Difference between revisions of "Inkscape/C3/Design-a-CD-label/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
{| border=1
+
{| Border=1
| <center>Time</center>
+
| '''Time'''
| <center>Narration</center>
+
|'''Narration'''
 +
 
 
|-
 
|-
 
|00:00
 
|00:00
 
| Inkscape ବ୍ୟବହାର କରି Design a CD Label ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 
| Inkscape ବ୍ୟବହାର କରି Design a CD Label ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 +
 
|-
 
|-
 
|00:09
 
|00:09
 
| ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା  
 
| ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା  
 +
 
|-
 
|-
 
|00:11
 
|00:11
 
|ଏକ CD ଲେବଲ୍ ଡିଜାଇନ୍ କରିବା  
 
|ଏକ CD ଲେବଲ୍ ଡିଜାଇନ୍ କରିବା  
 +
 
|-
 
|-
 
|00:13
 
|00:13
 
|PNG ଭାବରେ ଫାଇଲ୍ ସେଭ୍ କରିବା
 
|PNG ଭାବରେ ଫାଇଲ୍ ସେଭ୍ କରିବା
 +
 
|-
 
|-
 
|00:16
 
|00:16
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  
 +
 
|-
 
|-
 
|00:18
 
|00:18
 
|ଉବୁଣ୍ଟୁ ଲିନକ୍ସ 12.04 OS  
 
|ଉବୁଣ୍ଟୁ ଲିନକ୍ସ 12.04 OS  
 +
 
|-
 
|-
 
|00:21
 
|00:21
 
|Inkscape ଭର୍ସନ୍ 0.48.4  
 
|Inkscape ଭର୍ସନ୍ 0.48.4  
 +
 
|-
 
|-
 
|00:25
 
|00:25
 
| Inkscape ଖୋଲନ୍ତୁ  
 
| Inkscape ଖୋଲନ୍ତୁ  
 +
 
|-
 
|-
 
|00:27
 
|00:27
 
| File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ  
 
| File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ  
 +
 
|-
 
|-
 
|00:32
 
|00:32
 
| Width ଓ Hight ପାରାମିଟର୍ କୁ 425 ପିକ୍ସେଲ୍ସରେ ବଦଳାନ୍ତୁ  
 
| Width ଓ Hight ପାରାମିଟର୍ କୁ 425 ପିକ୍ସେଲ୍ସରେ ବଦଳାନ୍ତୁ  
 +
 
|-
 
|-
 
|00:37
 
|00:37
 
| ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ  
 
| ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ  
 +
 
|-
 
|-
 
|00:40
 
|00:40
 
| Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ.  ତାହାକୁ ନାଲି ରଙ୍ଗ ଦିଅନ୍ତୁ  
 
| Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ.  ତାହାକୁ ନାଲି ରଙ୍ଗ ଦିଅନ୍ତୁ  
 +
 
|-
 
|-
 
|00:45
 
|00:45
 
| Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ  
 
| Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|00:47
 
|00:47
 
| Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ  
 
| Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ  
 +
 
|-
 
|-
 
|00:54
 
|00:54
 
| ଏହାପରେ Ellipse Tool ବ୍ୟବହାର କରି ଏକ ବୃତ୍ତ ଆଙ୍କନ୍ତୁ  
 
| ଏହାପରେ Ellipse Tool ବ୍ୟବହାର କରି ଏକ ବୃତ୍ତ ଆଙ୍କନ୍ତୁ  
 +
 
|-
 
|-
 
|00:58
 
|00:58
 
| ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ  
 
| ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:01
 
|01:01
 
| Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
 
| Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
 +
 
|-
 
|-
 
|01:07
 
|01:07
 
| ଉଭୟ ବୃତ୍ତ ଓ ବର୍ଗକୁ ସିଲେକ୍ଟ କରନ୍ତୁ  
 
| ଉଭୟ ବୃତ୍ତ ଓ ବର୍ଗକୁ ସିଲେକ୍ଟ କରନ୍ତୁ  
 +
 
|-
 
|-
 
|01:11
 
|01:11
 
| Object ମେନୁକୁ ଯାଆନ୍ତୁ.  
 
| Object ମେନୁକୁ ଯାଆନ୍ତୁ.  
 +
 
|-
 
|-
 
|01:13
 
|01:13
 
| Align and Distribute ଉପରେ କ୍ଲିକ୍ କରନ୍ତୁ '''
 
| Align and Distribute ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
 
|01:16
 
|01:16
 
| Relative to କୁ Page ଅପ୍ସନ୍ ରେ ସେଟ୍ କରନ୍ତୁ  
 
| Relative to କୁ Page ଅପ୍ସନ୍ ରେ ସେଟ୍ କରନ୍ତୁ  
 +
 
|-
 
|-
 
|01:19
 
|01:19
 
| ଅବଜେକ୍ଟଗୁଡ଼ିକୁ କେନ୍ଦ୍ରରେ ଆଲାଇନ୍ କରନ୍ତୁ  
 
| ଅବଜେକ୍ଟଗୁଡ଼ିକୁ କେନ୍ଦ୍ରରେ ଆଲାଇନ୍ କରନ୍ତୁ  
 +
 
|-
 
|-
 
|01:22
 
|01:22
 
| Path ମେନୁକୁ ଯାଆନ୍ତୁ. Difference ଚୟନ କରନ୍ତୁ  
 
| Path ମେନୁକୁ ଯାଆନ୍ତୁ. Difference ଚୟନ କରନ୍ତୁ  
 +
 
|-
 
|-
 
|01:26
 
|01:26
 
| ଏବେ, ଆଉ ଗୋଟିଏ ବୃତ୍ତ ଆଙ୍କନ୍ତୁ  
 
| ଏବେ, ଆଉ ଗୋଟିଏ ବୃତ୍ତ ଆଙ୍କନ୍ତୁ  
 +
 
|-
 
|-
 
|01:28
 
|01:28
 
| ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ  
 
| ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:31
 
|01:31
 
| Width ଓ Hight ପାରାମିଟର୍ କୁ 85ରେ ବଦଳାନ୍ତୁ  
 
| Width ଓ Hight ପାରାମିଟର୍ କୁ 85ରେ ବଦଳାନ୍ତୁ  
 +
 
|-
 
|-
 
|01:35
 
|01:35
 
| ତାହାକୁ, Align and Distribute ବ୍ୟବହାର କରି ପେଜ୍ ମଝିକୁ ଆଲାଇନ୍ କରନ୍ତୁ  
 
| ତାହାକୁ, Align and Distribute ବ୍ୟବହାର କରି ପେଜ୍ ମଝିକୁ ଆଲାଇନ୍ କରନ୍ତୁ  
 +
 
|-
 
|-
 
|01:41
 
|01:41
 
| ଉଭୟ ଆକୃତିକୁ ସିଲେକ୍ଟ କରନ୍ତୁ  
 
| ଉଭୟ ଆକୃତିକୁ ସିଲେକ୍ଟ କରନ୍ତୁ  
 +
 
|-
 
|-
 
|01:44
 
|01:44
 
| ଯେହେତୁ ଏହା ଗୋଟିଏ Template ଅଟେ, ଆମେ ରଙ୍ଗକୁ ଧଳାରେ ବଦଳାଇବା
 
| ଯେହେତୁ ଏହା ଗୋଟିଏ Template ଅଟେ, ଆମେ ରଙ୍ଗକୁ ଧଳାରେ ବଦଳାଇବା
 +
 
|-
 
|-
 
|01:49
 
|01:49
 
| ତେଣୁ, ଏହା ଏବେ ଦେଖା ନଦେଇପାରେ  
 
| ତେଣୁ, ଏହା ଏବେ ଦେଖା ନଦେଇପାରେ  
 +
 
|-
 
|-
 
|01:51
 
|01:51
 
| Layer ମେନୁକୁ ଯାଇ Layer ଉପରେ କ୍ଲିକ୍ କରନ୍ତୁ '''
 
| Layer ମେନୁକୁ ଯାଇ Layer ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
 
|01:55
 
|01:55
 
| ସାମ୍ପ୍ରତିକ ଲେୟର୍ ର ନାଁକୁ CD Templateରେ ବଦଳାନ୍ତୁ  
 
| ସାମ୍ପ୍ରତିକ ଲେୟର୍ ର ନାଁକୁ CD Templateରେ ବଦଳାନ୍ତୁ  
 +
 
|-
 
|-
 
|02:00
 
|02:00
 
| ଭୁଲବଶତଃ, ଲେୟର୍ ରେ ଏଲେମେଣ୍ଟର ଚଳନିକୁ ଏଡ଼ାଇବା ପାଇଁ ଲେୟର୍ କୁ ଲକ୍ କରନ୍ତୁ  
 
| ଭୁଲବଶତଃ, ଲେୟର୍ ରେ ଏଲେମେଣ୍ଟର ଚଳନିକୁ ଏଡ଼ାଇବା ପାଇଁ ଲେୟର୍ କୁ ଲକ୍ କରନ୍ତୁ  
 +
 
|-
 
|-
 
|02:05
 
|02:05
 
| ଆଉ ଗୋଟିଏ ଲେୟର୍ କ୍ରିଏଟ୍ କରି ତାକୁ CD Design ନାମ ଦିଅନ୍ତୁ  
 
| ଆଉ ଗୋଟିଏ ଲେୟର୍ କ୍ରିଏଟ୍ କରି ତାକୁ CD Design ନାମ ଦିଅନ୍ତୁ  
 +
 
|-
 
|-
 
|02:10
 
|02:10
 
| ତାକୁ CD Tamplate ଲେୟର୍ ତଳେ ରଖନ୍ତୁ  
 
| ତାକୁ CD Tamplate ଲେୟର୍ ତଳେ ରଖନ୍ତୁ  
 +
 
|-
 
|-
 
|02:13
 
|02:13
 
| ଏବେ ଆମ CD Template ପ୍ରସ୍ତୁତ  
 
| ଏବେ ଆମ CD Template ପ୍ରସ୍ତୁତ  
 +
 
|-
 
|-
 
|02:16
 
|02:16
 
| ଭବିଷ୍ୟତରେ ଆମେ ଏହାକୁ ବିଭିନ୍ନ CD ତିଆରି ପାଇଁ ବ୍ୟବହାର କରିପାରିବା  
 
| ଭବିଷ୍ୟତରେ ଆମେ ଏହାକୁ ବିଭିନ୍ନ CD ତିଆରି ପାଇଁ ବ୍ୟବହାର କରିପାରିବା  
 +
 
|-
 
|-
 
|02:20
 
|02:20
 
| ଫାଇଲ୍ କୁ SVGରେ ସେଭ୍ କରନ୍ତୁ  
 
| ଫାଇଲ୍ କୁ SVGରେ ସେଭ୍ କରନ୍ତୁ  
 +
 
|-
 
|-
 
|02:23
 
|02:23
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ '''
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
 
|02:26
 
|02:26
 
| ମୁଁ ଏହାକୁ Desktopରେ ସେଭ୍ କରିବି '''
 
| ମୁଁ ଏହାକୁ Desktopରେ ସେଭ୍ କରିବି '''
 +
 
|-
 
|-
 
|02:29
 
|02:29
 
| ମୁଁ ଏହାକୁ CD Template ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି  
 
| ମୁଁ ଏହାକୁ CD Template ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି  
 +
 
|-
 
|-
 
|02:35
 
|02:35
 
| ଏବେ ଆମେ, CD Design ଲେୟର୍ ଉପରେ କାମ କରିବା  
 
| ଏବେ ଆମେ, CD Design ଲେୟର୍ ଉପରେ କାମ କରିବା  
 +
 
|-
 
|-
 
|02:39
 
|02:39
 
| ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରନ୍ତୁ  
 
| ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରନ୍ତୁ  
 +
 
|-
 
|-
 
|02:41
 
|02:41
 
| ଏଥିପାଇଁ, Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ.
 
| ଏଥିପାଇଁ, Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ.
 +
 
|-
 
|-
 
|02:46
 
|02:46
 
| ରଙ୍ଗ ଧଳା ହୋଇଥିବାରୁ ଏହା ଦେଖା ନଦେଇପାରେ  
 
| ରଙ୍ଗ ଧଳା ହୋଇଥିବାରୁ ଏହା ଦେଖା ନଦେଇପାରେ  
 +
 
|-
 
|-
 
|02:49
 
|02:49
 
| ରଙ୍ଗକୁ ଫିକା ନୀଳ କରନ୍ତୁ
 
| ରଙ୍ଗକୁ ଫିକା ନୀଳ କରନ୍ତୁ
 +
 
|-
 
|-
 
|02:52
 
|02:52
 
| Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ  
 
| Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|02:56
 
|02:56
 
| ତା’ପରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ  
 
| ତା’ପରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ  
 +
 
|-
 
|-
 
|03:01
 
|03:01
 
| ମଝିକୁ ଆଲାଇନ୍ କରନ୍ତୁ  
 
| ମଝିକୁ ଆଲାଇନ୍ କରନ୍ତୁ  
 +
 
|-
 
|-
 
|03:03
 
|03:03
 
| ଏବେ ଆମେ, ସୀମା ମଧ୍ୟରେ Background Colorକୁ ଦେଖିପାରୁଛେ  
 
| ଏବେ ଆମେ, ସୀମା ମଧ୍ୟରେ Background Colorକୁ ଦେଖିପାରୁଛେ  
 +
 
|-
 
|-
 
|03:08
 
|03:08
 
| ବର୍ତ୍ତମାନ ଏକ ରେଖାଚିତ୍ର ଆଙ୍କନ୍ତୁ  
 
| ବର୍ତ୍ତମାନ ଏକ ରେଖାଚିତ୍ର ଆଙ୍କନ୍ତୁ  
 +
 
|-
 
|-
 
|03:11
 
|03:11
 
| ଏକ ଗ୍ରେଡିଏଣ୍ଟ ଗ୍ରୀନ୍ ଆଙ୍କନ୍ତୁ  
 
| ଏକ ଗ୍ରେଡିଏଣ୍ଟ ଗ୍ରୀନ୍ ଆଙ୍କନ୍ତୁ  
 +
 
|-
 
|-
 
|03:14
 
|03:14
 
| Bezier Tool ଚୟନ କରି ଗୋଟିଏ ବଙ୍କା ରେଖାଚିତ୍ର ଆଙ୍କନ୍ତୁ
 
| Bezier Tool ଚୟନ କରି ଗୋଟିଏ ବଙ୍କା ରେଖାଚିତ୍ର ଆଙ୍କନ୍ତୁ
 +
 
|-
 
|-
 
|03:19
 
|03:19
 
| ଏହାପରେ Spoken Tutorial Logo ଇମ୍ପୋର୍ଟ କରନ୍ତୁ  
 
| ଏହାପରେ Spoken Tutorial Logo ଇମ୍ପୋର୍ଟ କରନ୍ତୁ  
 +
 
|-
 
|-
 
|03:23
 
|03:23
 
| ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି  
 
| ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି  
 +
 
|-
 
|-
 
|03:27
 
|03:27
 
| Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ  
 
| Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|03:32
 
|03:32
 
| ଲୋଗୋକୁ ରିସାଇଜ୍ କରି ରେଖାଚିତ୍ର ଉପରେ ତାହାକୁ ରଖନ୍ତୁ  
 
| ଲୋଗୋକୁ ରିସାଇଜ୍ କରି ରେଖାଚିତ୍ର ଉପରେ ତାହାକୁ ରଖନ୍ତୁ  
 +
 
|-
 
|-
 
|03:37
 
|03:37
 
| ଲୋଗୋର ଡାହାଣ ପଟକୁ  Spoken Tutorial ଟାଇପ୍ କରନ୍ତୁ  
 
| ଲୋଗୋର ଡାହାଣ ପଟକୁ  Spoken Tutorial ଟାଇପ୍ କରନ୍ତୁ  
 +
 
|-
 
|-
 
|03:41
 
|03:41
 
| ଫଣ୍ଟ ସାଇଜ୍ କୁ 20 କରନ୍ତୁ  
 
| ଫଣ୍ଟ ସାଇଜ୍ କୁ 20 କରନ୍ତୁ  
 +
 
|-
 
|-
 
|03:44
 
|03:44
 
| ପରବର୍ତ୍ତୀ ଲାଇନ୍ ରେ Partner with us...help bridge the digital divide ଟାଇପ୍ କରନ୍ତୁ  
 
| ପରବର୍ତ୍ତୀ ଲାଇନ୍ ରେ Partner with us...help bridge the digital divide ଟାଇପ୍ କରନ୍ତୁ  
 +
 
|-
 
|-
 
|03:51
 
|03:51
 
| ଫଣ୍ଟ ସାଇଜ୍ କୁ 8 କରନ୍ତୁ  
 
| ଫଣ୍ଟ ସାଇଜ୍ କୁ 8 କରନ୍ତୁ  
 +
 
|-
 
|-
 
|03:54
 
|03:54
 
| CD Label ତଳକୁ ମୁଁ ଯୋଗାଯୋଗ ବିବରଣୀ ଟାଇପ୍ କରିବି  
 
| CD Label ତଳକୁ ମୁଁ ଯୋଗାଯୋଗ ବିବରଣୀ ଟାଇପ୍ କରିବି  
 +
 
|-
 
|-
 
|03:59
 
|03:59
 
| ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଯୋଗାଯୋଗ ବିବରଣୀ କପୀ କରି   
 
| ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଯୋଗାଯୋଗ ବିବରଣୀ କପୀ କରି   
 +
 
|-
 
|-
 
|04:05
 
|04:05
 
| ତାହାକୁ ତଳେ ପେଷ୍ଟ କରୁଛି  
 
| ତାହାକୁ ତଳେ ପେଷ୍ଟ କରୁଛି  
 +
 
|-
 
|-
 
|04:08
 
|04:08
 
| Contact Usକୁ Bold କରି ତାହାକୁ ମଝିରେ ଆଲାଇନ୍ କରନ୍ତୁ
 
| Contact Usକୁ Bold କରି ତାହାକୁ ମଝିରେ ଆଲାଇନ୍ କରନ୍ତୁ
 +
 
|-
 
|-
 
|04:13
 
|04:13
 
| ଟେକ୍ସଟ୍ ରଙ୍ଗକୁ ନୀଳ କରନ୍ତୁ
 
| ଟେକ୍ସଟ୍ ରଙ୍ଗକୁ ନୀଳ କରନ୍ତୁ
 +
 
|-
 
|-
 
|04:16
 
|04:16
 
| ଏବେ ଆମେ, CD Labelର ଡାହାଣକୁ କିଛି ଇମେଜେସ୍ ଆଡ୍ କରିବା  
 
| ଏବେ ଆମେ, CD Labelର ଡାହାଣକୁ କିଛି ଇମେଜେସ୍ ଆଡ୍ କରିବା  
 +
 
|-
 
|-
 
|04:21
 
|04:21
 
| ମୁଁ, ଏକ Image Collage ତିଆରି କରି ତାହାକୁ ମୋର Document ଫୋଲ୍ଡର୍ ରେ ସେଭ୍ କରିସାରିଛି  
 
| ମୁଁ, ଏକ Image Collage ତିଆରି କରି ତାହାକୁ ମୋର Document ଫୋଲ୍ଡର୍ ରେ ସେଭ୍ କରିସାରିଛି  
 +
 
|-
 
|-
 
|04:26
 
|04:26
 
| ସେହି ଇମେଜ୍ ଟିକୁ Code Files ରେ ଆପଣଙ୍କୁ ପ୍ରଦାନ କରାଯାଇଛି  
 
| ସେହି ଇମେଜ୍ ଟିକୁ Code Files ରେ ଆପଣଙ୍କୁ ପ୍ରଦାନ କରାଯାଇଛି  
 +
 
|-
 
|-
 
|04:30
 
|04:30
 
| ଆପଣ ସେଭ୍ କରିଥିବା ଫୋଲ୍ଡରରେ ଯାଞ୍ଚ କରନ୍ତୁ  
 
| ଆପଣ ସେଭ୍ କରିଥିବା ଫୋଲ୍ଡରରେ ଯାଞ୍ଚ କରନ୍ତୁ  
 +
 
|-
 
|-
 
|04:34
 
|04:34
 
| ପ୍ରଥମେ File, ତା’ପରେ Import ଓ ଶେଷରେ Image1ରେ କ୍ଲିକ୍ କରନ୍ତୁ  
 
| ପ୍ରଥମେ File, ତା’ପରେ Import ଓ ଶେଷରେ Image1ରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:40
 
|04:40
 
| ଏବେ, Imageଟି ଏଠାକୁ ଇମ୍ପୋର୍ଟ ହେଲା.  ଏହାକୁ ରିସାଇଜ୍ କରନ୍ତୁ
 
| ଏବେ, Imageଟି ଏଠାକୁ ଇମ୍ପୋର୍ଟ ହେଲା.  ଏହାକୁ ରିସାଇଜ୍ କରନ୍ତୁ
 +
 
|-
 
|-
 
|04:48
 
|04:48
 
| ମୁଁ ଏହାକୁ CD Lableର ଡାହାଣପଟେ ରଖିବି  
 
| ମୁଁ ଏହାକୁ CD Lableର ଡାହାଣପଟେ ରଖିବି  
 +
 
|-
 
|-
 
|04:51
 
|04:51
 
| File ଓ Save As କ୍ଲିକ୍ କରି SVG ଫାଇଲ୍ କୁ ସେଭ୍ କରନ୍ତୁ  
 
| File ଓ Save As କ୍ଲିକ୍ କରି SVG ଫାଇଲ୍ କୁ ସେଭ୍ କରନ୍ତୁ  
 +
 
|-
 
|-
 
|04:57
 
|04:57
 
| ମୁଁ ଏହାକୁ ST, CD Label ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି  
 
| ମୁଁ ଏହାକୁ ST, CD Label ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି  
 +
 
|-
 
|-
 
|05:03
 
|05:03
 
| ଏବେ ଆମ CD Lable ପ୍ରସ୍ତୁତ  
 
| ଏବେ ଆମ CD Lable ପ୍ରସ୍ତୁତ  
 +
 
|-
 
|-
 
|05:06
 
|05:06
 
| ଏବେ, PNG ଫର୍ମାଟ୍ ରେ ଏକ୍ସପୋର୍ଟ କରିବା ବିଷୟରେ ଶିଖିବା  
 
| ଏବେ, PNG ଫର୍ମାଟ୍ ରେ ଏକ୍ସପୋର୍ଟ କରିବା ବିଷୟରେ ଶିଖିବା  
 +
 
|-
 
|-
 
|05:10
 
|05:10
 
| Fileକୁ ଯାଇ Export Bitmap ଉପରେ କ୍ଲିକ୍ କରନ୍ତୁ  
 
| Fileକୁ ଯାଇ Export Bitmap ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|05:14
 
|05:14
 
| ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେବ  
 
| ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେବ  
 +
 
|-
 
|-
 
|05:16
 
|05:16
 
| Export Areaରେ ଥିବା ପେଜ୍ ଟାବ୍ ରେ କ୍ଲିକ୍ କରନ୍ତୁ '''
 
| Export Areaରେ ଥିବା ପେଜ୍ ଟାବ୍ ରେ କ୍ଲିକ୍ କରନ୍ତୁ '''
 +
 
|-
 
|-
 
|05:21
 
|05:21
 
| Bitmap Sizeରେ dpiକୁ 300ରେ ବଦଳାନ୍ତୁ
 
| Bitmap Sizeରେ dpiକୁ 300ରେ ବଦଳାନ୍ତୁ
 +
 
|-
 
|-
 
|05:26
 
|05:26
 
| ତାହାପରେ Browse ବଟନ୍ ଉପରେ କ୍ଲିକ୍ କରନ୍ତୁ  
 
| ତାହାପରେ Browse ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|05:29
 
|05:29
 
| ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି,   
 
| ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି,   
 +
 
|-
 
|-
 
|05:33
 
|05:33
 
| ଆଉ ଏହାକୁ ST-CD-Lable ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି '''
 
| ଆଉ ଏହାକୁ ST-CD-Lable ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି '''
 +
 
|-
 
|-
 
|05:42
 
|05:42
 
| ଶେଷରେ Export ବଟନ୍ ଉପରେ କ୍ଲିକ୍ କରନ୍ତୁ  
 
| ଶେଷରେ Export ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|05:46
 
|05:46
 
| ଚାଲନ୍ତୁ, ଏବେ Desktopକୁ ଯାଇ ଆମ ଫାଇଲ୍ କୁ ଦେଖିବା  
 
| ଚାଲନ୍ତୁ, ଏବେ Desktopକୁ ଯାଇ ଆମ ଫାଇଲ୍ କୁ ଦେଖିବା  
 +
 
|-
 
|-
 
|05:50
 
|05:50
 
| ଆମ CD Lable ଏହିପରି ଦେଖାଯାଉଛି  
 
| ଆମ CD Lable ଏହିପରି ଦେଖାଯାଉଛି  
 +
 
|-
 
|-
 
|05:53
 
|05:53
 
| ସଂକ୍ଷିପ୍ତରେ  
 
| ସଂକ୍ଷିପ୍ତରେ  
 +
 
|-
 
|-
 
|05:55
 
|05:55
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା  
 +
 
|-
 
|-
 
|06:00
 
|06:00
 
| ଏକ CD ଲେବଲ୍ ଡିଜାଇନ୍ କରିବା  
 
| ଏକ CD ଲେବଲ୍ ଡିଜାଇନ୍ କରିବା  
 +
 
|-
 
|-
 
|06:02
 
|06:02
 
| PNG ଫର୍ମାଟ୍ ରେ ଫାଇଲ୍ ସେଭ୍ କରିବା  
 
| PNG ଫର୍ମାଟ୍ ରେ ଫାଇଲ୍ ସେଭ୍ କରିବା  
 +
 
|-
 
|-
 
|06:05
 
|06:05
 
| ଏକ ଆସାଇନମେଣ୍ଟ ଭାବେ
 
| ଏକ ଆସାଇନମେଣ୍ଟ ଭାବେ
 +
 
|-
 
|-
 
|06:07
 
|06:07
 
| Inkscape ପାଇଁ ଏକ CD ଲେବଲ୍ କ୍ରିଏଟ୍ କrantu  
 
| Inkscape ପାଇଁ ଏକ CD ଲେବଲ୍ କ୍ରିଏଟ୍ କrantu  
 +
 
|-
 
|-
 
|06:10
 
|06:10
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 +
 
|-
 
|-
 
|06:13
 
|06:13
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଦେଖନ୍ତୁ  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଦେଖନ୍ତୁ  
 +
 
|-
 
|-
 
|06:19
 
|06:19
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 +
 
|-
 
|-
 
|06:27
 
|06:27
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 +
 
|-
 
|-
 
|06:29
 
|06:29
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|06:35
 
|06:35
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ  
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ  
 +
 
|-
 
|-
 
|06:39
 
|06:39
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
+
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
 
|}
 
|}

Latest revision as of 12:13, 7 April 2017

Time Narration
00:00 Inkscape ବ୍ୟବହାର କରି Design a CD Label ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା
00:11 ଏକ CD ଲେବଲ୍ ଡିଜାଇନ୍ କରିବା
00:13 PNG ଭାବରେ ଫାଇଲ୍ ସେଭ୍ କରିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:18 ଉବୁଣ୍ଟୁ ଲିନକ୍ସ 12.04 OS
00:21 Inkscape ଭର୍ସନ୍ 0.48.4
00:25 Inkscape ଖୋଲନ୍ତୁ
00:27 File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ
00:32 Width ଓ Hight ପାରାମିଟର୍ କୁ 425 ପିକ୍ସେଲ୍ସରେ ବଦଳାନ୍ତୁ
00:37 ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
00:40 Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ. ତାହାକୁ ନାଲି ରଙ୍ଗ ଦିଅନ୍ତୁ
00:45 Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ
00:47 Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
00:54 ଏହାପରେ Ellipse Tool ବ୍ୟବହାର କରି ଏକ ବୃତ୍ତ ଆଙ୍କନ୍ତୁ
00:58 ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ
01:01 Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
01:07 ଉଭୟ ବୃତ୍ତ ଓ ବର୍ଗକୁ ସିଲେକ୍ଟ କରନ୍ତୁ
01:11 Object ମେନୁକୁ ଯାଆନ୍ତୁ.
01:13 Align and Distribute ଉପରେ କ୍ଲିକ୍ କରନ୍ତୁ
01:16 Relative to କୁ Page ଅପ୍ସନ୍ ରେ ସେଟ୍ କରନ୍ତୁ
01:19 ଅବଜେକ୍ଟଗୁଡ଼ିକୁ କେନ୍ଦ୍ରରେ ଆଲାଇନ୍ କରନ୍ତୁ
01:22 Path ମେନୁକୁ ଯାଆନ୍ତୁ. Difference ଚୟନ କରନ୍ତୁ
01:26 ଏବେ, ଆଉ ଗୋଟିଏ ବୃତ୍ତ ଆଙ୍କନ୍ତୁ
01:28 ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ
01:31 Width ଓ Hight ପାରାମିଟର୍ କୁ 85ରେ ବଦଳାନ୍ତୁ
01:35 ତାହାକୁ, Align and Distribute ବ୍ୟବହାର କରି ପେଜ୍ ମଝିକୁ ଆଲାଇନ୍ କରନ୍ତୁ
01:41 ଉଭୟ ଆକୃତିକୁ ସିଲେକ୍ଟ କରନ୍ତୁ
01:44 ଯେହେତୁ ଏହା ଗୋଟିଏ Template ଅଟେ, ଆମେ ରଙ୍ଗକୁ ଧଳାରେ ବଦଳାଇବା
01:49 ତେଣୁ, ଏହା ଏବେ ଦେଖା ନଦେଇପାରେ
01:51 Layer ମେନୁକୁ ଯାଇ Layer ଉପରେ କ୍ଲିକ୍ କରନ୍ତୁ
01:55 ସାମ୍ପ୍ରତିକ ଲେୟର୍ ର ନାଁକୁ CD Templateରେ ବଦଳାନ୍ତୁ
02:00 ଭୁଲବଶତଃ, ଲେୟର୍ ରେ ଏଲେମେଣ୍ଟର ଚଳନିକୁ ଏଡ଼ାଇବା ପାଇଁ ଲେୟର୍ କୁ ଲକ୍ କରନ୍ତୁ
02:05 ଆଉ ଗୋଟିଏ ଲେୟର୍ କ୍ରିଏଟ୍ କରି ତାକୁ CD Design ନାମ ଦିଅନ୍ତୁ
02:10 ତାକୁ CD Tamplate ଲେୟର୍ ତଳେ ରଖନ୍ତୁ
02:13 ଏବେ ଆମ CD Template ପ୍ରସ୍ତୁତ
02:16 ଭବିଷ୍ୟତରେ ଆମେ ଏହାକୁ ବିଭିନ୍ନ CD ତିଆରି ପାଇଁ ବ୍ୟବହାର କରିପାରିବା
02:20 ଫାଇଲ୍ କୁ SVGରେ ସେଭ୍ କରନ୍ତୁ
02:23 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02:26 ମୁଁ ଏହାକୁ Desktopରେ ସେଭ୍ କରିବି
02:29 ମୁଁ ଏହାକୁ CD Template ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
02:35 ଏବେ ଆମେ, CD Design ଲେୟର୍ ଉପରେ କାମ କରିବା
02:39 ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରନ୍ତୁ
02:41 ଏଥିପାଇଁ, Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ.
02:46 ରଙ୍ଗ ଧଳା ହୋଇଥିବାରୁ ଏହା ଦେଖା ନଦେଇପାରେ
02:49 ରଙ୍ଗକୁ ଫିକା ନୀଳ କରନ୍ତୁ
02:52 Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ
02:56 ତା’ପରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
03:01 ମଝିକୁ ଆଲାଇନ୍ କରନ୍ତୁ
03:03 ଏବେ ଆମେ, ସୀମା ମଧ୍ୟରେ Background Colorକୁ ଦେଖିପାରୁଛେ
03:08 ବର୍ତ୍ତମାନ ଏକ ରେଖାଚିତ୍ର ଆଙ୍କନ୍ତୁ
03:11 ଏକ ଗ୍ରେଡିଏଣ୍ଟ ଗ୍ରୀନ୍ ଆଙ୍କନ୍ତୁ
03:14 Bezier Tool ଚୟନ କରି ଗୋଟିଏ ବଙ୍କା ରେଖାଚିତ୍ର ଆଙ୍କନ୍ତୁ
03:19 ଏହାପରେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
03:23 ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
03:27 Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ
03:32 ଲୋଗୋକୁ ରିସାଇଜ୍ କରି ରେଖାଚିତ୍ର ଉପରେ ତାହାକୁ ରଖନ୍ତୁ
03:37 ଲୋଗୋର ଡାହାଣ ପଟକୁ Spoken Tutorial ଟାଇପ୍ କରନ୍ତୁ
03:41 ଫଣ୍ଟ ସାଇଜ୍ କୁ 20 କରନ୍ତୁ
03:44 ପରବର୍ତ୍ତୀ ଲାଇନ୍ ରେ Partner with us...help bridge the digital divide ଟାଇପ୍ କରନ୍ତୁ
03:51 ଫଣ୍ଟ ସାଇଜ୍ କୁ 8 କରନ୍ତୁ
03:54 CD Label ତଳକୁ ମୁଁ ଯୋଗାଯୋଗ ବିବରଣୀ ଟାଇପ୍ କରିବି
03:59 ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଯୋଗାଯୋଗ ବିବରଣୀ କପୀ କରି
04:05 ତାହାକୁ ତଳେ ପେଷ୍ଟ କରୁଛି
04:08 Contact Usକୁ Bold କରି ତାହାକୁ ମଝିରେ ଆଲାଇନ୍ କରନ୍ତୁ
04:13 ଟେକ୍ସଟ୍ ରଙ୍ଗକୁ ନୀଳ କରନ୍ତୁ
04:16 ଏବେ ଆମେ, CD Labelର ଡାହାଣକୁ କିଛି ଇମେଜେସ୍ ଆଡ୍ କରିବା
04:21 ମୁଁ, ଏକ Image Collage ତିଆରି କରି ତାହାକୁ ମୋର Document ଫୋଲ୍ଡର୍ ରେ ସେଭ୍ କରିସାରିଛି
04:26 ସେହି ଇମେଜ୍ ଟିକୁ Code Files ରେ ଆପଣଙ୍କୁ ପ୍ରଦାନ କରାଯାଇଛି
04:30 ଆପଣ ସେଭ୍ କରିଥିବା ଫୋଲ୍ଡରରେ ଯାଞ୍ଚ କରନ୍ତୁ
04:34 ପ୍ରଥମେ File, ତା’ପରେ Import ଓ ଶେଷରେ Image1ରେ କ୍ଲିକ୍ କରନ୍ତୁ
04:40 ଏବେ, Imageଟି ଏଠାକୁ ଇମ୍ପୋର୍ଟ ହେଲା. ଏହାକୁ ରିସାଇଜ୍ କରନ୍ତୁ
04:48 ମୁଁ ଏହାକୁ CD Lableର ଡାହାଣପଟେ ରଖିବି
04:51 File ଓ Save As କ୍ଲିକ୍ କରି SVG ଫାଇଲ୍ କୁ ସେଭ୍ କରନ୍ତୁ
04:57 ମୁଁ ଏହାକୁ ST, CD Label ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
05:03 ଏବେ ଆମ CD Lable ପ୍ରସ୍ତୁତ
05:06 ଏବେ, PNG ଫର୍ମାଟ୍ ରେ ଏକ୍ସପୋର୍ଟ କରିବା ବିଷୟରେ ଶିଖିବା
05:10 Fileକୁ ଯାଇ Export Bitmap ଉପରେ କ୍ଲିକ୍ କରନ୍ତୁ
05:14 ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେବ
05:16 Export Areaରେ ଥିବା ପେଜ୍ ଟାବ୍ ରେ କ୍ଲିକ୍ କରନ୍ତୁ
05:21 Bitmap Sizeରେ dpiକୁ 300ରେ ବଦଳାନ୍ତୁ
05:26 ତାହାପରେ Browse ବଟନ୍ ଉପରେ କ୍ଲିକ୍ କରନ୍ତୁ
05:29 ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି,
05:33 ଆଉ ଏହାକୁ ST-CD-Lable ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
05:42 ଶେଷରେ Export ବଟନ୍ ଉପରେ କ୍ଲିକ୍ କରନ୍ତୁ
05:46 ଚାଲନ୍ତୁ, ଏବେ Desktopକୁ ଯାଇ ଆମ ଫାଇଲ୍ କୁ ଦେଖିବା
05:50 ଆମ CD Lable ଏହିପରି ଦେଖାଯାଉଛି
05:53 ସଂକ୍ଷିପ୍ତରେ
05:55 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା
06:00 ଏକ CD ଲେବଲ୍ ଡିଜାଇନ୍ କରିବା
06:02 PNG ଫର୍ମାଟ୍ ରେ ଫାଇଲ୍ ସେଭ୍ କରିବା
06:05 ଏକ ଆସାଇନମେଣ୍ଟ ଭାବେ
06:07 Inkscape ପାଇଁ ଏକ CD ଲେବଲ୍ କ୍ରିଏଟ୍ କrantu
06:10 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
06:13 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
06:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
06:27 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:35 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:39 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep