Difference between revisions of "Java/C2/Arithmetic-Operations/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆ...")
 
 
(One intermediate revision by the same user not shown)
Line 6: Line 6:
 
|00:01
 
|00:01
 
| Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:05
 
|00:05
 
| ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Arithmetic Operators ବିଷୟରେ ଶିଖିବା, ଯେପରି
 
| ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Arithmetic Operators ବିଷୟରେ ଶିଖିବା, ଯେପରି
* ଆଡିଶନ୍
+
ଆଡିଶନ୍
* ସବଟ୍ରାକ୍ସନ୍
+
ସବଟ୍ରାକ୍ସନ୍
* ମଲ୍ଟିପ୍ଲିକେଶନ୍
+
ମଲ୍ଟିପ୍ଲିକେଶନ୍
* ଡିଭିଜନ୍ ଓ  
+
ଡିଭିଜନ୍ ଓ  
 
ସେଗୁଡ଼ିକୁ କିପରି ବ୍ୟବହାର କରିବେ
 
ସେଗୁଡ଼ିକୁ କିପରି ବ୍ୟବହାର କରିବେ
 +
 
|-
 
|-
 
|00:16
 
|00:16
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ  
* Ubuntu 11.10
+
Ubuntu 11.10
* JDK 1.6 ଓ  
+
JDK 1.6 ଓ  
 
Eclipse 3.7
 
Eclipse 3.7
 +
 
|-
 
|-
 
|00:24
 
|00:24
 
| ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
 
| ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
 +
 
|-
 
|-
 
|00:28
 
|00:28
 
| ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ
 
| ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ
 +
 
|-
 
|-
 
|00:32
 
|00:32
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
|-
 
|-
 
|00:42
 
|00:42
 
| ଏହା ହେଉଛି ଅପରେଟର୍ସ ଓ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ଗାଣିତିକ କାର୍ଯ୍ୟର ଏକ ତାଲିକା
 
| ଏହା ହେଉଛି ଅପରେଟର୍ସ ଓ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ଗାଣିତିକ କାର୍ଯ୍ୟର ଏକ ତାଲିକା
* ପ୍ଲସ୍ (+) ମିଶାଣ ପାଇଁ ଚିହ୍ନ
+
ପ୍ଲସ୍ (+) ମିଶାଣ ପାଇଁ ଚିହ୍ନ
* ମାଇନସ୍ (-) ଫେଡ଼ାଣ ପାଇଁ
+
ମାଇନସ୍ (-) ଫେଡ଼ାଣ ପାଇଁ
* ଆଷ୍ଟେରିକ୍ସ (*) ଗୁଣନ ପାଇଁ
+
ଆଷ୍ଟେରିକ୍ସ (*) ଗୁଣନ ପାଇଁ
* ଓ ସ୍ଲାଶ୍ (/) ହରଣ ପାଇଁ
+
ଓ ସ୍ଲାଶ୍ (/) ହରଣ ପାଇଁ
 +
 
 
|-
 
|-
 
|00:54
 
|00:54
 
| ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା
 
| ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା
 +
 
|-
 
|-
 
|01:05
 
|01:05
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି  
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି  
 +
 
|-
 
|-
 
|01:10
 
|01:10
 
| ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 
| ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
 +
 
|-
 
|-
 
|01:17
 
|01:17
 
| ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ
 
| ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ
 +
 
|-
 
|-
 
|01:22
 
|01:22
 
| int x = 5;  
 
| int x = 5;  
 +
 
|-
 
|-
 
|01:26
 
|01:26
 
| int y = 10;   
 
| int y = 10;   
 
int result;
 
int result;
 +
 
|-
 
|-
 
|01:35
 
|01:35
 
| x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ
 
| x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ
 +
 
|-
 
|-
 
|01:41
 
|01:41
 
| ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା.  result = x+y; system.out.println ପାରେନ୍ଥେସେସ୍ ରେ result
 
| ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା.  result = x+y; system.out.println ପାରେନ୍ଥେସେସ୍ ରେ result
|-
+
 
 +
|-
 
|02:10
 
|02:10
 
| ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ
 
| ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ
 +
 
|-
 
|-
 
|02:17
 
|02:17
 
| ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା  
 
| ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା  
 +
 
|-
 
|-
 
|02:24
 
|02:24
 
| ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା.  x=75 , y=15
 
| ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା.  x=75 , y=15
 +
 
|-
 
|-
 
|02:37
 
|02:37
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|02:42
 
|02:42
 
| ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ
 
| ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ
 +
 
|-
 
|-
 
|02:48
 
|02:48
 
| ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା.  y = -25;
 
| ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା.  y = -25;
 +
 
|-
 
|-
 
|02:57
 
|02:57
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|03:02
 
|03:02
 
| 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ
 
| 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ
 +
 
|-
 
|-
 
|03:10
 
|03:10
 
| ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା.  y=5 ଓ x+yକୁ x-yରେ ବଦଳାନ୍ତୁ
 
| ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା.  y=5 ଓ x+yକୁ x-yରେ ବଦଳାନ୍ତୁ
 +
 
|-
 
|-
 
|03:25
 
|03:25
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|03:32
 
|03:32
 
| 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ   
 
| 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ   
 +
 
|-
 
|-
 
|03:38
 
|03:38
 
| ଏବେ, ଚାଲନ୍ତୁ ଗୁଣନ ଦେଖିବା.  ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ
 
| ଏବେ, ଚାଲନ୍ତୁ ଗୁଣନ ଦେଖିବା.  ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ
 +
 
|-
 
|-
 
|03:46
 
|03:46
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|03:52
 
|03:52
 
| ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା   
 
| ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା   
 +
 
|-
 
|-
 
|03:58
 
|03:58
 
| ଏବେ, ଚାଲନ୍ତୁ ହରଣ ଦେଖିବା.  ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ
 
| ଏବେ, ଚାଲନ୍ତୁ ହରଣ ଦେଖିବା.  ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ
 +
 
|-
 
|-
 
|04:07
 
|04:07
 
| Save କରି Run କରନ୍ତୁ
 
| Save କରି Run କରନ୍ତୁ
 +
 
|-
 
|-
 
|04:13
 
|04:13
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 +
 
|-
 
|-
 
|04:18
 
|04:18
 
| ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି
 
| ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି
 +
 
|-
 
|-
 
|04:24
 
|04:24
 
| 5କୁ 10ରେ ବଦଳାନ୍ତୁ
 
| 5କୁ 10ରେ ବଦଳାନ୍ତୁ
 +
 
|-
 
|-
 
|04:28
 
|04:28
 
| ପରିଣାମ ନିଶ୍ଚିତ ଭାବେ 7.5 ହେବ
 
| ପରିଣାମ ନିଶ୍ଚିତ ଭାବେ 7.5 ହେବ
 +
 
|-
 
|-
 
|04:30
 
|04:30
 
| ତେଣୁ, ପରିଣାମକୁ floatରେ ବଦଳାନ୍ତୁ
 
| ତେଣୁ, ପରିଣାମକୁ floatରେ ବଦଳାନ୍ତୁ
 +
 
|-
 
|-
 
|04:43
 
|04:43
 
| Save କରି Run କରନ୍ତୁ  
 
| Save କରି Run କରନ୍ତୁ  
 +
 
|-
 
|-
 
|04:50
 
|04:50
 
| ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ
 
| ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ
 +
 
|-
 
|-
 
|04:57
 
|04:57
 
| ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ
 
| ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ
 +
 
|-
 
|-
 
|05:01
 
|05:01
 
| ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା.  y = 10f;  
 
| ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା.  y = 10f;  
|-
+
 
 +
|-
 
|05:15
 
|05:15
 
| Save କରି Run କରନ୍ତୁ  
 
| Save କରି Run କରନ୍ତୁ  
|-
+
 
 +
|-
 
|05:21
 
|05:21
 
| ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ
 
| ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ
 +
 
|-
 
|-
 
|05:24
 
|05:24
 
| ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ
 
| ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ
 +
 
|-
 
|-
 
|05:32
 
|05:32
 
| ଏବେ ଚାଲନ୍ତୁ ଦେଖିବା,  ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ.  ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ
 
| ଏବେ ଚାଲନ୍ତୁ ଦେଖିବା,  ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ.  ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ
 +
 
|-
 
|-
 
|05:48  
 
|05:48  
 
| int result = 8+4-2; ଏହାକୁ Save କରି Run କରନ୍ତୁ
 
| int result = 8+4-2; ଏହାକୁ Save କରି Run କରନ୍ତୁ
|-
+
 
 +
|-
 
|06:09
 
|06:09
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 +
 
|-
 
|-
 
|06:12
 
|06:12
 
| ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ
 
| ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ
 +
 
|-
 
|-
 
|06:19
 
|06:19
 
| ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ
 
| ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ
 +
 
|-
 
|-
 
|06:25
 
|06:25
 
| କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ
 
| କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ
 +
 
|-
 
|-
 
|06:30
 
|06:30
 
| Run କରି ଆଉଟପୁଟ୍ ଦେଖିବା
 
| Run କରି ଆଉଟପୁଟ୍ ଦେଖିବା
 +
 
|-
 
|-
 
|06:38
 
|06:38
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି.  ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି
 
| ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି.  ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି
 +
 
|-
 
|-
 
|06:50
 
|06:50
 
| ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା
 
| ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା
 +
 
|-
 
|-
 
|07:04
 
|07:04
 
| ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ
 
| ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ
 +
 
|-
 
|-
 
|07:10
 
|07:10
 
| ଏବେ, ଫାଇଲ୍ କୁ ରନ୍ କରନ୍ତୁ
 
| ଏବେ, ଫାଇଲ୍ କୁ ରନ୍ କରନ୍ତୁ
 +
 
|-
 
|-
 
|07:15
 
|07:15
 
| ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6
 
| ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6
 +
 
|-
 
|-
 
|07:22
 
|07:22
 
| ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ
 
| ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ
 +
 
|-
 
|-
 
|07:36
 
|07:36
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 +
 
|-
 
|-
 
|07:40
 
|07:40
| ଆମେ ଶିଖିଲେ:
+
| ଆମେ ଶିଖିଲେ:,Javaରେ ମୌଳିକ ଗାଣିତିକ କାର୍ଯ୍ୟ କିପରି କରାଯାଏ
|-
+
 
|07:41 
+
| Javaରେ ମୌଳିକ ଗାଣିତିକ କାର୍ଯ୍ୟ କିପରି କରାଯାଏ
+
 
|-
 
|-
 
|07:44
 
|07:44
| * Operator Precedence ଓ  
+
|Operator Precedence ଓ,ଏହାକୁ କିପରି Override କରାଯାଏ
|-
+
 
|07:45
+
| ଏହାକୁ କିପରି Override କରାଯାଏ
+
 
|-
 
|-
 
|07:49
 
|07:49
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ
 +
 
|-
 
|-
 
|07:57
 
|07:57
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
 +
 
|-
 
|-
 
|08:02
 
|08:02
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|08:05
 
|08:05
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|08:10
 
|08:10
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  
 +
 
|-
 
|-
 
|08:12
 
|08:12
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 +
 
|-
 
|-
 
|08:14
 
|08:14
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|08:18
 
|08:18
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|08:24
 
|08:24
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|08:29
 
|08:29
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|08:35
 
|08:35
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|08:39
 
|08:39
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 15:38, 7 April 2017

Time Narration
00:01 Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Arithmetic Operators ବିଷୟରେ ଶିଖିବା, ଯେପରି

ଆଡିଶନ୍ ସବଟ୍ରାକ୍ସନ୍ ମଲ୍ଟିପ୍ଲିକେଶନ୍ ଡିଭିଜନ୍ ଓ ସେଗୁଡ଼ିକୁ କିପରି ବ୍ୟବହାର କରିବେ

00:16 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7

00:24 ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
00:28 ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:42 ଏହା ହେଉଛି ଅପରେଟର୍ସ ଓ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ଗାଣିତିକ କାର୍ଯ୍ୟର ଏକ ତାଲିକା

ପ୍ଲସ୍ (+) ମିଶାଣ ପାଇଁ ଚିହ୍ନ ମାଇନସ୍ (-) ଫେଡ଼ାଣ ପାଇଁ ଆଷ୍ଟେରିକ୍ସ (*) ଗୁଣନ ପାଇଁ ଓ ସ୍ଲାଶ୍ (/) ହରଣ ପାଇଁ

00:54 ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା
01:05 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:10 ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:17 ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ
01:22 int x = 5;
01:26 int y = 10;

int result;

01:35 x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ
01:41 ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା. result = x+y; system.out.println ପାରେନ୍ଥେସେସ୍ ରେ result
02:10 ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ
02:17 ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା
02:24 ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା. x=75 , y=15
02:37 Save କରି Run କରନ୍ତୁ
02:42 ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ
02:48 ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା. y = -25;
02:57 Save କରି Run କରନ୍ତୁ
03:02 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ
03:10 ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା. y=5 ଓ x+yକୁ x-yରେ ବଦଳାନ୍ତୁ
03:25 Save କରି Run କରନ୍ତୁ
03:32 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ
03:38 ଏବେ, ଚାଲନ୍ତୁ ଗୁଣନ ଦେଖିବା. ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ
03:46 Save କରି Run କରନ୍ତୁ
03:52 ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା
03:58 ଏବେ, ଚାଲନ୍ତୁ ହରଣ ଦେଖିବା. ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ
04:07 Save କରି Run କରନ୍ତୁ
04:13 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
04:18 ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି
04:24 5କୁ 10ରେ ବଦଳାନ୍ତୁ
04:28 ପରିଣାମ ନିଶ୍ଚିତ ଭାବେ 7.5 ହେବ
04:30 ତେଣୁ, ପରିଣାମକୁ floatରେ ବଦଳାନ୍ତୁ
04:43 Save କରି Run କରନ୍ତୁ
04:50 ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ
04:57 ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ
05:01 ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା. y = 10f;
05:15 Save କରି Run କରନ୍ତୁ
05:21 ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ
05:24 ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ
05:32 ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ. ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ
05:48 int result = 8+4-2; ଏହାକୁ Save କରି Run କରନ୍ତୁ
06:09 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
06:12 ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ
06:19 ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ
06:25 କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ
06:30 Run କରି ଆଉଟପୁଟ୍ ଦେଖିବା
06:38 ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି. ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି
06:50 ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା
07:04 ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ
07:10 ଏବେ, ଫାଇଲ୍ କୁ ରନ୍ କରନ୍ତୁ
07:15 ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6
07:22 ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ
07:36 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:40 ଆମେ ଶିଖିଲେ:,Javaରେ ମୌଳିକ ଗାଣିତିକ କାର୍ଯ୍ୟ କିପରି କରାଯାଏ
07:44 Operator Precedence ଓ,ଏହାକୁ କିପରି Override କରାଯାଏ
07:49 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ
07:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
08:02 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:05 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:12 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:14 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:18 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
08:24 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:35 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep