Difference between revisions of "Java/C2/Strings/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Javaରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00:0...")
 
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| Javaରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Javaରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:05
 
|00:05
 
| ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:   
 
| ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:   
 +
 
|-
 
|-
 
|00:08
 
|00:08
 
| ଷ୍ଟ୍ରିଙ୍ଗ୍ କ୍ରିଏଟ୍ କରିବା, ଷ୍ଟ୍ରିଙ୍ଗ୍ସ ଆଡ୍ କରିବା ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କରିବା
 
| ଷ୍ଟ୍ରିଙ୍ଗ୍ କ୍ରିଏଟ୍ କରିବା, ଷ୍ଟ୍ରିଙ୍ଗ୍ସ ଆଡ୍ କରିବା ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କରିବା
 +
 
|-
 
|-
 
|00:18
 
|00:18
Line 16: Line 20:
 
Ubuntu 11.10, JDK 1.6 ଓ  
 
Ubuntu 11.10, JDK 1.6 ଓ  
 
Eclipse 3.7
 
Eclipse 3.7
 +
 
|-
 
|-
 
|00:26
 
|00:26
 
| ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର
 
| ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର
 +
 
|-
 
|-
 
|00:32
 
|00:32
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
|-
 
|-
 
|00:40  
 
|00:40  
 
| Javaରେ Strings ହେଉଛି Charactersର ଏକ ଶୃଙ୍ଖଳା
 
| Javaରେ Strings ହେଉଛି Charactersର ଏକ ଶୃଙ୍ଖଳା
 +
 
|-
 
|-
 
|00:44
 
|00:44
 
| Strings ଆରମ୍ଭ କରିବା ପୂର୍ବରୁ ଆମେ, ପ୍ରଥମେ Character Data Type ଦେଖିବା
 
| Strings ଆରମ୍ଭ କରିବା ପୂର୍ବରୁ ଆମେ, ପ୍ରଥମେ Character Data Type ଦେଖିବା
 +
 
|-
 
|-
 
|00:50
 
|00:50
 
| ଏବେ, Eclipseକୁ ଯାଆନ୍ତୁ
 
| ଏବେ, Eclipseକୁ ଯାଆନ୍ତୁ
 +
 
|-
 
|-
 
|00:55   
 
|00:55   
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
 +
 
|-
 
|-
 
|01:00
 
|01:00
 
| StringDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 
| StringDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 +
 
|-
 
|-
 
|01:07
 
|01:07
 
| Main Method ଭିତରେ ଟାଇପ୍ କରନ୍ତୁ: char star equal to single quotesରେ asterisk.   
 
| Main Method ଭିତରେ ଟାଇପ୍ କରନ୍ତୁ: char star equal to single quotesରେ asterisk.   
 +
 
|-
 
|-
 
|01:19
 
|01:19
 
| ଏହି ଷ୍ଟେଟମେଣ୍ଟ, Star ନାମରେ ଓ Char ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରେ  
 
| ଏହି ଷ୍ଟେଟମେଣ୍ଟ, Star ନାମରେ ଓ Char ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରେ  
 +
 
|-
 
|-
 
|01:25
 
|01:25
 
| ଏହା ଗୋଟିଏ ହିଁ କ୍ୟାରେକ୍ଟର୍ ଷ୍ଟୋର୍ କରିପାରେ
 
| ଏହା ଗୋଟିଏ ହିଁ କ୍ୟାରେକ୍ଟର୍ ଷ୍ଟୋର୍ କରିପାରେ
 +
 
|-
 
|-
 
|01:28
 
|01:28
 
| କିଛି କ୍ୟାରେକ୍ଟର୍ସ ବ୍ୟବହାର କରି ଚାଲନ୍ତୁ ସେହି ଶବ୍ଦଟିକୁ ପ୍ରିଣ୍ଟ କରିବା
 
| କିଛି କ୍ୟାରେକ୍ଟର୍ସ ବ୍ୟବହାର କରି ଚାଲନ୍ତୁ ସେହି ଶବ୍ଦଟିକୁ ପ୍ରିଣ୍ଟ କରିବା
 +
 
|-
 
|-
 
|01:33
 
|01:33
 
| Char ଲାଇନ୍ କାଢ଼ି ଟାଇପ୍ କରନ୍ତୁ:     
 
| Char ଲାଇନ୍ କାଢ଼ି ଟାଇପ୍ କରନ୍ତୁ:     
 +
 
|-
 
|-
 
|01:36
 
|01:36
 
| char c1 equal to single quotesରେ 'c';
 
| char c1 equal to single quotesରେ 'c';
 +
 
|-
 
|-
 
|01:43
 
|01:43
 
| char c2 equal to single quotesରେ 'a';
 
| char c2 equal to single quotesରେ 'a';
 +
 
|-
 
|-
 
|01:49
 
|01:49
 
| char c3 equal to single quotesରେ 'r';
 
| char c3 equal to single quotesରେ 'r';
 +
 
|-
 
|-
 
|01:55
 
|01:55
 
| ଆମେ, Car ଶବ୍ଦ ତିଆରି କରିବା ପାଇଁ ତିନୋଟି କ୍ୟାରେକ୍ଟର୍ସ କ୍ରିଏଟ୍ କରିଛେ
 
| ଆମେ, Car ଶବ୍ଦ ତିଆରି କରିବା ପାଇଁ ତିନୋଟି କ୍ୟାରେକ୍ଟର୍ସ କ୍ରିଏଟ୍ କରିଛେ
 +
 
|-
 
|-
 
|01:59
 
|01:59
 
| ଚାଲନ୍ତୁ, ଶବ୍ଦଟିକୁ ପ୍ରିଣ୍ଟ କରିବା ପାଇଁ ସେଗୁଡ଼ିକ ବ୍ୟବହାର କରିବା
 
| ଚାଲନ୍ତୁ, ଶବ୍ଦଟିକୁ ପ୍ରିଣ୍ଟ କରିବା ପାଇଁ ସେଗୁଡ଼ିକ ବ୍ୟବହାର କରିବା
 +
 
|-
 
|-
 
|02:02
 
|02:02
 
| ଟାଇପ୍ କରନ୍ତୁ:  
 
| ଟାଇପ୍ କରନ୍ତୁ:  
 +
 
|-
 
|-
 
|02:04
 
|02:04
 
| System.out.print(c1);  
 
| System.out.print(c1);  
 +
 
|-
 
|-
 
|02:12
 
|02:12
 
| System.out.print(c2);  
 
| System.out.print(c2);  
 +
 
|-
 
|-
 
|02:22
 
|02:22
 
| System.out.print(c3);  
 
| System.out.print(c3);  
 +
 
|-
 
|-
 
|02:31
 
|02:31
 
| ଦୟାକରି ଧ୍ୟାନଦିଅନ୍ତୁ ଯେ, ମୁଁ, println ବଦଳରେ print ବ୍ୟବହାର କରୁଛି, ଯେଉଁଥିରୁ ସମସ୍ତ କ୍ୟାରେକ୍ଟର୍ସ ସମାନ ଲାଇନ୍ ରେ ପ୍ରିଣ୍ଟ ହେବ
 
| ଦୟାକରି ଧ୍ୟାନଦିଅନ୍ତୁ ଯେ, ମୁଁ, println ବଦଳରେ print ବ୍ୟବହାର କରୁଛି, ଯେଉଁଥିରୁ ସମସ୍ତ କ୍ୟାରେକ୍ଟର୍ସ ସମାନ ଲାଇନ୍ ରେ ପ୍ରିଣ୍ଟ ହେବ
 +
 
|-
 
|-
 
|02:39
 
|02:39
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|02:43
 
|02:43
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 +
 
|-
 
|-
 
|02:46
 
|02:46
 
| କିନ୍ତୁ ଏହି ମେଥଡ୍, କେବଳ ଶବ୍ଦକୁ ପ୍ରିଣ୍ଟ କରେ, କ୍ରିଏଟ୍ କରେ ନାହିଁ
 
| କିନ୍ତୁ ଏହି ମେଥଡ୍, କେବଳ ଶବ୍ଦକୁ ପ୍ରିଣ୍ଟ କରେ, କ୍ରିଏଟ୍ କରେ ନାହିଁ
 +
 
|-
 
|-
 
|02:50
 
|02:50
 
| ଗୋଟିଏ ଶବ୍ଦ କ୍ରିଏଟ୍ କରିବାକୁ ଆମେ, String Data Type ବ୍ୟବହାର କରିବା  
 
| ଗୋଟିଏ ଶବ୍ଦ କ୍ରିଏଟ୍ କରିବାକୁ ଆମେ, String Data Type ବ୍ୟବହାର କରିବା  
 +
 
|-
 
|-
 
|02:54
 
|02:54
 
| ଚାଲନ୍ତୁ, ଏବେ ଏହାକୁ ଦେଖିବା.
 
| ଚାଲନ୍ତୁ, ଏବେ ଏହାକୁ ଦେଖିବା.
 +
 
|-
 
|-
 
|02:57
 
|02:57
 
| Main Method ଭିତରେ ଥିବା ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ:  
 
| Main Method ଭିତରେ ଥିବା ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ:  
 +
 
|-
 
|-
 
|03:03
 
|03:03
 
| String greet equal to Hello Learner;
 
| String greet equal to Hello Learner;
 +
 
|-
 
|-
 
|03:16
 
|03:16
 
| ଦେଖନ୍ତୁ, ଶବ୍ଦ Stgringରେ S ଅପର୍ କେସ୍ ରେ ଅଛି
 
| ଦେଖନ୍ତୁ, ଶବ୍ଦ Stgringରେ S ଅପର୍ କେସ୍ ରେ ଅଛି
 +
 
|-
 
|-
 
|03:19
 
|03:19
 
| ଆଉ ଆମେ, ଡେଲିମିଟର୍ ଭାବେ ସିଙ୍ଗଲ୍ କ୍ୱୋଟ୍ସ ବଦଳରେ ଡବଲ୍ କ୍ୱୋଟ୍ସ ବ୍ୟବହାର କରୁଛେ   
 
| ଆଉ ଆମେ, ଡେଲିମିଟର୍ ଭାବେ ସିଙ୍ଗଲ୍ କ୍ୱୋଟ୍ସ ବଦଳରେ ଡବଲ୍ କ୍ୱୋଟ୍ସ ବ୍ୟବହାର କରୁଛେ   
 +
 
|-
 
|-
 
|03:25
 
|03:25
 
| ଏହି ଷ୍ଟେଟମେଣ୍ଟ, String ଟାଇପ୍ ର ଏକ ଭେରିଏବଲ୍ greet କ୍ରିଏଟ୍ କରେ
 
| ଏହି ଷ୍ଟେଟମେଣ୍ଟ, String ଟାଇପ୍ ର ଏକ ଭେରିଏବଲ୍ greet କ୍ରିଏଟ୍ କରେ
 +
 
|-
 
|-
 
|03:31
 
|03:31
 
| ଏବେ ଚାଲନ୍ତୁ, ମେସେଜ୍ ପ୍ରିଣ୍ଟ କରିବା
 
| ଏବେ ଚାଲନ୍ତୁ, ମେସେଜ୍ ପ୍ରିଣ୍ଟ କରିବା
 +
 
|-
 
|-
 
|03:33
 
|03:33
 
| System.out.println(greet);
 
| System.out.println(greet);
 +
 
|-
 
|-
 
|03:44
 
|03:44
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|03:51
 
|03:51
 
| ଆମେ ଦେଖିପାରୁଛେ ଯେ, ମେସେଜ୍ ଟି ଭେରିଏବଲ୍ ରେ ଷ୍ଟୋର୍ ହେଲା ଓ ପ୍ରିଣ୍ଟ ହେଲା
 
| ଆମେ ଦେଖିପାରୁଛେ ଯେ, ମେସେଜ୍ ଟି ଭେରିଏବଲ୍ ରେ ଷ୍ଟୋର୍ ହେଲା ଓ ପ୍ରିଣ୍ଟ ହେଲା
 +
 
|-
 
|-
 
|03:57
 
|03:57
 
| Stringsକୁ Javaରେ ମଧ୍ୟ ଆଡ୍ କରିହେବ
 
| Stringsକୁ Javaରେ ମଧ୍ୟ ଆଡ୍ କରିହେବ
 +
 
|-
 
|-
 
|04:00
 
|04:00
 
| ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
 
| ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
 +
 
|-
 
|-
 
|04:04
 
|04:04
 
| ମୁଁ ମେସେଜ୍ ରୁ Learner କାଢ଼ିଦେଉଛି  
 
| ମୁଁ ମେସେଜ୍ ରୁ Learner କାଢ଼ିଦେଉଛି  
 +
 
|-
 
|-
 
|04:08
 
|04:08
 
| ଆମେ, ନାମକୁ ଭିନ୍ନ ଭେରିଏବଲ୍ ରେ ଷ୍ଟୋର୍ କରିବା
 
| ଆମେ, ନାମକୁ ଭିନ୍ନ ଭେରିଏବଲ୍ ରେ ଷ୍ଟୋର୍ କରିବା
 +
 
|-
 
|-
 
|04:14
 
|04:14
 
| String name equal to “Java”;
 
| String name equal to “Java”;
 +
 
|-
 
|-
 
|04:22
 
|04:22
 
| ଏବେ ଆମେ, ଏକ ମେସେଜ୍ ତିଆରି କରିବାକୁ Strings ଆଡ୍ କରିବା
 
| ଏବେ ଆମେ, ଏକ ମେସେଜ୍ ତିଆରି କରିବାକୁ Strings ଆଡ୍ କରିବା
 +
 
|-
 
|-
 
|04:28
 
|04:28
 
| String msg equal to greet plus name;  
 
| String msg equal to greet plus name;  
 +
 
|-
 
|-
 
|04:42
 
|04:42
 
| ପ୍ରିଣ୍ଟ ଷ୍ଟେଟମେଣ୍ଟରେ messageକୁ greet ସହିତ ବଦଳାନ୍ତୁ ଏବଂ ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ
 
| ପ୍ରିଣ୍ଟ ଷ୍ଟେଟମେଣ୍ଟରେ messageକୁ greet ସହିତ ବଦଳାନ୍ତୁ ଏବଂ ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ
 +
 
|-
 
|-
 
|04:56
 
|04:56
 
| ଦେଖନ୍ତୁ, ଆଉଟପୁଟ୍ greeting ଓ Name ପ୍ରଦର୍ଶିତ କରୁଛି
 
| ଦେଖନ୍ତୁ, ଆଉଟପୁଟ୍ greeting ଓ Name ପ୍ରଦର୍ଶିତ କରୁଛି
 +
 
|-
 
|-
 
|05:00
 
|05:00
 
| କିନ୍ତୁ, ସେଗୁଡ଼ିକୁ କୌଣସି Space ପୃଥକ୍ କରୁନାହିଁ
 
| କିନ୍ତୁ, ସେଗୁଡ଼ିକୁ କୌଣସି Space ପୃଥକ୍ କରୁନାହିଁ
 +
 
|-
 
|-
 
|05:02
 
|05:02
 
| ତେଣୁ, ଏକ Space କ୍ୟାରେକ୍ଟର୍ କ୍ରିଏଟ୍ କରିବା  
 
| ତେଣୁ, ଏକ Space କ୍ୟାରେକ୍ଟର୍ କ୍ରିଏଟ୍ କରିବା  
 +
 
|-
 
|-
 
|05:08
 
|05:08
 
| char SPACE equal to single quotesରେ ' '(space);  
 
| char SPACE equal to single quotesରେ ' '(space);  
 +
 
|-
 
|-
 
|05:17
 
|05:17
 
| ଧ୍ୟାନଦିଅନ୍ତୁ ଯେ, ମୁଁ, ଭେରିଏବଲ୍ ନେମ୍ ରେ ସମସ୍ତ ଅପର୍ କେସ୍ ଲେଟର୍ସ ବ୍ୟବହାର କରିଛି, ସେଥିପାଇଁ ଏହା ସ୍ପଷ୍ଟ ଅଛି
 
| ଧ୍ୟାନଦିଅନ୍ତୁ ଯେ, ମୁଁ, ଭେରିଏବଲ୍ ନେମ୍ ରେ ସମସ୍ତ ଅପର୍ କେସ୍ ଲେଟର୍ସ ବ୍ୟବହାର କରିଛି, ସେଥିପାଇଁ ଏହା ସ୍ପଷ୍ଟ ଅଛି
 +
 
|-
 
|-
 
|05:23
 
|05:23
 
| ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ
 
| ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ
 +
 
|-
 
|-
 
|05:26
 
|05:26
 
| ଏବେ ଚାଲନ୍ତୁ, ମେସେଜ୍ ରେ SPACE ଆଡ୍ କରିବା
 
| ଏବେ ଚାଲନ୍ତୁ, ମେସେଜ୍ ରେ SPACE ଆଡ୍ କରିବା
 +
 
|-
 
|-
 
|05:29
 
|05:29
 
| greet plus SPACE plus name;
 
| greet plus SPACE plus name;
 +
 
|-
 
|-
 
|05:36
 
|05:36
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|05:40
 
|05:40
 
| ଆମେ ଆଶାନୁରୂପ ଓ ସ୍ପଷ୍ଟ ଆଉଟପୁଟ୍ ପାଇଲେ
 
| ଆମେ ଆଶାନୁରୂପ ଓ ସ୍ପଷ୍ଟ ଆଉଟପୁଟ୍ ପାଇଲେ
 +
 
|-
 
|-
 
|05:45
 
|05:45
 
| ଚାଲନ୍ତୁ, କିଛି String Operations ଦେଖିବା
 
| ଚାଲନ୍ତୁ, କିଛି String Operations ଦେଖିବା
 +
 
|-
 
|-
 
|05:50
 
|05:50
 
| ମୁଁ, Hello ଶବ୍ଦର କିଛି କ୍ୟାରେକ୍ଟର୍ସ ଓ Java ଶବ୍ଦକୁ ଅପର୍ କେସ୍ ରେ ବଦଳାଉଛି   
 
| ମୁଁ, Hello ଶବ୍ଦର କିଛି କ୍ୟାରେକ୍ଟର୍ସ ଓ Java ଶବ୍ଦକୁ ଅପର୍ କେସ୍ ରେ ବଦଳାଉଛି   
 +
 
|-
 
|-
 
|06:05
 
|06:05
 
| ଅଧିକାଂଶ ସମୟରେ, ଯେତେବେଳେ ଯୁଜର୍ସ ଇନପୁଟ୍ ଦିଅନ୍ତି, ଆମକୁ ଏହିଭଳି ଭାଲ୍ୟୁଜ୍ ମିଳେ, ମିଶାମିଶି କେସ୍ ରେ
 
| ଅଧିକାଂଶ ସମୟରେ, ଯେତେବେଳେ ଯୁଜର୍ସ ଇନପୁଟ୍ ଦିଅନ୍ତି, ଆମକୁ ଏହିଭଳି ଭାଲ୍ୟୁଜ୍ ମିଳେ, ମିଶାମିଶି କେସ୍ ରେ
 +
 
|-
 
|-
 
|06:11
 
|06:11
 
| ତେଣୁ, ପ୍ରୋଗ୍ରାମ୍ ରନ୍ କରି ଆଉଟପୁଟ୍ ଦେଖିବା
 
| ତେଣୁ, ପ୍ରୋଗ୍ରାମ୍ ରନ୍ କରି ଆଉଟପୁଟ୍ ଦେଖିବା
 +
 
|-
 
|-
 
|06:18
 
|06:18
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ସ୍ପଷ୍ଟ ନାହିଁ
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ସ୍ପଷ୍ଟ ନାହିଁ
 +
 
|-
 
|-
 
|06:22
 
|06:22
 
| ଆଉଟପୁଟ୍ ସ୍ପଷ୍ଟ କରିବା ପାଇଁ ଚାଲନ୍ତୁ String Methods ବ୍ୟବହାର କରିବା
 
| ଆଉଟପୁଟ୍ ସ୍ପଷ୍ଟ କରିବା ପାଇଁ ଚାଲନ୍ତୁ String Methods ବ୍ୟବହାର କରିବା
 +
 
|-
 
|-
 
|06:27
 
|06:27
 
| ଟାଇପ୍ କରନ୍ତୁ:  greet equal to greet.toLowerCase();
 
| ଟାଇପ୍ କରନ୍ତୁ:  greet equal to greet.toLowerCase();
 +
 
|-
 
|-
 
|06:41
 
|06:41
 
| ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ greetର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଲୋୱର୍ କେସ୍ ରେ ବଦଳାଇଦେବ
 
| ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ greetର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଲୋୱର୍ କେସ୍ ରେ ବଦଳାଇଦେବ
 +
 
|-
 
|-
 
|06:47
 
|06:47
 
| name equal to name.toUpperCase();
 
| name equal to name.toUpperCase();
 +
 
|-
 
|-
 
|06:58
 
|06:58
 
| ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ nameର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଅପର୍ କେସ୍ ରେ ବଦଳାଇଦେବ
 
| ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ nameର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଅପର୍ କେସ୍ ରେ ବଦଳାଇଦେବ
 +
 
|-
 
|-
 
|07:03
 
|07:03
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|07:08
 
|07:08
 
| ଦେଖନ୍ତୁ, ଆମେ String Methods ବ୍ୟବହାର କରିବା ପରେ ଏବେ ଆଉଟପୁଟ୍ ସ୍ପଷ୍ଟ ଅଛି
 
| ଦେଖନ୍ତୁ, ଆମେ String Methods ବ୍ୟବହାର କରିବା ପରେ ଏବେ ଆଉଟପୁଟ୍ ସ୍ପଷ୍ଟ ଅଛି
 +
 
|-
 
|-
 
|07:13
 
|07:13
 
| ଏହିପରି ଭାବେ ଆମେ Strings କ୍ରିଏଟ୍ କରି String Operations କରିପାରିବା
 
| ଏହିପରି ଭାବେ ଆମେ Strings କ୍ରିଏଟ୍ କରି String Operations କରିପାରିବା
 +
 
|-
 
|-
 
|07:18
 
|07:18
| ଆହୁରି ଅନେକ String Methods ଅଛି ଏବଂ
+
| ଆହୁରି ଅନେକ String Methods ଅଛି ଏବଂ,ଆମେ ସେଗୁଡ଼ିକର ଆଲୋଚନା, କଠିନ ବିଷୟ ଉପରେ କାମ କରିବା ସମୟରେ କରିବା
|-
+
 
|07:19
+
| ଆମେ ସେଗୁଡ଼ିକର ଆଲୋଚନା, କଠିନ ବିଷୟ ଉପରେ କାମ କରିବା ସମୟରେ କରିବା
+
 
|-
 
|-
 
|07:26
 
|07:26
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 +
 
|-
 
|-
 
|07:29
 
|07:29
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,  
 +
 
|-
 
|-
 
|07:31
 
|07:31
 
| Strings କ୍ରିଏଟ୍ ଓ ଆଡ୍ କିପରି କରାଯାଏ
 
| Strings କ୍ରିଏଟ୍ ଓ ଆଡ୍ କିପରି କରାଯାଏ
 +
 
|-
 
|-
 
|07:33
 
|07:33
 
| ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କଲେ
 
| ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କଲେ
 +
 
|-
 
|-
 
|07:39
 
|07:39
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-  
 +
 
|-
 
|-
 
|07:41
 
|07:41
 
| Javaରେ Stringsର Concat Method ବିଷୟରେ ପଢ଼ନ୍ତୁ.  Strings ଆଡ୍ କରିବାଠାରୁ ତାହା କିପରି ଭିନ୍ନ ଜାଣନ୍ତୁ
 
| Javaରେ Stringsର Concat Method ବିଷୟରେ ପଢ଼ନ୍ତୁ.  Strings ଆଡ୍ କରିବାଠାରୁ ତାହା କିପରି ଭିନ୍ନ ଜାଣନ୍ତୁ
 +
 
|-
 
|-
 
|07:50
 
|07:50
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
 +
 
|-
 
|-
 
|07:55
 
|07:55
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|07:58
 
|07:58
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|08:03
 
|08:03
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
 +
 
|-
 
|-
 
|08:05
 
|08:05
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|08:07
 
|08:07
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|08:17
 
|08:17
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
+
|ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
 
|-
 
|-
 
|08:21
 
|08:21
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|08:28
 
|08:28
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ:  spoken-tutorial.org/NMEICT-Intro
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ:  spoken-tutorial.org/NMEICT-Intro
 +
 
|-
 
|-
 
|08:33  
 
|08:33  
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 15:44, 7 April 2017

Time Narration
00:01 Javaରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି:
00:08 ଷ୍ଟ୍ରିଙ୍ଗ୍ କ୍ରିଏଟ୍ କରିବା, ଷ୍ଟ୍ରିଙ୍ଗ୍ସ ଆଡ୍ କରିବା ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କରିବା
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10, JDK 1.6 ଓ Eclipse 3.7

00:26 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର, Javaରେ Data Typesର ଜ୍ଞାନ ଥିବା ଦରକାର
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:40 Javaରେ Strings ହେଉଛି Charactersର ଏକ ଶୃଙ୍ଖଳା
00:44 Strings ଆରମ୍ଭ କରିବା ପୂର୍ବରୁ ଆମେ, ପ୍ରଥମେ Character Data Type ଦେଖିବା
00:50 ଏବେ, Eclipseକୁ ଯାଆନ୍ତୁ
00:55 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:00 StringDemo ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:07 Main Method ଭିତରେ ଟାଇପ୍ କରନ୍ତୁ: char star equal to single quotesରେ asterisk.
01:19 ଏହି ଷ୍ଟେଟମେଣ୍ଟ, Star ନାମରେ ଓ Char ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରେ
01:25 ଏହା ଗୋଟିଏ ହିଁ କ୍ୟାରେକ୍ଟର୍ ଷ୍ଟୋର୍ କରିପାରେ
01:28 କିଛି କ୍ୟାରେକ୍ଟର୍ସ ବ୍ୟବହାର କରି ଚାଲନ୍ତୁ ସେହି ଶବ୍ଦଟିକୁ ପ୍ରିଣ୍ଟ କରିବା
01:33 Char ଲାଇନ୍ କାଢ଼ି ଟାଇପ୍ କରନ୍ତୁ:
01:36 char c1 equal to single quotesରେ 'c';
01:43 char c2 equal to single quotesରେ 'a';
01:49 char c3 equal to single quotesରେ 'r';
01:55 ଆମେ, Car ଶବ୍ଦ ତିଆରି କରିବା ପାଇଁ ତିନୋଟି କ୍ୟାରେକ୍ଟର୍ସ କ୍ରିଏଟ୍ କରିଛେ
01:59 ଚାଲନ୍ତୁ, ଶବ୍ଦଟିକୁ ପ୍ରିଣ୍ଟ କରିବା ପାଇଁ ସେଗୁଡ଼ିକ ବ୍ୟବହାର କରିବା
02:02 ଟାଇପ୍ କରନ୍ତୁ:
02:04 System.out.print(c1);
02:12 System.out.print(c2);
02:22 System.out.print(c3);
02:31 ଦୟାକରି ଧ୍ୟାନଦିଅନ୍ତୁ ଯେ, ମୁଁ, println ବଦଳରେ print ବ୍ୟବହାର କରୁଛି, ଯେଉଁଥିରୁ ସମସ୍ତ କ୍ୟାରେକ୍ଟର୍ସ ସମାନ ଲାଇନ୍ ରେ ପ୍ରିଣ୍ଟ ହେବ
02:39 ଫାଇଲ୍ କୁ ସେଭ୍ କରି Run କରନ୍ତୁ
02:43 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
02:46 କିନ୍ତୁ ଏହି ମେଥଡ୍, କେବଳ ଶବ୍ଦକୁ ପ୍ରିଣ୍ଟ କରେ, କ୍ରିଏଟ୍ କରେ ନାହିଁ
02:50 ଗୋଟିଏ ଶବ୍ଦ କ୍ରିଏଟ୍ କରିବାକୁ ଆମେ, String Data Type ବ୍ୟବହାର କରିବା
02:54 ଚାଲନ୍ତୁ, ଏବେ ଏହାକୁ ଦେଖିବା.
02:57 Main Method ଭିତରେ ଥିବା ସବୁକିଛି କାଢ଼ିଦେଇ ଟାଇପ୍ କରନ୍ତୁ:
03:03 String greet equal to Hello Learner;
03:16 ଦେଖନ୍ତୁ, ଶବ୍ଦ Stgringରେ S ଅପର୍ କେସ୍ ରେ ଅଛି
03:19 ଆଉ ଆମେ, ଡେଲିମିଟର୍ ଭାବେ ସିଙ୍ଗଲ୍ କ୍ୱୋଟ୍ସ ବଦଳରେ ଡବଲ୍ କ୍ୱୋଟ୍ସ ବ୍ୟବହାର କରୁଛେ
03:25 ଏହି ଷ୍ଟେଟମେଣ୍ଟ, String ଟାଇପ୍ ର ଏକ ଭେରିଏବଲ୍ greet କ୍ରିଏଟ୍ କରେ
03:31 ଏବେ ଚାଲନ୍ତୁ, ମେସେଜ୍ ପ୍ରିଣ୍ଟ କରିବା
03:33 System.out.println(greet);
03:44 ଫାଇଲ୍ କୁ ସେଭ୍ କରି Run କରନ୍ତୁ
03:51 ଆମେ ଦେଖିପାରୁଛେ ଯେ, ମେସେଜ୍ ଟି ଭେରିଏବଲ୍ ରେ ଷ୍ଟୋର୍ ହେଲା ଓ ପ୍ରିଣ୍ଟ ହେଲା
03:57 Stringsକୁ Javaରେ ମଧ୍ୟ ଆଡ୍ କରିହେବ
04:00 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
04:04 ମୁଁ ମେସେଜ୍ ରୁ Learner କାଢ଼ିଦେଉଛି
04:08 ଆମେ, ନାମକୁ ଭିନ୍ନ ଭେରିଏବଲ୍ ରେ ଷ୍ଟୋର୍ କରିବା
04:14 String name equal to “Java”;
04:22 ଏବେ ଆମେ, ଏକ ମେସେଜ୍ ତିଆରି କରିବାକୁ Strings ଆଡ୍ କରିବା
04:28 String msg equal to greet plus name;
04:42 ପ୍ରିଣ୍ଟ ଷ୍ଟେଟମେଣ୍ଟରେ messageକୁ greet ସହିତ ବଦଳାନ୍ତୁ ଏବଂ ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ
04:56 ଦେଖନ୍ତୁ, ଆଉଟପୁଟ୍ greeting ଓ Name ପ୍ରଦର୍ଶିତ କରୁଛି
05:00 କିନ୍ତୁ, ସେଗୁଡ଼ିକୁ କୌଣସି Space ପୃଥକ୍ କରୁନାହିଁ
05:02 ତେଣୁ, ଏକ Space କ୍ୟାରେକ୍ଟର୍ କ୍ରିଏଟ୍ କରିବା
05:08 char SPACE equal to single quotesରେ ' '(space);
05:17 ଧ୍ୟାନଦିଅନ୍ତୁ ଯେ, ମୁଁ, ଭେରିଏବଲ୍ ନେମ୍ ରେ ସମସ୍ତ ଅପର୍ କେସ୍ ଲେଟର୍ସ ବ୍ୟବହାର କରିଛି, ସେଥିପାଇଁ ଏହା ସ୍ପଷ୍ଟ ଅଛି
05:23 ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ
05:26 ଏବେ ଚାଲନ୍ତୁ, ମେସେଜ୍ ରେ SPACE ଆଡ୍ କରିବା
05:29 greet plus SPACE plus name;
05:36 ଫାଇଲ୍ କୁ ସେଭ୍ କରି Run କରନ୍ତୁ
05:40 ଆମେ ଆଶାନୁରୂପ ଓ ସ୍ପଷ୍ଟ ଆଉଟପୁଟ୍ ପାଇଲେ
05:45 ଚାଲନ୍ତୁ, କିଛି String Operations ଦେଖିବା
05:50 ମୁଁ, Hello ଶବ୍ଦର କିଛି କ୍ୟାରେକ୍ଟର୍ସ ଓ Java ଶବ୍ଦକୁ ଅପର୍ କେସ୍ ରେ ବଦଳାଉଛି
06:05 ଅଧିକାଂଶ ସମୟରେ, ଯେତେବେଳେ ଯୁଜର୍ସ ଇନପୁଟ୍ ଦିଅନ୍ତି, ଆମକୁ ଏହିଭଳି ଭାଲ୍ୟୁଜ୍ ମିଳେ, ମିଶାମିଶି କେସ୍ ରେ
06:11 ତେଣୁ, ପ୍ରୋଗ୍ରାମ୍ ରନ୍ କରି ଆଉଟପୁଟ୍ ଦେଖିବା
06:18 ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ସ୍ପଷ୍ଟ ନାହିଁ
06:22 ଆଉଟପୁଟ୍ ସ୍ପଷ୍ଟ କରିବା ପାଇଁ ଚାଲନ୍ତୁ String Methods ବ୍ୟବହାର କରିବା
06:27 ଟାଇପ୍ କରନ୍ତୁ: greet equal to greet.toLowerCase();
06:41 ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ greetର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଲୋୱର୍ କେସ୍ ରେ ବଦଳାଇଦେବ
06:47 name equal to name.toUpperCase();
06:58 ଏହି ଷ୍ଟେଟମେଣ୍ଟ, ଷ୍ଟ୍ରିଙ୍ଗ୍ nameର ପ୍ରତ୍ୟେକ କ୍ୟାରେକ୍ଟର୍ କୁ ଅପର୍ କେସ୍ ରେ ବଦଳାଇଦେବ
07:03 ଫାଇଲ୍ କୁ ସେଭ୍ କରି Run କରନ୍ତୁ
07:08 ଦେଖନ୍ତୁ, ଆମେ String Methods ବ୍ୟବହାର କରିବା ପରେ ଏବେ ଆଉଟପୁଟ୍ ସ୍ପଷ୍ଟ ଅଛି
07:13 ଏହିପରି ଭାବେ ଆମେ Strings କ୍ରିଏଟ୍ କରି String Operations କରିପାରିବା
07:18 ଆହୁରି ଅନେକ String Methods ଅଛି ଏବଂ,ଆମେ ସେଗୁଡ଼ିକର ଆଲୋଚନା, କଠିନ ବିଷୟ ଉପରେ କାମ କରିବା ସମୟରେ କରିବା
07:26 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:29 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
07:31 Strings କ୍ରିଏଟ୍ ଓ ଆଡ୍ କିପରି କରାଯାଏ
07:33 ଏବଂ ଲୋୱର୍ କେସ୍ ଓ ଅପର୍ କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ୍ ଅପରେଶନ୍ସ ପ୍ରଦର୍ଶନ କଲେ
07:39 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
07:41 Javaରେ Stringsର Concat Method ବିଷୟରେ ପଢ଼ନ୍ତୁ. Strings ଆଡ୍ କରିବାଠାରୁ ତାହା କିପରି ଭିନ୍ନ ଜାଣନ୍ତୁ
07:50 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
07:55 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:58 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:05 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:07 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
08:17 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:21 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:28 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: spoken-tutorial.org/NMEICT-Intro
08:33 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep