Difference between revisions of "Introduction-to-Computers/C2/Printer-Connection/Oriya"

From Script | Spoken-Tutorial
Jump to: navigation, search
(Created page with "'''Digital Divide - Printer Connection''' {| border=1 |'''Time''' |'''Narration''' |- |00:01 | ନମସ୍କାର ବନ୍ଧୁଗଣ. ପ୍ରିଣ୍ଟର୍ କନ...")
 
 
(2 intermediate revisions by the same user not shown)
Line 1: Line 1:
'''Digital Divide - Printer Connection'''
 
 
 
{| border=1
 
{| border=1
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| ନମସ୍କାର ବନ୍ଧୁଗଣ. ପ୍ରିଣ୍ଟର୍ କନେକ୍ସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
 
| ନମସ୍କାର ବନ୍ଧୁଗଣ. ପ୍ରିଣ୍ଟର୍ କନେକ୍ସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ କମ୍ପ୍ୟୁଟର୍ ସହିତ ଏକ ପ୍ରିଣ୍ଟର୍ ସଂଯୋଗ କରିବା ବିଷୟରେ ଶିଖିବା
 
| ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ କମ୍ପ୍ୟୁଟର୍ ସହିତ ଏକ ପ୍ରିଣ୍ଟର୍ ସଂଯୋଗ କରିବା ବିଷୟରେ ଶିଖିବା
 +
 
|-
 
|-
 
|00:11
 
|00:11
 
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
 
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
 +
 
|-
 
|-
 
|00:13  
 
|00:13  
 
| ଉବୁଣ୍ଟୁ ଲିନକ୍ସ 12.10 OS  
 
| ଉବୁଣ୍ଟୁ ଲିନକ୍ସ 12.10 OS  
 +
 
|-
 
|-
 
|00:17
 
|00:17
 
| ଓ କ୍ୟାନନ୍ ପ୍ରିଣ୍ଟର୍
 
| ଓ କ୍ୟାନନ୍ ପ୍ରିଣ୍ଟର୍
 +
 
|-
 
|-
 
|00:20
 
|00:20
 
| ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ ବିଷୟରେ ମୁଁ ଆପଣଙ୍କୁ ଜଣାଇଦେଉଛି
 
| ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ ବିଷୟରେ ମୁଁ ଆପଣଙ୍କୁ ଜଣାଇଦେଉଛି
 +
 
|-
 
|-
 
|00:25
 
|00:25
 
| ଏହା ହେଉଛି CPU
 
| ଏହା ହେଉଛି CPU
 +
 
|-
 
|-
 
|00:27
 
|00:27
 
| ମନିଟର୍
 
| ମନିଟର୍
 +
 
|-
 
|-
 
|00:29
 
|00:29
| କୀ’ବୋର୍ଡ
+
| କୀ’ବୋର୍ଡ,ମାଉସ୍
|-
+
 
|00:30
+
| ମାଉସ୍
+
 
|-
 
|-
 
|00:32
 
|00:32
 
| ଓ ପ୍ରିଣ୍ଟର୍
 
| ଓ ପ୍ରିଣ୍ଟର୍
 +
 
|-
 
|-
 
|00:34
 
|00:34
 
| CPUକୁ ଦେଖନ୍ତୁ
 
| CPUକୁ ଦେଖନ୍ତୁ
 +
 
|-
 
|-
 
|00:41
 
|00:41
 
| ଅଧିକାଂଶ CPUର ସାମ୍ନାରେ କିଛି USB ପୋର୍ଟ୍ସ ଥାଏ  
 
| ଅଧିକାଂଶ CPUର ସାମ୍ନାରେ କିଛି USB ପୋର୍ଟ୍ସ ଥାଏ  
 +
 
|-
 
|-
 
|00:46
 
|00:46
 
| ଓ କିଛି ପଛରେ ମଧ୍ୟ ଥାଏ
 
| ଓ କିଛି ପଛରେ ମଧ୍ୟ ଥାଏ
 +
 
|-
 
|-
 
|00:49
 
|00:49
 
| ଏବେ, ଆମ ପ୍ରିଣ୍ଟରକୁ ଦେଖନ୍ତୁ
 
| ଏବେ, ଆମ ପ୍ରିଣ୍ଟରକୁ ଦେଖନ୍ତୁ
 +
 
|-
 
|-
 
|00:53
 
|00:53
 
| ସାଧାରଣତଃ, ପ୍ରିଣ୍ଟରର ସାମ୍ନାରେ କିମ୍ୱା ଉପରେ ଗୋଟିଏ ପାୱର୍ ସ୍ୱିଚ୍ ଥାଏ
 
| ସାଧାରଣତଃ, ପ୍ରିଣ୍ଟରର ସାମ୍ନାରେ କିମ୍ୱା ଉପରେ ଗୋଟିଏ ପାୱର୍ ସ୍ୱିଚ୍ ଥାଏ
 +
 
|-
 
|-
 
|01:00
 
|01:00
 
| ଏବଂ ପ୍ରିଣ୍ଟରର ପଛରେ ଏକ ପାୱର୍ ସ୍ଲଟ୍ ଓ ଏକ USB ପୋର୍ଟ ଥାଏ
 
| ଏବଂ ପ୍ରିଣ୍ଟରର ପଛରେ ଏକ ପାୱର୍ ସ୍ଲଟ୍ ଓ ଏକ USB ପୋର୍ଟ ଥାଏ
 +
 
|-
 
|-
 
|01:11
 
|01:11
 
| ଗୋଟିଏ କମ୍ପ୍ୟୁଟରରେ ପ୍ରିଣ୍ଟର୍ କନେକ୍ଟ କରିବାକୁ USB କେବଲ୍ ବ୍ୟବହାର ହୋଇଥାଏ
 
| ଗୋଟିଏ କମ୍ପ୍ୟୁଟରରେ ପ୍ରିଣ୍ଟର୍ କନେକ୍ଟ କରିବାକୁ USB କେବଲ୍ ବ୍ୟବହାର ହୋଇଥାଏ
 +
 
|-
 
|-
 
|01:16
 
|01:16
 
| ପ୍ରିଣ୍ଟର୍ ସହିତ USB କେବଲ୍ ସଂଯୋଗ କରନ୍ତୁ  
 
| ପ୍ରିଣ୍ଟର୍ ସହିତ USB କେବଲ୍ ସଂଯୋଗ କରନ୍ତୁ  
 +
 
|-
 
|-
 
|01:22
 
|01:22
 
| ଏବେ, କେବଲର ଅନ୍ୟମୁଣ୍ଡକୁ CPUର USB ପୋର୍ଟ ସହିତ ସଂଯୋଗ କରନ୍ତୁ
 
| ଏବେ, କେବଲର ଅନ୍ୟମୁଣ୍ଡକୁ CPUର USB ପୋର୍ଟ ସହିତ ସଂଯୋଗ କରନ୍ତୁ
 +
 
|-
 
|-
 
|01:30
 
|01:30
 
| ଆମ ପ୍ରିଣ୍ଟର୍ କମ୍ପ୍ୟୁଟର୍ ସହିତ କନେକ୍ଟ ହୋଇଗଲା
 
| ଆମ ପ୍ରିଣ୍ଟର୍ କମ୍ପ୍ୟୁଟର୍ ସହିତ କନେକ୍ଟ ହୋଇଗଲା
 +
 
|-
 
|-
 
|01:33
 
|01:33
 
| ପ୍ରିଣ୍ଟର୍ ଉପରେ ଥିବା ପାୱର୍ ବଟନକୁ ଅନ୍ କରନ୍ତୁ
 
| ପ୍ରିଣ୍ଟର୍ ଉପରେ ଥିବା ପାୱର୍ ବଟନକୁ ଅନ୍ କରନ୍ତୁ
 +
 
|-
 
|-
 
|01:37
 
|01:37
 
| ବର୍ତ୍ତମାନ, ଆମ କମ୍ପ୍ୟୁଟର୍ ବ୍ୟବହାର କରି ପ୍ରିଣ୍ଟର୍ କନଫିଗର୍ କରିବା
 
| ବର୍ତ୍ତମାନ, ଆମ କମ୍ପ୍ୟୁଟର୍ ବ୍ୟବହାର କରି ପ୍ରିଣ୍ଟର୍ କନଫିଗର୍ କରିବା
 +
 
|-
 
|-
 
|01:43
 
|01:43
 
| ଡେସ୍କଟପ୍ କୁ ଯାଆନ୍ତୁ
 
| ଡେସ୍କଟପ୍ କୁ ଯାଆନ୍ତୁ
 +
 
|-
 
|-
 
|01:46  
 
|01:46  
 
| ଲଞ୍ଚର୍ ବାର୍ ର ଉପର ବାମପଟେ ଥିବା ଡାଶ୍ ହୋମ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| ଲଞ୍ଚର୍ ବାର୍ ର ଉପର ବାମପଟେ ଥିବା ଡାଶ୍ ହୋମ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:53
 
|01:53
 
| ସର୍ଚ ବାର୍ ରେ Printing ଟାଇପ୍ କରନ୍ତୁ
 
| ସର୍ଚ ବାର୍ ରେ Printing ଟାଇପ୍ କରନ୍ତୁ
 +
 
|-
 
|-
 
|01:58
 
|01:58
 
| ପ୍ରିଣ୍ଟର୍ ଆଇକନ୍ ପ୍ରଦର୍ଶିତ ହେବ
 
| ପ୍ରିଣ୍ଟର୍ ଆଇକନ୍ ପ୍ରଦର୍ଶିତ ହେବ
 +
 
|-
 
|-
 
|02:02
 
|02:02
 
| ତାହାକୁ କ୍ଲିକ୍ କରନ୍ତୁ
 
| ତାହାକୁ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:04
 
|02:04
 
| ଉବୁଣ୍ଟୁର ପୁରୁଣା ଭର୍ସନରେ, କ୍ଲିକ୍ କରନ୍ତୁ
 
| ଉବୁଣ୍ଟୁର ପୁରୁଣା ଭର୍ସନରେ, କ୍ଲିକ୍ କରନ୍ତୁ
 +
 
|-
 
|-
 
|02:07
 
|02:07
| System,
+
| System, Administration,
|-
+
 
|02:08
+
| Administration,
+
 
|-
 
|-
 
|02:09
 
|02:09
 
| ଓ Printing
 
| ଓ Printing
 +
 
|-
 
|-
 
|02:12
 
|02:12
 
| Printing ଡାୟଲଗ୍ ବକ୍ସ ଦେଖାଦେଲା
 
| Printing ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
 
|02:16
 
|02:16
 
| ଏହା There are no printers configured yet ବୋଲି କୁହେ
 
| ଏହା There are no printers configured yet ବୋଲି କୁହେ
 +
 
|-
 
|-
 
|02:21
 
|02:21
 
| ଉପର ବାମପଟ କୋଣରେ, ସବୁଜ Plus ଚିହ୍ନ ଥାଇ Add ନାମକ ଏକ ବଟନ୍ ଅଛି ତାହାକୁ କ୍ଲିକ୍ କରନ୍ତୁ
 
| ଉପର ବାମପଟ କୋଣରେ, ସବୁଜ Plus ଚିହ୍ନ ଥାଇ Add ନାମକ ଏକ ବଟନ୍ ଅଛି ତାହାକୁ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:30
 
|02:30
 
| ଏହା, New Printer ଡାୟଲଗ୍ ବକ୍ସ ଖୋଲିବ
 
| ଏହା, New Printer ଡାୟଲଗ୍ ବକ୍ସ ଖୋଲିବ
 +
 
|-
 
|-
 
|02:34
 
|02:34
 
| ବାମପଟେ, କମ୍ପ୍ୟୁଟର୍ ସହିତ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ଡିଭାଇସଗୁଡ଼ିକର ଏକ ତାଲିକା ପ୍ରଦର୍ଶିତ ହୋଇଛି
 
| ବାମପଟେ, କମ୍ପ୍ୟୁଟର୍ ସହିତ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ଡିଭାଇସଗୁଡ଼ିକର ଏକ ତାଲିକା ପ୍ରଦର୍ଶିତ ହୋଇଛି
 +
 
|-
 
|-
 
|02:42
 
|02:42
 
| ଏଠାରେ, ଆମର Canon Printerକୁ ସିଲେକ୍ଟ କରି Forward ଉପରେ କ୍ଲିକ୍ କରନ୍ତୁ
 
| ଏଠାରେ, ଆମର Canon Printerକୁ ସିଲେକ୍ଟ କରି Forward ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:51
 
|02:51
 
| ତାହାପରେ ଏହା ନିଜକୁ ନିଜ ଡ୍ରାଇଭର୍ସ ପାଇଁ ସର୍ଚ କରିବା ଆରମ୍ଭ କରିବ ମୁଁ Cancel ଉପରେ କ୍ଲିକ୍ କରିବି
 
| ତାହାପରେ ଏହା ନିଜକୁ ନିଜ ଡ୍ରାଇଭର୍ସ ପାଇଁ ସର୍ଚ କରିବା ଆରମ୍ଭ କରିବ ମୁଁ Cancel ଉପରେ କ୍ଲିକ୍ କରିବି
 +
 
|-
 
|-
 
|02:59
 
|02:59
 
| ଏବେ, ଡାୟଲଗ୍ ବକ୍ସ Choose Driver ଅପ୍ସନକୁ ବଦଳିଯିବ
 
| ଏବେ, ଡାୟଲଗ୍ ବକ୍ସ Choose Driver ଅପ୍ସନକୁ ବଦଳିଯିବ
 +
 
|-
 
|-
 
|03:04
 
|03:04
 
| ଅଧିକାଂଶ ମାମଲାରେ Default ଅପ୍ସନ୍ କାମ କରିବ
 
| ଅଧିକାଂଶ ମାମଲାରେ Default ଅପ୍ସନ୍ କାମ କରିବ
 +
 
|-
 
|-
 
|03:08
 
|03:08
 
| ଯେହେତୁ ମୋ ପାଖରେ ଏକ Canon Printer ଅଛି, ଏହି ତାଲିକାରେ ଏହା ଡିଫଲ୍ଟ ଭାବରେ ଚୟନିତ ହୋଇଛି
 
| ଯେହେତୁ ମୋ ପାଖରେ ଏକ Canon Printer ଅଛି, ଏହି ତାଲିକାରେ ଏହା ଡିଫଲ୍ଟ ଭାବରେ ଚୟନିତ ହୋଇଛି
 +
 
|-
 
|-
 
|03:16
 
|03:16
 
| ଏବେ Forward ଉପରେ କ୍ଲିକ୍ କରନ୍ତୁ
 
| ଏବେ Forward ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:19
 
|03:19
 
| Model ପେଜ୍ ରେ, ମୋ ପ୍ରିଣ୍ଟର୍ ମଡେଲ୍ ନିଜକୁ ନିଜ ଖୋଜି ହୋଇଯିବ
 
| Model ପେଜ୍ ରେ, ମୋ ପ୍ରିଣ୍ଟର୍ ମଡେଲ୍ ନିଜକୁ ନିଜ ଖୋଜି ହୋଇଯିବ
 +
 
|-
 
|-
 
|03:26
 
|03:26
 
| ଏହା, ବ୍ରାକେଟ୍ ମଧ୍ୟରେ Recommended ଭାବରେ ସୂଚିତ ହୋଇଛି  
 
| ଏହା, ବ୍ରାକେଟ୍ ମଧ୍ୟରେ Recommended ଭାବରେ ସୂଚିତ ହୋଇଛି  
 +
 
|-
 
|-
 
|03:31
 
|03:31
 
| ଆହୁରି ମଧ୍ୟ, Drivers ବିଭାଗରେ, ମୋ ପ୍ରିଣ୍ଟର୍ ପାଇଁ ଉପଯୁକ୍ତ ଡ୍ରାଇଭରକୁ ଏହା ଦେଖାଏ
 
| ଆହୁରି ମଧ୍ୟ, Drivers ବିଭାଗରେ, ମୋ ପ୍ରିଣ୍ଟର୍ ପାଇଁ ଉପଯୁକ୍ତ ଡ୍ରାଇଭରକୁ ଏହା ଦେଖାଏ
 +
 
|-
 
|-
 
|03:38
 
|03:38
 
| ଏବେ ପୁଣିଥରେ Forward ଉପରେ କ୍ଲିକ୍ କରନ୍ତୁ
 
| ଏବେ ପୁଣିଥରେ Forward ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:42
 
|03:42
 
| ଏବେ, ଆମକୁ ଆମର ପ୍ରିଣ୍ଟର୍ ବର୍ଣ୍ଣନା କରିବାକୁ କୁହାଯାଏ - Printer Name ଓ ତାହାର Location
 
| ଏବେ, ଆମକୁ ଆମର ପ୍ରିଣ୍ଟର୍ ବର୍ଣ୍ଣନା କରିବାକୁ କୁହାଯାଏ - Printer Name ଓ ତାହାର Location
 +
 
|-
 
|-
 
|03:49
 
|03:49
 
| ମୁଁ ଏହାକୁ Default ଭାବରେ ରଖି Apply ଉପରେ କ୍ଲିକ୍ କରିବି
 
| ମୁଁ ଏହାକୁ Default ଭାବରେ ରଖି Apply ଉପରେ କ୍ଲିକ୍ କରିବି
 +
 
|-
 
|-
 
|03:53
 
|03:53
 
| ଆମ ପ୍ରିଣ୍ଟର୍ ସଫଳତାପୂର୍ବକ ଆମର କମ୍ପ୍ୟୁଟର୍ ସହିତ ଆଡ୍ ହୋଇଗଲା
 
| ଆମ ପ୍ରିଣ୍ଟର୍ ସଫଳତାପୂର୍ବକ ଆମର କମ୍ପ୍ୟୁଟର୍ ସହିତ ଆଡ୍ ହୋଇଗଲା
 +
 
|-
 
|-
 
|04:00
 
|04:00
 
| ଗୋଟିଏ ବାର୍ତ୍ତା ଦେଖାଦେବ Would you like to print test page?
 
| ଗୋଟିଏ ବାର୍ତ୍ତା ଦେଖାଦେବ Would you like to print test page?
 +
 
|-
 
|-
 
|04:04
 
|04:04
 
| Print Test Page ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 
| Print Test Page ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:08
 
|04:08
 
| ଗୋଟିଏ ବାର୍ତ୍ତା ସହିତ ଏକ ପପ୍ ଅପ୍ ଦେଖାଦେବ  
 
| ଗୋଟିଏ ବାର୍ତ୍ତା ସହିତ ଏକ ପପ୍ ଅପ୍ ଦେଖାଦେବ  
 +
 
|-
 
|-
 
|04:12
 
|04:12
 
| Submitted – Test Page submitted as job ...  and its number.
 
| Submitted – Test Page submitted as job ...  and its number.
 +
 
|-
 
|-
 
|04:18
 
|04:18
 
| OK ଉପରେ କ୍ଲିକ୍ କରନ୍ତୁ  
 
| OK ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:20
 
|04:20
 
| Printer Properties ଡାୟଲଗ୍ ବକ୍ସରେ ପୁଣିଥରେ OK କ୍ଲିକ୍ କରନ୍ତୁ
 
| Printer Properties ଡାୟଲଗ୍ ବକ୍ସରେ ପୁଣିଥରେ OK କ୍ଲିକ୍ କରନ୍ତୁ
 +
 
|-
 
|-
 
|04:24
 
|04:24
 
| ଦେଖନ୍ତୁ, ଆମ ପ୍ରିଣ୍ଟରରୁ ଟେଷ୍ଟ ପ୍ରିଣ୍ଟ ବାହାରିଲା
 
| ଦେଖନ୍ତୁ, ଆମ ପ୍ରିଣ୍ଟରରୁ ଟେଷ୍ଟ ପ୍ରିଣ୍ଟ ବାହାରିଲା
 +
 
|-
 
|-
 
|04:29
 
|04:29
 
| ଆମ ପ୍ରିଣ୍ଟର୍ ଏବେ ଆମର ଡକ୍ୟୁମେଣ୍ଟଗୁଡ଼ିକ ପ୍ରିଣ୍ଟ କରିବାକୁ ପ୍ରସ୍ତୁତ
 
| ଆମ ପ୍ରିଣ୍ଟର୍ ଏବେ ଆମର ଡକ୍ୟୁମେଣ୍ଟଗୁଡ଼ିକ ପ୍ରିଣ୍ଟ କରିବାକୁ ପ୍ରସ୍ତୁତ
 +
 
|-
 
|-
 
|04:34
 
|04:34
 
| ପ୍ରିଣ୍ଟର୍ ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 
| ପ୍ରିଣ୍ଟର୍ ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
 +
 
|-
 
|-
 
|04:37
 
|04:37
 
| ଗୋଟିଏ ଡକ୍ୟୁମେଣ୍ଟ କିପରି ପ୍ରିଣ୍ଟ କରିବାକୁ ହୁଏ, ମୁଁ ଦେଖାଉଛି
 
| ଗୋଟିଏ ଡକ୍ୟୁମେଣ୍ଟ କିପରି ପ୍ରିଣ୍ଟ କରିବାକୁ ହୁଏ, ମୁଁ ଦେଖାଉଛି
 +
 
|-
 
|-
 
|04:42
 
|04:42
 
| ଗୋଟିଏ ଡକ୍ୟୁମେଣ୍ଟ ଖୋଲନ୍ତୁ
 
| ଗୋଟିଏ ଡକ୍ୟୁମେଣ୍ଟ ଖୋଲନ୍ତୁ
 +
 
|-
 
|-
 
|04:45
 
|04:45
 
| ତା’ପରେ, ଏକାସାଙ୍ଗରେ Ctrl ଓ P ଦାବନ୍ତୁ
 
| ତା’ପରେ, ଏକାସାଙ୍ଗରେ Ctrl ଓ P ଦାବନ୍ତୁ
 +
 
|-
 
|-
 
|04:49
 
|04:49
 
| Printing ଡାୟଲଗ୍ ବକ୍ସ ଦେଖାଦେଲା
 
| Printing ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
 
|04:53
 
|04:53
 
| ଦେଖନ୍ତୁ, ଡିଫଲ୍ଟ ଭାବରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ ହୋଇଗଲା
 
| ଦେଖନ୍ତୁ, ଡିଫଲ୍ଟ ଭାବରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ ହୋଇଗଲା
 +
 
|-
 
|-
 
|04:58
 
|04:58
 
| ଏହି ଡାୟଲଗ୍ ବକ୍ସରେ ଅନେକ ଅପ୍ସନ୍ସ ଅଛି  
 
| ଏହି ଡାୟଲଗ୍ ବକ୍ସରେ ଅନେକ ଅପ୍ସନ୍ସ ଅଛି  
 +
 
|-
 
|-
 
|05:03
 
|05:03
 
| Range, ଆମେ ପ୍ରିଣ୍ଟ କରିବାକୁ ଚାହୁଁଥିବା ପୃଷ୍ଠାଗୁଡ଼ିକର ବର୍ଗ ଚୟନ କରିବାକୁ ଅନୁମତି ଦେଇଥାଏ
 
| Range, ଆମେ ପ୍ରିଣ୍ଟ କରିବାକୁ ଚାହୁଁଥିବା ପୃଷ୍ଠାଗୁଡ଼ିକର ବର୍ଗ ଚୟନ କରିବାକୁ ଅନୁମତି ଦେଇଥାଏ
 +
 
|-
 
|-
 
|05:08
 
|05:08
 
| Range ଅନ୍ତର୍ଗତ କିଛି ଅପ୍ସନ୍ସ ଉପଲବ୍ଧ ଅଛି
 
| Range ଅନ୍ତର୍ଗତ କିଛି ଅପ୍ସନ୍ସ ଉପଲବ୍ଧ ଅଛି
 +
 
|-
 
|-
 
|05:12
 
|05:12
|* All Pages ଅପ୍ସନ୍ ଡକ୍ୟୁମେଣ୍ଟରେ ଥିବା ସମସ୍ତ ପୃଷ୍ଠା ପ୍ରିଣ୍ଟ କରିଥାଏ
+
|All Pages ଅପ୍ସନ୍ ଡକ୍ୟୁମେଣ୍ଟରେ ଥିବା ସମସ୍ତ ପୃଷ୍ଠା ପ୍ରିଣ୍ଟ କରିଥାଏ
 +
 
 
|-
 
|-
 
|05:16
 
|05:16
|* Current Page ଅପ୍ସନ୍ କେବଳ ସାମ୍ପ୍ରତିକ ଚୟନିତ ପୃଷ୍ଠାକୁ ପ୍ରିଣ୍ଟ କରିଥାଏ
+
|Current Page ଅପ୍ସନ୍ କେବଳ ସାମ୍ପ୍ରତିକ ଚୟନିତ ପୃଷ୍ଠାକୁ ପ୍ରିଣ୍ଟ କରିଥାଏ
 +
 
 
|-
 
|-
 
|05:22
 
|05:22
|* Pages ଅପ୍ସନ୍ ଆମ ସ୍ପେସିଫିକେଶନ୍ ଅନୁସାରେ ପୃଷ୍ଠାଗୁଡ଼ିକୁ ପ୍ରିଣ୍ଟ କରିଥାଏ, ଉଦାହରଣସ୍ୱରୂପ 3-4
+
|Pages ଅପ୍ସନ୍ ଆମ ସ୍ପେସିଫିକେଶନ୍ ଅନୁସାରେ ପୃଷ୍ଠାଗୁଡ଼ିକୁ ପ୍ରିଣ୍ଟ କରିଥାଏ, ଉଦାହରଣସ୍ୱରୂପ 3-4
 +
 
 
|-
 
|-
 
|05:31
 
|05:31
 
| ତାହାପରେ, Copies ଅନ୍ତର୍ଗତ ଉପଲବ୍ଧ ଅପ୍ସନ୍ସ ଚାଲନ୍ତୁ ଦେଖିବା
 
| ତାହାପରେ, Copies ଅନ୍ତର୍ଗତ ଉପଲବ୍ଧ ଅପ୍ସନ୍ସ ଚାଲନ୍ତୁ ଦେଖିବା
 +
 
|-
 
|-
 
|05:36
 
|05:36
 
| Copies ଅପ୍ସନ୍ସ ହେଉଛି, ଯେଉଁଠାରେ ଆମେ ପ୍ରିଣ୍ଟ କରିବାକୁ ଚାହୁଁଥିବା କପୀଗୁଡ଼ିକର ସଂଖ୍ୟା ଚୟନ କରୁ
 
| Copies ଅପ୍ସନ୍ସ ହେଉଛି, ଯେଉଁଠାରେ ଆମେ ପ୍ରିଣ୍ଟ କରିବାକୁ ଚାହୁଁଥିବା କପୀଗୁଡ଼ିକର ସଂଖ୍ୟା ଚୟନ କରୁ
 +
 
|-
 
|-
 
|05:42
 
|05:42
 
| ଯଦି ଆମେ Copies 2କୁ ବଦଳାଉଛେ, ତେବେ ଚୟନିତ ପୃଷ୍ଠାର 2ଟି କପୀ ପ୍ରିଣ୍ଟ ହେବ
 
| ଯଦି ଆମେ Copies 2କୁ ବଦଳାଉଛେ, ତେବେ ଚୟନିତ ପୃଷ୍ଠାର 2ଟି କପୀ ପ୍ରିଣ୍ଟ ହେବ
 +
 
|-
 
|-
 
|05:49
 
|05:49
 
| Print ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| Print ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:52
 
|05:52
 
| ଯଦି ପ୍ରିଣ୍ଟରକୁ ଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ଆପଣଙ୍କ ଡକ୍ୟୁମେଣ୍ଟ ପ୍ରିଣ୍ଟ ହେବା ଆରମ୍ଭ ହେବ
 
| ଯଦି ପ୍ରିଣ୍ଟରକୁ ଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ଆପଣଙ୍କ ଡକ୍ୟୁମେଣ୍ଟ ପ୍ରିଣ୍ଟ ହେବା ଆରମ୍ଭ ହେବ
 +
 
|-
 
|-
 
|05:58
 
|05:58
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 +
 
|-
 
|-
 
|06:05
 
|06:05
|* ଏକ କମ୍ପ୍ୟୁଟର୍ ସହିତ ପ୍ରିଣ୍ଟର୍ କନେକ୍ଟ କରିବା
+
|ଏକ କମ୍ପ୍ୟୁଟର୍ ସହିତ ପ୍ରିଣ୍ଟର୍ କନେକ୍ଟ କରିବା
 +
 
 
|-
 
|-
 
|06:07
 
|06:07
|* ପ୍ରିଣ୍ଟର୍ ସେଟିଙ୍ଗ୍ସ କନଫିଗର୍ କରିବା ଓ
+
|ପ୍ରିଣ୍ଟର୍ ସେଟିଙ୍ଗ୍ସ କନଫିଗର୍ କରିବା ଓ
 +
 
 
|-
 
|-
 
|06:10
 
|06:10
|* ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା
+
|ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା
 +
 
 
|-
 
|-
 
|06:12
 
|06:12
 
| ଏବଂ ଆମେ ଉପଲବ୍ଧ ବିଭିନ୍ନ ପ୍ରିଣ୍ଟ ଅପ୍ସନ୍ସ ବିଷୟରେ ମଧ୍ୟ ଶିଖିଲେ
 
| ଏବଂ ଆମେ ଉପଲବ୍ଧ ବିଭିନ୍ନ ପ୍ରିଣ୍ଟ ଅପ୍ସନ୍ସ ବିଷୟରେ ମଧ୍ୟ ଶିଖିଲେ
 +
 
|-
 
|-
 
|06:17
 
|06:17
 
| ଆମେ ଆଶା କରୁ ଯେ, ଏହି ସୂଚନା ଉପଯୋଗୀ ହୋଇଥିବ
 
| ଆମେ ଆଶା କରୁ ଯେ, ଏହି ସୂଚନା ଉପଯୋଗୀ ହୋଇଥିବ
 +
 
|-
 
|-
 
|06:20
 
|06:20
 
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|06:24
 
|06:24
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|06:27
 
|06:27
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|06:32
 
|06:32
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍  
* ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
+
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
+
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
 
ଅଧିକ ବିବରଣୀ ପାଇଁ ଦୟାକରି  
 
ଅଧିକ ବିବରଣୀ ପାଇଁ ଦୟାକରି  
 
contact@spoken-tutorial.orgକୁ ଲେଖନ୍ତୁ
 
contact@spoken-tutorial.orgକୁ ଲେଖନ୍ତୁ
 +
 
|-
 
|-
 
|06:49
 
|06:49
Line 269: Line 345:
 
ଏହି ମିଶନ୍ ଉପରେ ଅଧିକ ବିବରଣୀ   
 
ଏହି ମିଶନ୍ ଉପରେ ଅଧିକ ବିବରଣୀ   
 
spoken-tutorial.org/NMEICT-Introରେ ଉପଲବ୍ଧ
 
spoken-tutorial.org/NMEICT-Introରେ ଉପଲବ୍ଧ
 +
 
|-
 
|-
 
|07:10
 
|07:10
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 +
 
|-
 
|-
 
|07:12
 
|07:12
 
| ଆଇଆଇଟି ବମ୍ୱେ ତରଫରୁ ମୁଁ   
 
| ଆଇଆଇଟି ବମ୍ୱେ ତରଫରୁ ମୁଁ   
 +
 
|-
 
|-
 
|07:16
 
|07:16
 
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
|}
 
|}

Latest revision as of 12:38, 7 April 2017

Time Narration
00:01 ନମସ୍କାର ବନ୍ଧୁଗଣ. ପ୍ରିଣ୍ଟର୍ କନେକ୍ସନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଗୋଟିଏ କମ୍ପ୍ୟୁଟର୍ ସହିତ ଏକ ପ୍ରିଣ୍ଟର୍ ସଂଯୋଗ କରିବା ବିଷୟରେ ଶିଖିବା
00:11 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:13 ଉବୁଣ୍ଟୁ ଲିନକ୍ସ 12.10 OS
00:17 ଓ କ୍ୟାନନ୍ ପ୍ରିଣ୍ଟର୍
00:20 ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ ବିଷୟରେ ମୁଁ ଆପଣଙ୍କୁ ଜଣାଇଦେଉଛି
00:25 ଏହା ହେଉଛି CPU
00:27 ମନିଟର୍
00:29 କୀ’ବୋର୍ଡ,ମାଉସ୍
00:32 ଓ ପ୍ରିଣ୍ଟର୍
00:34 CPUକୁ ଦେଖନ୍ତୁ
00:41 ଅଧିକାଂଶ CPUର ସାମ୍ନାରେ କିଛି USB ପୋର୍ଟ୍ସ ଥାଏ
00:46 ଓ କିଛି ପଛରେ ମଧ୍ୟ ଥାଏ
00:49 ଏବେ, ଆମ ପ୍ରିଣ୍ଟରକୁ ଦେଖନ୍ତୁ
00:53 ସାଧାରଣତଃ, ପ୍ରିଣ୍ଟରର ସାମ୍ନାରେ କିମ୍ୱା ଉପରେ ଗୋଟିଏ ପାୱର୍ ସ୍ୱିଚ୍ ଥାଏ
01:00 ଏବଂ ପ୍ରିଣ୍ଟରର ପଛରେ ଏକ ପାୱର୍ ସ୍ଲଟ୍ ଓ ଏକ USB ପୋର୍ଟ ଥାଏ
01:11 ଗୋଟିଏ କମ୍ପ୍ୟୁଟରରେ ପ୍ରିଣ୍ଟର୍ କନେକ୍ଟ କରିବାକୁ USB କେବଲ୍ ବ୍ୟବହାର ହୋଇଥାଏ
01:16 ପ୍ରିଣ୍ଟର୍ ସହିତ USB କେବଲ୍ ସଂଯୋଗ କରନ୍ତୁ
01:22 ଏବେ, କେବଲର ଅନ୍ୟମୁଣ୍ଡକୁ CPUର USB ପୋର୍ଟ ସହିତ ସଂଯୋଗ କରନ୍ତୁ
01:30 ଆମ ପ୍ରିଣ୍ଟର୍ କମ୍ପ୍ୟୁଟର୍ ସହିତ କନେକ୍ଟ ହୋଇଗଲା
01:33 ପ୍ରିଣ୍ଟର୍ ଉପରେ ଥିବା ପାୱର୍ ବଟନକୁ ଅନ୍ କରନ୍ତୁ
01:37 ବର୍ତ୍ତମାନ, ଆମ କମ୍ପ୍ୟୁଟର୍ ବ୍ୟବହାର କରି ପ୍ରିଣ୍ଟର୍ କନଫିଗର୍ କରିବା
01:43 ଡେସ୍କଟପ୍ କୁ ଯାଆନ୍ତୁ
01:46 ଲଞ୍ଚର୍ ବାର୍ ର ଉପର ବାମପଟେ ଥିବା ଡାଶ୍ ହୋମ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:53 ସର୍ଚ ବାର୍ ରେ Printing ଟାଇପ୍ କରନ୍ତୁ
01:58 ପ୍ରିଣ୍ଟର୍ ଆଇକନ୍ ପ୍ରଦର୍ଶିତ ହେବ
02:02 ତାହାକୁ କ୍ଲିକ୍ କରନ୍ତୁ
02:04 ଉବୁଣ୍ଟୁର ପୁରୁଣା ଭର୍ସନରେ, କ୍ଲିକ୍ କରନ୍ତୁ
02:07 System, Administration,
02:09 ଓ Printing
02:12 Printing ଡାୟଲଗ୍ ବକ୍ସ ଦେଖାଦେଲା
02:16 ଏହା There are no printers configured yet ବୋଲି କୁହେ
02:21 ଉପର ବାମପଟ କୋଣରେ, ସବୁଜ Plus ଚିହ୍ନ ଥାଇ Add ନାମକ ଏକ ବଟନ୍ ଅଛି ତାହାକୁ କ୍ଲିକ୍ କରନ୍ତୁ
02:30 ଏହା, New Printer ଡାୟଲଗ୍ ବକ୍ସ ଖୋଲିବ
02:34 ବାମପଟେ, କମ୍ପ୍ୟୁଟର୍ ସହିତ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ଡିଭାଇସଗୁଡ଼ିକର ଏକ ତାଲିକା ପ୍ରଦର୍ଶିତ ହୋଇଛି
02:42 ଏଠାରେ, ଆମର Canon Printerକୁ ସିଲେକ୍ଟ କରି Forward ଉପରେ କ୍ଲିକ୍ କରନ୍ତୁ
02:51 ତାହାପରେ ଏହା ନିଜକୁ ନିଜ ଡ୍ରାଇଭର୍ସ ପାଇଁ ସର୍ଚ କରିବା ଆରମ୍ଭ କରିବ ମୁଁ Cancel ଉପରେ କ୍ଲିକ୍ କରିବି
02:59 ଏବେ, ଡାୟଲଗ୍ ବକ୍ସ Choose Driver ଅପ୍ସନକୁ ବଦଳିଯିବ
03:04 ଅଧିକାଂଶ ମାମଲାରେ Default ଅପ୍ସନ୍ କାମ କରିବ
03:08 ଯେହେତୁ ମୋ ପାଖରେ ଏକ Canon Printer ଅଛି, ଏହି ତାଲିକାରେ ଏହା ଡିଫଲ୍ଟ ଭାବରେ ଚୟନିତ ହୋଇଛି
03:16 ଏବେ Forward ଉପରେ କ୍ଲିକ୍ କରନ୍ତୁ
03:19 Model ପେଜ୍ ରେ, ମୋ ପ୍ରିଣ୍ଟର୍ ମଡେଲ୍ ନିଜକୁ ନିଜ ଖୋଜି ହୋଇଯିବ
03:26 ଏହା, ବ୍ରାକେଟ୍ ମଧ୍ୟରେ Recommended ଭାବରେ ସୂଚିତ ହୋଇଛି
03:31 ଆହୁରି ମଧ୍ୟ, Drivers ବିଭାଗରେ, ମୋ ପ୍ରିଣ୍ଟର୍ ପାଇଁ ଉପଯୁକ୍ତ ଡ୍ରାଇଭରକୁ ଏହା ଦେଖାଏ
03:38 ଏବେ ପୁଣିଥରେ Forward ଉପରେ କ୍ଲିକ୍ କରନ୍ତୁ
03:42 ଏବେ, ଆମକୁ ଆମର ପ୍ରିଣ୍ଟର୍ ବର୍ଣ୍ଣନା କରିବାକୁ କୁହାଯାଏ - Printer Name ଓ ତାହାର Location
03:49 ମୁଁ ଏହାକୁ Default ଭାବରେ ରଖି Apply ଉପରେ କ୍ଲିକ୍ କରିବି
03:53 ଆମ ପ୍ରିଣ୍ଟର୍ ସଫଳତାପୂର୍ବକ ଆମର କମ୍ପ୍ୟୁଟର୍ ସହିତ ଆଡ୍ ହୋଇଗଲା
04:00 ଗୋଟିଏ ବାର୍ତ୍ତା ଦେଖାଦେବ Would you like to print test page?
04:04 Print Test Page ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
04:08 ଗୋଟିଏ ବାର୍ତ୍ତା ସହିତ ଏକ ପପ୍ ଅପ୍ ଦେଖାଦେବ
04:12 Submitted – Test Page submitted as job ... and its number.
04:18 OK ଉପରେ କ୍ଲିକ୍ କରନ୍ତୁ
04:20 Printer Properties ଡାୟଲଗ୍ ବକ୍ସରେ ପୁଣିଥରେ OK କ୍ଲିକ୍ କରନ୍ତୁ
04:24 ଦେଖନ୍ତୁ, ଆମ ପ୍ରିଣ୍ଟରରୁ ଟେଷ୍ଟ ପ୍ରିଣ୍ଟ ବାହାରିଲା
04:29 ଆମ ପ୍ରିଣ୍ଟର୍ ଏବେ ଆମର ଡକ୍ୟୁମେଣ୍ଟଗୁଡ଼ିକ ପ୍ରିଣ୍ଟ କରିବାକୁ ପ୍ରସ୍ତୁତ
04:34 ପ୍ରିଣ୍ଟର୍ ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
04:37 ଗୋଟିଏ ଡକ୍ୟୁମେଣ୍ଟ କିପରି ପ୍ରିଣ୍ଟ କରିବାକୁ ହୁଏ, ମୁଁ ଦେଖାଉଛି
04:42 ଗୋଟିଏ ଡକ୍ୟୁମେଣ୍ଟ ଖୋଲନ୍ତୁ
04:45 ତା’ପରେ, ଏକାସାଙ୍ଗରେ Ctrl ଓ P ଦାବନ୍ତୁ
04:49 Printing ଡାୟଲଗ୍ ବକ୍ସ ଦେଖାଦେଲା
04:53 ଦେଖନ୍ତୁ, ଡିଫଲ୍ଟ ଭାବରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ ହୋଇଗଲା
04:58 ଏହି ଡାୟଲଗ୍ ବକ୍ସରେ ଅନେକ ଅପ୍ସନ୍ସ ଅଛି
05:03 Range, ଆମେ ପ୍ରିଣ୍ଟ କରିବାକୁ ଚାହୁଁଥିବା ପୃଷ୍ଠାଗୁଡ଼ିକର ବର୍ଗ ଚୟନ କରିବାକୁ ଅନୁମତି ଦେଇଥାଏ
05:08 Range ଅନ୍ତର୍ଗତ କିଛି ଅପ୍ସନ୍ସ ଉପଲବ୍ଧ ଅଛି
05:12 All Pages ଅପ୍ସନ୍ ଡକ୍ୟୁମେଣ୍ଟରେ ଥିବା ସମସ୍ତ ପୃଷ୍ଠା ପ୍ରିଣ୍ଟ କରିଥାଏ
05:16 Current Page ଅପ୍ସନ୍ କେବଳ ସାମ୍ପ୍ରତିକ ଚୟନିତ ପୃଷ୍ଠାକୁ ପ୍ରିଣ୍ଟ କରିଥାଏ
05:22 Pages ଅପ୍ସନ୍ ଆମ ସ୍ପେସିଫିକେଶନ୍ ଅନୁସାରେ ପୃଷ୍ଠାଗୁଡ଼ିକୁ ପ୍ରିଣ୍ଟ କରିଥାଏ, ଉଦାହରଣସ୍ୱରୂପ 3-4
05:31 ତାହାପରେ, Copies ଅନ୍ତର୍ଗତ ଉପଲବ୍ଧ ଅପ୍ସନ୍ସ ଚାଲନ୍ତୁ ଦେଖିବା
05:36 Copies ଅପ୍ସନ୍ସ ହେଉଛି, ଯେଉଁଠାରେ ଆମେ ପ୍ରିଣ୍ଟ କରିବାକୁ ଚାହୁଁଥିବା କପୀଗୁଡ଼ିକର ସଂଖ୍ୟା ଚୟନ କରୁ
05:42 ଯଦି ଆମେ Copies 2କୁ ବଦଳାଉଛେ, ତେବେ ଚୟନିତ ପୃଷ୍ଠାର 2ଟି କପୀ ପ୍ରିଣ୍ଟ ହେବ
05:49 Print ବଟନ୍ ଉପରେ କ୍ଲିକ୍ କରନ୍ତୁ
05:52 ଯଦି ପ୍ରିଣ୍ଟରକୁ ଠିକ୍ ଭାବେ କନଫିଗର୍ ହୋଇଥିବ, ତେବେ ଆପଣଙ୍କ ଡକ୍ୟୁମେଣ୍ଟ ପ୍ରିଣ୍ଟ ହେବା ଆରମ୍ଭ ହେବ
05:58 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
06:05 ଏକ କମ୍ପ୍ୟୁଟର୍ ସହିତ ପ୍ରିଣ୍ଟର୍ କନେକ୍ଟ କରିବା
06:07 ପ୍ରିଣ୍ଟର୍ ସେଟିଙ୍ଗ୍ସ କନଫିଗର୍ କରିବା ଓ
06:10 ଏକ ଡକ୍ୟୁମେଣ୍ଟ ପ୍ରିଣ୍ଟ କରିବା
06:12 ଏବଂ ଆମେ ଉପଲବ୍ଧ ବିଭିନ୍ନ ପ୍ରିଣ୍ଟ ଅପ୍ସନ୍ସ ବିଷୟରେ ମଧ୍ୟ ଶିଖିଲେ
06:17 ଆମେ ଆଶା କରୁ ଯେ, ଏହି ସୂଚନା ଉପଯୋଗୀ ହୋଇଥିବ
06:20 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
06:24 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:27 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
06:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍

ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

06:49 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ

ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ

07:10 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
07:12 ଆଇଆଇଟି ବମ୍ୱେ ତରଫରୁ ମୁଁ
07:16 ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

Contributors and Content Editors

PoojaMoolya, Pradeep