Difference between revisions of "Drupal/C3/Installing-an-Advanced-Theme/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ଏକ Advanced Theme ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରି...")
 
 
(2 intermediate revisions by the same user not shown)
Line 5: Line 5:
 
|-
 
|-
 
|00:01
 
|00:01
| ଏକ Advanced Theme ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|ଏକ Advanced Theme ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିବା,
 +
 
 
|-
 
|-
 
|00:11
 
|00:11
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
* ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
 
* Drupal 8 ଓ  
+
* Firefox ୱେବ୍ ବ୍ରାଉଜର୍
+
ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
 
|-
 
|-
 
|00:26
 
|00:26
| Adaptive Theme ଓ Omega ହେଉଛି 2ଟି ଚମତ୍କାର Theme Frameworks
+
|Adaptive Theme ଓ Omega ହେଉଛି 2ଟି ଚମତ୍କାର Theme Frameworks
 +
 
 
|-
 
|-
 
|00:32
 
|00:32
| ଚାଲନ୍ତୁ, Adaptive Theme ଉପରେ ନଜର ପକାଇବା
+
|ଚାଲନ୍ତୁ, Adaptive Theme ଉପରେ ନଜର ପକାଇବା
 +
 
 
|-
 
|-
 
|00:35
 
|00:35
| ଧ୍ୟାନଦିଅନ୍ତୁ ଯେ, Adaptive Theme ହେଉଛି ଏକ Basic Theme
+
|ଧ୍ୟାନଦିଅନ୍ତୁ ଯେ, Adaptive Theme ହେଉଛି ଏକ Basic Theme
 +
 
 
|-
 
|-
 
|00:39
 
|00:39
| Adaptive Theme ପାଇଁ ଆପଣଙ୍କୁ ଏକ Sub Theme ବ୍ୟବହାର କରିବାକୁ ପଡ଼ିବ  
+
|Adaptive Theme ପାଇଁ ଆପଣଙ୍କୁ ଏକ Sub Theme ବ୍ୟବହାର କରିବାକୁ ପଡ଼ିବ  
 +
 
 
|-
 
|-
 
|00:42
 
|00:42
| Adaptive Theme ଇନଷ୍ଟଲ୍ କରନ୍ତୁ
+
|Adaptive Theme ଇନଷ୍ଟଲ୍ କରନ୍ତୁ
 +
 
 
|-
 
|-
 
|00:46
 
|00:46
| ଆପଣ କେତେବେଳେ ଏହି ଭିଡିଓ ଦେଖୁଛନ୍ତି, ତାହା ଉପରେ ଭିତ୍ତିକରି, ଆପଣ ଏଠାରେ, ସବୁଜରେ Drupal 8 ଦେଖିପାରନ୍ତି
+
|ଆପଣ କେତେବେଳେ ଏହି ଭିଡିଓ ଦେଖୁଛନ୍ତି, ତାହା ଉପରେ ଭିତ୍ତିକରି, ଆପଣ ଏଠାରେ, ସବୁଜରେ Drupal 8 ଦେଖିପାରନ୍ତି
 +
 
 
|-
 
|-
 
|00:52
 
|00:52
| ସବୁଜରେ ଥିବା Drupal 8କୁ ନିଅନ୍ତୁ, ନାଲି ଥିବାଟିକୁ ନୁହେଁ
+
|ସବୁଜରେ ଥିବା Drupal 8କୁ ନିଅନ୍ତୁ, ନାଲି ଥିବାଟିକୁ ନୁହେଁ
 +
 
 
|-
 
|-
 
|00:57
 
|00:57
| tar.gz ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
+
|tar.gz ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:01
 
|01:01
| Copy Link ଅପ୍ସନ୍ ସିଲେକ୍ଟ କରନ୍ତୁ
+
|Copy Link ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|01:04
 
|01:04
| ଆମ ୱେବ୍ ସାଇଟ୍ କୁ ଫେରିଆସନ୍ତୁ
+
|ଆମ ୱେବ୍ ସାଇଟ୍ କୁ ଫେରିଆସନ୍ତୁ
 +
 
 
|-
 
|-
 
|01:06
 
|01:06
| Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
+
|Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:11
 
|01:11
| ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
+
|ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:15
 
|01:15
| ଏବେ, ଆମେ ଏହାକୁ ON କରିବା ନାହିଁ, କାରଣ Adaptive Theme ହେଉଛି ଏକ Base Theme
+
|ଏବେ, ଆମେ ଏହାକୁ ON କରିବା ନାହିଁ, କାରଣ Adaptive Theme ହେଉଛି ଏକ Base Theme
 +
 
 
|-
 
|-
 
|01:21
 
|01:21
| ଏବେ, ଏକ Sub-Theme Pixture Reloaded ନେବା
+
|ଏବେ, ଏକ Sub-Theme Pixture Reloaded ନେବା
 +
 
 
|-
 
|-
 
|01:25
 
|01:25
| ସ୍କ୍ରୋଲ୍ ଡାଉନ୍ କରି Drupal 8 ଭର୍ସନ୍ ଖୋଜନ୍ତୁ  
+
|ସ୍କ୍ରୋଲ୍ ଡାଉନ୍ କରି Drupal 8 ଭର୍ସନ୍ ଖୋଜନ୍ତୁ  
 +
 
 
|-
 
|-
 
|01:29
 
|01:29
| ଯେତେବେଳେ ଆପଣ ଏହି ଭିଡିଓ ଦେଖିବେ, ତାହା ଏଠାରେ, ସବୁଜ ସେକ୍ସନ୍ ରେ ଥିବ
+
|ଯେତେବେଳେ ଆପଣ ଏହି ଭିଡିଓ ଦେଖିବେ, ତାହା ଏଠାରେ, ସବୁଜ ସେକ୍ସନ୍ ରେ ଥିବ
 +
 
 
|-
 
|-
 
|01:34
 
|01:34
| tar.gz ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରି Copy Link ସିଲେକ୍ଟ କରନ୍ତୁ  
+
|tar.gz ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରି Copy Link ସିଲେକ୍ଟ କରନ୍ତୁ  
 +
 
 
|-
 
|-
 
|01:40
 
|01:40
| ସାଇଟ୍ କୁ ପେରିଯାଆନ୍ତୁ
+
|ସାଇଟ୍ କୁ ପେରିଯାଆନ୍ତୁ
 +
 
 
|-
 
|-
 
|01:42
 
|01:42
| Install New Theme ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Install New Theme ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:45
 
|01:45
| ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
+
|ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:50
 
|01:50
| Install Newly Added Themes କ୍ଲିକ୍ କରନ୍ତୁ
+
|Install Newly Added Themes କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:55
 
|01:55
| ତଳକୁ ସ୍କ୍ରୋଲ୍ କରନ୍ତୁ.
+
|ତଳକୁ ସ୍କ୍ରୋଲ୍ କରନ୍ତୁ,ଆମେ ଏଠାରେ Adaptive Generator ଓ Pixture Reloaded ନାମକ Adaptive Sub-Theme ଦେଖିବା
|-
+
 
|01:56
+
| ଆମେ ଏଠାରେ Adaptive Generator ଓ Pixture Reloaded ନାମକ Adaptive Sub-Theme ଦେଖିବା
+
 
|-
 
|-
 
|02:03
 
|02:03
| Install and set as default କ୍ଲିକ୍ କରନ୍ତୁ
+
|Install and set as default କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:07
 
|02:07
| Settings ଉପରେ କ୍ଲିକ୍ କରନ୍ତୁ
+
|Settings ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:09
 
|02:09
| ଏକ ସରଳ Theme ଓ ନିଜସ୍ୱ Sub-Theme ଥିବା ଏକ Base Theme ମଧ୍ୟରେ ପାର୍ଥକ୍ୟ ଅଛି  
+
|ଏକ ସରଳ Theme ଓ ନିଜସ୍ୱ Sub-Theme ଥିବା ଏକ Base Theme ମଧ୍ୟରେ ପାର୍ଥକ୍ୟ ଅଛି  
 +
 
 
|-
 
|-
 
|02:15
 
|02:15
| ଏଠାରେ, ପ୍ରାୟ ସବୁକିଛି ପାଇଁ Settings ଅଛି
+
|ଏଠାରେ, ପ୍ରାୟ ସବୁକିଛି ପାଇଁ Settings ଅଛି
 +
 
 
|-
 
|-
 
|02:19
 
|02:19
| ଆମେ ପ୍ରାୟ ଯେକୌଣସିରେ ବଦଳାଇପାରିବା
+
|ଆମେ ପ୍ରାୟ ଯେକୌଣସିରେ ବଦଳାଇପାରିବା
 +
 
 
|-
 
|-
 
|02:22
 
|02:22
| ଉଦାହରଣସ୍ୱରୂପ, ଆମେ ରଖିପାରିବା Responsive Menus,
+
|ଉଦାହରଣସ୍ୱରୂପ, ଆମେ ରଖିପାରିବା Responsive Menus,
 +
 
 
|-
 
|-
 
|02:26
 
|02:26
| Googleରୁ Fonts କିମ୍ୱା Typekit,  
+
|Googleରୁ Fonts କିମ୍ୱା Typekit,  
 +
 
 
|-
 
|-
 
|02:30
 
|02:30
| Titles ପାଇଁ ପୃଥକ୍ Styles,  
+
|Titles ପାଇଁ ପୃଥକ୍ Styles,  
 +
 
 
|-
 
|-
 
|02:32
 
|02:32
| Image Alignment,  
+
|Image Alignment,  
 +
 
 
|-
 
|-
 
|02:35
 
|02:35
| Shortcode CSS Classes,
+
|Shortcode CSS Classes,
 +
 
 
|-
 
|-
 
|02:38
 
|02:38
| Mobile Blocks - ଯାହା ଆମକୁ, ମୋବାଇଲ୍ ଉପକରଣଗୁଡ଼ିକରେ ବ୍ଲକ୍ସ ଲୁଚାଇବାକୁ ଅନୁମତି ଦେଇଥାଏ
+
|Mobile Blocks - ଯାହା ଆମକୁ, ମୋବାଇଲ୍ ଉପକରଣଗୁଡ଼ିକରେ ବ୍ଲକ୍ସ ଲୁଚାଇବାକୁ ଅନୁମତି ଦେଇଥାଏ
 +
 
 
|-
 
|-
 
|02:42
 
|02:42
| Slideshows ସମର୍ଥିତ ଅଟେ
+
|Slideshows ସମର୍ଥିତ ଅଟେ
 +
 
 
|-
 
|-
 
|02:45
 
|02:45
| Touch Icons, Custom CSS, ଅଧିକ Developer Tools ଓ IE 6ରୁ 8 ପାଇଁ Legacy Browser ସେଟିଙ୍ଗ୍ସ
+
|Touch Icons, Custom CSS, ଅଧିକ Developer Tools ଓ IE 6ରୁ 8 ପାଇଁ Legacy Browser ସେଟିଙ୍ଗ୍ସ
 +
 
 
|-
 
|-
 
|02:55
 
|02:55
| ଏହିସବୁକୁ ଦୟାକରି ସାବଧାନପୂର୍ବକ ବ୍ୟବହାର କରନ୍ତୁ.  ଅନାବଶ୍ୟକ ସ୍ଥଳେ ସେଗୁଡ଼ିକୁ ଏନାବଲ୍ କରନ୍ତୁ ନାହିଁ
+
|ଏହିସବୁକୁ ଦୟାକରି ସାବଧାନପୂର୍ବକ ବ୍ୟବହାର କରନ୍ତୁ.  ଅନାବଶ୍ୟକ ସ୍ଥଳେ ସେଗୁଡ଼ିକୁ ଏନାବଲ୍ କରନ୍ତୁ ନାହିଁ
 +
 
 
|-
 
|-
 
|03:01
 
|03:01
| Extensions ତଳେ, ବାମ ପାନେଲ୍ ରେ, ଆମ ପାଖରେ Responsive Menus, Fonts ଅଛି
+
|Extensions ତଳେ, ବାମ ପାନେଲ୍ ରେ, ଆମ ପାଖରେ Responsive Menus, Fonts ଅଛି
 +
 
 
|-
 
|-
 
|03:08
 
|03:08
| ନିମ୍ନଲିଖିତ ପାଇଁ Image Settings -
+
|ନିମ୍ନଲିଖିତ ପାଇଁ Image Settings -ARTICLE, BOOK PAGE, EVENTS
* ARTICLE
+
 
* BOOK PAGE
+
* EVENTS
+
 
|-
 
|-
 
|03:13
 
|03:13
| ଏହା, ସେହି ସମସ୍ତ Content Typesକୁ ଚିହ୍ନେ
+
|ଏହା, ସେହି ସମସ୍ତ Content Typesକୁ ଚିହ୍ନେ
 +
 
 
|-
 
|-
 
|03:17
 
|03:17
| Events ଉପରେ କ୍ଲିକ୍ କରନ୍ତୁ
+
|Events ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:20
 
|03:20
| ଏହା ଆମକୁ, ଆମର Events Content Typeରେ ଇମେଜଗୁଡ଼ିକୁ ଆଲାଇନ୍ କରିବାକୁ ଅନୁମତି ଦେଇଥାଏ
+
|ଏହା ଆମକୁ, ଆମର Events Content Typeରେ ଇମେଜଗୁଡ଼ିକୁ ଆଲାଇନ୍ କରିବାକୁ ଅନୁମତି ଦେଇଥାଏ
 +
 
 
|-
 
|-
 
|03:25
 
|03:25
| ଉଦାହରଣସ୍ୱରୂପ, ଆମେ ସେଗୁଡ଼ିକ ସର୍ବଦା ବାମ କିମ୍ୱା ଡାହାଣପଟେ ଫ୍ଲୋଟ୍ କରାଇବାକୁ ଚାହିଁଭା
+
|ଉଦାହରଣସ୍ୱରୂପ, ଆମେ ସେଗୁଡ଼ିକ ସର୍ବଦା ବାମ କିମ୍ୱା ଡାହାଣପଟେ ଫ୍ଲୋଟ୍ କରାଇବାକୁ ଚାହିଁଭା
 +
 
 
|-
 
|-
 
|03:32
 
|03:32
| ବାମ ପାନେଲ୍ ରେ - Short Codes ଓ Markup Overrides ଅଛି
+
|ବାମ ପାନେଲ୍ ରେ - Short Codes ଓ Markup Overrides ଅଛି
 +
 
 
|-
 
|-
 
|03:37
 
|03:37
| ଏଠାରେ, ତଳେ, ଅଧିକ ଅପ୍ସନ୍ସ ଅଛି
+
|ଏଠାରେ, ତଳେ, ଅଧିକ ଅପ୍ସନ୍ସ ଅଛି
 +
 
 
|-
 
|-
 
|03:40
 
|03:40
| ପ୍ରଥମେ Layouts ଓ ତା’ପରେ Page (Default) ଉପରେ କ୍ଲିକ୍ କରନ୍ତୁ
+
|ପ୍ରଥମେ Layouts ଓ ତା’ପରେ Page (Default) ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:44
 
|03:44
| ଏବେ, Wide ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
+
|ଏବେ, Wide ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:47
 
|03:47
| ଏହା ଆମକୁ, Block Regions ସହିତ ସମସ୍ତ Layouts ସେଟ୍ କରିବାକୁ ଅନୁମତି ଦେବା ସହ  
+
|ଏହା ଆମକୁ, Block Regions ସହିତ ସମସ୍ତ Layouts ସେଟ୍ କରିବାକୁ ଅନୁମତି ଦେବା ସହ ଠିକ୍ ଏଠାରେ, Theme ଭିତରେ Media Queries ମଧ୍ୟ ପରିଭାଷିତ କରିଥାଏ
ଠିକ୍ ଏଠାରେ, Theme ଭିତରେ Media Queries ମଧ୍ୟ ପରିଭାଷିତ କରିଥାଏ
+
 
 
|-
 
|-
 
|03:56
 
|03:56
| ଏହାକୁ ସଠିକ୍ ଭାବେ ସେଟ୍ କରିବା ପାଇଁ ଆମକୁ କିଛି ସମୟ ଦରକାର  
+
|ଏହାକୁ ସଠିକ୍ ଭାବେ ସେଟ୍ କରିବା ପାଇଁ ଆମକୁ କିଛି ସମୟ ଦରକାର  
 +
 
 
|-
 
|-
 
|04:01
 
|04:01
| ଏବେ, Color Scheme ଉପରେ କ୍ଲିକ୍ କରନ୍ତୁ
+
|ଏବେ, Color Scheme ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:03
 
|04:03
| ସେଥିରେ ଅନେକ ପୂର୍ବ ନିର୍ଦ୍ଧାରିତ କଲର୍ ସ୍କିମ୍ସ ଅଛି
+
|ସେଥିରେ ଅନେକ ପୂର୍ବ ନିର୍ଦ୍ଧାରିତ କଲର୍ ସ୍କିମ୍ସ ଅଛି
 +
 
 
|-
 
|-
 
|04:07
 
|04:07
| କିନ୍ତୁ, ଯଦି ଆପଣଙ୍କୁ ସେଥିସହିତ ଆସୁଥିବା କଲର୍ ଟି ପସନ୍ଦ ନାହିଁ, ତେବେ ଆପଣ ନିଜସ୍ୱ Color Scheme ତିଆରି କରିପାରିବେ
+
|କିନ୍ତୁ, ଯଦି ଆପଣଙ୍କୁ ସେଥିସହିତ ଆସୁଥିବା କଲର୍ ଟି ପସନ୍ଦ ନାହିଁ, ତେବେ ଆପଣ ନିଜସ୍ୱ Color Scheme ତିଆରି କରିପାରିବେ
 +
 
 
|-
 
|-
 
|04:13
 
|04:13
| ଶେଷରେ, ସେଥିରେ ସାଧାରଣ Basic Settings ରହିଛି
+
|ଶେଷରେ, ସେଥିରେ ସାଧାରଣ Basic Settings ରହିଛି
 +
 
 
|-
 
|-
 
|04:17
 
|04:17
| ଆମର Drupal ସାଇଟ୍ ପାଇଁ ଏହା ଏକ ବହୁତ ବଢ଼ିଆ Base Theme ଓ Sub-Theme
+
|ଆମର Drupal ସାଇଟ୍ ପାଇଁ ଏହା ଏକ ବହୁତ ବଢ଼ିଆ Base Theme ଓ Sub-Theme
 +
 
 
|-
 
|-
 
|04:23  
 
|04:23  
| ଆମେ ପ୍ରକୃତରେ ଏଠାରେ କିଛି ପରିବର୍ତ୍ତନ କରିନାହେଁ
+
|ଆମେ ପ୍ରକୃତରେ ଏଠାରେ କିଛି ପରିବର୍ତ୍ତନ କରିନାହେଁ
 +
 
 
|-
 
|-
 
|04:26
 
|04:26
| ହେଲେ, ଚାଲନ୍ତୁ ଆମର Home Page ଉପରେ ନଜର ପକାଇବା
+
|ହେଲେ, ଚାଲନ୍ତୁ ଆମର Home Page ଉପରେ ନଜର ପକାଇବା
 +
 
 
|-
 
|-
 
|04:30
 
|04:30
| ଆମର Home Page ପାଇଁ ଆମେ ଏକ ପୂରା ନୂଆ ଲୂକ୍ ଓ ଫୀଲ୍ ଦେଖିପାରୁଛେ
+
|ଆମର Home Page ପାଇଁ ଆମେ ଏକ ପୂରା ନୂଆ ଲୂକ୍ ଓ ଫୀଲ୍ ଦେଖିପାରୁଛେ
 +
 
 
|-
 
|-
 
|04:33
 
|04:33
| Structureକୁ ଯାଇ ଆମର Block Layout ଯାଞ୍ଚ କରିବା
+
|Structureକୁ ଯାଇ ଆମର Block Layout ଯାଞ୍ଚ କରିବା
 +
 
 
|-
 
|-
 
|04:38
 
|04:38
| ଆମେ, Sub-Theme Pixture Reloaded ବ୍ୟବହାର କରିଛେ
+
|ଆମେ, Sub-Theme Pixture Reloaded ବ୍ୟବହାର କରିଛେ
 +
 
 
|-
 
|-
 
|04:42
 
|04:42
| ଏଠାରେ କୌଣସି Sidebar Regions ନାହିଁ
+
|ଏଠାରେ କୌଣସି Sidebar Regions ନାହିଁ
 +
 
 
|-
 
|-
 
|04:45
 
|04:45
| Pixture Reloadedରେ ଥିବା ପ୍ରତ୍ୟେକ ଜିନିଷ ଏହିଭଳି ସୂଚୀବଦ୍ଧ ହୋଇଛି
+
|Pixture Reloadedରେ ଥିବା ପ୍ରତ୍ୟେକ ଜିନିଷ ଏହିଭଳି ସୂଚୀବଦ୍ଧ ହୋଇଛି
 +
 
 
|-
 
|-
 
|04:50
 
|04:50
| ବୋଧହୁଏ, ଏହା ଆମର ପ୍ରଦର୍ଶନ ପାଇଁ ଉତ୍ତମ ପସନ୍ଦ ନୁହେଁ.  ମାତ୍ର, ଏହା କେତେ ଶକ୍ତିଶାଳୀ, ତାହାର ଆଇଡିଆ ଆପଣ ପାଇବେ
+
|ବୋଧହୁଏ, ଏହା ଆମର ପ୍ରଦର୍ଶନ ପାଇଁ ଉତ୍ତମ ପସନ୍ଦ ନୁହେଁ.  ମାତ୍ର, ଏହା କେତେ ଶକ୍ତିଶାଳୀ, ତାହାର ଆଇଡିଆ ଆପଣ ପାଇବେ
 +
 
 
|-
 
|-
 
|04:58
 
|04:58
| ଏହି Advance Theming Engine ବ୍ୟବହାର କରି ଆମେ, ଭିତରକୁ ଯାଇପାରିବା ଓ ସେହି ସମସ୍ତ ଅପ୍ସନ୍ସ ସେଟ୍ କରିପାରିବା
+
|ଏହି Advance Theming Engine ବ୍ୟବହାର କରି ଆମେ, ଭିତରକୁ ଯାଇପାରିବା ଓ ସେହି ସମସ୍ତ ଅପ୍ସନ୍ସ ସେଟ୍ କରିପାରିବା
 +
 
 
|-
 
|-
 
|05:04
 
|05:04
| ତାହା ହେଉଛି Theme Framework - Adaptive Theme ଓ Pixture Reloaded
+
|ତାହା ହେଉଛି Theme Framework - Adaptive Theme ଓ Pixture Reloaded
 +
 
 
|-
 
|-
 
|05:10
 
|05:10
| ସେଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଆପଣ ସେହିସବୁ ସହିତ କାମ କରିପାରିବେ
+
|ସେଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଆପଣ ସେହିସବୁ ସହିତ କାମ କରିପାରିବେ
 +
 
 
|-
 
|-
 
|05:15
 
|05:15
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
 +
 
 
|-
 
|-
 
|05:17
 
|05:17
| ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିଲେ
+
|ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିଲେ
 +
 
 
|-
 
|-
 
|05:33
 
|05:33
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|05:42
 
|05:42
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|05:49
 
|05:49
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|05:57
 
|05:57
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ  
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
 
 
|-
 
|-
 
|06:08
 
|06:08
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 14:59, 4 April 2017

Time Narration
00:01 ଏକ Advanced Theme ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିବା,
00:11 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:26 Adaptive Theme ଓ Omega ହେଉଛି 2ଟି ଚମତ୍କାର Theme Frameworks
00:32 ଚାଲନ୍ତୁ, Adaptive Theme ଉପରେ ନଜର ପକାଇବା
00:35 ଧ୍ୟାନଦିଅନ୍ତୁ ଯେ, Adaptive Theme ହେଉଛି ଏକ Basic Theme
00:39 Adaptive Theme ପାଇଁ ଆପଣଙ୍କୁ ଏକ Sub Theme ବ୍ୟବହାର କରିବାକୁ ପଡ଼ିବ
00:42 Adaptive Theme ଇନଷ୍ଟଲ୍ କରନ୍ତୁ
00:46 ଆପଣ କେତେବେଳେ ଏହି ଭିଡିଓ ଦେଖୁଛନ୍ତି, ତାହା ଉପରେ ଭିତ୍ତିକରି, ଆପଣ ଏଠାରେ, ସବୁଜରେ Drupal 8 ଦେଖିପାରନ୍ତି
00:52 ସବୁଜରେ ଥିବା Drupal 8କୁ ନିଅନ୍ତୁ, ନାଲି ଥିବାଟିକୁ ନୁହେଁ
00:57 tar.gz ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
01:01 Copy Link ଅପ୍ସନ୍ ସିଲେକ୍ଟ କରନ୍ତୁ
01:04 ଆମ ୱେବ୍ ସାଇଟ୍ କୁ ଫେରିଆସନ୍ତୁ
01:06 Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
01:11 ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
01:15 ଏବେ, ଆମେ ଏହାକୁ ON କରିବା ନାହିଁ, କାରଣ Adaptive Theme ହେଉଛି ଏକ Base Theme
01:21 ଏବେ, ଏକ Sub-Theme Pixture Reloaded ନେବା
01:25 ସ୍କ୍ରୋଲ୍ ଡାଉନ୍ କରି Drupal 8 ଭର୍ସନ୍ ଖୋଜନ୍ତୁ
01:29 ଯେତେବେଳେ ଆପଣ ଏହି ଭିଡିଓ ଦେଖିବେ, ତାହା ଏଠାରେ, ସବୁଜ ସେକ୍ସନ୍ ରେ ଥିବ
01:34 tar.gz ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରି Copy Link ସିଲେକ୍ଟ କରନ୍ତୁ
01:40 ସାଇଟ୍ କୁ ପେରିଯାଆନ୍ତୁ
01:42 Install New Theme ବଟନ୍ ଉପରେ କ୍ଲିକ୍ କରନ୍ତୁ
01:45 ଏଠାରେ, ଲିଙ୍କକୁ Paste କରି Install ଉପରେ କ୍ଲିକ୍ କରନ୍ତୁ
01:50 Install Newly Added Themes କ୍ଲିକ୍ କରନ୍ତୁ
01:55 ତଳକୁ ସ୍କ୍ରୋଲ୍ କରନ୍ତୁ,ଆମେ ଏଠାରେ Adaptive Generator ଓ Pixture Reloaded ନାମକ Adaptive Sub-Theme ଦେଖିବା
02:03 Install and set as default କ୍ଲିକ୍ କରନ୍ତୁ
02:07 Settings ଉପରେ କ୍ଲିକ୍ କରନ୍ତୁ
02:09 ଏକ ସରଳ Theme ଓ ନିଜସ୍ୱ Sub-Theme ଥିବା ଏକ Base Theme ମଧ୍ୟରେ ପାର୍ଥକ୍ୟ ଅଛି
02:15 ଏଠାରେ, ପ୍ରାୟ ସବୁକିଛି ପାଇଁ Settings ଅଛି
02:19 ଆମେ ପ୍ରାୟ ଯେକୌଣସିରେ ବଦଳାଇପାରିବା
02:22 ଉଦାହରଣସ୍ୱରୂପ, ଆମେ ରଖିପାରିବା Responsive Menus,
02:26 Googleରୁ Fonts କିମ୍ୱା Typekit,
02:30 Titles ପାଇଁ ପୃଥକ୍ Styles,
02:32 Image Alignment,
02:35 Shortcode CSS Classes,
02:38 Mobile Blocks - ଯାହା ଆମକୁ, ମୋବାଇଲ୍ ଉପକରଣଗୁଡ଼ିକରେ ବ୍ଲକ୍ସ ଲୁଚାଇବାକୁ ଅନୁମତି ଦେଇଥାଏ
02:42 Slideshows ସମର୍ଥିତ ଅଟେ
02:45 Touch Icons, Custom CSS, ଅଧିକ Developer Tools ଓ IE 6ରୁ 8 ପାଇଁ Legacy Browser ସେଟିଙ୍ଗ୍ସ
02:55 ଏହିସବୁକୁ ଦୟାକରି ସାବଧାନପୂର୍ବକ ବ୍ୟବହାର କରନ୍ତୁ. ଅନାବଶ୍ୟକ ସ୍ଥଳେ ସେଗୁଡ଼ିକୁ ଏନାବଲ୍ କରନ୍ତୁ ନାହିଁ
03:01 Extensions ତଳେ, ବାମ ପାନେଲ୍ ରେ, ଆମ ପାଖରେ Responsive Menus, Fonts ଅଛି
03:08 ନିମ୍ନଲିଖିତ ପାଇଁ Image Settings -ARTICLE, BOOK PAGE, EVENTS
03:13 ଏହା, ସେହି ସମସ୍ତ Content Typesକୁ ଚିହ୍ନେ
03:17 Events ଉପରେ କ୍ଲିକ୍ କରନ୍ତୁ
03:20 ଏହା ଆମକୁ, ଆମର Events Content Typeରେ ଇମେଜଗୁଡ଼ିକୁ ଆଲାଇନ୍ କରିବାକୁ ଅନୁମତି ଦେଇଥାଏ
03:25 ଉଦାହରଣସ୍ୱରୂପ, ଆମେ ସେଗୁଡ଼ିକ ସର୍ବଦା ବାମ କିମ୍ୱା ଡାହାଣପଟେ ଫ୍ଲୋଟ୍ କରାଇବାକୁ ଚାହିଁଭା
03:32 ବାମ ପାନେଲ୍ ରେ - Short Codes ଓ Markup Overrides ଅଛି
03:37 ଏଠାରେ, ତଳେ, ଅଧିକ ଅପ୍ସନ୍ସ ଅଛି
03:40 ପ୍ରଥମେ Layouts ଓ ତା’ପରେ Page (Default) ଉପରେ କ୍ଲିକ୍ କରନ୍ତୁ
03:44 ଏବେ, Wide ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
03:47 ଏହା ଆମକୁ, Block Regions ସହିତ ସମସ୍ତ Layouts ସେଟ୍ କରିବାକୁ ଅନୁମତି ଦେବା ସହ ଠିକ୍ ଏଠାରେ, Theme ଭିତରେ Media Queries ମଧ୍ୟ ପରିଭାଷିତ କରିଥାଏ
03:56 ଏହାକୁ ସଠିକ୍ ଭାବେ ସେଟ୍ କରିବା ପାଇଁ ଆମକୁ କିଛି ସମୟ ଦରକାର
04:01 ଏବେ, Color Scheme ଉପରେ କ୍ଲିକ୍ କରନ୍ତୁ
04:03 ସେଥିରେ ଅନେକ ପୂର୍ବ ନିର୍ଦ୍ଧାରିତ କଲର୍ ସ୍କିମ୍ସ ଅଛି
04:07 କିନ୍ତୁ, ଯଦି ଆପଣଙ୍କୁ ସେଥିସହିତ ଆସୁଥିବା କଲର୍ ଟି ପସନ୍ଦ ନାହିଁ, ତେବେ ଆପଣ ନିଜସ୍ୱ Color Scheme ତିଆରି କରିପାରିବେ
04:13 ଶେଷରେ, ସେଥିରେ ସାଧାରଣ Basic Settings ରହିଛି
04:17 ଆମର Drupal ସାଇଟ୍ ପାଇଁ ଏହା ଏକ ବହୁତ ବଢ଼ିଆ Base Theme ଓ Sub-Theme
04:23 ଆମେ ପ୍ରକୃତରେ ଏଠାରେ କିଛି ପରିବର୍ତ୍ତନ କରିନାହେଁ
04:26 ହେଲେ, ଚାଲନ୍ତୁ ଆମର Home Page ଉପରେ ନଜର ପକାଇବା
04:30 ଆମର Home Page ପାଇଁ ଆମେ ଏକ ପୂରା ନୂଆ ଲୂକ୍ ଓ ଫୀଲ୍ ଦେଖିପାରୁଛେ
04:33 Structureକୁ ଯାଇ ଆମର Block Layout ଯାଞ୍ଚ କରିବା
04:38 ଆମେ, Sub-Theme Pixture Reloaded ବ୍ୟବହାର କରିଛେ
04:42 ଏଠାରେ କୌଣସି Sidebar Regions ନାହିଁ
04:45 Pixture Reloadedରେ ଥିବା ପ୍ରତ୍ୟେକ ଜିନିଷ ଏହିଭଳି ସୂଚୀବଦ୍ଧ ହୋଇଛି
04:50 ବୋଧହୁଏ, ଏହା ଆମର ପ୍ରଦର୍ଶନ ପାଇଁ ଉତ୍ତମ ପସନ୍ଦ ନୁହେଁ. ମାତ୍ର, ଏହା କେତେ ଶକ୍ତିଶାଳୀ, ତାହାର ଆଇଡିଆ ଆପଣ ପାଇବେ
04:58 ଏହି Advance Theming Engine ବ୍ୟବହାର କରି ଆମେ, ଭିତରକୁ ଯାଇପାରିବା ଓ ସେହି ସମସ୍ତ ଅପ୍ସନ୍ସ ସେଟ୍ କରିପାରିବା
05:04 ତାହା ହେଉଛି Theme Framework - Adaptive Theme ଓ Pixture Reloaded
05:10 ସେଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଆପଣ ସେହିସବୁ ସହିତ କାମ କରିପାରିବେ
05:15 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
05:17 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଏକ Advanced Theme ଇନଷ୍ଟଲ୍ କରିବା ବିଷୟରେ ଶିଖିଲେ
05:33 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
05:42 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
05:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
06:08 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep