Difference between revisions of "Java/C2/First-Java-Program/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:02
 
|00:02
 
| First Java Program ସହିତ ଆରମ୍ଭ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| First Java Program ସହିତ ଆରମ୍ଭ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:09
 
|00:09
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,  
 +
 
|-
 
|-
 
|00:11
 
|00:11
|* ସରଳ Java ପ୍ରୋଗ୍ରାମ୍ କ୍ରିଏଟ୍ କରିବା   
+
|ସରଳ Java ପ୍ରୋଗ୍ରାମ୍ କ୍ରିଏଟ୍ କରିବା   
 +
 
 
|-
 
|-
 
|00:14
 
|00:14
|* ପ୍ରୋଗ୍ରାମ୍ କମ୍ପାଇଲ୍ କରିବା  
+
|  ପ୍ରୋଗ୍ରାମ୍ କମ୍ପାଇଲ୍ କରିବା  
 +
 
 
|-
 
|-
 
|00:16
 
|00:16
|* ପ୍ରୋଗ୍ରାମ୍ ରନ୍ କରିବା ଏବଂ
+
|  ପ୍ରୋଗ୍ରାମ୍ ରନ୍ କରିବା ଏବଂ
 +
 
 
|-
 
|-
 
|00:19
 
|00:19
|* Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ବିଷୟରେ
+
| Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ବିଷୟରେ
 +
 
 
|-
 
|-
 
|00:23
 
|00:23
 
| ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଭର୍ସନ୍ 11.10 ଓ JDK 1.6
 
| ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଭର୍ସନ୍ 11.10 ଓ JDK 1.6
 +
 
|-
 
|-
 
|00:32
 
|00:32
 
| ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣଙ୍କ ସିଷ୍ଟମରେ JDK 1.6 ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
 
| ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣଙ୍କ ସିଷ୍ଟମରେ JDK 1.6 ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
 +
 
|-
 
|-
 
|00:39
 
|00:39
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 +
 
|-
 
|-
 
|00:46
 
|00:46
 
| ଠିକ୍ ଅଛି, ଏବେ ଚାଲନ୍ତୁ ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିବା
 
| ଠିକ୍ ଅଛି, ଏବେ ଚାଲନ୍ତୁ ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିବା
 +
 
|-
 
|-
 
|00:51
 
|00:51
 
| ସେଥିପାଇଁ, ଆପଣଙ୍କୁ ଗୋଟିଏ Terminal ଓ Text Editor ଦରକାର
 
| ସେଥିପାଇଁ, ଆପଣଙ୍କୁ ଗୋଟିଏ Terminal ଓ Text Editor ଦରକାର
 +
 
|-
 
|-
 
|00:56
 
|00:56
 
| ମୁଁ ମୋର Text Editor ଭାବେ Gedit ବ୍ୟବହାର କରୁଛି  
 
| ମୁଁ ମୋର Text Editor ଭାବେ Gedit ବ୍ୟବହାର କରୁଛି  
 +
 
|-
 
|-
 
|01:01
 
|01:01
 
| Text Editorରେ, ପ୍ରଥମେ ଆମେ Class Hello World କ୍ରିଏଟ୍ କରିବା  
 
| Text Editorରେ, ପ୍ରଥମେ ଆମେ Class Hello World କ୍ରିଏଟ୍ କରିବା  
 +
 
|-
 
|-
 
|01:06
 
|01:06
 
| ତେଣୁ, ଟାଇପ୍ କରନ୍ତୁ: Class HelloWorld.  HelloWorld ହେଉଛି Classର ନାମ
 
| ତେଣୁ, ଟାଇପ୍ କରନ୍ତୁ: Class HelloWorld.  HelloWorld ହେଉଛି Classର ନାମ
 +
 
|-
 
|-
 
|01:17
 
|01:17
 
| ଏବଂ Curly ବ୍ରାକେଟ୍ ଖୋଲନ୍ତୁ.  Enter ଓ Curly ବ୍ରାକେଟ୍ ବନ୍ଦ କରନ୍ତୁ
 
| ଏବଂ Curly ବ୍ରାକେଟ୍ ଖୋଲନ୍ତୁ.  Enter ଓ Curly ବ୍ରାକେଟ୍ ବନ୍ଦ କରନ୍ତୁ
 +
 
|-
 
|-
 
|01:24
 
|01:24
 
| ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Class HelloWorldର ଅଟେ
 
| ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Class HelloWorldର ଅଟେ
 +
 
|-
 
|-
 
|01:33
 
|01:33
 
| ଏବେ, ଉପରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ  
 
| ଏବେ, ଉପରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ  
 +
 
|-
 
|-
 
|01:37
 
|01:37
 
| ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ  
 
| ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ  
 +
 
|-
 
|-
 
|01:43
 
|01:43
 
| Save As ଡାୟଲଗ୍ ବକ୍ସ ଖୋଲିଲା
 
| Save As ଡାୟଲଗ୍ ବକ୍ସ ଖୋଲିଲା
 +
 
|-
 
|-
 
|01:46
 
|01:46
 
| ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବ୍ରାଉଜ୍ କରନ୍ତୁ
 
| ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବ୍ରାଉଜ୍ କରନ୍ତୁ
 +
 
|-
 
|-
 
|01:51
 
|01:51
 
| ଏଠାରେ, Home Directoryରେ ମୁଁ ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିବି
 
| ଏଠାରେ, Home Directoryରେ ମୁଁ ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିବି
 +
 
|-
 
|-
 
|01:57  
 
|01:57  
 
| ଚାଲନ୍ତୁ, ଏହାକୁ Demo ନାମ ଦେଇ Enter ଦାବିବା
 
| ଚାଲନ୍ତୁ, ଏହାକୁ Demo ନାମ ଦେଇ Enter ଦାବିବା
 +
 
|-
 
|-
 
|02:02
 
|02:02
 
| ତା’ପରେ, ଏହି ଫୋଲ୍ଡର୍ ଭିତରେ ଆମେ ଫାଇଲ୍ ସେଭ୍ କରିବା
 
| ତା’ପରେ, ଏହି ଫୋଲ୍ଡର୍ ଭିତରେ ଆମେ ଫାଇଲ୍ ସେଭ୍ କରିବା
 +
 
|-
 
|-
 
|02:08
 
|02:08
 
| Name ଟେକ୍ସଟ୍ ବକ୍ସରେ, Classର ନାମ ଟାଇପ୍ କରନ୍ତୁ
 
| Name ଟେକ୍ସଟ୍ ବକ୍ସରେ, Classର ନାମ ଟାଇପ୍ କରନ୍ତୁ
 +
 
|-
 
|-
 
|02:13
 
|02:13
 
| Javaରେ, Classର ନାମ ଓ ଫାଇଲର ନାମ ସମାନ ହେବା ଉଚିତ
 
| Javaରେ, Classର ନାମ ଓ ଫାଇଲର ନାମ ସମାନ ହେବା ଉଚିତ
 +
 
|-
 
|-
 
|02:20
 
|02:20
 
| ମନେପକାନ୍ତୁ ଯେ, ଆମେ Class HelloWorld କ୍ରିଏଟ୍ କରିଛେ
 
| ମନେପକାନ୍ତୁ ଯେ, ଆମେ Class HelloWorld କ୍ରିଏଟ୍ କରିଛେ
 +
 
|-
 
|-
 
|02:25
 
|02:25
 
| ତେଣୁ ଆମେ, HelloWorld dot Java ଭାବରେ ଫାଇଲ ସେଭ୍ କରିବା
 
| ତେଣୁ ଆମେ, HelloWorld dot Java ଭାବରେ ଫାଇଲ ସେଭ୍ କରିବା
 +
 
|-
 
|-
 
|02:33
 
|02:33
 
| Dot Java (.Java) ହେଉଛି Java ଫାଇଲକୁ ଦିଆଯାଇଥିବା ଏକ୍ସଟେନ୍ସନ୍
 
| Dot Java (.Java) ହେଉଛି Java ଫାଇଲକୁ ଦିଆଯାଇଥିବା ଏକ୍ସଟେନ୍ସନ୍
 +
 
|-
 
|-
 
|02:39
 
|02:39
 
| ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ.  ଏବେ ଫାଇଲଟି ସେଭ୍ ହୋଇଗଲା
 
| ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ.  ଏବେ ଫାଇଲଟି ସେଭ୍ ହୋଇଗଲା
 +
 
|-
 
|-
 
|02:47
 
|02:47
 
| Class ଭିତରେ ଆମେ, Main Method ଲେଖିବା  
 
| Class ଭିତରେ ଆମେ, Main Method ଲେଖିବା  
 +
 
|-
 
|-
 
|02:53
 
|02:53
| ଟାଇପ୍ କରନ୍ତୁ:
+
| ଟାଇପ୍ କରନ୍ତୁ:, "Public Static Void Main" parentheses, parentheses ଭିତରେ  ''String'' ''arg'' ସ୍କ୍ୱାୟର୍ ବ୍ରାକେଟ୍  
|-
+
 
|02:54
+
| "Public Static Void Main" parentheses, parentheses ଭିତରେ  ''String'' ''arg'' ସ୍କ୍ୱାୟର୍ ବ୍ରାକେଟ୍  
+
 
|-
 
|-
 
|03:10
 
|03:10
 
| ପ୍ରୋଗ୍ରାମର ପ୍ରାରମ୍ଭକୁ Main ଫଙ୍କଶନ୍ ଚିହ୍ନିତ କରେ
 
| ପ୍ରୋଗ୍ରାମର ପ୍ରାରମ୍ଭକୁ Main ଫଙ୍କଶନ୍ ଚିହ୍ନିତ କରେ
 +
 
|-
 
|-
 
|03:15
 
|03:15
 
| ଭବିଷ୍ୟତ ଟ୍ୟୁଟୋରିଆଲରେ ଆମେ Public, Static, Void ଓ String ବର୍ଣ୍ଣନା କରିବୁ
 
| ଭବିଷ୍ୟତ ଟ୍ୟୁଟୋରିଆଲରେ ଆମେ Public, Static, Void ଓ String ବର୍ଣ୍ଣନା କରିବୁ
 +
 
|-
 
|-
 
|03:23
 
|03:23
 
| ପୁଣିଥରେ କର୍ଲୀ ବ୍ରାକେଟ୍ ଖୋଲନ୍ତୁ
 
| ପୁଣିଥରେ କର୍ଲୀ ବ୍ରାକେଟ୍ ଖୋଲନ୍ତୁ
 +
 
|-
 
|-
 
|03:27
 
|03:27
 
| Enter ଦାବି Curly ବ୍ରାକେଟ୍ ବନ୍ଦ କରନ୍ତୁ
 
| Enter ଦାବି Curly ବ୍ରାକେଟ୍ ବନ୍ଦ କରନ୍ତୁ
 +
 
|-
 
|-
 
|03:32
 
|03:32
 
| ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Main Methodର ଅଟେ
 
| ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Main Methodର ଅଟେ
 +
 
|-
 
|-
 
|03:41
 
|03:41
 
| Terminal ଉପରେ ଗୋଟିଏ ଲାଇନ୍ ପ୍ରଦର୍ଶିତ କରିବା ପାଇଁ ଏବେ ଆମେ ଗୋଟିଏ କୋଡ୍ ଲେଖିବା
 
| Terminal ଉପରେ ଗୋଟିଏ ଲାଇନ୍ ପ୍ରଦର୍ଶିତ କରିବା ପାଇଁ ଏବେ ଆମେ ଗୋଟିଏ କୋଡ୍ ଲେଖିବା
 +
 
|-
 
|-
 
|03:46
 
|03:46
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  System ଡଟ୍ Out ଡଟ୍ Println parentheses ସେମିକଲନ୍
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  System ଡଟ୍ Out ଡଟ୍ Println parentheses ସେମିକଲନ୍
 +
 
|-
 
|-
 
|03:59
 
|03:59
 
| ଏହା ହେଉଛି ଗୋଟିଏ ଲାଇନ୍ ପ୍ରିଣ୍ଟ କରିବା ପାଇଁ ଷ୍ଟେଟମେଣ୍ଟ   
 
| ଏହା ହେଉଛି ଗୋଟିଏ ଲାଇନ୍ ପ୍ରିଣ୍ଟ କରିବା ପାଇଁ ଷ୍ଟେଟମେଣ୍ଟ   
 +
 
|-
 
|-
 
|04:05
 
|04:05
 
| ଗୋଟିଏ ଲାଇନ୍ ଟର୍ମିନେଟ୍ କରିବାକୁ ସେମିକଲନ୍ ବ୍ୟବହାର କରାଯାଏ
 
| ଗୋଟିଏ ଲାଇନ୍ ଟର୍ମିନେଟ୍ କରିବାକୁ ସେମିକଲନ୍ ବ୍ୟବହାର କରାଯାଏ
 +
 
|-
 
|-
 
|04:10
 
|04:10
 
| ଏବେ ଚାଲନ୍ତୁ Javaକୁ କହିବା, ସେ କ’ଣ ପ୍ରିଣ୍ଟ କରିବ
 
| ଏବେ ଚାଲନ୍ତୁ Javaକୁ କହିବା, ସେ କ’ଣ ପ୍ରିଣ୍ଟ କରିବ
 +
 
|-
 
|-
 
|04:13
 
|04:13
 
| Parentheses ମଧ୍ୟରେ ଡବଲ୍ କ୍ୱୋଟ୍ସ ଭିତରେ ଟାଇପ୍ କରନ୍ତୁ:  My first Java program ବିଶ୍ମୟ ସୂଚକ ଚିହ୍ନ
 
| Parentheses ମଧ୍ୟରେ ଡବଲ୍ କ୍ୱୋଟ୍ସ ଭିତରେ ଟାଇପ୍ କରନ୍ତୁ:  My first Java program ବିଶ୍ମୟ ସୂଚକ ଚିହ୍ନ
 +
 
|-
 
|-
 
|04:30
 
|04:30
 
| Save ଆଇକନ୍ ରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ
 
| Save ଆଇକନ୍ ରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ
 +
 
|-
 
|-
 
|04:36
 
|04:36
 
| Terminal କୁ ଯାଆନ୍ତୁ
 
| Terminal କୁ ଯାଆନ୍ତୁ
 +
 
|-
 
|-
 
|04:38
 
|04:38
 
| ସୁନିଶ୍ଚିତ କରନ୍ତୁ ଯେ, ଆପଣ ସେହି ଡାଇରେକ୍ଟୋରିରେ ଅଛନ୍ତି, ଯେଉଁଠାରେ ନିଜର HelloWorld.Java ସେଭ୍ କରିଛନ୍ତି  
 
| ସୁନିଶ୍ଚିତ କରନ୍ତୁ ଯେ, ଆପଣ ସେହି ଡାଇରେକ୍ଟୋରିରେ ଅଛନ୍ତି, ଯେଉଁଠାରେ ନିଜର HelloWorld.Java ସେଭ୍ କରିଛନ୍ତି  
 +
 
|-
 
|-
 
|04:46
 
|04:46
 
| ମନେରଖନ୍ତୁ ଯେ, ବର୍ତ୍ତମାନ ମୁଁ Home Directoryରେ ଅଛି
 
| ମନେରଖନ୍ତୁ ଯେ, ବର୍ତ୍ତମାନ ମୁଁ Home Directoryରେ ଅଛି
 +
 
|-
 
|-
 
|04:50
 
|04:50
 
| ଟାଇପ୍ କରନ୍ତୁ:  cd ସ୍ପେସ୍ Demo ଓ Enter ଦାବନ୍ତୁ
 
| ଟାଇପ୍ କରନ୍ତୁ:  cd ସ୍ପେସ୍ Demo ଓ Enter ଦାବନ୍ତୁ
 +
 
|-
 
|-
 
|04:56
 
|04:56
 
| ls ଟାଇପ୍ କରି Enter ଦାବନ୍ତୁ
 
| ls ଟାଇପ୍ କରି Enter ଦାବନ୍ତୁ
 +
 
|-
 
|-
 
|04:59
 
|04:59
 
| ଦେଖନ୍ତୁ, Demo ଫୋଲ୍ଡରରେ HelloWorld.Java ଫାଇଲ୍ ଅଛି
 
| ଦେଖନ୍ତୁ, Demo ଫୋଲ୍ଡରରେ HelloWorld.Java ଫାଇଲ୍ ଅଛି
 +
 
|-
 
|-
 
|05:06
 
|05:06
 
| ଏହାକୁ ଚାଲନ୍ତୁ କମ୍ପାଇଲ୍ କରିବା.  ଟାଇପ୍ କରନ୍ତୁ: javac ସ୍ପେସ୍ HelloWorld ଡଟ୍ java ଓ Enter ଦାବନ୍ତୁ  
 
| ଏହାକୁ ଚାଲନ୍ତୁ କମ୍ପାଇଲ୍ କରିବା.  ଟାଇପ୍ କରନ୍ତୁ: javac ସ୍ପେସ୍ HelloWorld ଡଟ୍ java ଓ Enter ଦାବନ୍ତୁ  
 +
 
|-
 
|-
 
|05:21
 
|05:21
 
| ଏହା, ଆମେ କ୍ରିଏଟ୍ କରିଥିବା ଫାଇଲକୁ କମ୍ପାଇଲ୍ କରେ  
 
| ଏହା, ଆମେ କ୍ରିଏଟ୍ କରିଥିବା ଫାଇଲକୁ କମ୍ପାଇଲ୍ କରେ  
 +
 
|-
 
|-
 
|05:25
 
|05:25
 
| ଠିକ୍ ଅଛି, ଏବେ ଫାଇଲଟି କମ୍ପାଇଲ୍ ହୋଇଛି, ଯେହେତୁ ଆମେ କୌଣସି ତ୍ରୁଟି ଦେଖୁନେ
 
| ଠିକ୍ ଅଛି, ଏବେ ଫାଇଲଟି କମ୍ପାଇଲ୍ ହୋଇଛି, ଯେହେତୁ ଆମେ କୌଣସି ତ୍ରୁଟି ଦେଖୁନେ
 +
 
|-
 
|-
 
|05:30
 
|05:30
 
| ଦେଖନ୍ତୁ, HelloWorld.Class ଫାଇଲ୍ କ୍ରିଏଟ୍ ହୋଇଗଲା
 
| ଦେଖନ୍ତୁ, HelloWorld.Class ଫାଇଲ୍ କ୍ରିଏଟ୍ ହୋଇଗଲା
 +
 
|-
 
|-
 
|05:36
 
|05:36
 
| ଏହି ଫାଇଲ୍ ଏବେ ଯେକୌଣସି ସ୍ଥାନରେ ଚାଲିପାରିବ
 
| ଏହି ଫାଇଲ୍ ଏବେ ଯେକୌଣସି ସ୍ଥାନରେ ଚାଲିପାରିବ
 +
 
|-
 
|-
 
|05:38
 
|05:38
 
| ଅର୍ଥାତ୍, ଯେକୌଣସି ଅପରେଟିଙ୍ଗ୍ ସିଷ୍ଟମରେ
 
| ଅର୍ଥାତ୍, ଯେକୌଣସି ଅପରେଟିଙ୍ଗ୍ ସିଷ୍ଟମରେ
 +
 
|-
 
|-
 
|05:41
 
|05:41
 
| ଆମକୁ Java କମ୍ପାଇଲର୍ ମଧ୍ୟ ଦରକାର ନାହିଁ
 
| ଆମକୁ Java କମ୍ପାଇଲର୍ ମଧ୍ୟ ଦରକାର ନାହିଁ
 +
 
|-
 
|-
 
|05:45
 
|05:45
 
| ତେଣୁ, Java ଠିକ୍ ଭାବରେ କହିଛି, Write Once, Run Anywhere
 
| ତେଣୁ, Java ଠିକ୍ ଭାବରେ କହିଛି, Write Once, Run Anywhere
 +
 
|-
 
|-
 
|05:51
 
|05:51
 
| ସଫଳତାପୂର୍ବକ କମ୍ପାଇଲେଶନ୍ ପରେ, ନିମ୍ନ କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମକୁ ଚଲାନ୍ତୁ  
 
| ସଫଳତାପୂର୍ବକ କମ୍ପାଇଲେଶନ୍ ପରେ, ନିମ୍ନ କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମକୁ ଚଲାନ୍ତୁ  
 +
 
|-
 
|-
 
|05:56
 
|05:56
 
| java (ଏଥରକ c ବିନା) ସ୍ପେସ୍ HelloWorld (dot java ଏକ୍ସଟେନ୍ସନ୍ ନାହିଁ) ଓ Enter ଦାବନ୍ତୁ
 
| java (ଏଥରକ c ବିନା) ସ୍ପେସ୍ HelloWorld (dot java ଏକ୍ସଟେନ୍ସନ୍ ନାହିଁ) ଓ Enter ଦାବନ୍ତୁ
 +
 
|-
 
|-
 
|06:07
 
|06:07
 
| ଆପଣ, My First Java Program ଆଉଟପୁଟ୍ ପାଇବେ
 
| ଆପଣ, My First Java Program ଆଉଟପୁଟ୍ ପାଇବେ
 +
 
|-
 
|-
 
|06:13
 
|06:13
 
| ଆମେ, ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିଲେ.  Editorକୁ ଫେରିଯାଆନ୍ତୁ
 
| ଆମେ, ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିଲେ.  Editorକୁ ଫେରିଯାଆନ୍ତୁ
 +
 
|-
 
|-
 
|06:22
 
|06:22
 
| ଏବେ, ସେମିକଲନ୍ କାଢ଼ିଦିଅନ୍ତୁ, ଯାହା ଷ୍ଟେଟମେଣ୍ଟର ଶେଷରେ ଅଛି
 
| ଏବେ, ସେମିକଲନ୍ କାଢ଼ିଦିଅନ୍ତୁ, ଯାହା ଷ୍ଟେଟମେଣ୍ଟର ଶେଷରେ ଅଛି
 +
 
|-
 
|-
 
|06:27
 
|06:27
 
| Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:29
 
|06:29
 
| Terminalକୁ ଫେରିଯାଆନ୍ତୁ
 
| Terminalକୁ ଫେରିଯାଆନ୍ତୁ
 +
 
|-
 
|-
 
|06:33
 
|06:33
 
| Javac HelloWorld dot Java କମାଣ୍ଡ ରନ୍ କରନ୍ତୁ  
 
| Javac HelloWorld dot Java କମାଣ୍ଡ ରନ୍ କରନ୍ତୁ  
 +
 
|-
 
|-
 
|06:41
 
|06:41
 
| କମ୍ପାଇଲର୍ ଏକ ଏରର୍ ଦିଏ
 
| କମ୍ପାଇଲର୍ ଏକ ଏରର୍ ଦିଏ
 +
 
|-
 
|-
 
|06:44
 
|06:44
 
| ଏହା କୁହେ, ପଞ୍ଚମ ଲାଇନରେ ଗୋଟିଏ ସେମିକଲନ୍ (;) ଦରକାର
 
| ଏହା କୁହେ, ପଞ୍ଚମ ଲାଇନରେ ଗୋଟିଏ ସେମିକଲନ୍ (;) ଦରକାର
 +
 
|-
 
|-
 
|06:52
 
|06:52
 
| ଅପ୍ ଆରୋ, ଏରର୍ ଷ୍ଟେଟମେଣ୍ଟକୁ ନିର୍ଦ୍ଦେଶ କରେ
 
| ଅପ୍ ଆରୋ, ଏରର୍ ଷ୍ଟେଟମେଣ୍ଟକୁ ନିର୍ଦ୍ଦେଶ କରେ
 +
 
|-
 
|-
 
|06:57
 
|06:57
 
| Editorକୁ ଫେରିଯାଆନ୍ତୁ
 
| Editorକୁ ଫେରିଯାଆନ୍ତୁ
 +
 
|-
 
|-
 
|07:01
 
|07:01
 
| Javaରେ, ସମସ୍ତ ଷ୍ଟେଟମେଣ୍ଟ ସେମିକଲନ୍ ସହିତ ଟର୍ମିନେଟ୍ ହୁଏ  
 
| Javaରେ, ସମସ୍ତ ଷ୍ଟେଟମେଣ୍ଟ ସେମିକଲନ୍ ସହିତ ଟର୍ମିନେଟ୍ ହୁଏ  
 +
 
|-
 
|-
 
|07:06
 
|07:06
 
| ତେଣୁ, ପଞ୍ଚମ ଲାଇନକୁ ଯାଇ ଗୋଟିଏ ସେମିକଲନ୍ ଆଡ୍ କରନ୍ତୁ
 
| ତେଣୁ, ପଞ୍ଚମ ଲାଇନକୁ ଯାଇ ଗୋଟିଏ ସେମିକଲନ୍ ଆଡ୍ କରନ୍ତୁ
 +
 
|-
 
|-
 
|07:13
 
|07:13
 
| Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  କମ୍ପାଇଲିଙ୍ଗ ପୂର୍ବରୁ ଫାଇଲକୁ ସେଭ୍ କରିବା ଆବଶ୍ୟକ
 
| Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  କମ୍ପାଇଲିଙ୍ଗ ପୂର୍ବରୁ ଫାଇଲକୁ ସେଭ୍ କରିବା ଆବଶ୍ୟକ
 +
 
|-
 
|-
 
|07:22
 
|07:22
 
| Terminalକୁ ଫେରିଯାଆନ୍ତୁ
 
| Terminalକୁ ଫେରିଯାଆନ୍ତୁ
 +
 
|-
 
|-
 
|07:25
 
|07:25
 
| javac HelloWorld dot Java ବ୍ୟବହାର କରି ଫାଇଲକୁ କମ୍ପାଇଲ କରନ୍ତୁ  
 
| javac HelloWorld dot Java ବ୍ୟବହାର କରି ଫାଇଲକୁ କମ୍ପାଇଲ କରନ୍ତୁ  
 +
 
|-
 
|-
 
|07:32
 
|07:32
 
| ଫାଇଲଟି ସଫଳତାପୂର୍ବକ କମ୍ପାଇଲ ହୋଇଗଲା, ଯେହେତୁ ଆମେ କୌଣସି ଏରର୍ ଦେଖୁନେ
 
| ଫାଇଲଟି ସଫଳତାପୂର୍ବକ କମ୍ପାଇଲ ହୋଇଗଲା, ଯେହେତୁ ଆମେ କୌଣସି ଏରର୍ ଦେଖୁନେ
 +
 
|-
 
|-
 
|07:36
 
|07:36
 
| ଏବେ, Java HelloWorld କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ ରନ୍ କରନ୍ତୁ ଏବଂ   
 
| ଏବେ, Java HelloWorld କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ ରନ୍ କରନ୍ତୁ ଏବଂ   
|-
+
 
 +
|-
 
|07:45  
 
|07:45  
 
| ଆମେ My First Java Program! ଆଉଟପୁଟ୍ ପାଇବା
 
| ଆମେ My First Java Program! ଆଉଟପୁଟ୍ ପାଇବା
 +
 
|-
 
|-
 
|07:49
 
|07:49
 
| ଏହିପରି ଆପଣ Javaରେ Errors ସମ୍ଭାଳନ୍ତି
 
| ଏହିପରି ଆପଣ Javaରେ Errors ସମ୍ଭାଳନ୍ତି
 +
 
|-
 
|-
 
|07:54
 
|07:54
 
| ଏହି ସିରିଜ୍ ଆଗକୁ ବଢ଼ିବା ସହିତ ଆମେ, ଏରର୍ସ ବିଷୟରେ ଅଧିକ ଜାଣିବା
 
| ଏହି ସିରିଜ୍ ଆଗକୁ ବଢ଼ିବା ସହିତ ଆମେ, ଏରର୍ସ ବିଷୟରେ ଅଧିକ ଜାଣିବା
 +
 
|-
 
|-
 
|08:02
 
|08:02
 
| ଆମେ ଏବେ, Javaରେ ନେମିଙ୍ଗ୍ କନଭେନସନ୍ସ କ’ଣ ତାହା ଦେଖିବା
 
| ଆମେ ଏବେ, Javaରେ ନେମିଙ୍ଗ୍ କନଭେନସନ୍ସ କ’ଣ ତାହା ଦେଖିବା
 +
 
|-
 
|-
 
|08:06
 
|08:06
 
| Class ନାମ CamelCase ହେବା ଉଚିତ
 
| Class ନାମ CamelCase ହେବା ଉଚିତ
 +
 
|-
 
|-
 
|08:10
 
|08:10
 
| ଯାହାର ଅର୍ଥ, ପ୍ରତ୍ୟେକ ନୂଆ ଶବ୍ଦ Upper Caseରୁ ଆରମ୍ଭ ହେବ
 
| ଯାହାର ଅର୍ଥ, ପ୍ରତ୍ୟେକ ନୂଆ ଶବ୍ଦ Upper Caseରୁ ଆରମ୍ଭ ହେବ
 +
 
|-
 
|-
 
|08:14
 
|08:14
 
| ଉଦାହରଣସ୍ୱରୂପ: class HelloWorld, class ChessGame
 
| ଉଦାହରଣସ୍ୱରୂପ: class HelloWorld, class ChessGame
 +
 
|-
 
|-
 
|08:19
 
|08:19
 
| Helloର H ଏବଂ Worldର W, Upper Caseରେ ଅଛି
 
| Helloର H ଏବଂ Worldର W, Upper Caseରେ ଅଛି
 +
 
|-
 
|-
 
|08:25
 
|08:25
 
| ସେହିପରି, ChessGameର C ଓ G କ୍ରମାନ୍ୱୟରେ Upper Caseରେ ଅଛି  
 
| ସେହିପରି, ChessGameର C ଓ G କ୍ରମାନ୍ୱୟରେ Upper Caseରେ ଅଛି  
 +
 
|-
 
|-
 
|08:31
 
|08:31
 
| Method ନାମ, ମିକ୍ସଡ୍ କେସ୍ ହେବା ଉଚିତ
 
| Method ନାମ, ମିକ୍ସଡ୍ କେସ୍ ହେବା ଉଚିତ
 +
 
|-
 
|-
 
|08:35
 
|08:35
 
| ଯାହାର ଅର୍ଥ, ପ୍ରଥମ ଅକ୍ଷର ଲୋୟର୍ କେସ୍ ସହିତ ଆରମ୍ଭ ହେବା ଦରକାର  
 
| ଯାହାର ଅର୍ଥ, ପ୍ରଥମ ଅକ୍ଷର ଲୋୟର୍ କେସ୍ ସହିତ ଆରମ୍ଭ ହେବା ଦରକାର  
 +
 
|-
 
|-
 
|08:39
 
|08:39
 
| ଏବଂ ତା’ପରେ ଥିବା ସମସ୍ତ ନୂଆ ଅକ୍ଷର Upper Case ସହିତ ଆରମ୍ଭ ହେବା ଉଚିତ
 
| ଏବଂ ତା’ପରେ ଥିବା ସମସ୍ତ ନୂଆ ଅକ୍ଷର Upper Case ସହିତ ଆରମ୍ଭ ହେବା ଉଚିତ
 +
 
|-
 
|-
 
|08:44
 
|08:44
 
| ତଥା Methodର ନାମ ଏକ କ୍ରିୟା ହେବା ଆବଶ୍ୟକ
 
| ତଥା Methodର ନାମ ଏକ କ୍ରିୟା ହେବା ଆବଶ୍ୟକ
 +
 
|-
 
|-
 
|08:48
 
|08:48
 
| ଉଦାହରଣସ୍ୱରୂପ:  showString(), main(), goToHelp().  ଏଠାରେ, Showର s ଲୋୟର୍ କେସ୍ ରେ ଥିବାବେଳେ Stringର S ଅପର୍ କେସ୍ ରେ ଅଛି  
 
| ଉଦାହରଣସ୍ୱରୂପ:  showString(), main(), goToHelp().  ଏଠାରେ, Showର s ଲୋୟର୍ କେସ୍ ରେ ଥିବାବେଳେ Stringର S ଅପର୍ କେସ୍ ରେ ଅଛି  
 +
 
|-
 
|-
 
|09:02
 
|09:02
 
| ଭେରିଏବଲ୍ ନାମ ଡିଜିଟ୍ ସହିତ ଆରମ୍ଭ ହେବା ଉଚିତ ନୁହେଁ  
 
| ଭେରିଏବଲ୍ ନାମ ଡିଜିଟ୍ ସହିତ ଆରମ୍ଭ ହେବା ଉଚିତ ନୁହେଁ  
 +
 
|-
 
|-
 
|09:06
 
|09:06
 
| ଆମର class, method କିମ୍ୱା variable name ପାଇଁ ଆମେ କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ
 
| ଆମର class, method କିମ୍ୱା variable name ପାଇଁ ଆମେ କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ
 +
 
|-
 
|-
 
|09:13
 
|09:13
 
| ଉଦାହରଣସ୍ୱରୂପ,  public, private, void, static ଓ ଆହୁରି ଅଧିକ ପରି କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ  
 
| ଉଦାହରଣସ୍ୱରୂପ,  public, private, void, static ଓ ଆହୁରି ଅଧିକ ପରି କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ  
 +
 
|-
 
|-
 
|09:22
 
|09:22
 
| ତେଣୁ, ଏହି ଟ୍ୟୁଟୋରିଆଲରେ ଆମେ, ଏକ ସରଳ Java ପ୍ରୋଗ୍ରାମ୍ ଲେଖିବା, କମ୍ପାଇଲ୍ କରିବା ଓ ରନ୍ କରିବା ବିଷୟରେ ଶିଖିଲେ
 
| ତେଣୁ, ଏହି ଟ୍ୟୁଟୋରିଆଲରେ ଆମେ, ଏକ ସରଳ Java ପ୍ରୋଗ୍ରାମ୍ ଲେଖିବା, କମ୍ପାଇଲ୍ କରିବା ଓ ରନ୍ କରିବା ବିଷୟରେ ଶିଖିଲେ
 +
 
|-
 
|-
 
|09:30
 
|09:30
 
| Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ମଧ୍ୟ ଦେଖିଲେ
 
| Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ମଧ୍ୟ ଦେଖିଲେ
 +
 
|-
 
|-
 
|09:35
 
|09:35
 
| ସ୍ୱମୂଲ୍ୟାଙ୍କନ ପାଇଁ, Java file name and class name should be same ପ୍ରିଣ୍ଟ କରିବାକୁ ଏକ ସରଳ Java ପ୍ରୋଗ୍ରାମ୍ ଲେଖନ୍ତୁ
 
| ସ୍ୱମୂଲ୍ୟାଙ୍କନ ପାଇଁ, Java file name and class name should be same ପ୍ରିଣ୍ଟ କରିବାକୁ ଏକ ସରଳ Java ପ୍ରୋଗ୍ରାମ୍ ଲେଖନ୍ତୁ
 +
 
|-
 
|-
 
|09:47
 
|09:47
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 +
 
|-
 
|-
 
|09:50
 
|09:50
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''.  
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''.  
 +
 
|-
 
|-
 
|09:58
 
|09:58
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|10:02
 
|10:02
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|10:08
 
|10:08
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:   
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:   
 +
 
|-
 
|-
 
|10:10
 
|10:10
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 +
 
|-
 
|-
 
|10:13
 
|10:13
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|10:17
 
|10:17
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 +
 
|-
 
|-
 
|10:25
 
|10:25
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
|-
 
|-
 
|10:30
 
|10:30
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|10:38
 
|10:38
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ   
+
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ  http://spoken-tutorial.org/NMEICT-Intro  
http://spoken-tutorial.org/NMEICT-Intro  
+
 
 
|-
 
|-
 
|10:49
 
|10:49
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
 +
 
|-
 
|-
 
|10:51
 
|10:51
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 +
 
|-
 
|-
 
|10:53  
 
|10:53  
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଜୟ ହିନ୍ଦ  
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଜୟ ହିନ୍ଦ  
 
|}
 
|}

Latest revision as of 14:21, 7 April 2017

Time Narration
00:02 First Java Program ସହିତ ଆରମ୍ଭ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:11 ସରଳ Java ପ୍ରୋଗ୍ରାମ୍ କ୍ରିଏଟ୍ କରିବା
00:14 ପ୍ରୋଗ୍ରାମ୍ କମ୍ପାଇଲ୍ କରିବା
00:16 ପ୍ରୋଗ୍ରାମ୍ ରନ୍ କରିବା ଏବଂ
00:19 Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ବିଷୟରେ
00:23 ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଭର୍ସନ୍ 11.10 ଓ JDK 1.6
00:32 ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣଙ୍କ ସିଷ୍ଟମରେ JDK 1.6 ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର
00:39 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:46 ଠିକ୍ ଅଛି, ଏବେ ଚାଲନ୍ତୁ ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିବା
00:51 ସେଥିପାଇଁ, ଆପଣଙ୍କୁ ଗୋଟିଏ Terminal ଓ Text Editor ଦରକାର
00:56 ମୁଁ ମୋର Text Editor ଭାବେ Gedit ବ୍ୟବହାର କରୁଛି
01:01 Text Editorରେ, ପ୍ରଥମେ ଆମେ Class Hello World କ୍ରିଏଟ୍ କରିବା
01:06 ତେଣୁ, ଟାଇପ୍ କରନ୍ତୁ: Class HelloWorld. HelloWorld ହେଉଛି Classର ନାମ
01:17 ଏବଂ Curly ବ୍ରାକେଟ୍ ଖୋଲନ୍ତୁ. Enter ଓ Curly ବ୍ରାକେଟ୍ ବନ୍ଦ କରନ୍ତୁ
01:24 ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Class HelloWorldର ଅଟେ
01:33 ଏବେ, ଉପରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ
01:37 ବାରମ୍ୱାର ଫାଇଲ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ
01:43 Save As ଡାୟଲଗ୍ ବକ୍ସ ଖୋଲିଲା
01:46 ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବ୍ରାଉଜ୍ କରନ୍ତୁ
01:51 ଏଠାରେ, Home Directoryରେ ମୁଁ ଗୋଟିଏ ଫୋଲ୍ଡର୍ କ୍ରିଏଟ୍ କରିବି
01:57 ଚାଲନ୍ତୁ, ଏହାକୁ Demo ନାମ ଦେଇ Enter ଦାବିବା
02:02 ତା’ପରେ, ଏହି ଫୋଲ୍ଡର୍ ଭିତରେ ଆମେ ଫାଇଲ୍ ସେଭ୍ କରିବା
02:08 Name ଟେକ୍ସଟ୍ ବକ୍ସରେ, Classର ନାମ ଟାଇପ୍ କରନ୍ତୁ
02:13 Javaରେ, Classର ନାମ ଓ ଫାଇଲର ନାମ ସମାନ ହେବା ଉଚିତ
02:20 ମନେପକାନ୍ତୁ ଯେ, ଆମେ Class HelloWorld କ୍ରିଏଟ୍ କରିଛେ
02:25 ତେଣୁ ଆମେ, HelloWorld dot Java ଭାବରେ ଫାଇଲ ସେଭ୍ କରିବା
02:33 Dot Java (.Java) ହେଉଛି Java ଫାଇଲକୁ ଦିଆଯାଇଥିବା ଏକ୍ସଟେନ୍ସନ୍
02:39 ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏବେ ଫାଇଲଟି ସେଭ୍ ହୋଇଗଲା
02:47 Class ଭିତରେ ଆମେ, Main Method ଲେଖିବା
02:53 ଟାଇପ୍ କରନ୍ତୁ:, "Public Static Void Main" parentheses, parentheses ଭିତରେ String arg ସ୍କ୍ୱାୟର୍ ବ୍ରାକେଟ୍
03:10 ପ୍ରୋଗ୍ରାମର ପ୍ରାରମ୍ଭକୁ Main ଫଙ୍କଶନ୍ ଚିହ୍ନିତ କରେ
03:15 ଭବିଷ୍ୟତ ଟ୍ୟୁଟୋରିଆଲରେ ଆମେ Public, Static, Void ଓ String ବର୍ଣ୍ଣନା କରିବୁ
03:23 ପୁଣିଥରେ କର୍ଲୀ ବ୍ରାକେଟ୍ ଖୋଲନ୍ତୁ
03:27 Enter ଦାବି Curly ବ୍ରାକେଟ୍ ବନ୍ଦ କରନ୍ତୁ
03:32 ଏହି ଦୁଇଟି କର୍ଲୀ ବ୍ରାକେଟ୍ ମଧ୍ୟରେ ଥିବା କୋଡ୍, Main Methodର ଅଟେ
03:41 Terminal ଉପରେ ଗୋଟିଏ ଲାଇନ୍ ପ୍ରଦର୍ଶିତ କରିବା ପାଇଁ ଏବେ ଆମେ ଗୋଟିଏ କୋଡ୍ ଲେଖିବା
03:46 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: System ଡଟ୍ Out ଡଟ୍ Println parentheses ସେମିକଲନ୍
03:59 ଏହା ହେଉଛି ଗୋଟିଏ ଲାଇନ୍ ପ୍ରିଣ୍ଟ କରିବା ପାଇଁ ଷ୍ଟେଟମେଣ୍ଟ
04:05 ଗୋଟିଏ ଲାଇନ୍ ଟର୍ମିନେଟ୍ କରିବାକୁ ସେମିକଲନ୍ ବ୍ୟବହାର କରାଯାଏ
04:10 ଏବେ ଚାଲନ୍ତୁ Javaକୁ କହିବା, ସେ କ’ଣ ପ୍ରିଣ୍ଟ କରିବ
04:13 Parentheses ମଧ୍ୟରେ ଡବଲ୍ କ୍ୱୋଟ୍ସ ଭିତରେ ଟାଇପ୍ କରନ୍ତୁ: My first Java program ବିଶ୍ମୟ ସୂଚକ ଚିହ୍ନ
04:30 Save ଆଇକନ୍ ରେ କ୍ଲିକ୍ କରି ଫାଇଲକୁ ସେଭ୍ କରନ୍ତୁ
04:36 Terminal କୁ ଯାଆନ୍ତୁ
04:38 ସୁନିଶ୍ଚିତ କରନ୍ତୁ ଯେ, ଆପଣ ସେହି ଡାଇରେକ୍ଟୋରିରେ ଅଛନ୍ତି, ଯେଉଁଠାରେ ନିଜର HelloWorld.Java ସେଭ୍ କରିଛନ୍ତି
04:46 ମନେରଖନ୍ତୁ ଯେ, ବର୍ତ୍ତମାନ ମୁଁ Home Directoryରେ ଅଛି
04:50 ଟାଇପ୍ କରନ୍ତୁ: cd ସ୍ପେସ୍ Demo ଓ Enter ଦାବନ୍ତୁ
04:56 ls ଟାଇପ୍ କରି Enter ଦାବନ୍ତୁ
04:59 ଦେଖନ୍ତୁ, Demo ଫୋଲ୍ଡରରେ HelloWorld.Java ଫାଇଲ୍ ଅଛି
05:06 ଏହାକୁ ଚାଲନ୍ତୁ କମ୍ପାଇଲ୍ କରିବା. ଟାଇପ୍ କରନ୍ତୁ: javac ସ୍ପେସ୍ HelloWorld ଡଟ୍ java ଓ Enter ଦାବନ୍ତୁ
05:21 ଏହା, ଆମେ କ୍ରିଏଟ୍ କରିଥିବା ଫାଇଲକୁ କମ୍ପାଇଲ୍ କରେ
05:25 ଠିକ୍ ଅଛି, ଏବେ ଫାଇଲଟି କମ୍ପାଇଲ୍ ହୋଇଛି, ଯେହେତୁ ଆମେ କୌଣସି ତ୍ରୁଟି ଦେଖୁନେ
05:30 ଦେଖନ୍ତୁ, HelloWorld.Class ଫାଇଲ୍ କ୍ରିଏଟ୍ ହୋଇଗଲା
05:36 ଏହି ଫାଇଲ୍ ଏବେ ଯେକୌଣସି ସ୍ଥାନରେ ଚାଲିପାରିବ
05:38 ଅର୍ଥାତ୍, ଯେକୌଣସି ଅପରେଟିଙ୍ଗ୍ ସିଷ୍ଟମରେ
05:41 ଆମକୁ Java କମ୍ପାଇଲର୍ ମଧ୍ୟ ଦରକାର ନାହିଁ
05:45 ତେଣୁ, Java ଠିକ୍ ଭାବରେ କହିଛି, Write Once, Run Anywhere
05:51 ସଫଳତାପୂର୍ବକ କମ୍ପାଇଲେଶନ୍ ପରେ, ନିମ୍ନ କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମକୁ ଚଲାନ୍ତୁ
05:56 java (ଏଥରକ c ବିନା) ସ୍ପେସ୍ HelloWorld (dot java ଏକ୍ସଟେନ୍ସନ୍ ନାହିଁ) ଓ Enter ଦାବନ୍ତୁ
06:07 ଆପଣ, My First Java Program ଆଉଟପୁଟ୍ ପାଇବେ
06:13 ଆମେ, ଆମର ପ୍ରଥମ Java ପ୍ରୋଗ୍ରାମ୍ ଲେଖିଲେ. Editorକୁ ଫେରିଯାଆନ୍ତୁ
06:22 ଏବେ, ସେମିକଲନ୍ କାଢ଼ିଦିଅନ୍ତୁ, ଯାହା ଷ୍ଟେଟମେଣ୍ଟର ଶେଷରେ ଅଛି
06:27 Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:29 Terminalକୁ ଫେରିଯାଆନ୍ତୁ
06:33 Javac HelloWorld dot Java କମାଣ୍ଡ ରନ୍ କରନ୍ତୁ
06:41 କମ୍ପାଇଲର୍ ଏକ ଏରର୍ ଦିଏ
06:44 ଏହା କୁହେ, ପଞ୍ଚମ ଲାଇନରେ ଗୋଟିଏ ସେମିକଲନ୍ (;) ଦରକାର
06:52 ଅପ୍ ଆରୋ, ଏରର୍ ଷ୍ଟେଟମେଣ୍ଟକୁ ନିର୍ଦ୍ଦେଶ କରେ
06:57 Editorକୁ ଫେରିଯାଆନ୍ତୁ
07:01 Javaରେ, ସମସ୍ତ ଷ୍ଟେଟମେଣ୍ଟ ସେମିକଲନ୍ ସହିତ ଟର୍ମିନେଟ୍ ହୁଏ
07:06 ତେଣୁ, ପଞ୍ଚମ ଲାଇନକୁ ଯାଇ ଗୋଟିଏ ସେମିକଲନ୍ ଆଡ୍ କରନ୍ତୁ
07:13 Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ. କମ୍ପାଇଲିଙ୍ଗ ପୂର୍ବରୁ ଫାଇଲକୁ ସେଭ୍ କରିବା ଆବଶ୍ୟକ
07:22 Terminalକୁ ଫେରିଯାଆନ୍ତୁ
07:25 javac HelloWorld dot Java ବ୍ୟବହାର କରି ଫାଇଲକୁ କମ୍ପାଇଲ କରନ୍ତୁ
07:32 ଫାଇଲଟି ସଫଳତାପୂର୍ବକ କମ୍ପାଇଲ ହୋଇଗଲା, ଯେହେତୁ ଆମେ କୌଣସି ଏରର୍ ଦେଖୁନେ
07:36 ଏବେ, Java HelloWorld କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ ରନ୍ କରନ୍ତୁ ଏବଂ
07:45 ଆମେ My First Java Program! ଆଉଟପୁଟ୍ ପାଇବା
07:49 ଏହିପରି ଆପଣ Javaରେ Errors ସମ୍ଭାଳନ୍ତି
07:54 ଏହି ସିରିଜ୍ ଆଗକୁ ବଢ଼ିବା ସହିତ ଆମେ, ଏରର୍ସ ବିଷୟରେ ଅଧିକ ଜାଣିବା
08:02 ଆମେ ଏବେ, Javaରେ ନେମିଙ୍ଗ୍ କନଭେନସନ୍ସ କ’ଣ ତାହା ଦେଖିବା
08:06 Class ନାମ CamelCase ହେବା ଉଚିତ
08:10 ଯାହାର ଅର୍ଥ, ପ୍ରତ୍ୟେକ ନୂଆ ଶବ୍ଦ Upper Caseରୁ ଆରମ୍ଭ ହେବ
08:14 ଉଦାହରଣସ୍ୱରୂପ: class HelloWorld, class ChessGame
08:19 Helloର H ଏବଂ Worldର W, Upper Caseରେ ଅଛି
08:25 ସେହିପରି, ChessGameର C ଓ G କ୍ରମାନ୍ୱୟରେ Upper Caseରେ ଅଛି
08:31 Method ନାମ, ମିକ୍ସଡ୍ କେସ୍ ହେବା ଉଚିତ
08:35 ଯାହାର ଅର୍ଥ, ପ୍ରଥମ ଅକ୍ଷର ଲୋୟର୍ କେସ୍ ସହିତ ଆରମ୍ଭ ହେବା ଦରକାର
08:39 ଏବଂ ତା’ପରେ ଥିବା ସମସ୍ତ ନୂଆ ଅକ୍ଷର Upper Case ସହିତ ଆରମ୍ଭ ହେବା ଉଚିତ
08:44 ତଥା Methodର ନାମ ଏକ କ୍ରିୟା ହେବା ଆବଶ୍ୟକ
08:48 ଉଦାହରଣସ୍ୱରୂପ: showString(), main(), goToHelp(). ଏଠାରେ, Showର s ଲୋୟର୍ କେସ୍ ରେ ଥିବାବେଳେ Stringର S ଅପର୍ କେସ୍ ରେ ଅଛି
09:02 ଭେରିଏବଲ୍ ନାମ ଡିଜିଟ୍ ସହିତ ଆରମ୍ଭ ହେବା ଉଚିତ ନୁହେଁ
09:06 ଆମର class, method କିମ୍ୱା variable name ପାଇଁ ଆମେ କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ
09:13 ଉଦାହରଣସ୍ୱରୂପ, public, private, void, static ଓ ଆହୁରି ଅଧିକ ପରି କୀୱର୍ଡ୍ସ ବ୍ୟବହାର କରିପାରିବା ନାହିଁ
09:22 ତେଣୁ, ଏହି ଟ୍ୟୁଟୋରିଆଲରେ ଆମେ, ଏକ ସରଳ Java ପ୍ରୋଗ୍ରାମ୍ ଲେଖିବା, କମ୍ପାଇଲ୍ କରିବା ଓ ରନ୍ କରିବା ବିଷୟରେ ଶିଖିଲେ
09:30 Javaରେ ପାଳନ କରାଯାଉଥିବା ନେମିଙ୍ଗ୍ କନଭେନସନ୍ସ ମଧ୍ୟ ଦେଖିଲେ
09:35 ସ୍ୱମୂଲ୍ୟାଙ୍କନ ପାଇଁ, Java file name and class name should be same ପ୍ରିଣ୍ଟ କରିବାକୁ ଏକ ସରଳ Java ପ୍ରୋଗ୍ରାମ୍ ଲେଖନ୍ତୁ
09:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
09:50 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
09:58 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:02 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:10 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:13 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:17 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:25 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:30 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:38 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
10:49 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
10:51 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
10:53 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ

Contributors and Content Editors

PoojaMoolya, Pradeep