Difference between revisions of "Geogebra/C2/Introduction-to-Geogebra/Oriya"

From Script | Spoken-Tutorial
Jump to: navigation, search
 
Line 6: Line 6:
 
| 00:00     
 
| 00:00     
 
| ନମସ୍କାର ବନ୍ଧୁଗଣ, Geogebraର ପରିଚୟ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ.  ଏହି ଟ୍ୟୁଟୋରିଆଲରେ ଆପଣ ଜିଓଜେବ୍ରା ଆରମ୍ଭ କରିବାର ବେସିକ୍ସ ସହିତ ପରିଚିତ ହେବେ.
 
| ନମସ୍କାର ବନ୍ଧୁଗଣ, Geogebraର ପରିଚୟ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ.  ଏହି ଟ୍ୟୁଟୋରିଆଲରେ ଆପଣ ଜିଓଜେବ୍ରା ଆରମ୍ଭ କରିବାର ବେସିକ୍ସ ସହିତ ପରିଚିତ ହେବେ.
 +
 
|-  
 
|-  
 
| 00:09  
 
| 00:09  
 
| ଜିଓଜେବ୍ରା କ’ଣ ? ଏହା ଏକ ମାଗଣା ମ୍ୟାଥେମେଟିକ୍ ସଫ୍ଟୱେର୍ ଏବଂ download ପାଇଁ ଏହା www.geogebra.org ରେ ଉପଲବ୍ଧ  
 
| ଜିଓଜେବ୍ରା କ’ଣ ? ଏହା ଏକ ମାଗଣା ମ୍ୟାଥେମେଟିକ୍ ସଫ୍ଟୱେର୍ ଏବଂ download ପାଇଁ ଏହା www.geogebra.org ରେ ଉପଲବ୍ଧ  
 +
 
|-
 
|-
 
|00:17  
 
|00:17  
 
| ଏହା ଏକ interactive ହୋଇଥିବାରୁ କମ୍ପ୍ୟୁଟର ସହାୟତାରେ ଶିକ୍ଷା ପାଇଁ ଉପଯୋଗୀ ଅଟେ ଏବଂ ଆପଣମାନେ ଏଥିରେ ଜ୍ୟାମିତୀୟ ଆକୃତିଗୁଡ଼ିକର ବୀଜଗଣିତୀୟ ଅଭିବ୍ୟକ୍ତି ଦେଖିପାରିବେ
 
| ଏହା ଏକ interactive ହୋଇଥିବାରୁ କମ୍ପ୍ୟୁଟର ସହାୟତାରେ ଶିକ୍ଷା ପାଇଁ ଉପଯୋଗୀ ଅଟେ ଏବଂ ଆପଣମାନେ ଏଥିରେ ଜ୍ୟାମିତୀୟ ଆକୃତିଗୁଡ଼ିକର ବୀଜଗଣିତୀୟ ଅଭିବ୍ୟକ୍ତି ଦେଖିପାରିବେ
 +
 
|-
 
|-
 
| 00:25  
 
| 00:25  
 
| ଏହା ଜିଓମେଟ୍ରି, ଆଲଜେବ୍ରା ଓ କାଲକୁଲସ୍ ର ସମିଶ୍ରଣ ଅଟେ, ତେଣୁ ଆପଣ ଜିଓମେଟ୍ରି ଫିଗର୍ସ ଗଠନ, ଇକ୍ୱେଶନ୍ ଏଣ୍ଟର, ଭାରିଏବୁଲ୍, ଭେକ୍ଟର୍ ଆଦି ସହିତ କାମ କରିପାରିବେ  
 
| ଏହା ଜିଓମେଟ୍ରି, ଆଲଜେବ୍ରା ଓ କାଲକୁଲସ୍ ର ସମିଶ୍ରଣ ଅଟେ, ତେଣୁ ଆପଣ ଜିଓମେଟ୍ରି ଫିଗର୍ସ ଗଠନ, ଇକ୍ୱେଶନ୍ ଏଣ୍ଟର, ଭାରିଏବୁଲ୍, ଭେକ୍ଟର୍ ଆଦି ସହିତ କାମ କରିପାରିବେ  
 +
 
|-
 
|-
 
| 00:35  
 
| 00:35  
 
|ଜିଓଜେବ୍ରା ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି Linux operating system Ubuntu Version 10.04 LTS ଏବଂ Geogebra Version 3.2.40.0
 
|ଜିଓଜେବ୍ରା ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି Linux operating system Ubuntu Version 10.04 LTS ଏବଂ Geogebra Version 3.2.40.0
 +
 
|-
 
|-
 
| 00:47
 
| 00:47
 
| ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିସାରିଛନ୍ତି, ତେବେ ଉବୁଣ୍ଟୁ ମେନୁ ଆଇଟମ୍ Applications, Education କିମ୍ୱା Science କୁ ଯା’ନ୍ତୁ ଏବଂ Geogebra Application ଉପରେ କ୍ଲିକ୍ କରନ୍ତୁ
 
| ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିସାରିଛନ୍ତି, ତେବେ ଉବୁଣ୍ଟୁ ମେନୁ ଆଇଟମ୍ Applications, Education କିମ୍ୱା Science କୁ ଯା’ନ୍ତୁ ଏବଂ Geogebra Application ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 00:58  
 
| 00:58  
 
| ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିନାହାଁନ୍ତି , ତେବେ ଦୟାକରି ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍, ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍‍ କୁ ଯାଇ ଜିଓଜେବ୍ରାକୁ ଇନଷ୍ଟଲ୍‍ କରନ୍ତୁ
 
| ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିନାହାଁନ୍ତି , ତେବେ ଦୟାକରି ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍, ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍‍ କୁ ଯାଇ ଜିଓଜେବ୍ରାକୁ ଇନଷ୍ଟଲ୍‍ କରନ୍ତୁ
 +
 
|-
 
|-
 
| 01:08  
 
| 01:08  
 
| ବର୍ତ୍ତମାନ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. ଏହି ଟ୍ୟୁଟୋରିଆଲ୍ରେ ମୁଁ ମେନୁ ବାର୍, ଟୁଲ୍ ବାର୍ ଓ ଟୁଲ୍ ଭ୍ୟୁ, ଗ୍ରାଫିକ୍ ଭ୍ୟୁ ଓ ଆଲ୍ଜେବ୍ରା ଭ୍ୟୁ, ଇନ୍ପୁଟ୍ ବାର୍ ଓ କମାଣ୍ଡ୍ଗୁଡିକୁ ସକ୍ଷିପ୍ତରେ ବ୍ୟାଖ୍ୟା କରିବି  
 
| ବର୍ତ୍ତମାନ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. ଏହି ଟ୍ୟୁଟୋରିଆଲ୍ରେ ମୁଁ ମେନୁ ବାର୍, ଟୁଲ୍ ବାର୍ ଓ ଟୁଲ୍ ଭ୍ୟୁ, ଗ୍ରାଫିକ୍ ଭ୍ୟୁ ଓ ଆଲ୍ଜେବ୍ରା ଭ୍ୟୁ, ଇନ୍ପୁଟ୍ ବାର୍ ଓ କମାଣ୍ଡ୍ଗୁଡିକୁ ସକ୍ଷିପ୍ତରେ ବ୍ୟାଖ୍ୟା କରିବି  
 +
 
|-
 
|-
 
| 01:20  
 
| 01:20  
 
| ଏକ ଜିଓଜେବ୍ରା ୱିଣ୍ଡୋ ଏହିଭଳି ଦେଖାଯାଏ. ଯେକୌଣସି ୱିଣ୍ଡୋ ଭିତ୍ତିକ ଆପ୍ଲିକେଶନ୍ ଭଳି ଏହାର ଏକ ଷ୍ଟାଣ୍ଡାର୍ଡ ମେନୁ ବାର୍ ଅଛି
 
| ଏକ ଜିଓଜେବ୍ରା ୱିଣ୍ଡୋ ଏହିଭଳି ଦେଖାଯାଏ. ଯେକୌଣସି ୱିଣ୍ଡୋ ଭିତ୍ତିକ ଆପ୍ଲିକେଶନ୍ ଭଳି ଏହାର ଏକ ଷ୍ଟାଣ୍ଡାର୍ଡ ମେନୁ ବାର୍ ଅଛି
 +
 
|-
 
|-
 
| 01:28  
 
| 01:28  
 
| ଟୁଲ୍ ବାର୍ ଟି ଜିଓଜେବ୍ରାର କମ୍ପାସ୍ ବକ୍ସ୍ ସଦୃଶ ଅଟେ
 
| ଟୁଲ୍ ବାର୍ ଟି ଜିଓଜେବ୍ରାର କମ୍ପାସ୍ ବକ୍ସ୍ ସଦୃଶ ଅଟେ
 +
 
|-
 
|-
 
| 01:32
 
| 01:32
 
| କେଉଁ ଟୁଲ୍ ଟି ଚୟନିତ ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ, ତାହା ଟୁଲ୍ ଭ୍ୟୁ କହିଥାଏ
 
| କେଉଁ ଟୁଲ୍ ଟି ଚୟନିତ ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ, ତାହା ଟୁଲ୍ ଭ୍ୟୁ କହିଥାଏ
 +
 
|-
 
|-
 
| 01:36
 
| 01:36
 
| ଗ୍ରାଫିକ୍ ଭ୍ୟୁ, ଜିଓଜେବ୍ରାର ଡ୍ରଇଙ୍ଗ୍ ପ୍ୟାଡ୍ ଅଟେ. ଆପଣ ଏହି ପ୍ୟାଡ୍ ରେ ଜିଓମେଟ୍ରିକ୍ ଫିଗର୍ସ ମଧ୍ୟ ଗଠନ କରିପାରିବେ
 
| ଗ୍ରାଫିକ୍ ଭ୍ୟୁ, ଜିଓଜେବ୍ରାର ଡ୍ରଇଙ୍ଗ୍ ପ୍ୟାଡ୍ ଅଟେ. ଆପଣ ଏହି ପ୍ୟାଡ୍ ରେ ଜିଓମେଟ୍ରିକ୍ ଫିଗର୍ସ ମଧ୍ୟ ଗଠନ କରିପାରିବେ
 +
 
|-
 
|-
 
| 01:42  
 
| 01:42  
 
| ଏହା ହେଉଛି ଆଲଜେବ୍ରା ଭ୍ୟୁ.  ଡ୍ରଇଙ୍ଗ୍ ପ୍ୟାଡ୍ ରେ ଗଠିତ ସମସ୍ତ ଜ୍ୟାମିତୀୟ ଆକୃତିଗୁଡିକର ବୀଜଗଣିତୀୟ ଅଭିବ୍ୟକ୍ତି ଆପଣ ଏହି ୱିଣ୍ଡୋରେ ଦେଖିପାରିବେ  
 
| ଏହା ହେଉଛି ଆଲଜେବ୍ରା ଭ୍ୟୁ.  ଡ୍ରଇଙ୍ଗ୍ ପ୍ୟାଡ୍ ରେ ଗଠିତ ସମସ୍ତ ଜ୍ୟାମିତୀୟ ଆକୃତିଗୁଡିକର ବୀଜଗଣିତୀୟ ଅଭିବ୍ୟକ୍ତି ଆପଣ ଏହି ୱିଣ୍ଡୋରେ ଦେଖିପାରିବେ  
 +
 
|-
 
|-
 
| 01:50
 
| 01:50
 
| ଆଲଜେବ୍ରା ଇକ୍ୱେଶନ୍ ପ୍ରବେଶ କରାଇବାକୁ ଇନପୁଟ୍ ବାର୍ ଅନୁମତି ଦିଏ, ଯାହା ଆଲ୍ଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ ରେ ଦୃଶ୍ୟମାନ ହେବ   
 
| ଆଲଜେବ୍ରା ଇକ୍ୱେଶନ୍ ପ୍ରବେଶ କରାଇବାକୁ ଇନପୁଟ୍ ବାର୍ ଅନୁମତି ଦିଏ, ଯାହା ଆଲ୍ଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ ରେ ଦୃଶ୍ୟମାନ ହେବ   
 +
 
|-
 
|-
 
| 01:59  
 
| 01:59  
 
| ଏହି ଇନପୁଟ୍ ବାରରେ ଜିଓଜେବ୍ରା ଦ୍ୱାରା ସପୋର୍ଟ ହେଉଥିବା କମାଣ୍ଡଗୁଡିକ ଏହି ଡ୍ରପ୍ ଡାଉନ୍ ମେନୁରେ ଅଛି  
 
| ଏହି ଇନପୁଟ୍ ବାରରେ ଜିଓଜେବ୍ରା ଦ୍ୱାରା ସପୋର୍ଟ ହେଉଥିବା କମାଣ୍ଡଗୁଡିକ ଏହି ଡ୍ରପ୍ ଡାଉନ୍ ମେନୁରେ ଅଛି  
 +
 
|-
 
|-
 
| 02:05  
 
| 02:05  
 
| ଡ୍ରଇଙ୍ଗ୍ ପ୍ୟାଡ୍ ସବୁବେଳେ ଜିଓଜେବ୍ରାରେ ଦେଖାଯାଏ ଏବଂ ଏହାକୁ ବନ୍ଦ କରାଯାଇପାରିବ ନାହିଁ  
 
| ଡ୍ରଇଙ୍ଗ୍ ପ୍ୟାଡ୍ ସବୁବେଳେ ଜିଓଜେବ୍ରାରେ ଦେଖାଯାଏ ଏବଂ ଏହାକୁ ବନ୍ଦ କରାଯାଇପାରିବ ନାହିଁ  
 +
 
|-
 
|-
 
| 02:10  
 
| 02:10  
 
| ଡ୍ରଇଙ୍ଗ୍ ପ୍ୟାଡ୍ ରେ ଆପଣ, ଭ୍ୟୁ କୁ ଯାଇ  ଗ୍ରିଡ୍ ଅପ୍ସନ୍ ଚେକ୍ କରି ଗ୍ରିଡ୍ ବ୍ୟବହାର କରିପାରିବେ  
 
| ଡ୍ରଇଙ୍ଗ୍ ପ୍ୟାଡ୍ ରେ ଆପଣ, ଭ୍ୟୁ କୁ ଯାଇ  ଗ୍ରିଡ୍ ଅପ୍ସନ୍ ଚେକ୍ କରି ଗ୍ରିଡ୍ ବ୍ୟବହାର କରିପାରିବେ  
 +
 
|-
 
|-
 
| 02:17  
 
| 02:17  
| ସମାନଭାବରେ ଯଦି ଆପଣ Axes ଦେଖିବାକୁ ଚାହୁଁନାହାଁନ୍ତି , ତେବେ ତାହାକୁ ଅନଚେକ୍ କରିପାରନ୍ତି. ଆମେ ଏହି ଟ୍ୟୁଟୋରିଆଲ୍ ପାଇଁ Axes ଓ Grid ଦୃଶ୍ୟମାନ ରଖିବା  
+
| ସମାନଭାବରେ ଯଦି ଆପଣ Axes ଦେଖିବାକୁ ଚାହୁଁନାହାଁନ୍ତି , ତେବେ ତାହାକୁ ଅନଚେକ୍ କରିପାରନ୍ତି. ଆମେ ଏହି ଟ୍ୟୁଟୋରିଆଲ୍ ପାଇଁ Axes ଓ Grid ଦୃଶ୍ୟମାନ ରଖିବା  
 +
 
|-
 
|-
 
| 02:25  
 
| 02:25  
 
| ଯଦି ଆପଣ algebra view କିମ୍ୱା Input Bar କୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ ଆପଣ Viewକୁ ଯାଇ ଅପ୍ସନ୍ ଅନଚେକ୍ କରି, ତାହା କରିପାରନ୍ତି. ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ରୁ Input Bar କୁ ବାଦ୍ ଦେବା  
 
| ଯଦି ଆପଣ algebra view କିମ୍ୱା Input Bar କୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ ଆପଣ Viewକୁ ଯାଇ ଅପ୍ସନ୍ ଅନଚେକ୍ କରି, ତାହା କରିପାରନ୍ତି. ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ରୁ Input Bar କୁ ବାଦ୍ ଦେବା  
 +
 
|-
 
|-
 
| 02:38  
 
| 02:38  
 
| ବର୍ତ୍ତମାନ, ଏକ compass box ଭାବରେ ଟୁଲ୍ ବାର୍ ସମ୍ୱନ୍ଧରେ ଅଧିକ ଜାଣିବା. ଆଇଟମ୍ ଉପରେ କ୍ଲିକ୍ କରି ,ଏକ ଟୁଲ୍ କୁ ବ୍ୟବହାର  କରାଯାଏ  
 
| ବର୍ତ୍ତମାନ, ଏକ compass box ଭାବରେ ଟୁଲ୍ ବାର୍ ସମ୍ୱନ୍ଧରେ ଅଧିକ ଜାଣିବା. ଆଇଟମ୍ ଉପରେ କ୍ଲିକ୍ କରି ,ଏକ ଟୁଲ୍ କୁ ବ୍ୟବହାର  କରାଯାଏ  
 +
 
|-
 
|-
 
| 02:47  
 
| 02:47  
 
| ଦେଖନ୍ତୁ,  ଯେତେବେଳେ ଆପଣ ଏହା ଉପରେ କ୍ଲିକ୍ କରିବେ, ଆଇଟମ୍ ଚାରିପାଖରେ, ଏହା ସିଲେକ୍ଟ ହୋଇଯାଇଛି ବୋଲି ସୂଚିତ କରି, ଏକ ଗାଢ ନୀଳ ବର୍ଡର୍‍ ଦେଖାଯାଏ ଏବଂ ଏହାର ନାମ ଓ ଏହାକୁ କିପରି ବ୍ୟବହାର କରିବେ, ତାହାର ସଂକେତ ମଧ୍ୟ ଦେଖାଯାଏ
 
| ଦେଖନ୍ତୁ,  ଯେତେବେଳେ ଆପଣ ଏହା ଉପରେ କ୍ଲିକ୍ କରିବେ, ଆଇଟମ୍ ଚାରିପାଖରେ, ଏହା ସିଲେକ୍ଟ ହୋଇଯାଇଛି ବୋଲି ସୂଚିତ କରି, ଏକ ଗାଢ ନୀଳ ବର୍ଡର୍‍ ଦେଖାଯାଏ ଏବଂ ଏହାର ନାମ ଓ ଏହାକୁ କିପରି ବ୍ୟବହାର କରିବେ, ତାହାର ସଂକେତ ମଧ୍ୟ ଦେଖାଯାଏ
 +
 
|-
 
|-
 
| 02:59  
 
| 02:59  
 
|ପୂରା ଡାହାଣପଟେ ଥିବା ଆଇଟମ୍ ଟୁଲ୍ ହେଉଛି Move Drawing Pad. ଏହା ଉପରେ କ୍ଲିକ୍ କରିବାପରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ.  ବାମ କ୍ଲିକ୍କୁ ଚାପି ଧରି ଡ୍ରଇଙ୍ଗ୍ ପ୍ୟାଡକୁ ଇପ୍ସିତ ସ୍ଥାନକୁ ନିଅନ୍ତୁ  
 
|ପୂରା ଡାହାଣପଟେ ଥିବା ଆଇଟମ୍ ଟୁଲ୍ ହେଉଛି Move Drawing Pad. ଏହା ଉପରେ କ୍ଲିକ୍ କରିବାପରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ.  ବାମ କ୍ଲିକ୍କୁ ଚାପି ଧରି ଡ୍ରଇଙ୍ଗ୍ ପ୍ୟାଡକୁ ଇପ୍ସିତ ସ୍ଥାନକୁ ନିଅନ୍ତୁ  
 +
 
|-
 
|-
 
| 03:13
 
| 03:13
 
| ଯଦି ଆମେ କମ୍ପାସ୍ ବକ୍ସ୍ ରେ ଥିବା ପେନ୍ସିଲ୍ ଦ୍ୱାରା ଆରମ୍ଭ କରୁ , ତେବେ ଜିଓମେଟ୍ରିରେ ଆମେ ଏକ ପେନ୍ସିଲ୍ ଦ୍ୱାରା ଏକ ପଏଣ୍ଟ୍ ଡ୍ର’ କରିପାରିବା.
 
| ଯଦି ଆମେ କମ୍ପାସ୍ ବକ୍ସ୍ ରେ ଥିବା ପେନ୍ସିଲ୍ ଦ୍ୱାରା ଆରମ୍ଭ କରୁ , ତେବେ ଜିଓମେଟ୍ରିରେ ଆମେ ଏକ ପେନ୍ସିଲ୍ ଦ୍ୱାରା ଏକ ପଏଣ୍ଟ୍ ଡ୍ର’ କରିପାରିବା.
 +
 
|-
 
|-
 
| 03:19  
 
| 03:19  
 
| ଏଠାରେ ପେନସିଲ୍ ଟୁଲ୍ ଗୁଡିକ ଅଛି. ଯଦି ଟୁଲ୍ ର କୋଣରେ ଥିବା ଛୋଟ ନାଲି ତ୍ରିଭୂଜ ଉପରେ ଆପଣ କ୍ଲିକ୍ କରନ୍ତି , ତା’ହାଲେ ଆପଣ ସମସ୍ତ ପେନସିଲ୍ କିମ୍ୱା point tools କୁ ଦେଖିପାରିବେ  
 
| ଏଠାରେ ପେନସିଲ୍ ଟୁଲ୍ ଗୁଡିକ ଅଛି. ଯଦି ଟୁଲ୍ ର କୋଣରେ ଥିବା ଛୋଟ ନାଲି ତ୍ରିଭୂଜ ଉପରେ ଆପଣ କ୍ଲିକ୍ କରନ୍ତି , ତା’ହାଲେ ଆପଣ ସମସ୍ତ ପେନସିଲ୍ କିମ୍ୱା point tools କୁ ଦେଖିପାରିବେ  
 +
 
|-
 
|-
 
| 03:29  
 
| 03:29  
 
| ସେହିପରି, ଟୁଲ୍ ଆଇଟମ୍ସ ପରବର୍ତ୍ତୀ ସେଟ୍ ହେଉଛି ଲାଇନ୍ ଗୁଡିକ ପାଇଁ. ଏଗୁଡିକ ହେଉଛି Perpendicular lines ଓ Bisectors, Polygons, circles ଆଦି.
 
| ସେହିପରି, ଟୁଲ୍ ଆଇଟମ୍ସ ପରବର୍ତ୍ତୀ ସେଟ୍ ହେଉଛି ଲାଇନ୍ ଗୁଡିକ ପାଇଁ. ଏଗୁଡିକ ହେଉଛି Perpendicular lines ଓ Bisectors, Polygons, circles ଆଦି.
 +
 
|-
 
|-
 
| 03:42
 
| 03:42
 
| ଏହି ଟ୍ୟୁଟୋରିଆଲ୍ରେ, ମୁଁ drawing points, line segments, parallel ଓ perpendicular lines, ଅବଜେକ୍ଟସ୍‍ ମାପ କରିବା , ଗୋଟିଏ ଅବଜେକ୍ଟର ପ୍ରୋପର୍ଟିଜ ପରିବର୍ତ୍ତନ କରିବା ଏବଂ  ଗୋଟିଏ ଫାଇଲ୍‍ ସେଭ୍‍ କରିବା ବିଷୟରେ କହିବି  
 
| 04:01
 
| 04:01
 
| ଚାଲନ୍ତୁ ଏବେ ପଏଣ୍ଟ୍ ଗୁଡ଼ିକୁ ଡ୍ର’ କରିବା. ନୂଆ ପଏଣ୍ଟ୍ ଅପସନ୍ ସିଲେକ୍ଟ କରି ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ଜାଗାରେ କ୍ଲିକ୍ କରନ୍ତୁ.  ଆପଣ ନୂଆ ପଏଣ୍ଟମାନ ପାଇବେ  
 
| ଚାଲନ୍ତୁ ଏବେ ପଏଣ୍ଟ୍ ଗୁଡ଼ିକୁ ଡ୍ର’ କରିବା. ନୂଆ ପଏଣ୍ଟ୍ ଅପସନ୍ ସିଲେକ୍ଟ କରି ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ଜାଗାରେ କ୍ଲିକ୍ କରନ୍ତୁ.  ଆପଣ ନୂଆ ପଏଣ୍ଟମାନ ପାଇବେ  
 +
 
|-
 
|-
 
| 04:12  
 
| 04:12  
 
| ଦେଖନ୍ତୁ ପଏଣ୍ଟ୍ ଆଲଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ମଧ୍ୟ ଦେଖାଯାଉଛି  
 
| ଦେଖନ୍ତୁ ପଏଣ୍ଟ୍ ଆଲଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ମଧ୍ୟ ଦେଖାଯାଉଛି  
 +
 
|-
 
|-
 
|04:19
 
|04:19
 
| ଜିଓଜେବ୍ରାରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ଡ୍ର’ କରାଯାଇଥିବା ସମସ୍ତ ଟୁଲ୍ ଆଇଟମ୍ ଗୁଡିକୁ ଅବ୍ଜେକ୍ଟ କୁହାଯାଏ   
 
| ଜିଓଜେବ୍ରାରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ଡ୍ର’ କରାଯାଇଥିବା ସମସ୍ତ ଟୁଲ୍ ଆଇଟମ୍ ଗୁଡିକୁ ଅବ୍ଜେକ୍ଟ କୁହାଯାଏ   
 +
 
|-
 
|-
 
| 04:24  
 
| 04:24  
 
| ପଏଣ୍ଟସ୍ A    ଓ  B, Free Objects ଅଟନ୍ତି, ସେଥିପାଇଁ ସେଗୁଡ଼ିକ ଡ୍ରଇଙ୍ଗ୍ ପ୍ୟାଡ୍ର ଅନ୍ୟ କୌଣସି ଅବଜେକ୍ଟ ଉପରେ ନିର୍ଭର କରନ୍ତି ନାହଁ  
 
| ପଏଣ୍ଟସ୍ A    ଓ  B, Free Objects ଅଟନ୍ତି, ସେଥିପାଇଁ ସେଗୁଡ଼ିକ ଡ୍ରଇଙ୍ଗ୍ ପ୍ୟାଡ୍ର ଅନ୍ୟ କୌଣସି ଅବଜେକ୍ଟ ଉପରେ ନିର୍ଭର କରନ୍ତି ନାହଁ  
 +
 
|-
 
|-
 
| 04:32  
 
| 04:32  
| ପୂର୍ବରୁ ରହିଥିବା A  ଓ  B ପରି ଦୁଇଟି ପଏଣ୍ଟସ୍ ବ୍ୟବହାର କରି  କିମ୍ୱା ଡ୍ରଇଙ୍ଗ୍ ପ୍ୟାଡ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରି  Segment between Two Points କୁ ଯାଇ ଆପଣ ଏକ ଲାଇନ୍ ସେଗମେଣ୍ଟ୍ ଆଙ୍କିବା ଦ୍ୱାରା ଏହି ଦୁଇ ପଏଣ୍ଟସ୍ ମଧ୍ୟରେ ଦୁଇଟି ନୂଆ ପଏଣ୍ଟସ୍ ଓ ସେଗ୍ମେଣ୍ଟ୍ ପାଇବେ  
+
| ପୂର୍ବରୁ ରହିଥିବା A  ଓ  B ପରି ଦୁଇଟି ପଏଣ୍ଟସ୍ ବ୍ୟବହାର କରି  କିମ୍ୱା ଡ୍ରଇଙ୍ଗ୍ ପ୍ୟାଡ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରି  Segment between Two Points କୁ ଯାଇ ଆପଣ ଏକ ଲାଇନ୍ ସେଗମେଣ୍ଟ୍ ଆଙ୍କିବା ଦ୍ୱାରା ଏହି ଦୁଇ ପଏଣ୍ଟସ୍  
 +
ମଧ୍ୟରେ ଦୁଇଟି ନୂଆ ପଏଣ୍ଟସ୍ ଓ ସେଗ୍ମେଣ୍ଟ୍ ପାଇବେ  
 +
 
|-
 
|-
 
| 04:51  
 
| 04:51  
 
| ସମାନ ଭାବରେ , ଆପଣ ଏକ ପଏଣ୍ଟ୍ ଓ ତା’ପରେ ଲାଇନ୍ କୁ ଚେକ୍ କରି ଏକ ଲମ୍ୱା ରେଖା ଟାଣିପାରିବେ. ପଏଣ୍ଟ୍ D ମାଧ୍ୟମରେ ଆପଣ ଏକ ଲମ୍ୱା ରେଖା ପାଇବେ, ଯାହା ସେଗ୍ମେଣ୍ଟ୍ CD କୁ ଲମ୍ୱିଥିବ   
 
| ସମାନ ଭାବରେ , ଆପଣ ଏକ ପଏଣ୍ଟ୍ ଓ ତା’ପରେ ଲାଇନ୍ କୁ ଚେକ୍ କରି ଏକ ଲମ୍ୱା ରେଖା ଟାଣିପାରିବେ. ପଏଣ୍ଟ୍ D ମାଧ୍ୟମରେ ଆପଣ ଏକ ଲମ୍ୱା ରେଖା ପାଇବେ, ଯାହା ସେଗ୍ମେଣ୍ଟ୍ CD କୁ ଲମ୍ୱିଥିବ   
 +
 
|-
 
|-
 
| 05:10  
 
| 05:10  
 
| ଏକ ସମାନ୍ତରାଳ ରେଖା, ମୁଁ ଏଠାରେ ଯେକୌଣସି ପଏଣ୍ଟ୍ ଉପରେ କ୍ଲିକ୍ କରି AB ସିଲେକ୍ଟ କଲେ ପଏଣ୍ଟ୍ E ମାଧ୍ୟମରେ AB କୁ ଏକ ସାମନ୍ତରାଳରେଖା ପାଇଲି  
 
| ଏକ ସମାନ୍ତରାଳ ରେଖା, ମୁଁ ଏଠାରେ ଯେକୌଣସି ପଏଣ୍ଟ୍ ଉପରେ କ୍ଲିକ୍ କରି AB ସିଲେକ୍ଟ କଲେ ପଏଣ୍ଟ୍ E ମାଧ୍ୟମରେ AB କୁ ଏକ ସାମନ୍ତରାଳରେଖା ପାଇଲି  
 +
 
|-
 
|-
 
| 05:25
 
| 05:25
 
| ଯଦି ଆପଣ ଏଠାରେ ଏହି ଟୁଲ୍ କୁ ଯାଇ Intersect two objects ଉପରେ କ୍ଲିକ୍ କରନ୍ତି ତାହାଲେ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇପାରିବେ
 
| ଯଦି ଆପଣ ଏଠାରେ ଏହି ଟୁଲ୍ କୁ ଯାଇ Intersect two objects ଉପରେ କ୍ଲିକ୍ କରନ୍ତି ତାହାଲେ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇପାରିବେ
 +
 
|-
 
|-
 
| 05:32
 
| 05:32
 
| ଯେତେବେଳେ ଆପଣ ମଧ୍ୟବିନ୍ଦୁ ଉପରେ ମାଉସ୍ କୁ ଚଲାଇବେ, ଉଭୟ ଅବଜେକ୍ଟ ହାଇଲାଇଟ୍ ହୋଇଯିବ. ସେହି ସମୟରେ କ୍ଲିକ୍ କଲେ , ଆପଣ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇବେ  
 
| ଯେତେବେଳେ ଆପଣ ମଧ୍ୟବିନ୍ଦୁ ଉପରେ ମାଉସ୍ କୁ ଚଲାଇବେ, ଉଭୟ ଅବଜେକ୍ଟ ହାଇଲାଇଟ୍ ହୋଇଯିବ. ସେହି ସମୟରେ କ୍ଲିକ୍ କଲେ , ଆପଣ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇବେ  
 +
 
|-
 
|-
 
| 05:44  
 
| 05:44  
 
| ଦୂରତା ମାପିବାକୁ, ଡାହାଣ ଟୁଲବାର୍ ରୁ ଚତୁର୍ଥ ଉପରେ କ୍ଲିକ୍ କରି Distance or length tool ସିଲେକ୍ଟ କରନ୍ତୁ  
 
| ଦୂରତା ମାପିବାକୁ, ଡାହାଣ ଟୁଲବାର୍ ରୁ ଚତୁର୍ଥ ଉପରେ କ୍ଲିକ୍ କରି Distance or length tool ସିଲେକ୍ଟ କରନ୍ତୁ  
 +
 
|-
 
|-
 
| 05:52
 
| 05:52
 
| ଆପଣ ଏଠାରେ ପଏଣ୍ଟସ୍ ମଧ୍ୟର ଦୂରତା ମାପିବା ପାଇଁ ପଏଣ୍ଟସ୍ ଦୁଇଟି ସିଲେକ୍ଟ କରି, DF ଉପରେ କ୍ଲିକ୍ କରିପାରନ୍ତି କିମ୍ୱା ସମସ୍ତ ଲାଇନ୍ ସେଗମେଣ୍ଟ୍ ସିଲେକ୍ଟ କରି ମଧ୍ୟ କରିପାରନ୍ତି  
 
| ଆପଣ ଏଠାରେ ପଏଣ୍ଟସ୍ ମଧ୍ୟର ଦୂରତା ମାପିବା ପାଇଁ ପଏଣ୍ଟସ୍ ଦୁଇଟି ସିଲେକ୍ଟ କରି, DF ଉପରେ କ୍ଲିକ୍ କରିପାରନ୍ତି କିମ୍ୱା ସମସ୍ତ ଲାଇନ୍ ସେଗମେଣ୍ଟ୍ ସିଲେକ୍ଟ କରି ମଧ୍ୟ କରିପାରନ୍ତି  
 +
 
|-
 
|-
 
| 06:02  
 
| 06:02  
 
| ଦେଖନ୍ତୁ, ଗ୍ରିଡ୍ ରେ କୌଣସି ୟୁନିଟ୍ ନାହିଁ. ଆମେ ଆଡଭାନ୍ସ ଟପିକ୍ ମାନଙ୍କରେ ୟୁନିଟ୍ ନାମଗୁଡିକ ଜାଣିବା   
 
| ଦେଖନ୍ତୁ, ଗ୍ରିଡ୍ ରେ କୌଣସି ୟୁନିଟ୍ ନାହିଁ. ଆମେ ଆଡଭାନ୍ସ ଟପିକ୍ ମାନଙ୍କରେ ୟୁନିଟ୍ ନାମଗୁଡିକ ଜାଣିବା   
 +
 
|-
 
|-
 
| 06:12  
 
| 06:12  
 
| ପ୍ରତ୍ୟେକ ଆଇଟମ୍ ଗୁଡିକର ପ୍ରପଟିଜ୍‍ ବଦଳାଯାଇପାରିବ, ଯେପରିକି ଲେବଲ୍ ଓ ରଙ୍ଗ. ତାହାପୂର୍ବରୁ
 
| ପ୍ରତ୍ୟେକ ଆଇଟମ୍ ଗୁଡିକର ପ୍ରପଟିଜ୍‍ ବଦଳାଯାଇପାରିବ, ଯେପରିକି ଲେବଲ୍ ଓ ରଙ୍ଗ. ତାହାପୂର୍ବରୁ
 +
 
|-
 
|-
 
| 06:19
 
| 06:19
 
| ଯଦି ଆପଣ କୌଣସି ଅବଜେକ୍ଟ ଡ୍ର’ କରିବାକୁ ଚାହୁନାହାଁନ୍ତି, ତେବେ ଦୟାକରି ଏଠାରେ 'arrow' Key ବ୍ୟବହାର କରନ୍ତୁ. ଯାହାଦ୍ୱାରା, ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କୌଣସି ଅବଜେକ୍ଟ ଡ୍ର’ ହେବନାହିଁ
 
| ଯଦି ଆପଣ କୌଣସି ଅବଜେକ୍ଟ ଡ୍ର’ କରିବାକୁ ଚାହୁନାହାଁନ୍ତି, ତେବେ ଦୟାକରି ଏଠାରେ 'arrow' Key ବ୍ୟବହାର କରନ୍ତୁ. ଯାହାଦ୍ୱାରା, ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କୌଣସି ଅବଜେକ୍ଟ ଡ୍ର’ ହେବନାହିଁ
 +
 
|-
 
|-
 
| 06:30
 
| 06:30
 
| ବର୍ତ୍ତମାନ, ଅବଜେକ୍ଟ ପ୍ରପଟିଜ୍ କୁ ବଦଳାଇବା ପାଇଁ ଅବଜେକ୍ଟ ଉପରେ ମାଉସ୍ କୁ ଚଲାନ୍ତୁ. ଏହା ହାଇଲାଇଟ୍ ହୋଇଗଲେ, ରାଇଟ୍ କ୍ଲିକ୍ କରି Object Properties ଉପରେ କ୍ଲିକ୍ କରନ୍ତୁ  
 
| ବର୍ତ୍ତମାନ, ଅବଜେକ୍ଟ ପ୍ରପଟିଜ୍ କୁ ବଦଳାଇବା ପାଇଁ ଅବଜେକ୍ଟ ଉପରେ ମାଉସ୍ କୁ ଚଲାନ୍ତୁ. ଏହା ହାଇଲାଇଟ୍ ହୋଇଗଲେ, ରାଇଟ୍ କ୍ଲିକ୍ କରି Object Properties ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
| 06:41
 
| 06:41
 
| ଏଠାରେ ମୁଁ ଆପଣଙ୍କୁ କିଛି ବେସିକ୍ ପ୍ରପଟିଜ୍ ବିଷୟରେ କହିବି, ଅଧିକ ବିବରଣୀ ଆଡ୍ଭାନ୍ସ ଟପିକ୍ ରେ ଜାଣିବା  
 
| ଏଠାରେ ମୁଁ ଆପଣଙ୍କୁ କିଛି ବେସିକ୍ ପ୍ରପଟିଜ୍ ବିଷୟରେ କହିବି, ଅଧିକ ବିବରଣୀ ଆଡ୍ଭାନ୍ସ ଟପିକ୍ ରେ ଜାଣିବା  
 +
 
|-
 
|-
 
| 06:48  
 
| 06:48  
 
| ନାମକୁ ବଦଳାଇବା ପାଇଁ ଏକ ନୂଆ ନାମ ଟାଇପ୍ କରନ୍ତୁ. ଆପଣ ଏକ କ୍ୟାପ୍ସନ୍ ମଧ୍ୟ ଟାଇପ୍ କରିପାରିବେ. ଅବଜେକ୍ଟକୁ ଶୋ’ କରିପାରନ୍ତି କିମ୍ୱା ନକରିପାରନ୍ତି  
 
| ନାମକୁ ବଦଳାଇବା ପାଇଁ ଏକ ନୂଆ ନାମ ଟାଇପ୍ କରନ୍ତୁ. ଆପଣ ଏକ କ୍ୟାପ୍ସନ୍ ମଧ୍ୟ ଟାଇପ୍ କରିପାରିବେ. ଅବଜେକ୍ଟକୁ ଶୋ’ କରିପାରନ୍ତି କିମ୍ୱା ନକରିପାରନ୍ତି  
 +
 
|-
 
|-
 
| 07:02  
 
| 07:02  
 
| ଆପଣ ଲେବଲ୍କୁ ଶୋ’ ନକରିବା ପାଇଁ କିମ୍ୱା ଏହି ଅପ୍ସନ୍ ଗୁଡିକ ମଧ୍ୟରୁ ଗୋଟିଏକୁ ଶୋ’ କରିବାକୁ ଚୟନ କରିପାରନ୍ତି. କ୍ୟାପ୍ସନ୍ ଅନ୍ ରଖନ୍ତୁ  
 
| ଆପଣ ଲେବଲ୍କୁ ଶୋ’ ନକରିବା ପାଇଁ କିମ୍ୱା ଏହି ଅପ୍ସନ୍ ଗୁଡିକ ମଧ୍ୟରୁ ଗୋଟିଏକୁ ଶୋ’ କରିବାକୁ ଚୟନ କରିପାରନ୍ତି. କ୍ୟାପ୍ସନ୍ ଅନ୍ ରଖନ୍ତୁ  
 +
 
|-
 
|-
 
| 07:11
 
| 07:11
 
| କଲର୍ ଟ୍ୟାବ୍ ରେ ଆପଣ ଲାଇନ୍ର କଲର୍ କୁ ବଦଳାଇପାରନ୍ତି  
 
| କଲର୍ ଟ୍ୟାବ୍ ରେ ଆପଣ ଲାଇନ୍ର କଲର୍ କୁ ବଦଳାଇପାରନ୍ତି  
 +
 
|-
 
|-
 
| 07:14
 
| 07:14
 
| ଷ୍ଟାଇଲ୍ ଟ୍ୟାବ୍ ରେ ଆପଣ ସ୍ଥୂଳତା ଓ ଷ୍ଟାଇଲ୍ ବଦଳାଇପାରିବେ  
 
| ଷ୍ଟାଇଲ୍ ଟ୍ୟାବ୍ ରେ ଆପଣ ସ୍ଥୂଳତା ଓ ଷ୍ଟାଇଲ୍ ବଦଳାଇପାରିବେ  
 +
 
|-
 
|-
 
| 07:19  
 
| 07:19  
 
| ଯେତେବେଳେ ଆପଣ ଏହାକୁ ବନ୍ଦ କରିବେ, ଲାଇନ୍ ର ନୂଆ ରୂପ ଆପଣ ପାଇବେ  
 
| ଯେତେବେଳେ ଆପଣ ଏହାକୁ ବନ୍ଦ କରିବେ, ଲାଇନ୍ ର ନୂଆ ରୂପ ଆପଣ ପାଇବେ  
 +
 
|-
 
|-
 
| 07:25  
 
| 07:25  
 
| ପୂରା ବାମ ପାଖରେ ଥିବା Move ଟୁଲ୍ ଆଇଟମ୍, ଶିକ୍ଷା ପାଇଁ ବହୁତ ଉପଯୋଗୀ ଅଟେ, ଯେହେତୁ ଏହା ଶିକ୍ଷାକୁ ଡାଇନାମିକ୍ ଓ ଇଣ୍ଟରଆକ୍ଟିଭ୍ କରାଇଥାଏ
 
| ପୂରା ବାମ ପାଖରେ ଥିବା Move ଟୁଲ୍ ଆଇଟମ୍, ଶିକ୍ଷା ପାଇଁ ବହୁତ ଉପଯୋଗୀ ଅଟେ, ଯେହେତୁ ଏହା ଶିକ୍ଷାକୁ ଡାଇନାମିକ୍ ଓ ଇଣ୍ଟରଆକ୍ଟିଭ୍ କରାଇଥାଏ
 +
 
|-
 
|-
 
| 07:34  
 
| 07:34  
 
| ସମସ୍ତ Free Objects ଘୁଞ୍ଚାଯାଇପାରେ  
 
| ସମସ୍ତ Free Objects ଘୁଞ୍ଚାଯାଇପାରେ  
 +
 
|-
 
|-
 
| 07:38  
 
| 07:38  
 
| Free object ଘୁଞ୍ଚାଯିବାବେଳେ, ତାହାର ସମସ୍ତ Dependent Objects ନିଜ ନିଜର ଗୁଣ ସଂରକ୍ଷିତ ରଖି ଘୁଞ୍ଚିବେ  
 
| Free object ଘୁଞ୍ଚାଯିବାବେଳେ, ତାହାର ସମସ୍ତ Dependent Objects ନିଜ ନିଜର ଗୁଣ ସଂରକ୍ଷିତ ରଖି ଘୁଞ୍ଚିବେ  
 +
 
|-
 
|-
 
| 07:45  
 
| 07:45  
 
| ଉଦାହରଣସ୍ୱରୂପ, ଯଦି ଆମେ ପଏଣ୍ଟସ୍ A କିମ୍ୱା B ଘୁଞ୍ଚାଇବା, ଆପଣ ଦେଖିବାକୁ ପାଇବେ ଯେ, ସମାନ୍ତରାଳ ରେଖା ମଧ୍ୟ ନିଜର ସମାନ୍ତରାଳ ଗୁଣ ବଜାୟ ରଖି ଘୁଞ୍ଚିଥାଏ  
 
| ଉଦାହରଣସ୍ୱରୂପ, ଯଦି ଆମେ ପଏଣ୍ଟସ୍ A କିମ୍ୱା B ଘୁଞ୍ଚାଇବା, ଆପଣ ଦେଖିବାକୁ ପାଇବେ ଯେ, ସମାନ୍ତରାଳ ରେଖା ମଧ୍ୟ ନିଜର ସମାନ୍ତରାଳ ଗୁଣ ବଜାୟ ରଖି ଘୁଞ୍ଚିଥାଏ  
 +
 
|-
 
|-
 
| 07:57   
 
| 07:57   
 
| ଫାଇଲ୍ କୁ ସେଭ୍ କରିବା ପାଇଁ ଫାଇଲ୍ ମେନୁକୁ ଯାଇ Save As ସିଲେକ୍ଟ କରନ୍ତୁ. ଫୋଲ୍ଡର୍ ସିଲେକ୍ଟ କରନ୍ତୁ. ମୁଁ Documents, Geogebra କୁ ଯିବି. ଫାଇଲ୍ ର ନାମ ଏଣ୍ଟର କରି ସେଭ୍ କ୍ଲିକ୍ କରନ୍ତୁ  
 
| ଫାଇଲ୍ କୁ ସେଭ୍ କରିବା ପାଇଁ ଫାଇଲ୍ ମେନୁକୁ ଯାଇ Save As ସିଲେକ୍ଟ କରନ୍ତୁ. ଫୋଲ୍ଡର୍ ସିଲେକ୍ଟ କରନ୍ତୁ. ମୁଁ Documents, Geogebra କୁ ଯିବି. ଫାଇଲ୍ ର ନାମ ଏଣ୍ଟର କରି ସେଭ୍ କ୍ଲିକ୍ କରନ୍ତୁ  
 +
 
|-
 
|-
 
| 08:20  
 
| 08:20  
 
| ଦେଖନ୍ତୁ, ଟପ୍ ପ୍ୟାନେଲ୍ ରେ ନାମ ଦେଖାଯାଉଛି ଏବଂ ସମସ୍ତ ଜିଓଜେବ୍ରା ଫାଇଲ୍ ଭଳି ଏହା  .ggb file ଭାବରେ ସେଭ୍ ହୋଇଛି
 
| ଦେଖନ୍ତୁ, ଟପ୍ ପ୍ୟାନେଲ୍ ରେ ନାମ ଦେଖାଯାଉଛି ଏବଂ ସମସ୍ତ ଜିଓଜେବ୍ରା ଫାଇଲ୍ ଭଳି ଏହା  .ggb file ଭାବରେ ସେଭ୍ ହୋଇଛି
 +
 
|-
 
|-
 
| 08:28  
 
| 08:28  
 
| ଏବେ ଗୋଟିଏ ଫାଇଲ୍ ଖୋଲିବା ପାଇଁ ଫାଇଲ୍, ଓପନ୍ ଉପରେ କ୍ଲିକ୍ କରି ଖୋଲିବା ପାଇଁ ଯେକୌଣସି ଫାଇଲ୍ ସିଲେକ୍ଟ କରିନ୍ତୁ  
 
| ଏବେ ଗୋଟିଏ ଫାଇଲ୍ ଖୋଲିବା ପାଇଁ ଫାଇଲ୍, ଓପନ୍ ଉପରେ କ୍ଲିକ୍ କରି ଖୋଲିବା ପାଇଁ ଯେକୌଣସି ଫାଇଲ୍ ସିଲେକ୍ଟ କରିନ୍ତୁ  
 +
 
|-
 
|-
 
| 08:38  
 
| 08:38  
 
| ଆପଣଙ୍କ ପାଇଁ ଆସାଇନମେଣ୍ଟ୍  
 
| ଆପଣଙ୍କ ପାଇଁ ଆସାଇନମେଣ୍ଟ୍  
 +
 
|-
 
|-
 
| 08:44  
 
| 08:44  
 
| ଏହି ଆସାଇନମେଣ୍ଟ୍ ରେ Segment between two points ଟୁଲ୍ ବ୍ୟବହାର କରି ଏକ ରେକ୍ଟଆଙ୍ଗେଲ୍ ଡ୍ର’ କରିବାରୁ ଆରମ୍ଭ କରନ୍ତୁ
 
| ଏହି ଆସାଇନମେଣ୍ଟ୍ ରେ Segment between two points ଟୁଲ୍ ବ୍ୟବହାର କରି ଏକ ରେକ୍ଟଆଙ୍ଗେଲ୍ ଡ୍ର’ କରିବାରୁ ଆରମ୍ଭ କରନ୍ତୁ
 +
 
|-
 
|-
 
| 08:53  
 
| 08:53  
 
| ତାହାପରେ Parallel Line ଓ Perpendicular Line, Intersect two Objects ଓ Distance କିମ୍ୱା Length ଟୁଲ୍ସ ବ୍ୟବହାର କରନ୍ତୁ
 
| ତାହାପରେ Parallel Line ଓ Perpendicular Line, Intersect two Objects ଓ Distance କିମ୍ୱା Length ଟୁଲ୍ସ ବ୍ୟବହାର କରନ୍ତୁ
 +
 
|-
 
|-
 
| 09:00  
 
| 09:00  
 
| ଶେଷରେ ଆପଣ Move ଟୁଲ୍ ବ୍ୟବହାର କରି ତିଆରି କରିଥିବା ରେକ୍ଟଆଙ୍ଗେଲ୍ କୁ ପରୀକ୍ଷା କରନ୍ତୁ ଏବଂ ଫ୍ରୀ ଅବଜେକ୍ଟଗୁଡିକୁ ଘୁଞ୍ଚାନ୍ତୁ   
 
| ଶେଷରେ ଆପଣ Move ଟୁଲ୍ ବ୍ୟବହାର କରି ତିଆରି କରିଥିବା ରେକ୍ଟଆଙ୍ଗେଲ୍ କୁ ପରୀକ୍ଷା କରନ୍ତୁ ଏବଂ ଫ୍ରୀ ଅବଜେକ୍ଟଗୁଡିକୁ ଘୁଞ୍ଚାନ୍ତୁ   
 +
 
|-
 
|-
 
| 09:07  
 
| 09:07  
 
| ମୁଁ ଏଠାରେ ଏହି ଆସାଇନମେଣ୍ଟ ତିଆରି କରିସାରିଛି. ମୁଁ AB ଲାଇନ୍  ସେଗମେଣ୍ଟ ସହିତ ଆରମ୍ଭ କରି ABED ରେକ୍ଟଆଙ୍ଗେଲ୍ ତିଆରି କରିସାରିଛି  
 
| ମୁଁ ଏଠାରେ ଏହି ଆସାଇନମେଣ୍ଟ ତିଆରି କରିସାରିଛି. ମୁଁ AB ଲାଇନ୍  ସେଗମେଣ୍ଟ ସହିତ ଆରମ୍ଭ କରି ABED ରେକ୍ଟଆଙ୍ଗେଲ୍ ତିଆରି କରିସାରିଛି  
 +
 
|-
 
|-
 
| 09:20
 
| 09:20
 
| ଯଦି ମୁଁ ମୁଭ୍ ଟୁଲ୍ ଆଇଟମ୍ କ୍ଲିକ୍ କରି ଫ୍ରୀ ଅବ୍ଜେକ୍ଟଗୁଡିକୁ ମୁଭ୍ କରେ, ତେବେଦେଖନ୍ତୁ, ଯଦି ସଠିକ ଭାବରେ ତିଆରି କରାଯାଇଥିବ, ଯେକୌଣସି ପୋଜିସନ୍ ରେ ମୋର ରେକ୍ଟଆଙ୍ଗେଲ୍ ABED ଅପରିବର୍ତ୍ତିତ ରହିବ   
 
| ଯଦି ମୁଁ ମୁଭ୍ ଟୁଲ୍ ଆଇଟମ୍ କ୍ଲିକ୍ କରି ଫ୍ରୀ ଅବ୍ଜେକ୍ଟଗୁଡିକୁ ମୁଭ୍ କରେ, ତେବେଦେଖନ୍ତୁ, ଯଦି ସଠିକ ଭାବରେ ତିଆରି କରାଯାଇଥିବ, ଯେକୌଣସି ପୋଜିସନ୍ ରେ ମୋର ରେକ୍ଟଆଙ୍ଗେଲ୍ ABED ଅପରିବର୍ତ୍ତିତ ରହିବ   
 +
 
|-
 
|-
 
| 09:37  
 
| 09:37  
 
| ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ଆଭାର ବ୍ୟକ୍ତ କରୁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ଆଭାର ବ୍ୟକ୍ତ କରୁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
| 09:43  
 
| 09:43  
 
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
| 09:48  
 
| 09:48  
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
| 09:53  
 
| 09:53  
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
+
 
|}
 
|}

Latest revision as of 12:06, 6 April 2017

Time Narration
00:00 ନମସ୍କାର ବନ୍ଧୁଗଣ, Geogebraର ପରିଚୟ ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ. ଏହି ଟ୍ୟୁଟୋରିଆଲରେ ଆପଣ ଜିଓଜେବ୍ରା ଆରମ୍ଭ କରିବାର ବେସିକ୍ସ ସହିତ ପରିଚିତ ହେବେ.
00:09 ଜିଓଜେବ୍ରା କ’ଣ ? ଏହା ଏକ ମାଗଣା ମ୍ୟାଥେମେଟିକ୍ ସଫ୍ଟୱେର୍ ଏବଂ download ପାଇଁ ଏହା www.geogebra.org ରେ ଉପଲବ୍ଧ
00:17 ଏହା ଏକ interactive ହୋଇଥିବାରୁ କମ୍ପ୍ୟୁଟର ସହାୟତାରେ ଶିକ୍ଷା ପାଇଁ ଉପଯୋଗୀ ଅଟେ ଏବଂ ଆପଣମାନେ ଏଥିରେ ଜ୍ୟାମିତୀୟ ଆକୃତିଗୁଡ଼ିକର ବୀଜଗଣିତୀୟ ଅଭିବ୍ୟକ୍ତି ଦେଖିପାରିବେ
00:25 ଏହା ଜିଓମେଟ୍ରି, ଆଲଜେବ୍ରା ଓ କାଲକୁଲସ୍ ର ସମିଶ୍ରଣ ଅଟେ, ତେଣୁ ଆପଣ ଜିଓମେଟ୍ରି ଫିଗର୍ସ ଗଠନ, ଇକ୍ୱେଶନ୍ ଏଣ୍ଟର, ଭାରିଏବୁଲ୍, ଭେକ୍ଟର୍ ଆଦି ସହିତ କାମ କରିପାରିବେ
00:35 ଜିଓଜେବ୍ରା ଆରମ୍ଭ କରିବା ପାଇଁ ମୁଁ ବ୍ୟବହାର କରୁଛି Linux operating system Ubuntu Version 10.04 LTS ଏବଂ Geogebra Version 3.2.40.0
00:47 ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିସାରିଛନ୍ତି, ତେବେ ଉବୁଣ୍ଟୁ ମେନୁ ଆଇଟମ୍ Applications, Education କିମ୍ୱା Science କୁ ଯା’ନ୍ତୁ ଏବଂ Geogebra Application ଉପରେ କ୍ଲିକ୍ କରନ୍ତୁ
00:58 ଯଦି ଆପଣ ଜିଓଜେବ୍ରା ଇନଷ୍ଟଲ୍ କରିନାହାଁନ୍ତି , ତେବେ ଦୟାକରି ସିଷ୍ଟମ୍, ଆଡମିନିଷ୍ଟ୍ରେଶନ୍, ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍‍ କୁ ଯାଇ ଜିଓଜେବ୍ରାକୁ ଇନଷ୍ଟଲ୍‍ କରନ୍ତୁ
01:08 ବର୍ତ୍ତମାନ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. ଏହି ଟ୍ୟୁଟୋରିଆଲ୍ରେ ମୁଁ ମେନୁ ବାର୍, ଟୁଲ୍ ବାର୍ ଓ ଟୁଲ୍ ଭ୍ୟୁ, ଗ୍ରାଫିକ୍ ଭ୍ୟୁ ଓ ଆଲ୍ଜେବ୍ରା ଭ୍ୟୁ, ଇନ୍ପୁଟ୍ ବାର୍ ଓ କମାଣ୍ଡ୍ଗୁଡିକୁ ସକ୍ଷିପ୍ତରେ ବ୍ୟାଖ୍ୟା କରିବି
01:20 ଏକ ଜିଓଜେବ୍ରା ୱିଣ୍ଡୋ ଏହିଭଳି ଦେଖାଯାଏ. ଯେକୌଣସି ୱିଣ୍ଡୋ ଭିତ୍ତିକ ଆପ୍ଲିକେଶନ୍ ଭଳି ଏହାର ଏକ ଷ୍ଟାଣ୍ଡାର୍ଡ ମେନୁ ବାର୍ ଅଛି
01:28 ଟୁଲ୍ ବାର୍ ଟି ଜିଓଜେବ୍ରାର କମ୍ପାସ୍ ବକ୍ସ୍ ସଦୃଶ ଅଟେ
01:32 କେଉଁ ଟୁଲ୍ ଟି ଚୟନିତ ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ, ତାହା ଟୁଲ୍ ଭ୍ୟୁ କହିଥାଏ
01:36 ଗ୍ରାଫିକ୍ ଭ୍ୟୁ, ଜିଓଜେବ୍ରାର ଡ୍ରଇଙ୍ଗ୍ ପ୍ୟାଡ୍ ଅଟେ. ଆପଣ ଏହି ପ୍ୟାଡ୍ ରେ ଜିଓମେଟ୍ରିକ୍ ଫିଗର୍ସ ମଧ୍ୟ ଗଠନ କରିପାରିବେ
01:42 ଏହା ହେଉଛି ଆଲଜେବ୍ରା ଭ୍ୟୁ. ଡ୍ରଇଙ୍ଗ୍ ପ୍ୟାଡ୍ ରେ ଗଠିତ ସମସ୍ତ ଜ୍ୟାମିତୀୟ ଆକୃତିଗୁଡିକର ବୀଜଗଣିତୀୟ ଅଭିବ୍ୟକ୍ତି ଆପଣ ଏହି ୱିଣ୍ଡୋରେ ଦେଖିପାରିବେ
01:50 ଆଲଜେବ୍ରା ଇକ୍ୱେଶନ୍ ପ୍ରବେଶ କରାଇବାକୁ ଇନପୁଟ୍ ବାର୍ ଅନୁମତି ଦିଏ, ଯାହା ଆଲ୍ଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ ରେ ଦୃଶ୍ୟମାନ ହେବ
01:59 ଏହି ଇନପୁଟ୍ ବାରରେ ଜିଓଜେବ୍ରା ଦ୍ୱାରା ସପୋର୍ଟ ହେଉଥିବା କମାଣ୍ଡଗୁଡିକ ଏହି ଡ୍ରପ୍ ଡାଉନ୍ ମେନୁରେ ଅଛି
02:05 ଡ୍ରଇଙ୍ଗ୍ ପ୍ୟାଡ୍ ସବୁବେଳେ ଜିଓଜେବ୍ରାରେ ଦେଖାଯାଏ ଏବଂ ଏହାକୁ ବନ୍ଦ କରାଯାଇପାରିବ ନାହିଁ
02:10 ଡ୍ରଇଙ୍ଗ୍ ପ୍ୟାଡ୍ ରେ ଆପଣ, ଭ୍ୟୁ କୁ ଯାଇ ଗ୍ରିଡ୍ ଅପ୍ସନ୍ ଚେକ୍ କରି ଗ୍ରିଡ୍ ବ୍ୟବହାର କରିପାରିବେ
02:17 ସମାନଭାବରେ ଯଦି ଆପଣ Axes ଦେଖିବାକୁ ଚାହୁଁନାହାଁନ୍ତି , ତେବେ ତାହାକୁ ଅନଚେକ୍ କରିପାରନ୍ତି. ଆମେ ଏହି ଟ୍ୟୁଟୋରିଆଲ୍ ପାଇଁ Axes ଓ Grid ଦୃଶ୍ୟମାନ ରଖିବା
02:25 ଯଦି ଆପଣ algebra view କିମ୍ୱା Input Bar କୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ ଆପଣ Viewକୁ ଯାଇ ଅପ୍ସନ୍ ଅନଚେକ୍ କରି, ତାହା କରିପାରନ୍ତି. ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ରୁ Input Bar କୁ ବାଦ୍ ଦେବା
02:38 ବର୍ତ୍ତମାନ, ଏକ compass box ଭାବରେ ଟୁଲ୍ ବାର୍ ସମ୍ୱନ୍ଧରେ ଅଧିକ ଜାଣିବା. ଆଇଟମ୍ ଉପରେ କ୍ଲିକ୍ କରି ,ଏକ ଟୁଲ୍ କୁ ବ୍ୟବହାର କରାଯାଏ
02:47 ଦେଖନ୍ତୁ, ଯେତେବେଳେ ଆପଣ ଏହା ଉପରେ କ୍ଲିକ୍ କରିବେ, ଆଇଟମ୍ ଚାରିପାଖରେ, ଏହା ସିଲେକ୍ଟ ହୋଇଯାଇଛି ବୋଲି ସୂଚିତ କରି, ଏକ ଗାଢ ନୀଳ ବର୍ଡର୍‍ ଦେଖାଯାଏ ଏବଂ ଏହାର ନାମ ଓ ଏହାକୁ କିପରି ବ୍ୟବହାର କରିବେ, ତାହାର ସଂକେତ ମଧ୍ୟ ଦେଖାଯାଏ
02:59 ପୂରା ଡାହାଣପଟେ ଥିବା ଆଇଟମ୍ ଟୁଲ୍ ହେଉଛି Move Drawing Pad. ଏହା ଉପରେ କ୍ଲିକ୍ କରିବାପରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ବାମ କ୍ଲିକ୍କୁ ଚାପି ଧରି ଡ୍ରଇଙ୍ଗ୍ ପ୍ୟାଡକୁ ଇପ୍ସିତ ସ୍ଥାନକୁ ନିଅନ୍ତୁ
03:13 ଯଦି ଆମେ କମ୍ପାସ୍ ବକ୍ସ୍ ରେ ଥିବା ପେନ୍ସିଲ୍ ଦ୍ୱାରା ଆରମ୍ଭ କରୁ , ତେବେ ଜିଓମେଟ୍ରିରେ ଆମେ ଏକ ପେନ୍ସିଲ୍ ଦ୍ୱାରା ଏକ ପଏଣ୍ଟ୍ ଡ୍ର’ କରିପାରିବା.
03:19 ଏଠାରେ ପେନସିଲ୍ ଟୁଲ୍ ଗୁଡିକ ଅଛି. ଯଦି ଟୁଲ୍ ର କୋଣରେ ଥିବା ଛୋଟ ନାଲି ତ୍ରିଭୂଜ ଉପରେ ଆପଣ କ୍ଲିକ୍ କରନ୍ତି , ତା’ହାଲେ ଆପଣ ସମସ୍ତ ପେନସିଲ୍ କିମ୍ୱା point tools କୁ ଦେଖିପାରିବେ
03:29 ସେହିପରି, ଟୁଲ୍ ଆଇଟମ୍ସ ପରବର୍ତ୍ତୀ ସେଟ୍ ହେଉଛି ଲାଇନ୍ ଗୁଡିକ ପାଇଁ. ଏଗୁଡିକ ହେଉଛି Perpendicular lines ଓ Bisectors, Polygons, circles ଆଦି.
03:42 ଏହି ଟ୍ୟୁଟୋରିଆଲ୍ରେ, ମୁଁ drawing points, line segments, parallel ଓ perpendicular lines, ଅବଜେକ୍ଟସ୍‍ ମାପ କରିବା , ଗୋଟିଏ ଅବଜେକ୍ଟର ପ୍ରୋପର୍ଟିଜ ପରିବର୍ତ୍ତନ କରିବା ଏବଂ ଗୋଟିଏ ଫାଇଲ୍‍ ସେଭ୍‍ କରିବା ବିଷୟରେ କହିବି
04:01 ଚାଲନ୍ତୁ ଏବେ ପଏଣ୍ଟ୍ ଗୁଡ଼ିକୁ ଡ୍ର’ କରିବା. ନୂଆ ପଏଣ୍ଟ୍ ଅପସନ୍ ସିଲେକ୍ଟ କରି ଡ୍ରଇଙ୍ଗ୍ ପ୍ୟାଡ୍ର ଯେକୌଣସି ଜାଗାରେ କ୍ଲିକ୍ କରନ୍ତୁ. ଆପଣ ନୂଆ ପଏଣ୍ଟମାନ ପାଇବେ
04:12 ଦେଖନ୍ତୁ ପଏଣ୍ଟ୍ ଆଲଜେବ୍ରା ଭ୍ୟୁ ସମେତ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ମଧ୍ୟ ଦେଖାଯାଉଛି
04:19 ଜିଓଜେବ୍ରାରେ ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ ଡ୍ର’ କରାଯାଇଥିବା ସମସ୍ତ ଟୁଲ୍ ଆଇଟମ୍ ଗୁଡିକୁ ଅବ୍ଜେକ୍ଟ କୁହାଯାଏ
04:24 ପଏଣ୍ଟସ୍ A ଓ B, Free Objects ଅଟନ୍ତି, ସେଥିପାଇଁ ସେଗୁଡ଼ିକ ଡ୍ରଇଙ୍ଗ୍ ପ୍ୟାଡ୍ର ଅନ୍ୟ କୌଣସି ଅବଜେକ୍ଟ ଉପରେ ନିର୍ଭର କରନ୍ତି ନାହଁ
04:32 ପୂର୍ବରୁ ରହିଥିବା A ଓ B ପରି ଦୁଇଟି ପଏଣ୍ଟସ୍ ବ୍ୟବହାର କରି କିମ୍ୱା ଡ୍ରଇଙ୍ଗ୍ ପ୍ୟାଡ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରି Segment between Two Points କୁ ଯାଇ ଆପଣ ଏକ ଲାଇନ୍ ସେଗମେଣ୍ଟ୍ ଆଙ୍କିବା ଦ୍ୱାରା ଏହି ଦୁଇ ପଏଣ୍ଟସ୍

ମଧ୍ୟରେ ଦୁଇଟି ନୂଆ ପଏଣ୍ଟସ୍ ଓ ସେଗ୍ମେଣ୍ଟ୍ ପାଇବେ

04:51 ସମାନ ଭାବରେ , ଆପଣ ଏକ ପଏଣ୍ଟ୍ ଓ ତା’ପରେ ଲାଇନ୍ କୁ ଚେକ୍ କରି ଏକ ଲମ୍ୱା ରେଖା ଟାଣିପାରିବେ. ପଏଣ୍ଟ୍ D ମାଧ୍ୟମରେ ଆପଣ ଏକ ଲମ୍ୱା ରେଖା ପାଇବେ, ଯାହା ସେଗ୍ମେଣ୍ଟ୍ CD କୁ ଲମ୍ୱିଥିବ
05:10 ଏକ ସମାନ୍ତରାଳ ରେଖା, ମୁଁ ଏଠାରେ ଯେକୌଣସି ପଏଣ୍ଟ୍ ଉପରେ କ୍ଲିକ୍ କରି AB ସିଲେକ୍ଟ କଲେ ପଏଣ୍ଟ୍ E ମାଧ୍ୟମରେ AB କୁ ଏକ ସାମନ୍ତରାଳରେଖା ପାଇଲି
05:25 ଯଦି ଆପଣ ଏଠାରେ ଏହି ଟୁଲ୍ କୁ ଯାଇ Intersect two objects ଉପରେ କ୍ଲିକ୍ କରନ୍ତି ତାହାଲେ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇପାରିବେ
05:32 ଯେତେବେଳେ ଆପଣ ମଧ୍ୟବିନ୍ଦୁ ଉପରେ ମାଉସ୍ କୁ ଚଲାଇବେ, ଉଭୟ ଅବଜେକ୍ଟ ହାଇଲାଇଟ୍ ହୋଇଯିବ. ସେହି ସମୟରେ କ୍ଲିକ୍ କଲେ , ଆପଣ ଦୁଇଟି ଅବଜେକ୍ଟର ମଧ୍ୟବିନ୍ଦୁ ପାଇବେ
05:44 ଦୂରତା ମାପିବାକୁ, ଡାହାଣ ଟୁଲବାର୍ ରୁ ଚତୁର୍ଥ ଉପରେ କ୍ଲିକ୍ କରି Distance or length tool ସିଲେକ୍ଟ କରନ୍ତୁ
05:52 ଆପଣ ଏଠାରେ ପଏଣ୍ଟସ୍ ମଧ୍ୟର ଦୂରତା ମାପିବା ପାଇଁ ପଏଣ୍ଟସ୍ ଦୁଇଟି ସିଲେକ୍ଟ କରି, DF ଉପରେ କ୍ଲିକ୍ କରିପାରନ୍ତି କିମ୍ୱା ସମସ୍ତ ଲାଇନ୍ ସେଗମେଣ୍ଟ୍ ସିଲେକ୍ଟ କରି ମଧ୍ୟ କରିପାରନ୍ତି
06:02 ଦେଖନ୍ତୁ, ଗ୍ରିଡ୍ ରେ କୌଣସି ୟୁନିଟ୍ ନାହିଁ. ଆମେ ଆଡଭାନ୍ସ ଟପିକ୍ ମାନଙ୍କରେ ୟୁନିଟ୍ ନାମଗୁଡିକ ଜାଣିବା
06:12 ପ୍ରତ୍ୟେକ ଆଇଟମ୍ ଗୁଡିକର ପ୍ରପଟିଜ୍‍ ବଦଳାଯାଇପାରିବ, ଯେପରିକି ଲେବଲ୍ ଓ ରଙ୍ଗ. ତାହାପୂର୍ବରୁ
06:19 ଯଦି ଆପଣ କୌଣସି ଅବଜେକ୍ଟ ଡ୍ର’ କରିବାକୁ ଚାହୁନାହାଁନ୍ତି, ତେବେ ଦୟାକରି ଏଠାରେ 'arrow' Key ବ୍ୟବହାର କରନ୍ତୁ. ଯାହାଦ୍ୱାରା, ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କୌଣସି ଅବଜେକ୍ଟ ଡ୍ର’ ହେବନାହିଁ
06:30 ବର୍ତ୍ତମାନ, ଅବଜେକ୍ଟ ପ୍ରପଟିଜ୍ କୁ ବଦଳାଇବା ପାଇଁ ଅବଜେକ୍ଟ ଉପରେ ମାଉସ୍ କୁ ଚଲାନ୍ତୁ. ଏହା ହାଇଲାଇଟ୍ ହୋଇଗଲେ, ରାଇଟ୍ କ୍ଲିକ୍ କରି Object Properties ଉପରେ କ୍ଲିକ୍ କରନ୍ତୁ
06:41 ଏଠାରେ ମୁଁ ଆପଣଙ୍କୁ କିଛି ବେସିକ୍ ପ୍ରପଟିଜ୍ ବିଷୟରେ କହିବି, ଅଧିକ ବିବରଣୀ ଆଡ୍ଭାନ୍ସ ଟପିକ୍ ରେ ଜାଣିବା
06:48 ନାମକୁ ବଦଳାଇବା ପାଇଁ ଏକ ନୂଆ ନାମ ଟାଇପ୍ କରନ୍ତୁ. ଆପଣ ଏକ କ୍ୟାପ୍ସନ୍ ମଧ୍ୟ ଟାଇପ୍ କରିପାରିବେ. ଅବଜେକ୍ଟକୁ ଶୋ’ କରିପାରନ୍ତି କିମ୍ୱା ନକରିପାରନ୍ତି
07:02 ଆପଣ ଲେବଲ୍କୁ ଶୋ’ ନକରିବା ପାଇଁ କିମ୍ୱା ଏହି ଅପ୍ସନ୍ ଗୁଡିକ ମଧ୍ୟରୁ ଗୋଟିଏକୁ ଶୋ’ କରିବାକୁ ଚୟନ କରିପାରନ୍ତି. କ୍ୟାପ୍ସନ୍ ଅନ୍ ରଖନ୍ତୁ
07:11 କଲର୍ ଟ୍ୟାବ୍ ରେ ଆପଣ ଲାଇନ୍ର କଲର୍ କୁ ବଦଳାଇପାରନ୍ତି
07:14 ଷ୍ଟାଇଲ୍ ଟ୍ୟାବ୍ ରେ ଆପଣ ସ୍ଥୂଳତା ଓ ଷ୍ଟାଇଲ୍ ବଦଳାଇପାରିବେ
07:19 ଯେତେବେଳେ ଆପଣ ଏହାକୁ ବନ୍ଦ କରିବେ, ଲାଇନ୍ ର ନୂଆ ରୂପ ଆପଣ ପାଇବେ
07:25 ପୂରା ବାମ ପାଖରେ ଥିବା Move ଟୁଲ୍ ଆଇଟମ୍, ଶିକ୍ଷା ପାଇଁ ବହୁତ ଉପଯୋଗୀ ଅଟେ, ଯେହେତୁ ଏହା ଶିକ୍ଷାକୁ ଡାଇନାମିକ୍ ଓ ଇଣ୍ଟରଆକ୍ଟିଭ୍ କରାଇଥାଏ
07:34 ସମସ୍ତ Free Objects ଘୁଞ୍ଚାଯାଇପାରେ
07:38 Free object ଘୁଞ୍ଚାଯିବାବେଳେ, ତାହାର ସମସ୍ତ Dependent Objects ନିଜ ନିଜର ଗୁଣ ସଂରକ୍ଷିତ ରଖି ଘୁଞ୍ଚିବେ
07:45 ଉଦାହରଣସ୍ୱରୂପ, ଯଦି ଆମେ ପଏଣ୍ଟସ୍ A କିମ୍ୱା B ଘୁଞ୍ଚାଇବା, ଆପଣ ଦେଖିବାକୁ ପାଇବେ ଯେ, ସମାନ୍ତରାଳ ରେଖା ମଧ୍ୟ ନିଜର ସମାନ୍ତରାଳ ଗୁଣ ବଜାୟ ରଖି ଘୁଞ୍ଚିଥାଏ
07:57 ଫାଇଲ୍ କୁ ସେଭ୍ କରିବା ପାଇଁ ଫାଇଲ୍ ମେନୁକୁ ଯାଇ Save As ସିଲେକ୍ଟ କରନ୍ତୁ. ଫୋଲ୍ଡର୍ ସିଲେକ୍ଟ କରନ୍ତୁ. ମୁଁ Documents, Geogebra କୁ ଯିବି. ଫାଇଲ୍ ର ନାମ ଏଣ୍ଟର କରି ସେଭ୍ କ୍ଲିକ୍ କରନ୍ତୁ
08:20 ଦେଖନ୍ତୁ, ଟପ୍ ପ୍ୟାନେଲ୍ ରେ ନାମ ଦେଖାଯାଉଛି ଏବଂ ସମସ୍ତ ଜିଓଜେବ୍ରା ଫାଇଲ୍ ଭଳି ଏହା .ggb file ଭାବରେ ସେଭ୍ ହୋଇଛି
08:28 ଏବେ ଗୋଟିଏ ଫାଇଲ୍ ଖୋଲିବା ପାଇଁ ଫାଇଲ୍, ଓପନ୍ ଉପରେ କ୍ଲିକ୍ କରି ଖୋଲିବା ପାଇଁ ଯେକୌଣସି ଫାଇଲ୍ ସିଲେକ୍ଟ କରିନ୍ତୁ
08:38 ଆପଣଙ୍କ ପାଇଁ ଆସାଇନମେଣ୍ଟ୍
08:44 ଏହି ଆସାଇନମେଣ୍ଟ୍ ରେ Segment between two points ଟୁଲ୍ ବ୍ୟବହାର କରି ଏକ ରେକ୍ଟଆଙ୍ଗେଲ୍ ଡ୍ର’ କରିବାରୁ ଆରମ୍ଭ କରନ୍ତୁ
08:53 ତାହାପରେ Parallel Line ଓ Perpendicular Line, Intersect two Objects ଓ Distance କିମ୍ୱା Length ଟୁଲ୍ସ ବ୍ୟବହାର କରନ୍ତୁ
09:00 ଶେଷରେ ଆପଣ Move ଟୁଲ୍ ବ୍ୟବହାର କରି ତିଆରି କରିଥିବା ରେକ୍ଟଆଙ୍ଗେଲ୍ କୁ ପରୀକ୍ଷା କରନ୍ତୁ ଏବଂ ଫ୍ରୀ ଅବଜେକ୍ଟଗୁଡିକୁ ଘୁଞ୍ଚାନ୍ତୁ
09:07 ମୁଁ ଏଠାରେ ଏହି ଆସାଇନମେଣ୍ଟ ତିଆରି କରିସାରିଛି. ମୁଁ AB ଲାଇନ୍ ସେଗମେଣ୍ଟ ସହିତ ଆରମ୍ଭ କରି ABED ରେକ୍ଟଆଙ୍ଗେଲ୍ ତିଆରି କରିସାରିଛି
09:20 ଯଦି ମୁଁ ମୁଭ୍ ଟୁଲ୍ ଆଇଟମ୍ କ୍ଲିକ୍ କରି ଫ୍ରୀ ଅବ୍ଜେକ୍ଟଗୁଡିକୁ ମୁଭ୍ କରେ, ତେବେଦେଖନ୍ତୁ, ଯଦି ସଠିକ ଭାବରେ ତିଆରି କରାଯାଇଥିବ, ଯେକୌଣସି ପୋଜିସନ୍ ରେ ମୋର ରେକ୍ଟଆଙ୍ଗେଲ୍ ABED ଅପରିବର୍ତ୍ତିତ ରହିବ
09:37 ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ଆଭାର ବ୍ୟକ୍ତ କରୁଛି, ଯାହା ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:43 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:48 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ ଉପଲବ୍ଧ (spoken-tutorial.org/NMEICT-Intro)
09:53 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep