁ
+
 
|-
 
|-
 
||08:52
 
||08:52
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 +
 
|-
 
|-
 
||08:55
 
||08:55
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 +
 
|-
 
|-
 
||08:58
 
||08:58
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
|-
 
|-
 
||09:03
 
||09:03
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
+
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
 
 
|-
 
|-
 
||09:08
 
||09:08
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
 +
 
|-
 
|-
 
||09:12
 
||09:12
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
 +
 
|-
 
|-
 
||09:19
 
||09:19
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
|-
 
|-
 
||09:23
 
||09:23
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
|-
 
|-
 
||09:31
 
||09:31
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
+
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
+
 
 
|-
 
|-
 
||09:41
 
||09:41
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |
 
+
|}
ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |
+

Latest revision as of 11:17, 10 April 2017

Time Narration
00:00 ଲିବର୍ ଅଫିସ୍ କାଲ୍କରେ ଇମେଜ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା:
00:09 ଗୋଟିଏ ଡକ୍ୟୁମେଣ୍ଟରେ ଏକ ଇମେଜ୍ ଫାଇଲ୍
00:13 ଯେପରି - jpeg, png କିମ୍ୱା bmp ଇନ୍ସର୍ଟ କରିବା |
00:19 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00:28 ଏକ ସ୍ପ୍ରେଡ୍ ଶୀଟ୍ ରେ ଇମେଜେସ୍

ସିଧାସଳଖ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରି ଏକ ଗ୍ରାଫିକ୍ ପ୍ରୋଗ୍ରାମ୍ ରୁ ଏକ କ୍ଲିପ୍ ବୋର୍ଡ ସାହାଯ୍ୟରେ କିମ୍ୱା ଗ୍ୟାଲେରୀରୁ ଆଡ୍ କରିହେବ |

00:39 ପ୍ରତ୍ୟେକ ବିଷୟରେ ଆମେ ସବିଶେଷ ଆଲୋଚନା କରିବା |
00:43 ଆମର “Personal-Finance-Tracker.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ |
00:48 ପ୍ରଥମେ, ଶୀଟ୍ 2 ସିଲେକ୍ଟ କରନ୍ତୁ |
00:51 ଆମେ ଏହି ଶୀଟ୍ ରେ ଇମେଜେସ୍ ଇନ୍ସର୍ଟ କରିବା |
00:54 ଗୋଟିଏ ସେଲ୍ ସିଲେକ୍ଟ କରିବା ପରେ ପିକଚର୍ ଇନ୍ସର୍ଟ କରିବା ଏକ ଭଲ ଅଭ୍ୟାସ |
00:59 ଯଦି ଗୋଟିଏ ଇମେଜ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଆଗରୁ ଅଛି, ତେବେ ଆପଣ “Insert” ଉପରେ କ୍ଲିକ୍ କରି
01:06 ଓ ତାହାପରେ “Picture” ଓ “From File” ସିଲେକ୍ଟ କରି ତାହାକୁ ଇନ୍ସର୍ଟ କରିପାରିବେ |
01:10 ଏବେ, ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଲୋକେଟ୍ କରନ୍ତୁ |
01:14 “Images” ନାମକ ଏକ ଫୋଲ୍ଡର୍ ରେ କିଛି ଇମେଜେସ୍ ଷ୍ଟୋର୍ କରି, ମୁଁ ତାକୁ ଡେସ୍କଟପ୍ ରେ ରଖିସାରିଛି |
01:20 ମୁଁ “Image1” ଚୟନ କରିବି |
01:24 “Location” ଫିଲ୍ଡରେ ଇମେଜ୍ ର ନାମ ଦେଖନ୍ତୁ |
01:28 “Open” ବଟନ୍ ରେ କ୍ଲିକ୍ କରନ୍ତୁ |
01:31 ଦେଖନ୍ତୁ, ଇମେଜ୍ ଟି ସ୍ପ୍ରେଡ୍ ଶୀଟ୍ ରେ ଦେଖାଦେଲା |
01:38 ଏହାକୁ ଲିଙ୍କ୍ କରି ଆଉଏକ ପିକଚର୍ ଇନ୍ସର୍ଟ କରିବା |
01:42 ପ୍ରଥମେ, ଏକ ନୂଆ ସେଲ୍ ସିଲେକ୍ଟ କରିବା |
01:45 ଏବେ, “Insert” ଓ “Picture” ଉପରେ କ୍ଲିକ୍ କରି “From File” ସିଲେକ୍ଟ କରନ୍ତୁ | ଆଉ ଗୋଟିଏ ଇମେଜ୍ ସିଲେକ୍ଟ କରିବା |
01:55 “Image 2” ଉପରେ କ୍ଲିକ୍ କରନ୍ତୁ |
01:58 ଆପଣଙ୍କ ଡକ୍ୟୁମେଣ୍ଟରେ ଇମେଜ୍ ଲିଙ୍କ୍ କରିବାକୁ, “Link” ଅପ୍ସନ୍ ଚେକ୍ କରନ୍ତୁ ଓ “Open” କ୍ଲିକ୍ କରନ୍ତୁ |
02:05 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ “Keep Link” ବଟନ୍ ରେ କ୍ଲିକ୍ କରନ୍ତୁ |
02:11 ପିକଚର୍ ଟି ଏବେ ଫାଇଲ୍ ସହ ଲିଙ୍କ୍ ହୋଇଗଲା |
02:15 ଲିଙ୍କ୍ କରୁଛି
02:17 ଯେତେବେଳେ ଆମେ ଏକ ଫାଇଲ୍ ଲିଙ୍କ୍ କରୁ:ପ୍ରଥମେ, ଯେତେବେଳେ ଏହାକୁ ସେଭ୍ କରାଯାଏ ଏହା ସ୍ପ୍ରେଡ୍ ଶୀଟ୍ ର ସାଇଜ୍ ହ୍ରାସ କରିଥାଏ
02:23 କାରଣ, ଆମ ସ୍ପ୍ରେଡ୍ ଶୀଟ୍ ଫାଇଲ୍ ରେ ଇମେଜ୍ ନଥାଏ |
02:27 ଦ୍ୱିତୀୟରେ, ଉଭୟ ଫାଇଲ୍ସକୁ ପୃଥକ୍ ଭାବେ ମୋଡିଫାଏ କରିବାକୁ ଏହା ୟୁଜର୍ କୁ ସକ୍ଷମ କରିଥାଏ |
02:32 ଇମେଜ୍ ଫାଇଲ୍ ରେ କୌଣସି ପରିବର୍ତ୍ତନ କରାଗଲେ,ତାହା ସ୍ପ୍ରେଡ୍ ଶୀଟ୍ ରେ ଲିଙ୍କ ହୋଇଥିବା ଇମେଜ୍ ରେ ପ୍ରତିଫଳିତ ହୁଏ
02:39 ଫାଇଲ୍ ସହିତ ଲିଙ୍କ୍ ହୋଇଥିବା Image 2ର ରଙ୍ଗକୁ ଚାଲନ୍ତୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରିବା |
02:46 ଏହି ପିକଚର୍ ଏଡିଟ୍ କରିବାକୁ ମୁଁ ପିକଚର୍ ଏଡିଟର୍ GIMP ବ୍ୟବହାର କରୁଛି |
02:50 ଆପଣଙ୍କ ସିଷ୍ଟମ୍ ରେ ଇନଷ୍ଟଲ୍ ହୋଇଥିବା ଯେକୌଣସି ଏଡିଟର୍ ଆପଣ ବ୍ୟବହାର କରିପାରିବେ |
02:54 ପ୍ରଥମେ, "Personal-Finance-Tracker.ods" ସେଭ୍ କରି ବନ୍ଦ କରନ୍ତୁ |
03:01 ତାହାପରେ ଇମେଜ୍ ଫୋଲ୍ଡର୍ କୁ ଯାଆନ୍ତୁ |
03:04 "Image 2" ସିଲେକ୍ଟ କରନ୍ତୁ |
03:06 ଏବେ, ରାଇଟ୍ କ୍ଲିକ୍ କରି ଓପନ୍ ୱିଥ୍ GIMP ସିଲେକ୍ଟ କରନ୍ତୁ |
03:10 Image 2, GIMPରେ ଖୋଲିଲା |
03:13 ଏବେ, ଇମେଜ୍ କୁ କଲର୍ ରୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରନ୍ତୁ |
03:18 ଇମେଜ୍ କୁ ସେଭ୍ କରି କ୍ଲୋଜ୍ କରନ୍ତୁ |
03:22 Personal-Finance-Tracker.ods ଖୋଲନ୍ତୁ |
03:26 Image 2 ଏବେ ଗ୍ରେସ୍କେଲ୍ ରେ ପ୍ରଦର୍ଶିତ ହୁଏ |
03:30 ଅବଶ୍ୟ, ଫାଇଲ୍ ଲିଙ୍କ୍ କରିବାର ସବୁଠାରୁ ବଡ଼ ଅସୁବିଧା ହେଉଛି,ଯେତେବେଳେବି ଆପଣ ଏହି ସ୍ପ୍ରେଡ୍ ଶୀଟ୍ କୁ ଭିନ୍ନ କମ୍ପ୍ୟୁଟର୍ କିମ୍ୱା ୟୁଜର୍ କୁ ପଠାଇବାକୁ ଚାହିଁବେ,
03:40 ଆପଣଙ୍କୁ ଉଭୟ, ଅର୍ଥାତ୍ ସ୍ପ୍ରେଡ୍ ଶୀଟ୍ ସହିତ ଇମେଜ୍ ଫାଇଲ୍ କୁ ମଧ୍ୟ ପଠାଇବାକୁ ହେବ |
03:44 ଯାହାର ଅର୍ଥ, ଆପଣ କେଉଁଠାରେ ଉଭୟ ଫାଇଲ୍ସକୁ ରଖୁଛନ୍ତି, ସବୁବେଳେ ସେହି ଲୋକେଶନ୍ ର ଟ୍ରାକ୍ ରଖିବାକୁ ହେବ |
03:52 ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ର ଡାହାଣପଟକୁ ଏହି ଇମେଜ୍ କୁ ଘୁଞ୍ଚାଇବା |
03:58 ଆପଣ ଇମେଜ୍ କୁ ଯେଉଁ ଫୋଲ୍ଡର୍ ରେ ଷ୍ଟୋର୍ କରିଥିବେ ସେହିଠାରୁ ଡ୍ରାଗ୍ କରି
04:05 ଓ ସ୍ପ୍ରେଡ୍ ଶୀଟ୍ ରେ ଡ୍ରପ୍ କରି ମଧ୍ୟ ଇମେଜ୍ କୁ ଇନ୍ସର୍ଟ କରିହେବ |
04:09 ଏକ ଇମେଜ୍ କୁ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରନ୍ତୁ |
04:12 ଏବେ, ଆପଣ ସ୍ପ୍ରେଡ୍ ଶୀଟ୍ ରେ ଯେଉଁଠାରେ ରଖିବାକୁ ଚାହୁଁଛନ୍ତି, ସେହିଠାକୁ ଇମେଜ୍ ଫାଇଲ୍ କୁ ସିଧାସଳଖ ଡ୍ରାଗ୍ କରି ଡ୍ରପ୍ କରନ୍ତୁ |
04:19 ଦେଖନ୍ତୁ, ଆପଣଙ୍କର ସ୍ପ୍ରେଡ୍ ଶୀଟ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା |
04:23 CTRL ଓ Z ଦାବି ଏହି ପରିବର୍ତ୍ତନକୁ Undo କରନ୍ତୁ |
04:29 ଡ୍ରାଗ୍ ଓ ଡ୍ରପ୍ ପଦ୍ଧତି ବ୍ୟବହାର କରି ଇମେଜ୍ କୁ ଲିଙ୍କ୍ କରନ୍ତୁ |
04:34 ଏହା ବହୁତ ସହଜ!ସ୍ପ୍ରେଡ୍ ଶୀଟ୍ କୁ ଇମେଜ୍ ଡ୍ରାଗ୍ କରିବା ସମୟରେ
04:40 “Control” ଓ “Shift” କୀ’କୁ ଚାପି ଧରନ୍ତୁ |
04:44 ଡକ୍ୟୁମେଣ୍ଟ ସହିତ ଇମେଜ୍ ଫାଇଲ୍ ଟି ଏବେ ଲିଙ୍କ୍ ହୋଇଗଲା |
04:48 CTRL ଓ S କୀ’କୁ ଏକାସାଙ୍ଗରେ ପ୍ରେସ୍ କରି ଏହି କାଲ୍କ ଫାଇଲ୍ କୁ ସେଭ୍ କରନ୍ତୁ |
04:54 ଏହି ଫାଇଲ୍ କୁ କ୍ଲୋଜ୍ କରନ୍ତୁ |
04:58 ଇମେଜ୍ ଟି ଯେଉଁ ଫୋଲ୍ଡର୍ ରେ ଅଛି, ଏବେ ସେଠାକୁ ଚାଲନ୍ତୁ |
05:02 ଆମେ ଇନ୍ସର୍ଟ କରିଥିବା “Image 3.jpg”କୁ “Image4.jpg”ରେ ରିନେମ୍ କରନ୍ତୁ |
05:12 ପୁଣିଥରେ “Personal Finance Tracker.ods” ଖୋଲନ୍ତୁ |
05:18 ଦେଖନ୍ତୁ, ଲିଙ୍କ୍ ହୋଇଥିବା ଇମେଜ୍ ଟି ଆଉ ଦେଖାଯାଉନାହିଁ |
05:22 ଲିଙ୍କ୍ ହୋଇଥିବା ପାଥ୍ ଟି ଏକ ଏରର୍ ଦେଖାଉଛି !
05:25 ଏହି ଲିଙ୍କ୍ କୁ ଡିଲିଟ୍ କରିଦିଅନ୍ତୁ |
05:28 ଏହି ଟ୍ୟୁଟୋରିଆଲ୍ କୁ ପଜ୍ କରି ଏହି ଆସାନମେଣ୍ଟ କରନ୍ତୁ |
05:32 ଏକ କାଲ୍କ ଶୀଟ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରି ସେଭ୍ କରନ୍ତୁ ଓ ତାହାକୁ ବନ୍ଦ କରନ୍ତୁ |
05:38 ଏବେ, ଇମେଜ୍ ଷ୍ଟୋର୍ ହୋଇଥିବା ଫୋଲ୍ଡର୍ କୁ ଯାଇ ତାହାକୁ ଡିଲିଟ୍ କରନ୍ତୁ |
05:43 କାଲ୍କ ଫାଇଲ୍ ରେ ଇମେଜ୍ ଟି ଏବେ ଦେଖାଯାଉଛି କି ନାହିଁ ଜାଣିବା ପାଇଁ ତାହାକୁ ଖୋଲି ଯାଞ୍ଚ କରନ୍ତୁ |
05:49 ଏବେ, ଇମେଜ୍ କୁ ପୁଣିଥରେ ଫୋଲ୍ଡର୍ ରେ ପେଷ୍ଟ କରନ୍ତୁ |
05:53 କାଲ୍କ ଫାଇଲ୍ ରେ ଇମେଜ୍ ଦେଖାଯାଉଛି କି ନାହିଁ ଯାଞ୍ଚ କରନ୍ତୁ |
05:57 “Standard” ଟୁଲ୍ ବାର୍ ତଳେ ଥିବା ଏକ ନୂଆ ଟୁଲ୍ ବାର୍ କୁ ଦେଖନ୍ତୁ |
06:02 ଏହା ହେଉଛି “Picture” ଟୁଲ୍ ବାର୍ |
06:04 ଇମେଜ୍ ର ଲୁକ୍ ପରିବର୍ତ୍ତନ କରିବା ପାଇଁ “Picture” ଟୁଲ୍ ବାର୍ ର ଉପର ବାମପଟେ ଥିବା “Filter” ବଟନ୍ ଅନେକ ଅପ୍ସନ୍ସ ଦେଇଥାଏ |
06:13 CTRL ଓ Z ଦାବି ଏହାକୁ Undo କରନ୍ତୁ |
06:18 ଗ୍ରେସ୍କେଲ୍, ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ କିମ୍ୱା ଏକ ୱାଟର୍ ମାର୍କ ଭାବେ ଇମେଜ୍ କୁ ଚେଞ୍ଜ କରିବା ପାଇଁ “Graphics mode” ବଟନ୍ ରେ ଅପ୍ସନ୍ସ ଅଛି |
06:26 “Picture” ଟୁଲ୍ ବାର୍ ରେ ଅନ୍ୟ ଅପ୍ସନ୍ସ ଅଛି, ଯେଉଁଗୁଡ଼ିକ ବିଷୟରେ ଆମେ ପରେ କଭର୍ କରିବା |
06:32 ଏହାପରେ ଆମେ ଏକ କ୍ଲିପ୍ ବୋର୍ଡରୁ କିପରି ଇମେଜ୍ ଇନ୍ସର୍ଟ କରାଯାଏ, ଶିଖିବା |
06:37 ଗୋଟିଏ ଲିବର୍ ଅଫିସ୍ ସ୍ପ୍ରେଡ୍ ଶୀଟ୍ ରୁ ଅନ୍ୟକୁ, କ୍ଲିପ୍ ବୋର୍ଡରେ ଷ୍ଟୋର୍ ଥିବା ଇମେଜ୍ ଗୁଡ଼ିକୁ ଜଣେ କପୀ କରିପାରିବ |
06:44 ଏକ ନୂଆ ସ୍ପ୍ରେଡ୍ ଶୀଟ୍ କ୍ରିଏଟ୍ କରି ତାହାକୁ “abc.ods” ନାମ ଦିଅନ୍ତୁ |
06:50 ଏହା ହେଉଛି ଆମ ଟାର୍ଗେଟ୍ ଡକ୍ୟୁମେଣ୍ଟ |
06:53 ଆମର “Personal-Finance-Tracker.ods” ଫାଇଲ୍ ରେ ଏକ ଇମେଜ୍ ଆଗରୁ ଅଛି |
06:59 ଏହା ହେଉଛି ଆମର ସୋର୍ସ ଡକ୍ୟୁମେଣ୍ଟ |
07:02 ଏବେ, ସୋର୍ସ ଫାଇଲ୍ ରୁ କପୀ କରିବାକୁ ଥିବା ଇମେଜ୍ କୁ ସିଲେକ୍ଟ କରନ୍ତୁ |
07:06 “CTRL” ଓ “C” କୀ’କୁ ଏକାସାଙ୍ଗରେ ଦାବି ଇମେଜ୍ କୁ କପୀ କରନ୍ତୁ |
07:11 ଏହି ଇମେଜ୍ ଏବେ କ୍ଲିପ୍ ବୋର୍ଡରେ ସେଭ୍ ହୋଇଗଲା |
07:15 ଟାର୍ଗେଟ୍ ଡକ୍ୟୁମେଣ୍ଟ କୁ ଯାଆନ୍ତୁ, ଯାହା ହେଉଛି “abc.ods” |
07:21 “abc.ods”ରେ ସେଭ୍ ହୋଇଥିବା ଇମେଜ୍ କୁ ରଖିବାର ଲୋକେଶନ୍ ସିଲେକ୍ଟ କରନ୍ତୁ |
07:28 ଏବେ, ଡକ୍ୟୁମେଣ୍ଟରେ “CTRL” ଓ “V” କୀ’କୁ ଏକାସାଙ୍ଗରେ ଦାବି, ଇମେଜ୍ ଇନ୍ସର୍ଟ କରନ୍ତୁ |
07:35 ଦେଖନ୍ତୁ, ଇମେଜ୍ ଟି ଆମର ଟାର୍ଗେଟ୍ ଫାଇଲ୍ ରେ ଇନ୍ସର୍ଟ ହୋଇଗଲା |
07:42 ବର୍ତ୍ତମାନ, କାଲ୍କ ଗ୍ୟାଲେରୀରୁ ଇମେଜ୍ କୁ ସିଧାସଳଖ କିପରି ଇନ୍ସର୍ଟ କରାଯାଏ, ଶିଖିବା |
07:48 “Gallery”ରେ ଇମେଜ୍ ସହିତ ସାଉଣ୍ଡସ୍ ରହିଥାଏ, ଯାହାକୁ ଆପଣ ନିଜ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରିପାରିବେ |
07:54 ଏହାକୁ କିପରି କରାଯାଏ, ଦେଖିବା |
07:57 ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “Gallery” ଆଇକନ୍ ରେ କ୍ଲିକ୍ କରନ୍ତୁ |
08:01 ବିକଳ୍ପ ଭାବରେ, ମେନୁ ବାର୍ ରେ ଥିବା “Tools” ଅପ୍ସନ୍ ଉପରେ କ୍ଲିକ୍ କରି “Gallery” ଉପରେ କ୍ଲିକ୍ କରନ୍ତୁ |
08:09 ଏବେ, “Gallery”ରେ ଥିବା ଇମେଜ୍ ଗୁଡ଼ିକୁ ଦେଖନ୍ତୁ ଓ ନିଜ ଡକ୍ୟୁମେଣ୍ଟରେ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଉପରେ କ୍ଲିକ୍ କରନ୍ତୁ |
08:18 ଇମେଜ୍ କୁ “Gallery”ରୁ ଡ୍ରାଗ୍ କରିଆଣି ସ୍ପ୍ରେଡ୍ ଶୀଟ୍ ରେ ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ଡ୍ରପ୍ କରନ୍ତୁ |
08:26 ଦେଖନ୍ତୁ, ଆମର “Personal-Finance-Tracker.ods” ଫାଇଲ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା |
08:34 ଏହା ଆମକୁ 'LibreOffice Calc' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
08:39 ସଂକ୍ଷେପରେ ଆମେ ଶିଖିଲେ, କିପରି ବିଭିନ୍ନ ମାର୍ଗରେ ଏକ ଇମେଜ୍ ଫାଇଲ୍ କୁ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରାଯାଏ |
08:46 ଯେପରି ଏକ ଫାଇଲ୍ ରୁ କ୍ଲିପ୍ ବୋର୍ଡରୁ କିମ୍ୱା ଗ୍ୟାଲେରୀରୁ
08:52 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
08:55 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:58 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
09:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:08 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:12 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
09:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:23 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:31 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
09:41 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep