Difference between revisions of "Inkscape/C2/Text-Manipulation/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
{| Border = 1
+
{| Border=1
| <center>Time</center>
+
| '''Time'''
| <center>Narration</center>     
+
|'''Narration'''
  
 
|-
 
|-
 
|00:01
 
|00:01
 
| Inkscape ବ୍ୟବହାର କରି Text Manipulation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Inkscape ବ୍ୟବହାର କରି Text Manipulation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
 
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
 +
 
|-
 
|-
 
|00:09
 
|00:09
 
| ପାଥ୍ ଉପରେ ଟେକ୍ସଟ୍ ଲେଖିବା
 
| ପାଥ୍ ଉପରେ ଟେକ୍ସଟ୍ ଲେଖିବା
 +
 
|-
 
|-
 
|00:11
 
|00:11
 
| ଶେପ୍ ଉପରେ ଟେକ୍ସଟ୍ ଲେଖିବା
 
| ଶେପ୍ ଉପରେ ଟେକ୍ସଟ୍ ଲେଖିବା
 +
 
|-
 
|-
 
|00:13
 
|00:13
 
| ଟେକ୍ସଟ୍ ମଧ୍ୟରେ ଇମେଜ୍
 
| ଟେକ୍ସଟ୍ ମଧ୍ୟରେ ଇମେଜ୍
 +
 
|-
 
|-
 
|00:15
 
|00:15
 
|  ପର୍ସପେକ୍ଟଟିଭ୍ ରେ ଟେକ୍ଟ
 
|  ପର୍ସପେକ୍ଟଟିଭ୍ ରେ ଟେକ୍ଟ
 +
 
|-
 
|-
 
|00:17
 
|00:17
 
|  କଟ୍- ଆଉଟ୍ ଟେକ୍ସଟ୍
 
|  କଟ୍- ଆଉଟ୍ ଟେକ୍ସଟ୍
 +
 
|-
 
|-
 
| 00:19
 
| 00:19
 
| ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
 
| ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
 +
 
|-
 
|-
 
|00:22
 
|00:22
 
| ଉବୁଣ୍ଟୁ ଲିନକ୍ସ 12.04 OS
 
| ଉବୁଣ୍ଟୁ ଲିନକ୍ସ 12.04 OS
 +
 
|-
 
|-
 
|00:25
 
|00:25
 
| Inkscape ଭର୍ସନ୍ 0.48.4
 
| Inkscape ଭର୍ସନ୍ 0.48.4
 +
 
|-
 
|-
 
|  00:28
 
|  00:28
 
|  ଏବେ Inkscape ଖୋଲନ୍ତୁ
 
|  ଏବେ Inkscape ଖୋଲନ୍ତୁ
 +
 
|-
 
|-
 
| 00:31
 
| 00:31
 
| ପ୍ରଥମେ ଆମେ, ପାଥ୍ ଉପରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରନ୍ତୁ
 
| ପ୍ରଥମେ ଆମେ, ପାଥ୍ ଉପରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 00:36
 
| 00:36
 
| କାନଭାସ୍ ଉପରେ Spoken Tutorial is an Audio-Video tutorial ସେଣ୍ଟେନ୍ସ ଟାଇପ୍ କରନ୍ତୁ
 
| କାନଭାସ୍ ଉପରେ Spoken Tutorial is an Audio-Video tutorial ସେଣ୍ଟେନ୍ସ ଟାଇପ୍ କରନ୍ତୁ
 +
 
|-
 
|-
 
| 00:43
 
| 00:43
Line 49: Line 62:
 
| 00:46
 
| 00:46
 
| ମନେପକାନ୍ତୁ, ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ Bezier tool ବ୍ୟବହାର କରି ପାଥ୍ ତିଆରି କରିବା ଶିଖିଥିଲେ
 
| ମନେପକାନ୍ତୁ, ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ Bezier tool ବ୍ୟବହାର କରି ପାଥ୍ ତିଆରି କରିବା ଶିଖିଥିଲେ
 +
 
|-
 
|-
 
|00:51
 
|00:51
 
| ଏହା ଉପରେ କ୍ଲିକ୍ କରନ୍ତୁ
 
| ଏହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|00:53
 
|00:53
 
|କାନଭାସ୍ ଉପରେ କ୍ଲିକ୍ କରି, ଟେକ୍ସଟ୍ ତଳେ ଏକ tilde ଆକୃତିର ପାଥ୍ ତିଆରି କରନ୍ତୁ
 
|କାନଭାସ୍ ଉପରେ କ୍ଲିକ୍ କରି, ଟେକ୍ସଟ୍ ତଳେ ଏକ tilde ଆକୃତିର ପାଥ୍ ତିଆରି କରନ୍ତୁ
 +
 
|-
 
|-
 
| 00:59
 
| 00:59
 
| ଟେକ୍ସଟ୍ ଓ ପାଥ୍ ଉଭୟକୁ ଚୟନ କରନ୍ତୁ
 
| ଟେକ୍ସଟ୍ ଓ ପାଥ୍ ଉଭୟକୁ ଚୟନ କରନ୍ତୁ
 +
 
|-
 
|-
 
| 01:03
 
| 01:03
 
| Text menu କୁ  ଯାଇ Put on Path ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
 
| Text menu କୁ  ଯାଇ Put on Path ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:08
 
|01:08
 
| ଦେଖନ୍ତୁ, ଆମର ଟେକ୍ସଟ୍ ପାଥ୍ ଉପରକୁ ଆସିଗଲା
 
| ଦେଖନ୍ତୁ, ଆମର ଟେକ୍ସଟ୍ ପାଥ୍ ଉପରକୁ ଆସିଗଲା
 +
 
|-
 
|-
 
| 01:12
 
| 01:12
 
| ସବୁକୁ ଅଚୟନିତ କରିବା ପାଇଁ କାନଭାସ୍ ଉପରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
 
| ସବୁକୁ ଅଚୟନିତ କରିବା ପାଇଁ କାନଭାସ୍ ଉପରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 01:16
 
| 01:16
 
| Text tool ଚୟନ କରି, ଟେକ୍ସଟ୍ ର ପ୍ରାରମ୍ଭିକ ସ୍ଥାନରେ କ୍ଲିକ୍ କରନ୍ତୁ
 
| Text tool ଚୟନ କରି, ଟେକ୍ସଟ୍ ର ପ୍ରାରମ୍ଭିକ ସ୍ଥାନରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 01:21
 
| 01:21
 
|ପାଥ୍ ରେ ଟେକ୍ସଟ୍ କୁ ବ୍ୟବସ୍ଥିତ କରିବାପାଇଁ space bar ଦବାଇ କିଛି ସ୍ପେସ୍ ଦିଅନ୍ତୁ
 
|ପାଥ୍ ରେ ଟେକ୍ସଟ୍ କୁ ବ୍ୟବସ୍ଥିତ କରିବାପାଇଁ space bar ଦବାଇ କିଛି ସ୍ପେସ୍ ଦିଅନ୍ତୁ
 +
 
|-
 
|-
 
| 01:28
 
| 01:28
 
| ଏବେ ପାଥ୍ କୁ ଚୟନ କରି Node tool ରେ କ୍ଲିକ୍ କରନ୍ତୁ
 
| ଏବେ ପାଥ୍ କୁ ଚୟନ କରି Node tool ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:35
 
|01:35
 
| Handles ବ୍ୟବହାର କରି ପାଥ୍ କୁ ରିସାଇଜ୍ କରନ୍ତୁ
 
| Handles ବ୍ୟବହାର କରି ପାଥ୍ କୁ ରିସାଇଜ୍ କରନ୍ତୁ
 +
 
|-
 
|-
 
|01:39
 
|01:39
 
| ଦେଖନ୍ତୁ,  ପାଥ୍ ର ରିସାଇଜିଙ୍ଗ୍ ଅନୁସାରେ ଟେକ୍ସଟ୍ ରୂପାନ୍ତରିତ ହେଉଛି
 
| ଦେଖନ୍ତୁ,  ପାଥ୍ ର ରିସାଇଜିଙ୍ଗ୍ ଅନୁସାରେ ଟେକ୍ସଟ୍ ରୂପାନ୍ତରିତ ହେଉଛି
 +
 
|-
 
|-
 
| 01:45
 
| 01:45
 
| ପାଥ୍ ରୁ ଟେକ୍ସଟ୍ କୁ ହଟେଇବା ପାଇଁ ଟେକ୍ସଟ୍ କୁ ଚୟନ କରନ୍ତୁ
 
| ପାଥ୍ ରୁ ଟେକ୍ସଟ୍ କୁ ହଟେଇବା ପାଇଁ ଟେକ୍ସଟ୍ କୁ ଚୟନ କରନ୍ତୁ
 +
 
|-
 
|-
 
|01:49
 
|01:49
 
| Text menu କୁ ଯାଆନ୍ତୁ
 
| Text menu କୁ ଯାଆନ୍ତୁ
 +
 
|-
 
|-
 
|01:51
 
|01:51
 
| Remove from Path ରେ କ୍ଲିକ୍ କରନ୍ତୁ
 
| Remove from Path ରେ କ୍ଲିକ୍ କରନ୍ତୁ
 +
 
|-
 
|-
| 01:54
+
| 01:54
 
| ଦେଖନ୍ତୁ ପାଥ୍ ଏବେ ହଟିଗଲାଣି
 
| ଦେଖନ୍ତୁ ପାଥ୍ ଏବେ ହଟିଗଲାଣି
 +
 
|-
 
|-
 
|01:57
 
|01:57
Line 101: Line 130:
 
| 02:01
 
| 02:01
 
|  ଆକୃତିରେ ଟେକ୍ସଟ୍ ସମ୍ମିଳିତ କରିବା ବିଷୟରେ ଏହାପରେ ଆମେ ଶିଖିବା
 
|  ଆକୃତିରେ ଟେକ୍ସଟ୍ ସମ୍ମିଳିତ କରିବା ବିଷୟରେ ଏହାପରେ ଆମେ ଶିଖିବା
 +
 
|-
 
|-
 
| 02:05
 
| 02:05
 
| Polygon tool ବ୍ୟବହାର କରି, ଷଡଭୁଜ ବନାନ୍ତୁ
 
| Polygon tool ବ୍ୟବହାର କରି, ଷଡଭୁଜ ବନାନ୍ତୁ
 +
 
|-
 
|-
|02:09
+
| 02:09
 
| ଏବେ ଆମେ ଷଡଭୁଜ ମଧ୍ୟରେ କିଛି ଟେକ୍ସଟ୍ ଆଡ୍ କରିବା
 
| ଏବେ ଆମେ ଷଡଭୁଜ ମଧ୍ୟରେ କିଛି ଟେକ୍ସଟ୍ ଆଡ୍ କରିବା
 +
 
|-
 
|-
 
| 02:14
 
| 02:14
 
| ମୁଁ ପୂର୍ବରୁ ସେଭ୍ କରିଥିବା LibreOffice Writer ଫାଇଲ୍ ରୁ କିଛି ଟେକ୍ସଟ୍ କପୀ କରିବି
 
| ମୁଁ ପୂର୍ବରୁ ସେଭ୍ କରିଥିବା LibreOffice Writer ଫାଇଲ୍ ରୁ କିଛି ଟେକ୍ସଟ୍ କପୀ କରିବି
 +
 
|-
 
|-
 
|02:19
 
|02:19
 
| ଟେକ୍ସଟ୍ କୁ ଚୟନ କରିବାପାଇଁ Ctrl + A ଏବଂ ତାହାକୁ କପୀ କରିବାପାଇଁ Ctrl + C ଦବାନ୍ତୁ
 
| ଟେକ୍ସଟ୍ କୁ ଚୟନ କରିବାପାଇଁ Ctrl + A ଏବଂ ତାହାକୁ କପୀ କରିବାପାଇଁ Ctrl + C ଦବାନ୍ତୁ
 +
 
|-
 
|-
 
| 02:25
 
| 02:25
 
| ଏବେ, Inkscape କୁ ଫେରିଆସନ୍ତୁ
 
| ଏବେ, Inkscape କୁ ଫେରିଆସନ୍ତୁ
 +
 
|-
 
|-
 
|02:27
 
|02:27
 
| Text tool ଉପରେ କ୍ଲିକ୍ କରନ୍ତୁ
 
| Text tool ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:30  
 
|02:30  
 
| ଷଡଭୁଜ ତଳେ ଟେକ୍ସଟ୍ କୁ ପେଷ୍ଟ୍ କରିବାପାଇଁ Ctrl + V ଦବାନ୍ତୁ
 
| ଷଡଭୁଜ ତଳେ ଟେକ୍ସଟ୍ କୁ ପେଷ୍ଟ୍ କରିବାପାଇଁ Ctrl + V ଦବାନ୍ତୁ
 +
 
|-
 
|-
 
| 02:35
 
| 02:35
 
| ଟେକ୍ସଟ୍ ଓ ଷଡଭୁଜ ଉଭୟକୁ ଚୟନ କରନ୍ତୁ
 
| ଟେକ୍ସଟ୍ ଓ ଷଡଭୁଜ ଉଭୟକୁ ଚୟନ କରନ୍ତୁ
 +
 
|-
 
|-
 
| 02:39
 
| 02:39
 
| Text menu କୁ ଯାଆନ୍ତୁ
 
| Text menu କୁ ଯାଆନ୍ତୁ
 +
 
|-
 
|-
 
|02:41
 
|02:41
 
| 'Flow into Frame ରେ କ୍ଲିକ୍ କରନ୍ତୁ
 
| 'Flow into Frame ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 02:45
 
| 02:45
 
| ଏବେ ଆମ ଟେକ୍ସଟ୍ ଷଡଭୁଜରେ ଆଡ୍ ହୋଇଗଲା
 
| ଏବେ ଆମ ଟେକ୍ସଟ୍ ଷଡଭୁଜରେ ଆଡ୍ ହୋଇଗଲା
 +
 
|-
 
|-
 
|02:49
 
|02:49
 
| ପୂରା ଟେକ୍ସଟ୍ କୁ ଦୃଶ୍ୟମାନ କରିବାପାଇଁ ଫଣ୍ଟ୍ ସାଇଜ୍ କୁ କମାଇ 10 କରନ୍ତୁ
 
| ପୂରା ଟେକ୍ସଟ୍ କୁ ଦୃଶ୍ୟମାନ କରିବାପାଇଁ ଫଣ୍ଟ୍ ସାଇଜ୍ କୁ କମାଇ 10 କରନ୍ତୁ
 +
 
|-
 
|-
 
| 02:54
 
| 02:54
 
| Flow କୁ କାଢିବାପାଇଁ , Text menu କୁ ଯାଇ Unflow ରେ କ୍ଲିକ୍ କରନ୍ତୁ
 
| Flow କୁ କାଢିବାପାଇଁ , Text menu କୁ ଯାଇ Unflow ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:00
 
|03:00
 
| ଦେଖନ୍ତୁ ଟେକ୍ସଟ୍ ଗାଏବ୍ ହୋଇଗଲା. ଏହି ଆକ୍ସନକୁ ଅନ୍-ଡୁ କରିବାପାଇଁ Ctrl + Z ଦବାନ୍ତୁ
 
| ଦେଖନ୍ତୁ ଟେକ୍ସଟ୍ ଗାଏବ୍ ହୋଇଗଲା. ଏହି ଆକ୍ସନକୁ ଅନ୍-ଡୁ କରିବାପାଇଁ Ctrl + Z ଦବାନ୍ତୁ
 +
 
|-
 
|-
 
| 03:07
 
| 03:07
 
| ଏବେ ଆମେ ଇମେଜ୍ ଉପରେ ଟେକ୍ସଟ୍ ଲେଖାଯିବା ବିଷୟରେ ଶିଖିବା
 
| ଏବେ ଆମେ ଇମେଜ୍ ଉପରେ ଟେକ୍ସଟ୍ ଲେଖାଯିବା ବିଷୟରେ ଶିଖିବା
 +
 
|-
 
|-
 
| 03:11
 
| 03:11
Line 153: Line 198:
 
| 03:19
 
| 03:19
 
| ମୁଁ Pictures ଫୋଲ୍ଡର୍ ରେ ଗୋଟିଏ ଇମେଜ୍ ସେଭ୍ କରିଛି
 
| ମୁଁ Pictures ଫୋଲ୍ଡର୍ ରେ ଗୋଟିଏ ଇମେଜ୍ ସେଭ୍ କରିଛି
 +
 
|-
 
|-
 
| 03:25
 
| 03:25
 
| ସେହି ଇମେଜ୍ ଏବେ କାନଭାସ୍ ଉପରେ ଅଛି
 
| ସେହି ଇମେଜ୍ ଏବେ କାନଭାସ୍ ଉପରେ ଅଛି
 +
 
|-
 
|-
 
|03:29
 
|03:29
 
| ଏହାକୁ ଚୟନ କରି 'Object ମେନ୍ୟୁକୁ ଯଆନ୍ତୁ
 
| ଏହାକୁ ଚୟନ କରି 'Object ମେନ୍ୟୁକୁ ଯଆନ୍ତୁ
 +
 
|-
 
|-
 
|03:33
 
|03:33
 
| Pattern'  ଓ  'Object to Pattern ରେ କ୍ଲିକ୍ କରନ୍ତୁ
 
| Pattern'  ଓ  'Object to Pattern ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 03:38
 
| 03:38
 
| Text tool ପ୍ରୟୋଗ କରି, ଇମେଜ୍ ତଳେ 'SPOKEN TUTORIAL ଟାଇପ୍ କରନ୍ତୁ
 
| Text tool ପ୍ରୟୋଗ କରି, ଇମେଜ୍ ତଳେ 'SPOKEN TUTORIAL ଟାଇପ୍ କରନ୍ତୁ
 +
 
|-
 
|-
 
|03:44
 
|03:44
 
| ଟେକ୍ସଟ୍ କୁ ବୋଲ୍ଡ କରନ୍ତୁ
 
| ଟେକ୍ସଟ୍ କୁ ବୋଲ୍ଡ କରନ୍ତୁ
 +
 
|-
 
|-
 
| 03:47
 
| 03:47
 
| Object menu' କୁ ଯାଇ, Fill and Stroke ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
 
| Object menu' କୁ ଯାଇ, Fill and Stroke ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:52
 
|03:52
 
| Fill ଟ୍ୟାବ୍ ତଳେ ଥିବା Pattern ଉପରେ କ୍ଲିକ୍ କରନ୍ତୁ, ଏବେ ଟେକ୍ସଟ୍ ଉପରେ ଇମେଜ୍ ପ୍ରସ୍ତୁତ
 
| Fill ଟ୍ୟାବ୍ ତଳେ ଥିବା Pattern ଉପରେ କ୍ଲିକ୍ କରନ୍ତୁ, ଏବେ ଟେକ୍ସଟ୍ ଉପରେ ଇମେଜ୍ ପ୍ରସ୍ତୁତ
 +
 
|-
 
|-
 
| 04:01
 
| 04:01
 
| ଇମେଜ୍ କୁ ବ୍ୟବସ୍ଥିତ କରିବାପାଇଁ, Node tool ରେ କ୍ଲିକ୍ କରନ୍ତୁ
 
| ଇମେଜ୍ କୁ ବ୍ୟବସ୍ଥିତ କରିବାପାଇଁ, Node tool ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:04
 
|04:04
 
| ଆମେ ଇମେଜ୍ ଉପରେ ଏକ square handle'  ଓ ଏକ 'circular handle' ଦେଖିପାରୁଛେ
 
| ଆମେ ଇମେଜ୍ ଉପରେ ଏକ square handle'  ଓ ଏକ 'circular handle' ଦେଖିପାରୁଛେ
 +
 
|-  
 
|-  
 
| 04:08
 
| 04:08
 
| ଟେକ୍ସଟ୍ ଉପରେ ଇମେଜ୍ କୁ ବୁଲାଇବାପାଇଁ circular handle ରେ କ୍ଲିକ୍ କରନ୍ତୁ
 
| ଟେକ୍ସଟ୍ ଉପରେ ଇମେଜ୍ କୁ ବୁଲାଇବାପାଇଁ circular handle ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:13
 
|04:13
 
| ଏହାକୁ ରିସାଇଜ୍ କରିବାପାଇଁ square handle ରେ କ୍ଲିକ୍ କରନ୍ତୁ
 
| ଏହାକୁ ରିସାଇଜ୍ କରିବାପାଇଁ square handle ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 04:17
 
| 04:17
 
| ଏହାପରେ ଆମେ, ପର୍ସପେକ୍ଟିଭ୍ ରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା
 
| ଏହାପରେ ଆମେ, ପର୍ସପେକ୍ଟିଭ୍ ରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା
 +
 
|-
 
|-
 
| 04:21
 
| 04:21
 
| କାନଭାସ୍ ରେ SPOKEN ଟାଇପ୍ କରନ୍ତୁ
 
| କାନଭାସ୍ ରେ SPOKEN ଟାଇପ୍ କରନ୍ତୁ
 +
 
|-
 
|-
 
|04:24
 
|04:24
 
| Path menu କୁ ଯାଇ, Object to Path ରେ କ୍ଲିକ୍ କରନ୍ତୁ
 
| Path menu କୁ ଯାଇ, Object to Path ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 04:30
 
| 04:30
 
| ଏହାପରେ Bezier curve ଚୟନ କରି ପାଥ୍ ତିଆରି କରିବା
 
| ଏହାପରେ Bezier curve ଚୟନ କରି ପାଥ୍ ତିଆରି କରିବା
 +
 
|-
 
|-
 
|04:34
 
|04:34
 
| ବାମପଟ ତଳୁ ପାଥ୍ ତିଆରି ଆରମ୍ଭ କରିବା
 
| ବାମପଟ ତଳୁ ପାଥ୍ ତିଆରି ଆରମ୍ଭ କରିବା
 +
 
|-
 
|-
 
|04:38
 
|04:38
 
| ବାମପଟେ ବଡ ସାଇଜ୍ ଓ ଡାହାଣପଟେ ଛୋଟ ସାଇଜ୍ ସହିତ ପର୍ସପେକ୍ଟଟିଭ୍ ରେ ଏକ ଆୟତ ତିଆରି କରିବା
 
| ବାମପଟେ ବଡ ସାଇଜ୍ ଓ ଡାହାଣପଟେ ଛୋଟ ସାଇଜ୍ ସହିତ ପର୍ସପେକ୍ଟଟିଭ୍ ରେ ଏକ ଆୟତ ତିଆରି କରିବା
 +
 
|-
 
|-
 
| 04:46
 
| 04:46
 
| ପ୍ରଥମେ ଟେକ୍ସଟ୍ ଓ ତା’ ପରେ ଆୟତାକାର ପାଥ୍ ଚୟନ କରନ୍ତୁ
 
| ପ୍ରଥମେ ଟେକ୍ସଟ୍ ଓ ତା’ ପରେ ଆୟତାକାର ପାଥ୍ ଚୟନ କରନ୍ତୁ
 +
 
|-
 
|-
 
| 04:50
 
| 04:50
 
| Extensions କୁ ଯାଇ Modify Path'  ଓ ତା’ପରେ 'Perspective ରେ କ୍ଲିକ୍ କରନ୍ତୁ
 
| Extensions କୁ ଯାଇ Modify Path'  ଓ ତା’ପରେ 'Perspective ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 04:57
 
| 04:57
 
| ଦେଖନ୍ତୁ, ଟେକ୍ସଟ୍ ଏବେ ପର୍ସପେକ୍ଟଟିଭ୍ ରେ ଦେଖାଯାଉଛି
 
| ଦେଖନ୍ତୁ, ଟେକ୍ସଟ୍ ଏବେ ପର୍ସପେକ୍ଟଟିଭ୍ ରେ ଦେଖାଯାଉଛି
 +
 
|-
 
|-
 
|05:01
 
|05:01
 
| ଧ୍ୟାନଦିଅନ୍ତୁ  ଯେ,  ଟେକ୍ସଟ୍, ପାଥ୍ ର ପ୍ରାରମ୍ଭିକ ପଏଣ୍ଟ ଓ ଦିଗ ନେଇଥାଏ
 
| ଧ୍ୟାନଦିଅନ୍ତୁ  ଯେ,  ଟେକ୍ସଟ୍, ପାଥ୍ ର ପ୍ରାରମ୍ଭିକ ପଏଣ୍ଟ ଓ ଦିଗ ନେଇଥାଏ
 +
 
|-
 
|-
 
| 05:07
 
| 05:07
 
| ଏହାପରେ, ଅନ୍ୟଏକ ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ତିଆରି କରିବା
 
| ଏହାପରେ, ଅନ୍ୟଏକ ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ତିଆରି କରିବା
 +
 
|-
 
|-
 
| 05:11
 
| 05:11
 
| କାନଭାସ୍ ରେ TUTORIAL ଟାଇପ୍ କରନ୍ତୁ
 
| କାନଭାସ୍ ରେ TUTORIAL ଟାଇପ୍ କରନ୍ତୁ
 +
 
|-
 
|-
 
|05:15
 
|05:15
 
| Path menu' କୁ ଯାଇ  'Object to Path' ଉପରେ କ୍ଲିକ୍ କରନ୍ତୁ
 
| Path menu' କୁ ଯାଇ  'Object to Path' ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 05:19
 
| 05:19
 
| Bezier tool ପ୍ରୟୋଗ କରି ସେହିପରି ଏକ ପର୍ସପେକ୍ଟଟିଭ୍ ଆୟତାକାର ପାଥ୍ ବନାନ୍ତୁ
 
| Bezier tool ପ୍ରୟୋଗ କରି ସେହିପରି ଏକ ପର୍ସପେକ୍ଟଟିଭ୍ ଆୟତାକାର ପାଥ୍ ବନାନ୍ତୁ
 +
 
|-
 
|-
 
|05:24
 
|05:24
 
| ଏଥର ଉପର ବାମପଟ କୋଣରୁ ଆରମ୍ଭ କରି କ୍ଲକୱାଇଜ୍ ଦିଗରେ ବଢାଇବା
 
| ଏଥର ଉପର ବାମପଟ କୋଣରୁ ଆରମ୍ଭ କରି କ୍ଲକୱାଇଜ୍ ଦିଗରେ ବଢାଇବା
 +
 
|-
 
|-
 
| 05:30
 
| 05:30
 
| ପ୍ରଥମେ ଟେକ୍ସଟ୍ ଓ ପରେ ପାଥ୍ ଚୟନ କରନ୍ତୁ
 
| ପ୍ରଥମେ ଟେକ୍ସଟ୍ ଓ ପରେ ପାଥ୍ ଚୟନ କରନ୍ତୁ
 +
 
|-
 
|-
 
|05:34
 
|05:34
 
| Extensions', 'Modify Path'  ଓ  ତା’ ପରେ  'Perspective କୁ ଯାଆନ୍ତୁ
 
| Extensions', 'Modify Path'  ଓ  ତା’ ପରେ  'Perspective କୁ ଯାଆନ୍ତୁ
 +
 
|-
 
|-
 
| 05:42
 
| 05:42
 
| ଦେଖନ୍ତୁ, ଟେକ୍ସଟ୍ ଏବେ ଉପରୁ ତଳଆଡ଼କୁ ଦେଖାଦେଉଛି
 
| ଦେଖନ୍ତୁ, ଟେକ୍ସଟ୍ ଏବେ ଉପରୁ ତଳଆଡ଼କୁ ଦେଖାଦେଉଛି
 +
 
|-
 
|-
 
|05:46
 
|05:46
 
| ଏହାର କାରଣ ହେଉଛି, ପାଥ୍ ର ପ୍ରାରମ୍ଭିକ ପଏଣ୍ଟକୁ ଭିତ୍ତିକରି ଟେକ୍ସଟ୍ ଆଲାଇନ୍ କରାଯାଇଛି
 
| ଏହାର କାରଣ ହେଉଛି, ପାଥ୍ ର ପ୍ରାରମ୍ଭିକ ପଏଣ୍ଟକୁ ଭିତ୍ତିକରି ଟେକ୍ସଟ୍ ଆଲାଇନ୍ କରାଯାଇଛି
 +
 
|-
 
|-
 
| 05:51
 
| 05:51
 
| ଶେଷରେ ଆମେ, cut-out text ବିଷୟରେ ଶିଖିବା
 
| ଶେଷରେ ଆମେ, cut-out text ବିଷୟରେ ଶିଖିବା
 +
 
|-
 
|-
 
| 05:55
 
| 05:55
 
| ଏକ ଆୟତ ବନାଇ, ତାହା ଉପରେ INKSCAPE ଟାଇପ୍ କରନ୍ତୁ
 
| ଏକ ଆୟତ ବନାଇ, ତାହା ଉପରେ INKSCAPE ଟାଇପ୍ କରନ୍ତୁ
 +
 
|-
 
|-
 
| 06:01
 
| 06:01
 
| ଉଭୟକୁ ସିଲେକ୍ଟ କରି, Path menu କୁ ଯାଆନ୍ତୁ ଓ  Difference ଚୟନ କରନ୍ତୁ
 
| ଉଭୟକୁ ସିଲେକ୍ଟ କରି, Path menu କୁ ଯାଆନ୍ତୁ ଓ  Difference ଚୟନ କରନ୍ତୁ
 +
 
|-
 
|-
 
|06:08
 
|06:08
 
| ଦେଖନ୍ତୁ କାନଭାସ୍ ଉପରେ କ’ଣ ହେଉଛି
 
| ଦେଖନ୍ତୁ କାନଭାସ୍ ଉପରେ କ’ଣ ହେଉଛି
 +
 
|-
 
|-
 
| 06:11
 
| 06:11
 
| ଆମେ cut-out text ବନାଇବାର ଅନ୍ୟଏକ ମେଥଡ୍ ଶିଖିବା
 
| ଆମେ cut-out text ବନାଇବାର ଅନ୍ୟଏକ ମେଥଡ୍ ଶିଖିବା
 +
 
|-
 
|-
 
| 06:15
 
| 06:15
 
| ପୂର୍ନବାର, INKSCAPE ଶଦ୍ଦ ଟାଇପ୍ କରନ୍ତୁ
 
| ପୂର୍ନବାର, INKSCAPE ଶଦ୍ଦ ଟାଇପ୍ କରନ୍ତୁ
 +
 
|-
 
|-
 
|06:17
 
|06:17
 
| Object menu କୁ ଯାଇ, Fill and Stroke' ରେ କ୍ଲିକ୍ କରନ୍ତୁ
 
| Object menu କୁ ଯାଇ, Fill and Stroke' ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 06:21
 
| 06:21
 
| Stroke paint ଟ୍ୟାବ୍ ଉପରେ କ୍ଲିକ୍ କରି, Flat color ରେ କ୍ଲିକ୍ କରନ୍ତୁ
 
| Stroke paint ଟ୍ୟାବ୍ ଉପରେ କ୍ଲିକ୍ କରି, Flat color ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 06:25
 
| 06:25
 
| Stroke style ଟ୍ୟାବ୍ କୁ ଯାଆନ୍ତୁ ଓ ୱିଡଥ୍ ପାରାମିଟରକୁ 2 କରନ୍ତୁ
 
| Stroke style ଟ୍ୟାବ୍ କୁ ଯାଆନ୍ତୁ ଓ ୱିଡଥ୍ ପାରାମିଟରକୁ 2 କରନ୍ତୁ
 +
 
|-
 
|-
 
| 06:30
 
| 06:30
 
| Fill tab କୁ ଯାଇ, No paint ରେ କ୍ଲିକ୍ କରନ୍ତୁ
 
| Fill tab କୁ ଯାଇ, No paint ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:35
 
|06:35
 
| ଦେଖନ୍ତୁ, ଟେକ୍ସଟ୍ ଉପରେ ଏକ କଟ୍ ଆଉଟ୍ ଆକୃତି ବନି ଯାଇଛି
 
| ଦେଖନ୍ତୁ, ଟେକ୍ସଟ୍ ଉପରେ ଏକ କଟ୍ ଆଉଟ୍ ଆକୃତି ବନି ଯାଇଛି
 +
 
|-
 
|-
 
| 06:38
 
| 06:38
 
| ଏବେ ସାରାଂଶିତ କରିବା
 
| ଏବେ ସାରାଂଶିତ କରିବା
 +
 
|-
 
|-
 
|06:40
 
|06:40
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ
 +
 
|-
 
|-
 
|06:42
 
|06:42
 
|  ପାଥ୍ ଉପରେ ଟେକ୍ସଟ୍ ଲେଖିବା
 
|  ପାଥ୍ ଉପରେ ଟେକ୍ସଟ୍ ଲେଖିବା
 +
 
|-   
 
|-   
 
|06:44
 
|06:44
 
| ଆକୃତି ଉପରେ ଟେକ୍ସଟ୍ ଲେଖିବା
 
| ଆକୃତି ଉପରେ ଟେକ୍ସଟ୍ ଲେଖିବା
 +
 
|-
 
|-
 
|06:46
 
|06:46
 
| ଟେକ୍ସଟ୍ ଭିତରେ ଇମେଜ୍
 
| ଟେକ୍ସଟ୍ ଭିତରେ ଇମେଜ୍
 +
 
|-
 
|-
 
|06:48
 
|06:48
| ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍  
+
| ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ,ଓ କଟ- ଆଉଟ ଟେକ୍ସଟ୍
|-
+
 
|06:49
+
| ଓ କଟ- ଆଉଟ ଟେକ୍ସଟ୍
+
 
|-
 
|-
 
| 06:51
 
| 06:51
 
| ଆପଣଙ୍କ ପାଇଁ ଆସାଇନମେଣ୍ଟ୍
 
| ଆପଣଙ୍କ ପାଇଁ ଆସାଇନମେଣ୍ଟ୍
 +
 
|-
 
|-
 
|06:54
 
|06:54
 
| ୱେଭୀ ପାଥ୍ ଉପରେ ଟେକ୍ସଟ୍ Learn FOSS using Spoken Tutorial ଲେଖନ୍ତୁ
 
| ୱେଭୀ ପାଥ୍ ଉପରେ ଟେକ୍ସଟ୍ Learn FOSS using Spoken Tutorial ଲେଖନ୍ତୁ
 +
 
|-
 
|-
 
|06:59
 
|06:59
 
| Bezier tool ପ୍ରୟୋଗ କରି ଏକ Trapezoid ବନାନ୍ତୁ
 
| Bezier tool ପ୍ରୟୋଗ କରି ଏକ Trapezoid ବନାନ୍ତୁ
 +
 
|-
 
|-
 
|07:02
 
|07:02
 
| କୋଡ୍ ଫାଇଲ୍ ରୁ ଟେକ୍ସଟ୍ କୁ କପୀ କରି, Trapezoid ଭିତରେ ପେଷ୍ଟ୍ କରନ୍ତୁ
 
| କୋଡ୍ ଫାଇଲ୍ ରୁ ଟେକ୍ସଟ୍ କୁ କପୀ କରି, Trapezoid ଭିତରେ ପେଷ୍ଟ୍ କରନ୍ତୁ
 +
 
|-
 
|-
 
|07:07
 
|07:07
 
| କଲରଫୁଲ୍ ଇମେଜ୍ ଉପରେ ଟେକ୍ସଟ୍ INKSCAPE କୁ ସମ୍ମିଳିତ କରନ୍ତୁ
 
| କଲରଫୁଲ୍ ଇମେଜ୍ ଉପରେ ଟେକ୍ସଟ୍ INKSCAPE କୁ ସମ୍ମିଳିତ କରନ୍ତୁ
 +
 
|-
 
|-
 
|07:10
 
|07:10
 
| ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ INKSCAPE ଲେଖନ୍ତୁ
 
| ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ INKSCAPE ଲେଖନ୍ତୁ
 +
 
|-
 
|-
 
|07:13
 
|07:13
 
| SPOKEN TUTORIAL ପାଇଁ କଟ୍- ଆଉଟ୍ ଟେକ୍ସଟ୍ ବନାନ୍ତୁ
 
| SPOKEN TUTORIAL ପାଇଁ କଟ୍- ଆଉଟ୍ ଟେକ୍ସଟ୍ ବନାନ୍ତୁ
 +
 
|-
 
|-
 
| 07:17
 
| 07:17
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯାଏ
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯାଏ
 +
 
|-
 
|-
 
|07:21
 
|07:21
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
 +
 
|-
 
|-
 
| 07:27
 
| 07:27
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 +
 
|-
 
|-
 
|07:34
 
|07:34
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ.  
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ.  
 +
 
|-
 
|-
 
| 07:36
 
| 07:36
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|07:42
 
|07:42
 
| ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
 +
 
|-
 
|-
 
|07:47
 
|07:47
|  ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଯାଇଛେ |
+
|  ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଯାଇଛେ | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 11:24, 7 April 2017

Time Narration
00:01 Inkscape ବ୍ୟବହାର କରି Text Manipulation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:09 ପାଥ୍ ଉପରେ ଟେକ୍ସଟ୍ ଲେଖିବା
00:11 ଶେପ୍ ଉପରେ ଟେକ୍ସଟ୍ ଲେଖିବା
00:13 ଟେକ୍ସଟ୍ ମଧ୍ୟରେ ଇମେଜ୍
00:15 ପର୍ସପେକ୍ଟଟିଭ୍ ରେ ଟେକ୍ଟ
00:17 କଟ୍- ଆଉଟ୍ ଟେକ୍ସଟ୍
00:19 ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:22 ଉବୁଣ୍ଟୁ ଲିନକ୍ସ 12.04 OS
00:25 Inkscape ଭର୍ସନ୍ 0.48.4
00:28 ଏବେ Inkscape ଖୋଲନ୍ତୁ
00:31 ପ୍ରଥମେ ଆମେ, ପାଥ୍ ଉପରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରନ୍ତୁ
00:36 କାନଭାସ୍ ଉପରେ Spoken Tutorial is an Audio-Video tutorial ସେଣ୍ଟେନ୍ସ ଟାଇପ୍ କରନ୍ତୁ
00:43 ଫଣ୍ଟ୍ ସାଇଜ୍ କୁ 20 କରନ୍ତୁ
00:46 ମନେପକାନ୍ତୁ, ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ Bezier tool ବ୍ୟବହାର କରି ପାଥ୍ ତିଆରି କରିବା ଶିଖିଥିଲେ
00:51 ଏହା ଉପରେ କ୍ଲିକ୍ କରନ୍ତୁ
00:53 କାନଭାସ୍ ଉପରେ କ୍ଲିକ୍ କରି, ଟେକ୍ସଟ୍ ତଳେ ଏକ tilde ଆକୃତିର ପାଥ୍ ତିଆରି କରନ୍ତୁ
00:59 ଟେକ୍ସଟ୍ ଓ ପାଥ୍ ଉଭୟକୁ ଚୟନ କରନ୍ତୁ
01:03 Text menu କୁ ଯାଇ Put on Path ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
01:08 ଦେଖନ୍ତୁ, ଆମର ଟେକ୍ସଟ୍ ପାଥ୍ ଉପରକୁ ଆସିଗଲା
01:12 ସବୁକୁ ଅଚୟନିତ କରିବା ପାଇଁ କାନଭାସ୍ ଉପରେ ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
01:16 Text tool ଚୟନ କରି, ଟେକ୍ସଟ୍ ର ପ୍ରାରମ୍ଭିକ ସ୍ଥାନରେ କ୍ଲିକ୍ କରନ୍ତୁ
01:21 ପାଥ୍ ରେ ଟେକ୍ସଟ୍ କୁ ବ୍ୟବସ୍ଥିତ କରିବାପାଇଁ space bar ଦବାଇ କିଛି ସ୍ପେସ୍ ଦିଅନ୍ତୁ
01:28 ଏବେ ପାଥ୍ କୁ ଚୟନ କରି Node tool ରେ କ୍ଲିକ୍ କରନ୍ତୁ
01:35 Handles ବ୍ୟବହାର କରି ପାଥ୍ କୁ ରିସାଇଜ୍ କରନ୍ତୁ
01:39 ଦେଖନ୍ତୁ, ପାଥ୍ ର ରିସାଇଜିଙ୍ଗ୍ ଅନୁସାରେ ଟେକ୍ସଟ୍ ରୂପାନ୍ତରିତ ହେଉଛି
01:45 ପାଥ୍ ରୁ ଟେକ୍ସଟ୍ କୁ ହଟେଇବା ପାଇଁ ଟେକ୍ସଟ୍ କୁ ଚୟନ କରନ୍ତୁ
01:49 Text menu କୁ ଯାଆନ୍ତୁ
01:51 Remove from Path ରେ କ୍ଲିକ୍ କରନ୍ତୁ
01:54 ଦେଖନ୍ତୁ ପାଥ୍ ଏବେ ହଟିଗଲାଣି
01:57 ଏହି ପ୍ରକ୍ରିୟାକୁ ଅନ୍- ଡୁ କରିବାପାଇଁ Ctrl + Z ଦବାନ୍ତୁ
02:01 ଆକୃତିରେ ଟେକ୍ସଟ୍ ସମ୍ମିଳିତ କରିବା ବିଷୟରେ ଏହାପରେ ଆମେ ଶିଖିବା
02:05 Polygon tool ବ୍ୟବହାର କରି, ଷଡଭୁଜ ବନାନ୍ତୁ
02:09 ଏବେ ଆମେ ଷଡଭୁଜ ମଧ୍ୟରେ କିଛି ଟେକ୍ସଟ୍ ଆଡ୍ କରିବା
02:14 ମୁଁ ପୂର୍ବରୁ ସେଭ୍ କରିଥିବା LibreOffice Writer ଫାଇଲ୍ ରୁ କିଛି ଟେକ୍ସଟ୍ କପୀ କରିବି
02:19 ଟେକ୍ସଟ୍ କୁ ଚୟନ କରିବାପାଇଁ Ctrl + A ଏବଂ ତାହାକୁ କପୀ କରିବାପାଇଁ Ctrl + C ଦବାନ୍ତୁ
02:25 ଏବେ, Inkscape କୁ ଫେରିଆସନ୍ତୁ
02:27 Text tool ଉପରେ କ୍ଲିକ୍ କରନ୍ତୁ
02:30 ଷଡଭୁଜ ତଳେ ଟେକ୍ସଟ୍ କୁ ପେଷ୍ଟ୍ କରିବାପାଇଁ Ctrl + V ଦବାନ୍ତୁ
02:35 ଟେକ୍ସଟ୍ ଓ ଷଡଭୁଜ ଉଭୟକୁ ଚୟନ କରନ୍ତୁ
02:39 Text menu କୁ ଯାଆନ୍ତୁ
02:41 'Flow into Frame ରେ କ୍ଲିକ୍ କରନ୍ତୁ
02:45 ଏବେ ଆମ ଟେକ୍ସଟ୍ ଷଡଭୁଜରେ ଆଡ୍ ହୋଇଗଲା
02:49 ପୂରା ଟେକ୍ସଟ୍ କୁ ଦୃଶ୍ୟମାନ କରିବାପାଇଁ ଫଣ୍ଟ୍ ସାଇଜ୍ କୁ କମାଇ 10 କରନ୍ତୁ
02:54 Flow କୁ କାଢିବାପାଇଁ , Text menu କୁ ଯାଇ Unflow ରେ କ୍ଲିକ୍ କରନ୍ତୁ
03:00 ଦେଖନ୍ତୁ ଟେକ୍ସଟ୍ ଗାଏବ୍ ହୋଇଗଲା. ଏହି ଆକ୍ସନକୁ ଅନ୍-ଡୁ କରିବାପାଇଁ Ctrl + Z ଦବାନ୍ତୁ
03:07 ଏବେ ଆମେ ଇମେଜ୍ ଉପରେ ଟେକ୍ସଟ୍ ଲେଖାଯିବା ବିଷୟରେ ଶିଖିବା
03:11 ପ୍ରଥମେ File କୁ ଯାଇ, Import ରେ କ୍ଲିକ୍ କରି ଗୋଟିଏ ଇମେଜ୍ ଇମ୍ପୋର୍ଟ କରନ୍ତୁ
03:19 ମୁଁ Pictures ଫୋଲ୍ଡର୍ ରେ ଗୋଟିଏ ଇମେଜ୍ ସେଭ୍ କରିଛି
03:25 ସେହି ଇମେଜ୍ ଏବେ କାନଭାସ୍ ଉପରେ ଅଛି
03:29 ଏହାକୁ ଚୟନ କରି 'Object ମେନ୍ୟୁକୁ ଯଆନ୍ତୁ
03:33 Pattern' ଓ 'Object to Pattern ରେ କ୍ଲିକ୍ କରନ୍ତୁ
03:38 Text tool ପ୍ରୟୋଗ କରି, ଇମେଜ୍ ତଳେ 'SPOKEN TUTORIAL ଟାଇପ୍ କରନ୍ତୁ
03:44 ଟେକ୍ସଟ୍ କୁ ବୋଲ୍ଡ କରନ୍ତୁ
03:47 Object menu' କୁ ଯାଇ, Fill and Stroke ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
03:52 Fill ଟ୍ୟାବ୍ ତଳେ ଥିବା Pattern ଉପରେ କ୍ଲିକ୍ କରନ୍ତୁ, ଏବେ ଟେକ୍ସଟ୍ ଉପରେ ଇମେଜ୍ ପ୍ରସ୍ତୁତ
04:01 ଇମେଜ୍ କୁ ବ୍ୟବସ୍ଥିତ କରିବାପାଇଁ, Node tool ରେ କ୍ଲିକ୍ କରନ୍ତୁ
04:04 ଆମେ ଇମେଜ୍ ଉପରେ ଏକ square handle' ଓ ଏକ 'circular handle' ଦେଖିପାରୁଛେ
04:08 ଟେକ୍ସଟ୍ ଉପରେ ଇମେଜ୍ କୁ ବୁଲାଇବାପାଇଁ circular handle ରେ କ୍ଲିକ୍ କରନ୍ତୁ
04:13 ଏହାକୁ ରିସାଇଜ୍ କରିବାପାଇଁ square handle ରେ କ୍ଲିକ୍ କରନ୍ତୁ
04:17 ଏହାପରେ ଆମେ, ପର୍ସପେକ୍ଟିଭ୍ ରେ ଟେକ୍ସଟ୍ ଲେଖିବା ବିଷୟରେ ଶିଖିବା
04:21 କାନଭାସ୍ ରେ SPOKEN ଟାଇପ୍ କରନ୍ତୁ
04:24 Path menu କୁ ଯାଇ, Object to Path ରେ କ୍ଲିକ୍ କରନ୍ତୁ
04:30 ଏହାପରେ Bezier curve ଚୟନ କରି ପାଥ୍ ତିଆରି କରିବା
04:34 ବାମପଟ ତଳୁ ପାଥ୍ ତିଆରି ଆରମ୍ଭ କରିବା
04:38 ବାମପଟେ ବଡ ସାଇଜ୍ ଓ ଡାହାଣପଟେ ଛୋଟ ସାଇଜ୍ ସହିତ ପର୍ସପେକ୍ଟଟିଭ୍ ରେ ଏକ ଆୟତ ତିଆରି କରିବା
04:46 ପ୍ରଥମେ ଟେକ୍ସଟ୍ ଓ ତା’ ପରେ ଆୟତାକାର ପାଥ୍ ଚୟନ କରନ୍ତୁ
04:50 Extensions କୁ ଯାଇ Modify Path' ଓ ତା’ପରେ 'Perspective ରେ କ୍ଲିକ୍ କରନ୍ତୁ
04:57 ଦେଖନ୍ତୁ, ଟେକ୍ସଟ୍ ଏବେ ପର୍ସପେକ୍ଟଟିଭ୍ ରେ ଦେଖାଯାଉଛି
05:01 ଧ୍ୟାନଦିଅନ୍ତୁ ଯେ, ଟେକ୍ସଟ୍, ପାଥ୍ ର ପ୍ରାରମ୍ଭିକ ପଏଣ୍ଟ ଓ ଦିଗ ନେଇଥାଏ
05:07 ଏହାପରେ, ଅନ୍ୟଏକ ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ତିଆରି କରିବା
05:11 କାନଭାସ୍ ରେ TUTORIAL ଟାଇପ୍ କରନ୍ତୁ
05:15 Path menu' କୁ ଯାଇ 'Object to Path' ଉପରେ କ୍ଲିକ୍ କରନ୍ତୁ
05:19 Bezier tool ପ୍ରୟୋଗ କରି ସେହିପରି ଏକ ପର୍ସପେକ୍ଟଟିଭ୍ ଆୟତାକାର ପାଥ୍ ବନାନ୍ତୁ
05:24 ଏଥର ଉପର ବାମପଟ କୋଣରୁ ଆରମ୍ଭ କରି କ୍ଲକୱାଇଜ୍ ଦିଗରେ ବଢାଇବା
05:30 ପ୍ରଥମେ ଟେକ୍ସଟ୍ ଓ ପରେ ପାଥ୍ ଚୟନ କରନ୍ତୁ
05:34 Extensions', 'Modify Path' ଓ ତା’ ପରେ 'Perspective କୁ ଯାଆନ୍ତୁ
05:42 ଦେଖନ୍ତୁ, ଟେକ୍ସଟ୍ ଏବେ ଉପରୁ ତଳଆଡ଼କୁ ଦେଖାଦେଉଛି
05:46 ଏହାର କାରଣ ହେଉଛି, ପାଥ୍ ର ପ୍ରାରମ୍ଭିକ ପଏଣ୍ଟକୁ ଭିତ୍ତିକରି ଟେକ୍ସଟ୍ ଆଲାଇନ୍ କରାଯାଇଛି
05:51 ଶେଷରେ ଆମେ, cut-out text ବିଷୟରେ ଶିଖିବା
05:55 ଏକ ଆୟତ ବନାଇ, ତାହା ଉପରେ INKSCAPE ଟାଇପ୍ କରନ୍ତୁ
06:01 ଉଭୟକୁ ସିଲେକ୍ଟ କରି, Path menu କୁ ଯାଆନ୍ତୁ ଓ Difference ଚୟନ କରନ୍ତୁ
06:08 ଦେଖନ୍ତୁ କାନଭାସ୍ ଉପରେ କ’ଣ ହେଉଛି
06:11 ଆମେ cut-out text ବନାଇବାର ଅନ୍ୟଏକ ମେଥଡ୍ ଶିଖିବା
06:15 ପୂର୍ନବାର, INKSCAPE ଶଦ୍ଦ ଟାଇପ୍ କରନ୍ତୁ
06:17 Object menu କୁ ଯାଇ, Fill and Stroke' ରେ କ୍ଲିକ୍ କରନ୍ତୁ
06:21 Stroke paint ଟ୍ୟାବ୍ ଉପରେ କ୍ଲିକ୍ କରି, Flat color ରେ କ୍ଲିକ୍ କରନ୍ତୁ
06:25 Stroke style ଟ୍ୟାବ୍ କୁ ଯାଆନ୍ତୁ ଓ ୱିଡଥ୍ ପାରାମିଟରକୁ 2 କରନ୍ତୁ
06:30 Fill tab କୁ ଯାଇ, No paint ରେ କ୍ଲିକ୍ କରନ୍ତୁ
06:35 ଦେଖନ୍ତୁ, ଟେକ୍ସଟ୍ ଉପରେ ଏକ କଟ୍ ଆଉଟ୍ ଆକୃତି ବନି ଯାଇଛି
06:38 ଏବେ ସାରାଂଶିତ କରିବା
06:40 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ
06:42 ପାଥ୍ ଉପରେ ଟେକ୍ସଟ୍ ଲେଖିବା
06:44 ଆକୃତି ଉପରେ ଟେକ୍ସଟ୍ ଲେଖିବା
06:46 ଟେକ୍ସଟ୍ ଭିତରେ ଇମେଜ୍
06:48 ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ ,ଓ କଟ- ଆଉଟ ଟେକ୍ସଟ୍
06:51 ଆପଣଙ୍କ ପାଇଁ ଆସାଇନମେଣ୍ଟ୍
06:54 ୱେଭୀ ପାଥ୍ ଉପରେ ଟେକ୍ସଟ୍ Learn FOSS using Spoken Tutorial ଲେଖନ୍ତୁ
06:59 Bezier tool ପ୍ରୟୋଗ କରି ଏକ Trapezoid ବନାନ୍ତୁ
07:02 କୋଡ୍ ଫାଇଲ୍ ରୁ ଟେକ୍ସଟ୍ କୁ କପୀ କରି, Trapezoid ଭିତରେ ପେଷ୍ଟ୍ କରନ୍ତୁ
07:07 କଲରଫୁଲ୍ ଇମେଜ୍ ଉପରେ ଟେକ୍ସଟ୍ INKSCAPE କୁ ସମ୍ମିଳିତ କରନ୍ତୁ
07:10 ପର୍ସପେକ୍ଟଟିଭ୍ ରେ ଟେକ୍ସଟ୍ INKSCAPE ଲେଖନ୍ତୁ
07:13 SPOKEN TUTORIAL ପାଇଁ କଟ୍- ଆଉଟ୍ ଟେକ୍ସଟ୍ ବନାନ୍ତୁ
07:17 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ୍ ଏହିଭଳି ଦେଖାଯାଏ
07:21 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
07:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
07:34 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ.
07:36 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:42 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
07:47 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep