Difference between revisions of "Java/C2/Installing-Eclipse/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| Linuxରେ Installing Eclipse ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 
| Linuxରେ Installing Eclipse ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
|-
 
|-
 
|00:06  
 
|00:06  
 
| ଏହି ଟ୍ୟୁଟୋରିଆଲରେ ଆପଣ ଉବୁଣ୍ଟୁରେ ଓ Redhat OSରେ Eclipse ଇନଷ୍ଟଲ କରିବା ବିଷୟରେ ଶିଖିବେ
 
| ଏହି ଟ୍ୟୁଟୋରିଆଲରେ ଆପଣ ଉବୁଣ୍ଟୁରେ ଓ Redhat OSରେ Eclipse ଇନଷ୍ଟଲ କରିବା ବିଷୟରେ ଶିଖିବେ
 +
 
|-
 
|-
 
|00:15
 
|00:15
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, ଉବୁଣ୍ଟୁ 11.10 ବ୍ୟବହାର କରୁଛୁ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, ଉବୁଣ୍ଟୁ 11.10 ବ୍ୟବହାର କରୁଛୁ
 +
 
|-
 
|-
 
|00:20
 
|00:20
 
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର ନିଶ୍ଚିତ ଭାବେ
 
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର ନିଶ୍ଚିତ ଭାବେ
 +
 
|-
 
|-
 
|00:22
 
|00:22
 
| ଇଣ୍ଟରନେଟ୍ କନେକ୍ସନ୍ ଥିବା ଦରକାର ଏବଂ Linuxରେ ଟର୍ମିନାଲ୍ ବ୍ୟବହାରର ଜ୍ଞାନ ଥିବା ଉଚିତ
 
| ଇଣ୍ଟରନେଟ୍ କନେକ୍ସନ୍ ଥିବା ଦରକାର ଏବଂ Linuxରେ ଟର୍ମିନାଲ୍ ବ୍ୟବହାରର ଜ୍ଞାନ ଥିବା ଉଚିତ
 +
 
|-
 
|-
 
|00:28
 
|00:28
 
| ତଥା Root Access କିମ୍ୱା Sudo ଅନୁମତି ମଧ୍ୟ ଥିବା ଦରକାର
 
| ତଥା Root Access କିମ୍ୱା Sudo ଅନୁମତି ମଧ୍ୟ ଥିବା ଦରକାର
 +
 
|-
 
|-
 
|00:32
 
|00:32
 
| Root କିମ୍ୱା Sudo କ’ଣ ବୋଲି ଯଦି ଆପଣ ଜାଣିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ
 
| Root କିମ୍ୱା Sudo କ’ଣ ବୋଲି ଯଦି ଆପଣ ଜାଣିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ
 +
 
|-
 
|-
 
|00:36
 
|00:36
 
| ଟ୍ୟୁଟୋରିଆଲ୍ ଦେଇ ଆପଣ ଆଗକୁ ବଢ଼ିପାରିବେ
 
| ଟ୍ୟୁଟୋରିଆଲ୍ ଦେଇ ଆପଣ ଆଗକୁ ବଢ଼ିପାରିବେ
 +
 
|-
 
|-
 
|00:39
 
|00:39
 
| ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ଆପଣଙ୍କ ପାଖରେ ନିଶ୍ଚିତ ଭାବେ Proxy Access ଥିବା ଦରକାର
 
| ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ଆପଣଙ୍କ ପାଖରେ ନିଶ୍ଚିତ ଭାବେ Proxy Access ଥିବା ଦରକାର
 +
 
|-
 
|-
 
|00:45
 
|00:45
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
 +
 
|-
 
|-
 
|00:51
 
|00:51
 
| ପ୍ରଦର୍ଶିତ କମାଣ୍ଡଗୁଡ଼ିକ ବ୍ୟବହାର କରି ଆମେ ଏବେ ଉବୁଣ୍ଟୁରେ Eclipse ଇନଷ୍ଟଲ୍ କରିବା
 
| ପ୍ରଦର୍ଶିତ କମାଣ୍ଡଗୁଡ଼ିକ ବ୍ୟବହାର କରି ଆମେ ଏବେ ଉବୁଣ୍ଟୁରେ Eclipse ଇନଷ୍ଟଲ୍ କରିବା
 +
 
|-
 
|-
 
|00:55
 
|00:55
 
| ଏବଂ ତାହାକୁ Redhatରେ କରିବା ପାଇଁ ଆବଶ୍ୟକ ଛୋଟ ପରିବର୍ତ୍ତନ ବିଷୟରେ ମଧ୍ୟ ଶିଖିବା
 
| ଏବଂ ତାହାକୁ Redhatରେ କରିବା ପାଇଁ ଆବଶ୍ୟକ ଛୋଟ ପରିବର୍ତ୍ତନ ବିଷୟରେ ମଧ୍ୟ ଶିଖିବା
 +
 
|-
 
|-
 
|01:05
 
|01:05
 
| ଏବେ, ଚାଲନ୍ତୁ ଟର୍ମିନାଲ୍ ଖୋଲିବା  
 
| ଏବେ, ଚାଲନ୍ତୁ ଟର୍ମିନାଲ୍ ଖୋଲିବା  
 +
 
|-
 
|-
 
|01:07
 
|01:07
 
| Ctrl + Alt + T  ଦାବନ୍ତୁ  
 
| Ctrl + Alt + T  ଦାବନ୍ତୁ  
 +
 
|-
 
|-
 
|01:10
 
|01:10
 
| ଏହା, ଉବୁଣ୍ଟୁରେ Terminal ଖୋଲିବ
 
| ଏହା, ଉବୁଣ୍ଟୁରେ Terminal ଖୋଲିବ
 +
 
|-
 
|-
 
|01:18
 
|01:18
 
| ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ତାକୁ ଆପଣଙ୍କୁ Terminalରେ ସେଟ୍ କରିବାକୁ ପଡ଼ିବ
 
| ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ତାକୁ ଆପଣଙ୍କୁ Terminalରେ ସେଟ୍ କରିବାକୁ ପଡ଼ିବ
 +
 
|-
 
|-
 
|01:23
 
|01:23
 
| ଯଦି ଆପଣ Proxy କ’ଣ ବୋଲି ଜାଣି ନାହଁନ୍ତି, ତେବେ ଆପଣ ତାହା ବ୍ୟବହାର କରୁଥିବା ନେଟୱର୍କରେ ନଥିବେ
 
| ଯଦି ଆପଣ Proxy କ’ଣ ବୋଲି ଜାଣି ନାହଁନ୍ତି, ତେବେ ଆପଣ ତାହା ବ୍ୟବହାର କରୁଥିବା ନେଟୱର୍କରେ ନଥିବେ
 +
 
|-
 
|-
 
|01:28
 
|01:28
 
| ତେଣୁ ଆପଣ, ଏହି ପଦାଙ୍କ ଛାଡ଼ିଦେଇପାରିବେ
 
| ତେଣୁ ଆପଣ, ଏହି ପଦାଙ୍କ ଛାଡ଼ିଦେଇପାରିବେ
 +
 
|-
 
|-
 
|01:30   
 
|01:30   
 
| Proxy ବ୍ୟବହାରକାରିମାନଙ୍କୁ ଏହାକୁ ସେଟ୍ କରିବାକୁ ହେବ
 
| Proxy ବ୍ୟବହାରକାରିମାନଙ୍କୁ ଏହାକୁ ସେଟ୍ କରିବାକୁ ହେବ
 +
 
|-
 
|-
 
|01:34
 
|01:34
 
| Proxy ଦୁଇ ପ୍ରକାରର ଅଟେ   
 
| Proxy ଦୁଇ ପ୍ରକାରର ଅଟେ   
 +
 
|-
 
|-
 
|01:36
 
|01:36
 
| ଗୋଟିକରେ Username ଓ Password ଦରକାର, ଯେତେବେଳେକି ଅନ୍ୟଟିରେ ନୁହେଁ
 
| ଗୋଟିକରେ Username ଓ Password ଦରକାର, ଯେତେବେଳେକି ଅନ୍ୟଟିରେ ନୁହେଁ
 +
 
|-
 
|-
 
|01:40
 
|01:40
 
| ସମ୍ୱନ୍ଧିତ ବ୍ୟକ୍ତିଙ୍କଠାରୁ, ଆପଣ କେଉଁ ପ୍ରକାରର Proxy ବ୍ୟବହାର କରୁଛନ୍ତି ଜାଣନ୍ତୁ
 
| ସମ୍ୱନ୍ଧିତ ବ୍ୟକ୍ତିଙ୍କଠାରୁ, ଆପଣ କେଉଁ ପ୍ରକାରର Proxy ବ୍ୟବହାର କରୁଛନ୍ତି ଜାଣନ୍ତୁ
 +
 
|-
 
|-
 
|01:45
 
|01:45
 
| Terminalରେ ଟାଇପ୍ କରନ୍ତୁ:  sudo ସ୍ପେସ୍ ହାଇଫେନ୍ s
 
| Terminalରେ ଟାଇପ୍ କରନ୍ତୁ:  sudo ସ୍ପେସ୍ ହାଇଫେନ୍ s
 +
 
|-
 
|-
 
|01:52  
 
|01:52  
 
| କୁହାଗଲେ ପାସୱର୍ଡ ଟାଇପ୍ କରିବେ
 
| କୁହାଗଲେ ପାସୱର୍ଡ ଟାଇପ୍ କରିବେ
 +
 
|-
 
|-
 
|01:57
 
|01:57
 
| ଧ୍ୟାନଦିଅନ୍ତୁ ଯେ, ଆପଣ ପାସୱର୍ଡ ଟାଇପ୍ କଲେ, ଆଷ୍ଟରିକ (*) କିମ୍ୱା ଅନ୍ୟ ସଂକେତ ଭାବରେ କୌଣସି ଫିଡବ୍ୟାକ୍ ପାଇବେ ନାହିଁ.  Enter ଦାବନ୍ତୁ
 
| ଧ୍ୟାନଦିଅନ୍ତୁ ଯେ, ଆପଣ ପାସୱର୍ଡ ଟାଇପ୍ କଲେ, ଆଷ୍ଟରିକ (*) କିମ୍ୱା ଅନ୍ୟ ସଂକେତ ଭାବରେ କୌଣସି ଫିଡବ୍ୟାକ୍ ପାଇବେ ନାହିଁ.  Enter ଦାବନ୍ତୁ
 +
 
|-
 
|-
 
|02:06
 
|02:06
 
| ଦେଖନ୍ତୁ, ପ୍ରମ୍ପ୍ଟ ସିମ୍ୱଲ୍ Dollarରୁ Hashରେ ବଦଳିଯାଇଛି
 
| ଦେଖନ୍ତୁ, ପ୍ରମ୍ପ୍ଟ ସିମ୍ୱଲ୍ Dollarରୁ Hashରେ ବଦଳିଯାଇଛି
 +
 
|-
 
|-
 
|02:14
 
|02:14
Line 85: Line 112:
 
http ଅଣ୍ଡରସ୍କୋର୍ proxy  
 
http ଅଣ୍ଡରସ୍କୋର୍ proxy  
 
ଇକ୍ୱାଲ୍ ଟୁ http://tsuser:tspwd@10.24.0.2:8080
 
ଇକ୍ୱାଲ୍ ଟୁ http://tsuser:tspwd@10.24.0.2:8080
 +
 
|-
 
|-
 
|02:47
 
|02:47
 
| ଏହି କମାଣ୍ଡରେ tsuser ହେଉଛି Proxy ଅଥେଣ୍ଟିକେଶନ୍ ପାଇଁ ୟୁଜର୍ ନେମ୍ ତଥା tspwd ହେଉଛି ପାସୱର୍ଡ
 
| ଏହି କମାଣ୍ଡରେ tsuser ହେଉଛି Proxy ଅଥେଣ୍ଟିକେଶନ୍ ପାଇଁ ୟୁଜର୍ ନେମ୍ ତଥା tspwd ହେଉଛି ପାସୱର୍ଡ
 +
 
|-
 
|-
 
|02:55
 
|02:55
 
| ଦୟାକରି ନିଜ ଆବଶ୍ୟକତା ଅନୁସାରେ ଏହି ଭାଲ୍ୟୁଗୁଡ଼ିକୁ ବଦଳାନ୍ତୁ
 
| ଦୟାକରି ନିଜ ଆବଶ୍ୟକତା ଅନୁସାରେ ଏହି ଭାଲ୍ୟୁଗୁଡ଼ିକୁ ବଦଳାନ୍ତୁ
 +
 
|-
 
|-
 
|02:59
 
|02:59
 
| Proxyର Host Address ହେଉଛି 10.24.0.2 ଓ Port Number ହେଉଛି 8080  
 
| Proxyର Host Address ହେଉଛି 10.24.0.2 ଓ Port Number ହେଉଛି 8080  
 +
 
|-
 
|-
 
|03:07
 
|03:07
 
| ନିଜ ଆବଶ୍ୟକତା ଅନୁସାରେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବଦଳାନ୍ତୁ.  ଏଣ୍ଟର୍‍ ଦାବନ୍ତୁ
 
| ନିଜ ଆବଶ୍ୟକତା ଅନୁସାରେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବଦଳାନ୍ତୁ.  ଏଣ୍ଟର୍‍ ଦାବନ୍ତୁ
 +
 
|-
 
|-
 
|03:14
 
|03:14
 
| କିଛି ମାମଲାରେ, ନେଟୱର୍କ, ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ
 
| କିଛି ମାମଲାରେ, ନେଟୱର୍କ, ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ
 +
 
|-
 
|-
 
|03:18
 
|03:18
 
| ଏହିପରି ମାମଲାରେ Username ଓ Passwordକୁ ଖାଲି ଛାଡ଼ିଦିଆଯାଇପାରେ
 
| ଏହିପରି ମାମଲାରେ Username ଓ Passwordକୁ ଖାଲି ଛାଡ଼ିଦିଆଯାଇପାରେ
 +
 
|-
 
|-
 
|03:22
 
|03:22
 
| ଯେହେତୁ ମୋର Proxy ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ, ମୁଁ ସେହି ବିବରଣୀଗୁଡ଼ିକୁ କାଢ଼ିଦେଉଛି
 
| ଯେହେତୁ ମୋର Proxy ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ, ମୁଁ ସେହି ବିବରଣୀଗୁଡ଼ିକୁ କାଢ଼ିଦେଉଛି
 +
 
|-
 
|-
 
|03:28
 
|03:28
 
| ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବି Username ଓ Password କାଢ଼ିଦିଅନ୍ତୁ.  
 
| ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବି Username ଓ Password କାଢ଼ିଦିଅନ୍ତୁ.  
 +
 
|-
 
|-
 
|03:35
 
|03:35
| ଏବଂ Enter ଦାବନ୍ତୁ
+
| ଏବଂ Enter ଦାବନ୍ତୁ,ଏହି କମାଣ୍ଡଗୁଡ଼ିକ http proxy ସେଟ୍ କରେ.  http Proxy କିପରି ସେଟ୍ କରାଯାଏ, ଆମେ ଜାଣିଛେ
|-
+
 
|03:36
+
| ଏହି କମାଣ୍ଡଗୁଡ଼ିକ http proxy ସେଟ୍ କରେ.  http Proxy କିପରି ସେଟ୍ କରାଯାଏ, ଆମେ ଜାଣିଛେ
+
 
|-
 
|-
 
|03:44
 
|03:44
 
| ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବନ୍ତୁ ଏବଂ httpକୁ httpsରେ ବଦଳାଇବା ପାଇଁ s ଟାଇପ୍ କରି Enter ଦାବନ୍ତୁ  
 
| ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବନ୍ତୁ ଏବଂ httpକୁ httpsରେ ବଦଳାଇବା ପାଇଁ s ଟାଇପ୍ କରି Enter ଦାବନ୍ତୁ  
|-
+
 
 +
|-
 
|03:54
 
|03:54
 
| ଏବେ ଆମେ ସଫଳତାପୂର୍ବକ Proxy ସେଟ୍ କରିଦେଲେ
 
| ଏବେ ଆମେ ସଫଳତାପୂର୍ବକ Proxy ସେଟ୍ କରିଦେଲେ
 +
 
|-
 
|-
 
|03:58
 
|03:58
 
| ନର୍ମାଲ୍ ପ୍ରମ୍ପ୍ଟକୁ ଫେରିବା ପାଇଁ Ctrl + D ଦାବନ୍ତୁ
 
| ନର୍ମାଲ୍ ପ୍ରମ୍ପ୍ଟକୁ ଫେରିବା ପାଇଁ Ctrl + D ଦାବନ୍ତୁ
|-
+
 
 +
|-
 
|04:02
 
|04:02
 
| ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ
 
| ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ
 +
 
|-
 
|-
 
|04:11
 
|04:11
 
| ଏବେ ଆମେ Eclipse ଇନଷ୍ଟଲ୍ କରିବା
 
| ଏବେ ଆମେ Eclipse ଇନଷ୍ଟଲ୍ କରିବା
 +
 
|-
 
|-
 
|04:14
 
|04:14
 
| ଟାଇପ୍ କରନ୍ତୁ:  sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ update
 
| ଟାଇପ୍ କରନ୍ତୁ:  sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ update
 +
 
|-
 
|-
 
|04:25
 
|04:25
 
| ଏହି କମାଣ୍ଡ, ସମସ୍ତ ଉପଲବ୍ଧ ସଫ୍ଟୱେର୍ ର ତାଲିକା କାଢିବ. Enter ଦାବନ୍ତୁ   
 
| ଏହି କମାଣ୍ଡ, ସମସ୍ତ ଉପଲବ୍ଧ ସଫ୍ଟୱେର୍ ର ତାଲିକା କାଢିବ. Enter ଦାବନ୍ତୁ   
 +
 
|-
 
|-
 
|04:33  
 
|04:33  
 
| ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ ଉପରେ ନିର୍ଭର କରି, ସଫ୍ଟୱେର୍ ର ତାଲିକା କାଢ଼ିବା ପାଇଁ ଏହା କିଛି ସମୟ ନେବ   
 
| ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ ଉପରେ ନିର୍ଭର କରି, ସଫ୍ଟୱେର୍ ର ତାଲିକା କାଢ଼ିବା ପାଇଁ ଏହା କିଛି ସମୟ ନେବ   
 +
 
|-
 
|-
 
|04:45
 
|04:45
 
| ଯେତେବେଳେ ଟର୍ମିନାଲ୍ Dollar Prompt ($)କୁ ଫେରିବ, ସେତେବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ.  ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ
 
| ଯେତେବେଳେ ଟର୍ମିନାଲ୍ Dollar Prompt ($)କୁ ଫେରିବ, ସେତେବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ.  ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ
 +
 
|-
 
|-
 
|04:55
 
|04:55
 
| ଟାଇପ୍ କରନ୍ତୁ:  sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ eclipse ଓ Enter ଦାବନ୍ତୁ
 
| ଟାଇପ୍ କରନ୍ତୁ:  sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ eclipse ଓ Enter ଦାବନ୍ତୁ
 +
 
|-
 
|-
 
|05:10
 
|05:10
 
| ଏହି କମାଣ୍ଡ Eclipse ସଫ୍ଟୱେର୍ କୁ ଖୋଜି ସିଷ୍ଟମ୍ ରେ ଇନଷ୍ଟଲ୍ କରେ
 
| ଏହି କମାଣ୍ଡ Eclipse ସଫ୍ଟୱେର୍ କୁ ଖୋଜି ସିଷ୍ଟମ୍ ରେ ଇନଷ୍ଟଲ୍ କରେ
|-
+
 
 +
|-
 
|05:15
 
|05:15
 
| Need to get 10.8 MB ଲେଖାଥିବା ଲାଇନ୍ କୁ ଦେଖନ୍ତୁ
 
| Need to get 10.8 MB ଲେଖାଥିବା ଲାଇନ୍ କୁ ଦେଖନ୍ତୁ
 +
 
|-
 
|-
 
|05:22
 
|05:22
 
| ଆପଣଙ୍କ ସିଷ୍ଟମ୍ କୁ ଆଧାର କରି ଏହି ସଂଖ୍ୟା ଭିନ୍ନ ହେବ  
 
| ଆପଣଙ୍କ ସିଷ୍ଟମ୍ କୁ ଆଧାର କରି ଏହି ସଂଖ୍ୟା ଭିନ୍ନ ହେବ  
 +
 
|-
 
|-
 
|05:27  
 
|05:27  
 
| ତଥା ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଆଧାର କରି ପ୍ୟାକେଜ୍ ଗୁଡ଼ିକୁ ଖୋଜିବା ପାଇଁ ଆବଶ୍ୟକ ସମୟ ଭିନ୍ନ ହେବ  
 
| ତଥା ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଆଧାର କରି ପ୍ୟାକେଜ୍ ଗୁଡ଼ିକୁ ଖୋଜିବା ପାଇଁ ଆବଶ୍ୟକ ସମୟ ଭିନ୍ନ ହେବ  
 +
 
|-
 
|-
 
|05:30
 
|05:30
 
| Y କିମ୍ୱା N Promptରେ Y ଟାଇପ୍ କରି Enter ଦାବନ୍ତୁ
 
| Y କିମ୍ୱା N Promptରେ Y ଟାଇପ୍ କରି Enter ଦାବନ୍ତୁ
 +
 
|-
 
|-
 
|05:39
 
|05:39
 
| ସମସ୍ତ ଆବଶ୍ୟକ ପ୍ୟାକେଜଗୁଡ଼ିକ ଡାଉନଲୋଡ୍ ହୋଇ ସିଷ୍ଟମରେ ଅନ୍-ପ୍ୟାକ୍ ହୋଇଗଲା
 
| ସମସ୍ତ ଆବଶ୍ୟକ ପ୍ୟାକେଜଗୁଡ଼ିକ ଡାଉନଲୋଡ୍ ହୋଇ ସିଷ୍ଟମରେ ଅନ୍-ପ୍ୟାକ୍ ହୋଇଗଲା
 +
 
|-
 
|-
 
|05:59
 
|05:59
 
| ଯେତେବେଳେ ଟର୍ମିନାଲ୍ Dollar Prompକୁ ଫେରିବ, ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବ
 
| ଯେତେବେଳେ ଟର୍ମିନାଲ୍ Dollar Prompକୁ ଫେରିବ, ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବ
 +
 
|-
 
|-
 
|06:05
 
|06:05
 
| ସିଷ୍ଟମରେ Eclipse ଇନଷ୍ଟଲ୍ ହୋଇଛି ଓ ଉପଲବ୍ଧ ଅଛି କି ନାହିଁ, ଚାଲନ୍ତୁ ଦେଖିବା
 
| ସିଷ୍ଟମରେ Eclipse ଇନଷ୍ଟଲ୍ ହୋଇଛି ଓ ଉପଲବ୍ଧ ଅଛି କି ନାହିଁ, ଚାଲନ୍ତୁ ଦେଖିବା
 +
 
|-
 
|-
 
|06:10
 
|06:10
 
| Alt + F2 ଦାବନ୍ତୁ. ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ
 
| Alt + F2 ଦାବନ୍ତୁ. ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ
 +
 
|-
 
|-
 
|06:22
 
|06:22
 
| ଏହା Eclipse Application ଲଞ୍ଚ କରେ.  ଯଦି Eclipse ଇନଷ୍ଟଲ୍ ହୋଇନଥିବ, ତେବେ ଏହା Applicationକୁ ଖୋଲିବ ନାହିଁ  
 
| ଏହା Eclipse Application ଲଞ୍ଚ କରେ.  ଯଦି Eclipse ଇନଷ୍ଟଲ୍ ହୋଇନଥିବ, ତେବେ ଏହା Applicationକୁ ଖୋଲିବ ନାହିଁ  
 +
 
|-  
 
|-  
 
|06:31  
 
|06:31  
 
| ଆମେ, Workspace Launcher Prompt ପାଇବା. ଆଗକୁ ବଢିବା ପାଇଁ OK କ୍ଲିକ୍ କରନ୍ତୁ
 
| ଆମେ, Workspace Launcher Prompt ପାଇବା. ଆଗକୁ ବଢିବା ପାଇଁ OK କ୍ଲିକ୍ କରନ୍ତୁ
 +
 
|-
 
|-
 
|06:40
 
|06:40
 
| Welcome To Eclipse ପେଜ୍ ଦେଖାଦେବ.  ଏହାର ଅର୍ଥ, ସିଷ୍ଟମରେ Eclipse ସଫଳତାପୂର୍ବକ ଇନଷ୍ଟଲ୍ ହେଲା
 
| Welcome To Eclipse ପେଜ୍ ଦେଖାଦେବ.  ଏହାର ଅର୍ଥ, ସିଷ୍ଟମରେ Eclipse ସଫଳତାପୂର୍ବକ ଇନଷ୍ଟଲ୍ ହେଲା
 +
 
|-  
 
|-  
 
|06:53  
 
|06:53  
 
| Debian, Kubuntu ଓ Xubuntuରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା Ubuntu ପରି ସମାନ
 
| Debian, Kubuntu ଓ Xubuntuରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା Ubuntu ପରି ସମାନ
 +
 
|-
 
|-
 
|07:04
 
|07:04
 
| Redhatରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା ମଧ୍ୟ Ubuntu ପରି ସମାନ
 
| Redhatରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା ମଧ୍ୟ Ubuntu ପରି ସମାନ
 +
 
|-
 
|-
 
|07:08
 
|07:08
 
| କେବଳ ପ୍ରଭେଦ ହେଉଛି, ଖୋଜିବା ଓ ଇନଷ୍ଟଲ୍ ପାଇଁ ବ୍ୟବହୃତ କମାଣ୍ଡସ୍
 
| କେବଳ ପ୍ରଭେଦ ହେଉଛି, ଖୋଜିବା ଓ ଇନଷ୍ଟଲ୍ ପାଇଁ ବ୍ୟବହୃତ କମାଣ୍ଡସ୍
 +
 
|-
 
|-
 
|07:13
 
|07:13
 
| ସଫ୍ଟୱେର୍ ର ତାଲିକା ଖୋଜିବା ପାଇଁ, sudo ସ୍ପେସ୍ yum ସ୍ପେସ୍ update ବ୍ୟବହାର କରନ୍ତୁ
 
| ସଫ୍ଟୱେର୍ ର ତାଲିକା ଖୋଜିବା ପାଇଁ, sudo ସ୍ପେସ୍ yum ସ୍ପେସ୍ update ବ୍ୟବହାର କରନ୍ତୁ
 +
 
|-
 
|-
 
|07:19
 
|07:19
 
| Eclipse ଇନଷ୍ଟଲ୍ କରିବା ପାଇଁ ବ୍ୟବହାର କରନ୍ତୁ sudo ସ୍ପେସ୍ yum ସ୍ପେସ୍ install ସ୍ପେସ୍ eclipse
 
| Eclipse ଇନଷ୍ଟଲ୍ କରିବା ପାଇଁ ବ୍ୟବହାର କରନ୍ତୁ sudo ସ୍ପେସ୍ yum ସ୍ପେସ୍ install ସ୍ପେସ୍ eclipse
 +
 
|-
 
|-
 
|07:27
 
|07:27
 
| Fedora, Centos ଓ SUSE Linuxରେ Eclipse ଇନଷ୍ଟଲ୍ କରିବା ପାଇଁ ପ୍ରକ୍ରିୟା Redhat ପରି ସମାନ
 
| Fedora, Centos ଓ SUSE Linuxରେ Eclipse ଇନଷ୍ଟଲ୍ କରିବା ପାଇଁ ପ୍ରକ୍ରିୟା Redhat ପରି ସମାନ
 +
 
|-
 
|-
 
|07:37
 
|07:37
 
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
|-
 
|-
 
|07:39
 
|07:39
 
| Ubuntu ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ Redhat ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମରେ Eclipse କିପରି ଇନଷ୍ଟଲ୍ କରାଯାଏ, ତାହା ଆମେ ଦେଖିଲେ
 
| Ubuntu ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ Redhat ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମରେ Eclipse କିପରି ଇନଷ୍ଟଲ୍ କରାଯାଏ, ତାହା ଆମେ ଦେଖିଲେ
 +
 
|-
 
|-
 
|07:49
 
|07:49
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ
 +
 
|-
 
|-
 
|07:52
 
|07:52
 
| Eclipse ପାଇଁ ସମାନ ଇନଷ୍ଟଲେଶନ୍ ପ୍ରକ୍ରିୟା ଥିବା ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ଖୋଜନ୍ତୁ
 
| Eclipse ପାଇଁ ସମାନ ଇନଷ୍ଟଲେଶନ୍ ପ୍ରକ୍ରିୟା ଥିବା ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ଖୋଜନ୍ତୁ
 +
 
|-
 
|-
 
|07:58
 
|07:58
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|08:04
 
|08:04
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|08:07
 
|08:07
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|08:12
 
|08:12
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,  
|-
+
 
|08:13
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,  
+
 
|-
 
|-
 
|08:16
 
|08:16
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 +
 
|-
 
|-
 
|08:19
 
|08:19
 
| ଅଧିକ ବିବରଣୀ ପାଇଁ ଦୟାକରି contact ଆଟ୍ spoken ହାଇଫେନ୍ tutorial ଡଟ୍ orgକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି contact ଆଟ୍ spoken ହାଇଫେନ୍ tutorial ଡଟ୍ orgକୁ ଲେଖନ୍ତୁ
 +
 
|-
 
|-
 
|08:26
 
|08:26
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|08:30
 
|08:30
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  '''
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  '''
 +
 
|-
 
|-
 
|08:36
 
|08:36
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
|08:42
 
|08:42
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 14:52, 7 April 2017

Time Narration
00:01 Linuxରେ Installing Eclipse ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆପଣ ଉବୁଣ୍ଟୁରେ ଓ Redhat OSରେ Eclipse ଇନଷ୍ଟଲ କରିବା ବିଷୟରେ ଶିଖିବେ
00:15 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, ଉବୁଣ୍ଟୁ 11.10 ବ୍ୟବହାର କରୁଛୁ
00:20 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କର ନିଶ୍ଚିତ ଭାବେ
00:22 ଇଣ୍ଟରନେଟ୍ କନେକ୍ସନ୍ ଥିବା ଦରକାର ଏବଂ Linuxରେ ଟର୍ମିନାଲ୍ ବ୍ୟବହାରର ଜ୍ଞାନ ଥିବା ଉଚିତ
00:28 ତଥା Root Access କିମ୍ୱା Sudo ଅନୁମତି ମଧ୍ୟ ଥିବା ଦରକାର
00:32 Root କିମ୍ୱା Sudo କ’ଣ ବୋଲି ଯଦି ଆପଣ ଜାଣିନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ
00:36 ଟ୍ୟୁଟୋରିଆଲ୍ ଦେଇ ଆପଣ ଆଗକୁ ବଢ଼ିପାରିବେ
00:39 ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ଆପଣଙ୍କ ପାଖରେ ନିଶ୍ଚିତ ଭାବେ Proxy Access ଥିବା ଦରକାର
00:45 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:51 ପ୍ରଦର୍ଶିତ କମାଣ୍ଡଗୁଡ଼ିକ ବ୍ୟବହାର କରି ଆମେ ଏବେ ଉବୁଣ୍ଟୁରେ Eclipse ଇନଷ୍ଟଲ୍ କରିବା
00:55 ଏବଂ ତାହାକୁ Redhatରେ କରିବା ପାଇଁ ଆବଶ୍ୟକ ଛୋଟ ପରିବର୍ତ୍ତନ ବିଷୟରେ ମଧ୍ୟ ଶିଖିବା
01:05 ଏବେ, ଚାଲନ୍ତୁ ଟର୍ମିନାଲ୍ ଖୋଲିବା
01:07 Ctrl + Alt + T ଦାବନ୍ତୁ
01:10 ଏହା, ଉବୁଣ୍ଟୁରେ Terminal ଖୋଲିବ
01:18 ଯଦି ଆପଣ Proxy ବ୍ୟବହାର କରୁଥିବା ନେଟୱର୍କରେ ଅଛନ୍ତି, ତେବେ ତାକୁ ଆପଣଙ୍କୁ Terminalରେ ସେଟ୍ କରିବାକୁ ପଡ଼ିବ
01:23 ଯଦି ଆପଣ Proxy କ’ଣ ବୋଲି ଜାଣି ନାହଁନ୍ତି, ତେବେ ଆପଣ ତାହା ବ୍ୟବହାର କରୁଥିବା ନେଟୱର୍କରେ ନଥିବେ
01:28 ତେଣୁ ଆପଣ, ଏହି ପଦାଙ୍କ ଛାଡ଼ିଦେଇପାରିବେ
01:30 Proxy ବ୍ୟବହାରକାରିମାନଙ୍କୁ ଏହାକୁ ସେଟ୍ କରିବାକୁ ହେବ
01:34 Proxy ଦୁଇ ପ୍ରକାରର ଅଟେ
01:36 ଗୋଟିକରେ Username ଓ Password ଦରକାର, ଯେତେବେଳେକି ଅନ୍ୟଟିରେ ନୁହେଁ
01:40 ସମ୍ୱନ୍ଧିତ ବ୍ୟକ୍ତିଙ୍କଠାରୁ, ଆପଣ କେଉଁ ପ୍ରକାରର Proxy ବ୍ୟବହାର କରୁଛନ୍ତି ଜାଣନ୍ତୁ
01:45 Terminalରେ ଟାଇପ୍ କରନ୍ତୁ: sudo ସ୍ପେସ୍ ହାଇଫେନ୍ s
01:52 କୁହାଗଲେ ପାସୱର୍ଡ ଟାଇପ୍ କରିବେ
01:57 ଧ୍ୟାନଦିଅନ୍ତୁ ଯେ, ଆପଣ ପାସୱର୍ଡ ଟାଇପ୍ କଲେ, ଆଷ୍ଟରିକ (*) କିମ୍ୱା ଅନ୍ୟ ସଂକେତ ଭାବରେ କୌଣସି ଫିଡବ୍ୟାକ୍ ପାଇବେ ନାହିଁ. Enter ଦାବନ୍ତୁ
02:06 ଦେଖନ୍ତୁ, ପ୍ରମ୍ପ୍ଟ ସିମ୍ୱଲ୍ Dollarରୁ Hashରେ ବଦଳିଯାଇଛି
02:14 ଏବେ ଟାଇପ୍ କରନ୍ତୁ: export ସ୍ପେସ୍

http ଅଣ୍ଡରସ୍କୋର୍ proxy ଇକ୍ୱାଲ୍ ଟୁ http://tsuser:tspwd@10.24.0.2:8080

02:47 ଏହି କମାଣ୍ଡରେ tsuser ହେଉଛି Proxy ଅଥେଣ୍ଟିକେଶନ୍ ପାଇଁ ୟୁଜର୍ ନେମ୍ ତଥା tspwd ହେଉଛି ପାସୱର୍ଡ
02:55 ଦୟାକରି ନିଜ ଆବଶ୍ୟକତା ଅନୁସାରେ ଏହି ଭାଲ୍ୟୁଗୁଡ଼ିକୁ ବଦଳାନ୍ତୁ
02:59 Proxyର Host Address ହେଉଛି 10.24.0.2 ଓ Port Number ହେଉଛି 8080
03:07 ନିଜ ଆବଶ୍ୟକତା ଅନୁସାରେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବଦଳାନ୍ତୁ. ଏଣ୍ଟର୍‍ ଦାବନ୍ତୁ
03:14 କିଛି ମାମଲାରେ, ନେଟୱର୍କ, ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ
03:18 ଏହିପରି ମାମଲାରେ Username ଓ Passwordକୁ ଖାଲି ଛାଡ଼ିଦିଆଯାଇପାରେ
03:22 ଯେହେତୁ ମୋର Proxy ଅଥେଣ୍ଟିକେଶନ୍ ଆବଶ୍ୟକ କରେନାହିଁ, ମୁଁ ସେହି ବିବରଣୀଗୁଡ଼ିକୁ କାଢ଼ିଦେଉଛି
03:28 ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବି Username ଓ Password କାଢ଼ିଦିଅନ୍ତୁ.
03:35 ଏବଂ Enter ଦାବନ୍ତୁ,ଏହି କମାଣ୍ଡଗୁଡ଼ିକ http proxy ସେଟ୍ କରେ. http Proxy କିପରି ସେଟ୍ କରାଯାଏ, ଆମେ ଜାଣିଛେ
03:44 ପୂର୍ବ କମାଣ୍ଡ ପାଇବା ପାଇଁ ଅପ୍ ଆରୋ ଦାବନ୍ତୁ ଏବଂ httpକୁ httpsରେ ବଦଳାଇବା ପାଇଁ s ଟାଇପ୍ କରି Enter ଦାବନ୍ତୁ
03:54 ଏବେ ଆମେ ସଫଳତାପୂର୍ବକ Proxy ସେଟ୍ କରିଦେଲେ
03:58 ନର୍ମାଲ୍ ପ୍ରମ୍ପ୍ଟକୁ ଫେରିବା ପାଇଁ Ctrl + D ଦାବନ୍ତୁ
04:02 ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ
04:11 ଏବେ ଆମେ Eclipse ଇନଷ୍ଟଲ୍ କରିବା
04:14 ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ update
04:25 ଏହି କମାଣ୍ଡ, ସମସ୍ତ ଉପଲବ୍ଧ ସଫ୍ଟୱେର୍ ର ତାଲିକା କାଢିବ. Enter ଦାବନ୍ତୁ
04:33 ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ ଉପରେ ନିର୍ଭର କରି, ସଫ୍ଟୱେର୍ ର ତାଲିକା କାଢ଼ିବା ପାଇଁ ଏହା କିଛି ସମୟ ନେବ
04:45 ଯେତେବେଳେ ଟର୍ମିନାଲ୍ Dollar Prompt ($)କୁ ଫେରିବ, ସେତେବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ. ସ୍କ୍ରୀନ୍ କ୍ଲିଅର୍ କରିବା ପାଇଁ Clear ଟାଇପ୍ କରି Enter ଦାବନ୍ତୁ
04:55 ଟାଇପ୍ କରନ୍ତୁ: sudo ସ୍ପେସ୍ apt ହାଇଫେନ୍ get ସ୍ପେସ୍ install ସ୍ପେସ୍ eclipse ଓ Enter ଦାବନ୍ତୁ
05:10 ଏହି କମାଣ୍ଡ Eclipse ସଫ୍ଟୱେର୍ କୁ ଖୋଜି ସିଷ୍ଟମ୍ ରେ ଇନଷ୍ଟଲ୍ କରେ
05:15 Need to get 10.8 MB ଲେଖାଥିବା ଲାଇନ୍ କୁ ଦେଖନ୍ତୁ
05:22 ଆପଣଙ୍କ ସିଷ୍ଟମ୍ କୁ ଆଧାର କରି ଏହି ସଂଖ୍ୟା ଭିନ୍ନ ହେବ
05:27 ତଥା ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ ଉପରେ ଆଧାର କରି ପ୍ୟାକେଜ୍ ଗୁଡ଼ିକୁ ଖୋଜିବା ପାଇଁ ଆବଶ୍ୟକ ସମୟ ଭିନ୍ନ ହେବ
05:30 Y କିମ୍ୱା N Promptରେ Y ଟାଇପ୍ କରି Enter ଦାବନ୍ତୁ
05:39 ସମସ୍ତ ଆବଶ୍ୟକ ପ୍ୟାକେଜଗୁଡ଼ିକ ଡାଉନଲୋଡ୍ ହୋଇ ସିଷ୍ଟମରେ ଅନ୍-ପ୍ୟାକ୍ ହୋଇଗଲା
05:59 ଯେତେବେଳେ ଟର୍ମିନାଲ୍ Dollar Prompକୁ ଫେରିବ, ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବ
06:05 ସିଷ୍ଟମରେ Eclipse ଇନଷ୍ଟଲ୍ ହୋଇଛି ଓ ଉପଲବ୍ଧ ଅଛି କି ନାହିଁ, ଚାଲନ୍ତୁ ଦେଖିବା
06:10 Alt + F2 ଦାବନ୍ତୁ. ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ
06:22 ଏହା Eclipse Application ଲଞ୍ଚ କରେ. ଯଦି Eclipse ଇନଷ୍ଟଲ୍ ହୋଇନଥିବ, ତେବେ ଏହା Applicationକୁ ଖୋଲିବ ନାହିଁ
06:31 ଆମେ, Workspace Launcher Prompt ପାଇବା. ଆଗକୁ ବଢିବା ପାଇଁ OK କ୍ଲିକ୍ କରନ୍ତୁ
06:40 Welcome To Eclipse ପେଜ୍ ଦେଖାଦେବ. ଏହାର ଅର୍ଥ, ସିଷ୍ଟମରେ Eclipse ସଫଳତାପୂର୍ବକ ଇନଷ୍ଟଲ୍ ହେଲା
06:53 Debian, Kubuntu ଓ Xubuntuରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା Ubuntu ପରି ସମାନ
07:04 Redhatରେ Eclipse ଇନଷ୍ଟଲ୍ କରିବାର ପ୍ରକ୍ରିୟା ମଧ୍ୟ Ubuntu ପରି ସମାନ
07:08 କେବଳ ପ୍ରଭେଦ ହେଉଛି, ଖୋଜିବା ଓ ଇନଷ୍ଟଲ୍ ପାଇଁ ବ୍ୟବହୃତ କମାଣ୍ଡସ୍
07:13 ସଫ୍ଟୱେର୍ ର ତାଲିକା ଖୋଜିବା ପାଇଁ, sudo ସ୍ପେସ୍ yum ସ୍ପେସ୍ update ବ୍ୟବହାର କରନ୍ତୁ
07:19 Eclipse ଇନଷ୍ଟଲ୍ କରିବା ପାଇଁ ବ୍ୟବହାର କରନ୍ତୁ sudo ସ୍ପେସ୍ yum ସ୍ପେସ୍ install ସ୍ପେସ୍ eclipse
07:27 Fedora, Centos ଓ SUSE Linuxରେ Eclipse ଇନଷ୍ଟଲ୍ କରିବା ପାଇଁ ପ୍ରକ୍ରିୟା Redhat ପରି ସମାନ
07:37 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
07:39 Ubuntu ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ Redhat ଓ ସେହିପରି ଅପରେଟିଙ୍ଗ୍ ସିଷ୍ଟମରେ Eclipse କିପରି ଇନଷ୍ଟଲ୍ କରାଯାଏ, ତାହା ଆମେ ଦେଖିଲେ
07:49 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ
07:52 Eclipse ପାଇଁ ସମାନ ଇନଷ୍ଟଲେଶନ୍ ପ୍ରକ୍ରିୟା ଥିବା ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ଖୋଜନ୍ତୁ
07:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
08:04 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:07 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
08:16 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
08:19 ଅଧିକ ବିବରଣୀ ପାଇଁ ଦୟାକରି contact ଆଟ୍ spoken ହାଇଫେନ୍ tutorial ଡଟ୍ orgକୁ ଲେଖନ୍ତୁ
08:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:30 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:36 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାସ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
08:42 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep