Difference between revisions of "Inkscape/C2/Basics-of-Bezier-Tool/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:00 | Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟ...") |
PoojaMoolya (Talk | contribs) |
||
Line 6: | Line 6: | ||
|00:00 | |00:00 | ||
| Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:08 | |00:08 | ||
− | | | + | | ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା |
+ | |||
|- | |- | ||
|00:11 | |00:11 | ||
− | | | + | | ବକ୍ର ରେଖା ଆଙ୍କିବା |
+ | |||
|- | |- | ||
− | | | + | |00:13 |
− | | | + | | ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ |
+ | |||
|- | |- | ||
|00:15 | |00:15 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | ||
+ | |||
|- | |- | ||
|00:18 | |00:18 | ||
− | | | + | | ଉବୁଣ୍ଟୁ ଲିନକ୍ସ 12.04 OS |
+ | |||
|- | |- | ||
|00:21 | |00:21 | ||
− | | | + | | Inkscape ଭର୍ସନ୍ 0.48.4 |
+ | |||
|- | |- | ||
|00:24 | |00:24 | ||
| ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି | | ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି | ||
+ | |||
|- | |- | ||
|00:28 | |00:28 | ||
| ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ | | ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ | ||
+ | |||
|- | |- | ||
|00:32 | |00:32 | ||
| Inkscape ଖୋଲନ୍ତୁ | | Inkscape ଖୋଲନ୍ତୁ | ||
+ | |||
|- | |- | ||
|00:35 | |00:35 | ||
| ପ୍ରଥମେ, Bezier Tool ବ୍ୟବହାର କରି ଏକ ସରଳ ରେଖା ଆଙ୍କିବା ''' | | ପ୍ରଥମେ, Bezier Tool ବ୍ୟବହାର କରି ଏକ ସରଳ ରେଖା ଆଙ୍କିବା ''' | ||
+ | |||
|- | |- | ||
|00:39 | |00:39 | ||
| Pencil Toolର ଠିକ୍ ତଳେ Bezier Tool ଅଛି | | Pencil Toolର ଠିକ୍ ତଳେ Bezier Tool ଅଛି | ||
+ | |||
|- | |- | ||
|00:42 | |00:42 | ||
| ତାହା ଉପରେ କ୍ଲିକ୍ କରନ୍ତୁ | | ତାହା ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|00:44 | |00:44 | ||
| ଉପର ବାମପଟ Tool Controls Barରେ ଥିବା 4ଟି ଅପ୍ସନ୍ସକୁ ଦେଖନ୍ତୁ | | ଉପର ବାମପଟ Tool Controls Barରେ ଥିବା 4ଟି ଅପ୍ସନ୍ସକୁ ଦେଖନ୍ତୁ | ||
+ | |||
|- | |- | ||
|00:48 | |00:48 | ||
| ସେଠାରେ Bezier Curve ଆଙ୍କିବାର 4ଟି ମୋଡ୍ସ ଅଛି | | ସେଠାରେ Bezier Curve ଆଙ୍କିବାର 4ଟି ମୋଡ୍ସ ଅଛି | ||
+ | |||
|- | |- | ||
|00:51 | |00:51 | ||
| ଡିଫଲ୍ଟ ଭାବରେ, Creat Regular Bezier Path ଅପ୍ସନ୍ ଏନାବଲ୍ ଅଛି | | ଡିଫଲ୍ଟ ଭାବରେ, Creat Regular Bezier Path ଅପ୍ସନ୍ ଏନାବଲ୍ ଅଛି | ||
+ | |||
|- | |- | ||
|00:57 | |00:57 | ||
| କାନଭାସ୍ ଉପରେ କ୍ଲିକ୍ କରି କର୍ସର୍ କୁ ଅନ୍ୟ ମୁଣ୍ଡକୁ ନିଅନ୍ତୁ | | କାନଭାସ୍ ଉପରେ କ୍ଲିକ୍ କରି କର୍ସର୍ କୁ ଅନ୍ୟ ମୁଣ୍ଡକୁ ନିଅନ୍ତୁ | ||
+ | |||
|- | |- | ||
|01:01 | |01:01 | ||
| ପୁଣିଥରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଅଙ୍କାଯାଇଥିବା ରେଖା ସବୁଜ ରଙ୍ଗରେ ହାଇଲାଇଟ୍ ହୋଇଛି | | ପୁଣିଥରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଅଙ୍କାଯାଇଥିବା ରେଖା ସବୁଜ ରଙ୍ଗରେ ହାଇଲାଇଟ୍ ହୋଇଛି | ||
+ | |||
|- | |- | ||
|01:07 | |01:07 | ||
| ଏବେ, ସମ୍ପୂର୍ଣ୍ଣ ରେଖା ଉପରେ ରାଇଟ୍-କ୍ଲିକ୍ କରନ୍ତୁ | | ଏବେ, ସମ୍ପୂର୍ଣ୍ଣ ରେଖା ଉପରେ ରାଇଟ୍-କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:11 | |01:11 | ||
| ରେଖାର ଉଭୟ ମୁଣ୍ଡକୁ Nodes କୁହାଯାଏ. ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା | | ରେଖାର ଉଭୟ ମୁଣ୍ଡକୁ Nodes କୁହାଯାଏ. ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା | ||
+ | |||
|- | |- | ||
− | | | + | |01:17 |
| ଏହାପରେ ଏକ ତ୍ରିଭୁଜ ଆଙ୍କିବା | | ଏହାପରେ ଏକ ତ୍ରିଭୁଜ ଆଙ୍କିବା | ||
+ | |||
|- | |- | ||
|01:21 | |01:21 | ||
| ପ୍ରଥମେ ଏକ ତେର୍ଚ୍ଛା ରେଖା ଟାଣନ୍ତୁ. ଥରେ କ୍ଲିକ୍ କରି କୋଣୁଆ ଭାବରେ ଆଉ ଏକ ରେଖା ଟାଣନ୍ତୁ | | ପ୍ରଥମେ ଏକ ତେର୍ଚ୍ଛା ରେଖା ଟାଣନ୍ତୁ. ଥରେ କ୍ଲିକ୍ କରି କୋଣୁଆ ଭାବରେ ଆଉ ଏକ ରେଖା ଟାଣନ୍ତୁ | ||
+ | |||
|- | |- | ||
|01:27 | |01:27 | ||
| ତୃତୀୟ ରେଖା ଟାଣିବା ପାଇଁ ଆଉଥରେ କ୍ଲିକ୍ କରନ୍ତୁ ଏବଂ ତ୍ରିଭୁଜକୁ ସମ୍ପୂର୍ଣ୍ଣ କରିବା ପାଇଁ ତାହାକୁ ପ୍ରାରମ୍ଭିକ Node ସହିତ ଯୋଡ଼ନ୍ତୁ | | ତୃତୀୟ ରେଖା ଟାଣିବା ପାଇଁ ଆଉଥରେ କ୍ଲିକ୍ କରନ୍ତୁ ଏବଂ ତ୍ରିଭୁଜକୁ ସମ୍ପୂର୍ଣ୍ଣ କରିବା ପାଇଁ ତାହାକୁ ପ୍ରାରମ୍ଭିକ Node ସହିତ ଯୋଡ଼ନ୍ତୁ | ||
+ | |||
|- | |- | ||
|01:34 | |01:34 | ||
| ଏହାପରେ ଆମେ, Bezier Tool ବ୍ୟବହାର କରି ଏକ ବକ୍ର ରେଖା ଆଙ୍କିବା | | ଏହାପରେ ଆମେ, Bezier Tool ବ୍ୟବହାର କରି ଏକ ବକ୍ର ରେଖା ଆଙ୍କିବା | ||
+ | |||
|- | |- | ||
|01:38 | |01:38 | ||
| ଗୋଟିଏ ସରଳ ରେଖା ଆଙ୍କିବା ପାଇଁ କାନଭାସ୍ ଉପରେ କ୍ଲିକ୍ କରନ୍ତୁ. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ | | ଗୋଟିଏ ସରଳ ରେଖା ଆଙ୍କିବା ପାଇଁ କାନଭାସ୍ ଉପରେ କ୍ଲିକ୍ କରନ୍ତୁ. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
|01:46 | |01:46 | ||
| ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ | | ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:48 | |01:48 | ||
| ସମାନ ଭାବରେ, କାନଭାସ୍ ଉପରେ ଆଉ କିଛି ବକ୍ର ଆକୃତି ଆଙ୍କନ୍ତୁ | | ସମାନ ଭାବରେ, କାନଭାସ୍ ଉପରେ ଆଉ କିଛି ବକ୍ର ଆକୃତି ଆଙ୍କନ୍ତୁ | ||
+ | |||
|- | |- | ||
|01:55 | |01:55 | ||
| ଏହିସବୁ ପଦାଙ୍କଗୁଡ଼ିକୁ ମନେରଖନ୍ତୁ - ୧. କ୍ଲିକ୍ କରି ଗୋଟିଏ ସରଳ ରେଖା ଟାଣନ୍ତୁ | | ଏହିସବୁ ପଦାଙ୍କଗୁଡ଼ିକୁ ମନେରଖନ୍ତୁ - ୧. କ୍ଲିକ୍ କରି ଗୋଟିଏ ସରଳ ରେଖା ଟାଣନ୍ତୁ | ||
+ | |||
|- | |- | ||
|01:59 | |01:59 | ||
| 2. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ | | 2. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
|02:03 | |02:03 | ||
| 3. ତା’ପରେ ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ | | 3. ତା’ପରେ ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:06 | |02:06 | ||
| Ctrl + A ଦାବନ୍ତୁ ଓ ଆଗକୁ ବଢ଼ିବା ପୂର୍ବରୁ କାନଭାସ୍ କ୍ଲିକର୍ କରିଦିଅନ୍ତୁ | | Ctrl + A ଦାବନ୍ତୁ ଓ ଆଗକୁ ବଢ଼ିବା ପୂର୍ବରୁ କାନଭାସ୍ କ୍ଲିକର୍ କରିଦିଅନ୍ତୁ | ||
+ | |||
|- | |- | ||
|02:11 | |02:11 | ||
| ଏବେ ଚାଲନ୍ତୁ, Closed Curved Path ଆଙ୍କିବା ବିଷୟରେ ଶିଖିବା | | ଏବେ ଚାଲନ୍ତୁ, Closed Curved Path ଆଙ୍କିବା ବିଷୟରେ ଶିଖିବା | ||
+ | |||
|- | |- | ||
|02:15 | |02:15 | ||
| ପ୍ରଥମେ, କାନଭାସ୍ ଉପରେ ଏକ ବକ୍ର ରେଖା ଟାଣନ୍ତୁ | | ପ୍ରଥମେ, କାନଭାସ୍ ଉପରେ ଏକ ବକ୍ର ରେଖା ଟାଣନ୍ତୁ | ||
+ | |||
|- | |- | ||
|02:18 | |02:18 | ||
| ତା’ପରେ ଆମେ ମାଉସ୍ କୁ ଛାଡ଼ିଦେଇ ବକ୍ର ରେଖାର ଶେଷ ନୋଡ୍ ରୁ କର୍ସର୍ କୁ ଦୂରେଇଦେବା | | ତା’ପରେ ଆମେ ମାଉସ୍ କୁ ଛାଡ଼ିଦେଇ ବକ୍ର ରେଖାର ଶେଷ ନୋଡ୍ ରୁ କର୍ସର୍ କୁ ଦୂରେଇଦେବା | ||
+ | |||
|- | |- | ||
|02:23 | |02:23 | ||
| ନାଲି ରଙ୍ଗରେ ଆମେ ଏକ ବକ୍ର ପାଥ୍ ଦେଖୁଛେ | | ନାଲି ରଙ୍ଗରେ ଆମେ ଏକ ବକ୍ର ପାଥ୍ ଦେଖୁଛେ | ||
+ | |||
|- | |- | ||
|02:27 | |02:27 | ||
| ଥରେ କ୍ଲିକ୍ କରି କର୍ସର୍ କୁ ଘୁଞ୍ଚାଇଲେ ଆମେ, ନାଲି ରଙ୍ଗରେ ଏକ ସରଳ ପାଥ୍ ଦେଖୁ. ଏହାକୁ ବକ୍ର କରିବାକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ | | ଥରେ କ୍ଲିକ୍ କରି କର୍ସର୍ କୁ ଘୁଞ୍ଚାଇଲେ ଆମେ, ନାଲି ରଙ୍ଗରେ ଏକ ସରଳ ପାଥ୍ ଦେଖୁ. ଏହାକୁ ବକ୍ର କରିବାକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
|02:36 | |02:36 | ||
| ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ | | ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ | ||
+ | |||
|- | |- | ||
|02:41 | |02:41 | ||
| ଆଉଥରେ କ୍ଲିକ୍ କରନ୍ତୁ; ନାଲି ରଙ୍ଗରେ ଆମେ ଏକ ସରଳ ପାଥ୍ ଦେଖୁଛେ ସରଳ ରେଖାକୁ ବକ୍ର କରିବା ପାଇଁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ | | ଆଉଥରେ କ୍ଲିକ୍ କରନ୍ତୁ; ନାଲି ରଙ୍ଗରେ ଆମେ ଏକ ସରଳ ପାଥ୍ ଦେଖୁଛେ ସରଳ ରେଖାକୁ ବକ୍ର କରିବା ପାଇଁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
|02:50 | |02:50 | ||
| ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ କର୍ସର୍ ଘୁଞ୍ଚାଇ ପ୍ରାରମ୍ଭିକ ନୋଡ୍ କୁ ଯାଆନ୍ତୁ ଓ Path ବନ୍ଦ କରନ୍ତୁ | | ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ କର୍ସର୍ ଘୁଞ୍ଚାଇ ପ୍ରାରମ୍ଭିକ ନୋଡ୍ କୁ ଯାଆନ୍ତୁ ଓ Path ବନ୍ଦ କରନ୍ତୁ | ||
+ | |||
|- | |- | ||
|02:59 | |02:59 | ||
| Tool controls barକୁ ଯାଆନ୍ତୁ. ମୋଡ୍ ର ଦ୍ୱିତୀୟ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. କୁଣ୍ଡଳୀ ପାଥ୍ ଓ ଅନିୟମିତ ଆକୃତି ତିଆରି କରିବାରେ ଏହା ସାହାଯ୍ୟ କରେ | | Tool controls barକୁ ଯାଆନ୍ତୁ. ମୋଡ୍ ର ଦ୍ୱିତୀୟ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. କୁଣ୍ଡଳୀ ପାଥ୍ ଓ ଅନିୟମିତ ଆକୃତି ତିଆରି କରିବାରେ ଏହା ସାହାଯ୍ୟ କରେ | ||
+ | |||
|- | |- | ||
|03:08 | |03:08 | ||
| କିଛି ଅନିୟମିତ ବକ୍ର ତିଆରି କରି ପାଥ୍ ବନ୍ଦ କରନ୍ତୁ | | କିଛି ଅନିୟମିତ ବକ୍ର ତିଆରି କରି ପାଥ୍ ବନ୍ଦ କରନ୍ତୁ | ||
+ | |||
|- | |- | ||
|03:15 | |03:15 | ||
| ଦେଖନ୍ତୁ, ଏହା ବନ୍ଦ କୁଣ୍ଡଳୀ ଆକୃତିରେ ବଦଳୁଛି. ଏବେ କାନଭାସ୍ କ୍ଲିଅର୍ କରିଦିଅନ୍ତୁ | | ଦେଖନ୍ତୁ, ଏହା ବନ୍ଦ କୁଣ୍ଡଳୀ ଆକୃତିରେ ବଦଳୁଛି. ଏବେ କାନଭାସ୍ କ୍ଲିଅର୍ କରିଦିଅନ୍ତୁ | ||
+ | |||
|- | |- | ||
|03:22 | |03:22 | ||
| ତୃତୀୟ ଆଇକନ୍ ଟି କେବଳ ସରଳ ରେଖା ତିଆରି କରେ. ତାହା ଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ ''' | | ତୃତୀୟ ଆଇକନ୍ ଟି କେବଳ ସରଳ ରେଖା ତିଆରି କରେ. ତାହା ଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ ''' | ||
+ | |||
|- | |- | ||
|03:29 | |03:29 | ||
| ଧ୍ୟାନଦିଅନ୍ତୁ ଯେ, ଆମେ ଏହି ମୋଡ୍ ରେ ବକ୍ର ରେଖା ଆଙ୍କିପାରିବା ନାହିଁ | | ଧ୍ୟାନଦିଅନ୍ତୁ ଯେ, ଆମେ ଏହି ମୋଡ୍ ରେ ବକ୍ର ରେଖା ଆଙ୍କିପାରିବା ନାହିଁ | ||
+ | |||
|- | |- | ||
|03:32 | |03:32 | ||
| ଆମେ, ତ୍ରିଭୁଜ କିମ୍ୱା ବହୁଭୁଜ ଆଙ୍କି ପାରିବା, ଯେଉଁଥିରେ ସରଳ ପାର୍ଶ୍ୱ ରହିଛି | | ଆମେ, ତ୍ରିଭୁଜ କିମ୍ୱା ବହୁଭୁଜ ଆଙ୍କି ପାରିବା, ଯେଉଁଥିରେ ସରଳ ପାର୍ଶ୍ୱ ରହିଛି | ||
+ | |||
|- | |- | ||
|03:40 | |03:40 | ||
| ଶେଷ ଆଇକନ୍ ଉପରେ କ୍ଲିକ୍ କରି କାନଭାସ୍ ଉପରେ ଆଙ୍କନ୍ତୁ | | ଶେଷ ଆଇକନ୍ ଉପରେ କ୍ଲିକ୍ କରି କାନଭାସ୍ ଉପରେ ଆଙ୍କନ୍ତୁ | ||
+ | |||
|- | |- | ||
|03:44 | |03:44 | ||
| ଏହି ମୋଡ୍ ରେ ଆମେ କେବଳ ସମାନ୍ତର ଓ ଅଭିଲମ୍ୱ ରେଖା ଟାଣିପରିବା, ଯେପରି ଅବା ଭୂସମାନ୍ତର କିମ୍ୱା ଊର୍ଦ୍ଧ୍ୱାଧର ରେଖା | | ଏହି ମୋଡ୍ ରେ ଆମେ କେବଳ ସମାନ୍ତର ଓ ଅଭିଲମ୍ୱ ରେଖା ଟାଣିପରିବା, ଯେପରି ଅବା ଭୂସମାନ୍ତର କିମ୍ୱା ଊର୍ଦ୍ଧ୍ୱାଧର ରେଖା | ||
+ | |||
|- | |- | ||
|03:52 | |03:52 | ||
| ତେଣୁ, ଏହି ମୋଡ୍ ରେ ଆମେ ବର୍ଗ ଓ ଆୟତକ୍ଷେତ୍ର ଆଙ୍କିପାରିବା | | ତେଣୁ, ଏହି ମୋଡ୍ ରେ ଆମେ ବର୍ଗ ଓ ଆୟତକ୍ଷେତ୍ର ଆଙ୍କିପାରିବା | ||
+ | |||
|- | |- | ||
|03:58 | |03:58 | ||
| ଅଙ୍କାଯାଇଥିବା ସମସ୍ତ ଆକୃତିକୁ ଡିଲିଟ୍ କରିଦିଅନ୍ତୁ | | ଅଙ୍କାଯାଇଥିବା ସମସ୍ତ ଆକୃତିକୁ ଡିଲିଟ୍ କରିଦିଅନ୍ତୁ | ||
+ | |||
|- | |- | ||
|04:02 | |04:02 | ||
| Shape ଅପ୍ସନ୍, ଏକ ନିର୍ଦ୍ଦିଷ୍ଟ ଆକୃତିରେ ରେଖା କିମ୍ୱା ବକ୍ର ରେଖା ଆଙ୍କିବାରେ ସାହାଯ୍ୟ କରିଥାଏ | | Shape ଅପ୍ସନ୍, ଏକ ନିର୍ଦ୍ଦିଷ୍ଟ ଆକୃତିରେ ରେଖା କିମ୍ୱା ବକ୍ର ରେଖା ଆଙ୍କିବାରେ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|04:07 | |04:07 | ||
| ଡ୍ରପ୍ ଡାଉନ୍ ବଟନ୍ ରେ କ୍ଲିକ୍ କରନ୍ତୁ | | ଡ୍ରପ୍ ଡାଉନ୍ ବଟନ୍ ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:09 | |04:09 | ||
| ଏଠାରେ 5ଟି ଅପ୍ସନ୍ସ ଅଛି None, Triangle in, Triangle out, Ellipse, From clipboard | | ଏଠାରେ 5ଟି ଅପ୍ସନ୍ସ ଅଛି None, Triangle in, Triangle out, Ellipse, From clipboard | ||
+ | |||
|- | |- | ||
|04:18 | |04:18 | ||
| ପ୍ରଥମ ଅପସନ୍ None କୌଣସି ଇଫେକ୍ଟ ଦିଏନାହିଁ. ତେଣୁ ଆମେ, Triangle Inକୁ ଯିବା | | ପ୍ରଥମ ଅପସନ୍ None କୌଣସି ଇଫେକ୍ଟ ଦିଏନାହିଁ. ତେଣୁ ଆମେ, Triangle Inକୁ ଯିବା | ||
+ | |||
|- | |- | ||
|04:25 | |04:25 | ||
| ତାହାଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ ''' | | ତାହାଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ ''' | ||
+ | |||
|- | |- | ||
|04:28 | |04:28 | ||
| ରେଖାଟି, ଭିତର ଆଡୁଆ ଗୋଟିଏ ତ୍ରିଭୁଜରେ ବଦଳିଗଲା | | ରେଖାଟି, ଭିତର ଆଡୁଆ ଗୋଟିଏ ତ୍ରିଭୁଜରେ ବଦଳିଗଲା | ||
+ | |||
|- | |- | ||
|04:34 | |04:34 | ||
| ଏହାପରେ, Triangle Out ଉପରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ରେଖା ଟାଣନ୍ତୁ | | ଏହାପରେ, Triangle Out ଉପରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ରେଖା ଟାଣନ୍ତୁ | ||
+ | |||
|- | |- | ||
|04:39 | |04:39 | ||
| ଏବେ, ତ୍ରିଭୁଜ ଆକୃତିଟି ବାହାର ଆଡୁଆ ଗଠିତ ହେଲା | | ଏବେ, ତ୍ରିଭୁଜ ଆକୃତିଟି ବାହାର ଆଡୁଆ ଗଠିତ ହେଲା | ||
+ | |||
|- | |- | ||
|04:43 | |04:43 | ||
| Ellipse ଉପରେ କ୍ଲିକ୍ କରି ଗୋଟିଏ ରେଖା ଟାଣନ୍ତୁ | | Ellipse ଉପରେ କ୍ଲିକ୍ କରି ଗୋଟିଏ ରେଖା ଟାଣନ୍ତୁ | ||
+ | |||
|- | |- | ||
|04:47 | |04:47 | ||
| ଦେଖନ୍ତୁ, ରେଖାଟି Ellipse ଆକୃତିରେ ଅଛି | | ଦେଖନ୍ତୁ, ରେଖାଟି Ellipse ଆକୃତିରେ ଅଛି | ||
+ | |||
|- | |- | ||
|04:50 | |04:50 | ||
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ From Clipboard ଅପ୍ସନ୍ ବିଷୟରେ ଶିଖିବା | | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ From Clipboard ଅପ୍ସନ୍ ବିଷୟରେ ଶିଖିବା | ||
+ | |||
|- | |- | ||
|04:56 | |04:56 | ||
| ଏବେ ଚାଲନ୍ତୁ ଆଡ୍, ଏଡିଟ୍ ଓ ଡିଲିଟ୍ Nodes ବିଷୟରେ ଶିଖିବା | | ଏବେ ଚାଲନ୍ତୁ ଆଡ୍, ଏଡିଟ୍ ଓ ଡିଲିଟ୍ Nodes ବିଷୟରେ ଶିଖିବା | ||
+ | |||
|- | |- | ||
|05:00 | |05:00 | ||
| ଏହାକୁ Node Tool ବ୍ୟବହାର କରି କରାଯାଇପାରିବ | | ଏହାକୁ Node Tool ବ୍ୟବହାର କରି କରାଯାଇପାରିବ | ||
+ | |||
|- | |- | ||
|05:03 | |05:03 | ||
| କାନଭାସ୍ ଉପରେ ଥିବା ରେଖାଗୁଡ଼ିକୁ ଡିଲିଟ୍ କରନ୍ତୁ | | କାନଭାସ୍ ଉପରେ ଥିବା ରେଖାଗୁଡ଼ିକୁ ଡିଲିଟ୍ କରନ୍ତୁ | ||
+ | |||
|- | |- | ||
|05:06 | |05:06 | ||
| Tool controls barକୁ ଯାଆନ୍ତୁ. Modeକୁ Regular Pathରେ ଓ Shapeକୁ Noneରେ ବଦଳାନ୍ତୁ | | Tool controls barକୁ ଯାଆନ୍ତୁ. Modeକୁ Regular Pathରେ ଓ Shapeକୁ Noneରେ ବଦଳାନ୍ତୁ | ||
+ | |||
|- | |- | ||
|05:13 | |05:13 | ||
| କାନଭାସ୍ କୁ ଫେରିଆସି ଏକ ମାନବ ପାପୁଲି ଆଙ୍କନ୍ତୁ | | କାନଭାସ୍ କୁ ଫେରିଆସି ଏକ ମାନବ ପାପୁଲି ଆଙ୍କନ୍ତୁ | ||
+ | |||
|- | |- | ||
|05:23 | |05:23 | ||
| Node Tool ଉପରେ କ୍ଲିକ୍ କରନ୍ତୁ | | Node Tool ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:26 | |05:26 | ||
| ଦେଖନ୍ତୁ, ଆକୃତିରେ ଥିବା ସମସ୍ତ ନୋଡ୍ସ ଦୃଶ୍ୟମାନ ହେଲା | | ଦେଖନ୍ତୁ, ଆକୃତିରେ ଥିବା ସମସ୍ତ ନୋଡ୍ସ ଦୃଶ୍ୟମାନ ହେଲା | ||
+ | |||
|- | |- | ||
|05:30 | |05:30 | ||
| ଆପଣଙ୍କ ଧ୍ୟାନ Tool Controls Bar ଉପରକୁ ନିଅନ୍ତୁ | | ଆପଣଙ୍କ ଧ୍ୟାନ Tool Controls Bar ଉପରକୁ ନିଅନ୍ତୁ | ||
+ | |||
|- | |- | ||
|05:33 | |05:33 | ||
| ଏଠାରେ ଥିବା ପ୍ରଥମ 6ଟି ଆଇକନ୍ସ, Nodes ଓ Paths ଆଡ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରିଥାଏ | | ଏଠାରେ ଥିବା ପ୍ରଥମ 6ଟି ଆଇକନ୍ସ, Nodes ଓ Paths ଆଡ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|05:38 | |05:38 | ||
| ଭଲ ଭାବରେ ବୁଝିବା ପାଇଁ Tool Tip ଦେଖନ୍ତୁ | | ଭଲ ଭାବରେ ବୁଝିବା ପାଇଁ Tool Tip ଦେଖନ୍ତୁ | ||
+ | |||
|- | |- | ||
|05:41 | |05:41 | ||
| ଯେକୌଣସି ସେଗମେଣ୍ଟରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଉଭୟ ନୋଡ୍ସ ନୀଳ ହୋଇଗଲା | | ଯେକୌଣସି ସେଗମେଣ୍ଟରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଉଭୟ ନୋଡ୍ସ ନୀଳ ହୋଇଗଲା | ||
+ | |||
|- | |- | ||
|05:48 | |05:48 | ||
| ତା’ପରେ Add Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ତା’ପରେ Add Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:52 | |05:52 | ||
| ଚୟନିତ ସେଗମେଣ୍ଟର ନୋଡ୍ ଗୁଡ଼ିକର ଠିକ୍ ମଝିରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଗଲା | | ଚୟନିତ ସେଗମେଣ୍ଟର ନୋଡ୍ ଗୁଡ଼ିକର ଠିକ୍ ମଝିରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଗଲା | ||
+ | |||
|- | |- | ||
|05:58 | |05:58 | ||
| ଏବେ, ଗୋଟିଏ ଛୋଟ ସେଗମେଣ୍ଟ ଚୟନ କରି ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ | | ଏବେ, ଗୋଟିଏ ଛୋଟ ସେଗମେଣ୍ଟ ଚୟନ କରି ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ | ||
+ | |||
|- | |- | ||
|06:04 | |06:04 | ||
| ଛୋଟ ସେଗମେଣ୍ଟର ମଧ୍ୟସ୍ଥାନରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଯିବାର ଆପଣ ଦେଖିବାକୁ ପାଇବେ | | ଛୋଟ ସେଗମେଣ୍ଟର ମଧ୍ୟସ୍ଥାନରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଯିବାର ଆପଣ ଦେଖିବାକୁ ପାଇବେ | ||
+ | |||
|- | |- | ||
|06:10 | |06:10 | ||
| ନୂଆ ଭାବେ ଆଡ୍ ହୋଇଥିବା ନୋଡ୍ କୁ ସିଲେକ୍ଟ କରନ୍ତୁ | | ନୂଆ ଭାବେ ଆଡ୍ ହୋଇଥିବା ନୋଡ୍ କୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|06:13 | |06:13 | ||
| Delete Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ. ନୋଡ୍ ଟି ଏବେ ଡିଲିଟ୍ ହୋଇଗଲା | | Delete Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ. ନୋଡ୍ ଟି ଏବେ ଡିଲିଟ୍ ହୋଇଗଲା | ||
+ | |||
|- | |- | ||
|06:18 | |06:18 | ||
| ପାପୁଲି ଉପରର ଯେକୌଣସି Nodes ଉପରେ କ୍ଲିକ୍ କରନ୍ତୁ | | ପାପୁଲି ଉପରର ଯେକୌଣସି Nodes ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:21 | |06:21 | ||
| Bezier Handleକୁ ଦୃଶ୍ୟମାନ କରିବା ପାଇଁ, Tool Controls Barରେ ଥିବା ଶେଷ ଆଇକନ୍ ଉପରେ କ୍ଲିକ୍ କରନ୍ତୁ ''' | | Bezier Handleକୁ ଦୃଶ୍ୟମାନ କରିବା ପାଇଁ, Tool Controls Barରେ ଥିବା ଶେଷ ଆଇକନ୍ ଉପରେ କ୍ଲିକ୍ କରନ୍ତୁ ''' | ||
+ | |||
|- | |- | ||
|06:27 | |06:27 | ||
| ବର୍ତ୍ତମାନ, ଚୟନିତ ସେଗମେଣ୍ଟ ପାଇଁ Bezier Handles ଦୃଶ୍ୟମାନ ହେଲା | | ବର୍ତ୍ତମାନ, ଚୟନିତ ସେଗମେଣ୍ଟ ପାଇଁ Bezier Handles ଦୃଶ୍ୟମାନ ହେଲା | ||
+ | |||
|- | |- | ||
|06:32 | |06:32 | ||
| ଯଦି ହୋଇନଥିବ, ତେବେ ସେଗମେଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସ୍ କୁ ନଛାଡ଼ି ସାମାନ୍ୟ ଘୁଞ୍ଚାନ୍ତୁ | | ଯଦି ହୋଇନଥିବ, ତେବେ ସେଗମେଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସ୍ କୁ ନଛାଡ଼ି ସାମାନ୍ୟ ଘୁଞ୍ଚାନ୍ତୁ | ||
+ | |||
|- | |- | ||
|06:37 | |06:37 | ||
| ସେଗମେଣ୍ଟ ବକ୍ର ହୋଇ Bezier Handles ଏବେ ଦେଖାଦେବ | | ସେଗମେଣ୍ଟ ବକ୍ର ହୋଇ Bezier Handles ଏବେ ଦେଖାଦେବ | ||
+ | |||
|- | |- | ||
|06:41 | |06:41 | ||
| ଚୟନିତ Nodeକୁ ରିସାଇଜ୍ ଓ ରୋଟେଟ୍ କରିବା ପାଇଁ Handles ଉପରେ କିକ୍ କରନ୍ତୁ | | ଚୟନିତ Nodeକୁ ରିସାଇଜ୍ ଓ ରୋଟେଟ୍ କରିବା ପାଇଁ Handles ଉପରେ କିକ୍ କରନ୍ତୁ | ||
+ | |||
|- | |- | ||
|06:45 | |06:45 | ||
| ସମାନ ଭାବରେ ଅନ୍ୟ Nodesକୁ ମଧ୍ୟ ମୋଡିଫାଏ କରନ୍ତୁ | | ସମାନ ଭାବରେ ଅନ୍ୟ Nodesକୁ ମଧ୍ୟ ମୋଡିଫାଏ କରନ୍ତୁ | ||
+ | |||
|- | |- | ||
|07:04 | |07:04 | ||
| ପରବର୍ତ୍ତୀ ଆଇକନ୍ Nodesକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ | | ପରବର୍ତ୍ତୀ ଆଇକନ୍ Nodesକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|07:07 | |07:07 | ||
| ଦେଖନ୍ତୁ, ତର୍ଜନୀରେ ଏକ ଅତିରିକ୍ତ Node ଅଛି | | ଦେଖନ୍ତୁ, ତର୍ଜନୀରେ ଏକ ଅତିରିକ୍ତ Node ଅଛି | ||
+ | |||
|- | |- | ||
|07:11 | |07:11 | ||
| Shift କୀ ଧରି ଅତିରିକ୍ତ ମଧ୍ୟମ Node ଓ ଉପର Nodeକୁ ଚୟନ କରନ୍ତୁ | | Shift କୀ ଧରି ଅତିରିକ୍ତ ମଧ୍ୟମ Node ଓ ଉପର Nodeକୁ ଚୟନ କରନ୍ତୁ | ||
+ | |||
|- | |- | ||
|07:18 | |07:18 | ||
| Join Node ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ନୋଡ୍ ଗୁଡ଼ିକ ଏବେ ଏକାଠି ଯୋଡ଼ି ହୋଇଗଲେ | | Join Node ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ନୋଡ୍ ଗୁଡ଼ିକ ଏବେ ଏକାଠି ଯୋଡ଼ି ହୋଇଗଲେ | ||
+ | |||
|- | |- | ||
|07:25 | |07:25 | ||
| ଚୟନିତ Nodeରେ Path ଭାଙ୍ଗିବା ପାଇଁ ପରବର୍ତ୍ତୀ ଆଇକନ୍ ସାହାଯ୍ୟ କରିଥାଏ | | ଚୟନିତ Nodeରେ Path ଭାଙ୍ଗିବା ପାଇଁ ପରବର୍ତ୍ତୀ ଆଇକନ୍ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|07:29 | |07:29 | ||
| ଏବେ ମୁଁ, ବୁଢ଼ା ଓ ତର୍ଜନୀ ମଧ୍ୟର ସମ୍ପର୍କକୁ ଭାଙ୍ଗିବାକୁ ଯାଉଛି | | ଏବେ ମୁଁ, ବୁଢ଼ା ଓ ତର୍ଜନୀ ମଧ୍ୟର ସମ୍ପର୍କକୁ ଭାଙ୍ଗିବାକୁ ଯାଉଛି | ||
+ | |||
|- | |- | ||
|07:33 | |07:33 | ||
| ସେଥିପାଇଁ, ମଝିରେ ଥିବା Joining Node ଚୟନ କରି Break Path ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ସେଥିପାଇଁ, ମଝିରେ ଥିବା Joining Node ଚୟନ କରି Break Path ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:40 | |07:40 | ||
| ନୋଡ୍ କୁ ଅନ୍-ସିଲେକ୍ଟ କରନ୍ତୁ. ତା’ପରେ ପୁଣିଥରେ ସିଲେକ୍ଟ କରି ଟିକେ ଘୁଞ୍ଚାନ୍ତୁ | | ନୋଡ୍ କୁ ଅନ୍-ସିଲେକ୍ଟ କରନ୍ତୁ. ତା’ପରେ ପୁଣିଥରେ ସିଲେକ୍ଟ କରି ଟିକେ ଘୁଞ୍ଚାନ୍ତୁ | ||
+ | |||
|- | |- | ||
|07:46 | |07:46 | ||
| Path ଭାଙ୍ଗିବାର ଓ Nodes, 2ଟି ଭିନ୍ନ ନୋଡ୍ସରେ ଅଲଗା ହେବାର ଆପଣ ଦେଖିବାକୁ ପାଇବେ | | Path ଭାଙ୍ଗିବାର ଓ Nodes, 2ଟି ଭିନ୍ନ ନୋଡ୍ସରେ ଅଲଗା ହେବାର ଆପଣ ଦେଖିବାକୁ ପାଇବେ | ||
+ | |||
|- | |- | ||
|07:53 | |07:53 | ||
| ସେଗୁଡ଼ିକୁ ଯୋଡ଼ିବା ପାଇଁ, ସେହି 2ଟି ନୋଡ୍ସକୁ ସିଲେକ୍ଟ କରନ୍ତୁ ଏବଂ Tool Controls Barରେ ଥିବା Join Selected End-Nodes ଆଇକନ୍ ଉପରେ କ୍ଲିକ୍ କରନ୍ତୁ ''' | | ସେଗୁଡ଼ିକୁ ଯୋଡ଼ିବା ପାଇଁ, ସେହି 2ଟି ନୋଡ୍ସକୁ ସିଲେକ୍ଟ କରନ୍ତୁ ଏବଂ Tool Controls Barରେ ଥିବା Join Selected End-Nodes ଆଇକନ୍ ଉପରେ କ୍ଲିକ୍ କରନ୍ତୁ ''' | ||
+ | |||
|- | |- | ||
|08:03 | |08:03 | ||
| ଦେଖନ୍ତୁ, ଏହି 2ଟି ନୋଡ୍ସ ମଧ୍ୟରେ ଏକ ନୂଆ Path ସୃଷ୍ଟି ହୋଇଗଲା | | ଦେଖନ୍ତୁ, ଏହି 2ଟି ନୋଡ୍ସ ମଧ୍ୟରେ ଏକ ନୂଆ Path ସୃଷ୍ଟି ହୋଇଗଲା | ||
+ | |||
|- | |- | ||
|08:08 | |08:08 | ||
| Path କିମ୍ୱା Segment କାଢ଼ିବା ପାଇଁ ପରବର୍ତ୍ତୀ ଆଇକନ୍ Selete Segment ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ, Pathଟି କାଢ଼ିହୋଇଗଲା | | Path କିମ୍ୱା Segment କାଢ଼ିବା ପାଇଁ ପରବର୍ତ୍ତୀ ଆଇକନ୍ Selete Segment ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ, Pathଟି କାଢ଼ିହୋଇଗଲା | ||
+ | |||
|- | |- | ||
|08:17 | |08:17 | ||
| ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ | | ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ | ||
+ | |||
|- | |- | ||
|08:20 | |08:20 | ||
| ଏହି ହାତକୁ କଡ଼ରେ ରଖିଦିଅନ୍ତୁ. ପୁଣିଥରେ Node Tool ଉପରେ କ୍ଲିକ୍ କରନ୍ତୁ | | ଏହି ହାତକୁ କଡ଼ରେ ରଖିଦିଅନ୍ତୁ. ପୁଣିଥରେ Node Tool ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|08:26 | |08:26 | ||
| ଏବେ ଚାଲନ୍ତୁ, Tool Controls barରେ ଥିବା ପରବର୍ତ୍ତୀ 4ଟି ଆଇକନ୍ସ ବିଷୟରେ ଶିଖିବା | | ଏବେ ଚାଲନ୍ତୁ, Tool Controls barରେ ଥିବା ପରବର୍ତ୍ତୀ 4ଟି ଆଇକନ୍ସ ବିଷୟରେ ଶିଖିବା | ||
+ | |||
|- | |- | ||
|08:30 | |08:30 | ||
| ଚୟନିତ Nodesକୁ Edit କରିବାରେ ଏହି ଆଇକନଗୁଡ଼ିକ ସାହାଯ୍ୟ କରିଥା’ନ୍ତି | | ଚୟନିତ Nodesକୁ Edit କରିବାରେ ଏହି ଆଇକନଗୁଡ଼ିକ ସାହାଯ୍ୟ କରିଥା’ନ୍ତି | ||
+ | |||
|- | |- | ||
|08:34 | |08:34 | ||
| Bezier Tool ବ୍ୟବହାର କରି ଗୋଟିଏ ଓଲଟା U ଆକୃତି ବନାନ୍ତୁ. Node ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ 3ଟି Nodes ଅଛି | | Bezier Tool ବ୍ୟବହାର କରି ଗୋଟିଏ ଓଲଟା U ଆକୃତି ବନାନ୍ତୁ. Node ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ 3ଟି Nodes ଅଛି | ||
+ | |||
|- | |- | ||
|08:49 | |08:49 | ||
| ଉପର Nodeକୁ ସିଲେକ୍ଟ କରି Tool Controls Barରେ ଥିବା Make Selected Nodes Corner ଉପରେ କ୍ଲିକ୍ କରନ୍ତୁ | | ଉପର Nodeକୁ ସିଲେକ୍ଟ କରି Tool Controls Barରେ ଥିବା Make Selected Nodes Corner ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|08:55 | |08:55 | ||
| ଏହା, ତାହାକୁ କୋଣ ନୋଡ୍ କରିବ | | ଏହା, ତାହାକୁ କୋଣ ନୋଡ୍ କରିବ | ||
+ | |||
|- | |- | ||
|08:58 | |08:58 | ||
| Bezier Handles ଉପରେ କ୍ଲିକ୍ କରି ପରିବର୍ତ୍ତନ ଦେଖିବା ପାଇଁ ସେଗୁଡ଼ିକୁ ଉପର-ତଳ କରନ୍ତୁ | | Bezier Handles ଉପରେ କ୍ଲିକ୍ କରି ପରିବର୍ତ୍ତନ ଦେଖିବା ପାଇଁ ସେଗୁଡ଼ିକୁ ଉପର-ତଳ କରନ୍ତୁ | ||
+ | |||
|- | |- | ||
|09:03 | |09:03 | ||
| Nodeକୁ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | | Nodeକୁ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
|09:11 | |09:11 | ||
| Nodeକୁ ପ୍ରତିସମ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. | | Nodeକୁ ପ୍ରତିସମ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. | ||
+ | |||
|- | |- | ||
|09:16 | |09:16 | ||
| Nodeକୁ ଅଟୋ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. | | Nodeକୁ ଅଟୋ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. | ||
+ | |||
|- | |- | ||
|09:20 | |09:20 | ||
| ପରବର୍ତ୍ତୀ 2ଟି ଆଇକନ୍ କେବଳ ସେଗମେଣ୍ଟରେ କାମ କରେ. ତେଣୁ, U ଆକୃତିର ବାମ ସେଗମେଣ୍ଟ ସିଲେକ୍ଟ କରି ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ପରବର୍ତ୍ତୀ 2ଟି ଆଇକନ୍ କେବଳ ସେଗମେଣ୍ଟରେ କାମ କରେ. ତେଣୁ, U ଆକୃତିର ବାମ ସେଗମେଣ୍ଟ ସିଲେକ୍ଟ କରି ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|09:30 | |09:30 | ||
| Tool Tip କହିବା ଅନୁସାରେ, ସେଗମେଣ୍ଟଟିକୁ ଏବେ ଏକ ସରଳ ରେଖା କରାଗଲା | | Tool Tip କହିବା ଅନୁସାରେ, ସେଗମେଣ୍ଟଟିକୁ ଏବେ ଏକ ସରଳ ରେଖା କରାଗଲା | ||
+ | |||
|- | |- | ||
|09:35 | |09:35 | ||
| Bezier Handle ଉପରେ କ୍ଲିକ୍ କରି ଘୁଞ୍ଚାଇବାକୁ ଚେଷ୍ଟା କରନ୍ତୁ. ଦେଖନ୍ତୁ, ଆମେ ଏହାକୁ ବଙ୍କା କରିପାରୁନେ | | Bezier Handle ଉପରେ କ୍ଲିକ୍ କରି ଘୁଞ୍ଚାଇବାକୁ ଚେଷ୍ଟା କରନ୍ତୁ. ଦେଖନ୍ତୁ, ଆମେ ଏହାକୁ ବଙ୍କା କରିପାରୁନେ | ||
+ | |||
|- | |- | ||
|09:44 | |09:44 | ||
| ଏହାକୁ ପୁଣିଥରେ ବକ୍ର ରେଖା କରିବାକୁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ଏହାକୁ ପୁଣିଥରେ ବକ୍ର ରେଖା କରିବାକୁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|09:49 | |09:49 | ||
| ଏବେ, Bezier Handles ଚଲାଇଲେ ଆମେ ତାହାକୁ ବକ୍ର ଆକୃତି କରିପାରିବା | | ଏବେ, Bezier Handles ଚଲାଇଲେ ଆମେ ତାହାକୁ ବକ୍ର ଆକୃତି କରିପାରିବା | ||
+ | |||
|- | |- | ||
|09:54 | |09:54 | ||
| ଅବଜେକ୍ଟକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ଅବଜେକ୍ଟକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|09:58 | |09:58 | ||
| Strokeକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | Strokeକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|10:02 | |10:02 | ||
| Strokesକୁ ଦୃଶ୍ୟମାନ କରିବା ପାଇଁ Nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ | | Strokesକୁ ଦୃଶ୍ୟମାନ କରିବା ପାଇଁ Nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
|10:08 | |10:08 | ||
| ଚୟନିତ ନୋଡ୍ ଗୁଡ଼ିକୁ କ୍ରମଶଃ X ଓ Y ଦିଗରେ ବୁଲାଇବାରେ ପରବର୍ତ୍ତୀ 2ଟି ଆଇକନ୍ସ ସାହାଯ୍ୟ କରିଥା’ନ୍ତି | | ଚୟନିତ ନୋଡ୍ ଗୁଡ଼ିକୁ କ୍ରମଶଃ X ଓ Y ଦିଗରେ ବୁଲାଇବାରେ ପରବର୍ତ୍ତୀ 2ଟି ଆଇକନ୍ସ ସାହାଯ୍ୟ କରିଥା’ନ୍ତି | ||
+ | |||
|- | |- | ||
|10:15 | |10:15 | ||
| ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ | | ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ | ||
+ | |||
|- | |- | ||
|10:24 | |10:24 | ||
| Pathରେ Clipping ଓ Masking ଇଫେକ୍ଟ ଥିଲେ ହିଁ ପରବର୍ତ୍ତୀ 2ଟି ଆଇକନ୍ସ କାମ କରିବ | | Pathରେ Clipping ଓ Masking ଇଫେକ୍ଟ ଥିଲେ ହିଁ ପରବର୍ତ୍ତୀ 2ଟି ଆଇକନ୍ସ କାମ କରିବ | ||
+ | |||
|- | |- | ||
|10:29 | |10:29 | ||
| ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି | | ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି | ||
+ | |||
|- | |- | ||
|10:33 | |10:33 | ||
− | | ସଂକ୍ଷିପ୍ତରେ | + | | ସଂକ୍ଷିପ୍ତରେ ,ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
− | + | ||
− | + | ||
− | + | ||
|- | |- | ||
|10:37 | |10:37 | ||
− | | | + | | ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା |
+ | |||
|- | |- | ||
|10:39 | |10:39 | ||
− | | | + | | ବକ୍ର ରେଖା ଆଙ୍କିବା |
+ | |||
|- | |- | ||
|10:41 | |10:41 | ||
− | | | + | | ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ |
+ | |||
|- | |- | ||
|10:43 | |10:43 | ||
| ଏକ ଆସାଇନମେଣ୍ଟ ଭାବେ | | ଏକ ଆସାଇନମେଣ୍ଟ ଭାବେ | ||
+ | |||
|- | |- | ||
|10:46 | |10:46 | ||
| Bezier Tool ବ୍ୟବହାର କରି 5ଟି ପାଖୁଡା, 1ଟି କାଣ୍ଡ ଓ 2ଟି ପତ୍ର ବିଶିଷ୍ଟ ଗୋଟିଏ ଫୁଲ ଆଙ୍କନ୍ତୁ | | Bezier Tool ବ୍ୟବହାର କରି 5ଟି ପାଖୁଡା, 1ଟି କାଣ୍ଡ ଓ 2ଟି ପତ୍ର ବିଶିଷ୍ଟ ଗୋଟିଏ ଫୁଲ ଆଙ୍କନ୍ତୁ | ||
+ | |||
|- | |- | ||
|10:52 | |10:52 | ||
| ପାଖୁଡାଗୁଡ଼ିକୁ ଗୋଲାପୀ ରଙ୍ଗ ଦିଅନ୍ତୁ | | ପାଖୁଡାଗୁଡ଼ିକୁ ଗୋଲାପୀ ରଙ୍ଗ ଦିଅନ୍ତୁ | ||
+ | |||
|- | |- | ||
|10:54 | |10:54 | ||
| ପତ୍ର ଓ କାଣ୍ଡକୁ ସବୁଜ ରଙ୍ଗ ଦିଅନ୍ତୁ | | ପତ୍ର ଓ କାଣ୍ଡକୁ ସବୁଜ ରଙ୍ଗ ଦିଅନ୍ତୁ | ||
+ | |||
|- | |- | ||
|10:57 | |10:57 | ||
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ | | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ | ||
+ | |||
|- | |- | ||
|11:00 | |11:00 | ||
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଦେଖନ୍ତୁ | | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଦେଖନ୍ତୁ | ||
+ | |||
|- | |- | ||
|11:05 | |11:05 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | ||
+ | |||
|- | |- | ||
|11:12 | |11:12 | ||
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | ||
+ | |||
|- | |- | ||
|11:14 | |11:14 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|11:20 | |11:20 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
|11:24 | |11:24 | ||
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | ||
+ | |||
|- | |- | ||
|11:26 | |11:26 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 11:18, 7 April 2017
Time | Narration |
00:00 | Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:08 | ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା |
00:11 | ବକ୍ର ରେଖା ଆଙ୍କିବା |
00:13 | ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:18 | ଉବୁଣ୍ଟୁ ଲିନକ୍ସ 12.04 OS |
00:21 | Inkscape ଭର୍ସନ୍ 0.48.4 |
00:24 | ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି |
00:28 | ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ |
00:32 | Inkscape ଖୋଲନ୍ତୁ |
00:35 | ପ୍ରଥମେ, Bezier Tool ବ୍ୟବହାର କରି ଏକ ସରଳ ରେଖା ଆଙ୍କିବା |
00:39 | Pencil Toolର ଠିକ୍ ତଳେ Bezier Tool ଅଛି |
00:42 | ତାହା ଉପରେ କ୍ଲିକ୍ କରନ୍ତୁ |
00:44 | ଉପର ବାମପଟ Tool Controls Barରେ ଥିବା 4ଟି ଅପ୍ସନ୍ସକୁ ଦେଖନ୍ତୁ |
00:48 | ସେଠାରେ Bezier Curve ଆଙ୍କିବାର 4ଟି ମୋଡ୍ସ ଅଛି |
00:51 | ଡିଫଲ୍ଟ ଭାବରେ, Creat Regular Bezier Path ଅପ୍ସନ୍ ଏନାବଲ୍ ଅଛି |
00:57 | କାନଭାସ୍ ଉପରେ କ୍ଲିକ୍ କରି କର୍ସର୍ କୁ ଅନ୍ୟ ମୁଣ୍ଡକୁ ନିଅନ୍ତୁ |
01:01 | ପୁଣିଥରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଅଙ୍କାଯାଇଥିବା ରେଖା ସବୁଜ ରଙ୍ଗରେ ହାଇଲାଇଟ୍ ହୋଇଛି |
01:07 | ଏବେ, ସମ୍ପୂର୍ଣ୍ଣ ରେଖା ଉପରେ ରାଇଟ୍-କ୍ଲିକ୍ କରନ୍ତୁ |
01:11 | ରେଖାର ଉଭୟ ମୁଣ୍ଡକୁ Nodes କୁହାଯାଏ. ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା |
01:17 | ଏହାପରେ ଏକ ତ୍ରିଭୁଜ ଆଙ୍କିବା |
01:21 | ପ୍ରଥମେ ଏକ ତେର୍ଚ୍ଛା ରେଖା ଟାଣନ୍ତୁ. ଥରେ କ୍ଲିକ୍ କରି କୋଣୁଆ ଭାବରେ ଆଉ ଏକ ରେଖା ଟାଣନ୍ତୁ |
01:27 | ତୃତୀୟ ରେଖା ଟାଣିବା ପାଇଁ ଆଉଥରେ କ୍ଲିକ୍ କରନ୍ତୁ ଏବଂ ତ୍ରିଭୁଜକୁ ସମ୍ପୂର୍ଣ୍ଣ କରିବା ପାଇଁ ତାହାକୁ ପ୍ରାରମ୍ଭିକ Node ସହିତ ଯୋଡ଼ନ୍ତୁ |
01:34 | ଏହାପରେ ଆମେ, Bezier Tool ବ୍ୟବହାର କରି ଏକ ବକ୍ର ରେଖା ଆଙ୍କିବା |
01:38 | ଗୋଟିଏ ସରଳ ରେଖା ଆଙ୍କିବା ପାଇଁ କାନଭାସ୍ ଉପରେ କ୍ଲିକ୍ କରନ୍ତୁ. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ |
01:46 | ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ |
01:48 | ସମାନ ଭାବରେ, କାନଭାସ୍ ଉପରେ ଆଉ କିଛି ବକ୍ର ଆକୃତି ଆଙ୍କନ୍ତୁ |
01:55 | ଏହିସବୁ ପଦାଙ୍କଗୁଡ଼ିକୁ ମନେରଖନ୍ତୁ - ୧. କ୍ଲିକ୍ କରି ଗୋଟିଏ ସରଳ ରେଖା ଟାଣନ୍ତୁ |
01:59 | 2. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ |
02:03 | 3. ତା’ପରେ ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ |
02:06 | Ctrl + A ଦାବନ୍ତୁ ଓ ଆଗକୁ ବଢ଼ିବା ପୂର୍ବରୁ କାନଭାସ୍ କ୍ଲିକର୍ କରିଦିଅନ୍ତୁ |
02:11 | ଏବେ ଚାଲନ୍ତୁ, Closed Curved Path ଆଙ୍କିବା ବିଷୟରେ ଶିଖିବା |
02:15 | ପ୍ରଥମେ, କାନଭାସ୍ ଉପରେ ଏକ ବକ୍ର ରେଖା ଟାଣନ୍ତୁ |
02:18 | ତା’ପରେ ଆମେ ମାଉସ୍ କୁ ଛାଡ଼ିଦେଇ ବକ୍ର ରେଖାର ଶେଷ ନୋଡ୍ ରୁ କର୍ସର୍ କୁ ଦୂରେଇଦେବା |
02:23 | ନାଲି ରଙ୍ଗରେ ଆମେ ଏକ ବକ୍ର ପାଥ୍ ଦେଖୁଛେ |
02:27 | ଥରେ କ୍ଲିକ୍ କରି କର୍ସର୍ କୁ ଘୁଞ୍ଚାଇଲେ ଆମେ, ନାଲି ରଙ୍ଗରେ ଏକ ସରଳ ପାଥ୍ ଦେଖୁ. ଏହାକୁ ବକ୍ର କରିବାକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |
02:36 | ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ |
02:41 | ଆଉଥରେ କ୍ଲିକ୍ କରନ୍ତୁ; ନାଲି ରଙ୍ଗରେ ଆମେ ଏକ ସରଳ ପାଥ୍ ଦେଖୁଛେ ସରଳ ରେଖାକୁ ବକ୍ର କରିବା ପାଇଁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |
02:50 | ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ କର୍ସର୍ ଘୁଞ୍ଚାଇ ପ୍ରାରମ୍ଭିକ ନୋଡ୍ କୁ ଯାଆନ୍ତୁ ଓ Path ବନ୍ଦ କରନ୍ତୁ |
02:59 | Tool controls barକୁ ଯାଆନ୍ତୁ. ମୋଡ୍ ର ଦ୍ୱିତୀୟ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. କୁଣ୍ଡଳୀ ପାଥ୍ ଓ ଅନିୟମିତ ଆକୃତି ତିଆରି କରିବାରେ ଏହା ସାହାଯ୍ୟ କରେ |
03:08 | କିଛି ଅନିୟମିତ ବକ୍ର ତିଆରି କରି ପାଥ୍ ବନ୍ଦ କରନ୍ତୁ |
03:15 | ଦେଖନ୍ତୁ, ଏହା ବନ୍ଦ କୁଣ୍ଡଳୀ ଆକୃତିରେ ବଦଳୁଛି. ଏବେ କାନଭାସ୍ କ୍ଲିଅର୍ କରିଦିଅନ୍ତୁ |
03:22 | ତୃତୀୟ ଆଇକନ୍ ଟି କେବଳ ସରଳ ରେଖା ତିଆରି କରେ. ତାହା ଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ |
03:29 | ଧ୍ୟାନଦିଅନ୍ତୁ ଯେ, ଆମେ ଏହି ମୋଡ୍ ରେ ବକ୍ର ରେଖା ଆଙ୍କିପାରିବା ନାହିଁ |
03:32 | ଆମେ, ତ୍ରିଭୁଜ କିମ୍ୱା ବହୁଭୁଜ ଆଙ୍କି ପାରିବା, ଯେଉଁଥିରେ ସରଳ ପାର୍ଶ୍ୱ ରହିଛି |
03:40 | ଶେଷ ଆଇକନ୍ ଉପରେ କ୍ଲିକ୍ କରି କାନଭାସ୍ ଉପରେ ଆଙ୍କନ୍ତୁ |
03:44 | ଏହି ମୋଡ୍ ରେ ଆମେ କେବଳ ସମାନ୍ତର ଓ ଅଭିଲମ୍ୱ ରେଖା ଟାଣିପରିବା, ଯେପରି ଅବା ଭୂସମାନ୍ତର କିମ୍ୱା ଊର୍ଦ୍ଧ୍ୱାଧର ରେଖା |
03:52 | ତେଣୁ, ଏହି ମୋଡ୍ ରେ ଆମେ ବର୍ଗ ଓ ଆୟତକ୍ଷେତ୍ର ଆଙ୍କିପାରିବା |
03:58 | ଅଙ୍କାଯାଇଥିବା ସମସ୍ତ ଆକୃତିକୁ ଡିଲିଟ୍ କରିଦିଅନ୍ତୁ |
04:02 | Shape ଅପ୍ସନ୍, ଏକ ନିର୍ଦ୍ଦିଷ୍ଟ ଆକୃତିରେ ରେଖା କିମ୍ୱା ବକ୍ର ରେଖା ଆଙ୍କିବାରେ ସାହାଯ୍ୟ କରିଥାଏ |
04:07 | ଡ୍ରପ୍ ଡାଉନ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:09 | ଏଠାରେ 5ଟି ଅପ୍ସନ୍ସ ଅଛି None, Triangle in, Triangle out, Ellipse, From clipboard |
04:18 | ପ୍ରଥମ ଅପସନ୍ None କୌଣସି ଇଫେକ୍ଟ ଦିଏନାହିଁ. ତେଣୁ ଆମେ, Triangle Inକୁ ଯିବା |
04:25 | ତାହାଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ |
04:28 | ରେଖାଟି, ଭିତର ଆଡୁଆ ଗୋଟିଏ ତ୍ରିଭୁଜରେ ବଦଳିଗଲା |
04:34 | ଏହାପରେ, Triangle Out ଉପରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ରେଖା ଟାଣନ୍ତୁ |
04:39 | ଏବେ, ତ୍ରିଭୁଜ ଆକୃତିଟି ବାହାର ଆଡୁଆ ଗଠିତ ହେଲା |
04:43 | Ellipse ଉପରେ କ୍ଲିକ୍ କରି ଗୋଟିଏ ରେଖା ଟାଣନ୍ତୁ |
04:47 | ଦେଖନ୍ତୁ, ରେଖାଟି Ellipse ଆକୃତିରେ ଅଛି |
04:50 | ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ From Clipboard ଅପ୍ସନ୍ ବିଷୟରେ ଶିଖିବା |
04:56 | ଏବେ ଚାଲନ୍ତୁ ଆଡ୍, ଏଡିଟ୍ ଓ ଡିଲିଟ୍ Nodes ବିଷୟରେ ଶିଖିବା |
05:00 | ଏହାକୁ Node Tool ବ୍ୟବହାର କରି କରାଯାଇପାରିବ |
05:03 | କାନଭାସ୍ ଉପରେ ଥିବା ରେଖାଗୁଡ଼ିକୁ ଡିଲିଟ୍ କରନ୍ତୁ |
05:06 | Tool controls barକୁ ଯାଆନ୍ତୁ. Modeକୁ Regular Pathରେ ଓ Shapeକୁ Noneରେ ବଦଳାନ୍ତୁ |
05:13 | କାନଭାସ୍ କୁ ଫେରିଆସି ଏକ ମାନବ ପାପୁଲି ଆଙ୍କନ୍ତୁ |
05:23 | Node Tool ଉପରେ କ୍ଲିକ୍ କରନ୍ତୁ |
05:26 | ଦେଖନ୍ତୁ, ଆକୃତିରେ ଥିବା ସମସ୍ତ ନୋଡ୍ସ ଦୃଶ୍ୟମାନ ହେଲା |
05:30 | ଆପଣଙ୍କ ଧ୍ୟାନ Tool Controls Bar ଉପରକୁ ନିଅନ୍ତୁ |
05:33 | ଏଠାରେ ଥିବା ପ୍ରଥମ 6ଟି ଆଇକନ୍ସ, Nodes ଓ Paths ଆଡ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରିଥାଏ |
05:38 | ଭଲ ଭାବରେ ବୁଝିବା ପାଇଁ Tool Tip ଦେଖନ୍ତୁ |
05:41 | ଯେକୌଣସି ସେଗମେଣ୍ଟରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଉଭୟ ନୋଡ୍ସ ନୀଳ ହୋଇଗଲା |
05:48 | ତା’ପରେ Add Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
05:52 | ଚୟନିତ ସେଗମେଣ୍ଟର ନୋଡ୍ ଗୁଡ଼ିକର ଠିକ୍ ମଝିରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଗଲା |
05:58 | ଏବେ, ଗୋଟିଏ ଛୋଟ ସେଗମେଣ୍ଟ ଚୟନ କରି ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ |
06:04 | ଛୋଟ ସେଗମେଣ୍ଟର ମଧ୍ୟସ୍ଥାନରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଯିବାର ଆପଣ ଦେଖିବାକୁ ପାଇବେ |
06:10 | ନୂଆ ଭାବେ ଆଡ୍ ହୋଇଥିବା ନୋଡ୍ କୁ ସିଲେକ୍ଟ କରନ୍ତୁ |
06:13 | Delete Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ. ନୋଡ୍ ଟି ଏବେ ଡିଲିଟ୍ ହୋଇଗଲା |
06:18 | ପାପୁଲି ଉପରର ଯେକୌଣସି Nodes ଉପରେ କ୍ଲିକ୍ କରନ୍ତୁ |
06:21 | Bezier Handleକୁ ଦୃଶ୍ୟମାନ କରିବା ପାଇଁ, Tool Controls Barରେ ଥିବା ଶେଷ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
06:27 | ବର୍ତ୍ତମାନ, ଚୟନିତ ସେଗମେଣ୍ଟ ପାଇଁ Bezier Handles ଦୃଶ୍ୟମାନ ହେଲା |
06:32 | ଯଦି ହୋଇନଥିବ, ତେବେ ସେଗମେଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସ୍ କୁ ନଛାଡ଼ି ସାମାନ୍ୟ ଘୁଞ୍ଚାନ୍ତୁ |
06:37 | ସେଗମେଣ୍ଟ ବକ୍ର ହୋଇ Bezier Handles ଏବେ ଦେଖାଦେବ |
06:41 | ଚୟନିତ Nodeକୁ ରିସାଇଜ୍ ଓ ରୋଟେଟ୍ କରିବା ପାଇଁ Handles ଉପରେ କିକ୍ କରନ୍ତୁ |
06:45 | ସମାନ ଭାବରେ ଅନ୍ୟ Nodesକୁ ମଧ୍ୟ ମୋଡିଫାଏ କରନ୍ତୁ |
07:04 | ପରବର୍ତ୍ତୀ ଆଇକନ୍ Nodesକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ |
07:07 | ଦେଖନ୍ତୁ, ତର୍ଜନୀରେ ଏକ ଅତିରିକ୍ତ Node ଅଛି |
07:11 | Shift କୀ ଧରି ଅତିରିକ୍ତ ମଧ୍ୟମ Node ଓ ଉପର Nodeକୁ ଚୟନ କରନ୍ତୁ |
07:18 | Join Node ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ନୋଡ୍ ଗୁଡ଼ିକ ଏବେ ଏକାଠି ଯୋଡ଼ି ହୋଇଗଲେ |
07:25 | ଚୟନିତ Nodeରେ Path ଭାଙ୍ଗିବା ପାଇଁ ପରବର୍ତ୍ତୀ ଆଇକନ୍ ସାହାଯ୍ୟ କରିଥାଏ |
07:29 | ଏବେ ମୁଁ, ବୁଢ଼ା ଓ ତର୍ଜନୀ ମଧ୍ୟର ସମ୍ପର୍କକୁ ଭାଙ୍ଗିବାକୁ ଯାଉଛି |
07:33 | ସେଥିପାଇଁ, ମଝିରେ ଥିବା Joining Node ଚୟନ କରି Break Path ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:40 | ନୋଡ୍ କୁ ଅନ୍-ସିଲେକ୍ଟ କରନ୍ତୁ. ତା’ପରେ ପୁଣିଥରେ ସିଲେକ୍ଟ କରି ଟିକେ ଘୁଞ୍ଚାନ୍ତୁ |
07:46 | Path ଭାଙ୍ଗିବାର ଓ Nodes, 2ଟି ଭିନ୍ନ ନୋଡ୍ସରେ ଅଲଗା ହେବାର ଆପଣ ଦେଖିବାକୁ ପାଇବେ |
07:53 | ସେଗୁଡ଼ିକୁ ଯୋଡ଼ିବା ପାଇଁ, ସେହି 2ଟି ନୋଡ୍ସକୁ ସିଲେକ୍ଟ କରନ୍ତୁ ଏବଂ Tool Controls Barରେ ଥିବା Join Selected End-Nodes ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:03 | ଦେଖନ୍ତୁ, ଏହି 2ଟି ନୋଡ୍ସ ମଧ୍ୟରେ ଏକ ନୂଆ Path ସୃଷ୍ଟି ହୋଇଗଲା |
08:08 | Path କିମ୍ୱା Segment କାଢ଼ିବା ପାଇଁ ପରବର୍ତ୍ତୀ ଆଇକନ୍ Selete Segment ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ, Pathଟି କାଢ଼ିହୋଇଗଲା |
08:17 | ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
08:20 | ଏହି ହାତକୁ କଡ଼ରେ ରଖିଦିଅନ୍ତୁ. ପୁଣିଥରେ Node Tool ଉପରେ କ୍ଲିକ୍ କରନ୍ତୁ |
08:26 | ଏବେ ଚାଲନ୍ତୁ, Tool Controls barରେ ଥିବା ପରବର୍ତ୍ତୀ 4ଟି ଆଇକନ୍ସ ବିଷୟରେ ଶିଖିବା |
08:30 | ଚୟନିତ Nodesକୁ Edit କରିବାରେ ଏହି ଆଇକନଗୁଡ଼ିକ ସାହାଯ୍ୟ କରିଥା’ନ୍ତି |
08:34 | Bezier Tool ବ୍ୟବହାର କରି ଗୋଟିଏ ଓଲଟା U ଆକୃତି ବନାନ୍ତୁ. Node ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ 3ଟି Nodes ଅଛି |
08:49 | ଉପର Nodeକୁ ସିଲେକ୍ଟ କରି Tool Controls Barରେ ଥିବା Make Selected Nodes Corner ଉପରେ କ୍ଲିକ୍ କରନ୍ତୁ |
08:55 | ଏହା, ତାହାକୁ କୋଣ ନୋଡ୍ କରିବ |
08:58 | Bezier Handles ଉପରେ କ୍ଲିକ୍ କରି ପରିବର୍ତ୍ତନ ଦେଖିବା ପାଇଁ ସେଗୁଡ଼ିକୁ ଉପର-ତଳ କରନ୍ତୁ |
09:03 | Nodeକୁ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ |
09:11 | Nodeକୁ ପ୍ରତିସମ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. |
09:16 | Nodeକୁ ଅଟୋ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. |
09:20 | ପରବର୍ତ୍ତୀ 2ଟି ଆଇକନ୍ କେବଳ ସେଗମେଣ୍ଟରେ କାମ କରେ. ତେଣୁ, U ଆକୃତିର ବାମ ସେଗମେଣ୍ଟ ସିଲେକ୍ଟ କରି ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
09:30 | Tool Tip କହିବା ଅନୁସାରେ, ସେଗମେଣ୍ଟଟିକୁ ଏବେ ଏକ ସରଳ ରେଖା କରାଗଲା |
09:35 | Bezier Handle ଉପରେ କ୍ଲିକ୍ କରି ଘୁଞ୍ଚାଇବାକୁ ଚେଷ୍ଟା କରନ୍ତୁ. ଦେଖନ୍ତୁ, ଆମେ ଏହାକୁ ବଙ୍କା କରିପାରୁନେ |
09:44 | ଏହାକୁ ପୁଣିଥରେ ବକ୍ର ରେଖା କରିବାକୁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
09:49 | ଏବେ, Bezier Handles ଚଲାଇଲେ ଆମେ ତାହାକୁ ବକ୍ର ଆକୃତି କରିପାରିବା |
09:54 | ଅବଜେକ୍ଟକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
09:58 | Strokeକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
10:02 | Strokesକୁ ଦୃଶ୍ୟମାନ କରିବା ପାଇଁ Nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |
10:08 | ଚୟନିତ ନୋଡ୍ ଗୁଡ଼ିକୁ କ୍ରମଶଃ X ଓ Y ଦିଗରେ ବୁଲାଇବାରେ ପରବର୍ତ୍ତୀ 2ଟି ଆଇକନ୍ସ ସାହାଯ୍ୟ କରିଥା’ନ୍ତି |
10:15 | ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ |
10:24 | Pathରେ Clipping ଓ Masking ଇଫେକ୍ଟ ଥିଲେ ହିଁ ପରବର୍ତ୍ତୀ 2ଟି ଆଇକନ୍ସ କାମ କରିବ |
10:29 | ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି |
10:33 | ସଂକ୍ଷିପ୍ତରେ ,ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
10:37 | ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା |
10:39 | ବକ୍ର ରେଖା ଆଙ୍କିବା |
10:41 | ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ |
10:43 | ଏକ ଆସାଇନମେଣ୍ଟ ଭାବେ |
10:46 | Bezier Tool ବ୍ୟବହାର କରି 5ଟି ପାଖୁଡା, 1ଟି କାଣ୍ଡ ଓ 2ଟି ପତ୍ର ବିଶିଷ୍ଟ ଗୋଟିଏ ଫୁଲ ଆଙ୍କନ୍ତୁ |
10:52 | ପାଖୁଡାଗୁଡ଼ିକୁ ଗୋଲାପୀ ରଙ୍ଗ ଦିଅନ୍ତୁ |
10:54 | ପତ୍ର ଓ କାଣ୍ଡକୁ ସବୁଜ ରଙ୍ଗ ଦିଅନ୍ତୁ |
10:57 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
11:00 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଦେଖନ୍ତୁ |
11:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
11:12 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
11:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:24 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
11:26 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |