Difference between revisions of "Geogebra/C2/Angles-and-Triangles-Basics/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by the same user not shown)
Line 1: Line 1:
{| border=1
+
{| border = 1
!Time
+
|'''Time'''
!Narration
+
|'''Narration'''
 +
 
|-
 
|-
 
|00:00  
 
|00:00  
 
|ନମସ୍କାର ବନ୍ଧୁଗଣ, Angles ଓ Triangles Basics ଉପରେ ଜିଓଜେବ୍ରା ଟ୍ୟୁଟୋରିଆଲକୁ ସ୍ୱାଗତ
 
|ନମସ୍କାର ବନ୍ଧୁଗଣ, Angles ଓ Triangles Basics ଉପରେ ଜିଓଜେବ୍ରା ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଯଦି ଆପଣ ପ୍ରଥମ ଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ Introduction to Geogebra ଟ୍ୟୁଟୋରିଆଲକୁ ଦେଖନ୍ତୁ
 
| ଯଦି ଆପଣ ପ୍ରଥମ ଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ Introduction to Geogebra ଟ୍ୟୁଟୋରିଆଲକୁ ଦେଖନ୍ତୁ
 +
 
|-
 
|-
 
|00:14
 
|00:14
 
|ଜିଓଜେବ୍ରା ଆରମ୍ଭ କରିବାକୁ, ମୁଁ ବ୍ୟବହାର କରୁଛି Linux operating system Ubuntu Version 10.04  LTS  ଓ Geogebra Version 3.2.40.0
 
|ଜିଓଜେବ୍ରା ଆରମ୍ଭ କରିବାକୁ, ମୁଁ ବ୍ୟବହାର କରୁଛି Linux operating system Ubuntu Version 10.04  LTS  ଓ Geogebra Version 3.2.40.0
 +
 
|-
 
|-
 
|00:24
 
|00:24
 
| ଏହି ଟ୍ୟୁଟୋରିଆଲର ଉଦେଶ୍ୟ ହେଉଛି, ଜିଓଜେବ୍ରା ବ୍ୟବହାର କରି ଏକ ତ୍ରିଭୁଜର ଭିତର କୋଣଗୁଡିକର ଯୋଗଫଳ ସର୍ବଦା ୧୮୦ ଡିଗ୍ରୀ ରହୁଥିବାର ଯାଞ୍ଚ କରିବା  
 
| ଏହି ଟ୍ୟୁଟୋରିଆଲର ଉଦେଶ୍ୟ ହେଉଛି, ଜିଓଜେବ୍ରା ବ୍ୟବହାର କରି ଏକ ତ୍ରିଭୁଜର ଭିତର କୋଣଗୁଡିକର ଯୋଗଫଳ ସର୍ବଦା ୧୮୦ ଡିଗ୍ରୀ ରହୁଥିବାର ଯାଞ୍ଚ କରିବା  
 +
 
|-
 
|-
 
|00:33
 
|00:33
 
| ଏହି ଟ୍ୟୁଟୋରିଆଲରେ ଆମେ, Polygon, Angle, Insert Text ଟୁଲ୍ସ ବ୍ୟବହାର ଶିଖିବା
 
| ଏହି ଟ୍ୟୁଟୋରିଆଲରେ ଆମେ, Polygon, Angle, Insert Text ଟୁଲ୍ସ ବ୍ୟବହାର ଶିଖିବା
 +
 
|-
 
|-
 
|00:42  
 
|00:42  
 
| ପ୍ରଥମେ ଏକ ପଲିଗନ୍ ଡ୍ର’ କରିବା ପାଇଁ , ପଲିଗନ୍ ଟୁଲ୍ ସିଲେକ୍ଟ କରନ୍ତୁ. ଏକ ତ୍ରିଭୁଜ କ୍ଷେତ୍ରରେ, ଡ୍ରଇଙ୍ଗ୍ ପ୍ୟାଡ୍ରେ କ୍ଲିକ୍ କରି ତିନୋଟି କୋଣକୁ ସିଲେକ୍ଟ କରନ୍ତୁ. ପରେ ପ୍ରଥମ କୋଣରେ କ୍ଲିକ୍ କରନ୍ତୁ     
 
| ପ୍ରଥମେ ଏକ ପଲିଗନ୍ ଡ୍ର’ କରିବା ପାଇଁ , ପଲିଗନ୍ ଟୁଲ୍ ସିଲେକ୍ଟ କରନ୍ତୁ. ଏକ ତ୍ରିଭୁଜ କ୍ଷେତ୍ରରେ, ଡ୍ରଇଙ୍ଗ୍ ପ୍ୟାଡ୍ରେ କ୍ଲିକ୍ କରି ତିନୋଟି କୋଣକୁ ସିଲେକ୍ଟ କରନ୍ତୁ. ପରେ ପ୍ରଥମ କୋଣରେ କ୍ଲିକ୍ କରନ୍ତୁ     
 +
 
|-  
 
|-  
 
|00:57  
 
|00:57  
 
| ତ୍ରିଭୁଜର ଭିତର କୋଣଗୁଡିକୁ ମାପିବା ପାଇଁ,  Angle ଟୁଲ୍ ସିଲେକ୍ଟ କରନ୍ତୁ. ଦୁଇଟି ମାର୍ଗରେ ଆପଣ କୋଣ ମାପିପାରିବେ. ତିନୋଟି କୋଣ A, B ଓ C ରେ ଡାହାଣପଟୁଆ କ୍ଲିକ୍ କରନ୍ତୁ. ଏହା alpha ନାମକ ABC ଆଙ୍ଗଲ୍ କୁ ମାପକରେ   
 
| ତ୍ରିଭୁଜର ଭିତର କୋଣଗୁଡିକୁ ମାପିବା ପାଇଁ,  Angle ଟୁଲ୍ ସିଲେକ୍ଟ କରନ୍ତୁ. ଦୁଇଟି ମାର୍ଗରେ ଆପଣ କୋଣ ମାପିପାରିବେ. ତିନୋଟି କୋଣ A, B ଓ C ରେ ଡାହାଣପଟୁଆ କ୍ଲିକ୍ କରନ୍ତୁ. ଏହା alpha ନାମକ ABC ଆଙ୍ଗଲ୍ କୁ ମାପକରେ   
 +
 
|-
 
|-
 
|01:15
 
|01:15
 
| ଦିତୀୟ ମାର୍ଗ଼ଟି ହେଉଛି, ଆଙ୍ଗଲ୍ ଗଠନ କରୁଥିବା ଲାଇନ୍ ସେଗମେଣ୍ଟକୁ ସିଲେକ୍ଟ କରିବା. Beta ନାମକ BCA ଆଙ୍ଗଲ୍ ପାଇବା ପାଇଁ ଏଥରକ ବାମପଟୁଆ ସେଗମେଣ୍ଟ a ଓ b ସିଲେକ୍ଟ କରନ୍ତୁ  
 
| ଦିତୀୟ ମାର୍ଗ଼ଟି ହେଉଛି, ଆଙ୍ଗଲ୍ ଗଠନ କରୁଥିବା ଲାଇନ୍ ସେଗମେଣ୍ଟକୁ ସିଲେକ୍ଟ କରିବା. Beta ନାମକ BCA ଆଙ୍ଗଲ୍ ପାଇବା ପାଇଁ ଏଥରକ ବାମପଟୁଆ ସେଗମେଣ୍ଟ a ଓ b ସିଲେକ୍ଟ କରନ୍ତୁ  
 +
 
|-
 
|-
 
|01:27
 
|01:27
 
| ସମାନଭାବରେ, CAB, ଆଙ୍ଗଲ୍ ଗାମା ମାପିବ  
 
| ସମାନଭାବରେ, CAB, ଆଙ୍ଗଲ୍ ଗାମା ମାପିବ  
 +
 
|-
 
|-
 
|01:35  
 
|01:35  
 
| ଗ୍ରୀକ୍ ଆଲଫାବେଟ୍ ଅନୁସାରେ, ସମସ୍ତ ଆଙ୍ଗଲ୍ଗୁଡିକର ନାମକରଣ mathematical convention ଅନୁଯାୟୀ ହୋଇଛି  
 
| ଗ୍ରୀକ୍ ଆଲଫାବେଟ୍ ଅନୁସାରେ, ସମସ୍ତ ଆଙ୍ଗଲ୍ଗୁଡିକର ନାମକରଣ mathematical convention ଅନୁଯାୟୀ ହୋଇଛି  
 +
 
|-
 
|-
 
|01:41  
 
|01:41  
 
| ଯଦି ଆପଣ ବାମପଟୁ କୋଣଗୁଡିକୁ ସିଲେକ୍ଟ କରନ୍ତି, ଯେପରି CBA, ତେବେ କୋଣର ବାହାରପାର୍ଶ୍ୱ ମାପି ହୁଏ   
 
| ଯଦି ଆପଣ ବାମପଟୁ କୋଣଗୁଡିକୁ ସିଲେକ୍ଟ କରନ୍ତି, ଯେପରି CBA, ତେବେ କୋଣର ବାହାରପାର୍ଶ୍ୱ ମାପି ହୁଏ   
 +
 
|-
 
|-
 
|01:53
 
|01:53
 
| ଆପଣଙ୍କ ଡ୍ରଇଙ୍ଗ୍ ପ୍ୟାଡରେ ଟେକ୍ସଟ ଯୋଗକରିବା ପାଇଁ Insert Text ଟୁଲ୍ ବ୍ୟବହାର କରନ୍ତୁ. ତାହାପରେ ଡ୍ରଇଙ୍ଗ୍ ପ୍ୟାଡର  ଯେକୌଣସି ଜାଗାରେ କ୍ଲିକ୍ କରନ୍ତୁ, ଏକ ଟେକ୍ସଟ୍ ୱିଣ୍ଡୋ ଦେଖାଦେବ  
 
| ଆପଣଙ୍କ ଡ୍ରଇଙ୍ଗ୍ ପ୍ୟାଡରେ ଟେକ୍ସଟ ଯୋଗକରିବା ପାଇଁ Insert Text ଟୁଲ୍ ବ୍ୟବହାର କରନ୍ତୁ. ତାହାପରେ ଡ୍ରଇଙ୍ଗ୍ ପ୍ୟାଡର  ଯେକୌଣସି ଜାଗାରେ କ୍ଲିକ୍ କରନ୍ତୁ, ଏକ ଟେକ୍ସଟ୍ ୱିଣ୍ଡୋ ଦେଖାଦେବ  
 +
 
|-
 
|-
|2:07  
+
|02:07  
 
| ଏବେ, ABC ଆଙ୍ଗଲ୍ ଡିସ୍ପ୍ଲେ କରିବାକୁ ମୁଁ double quotes ମଧ୍ୟରେ ଟାଇପ୍ କରିବି, ଆଙ୍ଗଲ୍  ABC =, double quotes ବନ୍ଦ କରିବି, + ଚିହ୍ନ ଯୋଡ଼ିବି ଓ ଆଲଫାରେ କ୍ଲିକ୍ କରି OK କ୍ଲିକ୍ କରିବି, ଯେଉଁଥିରୁ ମୁଁ ABC ଆଙ୍ଗେଲର ମୂଲ୍ୟ ପାଇବି   
 
|02:28  
 
|02:28  
 
|ସେହିପରି , ଗଣିତ କରିବାକୁ , ଏହି ତ୍ରିଭୁଜର ଭିତର କୋଣର ଯୋଗଫଳ ପ୍ରଦର୍ଶନ ପାଇଁ , Insert Text ଟୁଲରେ କ୍ଲିକ୍ କରି ଡ୍ରଇଙ୍ଗ୍ ପ୍ୟାଡରେ କ୍ଲିକ୍ କରନ୍ତୁ . Double quotes ମଧ୍ୟରେ ଟାଇପ୍ କରନ୍ତୁ, Sum of the interior angles of triangle ABC = double quotes ଓ  plus (+)  ବନ୍ଦ କରନ୍ତୁ brackets ଓପନ୍ କରି alpha + beta + gamma ଟାଇପ୍ କରି brackets ବନ୍ଦ କରନ୍ତୁ ଏବଂ OK କ୍ଲିକ୍ କରନ୍ତୁ, ଯୋଗଫଳ ପ୍ରଦର୍ଶିତ ହେବାର ଆପଣ ଦେଖିପାରୁଛନ୍ତି.
 
|03:14
 
|03:14
 
|ଏହାପରେ, Move ଟୁଲ୍ ସିଲେକ୍ଟ କରନ୍ତୁ ଏବଂ ଏହି କ୍ଷେତ୍ରରେ A B କିମ୍ୱା C  କୋଣ ବିଶିଷ୍ଟ free objects କୁ ଘୁଞ୍ଚାନ୍ତୁ, ଭିତର କୋଣର ଯୋଗଫଳ ସବୁବେଳେ ୧୮୦ ଡିଗ୍ରୀ ରହିବାର ଆପଣ ଦେଖିବେ
 
|ଏହାପରେ, Move ଟୁଲ୍ ସିଲେକ୍ଟ କରନ୍ତୁ ଏବଂ ଏହି କ୍ଷେତ୍ରରେ A B କିମ୍ୱା C  କୋଣ ବିଶିଷ୍ଟ free objects କୁ ଘୁଞ୍ଚାନ୍ତୁ, ଭିତର କୋଣର ଯୋଗଫଳ ସବୁବେଳେ ୧୮୦ ଡିଗ୍ରୀ ରହିବାର ଆପଣ ଦେଖିବେ
 +
 
|-
 
|-
 
|03:32  
 
|03:32  
 
| ଏହି ପାଠରେ ମୋର ପସନ୍ଦିଆ ଭାଗ ଏହା କହିବା ଅଟେ ଯେ, ଯେତେବେଳେ ତ୍ରିକୋଣର ସମସ୍ତ ତିନୋଟି କୋଣ ବିନ୍ଦୁ ସମାନ୍ତରାଳ ରେଖାରେ ଥାଆନ୍ତି, ଦୁଇଟି ଆଭ୍ୟନ୍ତରୀଣ କୋଣ ଶୂନ୍ୟ କିପରି ହୋଇଯାଆନ୍ତି ଏବଂ ତୃତୀୟଟି ଏହି ପ୍ରକାରେ 180 ଡିଗ୍ରୀ ହୋଇଯାଏ, ଗୋଟିଏ ଋଜୁକୋଣ.
 
|03:52  
 
|03:52  
 
| ଏହାପରେ ଆମେ, ଡ୍ରଇଙ୍ଗ୍ ପ୍ୟାଡ୍ ପ୍ରପର୍ଟିଜ୍ ଏବଂ ଜିଓଜେବ୍ରାରୁ କିପରି ଏକ ଅବ୍ଜେକ୍ଟକୁ ଡିଲିଟ୍ କରିବା ବିଷୟରେ ଶିଖିବା
 
| ଏହାପରେ ଆମେ, ଡ୍ରଇଙ୍ଗ୍ ପ୍ୟାଡ୍ ପ୍ରପର୍ଟିଜ୍ ଏବଂ ଜିଓଜେବ୍ରାରୁ କିପରି ଏକ ଅବ୍ଜେକ୍ଟକୁ ଡିଲିଟ୍ କରିବା ବିଷୟରେ ଶିଖିବା
 +
 
|-
 
|-
 
|04:04  
 
|04:04  
 
| ପ୍ରଥମେ ଡ୍ରଇଙ୍ଗ୍ ପ୍ୟାଡ୍ ପ୍ରପର୍ଟିଜ୍. ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ସ୍ଥାନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ  ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ
 
| ପ୍ରଥମେ ଡ୍ରଇଙ୍ଗ୍ ପ୍ୟାଡ୍ ପ୍ରପର୍ଟିଜ୍. ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ସ୍ଥାନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ  ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ
 +
 
|-  
 
|-  
 
|04:14
 
|04:14
 
| 'Drawing Pad ପ୍ରପର୍ଟିଜ୍ ୱିଣ୍ଡୋ ଖୋଲିଲା. ଏଠାରେ ଆପଣ ଡ୍ରଇଙ୍ଗ୍ ପ୍ୟାଡର  background colour ବଦଳାଇପାରିବେ
 
| 'Drawing Pad ପ୍ରପର୍ଟିଜ୍ ୱିଣ୍ଡୋ ଖୋଲିଲା. ଏଠାରେ ଆପଣ ଡ୍ରଇଙ୍ଗ୍ ପ୍ୟାଡର  background colour ବଦଳାଇପାରିବେ
 +
 
|-  
 
|-  
 
|04:20  
 
|04:20  
 
| ଏଠାରେ ଆପଣ ଉଭୟ X ଓ Y ଅକ୍ଷର ପ୍ରପର୍ଟିଜ୍ ବଦଳାଇପାରିବେ ଏବଂ ଆପଣ ଏଠାରେ grid ର ପ୍ରପର୍ଟିଜ୍ ବଦଳାଇପାରିବେ  
 
| ଏଠାରେ ଆପଣ ଉଭୟ X ଓ Y ଅକ୍ଷର ପ୍ରପର୍ଟିଜ୍ ବଦଳାଇପାରିବେ ଏବଂ ଆପଣ ଏଠାରେ grid ର ପ୍ରପର୍ଟିଜ୍ ବଦଳାଇପାରିବେ  
 +
 
|-
 
|-
 
|04:31  
 
|04:31  
 
| ଧ୍ୟାନଦେବାଯୋଗ୍ୟ କିଛି ପ୍ରପର୍ଟିଜ୍ ହେଉଛି, ଆପଣ ଅକ୍ଷ ପାଇଁ unit ଯୋଗ କରିପାରିବେ,  ଅକ୍ଷ  ପାଇଁ labels ଯୋଗ କରିପାରିବେ, ଏବଂ X ଅକ୍ଷ ଅନୁପାତ Y ଅକ୍ଷ  
 
| ଧ୍ୟାନଦେବାଯୋଗ୍ୟ କିଛି ପ୍ରପର୍ଟିଜ୍ ହେଉଛି, ଆପଣ ଅକ୍ଷ ପାଇଁ unit ଯୋଗ କରିପାରିବେ,  ଅକ୍ଷ  ପାଇଁ labels ଯୋଗ କରିପାରିବେ, ଏବଂ X ଅକ୍ଷ ଅନୁପାତ Y ଅକ୍ଷ  
 +
 
|-
 
|-
 
|04:43  
 
|04:43  
 
| ଯେତେବେଳେ ଆମେ ସରଳ ଜ୍ୟାମିତି କରୁ, ତାହାକୁ ସାଧାରଣତଃ ୧:୧ ଅନୁପାତରେ ରଖିବାକୁ ଚାହିଁଥାଉ   
 
| ଯେତେବେଳେ ଆମେ ସରଳ ଜ୍ୟାମିତି କରୁ, ତାହାକୁ ସାଧାରଣତଃ ୧:୧ ଅନୁପାତରେ ରଖିବାକୁ ଚାହିଁଥାଉ   
 +
 
|-
 
|-
 
|04:49
 
|04:49
 
| ବନ୍ଦ କରିବାବେଳେ, କରାଯାଇଥିବା ସମସ୍ତ ପରିବର୍ତ୍ତନଗୁଡିକ ସେଭ୍ ହୋଇଯିବ   
 
| ବନ୍ଦ କରିବାବେଳେ, କରାଯାଇଥିବା ସମସ୍ତ ପରିବର୍ତ୍ତନଗୁଡିକ ସେଭ୍ ହୋଇଯିବ   
 +
 
|-
 
|-
 
|04:54  
 
|04:54  
| ଏବେ, ଡ୍ରଇଙ୍ଗ୍ ପ୍ୟାଡରୁ ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ତାହାଉପରକୁ ମାଉସକୁ ଚଲାନ୍ତୁ . ମୁଁ ବାହ୍ୟ କୋଣ ଉପରେ ମାଉସ୍ ଚଲାଇ ରାଇଟ୍ କ୍ଲିକ୍ କରିବି . ଏଠାରେ ଅବଜେକ୍ଟ ନାମ ଦେଖାଦେବ ଏବଂ ଏହାପରେ ଡିଲିଟ୍ ଉପରେ କ୍ଲିକ୍ କଲେ ଅବଜେକ୍ଟଟି ଉଭାନ୍ ହୋଇଯିବ   
+
| ଏବେ, ଡ୍ରଇଙ୍ଗ୍ ପ୍ୟାଡରୁ ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ତାହାଉପରକୁ ମାଉସକୁ ଚଲାନ୍ତୁ. ମୁଁ ବାହ୍ୟ କୋଣ ଉପରେ ମାଉସ୍ ଚଲାଇ ରାଇଟ୍ କ୍ଲିକ୍ କରିବି.ଏଠାରେ ଅବଜେକ୍ଟ ନାମ ଦେଖାଦେବ ଏବଂ ଏହାପରେ ଡିଲିଟ୍ ଉପରେ କ୍ଲିକ୍ କଲେ ଅବଜେକ୍ଟଟି ଉଭାନ୍ ହୋଇଯିବ   
 +
 
|-
 
|-
 
|05:15  
 
|05:15  
 
| ଏକ ଅବଜେକ୍ଟ ଡିଲିଟ୍ କରିବାର ଅନ୍ୟ ମାର୍ଗ ହେଉଛି, ଆବଜେବ୍ରା ଭ୍ୟୁ ରେ ଅବଜେକ୍ଟ ସିଲେକ୍ଟ କରିବା ଓ ତାହା ଉପରେ ରାଇଟ୍ କ୍ଲିକ୍ କରି ଡିଲିଟ୍ କ୍ଲିକ୍ କରିବା
 
| ଏକ ଅବଜେକ୍ଟ ଡିଲିଟ୍ କରିବାର ଅନ୍ୟ ମାର୍ଗ ହେଉଛି, ଆବଜେବ୍ରା ଭ୍ୟୁ ରେ ଅବଜେକ୍ଟ ସିଲେକ୍ଟ କରିବା ଓ ତାହା ଉପରେ ରାଇଟ୍ କ୍ଲିକ୍ କରି ଡିଲିଟ୍ କ୍ଲିକ୍ କରିବା
 +
 
|-
 
|-
 
|05:25  
 
|05:25  
 
| ଦେଖନ୍ତୁ ଯେତେବେଳେ ମୁଁ ଆଙ୍ଗଲ୍ ଗାମା ଡିଲିଟ୍ କରୁଛି, ଏହି ଟେକ୍ସଟ୍ ମଧ୍ୟ ଅଦୃଶ୍ୟ ହୋଇଯାଉଛି କାରଣ ଏହା ଆଙ୍ଗଲ୍ ଗାମା ଉପରେ ନିର୍ଭରଶୀଳ     
 
| ଦେଖନ୍ତୁ ଯେତେବେଳେ ମୁଁ ଆଙ୍ଗଲ୍ ଗାମା ଡିଲିଟ୍ କରୁଛି, ଏହି ଟେକ୍ସଟ୍ ମଧ୍ୟ ଅଦୃଶ୍ୟ ହୋଇଯାଉଛି କାରଣ ଏହା ଆଙ୍ଗଲ୍ ଗାମା ଉପରେ ନିର୍ଭରଶୀଳ     
 +
 
|-
 
|-
 
|05:35  
 
|05:35  
 
| ଡିଲିଟ୍ କରାଯାଇଥିବାକୁ undo କରିବାକୁ ହେଲେ, ଏଡିଟ୍ କୁ ଯାଇ Undo କ୍ଲିକ୍ କରନ୍ତୁ କିମ୍ୱା Ctrl+ Z ଦାବନ୍ତୁ
 
| ଡିଲିଟ୍ କରାଯାଇଥିବାକୁ undo କରିବାକୁ ହେଲେ, ଏଡିଟ୍ କୁ ଯାଇ Undo କ୍ଲିକ୍ କରନ୍ତୁ କିମ୍ୱା Ctrl+ Z ଦାବନ୍ତୁ
 +
 
|-
 
|-
 
|05:45
 
|05:45
| ଜିଓଜେବ୍ରାରେ ଏକାଧିକ ଅବଜେକ୍ଟ ଡିଲିଟ୍ କରିବାର ସରଳ ମାର୍ଗ ହେଉଛି, ଡ୍ରଇଙ୍ଗ୍ ପ୍ୟାଡ୍ ରେ ଯେକୌଣସି ଜାଗାରେ ମାଉସ୍ ଲେପ୍ଟ କ୍ଲିକ୍ କରନ୍ତୁ, ଡିଲିଟ୍ କରିବାକୁ ଚାହୁଁଥିବା ସମସ୍ତ ଅବଜେକ୍ଟ ଉପରେ ଡ୍ରାଗ୍ କରି, ବଟନ୍ ଛାଡିଦିଅନ୍ତୁ, ସମସ୍ତ ଆଇଟମ୍ ସିଲେକ୍ଟ ହୋଇଯିବ ଏବଂ ତା’ପରେ କି’ବୋର୍ଡରେ ଡିଲିଟ୍ ଦାବିଦିଅନ୍ତୁ
+
| ଜିଓଜେବ୍ରାରେ ଏକାଧିକ ଅବଜେକ୍ଟ ଡିଲିଟ୍ କରିବାର ସରଳ ମାର୍ଗ ହେଉଛି, ଡ୍ରଇଙ୍ଗ୍ ପ୍ୟାଡ୍ ରେ ଯେକୌଣସି ଜାଗାରେ ମାଉସ୍ ଲେପ୍ଟ କ୍ଲିକ୍ କରନ୍ତୁ,
 +
ଡିଲିଟ୍ କରିବାକୁ ଚାହୁଁଥିବା ସମସ୍ତ ଅବଜେକ୍ଟ ଉପରେ ଡ୍ରାଗ୍ କରି,ବଟନ୍ ଛାଡିଦିଅନ୍ତୁ, ସମସ୍ତ ଆଇଟମ୍ ସିଲେକ୍ଟ ହୋଇଯିବ ଏବଂ ତା’ପରେ କି’ବୋର୍ଡରେ ଡିଲିଟ୍ ଦାବିଦିଅନ୍ତୁ
 +
 
|-
 
|-
 
|06:05
 
|06:05
 
| Undo କ୍ଲିକ୍ କରି ଏହାକୁ ପୁଣିଥରେ Undo କରନ୍ତୁ
 
| Undo କ୍ଲିକ୍ କରି ଏହାକୁ ପୁଣିଥରେ Undo କରନ୍ତୁ
 +
 
|-
 
|-
 
|06:10  
 
|06:10  
 
| ବର୍ତ୍ତମାନ, ମୁଁ ଆଉଥରେ text ର ସିଣ୍ଟାକ୍ସ ବର୍ଣ୍ଣନା କରୁଛି
 
| ବର୍ତ୍ତମାନ, ମୁଁ ଆଉଥରେ text ର ସିଣ୍ଟାକ୍ସ ବର୍ଣ୍ଣନା କରୁଛି
 +
 
|-
 
|-
 
|06:17  
 
|06:17  
 
| ଉଦାହରଣରେ ଦେଖାଯାଇଥିବା ପରି, ପ୍ରଦର୍ଶିତ ହେବାକୁଥିବା ଟେକ୍ସଟ୍ ନିଶ୍ଚିତ ଭାବେ  double quotes ମଧ୍ୟରେ ରହିବା ଦରକାର
 
| ଉଦାହରଣରେ ଦେଖାଯାଇଥିବା ପରି, ପ୍ରଦର୍ଶିତ ହେବାକୁଥିବା ଟେକ୍ସଟ୍ ନିଶ୍ଚିତ ଭାବେ  double quotes ମଧ୍ୟରେ ରହିବା ଦରକାର
 +
 
|-
 
|-
 
|06:25
 
|06:25
 
| ଜିଓଜେବ୍ରା ଭେରିଏବଲ୍ସର ମୂଲ୍ୟ ପାଇଁ, ଆଲଜେବ୍ରା ଭ୍ୟୁରେ ପ୍ରଦର୍ଶିତ ପରି ବିନା quotes ରେ ଭେରିଏବଲ୍ସ ନାମ ବ୍ୟବହାର କରନ୍ତୁ     
 
| ଜିଓଜେବ୍ରା ଭେରିଏବଲ୍ସର ମୂଲ୍ୟ ପାଇଁ, ଆଲଜେବ୍ରା ଭ୍ୟୁରେ ପ୍ରଦର୍ଶିତ ପରି ବିନା quotes ରେ ଭେରିଏବଲ୍ସ ନାମ ବ୍ୟବହାର କରନ୍ତୁ     
 +
 
|-
 
|-
 
|06:34
 
|06:34
 
| ଭ୍ୟାଲୁ ସହିତ ଏରିଥମେଟିକ୍ କରିବା ପାଇଁ ଭେରିଏବଲ୍ସକୁ ବ୍ରାକେଟ୍ ମଧ୍ୟରେ ବ୍ୟବହାର କରନ୍ତୁ ()
 
| ଭ୍ୟାଲୁ ସହିତ ଏରିଥମେଟିକ୍ କରିବା ପାଇଁ ଭେରିଏବଲ୍ସକୁ ବ୍ରାକେଟ୍ ମଧ୍ୟରେ ବ୍ୟବହାର କରନ୍ତୁ ()
 +
 
|-
 
|-
 
|06:40  
 
|06:40  
 
| ଶେଷରେ, ଟେକ୍ସଟ୍ ଯୋଡିବା ପାଇଁ +  ଚିହ୍ନ ବ୍ୟବହାର କରନ୍ତୁ
 
| ଶେଷରେ, ଟେକ୍ସଟ୍ ଯୋଡିବା ପାଇଁ +  ଚିହ୍ନ ବ୍ୟବହାର କରନ୍ତୁ
 +
 
|-
 
|-
 
|06:46  
 
|06:46  
 
| ଏହାପରେ, ଆମେ ଆଙ୍ଗଲ୍ ଓ ଟେକ୍ସଟ୍ ର ରଙ୍ଗମାନ ମିଶାଇବାର କିଛି ମାର୍ଗ ଦେଖିବା  
 
| ଏହାପରେ, ଆମେ ଆଙ୍ଗଲ୍ ଓ ଟେକ୍ସଟ୍ ର ରଙ୍ଗମାନ ମିଶାଇବାର କିଛି ମାର୍ଗ ଦେଖିବା  
 +
 
|-
 
|-
 
|06:59  
 
|06:59  
 
| ଟେକ୍ସଟର colour କୁ ବଦଳାଇବାକୁ ମୁଁ ରାଇଟ୍ କ୍ଲିକ୍ କରି Object Properties କ୍ଲିକ୍ କରିବି, colourକୁ ଯିବି ଓ colour ବଦଳାଇ close କ୍ଲିକ୍ କରିବି
 
| ଟେକ୍ସଟର colour କୁ ବଦଳାଇବାକୁ ମୁଁ ରାଇଟ୍ କ୍ଲିକ୍ କରି Object Properties କ୍ଲିକ୍ କରିବି, colourକୁ ଯିବି ଓ colour ବଦଳାଇ close କ୍ଲିକ୍ କରିବି
 +
 
|-
 
|-
 
|07:12  
 
|07:12  
 
|ଏବେ ମୁଁ ଏଠାରେ ରାଇଟ୍ କ୍ଲିକ୍ କରି  ଓ Object Properties କ୍ଲିକ୍ କରି ଆଙ୍ଗେଲକୁ ଯାଇପାରିବି . ଏଠାରେ ମୁଁ ରିସେଣ୍ଟ୍ ୱିଣ୍ଡୋ ଚୟନ କରି ସଠିକ୍ ମେଳ ପାଇଁ ଏହି କଲର ଉପରେ କ୍ଲିକ୍ କରିପରିବି
 
|ଏବେ ମୁଁ ଏଠାରେ ରାଇଟ୍ କ୍ଲିକ୍ କରି  ଓ Object Properties କ୍ଲିକ୍ କରି ଆଙ୍ଗେଲକୁ ଯାଇପାରିବି . ଏଠାରେ ମୁଁ ରିସେଣ୍ଟ୍ ୱିଣ୍ଡୋ ଚୟନ କରି ସଠିକ୍ ମେଳ ପାଇଁ ଏହି କଲର ଉପରେ କ୍ଲିକ୍ କରିପରିବି
 +
 
|-
 
|-
 
|07:26
 
|07:26
 
| ସମାନଭାବରେ, zoom in ଓ zoom out କରିବାକୁ, ଏଠାରେ  zoom in ପାଇଁ Zoom In ଏବଂ zoom out ପାଇଁ zoom out ଅପ୍ସନ୍‌ରେ ଓ ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରିବି  
 
| ସମାନଭାବରେ, zoom in ଓ zoom out କରିବାକୁ, ଏଠାରେ  zoom in ପାଇଁ Zoom In ଏବଂ zoom out ପାଇଁ zoom out ଅପ୍ସନ୍‌ରେ ଓ ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରିବି  
 +
 
|-
 
|-
 
|07:47
 
|07:47
 
| ଆଙ୍ଗଲ୍ ୟୁନିଟ୍ ଚେଞ୍ଜ କରିବାକୁ, Options, Angle Unit ଓ Degreeରୁ Radiansକୁ ପରିବର୍ତ୍ତନ କରନ୍ତୁ  
 
| ଆଙ୍ଗଲ୍ ୟୁନିଟ୍ ଚେଞ୍ଜ କରିବାକୁ, Options, Angle Unit ଓ Degreeରୁ Radiansକୁ ପରିବର୍ତ୍ତନ କରନ୍ତୁ  
 +
 
|-
 
|-
 
|08:02
 
|08:02
 
| କେବଳ ପୁଣିଥରେ ମନେକାଇବାକୁ, କୋଣ ମାପ ରେଡିଆନ୍ସରୁ ଡିଗ୍ରୀକୁ କିପରି ପରିବର୍ତ୍ତନ କରାଯାଏ ମୁଁ ଜାଣିଛି, ମୁଁ Zoom In ଓ Zoom Out ମଧ୍ୟ କରିପାରିବି  
 
| କେବଳ ପୁଣିଥରେ ମନେକାଇବାକୁ, କୋଣ ମାପ ରେଡିଆନ୍ସରୁ ଡିଗ୍ରୀକୁ କିପରି ପରିବର୍ତ୍ତନ କରାଯାଏ ମୁଁ ଜାଣିଛି, ମୁଁ Zoom In ଓ Zoom Out ମଧ୍ୟ କରିପାରିବି  
 +
 
|-
 
|-
 
|08:15  
 
|08:15  
 
| ଏବେ ଏକ ଆସାଇନମେଣ୍ଟ  
 
| ଏବେ ଏକ ଆସାଇନମେଣ୍ଟ  
 +
 
|-
 
|-
 
|08:19  
 
|08:19  
 
| ଏକ ତ୍ରିଭୁଜର ବାହ୍ୟ କୋଣ ବିପରୀତ ଆଭ୍ୟନ୍ତରୀଣ କୋଣଗୁଡିକର ଯୋଗଫଳ ସହିତ ସମାନ ବୋଲି ଜାଞ୍ଚ କରିବା ପାଇଁ ଆଙ୍କନ୍ତୁ
 
| ଏକ ତ୍ରିଭୁଜର ବାହ୍ୟ କୋଣ ବିପରୀତ ଆଭ୍ୟନ୍ତରୀଣ କୋଣଗୁଡିକର ଯୋଗଫଳ ସହିତ ସମାନ ବୋଲି ଜାଞ୍ଚ କରିବା ପାଇଁ ଆଙ୍କନ୍ତୁ
 +
 
|-
 
|-
|08:28:
+
|08:28
 
| ନିମ୍ନ ପଦାଙ୍କ କରନ୍ତୁ : Polygon tool ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
 
| ନିମ୍ନ ପଦାଙ୍କ କରନ୍ତୁ : Polygon tool ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
 +
 
|-
 
|-
 
|08:32
 
|08:32
 
|Line through Two points ଟୁଲ୍ ବ୍ୟବହାର କରି ଯେକୌଣସି ଗୋଟିଏ ଭାଗକୁ ବଢ଼ାନ୍ତୁ
 
|Line through Two points ଟୁଲ୍ ବ୍ୟବହାର କରି ଯେକୌଣସି ଗୋଟିଏ ଭାଗକୁ ବଢ଼ାନ୍ତୁ
 +
 
|-
 
|-
 
|08:36
 
|08:36
 
|ବାହ୍ୟ କୋଣ ଓ ବିପରୀତ ଆଭ୍ୟନ୍ତରୀଣ କୋଣଗୁଡିକୁ ମାପିବା ପାଇଁ ଆଙ୍ଗଲ୍ ଟୁଲ୍ ବ୍ୟବହାର କରନ୍ତୁ
 
|ବାହ୍ୟ କୋଣ ଓ ବିପରୀତ ଆଭ୍ୟନ୍ତରୀଣ କୋଣଗୁଡିକୁ ମାପିବା ପାଇଁ ଆଙ୍ଗଲ୍ ଟୁଲ୍ ବ୍ୟବହାର କରନ୍ତୁ
 +
 
|-
 
|-
 
|08:41  
 
|08:41  
 
| ପରିଣାମ ପ୍ରଦର୍ଶନ ପାଇଁ Insert Text tool ବ୍ୟବହାର କରନ୍ତୁ . Move tool ବ୍ୟବହାର କରି ଏବଂ ଫ୍ରି ଅବ୍ଜେକ୍ଟଗୁଡିକୁ ଘୁଞ୍ଚାଇ ଏହାକୁ ଯାଞ୍ଚ କରନ୍ତୁ
 
| ପରିଣାମ ପ୍ରଦର୍ଶନ ପାଇଁ Insert Text tool ବ୍ୟବହାର କରନ୍ତୁ . Move tool ବ୍ୟବହାର କରି ଏବଂ ଫ୍ରି ଅବ୍ଜେକ୍ଟଗୁଡିକୁ ଘୁଞ୍ଚାଇ ଏହାକୁ ଯାଞ୍ଚ କରନ୍ତୁ
 +
 
|-
 
|-
 
|08:49
 
|08:49
 
| ମୁଁ କ’ଣ କରିଛି ଆପଣଙ୍କୁ ଦେଖାଇବି . ଆପଣଙ୍କୁ କେବଳ Move tool କୁ ବ୍ୟବହାର କରି Free object ଗୁଡିକୁ ଘୁଞ୍ଚାଇବାକୁ ପଡ଼ିବ
 
| ମୁଁ କ’ଣ କରିଛି ଆପଣଙ୍କୁ ଦେଖାଇବି . ଆପଣଙ୍କୁ କେବଳ Move tool କୁ ବ୍ୟବହାର କରି Free object ଗୁଡିକୁ ଘୁଞ୍ଚାଇବାକୁ ପଡ଼ିବ
 +
 
|-
 
|-
 
|08:57
 
|08:57
 
| ଆପଣ ଦେଖିବେ ଯେ, ବାହ୍ୟ କୋଣ ସବୁବେଳେ ଭିତର ବିପରୀତ କୋଣଗୁଡିକର ଯୋଗଫଳ ସହିତ ସମାନ  
 
| ଆପଣ ଦେଖିବେ ଯେ, ବାହ୍ୟ କୋଣ ସବୁବେଳେ ଭିତର ବିପରୀତ କୋଣଗୁଡିକର ଯୋଗଫଳ ସହିତ ସମାନ  
 +
 
|-
 
|-
 
|09:08
 
|09:08
Line 157: Line 207:
 
|09:20
 
|09:20
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)  
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)  
 +
 
|-
 
|-
 
|09:24
 
|09:24
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
+
 
|-
 
|-
 
|}
 
|}

Latest revision as of 12:13, 6 April 2017

Time Narration
00:00 ନମସ୍କାର ବନ୍ଧୁଗଣ, Angles ଓ Triangles Basics ଉପରେ ଜିଓଜେବ୍ରା ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଯଦି ଆପଣ ପ୍ରଥମ ଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବସାଇଟ୍ ରେ Introduction to Geogebra ଟ୍ୟୁଟୋରିଆଲକୁ ଦେଖନ୍ତୁ
00:14 ଜିଓଜେବ୍ରା ଆରମ୍ଭ କରିବାକୁ, ମୁଁ ବ୍ୟବହାର କରୁଛି Linux operating system Ubuntu Version 10.04 LTS ଓ Geogebra Version 3.2.40.0
00:24 ଏହି ଟ୍ୟୁଟୋରିଆଲର ଉଦେଶ୍ୟ ହେଉଛି, ଜିଓଜେବ୍ରା ବ୍ୟବହାର କରି ଏକ ତ୍ରିଭୁଜର ଭିତର କୋଣଗୁଡିକର ଯୋଗଫଳ ସର୍ବଦା ୧୮୦ ଡିଗ୍ରୀ ରହୁଥିବାର ଯାଞ୍ଚ କରିବା
00:33 ଏହି ଟ୍ୟୁଟୋରିଆଲରେ ଆମେ, Polygon, Angle, Insert Text ଟୁଲ୍ସ ବ୍ୟବହାର ଶିଖିବା
00:42 ପ୍ରଥମେ ଏକ ପଲିଗନ୍ ଡ୍ର’ କରିବା ପାଇଁ , ପଲିଗନ୍ ଟୁଲ୍ ସିଲେକ୍ଟ କରନ୍ତୁ. ଏକ ତ୍ରିଭୁଜ କ୍ଷେତ୍ରରେ, ଡ୍ରଇଙ୍ଗ୍ ପ୍ୟାଡ୍ରେ କ୍ଲିକ୍ କରି ତିନୋଟି କୋଣକୁ ସିଲେକ୍ଟ କରନ୍ତୁ. ପରେ ପ୍ରଥମ କୋଣରେ କ୍ଲିକ୍ କରନ୍ତୁ
00:57 ତ୍ରିଭୁଜର ଭିତର କୋଣଗୁଡିକୁ ମାପିବା ପାଇଁ, Angle ଟୁଲ୍ ସିଲେକ୍ଟ କରନ୍ତୁ. ଦୁଇଟି ମାର୍ଗରେ ଆପଣ କୋଣ ମାପିପାରିବେ. ତିନୋଟି କୋଣ A, B ଓ C ରେ ଡାହାଣପଟୁଆ କ୍ଲିକ୍ କରନ୍ତୁ. ଏହା alpha ନାମକ ABC ଆଙ୍ଗଲ୍ କୁ ମାପକରେ
01:15 ଦିତୀୟ ମାର୍ଗ଼ଟି ହେଉଛି, ଆଙ୍ଗଲ୍ ଗଠନ କରୁଥିବା ଲାଇନ୍ ସେଗମେଣ୍ଟକୁ ସିଲେକ୍ଟ କରିବା. Beta ନାମକ BCA ଆଙ୍ଗଲ୍ ପାଇବା ପାଇଁ ଏଥରକ ବାମପଟୁଆ ସେଗମେଣ୍ଟ a ଓ b ସିଲେକ୍ଟ କରନ୍ତୁ
01:27 ସମାନଭାବରେ, CAB, ଆଙ୍ଗଲ୍ ଗାମା ମାପିବ
01:35 ଗ୍ରୀକ୍ ଆଲଫାବେଟ୍ ଅନୁସାରେ, ସମସ୍ତ ଆଙ୍ଗଲ୍ଗୁଡିକର ନାମକରଣ mathematical convention ଅନୁଯାୟୀ ହୋଇଛି
01:41 ଯଦି ଆପଣ ବାମପଟୁ କୋଣଗୁଡିକୁ ସିଲେକ୍ଟ କରନ୍ତି, ଯେପରି CBA, ତେବେ କୋଣର ବାହାରପାର୍ଶ୍ୱ ମାପି ହୁଏ
01:53 ଆପଣଙ୍କ ଡ୍ରଇଙ୍ଗ୍ ପ୍ୟାଡରେ ଟେକ୍ସଟ ଯୋଗକରିବା ପାଇଁ Insert Text ଟୁଲ୍ ବ୍ୟବହାର କରନ୍ତୁ. ତାହାପରେ ଡ୍ରଇଙ୍ଗ୍ ପ୍ୟାଡର ଯେକୌଣସି ଜାଗାରେ କ୍ଲିକ୍ କରନ୍ତୁ, ଏକ ଟେକ୍ସଟ୍ ୱିଣ୍ଡୋ ଦେଖାଦେବ
02:07 ଏବେ, ABC ଆଙ୍ଗଲ୍ ଡିସ୍ପ୍ଲେ କରିବାକୁ ମୁଁ double quotes ମଧ୍ୟରେ ଟାଇପ୍ କରିବି, ଆଙ୍ଗଲ୍ ABC =, double quotes ବନ୍ଦ କରିବି, + ଚିହ୍ନ ଯୋଡ଼ିବି ଓ ଆଲଫାରେ କ୍ଲିକ୍ କରି OK କ୍ଲିକ୍ କରିବି, ଯେଉଁଥିରୁ ମୁଁ ABC ଆଙ୍ଗେଲର ମୂଲ୍ୟ ପାଇବି
02:28 ସେହିପରି , ଗଣିତ କରିବାକୁ , ଏହି ତ୍ରିଭୁଜର ଭିତର କୋଣର ଯୋଗଫଳ ପ୍ରଦର୍ଶନ ପାଇଁ , Insert Text ଟୁଲରେ କ୍ଲିକ୍ କରି ଡ୍ରଇଙ୍ଗ୍ ପ୍ୟାଡରେ କ୍ଲିକ୍ କରନ୍ତୁ . Double quotes ମଧ୍ୟରେ ଟାଇପ୍ କରନ୍ତୁ, Sum of the interior angles of triangle ABC = double quotes ଓ plus (+) ବନ୍ଦ କରନ୍ତୁ brackets ଓପନ୍ କରି alpha + beta + gamma ଟାଇପ୍ କରି brackets ବନ୍ଦ କରନ୍ତୁ ଏବଂ OK କ୍ଲିକ୍ କରନ୍ତୁ, ଯୋଗଫଳ ପ୍ରଦର୍ଶିତ ହେବାର ଆପଣ ଦେଖିପାରୁଛନ୍ତି.
03:14 ଏହାପରେ, Move ଟୁଲ୍ ସିଲେକ୍ଟ କରନ୍ତୁ ଏବଂ ଏହି କ୍ଷେତ୍ରରେ A B କିମ୍ୱା C କୋଣ ବିଶିଷ୍ଟ free objects କୁ ଘୁଞ୍ଚାନ୍ତୁ, ଭିତର କୋଣର ଯୋଗଫଳ ସବୁବେଳେ ୧୮୦ ଡିଗ୍ରୀ ରହିବାର ଆପଣ ଦେଖିବେ
03:32 ଏହି ପାଠରେ ମୋର ପସନ୍ଦିଆ ଭାଗ ଏହା କହିବା ଅଟେ ଯେ, ଯେତେବେଳେ ତ୍ରିକୋଣର ସମସ୍ତ ତିନୋଟି କୋଣ ବିନ୍ଦୁ ସମାନ୍ତରାଳ ରେଖାରେ ଥାଆନ୍ତି, ଦୁଇଟି ଆଭ୍ୟନ୍ତରୀଣ କୋଣ ଶୂନ୍ୟ କିପରି ହୋଇଯାଆନ୍ତି ଏବଂ ତୃତୀୟଟି ଏହି ପ୍ରକାରେ 180 ଡିଗ୍ରୀ ହୋଇଯାଏ, ଗୋଟିଏ ଋଜୁକୋଣ.
03:52 ଏହାପରେ ଆମେ, ଡ୍ରଇଙ୍ଗ୍ ପ୍ୟାଡ୍ ପ୍ରପର୍ଟିଜ୍ ଏବଂ ଜିଓଜେବ୍ରାରୁ କିପରି ଏକ ଅବ୍ଜେକ୍ଟକୁ ଡିଲିଟ୍ କରିବା ବିଷୟରେ ଶିଖିବା
04:04 ପ୍ରଥମେ ଡ୍ରଇଙ୍ଗ୍ ପ୍ୟାଡ୍ ପ୍ରପର୍ଟିଜ୍. ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ସ୍ଥାନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ
04:14 'Drawing Pad ପ୍ରପର୍ଟିଜ୍ ୱିଣ୍ଡୋ ଖୋଲିଲା. ଏଠାରେ ଆପଣ ଡ୍ରଇଙ୍ଗ୍ ପ୍ୟାଡର background colour ବଦଳାଇପାରିବେ
04:20 ଏଠାରେ ଆପଣ ଉଭୟ X ଓ Y ଅକ୍ଷର ପ୍ରପର୍ଟିଜ୍ ବଦଳାଇପାରିବେ ଏବଂ ଆପଣ ଏଠାରେ grid ର ପ୍ରପର୍ଟିଜ୍ ବଦଳାଇପାରିବେ
04:31 ଧ୍ୟାନଦେବାଯୋଗ୍ୟ କିଛି ପ୍ରପର୍ଟିଜ୍ ହେଉଛି, ଆପଣ ଅକ୍ଷ ପାଇଁ unit ଯୋଗ କରିପାରିବେ, ଅକ୍ଷ ପାଇଁ labels ଯୋଗ କରିପାରିବେ, ଏବଂ X ଅକ୍ଷ ଅନୁପାତ Y ଅକ୍ଷ
04:43 ଯେତେବେଳେ ଆମେ ସରଳ ଜ୍ୟାମିତି କରୁ, ତାହାକୁ ସାଧାରଣତଃ ୧:୧ ଅନୁପାତରେ ରଖିବାକୁ ଚାହିଁଥାଉ
04:49 ବନ୍ଦ କରିବାବେଳେ, କରାଯାଇଥିବା ସମସ୍ତ ପରିବର୍ତ୍ତନଗୁଡିକ ସେଭ୍ ହୋଇଯିବ
04:54 ଏବେ, ଡ୍ରଇଙ୍ଗ୍ ପ୍ୟାଡରୁ ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ତାହାଉପରକୁ ମାଉସକୁ ଚଲାନ୍ତୁ. ମୁଁ ବାହ୍ୟ କୋଣ ଉପରେ ମାଉସ୍ ଚଲାଇ ରାଇଟ୍ କ୍ଲିକ୍ କରିବି.ଏଠାରେ ଅବଜେକ୍ଟ ନାମ ଦେଖାଦେବ ଏବଂ ଏହାପରେ ଡିଲିଟ୍ ଉପରେ କ୍ଲିକ୍ କଲେ ଅବଜେକ୍ଟଟି ଉଭାନ୍ ହୋଇଯିବ
05:15 ଏକ ଅବଜେକ୍ଟ ଡିଲିଟ୍ କରିବାର ଅନ୍ୟ ମାର୍ଗ ହେଉଛି, ଆବଜେବ୍ରା ଭ୍ୟୁ ରେ ଅବଜେକ୍ଟ ସିଲେକ୍ଟ କରିବା ଓ ତାହା ଉପରେ ରାଇଟ୍ କ୍ଲିକ୍ କରି ଡିଲିଟ୍ କ୍ଲିକ୍ କରିବା
05:25 ଦେଖନ୍ତୁ ଯେତେବେଳେ ମୁଁ ଆଙ୍ଗଲ୍ ଗାମା ଡିଲିଟ୍ କରୁଛି, ଏହି ଟେକ୍ସଟ୍ ମଧ୍ୟ ଅଦୃଶ୍ୟ ହୋଇଯାଉଛି କାରଣ ଏହା ଆଙ୍ଗଲ୍ ଗାମା ଉପରେ ନିର୍ଭରଶୀଳ
05:35 ଡିଲିଟ୍ କରାଯାଇଥିବାକୁ undo କରିବାକୁ ହେଲେ, ଏଡିଟ୍ କୁ ଯାଇ Undo କ୍ଲିକ୍ କରନ୍ତୁ କିମ୍ୱା Ctrl+ Z ଦାବନ୍ତୁ
05:45 ଜିଓଜେବ୍ରାରେ ଏକାଧିକ ଅବଜେକ୍ଟ ଡିଲିଟ୍ କରିବାର ସରଳ ମାର୍ଗ ହେଉଛି, ଡ୍ରଇଙ୍ଗ୍ ପ୍ୟାଡ୍ ରେ ଯେକୌଣସି ଜାଗାରେ ମାଉସ୍ ଲେପ୍ଟ କ୍ଲିକ୍ କରନ୍ତୁ,

ଡିଲିଟ୍ କରିବାକୁ ଚାହୁଁଥିବା ସମସ୍ତ ଅବଜେକ୍ଟ ଉପରେ ଡ୍ରାଗ୍ କରି,ବଟନ୍ ଛାଡିଦିଅନ୍ତୁ, ସମସ୍ତ ଆଇଟମ୍ ସିଲେକ୍ଟ ହୋଇଯିବ ଏବଂ ତା’ପରେ କି’ବୋର୍ଡରେ ଡିଲିଟ୍ ଦାବିଦିଅନ୍ତୁ

06:05 Undo କ୍ଲିକ୍ କରି ଏହାକୁ ପୁଣିଥରେ Undo କରନ୍ତୁ
06:10 ବର୍ତ୍ତମାନ, ମୁଁ ଆଉଥରେ text ର ସିଣ୍ଟାକ୍ସ ବର୍ଣ୍ଣନା କରୁଛି
06:17 ଉଦାହରଣରେ ଦେଖାଯାଇଥିବା ପରି, ପ୍ରଦର୍ଶିତ ହେବାକୁଥିବା ଟେକ୍ସଟ୍ ନିଶ୍ଚିତ ଭାବେ double quotes ମଧ୍ୟରେ ରହିବା ଦରକାର
06:25 ଜିଓଜେବ୍ରା ଭେରିଏବଲ୍ସର ମୂଲ୍ୟ ପାଇଁ, ଆଲଜେବ୍ରା ଭ୍ୟୁରେ ପ୍ରଦର୍ଶିତ ପରି ବିନା quotes ରେ ଭେରିଏବଲ୍ସ ନାମ ବ୍ୟବହାର କରନ୍ତୁ
06:34 ଭ୍ୟାଲୁ ସହିତ ଏରିଥମେଟିକ୍ କରିବା ପାଇଁ ଭେରିଏବଲ୍ସକୁ ବ୍ରାକେଟ୍ ମଧ୍ୟରେ ବ୍ୟବହାର କରନ୍ତୁ ()
06:40 ଶେଷରେ, ଟେକ୍ସଟ୍ ଯୋଡିବା ପାଇଁ + ଚିହ୍ନ ବ୍ୟବହାର କରନ୍ତୁ
06:46 ଏହାପରେ, ଆମେ ଆଙ୍ଗଲ୍ ଓ ଟେକ୍ସଟ୍ ର ରଙ୍ଗମାନ ମିଶାଇବାର କିଛି ମାର୍ଗ ଦେଖିବା
06:59 ଟେକ୍ସଟର colour କୁ ବଦଳାଇବାକୁ ମୁଁ ରାଇଟ୍ କ୍ଲିକ୍ କରି Object Properties କ୍ଲିକ୍ କରିବି, colourକୁ ଯିବି ଓ colour ବଦଳାଇ close କ୍ଲିକ୍ କରିବି
07:12 ଏବେ ମୁଁ ଏଠାରେ ରାଇଟ୍ କ୍ଲିକ୍ କରି ଓ Object Properties କ୍ଲିକ୍ କରି ଆଙ୍ଗେଲକୁ ଯାଇପାରିବି . ଏଠାରେ ମୁଁ ରିସେଣ୍ଟ୍ ୱିଣ୍ଡୋ ଚୟନ କରି ସଠିକ୍ ମେଳ ପାଇଁ ଏହି କଲର ଉପରେ କ୍ଲିକ୍ କରିପରିବି
07:26 ସମାନଭାବରେ, zoom in ଓ zoom out କରିବାକୁ, ଏଠାରେ zoom in ପାଇଁ Zoom In ଏବଂ zoom out ପାଇଁ zoom out ଅପ୍ସନ୍‌ରେ ଓ ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରିବି
07:47 ଆଙ୍ଗଲ୍ ୟୁନିଟ୍ ଚେଞ୍ଜ କରିବାକୁ, Options, Angle Unit ଓ Degreeରୁ Radiansକୁ ପରିବର୍ତ୍ତନ କରନ୍ତୁ
08:02 କେବଳ ପୁଣିଥରେ ମନେକାଇବାକୁ, କୋଣ ମାପ ରେଡିଆନ୍ସରୁ ଡିଗ୍ରୀକୁ କିପରି ପରିବର୍ତ୍ତନ କରାଯାଏ ମୁଁ ଜାଣିଛି, ମୁଁ Zoom In ଓ Zoom Out ମଧ୍ୟ କରିପାରିବି
08:15 ଏବେ ଏକ ଆସାଇନମେଣ୍ଟ
08:19 ଏକ ତ୍ରିଭୁଜର ବାହ୍ୟ କୋଣ ବିପରୀତ ଆଭ୍ୟନ୍ତରୀଣ କୋଣଗୁଡିକର ଯୋଗଫଳ ସହିତ ସମାନ ବୋଲି ଜାଞ୍ଚ କରିବା ପାଇଁ ଆଙ୍କନ୍ତୁ
08:28 ନିମ୍ନ ପଦାଙ୍କ କରନ୍ତୁ : Polygon tool ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
08:32 Line through Two points ଟୁଲ୍ ବ୍ୟବହାର କରି ଯେକୌଣସି ଗୋଟିଏ ଭାଗକୁ ବଢ଼ାନ୍ତୁ
08:36 ବାହ୍ୟ କୋଣ ଓ ବିପରୀତ ଆଭ୍ୟନ୍ତରୀଣ କୋଣଗୁଡିକୁ ମାପିବା ପାଇଁ ଆଙ୍ଗଲ୍ ଟୁଲ୍ ବ୍ୟବହାର କରନ୍ତୁ
08:41 ପରିଣାମ ପ୍ରଦର୍ଶନ ପାଇଁ Insert Text tool ବ୍ୟବହାର କରନ୍ତୁ . Move tool ବ୍ୟବହାର କରି ଏବଂ ଫ୍ରି ଅବ୍ଜେକ୍ଟଗୁଡିକୁ ଘୁଞ୍ଚାଇ ଏହାକୁ ଯାଞ୍ଚ କରନ୍ତୁ
08:49 ମୁଁ କ’ଣ କରିଛି ଆପଣଙ୍କୁ ଦେଖାଇବି . ଆପଣଙ୍କୁ କେବଳ Move tool କୁ ବ୍ୟବହାର କରି Free object ଗୁଡିକୁ ଘୁଞ୍ଚାଇବାକୁ ପଡ଼ିବ
08:57 ଆପଣ ଦେଖିବେ ଯେ, ବାହ୍ୟ କୋଣ ସବୁବେଳେ ଭିତର ବିପରୀତ କୋଣଗୁଡିକର ଯୋଗଫଳ ସହିତ ସମାନ
09:08 ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ଆଭାର ବ୍ୟକ୍ତ କରୁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:14 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
09:24 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep