Difference between revisions of "Java/C2/Introduction-to-Array/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:02 | Introduction to Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |...")
 
 
(2 intermediate revisions by 2 users not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:02
 
|00:02
 
| Introduction to Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Introduction to Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Arrays କ୍ରିଏଟ୍ କରିବା ଓ Arraysରେ ଏଲେମେଣ୍ଟସ୍ ଆକ୍ସେସ୍ କରିବା ବିଷୟରେ ଶିଖିବା
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Arrays କ୍ରିଏଟ୍ କରିବା ଓ Arraysରେ ଏଲେମେଣ୍ଟସ୍ ଆକ୍ସେସ୍ କରିବା ବିଷୟରେ ଶିଖିବା
 +
 
|-
 
|-
 
|00:14
 
|00:14
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
* Ubuntu 11.10
+
Ubuntu 11.10
* JDK 1.6 ଓ  
+
JDK 1.6 ଓ  
* Eclipse 3.7
+
Eclipse 3.7
 +
 
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Data Types ଓ For Loop ଉପରେ ଜ୍ଞାନ ଥିବା ଉଚିତ
 
| ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Data Types ଓ For Loop ଉପରେ ଜ୍ଞାନ ଥିବା ଉଚିତ
 +
 
|-
 
|-
 
|00:32
 
|00:32
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 +
 
|-
 
|-
 
|00:38
 
|00:38
 
| Arrays ହେଉଛି ଡେଟାର ଏକ ସଂଗ୍ରହ  
 
| Arrays ହେଉଛି ଡେଟାର ଏକ ସଂଗ୍ରହ  
 +
 
|-
 
|-
 
|00:40
 
|00:40
 
| ଉଦାହରଣସ୍ୱରୂପ, ମାର୍କ୍ସର ଏକ ତାଲିକା, ନାମଗୁଡ଼ିକର ଏକ ତାଲିକା, ତାପମାତ୍ରାର ଏକ ତାଲିକା, ବର୍ଷାର ଏକ ତାଲିକା  
 
| ଉଦାହରଣସ୍ୱରୂପ, ମାର୍କ୍ସର ଏକ ତାଲିକା, ନାମଗୁଡ଼ିକର ଏକ ତାଲିକା, ତାପମାତ୍ରାର ଏକ ତାଲିକା, ବର୍ଷାର ଏକ ତାଲିକା  
 +
 
|-
 
|-
 
|00:47
 
|00:47
 
| ପ୍ରତ୍ୟେକ ଆଇଟମ୍ ର, ନିଜ ପୋଜିଶନ୍ ଅନୁସାରେ ଇଣ୍ଡେକ୍ସ ଅଛି  
 
| ପ୍ରତ୍ୟେକ ଆଇଟମ୍ ର, ନିଜ ପୋଜିଶନ୍ ଅନୁସାରେ ଇଣ୍ଡେକ୍ସ ଅଛି  
 +
 
|-
 
|-
 
|00:52
 
|00:52
 
| ପ୍ରଥମ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 0
 
| ପ୍ରଥମ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 0
 +
 
|-
 
|-
 
|00:55
 
|00:55
 
| ଦ୍ୱିତୀୟ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 1 ଓ ଏହିପରି ଆଗକୁ ବଢ଼େ
 
| ଦ୍ୱିତୀୟ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 1 ଓ ଏହିପରି ଆଗକୁ ବଢ଼େ
 +
 
|-
 
|-
 
|00:59
 
|00:59
 
| ଏହି ଡେଟାକୁ କିପରି ଷ୍ଟୋର୍ କରାଯାଏ, ଏବେ ଚାଲନ୍ତୁ ଦେଖିବା
 
| ଏହି ଡେଟାକୁ କିପରି ଷ୍ଟୋର୍ କରାଯାଏ, ଏବେ ଚାଲନ୍ତୁ ଦେଖିବା
 +
 
|-
 
|-
 
|01:03
 
|01:03
 
| Eclipseକୁ ଯାଆନ୍ତୁ
 
| Eclipseକୁ ଯାଆନ୍ତୁ
 +
 
|-
 
|-
 
|01:06
 
|01:06
 
| ArraysDemo ନାମକ ଏକ Class କ୍ରିଏଟ୍ କରାଯାଇସାରିଛି
 
| ArraysDemo ନାମକ ଏକ Class କ୍ରିଏଟ୍ କରାଯାଇସାରିଛି
 +
 
|-
 
|-
 
|01:11
 
|01:11
 
| Main Method ଭିତରେ ଚାଲନ୍ତୁ ବର୍ଷାର ଡେଟା ଯୋଡ଼ିବା
 
| Main Method ଭିତରେ ଚାଲନ୍ତୁ ବର୍ଷାର ଡେଟା ଯୋଡ଼ିବା
 +
 
|-
 
|-
 
|01:16
 
|01:16
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  
 +
 
|-
 
|-
 
|01:18
 
|01:18
 
| int rainfall ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ 25, 31, 29, 13, 27, 35, 12 ଓ ଶେଷରେ ସେମିକଲନ୍  
 
| int rainfall ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ 25, 31, 29, 13, 27, 35, 12 ଓ ଶେଷରେ ସେମିକଲନ୍  
 +
 
|-
 
|-
 
|01:53
 
|01:53
 
| ଧ୍ୟାନଦିଅନ୍ତୁ ଯେ, ଭେରିଏବଲ୍ ନାମ Rainfall ପରେ ସ୍କ୍ୱୟାର୍ ବ୍ରାକେଟ୍ସ ଅଛି  
 
| ଧ୍ୟାନଦିଅନ୍ତୁ ଯେ, ଭେରିଏବଲ୍ ନାମ Rainfall ପରେ ସ୍କ୍ୱୟାର୍ ବ୍ରାକେଟ୍ସ ଅଛି  
 +
 
|-
 
|-
 
|01:58  
 
|01:58  
 
| ଏହା, Rainfallକୁ ଇଣ୍ଟେଜର୍ସର ଏକ Array ଭାବେ ଘୋଷଣା କରେ
 
| ଏହା, Rainfallକୁ ଇଣ୍ଟେଜର୍ସର ଏକ Array ଭାବେ ଘୋଷଣା କରେ
 +
 
|-
 
|-
 
|02:03
 
|02:03
 
| ବ୍ରାକେଟ୍ ଗୁଡ଼ିକ, Arrayର ଏଲେମେଣ୍ଟସ୍ ନିର୍ଦ୍ଦିଷ୍ଟ କରିବାରେ ବ୍ୟବହୃତ ହୋଇଥାଏ
 
| ବ୍ରାକେଟ୍ ଗୁଡ଼ିକ, Arrayର ଏଲେମେଣ୍ଟସ୍ ନିର୍ଦ୍ଦିଷ୍ଟ କରିବାରେ ବ୍ୟବହୃତ ହୋଇଥାଏ
 +
 
|-
 
|-
 
|02:09
 
|02:09
 
| ଏବେ ଚାଲନ୍ତୁ, ଡେଟା ଆକ୍ସେସ୍ କରିବା
 
| ଏବେ ଚାଲନ୍ତୁ, ଡେଟା ଆକ୍ସେସ୍ କରିବା
 +
 
|-
 
|-
 
|02:12
 
|02:12
 
| ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:   
 
| ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:   
 +
 
|-
 
|-
 
|02:14
 
|02:14
 
| System ଡଟ୍ out ଡଟ୍ println rainfall ସ୍କ୍ୱୟାର୍ ବ୍ରାକେଟ୍ସରେ ଟାଇପ୍ କରନ୍ତୁ 2  
 
| System ଡଟ୍ out ଡଟ୍ println rainfall ସ୍କ୍ୱୟାର୍ ବ୍ରାକେଟ୍ସରେ ଟାଇପ୍ କରନ୍ତୁ 2  
 +
 
|-
 
|-
 
|02:28
 
|02:28
 
| ଇଣ୍ଡେକ୍ସ ସଂଖ୍ୟା 2 ସହିତ ଆମେ ଏଲେମେଣ୍ଟ ପ୍ରିଣ୍ଟ କରୁଛେ
 
| ଇଣ୍ଡେକ୍ସ ସଂଖ୍ୟା 2 ସହିତ ଆମେ ଏଲେମେଣ୍ଟ ପ୍ରିଣ୍ଟ କରୁଛେ
 +
 
|-
 
|-
 
|02:32
 
|02:32
 
| ଅନ୍ୟ ଶବ୍ଦରେ, Arrayରେ ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29
 
| ଅନ୍ୟ ଶବ୍ଦରେ, Arrayରେ ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29
 +
 
|-
 
|-
 
|02:38
 
|02:38
 
| ଏବେ, ପ୍ରୋଗ୍ରାମକୁ Save କରି Run କରନ୍ତୁ  
 
| ଏବେ, ପ୍ରୋଗ୍ରାମକୁ Save କରି Run କରନ୍ତୁ  
 +
 
|-
 
|-
 
|02:43
 
|02:43
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29  
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29  
 +
 
|-
 
|-
 
|02:49
 
|02:49
 
| ଏବେ, 2 ସ୍ଥାନରେ 0 ଟାଇପ୍ କରନ୍ତୁ
 
| ଏବେ, 2 ସ୍ଥାନରେ 0 ଟାଇପ୍ କରନ୍ତୁ
 +
 
|-
 
|-
 
|02:56  
 
|02:56  
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|03:00
 
|03:00
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି ପ୍ରଥମ ଭାଲ୍ୟୁ, ଯାହା ହେଉଛି 25
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି ପ୍ରଥମ ଭାଲ୍ୟୁ, ଯାହା ହେଉଛି 25
 +
 
|-
 
|-
 
|03:07
 
|03:07
 
| ଏବେ ଚାଲନ୍ତୁ, ପ୍ରଥମ ଆଇଟମ୍ ର ଭାଲ୍ୟୁକୁ ସଂଶୋଧିତ କରିବା
 
| ଏବେ ଚାଲନ୍ତୁ, ପ୍ରଥମ ଆଇଟମ୍ ର ଭାଲ୍ୟୁକୁ ସଂଶୋଧିତ କରିବା
 +
 
|-
 
|-
 
|03:13  
 
|03:13  
 
| ଟାଇପ୍ କରନ୍ତୁ:  rainfall[0] = 11;
 
| ଟାଇପ୍ କରନ୍ତୁ:  rainfall[0] = 11;
 +
 
|-
 
|-
 
|03:27
 
|03:27
 
| ବର୍ତ୍ତମାନ ଏହାର ଭାଲ୍ୟୁ ଦେଖିବା.  ତେଣୁ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 
| ବର୍ତ୍ତମାନ ଏହାର ଭାଲ୍ୟୁ ଦେଖିବା.  ତେଣୁ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|03:34
 
|03:34
 
| ଆମେ ଦେଖିପାରୁଛେ ଯେ, ଭାଲ୍ୟୁ 11କୁ ବଦଳିଯାଇଛି
 
| ଆମେ ଦେଖିପାରୁଛେ ଯେ, ଭାଲ୍ୟୁ 11କୁ ବଦଳିଯାଇଛି
 +
 
|-
 
|-
 
|03:40
 
|03:40
 
| ଏବେ, ଯଦି ଆମେ Arrayର ଆକାର ଜାଣିଥିବା କିନ୍ତୁ ଭାଲ୍ୟୁ ଜାଣିନଥିବା, ତେବେ କ’ଣ ହେବ
 
| ଏବେ, ଯଦି ଆମେ Arrayର ଆକାର ଜାଣିଥିବା କିନ୍ତୁ ଭାଲ୍ୟୁ ଜାଣିନଥିବା, ତେବେ କ’ଣ ହେବ
 +
 
|-
 
|-
 
|03:45
 
|03:45
 
| ଚାଲନ୍ତୁ ଦେଖିବା, ଏହିପରି Array କିପରି କ୍ରିଏଟ୍ କରାଯାଏ
 
| ଚାଲନ୍ତୁ ଦେଖିବା, ଏହିପରି Array କିପରି କ୍ରିଏଟ୍ କରାଯାଏ
 +
 
|-
 
|-
 
|03:49
 
|03:49
 
| Main Functionରୁ ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ:  
 
| Main Functionରୁ ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ:  
 +
 
|-
 
|-
 
|03:57
 
|03:57
 
| int squares[] = new int[10];
 
| int squares[] = new int[10];
 +
 
|-
 
|-
 
|04:19
 
|04:19
 
| ଏହି ଷ୍ଟେଟମେଣ୍ଟ, 10ଟି ଏଲେମେଣ୍ଟସ୍ ଥାଇ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରେ.  Arrayର ନାମ ହେଉଛି Squares
 
| ଏହି ଷ୍ଟେଟମେଣ୍ଟ, 10ଟି ଏଲେମେଣ୍ଟସ୍ ଥାଇ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରେ.  Arrayର ନାମ ହେଉଛି Squares
 +
 
|-
 
|-
 
|04:30
 
|04:30
 
| ଏଥିରେ କିଛି ଭାଲ୍ୟୁ ଆଡ୍ କରିବା
 
| ଏଥିରେ କିଛି ଭାଲ୍ୟୁ ଆଡ୍ କରିବା
 +
 
|-
 
|-
 
|04:33
 
|04:33
 
| ଟାଇପ୍ କରନ୍ତୁ:  
 
| ଟାଇପ୍ କରନ୍ତୁ:  
 +
 
|-
 
|-
 
|04:35
 
|04:35
 
| squares[0] = 1;
 
| squares[0] = 1;
 +
 
|-
 
|-
 
|04:43
 
|04:43
 
| ପରବର୍ତ୍ତୀ ଲାଇନ୍, squares[1] = 4;
 
| ପରବର୍ତ୍ତୀ ଲାଇନ୍, squares[1] = 4;
 +
 
|-
 
|-
 
|04:53
 
|04:53
 
| ପରବର୍ତ୍ତୀ ଲାଇନ୍, squares[2] = 9;  
 
| ପରବର୍ତ୍ତୀ ଲାଇନ୍, squares[2] = 9;  
 +
 
|-
 
|-
 
|05:04
 
|05:04
 
| squares[3] = 16;
 
| squares[3] = 16;
 +
 
|-
 
|-
 
|05:15
 
|05:15
 
| ଆମେ, ପ୍ରଥମ ଚାରୋଟି ସଂଖ୍ୟାର ସ୍କ୍ୱୟାର୍ସ ପ୍ରବେଶ କରାଇଲେ
 
| ଆମେ, ପ୍ରଥମ ଚାରୋଟି ସଂଖ୍ୟାର ସ୍କ୍ୱୟାର୍ସ ପ୍ରବେଶ କରାଇଲେ
 +
 
|-
 
|-
 
|05:20
 
|05:20
 
| ଏବେ, Arrayର ଅନ୍ୟ ଏଲେମେଣ୍ଟଗୁଡ଼ିକର କ’ଣ ହେବ?  ଚାଲନ୍ତୁ ଦେଖିବା, ସେଗୁଡ଼ିକରେ କ’ଣ ଅଛି
 
| ଏବେ, Arrayର ଅନ୍ୟ ଏଲେମେଣ୍ଟଗୁଡ଼ିକର କ’ଣ ହେବ?  ଚାଲନ୍ତୁ ଦେଖିବା, ସେଗୁଡ଼ିକରେ କ’ଣ ଅଛି
 +
 
|-
 
|-
 
|05:26
 
|05:26
 
| ତେଣୁ, ଆମେ Arrayରେ ଷଷ୍ଠ ଭାଲ୍ୟୁ ପ୍ରିଣ୍ଟ କରିବା   
 
| ତେଣୁ, ଆମେ Arrayରେ ଷଷ୍ଠ ଭାଲ୍ୟୁ ପ୍ରିଣ୍ଟ କରିବା   
 +
 
|-
 
|-
 
|05:30
 
|05:30
 
| ଟାଇପ୍ କରନ୍ତୁ:  System S capital .out.println(squares[5]);
 
| ଟାଇପ୍ କରନ୍ତୁ:  System S capital .out.println(squares[5]);
 +
 
|-
 
|-
 
|05:56
 
|05:56
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.  ଦେଖନ୍ତୁ, ଭାଲ୍ୟୁ ହେଉଛି ଶୂନ୍  
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ.  ଦେଖନ୍ତୁ, ଭାଲ୍ୟୁ ହେଉଛି ଶୂନ୍  
 +
 
|-
 
|-
 
|06:05
 
|06:05
 
| ଏହାର କାରଣ ହେଉଛି, ଯେତେବେଳେ ଆମେ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରୁ, ସମସ୍ତ ଭାଲ୍ୟୁ 0ରୁ ଆରମ୍ଭ ହୋଇଥାଏ  
 
| ଏହାର କାରଣ ହେଉଛି, ଯେତେବେଳେ ଆମେ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରୁ, ସମସ୍ତ ଭାଲ୍ୟୁ 0ରୁ ଆରମ୍ଭ ହୋଇଥାଏ  
 +
 
|-
 
|-
 
|06:11  
 
|06:11  
 
| ସେହିପରି, Floatsର ଏକ Arrayର ସମସ୍ତ ଭାଲ୍ୟୁ 0.0ରୁ ଆରମ୍ଭ ହୋଇଥାଏ
 
| ସେହିପରି, Floatsର ଏକ Arrayର ସମସ୍ତ ଭାଲ୍ୟୁ 0.0ରୁ ଆରମ୍ଭ ହୋଇଥାଏ
 +
 
|-
 
|-
 
|06:18
 
|06:18
 
| ଯଦି ଆମେ ପ୍ରତ୍ୟେକ ଭାଲ୍ୟୁକୁ Array ଭିତରେ ଟାଇପ୍ କରିବା, ତେବେ ଏହା ଦୀର୍ଘ ପ୍ରକ୍ରିୟା ହୋଇଯାଇପାରେ.  ତା’ବଦଳରେ, ଏକ For Loop ବ୍ୟବହାର କରିବା
 
| ଯଦି ଆମେ ପ୍ରତ୍ୟେକ ଭାଲ୍ୟୁକୁ Array ଭିତରେ ଟାଇପ୍ କରିବା, ତେବେ ଏହା ଦୀର୍ଘ ପ୍ରକ୍ରିୟା ହୋଇଯାଇପାରେ.  ତା’ବଦଳରେ, ଏକ For Loop ବ୍ୟବହାର କରିବା
 +
 
|-
 
|-
 
|06:28
 
|06:28
 
| ଟାଇପ୍ କରନ୍ତୁ:  
 
| ଟାଇପ୍ କରନ୍ତୁ:  
 
int n, x ;
 
int n, x ;
for(x = 4; x  < 10; x = x + 1){
+
for(x = 4; x  < 10; x = x + 1){
 
n = x + 1;
 
n = x + 1;
 
squares[x] = n * n;
 
squares[x] = n * n;
 
}
 
}
 +
 
|-
 
|-
 
|07:25
 
|07:25
 
| ଆମେ, 4ରୁ 9 ପର୍ଯ୍ୟନ୍ତ ସଂଖ୍ୟାର ପୁନରାବୃତ୍ତି କରିବା ଓ Arrayରେ ସମ୍ୱନ୍ଧିତ ଏଲେମେଣ୍ଟ ସେଟ୍ କରିବା
 
| ଆମେ, 4ରୁ 9 ପର୍ଯ୍ୟନ୍ତ ସଂଖ୍ୟାର ପୁନରାବୃତ୍ତି କରିବା ଓ Arrayରେ ସମ୍ୱନ୍ଧିତ ଏଲେମେଣ୍ଟ ସେଟ୍ କରିବା
 +
 
|-
 
|-
 
|07:36
 
|07:36
 
| ଏବେ ଆଲନ୍ତୁ ଆଉଟପୁଟ୍ ଦେଖିବା
 
| ଏବେ ଆଲନ୍ତୁ ଆଉଟପୁଟ୍ ଦେଖିବା
 +
 
|-
 
|-
 
|07:38
 
|07:38
 
| ଆମେ ଦେଖିପାରୁଛେ ଯେ, ଆମେ Arrayରେ ଷଷ୍ଠ ଏଲେମେଣ୍ଟର ଭାଲ୍ୟୁ ପ୍ରିଣ୍ଟ କରୁଛେ.  Save କରି Run କରନ୍ତୁ.  
 
| ଆମେ ଦେଖିପାରୁଛେ ଯେ, ଆମେ Arrayରେ ଷଷ୍ଠ ଏଲେମେଣ୍ଟର ଭାଲ୍ୟୁ ପ୍ରିଣ୍ଟ କରୁଛେ.  Save କରି Run କରନ୍ତୁ.  
 +
 
|-
 
|-
 
|07:52
 
|07:52
 
| ଦେଖନ୍ତୁ, ଷଷ୍ଠ ଏଲେମେଣ୍ଟ ଏବେ 6ର ବର୍ଗ ଅଟେ, ଯାହା ହେଉଛି 36
 
| ଦେଖନ୍ତୁ, ଷଷ୍ଠ ଏଲେମେଣ୍ଟ ଏବେ 6ର ବର୍ଗ ଅଟେ, ଯାହା ହେଉଛି 36
 +
 
|-
 
|-
 
|07:57
 
|07:57
 
| ପ୍ରକୃତପକ୍ଷରେ, ଏବେ  ଆମେ For Loop ଭିତରେ ସମସ୍ତ ଭାଲ୍ୟୁ ସେଟ୍ କରିପାରିବା
 
| ପ୍ରକୃତପକ୍ଷରେ, ଏବେ  ଆମେ For Loop ଭିତରେ ସମସ୍ତ ଭାଲ୍ୟୁ ସେଟ୍ କରିପାରିବା
 +
 
|-
 
|-
 
|08:03
 
|08:03
 
| ଭାଲ୍ୟୁଗୁଡ଼ିକୁ ମାନୁଆଲୀ ସେଟ୍ କରୁଥିବା ଲାଇନ୍ସ କାଢ଼ିଦିଅନ୍ତୁ ଓ 4କୁ ବଦଳାଇ 0 କରନ୍ତୁ
 
| ଭାଲ୍ୟୁଗୁଡ଼ିକୁ ମାନୁଆଲୀ ସେଟ୍ କରୁଥିବା ଲାଇନ୍ସ କାଢ଼ିଦିଅନ୍ତୁ ଓ 4କୁ ବଦଳାଇ 0 କରନ୍ତୁ
 +
 
|-
 
|-
 
|08:14
 
|08:14
 
| ଏହିଭଳି, ଇଣ୍ଡେକ୍ସ 0 ରୁ 9 ପର୍ଯ୍ୟନ୍ତ ସମସ୍ତ ଏଲେମେଣ୍ଟସ୍, ସମ୍ୱନ୍ଧିତ ବର୍ଗ ସହିତ ସେଟ୍ ହୋଇଗଲା
 
| ଏହିଭଳି, ଇଣ୍ଡେକ୍ସ 0 ରୁ 9 ପର୍ଯ୍ୟନ୍ତ ସମସ୍ତ ଏଲେମେଣ୍ଟସ୍, ସମ୍ୱନ୍ଧିତ ବର୍ଗ ସହିତ ସେଟ୍ ହୋଇଗଲା
 +
 
|-
 
|-
 
|08:21
 
|08:21
 
| ଏବେ ଆମେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁକୁ ଦେଖିବା
 
| ଏବେ ଆମେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁକୁ ଦେଖିବା
 +
 
|-
 
|-
 
|08:25
 
|08:25
 
| ତେଣୁ, 5କୁ 2ରେ ବଦଳାନ୍ତୁ
 
| ତେଣୁ, 5କୁ 2ରେ ବଦଳାନ୍ତୁ
 +
 
|-
 
|-
 
|08:30
 
|08:30
 
| Save କରି Run କରନ୍ତୁ.
 
| Save କରି Run କରନ୍ତୁ.
 +
 
|-
 
|-
 
|08:35
 
|08:35
 
| ଆମେ ଦେଖିପାରୁଛେ ଯେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁ Loopରେ ସେଟ୍ ହୋଇଯାଇଛି ଓ ତାହା ହେଉଛି 9
 
| ଆମେ ଦେଖିପାରୁଛେ ଯେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁ Loopରେ ସେଟ୍ ହୋଇଯାଇଛି ଓ ତାହା ହେଉଛି 9
 +
 
|-
 
|-
 
|08:42
 
|08:42
 
| ଏହିପରି Arrayକୁ କ୍ରିଏଟ୍ କରି ବ୍ୟବହାର କରିହେବ
 
| ଏହିପରି Arrayକୁ କ୍ରିଏଟ୍ କରି ବ୍ୟବହାର କରିହେବ
 +
 
|-
 
|-
 
|08:50
 
|08:50
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 +
 
|-
 
|-
 
|08:53
 
|08:53
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,  
 +
 
|-
 
|-
 
|08:55
 
|08:55
|* ଗୋଟିଏ Array ଘୋଷିତ ଓ ଆରମ୍ଭ କରିବା  
+
| ଗୋଟିଏ Array ଘୋଷିତ ଓ ଆରମ୍ଭ କରିବା  
 +
 
 
|-
 
|-
 
|08:58
 
|08:58
|* ଓ ଗୋଟିଏ Arrayରେ ଏକ ଏଲେମେଣ୍ଟ ଆକ୍ସେସ୍ କରିବା
+
| ଓ ଗୋଟିଏ Arrayରେ ଏକ ଏଲେମେଣ୍ଟ ଆକ୍ସେସ୍ କରିବା
 +
 
 
|-
 
|-
 
|09:01
 
|09:01
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆସାଇନମେଣ୍ଟ:  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆସାଇନମେଣ୍ଟ:  
 +
 
|-
 
|-
 
|09:04
 
|09:04
 
| ପ୍ରଦତ୍ତ ଇଣ୍ଟେଜର୍ସର ଏକ Arrayରେ ସମସ୍ତ ଏଲେମେଣ୍ଟଗୁଡ଼ିକର ଯୋଗ ବାହାର କରନ୍ତୁ
 
| ପ୍ରଦତ୍ତ ଇଣ୍ଟେଜର୍ସର ଏକ Arrayରେ ସମସ୍ତ ଏଲେମେଣ୍ଟଗୁଡ଼ିକର ଯୋଗ ବାହାର କରନ୍ତୁ
 +
 
|-
 
|-
 
|09:10
 
|09:10
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
 +
 
|-
 
|-
 
|09:13  
 
|09:13  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  
 +
 
|-
 
|-
 
|09:19
 
|09:19
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|09:26
 
|09:26
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|09:34
 
|09:34
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|09:40
 
|09:40
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|09:44
 
|09:44
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-  
 
|-  
 
|09:50
 
|09:50
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|09:57
 
|09:57
| ଆଇଆଇଟି ବମ୍ୱେ ତରଫରୁ  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
 
|}
 
|}

Latest revision as of 16:54, 7 April 2017

Time Narration
00:02 Introduction to Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ, Arrays କ୍ରିଏଟ୍ କରିବା ଓ Arraysରେ ଏଲେମେଣ୍ଟସ୍ ଆକ୍ସେସ୍ କରିବା ବିଷୟରେ ଶିଖିବା
00:14 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7

00:25 ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Data Types ଓ For Loop ଉପରେ ଜ୍ଞାନ ଥିବା ଉଚିତ
00:32 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:38 Arrays ହେଉଛି ଡେଟାର ଏକ ସଂଗ୍ରହ
00:40 ଉଦାହରଣସ୍ୱରୂପ, ମାର୍କ୍ସର ଏକ ତାଲିକା, ନାମଗୁଡ଼ିକର ଏକ ତାଲିକା, ତାପମାତ୍ରାର ଏକ ତାଲିକା, ବର୍ଷାର ଏକ ତାଲିକା
00:47 ପ୍ରତ୍ୟେକ ଆଇଟମ୍ ର, ନିଜ ପୋଜିଶନ୍ ଅନୁସାରେ ଇଣ୍ଡେକ୍ସ ଅଛି
00:52 ପ୍ରଥମ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 0
00:55 ଦ୍ୱିତୀୟ ଏଲେମେଣ୍ଟର ଇଣ୍ଡେକ୍ସ ହେଉଛି 1 ଓ ଏହିପରି ଆଗକୁ ବଢ଼େ
00:59 ଏହି ଡେଟାକୁ କିପରି ଷ୍ଟୋର୍ କରାଯାଏ, ଏବେ ଚାଲନ୍ତୁ ଦେଖିବା
01:03 Eclipseକୁ ଯାଆନ୍ତୁ
01:06 ArraysDemo ନାମକ ଏକ Class କ୍ରିଏଟ୍ କରାଯାଇସାରିଛି
01:11 Main Method ଭିତରେ ଚାଲନ୍ତୁ ବର୍ଷାର ଡେଟା ଯୋଡ଼ିବା
01:16 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:
01:18 int rainfall ଖୋଲା ଓ ବନ୍ଦ ସ୍କ୍ୱୟାର୍ ବାକେଟ୍ସ ଇକ୍ୱାଲ୍ ଟୁ କର୍ଲୀ ବ୍ରାକେଟ୍ ମଧ୍ୟରେ ଟାଇପ୍ କରନ୍ତୁ 25, 31, 29, 13, 27, 35, 12 ଓ ଶେଷରେ ସେମିକଲନ୍
01:53 ଧ୍ୟାନଦିଅନ୍ତୁ ଯେ, ଭେରିଏବଲ୍ ନାମ Rainfall ପରେ ସ୍କ୍ୱୟାର୍ ବ୍ରାକେଟ୍ସ ଅଛି
01:58 ଏହା, Rainfallକୁ ଇଣ୍ଟେଜର୍ସର ଏକ Array ଭାବେ ଘୋଷଣା କରେ
02:03 ବ୍ରାକେଟ୍ ଗୁଡ଼ିକ, Arrayର ଏଲେମେଣ୍ଟସ୍ ନିର୍ଦ୍ଦିଷ୍ଟ କରିବାରେ ବ୍ୟବହୃତ ହୋଇଥାଏ
02:09 ଏବେ ଚାଲନ୍ତୁ, ଡେଟା ଆକ୍ସେସ୍ କରିବା
02:12 ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:
02:14 System ଡଟ୍ out ଡଟ୍ println rainfall ସ୍କ୍ୱୟାର୍ ବ୍ରାକେଟ୍ସରେ ଟାଇପ୍ କରନ୍ତୁ 2
02:28 ଇଣ୍ଡେକ୍ସ ସଂଖ୍ୟା 2 ସହିତ ଆମେ ଏଲେମେଣ୍ଟ ପ୍ରିଣ୍ଟ କରୁଛେ
02:32 ଅନ୍ୟ ଶବ୍ଦରେ, Arrayରେ ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29
02:38 ଏବେ, ପ୍ରୋଗ୍ରାମକୁ Save କରି Run କରନ୍ତୁ
02:43 ଦେଖନ୍ତୁ, ଆଉଟପୁଟ୍ ହେଉଛି ତୃତୀୟ ଏଲେମେଣ୍ଟ, ଯାହା ହେଉଛି 29
02:49 ଏବେ, 2 ସ୍ଥାନରେ 0 ଟାଇପ୍ କରନ୍ତୁ
02:56 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
03:00 ଦେଖନ୍ତୁ, ଆଉଟପୁଟ୍ ହେଉଛି ପ୍ରଥମ ଭାଲ୍ୟୁ, ଯାହା ହେଉଛି 25
03:07 ଏବେ ଚାଲନ୍ତୁ, ପ୍ରଥମ ଆଇଟମ୍ ର ଭାଲ୍ୟୁକୁ ସଂଶୋଧିତ କରିବା
03:13 ଟାଇପ୍ କରନ୍ତୁ: rainfall[0] = 11;
03:27 ବର୍ତ୍ତମାନ ଏହାର ଭାଲ୍ୟୁ ଦେଖିବା. ତେଣୁ, ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
03:34 ଆମେ ଦେଖିପାରୁଛେ ଯେ, ଭାଲ୍ୟୁ 11କୁ ବଦଳିଯାଇଛି
03:40 ଏବେ, ଯଦି ଆମେ Arrayର ଆକାର ଜାଣିଥିବା କିନ୍ତୁ ଭାଲ୍ୟୁ ଜାଣିନଥିବା, ତେବେ କ’ଣ ହେବ
03:45 ଚାଲନ୍ତୁ ଦେଖିବା, ଏହିପରି Array କିପରି କ୍ରିଏଟ୍ କରାଯାଏ
03:49 Main Functionରୁ ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ:
03:57 int squares[] = new int[10];
04:19 ଏହି ଷ୍ଟେଟମେଣ୍ଟ, 10ଟି ଏଲେମେଣ୍ଟସ୍ ଥାଇ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରେ. Arrayର ନାମ ହେଉଛି Squares
04:30 ଏଥିରେ କିଛି ଭାଲ୍ୟୁ ଆଡ୍ କରିବା
04:33 ଟାଇପ୍ କରନ୍ତୁ:
04:35 squares[0] = 1;
04:43 ପରବର୍ତ୍ତୀ ଲାଇନ୍, squares[1] = 4;
04:53 ପରବର୍ତ୍ତୀ ଲାଇନ୍, squares[2] = 9;
05:04 squares[3] = 16;
05:15 ଆମେ, ପ୍ରଥମ ଚାରୋଟି ସଂଖ୍ୟାର ସ୍କ୍ୱୟାର୍ସ ପ୍ରବେଶ କରାଇଲେ
05:20 ଏବେ, Arrayର ଅନ୍ୟ ଏଲେମେଣ୍ଟଗୁଡ଼ିକର କ’ଣ ହେବ? ଚାଲନ୍ତୁ ଦେଖିବା, ସେଗୁଡ଼ିକରେ କ’ଣ ଅଛି
05:26 ତେଣୁ, ଆମେ Arrayରେ ଷଷ୍ଠ ଭାଲ୍ୟୁ ପ୍ରିଣ୍ଟ କରିବା
05:30 ଟାଇପ୍ କରନ୍ତୁ: System S capital .out.println(squares[5]);
05:56 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. ଦେଖନ୍ତୁ, ଭାଲ୍ୟୁ ହେଉଛି ଶୂନ୍
06:05 ଏହାର କାରଣ ହେଉଛି, ଯେତେବେଳେ ଆମେ ଇଣ୍ଟିଜର୍ସର ଏକ Array କ୍ରିଏଟ୍ କରୁ, ସମସ୍ତ ଭାଲ୍ୟୁ 0ରୁ ଆରମ୍ଭ ହୋଇଥାଏ
06:11 ସେହିପରି, Floatsର ଏକ Arrayର ସମସ୍ତ ଭାଲ୍ୟୁ 0.0ରୁ ଆରମ୍ଭ ହୋଇଥାଏ
06:18 ଯଦି ଆମେ ପ୍ରତ୍ୟେକ ଭାଲ୍ୟୁକୁ Array ଭିତରେ ଟାଇପ୍ କରିବା, ତେବେ ଏହା ଦୀର୍ଘ ପ୍ରକ୍ରିୟା ହୋଇଯାଇପାରେ. ତା’ବଦଳରେ, ଏକ For Loop ବ୍ୟବହାର କରିବା
06:28 ଟାଇପ୍ କରନ୍ତୁ:

int n, x ; for(x = 4; x < 10; x = x + 1){ n = x + 1; squares[x] = n * n; }

07:25 ଆମେ, 4ରୁ 9 ପର୍ଯ୍ୟନ୍ତ ସଂଖ୍ୟାର ପୁନରାବୃତ୍ତି କରିବା ଓ Arrayରେ ସମ୍ୱନ୍ଧିତ ଏଲେମେଣ୍ଟ ସେଟ୍ କରିବା
07:36 ଏବେ ଆଲନ୍ତୁ ଆଉଟପୁଟ୍ ଦେଖିବା
07:38 ଆମେ ଦେଖିପାରୁଛେ ଯେ, ଆମେ Arrayରେ ଷଷ୍ଠ ଏଲେମେଣ୍ଟର ଭାଲ୍ୟୁ ପ୍ରିଣ୍ଟ କରୁଛେ. Save କରି Run କରନ୍ତୁ.
07:52 ଦେଖନ୍ତୁ, ଷଷ୍ଠ ଏଲେମେଣ୍ଟ ଏବେ 6ର ବର୍ଗ ଅଟେ, ଯାହା ହେଉଛି 36
07:57 ପ୍ରକୃତପକ୍ଷରେ, ଏବେ ଆମେ For Loop ଭିତରେ ସମସ୍ତ ଭାଲ୍ୟୁ ସେଟ୍ କରିପାରିବା
08:03 ଭାଲ୍ୟୁଗୁଡ଼ିକୁ ମାନୁଆଲୀ ସେଟ୍ କରୁଥିବା ଲାଇନ୍ସ କାଢ଼ିଦିଅନ୍ତୁ ଓ 4କୁ ବଦଳାଇ 0 କରନ୍ତୁ
08:14 ଏହିଭଳି, ଇଣ୍ଡେକ୍ସ 0 ରୁ 9 ପର୍ଯ୍ୟନ୍ତ ସମସ୍ତ ଏଲେମେଣ୍ଟସ୍, ସମ୍ୱନ୍ଧିତ ବର୍ଗ ସହିତ ସେଟ୍ ହୋଇଗଲା
08:21 ଏବେ ଆମେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁକୁ ଦେଖିବା
08:25 ତେଣୁ, 5କୁ 2ରେ ବଦଳାନ୍ତୁ
08:30 Save କରି Run କରନ୍ତୁ.
08:35 ଆମେ ଦେଖିପାରୁଛେ ଯେ, ତୃତୀୟ ଏଲେମେଣ୍ଟର ଭାଲ୍ୟୁ Loopରେ ସେଟ୍ ହୋଇଯାଇଛି ଓ ତାହା ହେଉଛି 9
08:42 ଏହିପରି Arrayକୁ କ୍ରିଏଟ୍ କରି ବ୍ୟବହାର କରିହେବ
08:50 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
08:53 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
08:55 ଗୋଟିଏ Array ଘୋଷିତ ଓ ଆରମ୍ଭ କରିବା
08:58 ଓ ଗୋଟିଏ Arrayରେ ଏକ ଏଲେମେଣ୍ଟ ଆକ୍ସେସ୍ କରିବା
09:01 ଏହି ଟ୍ୟୁଟୋରିଆଲ୍ ପାଇଁ ଆସାଇନମେଣ୍ଟ:
09:04 ପ୍ରଦତ୍ତ ଇଣ୍ଟେଜର୍ସର ଏକ Arrayରେ ସମସ୍ତ ଏଲେମେଣ୍ଟଗୁଡ଼ିକର ଯୋଗ ବାହାର କରନ୍ତୁ
09:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
09:13 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
09:19 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:34 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
09:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:44 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:50 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:57 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep