Difference between revisions of "Java/C2/Errors-and-Debugging-in-Eclipse/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Eclipse ବ୍ୟବହାର କରି Errors and Debugging ଉପରେ ସ୍ପୋକନ୍ ଟ୍ୟୁଟୋରି...")
 
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| Eclipse ବ୍ୟବହାର କରି Errors and Debugging ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Eclipse ବ୍ୟବହାର କରି Errors and Debugging ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 +
 
|-
 
|-
 
|00:10
 
|00:10
 
| ସରଳ Java ପ୍ରୋଗ୍ରାମ୍ ଲେଖିବା ସମୟରେ ସମ୍ଭାବ୍ୟ Errorଗୁଡ଼ିକ କ’ଣ  
 
| ସରଳ Java ପ୍ରୋଗ୍ରାମ୍ ଲେଖିବା ସମୟରେ ସମ୍ଭାବ୍ୟ Errorଗୁଡ଼ିକ କ’ଣ  
 +
 
|-
 
|-
 
|00:14
 
|00:14
 
| ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ
 
| ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ
|-
+
 
 +
|-
 
|00:20
 
|00:20
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ   
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ   
 
ଉବୁଣ୍ଟୁ 11.10  
 
ଉବୁଣ୍ଟୁ 11.10  
 
Eclipse 3.7
 
Eclipse 3.7
 +
 
|-
 
|-
 
|00:27
 
|00:27
 
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ  
 
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ  
 +
 
|-
 
|-
 
|00:30
 
|00:30
 
| Eclipseରେ ଏକ Java ପ୍ରୋଗ୍ରାମ୍ କିପରି କ୍ରିଏଟ୍ ଓ ରନ୍ କରାଯାଏ, ଜାଣିଥିବା ଦରକାର
 
| Eclipseରେ ଏକ Java ପ୍ରୋଗ୍ରାମ୍ କିପରି କ୍ରିଏଟ୍ ଓ ରନ୍ କରାଯାଏ, ଜାଣିଥିବା ଦରକାର
 +
 
|-
 
|-
 
|00:33
 
|00:33
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [http://spoken-tuitorial.org]
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [http://spoken-tuitorial.org]
 +
 
|-
 
|-
 
|00:41
 
|00:41
 
| ଏକ ସରଳ Java ପ୍ରୋଗ୍ରାମ୍ ରେ ବିଶେଷ ଏରର୍ସ ହୋଇପାରେ:  
 
| ଏକ ସରଳ Java ପ୍ରୋଗ୍ରାମ୍ ରେ ବିଶେଷ ଏରର୍ସ ହୋଇପାରେ:  
 +
 
|-
 
|-
 
|00:45
 
|00:45
| * ସେମିକଲନ୍ (;) ଛାଡ଼ିଯିବା
+
| ସେମିକଲନ୍ (;) ଛାଡ଼ିଯିବା
 +
 
 
|-
 
|-
 
|00:47
 
|00:47
| * ବାର୍ତ୍ତା ଚାରିପଟେ ଡବଲ୍ କ୍ୱୋଟ୍ସ (".") ଛାଡ଼ିଯିବା  
+
| ବାର୍ତ୍ତା ଚାରିପଟେ ଡବଲ୍ କ୍ୱୋଟ୍ସ (".") ଛାଡ଼ିଯିବା  
 +
 
 
|-
 
|-
 
|00:50
 
|00:50
| * File Name ଓ Class Name ନମିଶିବା ଏବଂ
+
| File Name ଓ Class Name ନମିଶିବା ଏବଂ
 +
 
 
|-
 
|-
 
|00:52
 
|00:52
| * ଛୋଟ ଅକ୍ଷରରେ ପ୍ରିଣ୍ଟ ଷ୍ଟେଟମେଣ୍ଟ ଟାଇପ୍ କରିବା
+
| ଛୋଟ ଅକ୍ଷରରେ ପ୍ରିଣ୍ଟ ଷ୍ଟେଟମେଣ୍ଟ ଟାଇପ୍ କରିବା
 +
 
 
|-
 
|-
 
|00:55
 
|00:55
 
| ଆମେ ଏକ ପ୍ରୋଗ୍ରାମ୍ ଲେଖିବା ଓ ତା’ପରେ ଏହିସବୁ ପ୍ରତ୍ୟେକ ଏରର୍ କରି Eclipseରେ କ’ଣ ଘଟୁଛି ଦେଖିବା
 
| ଆମେ ଏକ ପ୍ରୋଗ୍ରାମ୍ ଲେଖିବା ଓ ତା’ପରେ ଏହିସବୁ ପ୍ରତ୍ୟେକ ଏରର୍ କରି Eclipseରେ କ’ଣ ଘଟୁଛି ଦେଖିବା
 +
 
|-
 
|-
 
|01:04
 
|01:04
 
| ଏଠାରେ,ଆମ ପାଖରେ Eclipse IDE ଏବଂ HelloWorld ଟ୍ୟୁଟୋରିଆଲ୍ ପାଇଁ ବ୍ୟବହୃତ ପ୍ରୋଜେକ୍ଟ ଅଛି   
 
| ଏଠାରେ,ଆମ ପାଖରେ Eclipse IDE ଏବଂ HelloWorld ଟ୍ୟୁଟୋରିଆଲ୍ ପାଇଁ ବ୍ୟବହୃତ ପ୍ରୋଜେକ୍ଟ ଅଛି   
 +
 
|-
 
|-
 
|01:11
 
|01:11
 
| ନୂଆ Classରେ ଆମେ ଏକ ପ୍ରୋଜେକ୍ଟ ତିଆରି କରି ତାକୁ ବ୍ୟବହାର କରିବା.  New Class କ୍ଲାସ୍ ର ନାମ ErrorFree ଦିଅନ୍ତୁ ଏବଂ Method Stubs - Public Static Void Main ଚୟନ କରନ୍ତୁ
 
| ନୂଆ Classରେ ଆମେ ଏକ ପ୍ରୋଜେକ୍ଟ ତିଆରି କରି ତାକୁ ବ୍ୟବହାର କରିବା.  New Class କ୍ଲାସ୍ ର ନାମ ErrorFree ଦିଅନ୍ତୁ ଏବଂ Method Stubs - Public Static Void Main ଚୟନ କରନ୍ତୁ
 +
 
|-
 
|-
 
|01:37
 
|01:37
 
| ପ୍ୟାକେଜ୍ ଏକ୍ସପ୍ଲୋରର୍ କୁ ମିନିମାଇଜ୍ କରିଦିଅନ୍ତୁ.  କମେଣ୍ଟ କାଢିଦିଅନ୍ତୁ ଓ କିଛି ଏରର୍ ସହିତ ପ୍ରିଣ୍ଟ ଷ୍ଟେଟମେଣ୍ଟ ଆଡ୍ କରନ୍ତୁ
 
| ପ୍ୟାକେଜ୍ ଏକ୍ସପ୍ଲୋରର୍ କୁ ମିନିମାଇଜ୍ କରିଦିଅନ୍ତୁ.  କମେଣ୍ଟ କାଢିଦିଅନ୍ତୁ ଓ କିଛି ଏରର୍ ସହିତ ପ୍ରିଣ୍ଟ ଷ୍ଟେଟମେଣ୍ଟ ଆଡ୍ କରନ୍ତୁ
 +
 
|-
 
|-
 
|02:23
 
|02:23
 
| Eclipseରେ ଏରର୍ ଥିବା ଲାଇନର ବାମ ମାର୍ଜିନ୍ ରେ ନାଲି ଛକ ଚିହ୍ନ ସହିତ ସୂଚିତ କରାଯିବ
 
| Eclipseରେ ଏରର୍ ଥିବା ଲାଇନର ବାମ ମାର୍ଜିନ୍ ରେ ନାଲି ଛକ ଚିହ୍ନ ସହିତ ସୂଚିତ କରାଯିବ
 +
 
|-
 
|-
 
|02:35
 
|02:35
 
| ଏହି ମାମଲାରେ, System.out.println ଲାଇନରେ ଏକ ଏରର୍ ଅଛି ଏବଂ ତେଣୁ, ତାହାର ବାମପଟେ ଏକ ନାଲି ଛକ ଚିହ୍ନ ଅଛି
 
| ଏହି ମାମଲାରେ, System.out.println ଲାଇନରେ ଏକ ଏରର୍ ଅଛି ଏବଂ ତେଣୁ, ତାହାର ବାମପଟେ ଏକ ନାଲି ଛକ ଚିହ୍ନ ଅଛି
 +
 
|-
 
|-
 
|02:44
 
|02:44
 
| ଛକ ଚିହ୍ନ ଉପରେ ମାଉସ୍ ଚଲାଇଲେ ଏରର୍ ର ତାଲିକା ପ୍ରଦର୍ଶିତ ହେବ
 
| ଛକ ଚିହ୍ନ ଉପରେ ମାଉସ୍ ଚଲାଇଲେ ଏରର୍ ର ତାଲିକା ପ୍ରଦର୍ଶିତ ହେବ
 +
 
|-
 
|-
 
|02:51
 
|02:51
 
| ପ୍ରଥମ ଏରର୍ ପ୍ରଦର୍ଶିତ ହେଲା: syntax error, insert  semi-colon to complete block statements  
 
| ପ୍ରଥମ ଏରର୍ ପ୍ରଦର୍ଶିତ ହେଲା: syntax error, insert  semi-colon to complete block statements  
 +
 
|-
 
|-
 
|02:58
 
|02:58
 
| ଏହାର କାରଣ ହେଉଛି, ଆମକୁ ପ୍ରତ୍ୟେକ ଷ୍ଟେଟମେଣ୍ଟକୁ ଏକ ସେମିକଲନ୍ ସହିତ ଶେଷ କରିବାକୁ ହେବ  
 
| ଏହାର କାରଣ ହେଉଛି, ଆମକୁ ପ୍ରତ୍ୟେକ ଷ୍ଟେଟମେଣ୍ଟକୁ ଏକ ସେମିକଲନ୍ ସହିତ ଶେଷ କରିବାକୁ ହେବ  
 +
 
|-
 
|-
 
|03:03
 
|03:03
 
| ତେଣୁ, ଷ୍ଟେଟମେଣ୍ଟର ଶେଷରେ ସେମିକଲନ୍ ଦିଅନ୍ତୁ
 
| ତେଣୁ, ଷ୍ଟେଟମେଣ୍ଟର ଶେଷରେ ସେମିକଲନ୍ ଦିଅନ୍ତୁ
 +
 
|-
 
|-
 
|03:08
 
|03:08
 
| Ctrl + S ସହିତ ଫାଇଲକୁ ସେଭ୍ କରନ୍ତୁ  
 
| Ctrl + S ସହିତ ଫାଇଲକୁ ସେଭ୍ କରନ୍ତୁ  
|-
+
 
 +
|-
 
|03:16
 
|03:16
 
| ଧ୍ୟାନଦିଅନ୍ତୁ ଯେ, ଆମେ ସେମିକଲନ୍ ଆଡ୍ କରି ଫାଇଲକୁ ସେଭ୍ କରିଛେ. ପ୍ରଥମ ଏରର୍ ଚାଲିଯାଇଛି
 
| ଧ୍ୟାନଦିଅନ୍ତୁ ଯେ, ଆମେ ସେମିକଲନ୍ ଆଡ୍ କରି ଫାଇଲକୁ ସେଭ୍ କରିଛେ. ପ୍ରଥମ ଏରର୍ ଚାଲିଯାଇଛି
|-
+
 
 +
|-
 
|03:21
 
|03:21
 
| ଏବେ, ଗୋଟିଏ ଏରର୍ ରହିଛି ଯାହା କୁହେ:  Helloworld cannot be resolved to a variable, ଯାହାର ଅର୍ଥ, କନସୋଲରେ ଯେକୌଣସି ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ସେଥିରେ ଡବଲ୍ କ୍ୱୋଟ୍ସ ରଖିବା ଦରକାର
 
| ଏବେ, ଗୋଟିଏ ଏରର୍ ରହିଛି ଯାହା କୁହେ:  Helloworld cannot be resolved to a variable, ଯାହାର ଅର୍ଥ, କନସୋଲରେ ଯେକୌଣସି ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ସେଥିରେ ଡବଲ୍ କ୍ୱୋଟ୍ସ ରଖିବା ଦରକାର
|-
+
 
 +
|-
 
|03:37
 
|03:37
 
| ଡବଲ୍ କ୍ୱୋଟ୍ସ ବିନା, Java ଭାବେ ଯେ, HelloWorld ହେଉଛି ଭେରିଏବଲ୍ ର ଏକ ନାମ
 
| ଡବଲ୍ କ୍ୱୋଟ୍ସ ବିନା, Java ଭାବେ ଯେ, HelloWorld ହେଉଛି ଭେରିଏବଲ୍ ର ଏକ ନାମ
 +
 
|-
 
|-
 
|03:41
 
|03:41
 
| ବାର୍ତ୍ତା ପୂର୍ବରୁ ଓ ପରେ ଡବଲ୍ କ୍ୱୋଟ୍ସ ଆଡ୍ କରନ୍ତୁ   
 
| ବାର୍ତ୍ତା ପୂର୍ବରୁ ଓ ପରେ ଡବଲ୍ କ୍ୱୋଟ୍ସ ଆଡ୍ କରନ୍ତୁ   
 +
 
|-
 
|-
 
|03:55
 
|03:55
 
| ସେଭ୍ କରିବା ପାଇଁ Ctrl + S ଦାବନ୍ତୁ.  ଦେଖନ୍ତୁ, ନାଲି ଛକ ଚିହ୍ନଟି ଚାଲିଗଲା ଏବଂ ପ୍ରୋଗ୍ରାମଟି ଏରର୍ ଫ୍ରୀ ହୋଇଗଲା.  ତେଣୁ, ପ୍ରୋଗ୍ରାମ୍ ରନ୍ କରି ଦେଖିବା କ’ଣ ହେଉଛି
 
| ସେଭ୍ କରିବା ପାଇଁ Ctrl + S ଦାବନ୍ତୁ.  ଦେଖନ୍ତୁ, ନାଲି ଛକ ଚିହ୍ନଟି ଚାଲିଗଲା ଏବଂ ପ୍ରୋଗ୍ରାମଟି ଏରର୍ ଫ୍ରୀ ହୋଇଗଲା.  ତେଣୁ, ପ୍ରୋଗ୍ରାମ୍ ରନ୍ କରି ଦେଖିବା କ’ଣ ହେଉଛି
 +
 
|-
 
|-
 
|04:10
 
|04:10
 
| Run As > Java Application  
 
| Run As > Java Application  
|-
+
 
 +
|-
 
|04:15
 
|04:15
 
| ଆମେ ଦେଖୁଛେ ଯେ, ବାର୍ତ୍ତାଟି କନସୋଲରେ ପ୍ରିଣ୍ଟ ହୋଇଗଲା
 
| ଆମେ ଦେଖୁଛେ ଯେ, ବାର୍ତ୍ତାଟି କନସୋଲରେ ପ୍ରିଣ୍ଟ ହୋଇଗଲା
 +
 
|-
 
|-
 
|04:22
 
|04:22
 
| ଚାଲନ୍ତୁ, ପରବର୍ତ୍ତୀ ଏରର୍ କୁ ଦେଖିବା
 
| ଚାଲନ୍ତୁ, ପରବର୍ତ୍ତୀ ଏରର୍ କୁ ଦେଖିବା
 +
 
|-
 
|-
 
|04:25
 
|04:25
 
| File Name ଓ Class Name ନମିଶିବାରୁ ଏହା ହେଲା
 
| File Name ଓ Class Name ନମିଶିବାରୁ ଏହା ହେଲା
 +
 
|-
 
|-
 
|04:29
 
|04:29
 
| Eclipseରେ ଏହା ସାଧାରଣତଃ ହୁଏ ନାହିଁ
 
| Eclipseରେ ଏହା ସାଧାରଣତଃ ହୁଏ ନାହିଁ
 +
 
|-
 
|-
 
|04:31
 
|04:31
 
| ଏହାର କାରଣ ହେଉଛି, ଆମେ ଏକ ଫାଇଲ୍ କ୍ରିଏଟ୍ କରିବା ପାଇଁ New Class Wizard ବ୍ୟବହାର କରେ ଏବଂ Eclipse  
 
| ଏହାର କାରଣ ହେଉଛି, ଆମେ ଏକ ଫାଇଲ୍ କ୍ରିଏଟ୍ କରିବା ପାଇଁ New Class Wizard ବ୍ୟବହାର କରେ ଏବଂ Eclipse  
 +
 
|-
 
|-
 
|04:39
 
|04:39
 
| ଅଟୋମେଟିକାଲୀ ଏକ ଫାଇଲ୍ କ୍ରିଏଟ୍ କରେ
 
| ଅଟୋମେଟିକାଲୀ ଏକ ଫାଇଲ୍ କ୍ରିଏଟ୍ କରେ
 +
 
|-
 
|-
 
|04:41
 
|04:41
 
| କିନ୍ତୁ, ଯଦି ଆମେ Eclipse ବାହାରେ ଏକ ଫାଇଲ୍ କ୍ରିଏଟ୍ କରିବା ଓ ତାକୁ ପ୍ରୋଜେକ୍ଟ ସହିତ ଆଡ୍ କରିବା, ତେବେ ଏରର୍ ର ସମ୍ଭାବନା ଅଛି  
 
| କିନ୍ତୁ, ଯଦି ଆମେ Eclipse ବାହାରେ ଏକ ଫାଇଲ୍ କ୍ରିଏଟ୍ କରିବା ଓ ତାକୁ ପ୍ରୋଜେକ୍ଟ ସହିତ ଆଡ୍ କରିବା, ତେବେ ଏରର୍ ର ସମ୍ଭାବନା ଅଛି  
 +
 
|-
 
|-
 
|04:47
 
|04:47
 
| ତେଣୁ, Class Nameକୁ ବଦଳାଇ ଏରର୍ କୁ ସନ୍ତୁଳିତ କରନ୍ତୁ
 
| ତେଣୁ, Class Nameକୁ ବଦଳାଇ ଏରର୍ କୁ ସନ୍ତୁଳିତ କରନ୍ତୁ
 +
 
|-
 
|-
 
|04:59
 
|04:59
 
| ଯେହେତୁ Java ହେଉଛି Case Sensitive, ଏବେ Class Name ଓ File Name ମିଶୁନାହିଁ  
 
| ଯେହେତୁ Java ହେଉଛି Case Sensitive, ଏବେ Class Name ଓ File Name ମିଶୁନାହିଁ  
 +
 
|-
 
|-
 
|05:09
 
|05:09
 
| ଧ୍ୟାନଦିଅନ୍ତୁ ଯେ, ବାମ ମାର୍ଜିନ୍ ରେ ଏକ ନାଲି ଛକ ଚିହ୍ନ ଅଛି
 
| ଧ୍ୟାନଦିଅନ୍ତୁ ଯେ, ବାମ ମାର୍ଜିନ୍ ରେ ଏକ ନାଲି ଛକ ଚିହ୍ନ ଅଛି
 +
 
|-
 
|-
 
|05:14
 
|05:14
 
| ଏବଂ ଏରର୍ ମେସେଜ୍ କୁହେ:  The public type errorfree must be defined in its own file
 
| ଏବଂ ଏରର୍ ମେସେଜ୍ କୁହେ:  The public type errorfree must be defined in its own file
|-
+
 
 +
|-
 
|05:20
 
|05:20
 
| ଆହୁରି ଦେଖନ୍ତୁ ଯେ, ଶବ୍ଦ ErrorFree ନାଲି ରଙ୍ଗରେ ଅଣ୍ଡରଲାଇନ୍ ହୋଇଅଛି
 
| ଆହୁରି ଦେଖନ୍ତୁ ଯେ, ଶବ୍ଦ ErrorFree ନାଲି ରଙ୍ଗରେ ଅଣ୍ଡରଲାଇନ୍ ହୋଇଅଛି
 +
 
|-
 
|-
 
|05:29
 
|05:29
 
| Eclipse, ଇଣ୍ଟେଲିଜେଣ୍ଟ ଫିକ୍ସେସ୍ ପ୍ରଦାନ କରେ ଏବଂ ଆମ ପାଖରେ 2ଟି ଫିକ୍ସେସ୍ ଅଛି   
 
| Eclipse, ଇଣ୍ଟେଲିଜେଣ୍ଟ ଫିକ୍ସେସ୍ ପ୍ରଦାନ କରେ ଏବଂ ଆମ ପାଖରେ 2ଟି ଫିକ୍ସେସ୍ ଅଛି   
 +
 
|-
 
|-
 
|05:35
 
|05:35
 
| ପ୍ରଥମଟି ହେଉଛି Rename compilation unit to errorfree java
 
| ପ୍ରଥମଟି ହେଉଛି Rename compilation unit to errorfree java
 +
 
|-
 
|-
 
|05:39
 
|05:39
 
|  ଓ ଦ୍ୱିତୀୟଟି ହେଉଛି Rename the type to errorfree  
 
|  ଓ ଦ୍ୱିତୀୟଟି ହେଉଛି Rename the type to errorfree  
 +
 
|-
 
|-
 
|05:43
 
|05:43
 
| ଆମକୁ ଦ୍ୱିତୀୟ ଫିକ୍ସଟି ଦରକାର.  ଆଉ ଆମେ ଦେଖୁଛେ ଯେ, ଥରେ ଆପଣ ଫାଇଲକୁ ରିନେମ୍ କରିଦେଲେ, Class, ErrorFree ହୋଇଯାଏ, ଏରର୍ ଚାଲିଯାଏ  
 
| ଆମକୁ ଦ୍ୱିତୀୟ ଫିକ୍ସଟି ଦରକାର.  ଆଉ ଆମେ ଦେଖୁଛେ ଯେ, ଥରେ ଆପଣ ଫାଇଲକୁ ରିନେମ୍ କରିଦେଲେ, Class, ErrorFree ହୋଇଯାଏ, ଏରର୍ ଚାଲିଯାଏ  
 +
 
|-
 
|-
 
|06:03  
 
|06:03  
 
| ପ୍ରିଣ୍ଟ ଷ୍ଟେଟମେଣ୍ଟରେ ଟାଇପିଙ୍ଗ୍ ତ୍ରୁଟି କାରଣରୁ ପରବର୍ତ୍ତୀ ଏରର୍ ହେଲା
 
| ପ୍ରିଣ୍ଟ ଷ୍ଟେଟମେଣ୍ଟରେ ଟାଇପିଙ୍ଗ୍ ତ୍ରୁଟି କାରଣରୁ ପରବର୍ତ୍ତୀ ଏରର୍ ହେଲା
 +
 
|-
 
|-
 
|06:09
 
|06:09
 
| ବଡ଼ Sକୁ ଛୋଟ sରେ ବଦଳାନ୍ତୁ
 
| ବଡ଼ Sକୁ ଛୋଟ sରେ ବଦଳାନ୍ତୁ
 +
 
|-
 
|-
 
|06:15  
 
|06:15  
 
| ଦେଖନ୍ତୁ, ଏଠାରେ ଗୋଟିଏ ନାଲି ଛକ ଚିହ୍ନ ଅଛି   
 
| ଦେଖନ୍ତୁ, ଏଠାରେ ଗୋଟିଏ ନାଲି ଛକ ଚିହ୍ନ ଅଛି   
 +
 
|-
 
|-
 
|06:18
 
|06:18
 
| ଏବଂ ଏରର୍ ମେସେଜ୍ କୁହେ:  system cannot be resolved
 
| ଏବଂ ଏରର୍ ମେସେଜ୍ କୁହେ:  system cannot be resolved
 +
 
|-
 
|-
 
|06:23
 
|06:23
 
| ଏହାର ଅର୍ଥ, System ନାମରେ Java, ଏକ Class କିମ୍ୱା Object କିମ୍ୱା Variable ଆଶା କରୁଛି
 
| ଏହାର ଅର୍ଥ, System ନାମରେ Java, ଏକ Class କିମ୍ୱା Object କିମ୍ୱା Variable ଆଶା କରୁଛି
 +
 
|-
 
|-
 
|06:28
 
|06:28
 
| କିନ୍ତୁ, କୋଡ୍ ରେ System Object ପରି କିଛି ନାହିଁ
 
| କିନ୍ତୁ, କୋଡ୍ ରେ System Object ପରି କିଛି ନାହିଁ
 +
 
|-
 
|-
 
|06:33
 
|06:33
 
| ତେଣୁ ଚାଲନ୍ତୁ, ସମ୍ଭାବ୍ୟ ଫିକ୍ସେସ୍ କୁ ଦେଖିବା
 
| ତେଣୁ ଚାଲନ୍ତୁ, ସମ୍ଭାବ୍ୟ ଫିକ୍ସେସ୍ କୁ ଦେଖିବା
 +
 
|-
 
|-
 
|06:39
 
|06:39
 
| ଏଠାରେ 11ଟି ଫିକ୍ସେସ୍ ଅଛି.  ସେଗୁଡ଼ିକ ମଧ୍ୟରୁ ଆମକୁ ଅଷ୍ଟମ ଅପ୍ସନଟି ଦରକାର
 
| ଏଠାରେ 11ଟି ଫିକ୍ସେସ୍ ଅଛି.  ସେଗୁଡ଼ିକ ମଧ୍ୟରୁ ଆମକୁ ଅଷ୍ଟମ ଅପ୍ସନଟି ଦରକାର
 +
 
|-
 
|-
 
|06:48
 
|06:48
 
| Change to 'System' (java.lang)
 
| Change to 'System' (java.lang)
 +
 
|-
 
|-
 
|06:58
 
|06:58
 
| ଦେଖନ୍ତୁ, ଥରେ ଆମେ ଏହାକୁ ବଡ଼ Sରେ ବଦଳାଇଦେଲେ, ଏରର୍ ଟି ଚାଲିଯାଉଛି
 
| ଦେଖନ୍ତୁ, ଥରେ ଆମେ ଏହାକୁ ବଡ଼ Sରେ ବଦଳାଇଦେଲେ, ଏରର୍ ଟି ଚାଲିଯାଉଛି
 +
 
|-
 
|-
 
|07:06
 
|07:06
 
| ଏହା ହେଉଛି, Eclipse ବ୍ୟବହାର କରି Javaରେ ଆପଣ କିପରି ଏରର୍ସ ଚିହ୍ନଟ କରି ସେଗୁଡ଼ିକ ସଂଶୋଧନ କରିବେ   
 
| ଏହା ହେଉଛି, Eclipse ବ୍ୟବହାର କରି Javaରେ ଆପଣ କିପରି ଏରର୍ସ ଚିହ୍ନଟ କରି ସେଗୁଡ଼ିକ ସଂଶୋଧନ କରିବେ   
 +
 
|-
 
|-
 
|07:15  
 
|07:15  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 +
 
|-
 
|-
 
|07:18
 
|07:18
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
 +
 
|-
 
|-
 
|07:20
 
|07:20
 
| Java Program ଲେଖିବା ସମୟରେ ସାଧାରଣ ଏରର୍ ଗୁଡ଼ିକ କ’ଣ ଏବଂ  
 
| Java Program ଲେଖିବା ସମୟରେ ସାଧାରଣ ଏରର୍ ଗୁଡ଼ିକ କ’ଣ ଏବଂ  
 +
 
|-
 
|-
 
|07:23
 
|07:23
 
| ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ
 
| ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ
 +
 
|-
 
|-
 
|07:30
 
|07:30
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, ନିମ୍ନ ପ୍ରଦତ୍ତ କୋଡ୍ ରେ ଏରର୍ସ ଖୋଜନ୍ତୁ ଓ ସେଗୁଡ଼ିକୁ ଫିକ୍ସ କରନ୍ତୁ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, ନିମ୍ନ ପ୍ରଦତ୍ତ କୋଡ୍ ରେ ଏରର୍ସ ଖୋଜନ୍ତୁ ଓ ସେଗୁଡ଼ିକୁ ଫିକ୍ସ କରନ୍ତୁ
 +
 
|-
 
|-
 
|07:39
 
|07:39
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
 +
 
|-
 
|-
 
|07:42
 
|07:42
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|07:48
 
|07:48
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|07:53
 
|07:53
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|07:57
 
|07:57
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|08:07
 
|08:07
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|08:11
 
|08:11
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|08:17
 
|08:17
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|08:23
 
|08:23
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|}
|-
+

Latest revision as of 15:19, 7 April 2017

Time Narration
00:01 Eclipse ବ୍ୟବହାର କରି Errors and Debugging ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 ସରଳ Java ପ୍ରୋଗ୍ରାମ୍ ଲେଖିବା ସମୟରେ ସମ୍ଭାବ୍ୟ Errorଗୁଡ଼ିକ କ’ଣ
00:14 ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ
00:20 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

ଉବୁଣ୍ଟୁ 11.10 Eclipse 3.7

00:27 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ
00:30 Eclipseରେ ଏକ Java ପ୍ରୋଗ୍ରାମ୍ କିପରି କ୍ରିଏଟ୍ ଓ ରନ୍ କରାଯାଏ, ଜାଣିଥିବା ଦରକାର
00:33 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [1]
00:41 ଏକ ସରଳ Java ପ୍ରୋଗ୍ରାମ୍ ରେ ବିଶେଷ ଏରର୍ସ ହୋଇପାରେ:
00:45 ସେମିକଲନ୍ (;) ଛାଡ଼ିଯିବା
00:47 ବାର୍ତ୍ତା ଚାରିପଟେ ଡବଲ୍ କ୍ୱୋଟ୍ସ (".") ଛାଡ଼ିଯିବା
00:50 File Name ଓ Class Name ନମିଶିବା ଏବଂ
00:52 ଛୋଟ ଅକ୍ଷରରେ ପ୍ରିଣ୍ଟ ଷ୍ଟେଟମେଣ୍ଟ ଟାଇପ୍ କରିବା
00:55 ଆମେ ଏକ ପ୍ରୋଗ୍ରାମ୍ ଲେଖିବା ଓ ତା’ପରେ ଏହିସବୁ ପ୍ରତ୍ୟେକ ଏରର୍ କରି Eclipseରେ କ’ଣ ଘଟୁଛି ଦେଖିବା
01:04 ଏଠାରେ,ଆମ ପାଖରେ Eclipse IDE ଏବଂ HelloWorld ଟ୍ୟୁଟୋରିଆଲ୍ ପାଇଁ ବ୍ୟବହୃତ ପ୍ରୋଜେକ୍ଟ ଅଛି
01:11 ନୂଆ Classରେ ଆମେ ଏକ ପ୍ରୋଜେକ୍ଟ ତିଆରି କରି ତାକୁ ବ୍ୟବହାର କରିବା. New Class କ୍ଲାସ୍ ର ନାମ ErrorFree ଦିଅନ୍ତୁ ଏବଂ Method Stubs - Public Static Void Main ଚୟନ କରନ୍ତୁ
01:37 ପ୍ୟାକେଜ୍ ଏକ୍ସପ୍ଲୋରର୍ କୁ ମିନିମାଇଜ୍ କରିଦିଅନ୍ତୁ. କମେଣ୍ଟ କାଢିଦିଅନ୍ତୁ ଓ କିଛି ଏରର୍ ସହିତ ପ୍ରିଣ୍ଟ ଷ୍ଟେଟମେଣ୍ଟ ଆଡ୍ କରନ୍ତୁ
02:23 Eclipseରେ ଏରର୍ ଥିବା ଲାଇନର ବାମ ମାର୍ଜିନ୍ ରେ ନାଲି ଛକ ଚିହ୍ନ ସହିତ ସୂଚିତ କରାଯିବ
02:35 ଏହି ମାମଲାରେ, System.out.println ଲାଇନରେ ଏକ ଏରର୍ ଅଛି ଏବଂ ତେଣୁ, ତାହାର ବାମପଟେ ଏକ ନାଲି ଛକ ଚିହ୍ନ ଅଛି
02:44 ଛକ ଚିହ୍ନ ଉପରେ ମାଉସ୍ ଚଲାଇଲେ ଏରର୍ ର ତାଲିକା ପ୍ରଦର୍ଶିତ ହେବ
02:51 ପ୍ରଥମ ଏରର୍ ପ୍ରଦର୍ଶିତ ହେଲା: syntax error, insert semi-colon to complete block statements
02:58 ଏହାର କାରଣ ହେଉଛି, ଆମକୁ ପ୍ରତ୍ୟେକ ଷ୍ଟେଟମେଣ୍ଟକୁ ଏକ ସେମିକଲନ୍ ସହିତ ଶେଷ କରିବାକୁ ହେବ
03:03 ତେଣୁ, ଷ୍ଟେଟମେଣ୍ଟର ଶେଷରେ ସେମିକଲନ୍ ଦିଅନ୍ତୁ
03:08 Ctrl + S ସହିତ ଫାଇଲକୁ ସେଭ୍ କରନ୍ତୁ
03:16 ଧ୍ୟାନଦିଅନ୍ତୁ ଯେ, ଆମେ ସେମିକଲନ୍ ଆଡ୍ କରି ଫାଇଲକୁ ସେଭ୍ କରିଛେ. ପ୍ରଥମ ଏରର୍ ଚାଲିଯାଇଛି
03:21 ଏବେ, ଗୋଟିଏ ଏରର୍ ରହିଛି ଯାହା କୁହେ: Helloworld cannot be resolved to a variable, ଯାହାର ଅର୍ଥ, କନସୋଲରେ ଯେକୌଣସି ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ସେଥିରେ ଡବଲ୍ କ୍ୱୋଟ୍ସ ରଖିବା ଦରକାର
03:37 ଡବଲ୍ କ୍ୱୋଟ୍ସ ବିନା, Java ଭାବେ ଯେ, HelloWorld ହେଉଛି ଭେରିଏବଲ୍ ର ଏକ ନାମ
03:41 ବାର୍ତ୍ତା ପୂର୍ବରୁ ଓ ପରେ ଡବଲ୍ କ୍ୱୋଟ୍ସ ଆଡ୍ କରନ୍ତୁ
03:55 ସେଭ୍ କରିବା ପାଇଁ Ctrl + S ଦାବନ୍ତୁ. ଦେଖନ୍ତୁ, ନାଲି ଛକ ଚିହ୍ନଟି ଚାଲିଗଲା ଏବଂ ପ୍ରୋଗ୍ରାମଟି ଏରର୍ ଫ୍ରୀ ହୋଇଗଲା. ତେଣୁ, ପ୍ରୋଗ୍ରାମ୍ ରନ୍ କରି ଦେଖିବା କ’ଣ ହେଉଛି
04:10 Run As > Java Application
04:15 ଆମେ ଦେଖୁଛେ ଯେ, ବାର୍ତ୍ତାଟି କନସୋଲରେ ପ୍ରିଣ୍ଟ ହୋଇଗଲା
04:22 ଚାଲନ୍ତୁ, ପରବର୍ତ୍ତୀ ଏରର୍ କୁ ଦେଖିବା
04:25 File Name ଓ Class Name ନମିଶିବାରୁ ଏହା ହେଲା
04:29 Eclipseରେ ଏହା ସାଧାରଣତଃ ହୁଏ ନାହିଁ
04:31 ଏହାର କାରଣ ହେଉଛି, ଆମେ ଏକ ଫାଇଲ୍ କ୍ରିଏଟ୍ କରିବା ପାଇଁ New Class Wizard ବ୍ୟବହାର କରେ ଏବଂ Eclipse
04:39 ଅଟୋମେଟିକାଲୀ ଏକ ଫାଇଲ୍ କ୍ରିଏଟ୍ କରେ
04:41 କିନ୍ତୁ, ଯଦି ଆମେ Eclipse ବାହାରେ ଏକ ଫାଇଲ୍ କ୍ରିଏଟ୍ କରିବା ଓ ତାକୁ ପ୍ରୋଜେକ୍ଟ ସହିତ ଆଡ୍ କରିବା, ତେବେ ଏରର୍ ର ସମ୍ଭାବନା ଅଛି
04:47 ତେଣୁ, Class Nameକୁ ବଦଳାଇ ଏରର୍ କୁ ସନ୍ତୁଳିତ କରନ୍ତୁ
04:59 ଯେହେତୁ Java ହେଉଛି Case Sensitive, ଏବେ Class Name ଓ File Name ମିଶୁନାହିଁ
05:09 ଧ୍ୟାନଦିଅନ୍ତୁ ଯେ, ବାମ ମାର୍ଜିନ୍ ରେ ଏକ ନାଲି ଛକ ଚିହ୍ନ ଅଛି
05:14 ଏବଂ ଏରର୍ ମେସେଜ୍ କୁହେ: The public type errorfree must be defined in its own file
05:20 ଆହୁରି ଦେଖନ୍ତୁ ଯେ, ଶବ୍ଦ ErrorFree ନାଲି ରଙ୍ଗରେ ଅଣ୍ଡରଲାଇନ୍ ହୋଇଅଛି
05:29 Eclipse, ଇଣ୍ଟେଲିଜେଣ୍ଟ ଫିକ୍ସେସ୍ ପ୍ରଦାନ କରେ ଏବଂ ଆମ ପାଖରେ 2ଟି ଫିକ୍ସେସ୍ ଅଛି
05:35 ପ୍ରଥମଟି ହେଉଛି Rename compilation unit to errorfree java
05:39 ଓ ଦ୍ୱିତୀୟଟି ହେଉଛି Rename the type to errorfree
05:43 ଆମକୁ ଦ୍ୱିତୀୟ ଫିକ୍ସଟି ଦରକାର. ଆଉ ଆମେ ଦେଖୁଛେ ଯେ, ଥରେ ଆପଣ ଫାଇଲକୁ ରିନେମ୍ କରିଦେଲେ, Class, ErrorFree ହୋଇଯାଏ, ଏରର୍ ଚାଲିଯାଏ
06:03 ପ୍ରିଣ୍ଟ ଷ୍ଟେଟମେଣ୍ଟରେ ଟାଇପିଙ୍ଗ୍ ତ୍ରୁଟି କାରଣରୁ ପରବର୍ତ୍ତୀ ଏରର୍ ହେଲା
06:09 ବଡ଼ Sକୁ ଛୋଟ sରେ ବଦଳାନ୍ତୁ
06:15 ଦେଖନ୍ତୁ, ଏଠାରେ ଗୋଟିଏ ନାଲି ଛକ ଚିହ୍ନ ଅଛି
06:18 ଏବଂ ଏରର୍ ମେସେଜ୍ କୁହେ: system cannot be resolved
06:23 ଏହାର ଅର୍ଥ, System ନାମରେ Java, ଏକ Class କିମ୍ୱା Object କିମ୍ୱା Variable ଆଶା କରୁଛି
06:28 କିନ୍ତୁ, କୋଡ୍ ରେ System Object ପରି କିଛି ନାହିଁ
06:33 ତେଣୁ ଚାଲନ୍ତୁ, ସମ୍ଭାବ୍ୟ ଫିକ୍ସେସ୍ କୁ ଦେଖିବା
06:39 ଏଠାରେ 11ଟି ଫିକ୍ସେସ୍ ଅଛି. ସେଗୁଡ଼ିକ ମଧ୍ୟରୁ ଆମକୁ ଅଷ୍ଟମ ଅପ୍ସନଟି ଦରକାର
06:48 Change to 'System' (java.lang)
06:58 ଦେଖନ୍ତୁ, ଥରେ ଆମେ ଏହାକୁ ବଡ଼ Sରେ ବଦଳାଇଦେଲେ, ଏରର୍ ଟି ଚାଲିଯାଉଛି
07:06 ଏହା ହେଉଛି, Eclipse ବ୍ୟବହାର କରି Javaରେ ଆପଣ କିପରି ଏରର୍ସ ଚିହ୍ନଟ କରି ସେଗୁଡ଼ିକ ସଂଶୋଧନ କରିବେ
07:15 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:18 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
07:20 Java Program ଲେଖିବା ସମୟରେ ସାଧାରଣ ଏରର୍ ଗୁଡ଼ିକ କ’ଣ ଏବଂ
07:23 ସେହି Errorଗୁଡ଼ିକର ଚିହ୍ନଟ ଓ Eclipse ବ୍ୟବହାର କରି ସେଗୁଡ଼ିକର ସଂଶୋଧନ କିପରି କରାଯିବ
07:30 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, ନିମ୍ନ ପ୍ରଦତ୍ତ କୋଡ୍ ରେ ଏରର୍ସ ଖୋଜନ୍ତୁ ଓ ସେଗୁଡ଼ିକୁ ଫିକ୍ସ କରନ୍ତୁ
07:39 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
07:42 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:57 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
08:07 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:11 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:17 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:23 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep