Difference between revisions of "Java/C2/Numerical-Datatypes/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Java ବ୍ୟବହାର କରି Numerical Data Types ଉପରେ ସ୍ପୋକନ୍ ଟ୍ୟୁଟୋରିଆ...") |
PoojaMoolya (Talk | contribs) |
||
(2 intermediate revisions by 2 users not shown) | |||
Line 6: | Line 6: | ||
|00:01 | |00:01 | ||
| Java ବ୍ୟବହାର କରି Numerical Data Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Java ବ୍ୟବହାର କରି Numerical Data Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:07 | |00:07 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:10 | |00:10 | ||
− | | | + | | Javaରେ ଉପଲବ୍ଧ ବିଭିନ୍ନ Numerical Data Types ଏବଂ |
+ | |||
|- | |- | ||
|00:13 | |00:13 | ||
− | | | + | |Numerical Data ଷ୍ଟୋର୍ କରିବା ପାଇଁ ସେଗୁଡ଼ିକ କିପରି ବ୍ୟବହାର କରିବେ |
+ | |||
|- | |- | ||
|00:18 | |00:18 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ | ||
− | + | Ubuntu 11.10 | |
− | + | JDK 1.6 ଓ | |
− | + | Eclipse 3.7 | |
+ | |||
|- | |- | ||
|00:27 | |00:27 | ||
| ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ | | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ | ||
+ | |||
|- | |- | ||
|00:34 | |00:34 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | ||
+ | |||
|- | |- | ||
|00:42 | |00:42 | ||
| ଇଣ୍ଟେଜର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ int କୁହାଯାଏ | | ଇଣ୍ଟେଜର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ int କୁହାଯାଏ | ||
+ | |||
|- | |- | ||
|00:47 | |00:47 | ||
| ଦଶମିକ ନମ୍ୱର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ Float କୁହାଯାଏ | | ଦଶମିକ ନମ୍ୱର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ Float କୁହାଯାଏ | ||
+ | |||
|- | |- | ||
|00:52 | |00:52 | ||
| ଚାଲନ୍ତୁ ପ୍ରଥମେ Integersକୁ ପରିଭାଷିତ ଓ ବ୍ୟବହାର କରିବା | | ଚାଲନ୍ତୁ ପ୍ରଥମେ Integersକୁ ପରିଭାଷିତ ଓ ବ୍ୟବହାର କରିବା | ||
+ | |||
|- | |- | ||
|01:02 | |01:02 | ||
| ଏଠାରେ, ଆମ ପାଖରେ Eclipse IDE ଅଛି ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି | | ଏଠାରେ, ଆମ ପାଖରେ Eclipse IDE ଅଛି ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି | ||
+ | |||
|- | |- | ||
|01:10 | |01:10 | ||
| ଆମେ Numerical Dataର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ | | ଆମେ Numerical Dataର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ | ||
+ | |||
|- | |- | ||
|01:15 | |01:15 | ||
| ଏବେ, ଚାଲନ୍ତୁ ଦେଖିବା ଗୋଟିଏ ନମ୍ୱର୍ କିପରି ଷ୍ଟୋର୍ କରାଯାଏ | | ଏବେ, ଚାଲନ୍ତୁ ଦେଖିବା ଗୋଟିଏ ନମ୍ୱର୍ କିପରି ଷ୍ଟୋର୍ କରାଯାଏ | ||
+ | |||
|- | |- | ||
|01:20 | |01:20 | ||
| int distance equal to 28 | | int distance equal to 28 | ||
+ | |||
|- | |- | ||
|01:27 | |01:27 | ||
| ଏହି ଷ୍ଟେଟମେଣ୍ଟ, Integer ଭାଲ୍ୟୁକୁ Distance ନାମରେ ଷ୍ଟୋର୍ କରେ | | ଏହି ଷ୍ଟେଟମେଣ୍ଟ, Integer ଭାଲ୍ୟୁକୁ Distance ନାମରେ ଷ୍ଟୋର୍ କରେ | ||
+ | |||
|- | |- | ||
|01:33 | |01:33 | ||
| Distance ନାମକୁ Integer Variable କୁହାଯାଏ | | Distance ନାମକୁ Integer Variable କୁହାଯାଏ | ||
+ | |||
|- | |- | ||
|01:37 | |01:37 | ||
| ଏବେ ଆମେ, ଭେରିଏବଲ୍ Distanceର ବ୍ୟବହାର, ସେଥିରେ ଷ୍ଟୋର୍ ଥିବା ଭାଲ୍ୟୁ ପ୍ରିଣ୍ଟ ପାଇଁ କରିବା | | ଏବେ ଆମେ, ଭେରିଏବଲ୍ Distanceର ବ୍ୟବହାର, ସେଥିରେ ଷ୍ଟୋର୍ ଥିବା ଭାଲ୍ୟୁ ପ୍ରିଣ୍ଟ ପାଇଁ କରିବା | ||
+ | |||
|- | |- | ||
|01:47 | |01:47 | ||
| System ଡଟ୍ Out ଡଟ୍ Println ପାରେନ୍ଥେସେସ୍ ରେ Distance; | | System ଡଟ୍ Out ଡଟ୍ Println ପାରେନ୍ଥେସେସ୍ ରେ Distance; | ||
+ | |||
|- | |- | ||
|02:01 | |02:01 | ||
| ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ Distanceର ଭାଲ୍ୟୁକୁ ପ୍ରିଣ୍ଟ କରେ | | ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ Distanceର ଭାଲ୍ୟୁକୁ ପ୍ରିଣ୍ଟ କରେ | ||
+ | |||
|- | |- | ||
|02:06 | |02:06 | ||
| ଫାଇଲ୍ କୁ ସେଭ୍ କରି Run କରନ୍ତୁ | | ଫାଇଲ୍ କୁ ସେଭ୍ କରି Run କରନ୍ତୁ | ||
+ | |||
|- | |- | ||
|02:14 | |02:14 | ||
| Distanceରେ ଭାଲ୍ୟୁ 28 ଷ୍ଟୋର୍ ହୋଇଥିବାର ଆମେ ଦେଖିପାରୁଛେ ଓ ତାହା ପ୍ରିଣ୍ଟ ହୋଇଛି | | Distanceରେ ଭାଲ୍ୟୁ 28 ଷ୍ଟୋର୍ ହୋଇଥିବାର ଆମେ ଦେଖିପାରୁଛେ ଓ ତାହା ପ୍ରିଣ୍ଟ ହୋଇଛି | ||
+ | |||
|- | |- | ||
|02:21 | |02:21 | ||
| ଏବେ ଚାଲନ୍ତୁ, ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା | | ଏବେ ଚାଲନ୍ତୁ, ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା | ||
+ | |||
|- | |- | ||
|02:25 | |02:25 | ||
| 28କୁ 24ରେ ବଦଳାନ୍ତୁ | | 28କୁ 24ରେ ବଦଳାନ୍ତୁ | ||
+ | |||
|- | |- | ||
|02:29 | |02:29 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|02:34 | |02:34 | ||
| ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ | | ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ | ||
+ | |||
|- | |- | ||
|02:39 | |02:39 | ||
| int. ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ କରେ | | int. ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ କରେ | ||
+ | |||
|- | |- | ||
|02:42 | |02:42 | ||
| 24କୁ ମାଇନସ୍ 25 (-25)ରେ ବଦଳାନ୍ତୁ | | 24କୁ ମାଇନସ୍ 25 (-25)ରେ ବଦଳାନ୍ତୁ | ||
+ | |||
|- | |- | ||
|02:48 | |02:48 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|02:56 | |02:56 | ||
| ଆମେ ଯେପରି ଦେଖିପାରୁଛେ, int ଟାଇପ୍ ର ଭେରିଏବଲ୍ ରେ ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ ହୋଇପାରୁଛି | | ଆମେ ଯେପରି ଦେଖିପାରୁଛେ, int ଟାଇପ୍ ର ଭେରିଏବଲ୍ ରେ ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ ହୋଇପାରୁଛି | ||
+ | |||
|- | |- | ||
|03:02 | |03:02 | ||
| ଆମର ଅଧିକାଂଶ ପ୍ରୋଗ୍ରାମିଙ୍ଗ୍ ଆବଶ୍ୟକତା ପାଇଁ ଡାଟା ଟାଇପ୍ int ପର୍ଯ୍ୟାପ୍ତ | | ଆମର ଅଧିକାଂଶ ପ୍ରୋଗ୍ରାମିଙ୍ଗ୍ ଆବଶ୍ୟକତା ପାଇଁ ଡାଟା ଟାଇପ୍ int ପର୍ଯ୍ୟାପ୍ତ | ||
+ | |||
|- | |- | ||
|03:06 | |03:06 | ||
| କିନ୍ତୁ, ଗୋଟିଏ ସୀମା ପର୍ଯ୍ୟନ୍ତ ହିଁ କେବଳ ଏହା ଭାଲ୍ୟୁ ଷ୍ଟୋର୍ କରିପାରେ | | କିନ୍ତୁ, ଗୋଟିଏ ସୀମା ପର୍ଯ୍ୟନ୍ତ ହିଁ କେବଳ ଏହା ଭାଲ୍ୟୁ ଷ୍ଟୋର୍ କରିପାରେ | ||
+ | |||
|- | |- | ||
|03:10 | |03:10 | ||
| ଚାଲନ୍ତୁ ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରି ଦେଖିବା କ’ଣ ହେଉଛି | | ଚାଲନ୍ତୁ ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରି ଦେଖିବା କ’ଣ ହେଉଛି | ||
+ | |||
|- | |- | ||
|03:25 | |03:25 | ||
| ଦେଖନ୍ତୁ, ନମ୍ୱର୍ ତଳେ ଏକ ନାଲି ଗାର ଅଛି, ଯାହା ଏକ Erorrକୁ ସୂଚିତ କରେ | | ଦେଖନ୍ତୁ, ନମ୍ୱର୍ ତଳେ ଏକ ନାଲି ଗାର ଅଛି, ଯାହା ଏକ Erorrକୁ ସୂଚିତ କରେ | ||
+ | |||
|- | |- | ||
|03:34 | |03:34 | ||
| Erorr ମେସେଜ୍ କୁହେ: the number is out of range for a variable of the type "int" | | Erorr ମେସେଜ୍ କୁହେ: the number is out of range for a variable of the type "int" | ||
+ | |||
|- | |- | ||
|03:42 | |03:42 | ||
| int, ମେମୋରୀର 32 bit ଗ୍ରହଣ କରେ ଏବଂକେବଳ -2 power 31ରୁ 2 power 31 ପର୍ଯ୍ୟନ୍ତ ଭାଲ୍ୟୁ ଷ୍ଟୋର୍ କରିପାରେ | | int, ମେମୋରୀର 32 bit ଗ୍ରହଣ କରେ ଏବଂକେବଳ -2 power 31ରୁ 2 power 31 ପର୍ଯ୍ୟନ୍ତ ଭାଲ୍ୟୁ ଷ୍ଟୋର୍ କରିପାରେ | ||
+ | |||
|- | |- | ||
|03:49 | |03:49 | ||
| ବଡ଼ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ Java, long ଡାଟା ଟାଇପ୍ ପ୍ରଦାନ କରେ | | ବଡ଼ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ Java, long ଡାଟା ଟାଇପ୍ ପ୍ରଦାନ କରେ | ||
+ | |||
|- | |- | ||
|03:54 | |03:54 | ||
| ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରିବା ପାଇଁ ଚାଲନ୍ତୁ ଏହାକୁ ବ୍ୟବହାର କରିବା | | ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରିବା ପାଇଁ ଚାଲନ୍ତୁ ଏହାକୁ ବ୍ୟବହାର କରିବା | ||
+ | |||
|- | |- | ||
|03:59 | |03:59 | ||
| intକୁ longରେ ବଦଳାନ୍ତୁ ଓ | | intକୁ longରେ ବଦଳାନ୍ତୁ ଓ | ||
+ | |||
|- | |- | ||
|04:04 | |04:04 | ||
| ନମ୍ୱର୍ ର ଶେଷରେ ଏକ କ୍ୟାପିଟାଲ୍ L ଆଡ୍ କରନ୍ତୁ | | ନମ୍ୱର୍ ର ଶେଷରେ ଏକ କ୍ୟାପିଟାଲ୍ L ଆଡ୍ କରନ୍ତୁ | ||
+ | |||
|- | |- | ||
|04:11 | |04:11 | ||
| Ctrl + S ଦାବି ଏହାକୁ ସେଭ୍ କରନ୍ତୁ | | Ctrl + S ଦାବି ଏହାକୁ ସେଭ୍ କରନ୍ତୁ | ||
+ | |||
|- | |- | ||
|04:16 | |04:16 | ||
| ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ | | ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ | ||
+ | |||
|- | |- | ||
|04:19 | |04:19 | ||
| Ctrl + F11 ଦାବି ଏହାକୁ ରନ୍ କରନ୍ତୁ. ଭାଲ୍ୟୁ ପ୍ରିଣ୍ଟ ହେଲା | | Ctrl + F11 ଦାବି ଏହାକୁ ରନ୍ କରନ୍ତୁ. ଭାଲ୍ୟୁ ପ୍ରିଣ୍ଟ ହେଲା | ||
+ | |||
|- | |- | ||
|04:27 | |04:27 | ||
| ଆମେ ଦେଖିପାରୁଛେ ଯେ, ବଡ଼ ନମ୍ୱର୍ସକୁ long ଭେରିଏବଲ୍ ରେ ଷ୍ଟୋର୍ କରିହେଉଛି | | ଆମେ ଦେଖିପାରୁଛେ ଯେ, ବଡ଼ ନମ୍ୱର୍ସକୁ long ଭେରିଏବଲ୍ ରେ ଷ୍ଟୋର୍ କରିହେଉଛି | ||
+ | |||
|- | |- | ||
|04:32 | |04:32 | ||
| ଏବେ ଚାଲନ୍ତୁ, ଗୋଟିଏ ଦଶମିକ ନମ୍ୱର୍ କୁ int ଭେରିଏବଲ୍ ରେ ଷ୍ଟୋର୍ କରିବା | | ଏବେ ଚାଲନ୍ତୁ, ଗୋଟିଏ ଦଶମିକ ନମ୍ୱର୍ କୁ int ଭେରିଏବଲ୍ ରେ ଷ୍ଟୋର୍ କରିବା | ||
+ | |||
|- | |- | ||
|04:37 | |04:37 | ||
| longକୁ intରେ ଓ ନମ୍ୱର୍ କୁ 23.5ରେ ବଦଳାନ୍ତୁ | | longକୁ intରେ ଓ ନମ୍ୱର୍ କୁ 23.5ରେ ବଦଳାନ୍ତୁ | ||
+ | |||
|- | |- | ||
|04:50 | |04:50 | ||
| ଦେଖନ୍ତୁ, ଏକ ଏରର୍ ଦେଖାଦେଉଛି. ତାହାର କାରଣ ହେଉଛି, int କେବଳ ଇଣ୍ଟେଜର୍ସ ଷ୍ଟୋର୍ କରିପାରେ | | ଦେଖନ୍ତୁ, ଏକ ଏରର୍ ଦେଖାଦେଉଛି. ତାହାର କାରଣ ହେଉଛି, int କେବଳ ଇଣ୍ଟେଜର୍ସ ଷ୍ଟୋର୍ କରିପାରେ | ||
+ | |||
|- | |- | ||
|05:00 | |05:00 | ||
| ଦଶମିକ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ, ଆମକୁ float ବ୍ୟବହାର କରିବାକୁ ହେବ | | ଦଶମିକ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ, ଆମକୁ float ବ୍ୟବହାର କରିବାକୁ ହେବ | ||
+ | |||
|- | |- | ||
|05:05 | |05:05 | ||
| ଡାଟା ଟାଇପ୍ floatକୁ ବଦଳାନ୍ତୁ | | ଡାଟା ଟାଇପ୍ floatକୁ ବଦଳାନ୍ତୁ | ||
+ | |||
|- | |- | ||
|05:10 | |05:10 | ||
| ଓ ଭାଲ୍ୟୁରେ ଶେଷରେ ଏକ f ଆଡ୍ କରନ୍ତୁ | | ଓ ଭାଲ୍ୟୁରେ ଶେଷରେ ଏକ f ଆଡ୍ କରନ୍ତୁ | ||
+ | |||
|- | |- | ||
|05:17 | |05:17 | ||
| ତାକୁ ସେଭ୍ କରନ୍ତୁ | | ତାକୁ ସେଭ୍ କରନ୍ତୁ | ||
+ | |||
|- | |- | ||
|05:19 | |05:19 | ||
| ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ | | ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ | ||
+ | |||
|- | |- | ||
|05:22 | |05:22 | ||
| Ctrl + F11 ଦାବି ଏହାକୁ ରନ୍ କରନ୍ତୁ | | Ctrl + F11 ଦାବି ଏହାକୁ ରନ୍ କରନ୍ତୁ | ||
+ | |||
|- | |- | ||
|05:29 | |05:29 | ||
| ଆମେ ଦେଖିପାରୁଛେ ଯେ, ଦଶମିକ ଭାଲ୍ୟୁ ଷ୍ଟୋର୍ ହେଲା ଓ ଭାଲ୍ୟୁ ପ୍ରିଣ୍ଟ ହେଲା | | ଆମେ ଦେଖିପାରୁଛେ ଯେ, ଦଶମିକ ଭାଲ୍ୟୁ ଷ୍ଟୋର୍ ହେଲା ଓ ଭାଲ୍ୟୁ ପ୍ରିଣ୍ଟ ହେଲା | ||
+ | |||
|- | |- | ||
|05:37 | |05:37 | ||
| ଏବେ ଚାଲନ୍ତୁ, ଭେରିଏବଲ୍ Distance ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା | | ଏବେ ଚାଲନ୍ତୁ, ଭେରିଏବଲ୍ Distance ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା | ||
+ | |||
|- | |- | ||
|05:46 | |05:46 | ||
| ପ୍ରଦର୍ଶିତ ଅନୁସାରେ, ଦଶମିକ ପରେ ଅନେକ ନମ୍ୱର୍ସ ଆଡ୍ କରନ୍ତୁ | | ପ୍ରଦର୍ଶିତ ଅନୁସାରେ, ଦଶମିକ ପରେ ଅନେକ ନମ୍ୱର୍ସ ଆଡ୍ କରନ୍ତୁ | ||
+ | |||
|- | |- | ||
|05:53 | |05:53 | ||
| ତାହାକୁ ସେଭ୍ କରି Run କରନ୍ତୁ | | ତାହାକୁ ସେଭ୍ କରି Run କରନ୍ତୁ | ||
+ | |||
|- | |- | ||
|06:01 | |06:01 | ||
| ଦେଖନ୍ତୁ, ଷ୍ଟୋର୍ ହୋଇଥିବାଠାରୁ ଆଉଟପୁଟ୍ ଅଳ୍ପ ଭିନ୍ନ ଅଟେ | | ଦେଖନ୍ତୁ, ଷ୍ଟୋର୍ ହୋଇଥିବାଠାରୁ ଆଉଟପୁଟ୍ ଅଳ୍ପ ଭିନ୍ନ ଅଟେ | ||
+ | |||
|- | |- | ||
|06:06 | |06:06 | ||
| ଏହାର କାରଣ ହେଉଛି, floating point ନମ୍ୱର୍ ର ସ୍ପଷ୍ଟତା ପାଇଁ ଏକ ସୀମା ଥାଏ | | ଏହାର କାରଣ ହେଉଛି, floating point ନମ୍ୱର୍ ର ସ୍ପଷ୍ଟତା ପାଇଁ ଏକ ସୀମା ଥାଏ | ||
+ | |||
|- | |- | ||
|06:11 | |06:11 | ||
| ଯଦି ଏହା ସଠିକ୍ ଭାବେ ଷ୍ଟୋର୍ ହୋଇନପାରେ, ତେବେ ଏହା ନିକଟତମ ସମ୍ଭବ ନମ୍ୱର୍ ସହିତ ସମାପ୍ତ କରେ | | ଯଦି ଏହା ସଠିକ୍ ଭାବେ ଷ୍ଟୋର୍ ହୋଇନପାରେ, ତେବେ ଏହା ନିକଟତମ ସମ୍ଭବ ନମ୍ୱର୍ ସହିତ ସମାପ୍ତ କରେ | ||
+ | |||
|- | |- | ||
|06:18 | |06:18 | ||
| ଏବେ ଚାଲନ୍ତୁ, ଭେରିଏବଲ୍ ପାଇଁ ନେମିଙ୍ଗ୍ ରୂଲ୍ସ ଦେଖିବା | | ଏବେ ଚାଲନ୍ତୁ, ଭେରିଏବଲ୍ ପାଇଁ ନେମିଙ୍ଗ୍ ରୂଲ୍ସ ଦେଖିବା | ||
+ | |||
|- | |- | ||
|06:23 | |06:23 | ||
| ନାମ ପୂର୍ବରୁ ସଂଖ୍ୟା 2 ଆଡ୍ କରନ୍ତୁ | | ନାମ ପୂର୍ବରୁ ସଂଖ୍ୟା 2 ଆଡ୍ କରନ୍ତୁ | ||
+ | |||
|- | |- | ||
|06:30 | |06:30 | ||
| ଏକ Sytax Erorr ଆମେ ଦେଖିପାରୁଛେ | | ଏକ Sytax Erorr ଆମେ ଦେଖିପାରୁଛେ | ||
+ | |||
|- | |- | ||
|06:34 | |06:34 | ||
| ଏହାର କାରଣ ହେଉଛି, ଗୋଟିଏ ଭେରିଏବଲ୍ ର ନାମ କେବଳ ଏକ Alphabet କିମ୍ୱା ଏକ Underscoreରୁ ଆରମ୍ଭ ହେବା ଉଚିତ | | ଏହାର କାରଣ ହେଉଛି, ଗୋଟିଏ ଭେରିଏବଲ୍ ର ନାମ କେବଳ ଏକ Alphabet କିମ୍ୱା ଏକ Underscoreରୁ ଆରମ୍ଭ ହେବା ଉଚିତ | ||
+ | |||
|- | |- | ||
|06:40 | |06:40 | ||
| ହେଲେ ସାଧାରଣତଃ, ଏକ ବେରିବଲ୍ ନାମ ଆରମ୍ଭ କରିବାକୁ Underscore ବ୍ୟବହାର କରାଯାଏନାହିଁ | | ହେଲେ ସାଧାରଣତଃ, ଏକ ବେରିବଲ୍ ନାମ ଆରମ୍ଭ କରିବାକୁ Underscore ବ୍ୟବହାର କରାଯାଏନାହିଁ | ||
+ | |||
|- | |- | ||
|06:45 | |06:45 | ||
| ଏବେ ଚାଲନ୍ତୁ, ଭେରିଏବଲ୍ ନାମର ଶେଷରେ ନମ୍ୱର୍ ଆଡ୍ କରିବା | | ଏବେ ଚାଲନ୍ତୁ, ଭେରିଏବଲ୍ ନାମର ଶେଷରେ ନମ୍ୱର୍ ଆଡ୍ କରିବା | ||
+ | |||
|- | |- | ||
|06:55 | |06:55 | ||
| ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ | | ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ | ||
+ | |||
|- | |- | ||
|06:59 | |06:59 | ||
| ଗୋଟିଏ ଭେରିଏବଲ୍ ନାମରେ ଡିଜିଟ୍ ରହିପାରେ, କିନ୍ତୁ ଆରମ୍ଭରେ ନୁହେଁ | | ଗୋଟିଏ ଭେରିଏବଲ୍ ନାମରେ ଡିଜିଟ୍ ରହିପାରେ, କିନ୍ତୁ ଆରମ୍ଭରେ ନୁହେଁ | ||
+ | |||
|- | |- | ||
|07:04 | |07:04 | ||
| ଏବେ, ନାମ ମଝିରେ ଏକ Underscore ଆଡ୍ କରନ୍ତୁ, | | ଏବେ, ନାମ ମଝିରେ ଏକ Underscore ଆଡ୍ କରନ୍ତୁ, | ||
+ | |||
|- | |- | ||
|07:15 | |07:15 | ||
| ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ | | ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ | ||
+ | |||
|- | |- | ||
|07:17 | |07:17 | ||
| ଯାହାର ଅର୍ଥ, ଭେରିଏବଲ୍ ନାମରେ Underscoreର ଅନୁମତି ଅଛି | | ଯାହାର ଅର୍ଥ, ଭେରିଏବଲ୍ ନାମରେ Underscoreର ଅନୁମତି ଅଛି | ||
+ | |||
|- | |- | ||
|07:22 | |07:22 | ||
− | | କିନ୍ତୁ, ଭେରିଏବଲ୍ ନାମରେ ଅନ୍ୟ କୌଣସି Punctuation, Syntax | + | | କିନ୍ତୁ, ଭେରିଏବଲ୍ ନାମରେ ଅନ୍ୟ କୌଣସି Punctuation, Syntax Error କିମ୍ୱା ଅନ୍ୟ ଏରର୍ସ ଦେଇପାରେ |
+ | |||
|- | |- | ||
|07:28 | |07:28 | ||
| ଏହିପରି ଆପଣ Javaରେ Numerical Data ଷ୍ଟୋର୍ କରନ୍ତି | | ଏହିପରି ଆପଣ Javaରେ Numerical Data ଷ୍ଟୋର୍ କରନ୍ତି | ||
+ | |||
|- | |- | ||
|07:35 | |07:35 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | ||
+ | |||
|- | |- | ||
|07:38 | |07:38 | ||
| ଏହି ଟ୍ୟୁଟୋରିଆଲ୍ ରେ ଆପଣ, Numerical Data Types | | ଏହି ଟ୍ୟୁଟୋରିଆଲ୍ ରେ ଆପଣ, Numerical Data Types | ||
+ | |||
|- | |- | ||
|07:44 | |07:44 | ||
| ଓ ନ୍ୟୁମେରିକଲ୍ ଡାଟା କିପରି ଷ୍ଟୋର୍ କରାଯାଏ, ସେହି ବିଷୟରେ ଶିଖିଲେ | | ଓ ନ୍ୟୁମେରିକଲ୍ ଡାଟା କିପରି ଷ୍ଟୋର୍ କରାଯାଏ, ସେହି ବିଷୟରେ ଶିଖିଲେ | ||
+ | |||
|- | |- | ||
|07:46 | |07:46 | ||
| ଆଉ ଆମେ, ଏକ ଭେରିଏବଲ୍ ର ନେମିଙ୍ଗ୍ ପାଇଁ ରୂଲ୍ସ ମଧ୍ୟ ଜାଣିଲେ | | ଆଉ ଆମେ, ଏକ ଭେରିଏବଲ୍ ର ନେମିଙ୍ଗ୍ ପାଇଁ ରୂଲ୍ସ ମଧ୍ୟ ଜାଣିଲେ | ||
+ | |||
|- | |- | ||
|07:51 | |07:51 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- | | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- | ||
+ | |||
|- | |- | ||
|07:53 | |07:53 | ||
| ଅନ୍ୟ ନ୍ୟୁମେରିକଲ୍ ଡାଟା ଟାଇପ୍ସ ବିଷୟରେ ପଢ଼ନ୍ତୁ ଏବଂ | | ଅନ୍ୟ ନ୍ୟୁମେରିକଲ୍ ଡାଟା ଟାଇପ୍ସ ବିଷୟରେ ପଢ଼ନ୍ତୁ ଏବଂ | ||
+ | |||
|- | |- | ||
|07:56 | |07:56 | ||
| ଏବଂ ସେଗୁଡ଼ିକ କିପରି int ଓ floatଠାରୁ ଭିନ୍ନ, ଦେଖନ୍ତୁ | | ଏବଂ ସେଗୁଡ଼ିକ କିପରି int ଓ floatଠାରୁ ଭିନ୍ନ, ଦେଖନ୍ତୁ | ||
+ | |||
|- | |- | ||
|08:00 | |08:00 | ||
| Java ଟ୍ୟୁଟୋରିଆଲ୍ ନିମ୍ନ ଲିଙ୍କରେ ଉପଲବ୍ଧ | | Java ଟ୍ୟୁଟୋରିଆଲ୍ ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
|08:05 | |08:05 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. '''http://spoken-tutorial.org/What_is_a_Spoken_Tutorial''' | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. '''http://spoken-tutorial.org/What_is_a_Spoken_Tutorial''' | ||
+ | |||
|- | |- | ||
|08:11 | |08:11 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|08:14 | |08:14 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|08:20 | |08:20 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
|08:24 | |08:24 | ||
− | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | + | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
+ | |||
|- | |- | ||
|08:35 | |08:35 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|08:39 | |08:39 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|08:45 | |08:45 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
|08:51 | |08:51 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 15:33, 7 April 2017
Time | Narration |
00:01 | Java ବ୍ୟବହାର କରି Numerical Data Types ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:10 | Javaରେ ଉପଲବ୍ଧ ବିଭିନ୍ନ Numerical Data Types ଏବଂ |
00:13 | Numerical Data ଷ୍ଟୋର୍ କରିବା ପାଇଁ ସେଗୁଡ଼ିକ କିପରି ବ୍ୟବହାର କରିବେ |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7 |
00:27 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣ, Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଓ Run କରିବା ଜାଣିଥିବା ଆବଶ୍ୟକ |
00:34 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:42 | ଇଣ୍ଟେଜର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ int କୁହାଯାଏ |
00:47 | ଦଶମିକ ନମ୍ୱର୍ସକୁ ଷ୍ଟୋର୍ କରିବା ପାଇଁ ବ୍ୟବହୃତ ଡାଟା ଟାଇପ୍ କୁ Float କୁହାଯାଏ |
00:52 | ଚାଲନ୍ତୁ ପ୍ରଥମେ Integersକୁ ପରିଭାଷିତ ଓ ବ୍ୟବହାର କରିବା |
01:02 | ଏଠାରେ, ଆମ ପାଖରେ Eclipse IDE ଅଛି ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:10 | ଆମେ Numerical Dataର Class କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ |
01:15 | ଏବେ, ଚାଲନ୍ତୁ ଦେଖିବା ଗୋଟିଏ ନମ୍ୱର୍ କିପରି ଷ୍ଟୋର୍ କରାଯାଏ |
01:20 | int distance equal to 28 |
01:27 | ଏହି ଷ୍ଟେଟମେଣ୍ଟ, Integer ଭାଲ୍ୟୁକୁ Distance ନାମରେ ଷ୍ଟୋର୍ କରେ |
01:33 | Distance ନାମକୁ Integer Variable କୁହାଯାଏ |
01:37 | ଏବେ ଆମେ, ଭେରିଏବଲ୍ Distanceର ବ୍ୟବହାର, ସେଥିରେ ଷ୍ଟୋର୍ ଥିବା ଭାଲ୍ୟୁ ପ୍ରିଣ୍ଟ ପାଇଁ କରିବା |
01:47 | System ଡଟ୍ Out ଡଟ୍ Println ପାରେନ୍ଥେସେସ୍ ରେ Distance; |
02:01 | ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ Distanceର ଭାଲ୍ୟୁକୁ ପ୍ରିଣ୍ଟ କରେ |
02:06 | ଫାଇଲ୍ କୁ ସେଭ୍ କରି Run କରନ୍ତୁ |
02:14 | Distanceରେ ଭାଲ୍ୟୁ 28 ଷ୍ଟୋର୍ ହୋଇଥିବାର ଆମେ ଦେଖିପାରୁଛେ ଓ ତାହା ପ୍ରିଣ୍ଟ ହୋଇଛି |
02:21 | ଏବେ ଚାଲନ୍ତୁ, ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା |
02:25 | 28କୁ 24ରେ ବଦଳାନ୍ତୁ |
02:29 | Save କରି Run କରନ୍ତୁ |
02:34 | ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ |
02:39 | int. ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ କରେ |
02:42 | 24କୁ ମାଇନସ୍ 25 (-25)ରେ ବଦଳାନ୍ତୁ |
02:48 | Save କରି Run କରନ୍ତୁ |
02:56 | ଆମେ ଯେପରି ଦେଖିପାରୁଛେ, int ଟାଇପ୍ ର ଭେରିଏବଲ୍ ରେ ନେଗେଟିଭ୍ ଭାଲ୍ୟୁ ମଧ୍ୟ ଷ୍ଟୋର୍ ହୋଇପାରୁଛି |
03:02 | ଆମର ଅଧିକାଂଶ ପ୍ରୋଗ୍ରାମିଙ୍ଗ୍ ଆବଶ୍ୟକତା ପାଇଁ ଡାଟା ଟାଇପ୍ int ପର୍ଯ୍ୟାପ୍ତ |
03:06 | କିନ୍ତୁ, ଗୋଟିଏ ସୀମା ପର୍ଯ୍ୟନ୍ତ ହିଁ କେବଳ ଏହା ଭାଲ୍ୟୁ ଷ୍ଟୋର୍ କରିପାରେ |
03:10 | ଚାଲନ୍ତୁ ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରି ଦେଖିବା କ’ଣ ହେଉଛି |
03:25 | ଦେଖନ୍ତୁ, ନମ୍ୱର୍ ତଳେ ଏକ ନାଲି ଗାର ଅଛି, ଯାହା ଏକ Erorrକୁ ସୂଚିତ କରେ |
03:34 | Erorr ମେସେଜ୍ କୁହେ: the number is out of range for a variable of the type "int" |
03:42 | int, ମେମୋରୀର 32 bit ଗ୍ରହଣ କରେ ଏବଂକେବଳ -2 power 31ରୁ 2 power 31 ପର୍ଯ୍ୟନ୍ତ ଭାଲ୍ୟୁ ଷ୍ଟୋର୍ କରିପାରେ |
03:49 | ବଡ଼ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ Java, long ଡାଟା ଟାଇପ୍ ପ୍ରଦାନ କରେ |
03:54 | ଏକ ବଡ଼ ଭାଲ୍ୟୁ ଷ୍ଟୋର୍ କରିବା ପାଇଁ ଚାଲନ୍ତୁ ଏହାକୁ ବ୍ୟବହାର କରିବା |
03:59 | intକୁ longରେ ବଦଳାନ୍ତୁ ଓ |
04:04 | ନମ୍ୱର୍ ର ଶେଷରେ ଏକ କ୍ୟାପିଟାଲ୍ L ଆଡ୍ କରନ୍ତୁ |
04:11 | Ctrl + S ଦାବି ଏହାକୁ ସେଭ୍ କରନ୍ତୁ |
04:16 | ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ |
04:19 | Ctrl + F11 ଦାବି ଏହାକୁ ରନ୍ କରନ୍ତୁ. ଭାଲ୍ୟୁ ପ୍ରିଣ୍ଟ ହେଲା |
04:27 | ଆମେ ଦେଖିପାରୁଛେ ଯେ, ବଡ଼ ନମ୍ୱର୍ସକୁ long ଭେରିଏବଲ୍ ରେ ଷ୍ଟୋର୍ କରିହେଉଛି |
04:32 | ଏବେ ଚାଲନ୍ତୁ, ଗୋଟିଏ ଦଶମିକ ନମ୍ୱର୍ କୁ int ଭେରିଏବଲ୍ ରେ ଷ୍ଟୋର୍ କରିବା |
04:37 | longକୁ intରେ ଓ ନମ୍ୱର୍ କୁ 23.5ରେ ବଦଳାନ୍ତୁ |
04:50 | ଦେଖନ୍ତୁ, ଏକ ଏରର୍ ଦେଖାଦେଉଛି. ତାହାର କାରଣ ହେଉଛି, int କେବଳ ଇଣ୍ଟେଜର୍ସ ଷ୍ଟୋର୍ କରିପାରେ |
05:00 | ଦଶମିକ ନମ୍ୱର୍ସ ଷ୍ଟୋର୍ କରିବା ପାଇଁ, ଆମକୁ float ବ୍ୟବହାର କରିବାକୁ ହେବ |
05:05 | ଡାଟା ଟାଇପ୍ floatକୁ ବଦଳାନ୍ତୁ |
05:10 | ଓ ଭାଲ୍ୟୁରେ ଶେଷରେ ଏକ f ଆଡ୍ କରନ୍ତୁ |
05:17 | ତାକୁ ସେଭ୍ କରନ୍ତୁ |
05:19 | ଦେଖନ୍ତୁ, ଏବେ କୌଣସି ଏରର୍ ନାହିଁ |
05:22 | Ctrl + F11 ଦାବି ଏହାକୁ ରନ୍ କରନ୍ତୁ |
05:29 | ଆମେ ଦେଖିପାରୁଛେ ଯେ, ଦଶମିକ ଭାଲ୍ୟୁ ଷ୍ଟୋର୍ ହେଲା ଓ ଭାଲ୍ୟୁ ପ୍ରିଣ୍ଟ ହେଲା |
05:37 | ଏବେ ଚାଲନ୍ତୁ, ଭେରିଏବଲ୍ Distance ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁକୁ ବଦଳାଇବା |
05:46 | ପ୍ରଦର୍ଶିତ ଅନୁସାରେ, ଦଶମିକ ପରେ ଅନେକ ନମ୍ୱର୍ସ ଆଡ୍ କରନ୍ତୁ |
05:53 | ତାହାକୁ ସେଭ୍ କରି Run କରନ୍ତୁ |
06:01 | ଦେଖନ୍ତୁ, ଷ୍ଟୋର୍ ହୋଇଥିବାଠାରୁ ଆଉଟପୁଟ୍ ଅଳ୍ପ ଭିନ୍ନ ଅଟେ |
06:06 | ଏହାର କାରଣ ହେଉଛି, floating point ନମ୍ୱର୍ ର ସ୍ପଷ୍ଟତା ପାଇଁ ଏକ ସୀମା ଥାଏ |
06:11 | ଯଦି ଏହା ସଠିକ୍ ଭାବେ ଷ୍ଟୋର୍ ହୋଇନପାରେ, ତେବେ ଏହା ନିକଟତମ ସମ୍ଭବ ନମ୍ୱର୍ ସହିତ ସମାପ୍ତ କରେ |
06:18 | ଏବେ ଚାଲନ୍ତୁ, ଭେରିଏବଲ୍ ପାଇଁ ନେମିଙ୍ଗ୍ ରୂଲ୍ସ ଦେଖିବା |
06:23 | ନାମ ପୂର୍ବରୁ ସଂଖ୍ୟା 2 ଆଡ୍ କରନ୍ତୁ |
06:30 | ଏକ Sytax Erorr ଆମେ ଦେଖିପାରୁଛେ |
06:34 | ଏହାର କାରଣ ହେଉଛି, ଗୋଟିଏ ଭେରିଏବଲ୍ ର ନାମ କେବଳ ଏକ Alphabet କିମ୍ୱା ଏକ Underscoreରୁ ଆରମ୍ଭ ହେବା ଉଚିତ |
06:40 | ହେଲେ ସାଧାରଣତଃ, ଏକ ବେରିବଲ୍ ନାମ ଆରମ୍ଭ କରିବାକୁ Underscore ବ୍ୟବହାର କରାଯାଏନାହିଁ |
06:45 | ଏବେ ଚାଲନ୍ତୁ, ଭେରିଏବଲ୍ ନାମର ଶେଷରେ ନମ୍ୱର୍ ଆଡ୍ କରିବା |
06:55 | ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ |
06:59 | ଗୋଟିଏ ଭେରିଏବଲ୍ ନାମରେ ଡିଜିଟ୍ ରହିପାରେ, କିନ୍ତୁ ଆରମ୍ଭରେ ନୁହେଁ |
07:04 | ଏବେ, ନାମ ମଝିରେ ଏକ Underscore ଆଡ୍ କରନ୍ତୁ, |
07:15 | ଦେଖନ୍ତୁ, ଏଥିରେ କୌଣସି ଏରର୍ ନାହିଁ |
07:17 | ଯାହାର ଅର୍ଥ, ଭେରିଏବଲ୍ ନାମରେ Underscoreର ଅନୁମତି ଅଛି |
07:22 | କିନ୍ତୁ, ଭେରିଏବଲ୍ ନାମରେ ଅନ୍ୟ କୌଣସି Punctuation, Syntax Error କିମ୍ୱା ଅନ୍ୟ ଏରର୍ସ ଦେଇପାରେ |
07:28 | ଏହିପରି ଆପଣ Javaରେ Numerical Data ଷ୍ଟୋର୍ କରନ୍ତି |
07:35 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:38 | ଏହି ଟ୍ୟୁଟୋରିଆଲ୍ ରେ ଆପଣ, Numerical Data Types |
07:44 | ଓ ନ୍ୟୁମେରିକଲ୍ ଡାଟା କିପରି ଷ୍ଟୋର୍ କରାଯାଏ, ସେହି ବିଷୟରେ ଶିଖିଲେ |
07:46 | ଆଉ ଆମେ, ଏକ ଭେରିଏବଲ୍ ର ନେମିଙ୍ଗ୍ ପାଇଁ ରୂଲ୍ସ ମଧ୍ୟ ଜାଣିଲେ |
07:51 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- |
07:53 | ଅନ୍ୟ ନ୍ୟୁମେରିକଲ୍ ଡାଟା ଟାଇପ୍ସ ବିଷୟରେ ପଢ଼ନ୍ତୁ ଏବଂ |
07:56 | ଏବଂ ସେଗୁଡ଼ିକ କିପରି int ଓ floatଠାରୁ ଭିନ୍ନ, ଦେଖନ୍ତୁ |
08:00 | Java ଟ୍ୟୁଟୋରିଆଲ୍ ନିମ୍ନ ଲିଙ୍କରେ ଉପଲବ୍ଧ |
08:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. http://spoken-tutorial.org/What_is_a_Spoken_Tutorial |
08:11 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:14 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:24 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
08:35 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:39 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
08:51 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |