Difference between revisions of "Java/C2/Relational-Operations/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by the same user not shown)
Line 6: Line 6:
 
|00:01
 
|00:01
 
| Javaରେ Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Javaରେ Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 +
 
|-
 
|-
 
|00:09
 
|00:09
| ବୁଲିଅନ୍ ଡାଟାଟାଇପ୍
+
| ବୁଲିଅନ୍ ଡାଟାଟାଇପ୍,ରିଲେଶନଲ୍ ଅପରେଟର୍ ଓ
|-
+
 
|00:10
+
| ରିଲେଶନଲ୍ ଅପରେଟର୍ ଓ
+
 
|-
 
|-
 
|00:12
 
|00:12
 
| ରିଲେଶନଲ୍ ଅପରେଟର୍ସ ବ୍ୟବହାର କରି ଡାଟା କିପରି ତୁଳନା କରିବେ
 
| ରିଲେଶନଲ୍ ଅପରେଟର୍ସ ବ୍ୟବହାର କରି ଡାଟା କିପରି ତୁଳନା କରିବେ
 +
 
|-
 
|-
 
|00:17
 
|00:17
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
* Ubuntu 11.10
+
Ubuntu 11.10
* JDK 1.6 ଓ  
+
JDK 1.6 ଓ  
* Eclipse 3.7
+
Eclipse 3.7
 +
 
 
|-
 
|-
 
|00:26
 
|00:26
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ନିହାତି ଦରକାର
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ନିହାତି ଦରକାର
 +
 
|-
 
|-
 
|00:31
 
|00:31
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
|-
 
|-
 
|00:39
 
|00:39
 
| କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ ରିଲେଶନଲ୍ ଅପରେଟର୍ସ ବ୍ୟବହାର କରାଯାଏ
 
| କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ ରିଲେଶନଲ୍ ଅପରେଟର୍ସ ବ୍ୟବହାର କରାଯାଏ
 +
 
|-
 
|-
 
|00:43
 
|00:43
 
| ସେଗୁଡ଼ିକର ଆଉଟପୁଟ୍, ବୁଲିଅନ୍ ଡାଟାଟାଇପ୍ ର ଏକ ଭେରିଏବଲ୍ ଅଟେ
 
| ସେଗୁଡ଼ିକର ଆଉଟପୁଟ୍, ବୁଲିଅନ୍ ଡାଟାଟାଇପ୍ ର ଏକ ଭେରିଏବଲ୍ ଅଟେ
 +
 
|-
 
|-
 
|00:48
 
|00:48
 
| ଏକ ବୁଲିଅନ୍ ଡାଟାଟାଇପ୍ ହେଉଛି 1 ବିଟ୍ ଆକାରର   
 
| ଏକ ବୁଲିଅନ୍ ଡାଟାଟାଇପ୍ ହେଉଛି 1 ବିଟ୍ ଆକାରର   
 +
 
|-
 
|-
 
|00:51
 
|00:51
 
| ଏହା କେବଳ ଦୁଇଟି ଭାଲ୍ୟୁ ଷ୍ଟୋର୍ କରେ
 
| ଏହା କେବଳ ଦୁଇଟି ଭାଲ୍ୟୁ ଷ୍ଟୋର୍ କରେ
 +
 
|-
 
|-
 
|00:54
 
|00:54
 
| True କିମ୍ୱା False '''
 
| True କିମ୍ୱା False '''
 +
 
|-
 
|-
 
|00:56
 
|00:56
 
| True ହେଉଛି ସେହି ଆଉଟପୁଟ୍, ଯେତେବେଳେ କଣ୍ଡିଶନ୍ True ହୋଇଥିବ
 
| True ହେଉଛି ସେହି ଆଉଟପୁଟ୍, ଯେତେବେଳେ କଣ୍ଡିଶନ୍ True ହୋଇଥିବ
 +
 
|-
 
|-
 
|00:59
 
|00:59
 
| False ହେଉଛି ସେହି ଆଉଟପୁଟ୍, ଯଦି କଣ୍ଡିଶନ୍ True ହୋଇନଥିବ  
 
| False ହେଉଛି ସେହି ଆଉଟପୁଟ୍, ଯଦି କଣ୍ଡିଶନ୍ True ହୋଇନଥିବ  
 +
 
|-
 
|-
 
|01:06
 
|01:06
 
| ଏହା ହେଉଛି, ଉପଲବ୍ଧ "ରିଲେଶନଲ୍ ଅପରେଟର୍ସ"ର ଏକ ତାଲିକା
 
| ଏହା ହେଉଛି, ଉପଲବ୍ଧ "ରିଲେଶନଲ୍ ଅପରେଟର୍ସ"ର ଏକ ତାଲିକା
 +
 
|-
 
|-
 
|01:10
 
|01:10
| * ଗ୍ରେଟର୍ ଦ୍ୟାନ୍  
+
| ଗ୍ରେଟର୍ ଦ୍ୟାନ୍  
 +
 
 
|-
 
|-
 
|01:12
 
|01:12
| * ଲେସ୍ ଦ୍ୟାନ୍  
+
| ଲେସ୍ ଦ୍ୟାନ୍,ଇକ୍ୱାଲ୍ ଟୁ
 +
 
 
|-
 
|-
|01:13 
+
|01:14
| * ଇକ୍ୱାଲ୍ ଟୁ
+
| ଗ୍ରେଟର୍ ଦ୍ୟାନ୍  କିମ୍ୱା ଇକ୍ୱାଲ୍ ଟୁ,ଲେସ୍ ଦ୍ୟାନ୍  କିମ୍ୱା ଇକ୍ୱାଲ୍ ଟୁ
|-
+
 
|00:14
+
| * ଗ୍ରେଟର୍ ଦ୍ୟାନ୍  କିମ୍ୱା ଇକ୍ୱାଲ୍ ଟୁ
+
|-
+
|01:15
+
| * ଲେସ୍ ଦ୍ୟାନ୍  କିମ୍ୱା ଇକ୍ୱାଲ୍ ଟୁ
+
 
|-
 
|-
 
|01:17
 
|01:17
| * ନଟ୍ ଇକ୍ୱାଲ୍ ଟୁ
+
| ନଟ୍ ଇକ୍ୱାଲ୍ ଟୁ
 +
 
 
|-
 
|-
 
|01:19
 
|01:19
 
| ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା
 
| ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା
 +
 
|-
 
|-
 
|01:22  
 
|01:22  
 
| Eclipseକୁ ଯାଆନ୍ତୁ
 
| Eclipseକୁ ଯାଆନ୍ତୁ
 +
 
|-
 
|-
 
|01:27   
 
|01:27   
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
 +
 
|-
 
|-
 
|01:33
 
|01:33
 
| BooleanDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 
| BooleanDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 +
 
|-
 
|-
 
|01:38
 
|01:38
 
| ଏବେ ଆଉ କିଛି ଏକ୍ସପ୍ରେସନ୍ସ ଆଡ୍ କରିବା
 
| ଏବେ ଆଉ କିଛି ଏକ୍ସପ୍ରେସନ୍ସ ଆଡ୍ କରିବା
 +
 
|-
 
|-
 
|01:41   
 
|01:41   
 
| ଟାଇପ୍ କରନ୍ତୁ boolean b ;
 
| ଟାଇପ୍ କରନ୍ତୁ boolean b ;
 +
 
|-
 
|-
 
|01:47
 
|01:47
 
| କୀୱର୍ଡ boolean, ବୁଲିଅନ୍ ଭାବେ ଭେରିଏବଲ୍ bର ଡାଟାଟାଇପ୍ କୁ ଘୋଷଣା କରେ
 
| କୀୱର୍ଡ boolean, ବୁଲିଅନ୍ ଭାବେ ଭେରିଏବଲ୍ bର ଡାଟାଟାଇପ୍ କୁ ଘୋଷଣା କରେ
 +
 
|-
 
|-
 
|01:53
 
|01:53
 
| ଆମେ, ଆମ କଣ୍ଡିଶନ୍ ର ପରିଣାମକୁ bରେ ଷ୍ଟୋର୍ କରିବା
 
| ଆମେ, ଆମ କଣ୍ଡିଶନ୍ ର ପରିଣାମକୁ bରେ ଷ୍ଟୋର୍ କରିବା
 +
 
|-
 
|-
|   01:58
+
|01:58
 
| ଆମେ, ଏକ ଭେରିଏବଲ୍ Weightକୁ ପରିଭାଷିତ କରିବା ଏବଂ ସେହି ଭେରିଏବଲ୍ କୁ ବ୍ୟବହାର କରି ଏକ କଣ୍ଡିଶନ୍ ଯାଞ୍ଚ କରିବା
 
| ଆମେ, ଏକ ଭେରିଏବଲ୍ Weightକୁ ପରିଭାଷିତ କରିବା ଏବଂ ସେହି ଭେରିଏବଲ୍ କୁ ବ୍ୟବହାର କରି ଏକ କଣ୍ଡିଶନ୍ ଯାଞ୍ଚ କରିବା
 +
 
|-
 
|-
 
|02:05
 
|02:05
 
| int weight equal to 45;
 
| int weight equal to 45;
 +
 
|-
 
|-
 
|02:13
 
|02:13
 
| weightରେ ଥିବା ଭାଲ୍ୟୁ 40ରୁ ଅଧିକ କି ନୁହେଁ, ତାହା ଆମେ ଦେଖିବା
 
| weightରେ ଥିବା ଭାଲ୍ୟୁ 40ରୁ ଅଧିକ କି ନୁହେଁ, ତାହା ଆମେ ଦେଖିବା
 +
 
|-
 
|-
 
|02:18
 
|02:18
 
|  b equal to weight greater than 40;
 
|  b equal to weight greater than 40;
 +
 
|-
 
|-
 
|02:28
 
|02:28
 
| ଏହି ଷ୍ଟେଟମେଣ୍ଟ କୁହେ: ଭେରିଏବଲ୍ ର ଭାଲ୍ୟୁ 40ରୁ ଅଧିକ ଅଛି କି ନାହିଁ ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ
 
| ଏହି ଷ୍ଟେଟମେଣ୍ଟ କୁହେ: ଭେରିଏବଲ୍ ର ଭାଲ୍ୟୁ 40ରୁ ଅଧିକ ଅଛି କି ନାହିଁ ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ
 +
 
|-
 
|-
 
|02:37
 
|02:37
 
| ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା
 
| ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା
 +
 
|-
 
|-
 
|02:41
 
|02:41
 
| System ଡଟ୍ Out ଡଟ୍ Println(b);
 
| System ଡଟ୍ Out ଡଟ୍ Println(b);
 +
 
|-
 
|-
 
|02:49
 
|02:49
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|02:59
 
|02:59
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ
 +
 
|-
 
|-
 
|03:02
 
|03:02
 
| ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ କମ୍ ହୁଏ, ତେବେ କ’ଣ ହେଉଛି
 
| ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ କମ୍ ହୁଏ, ତେବେ କ’ଣ ହେଉଛି
 +
 
|-
 
|-
 
|03:07
 
|03:07
 
| weightକୁ 30ରେ ବଦଳାନ୍ତୁ
 
| weightକୁ 30ରେ ବଦଳାନ୍ତୁ
 +
 
|-
 
|-
 
|03:12
 
|03:12
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
|   03:20
+
|03:20
 
| ଆଶା କରାଯାଉଥିବା ଅନୁସାରେ, ଆଉଟପୁଟ୍ False ଅଟେ
 
| ଆଶା କରାଯାଉଥିବା ଅନୁସାରେ, ଆଉଟପୁଟ୍ False ଅଟେ
 +
 
|-
 
|-
 
|03:24
 
|03:24
 
| ଏହି ମାର୍ଗରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ ଅଧିକ କି ନୁହେଁ ଦେଖିବା ପାଇଁ Greater Than ଚିହ୍ନ ବ୍ୟବହୃତ ହୋଇଥାଏ
 
| ଏହି ମାର୍ଗରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ ଅଧିକ କି ନୁହେଁ ଦେଖିବା ପାଇଁ Greater Than ଚିହ୍ନ ବ୍ୟବହୃତ ହୋଇଥାଏ
 +
 
|-
 
|-
 
|03:30
 
|03:30
 
| ସମାନଭାବରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ କମ୍ କି ନୁହେଁ ଦେଖିବା ପାଇଁ Less Than ଚିହ୍ନ ବ୍ୟବହୃତ ହୋଇଥାଏ
 
| ସମାନଭାବରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ କମ୍ କି ନୁହେଁ ଦେଖିବା ପାଇଁ Less Than ଚିହ୍ନ ବ୍ୟବହୃତ ହୋଇଥାଏ
 +
 
|-
 
|-
 
|03:37
 
|03:37
 
| Greater Than ଚିହ୍ନକୁ Less Than ଚିହ୍ନରେ ବଦଳାନ୍ତୁ
 
| Greater Than ଚିହ୍ନକୁ Less Than ଚିହ୍ନରେ ବଦଳାନ୍ତୁ
 +
 
|-
 
|-
 
|03:43
 
|03:43
 
| weightରେ ଥିବା ଭାଲ୍ୟୁ 40ରୁ କମ୍ କି ନୁହେଁ, ତାହା ଆମେ ଦେଖିବା
 
| weightରେ ଥିବା ଭାଲ୍ୟୁ 40ରୁ କମ୍ କି ନୁହେଁ, ତାହା ଆମେ ଦେଖିବା
 +
 
|-
 
|-
 
|03:48
 
|03:48
 
| Save କରି Run କରନ୍ତୁ   
 
| Save କରି Run କରନ୍ତୁ   
 +
 
|-
 
|-
 
|03:56
 
|03:56
 
| ଆମେ ଦେଖିପାରୁଛେ ଯେ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି True
 
| ଆମେ ଦେଖିପାରୁଛେ ଯେ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି True
 +
 
|-
 
|-
 
|04:01
 
|04:01
 
| ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 45ରେ ବଦଳାଇ ଆଉଟପୁଟ୍ ଦେଖିବା
 
| ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 45ରେ ବଦଳାଇ ଆଉଟପୁଟ୍ ଦେଖିବା
 +
 
|-
 
|-
 
|04:09  
 
|04:09  
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|04:16
 
|04:16
 
| ଆମେ False ପାଇଲେ, କାରଣ
 
| ଆମେ False ପାଇଲେ, କାରଣ
 +
 
|-
 
|-
 
|04:21
 
|04:21
| weight less than 40 True ନୁହେଁ
+
| weight less than 40 True ନୁହେଁ
 +
 
 
|-
 
|-
 
|04:25
 
|04:25
 
| ଭାଲ୍ୟୁ ଅନ୍ୟଟି ସମାନ କି ନୁହେଁ ତାହା କିପରି କରାଯାଏ, ଏବେ ଚାଲନ୍ତୁ ତାହା ଦେଖିବା
 
| ଭାଲ୍ୟୁ ଅନ୍ୟଟି ସମାନ କି ନୁହେଁ ତାହା କିପରି କରାଯାଏ, ଏବେ ଚାଲନ୍ତୁ ତାହା ଦେଖିବା
 +
 
|-
 
|-
 
|04:31
 
|04:31
 
| ତାହା କରିବା ପାଇଁ ଆମେ, ଦୁଇଟି equal to ଚିହ୍ନ ବ୍ୟବହାର କରେ
 
| ତାହା କରିବା ପାଇଁ ଆମେ, ଦୁଇଟି equal to ଚିହ୍ନ ବ୍ୟବହାର କରେ
 +
 
|-
 
|-
 
|04:35
 
|04:35
 
| Less Than ଚିହ୍ନକୁ Double Equal To ଚିହ୍ନରେ ବଦଳାନ୍ତୁ
 
| Less Than ଚିହ୍ନକୁ Double Equal To ଚିହ୍ନରେ ବଦଳାନ୍ତୁ
 +
 
|-
 
|-
 
|04:41
 
|04:41
 
| Save କରି Run କରନ୍ତୁ   
 
| Save କରି Run କରନ୍ତୁ   
 +
 
|-
 
|-
 
|04:48
 
|04:48
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
 +
 
|-
 
|-
 
|04:55
 
|04:55
 
| ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା
 
| ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା
 +
 
|-
 
|-
 
|05:01
 
|05:01
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|05:08  
 
|05:08  
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ
 +
 
|-
 
|-
 
|05:12
 
|05:12
 
| ଏହି ମାର୍ଗରେ, ସମାନତା ଯାଞ୍ଚ କରିବା ପାଇଁ Double Equal To ବ୍ୟବହୃତ ହୁଏ
 
| ଏହି ମାର୍ଗରେ, ସମାନତା ଯାଞ୍ଚ କରିବା ପାଇଁ Double Equal To ବ୍ୟବହୃତ ହୁଏ
 +
 
|-
 
|-
 
|05:16
 
|05:16
 
| ଦୟାକରି ସତର୍କ ରୁହନ୍ତୁ, କାରଣ ଅଧିକାଂଶ ସମୟରେ ଲୋକମାନେ, ସମାନତା ଯାଞ୍ଚ କରିବା ପାଇଁ Single Equal To ବ୍ୟବହାର କରନ୍ତି
 
| ଦୟାକରି ସତର୍କ ରୁହନ୍ତୁ, କାରଣ ଅଧିକାଂଶ ସମୟରେ ଲୋକମାନେ, ସମାନତା ଯାଞ୍ଚ କରିବା ପାଇଁ Single Equal To ବ୍ୟବହାର କରନ୍ତି
 +
 
|-
 
|-
 
|05:22
 
|05:22
 
| ଆଉ ଏହା ଅନାବଶ୍ୟକ Erros ଦିଏ
 
| ଆଉ ଏହା ଅନାବଶ୍ୟକ Erros ଦିଏ
 +
 
|-
 
|-
 
|05:26
 
|05:26
 
| ଏହାପରେ ଆମେ, Less Than or Equal To ପାଇଁ କିପରି ଯାଞ୍ଚ କରାଯାଏ, ଦେଖିବା
 
| ଏହାପରେ ଆମେ, Less Than or Equal To ପାଇଁ କିପରି ଯାଞ୍ଚ କରାଯାଏ, ଦେଖିବା
 +
 
|-
 
|-
 
|05:30
 
|05:30
 
| ତାହା କରିବା ପାଇଁ ଆମେ, ଏକ Less Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରିବା
 
| ତାହା କରିବା ପାଇଁ ଆମେ, ଏକ Less Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରିବା
 +
 
|-
 
|-
 
|05:35
 
|05:35
 
| Double Equal Toକୁ Less Than Equal Toରେ ବଦଳାନ୍ତୁ
 
| Double Equal Toକୁ Less Than Equal Toରେ ବଦଳାନ୍ତୁ
 +
 
|-
 
|-
 
|05:42
 
|05:42
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|05:50
 
|05:50
 
| ଆଶା କରାଯାଉଥିବା ପରି ଆଉଟପୁଟ୍ ହେଉଛି True
 
| ଆଶା କରାଯାଉଥିବା ପରି ଆଉଟପୁଟ୍ ହେଉଛି True
 +
 
|-
 
|-
 
|05:53  
 
|05:53  
 
| ଏବେ, Less Thanର ଯାଞ୍ଚ ପ୍ରଦର୍ଶିତ ହେଉଛି କି ନାହିଁ ଦେଖିବା ପାଇଁ weightର ଭାଲ୍ୟୁ ବଦଳାଇବା
 
| ଏବେ, Less Thanର ଯାଞ୍ଚ ପ୍ରଦର୍ଶିତ ହେଉଛି କି ନାହିଁ ଦେଖିବା ପାଇଁ weightର ଭାଲ୍ୟୁ ବଦଳାଇବା
 +
 
|-
 
|-
 
|05:59
 
|05:59
 
| 40କୁ 30ରେ ବଦଳାନ୍ତୁ
 
| 40କୁ 30ରେ ବଦଳାନ୍ତୁ
 +
 
|-
 
|-
 
|06:04
 
|06:04
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|06:14
 
|06:14
 
| ଆମେ ଦେଖୁଛେ ଯେ, ଯଦିଓ weight, 40 ସହିତ ସମାନ ନୁହେଁ, ଆମେ ଆଉଟପୁଟ୍ ଭାବରେ True ପାଉଛେ, କାରଣ ଏହା 40 ଠାରୁ କମ୍ ଅଟେ
 
| ଆମେ ଦେଖୁଛେ ଯେ, ଯଦିଓ weight, 40 ସହିତ ସମାନ ନୁହେଁ, ଆମେ ଆଉଟପୁଟ୍ ଭାବରେ True ପାଉଛେ, କାରଣ ଏହା 40 ଠାରୁ କମ୍ ଅଟେ
 +
 
|-
 
|-
 
|06:22
 
|06:22
 
| ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ ଅଧିକ ହୁଏ, ତେବେ କ’ଣ ହେଉଛି
 
| ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ ଅଧିକ ହୁଏ, ତେବେ କ’ଣ ହେଉଛି
 +
 
|-
 
|-
 
|06:27
 
|06:27
 
| ଧରନ୍ତୁ 50. Save କରି Run କରନ୍ତୁ
 
| ଧରନ୍ତୁ 50. Save କରି Run କରନ୍ତୁ
 +
 
|-
 
|-
 
|06:39
 
|06:39
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
 +
 
|-
 
|-
 
|06:44
 
|06:44
 
| ଆଉ ଏହା 40 ଠାରୁ କମ୍ ମଧ୍ୟ ନୁହେଁ
 
| ଆଉ ଏହା 40 ଠାରୁ କମ୍ ମଧ୍ୟ ନୁହେଁ
 +
 
|-
 
|-
 
|06:48
 
|06:48
 
| ସେହିପରି ଭାବେ, Greater Than Equal To ଯାଞ୍ଚ କରିବା ପାଇଁ ଆମେ ଏକ Greater Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରୁ
 
| ସେହିପରି ଭାବେ, Greater Than Equal To ଯାଞ୍ଚ କରିବା ପାଇଁ ଆମେ ଏକ Greater Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରୁ
 +
 
|-
 
|-
 
|06:55
 
|06:55
 
| ଚାଲନ୍ତୁ, ଏବେ ଏହାକୁ ଦେଖିବା
 
| ଚାଲନ୍ତୁ, ଏବେ ଏହାକୁ ଦେଖିବା
 +
 
|-
 
|-
 
|06:57
 
|06:57
 
| Less Than Equal Toକୁ Greater Than Equal Toରେ ବଦଳାନ୍ତୁ
 
| Less Than Equal Toକୁ Greater Than Equal Toରେ ବଦଳାନ୍ତୁ
 +
 
|-
 
|-
 
|07:04
 
|07:04
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|07:10
 
|07:10
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ weight ହେଉଛି 40 ଠାରୁ ବଡ଼
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ weight ହେଉଛି 40 ଠାରୁ ବଡ଼
 +
 
|-
 
|-
 
|07:16
 
|07:16
 
| ଚାଲନ୍ତୁ, weightକୁ 40ରୁ ଏକ କମ୍ ଭାଲ୍ୟୁକୁ ବଦଳାଇବା. ଧରନ୍ତୁ 30.
 
| ଚାଲନ୍ତୁ, weightକୁ 40ରୁ ଏକ କମ୍ ଭାଲ୍ୟୁକୁ ବଦଳାଇବା. ଧରନ୍ତୁ 30.
 +
 
|-
 
|-
 
|07:25
 
|07:25
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|07:32
 
|07:32
 
| ଆମେ ଏକ False ପାଇଲେ, କାରଣ weightର ଭାଲ୍ୟୁ, 40 ଠାରୁ ବଡ଼ ନୁହେଁ ଏବଂ 40 ସହିତ ସମାନ ନୁହେଁ
 
| ଆମେ ଏକ False ପାଇଲେ, କାରଣ weightର ଭାଲ୍ୟୁ, 40 ଠାରୁ ବଡ଼ ନୁହେଁ ଏବଂ 40 ସହିତ ସମାନ ନୁହେଁ
 +
 
|-
 
|-
 
|07:39
 
|07:39
 
| ଏହାପରେ ଆମେ, Not Equal To କିପରି ଯାଞ୍ଚ କରାଯାଏ, ଦେଖିବା
 
| ଏହାପରେ ଆମେ, Not Equal To କିପରି ଯାଞ୍ଚ କରାଯାଏ, ଦେଖିବା
 +
 
|-
 
|-
 
|07:46
 
|07:46
 
| ଏହାକୁ Exclamation Mark ଓ ତା’ପରେ Equal To ଚିହ୍ନ ବ୍ୟବହାର କରାଯାଇ, କରାଯାଏ
 
| ଏହାକୁ Exclamation Mark ଓ ତା’ପରେ Equal To ଚିହ୍ନ ବ୍ୟବହାର କରାଯାଇ, କରାଯାଏ
 +
 
|-
 
|-
 
|07:53
 
|07:53
 
| Greater Thanକୁ Exclamationରେ ବଦଳାନ୍ତୁ
 
| Greater Thanକୁ Exclamationରେ ବଦଳାନ୍ତୁ
 +
 
|-
 
|-
 
|07:59
 
|07:59
 
| ଏହି ଷ୍ଟେଟମେଣ୍ଟ କୁହେ: weightର ଭାଲ୍ୟୁ 40 ସହିତ ସମାନ ନୁହେଁ ବୋଲି ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ
 
| ଏହି ଷ୍ଟେଟମେଣ୍ଟ କୁହେ: weightର ଭାଲ୍ୟୁ 40 ସହିତ ସମାନ ନୁହେଁ ବୋଲି ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ
 +
 
|-
 
|-
 
|08:08
 
|08:08
 
| Save କରି Run କରନ୍ତୁ   
 
| Save କରି Run କରନ୍ତୁ   
 +
 
|-
 
|-
 
|08:16
 
|08:16
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି True, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି True, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
 +
 
|-
 
|-
 
|08:23
 
|08:23
 
| ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା
 
| ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା
 +
 
|-
 
|-
 
|08:28
 
|08:28
 
| 30କୁ 40ରେ ବଦଳାନ୍ତୁ
 
| 30କୁ 40ରେ ବଦଳାନ୍ତୁ
 +
 
|-
 
|-
 
|08:31
 
|08:31
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|08:38
 
|08:38
 
| ଆମେ ଏକ False ପାଇଲେ, କାରଣ କଣ୍ଡିଶନ୍ weight not equal to 40, false ଅଟେ
 
| ଆମେ ଏକ False ପାଇଲେ, କାରଣ କଣ୍ଡିଶନ୍ weight not equal to 40, false ଅଟେ
 +
 
|-
 
|-
 
|08:45
 
|08:45
 
| not equal to କଣ୍ଡିଶନ୍ କୁ equal to କଣ୍ଡିଶନ୍ ର ବିପରୀତ ଭାବରେ ବିଚାର କରାଯାଇପାରେ
 
| not equal to କଣ୍ଡିଶନ୍ କୁ equal to କଣ୍ଡିଶନ୍ ର ବିପରୀତ ଭାବରେ ବିଚାର କରାଯାଇପାରେ
 +
 
|-
 
|-
 
|08:50
 
|08:50
 
| Javaରେ ଆମେ ଡାଟା ତୁଳନା କରିବାକୁ ଏହିପରି ବିଭିନ୍ନ Relational Operators ବ୍ୟବହାର କରେ
 
| Javaରେ ଆମେ ଡାଟା ତୁଳନା କରିବାକୁ ଏହିପରି ବିଭିନ୍ନ Relational Operators ବ୍ୟବହାର କରେ
 +
 
|-
 
|-
 
|08:58
 
|08:58
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 +
 
|-
 
|-
 
|09:01
 
|09:01
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Boolean Data Type,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Boolean Data Type,  
 +
 
|-
 
|-
 
|09:06
 
|09:06
 
| relational Operators ଓ  
 
| relational Operators ଓ  
 +
 
|-
 
|-
 
|09:08
 
|09:08
 
| ଡାଟା ତୁଳନା କରିବାକୁ Relational Operators କିପରି ବ୍ୟବହାର କରାଯାଏ, ତାହା ଶିଖିଲେ
 
| ଡାଟା ତୁଳନା କରିବାକୁ Relational Operators କିପରି ବ୍ୟବହାର କରାଯାଏ, ତାହା ଶିଖିଲେ
 +
 
|-
 
|-
 
|09:13
 
|09:13
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବରେ, ପ୍ରଦର୍ଶିତ ଦୁଇଟି ଏକ୍ସପ୍ରେଶନ୍ସ ସମାନ କି ନୁହେଁ, ତାହା ଜାଣନ୍ତୁ  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବରେ, ପ୍ରଦର୍ଶିତ ଦୁଇଟି ଏକ୍ସପ୍ରେଶନ୍ସ ସମାନ କି ନୁହେଁ, ତାହା ଜାଣନ୍ତୁ  
 +
 
|-
 
|-
 
|09:23
 
|09:23
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''.  
|-
+
 
|09:23
+
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''.  
+
 
|-
 
|-
 
|09:28
 
|09:28
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|09:31
 
|09:31
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|09:36
 
|09:36
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
|-
 
|-
 
|09:38
 
|09:38
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|09:40
 
|09:40
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|09:50
 
|09:50
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|09:54
 
|09:54
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|10:00
 
|10:00
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|10:05
 
|10:05
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 16:02, 7 April 2017

Time Narration
00:01 Javaରେ Relational Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ବୁଲିଅନ୍ ଡାଟାଟାଇପ୍,ରିଲେଶନଲ୍ ଅପରେଟର୍ ଓ
00:12 ରିଲେଶନଲ୍ ଅପରେଟର୍ସ ବ୍ୟବହାର କରି ଡାଟା କିପରି ତୁଳନା କରିବେ
00:17 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7

00:26 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ନିହାତି ଦରକାର
00:31 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:39 କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ ରିଲେଶନଲ୍ ଅପରେଟର୍ସ ବ୍ୟବହାର କରାଯାଏ
00:43 ସେଗୁଡ଼ିକର ଆଉଟପୁଟ୍, ବୁଲିଅନ୍ ଡାଟାଟାଇପ୍ ର ଏକ ଭେରିଏବଲ୍ ଅଟେ
00:48 ଏକ ବୁଲିଅନ୍ ଡାଟାଟାଇପ୍ ହେଉଛି 1 ବିଟ୍ ଆକାରର
00:51 ଏହା କେବଳ ଦୁଇଟି ଭାଲ୍ୟୁ ଷ୍ଟୋର୍ କରେ
00:54 True କିମ୍ୱା False
00:56 True ହେଉଛି ସେହି ଆଉଟପୁଟ୍, ଯେତେବେଳେ କଣ୍ଡିଶନ୍ True ହୋଇଥିବ
00:59 False ହେଉଛି ସେହି ଆଉଟପୁଟ୍, ଯଦି କଣ୍ଡିଶନ୍ True ହୋଇନଥିବ
01:06 ଏହା ହେଉଛି, ଉପଲବ୍ଧ "ରିଲେଶନଲ୍ ଅପରେଟର୍ସ"ର ଏକ ତାଲିକା
01:10 ଗ୍ରେଟର୍ ଦ୍ୟାନ୍
01:12 ଲେସ୍ ଦ୍ୟାନ୍,ଇକ୍ୱାଲ୍ ଟୁ
01:14 ଗ୍ରେଟର୍ ଦ୍ୟାନ୍ କିମ୍ୱା ଇକ୍ୱାଲ୍ ଟୁ,ଲେସ୍ ଦ୍ୟାନ୍ କିମ୍ୱା ଇକ୍ୱାଲ୍ ଟୁ
01:17 ନଟ୍ ଇକ୍ୱାଲ୍ ଟୁ
01:19 ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା
01:22 Eclipseକୁ ଯାଆନ୍ତୁ
01:27 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:33 BooleanDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:38 ଏବେ ଆଉ କିଛି ଏକ୍ସପ୍ରେସନ୍ସ ଆଡ୍ କରିବା
01:41 ଟାଇପ୍ କରନ୍ତୁ boolean b ;
01:47 କୀୱର୍ଡ boolean, ବୁଲିଅନ୍ ଭାବେ ଭେରିଏବଲ୍ bର ଡାଟାଟାଇପ୍ କୁ ଘୋଷଣା କରେ
01:53 ଆମେ, ଆମ କଣ୍ଡିଶନ୍ ର ପରିଣାମକୁ bରେ ଷ୍ଟୋର୍ କରିବା
01:58 ଆମେ, ଏକ ଭେରିଏବଲ୍ Weightକୁ ପରିଭାଷିତ କରିବା ଏବଂ ସେହି ଭେରିଏବଲ୍ କୁ ବ୍ୟବହାର କରି ଏକ କଣ୍ଡିଶନ୍ ଯାଞ୍ଚ କରିବା
02:05 int weight equal to 45;
02:13 weightରେ ଥିବା ଭାଲ୍ୟୁ 40ରୁ ଅଧିକ କି ନୁହେଁ, ତାହା ଆମେ ଦେଖିବା
02:18 b equal to weight greater than 40;
02:28 ଏହି ଷ୍ଟେଟମେଣ୍ଟ କୁହେ: ଭେରିଏବଲ୍ ର ଭାଲ୍ୟୁ 40ରୁ ଅଧିକ ଅଛି କି ନାହିଁ ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ
02:37 ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା
02:41 System ଡଟ୍ Out ଡଟ୍ Println(b);
02:49 Save କରି Run କରନ୍ତୁ
02:59 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ
03:02 ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ କମ୍ ହୁଏ, ତେବେ କ’ଣ ହେଉଛି
03:07 weightକୁ 30ରେ ବଦଳାନ୍ତୁ
03:12 Save କରି Run କରନ୍ତୁ
03:20 ଆଶା କରାଯାଉଥିବା ଅନୁସାରେ, ଆଉଟପୁଟ୍ False ଅଟେ
03:24 ଏହି ମାର୍ଗରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ ଅଧିକ କି ନୁହେଁ ଦେଖିବା ପାଇଁ Greater Than ଚିହ୍ନ ବ୍ୟବହୃତ ହୋଇଥାଏ
03:30 ସମାନଭାବରେ, ଗୋଟିଏ ଭାଲ୍ୟୁ ଅନ୍ୟଠାରୁ କମ୍ କି ନୁହେଁ ଦେଖିବା ପାଇଁ Less Than ଚିହ୍ନ ବ୍ୟବହୃତ ହୋଇଥାଏ
03:37 Greater Than ଚିହ୍ନକୁ Less Than ଚିହ୍ନରେ ବଦଳାନ୍ତୁ
03:43 weightରେ ଥିବା ଭାଲ୍ୟୁ 40ରୁ କମ୍ କି ନୁହେଁ, ତାହା ଆମେ ଦେଖିବା
03:48 Save କରି Run କରନ୍ତୁ
03:56 ଆମେ ଦେଖିପାରୁଛେ ଯେ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି True
04:01 ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 45ରେ ବଦଳାଇ ଆଉଟପୁଟ୍ ଦେଖିବା
04:09 Save କରି Run କରନ୍ତୁ
04:16 ଆମେ False ପାଇଲେ, କାରଣ
04:21 weight less than 40 True ନୁହେଁ
04:25 ଭାଲ୍ୟୁ ଅନ୍ୟଟି ସମାନ କି ନୁହେଁ ତାହା କିପରି କରାଯାଏ, ଏବେ ଚାଲନ୍ତୁ ତାହା ଦେଖିବା
04:31 ତାହା କରିବା ପାଇଁ ଆମେ, ଦୁଇଟି equal to ଚିହ୍ନ ବ୍ୟବହାର କରେ
04:35 Less Than ଚିହ୍ନକୁ Double Equal To ଚିହ୍ନରେ ବଦଳାନ୍ତୁ
04:41 Save କରି Run କରନ୍ତୁ
04:48 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
04:55 ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା
05:01 Save କରି Run କରନ୍ତୁ
05:08 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ True ଅଟେ
05:12 ଏହି ମାର୍ଗରେ, ସମାନତା ଯାଞ୍ଚ କରିବା ପାଇଁ Double Equal To ବ୍ୟବହୃତ ହୁଏ
05:16 ଦୟାକରି ସତର୍କ ରୁହନ୍ତୁ, କାରଣ ଅଧିକାଂଶ ସମୟରେ ଲୋକମାନେ, ସମାନତା ଯାଞ୍ଚ କରିବା ପାଇଁ Single Equal To ବ୍ୟବହାର କରନ୍ତି
05:22 ଆଉ ଏହା ଅନାବଶ୍ୟକ Erros ଦିଏ
05:26 ଏହାପରେ ଆମେ, Less Than or Equal To ପାଇଁ କିପରି ଯାଞ୍ଚ କରାଯାଏ, ଦେଖିବା
05:30 ତାହା କରିବା ପାଇଁ ଆମେ, ଏକ Less Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରିବା
05:35 Double Equal Toକୁ Less Than Equal Toରେ ବଦଳାନ୍ତୁ
05:42 Save କରି Run କରନ୍ତୁ
05:50 ଆଶା କରାଯାଉଥିବା ପରି ଆଉଟପୁଟ୍ ହେଉଛି True
05:53 ଏବେ, Less Thanର ଯାଞ୍ଚ ପ୍ରଦର୍ଶିତ ହେଉଛି କି ନାହିଁ ଦେଖିବା ପାଇଁ weightର ଭାଲ୍ୟୁ ବଦଳାଇବା
05:59 40କୁ 30ରେ ବଦଳାନ୍ତୁ
06:04 Save କରି Run କରନ୍ତୁ
06:14 ଆମେ ଦେଖୁଛେ ଯେ, ଯଦିଓ weight, 40 ସହିତ ସମାନ ନୁହେଁ, ଆମେ ଆଉଟପୁଟ୍ ଭାବରେ True ପାଉଛେ, କାରଣ ଏହା 40 ଠାରୁ କମ୍ ଅଟେ
06:22 ଚାଲନ୍ତୁ ଦେଖିବା, ଯଦି ଭାଲ୍ୟୁ 40ରୁ ଅଧିକ ହୁଏ, ତେବେ କ’ଣ ହେଉଛି
06:27 ଧରନ୍ତୁ 50. Save କରି Run କରନ୍ତୁ
06:39 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି False, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
06:44 ଆଉ ଏହା 40 ଠାରୁ କମ୍ ମଧ୍ୟ ନୁହେଁ
06:48 ସେହିପରି ଭାବେ, Greater Than Equal To ଯାଞ୍ଚ କରିବା ପାଇଁ ଆମେ ଏକ Greater Than ଚିହ୍ନ ଓ ତା’ପରେ ଏକ Equal To ଚିହ୍ନ ବ୍ୟବହାର କରୁ
06:55 ଚାଲନ୍ତୁ, ଏବେ ଏହାକୁ ଦେଖିବା
06:57 Less Than Equal Toକୁ Greater Than Equal Toରେ ବଦଳାନ୍ତୁ
07:04 Save କରି Run କରନ୍ତୁ
07:10 ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ weight ହେଉଛି 40 ଠାରୁ ବଡ଼
07:16 ଚାଲନ୍ତୁ, weightକୁ 40ରୁ ଏକ କମ୍ ଭାଲ୍ୟୁକୁ ବଦଳାଇବା. ଧରନ୍ତୁ 30.
07:25 Save କରି Run କରନ୍ତୁ
07:32 ଆମେ ଏକ False ପାଇଲେ, କାରଣ weightର ଭାଲ୍ୟୁ, 40 ଠାରୁ ବଡ଼ ନୁହେଁ ଏବଂ 40 ସହିତ ସମାନ ନୁହେଁ
07:39 ଏହାପରେ ଆମେ, Not Equal To କିପରି ଯାଞ୍ଚ କରାଯାଏ, ଦେଖିବା
07:46 ଏହାକୁ Exclamation Mark ଓ ତା’ପରେ Equal To ଚିହ୍ନ ବ୍ୟବହାର କରାଯାଇ, କରାଯାଏ
07:53 Greater Thanକୁ Exclamationରେ ବଦଳାନ୍ତୁ
07:59 ଏହି ଷ୍ଟେଟମେଣ୍ଟ କୁହେ: weightର ଭାଲ୍ୟୁ 40 ସହିତ ସମାନ ନୁହେଁ ବୋଲି ଯାଞ୍ଚ କରନ୍ତୁ ଓ ପରିଣାମକୁ bରେ ଷ୍ଟୋର୍ କରନ୍ତୁ
08:08 Save କରି Run କରନ୍ତୁ
08:16 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି True, କାରଣ weightର ଭାଲ୍ୟୁ 40 ସହିତ ସମାନ ନୁହେଁ
08:23 ଏବେ ଚାଲନ୍ତୁ, weightର ଭାଲ୍ୟୁକୁ 40ରେ ବଦଳାଇ ଆଉଟପୁଟ୍ ଦେଖିବା
08:28 30କୁ 40ରେ ବଦଳାନ୍ତୁ
08:31 Save କରି Run କରନ୍ତୁ
08:38 ଆମେ ଏକ False ପାଇଲେ, କାରଣ କଣ୍ଡିଶନ୍ weight not equal to 40, false ଅଟେ
08:45 not equal to କଣ୍ଡିଶନ୍ କୁ equal to କଣ୍ଡିଶନ୍ ର ବିପରୀତ ଭାବରେ ବିଚାର କରାଯାଇପାରେ
08:50 Javaରେ ଆମେ ଡାଟା ତୁଳନା କରିବାକୁ ଏହିପରି ବିଭିନ୍ନ Relational Operators ବ୍ୟବହାର କରେ
08:58 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09:01 ଏହି ଟ୍ୟୁଟୋରିଆଲ୍ ରେ ଆମେ, Boolean Data Type,
09:06 relational Operators ଓ
09:08 ଡାଟା ତୁଳନା କରିବାକୁ Relational Operators କିପରି ବ୍ୟବହାର କରାଯାଏ, ତାହା ଶିଖିଲେ
09:13 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବରେ, ପ୍ରଦର୍ଶିତ ଦୁଇଟି ଏକ୍ସପ୍ରେଶନ୍ସ ସମାନ କି ନୁହେଁ, ତାହା ଜାଣନ୍ତୁ
09:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
09:28 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:31 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:38 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:40 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
09:50 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:54 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:00 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:05 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep