Difference between revisions of "KTouch/C2/Configuring-Settings/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:00 | Ktouchରେ ସେଟିଙ୍ଗ୍ସ କନଫିଗର୍‍ କରିବା ଉପରେ ସ୍ପୋକନ୍‍...")
 
 
(One intermediate revision by the same user not shown)
Line 6: Line 6:
 
|00:00
 
|00:00
 
| Ktouchରେ ସେଟିଙ୍ଗ୍ସ କନଫିଗର୍‍ କରିବା ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 
| Ktouchରେ ସେଟିଙ୍ଗ୍ସ କନଫିଗର୍‍ କରିବା ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
|-
 
|-
 
|00:04
 
|00:04
 
| ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଶିଖିବେ, କିପରି
 
| ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଶିଖିବେ, କିପରି
 +
 
|-
 
|-
 
| 00:08
 
| 00:08
|* ଟ୍ରେନିଙ୍ଗର “Level” ପରିବର୍ତ୍ତନ କରିବେ  
+
| ଟ୍ରେନିଙ୍ଗର “Level” ପରିବର୍ତ୍ତନ କରିବେ  
* ଟାଇପିଙ୍ଗର ବେଗ ଆଡଜଷ୍ଟ କରିବେ  
+
ଟାଇପିଙ୍ଗର ବେଗ ଆଡଜଷ୍ଟ କରିବେ  
 +
 
 
|-
 
|-
 
|00:13
 
|00:13
|* ଶର୍ଟକଟ୍‍ କୀଗୁଡ଼ିକୁ କନଫିଗର୍‍ କରିବେ
+
| ଶର୍ଟକଟ୍‍ କୀଗୁଡ଼ିକୁ କନଫିଗର୍‍ କରିବେ
*ଟୁଲ୍‍ ବାର୍ସ କନଫିଗର୍‍ କରିବେ
+
ଟୁଲ୍‍ ବାର୍ସ କନଫିଗର୍‍ କରିବେ
* ଟାଇପିଙ୍ଗ୍‍ ମେଟ୍ରିକ୍ସ ଦେଖିବେ
+
ଟାଇପିଙ୍ଗ୍‍ ମେଟ୍ରିକ୍ସ ଦେଖିବେ
  
 
|-
 
|-
Line 26: Line 29:
 
|00:27  
 
|00:27  
 
| KTouch ଖୋଲନ୍ତୁ
 
| KTouch ଖୋଲନ୍ତୁ
 +
 
|-
 
|-
 
|00:33
 
|00:33
 
| ଆମେ Level 1ରେ ଅଛେ. ଚାଲନ୍ତୁ ଦିତୀୟ ଲେଭଲ୍‍, Level 2କୁ ଯିବା
 
| ଆମେ Level 1ରେ ଅଛେ. ଚାଲନ୍ତୁ ଦିତୀୟ ଲେଭଲ୍‍, Level 2କୁ ଯିବା
 +
 
|-
 
|-
 
|00:40
 
|00:40
 
| ଟ୍ରେନିଙ୍ଗର ସ୍ତର 2କୁ ବୃଦ୍ଧି କରିବାକୁ, ଲେଭଲ୍‍ ଫିଲ୍ଡ ପାଖରେ ଥିବା ଉପର ତ୍ରିଭୁଜ ଚିହ୍ନ ଉପରେ କ୍ଲିକ୍‍ କରନ୍ତୁ
 
| ଟ୍ରେନିଙ୍ଗର ସ୍ତର 2କୁ ବୃଦ୍ଧି କରିବାକୁ, ଲେଭଲ୍‍ ଫିଲ୍ଡ ପାଖରେ ଥିବା ଉପର ତ୍ରିଭୁଜ ଚିହ୍ନ ଉପରେ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|00:48
 
|00:48
 
| ଆମେ, Level 2କୁ ପରିବର୍ତ୍ତନ କଲେ କ’ଣ ଘଟେ, ଦେଖନ୍ତୁ
 
| ଆମେ, Level 2କୁ ପରିବର୍ତ୍ତନ କଲେ କ’ଣ ଘଟେ, ଦେଖନ୍ତୁ
 +
 
|-
 
|-
 
|00:52
 
|00:52
 
| Teacher’s Lineରେ ଅକ୍ଷରଗୁଡ଼ିକ ପରିବର୍ତ୍ତିତ ହୋଇଗଲା!
 
| Teacher’s Lineରେ ଅକ୍ଷରଗୁଡ଼ିକ ପରିବର୍ତ୍ତିତ ହୋଇଗଲା!
 +
 
|-
 
|-
 
|00:56
 
|00:56
 
| New Characters in this Level ଫିଲ୍ଡରେ ପ୍ରଦର୍ଶିତ ଅକ୍ଷରଗୁଡ଼ିକୁ ଦେଖନ୍ତୁ. ସେଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି!
 
| New Characters in this Level ଫିଲ୍ଡରେ ପ୍ରଦର୍ଶିତ ଅକ୍ଷରଗୁଡ଼ିକୁ ଦେଖନ୍ତୁ. ସେଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି!
 +
 
|-
 
|-
 
|01:02
 
|01:02
 
| ଚୟନିତ Levelରେ ଏହି ଅକ୍ଷରଗୁଡ଼ିକୁ ଅଭ୍ୟାସ କରାଯିବ
 
| ଚୟନିତ Levelରେ ଏହି ଅକ୍ଷରଗୁଡ଼ିକୁ ଅଭ୍ୟାସ କରାଯିବ
 +
 
|-
 
|-
 
|01:07
 
|01:07
 
| ଏବେ, ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 
| ଏବେ, ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 +
 
|-
 
|-
 
|01:09
 
|01:09
 
| ବର୍ତ୍ତମାନ, Teacher’s Lineରେ ପ୍ରଦର୍ଶିତ ହୋଇନଥିବା ଗୋଟିଏ ଅକ୍ଷର ଟାଇପ୍‍ କରିବା
 
| ବର୍ତ୍ତମାନ, Teacher’s Lineରେ ପ୍ରଦର୍ଶିତ ହୋଇନଥିବା ଗୋଟିଏ ଅକ୍ଷର ଟାଇପ୍‍ କରିବା
 +
 
|-
 
|-
 
|01:14
 
|01:14
 
| Student’s Line ନାଲି ହୋଇଗଲା
 
| Student’s Line ନାଲି ହୋଇଗଲା
 +
 
|-
 
|-
 
|01:17
 
|01:17
 
| ଆପଣ ଆଉ କ’ଣ ଦେଖିପାରୁଛନ୍ତି?
 
| ଆପଣ ଆଉ କ’ଣ ଦେଖିପାରୁଛନ୍ତି?
 +
 
|-
 
|-
 
|01:19  
 
|01:19  
 
| Correctness ଫିଲ୍ଡରେ ପ୍ରଦର୍ଶିତ ଶତକଡ଼ା ହ୍ରାସ ପାଇଛି
 
| Correctness ଫିଲ୍ଡରେ ପ୍ରଦର୍ଶିତ ଶତକଡ଼ା ହ୍ରାସ ପାଇଛି
 +
 
|-
 
|-
 
|01:23
 
|01:23
 
| Backspace ଦାବି ଭୁଲ୍‍ କୁ ଡିଲିଟ୍‍ କରନ୍ତୁ
 
| Backspace ଦାବି ଭୁଲ୍‍ କୁ ଡିଲିଟ୍‍ କରନ୍ତୁ
 +
 
|-
 
|-
 
|01:27  
 
|01:27  
 
| ଚାଲନ୍ତୁ, Training Options ସେଟ୍‍ କରିବା ବିଷୟରେ ଶିଖିବା
 
| ଚାଲନ୍ତୁ, Training Options ସେଟ୍‍ କରିବା ବିଷୟରେ ଶିଖିବା
 +
 
|-
 
|-
 
|01:31
 
|01:31
 
| Training Optionଗୁଡ଼ିକ କ’ଣ?
 
| Training Optionଗୁଡ଼ିକ କ’ଣ?
 +
 
|-
 
|-
 
|01:33
 
|01:33
 
| ଟାଇପିଙ୍ଗ୍‍ ବେଗ ଓ ସଠିକତା ପାଇଁ (ଟାଇପିଙ୍ଗ୍‍ ସଠିକତା ଶତକଡ଼ା) ମାନଦଣ୍ଡ ପରିବର୍ତ୍ତନ କରିବାକୁ ଆମେ Training Options ବ୍ୟବହାର କରୁ
 
| ଟାଇପିଙ୍ଗ୍‍ ବେଗ ଓ ସଠିକତା ପାଇଁ (ଟାଇପିଙ୍ଗ୍‍ ସଠିକତା ଶତକଡ଼ା) ମାନଦଣ୍ଡ ପରିବର୍ତ୍ତନ କରିବାକୁ ଆମେ Training Options ବ୍ୟବହାର କରୁ
 +
 
|-
 
|-
 
|01:41  
 
|01:41  
 
| ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ ଟାଇପ୍‍ କରାଯାଇପାରୁଥିବା ଲାଇନଗୁଡ଼ିକର ସଂଖ୍ୟାକୁ ମଧ୍ୟ ଆମେ କଷ୍ଟମାଇଜ୍‍ କରିପାରିବା  
 
| ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ ଟାଇପ୍‍ କରାଯାଇପାରୁଥିବା ଲାଇନଗୁଡ଼ିକର ସଂଖ୍ୟାକୁ ମଧ୍ୟ ଆମେ କଷ୍ଟମାଇଜ୍‍ କରିପାରିବା  
 +
 
|-
 
|-
 
|01:47
 
|01:47
 
| ମେନ୍‍ ମେନୁରୁ Settings ସିଲେକ୍ଟ କରି Configure KTouch କ୍ଲିକ୍‍ କରନ୍ତୁ
 
| ମେନ୍‍ ମେନୁରୁ Settings ସିଲେକ୍ଟ କରି Configure KTouch କ୍ଲିକ୍‍ କରନ୍ତୁ
 +
 
|-
 
|-
 
|01:52  
 
|01:52  
 
| Configure KTouch ଡାୟଲଗ୍‍ ବକ୍ସ ଦେଖାଦେବ
 
| Configure KTouch ଡାୟଲଗ୍‍ ବକ୍ସ ଦେଖାଦେବ
 +
 
|-
 
|-
 
|01:56
 
|01:56
 
| Configure Ktouch ଡାୟଲଗ୍‍ ବକ୍ସର ବାମ ପେନେଲରୁ Training Options କ୍ଲିକ୍‍ କରନ୍ତୁ
 
| Configure Ktouch ଡାୟଲଗ୍‍ ବକ୍ସର ବାମ ପେନେଲରୁ Training Options କ୍ଲିକ୍‍ କରନ୍ତୁ
 +
 
|-
 
|-
 
|02:02
 
|02:02
 
| ଡାହାଣ ପେନେଲରେ ଏବେ ବିଭିନ୍ନ Training Options ପ୍ରଦର୍ଶିତ ହେଲା  
 
| ଡାହାଣ ପେନେଲରେ ଏବେ ବିଭିନ୍ନ Training Options ପ୍ରଦର୍ଶିତ ହେଲା  
 +
 
|-
 
|-
 
|02:06
 
|02:06
 
| Typing speed, Correctness ଓ Workload ପାଇଁ ଚାଲନ୍ତୁ ଉପର ସୀମା ସେଟ୍‍ କରିବା
 
| Typing speed, Correctness ଓ Workload ପାଇଁ ଚାଲନ୍ତୁ ଉପର ସୀମା ସେଟ୍‍ କରିବା
 +
 
|-
 
|-
 
|02:13
 
|02:13
 
| Limits to increase a levelରେ ଚାଲନ୍ତୁ
 
| Limits to increase a levelରେ ଚାଲନ୍ତୁ
 +
 
|-
 
|-
 
|02:15
 
|02:15
 
| Typing Speedକୁ ମିନିଟ୍‍ ପିଛା 120 ଅକ୍ଷର ଓ Correctnessକୁ 85%ରେ ସେଟ୍‍ କରିବା
 
| Typing Speedକୁ ମିନିଟ୍‍ ପିଛା 120 ଅକ୍ଷର ଓ Correctnessକୁ 85%ରେ ସେଟ୍‍ କରିବା
 +
 
|-
 
|-
 
|02:24
 
|02:24
 
| ଶେଷରେ Workloadକୁ 1ରେ ସେଟ୍‍ କରିବା
 
| ଶେଷରେ Workloadକୁ 1ରେ ସେଟ୍‍ କରିବା
 +
 
|-
 
|-
 
|02:27
 
|02:27
 
| ଏହାର ଅର୍ଥ, ପ୍ରତ୍ୟେକ ସ୍ତରରେ ଆମକୁ କେବଳ ଗୋଟିଏ ଲାଇନ୍‍ ହିଁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ
 
| ଏହାର ଅର୍ଥ, ପ୍ରତ୍ୟେକ ସ୍ତରରେ ଆମକୁ କେବଳ ଗୋଟିଏ ଲାଇନ୍‍ ହିଁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ
 +
 
|-
 
|-
 
|02:31
 
|02:31
 
| ତାହାପରେ ଆମେ ପରବର୍ତ୍ତୀ ସ୍ତରକୁ ଅଟୋମେଟିକାଲୀ ଚାଲିଯିବା
 
| ତାହାପରେ ଆମେ ପରବର୍ତ୍ତୀ ସ୍ତରକୁ ଅଟୋମେଟିକାଲୀ ଚାଲିଯିବା
 +
 
|-
 
|-
 
|02:36
 
|02:36
 
| ପରବର୍ତ୍ତୀ ସ୍ତରକୁ ଯିବା ପୂର୍ବରୁ ଯଦି ଗୋଟିଏ ସ୍ତର ପାଇଁ ଆପଣ ଟ୍ରେନିଙ୍ଗ୍‍ ସମ୍ପୂର୍ଣ୍ଣ କରିବାକୁ ଚାହାଁନ୍ତି, ତେବେ Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
 
| ପରବର୍ତ୍ତୀ ସ୍ତରକୁ ଯିବା ପୂର୍ବରୁ ଯଦି ଗୋଟିଏ ସ୍ତର ପାଇଁ ଆପଣ ଟ୍ରେନିଙ୍ଗ୍‍ ସମ୍ପୂର୍ଣ୍ଣ କରିବାକୁ ଚାହାଁନ୍ତି, ତେବେ Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
 +
 
|-
 
|-
 
|02:46  
 
|02:46  
 
| ଚାଲନ୍ତୁ Typing Speed ଓ Correctness ପାଇଁ ନିମ୍ନ ସୀମା ସ୍ଥିର କରିବା
 
| ଚାଲନ୍ତୁ Typing Speed ଓ Correctness ପାଇଁ ନିମ୍ନ ସୀମା ସ୍ଥିର କରିବା
 +
 
|-
 
|-
 
|02:50  
 
|02:50  
 
| Limits to decrease a levelରେ, ଆମେ
 
| Limits to decrease a levelରେ, ଆମେ
 +
 
|-
 
|-
 
|02:53
 
|02:53
 
| Typing Speedକୁ ମିନିଟ୍‍ ପିଛା 60 ଅକ୍ଷର ଓ Correctnessକୁ 60ରେ ସେଟ୍‍ କରିବା
 
| Typing Speedକୁ ମିନିଟ୍‍ ପିଛା 60 ଅକ୍ଷର ଓ Correctnessକୁ 60ରେ ସେଟ୍‍ କରିବା
 +
 
|-
 
|-
 
|03:00  
 
|03:00  
 
| Remember level for next program start ବକ୍ସକୁ ଚେକ୍‍ କରନ୍ତୁ
 
| Remember level for next program start ବକ୍ସକୁ ଚେକ୍‍ କରନ୍ତୁ
 +
 
|-
 
|-
 
|03:06  
 
|03:06  
 
| Apply କ୍ଲିକ୍‍ କରି OK କ୍ଲିକ୍ କରନ୍ତୁ
 
| Apply କ୍ଲିକ୍‍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
 
|03:09
 
|03:09
 
|ଆମେ ପୁଣିଥରେ ଏକ ନୂଆ ଅଧିବେଶନ  ଆରମ୍ଭ କରିଲେ ହିଁ ପରିବର୍ତ୍ତନଗୁଡ଼ିକ ଲାଗୁ ହେବ
 
|ଆମେ ପୁଣିଥରେ ଏକ ନୂଆ ଅଧିବେଶନ  ଆରମ୍ଭ କରିଲେ ହିଁ ପରିବର୍ତ୍ତନଗୁଡ଼ିକ ଲାଗୁ ହେବ
 +
 
|-
 
|-
 
|03:14
 
|03:14
 
| Start New Session କ୍ଲିକ୍‍ କରି Keep Current Level ସିଲେକ୍ଟ କରନ୍ତୁ
 
| Start New Session କ୍ଲିକ୍‍ କରି Keep Current Level ସିଲେକ୍ଟ କରନ୍ତୁ
 +
 
|-
 
|-
 
|03:20
 
|03:20
 
| ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 
| ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 +
 
|-
 
|-
 
|03:23
 
|03:23
 
| ଦେଖନ୍ତୁ, ବର୍ତ୍ତମାନ ବେଗ 0 ଅଛି. ଆମେ ଟାଇପ୍‍ କରିଲେ ତାହା ବଢ଼ିବ କିମ୍ୱା କମିବ
 
| ଦେଖନ୍ତୁ, ବର୍ତ୍ତମାନ ବେଗ 0 ଅଛି. ଆମେ ଟାଇପ୍‍ କରିଲେ ତାହା ବଢ଼ିବ କିମ୍ୱା କମିବ
 +
 
|-
 
|-
 
|03:30
 
|03:30
 
| Pause Session କ୍ଲିକ୍‍ କରନ୍ତୁ. ଆମେ ଯେତେବେଳେ ପଜ୍‍ କରୁ, ଟାଇପିଙ୍ଗ୍‍ ବେଗ ଅପରିବର୍ତ୍ତିତ ରହିଥାଏ
 
| Pause Session କ୍ଲିକ୍‍ କରନ୍ତୁ. ଆମେ ଯେତେବେଳେ ପଜ୍‍ କରୁ, ଟାଇପିଙ୍ଗ୍‍ ବେଗ ଅପରିବର୍ତ୍ତିତ ରହିଥାଏ
 +
 
|-
 
|-
 
|03:38
 
|03:38
 
| ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 
| ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
 +
 
|-
 
|-
 
|03:40  
 
|03:40  
 
| ବେଗ 60 ତଳକୁ ଖସିଲେ, ଦେଖନ୍ତୁ, Speed ପାଖରେ ଥିବା ନାଲି ସର୍କଲ୍‍ ଧପଧପ ହେଉଛି
 
| ବେଗ 60 ତଳକୁ ଖସିଲେ, ଦେଖନ୍ତୁ, Speed ପାଖରେ ଥିବା ନାଲି ସର୍କଲ୍‍ ଧପଧପ ହେଉଛି
 +
 
|-
 
|-
 
|03:47  
 
|03:47  
 
| ଏହା ସୂଚିତ କରେ ଯେ, ବେଗ ପାଇଁ ସ୍ଥିର କରାଯାଇଥିବା ସୀମା, ଯାହା ହେଉଛି 60, ବେଗ ତାହାଠାରୁ ତଳକୁ ଖସିଯାଇଛି
 
| ଏହା ସୂଚିତ କରେ ଯେ, ବେଗ ପାଇଁ ସ୍ଥିର କରାଯାଇଥିବା ସୀମା, ଯାହା ହେଉଛି 60, ବେଗ ତାହାଠାରୁ ତଳକୁ ଖସିଯାଇଛି
 +
 
|-
 
|-
 
|03:54
 
|03:54
 
| ଏବେ, Teacher’s Lineରେ ପ୍ରଦର୍ଶିତ ହେଉନଥିବା ସଂଖ୍ୟା 4 ଟାଇପ୍‍ କରନ୍ତୁ
 
| ଏବେ, Teacher’s Lineରେ ପ୍ରଦର୍ଶିତ ହେଉନଥିବା ସଂଖ୍ୟା 4 ଟାଇପ୍‍ କରନ୍ତୁ
 +
 
|-
 
|-
 
|03:59  
 
|03:59  
 
| Student’s Line ନାଲି ହୋଇଗଲା  
 
| Student’s Line ନାଲି ହୋଇଗଲା  
 +
 
|-
 
|-
 
|04:02  
 
|04:02  
 
| Correctnessର ଶତକଡ଼ା ମଧ୍ୟ ଖସିଗଲା
 
| Correctnessର ଶତକଡ଼ା ମଧ୍ୟ ଖସିଗଲା
 +
 
|-
 
|-
 
|04:05
 
|04:05
 
| ଅକ୍ଷରର ସମୂହ କିମ୍ୱା Teacher’s Lineରେ ଦିଆଯାଇଥିବା ଅକ୍ଷର ମଧ୍ୟରେ ଥିବା ଖାଲି ସ୍ଥାନକୁ ଆପଣ ଦେଖିପାରୁଛନ୍ତି କି?
 
| ଅକ୍ଷରର ସମୂହ କିମ୍ୱା Teacher’s Lineରେ ଦିଆଯାଇଥିବା ଅକ୍ଷର ମଧ୍ୟରେ ଥିବା ଖାଲି ସ୍ଥାନକୁ ଆପଣ ଦେଖିପାରୁଛନ୍ତି କି?
 +
 
|-
 
|-
 
|04:11
 
|04:11
 
| ଏବେ ମୁଁ, ଏହି ଶବ୍ଦ ପରେ Space Bar ଦାବିବି ନାହିଁ
 
| ଏବେ ମୁଁ, ଏହି ଶବ୍ଦ ପରେ Space Bar ଦାବିବି ନାହିଁ
 +
 
|-
 
|-
 
|04:15
 
|04:15
 
| Student’s Line ପୁଣିଥରେ ନାଲି ହୋଇଗଲା!
 
| Student’s Line ପୁଣିଥରେ ନାଲି ହୋଇଗଲା!
 +
 
|-
 
|-
 
|04:18
 
|04:18
 
| ଏହାର ଅର୍ଥ, ଖାଲି ସ୍ଥାନଗୁଡ଼ିକୁ ମଧ୍ୟ ସଠିକ୍‍ ଭାବରେ ନିଶ୍ଚିତ ଟାଇପ୍‍ କରିବାକୁ ହେବ
 
| ଏହାର ଅର୍ଥ, ଖାଲି ସ୍ଥାନଗୁଡ଼ିକୁ ମଧ୍ୟ ସଠିକ୍‍ ଭାବରେ ନିଶ୍ଚିତ ଟାଇପ୍‍ କରିବାକୁ ହେବ
 +
 
|-
 
|-
 
|04:22  
 
|04:22  
 
| ଚାଲନ୍ତୁ, Student’s Lineରେ ଏକ ସମଗ୍ର ଲାଇନ୍‍ ସମ୍ପୂର୍ଣ୍ଣ କରି Enter ଦାବିବା
 
| ଚାଲନ୍ତୁ, Student’s Lineରେ ଏକ ସମଗ୍ର ଲାଇନ୍‍ ସମ୍ପୂର୍ଣ୍ଣ କରି Enter ଦାବିବା
 +
 
|-
 
|-
 
|04:31
 
|04:31
 
| Level, 3କୁ ପରିବର୍ତ୍ତିତ ହୋଇଗଲା!
 
| Level, 3କୁ ପରିବର୍ତ୍ତିତ ହୋଇଗଲା!
 +
 
|-
 
|-
 
| 04:33
 
| 04:33
 
| Level, 3କୁ କାହିଁକି ପରିବର୍ତ୍ତିତ ହୋଇଗଲା? ଏହା ଏଥିପାଇଁ, କାରଣ ଆମେ Workload, 1କୁ ସେଟ୍‍ କରିଛେ
 
| Level, 3କୁ କାହିଁକି ପରିବର୍ତ୍ତିତ ହୋଇଗଲା? ଏହା ଏଥିପାଇଁ, କାରଣ ଆମେ Workload, 1କୁ ସେଟ୍‍ କରିଛେ
 +
 
|-  
 
|-  
 
|04:39
 
|04:39
 
| ସେଥିପାଇଁ, ଯେତେବେଳେ ଆମେ Level 2 ପାଇଁ ଗୋଟିଏ ଲାଇନ୍‍ ସମ୍ପୂର୍ଣ୍ଣ କରି ଏଣ୍ଟର୍‍ ଦାବୁ, ଆମେ ପରବର୍ତ୍ତୀ ସ୍ତରକୁ ଯାଉ
 
| ସେଥିପାଇଁ, ଯେତେବେଳେ ଆମେ Level 2 ପାଇଁ ଗୋଟିଏ ଲାଇନ୍‍ ସମ୍ପୂର୍ଣ୍ଣ କରି ଏଣ୍ଟର୍‍ ଦାବୁ, ଆମେ ପରବର୍ତ୍ତୀ ସ୍ତରକୁ ଯାଉ
 +
 
|-
 
|-
 
|04:47
 
|04:47
 
| ଦେଖନ୍ତୁ, Teacher’s Lineରେ ନୂଆ ଅକ୍ଷର ପ୍ରଦର୍ଶିତ ହେଲା
 
| ଦେଖନ୍ତୁ, Teacher’s Lineରେ ନୂଆ ଅକ୍ଷର ପ୍ରଦର୍ଶିତ ହେଲା
 +
 
|-
 
|-
 
|04:52
 
|04:52
 
| ଆମର ଟାଇପିଙ୍ଗ୍‍ ଅଧିବେଶନର ସ୍କୋର୍‍ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି କି?
 
| ଆମର ଟାଇପିଙ୍ଗ୍‍ ଅଧିବେଶନର ସ୍କୋର୍‍ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି କି?
 +
 
|-
 
|-
 
|04:55
 
|04:55
 
| Lecture Statistics କ୍ଲିକ୍‍ କରନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା
 
| Lecture Statistics କ୍ଲିକ୍‍ କରନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
| 05:02
 
| 05:02
 
| Tabsରେ କ୍ଲିକ୍‍ କରି ଦେଖନ୍ତୁ ଯେ, ସେଗୁଡ଼ିକ ପ୍ରତ୍ୟେକ କ’ଣ ସୂଚିତ କରନ୍ତି
 
| Tabsରେ କ୍ଲିକ୍‍ କରି ଦେଖନ୍ତୁ ଯେ, ସେଗୁଡ଼ିକ ପ୍ରତ୍ୟେକ କ’ଣ ସୂଚିତ କରନ୍ତି
 +
 
|-
 
|-
 
|05:07
 
|05:07
 
| Current Training Session ଉପରେ କ୍ଲିକ୍‍ କରନ୍ତୁ
 
| Current Training Session ଉପରେ କ୍ଲିକ୍‍ କରନ୍ତୁ
 +
 
|-
 
|-
 
|05:12
 
|05:12
 
| ଏହା, ସାଧାରଣ ଷ୍ଟାଟିଷ୍ଟିକ୍ସ ବିବରଣୀ, ଟାଇପିଙ୍ଗର ହାର, ଟାଇପିଙ୍ଗର ସଠିକତା ଓ ଆପଣଙ୍କୁ ଯେଉଁ ଅକ୍ଷରଗୁଡ଼ିକ ଉପରେ ଧ୍ୟାନଦେବା ଦରକାର, ତାହାର ବିବରଣୀ ପ୍ରଦର୍ଶିତ କରେ
 
| ଏହା, ସାଧାରଣ ଷ୍ଟାଟିଷ୍ଟିକ୍ସ ବିବରଣୀ, ଟାଇପିଙ୍ଗର ହାର, ଟାଇପିଙ୍ଗର ସଠିକତା ଓ ଆପଣଙ୍କୁ ଯେଉଁ ଅକ୍ଷରଗୁଡ଼ିକ ଉପରେ ଧ୍ୟାନଦେବା ଦରକାର, ତାହାର ବିବରଣୀ ପ୍ରଦର୍ଶିତ କରେ
 +
 
|-
 
|-
 
|05:22
 
|05:22
 
| Current Training Session ଟାବ୍‌ରେ ପ୍ରଦର୍ଶିତ ହୋଇଥିବା ପରି ସମାନ ଭାବରେ Current Level Statistics ଟାବ୍‍ ବିବରଣୀ ପ୍ରଦର୍ଶିତ କରେ
 
| Current Training Session ଟାବ୍‌ରେ ପ୍ରଦର୍ଶିତ ହୋଇଥିବା ପରି ସମାନ ଭାବରେ Current Level Statistics ଟାବ୍‍ ବିବରଣୀ ପ୍ରଦର୍ଶିତ କରେ
 +
 
|-
 
|-
 
|05:31
 
|05:31
 
| ଆପଣଙ୍କ ଟାଇପିଙ୍ଗ ଅଗ୍ରଗତିର ଏକ ଗ୍ରାଫିକାଲ୍‍ ରିପ୍ରେଜେଣ୍ଟେଶନ୍‍ କୁ Monitor Progress ପ୍ରଦର୍ଶିତ କରେ
 
| ଆପଣଙ୍କ ଟାଇପିଙ୍ଗ ଅଗ୍ରଗତିର ଏକ ଗ୍ରାଫିକାଲ୍‍ ରିପ୍ରେଜେଣ୍ଟେଶନ୍‍ କୁ Monitor Progress ପ୍ରଦର୍ଶିତ କରେ
 +
 
|-
 
|-
 
|05:38
 
|05:38
 
| ଏହି ଡାୟଲଗ୍‍ ବକ୍ସକୁ ବନ୍ଦ କରନ୍ତୁ
 
| ଏହି ଡାୟଲଗ୍‍ ବକ୍ସକୁ ବନ୍ଦ କରନ୍ତୁ
 +
 
|-
 
|-
 
|05:41
 
|05:41
 
| ଆପଣ ନିଜର Shortcut Keys କ୍ରିଏଟ୍‍ କରିପାରିବେ
 
| ଆପଣ ନିଜର Shortcut Keys କ୍ରିଏଟ୍‍ କରିପାରିବେ
 +
 
|-
 
|-
 
|05:45
 
|05:45
 
| Shortcut Keys କ’ଣ?
 
| Shortcut Keys କ’ଣ?
 +
 
|-
 
|-
 
|05:47
 
|05:47
 
| Shortcut Keys ହେଉଛି, ଦୁଇ କିମ୍ୱା ଅଧିକ କୀ’ଗୁଡ଼ିକର ମିଶ୍ରଣ, ଯାହାକୁ ମେନୁ ଅପ୍ସନ୍‍ ବ୍ୟବହାର କରିବା ବଦଳରେ କୀ’ବୋର୍ଡରୁ ଦବାଯାଇପାରିବ
 
| Shortcut Keys ହେଉଛି, ଦୁଇ କିମ୍ୱା ଅଧିକ କୀ’ଗୁଡ଼ିକର ମିଶ୍ରଣ, ଯାହାକୁ ମେନୁ ଅପ୍ସନ୍‍ ବ୍ୟବହାର କରିବା ବଦଳରେ କୀ’ବୋର୍ଡରୁ ଦବାଯାଇପାରିବ
 +
 
|-
 
|-
 
|05:56  
 
|05:56  
 
| Lecture Statisticsକୁ ଦେଖିବା ପାଇଁ ଚାଲନ୍ତୁ ଏକ ଶର୍ଟକଟ୍‍ କୀ’ କନଫିଗର୍‍ କରିବା
 
| Lecture Statisticsକୁ ଦେଖିବା ପାଇଁ ଚାଲନ୍ତୁ ଏକ ଶର୍ଟକଟ୍‍ କୀ’ କନଫିଗର୍‍ କରିବା
 +
 
|-
 
|-
 
|06:01  
 
|06:01  
 
| ମେନ୍‍ ମେନୁରୁ Settings > Configure Shortcuts କ୍ଲିକ୍‍ କରନ୍ତୁ
 
| ମେନ୍‍ ମେନୁରୁ Settings > Configure Shortcuts କ୍ଲିକ୍‍ କରନ୍ତୁ
 +
 
|-
 
|-
 
|06:06  
 
|06:06  
 
| Configure Shortcuts – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 
| Configure Shortcuts – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|06:10
 
|06:10
 
| Search boxରେ Lecture Statistics ଏଣ୍ଟର୍‍ କରନ୍ତୁ
 
| Search boxରେ Lecture Statistics ଏଣ୍ଟର୍‍ କରନ୍ତୁ
 +
 
|-
 
|-
 
|06:16  
 
|06:16  
 
| Lecture Statistics କ୍ଲିକ୍‍ କରନ୍ତୁ. Custom ସିଲେକ୍ଟ କରି None କ୍ଲିକ୍‍ କରନ୍ତୁ. ଆଇକନ୍‍ Inputକୁ ପରିବର୍ତ୍ତିତ ହୋଇଗଲା
 
| Lecture Statistics କ୍ଲିକ୍‍ କରନ୍ତୁ. Custom ସିଲେକ୍ଟ କରି None କ୍ଲିକ୍‍ କରନ୍ତୁ. ଆଇକନ୍‍ Inputକୁ ପରିବର୍ତ୍ତିତ ହୋଇଗଲା
 +
 
|-
 
|-
 
|06:24
 
|06:24
 
| ଏବେ, କୀ’ବୋର୍ଡରୁ Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ
 
| ଏବେ, କୀ’ବୋର୍ଡରୁ Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ
 +
 
|-
 
|-
 
|06:30
 
|06:30
 
| ଦେଖନ୍ତୁ, ଆଇକନ୍‍ ଏବେ, Shift+A ଅକ୍ଷର ପ୍ରଦର୍ଶିତ କଲା. OK କ୍ଲିକ୍‍ କରନ୍ତୁ
 
| ଦେଖନ୍ତୁ, ଆଇକନ୍‍ ଏବେ, Shift+A ଅକ୍ଷର ପ୍ରଦର୍ଶିତ କଲା. OK କ୍ଲିକ୍‍ କରନ୍ତୁ
 +
 
|-
 
|-
 
|06:38
 
|06:38
 
| Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା.
 
| Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା.
 +
 
|-
 
|-
 
|06:45
 
|06:45
 
| ବନ୍ଦ କରିବାକୁ Close କ୍ଲିକ୍‍ କରନ୍ତୁ
 
| ବନ୍ଦ କରିବାକୁ Close କ୍ଲିକ୍‍ କରନ୍ତୁ
 +
 
|-
 
|-
 
|06:49
 
|06:49
 
| Toolbar କନଫିଗର୍‍ କରିବାକୁ KTouch ଆପଣଙ୍କୁ ଅନୁମତି ଦେଇଥାଏ
 
| Toolbar କନଫିଗର୍‍ କରିବାକୁ KTouch ଆପଣଙ୍କୁ ଅନୁମତି ଦେଇଥାଏ
 +
 
|-
 
|-
 
|06:53  
 
|06:53  
 
| ଧରନ୍ତୁ, ଆମେ ଏକ ଆଇକନ୍‍ ଭାବେ Quit KTouch କମାଣ୍ଡକୁ ପ୍ରଦର୍ଶିତ କରିବାକୁ ଚାହୁଁଛେ
 
| ଧରନ୍ତୁ, ଆମେ ଏକ ଆଇକନ୍‍ ଭାବେ Quit KTouch କମାଣ୍ଡକୁ ପ୍ରଦର୍ଶିତ କରିବାକୁ ଚାହୁଁଛେ
 +
 
|-
 
|-
 
|06:58
 
|06:58
 
| ମେନ୍‍ ମେନୁରୁ, Settingsରେ କ୍ଲିକ୍‍ କରି Configure Toolbars କ୍ଲିକ୍‍ କରନ୍ତୁ
 
| ମେନ୍‍ ମେନୁରୁ, Settingsରେ କ୍ଲିକ୍‍ କରି Configure Toolbars କ୍ଲିକ୍‍ କରନ୍ତୁ
 +
 
|-
 
|-
 
|07:03
 
|07:03
 
| Configure Toolbars – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 
| Configure Toolbars – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
 +
 
|-
 
|-
 
|07:07
 
|07:07
 
| ବାମ ପେନେଲ୍‍ ରେ, ଅପ୍ସନ୍‍ ତାଲିକାରୁ Quit ଆଇକନ୍‍ ସିଲେକ୍ଟ କରନ୍ତୁ. ତାହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
 
| ବାମ ପେନେଲ୍‍ ରେ, ଅପ୍ସନ୍‍ ତାଲିକାରୁ Quit ଆଇକନ୍‍ ସିଲେକ୍ଟ କରନ୍ତୁ. ତାହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
 +
 
|-
 
|-
 
| 07:15
 
| 07:15
 
| ଆଇକନଟି ଡାହାଣ ପେନେଲକୁ ଚାଲିଗଲା. Apply କ୍ଲିକ୍‍ କରିବା ପରେ OK କ୍ଲିକ୍‍ କରନ୍ତୁ
 
| ଆଇକନଟି ଡାହାଣ ପେନେଲକୁ ଚାଲିଗଲା. Apply କ୍ଲିକ୍‍ କରିବା ପରେ OK କ୍ଲିକ୍‍ କରନ୍ତୁ
 +
 
|-
 
|-
 
|07:22
 
|07:22
 
| Quit ଆଇକନ୍‍ ଏବେ KTouch ୱିଣ୍ଡୋରେ ପ୍ରଦର୍ଶିତ ହେଲା
 
| Quit ଆଇକନ୍‍ ଏବେ KTouch ୱିଣ୍ଡୋରେ ପ୍ରଦର୍ଶିତ ହେଲା
 +
 
|-
 
|-
 
|07:26
 
|07:26
 
| ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 
| ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
|-
 
|-
 
|07:30
 
|07:30
 
| ଏହି ଟ୍ୟୁଟୋରିଆଲରେ ଆମେ, ଟ୍ରେନିଙ୍ଗ୍‍ ଲେଭଲ୍‍ ସଂଶୋଧନ, ବେଗ ତଦାରଖ କିପରି କରାଯାଏ ଓ ଟାଇପିଙ୍ଗର ସଠିକତା ବିଷୟରେ ଶିଖିଲେ
 
| ଏହି ଟ୍ୟୁଟୋରିଆଲରେ ଆମେ, ଟ୍ରେନିଙ୍ଗ୍‍ ଲେଭଲ୍‍ ସଂଶୋଧନ, ବେଗ ତଦାରଖ କିପରି କରାଯାଏ ଓ ଟାଇପିଙ୍ଗର ସଠିକତା ବିଷୟରେ ଶିଖିଲେ
 +
 
|-
 
|-
 
|07:38
 
|07:38
 
| କୀ’ବୋର୍ଡ ଶର୍ଟକଟ୍ସ କନଫିଗର୍‍ କରିବା ଓ ଟୁଲ୍‍ ବାର୍ସ ବିଷୟରେ ମଧ୍ୟ ଶିଖିଲେ  
 
| କୀ’ବୋର୍ଡ ଶର୍ଟକଟ୍ସ କନଫିଗର୍‍ କରିବା ଓ ଟୁଲ୍‍ ବାର୍ସ ବିଷୟରେ ମଧ୍ୟ ଶିଖିଲେ  
 +
 
|-
 
|-
 
|07:43
 
|07:43
 
| ଏକ ଆସାଇନମେଣ୍ଟ ଭାବେ
 
| ଏକ ଆସାଇନମେଣ୍ଟ ଭାବେ
 +
 
|-
 
|-
 
|07:46
 
|07:46
 
| KTouch କନଫିଗରରେ Workloadକୁ 2କୁ ପରିବର୍ତ୍ତନ କରନ୍ତୁ
 
| KTouch କନଫିଗରରେ Workloadକୁ 2କୁ ପରିବର୍ତ୍ତନ କରନ୍ତୁ
 +
 
|-
 
|-
 
|07:50
 
|07:50
 
| Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
 
| Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
 +
 
|-
 
|-
 
|07:56  
 
|07:56  
 
| ଏବେ, ଏକ ନୂଆ ଟାଇପିଙ୍ଗ୍‍ ଅଧିବେଶନ ଖୋଲନ୍ତୁ ଓ ଟାଇପିଙ୍ଗ୍‍ ଅଭ୍ୟାସ କରନ୍ତୁ
 
| ଏବେ, ଏକ ନୂଆ ଟାଇପିଙ୍ଗ୍‍ ଅଧିବେଶନ ଖୋଲନ୍ତୁ ଓ ଟାଇପିଙ୍ଗ୍‍ ଅଭ୍ୟାସ କରନ୍ତୁ
 +
 
|-
 
|-
 
|08:00
 
|08:00
 
| ଶେଷରେ, ନିଜର Lecture Statistics ଯାଞ୍ଚ କରନ୍ତୁ
 
| ଶେଷରେ, ନିଜର Lecture Statistics ଯାଞ୍ଚ କରନ୍ତୁ
 +
 
|-
 
|-
 
|08:04
 
|08:04
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|08:07
 
|08:07
 
| ଏହା, ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା, ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|08:10  
 
|08:10  
 
| ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
 
| ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
 +
 
|-
 
|-
 
|08:15
 
|08:15
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
 +
 
|-
 
|-
 
| 08:17
 
| 08:17
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|08:20
 
|08:20
 
| ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|08:23
 
|08:23
 
| ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
|08:29
 
|08:29
 
|ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
 
|ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|08:33
 
|08:33
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ, ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ, ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|08:41
 
|08:41
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (http://spoken-tutorial.org/NMEICT-Intro)
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (http://spoken-tutorial.org/NMEICT-Intro)
 +
 
|-
 
|-
 
|08:52
 
|08:52
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|}

Latest revision as of 18:18, 7 April 2017

Time Narration
00:00 Ktouchରେ ସେଟିଙ୍ଗ୍ସ କନଫିଗର୍‍ କରିବା ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:04 ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ଶିଖିବେ, କିପରି
00:08 ଟ୍ରେନିଙ୍ଗର “Level” ପରିବର୍ତ୍ତନ କରିବେ

ଟାଇପିଙ୍ଗର ବେଗ ଆଡଜଷ୍ଟ କରିବେ

00:13 ଶର୍ଟକଟ୍‍ କୀଗୁଡ଼ିକୁ କନଫିଗର୍‍ କରିବେ

ଟୁଲ୍‍ ବାର୍ସ କନଫିଗର୍‍ କରିବେ ଟାଇପିଙ୍ଗ୍‍ ମେଟ୍ରିକ୍ସ ଦେଖିବେ

00:20 ଏଠାରେ ଆମେ ବ୍ୟବହାର କରୁଛୁ KTouch 1.7.1 ଓ Ubuntu Linux 11.10
00:27 KTouch ଖୋଲନ୍ତୁ
00:33 ଆମେ Level 1ରେ ଅଛେ. ଚାଲନ୍ତୁ ଦିତୀୟ ଲେଭଲ୍‍, Level 2କୁ ଯିବା
00:40 ଟ୍ରେନିଙ୍ଗର ସ୍ତର 2କୁ ବୃଦ୍ଧି କରିବାକୁ, ଲେଭଲ୍‍ ଫିଲ୍ଡ ପାଖରେ ଥିବା ଉପର ତ୍ରିଭୁଜ ଚିହ୍ନ ଉପରେ କ୍ଲିକ୍‍ କରନ୍ତୁ
00:48 ଆମେ, Level 2କୁ ପରିବର୍ତ୍ତନ କଲେ କ’ଣ ଘଟେ, ଦେଖନ୍ତୁ
00:52 Teacher’s Lineରେ ଅକ୍ଷରଗୁଡ଼ିକ ପରିବର୍ତ୍ତିତ ହୋଇଗଲା!
00:56 New Characters in this Level ଫିଲ୍ଡରେ ପ୍ରଦର୍ଶିତ ଅକ୍ଷରଗୁଡ଼ିକୁ ଦେଖନ୍ତୁ. ସେଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି!
01:02 ଚୟନିତ Levelରେ ଏହି ଅକ୍ଷରଗୁଡ଼ିକୁ ଅଭ୍ୟାସ କରାଯିବ
01:07 ଏବେ, ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
01:09 ବର୍ତ୍ତମାନ, Teacher’s Lineରେ ପ୍ରଦର୍ଶିତ ହୋଇନଥିବା ଗୋଟିଏ ଅକ୍ଷର ଟାଇପ୍‍ କରିବା
01:14 Student’s Line ନାଲି ହୋଇଗଲା
01:17 ଆପଣ ଆଉ କ’ଣ ଦେଖିପାରୁଛନ୍ତି?
01:19 Correctness ଫିଲ୍ଡରେ ପ୍ରଦର୍ଶିତ ଶତକଡ଼ା ହ୍ରାସ ପାଇଛି
01:23 Backspace ଦାବି ଭୁଲ୍‍ କୁ ଡିଲିଟ୍‍ କରନ୍ତୁ
01:27 ଚାଲନ୍ତୁ, Training Options ସେଟ୍‍ କରିବା ବିଷୟରେ ଶିଖିବା
01:31 Training Optionଗୁଡ଼ିକ କ’ଣ?
01:33 ଟାଇପିଙ୍ଗ୍‍ ବେଗ ଓ ସଠିକତା ପାଇଁ (ଟାଇପିଙ୍ଗ୍‍ ସଠିକତା ଶତକଡ଼ା) ମାନଦଣ୍ଡ ପରିବର୍ତ୍ତନ କରିବାକୁ ଆମେ Training Options ବ୍ୟବହାର କରୁ
01:41 ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ ଟାଇପ୍‍ କରାଯାଇପାରୁଥିବା ଲାଇନଗୁଡ଼ିକର ସଂଖ୍ୟାକୁ ମଧ୍ୟ ଆମେ କଷ୍ଟମାଇଜ୍‍ କରିପାରିବା
01:47 ମେନ୍‍ ମେନୁରୁ Settings ସିଲେକ୍ଟ କରି Configure KTouch କ୍ଲିକ୍‍ କରନ୍ତୁ
01:52 Configure KTouch ଡାୟଲଗ୍‍ ବକ୍ସ ଦେଖାଦେବ
01:56 Configure Ktouch ଡାୟଲଗ୍‍ ବକ୍ସର ବାମ ପେନେଲରୁ Training Options କ୍ଲିକ୍‍ କରନ୍ତୁ
02:02 ଡାହାଣ ପେନେଲରେ ଏବେ ବିଭିନ୍ନ Training Options ପ୍ରଦର୍ଶିତ ହେଲା
02:06 Typing speed, Correctness ଓ Workload ପାଇଁ ଚାଲନ୍ତୁ ଉପର ସୀମା ସେଟ୍‍ କରିବା
02:13 Limits to increase a levelରେ ଚାଲନ୍ତୁ
02:15 Typing Speedକୁ ମିନିଟ୍‍ ପିଛା 120 ଅକ୍ଷର ଓ Correctnessକୁ 85%ରେ ସେଟ୍‍ କରିବା
02:24 ଶେଷରେ Workloadକୁ 1ରେ ସେଟ୍‍ କରିବା
02:27 ଏହାର ଅର୍ଥ, ପ୍ରତ୍ୟେକ ସ୍ତରରେ ଆମକୁ କେବଳ ଗୋଟିଏ ଲାଇନ୍‍ ହିଁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ
02:31 ତାହାପରେ ଆମେ ପରବର୍ତ୍ତୀ ସ୍ତରକୁ ଅଟୋମେଟିକାଲୀ ଚାଲିଯିବା
02:36 ପରବର୍ତ୍ତୀ ସ୍ତରକୁ ଯିବା ପୂର୍ବରୁ ଯଦି ଗୋଟିଏ ସ୍ତର ପାଇଁ ଆପଣ ଟ୍ରେନିଙ୍ଗ୍‍ ସମ୍ପୂର୍ଣ୍ଣ କରିବାକୁ ଚାହାଁନ୍ତି, ତେବେ Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
02:46 ଚାଲନ୍ତୁ Typing Speed ଓ Correctness ପାଇଁ ନିମ୍ନ ସୀମା ସ୍ଥିର କରିବା
02:50 Limits to decrease a levelରେ, ଆମେ
02:53 Typing Speedକୁ ମିନିଟ୍‍ ପିଛା 60 ଅକ୍ଷର ଓ Correctnessକୁ 60ରେ ସେଟ୍‍ କରିବା
03:00 Remember level for next program start ବକ୍ସକୁ ଚେକ୍‍ କରନ୍ତୁ
03:06 Apply କ୍ଲିକ୍‍ କରି OK କ୍ଲିକ୍ କରନ୍ତୁ
03:09 ଆମେ ପୁଣିଥରେ ଏକ ନୂଆ ଅଧିବେଶନ ଆରମ୍ଭ କରିଲେ ହିଁ ପରିବର୍ତ୍ତନଗୁଡ଼ିକ ଲାଗୁ ହେବ
03:14 Start New Session କ୍ଲିକ୍‍ କରି Keep Current Level ସିଲେକ୍ଟ କରନ୍ତୁ
03:20 ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
03:23 ଦେଖନ୍ତୁ, ବର୍ତ୍ତମାନ ବେଗ 0 ଅଛି. ଆମେ ଟାଇପ୍‍ କରିଲେ ତାହା ବଢ଼ିବ କିମ୍ୱା କମିବ
03:30 Pause Session କ୍ଲିକ୍‍ କରନ୍ତୁ. ଆମେ ଯେତେବେଳେ ପଜ୍‍ କରୁ, ଟାଇପିଙ୍ଗ୍‍ ବେଗ ଅପରିବର୍ତ୍ତିତ ରହିଥାଏ
03:38 ପୁଣିଥରେ ଟାଇପିଙ୍ଗ୍‍ ଆରମ୍ଭ କରନ୍ତୁ
03:40 ବେଗ 60 ତଳକୁ ଖସିଲେ, ଦେଖନ୍ତୁ, Speed ପାଖରେ ଥିବା ନାଲି ସର୍କଲ୍‍ ଧପଧପ ହେଉଛି
03:47 ଏହା ସୂଚିତ କରେ ଯେ, ବେଗ ପାଇଁ ସ୍ଥିର କରାଯାଇଥିବା ସୀମା, ଯାହା ହେଉଛି 60, ବେଗ ତାହାଠାରୁ ତଳକୁ ଖସିଯାଇଛି
03:54 ଏବେ, Teacher’s Lineରେ ପ୍ରଦର୍ଶିତ ହେଉନଥିବା ସଂଖ୍ୟା 4 ଟାଇପ୍‍ କରନ୍ତୁ
03:59 Student’s Line ନାଲି ହୋଇଗଲା
04:02 Correctnessର ଶତକଡ଼ା ମଧ୍ୟ ଖସିଗଲା
04:05 ଅକ୍ଷରର ସମୂହ କିମ୍ୱା Teacher’s Lineରେ ଦିଆଯାଇଥିବା ଅକ୍ଷର ମଧ୍ୟରେ ଥିବା ଖାଲି ସ୍ଥାନକୁ ଆପଣ ଦେଖିପାରୁଛନ୍ତି କି?
04:11 ଏବେ ମୁଁ, ଏହି ଶବ୍ଦ ପରେ Space Bar ଦାବିବି ନାହିଁ
04:15 Student’s Line ପୁଣିଥରେ ନାଲି ହୋଇଗଲା!
04:18 ଏହାର ଅର୍ଥ, ଖାଲି ସ୍ଥାନଗୁଡ଼ିକୁ ମଧ୍ୟ ସଠିକ୍‍ ଭାବରେ ନିଶ୍ଚିତ ଟାଇପ୍‍ କରିବାକୁ ହେବ
04:22 ଚାଲନ୍ତୁ, Student’s Lineରେ ଏକ ସମଗ୍ର ଲାଇନ୍‍ ସମ୍ପୂର୍ଣ୍ଣ କରି Enter ଦାବିବା
04:31 Level, 3କୁ ପରିବର୍ତ୍ତିତ ହୋଇଗଲା!
04:33 Level, 3କୁ କାହିଁକି ପରିବର୍ତ୍ତିତ ହୋଇଗଲା? ଏହା ଏଥିପାଇଁ, କାରଣ ଆମେ Workload, 1କୁ ସେଟ୍‍ କରିଛେ
04:39 ସେଥିପାଇଁ, ଯେତେବେଳେ ଆମେ Level 2 ପାଇଁ ଗୋଟିଏ ଲାଇନ୍‍ ସମ୍ପୂର୍ଣ୍ଣ କରି ଏଣ୍ଟର୍‍ ଦାବୁ, ଆମେ ପରବର୍ତ୍ତୀ ସ୍ତରକୁ ଯାଉ
04:47 ଦେଖନ୍ତୁ, Teacher’s Lineରେ ନୂଆ ଅକ୍ଷର ପ୍ରଦର୍ଶିତ ହେଲା
04:52 ଆମର ଟାଇପିଙ୍ଗ୍‍ ଅଧିବେଶନର ସ୍କୋର୍‍ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି କି?
04:55 Lecture Statistics କ୍ଲିକ୍‍ କରନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା
05:02 Tabsରେ କ୍ଲିକ୍‍ କରି ଦେଖନ୍ତୁ ଯେ, ସେଗୁଡ଼ିକ ପ୍ରତ୍ୟେକ କ’ଣ ସୂଚିତ କରନ୍ତି
05:07 Current Training Session ଉପରେ କ୍ଲିକ୍‍ କରନ୍ତୁ
05:12 ଏହା, ସାଧାରଣ ଷ୍ଟାଟିଷ୍ଟିକ୍ସ ବିବରଣୀ, ଟାଇପିଙ୍ଗର ହାର, ଟାଇପିଙ୍ଗର ସଠିକତା ଓ ଆପଣଙ୍କୁ ଯେଉଁ ଅକ୍ଷରଗୁଡ଼ିକ ଉପରେ ଧ୍ୟାନଦେବା ଦରକାର, ତାହାର ବିବରଣୀ ପ୍ରଦର୍ଶିତ କରେ
05:22 Current Training Session ଟାବ୍‌ରେ ପ୍ରଦର୍ଶିତ ହୋଇଥିବା ପରି ସମାନ ଭାବରେ Current Level Statistics ଟାବ୍‍ ବିବରଣୀ ପ୍ରଦର୍ଶିତ କରେ
05:31 ଆପଣଙ୍କ ଟାଇପିଙ୍ଗ ଅଗ୍ରଗତିର ଏକ ଗ୍ରାଫିକାଲ୍‍ ରିପ୍ରେଜେଣ୍ଟେଶନ୍‍ କୁ Monitor Progress ପ୍ରଦର୍ଶିତ କରେ
05:38 ଏହି ଡାୟଲଗ୍‍ ବକ୍ସକୁ ବନ୍ଦ କରନ୍ତୁ
05:41 ଆପଣ ନିଜର Shortcut Keys କ୍ରିଏଟ୍‍ କରିପାରିବେ
05:45 Shortcut Keys କ’ଣ?
05:47 Shortcut Keys ହେଉଛି, ଦୁଇ କିମ୍ୱା ଅଧିକ କୀ’ଗୁଡ଼ିକର ମିଶ୍ରଣ, ଯାହାକୁ ମେନୁ ଅପ୍ସନ୍‍ ବ୍ୟବହାର କରିବା ବଦଳରେ କୀ’ବୋର୍ଡରୁ ଦବାଯାଇପାରିବ
05:56 Lecture Statisticsକୁ ଦେଖିବା ପାଇଁ ଚାଲନ୍ତୁ ଏକ ଶର୍ଟକଟ୍‍ କୀ’ କନଫିଗର୍‍ କରିବା
06:01 ମେନ୍‍ ମେନୁରୁ Settings > Configure Shortcuts କ୍ଲିକ୍‍ କରନ୍ତୁ
06:06 Configure Shortcuts – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
06:10 Search boxରେ Lecture Statistics ଏଣ୍ଟର୍‍ କରନ୍ତୁ
06:16 Lecture Statistics କ୍ଲିକ୍‍ କରନ୍ତୁ. Custom ସିଲେକ୍ଟ କରି None କ୍ଲିକ୍‍ କରନ୍ତୁ. ଆଇକନ୍‍ Inputକୁ ପରିବର୍ତ୍ତିତ ହୋଇଗଲା
06:24 ଏବେ, କୀ’ବୋର୍ଡରୁ Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ
06:30 ଦେଖନ୍ତୁ, ଆଇକନ୍‍ ଏବେ, Shift+A ଅକ୍ଷର ପ୍ରଦର୍ଶିତ କଲା. OK କ୍ଲିକ୍‍ କରନ୍ତୁ
06:38 Shift ଓ A କୀଗୁଡ଼ିକୁ ଏକାସାଙ୍ଗରେ ଦାବନ୍ତୁ. Training Statistics ଡାୟଲଗ୍‍ ବକ୍ସ ଦେଖାଦେଲା.
06:45 ବନ୍ଦ କରିବାକୁ Close କ୍ଲିକ୍‍ କରନ୍ତୁ
06:49 Toolbar କନଫିଗର୍‍ କରିବାକୁ KTouch ଆପଣଙ୍କୁ ଅନୁମତି ଦେଇଥାଏ
06:53 ଧରନ୍ତୁ, ଆମେ ଏକ ଆଇକନ୍‍ ଭାବେ Quit KTouch କମାଣ୍ଡକୁ ପ୍ରଦର୍ଶିତ କରିବାକୁ ଚାହୁଁଛେ
06:58 ମେନ୍‍ ମେନୁରୁ, Settingsରେ କ୍ଲିକ୍‍ କରି Configure Toolbars କ୍ଲିକ୍‍ କରନ୍ତୁ
07:03 Configure Toolbars – KTouch ଡାୟଲଗ୍‍ ବକ୍ସ ଦେଖାଦେଲା
07:07 ବାମ ପେନେଲ୍‍ ରେ, ଅପ୍ସନ୍‍ ତାଲିକାରୁ Quit ଆଇକନ୍‍ ସିଲେକ୍ଟ କରନ୍ତୁ. ତାହା ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
07:15 ଆଇକନଟି ଡାହାଣ ପେନେଲକୁ ଚାଲିଗଲା. Apply କ୍ଲିକ୍‍ କରିବା ପରେ OK କ୍ଲିକ୍‍ କରନ୍ତୁ
07:22 Quit ଆଇକନ୍‍ ଏବେ KTouch ୱିଣ୍ଡୋରେ ପ୍ରଦର୍ଶିତ ହେଲା
07:26 ଏହା ଆମକୁ KTouch ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:30 ଏହି ଟ୍ୟୁଟୋରିଆଲରେ ଆମେ, ଟ୍ରେନିଙ୍ଗ୍‍ ଲେଭଲ୍‍ ସଂଶୋଧନ, ବେଗ ତଦାରଖ କିପରି କରାଯାଏ ଓ ଟାଇପିଙ୍ଗର ସଠିକତା ବିଷୟରେ ଶିଖିଲେ
07:38 କୀ’ବୋର୍ଡ ଶର୍ଟକଟ୍ସ କନଫିଗର୍‍ କରିବା ଓ ଟୁଲ୍‍ ବାର୍ସ ବିଷୟରେ ମଧ୍ୟ ଶିଖିଲେ
07:43 ଏକ ଆସାଇନମେଣ୍ଟ ଭାବେ
07:46 KTouch କନଫିଗରରେ Workloadକୁ 2କୁ ପରିବର୍ତ୍ତନ କରନ୍ତୁ
07:50 Complete whole training level before proceeding ବକ୍ସ ଚେକ୍‍ କରନ୍ତୁ
07:56 ଏବେ, ଏକ ନୂଆ ଟାଇପିଙ୍ଗ୍‍ ଅଧିବେଶନ ଖୋଲନ୍ତୁ ଓ ଟାଇପିଙ୍ଗ୍‍ ଅଭ୍ୟାସ କରନ୍ତୁ
08:00 ଶେଷରେ, ନିଜର Lecture Statistics ଯାଞ୍ଚ କରନ୍ତୁ
08:04 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
08:07 ଏହା, ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:10 ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
08:15 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
08:17 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:20 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:23 ଅଧିକ ବିବରଣୀ ପାଇଁ ଦୟାକରି ଏହି ଇ-ମେଲ୍‍ କୁ ଲେଖନ୍ତୁ (contact@spoken-tutorial.org)
08:29 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ, ଟକ୍‍ ଟୁ ଏ ଟିଚର୍‍ ପ୍ରୋଜେକ୍ଟର ଏକ ଅଂଶ
08:33 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ, ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:41 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (http://spoken-tutorial.org/NMEICT-Intro)
08:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep