Difference between revisions of "LibreOffice-Suite-Calc/C2/Basic-Data-Manipulation/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(2 intermediate revisions by 2 users not shown) | |||
Line 1: | Line 1: | ||
− | |||
− | |||
− | |||
− | |||
− | |||
{| border=1 | {| border=1 | ||
|| '''Time''' | || '''Time''' | ||
Line 55: | Line 50: | ||
||01:02 | ||01:02 | ||
|| Personal-Finance-Tracker.ods ଫାଇଲ୍ ରେ, Cost ହେଡିଙ୍ଗ୍ ଅନ୍ତର୍ଗତ ଥିବା ସମସ୍ତ ଖର୍ଚ୍ଚକୁ କିପରି ମିଶାଯାଏ, ଚାଲନ୍ତୁ ଦେଖିବା | | || Personal-Finance-Tracker.ods ଫାଇଲ୍ ରେ, Cost ହେଡିଙ୍ଗ୍ ଅନ୍ତର୍ଗତ ଥିବା ସମସ୍ତ ଖର୍ଚ୍ଚକୁ କିପରି ମିଶାଯାଏ, ଚାଲନ୍ତୁ ଦେଖିବା | | ||
− | |||
|- | |- | ||
Line 216: | Line 210: | ||
|| 04:51 | || 04:51 | ||
|| ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ | | || ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|| 04:59 | || 04:59 | ||
Line 299: | Line 294: | ||
|| 06:40 | || 06:40 | ||
|| ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା | | || ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା | | ||
+ | |||
|- | |- | ||
|| 06:43 | || 06:43 | ||
Line 306: | Line 302: | ||
|| 06:52 | || 06:52 | ||
|| ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ | | || ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ | | ||
+ | |||
|- | |- | ||
|| 06:59 | || 06:59 | ||
Line 332: | Line 329: | ||
|- | |- | ||
|| 07:26 | || 07:26 | ||
− | || | + | || ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
|- | |- | ||
|| 07:30 | || 07:30 | ||
− | || | + | || ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ |
|- | |- | ||
|| 07:33 | || 07:33 | ||
− | || | + | ||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
|- | |- | ||
Line 348: | Line 345: | ||
|- | |- | ||
|| 07:40 | || 07:40 | ||
− | || | + | || ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ |
|- | |- | ||
|| 07:43 | || 07:43 | ||
− | || | + | || ଅନ୍-ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ |
|- | |- | ||
|| 07:47 | || 07:47 | ||
− | || | + | || ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
|- | |- | ||
|| 07:53 | || 07:53 | ||
− | || | + | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
|- | |- | ||
|| 07:58 | || 07:58 | ||
− | || | + | || ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
|- | |- | ||
|| 08:06 | || 08:06 | ||
− | || | + | || ଏହି ମିଶନ୍ ଉପରେ ଅଧିକ ବିବରଣୀ |
|- | |- | ||
|| 08:08 | || 08:08 | ||
− | || | + | ||http:spoken-tutorial.org slash NMEICT hyphen Intro (spoken-tutorial.org/NMEICT-Intro)ରେ ଉପଲବ୍ଧ |
|- | |- | ||
|| 08:16 | || 08:16 | ||
− | ||IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | ||IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |
− | + | ||
|- | |- | ||
− | |||
|} | |} |
Latest revision as of 11:04, 10 April 2017
Time | Narration |
00:00 | ଲିବର୍ ଅଫିସ୍ Calcର ବେସିକ୍ ଡେଟା ମାନିପ୍ୟୁଲେଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:09 | ଫର୍ମୁଲାର ବେସିକ୍ ସହିତ ପରିଚୟ |
00:12 | Columns ଦ୍ୱାରା କ୍ରମବଦ୍ଧ କରିବା |
00:15 | ଡେଟା ଫିଲ୍ଟରିଙ୍ଗ୍ ର ବେସିକ୍ |
00:17 | ଏଠାରେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
00:27 | ଚାଲନ୍ତୁ, ଲିବର୍ ଅଫିସ୍ Calc ଦ୍ୱାରା ବ୍ୟବହୃତ ବେସିକ୍ ଫର୍ମୁଲା ଟ୍ୟୁଟୋରିଆଲ୍ ରୁ ଶିକ୍ଷା ଆରମ୍ଭ କରିବା | |
00:35 | ଫର୍ମୁଲା ହେଉଛି, ପରିଣାମ ପାଇବା ପାଇଁ ନମ୍ୱର୍ସ ଓ ଭେରିଏବଲ୍ସ ବ୍ୟବହାର କରୁଥିବା ସମୀକରଣ | |
00:41 | Spreadsheetରେ ଭେରିଏବଲ୍ସ ହେଉଛି ସେଲ୍ ଲୋକେଶନ୍, ଯାହା ଇକ୍ୱେଶନ୍ ପାଇଁ ଆବଶ୍ୟକୀୟ ତଥ୍ୟକୁ ରଖିଥାଏ | |
00:47 | ସବୁଠାରୁ ମୌଳିକ ଗାଣିତିକ କାର୍ଯ୍ୟଗୁଡ଼ିକ ହେଉଛି ମିଶାଣ, ଫେଡାଣ, ଗୁଣନ ଓ ହରଣ | |
00:56 | Personal-Finance-Tracker.ods ଫାଇଲ୍ ଖୋଲନ୍ତୁ | |
01:02 | Personal-Finance-Tracker.ods ଫାଇଲ୍ ରେ, Cost ହେଡିଙ୍ଗ୍ ଅନ୍ତର୍ଗତ ଥିବା ସମସ୍ତ ଖର୍ଚ୍ଚକୁ କିପରି ମିଶାଯାଏ, ଚାଲନ୍ତୁ ଦେଖିବା | |
01:13 | ଠିକ୍ Miscellaneous ତଳେ Sum Total ଭାବରେ ଆଉ ଏକ ହେଡିଙ୍ଗ୍ ଦିଅନ୍ତୁ | |
01:19 | ଏବଂ A8 cell ଉପରେ କ୍ଲିକ୍ କରି ସିରିୟଲ୍ ନମ୍ୱର୍ 7 ଦିଅନ୍ତୁ | |
01:25 | ଏବେ C8 cell ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ସର୍ବମୋଟ ଖର୍ଚ୍ଚ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି | |
01:32 | ସମସ୍ତ ଖର୍ଚ୍ଚ ମିଶାଇବା ପାଇଁ ଆମେ, “is equal to SUM” ଓ ବ୍ରାକେଟ୍ ମଧ୍ୟରେ ମିଶାଯିବାକୁ ଥିବା Column ରେଞ୍ଜ୍ C3 କଲନ୍ C7 ଟାଇପ୍ କରିବା | |
01:44 | ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ | |
01:47 | Cost ଅନ୍ତର୍ଗତ ଥିବା ସମସ୍ତ ଆଇଟମ୍ ମିଶିଯିବ | |
01:51 | ଏବେ ଚାଲନ୍ତୁ ଫେଡାଣ ବା ସବଷ୍ଟ୍ରାକ୍ଟ ଶିଖିବା | |
01:55 | ଯଦି ଆପଣ “ଘର ଭଡ଼ା” ଓ “ଇଲେକ୍ଟ୍ରିସିଟୀ ବିଲ୍”ର ଖର୍ଚ୍ଚକୁ ସବଷ୍ଟ୍ରାକ୍ଟ କରି A9 Cellରେ ପ୍ରଦର୍ଶିତ କରିବାକୁ ଚହୁଁଛନ୍ତି, ତେବେ ପ୍ରଥମେ A9 Cellରେ କ୍ଲିକ୍ କରନ୍ତୁ | |
02:06 | ଏବେ, ଏହି Cellରେ is equal to ଓ ବ୍ରାକେଟ୍ ମଧ୍ୟରେ C3 minus C4 ଭାବରେ ସମ୍ୱନ୍ଧିତ Cell ରେଫରେନ୍ସ ଟାଇପ୍ କରନ୍ତୁ | |
02:17 | ଏଣ୍ଟର୍ ପ୍ରେସ୍ କରନ୍ତୁ | |
02:20 | ଦୁଇଟି Cell ରେଫରେନ୍ସରେ ଥିବା ଖର୍ଚ୍ଚ ସବଷ୍ଟ୍ରାକ୍ଟ ହେବା ସହିତ A9Cellରେ ପରିଣାମ ପ୍ରଦର୍ଶିତ ହୋଇଯିବ | |
02:29 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
02:32 | ସେହିପ୍ରକାରେ ବିଭିନ୍ନ Cellରେ ଡେଟାକୁ ଡିଭାଇଡ ଓ ମଲ୍ଟିପ୍ଲାଏ କରାଯାଇପାରିବ | |
02:37 | Spreadsheetରେ ଅନ୍ୟଏକ ବେସିକ୍ କାର୍ଯ୍ୟ ହେଉଛି, ସଂଖ୍ୟାଗୁଡ଼ିକର Average ପାଇବା | |
02:43 | ଏହାକୁ କିପରି କରାଯାଏ, ଆସନ୍ତୁ ଦେଖିବା | |
02:45 | SUM TOTAL ଠିକ୍ ତଳେ Average ନାମକ ହେଡିଙ୍ଗ୍ ଦିଅନ୍ତୁ | |
02:50 | ଏଠାରେ ଆମେ, ସମୁଦାୟ ଖର୍ଚ୍ଚର ହାରାହାରି ପ୍ରଦର୍ଶିତ କରିବାକୁ ଚାହୁଁଛେ | |
02:55 | ତେଣୁ, C9 Cell ଉପରେ କ୍ଲିକ୍ କରିବା | |
02:58 | ଏବେ, is equal to ହାରାହାରି ଓ ବ୍ରାକେଟ୍ ମଧ୍ୟରେ ଖର୍ଚ୍ଚ ଟାଇପ୍ କରନ୍ତୁ | |
03:04 | ଏଣ୍ଟର୍ ପ୍ରେସ୍ କରନ୍ତୁ | |
03:07 | Cellରେ Cost Columnର ହାରାହାରି ପ୍ରଦର୍ଶିତ ହେବ | |
03:11 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
03:15 | ସେହିପରି, ଏକ ହୋରାଇଜୋଣ୍ଟାଲ୍ ରୋ’ରେ ଆପଣ ଏଲେମେଣ୍ଟସ୍ ର ଆଭରେଜ୍ ପାଇପାରିବେ | |
03:20 | ଆଡଭାନ୍ସ ଲେଭଲ୍ ଟ୍ୟୁଟୋରିଆଲ୍ ରେ ଆମେ ଫର୍ମୁଲା ଓ ଅପରେଟର୍ ବିଷୟରେ ଅଧିକ ଶିଖିବା | |
03:25 | ଏବେ ଆସନ୍ତୁ ଡେଟାକୁ କିପରି କ୍ରମବଦ୍ଧ କରାଯାଏ, ତାହା ଶିଖିବା | |
03:30 | କ୍ରମବଦ୍ଧତା, ଶୀଟ୍ ରେ ଦୃଶ୍ୟମାନ Cellଗୁଡ଼ିକୁ ଆବଶ୍ୟକତାନୁସାରେ ବ୍ୟବସ୍ଥିତ କରିଥାଏ | |
03:35 | Calcରେ ତିନୋଟି କ୍ରାଇଟେରିଆ ବ୍ୟବହାର କରି ଡେଟା କ୍ରମବଦ୍ଧ ହୋଇଥାଏ, ଯାହା ଗୋଟିଏ ପରେ ଗୋଟିଏ କରି ଲାଗୁ ହୋଇଥାଏ | |
03:43 | ଗୋଟିଏ ନିର୍ଦ୍ଦିଷ୍ଟ ଆଇଟମ୍ ଖୋଜିବା ସମୟରେ ସେଗୁଡ଼ିକ ହ୍ୟାଣ୍ଡୀ ହୋଇଥା’ନ୍ତି ଓ ଡେଟା ଫିଲ୍ଟର୍ ହୋଇସାରିବା ପରେ ଆହୁରି ଶକ୍ତିଶାଳୀ ହୋଇଯାଇଥା’ନ୍ତି | |
03:51 | ଧରନ୍ତୁ, ଆମେ ବର୍ଦ୍ଧିତ କ୍ରମରେ Costs ହେଡିଙ୍ଗ୍ ଅନ୍ତର୍ଗତ ଡେଟାକୁ କ୍ରମବଦ୍ଧ କରିବାକୁ ଚାହୁଁଛେ | |
03:57 | ତେଣୁ ପ୍ରଥମେ ଆମେ, “Cost” ସେଲ୍ ଉପରେ କ୍ଲିକ୍ କରି କ୍ରମବଦ୍ଧ ହେବାକୁ ଥିବା ସେଲ୍ସକୁ ହାଇଲାଇଟ୍ କରିବା | |
04:03 | ବାମ ମାଉସ୍ ବଟନ୍ ଧରିରଖି “୨୦୦୦” ଲେଖାଥିବା ଶେଷ ସେଲ୍ ପର୍ଯ୍ୟନ୍ତ ସମଗ୍ର କଲମ୍ ଉପରେ ଡ୍ରାଗ୍ କରନ୍ତୁ | |
04:12 | ଏହା, ଆମେ କ୍ରମବଦ୍ଧ କରିବାକୁ ଚାହୁଁଥିବା କଲମ୍ କୁ ସିଲେକ୍ଟ କରିବ | |
04:15 | ଏବେ, ମେନୁବାର୍ ରେ ଥିବା “Data” ଅପ୍ସନ୍ ଉପରେ କ୍ଲିକ୍ କରି “Sort” ବଟନ୍ ଉପରେ କ୍ଲିକ୍ କରନ୍ତୁ | |
04:21 | ତା’ପରେ “Current Selection”କୁ ସିଲେକ୍ଟ କରନ୍ତୁ | |
04:24 | ଦେଖନ୍ତୁ, “Sort Criteria” ଓ “Option” ଭାବରେ ଟ୍ୟାବ୍ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଉଛି | |
04:31 | “Sort Criteria” ଟ୍ୟାବ୍ ରେ, “Sort By” ଫିଲ୍ଡରେ ଥିବା “Cost” ସିଲେକ୍ଟ କରନ୍ତୁ | |
04:37 | “Cost”କୁ ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ କରିବାକୁ, “Ascending” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
04:44 | “OK” ବଟନ୍ ରେ କ୍ଲିକ୍ କରନ୍ତୁ | |
04:47 | କଲମ୍ ଟି ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ ହେବାର ଆପଣ ଦେଖିବେ | |
04:51 | ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ | |
04:59 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
05:02 | ମଲ୍ଟିପଲ୍ କଲମ୍ ଗୁଡ଼ିକୁ ପ୍ରଥମେ ସିଲେକ୍ଟ କରି ଓ ତା’ପରେ Sort ଅପ୍ସନ୍ ଲାଗୁ କରି କ୍ରମବଦ୍ଧ କରାଯାଇପାରିବ | |
05:09 | ଧରନ୍ତୁ, ଆମେ Cost ସହିତ କ୍ରମିକ ସଂଖ୍ୟାଗୁଡ଼ିକୁ କ୍ରମବଦ୍ଧ କରିବାକୁ ଚାହୁଁଛେ | |
05:14 | ପୂର୍ବପରି, ପ୍ରଥମେ ଏହି କଲମ୍ ଗୁଡ଼ିକୁ ସିଲେକ୍ଟ କରନ୍ତୁ | |
05:18 | ଏବେ, ମେନୁବାର୍ ରେ ଥିବା Data ଅପ୍ସନ୍ ରେ କ୍ଲିକ୍ କରି Sort ଉପରେ କ୍ଲିକ୍ କରନ୍ତୁ | |
05:24 | ପ୍ରଦର୍ଶିତ ଡାୟଲଗ୍ ବକ୍ସରେ Sort By ଫିଲ୍ଡରେ ଥିବା Costକୁ ପ୍ରଥମେ ସିଲେକ୍ଟ କରନ୍ତୁ | |
05:30 | ତା’ପରେ Then By ଫିଲ୍ଡରେ ଥିବା SNକୁ ସିଲେକ୍ଟ କରନ୍ତୁ | |
05:35 | ସେଗୁଡ଼ିକ ପାଖରେ ଥିବା ଉଭୟ ଅପ୍ସନ୍ ରେ ଥିବା Descending ଉପରେ କ୍ଲିକ୍ କରି OK କ୍ଲିକ୍ କରନ୍ତୁ | |
05:43 | ଦେଖନ୍ତୁ, ଉଭୟ ହେଡିଙ୍ଗ୍ସ ହ୍ରାସିତ କ୍ରମରେ କ୍ରମବଦ୍ଧ ହୋଇଗଲା | |
05:47 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
05:49 | ଏବେ, ଡାଟା କିପରି ଫିଲ୍ଟର୍ କରାଯାଏ, ଆସନ୍ତୁ ଶିଖିବା | |
05:53 | ପ୍ରଦର୍ଶିତ ହେବାପାଇଁ ପ୍ରତ୍ୟେକ ଏଣ୍ଟ୍ରୀ ପୂରଣ କରୁଥିବା ଅବସ୍ଥାର ଏକ ତାଲିକା ହେଉଛି ଫିଲ୍ଟର୍ | |
06:00 | ସ୍ପ୍ରେଡ୍ ଶୀଟ୍ ରେ ଏକ ଫିଲ୍ଟର୍ ଲାଗୁ କରିବା ପାଇଁ Item ସେଲ୍ ଉପରେ କ୍ଲିକ୍ କରନ୍ତୁ | |
06:07 | ଏବେ, ମେନୁବାର୍ ରେ ଥିବା Data ଅପ୍ସନ୍ ଉପରେ କ୍ଲିକ୍ କରି Filter ଉପରେ କ୍ଲିକ୍ କରନ୍ତୁ | |
06:12 | ପପ୍-ଅପ୍ ମେନୁରେ AutoFilter ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:16 | ଦେଖନ୍ତୁ, ହେଡିଙ୍ଗ୍ସ ଉପରେ ଏକ ତୀର ଚିହ୍ନ ଦେଖାଯାଉଛି | |
06:20 | Item ସେଲ୍ ଉପରେ ଥିବା ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ | |
06:24 | ଏବେ, ଧରନ୍ତୁ ଆପଣ ଯଦି କେବଳ Electricity Bill ସମ୍ପର୍କିତ ଡେଟା ପ୍ରଦର୍ଶନ କରିବାକୁ ଚାହାନ୍ତି, |
06:29 | ତେବେ, Electricity Bill ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:34 | ଦେଖନ୍ତୁ, ଶୀଟ୍ ରେ କେବଳ Electricity Bill ସମ୍ପର୍କିତ ଡାଟା ପ୍ରଦର୍ଶିତ ହେଲା | |
06:40 | ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା | |
06:43 | ସମସ୍ତ Data ଦେଖିବା ପାଇଁ, Item ସେଲ୍ ରେ ଥିବା ଡାଉନ୍ ଏରୋ ଉପରେ ପୁଣିଥରେ କ୍ଲିକ୍ କରି All ଉପରେ କ୍ଲିକ୍ କରନ୍ତୁ | |
06:52 | ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ | |
06:59 | AutoFilter ବ୍ୟତୀତ, Standard Filter ଓ Advance Filter ନାମକ ଆହୁରି ଦୁଇଟି ଫିଲ୍ଟର୍ ଅପ୍ସନ୍ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଶୃଙ୍ଖଳାରେ ଶିଖିବା | |
07:11 | ଏହା ଆମକୁ ଲିବର୍ ଅଫିସ୍ Calc ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ : |
07:15 | ସଂକ୍ଷେପରେ ଆମେ ଯାହା ଶିଖିଲେ: |
07:18 | ଫର୍ମୁଲାର ବେସିକ୍ ସହିତ ପରିଚୟ |
07:21 | Columns ଦ୍ୱାରା କ୍ରମବଦ୍ଧ କରିବା |
07:23 | ଡେଟା ଫିଲ୍ଟରିଙ୍ଗ୍ ର ବେସିକ୍ |
07:26 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
07:30 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ |
07:33 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:37 | ସ୍ପୋକେନ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
07:40 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ |
07:43 | ଅନ୍-ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ |
07:47 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:53 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:58 | ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:06 | ଏହି ମିଶନ୍ ଉପରେ ଅଧିକ ବିବରଣୀ |
08:08 | http:spoken-tutorial.org slash NMEICT hyphen Intro (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:16 | IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |