Difference between revisions of "GIMP/C2/Two-Minutes-Edit/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 6: | Line 6: | ||
|00:23 | |00:23 | ||
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | ||
+ | |||
|- | |- | ||
|00:25 | |00:25 | ||
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | ||
+ | |||
|- | |- | ||
|00:31 | |00:31 | ||
| ଏଠାରେ ଥିବା ଇମେଜରେ ସମସ୍ୟା କ’ଣ ଅଛି? | | ଏଠାରେ ଥିବା ଇମେଜରେ ସମସ୍ୟା କ’ଣ ଅଛି? | ||
+ | |||
|- | |- | ||
|00:35 | |00:35 | ||
| ଏହି ବୋର୍ଡରେ ଯାହାକିଛି ଅଛି, ତାହା ସଠିକ୍ ଭାବେ ଦେଖାଯାଉନାହିଁ | | ଏହି ବୋର୍ଡରେ ଯାହାକିଛି ଅଛି, ତାହା ସଠିକ୍ ଭାବେ ଦେଖାଯାଉନାହିଁ | ||
+ | |||
|- | |- | ||
|00:39 | |00:39 | ||
| ତେଣୁ, ମୁଁ ଏଠାରେ ଥିବା ଲେଖାକୁ ବାହାରକୁ କାଢ଼ିବାକୁ ଚାହୁଁଛି | | ତେଣୁ, ମୁଁ ଏଠାରେ ଥିବା ଲେଖାକୁ ବାହାରକୁ କାଢ଼ିବାକୁ ଚାହୁଁଛି | ||
+ | |||
|- | |- | ||
|00:44 | |00:44 | ||
| ମୁଁ, ଆକାଶକୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଥିବାରୁ, ଏହି ଲେୟର୍ କୁ ଡବଲ୍ କରିବି ଓ Curves Tool ଚୟନ କରିବି | | ମୁଁ, ଆକାଶକୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଥିବାରୁ, ଏହି ଲେୟର୍ କୁ ଡବଲ୍ କରିବି ଓ Curves Tool ଚୟନ କରିବି | ||
+ | |||
|- | |- | ||
|00:56 | |00:56 | ||
| ଆଉ ଇମେଜର ଏହି ଭାଗକୁ ଦେଖିବି | | ଆଉ ଇମେଜର ଏହି ଭାଗକୁ ଦେଖିବି | ||
+ | |||
|- | |- | ||
|01:02 | |01:02 | ||
| ଏହାକୁ ହାଲୁକା କରିବା ପାଇଁ କର୍ଭକୁ ଉପରକୁ ଟାଣିବି | | ଏହାକୁ ହାଲୁକା କରିବା ପାଇଁ କର୍ଭକୁ ଉପରକୁ ଟାଣିବି | ||
+ | |||
|- | |- | ||
|01:10 | |01:10 | ||
| ଏହା ବହୁତ ଭଲ ଦେଖାଯାଉଛି ଓ ଏବେ ମୁଁ ଏଠାରେ ଟିକିଏ ଗାଢ କରିବାକୁ ଏହି କଳା ପଏଣ୍ଟକୁ ଆହୁରି ଉପରକୁ ଟାଣୁଛି | | ଏହା ବହୁତ ଭଲ ଦେଖାଯାଉଛି ଓ ଏବେ ମୁଁ ଏଠାରେ ଟିକିଏ ଗାଢ କରିବାକୁ ଏହି କଳା ପଏଣ୍ଟକୁ ଆହୁରି ଉପରକୁ ଟାଣୁଛି | ||
+ | |||
|- | |- | ||
|01:19 | |01:19 | ||
| ମୁଁ ଭାବୁଛି ଏତିକି ହୋଇଯିବ | | ମୁଁ ଭାବୁଛି ଏତିକି ହୋଇଯିବ | ||
+ | |||
|- | |- | ||
|01:25 | |01:25 | ||
| ଏବେ, ସାଇନ୍ ବୋର୍ଡରେ ଥିବା ଲେଖାକୁ ମୁଁ ଇମେଜର ତଳକୁ ଆଣିବାକୁ ଚାହୁଁଛି | | ଏବେ, ସାଇନ୍ ବୋର୍ଡରେ ଥିବା ଲେଖାକୁ ମୁଁ ଇମେଜର ତଳକୁ ଆଣିବାକୁ ଚାହୁଁଛି | ||
+ | |||
|- | |- | ||
|01:32 | |01:32 | ||
| ତେଣୁ, ମୁଁ Layer Mask ଚୟନ କରି ତାକୁ Blackରେ ପୂରଣ କରିବି | | ତେଣୁ, ମୁଁ Layer Mask ଚୟନ କରି ତାକୁ Blackରେ ପୂରଣ କରିବି | ||
+ | |||
|- | |- | ||
|01:43 | |01:43 | ||
| ଏବେ, ମୋର ପୁରୁଣା ଇମେଜକୁ ଫେରିଯିବି ଓ Layer Mask ଉପରେ କାମ କରିବି, ଯେଉଁଥିରେ ଗୋଟିଏ ଧଳା ବର୍ଡର୍ ଅଛି | | ଏବେ, ମୋର ପୁରୁଣା ଇମେଜକୁ ଫେରିଯିବି ଓ Layer Mask ଉପରେ କାମ କରିବି, ଯେଉଁଥିରେ ଗୋଟିଏ ଧଳା ବର୍ଡର୍ ଅଛି | ||
+ | |||
|- | |- | ||
|01:54 | |01:54 | ||
| ଏଠାରେ ଥିବା Paint Tool ସିଲେକ୍ଟ କରନ୍ତୁ | | ଏଠାରେ ଥିବା Paint Tool ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|02:00 | |02:00 | ||
| ଓ Foreground Color ଭାବେ Whiteକୁ | | ଓ Foreground Color ଭାବେ Whiteକୁ | ||
+ | |||
|- | |- | ||
|02:05 | |02:05 | ||
| ମୁଁ ଗୋଟିଏ Brush ଚୟନ କରି ତାକୁ ବଡ଼ କରିବି | | ମୁଁ ଗୋଟିଏ Brush ଚୟନ କରି ତାକୁ ବଡ଼ କରିବି | ||
+ | |||
|- | |- | ||
|02:12 | |02:12 | ||
| ଆଉ ଏବେ, ମୁଁ ଲେୟର୍ ମାସ୍କ ଉପରେ ପେଣ୍ଟ କରୁଛି | | ଆଉ ଏବେ, ମୁଁ ଲେୟର୍ ମାସ୍କ ଉପରେ ପେଣ୍ଟ କରୁଛି | ||
+ | |||
|- | |- | ||
|02:18 | |02:18 | ||
| ବୋଧହୁଏ ଇମେଜକୁ ମୁଁ ଯୂମ୍ କରିବା ଉଚିତ | | ବୋଧହୁଏ ଇମେଜକୁ ମୁଁ ଯୂମ୍ କରିବା ଉଚିତ | ||
+ | |||
|- | |- | ||
|02:25 | |02:25 | ||
| ଏତିକି ଭଲ | | ଏତିକି ଭଲ | ||
+ | |||
|- | |- | ||
|02:27 | |02:27 | ||
| ବଢ଼ିଆ | | ବଢ଼ିଆ | ||
+ | |||
|- | |- | ||
|02:31 | |02:31 | ||
| ମୋର କୀ ଇଣ୍ଡିକେଟର୍ ରେ ଦାବି ହୋଇଥିବା କୀଗୁଡ଼ିକୁ ଆପଣ ଦେଖିପାରୁଥିବେ | | ମୋର କୀ ଇଣ୍ଡିକେଟର୍ ରେ ଦାବି ହୋଇଥିବା କୀଗୁଡ଼ିକୁ ଆପଣ ଦେଖିପାରୁଥିବେ | ||
+ | |||
|- | |- | ||
|02:37 | |02:37 | ||
| ଏହା ଏହିଭଳି ଭଲ ଦେଖାଯାଉଛି | | ଏହା ଏହିଭଳି ଭଲ ଦେଖାଯାଉଛି | ||
+ | |||
|- | |- | ||
|02:40 | |02:40 | ||
| ଏହି ଲେୟର୍ କୁ ମୁଁ ପୁଣି ଦୁଇଗୁଣ କରି Overlay Mode ଚୟନ କରୁଛି, ଆଉ ବ୍ୟାକଗ୍ରାଉଣ୍ଡ ଭିତରେ ଆଉ ଟିକିଏ ଅଧିକ ପପ୍ ପାଇବା ପାଇଁ Opacity ସହିତ ଟିକିଏ ତଳକୁ ଯାଉଛି | | ଏହି ଲେୟର୍ କୁ ମୁଁ ପୁଣି ଦୁଇଗୁଣ କରି Overlay Mode ଚୟନ କରୁଛି, ଆଉ ବ୍ୟାକଗ୍ରାଉଣ୍ଡ ଭିତରେ ଆଉ ଟିକିଏ ଅଧିକ ପପ୍ ପାଇବା ପାଇଁ Opacity ସହିତ ଟିକିଏ ତଳକୁ ଯାଉଛି | ||
+ | |||
|- | |- | ||
|03:03 | |03:03 | ||
| ମୁଁ ଭାବୁଛି, ଏବେ ଏହା ବହୁତ ବଢ଼ିଆ ଦେଖାଗଲା | | ମୁଁ ଭାବୁଛି, ଏବେ ଏହା ବହୁତ ବଢ଼ିଆ ଦେଖାଗଲା | ||
+ | |||
|- | |- | ||
|03:07 | |03:07 | ||
| ମୁଁ ଏବେ ଏହି ଇମେଜକୁ ସେଭ୍ କରିବା ପାଇଁ ପ୍ରସ୍ତୁତ | | ମୁଁ ଏବେ ଏହି ଇମେଜକୁ ସେଭ୍ କରିବା ପାଇଁ ପ୍ରସ୍ତୁତ | ||
+ | |||
|- | |- | ||
|03:12 | |03:12 | ||
| ମୁଁ ଏଠାରେ କପୀରେ କାମ କରୁଛି. ତେଣୁ, ମୁଁ Saveରେ କ୍ଲିକ୍ କରିପାରେ କିମ୍ୱା Ctrl+S ଦାବିପାରେ, ଆଉ ଅବଶ୍ୟ ମୁଁ ଏଠାରେ ଥିବା ସମସ୍ତ ଲେୟର୍ସକୁ ସେଭ୍ କରିବାକୁ ଚାହୁଁନି ଓ ଏହି ଇମେଜକୁ JPEG ଇମେଜ୍ ଭାବରେ ସେଭ୍ କରୁଛି | | ମୁଁ ଏଠାରେ କପୀରେ କାମ କରୁଛି. ତେଣୁ, ମୁଁ Saveରେ କ୍ଲିକ୍ କରିପାରେ କିମ୍ୱା Ctrl+S ଦାବିପାରେ, ଆଉ ଅବଶ୍ୟ ମୁଁ ଏଠାରେ ଥିବା ସମସ୍ତ ଲେୟର୍ସକୁ ସେଭ୍ କରିବାକୁ ଚାହୁଁନି ଓ ଏହି ଇମେଜକୁ JPEG ଇମେଜ୍ ଭାବରେ ସେଭ୍ କରୁଛି | ||
+ | |||
|- | |- | ||
|03:32 | |03:32 | ||
| ୱେବ୍ ରେ ଏହି ଇମେଜକୁ ଅପଲୋଡ୍ କରିବା ପାଇଁ ଏହାକୁ ରିସାଇଜ୍ କରିବାକୁ ହେବ. ତେଣୁ, ମୁଁ Image, Scale Imageକୁ ଯାଇ ଏହାର Widthକୁ 600କୁ ହ୍ରାସ କରିବି | | ୱେବ୍ ରେ ଏହି ଇମେଜକୁ ଅପଲୋଡ୍ କରିବା ପାଇଁ ଏହାକୁ ରିସାଇଜ୍ କରିବାକୁ ହେବ. ତେଣୁ, ମୁଁ Image, Scale Imageକୁ ଯାଇ ଏହାର Widthକୁ 600କୁ ହ୍ରାସ କରିବି | ||
+ | |||
|- | |- | ||
|03:58 | |03:58 | ||
| ଏବେ, ଏହାକୁ ଟିକିଏ ଶାର୍ପେନ୍ କରିବାକୁ ହେବ. Filters >> Enhance >> Sharpenକୁ ଯାଆନ୍ତୁ | | ଏବେ, ଏହାକୁ ଟିକିଏ ଶାର୍ପେନ୍ କରିବାକୁ ହେବ. Filters >> Enhance >> Sharpenକୁ ଯାଆନ୍ତୁ | ||
+ | |||
|- | |- | ||
|04:20 | |04:20 | ||
| ଇମେଜରେ ଥିବା ଆର୍ଟ ଇଫେକ୍ଟକୁ ମୁଁ ଯାଞ୍ଚ କରିବି ଓ ଏଠାରେ ଆପଣ କିଛି ଆଲୋକ ଦେଖିପାରିବେ | | ଇମେଜରେ ଥିବା ଆର୍ଟ ଇଫେକ୍ଟକୁ ମୁଁ ଯାଞ୍ଚ କରିବି ଓ ଏଠାରେ ଆପଣ କିଛି ଆଲୋକ ଦେଖିପାରିବେ | ||
+ | |||
|- | |- | ||
|04:38 | |04:38 | ||
| ଏବେ ମୁଁ ଏହାକୁ ଏକ କପୀ ଭାବରେ ସେଭ୍ କରୁଛି | | ଏବେ ମୁଁ ଏହାକୁ ଏକ କପୀ ଭାବରେ ସେଭ୍ କରୁଛି | ||
+ | |||
|- | |- | ||
|04:44 | |04:44 | ||
| ମୁଁ ଏହାର ନାମ Small ଦେଇ ସେଭ୍ କରିବି | | ମୁଁ ଏହାର ନାମ Small ଦେଇ ସେଭ୍ କରିବି | ||
+ | |||
|- | |- | ||
|04:50 | |04:50 | ||
| ଆଉ ଏହି ଇମେଜକୁ ମୁଁ ସାରିଦେଲି | | ଆଉ ଏହି ଇମେଜକୁ ମୁଁ ସାରିଦେଲି | ||
+ | |||
|- | |- | ||
|04:53 | |04:53 | ||
| ଏଡିଟିଙ୍ଗ୍ କରିବାବେଳେ ଆପଣଙ୍କୁ ଦୁଇଟି ଜିନିଷ ମନେରଖିବା ଉଚିତ | | ଏଡିଟିଙ୍ଗ୍ କରିବାବେଳେ ଆପଣଙ୍କୁ ଦୁଇଟି ଜିନିଷ ମନେରଖିବା ଉଚିତ | ||
+ | |||
|- | |- | ||
|04:58 | |04:58 | ||
| ପ୍ରଥମଟି ହେଉଛି, ଯଦି ଆପଣ ଇମେଜର ଗୋଟିଏ ଭାଗକୁ ବଦଳାଇ ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖିବାକୁ ଚାହାଁନ୍ତି, ତେବେ ସେହି ଲେୟର୍ ର ଏକ କପୀ ତିଆରି କରନ୍ତୁ ଓ ଆପଣଙ୍କର ପରିବର୍ତ୍ତନ କରନ୍ତୁ, ଆଉ ତା’ପରେ ଏକ Layer Mask ଦିଅନ୍ତୁ | | ପ୍ରଥମଟି ହେଉଛି, ଯଦି ଆପଣ ଇମେଜର ଗୋଟିଏ ଭାଗକୁ ବଦଳାଇ ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖିବାକୁ ଚାହାଁନ୍ତି, ତେବେ ସେହି ଲେୟର୍ ର ଏକ କପୀ ତିଆରି କରନ୍ତୁ ଓ ଆପଣଙ୍କର ପରିବର୍ତ୍ତନ କରନ୍ତୁ, ଆଉ ତା’ପରେ ଏକ Layer Mask ଦିଅନ୍ତୁ | ||
+ | |||
|- | |- | ||
|05:15 | |05:15 | ||
| କଳା, ଇମେଜକୁ ଲୁଚାଇଦିଏ ଓ ଧଳା ତା’ଭିତରେ ଥିବା ଜିନିଷଗୁଡ଼ିକୁ ପ୍ରକଟ କରେ | | କଳା, ଇମେଜକୁ ଲୁଚାଇଦିଏ ଓ ଧଳା ତା’ଭିତରେ ଥିବା ଜିନିଷଗୁଡ଼ିକୁ ପ୍ରକଟ କରେ | ||
+ | |||
|- | |- | ||
|05:22 | |05:22 | ||
| ଦ୍ୱିତୀୟଟି ହେଉଛି, ଯଦି ଆପଣ Overlay Modeରେ ତା’ଉପରେ ଦ୍ୱିତୀୟ ଲେୟର୍ ରଖନ୍ତି, ତେବେ ଇମେଜରେ ଭଲ କଣ୍ଟ୍ରାଷ୍ଟ ଓ କଲର୍ସ ଆସିବ | | ଦ୍ୱିତୀୟଟି ହେଉଛି, ଯଦି ଆପଣ Overlay Modeରେ ତା’ଉପରେ ଦ୍ୱିତୀୟ ଲେୟର୍ ରଖନ୍ତି, ତେବେ ଇମେଜରେ ଭଲ କଣ୍ଟ୍ରାଷ୍ଟ ଓ କଲର୍ସ ଆସିବ | ||
+ | |||
|- | |- | ||
|05:33 | |05:33 | ||
| ଶୀଘ୍ର ଏଡିଟ୍ କରିବା ପାଇଁ ଏହି ଦୁଇଟି ହେଉଛି ଟ୍ରିକ୍ସ | | ଶୀଘ୍ର ଏଡିଟ୍ କରିବା ପାଇଁ ଏହି ଦୁଇଟି ହେଉଛି ଟ୍ରିକ୍ସ | ||
+ | |||
|- | |- | ||
|05:41 | |05:41 | ||
|ଏହି ଇମେଜରେ, ଆପଣ ଅତିକମରେ ଦୁଇଟି ସମସ୍ୟା ଦେଖିପାରିବେ | |ଏହି ଇମେଜରେ, ଆପଣ ଅତିକମରେ ଦୁଇଟି ସମସ୍ୟା ଦେଖିପାରିବେ | ||
+ | |||
|- | |- | ||
|05:46 | |05:46 | ||
| ପ୍ରଥମେ, ମୁଁ ଏହି ଲୋକମାନଙ୍କର ଗୋଡ଼ କାଟି ଦେଇଛି, ଯାହା ସେଠି ଥିଲେ ଭଲ ଦେଖାଯାଇଥା’ନ୍ତା | | ପ୍ରଥମେ, ମୁଁ ଏହି ଲୋକମାନଙ୍କର ଗୋଡ଼ କାଟି ଦେଇଛି, ଯାହା ସେଠି ଥିଲେ ଭଲ ଦେଖାଯାଇଥା’ନ୍ତା | ||
− | + | ||
+ | |- | ||
|05:55 | |05:55 | ||
| ଆଉ ଦ୍ୱିତୀୟ ସମସ୍ୟାଟି ହେଉଛି, ଏହି ବିଲ୍ଡିଙ୍ଗ୍ ଗୁଡ଼ିକ ଇମେଜ୍ ଭିତରକୁ ପଡ଼ୁଛି, କାରଣ ମୁଁ କ୍ୟାମେରାକୁ ଉପର ଆଡୁଆ ଧରିଛି | | ଆଉ ଦ୍ୱିତୀୟ ସମସ୍ୟାଟି ହେଉଛି, ଏହି ବିଲ୍ଡିଙ୍ଗ୍ ଗୁଡ଼ିକ ଇମେଜ୍ ଭିତରକୁ ପଡ଼ୁଛି, କାରଣ ମୁଁ କ୍ୟାମେରାକୁ ଉପର ଆଡୁଆ ଧରିଛି | ||
+ | |||
|- | |- | ||
|06:08 | |06:08 | ||
| ମୁଁ Perspective Tool ଚୟନ କରିବି | | ମୁଁ Perspective Tool ଚୟନ କରିବି | ||
+ | |||
|- | |- | ||
|06:15 | |06:15 | ||
| ତା’ପରେ Direction ଡାୟଲଗ୍ ରେ ଥିବା Corrective (Backward) ଚୟନ କରି Preview ଭାବରେ Grid ଚୟନ କରିବି | | ତା’ପରେ Direction ଡାୟଲଗ୍ ରେ ଥିବା Corrective (Backward) ଚୟନ କରି Preview ଭାବରେ Grid ଚୟନ କରିବି | ||
+ | |||
|- | |- | ||
|06:23 | |06:23 | ||
| ମୁଁ Outline କିମ୍ୱା Image ଚୟନ କରିପାରିବି, କିନ୍ତୁ Grid ଚୟନ କରିବି | | ମୁଁ Outline କିମ୍ୱା Image ଚୟନ କରିପାରିବି, କିନ୍ତୁ Grid ଚୟନ କରିବି | ||
+ | |||
|- | |- | ||
|06:30 | |06:30 | ||
| ଆଉ ମୁଁ ଯେତେବେଳେ ଇମେଜ ଉପରେ କ୍ଲିକ୍ କରେ, ବେଶୀ ସାହାଯ୍ୟକାରୀ ସୂଚନା ନଥିବା ଏହି Info Window ପାଏ | | ଆଉ ମୁଁ ଯେତେବେଳେ ଇମେଜ ଉପରେ କ୍ଲିକ୍ କରେ, ବେଶୀ ସାହାଯ୍ୟକାରୀ ସୂଚନା ନଥିବା ଏହି Info Window ପାଏ | ||
+ | |||
|- | |- | ||
|06:38 | |06:38 | ||
| ତେଣୁ, ମୁଁ ଏହାକୁ ରାସ୍ତାକୁ କାଢ଼ିଦେଉଛି, ଆଉ ଏବେ ଏଠାରେ ମୋ ପାଖରେ ଏହି ଗ୍ରିଡ୍ ଅଛି ଏବଂ ମୋତେ କେବଳ, ଇମେଜରେ ଥିବା ଏହି ଭର୍ଟିକଲ୍ସ ସହିତ ଏହି ଗ୍ରିଡ୍ ଲାଇନ୍ସକୁ ଆଲାଇନ୍ କରିବାକୁ ହେବ | | ତେଣୁ, ମୁଁ ଏହାକୁ ରାସ୍ତାକୁ କାଢ଼ିଦେଉଛି, ଆଉ ଏବେ ଏଠାରେ ମୋ ପାଖରେ ଏହି ଗ୍ରିଡ୍ ଅଛି ଏବଂ ମୋତେ କେବଳ, ଇମେଜରେ ଥିବା ଏହି ଭର୍ଟିକଲ୍ସ ସହିତ ଏହି ଗ୍ରିଡ୍ ଲାଇନ୍ସକୁ ଆଲାଇନ୍ କରିବାକୁ ହେବ | ||
+ | |||
|- | |- | ||
|06:52 | |06:52 | ||
| ଆଉଟପୁଟ୍ ଇମେଜରେ ଏହି ଗ୍ରିଡ୍ ଗୁଡ଼ିକ ଭର୍ଟିକଲ୍ ଭାବରେ ନହେଲେ ହୋରିଯୋଣ୍ଟାଲ୍ ଭାବରେ ଥାଇପାରେ ଏବଂ ଉପରେ ଥିବା ଏହି ରେଖା, ଇମେଜର ଉପରେ ରହିବ | | ଆଉଟପୁଟ୍ ଇମେଜରେ ଏହି ଗ୍ରିଡ୍ ଗୁଡ଼ିକ ଭର୍ଟିକଲ୍ ଭାବରେ ନହେଲେ ହୋରିଯୋଣ୍ଟାଲ୍ ଭାବରେ ଥାଇପାରେ ଏବଂ ଉପରେ ଥିବା ଏହି ରେଖା, ଇମେଜର ଉପରେ ରହିବ | ||
+ | |||
|- | |- | ||
|07:02 | |07:02 | ||
| ଆଉ ତେଣୁ, ମୁଁ ଏହାକୁ କେବଳ ଏଠାକୁ ଟାଣି ଆଣୁଛି | | ଆଉ ତେଣୁ, ମୁଁ ଏହାକୁ କେବଳ ଏଠାକୁ ଟାଣି ଆଣୁଛି | ||
+ | |||
|- | |- | ||
|07:07 | |07:07 | ||
| ମୁଁ ଏବେ ଇମେଜକୁ ଭଲ ଭାବରେ ଦେଖି ଭାବୁଛି ଯେ, ଏହା ଠିକ୍ ଠାକ୍ ଅଛି | | ମୁଁ ଏବେ ଇମେଜକୁ ଭଲ ଭାବରେ ଦେଖି ଭାବୁଛି ଯେ, ଏହା ଠିକ୍ ଠାକ୍ ଅଛି | ||
+ | |||
|- | |- | ||
|07:41 | |07:41 | ||
| ଓ ଏବେ ମୁଁ Transform ଦାବିବି | | ଓ ଏବେ ମୁଁ Transform ଦାବିବି | ||
+ | |||
|- | |- | ||
|07:45 | |07:45 | ||
| ଏହା ଟ୍ରାନ୍ସଫର୍ମ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ | | ଏହା ଟ୍ରାନ୍ସଫର୍ମ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ | ||
+ | |||
|- | |- | ||
|07:51 | |07:51 | ||
| ଆଉ, ଏହା ଆସିଗଲା | | ଆଉ, ଏହା ଆସିଗଲା | ||
+ | |||
|- | |- | ||
|07:55 | |07:55 | ||
| ଏବେ ଆପଣ, ଦ୍ୱିତୀୟ ସମସ୍ୟାଟିକୁ ଏଠାରେ ଦେଖିପାରିବେ | | ଏବେ ଆପଣ, ଦ୍ୱିତୀୟ ସମସ୍ୟାଟିକୁ ଏଠାରେ ଦେଖିପାରିବେ | ||
+ | |||
|- | |- | ||
|08:00 | |08:00 | ||
| ଏହି ଭୂମିଟି ଭଲ ନାହିଁ | | ଏହି ଭୂମିଟି ଭଲ ନାହିଁ | ||
+ | |||
|- | |- | ||
|08:03 | |08:03 | ||
| ତେଣୁ, ମୋତେ ଏହି ଇମେଜକୁ କ୍ରପ୍ କରିବାକୁ ହେବ | | ତେଣୁ, ମୋତେ ଏହି ଇମେଜକୁ କ୍ରପ୍ କରିବାକୁ ହେବ | ||
+ | |||
|- | |- | ||
|08:16 | |08:16 | ||
| ମୁଁ ମୋର Crop Toolକୁ ଯିବି | | ମୁଁ ମୋର Crop Toolକୁ ଯିବି | ||
+ | |||
|- | |- | ||
|08:19 | |08:19 | ||
| ଆଉ ମୁଁ ପାର୍ଶ୍ୱରେ ଥିବା ବିଲ୍ଡିଙ୍ଗ୍ କୁ କ୍ରପ୍ କରିବି ଓ କେବଳ ଏଠାରେ ଥିବାକୁ ଛାଡ଼ିଦେବି | | ଆଉ ମୁଁ ପାର୍ଶ୍ୱରେ ଥିବା ବିଲ୍ଡିଙ୍ଗ୍ କୁ କ୍ରପ୍ କରିବି ଓ କେବଳ ଏଠାରେ ଥିବାକୁ ଛାଡ଼ିଦେବି | ||
+ | |||
|- | |- | ||
|08:28 | |08:28 | ||
| ଏହା ଏକ ବର୍ଗ କ୍ଷେତ୍ର ଭଳି ଦେଖାଯାଉଛି. ଆମେ Fixed Aspect Ratio ଉପରେ କ୍ଲିକ୍ କରି ଏହାକୁ 1 by 1 (1:1) ରଖିବା | | ଏହା ଏକ ବର୍ଗ କ୍ଷେତ୍ର ଭଳି ଦେଖାଯାଉଛି. ଆମେ Fixed Aspect Ratio ଉପରେ କ୍ଲିକ୍ କରି ଏହାକୁ 1 by 1 (1:1) ରଖିବା | ||
+ | |||
|- | |- | ||
|08:40 | |08:40 | ||
| ଏବେ ମୋ ପାଖରେ ବର୍ଗ କ୍ଷେତ୍ର Crop ଅଛି | | ଏବେ ମୋ ପାଖରେ ବର୍ଗ କ୍ଷେତ୍ର Crop ଅଛି | ||
+ | |||
|- | |- | ||
|08:45 | |08:45 | ||
| ଇମେଜ୍ ଭିତରେ ଲୋକମାନଙ୍କୁ ରଖି | | ଇମେଜ୍ ଭିତରେ ଲୋକମାନଙ୍କୁ ରଖି | ||
+ | |||
|- | |- | ||
|08:51 | |08:51 | ||
| ମୁଁ ଭାବୁଛି ଏହି କ୍ରପ୍ କାମ କରିବା ଉଚିତ | | ମୁଁ ଭାବୁଛି ଏହି କ୍ରପ୍ କାମ କରିବା ଉଚିତ | ||
+ | |||
|- | |- | ||
|08:56 | |08:56 | ||
| ଏହା ଉପରେ କ୍ଲିକ୍ କରନ୍ତୁ, ଆଉ ଏହା ଦେଖାଦେଲା | | ଏହା ଉପରେ କ୍ଲିକ୍ କରନ୍ତୁ, ଆଉ ଏହା ଦେଖାଦେଲା | ||
+ | |||
|- | |- | ||
|09:00 | |09:00 | ||
| ଏବେ Curves Tool ସିଲେକ୍ଟ କରନ୍ତୁ | | ଏବେ Curves Tool ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|09:04 | |09:04 | ||
| ସେଥିରେ ଅଧିକ କଣ୍ଟ୍ରାଷ୍ଟ ପାଇଁ ହାଇ ଲାଇନ୍ସକୁ ଟିକିଏ ଉପରକୁ ନିଅନ୍ତୁ | | ସେଥିରେ ଅଧିକ କଣ୍ଟ୍ରାଷ୍ଟ ପାଇଁ ହାଇ ଲାଇନ୍ସକୁ ଟିକିଏ ଉପରକୁ ନିଅନ୍ତୁ | ||
+ | |||
|- | |- | ||
|09:19 | |09:19 | ||
| ଏବେ, ଏହି ଇମେଜ ମଧ୍ୟ ସରିଗଲା | | ଏବେ, ଏହି ଇମେଜ ମଧ୍ୟ ସରିଗଲା | ||
+ | |||
|- | |- | ||
|09:24 | |09:24 | ||
| ଏହା ହେଉଛି ପରବର୍ତ୍ତୀ ଇମେଜ୍ | | ଏହା ହେଉଛି ପରବର୍ତ୍ତୀ ଇମେଜ୍ | ||
+ | |||
|- | |- | ||
|09:27 | |09:27 | ||
| ଏହି ଇମେଜ୍ ସହିତ କ’ଣ କରିବା? | | ଏହି ଇମେଜ୍ ସହିତ କ’ଣ କରିବା? | ||
+ | |||
|- | |- | ||
|09:37 | |09:37 | ||
| ମୁଁ Rotate Tool ସିଲେକ୍ଟ କଲି ଓ 1 ଦାବି ଇମେଜକୁ ଯୂମ୍ କଲି | | ମୁଁ Rotate Tool ସିଲେକ୍ଟ କଲି ଓ 1 ଦାବି ଇମେଜକୁ ଯୂମ୍ କଲି | ||
+ | |||
|- | |- | ||
|09:49 | |09:49 | ||
| ଏଠାରେ, ଇମେଜ୍ ମଝିରେ ମୁଁ ଗୋଟିଏ ଭଲ ଭର୍ଟିକଲ୍ ସେକ୍ସନ୍ ଖୋଜୁଛି, ଆଉ Directionରେ, ମୁଁ Corrective (Backward) ରୋଟେଶନ୍ ସିଲେକ୍ଟ କରିବି | | ଏଠାରେ, ଇମେଜ୍ ମଝିରେ ମୁଁ ଗୋଟିଏ ଭଲ ଭର୍ଟିକଲ୍ ସେକ୍ସନ୍ ଖୋଜୁଛି, ଆଉ Directionରେ, ମୁଁ Corrective (Backward) ରୋଟେଶନ୍ ସିଲେକ୍ଟ କରିବି | ||
+ | |||
|- | |- | ||
|10:04 | |10:04 | ||
| Cubic Interpolation ସିଲେକ୍ଟ କରିବା ପରେ ମୁଁ Preview ଭାବରେ Grid ସିଲେକ୍ଟ କରିବି | | Cubic Interpolation ସିଲେକ୍ଟ କରିବା ପରେ ମୁଁ Preview ଭାବରେ Grid ସିଲେକ୍ଟ କରିବି | ||
+ | |||
|- | |- | ||
|10:12 | |10:12 | ||
| ଏବେ, ଗ୍ରିଡ୍ ଲାଇନ୍ସ ପାଇବା ପାଇଁ ମୁଁ ଇମେଜ୍ ଉପରେ କ୍ଲିକ୍ କରିବି ତଥା ଘରର ଭର୍ଟିକଲ୍ ନିର୍ମାଣ ସହିତ ଏହି ଲାଇନଗୁଡ଼ିକୁ ଆଲାଇନ୍ କରିବି | | ଏବେ, ଗ୍ରିଡ୍ ଲାଇନ୍ସ ପାଇବା ପାଇଁ ମୁଁ ଇମେଜ୍ ଉପରେ କ୍ଲିକ୍ କରିବି ତଥା ଘରର ଭର୍ଟିକଲ୍ ନିର୍ମାଣ ସହିତ ଏହି ଲାଇନଗୁଡ଼ିକୁ ଆଲାଇନ୍ କରିବି | ||
+ | |||
|- | |- | ||
|10:24 | |10:24 | ||
| ଆଉ ମୁଁ ଭାବୁଛି, ଏହା ବହୁତ ବଢ଼ିଆ ହେଲା | | ଆଉ ମୁଁ ଭାବୁଛି, ଏହା ବହୁତ ବଢ଼ିଆ ହେଲା | ||
+ | |||
|- | |- | ||
|10:28 | |10:28 | ||
| ଏଠାରେ ଗୋଟିଏ ଛୋଟ ୱିଣ୍ଡୋ ଅଛି, ଯାହା 2.90 ଡିଗ୍ରୀ ଦେଖାଉଛି ଏବଂ ମୁଁ Rotate ଉପରେ କ୍ଲିକ୍ କରି ଶେଷ ପରିଣାମ ପାଇଁ ଅପେକ୍ଷା କରିବି | | ଏଠାରେ ଗୋଟିଏ ଛୋଟ ୱିଣ୍ଡୋ ଅଛି, ଯାହା 2.90 ଡିଗ୍ରୀ ଦେଖାଉଛି ଏବଂ ମୁଁ Rotate ଉପରେ କ୍ଲିକ୍ କରି ଶେଷ ପରିଣାମ ପାଇଁ ଅପେକ୍ଷା କରିବି | ||
+ | |||
|- | |- | ||
|10:40 | |10:40 | ||
| ଏହା ଆସିଗଲା | | ଏହା ଆସିଗଲା | ||
+ | |||
|- | |- | ||
|10:44 | |10:44 | ||
| ଏହା ଭଲ ଦେଖାଯାଉଛି | | ଏହା ଭଲ ଦେଖାଯାଉଛି | ||
+ | |||
|- | |- | ||
|10:48 | |10:48 | ||
| ଆପଣ ଏଠାରେ ଦେଖିପାରିବେ ଯେ, ମୋ ପାଖରେ ବହୁତ ଡିଷ୍ଟୋର୍ଶନ୍ ଅଛି ଏବଂ ମୋତେ ତାହାର ସଂଶୋଧନ କରିବାକୁ ହେବ. ମୁଁ ଏବେ ଇମେଜକୁ କ୍ରପ୍ କରୁଛି | | ଆପଣ ଏଠାରେ ଦେଖିପାରିବେ ଯେ, ମୋ ପାଖରେ ବହୁତ ଡିଷ୍ଟୋର୍ଶନ୍ ଅଛି ଏବଂ ମୋତେ ତାହାର ସଂଶୋଧନ କରିବାକୁ ହେବ. ମୁଁ ଏବେ ଇମେଜକୁ କ୍ରପ୍ କରୁଛି | ||
+ | |||
|- | |- | ||
|11:07 | |11:07 | ||
| ମୁଁ ଭାବୁଛି, ଏହା ଠିକ୍ ଅଛି | | ମୁଁ ଭାବୁଛି, ଏହା ଠିକ୍ ଅଛି | ||
+ | |||
|- | |- | ||
|11:13 | |11:13 | ||
| ବୋଧହୁଏ ମୁଁ ଇମେଜକୁ ଠିକ୍ ଭାବେ ରୋଟେଟ୍ କରିନାହିଁ | | ବୋଧହୁଏ ମୁଁ ଇମେଜକୁ ଠିକ୍ ଭାବେ ରୋଟେଟ୍ କରିନାହିଁ | ||
+ | |||
|- | |- | ||
|11:23 | |11:23 | ||
| ତେବେ, ମୁଁ ଯଥେଷ୍ଟ ରୋଟେଟ୍ କରିନାହିଁ ଓ ସଠିକ୍ ସ୍ଥାନ ଚୟନ କରିନାହିଁ | | ତେବେ, ମୁଁ ଯଥେଷ୍ଟ ରୋଟେଟ୍ କରିନାହିଁ ଓ ସଠିକ୍ ସ୍ଥାନ ଚୟନ କରିନାହିଁ | ||
+ | |||
|- | |- | ||
|11:34 | |11:34 | ||
| ତେଣୁ, ଚାଲନ୍ତୁ ଏହାକୁ ପୁଣିଥରେ କରିବା. | | ତେଣୁ, ଚାଲନ୍ତୁ ଏହାକୁ ପୁଣିଥରେ କରିବା. | ||
+ | |||
|- | |- | ||
|11:39 | |11:39 | ||
| Ctrl+Z ଦାବି ପଦାଙ୍କଗୁଡ଼ିକୁ Undo କରନ୍ତୁ | | Ctrl+Z ଦାବି ପଦାଙ୍କଗୁଡ଼ିକୁ Undo କରନ୍ତୁ | ||
+ | |||
|- | |- | ||
|12:00 | |12:00 | ||
| ମୁଁ ପୁଣିଥରେ Rotate Tool ଚୟନ କରିବି | | ମୁଁ ପୁଣିଥରେ Rotate Tool ଚୟନ କରିବି | ||
+ | |||
|- | |- | ||
|12:10 | |12:10 | ||
| ପୂର୍ବରୁ ଚୟନ କରାଯାଇଥିବା ସେଟିଙ୍ଗଗୁଡ଼ିକୁ ମୁଁ ବଦଳାଇବି ନାହିଁ ଓ ଏବେ ମୁଁ, ଏଠାରେ ଥିବା TV ଟାୱର୍ ରେ ଇମେଜର କେନ୍ଦ୍ର ସେଟ୍ କରୁଛି | | ପୂର୍ବରୁ ଚୟନ କରାଯାଇଥିବା ସେଟିଙ୍ଗଗୁଡ଼ିକୁ ମୁଁ ବଦଳାଇବି ନାହିଁ ଓ ଏବେ ମୁଁ, ଏଠାରେ ଥିବା TV ଟାୱର୍ ରେ ଇମେଜର କେନ୍ଦ୍ର ସେଟ୍ କରୁଛି | ||
+ | |||
|- | |- | ||
|12:34 | |12:34 | ||
| ଆଉ ଏବେ କେବଳ ଏକ TV ଟାୱର୍ ସହିତ ଏହାକୁ ଆଲାଇନ୍ କରୁଛି | | ଆଉ ଏବେ କେବଳ ଏକ TV ଟାୱର୍ ସହିତ ଏହାକୁ ଆଲାଇନ୍ କରୁଛି | ||
+ | |||
|- | |- | ||
|12:41 | |12:41 | ||
| TV ଟାୱର୍ ହେଉଛି ଇମେଜର ପ୍ରଧାନ ଭାଗ ଏବଂ ତେଣୁ, ଯଦି ତାହା ସିଧା ନରୁହେ, ତେବେ ଇମେଜ ବଙ୍କା ଲାଗିବ | | TV ଟାୱର୍ ହେଉଛି ଇମେଜର ପ୍ରଧାନ ଭାଗ ଏବଂ ତେଣୁ, ଯଦି ତାହା ସିଧା ନରୁହେ, ତେବେ ଇମେଜ ବଙ୍କା ଲାଗିବ | ||
+ | |||
|- | |- | ||
|12:59 | |12:59 | ||
| ଏହା ଭଲ ଦେଖାଯାଉଛି | | ଏହା ଭଲ ଦେଖାଯାଉଛି | ||
+ | |||
|- | |- | ||
|13:01 | |13:01 | ||
| ଏବଂ ଏବେ ମୁଁ Crop Tool ନେବି ଓ ସେଥିରେ ବିଶେଷ କିଛି ନେଗେଟିଭ୍ ସ୍ପେସ୍ ନରଖି ଏକ କ୍ରପ୍ ଚୟନ କରିବି | | ଏବଂ ଏବେ ମୁଁ Crop Tool ନେବି ଓ ସେଥିରେ ବିଶେଷ କିଛି ନେଗେଟିଭ୍ ସ୍ପେସ୍ ନରଖି ଏକ କ୍ରପ୍ ଚୟନ କରିବି | ||
+ | |||
|- | |- | ||
|13:26 | |13:26 | ||
| ବର୍ତ୍ତମାନ ଏକ ଶେଷ ଜିନିଷ, ଇମେଜରେ ଅଳ୍ପ କଣ୍ଟ୍ରାଷ୍ଟ ଆଣିବା ପାଇଁ ବୋଧହୁଏ ଆଉ ଟିକିଏ Curves ଦରକାର | | ବର୍ତ୍ତମାନ ଏକ ଶେଷ ଜିନିଷ, ଇମେଜରେ ଅଳ୍ପ କଣ୍ଟ୍ରାଷ୍ଟ ଆଣିବା ପାଇଁ ବୋଧହୁଏ ଆଉ ଟିକିଏ Curves ଦରକାର | ||
+ | |||
|- | |- | ||
|13:44 | |13:44 | ||
| ଏତିକି ଠିକ୍ ଅଛି. ଆଉ ଏହି ଇମେଜକୁ ମୁଁ ସାରିଦେଲି | | ଏତିକି ଠିକ୍ ଅଛି. ଆଉ ଏହି ଇମେଜକୁ ମୁଁ ସାରିଦେଲି | ||
+ | |||
|- | |- | ||
|13:50 | |13:50 | ||
| ଏହି ଇମେଜ ପୋର୍ଟେଟ୍ ମୋଡ୍ ରେ ରହିବା ଉଚିତ. ତେଣୁ, ମୋତେ ଏହାକୁ ଏଠାରେ ବଦଳାଇବାକୁ ହେବ | | ଏହି ଇମେଜ ପୋର୍ଟେଟ୍ ମୋଡ୍ ରେ ରହିବା ଉଚିତ. ତେଣୁ, ମୋତେ ଏହାକୁ ଏଠାରେ ବଦଳାଇବାକୁ ହେବ | ||
+ | |||
|- | |- | ||
|13:59 | |13:59 | ||
| Image >> Transformକୁ ଯାଇ Rotate 90 Degree Anticlockwise କ୍ଲିକ୍ କରନ୍ତୁ | | Image >> Transformକୁ ଯାଇ Rotate 90 Degree Anticlockwise କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|14:08 | |14:08 | ||
| ମୁଁ ମୋ ଇମେଜକୁ ବୁଲାଇଦେଲି | | ମୁଁ ମୋ ଇମେଜକୁ ବୁଲାଇଦେଲି | ||
+ | |||
|- | |- | ||
|14:11 | |14:11 | ||
| ଆମେ ଯେତେବେଳେ ଇମେଜକୁ 90 ଡିଗ୍ରୀ ବୁଲାଏ, ଏହା କ୍ୱାଲିଟୀରେ ହାନି ନକରି ହୁଏ, ଯାହା JPEG ଇମେଜଗୁଡ଼ିକରେ ବିଶେଷ ଜରୁରୀ ଅଟେ | | ଆମେ ଯେତେବେଳେ ଇମେଜକୁ 90 ଡିଗ୍ରୀ ବୁଲାଏ, ଏହା କ୍ୱାଲିଟୀରେ ହାନି ନକରି ହୁଏ, ଯାହା JPEG ଇମେଜଗୁଡ଼ିକରେ ବିଶେଷ ଜରୁରୀ ଅଟେ | ||
+ | |||
|- | |- | ||
|14:28 | |14:28 | ||
| ଏହି ଇମେଜକୁ ଏବେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦେବା ଏବଂ ତାହା କରିବା ପାଇଁ ମଁ Curves Tool ବ୍ୟବହାର କରିବି | | ଏହି ଇମେଜକୁ ଏବେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦେବା ଏବଂ ତାହା କରିବା ପାଇଁ ମଁ Curves Tool ବ୍ୟବହାର କରିବି | ||
+ | |||
|- | |- | ||
|14:37 | |14:37 | ||
| ଆପଣ Levels Tool କିମ୍ୱା ଅନ୍ୟ କିଛି ବ୍ୟବହାର କରିପାରିବେ, କିନ୍ତୁ ମୁଁ ଭାବୁଛି ମୋ ପାଇଁ Curves Tool ହେଉଛି ବେଷ୍ଟ | | ଆପଣ Levels Tool କିମ୍ୱା ଅନ୍ୟ କିଛି ବ୍ୟବହାର କରିପାରିବେ, କିନ୍ତୁ ମୁଁ ଭାବୁଛି ମୋ ପାଇଁ Curves Tool ହେଉଛି ବେଷ୍ଟ | ||
+ | |||
|- | |- | ||
|14:44 | |14:44 | ||
| ଏହା ଉପରେ କେବଳ ଗୋଟିଏ ହାଲୁକା S କର୍ଭ ଟାଣନ୍ତୁ ଓ ଏହା ହେଇଗଲା. ଇମେଜକୁ Save କରନ୍ତୁ | | ଏହା ଉପରେ କେବଳ ଗୋଟିଏ ହାଲୁକା S କର୍ଭ ଟାଣନ୍ତୁ ଓ ଏହା ହେଇଗଲା. ଇମେଜକୁ Save କରନ୍ତୁ | ||
+ | |||
|- | |- | ||
|14:59 | |14:59 | ||
| ଏବେ, ପରବର୍ତ୍ତୀ ଇମେଜ୍ | | ଏବେ, ପରବର୍ତ୍ତୀ ଇମେଜ୍ | ||
+ | |||
|- | |- | ||
|15:01 | |15:01 | ||
| ସବୁଯାକ ଗୋଟିଏ ଜାଗାରେ ରଖିବାକୁ, ଆପଣଙ୍କ ଇମେଜର ତ୍ୱରିତ ଏଡିଟିଙ୍ଗ୍ କରିବାକୁ, ଆପଣଙ୍କୁ କିଛି ବେସିକ୍ ଟୂଲ୍ସ ଦରକାର | | ସବୁଯାକ ଗୋଟିଏ ଜାଗାରେ ରଖିବାକୁ, ଆପଣଙ୍କ ଇମେଜର ତ୍ୱରିତ ଏଡିଟିଙ୍ଗ୍ କରିବାକୁ, ଆପଣଙ୍କୁ କିଛି ବେସିକ୍ ଟୂଲ୍ସ ଦରକାର | ||
+ | |||
|- | |- | ||
|15:10 | |15:10 | ||
| ପ୍ରଥମେ ହେଉଛି Rotate Tool | | ପ୍ରଥମେ ହେଉଛି Rotate Tool | ||
+ | |||
|- | |- | ||
|15:13 | |15:13 | ||
| Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ | | Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ | ||
+ | |||
|- | |- | ||
|15:24 | |15:24 | ||
| ତା’ପରେ ଟିଲଟିଙ୍ଗ୍ ଲାଇନ୍ସ ପାଇଁ, ଆପଣଙ୍କୁ Perspective Tool ଦରକାର | | ତା’ପରେ ଟିଲଟିଙ୍ଗ୍ ଲାଇନ୍ସ ପାଇଁ, ଆପଣଙ୍କୁ Perspective Tool ଦରକାର | ||
+ | |||
|- | |- | ||
|15:31 | |15:31 | ||
| ପୁଣିଥରେ Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ସେହି ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ | | ପୁଣିଥରେ Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ସେହି ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ | ||
+ | |||
|- | |- | ||
|15:48 | |15:48 | ||
− | | ଇମେଜର କଣ୍ଟ୍ରାଷ୍ଟ ଓ ଲାଇଟନେସ୍ ସଂଶୋଧନ ପାଇଁ Curves Tool ଚୟନ କରି S କର୍ଭ ଲାଗୁ କରନ୍ତୁ. ଏହା ଅନେକ ସ୍ଥାନରେ ସାହାଯ୍ୟକାରୀ ଅଟେ. କିମ୍ୱା କିଛି ମାମଲାରେ, ଯଦି ଆପଣ ଏକ ହାଲୁକା ଇମେଜ ଚାହାଁନ୍ତି, ତେବେ S କର୍ଭକୁ ଓଲଟାଇଦିଅନ୍ତୁ ଏବଂ ଆପଣ ଏଠାରେ ବାହାରେ ପ୍ରକୃତ କୁହୁଡ଼ି ଦେଖିପାରିବେ | + | | ଇମେଜର କଣ୍ଟ୍ରାଷ୍ଟ ଓ ଲାଇଟନେସ୍ ସଂଶୋଧନ ପାଇଁ Curves Tool ଚୟନ କରି S କର୍ଭ ଲାଗୁ କରନ୍ତୁ. ଏହା ଅନେକ ସ୍ଥାନରେ ସାହାଯ୍ୟକାରୀ ଅଟେ. କିମ୍ୱା କିଛି ମାମଲାରେ, ଯଦି ଆପଣ ଏକ ହାଲୁକା ଇମେଜ ଚାହାଁନ୍ତି, ତେବେ S କର୍ଭକୁ ଓଲଟାଇଦିଅନ୍ତୁ |
+ | ଏବଂ ଆପଣ ଏଠାରେ ବାହାରେ ପ୍ରକୃତ କୁହୁଡ଼ି ଦେଖିପାରିବେ | ||
+ | |||
|- | |- | ||
|16:23 | |16:23 | ||
| Image >> Transform ମେନୁକୁ ଯାଆନ୍ତୁ, ଯେଉଁଠାରେ ଆପଣ ଇମେଜକୁ Rotate କରିପାରିବେ ଏବଂ ଆଉଟପୁଟ୍ ଆକାରକୁ Scale କରିପାରିବେ | | Image >> Transform ମେନୁକୁ ଯାଆନ୍ତୁ, ଯେଉଁଠାରେ ଆପଣ ଇମେଜକୁ Rotate କରିପାରିବେ ଏବଂ ଆଉଟପୁଟ୍ ଆକାରକୁ Scale କରିପାରିବେ | ||
+ | |||
|- | |- | ||
|16:37 | |16:37 | ||
| ଶେଷରେ, ତ୍ୱରିତ ଏଡିଟିଙ୍ଗ୍ ପାଇଁ Filters ହେଉଛି ମହତ୍ୱପୂର୍ଣ୍ଣ | | ଶେଷରେ, ତ୍ୱରିତ ଏଡିଟିଙ୍ଗ୍ ପାଇଁ Filters ହେଉଛି ମହତ୍ୱପୂର୍ଣ୍ଣ | ||
+ | |||
|- | |- | ||
|16:43 | |16:43 | ||
| Enhance ଓ Sharpenକୁ ଯାଆନ୍ତୁ | | Enhance ଓ Sharpenକୁ ଯାଆନ୍ତୁ | ||
+ | |||
|- | |- | ||
|16:47 | |16:47 | ||
| ଅନେକ ଟୂଲ୍ସ ଲାଗୁ କରିବା ପରେ, ଉଦାହରଣସ୍ୱରୂପ Rotating କିମ୍ୱା Transformation Tool, Perspective Tool କିମ୍ୱା Reszing Tool, ଇମେଜଟି ହାଲୁକା ହୋଇଯାଏ | | ଅନେକ ଟୂଲ୍ସ ଲାଗୁ କରିବା ପରେ, ଉଦାହରଣସ୍ୱରୂପ Rotating କିମ୍ୱା Transformation Tool, Perspective Tool କିମ୍ୱା Reszing Tool, ଇମେଜଟି ହାଲୁକା ହୋଇଯାଏ | ||
+ | |||
|- | |- | ||
|17:02 | |17:02 | ||
| ଆଉ Sharpening ସହିତ ଆପଣ ତାହାକୁ Redo କରିପାରିବେ | | ଆଉ Sharpening ସହିତ ଆପଣ ତାହାକୁ Redo କରିପାରିବେ | ||
+ | |||
|- | |- | ||
|17:08 | |17:08 | ||
| ଆପଣଙ୍କୁ Layers ସହିତ ପରିଚିତ ହେବାକୁ ପଡ଼ିବ | | ଆପଣଙ୍କୁ Layers ସହିତ ପରିଚିତ ହେବାକୁ ପଡ଼ିବ | ||
+ | |||
|- | |- | ||
|17:15 | |17:15 | ||
| ପ୍ରଥମେ, ଲେୟର୍ କୁ ଦୁଇଗୁଣ କରନ୍ତୁ, ଉଦାହରଣ ପାଇଁ Overlay Mode କିମ୍ୱା ଅନ୍ୟ ମୋଡ୍ସରେ କ’ଣ ହେଉଛି ଦେଖନ୍ତୁ | | ପ୍ରଥମେ, ଲେୟର୍ କୁ ଦୁଇଗୁଣ କରନ୍ତୁ, ଉଦାହରଣ ପାଇଁ Overlay Mode କିମ୍ୱା ଅନ୍ୟ ମୋଡ୍ସରେ କ’ଣ ହେଉଛି ଦେଖନ୍ତୁ | ||
+ | |||
|- | |- | ||
|17:26 | |17:26 | ||
| ସେଥିରେ ଆହୁରି ବହୁତ କିଛି ଜାଣିବାର ଅଛି. ମୁଁ ସେଗୁଡ଼ିକୁ ଆଉ କେତେବେଳେ କଭର୍ କରିବି | | ସେଥିରେ ଆହୁରି ବହୁତ କିଛି ଜାଣିବାର ଅଛି. ମୁଁ ସେଗୁଡ଼ିକୁ ଆଉ କେତେବେଳେ କଭର୍ କରିବି | ||
+ | |||
|- | |- | ||
|17:33 | |17:33 | ||
| ଦେଖନ୍ତୁ, ପ୍ରତ୍ୟେକଥର ମୁଁ ଯେତେବେଳେ Layer Mode ବଦଳାଏ, ସଂପୂର୍ଣ୍ଣ ଭିନ୍ନ ଇମେଜ୍ ପାଏ | | ଦେଖନ୍ତୁ, ପ୍ରତ୍ୟେକଥର ମୁଁ ଯେତେବେଳେ Layer Mode ବଦଳାଏ, ସଂପୂର୍ଣ୍ଣ ଭିନ୍ନ ଇମେଜ୍ ପାଏ | ||
+ | |||
|- | |- | ||
|17:41 | |17:41 | ||
| ଆଉ ଯଦି ଆପଣ, ଇମେଜର କେବଳ ଗୋଟିଏ ଭାଗ ବଦଳାଇବାକୁ ଚାହାଁନ୍ତି, ତେବେ ଏକ Layer Mask ଆଡ୍ କରନ୍ତୁ ଏବଂ ଇମେଜରେ ଦେଖିବାକୁ ଚାହୁଁଥିବା ଜିନିଷକୁ ଧଳାରେ | | ଆଉ ଯଦି ଆପଣ, ଇମେଜର କେବଳ ଗୋଟିଏ ଭାଗ ବଦଳାଇବାକୁ ଚାହାଁନ୍ତି, ତେବେ ଏକ Layer Mask ଆଡ୍ କରନ୍ତୁ ଏବଂ ଇମେଜରେ ଦେଖିବାକୁ ଚାହୁଁଥିବା ଜିନିଷକୁ ଧଳାରେ | ||
+ | |||
|- | |- | ||
|17:58 | |17:58 | ||
| ତଥା ଯେଉଁଗୁଡ଼ିକୁ ଦେଖିବାକୁ ଚାହୁଁନାହାନ୍ତି, ସେଗୁଡ଼ିକୁ କଳାରେ ଫିଲ୍ କରନ୍ତୁ | | ତଥା ଯେଉଁଗୁଡ଼ିକୁ ଦେଖିବାକୁ ଚାହୁଁନାହାନ୍ତି, ସେଗୁଡ଼ିକୁ କଳାରେ ଫିଲ୍ କରନ୍ତୁ | ||
+ | |||
|- | |- | ||
|18:05 | |18:05 | ||
| ଗ୍ରେ ଆଂଶିକ ଦୃଶ୍ୟମାନ ହେବ ଓ ତାହା ପାରଦର୍ଶୀ ଅଟେ | | ଗ୍ରେ ଆଂଶିକ ଦୃଶ୍ୟମାନ ହେବ ଓ ତାହା ପାରଦର୍ଶୀ ଅଟେ | ||
+ | |||
|- | |- | ||
|18:12 | |18:12 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି | | ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି | ||
+ | |||
|- | |- | ||
|18:17 | |18:17 | ||
| ଆଉ, ଆଗାମୀ ଟ୍ୟୁଟୋରିଆଲ୍ ରେ ଆପଣଙ୍କ ସହ ଦେଖା ହେବ ବୋଲି ମୁଁ ଆଶା କରୁଛି. ବିଦାୟ | | ଆଉ, ଆଗାମୀ ଟ୍ୟୁଟୋରିଆଲ୍ ରେ ଆପଣଙ୍କ ସହ ଦେଖା ହେବ ବୋଲି ମୁଁ ଆଶା କରୁଛି. ବିଦାୟ | ||
+ | |||
|- | |- | ||
|18:25 | |18:25 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | ||
+ | |} |
Latest revision as of 17:23, 6 April 2017
Time | Narration |
00:23 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
00:31 | ଏଠାରେ ଥିବା ଇମେଜରେ ସମସ୍ୟା କ’ଣ ଅଛି? |
00:35 | ଏହି ବୋର୍ଡରେ ଯାହାକିଛି ଅଛି, ତାହା ସଠିକ୍ ଭାବେ ଦେଖାଯାଉନାହିଁ |
00:39 | ତେଣୁ, ମୁଁ ଏଠାରେ ଥିବା ଲେଖାକୁ ବାହାରକୁ କାଢ଼ିବାକୁ ଚାହୁଁଛି |
00:44 | ମୁଁ, ଆକାଶକୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଥିବାରୁ, ଏହି ଲେୟର୍ କୁ ଡବଲ୍ କରିବି ଓ Curves Tool ଚୟନ କରିବି |
00:56 | ଆଉ ଇମେଜର ଏହି ଭାଗକୁ ଦେଖିବି |
01:02 | ଏହାକୁ ହାଲୁକା କରିବା ପାଇଁ କର୍ଭକୁ ଉପରକୁ ଟାଣିବି |
01:10 | ଏହା ବହୁତ ଭଲ ଦେଖାଯାଉଛି ଓ ଏବେ ମୁଁ ଏଠାରେ ଟିକିଏ ଗାଢ କରିବାକୁ ଏହି କଳା ପଏଣ୍ଟକୁ ଆହୁରି ଉପରକୁ ଟାଣୁଛି |
01:19 | ମୁଁ ଭାବୁଛି ଏତିକି ହୋଇଯିବ |
01:25 | ଏବେ, ସାଇନ୍ ବୋର୍ଡରେ ଥିବା ଲେଖାକୁ ମୁଁ ଇମେଜର ତଳକୁ ଆଣିବାକୁ ଚାହୁଁଛି |
01:32 | ତେଣୁ, ମୁଁ Layer Mask ଚୟନ କରି ତାକୁ Blackରେ ପୂରଣ କରିବି |
01:43 | ଏବେ, ମୋର ପୁରୁଣା ଇମେଜକୁ ଫେରିଯିବି ଓ Layer Mask ଉପରେ କାମ କରିବି, ଯେଉଁଥିରେ ଗୋଟିଏ ଧଳା ବର୍ଡର୍ ଅଛି |
01:54 | ଏଠାରେ ଥିବା Paint Tool ସିଲେକ୍ଟ କରନ୍ତୁ |
02:00 | ଓ Foreground Color ଭାବେ Whiteକୁ |
02:05 | ମୁଁ ଗୋଟିଏ Brush ଚୟନ କରି ତାକୁ ବଡ଼ କରିବି |
02:12 | ଆଉ ଏବେ, ମୁଁ ଲେୟର୍ ମାସ୍କ ଉପରେ ପେଣ୍ଟ କରୁଛି |
02:18 | ବୋଧହୁଏ ଇମେଜକୁ ମୁଁ ଯୂମ୍ କରିବା ଉଚିତ |
02:25 | ଏତିକି ଭଲ |
02:27 | ବଢ଼ିଆ |
02:31 | ମୋର କୀ ଇଣ୍ଡିକେଟର୍ ରେ ଦାବି ହୋଇଥିବା କୀଗୁଡ଼ିକୁ ଆପଣ ଦେଖିପାରୁଥିବେ |
02:37 | ଏହା ଏହିଭଳି ଭଲ ଦେଖାଯାଉଛି |
02:40 | ଏହି ଲେୟର୍ କୁ ମୁଁ ପୁଣି ଦୁଇଗୁଣ କରି Overlay Mode ଚୟନ କରୁଛି, ଆଉ ବ୍ୟାକଗ୍ରାଉଣ୍ଡ ଭିତରେ ଆଉ ଟିକିଏ ଅଧିକ ପପ୍ ପାଇବା ପାଇଁ Opacity ସହିତ ଟିକିଏ ତଳକୁ ଯାଉଛି |
03:03 | ମୁଁ ଭାବୁଛି, ଏବେ ଏହା ବହୁତ ବଢ଼ିଆ ଦେଖାଗଲା |
03:07 | ମୁଁ ଏବେ ଏହି ଇମେଜକୁ ସେଭ୍ କରିବା ପାଇଁ ପ୍ରସ୍ତୁତ |
03:12 | ମୁଁ ଏଠାରେ କପୀରେ କାମ କରୁଛି. ତେଣୁ, ମୁଁ Saveରେ କ୍ଲିକ୍ କରିପାରେ କିମ୍ୱା Ctrl+S ଦାବିପାରେ, ଆଉ ଅବଶ୍ୟ ମୁଁ ଏଠାରେ ଥିବା ସମସ୍ତ ଲେୟର୍ସକୁ ସେଭ୍ କରିବାକୁ ଚାହୁଁନି ଓ ଏହି ଇମେଜକୁ JPEG ଇମେଜ୍ ଭାବରେ ସେଭ୍ କରୁଛି |
03:32 | ୱେବ୍ ରେ ଏହି ଇମେଜକୁ ଅପଲୋଡ୍ କରିବା ପାଇଁ ଏହାକୁ ରିସାଇଜ୍ କରିବାକୁ ହେବ. ତେଣୁ, ମୁଁ Image, Scale Imageକୁ ଯାଇ ଏହାର Widthକୁ 600କୁ ହ୍ରାସ କରିବି |
03:58 | ଏବେ, ଏହାକୁ ଟିକିଏ ଶାର୍ପେନ୍ କରିବାକୁ ହେବ. Filters >> Enhance >> Sharpenକୁ ଯାଆନ୍ତୁ |
04:20 | ଇମେଜରେ ଥିବା ଆର୍ଟ ଇଫେକ୍ଟକୁ ମୁଁ ଯାଞ୍ଚ କରିବି ଓ ଏଠାରେ ଆପଣ କିଛି ଆଲୋକ ଦେଖିପାରିବେ |
04:38 | ଏବେ ମୁଁ ଏହାକୁ ଏକ କପୀ ଭାବରେ ସେଭ୍ କରୁଛି |
04:44 | ମୁଁ ଏହାର ନାମ Small ଦେଇ ସେଭ୍ କରିବି |
04:50 | ଆଉ ଏହି ଇମେଜକୁ ମୁଁ ସାରିଦେଲି |
04:53 | ଏଡିଟିଙ୍ଗ୍ କରିବାବେଳେ ଆପଣଙ୍କୁ ଦୁଇଟି ଜିନିଷ ମନେରଖିବା ଉଚିତ |
04:58 | ପ୍ରଥମଟି ହେଉଛି, ଯଦି ଆପଣ ଇମେଜର ଗୋଟିଏ ଭାଗକୁ ବଦଳାଇ ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖିବାକୁ ଚାହାଁନ୍ତି, ତେବେ ସେହି ଲେୟର୍ ର ଏକ କପୀ ତିଆରି କରନ୍ତୁ ଓ ଆପଣଙ୍କର ପରିବର୍ତ୍ତନ କରନ୍ତୁ, ଆଉ ତା’ପରେ ଏକ Layer Mask ଦିଅନ୍ତୁ |
05:15 | କଳା, ଇମେଜକୁ ଲୁଚାଇଦିଏ ଓ ଧଳା ତା’ଭିତରେ ଥିବା ଜିନିଷଗୁଡ଼ିକୁ ପ୍ରକଟ କରେ |
05:22 | ଦ୍ୱିତୀୟଟି ହେଉଛି, ଯଦି ଆପଣ Overlay Modeରେ ତା’ଉପରେ ଦ୍ୱିତୀୟ ଲେୟର୍ ରଖନ୍ତି, ତେବେ ଇମେଜରେ ଭଲ କଣ୍ଟ୍ରାଷ୍ଟ ଓ କଲର୍ସ ଆସିବ |
05:33 | ଶୀଘ୍ର ଏଡିଟ୍ କରିବା ପାଇଁ ଏହି ଦୁଇଟି ହେଉଛି ଟ୍ରିକ୍ସ |
05:41 | ଏହି ଇମେଜରେ, ଆପଣ ଅତିକମରେ ଦୁଇଟି ସମସ୍ୟା ଦେଖିପାରିବେ |
05:46 | ପ୍ରଥମେ, ମୁଁ ଏହି ଲୋକମାନଙ୍କର ଗୋଡ଼ କାଟି ଦେଇଛି, ଯାହା ସେଠି ଥିଲେ ଭଲ ଦେଖାଯାଇଥା’ନ୍ତା |
05:55 | ଆଉ ଦ୍ୱିତୀୟ ସମସ୍ୟାଟି ହେଉଛି, ଏହି ବିଲ୍ଡିଙ୍ଗ୍ ଗୁଡ଼ିକ ଇମେଜ୍ ଭିତରକୁ ପଡ଼ୁଛି, କାରଣ ମୁଁ କ୍ୟାମେରାକୁ ଉପର ଆଡୁଆ ଧରିଛି |
06:08 | ମୁଁ Perspective Tool ଚୟନ କରିବି |
06:15 | ତା’ପରେ Direction ଡାୟଲଗ୍ ରେ ଥିବା Corrective (Backward) ଚୟନ କରି Preview ଭାବରେ Grid ଚୟନ କରିବି |
06:23 | ମୁଁ Outline କିମ୍ୱା Image ଚୟନ କରିପାରିବି, କିନ୍ତୁ Grid ଚୟନ କରିବି |
06:30 | ଆଉ ମୁଁ ଯେତେବେଳେ ଇମେଜ ଉପରେ କ୍ଲିକ୍ କରେ, ବେଶୀ ସାହାଯ୍ୟକାରୀ ସୂଚନା ନଥିବା ଏହି Info Window ପାଏ |
06:38 | ତେଣୁ, ମୁଁ ଏହାକୁ ରାସ୍ତାକୁ କାଢ଼ିଦେଉଛି, ଆଉ ଏବେ ଏଠାରେ ମୋ ପାଖରେ ଏହି ଗ୍ରିଡ୍ ଅଛି ଏବଂ ମୋତେ କେବଳ, ଇମେଜରେ ଥିବା ଏହି ଭର୍ଟିକଲ୍ସ ସହିତ ଏହି ଗ୍ରିଡ୍ ଲାଇନ୍ସକୁ ଆଲାଇନ୍ କରିବାକୁ ହେବ |
06:52 | ଆଉଟପୁଟ୍ ଇମେଜରେ ଏହି ଗ୍ରିଡ୍ ଗୁଡ଼ିକ ଭର୍ଟିକଲ୍ ଭାବରେ ନହେଲେ ହୋରିଯୋଣ୍ଟାଲ୍ ଭାବରେ ଥାଇପାରେ ଏବଂ ଉପରେ ଥିବା ଏହି ରେଖା, ଇମେଜର ଉପରେ ରହିବ |
07:02 | ଆଉ ତେଣୁ, ମୁଁ ଏହାକୁ କେବଳ ଏଠାକୁ ଟାଣି ଆଣୁଛି |
07:07 | ମୁଁ ଏବେ ଇମେଜକୁ ଭଲ ଭାବରେ ଦେଖି ଭାବୁଛି ଯେ, ଏହା ଠିକ୍ ଠାକ୍ ଅଛି |
07:41 | ଓ ଏବେ ମୁଁ Transform ଦାବିବି |
07:45 | ଏହା ଟ୍ରାନ୍ସଫର୍ମ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ |
07:51 | ଆଉ, ଏହା ଆସିଗଲା |
07:55 | ଏବେ ଆପଣ, ଦ୍ୱିତୀୟ ସମସ୍ୟାଟିକୁ ଏଠାରେ ଦେଖିପାରିବେ |
08:00 | ଏହି ଭୂମିଟି ଭଲ ନାହିଁ |
08:03 | ତେଣୁ, ମୋତେ ଏହି ଇମେଜକୁ କ୍ରପ୍ କରିବାକୁ ହେବ |
08:16 | ମୁଁ ମୋର Crop Toolକୁ ଯିବି |
08:19 | ଆଉ ମୁଁ ପାର୍ଶ୍ୱରେ ଥିବା ବିଲ୍ଡିଙ୍ଗ୍ କୁ କ୍ରପ୍ କରିବି ଓ କେବଳ ଏଠାରେ ଥିବାକୁ ଛାଡ଼ିଦେବି |
08:28 | ଏହା ଏକ ବର୍ଗ କ୍ଷେତ୍ର ଭଳି ଦେଖାଯାଉଛି. ଆମେ Fixed Aspect Ratio ଉପରେ କ୍ଲିକ୍ କରି ଏହାକୁ 1 by 1 (1:1) ରଖିବା |
08:40 | ଏବେ ମୋ ପାଖରେ ବର୍ଗ କ୍ଷେତ୍ର Crop ଅଛି |
08:45 | ଇମେଜ୍ ଭିତରେ ଲୋକମାନଙ୍କୁ ରଖି |
08:51 | ମୁଁ ଭାବୁଛି ଏହି କ୍ରପ୍ କାମ କରିବା ଉଚିତ |
08:56 | ଏହା ଉପରେ କ୍ଲିକ୍ କରନ୍ତୁ, ଆଉ ଏହା ଦେଖାଦେଲା |
09:00 | ଏବେ Curves Tool ସିଲେକ୍ଟ କରନ୍ତୁ |
09:04 | ସେଥିରେ ଅଧିକ କଣ୍ଟ୍ରାଷ୍ଟ ପାଇଁ ହାଇ ଲାଇନ୍ସକୁ ଟିକିଏ ଉପରକୁ ନିଅନ୍ତୁ |
09:19 | ଏବେ, ଏହି ଇମେଜ ମଧ୍ୟ ସରିଗଲା |
09:24 | ଏହା ହେଉଛି ପରବର୍ତ୍ତୀ ଇମେଜ୍ |
09:27 | ଏହି ଇମେଜ୍ ସହିତ କ’ଣ କରିବା? |
09:37 | ମୁଁ Rotate Tool ସିଲେକ୍ଟ କଲି ଓ 1 ଦାବି ଇମେଜକୁ ଯୂମ୍ କଲି |
09:49 | ଏଠାରେ, ଇମେଜ୍ ମଝିରେ ମୁଁ ଗୋଟିଏ ଭଲ ଭର୍ଟିକଲ୍ ସେକ୍ସନ୍ ଖୋଜୁଛି, ଆଉ Directionରେ, ମୁଁ Corrective (Backward) ରୋଟେଶନ୍ ସିଲେକ୍ଟ କରିବି |
10:04 | Cubic Interpolation ସିଲେକ୍ଟ କରିବା ପରେ ମୁଁ Preview ଭାବରେ Grid ସିଲେକ୍ଟ କରିବି |
10:12 | ଏବେ, ଗ୍ରିଡ୍ ଲାଇନ୍ସ ପାଇବା ପାଇଁ ମୁଁ ଇମେଜ୍ ଉପରେ କ୍ଲିକ୍ କରିବି ତଥା ଘରର ଭର୍ଟିକଲ୍ ନିର୍ମାଣ ସହିତ ଏହି ଲାଇନଗୁଡ଼ିକୁ ଆଲାଇନ୍ କରିବି |
10:24 | ଆଉ ମୁଁ ଭାବୁଛି, ଏହା ବହୁତ ବଢ଼ିଆ ହେଲା |
10:28 | ଏଠାରେ ଗୋଟିଏ ଛୋଟ ୱିଣ୍ଡୋ ଅଛି, ଯାହା 2.90 ଡିଗ୍ରୀ ଦେଖାଉଛି ଏବଂ ମୁଁ Rotate ଉପରେ କ୍ଲିକ୍ କରି ଶେଷ ପରିଣାମ ପାଇଁ ଅପେକ୍ଷା କରିବି |
10:40 | ଏହା ଆସିଗଲା |
10:44 | ଏହା ଭଲ ଦେଖାଯାଉଛି |
10:48 | ଆପଣ ଏଠାରେ ଦେଖିପାରିବେ ଯେ, ମୋ ପାଖରେ ବହୁତ ଡିଷ୍ଟୋର୍ଶନ୍ ଅଛି ଏବଂ ମୋତେ ତାହାର ସଂଶୋଧନ କରିବାକୁ ହେବ. ମୁଁ ଏବେ ଇମେଜକୁ କ୍ରପ୍ କରୁଛି |
11:07 | ମୁଁ ଭାବୁଛି, ଏହା ଠିକ୍ ଅଛି |
11:13 | ବୋଧହୁଏ ମୁଁ ଇମେଜକୁ ଠିକ୍ ଭାବେ ରୋଟେଟ୍ କରିନାହିଁ |
11:23 | ତେବେ, ମୁଁ ଯଥେଷ୍ଟ ରୋଟେଟ୍ କରିନାହିଁ ଓ ସଠିକ୍ ସ୍ଥାନ ଚୟନ କରିନାହିଁ |
11:34 | ତେଣୁ, ଚାଲନ୍ତୁ ଏହାକୁ ପୁଣିଥରେ କରିବା. |
11:39 | Ctrl+Z ଦାବି ପଦାଙ୍କଗୁଡ଼ିକୁ Undo କରନ୍ତୁ |
12:00 | ମୁଁ ପୁଣିଥରେ Rotate Tool ଚୟନ କରିବି |
12:10 | ପୂର୍ବରୁ ଚୟନ କରାଯାଇଥିବା ସେଟିଙ୍ଗଗୁଡ଼ିକୁ ମୁଁ ବଦଳାଇବି ନାହିଁ ଓ ଏବେ ମୁଁ, ଏଠାରେ ଥିବା TV ଟାୱର୍ ରେ ଇମେଜର କେନ୍ଦ୍ର ସେଟ୍ କରୁଛି |
12:34 | ଆଉ ଏବେ କେବଳ ଏକ TV ଟାୱର୍ ସହିତ ଏହାକୁ ଆଲାଇନ୍ କରୁଛି |
12:41 | TV ଟାୱର୍ ହେଉଛି ଇମେଜର ପ୍ରଧାନ ଭାଗ ଏବଂ ତେଣୁ, ଯଦି ତାହା ସିଧା ନରୁହେ, ତେବେ ଇମେଜ ବଙ୍କା ଲାଗିବ |
12:59 | ଏହା ଭଲ ଦେଖାଯାଉଛି |
13:01 | ଏବଂ ଏବେ ମୁଁ Crop Tool ନେବି ଓ ସେଥିରେ ବିଶେଷ କିଛି ନେଗେଟିଭ୍ ସ୍ପେସ୍ ନରଖି ଏକ କ୍ରପ୍ ଚୟନ କରିବି |
13:26 | ବର୍ତ୍ତମାନ ଏକ ଶେଷ ଜିନିଷ, ଇମେଜରେ ଅଳ୍ପ କଣ୍ଟ୍ରାଷ୍ଟ ଆଣିବା ପାଇଁ ବୋଧହୁଏ ଆଉ ଟିକିଏ Curves ଦରକାର |
13:44 | ଏତିକି ଠିକ୍ ଅଛି. ଆଉ ଏହି ଇମେଜକୁ ମୁଁ ସାରିଦେଲି |
13:50 | ଏହି ଇମେଜ ପୋର୍ଟେଟ୍ ମୋଡ୍ ରେ ରହିବା ଉଚିତ. ତେଣୁ, ମୋତେ ଏହାକୁ ଏଠାରେ ବଦଳାଇବାକୁ ହେବ |
13:59 | Image >> Transformକୁ ଯାଇ Rotate 90 Degree Anticlockwise କ୍ଲିକ୍ କରନ୍ତୁ |
14:08 | ମୁଁ ମୋ ଇମେଜକୁ ବୁଲାଇଦେଲି |
14:11 | ଆମେ ଯେତେବେଳେ ଇମେଜକୁ 90 ଡିଗ୍ରୀ ବୁଲାଏ, ଏହା କ୍ୱାଲିଟୀରେ ହାନି ନକରି ହୁଏ, ଯାହା JPEG ଇମେଜଗୁଡ଼ିକରେ ବିଶେଷ ଜରୁରୀ ଅଟେ |
14:28 | ଏହି ଇମେଜକୁ ଏବେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦେବା ଏବଂ ତାହା କରିବା ପାଇଁ ମଁ Curves Tool ବ୍ୟବହାର କରିବି |
14:37 | ଆପଣ Levels Tool କିମ୍ୱା ଅନ୍ୟ କିଛି ବ୍ୟବହାର କରିପାରିବେ, କିନ୍ତୁ ମୁଁ ଭାବୁଛି ମୋ ପାଇଁ Curves Tool ହେଉଛି ବେଷ୍ଟ |
14:44 | ଏହା ଉପରେ କେବଳ ଗୋଟିଏ ହାଲୁକା S କର୍ଭ ଟାଣନ୍ତୁ ଓ ଏହା ହେଇଗଲା. ଇମେଜକୁ Save କରନ୍ତୁ |
14:59 | ଏବେ, ପରବର୍ତ୍ତୀ ଇମେଜ୍ |
15:01 | ସବୁଯାକ ଗୋଟିଏ ଜାଗାରେ ରଖିବାକୁ, ଆପଣଙ୍କ ଇମେଜର ତ୍ୱରିତ ଏଡିଟିଙ୍ଗ୍ କରିବାକୁ, ଆପଣଙ୍କୁ କିଛି ବେସିକ୍ ଟୂଲ୍ସ ଦରକାର |
15:10 | ପ୍ରଥମେ ହେଉଛି Rotate Tool |
15:13 | Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ |
15:24 | ତା’ପରେ ଟିଲଟିଙ୍ଗ୍ ଲାଇନ୍ସ ପାଇଁ, ଆପଣଙ୍କୁ Perspective Tool ଦରକାର |
15:31 | ପୁଣିଥରେ Corrective Mode ବ୍ୟବହାର କରି Preview ଭାବରେ Grid ରଖନ୍ତୁ ଏବଂ ସେହି ଭର୍ଟିକଲ୍ସ କିମ୍ୱା ହୋରିଯୋଣ୍ଟାଲ୍ସ ସହିତ ଗ୍ରିଡ୍ କୁ ଆଲାଇନ୍ କରନ୍ତୁ |
15:48 | ଇମେଜର କଣ୍ଟ୍ରାଷ୍ଟ ଓ ଲାଇଟନେସ୍ ସଂଶୋଧନ ପାଇଁ Curves Tool ଚୟନ କରି S କର୍ଭ ଲାଗୁ କରନ୍ତୁ. ଏହା ଅନେକ ସ୍ଥାନରେ ସାହାଯ୍ୟକାରୀ ଅଟେ. କିମ୍ୱା କିଛି ମାମଲାରେ, ଯଦି ଆପଣ ଏକ ହାଲୁକା ଇମେଜ ଚାହାଁନ୍ତି, ତେବେ S କର୍ଭକୁ ଓଲଟାଇଦିଅନ୍ତୁ
ଏବଂ ଆପଣ ଏଠାରେ ବାହାରେ ପ୍ରକୃତ କୁହୁଡ଼ି ଦେଖିପାରିବେ |
16:23 | Image >> Transform ମେନୁକୁ ଯାଆନ୍ତୁ, ଯେଉଁଠାରେ ଆପଣ ଇମେଜକୁ Rotate କରିପାରିବେ ଏବଂ ଆଉଟପୁଟ୍ ଆକାରକୁ Scale କରିପାରିବେ |
16:37 | ଶେଷରେ, ତ୍ୱରିତ ଏଡିଟିଙ୍ଗ୍ ପାଇଁ Filters ହେଉଛି ମହତ୍ୱପୂର୍ଣ୍ଣ |
16:43 | Enhance ଓ Sharpenକୁ ଯାଆନ୍ତୁ |
16:47 | ଅନେକ ଟୂଲ୍ସ ଲାଗୁ କରିବା ପରେ, ଉଦାହରଣସ୍ୱରୂପ Rotating କିମ୍ୱା Transformation Tool, Perspective Tool କିମ୍ୱା Reszing Tool, ଇମେଜଟି ହାଲୁକା ହୋଇଯାଏ |
17:02 | ଆଉ Sharpening ସହିତ ଆପଣ ତାହାକୁ Redo କରିପାରିବେ |
17:08 | ଆପଣଙ୍କୁ Layers ସହିତ ପରିଚିତ ହେବାକୁ ପଡ଼ିବ |
17:15 | ପ୍ରଥମେ, ଲେୟର୍ କୁ ଦୁଇଗୁଣ କରନ୍ତୁ, ଉଦାହରଣ ପାଇଁ Overlay Mode କିମ୍ୱା ଅନ୍ୟ ମୋଡ୍ସରେ କ’ଣ ହେଉଛି ଦେଖନ୍ତୁ |
17:26 | ସେଥିରେ ଆହୁରି ବହୁତ କିଛି ଜାଣିବାର ଅଛି. ମୁଁ ସେଗୁଡ଼ିକୁ ଆଉ କେତେବେଳେ କଭର୍ କରିବି |
17:33 | ଦେଖନ୍ତୁ, ପ୍ରତ୍ୟେକଥର ମୁଁ ଯେତେବେଳେ Layer Mode ବଦଳାଏ, ସଂପୂର୍ଣ୍ଣ ଭିନ୍ନ ଇମେଜ୍ ପାଏ |
17:41 | ଆଉ ଯଦି ଆପଣ, ଇମେଜର କେବଳ ଗୋଟିଏ ଭାଗ ବଦଳାଇବାକୁ ଚାହାଁନ୍ତି, ତେବେ ଏକ Layer Mask ଆଡ୍ କରନ୍ତୁ ଏବଂ ଇମେଜରେ ଦେଖିବାକୁ ଚାହୁଁଥିବା ଜିନିଷକୁ ଧଳାରେ |
17:58 | ତଥା ଯେଉଁଗୁଡ଼ିକୁ ଦେଖିବାକୁ ଚାହୁଁନାହାନ୍ତି, ସେଗୁଡ଼ିକୁ କଳାରେ ଫିଲ୍ କରନ୍ତୁ |
18:05 | ଗ୍ରେ ଆଂଶିକ ଦୃଶ୍ୟମାନ ହେବ ଓ ତାହା ପାରଦର୍ଶୀ ଅଟେ |
18:12 | ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି |
18:17 | ଆଉ, ଆଗାମୀ ଟ୍ୟୁଟୋରିଆଲ୍ ରେ ଆପଣଙ୍କ ସହ ଦେଖା ହେବ ବୋଲି ମୁଁ ଆଶା କରୁଛି. ବିଦାୟ |
18:25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |