Difference between revisions of "KTurtle/C2/Grammar-of-TurtleScript/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(One intermediate revision by the same user not shown) | |||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | ନମସ୍କାର | + | | ନମସ୍କାର,କେଟର୍ଟଲ୍ ରେ "Grammar of Turtle Script" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
− | + | ||
− | + | ||
− | + | ||
− | + | ||
|- | |- | ||
Line 18: | Line 14: | ||
|00:11 | |00:11 | ||
| ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ If-Else କଣ୍ଡିଶନ୍ | | ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ If-Else କଣ୍ଡିଶନ୍ | ||
+ | |||
|- | |- | ||
|00:16 | |00:16 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ ବ୍ୟବହାର କରୁଛି 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ ବ୍ୟବହାର କରୁଛି 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା | ||
+ | |||
|- | |- | ||
|00:29 | |00:29 | ||
Line 28: | Line 26: | ||
|00:35 | |00:35 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ '''http://spoken-tutorial.org''' | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ '''http://spoken-tutorial.org''' | ||
+ | |||
|- | |- | ||
|00:40 | |00:40 | ||
Line 43: | Line 42: | ||
|00:49 | |00:49 | ||
| KTurtle ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ | | KTurtle ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|00:52 | |00:52 | ||
Line 54: | Line 54: | ||
|01:01 | |01:01 | ||
| KTurtle ଟାଇପ୍ କରି ପ୍ଲିକେଶନ୍ ଖୋଲିବା ପାଇଁ ଏଣ୍ଟର୍ ଦାବନ୍ତୁ | | KTurtle ଟାଇପ୍ କରି ପ୍ଲିକେଶନ୍ ଖୋଲିବା ପାଇଁ ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|01:08 | |01:08 | ||
Line 69: | Line 70: | ||
|01:21 | |01:21 | ||
| ଏହା, କ’ଣ କରିବାକୁ ହେବ ଟର୍ଟଲ୍ କୁ ନିର୍ଦ୍ଦେଶ ଦିଏ | | ଏହା, କ’ଣ କରିବାକୁ ହେବ ଟର୍ଟଲ୍ କୁ ନିର୍ଦ୍ଦେଶ ଦିଏ | ||
+ | |||
|- | |- | ||
|01:25 | |01:25 | ||
Line 75: | Line 77: | ||
|- | |- | ||
|01:30 | |01:30 | ||
− | | କମେଣ୍ଟସ୍ | + | | କମେଣ୍ଟସ୍,କମାଣ୍ଡସ୍ |
− | + | ||
− | + | ||
− | + | ||
− | + | ||
|- | |- | ||
|01:32 | |01:32 | ||
− | | ନମ୍ୱର୍ସ | + | | ନମ୍ୱର୍ସ,ଷ୍ଟ୍ରିଙ୍ଗ୍ସ |
− | + | ||
− | + | ||
− | + | ||
− | + | ||
|- | |- | ||
Line 96: | Line 90: | ||
|01:36 | |01:36 | ||
| ବୁଲିଅନ୍ ଭାଲ୍ୟୁସ୍ | | ବୁଲିଅନ୍ ଭାଲ୍ୟୁସ୍ | ||
+ | |||
|- | |- | ||
|01:38 | |01:38 | ||
Line 114: | Line 109: | ||
|- | |- | ||
|01:49 | |01:49 | ||
− | | ଭେରିଏବଲ୍ସ | + | | ଭେରିଏବଲ୍ସ,ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି |
− | + | ||
− | + | ||
− | + | ||
|- | |- | ||
|01:54 | |01:54 | ||
Line 165: | Line 158: | ||
|02:55 | |02:55 | ||
| print $a + $b | | print $a + $b | ||
+ | |||
|- | |- | ||
|03:01 | |03:01 | ||
Line 184: | Line 178: | ||
|03:19 | |03:19 | ||
| Print $a + $b, ଦୁଇଟି ଭାଲ୍ୟୁ ଆଡ୍ କରିବାକୁ ଓ ସେଗୁଡ଼ିକୁ କାନଭାସରେ ପ୍ରଦର୍ଶିତ କରିବା ପାଇଁ ଟର୍ଟଲ୍ କୁ କମାଣ୍ଡ ଦେଇଥାଏ | | Print $a + $b, ଦୁଇଟି ଭାଲ୍ୟୁ ଆଡ୍ କରିବାକୁ ଓ ସେଗୁଡ଼ିକୁ କାନଭାସରେ ପ୍ରଦର୍ଶିତ କରିବା ପାଇଁ ଟର୍ଟଲ୍ କୁ କମାଣ୍ଡ ଦେଇଥାଏ | ||
+ | |||
|- | |- | ||
|03:29 | |03:29 | ||
Line 191: | Line 186: | ||
|03:34 | |03:34 | ||
| କାନଭାସରେ ଭାଲ୍ୟୁ 2029 ପ୍ରଦର୍ଶିତ ହେଲା | | କାନଭାସରେ ଭାଲ୍ୟୁ 2029 ପ୍ରଦର୍ଶିତ ହେଲା | ||
+ | |||
|- | |- | ||
− | |03 | + | |03:40 |
| ଏବେ ଚାଲନ୍ତୁ ମ୍ୟାଥମେଟିକାଲ୍ ଅପରେଟର୍ସ ଦେଖିବା | | ଏବେ ଚାଲନ୍ତୁ ମ୍ୟାଥମେଟିକାଲ୍ ଅପରେଟର୍ସ ଦେଖିବା | ||
Line 198: | Line 194: | ||
|03:44 | |03:44 | ||
| ମ୍ୟାଥମେଟିକାଲ୍ ଅପରେଟର୍ସରେ ରହିଛି | | ମ୍ୟାଥମେଟିକାଲ୍ ଅପରେଟର୍ସରେ ରହିଛି | ||
+ | + (ଆଡିଶନ୍) , | ||
+ | - (ସବଟ୍ରାକାଶନ୍) , | ||
+ | x (ମଲ୍ଟିପ୍ଲିକେଶନ୍) ଓ | ||
+ | / (ଡିଭିଜନ୍) | ||
− | |||
− | |||
− | |||
− | |||
− | |||
− | |||
− | |||
|- | |- | ||
|03:53 | |03:53 | ||
| ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | ||
+ | |||
|- | |- | ||
|04:01 | |04:01 | ||
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି | | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି | ||
+ | |||
|- | |- | ||
|04:05 | |04:05 | ||
| ମୁଁ ଏବେ କୋଡ୍ ବୁଝାଇବି | | ମୁଁ ଏବେ କୋଡ୍ ବୁଝାଇବି | ||
+ | |||
|- | |- | ||
|04:08 | |04:08 | ||
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ | | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ | ||
+ | |||
|- | |- | ||
|04:12 | |04:12 | ||
| Canvas Size 200,200 କାନଭାସର ଓସାର ଓ ଉଚ୍ଚତା, ପ୍ରତ୍ୟେକକୁ 200 ପିକ୍ସେଲ୍ ରେ ଫିକ୍ସ କରେ | | Canvas Size 200,200 କାନଭାସର ଓସାର ଓ ଉଚ୍ଚତା, ପ୍ରତ୍ୟେକକୁ 200 ପିକ୍ସେଲ୍ ରେ ଫିକ୍ସ କରେ | ||
+ | |||
|- | |- | ||
|04:22 | |04:22 | ||
| ଭାଲ୍ୟୁ 1+1, ଭେରିଏବଲ୍ $ ଆଡ୍ ପାଇଁ ଆସାଇନ୍ କରାଯାଇଛି | | ଭାଲ୍ୟୁ 1+1, ଭେରିଏବଲ୍ $ ଆଡ୍ ପାଇଁ ଆସାଇନ୍ କରାଯାଇଛି | ||
+ | |||
|- | |- | ||
|04:26 | |04:26 | ||
| ଭାଲ୍ୟୁ 20-5, ଭେରିଏବଲ୍ $ ସବଟ୍ରାକ୍ଟ ପାଇଁ ଆସାଇନ୍ କରାଯାଇଛି | | ଭାଲ୍ୟୁ 20-5, ଭେରିଏବଲ୍ $ ସବଟ୍ରାକ୍ଟ ପାଇଁ ଆସାଇନ୍ କରାଯାଇଛି | ||
+ | |||
|- | |- | ||
|04:31 | |04:31 | ||
| ଭାଲ୍ୟୁ 15*2, ଭେରିଏବଲ୍ $ ମଲ୍ଟିପ୍ଲାଏ ପାଇଁ ଆସାଇନ୍ କରାଯାଇଛି | | ଭାଲ୍ୟୁ 15*2, ଭେରିଏବଲ୍ $ ମଲ୍ଟିପ୍ଲାଏ ପାଇଁ ଆସାଇନ୍ କରାଯାଇଛି | ||
+ | |||
|- | |- | ||
|04:36 | |04:36 | ||
| ଭେଲ୍ୟୁ 30/30, ଭେରିଏବଲ୍ $ ଡିଭିଜନ୍ ପାଇଁ ଆସାଇନ୍ କରାଯାଇଛି | | ଭେଲ୍ୟୁ 30/30, ଭେରିଏବଲ୍ $ ଡିଭିଜନ୍ ପାଇଁ ଆସାଇନ୍ କରାଯାଇଛି | ||
+ | |||
|- | |- | ||
|04:40 | |04:40 | ||
| Go 10,10 କାନଭାସର ବାମକୁ 10 ପିକ୍ସେଲ୍ ଓ ଉପରକୁ 10 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ | | Go 10,10 କାନଭାସର ବାମକୁ 10 ପିକ୍ସେଲ୍ ଓ ଉପରକୁ 10 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ | ||
+ | |||
|- | |- | ||
|04:52 | |04:52 | ||
| Print କମାଣ୍ଡ, କାନଭାସରେ ଭେରିଏବଲ୍ ପ୍ରଦର୍ଶନ କରେ | | Print କମାଣ୍ଡ, କାନଭାସରେ ଭେରିଏବଲ୍ ପ୍ରଦର୍ଶନ କରେ | ||
+ | |||
|- | |- | ||
|04:56 | |04:56 | ||
Line 250: | Line 254: | ||
|05:08 | |05:08 | ||
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | ||
+ | |||
|- | |- | ||
|05:13 | |05:13 | ||
Line 261: | Line 266: | ||
|05:22 | |05:22 | ||
| ନିର୍ଦ୍ଦିଷ୍ଟ ପୋଜିଶନ୍ ରେ, କାନଭାସ୍ ଉପରେ ଟର୍ଟଲ୍ ଭାଲ୍ୟୁଗୁଡ଼ିକୁ ପ୍ରଦର୍ଶିତ କରେ | | ନିର୍ଦ୍ଦିଷ୍ଟ ପୋଜିଶନ୍ ରେ, କାନଭାସ୍ ଉପରେ ଟର୍ଟଲ୍ ଭାଲ୍ୟୁଗୁଡ଼ିକୁ ପ୍ରଦର୍ଶିତ କରେ | ||
+ | |||
|- | |- | ||
|05:34 | |05:34 | ||
| କମ୍ପାରିଜନ୍ ଅପରେଟର୍ ବ୍ୟବହାର ପାଇଁ ଏକ ସରଳ ଉଦାହରଣ ଦେଖିବା | | କମ୍ପାରିଜନ୍ ଅପରେଟର୍ ବ୍ୟବହାର ପାଇଁ ଏକ ସରଳ ଉଦାହରଣ ଦେଖିବା | ||
− | |||
|- | |- | ||
|05:41 | |05:41 | ||
| ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | ||
+ | |||
|- | |- | ||
|05:49 | |05:49 | ||
| ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି | | ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି | ||
+ | |||
|- | |- | ||
|05:53 | |05:53 | ||
Line 295: | Line 302: | ||
|06:19 | |06:19 | ||
| ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା | | ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା | ||
+ | |||
|- | |- | ||
|06:27 | |06:27 | ||
Line 302: | Line 310: | ||
|06:29 | |06:29 | ||
| କାନଭାସ୍ ଉପରେ ଟର୍ଟଲ୍ Boolean Value True ପ୍ରଦର୍ଶନ କରେ | | କାନଭାସ୍ ଉପରେ ଟର୍ଟଲ୍ Boolean Value True ପ୍ରଦର୍ଶନ କରେ | ||
+ | |||
|- | |- | ||
|06:34 | |06:34 | ||
Line 321: | Line 330: | ||
|06:53 | |06:53 | ||
| ଡବଲ୍ କ୍ୱୋଟ୍ସ ଭିତରେ ଥିବା ଏକ ଲାଇନ୍ କୁ ଷ୍ଟ୍ରିଙ୍ଗ ଭାବରେ କେଟର୍ଟଲ୍ ଚିହ୍ନଟ କରେ | | ଡବଲ୍ କ୍ୱୋଟ୍ସ ଭିତରେ ଥିବା ଏକ ଲାଇନ୍ କୁ ଷ୍ଟ୍ରିଙ୍ଗ ଭାବରେ କେଟର୍ଟଲ୍ ଚିହ୍ନଟ କରେ | ||
+ | |||
|- | |- | ||
|07:00 | |07:00 | ||
| ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | ||
+ | |||
|- | |- | ||
|07:08 | |07:08 | ||
Line 331: | Line 342: | ||
|07:11 | |07:11 | ||
| କେବଳ ଦୁଇଟି Boolean ଭାଲ୍ୟୁ ଥାଏ: True ଓ False | | କେବଳ ଦୁଇଟି Boolean ଭାଲ୍ୟୁ ଥାଏ: True ଓ False | ||
+ | |||
|- | |- | ||
|07:16 | |07:16 | ||
Line 346: | Line 358: | ||
|07:34 | |07:34 | ||
| ଭେରିଏବଲ୍ $answerକୁ Boolean Value False ଆସାଇନ୍ କରାଗଲା, କାରଣ 5ଠାରୁ 7 ବଡ଼ | | ଭେରିଏବଲ୍ $answerକୁ Boolean Value False ଆସାଇନ୍ କରାଗଲା, କାରଣ 5ଠାରୁ 7 ବଡ଼ | ||
+ | |||
|- | |- | ||
|07:43 | |07:43 | ||
Line 353: | Line 366: | ||
|07:47 | |07:47 | ||
| କାନଭାସ୍ ଉପରେ ଟର୍ଟଲ୍ Boolean Value False ପ୍ରଦର୍ଶନ କରେ | | କାନଭାସ୍ ଉପରେ ଟର୍ଟଲ୍ Boolean Value False ପ୍ରଦର୍ଶନ କରେ | ||
+ | |||
|- | |- | ||
|07:51 | |07:51 | ||
Line 364: | Line 378: | ||
|08:03 | |08:03 | ||
| କେବଳ ଯଦି If କଣ୍ଡିଶନ୍ False ହୋଇଥିବ, ତେବେ ହିଁ Else କଣ୍ଡିଶନ୍ execute ହେବ | | କେବଳ ଯଦି If କଣ୍ଡିଶନ୍ False ହୋଇଥିବ, ତେବେ ହିଁ Else କଣ୍ଡିଶନ୍ execute ହେବ | ||
+ | |||
|- | |- | ||
|08:09 | |08:09 | ||
| ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି | ||
+ | |||
|- | |- | ||
|08:17 | |08:17 | ||
| ମୁଁ, ଏକ ଟେକ୍ସଟ୍ ଫାଇଲ୍ ରେ ଗୋଟିଏ କୋଡ୍ ରଖିସାରିଛି | | ମୁଁ, ଏକ ଟେକ୍ସଟ୍ ଫାଇଲ୍ ରେ ଗୋଟିଏ କୋଡ୍ ରଖିସାରିଛି | ||
+ | |||
|- | |- | ||
|08:21 | |08:21 | ||
| ଏହି କୋଡ୍ 4, 5 ଓ 6 ସଂଖ୍ୟାକୁ ତୁଳନା କରେ ଓ ତଦନୁସାରେ ପରିଣାମକୁ କାନଭାସ୍ ଉପରେ ପ୍ରଦର୍ଶିତ କରେ | | ଏହି କୋଡ୍ 4, 5 ଓ 6 ସଂଖ୍ୟାକୁ ତୁଳନା କରେ ଓ ତଦନୁସାରେ ପରିଣାମକୁ କାନଭାସ୍ ଉପରେ ପ୍ରଦର୍ଶିତ କରେ | ||
+ | |||
|- | |- | ||
|08:30 | |08:30 | ||
Line 384: | Line 402: | ||
|08:42 | |08:42 | ||
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | ||
+ | |||
|- | |- | ||
|08:46 | |08:46 | ||
Line 395: | Line 414: | ||
|08:53 | |08:53 | ||
| ଏବଂ କାନଭାସ୍ ଉପରେ 6ଠାରୁ 4 ସାନ ବୋଲି ପରିଣାମ ପ୍ରଦର୍ଶିତ କଲା | | ଏବଂ କାନଭାସ୍ ଉପରେ 6ଠାରୁ 4 ସାନ ବୋଲି ପରିଣାମ ପ୍ରଦର୍ଶିତ କଲା | ||
+ | |||
|- | |- | ||
|09:00 | |09:00 | ||
Line 402: | Line 422: | ||
|09:05 | |09:05 | ||
| ସଂକ୍ଷେପରେ | | ସଂକ୍ଷେପରେ | ||
+ | |||
|- | |- | ||
|09:07 | |09:07 | ||
Line 413: | Line 434: | ||
|09:14 | |09:14 | ||
| if-else କଣ୍ଡିଶନ୍ | | if-else କଣ୍ଡିଶନ୍ | ||
+ | |||
|- | |- | ||
|09:17 | |09:17 | ||
Line 432: | Line 454: | ||
|09:27 | |09:27 | ||
| Print ଓ Go କମାଣ୍ଡ ବ୍ୟବହାର କରି ପରିଣାମ ପ୍ରଦର୍ଶନ କରନ୍ତୁ | | Print ଓ Go କମାଣ୍ଡ ବ୍ୟବହାର କରି ପରିଣାମ ପ୍ରଦର୍ଶନ କରନ୍ତୁ | ||
+ | |||
|- | |- | ||
|09:33 | |09:33 | ||
Line 459: | Line 482: | ||
|09:54 | |09:54 | ||
| ଆପଣ ନିଜ ଇଚ୍ଛାନୁସାରେ ଯକୌଣସି ଇକ୍ୱେଶନ୍ ଚୟନ କରିପାରିବେ | | ଆପଣ ନିଜ ଇଚ୍ଛାନୁସାରେ ଯକୌଣସି ଇକ୍ୱେଶନ୍ ଚୟନ କରିପାରିବେ | ||
+ | |||
|- | |- | ||
|09:59 | |09:59 | ||
Line 486: | Line 510: | ||
|10:22 | |10:22 | ||
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | ||
+ | |||
|- | |- | ||
|10:30 | |10:30 | ||
Line 505: | Line 530: | ||
|10:52 | |10:52 | ||
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
− | | | + | |} |
Latest revision as of 10:02, 10 April 2017
Time | Narration |
00:01 | ନମସ୍କାର,କେଟର୍ଟଲ୍ ରେ "Grammar of Turtle Script" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ, |
00:11 | ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ If-Else କଣ୍ଡିଶନ୍ |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ ବ୍ୟବହାର କରୁଛି 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା |
00:29 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
00:35 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:40 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
00:43 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ |
00:45 | ସର୍ଚ ବାର୍ ରେ KTurtle ଟାଇପ୍ କରି |
00:49 | KTurtle ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ |
00:52 | ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା |
00:56 | ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ |
01:01 | KTurtle ଟାଇପ୍ କରି ପ୍ଲିକେଶନ୍ ଖୋଲିବା ପାଇଁ ଏଣ୍ଟର୍ ଦାବନ୍ତୁ |
01:08 | ପ୍ରଥମେ Turtle Script ଦେଖିବା |
01:11 | Turtle Script ହେଉଛି ଏକ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ |
01:15 | ଏଥିରେ, ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଶବ୍ଦ ଓ ସଂକେତମାନ ରହିଛି |
01:21 | ଏହା, କ’ଣ କରିବାକୁ ହେବ ଟର୍ଟଲ୍ କୁ ନିର୍ଦ୍ଦେଶ ଦିଏ |
01:25 | କେଟର୍ଟଲ୍ ରେ ’ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ’ ଅନ୍ତର୍ଭୁକ୍ତ କରେ - |
01:30 | କମେଣ୍ଟସ୍,କମାଣ୍ଡସ୍ |
01:32 | ନମ୍ୱର୍ସ,ଷ୍ଟ୍ରିଙ୍ଗ୍ସ |
01:34 | ଭେରିଏବଲ୍ସ ଓ |
01:36 | ବୁଲିଅନ୍ ଭାଲ୍ୟୁସ୍ |
01:38 | ନମ୍ୱରଗୁଡ଼ିକୁ କେଉଁଠାରେ ଷ୍ଟୋର୍ କରାଯାଏ, ଏବେ ଆମେ ଦେଖିବା |
01:42 | ନମ୍ୱରଗୁଡ଼ିକୁ ନିମ୍ନରେ ଷ୍ଟୋର୍ କରାଯାଇପାରିବ |
01:44 | ମ୍ୟାଥମେଟିକାଲ୍ ଅପରେଟର୍ସ |
01:46 | କମ୍ପାରିଜନ୍ ଅପରେଟର୍ ଓ |
01:49 | ଭେରିଏବଲ୍ସ,ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି |
01:54 | ପ୍ରଥମେ ଭେରିଏବଲ୍ସକୁ ଦେଖିବା |
01:57 | ଭେରିଏବଲ୍ସ ଶବ୍ଦଗୁଡ଼ିକ $ ଚିହ୍ନ ସହିତ ଆରମ୍ଭ ହୁଏ, ଉଦାହରଣସ୍ୱରୂପ $a |
02:04 | ଭେରିଏବଲ୍ସ ବାଇଗଣୀ ରଙ୍ଗରେ ହାଇଲାଇଟ୍ ହୋଇଥାଏ |
02:09 | ଆସାଇନମେଣ୍ଟ ଇକ୍ୱାଲ୍ ଟୁ (=) ବ୍ୟବହାର କରି, ଏକ ଭେରିଏବଲ୍ ତାହାର କଣ୍ଟେଣ୍ଟକୁ ଦିଆଯାଇଛି |
02:14 | ଭେରିଏବଲ୍ସରେ $a=100 ସଂଖ୍ୟାଗୁଡ଼ିକ ରହିପାରେ |
02:20 | ଷ୍ଟ୍ରିଙ୍ଗ୍ସ $a=Hello କିମ୍ୱା |
02:25 | ବୁଲିଅନ୍ ଭାଲ୍ୟୁ, ଯାହା ହେଉଛି ସତ୍ୟ କିମ୍ୱା ମିଥ୍ୟା $a=True |
02:32 | ପ୍ରୋଗ୍ରାମ୍ Execution ସାରିବା ପର୍ଯ୍ୟନ୍ତ କିମ୍ୱା ତାହା ଅନ୍ୟକିଛିକୁ ରିଆସାଇନ୍ ହେବା ପର୍ଯ୍ୟନ୍ତ ଭେରିଏବଲ୍ କଣ୍ଟେଣ୍ଟ ରଖିଥାଏ |
02:41 | ଉଦାହରଣସ୍ୱରୂପ, କୋଡ୍ କୁ ବିଚାର କରନ୍ତୁ |
02:44 | ଟାଇପ୍ କରନ୍ତୁ $a = 2004 |
02:50 | $b = 25 |
02:55 | print $a + $b |
03:01 | ଭେରିଏବଲ୍ aକୁ 2004 ଭାଲ୍ୟୁ ଆସାଇନ୍ କରାଗଲା |
03:06 | ଭେରିଏବଲ୍ bକୁ 25 ଭାଲ୍ୟୁ ଆସାଇନ୍ କରାଗଲା |
03:10 | Print କମାଣ୍ଡ, କାନଭାସରେ କିଛି ଲେଖିବା ପାଇଁ ଟର୍ଟଲ୍ କୁ ଆଦେଶ ଦେଇଥାଏ |
03:15 | Print କମାଣ୍ଡ, ଇନପୁଟ୍ ଭାବରେ ନମ୍ୱର୍ସ ଓ ଷ୍ଟ୍ରିଙ୍ଗ୍ସ ନେଇଥାଏ |
03:19 | Print $a + $b, ଦୁଇଟି ଭାଲ୍ୟୁ ଆଡ୍ କରିବାକୁ ଓ ସେଗୁଡ଼ିକୁ କାନଭାସରେ ପ୍ରଦର୍ଶିତ କରିବା ପାଇଁ ଟର୍ଟଲ୍ କୁ କମାଣ୍ଡ ଦେଇଥାଏ |
03:29 | କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ |
03:34 | କାନଭାସରେ ଭାଲ୍ୟୁ 2029 ପ୍ରଦର୍ଶିତ ହେଲା |
03:40 | ଏବେ ଚାଲନ୍ତୁ ମ୍ୟାଥମେଟିକାଲ୍ ଅପରେଟର୍ସ ଦେଖିବା |
03:44 | ମ୍ୟାଥମେଟିକାଲ୍ ଅପରେଟର୍ସରେ ରହିଛି
+ (ଆଡିଶନ୍) , - (ସବଟ୍ରାକାଶନ୍) , x (ମଲ୍ଟିପ୍ଲିକେଶନ୍) ଓ / (ଡିଭିଜନ୍) |
03:53 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
04:01 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
04:05 | ମୁଁ ଏବେ କୋଡ୍ ବୁଝାଇବି |
04:08 | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ |
04:12 | Canvas Size 200,200 କାନଭାସର ଓସାର ଓ ଉଚ୍ଚତା, ପ୍ରତ୍ୟେକକୁ 200 ପିକ୍ସେଲ୍ ରେ ଫିକ୍ସ କରେ |
04:22 | ଭାଲ୍ୟୁ 1+1, ଭେରିଏବଲ୍ $ ଆଡ୍ ପାଇଁ ଆସାଇନ୍ କରାଯାଇଛି |
04:26 | ଭାଲ୍ୟୁ 20-5, ଭେରିଏବଲ୍ $ ସବଟ୍ରାକ୍ଟ ପାଇଁ ଆସାଇନ୍ କରାଯାଇଛି |
04:31 | ଭାଲ୍ୟୁ 15*2, ଭେରିଏବଲ୍ $ ମଲ୍ଟିପ୍ଲାଏ ପାଇଁ ଆସାଇନ୍ କରାଯାଇଛି |
04:36 | ଭେଲ୍ୟୁ 30/30, ଭେରିଏବଲ୍ $ ଡିଭିଜନ୍ ପାଇଁ ଆସାଇନ୍ କରାଯାଇଛି |
04:40 | Go 10,10 କାନଭାସର ବାମକୁ 10 ପିକ୍ସେଲ୍ ଓ ଉପରକୁ 10 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ |
04:52 | Print କମାଣ୍ଡ, କାନଭାସରେ ଭେରିଏବଲ୍ ପ୍ରଦର୍ଶନ କରେ |
04:56 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
05:03 | ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
05:08 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
05:13 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
05:17 | Execute ହେଉଥିବା କମାଣ୍ଡ, ଏଡିଟର୍ ରେ ହାଇଲାଇଟ୍ ହୋଇଛି |
05:22 | ନିର୍ଦ୍ଦିଷ୍ଟ ପୋଜିଶନ୍ ରେ, କାନଭାସ୍ ଉପରେ ଟର୍ଟଲ୍ ଭାଲ୍ୟୁଗୁଡ଼ିକୁ ପ୍ରଦର୍ଶିତ କରେ |
05:34 | କମ୍ପାରିଜନ୍ ଅପରେଟର୍ ବ୍ୟବହାର ପାଇଁ ଏକ ସରଳ ଉଦାହରଣ ଦେଖିବା |
05:41 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
05:49 | ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି |
05:53 | ଟାଇପ୍ କରନ୍ତୁ |
05:55 | $answer = 10 > 3 |
06:03 | print $answer |
06:09 | ଏଠାରେ, Greater Than ଅପରେଟର୍ ସହିତ 3 ସହିତ 10ର ତୁଳନା କରାଯାଇଛି |
06:14 | ଏହି ତୁଳନାର ପରିଣାମସ୍ୱରୂପ, Boolean Value True, ଭେରିଏବଲ୍ $answerରେ |
06:19 | ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା |
06:27 | ଏବେ ଏହି କୋଡ୍ କୁ Run କରନ୍ତୁ |
06:29 | କାନଭାସ୍ ଉପରେ ଟର୍ଟଲ୍ Boolean Value True ପ୍ରଦର୍ଶନ କରେ |
06:34 | ଏବେ, ଆପ୍ଲିକେଶନ୍ ରେ ଷ୍ଟ୍ରିଙ୍ଗ୍ସ କିପରି କାମ କରେ, ଦେଖିବା - |
06:39 | ଷ୍ଟ୍ରିଙ୍ଗଗୁଡ଼ିକୁ, ନମ୍ୱର୍ସ ପରି ଭେରିଏବଲ୍ସରେ ରଖିହେବ |
06:43 | ଷ୍ଟ୍ରିଙ୍ଗଗୁଡ଼ିକୁ ମ୍ୟାଥମେଟିକାଲ୍ ଓ କମ୍ପାରିଜନ୍ ଅପରେଟର୍ସରେ ବ୍ୟବହାର କରିହେବ ନାହିଁ |
06:49 | ଷ୍ଟ୍ରିଙ୍ଗଗୁଡିକ ନାଲି ରଙ୍ଗରେ ହାଇଲାଇଟ୍ ହୋଇଥାଏ |
06:53 | ଡବଲ୍ କ୍ୱୋଟ୍ସ ଭିତରେ ଥିବା ଏକ ଲାଇନ୍ କୁ ଷ୍ଟ୍ରିଙ୍ଗ ଭାବରେ କେଟର୍ଟଲ୍ ଚିହ୍ନଟ କରେ |
07:00 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
07:08 | ମୁଁ ଏବେ Boolean ଭାଲ୍ୟୁଗୁଡ଼ିକ ବିଷୟରେ ବୁଝାଉଛି |
07:11 | କେବଳ ଦୁଇଟି Boolean ଭାଲ୍ୟୁ ଥାଏ: True ଓ False |
07:16 | ଉଦାହରଣସ୍ୱରୂପ, ନିମ୍ନ କୋଡ୍ କୁ ଟାଇପ୍ କରନ୍ତୁ |
07:20 | $answer = 7 < 5 |
07:28 | print $answer |
07:34 | ଭେରିଏବଲ୍ $answerକୁ Boolean Value False ଆସାଇନ୍ କରାଗଲା, କାରଣ 5ଠାରୁ 7 ବଡ଼ |
07:43 | ଏବେ ଏହି କୋଡ୍ କୁ Run କରନ୍ତୁ |
07:47 | କାନଭାସ୍ ଉପରେ ଟର୍ଟଲ୍ Boolean Value False ପ୍ରଦର୍ଶନ କରେ |
07:51 | ଏହାପରେ ଚାଲନ୍ତୁ If-Else କଣ୍ଡିଶନ୍ ବିଷୟରେ ଶିଖିବା |
07:56 | କେବଳ ଯଦି Boolean ଭାଲ୍ୟୁ True ହୋଇଥିବ, ତେବେ ହିଁ If କଣ୍ଡିଶନ୍ execute ହେବ |
08:03 | କେବଳ ଯଦି If କଣ୍ଡିଶନ୍ False ହୋଇଥିବ, ତେବେ ହିଁ Else କଣ୍ଡିଶନ୍ execute ହେବ |
08:09 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
08:17 | ମୁଁ, ଏକ ଟେକ୍ସଟ୍ ଫାଇଲ୍ ରେ ଗୋଟିଏ କୋଡ୍ ରଖିସାରିଛି |
08:21 | ଏହି କୋଡ୍ 4, 5 ଓ 6 ସଂଖ୍ୟାକୁ ତୁଳନା କରେ ଓ ତଦନୁସାରେ ପରିଣାମକୁ କାନଭାସ୍ ଉପରେ ପ୍ରଦର୍ଶିତ କରେ |
08:30 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
08:36 | ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
08:42 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
08:46 | ଏବେ ଏହି କୋଡ୍ କୁ Run କରନ୍ତୁ |
08:49 | ଟର୍ଟଲ୍, ଭାଲ୍ୟୁ 4 ଓ 5କୁ ତୁଳନା କଲା |
08:53 | ଏବଂ କାନଭାସ୍ ଉପରେ 6ଠାରୁ 4 ସାନ ବୋଲି ପରିଣାମ ପ୍ରଦର୍ଶିତ କଲା |
09:00 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:05 | ସଂକ୍ଷେପରେ |
09:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
09:11 | ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ |
09:14 | if-else କଣ୍ଡିଶନ୍ |
09:17 | ଏକ ଆସାନମେଣ୍ଟ ଭାବେ |
09:19 | ନିମ୍ନଲିଖିତ ବ୍ୟବହାର କରି ଏକ ଇକ୍ୱେଶନ୍ ସମାଧାନ କରନ୍ତୁ |
09:22 | If-Else କଣ୍ଡିଶନ୍ |
09:24 | ମ୍ୟାଥମେଟିକାଲ୍ ଓ କମ୍ପାରିଜନ୍ ଅପରେଟର୍ସ |
09:27 | Print ଓ Go କମାଣ୍ଡ ବ୍ୟବହାର କରି ପରିଣାମ ପ୍ରଦର୍ଶନ କରନ୍ତୁ |
09:33 | ଆସାଇନମେଣ୍ଟ ସମାଧାନ କରିବାକୁ |
09:35 | ଯେକୌଣସି ଚାରୋଟି ସଂଖ୍ୟା ଚୟନ କରନ୍ତୁ |
09:38 | ଦୁଇଟି ସଂଖ୍ୟା ସେଟ୍ କୁ ଗୁଣନ୍ତୁ |
09:42 | ତୁଳନାତ୍ମକ ଅପରେଟର୍ସ ବ୍ୟବହାର କରି ପରିଣାମ ତୁଳନା କରନ୍ତୁ |
09:46 | ଉଭୟ ପରିଣାମ ପ୍ରଦର୍ଶନ କରନ୍ତୁ |
09:49 | କାନଭାସ୍ ର ମଝିରେ ଏକ ବଡ଼ ପରିଣାମ ପ୍ରଦର୍ଶନ କରନ୍ତୁ |
09:54 | ଆପଣ ନିଜ ଇଚ୍ଛାନୁସାରେ ଯକୌଣସି ଇକ୍ୱେଶନ୍ ଚୟନ କରିପାରିବେ |
09:59 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
10:03 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:06 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:18 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:22 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:30 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:35 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:43 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
10:48 | ଆଇଆଇଟିଓ ବମ୍ୱେ ତରଫରୁ |
10:52 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |