Difference between revisions of "GIMP/C2/Adjusting-Colours-Using-Layers/Oriya"
From Script | Spoken-Tutorial
(Created page with "{| border=1 |'''Time''' Time – 7:21 |'''Narration''' |- |00:22 | Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ...") |
PoojaMoolya (Talk | contribs) |
||
(One intermediate revision by one other user not shown) | |||
Line 1: | Line 1: | ||
{| border=1 | {| border=1 | ||
− | |'''Time''' | + | |'''Time''' |
|'''Narration''' | |'''Narration''' | ||
Line 6: | Line 6: | ||
|00:22 | |00:22 | ||
| Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | | Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | ||
+ | |||
|- | |- | ||
|00:29 | |00:29 | ||
| ପୂର୍ବ ଏଡିଶନ୍ ରେ, ଏଡିଟିଙ୍ଗ୍ ପରେ ମୁଁ ଏହି ଇମେଜକୁ ଏଠାକୁ ଆଣିଛି | | ପୂର୍ବ ଏଡିଶନ୍ ରେ, ଏଡିଟିଙ୍ଗ୍ ପରେ ମୁଁ ଏହି ଇମେଜକୁ ଏଠାକୁ ଆଣିଛି | ||
+ | |||
|- | |- | ||
|00:33 | |00:33 | ||
| ଆଉ ଆଜି, ମୁଁ ଭାବୁଛି କଲର୍ ସେଟ୍ କରିବା ପାଇଁ ମୁଁ କିଛି କରିବା ଉଚିତ | | ଆଉ ଆଜି, ମୁଁ ଭାବୁଛି କଲର୍ ସେଟ୍ କରିବା ପାଇଁ ମୁଁ କିଛି କରିବା ଉଚିତ | ||
+ | |||
|- | |- | ||
|00:39 | |00:39 | ||
| କାରଣ ଏହି ଇମେଜଟି ବହୁତ ସବୁଜ ଦେଖାଯାଉଛି | | କାରଣ ଏହି ଇମେଜଟି ବହୁତ ସବୁଜ ଦେଖାଯାଉଛି | ||
+ | |||
|- | |- | ||
|00:41 | |00:41 | ||
| କଲର୍ ଆଡଜଷ୍ଟ କରିବା ପାଇଁ ବହୁତ ମାର୍ଗ ଅଛି, ଆଉ ସେଥିରୁ ଗୋଟିଏ ହେଉଛି Curves Tool | | କଲର୍ ଆଡଜଷ୍ଟ କରିବା ପାଇଁ ବହୁତ ମାର୍ଗ ଅଛି, ଆଉ ସେଥିରୁ ଗୋଟିଏ ହେଉଛି Curves Tool | ||
+ | |||
|- | |- | ||
|00:47 | |00:47 | ||
| ମୁଁ Tool Boxରେ ଥିବା Curves Tool ଉପରେ କ୍ଲିକ୍ କରି Green Channel ସିଲେକ୍ଟ କଲି ଓ Curveକୁ ତଳକୁ ଭିଡ଼ି ଆଣିଲି | | ମୁଁ Tool Boxରେ ଥିବା Curves Tool ଉପରେ କ୍ଲିକ୍ କରି Green Channel ସିଲେକ୍ଟ କଲି ଓ Curveକୁ ତଳକୁ ଭିଡ଼ି ଆଣିଲି | ||
+ | |||
|- | |- | ||
|00:55 | |00:55 | ||
| ଆପଣ ଦେଖିପାରୁଥିବେ ଯେ, କଲର୍ ଚାନେଲ୍ ଓ ଇମେଜରେ ଥିବା କୁହୁଡ଼ି, ପ୍ରକୃତ କୁହୁଡ଼ି ପରି ଦେଖାଯାଉଛି | | ଆପଣ ଦେଖିପାରୁଥିବେ ଯେ, କଲର୍ ଚାନେଲ୍ ଓ ଇମେଜରେ ଥିବା କୁହୁଡ଼ି, ପ୍ରକୃତ କୁହୁଡ଼ି ପରି ଦେଖାଯାଉଛି | ||
+ | |||
|- | |- | ||
|01:02 | |01:02 | ||
| ଏବେ ମୋତେ କର୍ଭକୁ ଏପରି ଆଡଜଷ୍ଟ କରିବାକୁ ହେବ, ଯେପରି ମୁଁ ଏମିତି ଏକ ଇମେଜ ପାଇବି, ଯାହା ଗ୍ରେ ହୋଇଥିବ, ଗ୍ରୀନ୍ କିମ୍ୱା ମାଗେଣ୍ଟା ନୁହେଁ | | ଏବେ ମୋତେ କର୍ଭକୁ ଏପରି ଆଡଜଷ୍ଟ କରିବାକୁ ହେବ, ଯେପରି ମୁଁ ଏମିତି ଏକ ଇମେଜ ପାଇବି, ଯାହା ଗ୍ରେ ହୋଇଥିବ, ଗ୍ରୀନ୍ କିମ୍ୱା ମାଗେଣ୍ଟା ନୁହେଁ | ||
+ | |||
|- | |- | ||
|01:13 | |01:13 | ||
| ମୁଁ Curves Tool ବ୍ୟବହାର କରିବାକୁ ଚାହୁଁନାହିଁ, କାରଣ ଏହା ଇମେଜକୁ ନଷ୍ଟ କରିଦେବ ଏବଂ ମୁଁ ତା’ପରେ ତାହାକୁ ଠିକ୍ କରିପାରିବି ନାହିଁ | | ମୁଁ Curves Tool ବ୍ୟବହାର କରିବାକୁ ଚାହୁଁନାହିଁ, କାରଣ ଏହା ଇମେଜକୁ ନଷ୍ଟ କରିଦେବ ଏବଂ ମୁଁ ତା’ପରେ ତାହାକୁ ଠିକ୍ କରିପାରିବି ନାହିଁ | ||
+ | |||
|- | |- | ||
|01:23 | |01:23 | ||
| ମୁଁ Undo Tool ବ୍ୟବହାର କରିପାରିବି, କିନ୍ତୁ ତା’ପରେ ମୋତେ ସମସ୍ତ ପଦାଙ୍କକୁ Redo କରିବାକୁ ପଡ଼ିବ | | ମୁଁ Undo Tool ବ୍ୟବହାର କରିପାରିବି, କିନ୍ତୁ ତା’ପରେ ମୋତେ ସମସ୍ତ ପଦାଙ୍କକୁ Redo କରିବାକୁ ପଡ଼ିବ | ||
+ | |||
|- | |- | ||
|01:28 | |01:28 | ||
| ତେଣୁ, ମୁଁ ଏପରି କିଛି ରଖିବାକୁ ଚାହୁଁଛି, ଯାହା ଇମେଜକୁ ନଷ୍ଟ କରିବନି ଏବଂ ତାକୁ ମୁଁ ପରେ ଆଡଜଷ୍ଟ କରିପାରିବି | | ତେଣୁ, ମୁଁ ଏପରି କିଛି ରଖିବାକୁ ଚାହୁଁଛି, ଯାହା ଇମେଜକୁ ନଷ୍ଟ କରିବନି ଏବଂ ତାକୁ ମୁଁ ପରେ ଆଡଜଷ୍ଟ କରିପାରିବି | ||
+ | |||
|- | |- | ||
|01:34 | |01:34 | ||
| ଏପରି ଏକ ମାର୍ଗ ଅଛି, ଯାହା Layers ସହିତ ଏକ ସରଳ Filter ବ୍ୟବହାର କରେ | | ଏପରି ଏକ ମାର୍ଗ ଅଛି, ଯାହା Layers ସହିତ ଏକ ସରଳ Filter ବ୍ୟବହାର କରେ | ||
+ | |||
|- | |- | ||
|01:39 | |01:39 | ||
| ତେଣୁ ମୁଁ, ଏଠାରେ Layer ଡାୟଲଗ୍ ଖୋଲିଛି | | ତେଣୁ ମୁଁ, ଏଠାରେ Layer ଡାୟଲଗ୍ ଖୋଲିଛି | ||
+ | |||
|- | |- | ||
|01:43 | |01:43 | ||
| ଏଠାରେ ଆପଣ ବ୍ୟାକଗ୍ରାଉଣ୍ଡ ଦେଖିପାରୁଥିବେ, ଯାହା ହେଉଛି ଆମର ମୂଳ ଇମେଜ୍ | | ଏଠାରେ ଆପଣ ବ୍ୟାକଗ୍ରାଉଣ୍ଡ ଦେଖିପାରୁଥିବେ, ଯାହା ହେଉଛି ଆମର ମୂଳ ଇମେଜ୍ | ||
+ | |||
|- | |- | ||
|01:47 | |01:47 | ||
| ମୁଁ କେବଳ ଗୋଟିଏ ନୂଆ ଲେୟାର୍ ଆଡ୍ କରି Layer Fill Typeରେ White କଲି ଓ ତାହାର ନାମ ଭାବେ Color Correction Green ଦେଲି | | ମୁଁ କେବଳ ଗୋଟିଏ ନୂଆ ଲେୟାର୍ ଆଡ୍ କରି Layer Fill Typeରେ White କଲି ଓ ତାହାର ନାମ ଭାବେ Color Correction Green ଦେଲି | ||
+ | |||
|- | |- | ||
|01:59 | |01:59 | ||
| ଏବେ ମୋ ଇମେଜଟି ପୂରା ଧଳା ହୋଇଗଲା, କିନ୍ତୁ ମୁଁ ଲେୟାର୍ ମୋଡ୍ ବଦଳାଇପାରିବି | | ଏବେ ମୋ ଇମେଜଟି ପୂରା ଧଳା ହୋଇଗଲା, କିନ୍ତୁ ମୁଁ ଲେୟାର୍ ମୋଡ୍ ବଦଳାଇପାରିବି | ||
+ | |||
|- | |- | ||
|02:05 | |02:05 | ||
| Layer Mode ହେଉଛି ଏକ ଅଲଗୋରିଦମ୍, ଯାହା ଦୁଇଟି ଲେୟାର୍ସକୁ ମିଶାଇଥାଏ, ଯଥା ମୂଳ Background ଲେୟାର୍ ଓ ନୂଆ ତିଆରି ହୋଇଥିବା ଲେୟାର୍ | | Layer Mode ହେଉଛି ଏକ ଅଲଗୋରିଦମ୍, ଯାହା ଦୁଇଟି ଲେୟାର୍ସକୁ ମିଶାଇଥାଏ, ଯଥା ମୂଳ Background ଲେୟାର୍ ଓ ନୂଆ ତିଆରି ହୋଇଥିବା ଲେୟାର୍ | ||
+ | |||
|- | |- | ||
|02:16 | |02:16 | ||
| ତେଣୁ, ମୁଁ ଏଠାରେ Multiply Mode ଚୟନ କରିବି | | ତେଣୁ, ମୁଁ ଏଠାରେ Multiply Mode ଚୟନ କରିବି | ||
+ | |||
|- | |- | ||
|02:22 | |02:22 | ||
| ଆଉ ଆପଣ ମୂଳ ଇମେଜ ଫେରିପାଇବେ, ତାହା ପୂର୍ବରୁ ଯେପରି ଥିଲା | | ଆଉ ଆପଣ ମୂଳ ଇମେଜ ଫେରିପାଇବେ, ତାହା ପୂର୍ବରୁ ଯେପରି ଥିଲା | ||
+ | |||
|- | |- | ||
|02:27 | |02:27 | ||
| Multiply Mode, ବ୍ୟାକଗ୍ରାଉଣ୍ଡର ପିକ୍ସେଲ୍ସକୁ Foreground ପିକ୍ସେଲ୍ସ ସହିତ ଗୁଣନ କରେ ଏବଂ ପରିଣାମକୁ 255 ଦ୍ୱାରା ହରଣ କରେ | | Multiply Mode, ବ୍ୟାକଗ୍ରାଉଣ୍ଡର ପିକ୍ସେଲ୍ସକୁ Foreground ପିକ୍ସେଲ୍ସ ସହିତ ଗୁଣନ କରେ ଏବଂ ପରିଣାମକୁ 255 ଦ୍ୱାରା ହରଣ କରେ | ||
+ | |||
|- | |- | ||
|02:37 | |02:37 | ||
| ଏବଂ ଗୋଟିଏ ଦଳା ଛବିରେ, ସମସ୍ତ କଲର୍ ଚାନେଲ୍ସ 255 ଥାଏ; ତେଣୁ 255 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ, ପ୍ରାରମ୍ଭିକ ପଏଣ୍ଟ ଦେଇଥାଏ, ଯାହା ହେଉଛି Background | | ଏବଂ ଗୋଟିଏ ଦଳା ଛବିରେ, ସମସ୍ତ କଲର୍ ଚାନେଲ୍ସ 255 ଥାଏ; ତେଣୁ 255 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ, ପ୍ରାରମ୍ଭିକ ପଏଣ୍ଟ ଦେଇଥାଏ, ଯାହା ହେଉଛି Background | ||
+ | |||
|- | |- | ||
|02:52 | |02:52 | ||
| କିନ୍ତୁ, ମୁଁ ଯଦି ନୂଆ ଲେୟାର୍ ରେ ଗୋଟିଏ ଚାନେଲ୍ ହ୍ରାସ କରୁଛି, ତାହା ବ୍ୟାକଗ୍ରାଉଣ୍ଡରେ ମଧ୍ୟ ହ୍ରାସ ହେବ, କାରଣ 200 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ କମ୍ ଦେଇଥାଏ | | କିନ୍ତୁ, ମୁଁ ଯଦି ନୂଆ ଲେୟାର୍ ରେ ଗୋଟିଏ ଚାନେଲ୍ ହ୍ରାସ କରୁଛି, ତାହା ବ୍ୟାକଗ୍ରାଉଣ୍ଡରେ ମଧ୍ୟ ହ୍ରାସ ହେବ, କାରଣ 200 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ କମ୍ ଦେଇଥାଏ | ||
+ | |||
|- | |- | ||
|03:06 | |03:06 | ||
| ଏବେ, ମୁଁ ଏପରି ଏକ ରଙ୍ଗ ଚୟନ କରିବାକୁ ଚାହୁଁଛି, ଯେଉଁଥିରେ ହ୍ରାସିତ ଗ୍ରୀନ୍ ଚାନେଲ୍ ଥିବ | | ଏବେ, ମୁଁ ଏପରି ଏକ ରଙ୍ଗ ଚୟନ କରିବାକୁ ଚାହୁଁଛି, ଯେଉଁଥିରେ ହ୍ରାସିତ ଗ୍ରୀନ୍ ଚାନେଲ୍ ଥିବ | ||
+ | |||
|- | |- | ||
|03:12 | |03:12 | ||
| ଏଠାରେ ମୋ ପାଖରେ Foreground ଭାବରେ କଳା ଅଛି, ଯାହାକୁ ମୁଁ Background କଲର୍ ଭାବରେ ଓ ଧଳାକୁ Foreground କଲର୍ ଭାବରେ ବଦଳାଇଛି ଏବଂ ଆପଣ ଦେଖିପାରୁଥିବେ ଯେ, ନାଲି, ସବୁଜ ଓ ନୀଳ, ସମସ୍ତ କଲର୍ ଚାନେଲ୍ସର ସମାନ ଭାଲ୍ୟୁ ଅଛି, ଯାହା ହେଉଛି 255 | | ଏଠାରେ ମୋ ପାଖରେ Foreground ଭାବରେ କଳା ଅଛି, ଯାହାକୁ ମୁଁ Background କଲର୍ ଭାବରେ ଓ ଧଳାକୁ Foreground କଲର୍ ଭାବରେ ବଦଳାଇଛି ଏବଂ ଆପଣ ଦେଖିପାରୁଥିବେ ଯେ, ନାଲି, ସବୁଜ ଓ ନୀଳ, ସମସ୍ତ କଲର୍ ଚାନେଲ୍ସର ସମାନ ଭାଲ୍ୟୁ ଅଛି, ଯାହା ହେଉଛି 255 | ||
+ | |||
|- | |- | ||
|03:31 | |03:31 | ||
| ସେ ଯାହା ହେଉ, ଏଠାକାର ସ୍ଲାଇଡର୍ ରେ ଥିବା ରଙ୍ଗ ଦ୍ୱାରା ଆପଣ ବିଭ୍ରାନ୍ତ ହୁଅନ୍ତୁ ନାହିଁ | | ସେ ଯାହା ହେଉ, ଏଠାକାର ସ୍ଲାଇଡର୍ ରେ ଥିବା ରଙ୍ଗ ଦ୍ୱାରା ଆପଣ ବିଭ୍ରାନ୍ତ ହୁଅନ୍ତୁ ନାହିଁ | ||
+ | |||
|- | |- | ||
|03:36 | |03:36 | ||
| ଏହା ନୀଳ ନୁହେଁ, ଏହା ହଳଦିଆ ଅଟେ, କିନ୍ତୁ ଏହାକୁ ଯଦି ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟକୁ ଖସାଉଛି, ଦେଖନ୍ତୁ, ସମସ୍ତ ସ୍ଲାଇଡର୍ସରେ ଥିବା ରଙ୍ଗ ଆପଣା ଛାଏଁ ଛାଏଁ ବଦଳୁଛି | | ଏହା ନୀଳ ନୁହେଁ, ଏହା ହଳଦିଆ ଅଟେ, କିନ୍ତୁ ଏହାକୁ ଯଦି ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟକୁ ଖସାଉଛି, ଦେଖନ୍ତୁ, ସମସ୍ତ ସ୍ଲାଇଡର୍ସରେ ଥିବା ରଙ୍ଗ ଆପଣା ଛାଏଁ ଛାଏଁ ବଦଳୁଛି | ||
+ | |||
|- | |- | ||
|03:50 | |03:50 | ||
| ଠିକ୍ ଅଛି, ମୁଁ ଏଠାରେ ଥିବା ଗ୍ରୀନ୍ ସ୍ଲାଇଡର୍ କୁ ସିଲେକ୍ଟ କରି ପାଖାପାଖି 211କୁ ନେଉଛି | | ଠିକ୍ ଅଛି, ମୁଁ ଏଠାରେ ଥିବା ଗ୍ରୀନ୍ ସ୍ଲାଇଡର୍ କୁ ସିଲେକ୍ଟ କରି ପାଖାପାଖି 211କୁ ନେଉଛି | ||
+ | |||
|- | |- | ||
|03:59 | |03:59 | ||
| ଏବଂ ମୋ ଇମେଜକୁ ମୁଁ ସେହି ରଙ୍ଗ ଭିଡୁଛି, ଯାହାକୁ ମୁଁ ମୋର Foreground କଲର୍ ଭାବରେ ରଖିଛି ଏବଂ ପରିଣାମସ୍ୱରୂପ ମୁଁ ମାଗେଣ୍ଟା ପ୍ରାପ୍ତ କଲି | | ଏବଂ ମୋ ଇମେଜକୁ ମୁଁ ସେହି ରଙ୍ଗ ଭିଡୁଛି, ଯାହାକୁ ମୁଁ ମୋର Foreground କଲର୍ ଭାବରେ ରଖିଛି ଏବଂ ପରିଣାମସ୍ୱରୂପ ମୁଁ ମାଗେଣ୍ଟା ପ୍ରାପ୍ତ କଲି | ||
+ | |||
|- | |- | ||
|04:10 | |04:10 | ||
| କିନ୍ତୁ, Opacity Slider ସାହାଯ୍ୟରେ, ମୁଁ ମୋର ସବୁଜ ହ୍ରାସର ଘନତ୍ୱକୁ ଆଡଜଷ୍ଟ କରିପାରିବି | | କିନ୍ତୁ, Opacity Slider ସାହାଯ୍ୟରେ, ମୁଁ ମୋର ସବୁଜ ହ୍ରାସର ଘନତ୍ୱକୁ ଆଡଜଷ୍ଟ କରିପାରିବି | ||
+ | |||
|- | |- | ||
|04:19 | |04:19 | ||
| ଆଉ ମୁଁ ଯେତେବେଳେ ଜିରୋକୁ ଫେରିଯାଏ, ମୁଁ ପୁରୁଣା ଇମେଜକୁ ପାଏ ଏବଂ ମୁଁ ସ୍ଲାଇଡରକୁ ଉପରକୁ ଭିଡ଼ିଲେ ଇମେଜରେ ଥିବା ଗ୍ରୀନ୍ ଚାନେଲ୍ ହ୍ରାସ ପାଏ ଏବଂ ଇମେଜରେ ମାଗେଣ୍ଟା ପ୍ରାପ୍ତ କରିବାକୁ ମଧ୍ୟ ଏଡ଼ାଏ | | ଆଉ ମୁଁ ଯେତେବେଳେ ଜିରୋକୁ ଫେରିଯାଏ, ମୁଁ ପୁରୁଣା ଇମେଜକୁ ପାଏ ଏବଂ ମୁଁ ସ୍ଲାଇଡରକୁ ଉପରକୁ ଭିଡ଼ିଲେ ଇମେଜରେ ଥିବା ଗ୍ରୀନ୍ ଚାନେଲ୍ ହ୍ରାସ ପାଏ ଏବଂ ଇମେଜରେ ମାଗେଣ୍ଟା ପ୍ରାପ୍ତ କରିବାକୁ ମଧ୍ୟ ଏଡ଼ାଏ | ||
+ | |||
|- | |- | ||
|04:35 | |04:35 | ||
| ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ଦେଖାଗଲା | | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ଦେଖାଗଲା | ||
+ | |||
|- | |- | ||
|04:38 | |04:38 | ||
| Layers Tool ବ୍ୟବହାର କରି ମୁଁ, ଯେତେବେଳେ ଚାହିଁବି ପରିବର୍ତ୍ତନ କରିପାରିବି ଏବଂ ପାଇନ୍ ଆଡଜଷ୍ଟମେଣ୍ଟ ମଧ୍ୟ କରିପାରିବି, ଯେତେବେଳେ ତାହା ଉପରେ ଅଧିକ ଲେୟର୍ସ ଥିବ ଏବଂ ତଳେ ଥିବା ଛବିରେ ମୁଁ କିଛି ବଦଳାଇଲେ ମଧ୍ୟ ପରିବର୍ତ୍ତନଟି ରହିବ | | Layers Tool ବ୍ୟବହାର କରି ମୁଁ, ଯେତେବେଳେ ଚାହିଁବି ପରିବର୍ତ୍ତନ କରିପାରିବି ଏବଂ ପାଇନ୍ ଆଡଜଷ୍ଟମେଣ୍ଟ ମଧ୍ୟ କରିପାରିବି, ଯେତେବେଳେ ତାହା ଉପରେ ଅଧିକ ଲେୟର୍ସ ଥିବ ଏବଂ ତଳେ ଥିବା ଛବିରେ ମୁଁ କିଛି ବଦଳାଇଲେ ମଧ୍ୟ ପରିବର୍ତ୍ତନଟି ରହିବ | ||
+ | |||
|- | |- | ||
|04:55 | |04:55 | ||
| ଏହି ଲେୟାର୍ ରେ ତଥାପି ପରିବର୍ତ୍ତନ ଦରକାର, ଯେହେତୁ ଏହା ଧୂଷର ଦେଖାଯାଉଛି ଏବଂ ଏଥିରେ ମୁଁ ଟିକିଏ ନୀଳ ଯୋଡ଼ିବାକୁ ଚାହୁଁଛି | | ଏହି ଲେୟାର୍ ରେ ତଥାପି ପରିବର୍ତ୍ତନ ଦରକାର, ଯେହେତୁ ଏହା ଧୂଷର ଦେଖାଯାଉଛି ଏବଂ ଏଥିରେ ମୁଁ ଟିକିଏ ନୀଳ ଯୋଡ଼ିବାକୁ ଚାହୁଁଛି | ||
+ | |||
|- | |- | ||
|05:03 | |05:03 | ||
| ପୁଣିଥରେ ମୁଁ ସେହି ପ୍ରକ୍ରିୟା ପାଳନ କରି ଗୋଟିଏ ନୂଆ ଲେୟାର୍ ତିଆରି କରିବି ଏବଂ ତାକୁ Color Correction Blue ନାମ ଦେବି | | ପୁଣିଥରେ ମୁଁ ସେହି ପ୍ରକ୍ରିୟା ପାଳନ କରି ଗୋଟିଏ ନୂଆ ଲେୟାର୍ ତିଆରି କରିବି ଏବଂ ତାକୁ Color Correction Blue ନାମ ଦେବି | ||
+ | |||
|- | |- | ||
|05:11 | |05:11 | ||
| ଏବଂ ଏବେ ମୁଁ ଏଥିରେ ଆଉ ଟିକିଏ ନୀଳ ଦେବାକୁ ଚାହୁଁଛି | | ଏବଂ ଏବେ ମୁଁ ଏଥିରେ ଆଉ ଟିକିଏ ନୀଳ ଦେବାକୁ ଚାହୁଁଛି | ||
+ | |||
|- | |- | ||
|05:15 | |05:15 | ||
| ଇମେଜରେ ନୀଳ ଆଡ୍ କରିବା ପାଇଁ ମୂଁ, Screen Mode ବ୍ୟବହାର କରିବି, ଯାହା Multiply Mode ତୁଳନାରେ ଟିକିଏ ଜଟିଳ | | ଇମେଜରେ ନୀଳ ଆଡ୍ କରିବା ପାଇଁ ମୂଁ, Screen Mode ବ୍ୟବହାର କରିବି, ଯାହା Multiply Mode ତୁଳନାରେ ଟିକିଏ ଜଟିଳ | ||
+ | |||
|- | |- | ||
|05:24 | |05:24 | ||
| Screen Modeରେ, ରଙ୍ଗଗୁଡ଼ିକ ପ୍ରଥମେ ଓଲଟିବ ଏବଂ ତା’ପରେ ଗୁଣନ ଓ ହରଣ ହେବ ତଥା ବହୁତ ଜଟିଳ | | Screen Modeରେ, ରଙ୍ଗଗୁଡ଼ିକ ପ୍ରଥମେ ଓଲଟିବ ଏବଂ ତା’ପରେ ଗୁଣନ ଓ ହରଣ ହେବ ତଥା ବହୁତ ଜଟିଳ | ||
+ | |||
|- | |- | ||
|05:33 | |05:33 | ||
| ମୁଁ ଏବେ Foreground ରଙ୍ଗକୁ କଳାରେ ବଦଳାଇବି ଏବଂ ସିଧାସଳଖ ମୁଁ ଚାହୁଁଥିବା ରଙ୍ଗ ମିଶାଇବି ଏବଂ ମୋତେ ନୀଳରୁ ଆଉ ଟିକିଏ ମିଶାଇବାକୁ ହେବ | | ମୁଁ ଏବେ Foreground ରଙ୍ଗକୁ କଳାରେ ବଦଳାଇବି ଏବଂ ସିଧାସଳଖ ମୁଁ ଚାହୁଁଥିବା ରଙ୍ଗ ମିଶାଇବି ଏବଂ ମୋତେ ନୀଳରୁ ଆଉ ଟିକିଏ ମିଶାଇବାକୁ ହେବ | ||
+ | |||
|- | |- | ||
|05:43 | |05:43 | ||
| ତେଣୁ, Blue Sliderକୁ ସାମାନ୍ୟ ତଳକୁ ଖସାଇ | | ତେଣୁ, Blue Sliderକୁ ସାମାନ୍ୟ ତଳକୁ ଖସାଇ | ||
+ | |||
|- | |- | ||
|05:47 | |05:47 | ||
| ରଙ୍ଗକୁ ଇମେଜ ମଧ୍ୟକୁ ଟାଣି ଆଣିବି | | ରଙ୍ଗକୁ ଇମେଜ ମଧ୍ୟକୁ ଟାଣି ଆଣିବି | ||
+ | |||
|- | |- | ||
|05:51 | |05:51 | ||
| ଏଠାରେ, ନୀଳ ରହିବା ଦରକାର, ଯାହା କଳା ପରି ଦେଖାଯାଉଛି, ମାତ୍ର ବହୁତ ଗାଢ ନୀଳ ଅଟେ | | ଏଠାରେ, ନୀଳ ରହିବା ଦରକାର, ଯାହା କଳା ପରି ଦେଖାଯାଉଛି, ମାତ୍ର ବହୁତ ଗାଢ ନୀଳ ଅଟେ | ||
+ | |||
|- | |- | ||
|05:59 | |05:59 | ||
| ଏଠାରେ ଥିବା ଇମେଜକୁ ଦେଖନ୍ତୁ ଏବଂ ମୁଁ ଯେତେବେଳେ ଏହାକୁ Off କରିବି, ଆପଣ ପରିବର୍ତ୍ତନ ଦେଖିବେ | | ଏଠାରେ ଥିବା ଇମେଜକୁ ଦେଖନ୍ତୁ ଏବଂ ମୁଁ ଯେତେବେଳେ ଏହାକୁ Off କରିବି, ଆପଣ ପରିବର୍ତ୍ତନ ଦେଖିବେ | ||
+ | |||
|- | |- | ||
|06:04 | |06:04 | ||
| ଏହି ଇମେଜ୍ ନିଶ୍ଚିତ ଭାବେ ନୀଳଭଳି ଅଟେ | | ଏହି ଇମେଜ୍ ନିଶ୍ଚିତ ଭାବେ ନୀଳଭଳି ଅଟେ | ||
+ | |||
|- | |- | ||
|06:08 | |06:08 | ||
| ମୁଁ ଉଭୟ ନୂଆ ଲେୟାରକୁ ବନ୍ଦ କରିପାରିବି ଏବଂ ସେଥିରୁ ଆପଣ ପ୍ରାରମ୍ଭିକ ପଏଣ୍ଟ ପାଇବେ | | ମୁଁ ଉଭୟ ନୂଆ ଲେୟାରକୁ ବନ୍ଦ କରିପାରିବି ଏବଂ ସେଥିରୁ ଆପଣ ପ୍ରାରମ୍ଭିକ ପଏଣ୍ଟ ପାଇବେ | ||
+ | |||
|- | |- | ||
|06:13 | |06:13 | ||
| ମୁଁ ଯେତେବେଳେ ପ୍ରଥମ ଲେୟାର ଉପରେ କ୍ଲିକ୍ କରିବି, ଆମେ ସବୁଜର ହ୍ରାସିତ ଚାନେଲ୍ ଦେଖିପାରିବା ଏବଂ ଯେତେବେଳେ 2ୟ ଲେୟାର୍ ଉପରେ କ୍ଲିକ୍ କରିବି, ଏହା ସାମାନ୍ୟ ନୀଳ ରଙ୍ଗ ମିଶାଇବ | | ମୁଁ ଯେତେବେଳେ ପ୍ରଥମ ଲେୟାର ଉପରେ କ୍ଲିକ୍ କରିବି, ଆମେ ସବୁଜର ହ୍ରାସିତ ଚାନେଲ୍ ଦେଖିପାରିବା ଏବଂ ଯେତେବେଳେ 2ୟ ଲେୟାର୍ ଉପରେ କ୍ଲିକ୍ କରିବି, ଏହା ସାମାନ୍ୟ ନୀଳ ରଙ୍ଗ ମିଶାଇବ | ||
+ | |||
|- | |- | ||
|06:22 | |06:22 | ||
| ମୁଁ ଭାବୁଛି, ଏଥିରେ ଅଧିକ ନୀଳ ଅଛି. ତେଣୁ ମୁଁ, Opacityକୁ ହ୍ରାସ କରିବି | | ମୁଁ ଭାବୁଛି, ଏଥିରେ ଅଧିକ ନୀଳ ଅଛି. ତେଣୁ ମୁଁ, Opacityକୁ ହ୍ରାସ କରିବି | ||
+ | |||
|- | |- | ||
|06:27 | |06:27 | ||
| ମୁଁ ଭାବୁଛି, ଏହା ବହୁତ ବଢ଼ିଆ ଦେଖାଗଲା | | ମୁଁ ଭାବୁଛି, ଏହା ବହୁତ ବଢ଼ିଆ ଦେଖାଗଲା | ||
+ | |||
|- | |- | ||
|06:30 | |06:30 | ||
| ମୁଁ ଏହାକୁ ପରେ ଆଡଜଷ୍ଟ କରିପାରିବି, ସବୁ ସମୟରେ | | ମୁଁ ଏହାକୁ ପରେ ଆଡଜଷ୍ଟ କରିପାରିବି, ସବୁ ସମୟରେ | ||
+ | |||
|- | |- | ||
|06:33 | |06:33 | ||
| Layers Tool ବହୁତ ଶକ୍ତିଶାଳୀ, କାରଣ ଆପଣ ଲେୟାର୍ ଉପରେ ଲେୟାର୍ କ୍ରିଏଟ୍ କରିପାରିବେ ଏବଂ ପ୍ରତ୍ୟେକ ଲେୟାରରେ ପିକ୍ସେଲ୍ସ ବଦଳାଇପାରିବେ, ଯାହା ତଳ ଲେୟାରରୁ ଆସୁଥିବ | | Layers Tool ବହୁତ ଶକ୍ତିଶାଳୀ, କାରଣ ଆପଣ ଲେୟାର୍ ଉପରେ ଲେୟାର୍ କ୍ରିଏଟ୍ କରିପାରିବେ ଏବଂ ପ୍ରତ୍ୟେକ ଲେୟାରରେ ପିକ୍ସେଲ୍ସ ବଦଳାଇପାରିବେ, ଯାହା ତଳ ଲେୟାରରୁ ଆସୁଥିବ | ||
+ | |||
|- | |- | ||
|06:44 | |06:44 | ||
| ସଂଶୋଧନର ସମ୍ଭାବନା ସୀମାହୀନ ଅଟେ ଏବଂ ଏହାକୁ ଆପଣ ଯେତେବେଳେ ଚାହିଁବେ କରିପାରିବେ | | ସଂଶୋଧନର ସମ୍ଭାବନା ସୀମାହୀନ ଅଟେ ଏବଂ ଏହାକୁ ଆପଣ ଯେତେବେଳେ ଚାହିଁବେ କରିପାରିବେ | ||
+ | |||
|- | |- | ||
|06:51 | |06:51 | ||
| ବୋଧହୁଏ ଏଠାରେ ଆପଣ, ଭଲ ରଙ୍ଗ ପାଇବା ପାଇଁ ଓପାସିଟୀ ସ୍ଲାଇଡରକୁ ଟିକିଏ ତଳକୁ ଖସାଇପାରିବେ ଏବଂ ଏହିସବୁ ସ୍ଲାଇଡର୍ସ ସହିତ ଖେଳିପାରିବେ, ଯାହା ଏଠାରେ ରଙ୍ଗ ବଦଳାଇବାର ଯଥେଷ୍ଟ ସମ୍ଭାବନା ଦେବ | | ବୋଧହୁଏ ଏଠାରେ ଆପଣ, ଭଲ ରଙ୍ଗ ପାଇବା ପାଇଁ ଓପାସିଟୀ ସ୍ଲାଇଡରକୁ ଟିକିଏ ତଳକୁ ଖସାଇପାରିବେ ଏବଂ ଏହିସବୁ ସ୍ଲାଇଡର୍ସ ସହିତ ଖେଳିପାରିବେ, ଯାହା ଏଠାରେ ରଙ୍ଗ ବଦଳାଇବାର ଯଥେଷ୍ଟ ସମ୍ଭାବନା ଦେବ | ||
+ | |||
|- | |- | ||
|07:05 | |07:05 | ||
| ମୁଁ ଭାବୁଛି, ମୋତେ ଏକ ବିଶେଷ ଶୋ’ରେ Layers Tool ର ସବିଶେଷ କଭର୍ କରିବାକୁ ହେବ, ମାତ୍ର ଆଜି ପାଇଁ ଏତିକି ଯଥେଷ୍ଟ | | ମୁଁ ଭାବୁଛି, ମୋତେ ଏକ ବିଶେଷ ଶୋ’ରେ Layers Tool ର ସବିଶେଷ କଭର୍ କରିବାକୁ ହେବ, ମାତ୍ର ଆଜି ପାଇଁ ଏତିକି ଯଥେଷ୍ଟ | ||
+ | |||
|- | |- | ||
|07:13 | |07:13 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଏବଂ ଆଉଥରେ ଦେଖାହେବାର ଆଶା କରୁଛି | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଏବଂ ଆଉଥରେ ଦେଖାହେବାର ଆଶା କରୁଛି | ||
+ | |} |
Latest revision as of 15:33, 6 April 2017
Time | Narration |
00:22 | Meet The GIMPକୁ ସ୍ୱାଗତ. ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
00:29 | ପୂର୍ବ ଏଡିଶନ୍ ରେ, ଏଡିଟିଙ୍ଗ୍ ପରେ ମୁଁ ଏହି ଇମେଜକୁ ଏଠାକୁ ଆଣିଛି |
00:33 | ଆଉ ଆଜି, ମୁଁ ଭାବୁଛି କଲର୍ ସେଟ୍ କରିବା ପାଇଁ ମୁଁ କିଛି କରିବା ଉଚିତ |
00:39 | କାରଣ ଏହି ଇମେଜଟି ବହୁତ ସବୁଜ ଦେଖାଯାଉଛି |
00:41 | କଲର୍ ଆଡଜଷ୍ଟ କରିବା ପାଇଁ ବହୁତ ମାର୍ଗ ଅଛି, ଆଉ ସେଥିରୁ ଗୋଟିଏ ହେଉଛି Curves Tool |
00:47 | ମୁଁ Tool Boxରେ ଥିବା Curves Tool ଉପରେ କ୍ଲିକ୍ କରି Green Channel ସିଲେକ୍ଟ କଲି ଓ Curveକୁ ତଳକୁ ଭିଡ଼ି ଆଣିଲି |
00:55 | ଆପଣ ଦେଖିପାରୁଥିବେ ଯେ, କଲର୍ ଚାନେଲ୍ ଓ ଇମେଜରେ ଥିବା କୁହୁଡ଼ି, ପ୍ରକୃତ କୁହୁଡ଼ି ପରି ଦେଖାଯାଉଛି |
01:02 | ଏବେ ମୋତେ କର୍ଭକୁ ଏପରି ଆଡଜଷ୍ଟ କରିବାକୁ ହେବ, ଯେପରି ମୁଁ ଏମିତି ଏକ ଇମେଜ ପାଇବି, ଯାହା ଗ୍ରେ ହୋଇଥିବ, ଗ୍ରୀନ୍ କିମ୍ୱା ମାଗେଣ୍ଟା ନୁହେଁ |
01:13 | ମୁଁ Curves Tool ବ୍ୟବହାର କରିବାକୁ ଚାହୁଁନାହିଁ, କାରଣ ଏହା ଇମେଜକୁ ନଷ୍ଟ କରିଦେବ ଏବଂ ମୁଁ ତା’ପରେ ତାହାକୁ ଠିକ୍ କରିପାରିବି ନାହିଁ |
01:23 | ମୁଁ Undo Tool ବ୍ୟବହାର କରିପାରିବି, କିନ୍ତୁ ତା’ପରେ ମୋତେ ସମସ୍ତ ପଦାଙ୍କକୁ Redo କରିବାକୁ ପଡ଼ିବ |
01:28 | ତେଣୁ, ମୁଁ ଏପରି କିଛି ରଖିବାକୁ ଚାହୁଁଛି, ଯାହା ଇମେଜକୁ ନଷ୍ଟ କରିବନି ଏବଂ ତାକୁ ମୁଁ ପରେ ଆଡଜଷ୍ଟ କରିପାରିବି |
01:34 | ଏପରି ଏକ ମାର୍ଗ ଅଛି, ଯାହା Layers ସହିତ ଏକ ସରଳ Filter ବ୍ୟବହାର କରେ |
01:39 | ତେଣୁ ମୁଁ, ଏଠାରେ Layer ଡାୟଲଗ୍ ଖୋଲିଛି |
01:43 | ଏଠାରେ ଆପଣ ବ୍ୟାକଗ୍ରାଉଣ୍ଡ ଦେଖିପାରୁଥିବେ, ଯାହା ହେଉଛି ଆମର ମୂଳ ଇମେଜ୍ |
01:47 | ମୁଁ କେବଳ ଗୋଟିଏ ନୂଆ ଲେୟାର୍ ଆଡ୍ କରି Layer Fill Typeରେ White କଲି ଓ ତାହାର ନାମ ଭାବେ Color Correction Green ଦେଲି |
01:59 | ଏବେ ମୋ ଇମେଜଟି ପୂରା ଧଳା ହୋଇଗଲା, କିନ୍ତୁ ମୁଁ ଲେୟାର୍ ମୋଡ୍ ବଦଳାଇପାରିବି |
02:05 | Layer Mode ହେଉଛି ଏକ ଅଲଗୋରିଦମ୍, ଯାହା ଦୁଇଟି ଲେୟାର୍ସକୁ ମିଶାଇଥାଏ, ଯଥା ମୂଳ Background ଲେୟାର୍ ଓ ନୂଆ ତିଆରି ହୋଇଥିବା ଲେୟାର୍ |
02:16 | ତେଣୁ, ମୁଁ ଏଠାରେ Multiply Mode ଚୟନ କରିବି |
02:22 | ଆଉ ଆପଣ ମୂଳ ଇମେଜ ଫେରିପାଇବେ, ତାହା ପୂର୍ବରୁ ଯେପରି ଥିଲା |
02:27 | Multiply Mode, ବ୍ୟାକଗ୍ରାଉଣ୍ଡର ପିକ୍ସେଲ୍ସକୁ Foreground ପିକ୍ସେଲ୍ସ ସହିତ ଗୁଣନ କରେ ଏବଂ ପରିଣାମକୁ 255 ଦ୍ୱାରା ହରଣ କରେ |
02:37 | ଏବଂ ଗୋଟିଏ ଦଳା ଛବିରେ, ସମସ୍ତ କଲର୍ ଚାନେଲ୍ସ 255 ଥାଏ; ତେଣୁ 255 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ, ପ୍ରାରମ୍ଭିକ ପଏଣ୍ଟ ଦେଇଥାଏ, ଯାହା ହେଉଛି Background |
02:52 | କିନ୍ତୁ, ମୁଁ ଯଦି ନୂଆ ଲେୟାର୍ ରେ ଗୋଟିଏ ଚାନେଲ୍ ହ୍ରାସ କରୁଛି, ତାହା ବ୍ୟାକଗ୍ରାଉଣ୍ଡରେ ମଧ୍ୟ ହ୍ରାସ ହେବ, କାରଣ 200 ଦ୍ୱାରା ଗୁଣନ ଓ 255 ଦ୍ୱାରା ହରଣ କମ୍ ଦେଇଥାଏ |
03:06 | ଏବେ, ମୁଁ ଏପରି ଏକ ରଙ୍ଗ ଚୟନ କରିବାକୁ ଚାହୁଁଛି, ଯେଉଁଥିରେ ହ୍ରାସିତ ଗ୍ରୀନ୍ ଚାନେଲ୍ ଥିବ |
03:12 | ଏଠାରେ ମୋ ପାଖରେ Foreground ଭାବରେ କଳା ଅଛି, ଯାହାକୁ ମୁଁ Background କଲର୍ ଭାବରେ ଓ ଧଳାକୁ Foreground କଲର୍ ଭାବରେ ବଦଳାଇଛି ଏବଂ ଆପଣ ଦେଖିପାରୁଥିବେ ଯେ, ନାଲି, ସବୁଜ ଓ ନୀଳ, ସମସ୍ତ କଲର୍ ଚାନେଲ୍ସର ସମାନ ଭାଲ୍ୟୁ ଅଛି, ଯାହା ହେଉଛି 255 |
03:31 | ସେ ଯାହା ହେଉ, ଏଠାକାର ସ୍ଲାଇଡର୍ ରେ ଥିବା ରଙ୍ଗ ଦ୍ୱାରା ଆପଣ ବିଭ୍ରାନ୍ତ ହୁଅନ୍ତୁ ନାହିଁ |
03:36 | ଏହା ନୀଳ ନୁହେଁ, ଏହା ହଳଦିଆ ଅଟେ, କିନ୍ତୁ ଏହାକୁ ଯଦି ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟକୁ ଖସାଉଛି, ଦେଖନ୍ତୁ, ସମସ୍ତ ସ୍ଲାଇଡର୍ସରେ ଥିବା ରଙ୍ଗ ଆପଣା ଛାଏଁ ଛାଏଁ ବଦଳୁଛି |
03:50 | ଠିକ୍ ଅଛି, ମୁଁ ଏଠାରେ ଥିବା ଗ୍ରୀନ୍ ସ୍ଲାଇଡର୍ କୁ ସିଲେକ୍ଟ କରି ପାଖାପାଖି 211କୁ ନେଉଛି |
03:59 | ଏବଂ ମୋ ଇମେଜକୁ ମୁଁ ସେହି ରଙ୍ଗ ଭିଡୁଛି, ଯାହାକୁ ମୁଁ ମୋର Foreground କଲର୍ ଭାବରେ ରଖିଛି ଏବଂ ପରିଣାମସ୍ୱରୂପ ମୁଁ ମାଗେଣ୍ଟା ପ୍ରାପ୍ତ କଲି |
04:10 | କିନ୍ତୁ, Opacity Slider ସାହାଯ୍ୟରେ, ମୁଁ ମୋର ସବୁଜ ହ୍ରାସର ଘନତ୍ୱକୁ ଆଡଜଷ୍ଟ କରିପାରିବି |
04:19 | ଆଉ ମୁଁ ଯେତେବେଳେ ଜିରୋକୁ ଫେରିଯାଏ, ମୁଁ ପୁରୁଣା ଇମେଜକୁ ପାଏ ଏବଂ ମୁଁ ସ୍ଲାଇଡରକୁ ଉପରକୁ ଭିଡ଼ିଲେ ଇମେଜରେ ଥିବା ଗ୍ରୀନ୍ ଚାନେଲ୍ ହ୍ରାସ ପାଏ ଏବଂ ଇମେଜରେ ମାଗେଣ୍ଟା ପ୍ରାପ୍ତ କରିବାକୁ ମଧ୍ୟ ଏଡ଼ାଏ |
04:35 | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ଦେଖାଗଲା |
04:38 | Layers Tool ବ୍ୟବହାର କରି ମୁଁ, ଯେତେବେଳେ ଚାହିଁବି ପରିବର୍ତ୍ତନ କରିପାରିବି ଏବଂ ପାଇନ୍ ଆଡଜଷ୍ଟମେଣ୍ଟ ମଧ୍ୟ କରିପାରିବି, ଯେତେବେଳେ ତାହା ଉପରେ ଅଧିକ ଲେୟର୍ସ ଥିବ ଏବଂ ତଳେ ଥିବା ଛବିରେ ମୁଁ କିଛି ବଦଳାଇଲେ ମଧ୍ୟ ପରିବର୍ତ୍ତନଟି ରହିବ |
04:55 | ଏହି ଲେୟାର୍ ରେ ତଥାପି ପରିବର୍ତ୍ତନ ଦରକାର, ଯେହେତୁ ଏହା ଧୂଷର ଦେଖାଯାଉଛି ଏବଂ ଏଥିରେ ମୁଁ ଟିକିଏ ନୀଳ ଯୋଡ଼ିବାକୁ ଚାହୁଁଛି |
05:03 | ପୁଣିଥରେ ମୁଁ ସେହି ପ୍ରକ୍ରିୟା ପାଳନ କରି ଗୋଟିଏ ନୂଆ ଲେୟାର୍ ତିଆରି କରିବି ଏବଂ ତାକୁ Color Correction Blue ନାମ ଦେବି |
05:11 | ଏବଂ ଏବେ ମୁଁ ଏଥିରେ ଆଉ ଟିକିଏ ନୀଳ ଦେବାକୁ ଚାହୁଁଛି |
05:15 | ଇମେଜରେ ନୀଳ ଆଡ୍ କରିବା ପାଇଁ ମୂଁ, Screen Mode ବ୍ୟବହାର କରିବି, ଯାହା Multiply Mode ତୁଳନାରେ ଟିକିଏ ଜଟିଳ |
05:24 | Screen Modeରେ, ରଙ୍ଗଗୁଡ଼ିକ ପ୍ରଥମେ ଓଲଟିବ ଏବଂ ତା’ପରେ ଗୁଣନ ଓ ହରଣ ହେବ ତଥା ବହୁତ ଜଟିଳ |
05:33 | ମୁଁ ଏବେ Foreground ରଙ୍ଗକୁ କଳାରେ ବଦଳାଇବି ଏବଂ ସିଧାସଳଖ ମୁଁ ଚାହୁଁଥିବା ରଙ୍ଗ ମିଶାଇବି ଏବଂ ମୋତେ ନୀଳରୁ ଆଉ ଟିକିଏ ମିଶାଇବାକୁ ହେବ |
05:43 | ତେଣୁ, Blue Sliderକୁ ସାମାନ୍ୟ ତଳକୁ ଖସାଇ |
05:47 | ରଙ୍ଗକୁ ଇମେଜ ମଧ୍ୟକୁ ଟାଣି ଆଣିବି |
05:51 | ଏଠାରେ, ନୀଳ ରହିବା ଦରକାର, ଯାହା କଳା ପରି ଦେଖାଯାଉଛି, ମାତ୍ର ବହୁତ ଗାଢ ନୀଳ ଅଟେ |
05:59 | ଏଠାରେ ଥିବା ଇମେଜକୁ ଦେଖନ୍ତୁ ଏବଂ ମୁଁ ଯେତେବେଳେ ଏହାକୁ Off କରିବି, ଆପଣ ପରିବର୍ତ୍ତନ ଦେଖିବେ |
06:04 | ଏହି ଇମେଜ୍ ନିଶ୍ଚିତ ଭାବେ ନୀଳଭଳି ଅଟେ |
06:08 | ମୁଁ ଉଭୟ ନୂଆ ଲେୟାରକୁ ବନ୍ଦ କରିପାରିବି ଏବଂ ସେଥିରୁ ଆପଣ ପ୍ରାରମ୍ଭିକ ପଏଣ୍ଟ ପାଇବେ |
06:13 | ମୁଁ ଯେତେବେଳେ ପ୍ରଥମ ଲେୟାର ଉପରେ କ୍ଲିକ୍ କରିବି, ଆମେ ସବୁଜର ହ୍ରାସିତ ଚାନେଲ୍ ଦେଖିପାରିବା ଏବଂ ଯେତେବେଳେ 2ୟ ଲେୟାର୍ ଉପରେ କ୍ଲିକ୍ କରିବି, ଏହା ସାମାନ୍ୟ ନୀଳ ରଙ୍ଗ ମିଶାଇବ |
06:22 | ମୁଁ ଭାବୁଛି, ଏଥିରେ ଅଧିକ ନୀଳ ଅଛି. ତେଣୁ ମୁଁ, Opacityକୁ ହ୍ରାସ କରିବି |
06:27 | ମୁଁ ଭାବୁଛି, ଏହା ବହୁତ ବଢ଼ିଆ ଦେଖାଗଲା |
06:30 | ମୁଁ ଏହାକୁ ପରେ ଆଡଜଷ୍ଟ କରିପାରିବି, ସବୁ ସମୟରେ |
06:33 | Layers Tool ବହୁତ ଶକ୍ତିଶାଳୀ, କାରଣ ଆପଣ ଲେୟାର୍ ଉପରେ ଲେୟାର୍ କ୍ରିଏଟ୍ କରିପାରିବେ ଏବଂ ପ୍ରତ୍ୟେକ ଲେୟାରରେ ପିକ୍ସେଲ୍ସ ବଦଳାଇପାରିବେ, ଯାହା ତଳ ଲେୟାରରୁ ଆସୁଥିବ |
06:44 | ସଂଶୋଧନର ସମ୍ଭାବନା ସୀମାହୀନ ଅଟେ ଏବଂ ଏହାକୁ ଆପଣ ଯେତେବେଳେ ଚାହିଁବେ କରିପାରିବେ |
06:51 | ବୋଧହୁଏ ଏଠାରେ ଆପଣ, ଭଲ ରଙ୍ଗ ପାଇବା ପାଇଁ ଓପାସିଟୀ ସ୍ଲାଇଡରକୁ ଟିକିଏ ତଳକୁ ଖସାଇପାରିବେ ଏବଂ ଏହିସବୁ ସ୍ଲାଇଡର୍ସ ସହିତ ଖେଳିପାରିବେ, ଯାହା ଏଠାରେ ରଙ୍ଗ ବଦଳାଇବାର ଯଥେଷ୍ଟ ସମ୍ଭାବନା ଦେବ |
07:05 | ମୁଁ ଭାବୁଛି, ମୋତେ ଏକ ବିଶେଷ ଶୋ’ରେ Layers Tool ର ସବିଶେଷ କଭର୍ କରିବାକୁ ହେବ, ମାତ୍ର ଆଜି ପାଇଁ ଏତିକି ଯଥେଷ୍ଟ |
07:13 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଏବଂ ଆଉଥରେ ଦେଖାହେବାର ଆଶା କରୁଛି |