Difference between revisions of "KTurtle/C3/Common-Errors-in-KTurtle/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by the same user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| ନମସ୍କାର ବନ୍ଧୁଗଣ! କେଟର୍ଟଲ୍ ରେ "Common Errors" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| ନମସ୍କାର ବନ୍ଧୁଗଣ! କେଟର୍ଟଲ୍ ରେ "Common Errors" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା,
 +
 
|-
 
|-
 
|00:10
 
|00:10
Line 19: Line 22:
 
|00:14
 
|00:14
 
| Logical errors
 
| Logical errors
 +
 
|-
 
|-
 
|00:17
 
|00:17
Line 30: Line 34:
 
|00:25
 
|00:25
 
| କେଟର୍ଟଲ୍ ଭର୍ସନ୍ 0.8.1 ବିଟା
 
| କେଟର୍ଟଲ୍ ଭର୍ସନ୍ 0.8.1 ବିଟା
 +
 
|-
 
|-
 
|00:31
 
|00:31
Line 37: Line 42:
 
|00:36
 
|00:36
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ '''http://spoken-tutorial.org'''
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ '''http://spoken-tutorial.org'''
 +
 
|-
 
|-
 
|00:42
 
|00:42
Line 44: Line 50:
 
|00:46
 
|00:46
 
| Error ହେଉଛି, ପ୍ରୋଗ୍ରାମ୍ ରେ ଏକ ତ୍ରୁଟି, ଯାହା ଏକ Incorrect କିମ୍ୱା Unexpected ପରିଣାମ ଦେଇଥାଏ
 
| Error ହେଉଛି, ପ୍ରୋଗ୍ରାମ୍ ରେ ଏକ ତ୍ରୁଟି, ଯାହା ଏକ Incorrect କିମ୍ୱା Unexpected ପରିଣାମ ଦେଇଥାଏ
 +
 
|-
 
|-
 
|00:55
 
|00:55
 
| ପ୍ରଥମେ ମୁଁ ଏରର୍ ଗୁଡ଼ିକର ପ୍ରକାର ବିଷୟରେ ବୁଝାଉଛି
 
| ପ୍ରଥମେ ମୁଁ ଏରର୍ ଗୁଡ଼ିକର ପ୍ରକାର ବିଷୟରେ ବୁଝାଉଛି
 +
 
|-
 
|-
 
|01:00
 
|01:00
Line 61: Line 69:
 
|-
 
|-
 
|01:22
 
|01:22
| ଉଦାହରଣସ୍ୱରୂପ,
+
| ଉଦାହରଣସ୍ୱରୂପ,Unmatched Parentheses, Square ଓ Curly Braces  
 
+
|-
+
|01:23
+
| Unmatched Parentheses, Square ଓ Curly Braces  
+
  
 
|-
 
|-
Line 74: Line 78:
 
|01:34
 
|01:34
 
| Stringsରେ ଅନୁପସ୍ଥିତ Quotes
 
| Stringsରେ ଅନୁପସ୍ଥିତ Quotes
 +
 
|-
 
|-
 
|01:38
 
|01:38
Line 85: Line 90:
 
|01:48
 
|01:48
 
| KTurtle ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| KTurtle ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:51
 
|01:51
 
| ଚାଲନ୍ତୁ, Syntax Errorsର କିଛି ପ୍ରକାର ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
 
| ଚାଲନ୍ତୁ, Syntax Errorsର କିଛି ପ୍ରକାର ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
 +
 
|-
 
|-
 
|01:58
 
|01:58
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 +
 
|-
 
|-
 
|02:02
 
|02:02
 
| ପ୍ରୋଗ୍ରାମ୍ ରେ Error ବୁଝାଇବା ପାଇଁ ମୁଁ , କୋଡ୍ ର ଭାଗକୁ କମେଣ୍ଟ କରିବି  
 
| ପ୍ରୋଗ୍ରାମ୍ ରେ Error ବୁଝାଇବା ପାଇଁ ମୁଁ , କୋଡ୍ ର ଭାଗକୁ କମେଣ୍ଟ କରିବି  
 +
 
|-
 
|-
 
|02:09
 
|02:09
Line 101: Line 110:
 
|02:11
 
|02:11
 
| $a=ask ଡବଲ୍ କ୍ୱୋଟ୍ସ ମଧ୍ୟରେ enter any number and click OK
 
| $a=ask ଡବଲ୍ କ୍ୱୋଟ୍ସ ମଧ୍ୟରେ enter any number and click OK
 +
 
|-
 
|-
 
|02:19
 
|02:19
 
| ମୁଁ, ଲାଇନ୍ କୁ କମେଣ୍ଟ କରିବାକୁ # (ହାଶ୍) ଚିହ୍ନ ବ୍ୟବହାର କରିବି
 
| ମୁଁ, ଲାଇନ୍ କୁ କମେଣ୍ଟ କରିବାକୁ # (ହାଶ୍) ଚିହ୍ନ ବ୍ୟବହାର କରିବି
 +
 
|-
 
|-
 
|02:23
 
|02:23
Line 115: Line 126:
 
|02:37
 
|02:37
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 +
 
|-
 
|-
 
|02:42
 
|02:42
Line 126: Line 138:
 
|02:50
 
|02:50
 
| variable "$a" was used without first being assigned  to a value
 
| variable "$a" was used without first being assigned  to a value
 +
 
|-
 
|-
 
|02:57
 
|02:57
Line 133: Line 146:
 
|03:02
 
|03:02
 
| ଏହା ହେଉଛି ଏକ Syntax Error. ଭେରିଏବଲ୍ a ଘୋଷିତ ନହୋଇଥିବାରୁ ଏହା ଘଟିଲା
 
| ଏହା ହେଉଛି ଏକ Syntax Error. ଭେରିଏବଲ୍ a ଘୋଷିତ ନହୋଇଥିବାରୁ ଏହା ଘଟିଲା
 +
 
|-
 
|-
 
|03:10
 
|03:10
 
| ତେଣୁ, ମୁଁ ଲାଇନ୍ 2କୁ ଯାଇ କମେଣ୍ଟ ହଟାଇଦେବି
 
| ତେଣୁ, ମୁଁ ଲାଇନ୍ 2କୁ ଯାଇ କମେଣ୍ଟ ହଟାଇଦେବି
 +
 
|-
 
|-
 
|03:14
 
|03:14
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
 +
 
|-
 
|-
 
|03:23
 
|03:23
Line 150: Line 166:
 
|03:31
 
|03:31
 
| କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ  
 
| କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ  
 +
 
|-
 
|-
 
|03:35
 
|03:35
Line 157: Line 174:
 
|03:38
 
|03:38
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 +
 
|-
 
|-
 
|03:43
 
|03:43
 
| ଚାଲନ୍ତୁ ଆଉ ଏକ ଏରର୍ ଦେଖିବା
 
| ଚାଲନ୍ତୁ ଆଉ ଏକ ଏରର୍ ଦେଖିବା
 +
 
|-
 
|-
 
|03:46
 
|03:46
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 +
 
|-
 
|-
 
|03:50
 
|03:50
 
| ଏଠାରେ piର ଭାଲ୍ୟୁ, କେଟର୍ଟଲ୍ ରେ ପୂର୍ବରୁ ଦିଆଯାଇଛି
 
| ଏଠାରେ piର ଭାଲ୍ୟୁ, କେଟର୍ଟଲ୍ ରେ ପୂର୍ବରୁ ଦିଆଯାଇଛି
 +
 
|-
 
|-
 
|03:54
 
|03:54
 
| ପ୍ରୋଗ୍ରାମ୍ ରୁ $ ଚିହ୍ନ ଡିଲିଟ୍ କରିଦିଅନ୍ତୁ  
 
| ପ୍ରୋଗ୍ରାମ୍ ରୁ $ ଚିହ୍ନ ଡିଲିଟ୍ କରିଦିଅନ୍ତୁ  
 +
 
|-
 
|-
 
|03:58
 
|03:58
Line 176: Line 198:
 
|04:05
 
|04:05
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
 +
 
|-
 
|-
 
|04:11
 
|04:11
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 +
 
|-
 
|-
 
|04:16
 
|04:16
Line 190: Line 214:
 
|04:22
 
|04:22
 
| you cannot put “=” here
 
| you cannot put “=” here
 +
 
|-
 
|-
 
|04:26
 
|04:26
 
| ଲାଇନ୍ ନଂ 2ରେ ଏହି ଏରର୍ ଅଛି  
 
| ଲାଇନ୍ ନଂ 2ରେ ଏହି ଏରର୍ ଅଛି  
 +
 
|-
 
|-
 
|04:30
 
|04:30
 
| ଏଠାରେ କୌଣସି ପ୍ରକାରର କଣ୍ଟେନର୍ ନଥିବାରୁ ଏହି Syntax Error ଘଟିଲା
 
| ଏଠାରେ କୌଣସି ପ୍ରକାରର କଣ୍ଟେନର୍ ନଥିବାରୁ ଏହି Syntax Error ଘଟିଲା
 +
 
|-
 
|-
 
|04:37
 
|04:37
 
| ପ୍ରୋଗ୍ରାମ୍ କୁ ଫେରିଯାଇ $ ଚିହ୍ନ ରିପ୍ଲେସ୍ କରନ୍ତୁ
 
| ପ୍ରୋଗ୍ରାମ୍ କୁ ଫେରିଯାଇ $ ଚିହ୍ନ ରିପ୍ଲେସ୍ କରନ୍ତୁ
 +
 
|-
 
|-
 
|04:41
 
|04:41
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି  
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି  
 +
 
|-
 
|-
 
|04:49
 
|04:49
Line 213: Line 242:
 
|04:57
 
|04:57
 
| କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
 
| କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
 +
 
|-
 
|-
 
|05:00
 
|05:00
 
| Stringର କ୍ୱୋଟ୍ସ ମଧ୍ୟରୁ ଗୋଟିଏ କାଢ଼ିଦିଅନ୍ତୁ  
 
| Stringର କ୍ୱୋଟ୍ସ ମଧ୍ୟରୁ ଗୋଟିଏ କାଢ଼ିଦିଅନ୍ତୁ  
 +
 
|-
 
|-
 
|05:05
 
|05:05
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି  
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି  
 +
 
|-
 
|-
 
|05:12
 
|05:12
Line 230: Line 262:
 
|05:18
 
|05:18
 
| Text string was not properly closed, expected a double quote “ ” to close the string
 
| Text string was not properly closed, expected a double quote “ ” to close the string
 +
 
|-
 
|-
 
|05:25
 
|05:25
 
| ଏଠାରେ ଲାଇନ୍ ନଂ 2ରେ ଏରର୍ ଅଛି  
 
| ଏଠାରେ ଲାଇନ୍ ନଂ 2ରେ ଏରର୍ ଅଛି  
 +
 
|-
 
|-
 
|05:29
 
|05:29
 
| ମୁଁ ଲାଇନ୍ 2କୁ ଯାଇ କ୍ୱୋଟ୍ସ ହଟାଇଦେବି  
 
| ମୁଁ ଲାଇନ୍ 2କୁ ଯାଇ କ୍ୱୋଟ୍ସ ହଟାଇଦେବି  
 +
 
|-
 
|-
 
|05:34
 
|05:34
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି  
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି  
 +
 
|-
 
|-
 
|05:41
 
|05:41
Line 254: Line 290:
 
|05:52
 
|05:52
 
| ଏହିଭଳି, ଯେଉଁ ଲାଇନ୍ ରେ ଏରର୍ ଘଟିଲା, ସେହି ଲାଇନ୍ କୁ ଆପଣ ପାଇପାରିବେ ଓ ତାହାକୁ ଠିକ୍ ମଧ୍ୟ କରିପାରିବେ  
 
| ଏହିଭଳି, ଯେଉଁ ଲାଇନ୍ ରେ ଏରର୍ ଘଟିଲା, ସେହି ଲାଇନ୍ କୁ ଆପଣ ପାଇପାରିବେ ଓ ତାହାକୁ ଠିକ୍ ମଧ୍ୟ କରିପାରିବେ  
 +
 
|-
 
|-
 
|05:59
 
|05:59
 
| ଏବେ ଚାଲନ୍ତୁ ରନ୍ ଟାଇମ୍ ଏରର୍ ବିଷୟରେ ଶିଖିବା
 
| ଏବେ ଚାଲନ୍ତୁ ରନ୍ ଟାଇମ୍ ଏରର୍ ବିଷୟରେ ଶିଖିବା
 +
 
|-
 
|-
 
|06:04
 
|06:04
Line 276: Line 314:
 
|06:27
 
|06:27
 
| ଉଦାହରଣସ୍ୱରୂପ,
 
| ଉଦାହରଣସ୍ୱରୂପ,
 +
 
|-
 
|-
 
|06:29
 
|06:29
Line 283: Line 322:
 
|06:31
 
|06:31
 
| Terminating କଣ୍ଡିଶନ୍ କିମ୍ୱା Increment ଭାଲ୍ୟୁ ବିନା ଏକ ଲୂପ୍ ରନ୍ କରିବା
 
| Terminating କଣ୍ଡିଶନ୍ କିମ୍ୱା Increment ଭାଲ୍ୟୁ ବିନା ଏକ ଲୂପ୍ ରନ୍ କରିବା
 +
 
|-
 
|-
 
|06:43
 
|06:43
Line 290: Line 330:
 
|06:47
 
|06:47
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 +
 
|-
 
|-
 
|06:52
 
|06:52
Line 301: Line 342:
 
|07:00
 
|07:00
 
| a ଭାଜ୍ୟ ଓ r ଭାଜକ ଅଟେ  
 
| a ଭାଜ୍ୟ ଓ r ଭାଜକ ଅଟେ  
 +
 
|-
 
|-
 
|07:04   
 
|07:04   
Line 312: Line 354:
 
|07:16
 
|07:16
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ  
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ  
 +
 
|-
 
|-
 
|07:20
 
|07:20
Line 331: Line 374:
 
|07:36
 
|07:36
 
| You tried to divide by zero
 
| You tried to divide by zero
 +
 
|-
 
|-
 
|07:39
 
|07:39
 
| ଲାଇନ୍ ନଂ 4ରେ ଏହି ଏରର୍ ଅଛି
 
| ଲାଇନ୍ ନଂ 4ରେ ଏହି ଏରର୍ ଅଛି
 +
 
|-
 
|-
 
|07:43
 
|07:43
 
| ଆମେ ଯିରୋ ସହିତ ଏକ ସଂଖ୍ୟାକୁ ବିଭାଜିତ ନକରିପାରୁଥିବା କାରଣରୁ ଏହି ଏରର୍ ଘଟେ
 
| ଆମେ ଯିରୋ ସହିତ ଏକ ସଂଖ୍ୟାକୁ ବିଭାଜିତ ନକରିପାରୁଥିବା କାରଣରୁ ଏହି ଏରର୍ ଘଟେ
 +
 
|-
 
|-
 
|07:49
 
|07:49
Line 352: Line 398:
 
|07:58
 
|07:58
 
| କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
 
| କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
 +
 
|-
 
|-
 
|08:01
 
|08:01
Line 359: Line 406:
 
|08:05
 
|08:05
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 +
 
|-
 
|-
 
|08:10
 
|08:10
 
| ଏହାପରେ ଆମେ Logical Errors ବିଷୟରେ ଶିଖିବା
 
| ଏହାପରେ ଆମେ Logical Errors ବିଷୟରେ ଶିଖିବା
 +
 
|-
 
|-
 
|08:14
 
|08:14
Line 377: Line 426:
 
|08:32
 
|08:32
 
| ଯୋଗ ପରିବର୍ତ୍ତେ ଦୁଇଟି ସଂଖ୍ୟାର ଗୁଣନ କରିବା
 
| ଯୋଗ ପରିବର୍ତ୍ତେ ଦୁଇଟି ସଂଖ୍ୟାର ଗୁଣନ କରିବା
 +
 
|-
 
|-
 
|08:36
 
|08:36
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 +
 
|-
 
|-
 
|08:39
 
|08:39
Line 391: Line 442:
 
|08:52
 
|08:52
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ  
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ  
 +
 
|-
 
|-
 
|08:57
 
|08:57
Line 402: Line 454:
 
|09:05
 
|09:05
 
| ଲୂପ୍ ଏକ Infinite Loopରେ ଯାଏ  
 
| ଲୂପ୍ ଏକ Infinite Loopରେ ଯାଏ  
 +
 
|-
 
|-
 
|09:08
 
|09:08
Line 421: Line 474:
 
|09:28
 
|09:28
 
| ତେଣୁ, ଲୂପ୍ କେବେବି Terminate ହୁଏ ନାହିଁ
 
| ତେଣୁ, ଲୂପ୍ କେବେବି Terminate ହୁଏ ନାହିଁ
 +
 
|-
 
|-
 
|09:31
 
|09:31
 
| ମୁଁ ପ୍ରକ୍ରିୟାକୁ ଆବୋର୍ଟ କରିବା ପାଇଁ Abort ବଟନ୍ କ୍ଲିକ୍ କରିବି  
 
| ମୁଁ ପ୍ରକ୍ରିୟାକୁ ଆବୋର୍ଟ କରିବା ପାଇଁ Abort ବଟନ୍ କ୍ଲିକ୍ କରିବି  
 +
 
|-
 
|-
 
|09:36
 
|09:36
 
| $x=$x+1 କୁ $x=$x-1ରେ ପରିବର୍ତ୍ତନ କରନ୍ତୁ  
 
| $x=$x+1 କୁ $x=$x-1ରେ ପରିବର୍ତ୍ତନ କରନ୍ତୁ  
 +
 
|-
 
|-
 
|09:44
 
|09:44
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
 
| ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
 +
 
|-  
 
|-  
 
|09:51
 
|09:51
Line 441: Line 498:
 
|09:59
 
|09:59
 
| 29 ରୁ 20 ଭାଲ୍ୟୁ ପ୍ରିଣ୍ଟ କରିବା ପରେ ଲୂପ୍ ଟର୍ମିନେଟ୍ ହୁଏ  
 
| 29 ରୁ 20 ଭାଲ୍ୟୁ ପ୍ରିଣ୍ଟ କରିବା ପରେ ଲୂପ୍ ଟର୍ମିନେଟ୍ ହୁଏ  
 +
 
|-
 
|-
 
|10:05
 
|10:05
Line 448: Line 506:
 
|10:10
 
|10:10
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|10:12
 
|10:12
Line 466: Line 525:
 
|-
 
|-
 
|10:30
 
|10:30
| Logical errors
+
| Logical errors,ଏକ ଆସାଇନମେଣ୍ଟ ଭାବେ, ଦିଆଯାଇଥିବା ପ୍ରୋଗ୍ରାମ୍ ରେ ଏରର୍ ଖୋଜନ୍ତୁ
|-
+
|10:31
+
| ଏକ ଆସାଇନମେଣ୍ଟ ଭାବେ, ଦିଆଯାଇଥିବା ପ୍ରୋଗ୍ରାମ୍ ରେ ଏରର୍ ଖୋଜନ୍ତୁ
+
 
   
 
   
 
|-
 
|-
 
|10:46
 
|10:46
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial  
 +
 
|-
 
|-
 
|10:50
 
|10:50
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|10:54
 
|10:54
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|10:59
 
|10:59
Line 487: Line 546:
 
|11:01
 
|11:01
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 +
 
|-
 
|-
 
|11:05
 
|11:05
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|11:09
 
|11:09
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 +
 
|-
 
|-
|11 17
+
|11:17
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
  
Line 508: Line 570:
 
|11:37
 
|11:37
 
| ଆଇଆଇଟୀ ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 
| ଆଇଆଇଟୀ ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
|-
 
|-
 
|11:41  
 
|11:41  
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 +
|}

Latest revision as of 10:43, 10 April 2017

Time Narration
00:01 ନମସ୍କାର ବନ୍ଧୁଗଣ! କେଟର୍ଟଲ୍ ରେ "Common Errors" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା,
00:10 Syntax errors
00:12 Runtime errors ଓ
00:14 Logical errors
00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:20 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:25 କେଟର୍ଟଲ୍ ଭର୍ସନ୍ 0.8.1 ବିଟା
00:31 କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
00:36 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:42 ଚାଲନ୍ତୁ ପ୍ରଥମେ ବୁଝିବା ଯେ, ଏକ ଏରର୍ କ’ଣ?
00:46 Error ହେଉଛି, ପ୍ରୋଗ୍ରାମ୍ ରେ ଏକ ତ୍ରୁଟି, ଯାହା ଏକ Incorrect କିମ୍ୱା Unexpected ପରିଣାମ ଦେଇଥାଏ
00:55 ପ୍ରଥମେ ମୁଁ ଏରର୍ ଗୁଡ଼ିକର ପ୍ରକାର ବିଷୟରେ ବୁଝାଉଛି
01:00 ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ର ବ୍ୟାକରଣୀୟ ନିୟମଗୁଡ଼ିକର ଉଲ୍ଲଂଘନ ହେଉଛି Syntax Error
01:09 ଗୋଟିଏ ପ୍ରୋଗ୍ରାମ୍ ରେ Syntax Error ଥିଲେ Compilation ଫେଲ୍ ହୁଏ
01:15 Syntax Errorଗୁଡ଼ିକୁ ଖୋଜିବା ଓ ଫିକ୍ସ କରିବା ସହଜ ହୋଇଥାଏ
01:22 ଉଦାହରଣସ୍ୱରୂପ,Unmatched Parentheses, Square ଓ Curly Braces
01:29 ଘୋଷିତ ହୋଇନଥିବା ଭେରିଏବଲ୍ ର ବ୍ୟବହାର
01:34 Stringsରେ ଅନୁପସ୍ଥିତ Quotes
01:38 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
01:42 ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ. ସର୍ଚ ବାର୍ ରେ KTurtle ଟାଇପ୍ କରି
01:48 KTurtle ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:51 ଚାଲନ୍ତୁ, Syntax Errorsର କିଛି ପ୍ରକାର ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
01:58 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
02:02 ପ୍ରୋଗ୍ରାମ୍ ରେ Error ବୁଝାଇବା ପାଇଁ ମୁଁ , କୋଡ୍ ର ଭାଗକୁ କମେଣ୍ଟ କରିବି
02:09 ଏଠାରେ ମୁଁ ଲାଈନ୍ କୁ କମେଣ୍ଟ କରିବି
02:11 $a=ask ଡବଲ୍ କ୍ୱୋଟ୍ସ ମଧ୍ୟରେ enter any number and click OK
02:19 ମୁଁ, ଲାଇନ୍ କୁ କମେଣ୍ଟ କରିବାକୁ # (ହାଶ୍) ଚିହ୍ନ ବ୍ୟବହାର କରିବି
02:23 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
02:31 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
02:37 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
02:42 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
02:47 Compiler ନିମ୍ନ ଏରର୍ ଦେଖାଏ,
02:50 variable "$a" was used without first being assigned to a value
02:57 ଏଠାରେ ଲାଇନ୍ ନଂ 4ରେ ଏରର୍ ଅଛି
03:02 ଏହା ହେଉଛି ଏକ Syntax Error. ଭେରିଏବଲ୍ a ଘୋଷିତ ନହୋଇଥିବାରୁ ଏହା ଘଟିଲା
03:10 ତେଣୁ, ମୁଁ ଲାଇନ୍ 2କୁ ଯାଇ କମେଣ୍ଟ ହଟାଇଦେବି
03:14 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
03:23 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
03:27 a ଭାଲ୍ୟୁ ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
03:31 କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
03:35 ମୁଁ କେଟର୍ଟଲ୍ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି
03:38 Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
03:43 ଚାଲନ୍ତୁ ଆଉ ଏକ ଏରର୍ ଦେଖିବା
03:46 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
03:50 ଏଠାରେ piର ଭାଲ୍ୟୁ, କେଟର୍ଟଲ୍ ରେ ପୂର୍ବରୁ ଦିଆଯାଇଛି
03:54 ପ୍ରୋଗ୍ରାମ୍ ରୁ $ ଚିହ୍ନ ଡିଲିଟ୍ କରିଦିଅନ୍ତୁ
03:58 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
04:05 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
04:11 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
04:16 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
04:19 Compiler ନିମ୍ନ ଏରର୍ ଦେଖାଏ,
04:22 you cannot put “=” here
04:26 ଲାଇନ୍ ନଂ 2ରେ ଏହି ଏରର୍ ଅଛି
04:30 ଏଠାରେ କୌଣସି ପ୍ରକାରର କଣ୍ଟେନର୍ ନଥିବାରୁ ଏହି Syntax Error ଘଟିଲା
04:37 ପ୍ରୋଗ୍ରାମ୍ କୁ ଫେରିଯାଇ $ ଚିହ୍ନ ରିପ୍ଲେସ୍ କରନ୍ତୁ
04:41 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
04:49 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
04:53 କୋଣର ଭାଲ୍ୟୁ ପାଇଁ 45 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:57 କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
05:00 Stringର କ୍ୱୋଟ୍ସ ମଧ୍ୟରୁ ଗୋଟିଏ କାଢ଼ିଦିଅନ୍ତୁ
05:05 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:12 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
05:15 Compiler ନିମ୍ନ ଏରର୍ ଦେଖାଏ,
05:18 Text string was not properly closed, expected a double quote “ ” to close the string
05:25 ଏଠାରେ ଲାଇନ୍ ନଂ 2ରେ ଏରର୍ ଅଛି
05:29 ମୁଁ ଲାଇନ୍ 2କୁ ଯାଇ କ୍ୱୋଟ୍ସ ହଟାଇଦେବି
05:34 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:41 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
05:44 କୋଣର ଭାଲ୍ୟୁ ପାଇଁ 45 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:49 କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
05:52 ଏହିଭଳି, ଯେଉଁ ଲାଇନ୍ ରେ ଏରର୍ ଘଟିଲା, ସେହି ଲାଇନ୍ କୁ ଆପଣ ପାଇପାରିବେ ଓ ତାହାକୁ ଠିକ୍ ମଧ୍ୟ କରିପାରିବେ
05:59 ଏବେ ଚାଲନ୍ତୁ ରନ୍ ଟାଇମ୍ ଏରର୍ ବିଷୟରେ ଶିଖିବା
06:04 ଗୋଟିଏ ପ୍ରୋଗ୍ରାମ୍ ର Execution ସମୟରେ Run Time Error ଘଟିଥାଏ
06:10 ଆପଣ ପ୍ରୋଗ୍ରାମ୍ ରନ୍ କରିବାବେଳେ ଏହା ତାହାକୁ Crash କରିପାରେ
06:15 Run Time Errors ସାଧାରଣତଃ, ୟୁଜର୍ ଙ୍କ ଦ୍ୱାରା ଭୁଲ୍ ଇନପୁଟ୍ କାରଣରୁ ହୋଇଥାଏ
06:23 Compiler ଏହିସବୁ Errors ପାଇପାରେ ନାହିଁ
06:27 ଉଦାହରଣସ୍ୱରୂପ,
06:29 ଗୋଟିଏ ଭେରିଏବଲ୍ କୁ ବିଭାଜିତ କରିବାର ଚେଷ୍ଟା, ଯେଉଁଥିରେ ଭାଲ୍ୟୁ ନଥିବ
06:31 Terminating କଣ୍ଡିଶନ୍ କିମ୍ୱା Increment ଭାଲ୍ୟୁ ବିନା ଏକ ଲୂପ୍ ରନ୍ କରିବା
06:43 ମୁଁ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି
06:47 Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
06:52 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
06:56 ଏହି ପ୍ରୋଗ୍ରାମ୍ ଦୁଇଟି ସଂଖ୍ୟାର ବିଭାଜନ କରିଥାଏ
07:00 a ଭାଜ୍ୟ ଓ r ଭାଜକ ଅଟେ
07:04 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
07:11 ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
07:16 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
07:20 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
07:24 a ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:29 r ପାଇଁ 0 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:33 ଏଠାରେ ଆମେ ଏକ Run Time Error ପାଇବା
07:36 You tried to divide by zero
07:39 ଲାଇନ୍ ନଂ 4ରେ ଏହି ଏରର୍ ଅଛି
07:43 ଆମେ ଯିରୋ ସହିତ ଏକ ସଂଖ୍ୟାକୁ ବିଭାଜିତ ନକରିପାରୁଥିବା କାରଣରୁ ଏହି ଏରର୍ ଘଟେ
07:49 ଏବେ ପୁଣିଥରେ ରନ୍ କରନ୍ତୁ
07:51 a ଭାଲ୍ୟୁ ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:54 r ପାଇଁ 2 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:58 କୌଣସି ଏରର୍ ବିନା ପ୍ରୋଗ୍ରାମ୍ ଚାଲିବ
08:01 ମୁଁ କେଟର୍ଟଲ୍ ଏଡିଟର୍ ରୁ ବର୍ତ୍ତମାନର ପ୍ରୋଗ୍ରାମ୍ କ୍ଲିଅର୍ କରିଦେବି
08:05 Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
08:10 ଏହାପରେ ଆମେ Logical Errors ବିଷୟରେ ଶିଖିବା
08:14 Logical Error ହେଉଛି ପ୍ରୋଗ୍ରାମ୍ ର Source Codeରେ ଏକ ତ୍ରୁଟି, ଯାହାର ପରିଣାମ Incorrect କିମ୍ୱା Unexpected ବ୍ୟବହାର ଅଟେ
08:26 ଉଦାହରଣସ୍ୱରୂପ,
08:28 ଭୁଲ୍ ଭେରିଏବଲ୍ କୁ ଏକ ଭାଲ୍ୟୁ ଆସାଇନ୍ କରିବା
08:32 ଯୋଗ ପରିବର୍ତ୍ତେ ଦୁଇଟି ସଂଖ୍ୟାର ଗୁଣନ କରିବା
08:36 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
08:39 ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି ମୁଁ କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
08:47 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
08:52 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
08:57 ଏବେ ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
09:01 ଏକ ଡାୟଲଗ୍ ବକ୍ସ ପପ୍-ଅପ୍ ହେବ, OK କ୍ଲିକ୍ କରନ୍ତୁ
09:05 ଲୂପ୍ ଏକ Infinite Loopରେ ଯାଏ
09:08 ଆମେ ଦେଖୁ ଯେ, While Loop, 31ରୁ ସଂଖ୍ୟା ପ୍ରିଣ୍ଟ କରୁଛି ଓ ଏପର୍ଯ୍ୟନ୍ତ ପ୍ରିଣ୍ଟ କରୁଛି
09:15 ଏହା ହେଉଛି ଏକ Logical Error
09:18 While କଣ୍ଡିଶନ୍ ରେ x ହେଉଛି 20ଠାରୁ ବଡ଼
09:23 ମାତ୍ର ଭେରିଏବଲ୍ x, ସବୁବେଳେ 20ଠାରୁ ବଡ଼ ଅଟେ
09:28 ତେଣୁ, ଲୂପ୍ କେବେବି Terminate ହୁଏ ନାହିଁ
09:31 ମୁଁ ପ୍ରକ୍ରିୟାକୁ ଆବୋର୍ଟ କରିବା ପାଇଁ Abort ବଟନ୍ କ୍ଲିକ୍ କରିବି
09:36 $x=$x+1 କୁ $x=$x-1ରେ ପରିବର୍ତ୍ତନ କରନ୍ତୁ
09:44 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
09:51 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
09:55 ଏକ ଡାୟଲଗ୍ ବକ୍ସ ପପ୍-ଅପ୍ ହୁଏ OK କ୍ଲିକ୍ କରନ୍ତୁ
09:59 29 ରୁ 20 ଭାଲ୍ୟୁ ପ୍ରିଣ୍ଟ କରିବା ପରେ ଲୂପ୍ ଟର୍ମିନେଟ୍ ହୁଏ
10:05 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
10:10 ସଂକ୍ଷିପ୍ତରେ
10:12 ଏହି ଟ୍ୟୁଟୋରିଆଲ୍ ରେ ଆମେ ଏରର୍ସ ଓ ଏରର୍ ଗୁଡ଼ିକର ପ୍ରକାର, ଯେପରି
10:18 ଘୋଷିତ ହୋଇନଥିବା ଭେରିଏବଲ୍ ର ବ୍ୟବହାର
10:23 Stringsରେ ଅନୁପସ୍ଥିତ Quotes
10:27 Runtime errors ଓ
10:30 Logical errors,ଏକ ଆସାଇନମେଣ୍ଟ ଭାବେ, ଦିଆଯାଇଥିବା ପ୍ରୋଗ୍ରାମ୍ ରେ ଏରର୍ ଖୋଜନ୍ତୁ
10:46 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
10:50 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:54 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:01 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:05 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:09 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:17 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:23 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:31 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
11:37 ଆଇଆଇଟୀ ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:41 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep