Difference between revisions of "Drupal/C2/Editing-Existing-Content/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
(One intermediate revision by the same user not shown) | |||
Line 1: | Line 1: | ||
− | {| border=1 | + | {| border = 1 |
− | | | + | |'''Time''' |
− | | | + | |'''Narration''' |
|- | |- | ||
|00:01 | |00:01 | ||
− | | Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | + | |Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+ | |||
|- | |- | ||
|00:06 | |00:06 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Inline Editing | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Inline Editing |
+ | |||
|- | |- | ||
|00:10 | |00:10 | ||
− | | CKEditor ବ୍ୟବହାର କରିବା ଓ | + | |CKEditor ବ୍ୟବହାର କରିବା ଓ |
+ | |||
|- | |- | ||
|00:12 | |00:12 | ||
− | | CKEditor କନଫିଗର୍ କରିବା | + | |CKEditor କନଫିଗର୍ କରିବା |
+ | |||
|- | |- | ||
|00:15 | |00:15 | ||
− | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | + | |ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
− | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ | + | |
− | Drupal 8 ଓ | + | |
− | Firefox ୱେବ୍ ବ୍ରାଉଜର୍ | + | |
|- | |- | ||
|00:24 | |00:24 | ||
− | | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | + | |ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
+ | |||
|- | |- | ||
|00:28 | |00:28 | ||
− | | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ | + | |ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
+ | |||
|- | |- | ||
|00:32 | |00:32 | ||
− | | ଆମେ ପ୍ରଥମେ Inline Editing ବିଷୟରେ ଶିଖିବା. | + | |ଆମେ ପ୍ରଥମେ Inline Editing ବିଷୟରେ ଶିଖିବା. |
+ | |||
|- | |- | ||
|00:36 | |00:36 | ||
− | | Title ଉପରେ ମାଉସ୍ ଚଲାନ୍ତୁ. ଡାହାଣପଟେ, ଆମେ ଏକ Pencil Icon ଦେଖିବା | + | |Title ଉପରେ ମାଉସ୍ ଚଲାନ୍ତୁ. ଡାହାଣପଟେ, ଆମେ ଏକ Pencil Icon ଦେଖିବା |
+ | |||
|- | |- | ||
|00:43 | |00:43 | ||
− | | ଯେତେବେଳେ ଆମେ Title ଉପରେ ମାଉସ୍ ଚଲାଇବା, ତେବେ ଏହା ଆମକୁ Block କନଫିଗର୍ କରିବାକୁ କହିବ | + | |ଯେତେବେଳେ ଆମେ Title ଉପରେ ମାଉସ୍ ଚଲାଇବା, ତେବେ ଏହା ଆମକୁ Block କନଫିଗର୍ କରିବାକୁ କହିବ |
+ | |||
|- | |- | ||
|00:48 | |00:48 | ||
− | | Configure Block ଉପରେ କ୍ଲିକ୍ କରନ୍ତୁ. Page Title ପାଇଁ ଏହି Block ହେଉଛି ସାଧାରଣ Block | + | |Configure Block ଉପରେ କ୍ଲିକ୍ କରନ୍ତୁ. Page Title ପାଇଁ ଏହି Block ହେଉଛି ସାଧାରଣ Block |
+ | |||
|- | |- | ||
|00:54 | |00:54 | ||
− | | ଏହାକୁ ବଦଳାଇଲେ, ପ୍ରତ୍ୟେକ Nodeରେ ଦେଖାଦେଉଥିବା Page Titleର ପ୍ରଣାଳୀ ବଦଳିଯିବ | + | |ଏହାକୁ ବଦଳାଇଲେ, ପ୍ରତ୍ୟେକ Nodeରେ ଦେଖାଦେଉଥିବା Page Titleର ପ୍ରଣାଳୀ ବଦଳିଯିବ |
+ | |||
|- | |- | ||
|00:59 | |00:59 | ||
− | | Go Back to Site ଉପରେ କ୍ଲିକ୍ କରନ୍ତୁ. ଏଠାରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ ଏବଂ Configure Block କ୍ଲିକ୍ କରନ୍ତୁ | + | |Go Back to Site ଉପରେ କ୍ଲିକ୍ କରନ୍ତୁ. ଏଠାରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ ଏବଂ Configure Block କ୍ଲିକ୍ କରନ୍ତୁ |
+ | |||
|- | |- | ||
|01:06 | |01:06 | ||
− | | ଯଦି ଆପଣ ଟାବ୍ସ ବଦଳାଇବାକୁ ଚାହୁଁଛନ୍ତି, ତାହାକୁ ଏଠାରେ ବଦଳାଇପାରିବେ | + | |ଯଦି ଆପଣ ଟାବ୍ସ ବଦଳାଇବାକୁ ଚାହୁଁଛନ୍ତି, ତାହାକୁ ଏଠାରେ ବଦଳାଇପାରିବେ |
+ | |||
|- | |- | ||
|01:10 | |01:10 | ||
− | | ମୁଁ ତାକୁ ସେହିପରି ଛାଡ଼ିଦେବି | + | |ମୁଁ ତାକୁ ସେହିପରି ଛାଡ଼ିଦେବି |
+ | |||
|- | |- | ||
|01:13 | |01:13 | ||
− | | Back to Site କ୍ଲିକ୍ କରନ୍ତୁ. | + | |Back to Site କ୍ଲିକ୍ କରନ୍ତୁ. |
+ | |||
|- | |- | ||
|01:16 | |01:16 | ||
− | | ଏବେ, Content Areaରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ | + | |ଏବେ, Content Areaରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|01:20 | |01:20 | ||
− | | ଆପଣ ତିନୋଟି ଅପ୍ସନ୍ସ ଦେଖିବେ - Quick Edit, Edit ଓ Delete | + | |ଆପଣ ତିନୋଟି ଅପ୍ସନ୍ସ ଦେଖିବେ - Quick Edit, Edit ଓ Delete |
+ | |||
|- | |- | ||
|01:25 | |01:25 | ||
− | | Inline Windowରେ Quick Edit ହେଉଛି Front End Editing | + | |Inline Windowରେ Quick Edit ହେଉଛି Front End Editing |
+ | |||
|- | |- | ||
|01:29 | |01:29 | ||
− | | Node ପାଇଁ ମୁଖ୍ୟ ଏଡିଟିଙ୍ଗ୍ ୱିଣ୍ଡୋକୁ Edit ଆମକୁ ନେଇଯାଏ | + | |Node ପାଇଁ ମୁଖ୍ୟ ଏଡିଟିଙ୍ଗ୍ ୱିଣ୍ଡୋକୁ Edit ଆମକୁ ନେଇଯାଏ |
+ | |||
|- | |- | ||
|01:33 | |01:33 | ||
− | | Confirmation ପରେ Delete, Nodeକୁ ଡିଲିଟ୍ କରିଦେବ | + | |Confirmation ପରେ Delete, Nodeକୁ ଡିଲିଟ୍ କରିଦେବ |
+ | |||
|- | |- | ||
|01:37 | |01:37 | ||
− | | ଏକ Inline Fashionରେ ଆମର Node ଏଡିଟ୍ କରିବାକୁ Quick Edit ଉପରେ କ୍ଲିକ୍ କରନ୍ତୁ | + | |ଏକ Inline Fashionରେ ଆମର Node ଏଡିଟ୍ କରିବାକୁ Quick Edit ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|01:41 | |01:41 | ||
− | | ଏହା ଆମକୁ, ପୃଥକ୍ Nodeର ଭିନ୍ନ ସେକ୍ସନ୍ କୁ ନେଇଯାଏ | + | |ଏହା ଆମକୁ, ପୃଥକ୍ Nodeର ଭିନ୍ନ ସେକ୍ସନ୍ କୁ ନେଇଯାଏ |
+ | |||
|- | |- | ||
|01:47 | |01:47 | ||
− | | ତାହା ଉପରେ କ୍ଲିକ୍ କଲେ ଆମେ, ଅଧିକ କଣ୍ଟେଣ୍ଟ ଆଡ୍ କରିବା ପାଇଁ, ସୋର୍ସ ଦେଖିବା ପାଇଁ ଓ ଏପରିକି କିଛି ଟେକ୍ସଟ୍ ବୋଲ୍ଡ କରିବା ପାଇଁ ସମର୍ଥ ହୋଇପାରିବା | + | |ତାହା ଉପରେ କ୍ଲିକ୍ କଲେ ଆମେ, ଅଧିକ କଣ୍ଟେଣ୍ଟ ଆଡ୍ କରିବା ପାଇଁ, ସୋର୍ସ ଦେଖିବା ପାଇଁ ଓ ଏପରିକି କିଛି ଟେକ୍ସଟ୍ ବୋଲ୍ଡ କରିବା ପାଇଁ ସମର୍ଥ ହୋଇପାରିବା |
+ | |||
|- | |- | ||
|01:53 | |01:53 | ||
− | | ଥରେ ଆମେ ପରିବର୍ତ୍ତନ କରିସାରିଲେ, Drupal ଆମକୁ Save କରିବାକୁ କହିଥାଏ . Node ଅପଡେଟ୍ କରିବାକୁ Save କ୍ଲିକ୍ କରନ୍ତୁ | + | |ଥରେ ଆମେ ପରିବର୍ତ୍ତନ କରିସାରିଲେ, Drupal ଆମକୁ Save କରିବାକୁ କହିଥାଏ . Node ଅପଡେଟ୍ କରିବାକୁ Save କ୍ଲିକ୍ କରନ୍ତୁ |
+ | |||
|- | |- | ||
|02:00 | |02:00 | ||
− | | ଏବେ, Welcom to Drupalville ନାମକ Article Node ବଦଳାଇବା ଚାଲନ୍ତୁ ଶିଖିବା | + | |ଏବେ, Welcom to Drupalville ନାମକ Article Node ବଦଳାଇବା ଚାଲନ୍ତୁ ଶିଖିବା |
+ | |||
|- | |- | ||
|02:06 | |02:06 | ||
− | | Quick Edit ଉପରେ କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ, Front Endରେ Title ଓ Body ଫିଲ୍ଡଗୁଡ଼ିକ ଏଠାରେ ଏଡିଟେବଲ୍ ଅଟେ | + | |Quick Edit ଉପରେ କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ, Front Endରେ Title ଓ Body ଫିଲ୍ଡଗୁଡ଼ିକ ଏଠାରେ ଏଡିଟେବଲ୍ ଅଟେ |
+ | |||
|- | |- | ||
|02:14 | |02:14 | ||
− | | ହେଲେ, ଆମେ ଇମେଜ୍ କୁ ଏଡିଟ୍ କରିପାରିବା ନାହିଁ | + | |ହେଲେ, ଆମେ ଇମେଜ୍ କୁ ଏଡିଟ୍ କରିପାରିବା ନାହିଁ |
+ | |||
|- | |- | ||
|02:17 | |02:17 | ||
− | | ଏକ ଇମେଜ୍ କୁ ଏଡିଟ୍ କରିବା ପାଇଁ ଆମକୁ Edit Screenକୁ ଯିବାକୁ ହେବ | + | |ଏକ ଇମେଜ୍ କୁ ଏଡିଟ୍ କରିବା ପାଇଁ ଆମକୁ Edit Screenକୁ ଯିବାକୁ ହେବ |
+ | |||
|- | |- | ||
|02:22 | |02:22 | ||
− | | ଏବେ ଆମେ, Bodyରେ ପରିବର୍ତ୍ତନ କରି ତାହାକୁ Save କରିପାରିବା | + | |ଏବେ ଆମେ, Bodyରେ ପରିବର୍ତ୍ତନ କରି ତାହାକୁ Save କରିପାରିବା |
+ | |||
|- | |- | ||
|02:26 | |02:26 | ||
− | | Quick Edit ୱିଣ୍ଡୋରେ ମୁଁ Tags ମଧ୍ୟ ଏଡିଟ୍ କରିପାରିବି | + | |Quick Edit ୱିଣ୍ଡୋରେ ମୁଁ Tags ମଧ୍ୟ ଏଡିଟ୍ କରିପାରିବି |
+ | |||
|- | |- | ||
|02:30 | |02:30 | ||
− | | ସରଳ ଏଡିଟ୍ସ ପାଇଁ Front End Editing ହେଉଛି ଉପଯୁକ୍ତ | + | |ସରଳ ଏଡିଟ୍ସ ପାଇଁ Front End Editing ହେଉଛି ଉପଯୁକ୍ତ |
+ | |||
|- | |- | ||
|02:34 | |02:34 | ||
− | | ଯେକୌଣସି ସମୟରେ କଣ୍ଟେଣ୍ଟ ଅପଡେଟ୍ କରିବା ପାଇଁ Drupalର Edit ଟାବ୍ ହେଉଛି ଚମତ୍କାର | + | |ଯେକୌଣସି ସମୟରେ କଣ୍ଟେଣ୍ଟ ଅପଡେଟ୍ କରିବା ପାଇଁ Drupalର Edit ଟାବ୍ ହେଉଛି ଚମତ୍କାର |
+ | |||
|- | |- | ||
|02:40 | |02:40 | ||
− | | ପୂର୍ବରୁ ଅନେକଥର Wysiwyg Editorର ଉଲ୍ଲେଖ କରାଯାଇଛି | + | |ପୂର୍ବରୁ ଅନେକଥର Wysiwyg Editorର ଉଲ୍ଲେଖ କରାଯାଇଛି |
+ | |||
|- | |- | ||
|02:44 | |02:44 | ||
− | | ଏହାର ଅର୍ଥ ହେଉଛି "What You See is What You Get" | + | |ଏହାର ଅର୍ଥ ହେଉଛି "What You See is What You Get" |
+ | |||
|- | |- | ||
|02:48 | |02:48 | ||
− | | Wysiwyg Editor ହେଉଛି ବହୁତ ସାହାଯ୍ୟକାରୀ | + | |Wysiwyg Editor ହେଉଛି ବହୁତ ସାହାଯ୍ୟକାରୀ |
+ | |||
|- | |- | ||
|02:52 | |02:52 | ||
− | | ଚାଲନ୍ତୁ ପ୍ରଥମେ, Text Formatକୁ Full HTMLରେ ବଦଳାଇବା | + | |ଚାଲନ୍ତୁ ପ୍ରଥମେ, Text Formatକୁ Full HTMLରେ ବଦଳାଇବା |
+ | |||
|- | |- | ||
|02:58 | |02:58 | ||
− | | ଏହା ଆମକୁ, Wysiwyg Editorରେ ଉପଲବ୍ଧ ଫର୍ମାଟିଙ୍ଗ୍ ଅପ୍ସନ୍ସର ଏକ ଆଇଡିଆ ଦେଇଥାଏ | + | |ଏହା ଆମକୁ, Wysiwyg Editorରେ ଉପଲବ୍ଧ ଫର୍ମାଟିଙ୍ଗ୍ ଅପ୍ସନ୍ସର ଏକ ଆଇଡିଆ ଦେଇଥାଏ |
+ | |||
|- | |- | ||
|03:04 | |03:04 | ||
− | | Drupalରେ, CKEditor, Drupal Core ସହିତ ଆସେ | + | |Drupalରେ, CKEditor, Drupal Core ସହିତ ଆସେ |
+ | |||
|- | |- | ||
|03:09 | |03:09 | ||
− | | ଏହା ଡିଫଲ୍ଟ ଭାବରେ ON ହୁଏ ଓ କନଫିଗରଯୋଗ୍ୟ | + | |ଏହା ଡିଫଲ୍ଟ ଭାବରେ ON ହୁଏ ଓ କନଫିଗରଯୋଗ୍ୟ |
+ | |||
|- | |- | ||
|03:14 | |03:14 | ||
− | | ଚାଲନ୍ତୁ ଏକ ନଜର ପକାଇବା. Welcome to our Site ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ | + | |ଚାଲନ୍ତୁ ଏକ ନଜର ପକାଇବା. Welcome to our Site ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ |
+ | |||
|- | |- | ||
|03:20 | |03:20 | ||
− | | ଫର୍ମାଟ୍ କୁ Normalରୁ Heading 2କୁ ବଦଳାନ୍ତୁ | + | |ଫର୍ମାଟ୍ କୁ Normalରୁ Heading 2କୁ ବଦଳାନ୍ତୁ |
+ | |||
|- | |- | ||
|03:24 | |03:24 | ||
− | | ତୁରନ୍ତ ହିଁ Drupal, ଟେକ୍ସଟ୍ କିପରି ଦେଖାଯିବ, ତାହାର ପ୍ରିଭ୍ୟୁ ଦେଇଥାଏ | + | |ତୁରନ୍ତ ହିଁ Drupal, ଟେକ୍ସଟ୍ କିପରି ଦେଖାଯିବ, ତାହାର ପ୍ରିଭ୍ୟୁ ଦେଇଥାଏ |
+ | |||
|- | |- | ||
|03:30 | |03:30 | ||
− | | ଏହା, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଓ ସେହି Theme ଆମକୁ Cascading Style Sheets ବା CSS ଦେଇଥାଏ | + | |ଏହା, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଓ ସେହି Theme ଆମକୁ Cascading Style Sheets ବା CSS ଦେଇଥାଏ |
+ | |||
|- | |- | ||
|03:38 | |03:38 | ||
− | | ଏଠାରେ ଆଉ କିଛି ଟେକ୍ସଟ୍ ଆଡ୍ କରିବା, Editing Drupal Nodes is Really Fun! | + | |ଏଠାରେ ଆଉ କିଛି ଟେକ୍ସଟ୍ ଆଡ୍ କରିବା, Editing Drupal Nodes is Really Fun! |
+ | |||
|- | |- | ||
|03:44 | |03:44 | ||
− | | ଏବେ, ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ, Italicsକୁ ବନ୍ଦ କରନ୍ତୁ ଓ ସେହି ଟେକ୍ସଟ୍ ପାଇଁ ଏକ Hyperlink କ୍ରିଏଟ୍ କରନ୍ତୁ | + | |ଏବେ, ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ, Italicsକୁ ବନ୍ଦ କରନ୍ତୁ ଓ ସେହି ଟେକ୍ସଟ୍ ପାଇଁ ଏକ Hyperlink କ୍ରିଏଟ୍ କରନ୍ତୁ |
+ | |||
|- | |- | ||
|03:52 | |03:52 | ||
− | | http://drupal.org/ . | + | |http://drupal.org/.Save ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:00 | |04:00 | ||
− | | ମାଉସ୍ କୁ ଚଲାଇ ଦେଖନ୍ତୁ ଯେ, ଟେକ୍ସଟ୍ ଟି ଏବେ Hyperlinked ହୋଇଯାଇଛି | + | |ମାଉସ୍ କୁ ଚଲାଇ ଦେଖନ୍ତୁ ଯେ, ଟେକ୍ସଟ୍ ଟି ଏବେ Hyperlinked ହୋଇଯାଇଛି |
+ | |||
|- | |- | ||
|04:04 | |04:04 | ||
− | | Hyperlink କାଢ଼ିବାକୁ, ଟେକ୍ସଟ୍ କୁ ହାଇଲାଇଟ୍ କରି Unlink ଉପରେ କ୍ଲିକ୍ କରନ୍ତୁ | + | |Hyperlink କାଢ଼ିବାକୁ, ଟେକ୍ସଟ୍ କୁ ହାଇଲାଇଟ୍ କରି Unlink ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:10 | |04:10 | ||
− | | ପରିବର୍ତ୍ତନକୁ Undo କରିବା ପାଇଁ Ctrl+Z ଦାବନ୍ତୁ | + | |ପରିବର୍ତ୍ତନକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
+ | |||
|- | |- | ||
|04:14 | |04:14 | ||
− | | ଏଠାରେ ଥିବା Bullets and Numbering ଆଇକନ୍ସ ଉପରେ କ୍ଲିକ୍ କରି ଆମେ Ordered ଓ Unordered Lists ମଧ୍ୟ ଆଡ୍ କରିପାରିବା | + | |ଏଠାରେ ଥିବା Bullets and Numbering ଆଇକନ୍ସ ଉପରେ କ୍ଲିକ୍ କରି ଆମେ Ordered ଓ Unordered Lists ମଧ୍ୟ ଆଡ୍ କରିପାରିବା |
+ | |||
|- | |- | ||
|04:21 | |04:21 | ||
− | | Unordered List ଉପରେ କ୍ଲିକ୍ କରନ୍ତୁ. ତା’ପରେ Bullets - One, Two, Three ଆଡ୍ କରନ୍ତୁ | + | |Unordered List ଉପରେ କ୍ଲିକ୍ କରନ୍ତୁ. ତା’ପରେ Bullets - One, Two, Three ଆଡ୍ କରନ୍ତୁ |
+ | |||
|- | |- | ||
|04:28 | |04:28 | ||
− | | ଏହାପରେ, Ordered List ଉପରେ କ୍ଲିକ୍ କରି One, Two ଓ Three ଉପରେ କ୍ଲିକ୍ କରନ୍ତୁ | + | |ଏହାପରେ, Ordered List ଉପରେ କ୍ଲିକ୍ କରି One, Two ଓ Three ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:34 | |04:34 | ||
− | | Block Quotes ବ୍ୟବହାର କରିବା ପାଇଁ, କିଛି ଟେକ୍ସଟ୍ ହାଇଲାଇଟ୍ କରି Block Quote ଲିଙ୍କ୍ କ୍ଲିକ୍ କରନ୍ତୁ | + | |Block Quotes ବ୍ୟବହାର କରିବା ପାଇଁ, କିଛି ଟେକ୍ସଟ୍ ହାଇଲାଇଟ୍ କରି Block Quote ଲିଙ୍କ୍ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:40 | |04:40 | ||
− | | ପୁଣିଥରେ, ଆମ Theme ଦ୍ୱାରା ଫର୍ମାଟିଙ୍ଗ୍ ମ୍ୟାନେଜ୍ କରାଗଲା | + | |ପୁଣିଥରେ, ଆମ Theme ଦ୍ୱାରା ଫର୍ମାଟିଙ୍ଗ୍ ମ୍ୟାନେଜ୍ କରାଗଲା |
+ | |||
|- | |- | ||
|04:46 | |04:46 | ||
− | | ଆମେ, ସହଜରେ ଇମେଜେସ୍ ମଧ୍ୟ ପ୍ରବେଶ କରାଇପାରିବା. ପ୍ରଥମ Nodeରେ ଅପଲୋଡ୍ କରିଥିବା ଏହି ଫାଇଲ୍ କୁ ମୁଁ ଚୟନ କରିଛି | + | |ଆମେ, ସହଜରେ ଇମେଜେସ୍ ମଧ୍ୟ ପ୍ରବେଶ କରାଇପାରିବା. ପ୍ରଥମ Nodeରେ ଅପଲୋଡ୍ କରିଥିବା ଏହି ଫାଇଲ୍ କୁ ମୁଁ ଚୟନ କରିଛି |
+ | |||
|- | |- | ||
|04:56 | |04:56 | ||
− | | Alternate Text ଫିଲ୍ଡରେ ମୁଁ, Drupal Logo ଟାଇପ୍ କରିବି | + | |Alternate Text ଫିଲ୍ଡରେ ମୁଁ, Drupal Logo ଟାଇପ୍ କରିବି |
+ | |||
|- | |- | ||
|05:02 | |05:02 | ||
− | | Align ଅନ୍ତର୍ଗତ ମୁଁ, Right ଚୟନ କରିବି. ଯଦି ଆପଣ ଚାହାଁନ୍ତି, ତେବେ ଏକ Caption ମଧ୍ୟ ଆଡ୍ କରିପାରିବେ | + | |Align ଅନ୍ତର୍ଗତ ମୁଁ, Right ଚୟନ କରିବି. ଯଦି ଆପଣ ଚାହାଁନ୍ତି, ତେବେ ଏକ Caption ମଧ୍ୟ ଆଡ୍ କରିପାରିବେ |
+ | |||
|- | |- | ||
|05:08 | |05:08 | ||
− | | ଶେଷରେ Save ଉପରେ କ୍ଲିକ୍ କରନ୍ତୁ | + | |ଶେଷରେ Save ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|05:12 | |05:12 | ||
− | | ଏହା ଏବେ, Body ଭିତରେ Nodeରେ ଆଡ୍ ହୋଇଗଲା. ଇମେଜ୍ ଉପରେ ମାଉସ୍ ଚଲାନ୍ତୁ ଓ ଯଦି ଆପଣ ଚାହାଁନ୍ତି, ତେବେ କ୍ଲିକ୍ କରି ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ | + | |ଏହା ଏବେ, Body ଭିତରେ Nodeରେ ଆଡ୍ ହୋଇଗଲା. ଇମେଜ୍ ଉପରେ ମାଉସ୍ ଚଲାନ୍ତୁ ଓ ଯଦି ଆପଣ ଚାହାଁନ୍ତି, ତେବେ କ୍ଲିକ୍ କରି ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ |
+ | |||
|- | |- | ||
|05:22 | |05:22 | ||
− | | ଆମକୁ ପ୍ରଥମେ ଆମର ଏଡିଟିଙ୍ଗ୍ ୱିଣ୍ଡୋକୁ ରି-ସାଇଜ୍ କରିହେବ, ଯେଉଁଥିରୁ ଆମେ ଆମ ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଇମେଜ୍ ଟିକୁ ଡ୍ରାଗ୍ କରିପାରିବା | + | |ଆମକୁ ପ୍ରଥମେ ଆମର ଏଡିଟିଙ୍ଗ୍ ୱିଣ୍ଡୋକୁ ରି-ସାଇଜ୍ କରିହେବ, ଯେଉଁଥିରୁ ଆମେ ଆମ ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଇମେଜ୍ ଟିକୁ ଡ୍ରାଗ୍ କରିପାରିବା |
+ | |||
|- | |- | ||
|05:30 | |05:30 | ||
− | | ଇମେଜ୍ ଉପରେ ମାଉସ୍ ଚଲାଇଲେ ମଧ୍ୟ, ତାହା ଆମକୁ ଆମର ଇମେଜଗୁଡ଼ିକୁ ରି-ସାଇଜ୍ କରିବାକୁ ଅନୁମତି ଦେଇଥାଏ | + | |ଇମେଜ୍ ଉପରେ ମାଉସ୍ ଚଲାଇଲେ ମଧ୍ୟ, ତାହା ଆମକୁ ଆମର ଇମେଜଗୁଡ଼ିକୁ ରି-ସାଇଜ୍ କରିବାକୁ ଅନୁମତି ଦେଇଥାଏ |
+ | |||
|- | |- | ||
|05:36 | |05:36 | ||
− | | ଆପଣଙ୍କର Drupal Nodeରେ ଇମେଜେସ୍ ଆଡ୍ କରିବା ପୂର୍ବରୁ, ସୁନିଶ୍ଚିତ କରନ୍ତୁ କି, ଇମେଜଟି ସଟିକ ଭାବେ ସାଇଜ୍ ଓ ଫର୍ମାଟ୍ କରାଯାଇଛି | + | |ଆପଣଙ୍କର Drupal Nodeରେ ଇମେଜେସ୍ ଆଡ୍ କରିବା ପୂର୍ବରୁ, ସୁନିଶ୍ଚିତ କରନ୍ତୁ କି, ଇମେଜଟି ସଟିକ ଭାବେ ସାଇଜ୍ ଓ ଫର୍ମାଟ୍ କରାଯାଇଛି |
+ | |||
|- | |- | ||
|05:43 | |05:43 | ||
− | | ତାହା, Nodeରେ କଣ୍ଟେଣ୍ଟ ଆଲାଇନ୍ କରିବାରେ ବହୁତ ସାହାଯ୍ୟ କରିଥାଏ | + | |ତାହା, Nodeରେ କଣ୍ଟେଣ୍ଟ ଆଲାଇନ୍ କରିବାରେ ବହୁତ ସାହାଯ୍ୟ କରିଥାଏ |
+ | |||
|- | |- | ||
|05:47 | |05:47 | ||
− | | ଆମେ, ଏକ Table କିମ୍ୱା Horizontal Line ଆଡ୍ କରିପାରିବା | + | |ଆମେ, ଏକ Table କିମ୍ୱା Horizontal Line ଆଡ୍ କରିପାରିବା |
+ | |||
|- | |- | ||
|05:51 | |05:51 | ||
− | | ଆଉ ଏପରିକି, ଆମ Nodeରେ ଆମେ କ୍ରିଏଟ୍ କରିଥିବା Blocks ମଧ୍ୟ ଦେଖାଇପାରିବା | + | |ଆଉ ଏପରିକି, ଆମ Nodeରେ ଆମେ କ୍ରିଏଟ୍ କରିଥିବା Blocks ମଧ୍ୟ ଦେଖାଇପାରିବା |
+ | |||
|- | |- | ||
|05:55 | |05:55 | ||
− | | ତେଣୁ, ଏହା ହେଉଛି H2 Block, ଏକ Block Code, Paragraph, Tag ଆଦି | + | |ତେଣୁ, ଏହା ହେଉଛି H2 Block, ଏକ Block Code, Paragraph, Tag ଆଦି |
+ | |||
|- | |- | ||
|06:01 | |06:01 | ||
− | | ଯଦି ଆପଣ HTML ଜାଣନ୍ତି, ତେବେ ଆପଣ ଏହି ଆଇକନ୍ ଉପରେ କ୍ଲିକ୍ କରି Source ଦେଖିପାରିବେ | + | |ଯଦି ଆପଣ HTML ଜାଣନ୍ତି, ତେବେ ଆପଣ ଏହି ଆଇକନ୍ ଉପରେ କ୍ଲିକ୍ କରି Source ଦେଖିପାରିବେ |
+ | |||
|- | |- | ||
|06:07 | |06:07 | ||
− | | ଆଗକୁ ବଢ଼ିବା ପୂର୍ବରୁ ଏହି ଅପ୍ସନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଏକ୍ସପ୍ଲୋର୍ କରନ୍ତୁ | + | |ଆଗକୁ ବଢ଼ିବା ପୂର୍ବରୁ ଏହି ଅପ୍ସନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଏକ୍ସପ୍ଲୋର୍ କରନ୍ତୁ |
+ | |||
|- | |- | ||
|06:12 | |06:12 | ||
− | | ମନେପକାନ୍ତୁ ଯେ, ଆମେ Full HTMLକୁ ଅନ୍ କରିଛେ | + | |ମନେପକାନ୍ତୁ ଯେ, ଆମେ Full HTMLକୁ ଅନ୍ କରିଛେ |
+ | |||
|- | |- | ||
|06:16 | |06:16 | ||
− | | ଯଦି ଆମେ ଏହାକୁ Basic HTMLକୁ ବଦଳାଇବା, ଏହା ଆମକୁ ସତର୍କ କରିବ | + | |ଯଦି ଆମେ ଏହାକୁ Basic HTMLକୁ ବଦଳାଇବା, ଏହା ଆମକୁ ସତର୍କ କରିବ |
+ | |||
|- | |- | ||
|06:21 | |06:21 | ||
− | | ଏଠାରେ କଣ୍ଟେଣ୍ଟ, ସର୍ବଦା ପାଇଁ ହଜିଯିବା କିମ୍ୱା ଡିଲିଟ୍ ହୋଇଯିବାର ସମ୍ଭାବନା ଅଛି | + | |ଏଠାରେ କଣ୍ଟେଣ୍ଟ, ସର୍ବଦା ପାଇଁ ହଜିଯିବା କିମ୍ୱା ଡିଲିଟ୍ ହୋଇଯିବାର ସମ୍ଭାବନା ଅଛି |
+ | |||
|- | |- | ||
|06:26 | |06:26 | ||
− | | JavaScript, I-frame, youtube video, ଏକ Google Map କିମ୍ୱା ସେହିପରି କିଛି ପ୍ରବେଶ କରାଇଛେ | + | |JavaScript, I-frame, youtube video, ଏକ Google Map କିମ୍ୱା ସେହିପରି କିଛି ପ୍ରବେଶ କରାଇଛେ |
+ | |||
|- | |- | ||
|06:33 | |06:33 | ||
− | | Basic HTMLକୁ ବଦଳାଇଲେ, Drupal, ସେହିସବୁ କଣ୍ଟେଣ୍ଟକୁ କାଢିଦେବ | + | |Basic HTMLକୁ ବଦଳାଇଲେ, Drupal, ସେହିସବୁ କଣ୍ଟେଣ୍ଟକୁ କାଢିଦେବ |
+ | |||
|- | |- | ||
|06:38 | |06:38 | ||
− | | ଏହିପରି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ, ଯାହା ପ୍ରକୃତରେ ଦରକାର, କେବଳ ତାହାକୁ ହିଁ ରଖନ୍ତୁ | + | |ଏହିପରି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ, ଯାହା ପ୍ରକୃତରେ ଦରକାର, କେବଳ ତାହାକୁ ହିଁ ରଖନ୍ତୁ |
+ | |||
|- | |- | ||
|06:43 | |06:43 | ||
− | | ସେଟିଙ୍ଗ୍ସରେ ପରିବର୍ତ୍ତନଗୁଡ଼ିକୁ କ୍ୟାନ୍ସଲ୍ କରିଦିଅନ୍ତୁ, ଯେଉଁଥିରୁ ଆମେ କିଛି ହରାଇବା ନାହିଁ | + | |ସେଟିଙ୍ଗ୍ସରେ ପରିବର୍ତ୍ତନଗୁଡ଼ିକୁ କ୍ୟାନ୍ସଲ୍ କରିଦିଅନ୍ତୁ, ଯେଉଁଥିରୁ ଆମେ କିଛି ହରାଇବା ନାହିଁ |
+ | |||
|- | |- | ||
|06:48 | |06:48 | ||
− | | ଏହା, Drupalରେ ଆସୁଥିବା CKEditorର ଏକ ତ୍ୱରିତ ଅବଲୋକନ ଅଟେ | + | |ଏହା, Drupalରେ ଆସୁଥିବା CKEditorର ଏକ ତ୍ୱରିତ ଅବଲୋକନ ଅଟେ |
+ | |||
|- | |- | ||
|06:52 | |06:52 | ||
− | | ଆଉ ଆମେ, ଏହାକୁ କିପରି କଷ୍ଟମାଇଜ୍ କରାଯାଏ, ଶିଖିଛେ | + | |ଆଉ ଆମେ, ଏହାକୁ କିପରି କଷ୍ଟମାଇଜ୍ କରାଯାଏ, ଶିଖିଛେ |
+ | |||
|- | |- | ||
|06:55 | |06:55 | ||
− | | ଏବେ, Save and Keep Published ଉପରେ କ୍ଲିକ୍ କରନ୍ତୁ | + | |ଏବେ, Save and Keep Published ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|06:58 | |06:58 | ||
− | | ସଂଶୋଧିତ Node ପ୍ରଦର୍ଶିତ ହେଲା | + | |ସଂଶୋଧିତ Node ପ୍ରଦର୍ଶିତ ହେଲା |
+ | |||
|- | |- | ||
|07:01 | |07:01 | ||
− | | ଏବେ, CKEditor କନଫିଗର୍ କରିବା, ଚାଲନ୍ତୁ ଶିଖିବା | + | |ଏବେ, CKEditor କନଫିଗର୍ କରିବା, ଚାଲନ୍ତୁ ଶିଖିବା |
+ | |||
|- | |- | ||
|07:05 | |07:05 | ||
− | | ଉପରେ ଥିବା Configuration ଉପରେ କ୍ଲିକ୍ କରନ୍ତୁ | + | |ଉପରେ ଥିବା Configuration ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:09 | |07:09 | ||
− | | ଏବେ, Text formats and editors ଉପରେ କ୍ଲିକ୍ କରନ୍ତୁ | + | |ଏବେ, Text formats and editors ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:13 | |07:13 | ||
− | | ଆମେ ଦେଖିବା ଯେ, Basic HTML ଓ Full HTML, CKEditor ବ୍ୟବହାର କରନ୍ତି | + | |ଆମେ ଦେଖିବା ଯେ, Basic HTML ଓ Full HTML, CKEditor ବ୍ୟବହାର କରନ୍ତି |
+ | |||
|- | |- | ||
|07:19 | |07:19 | ||
− | | ଆଉ ସେଗୁଡ଼ିକ, Authenticated User ଓ Administratorକୁ ଆସାଇନ୍ କରାଯାଇଛି | + | |ଆଉ ସେଗୁଡ଼ିକ, Authenticated User ଓ Administratorକୁ ଆସାଇନ୍ କରାଯାଇଛି |
+ | |||
|- | |- | ||
|07:24 | |07:24 | ||
− | | ଏହି ଦୁଇଟି ହେଉଛି ଅଦ୍ୱିତୀୟ User Roles | + | |ଏହି ଦୁଇଟି ହେଉଛି ଅଦ୍ୱିତୀୟ User Roles |
+ | |||
|- | |- | ||
|07:27 | |07:27 | ||
− | | Drupalରେ, ଆମ ୟୁଜର୍ ର ଭିନ୍ନ ରୋଲ୍ସ ରହିଛି ଏବଂ ପ୍ରତ୍ୟେକ ରୋଲ୍ କୁ Permission ଦିଆଯିବା ଦରକାର | + | |Drupalରେ, ଆମ ୟୁଜର୍ ର ଭିନ୍ନ ରୋଲ୍ସ ରହିଛି ଏବଂ ପ୍ରତ୍ୟେକ ରୋଲ୍ କୁ Permission ଦିଆଯିବା ଦରକାର |
+ | |||
|- | |- | ||
|07:34 | |07:34 | ||
− | | ଏହି ମାମଲାରେ, Basic HTML, Authenticated User ଓ Administrator ଦ୍ୱାରା ବ୍ୟବହାର କରାଯାଇପାରେ | + | |ଏହି ମାମଲାରେ, Basic HTML, Authenticated User ଓ Administrator ଦ୍ୱାରା ବ୍ୟବହାର କରାଯାଇପାରେ |
+ | |||
|- | |- | ||
|07:41 | |07:41 | ||
− | | ଏହି ଦୁଇଟି Roles ପାଇଁ CKEditor ଆସାଇନ୍ କରାଯାଇଛି | + | |ଏହି ଦୁଇଟି Roles ପାଇଁ CKEditor ଆସାଇନ୍ କରାଯାଇଛି |
+ | |||
|- | |- | ||
|07:45 | |07:45 | ||
− | | ସେହିପରି, Full HTML, ଜଣେ Administrator ଦ୍ୱାରା ବ୍ୟବହାର କରାଯାଇପାରିବ | + | |ସେହିପରି, Full HTML, ଜଣେ Administrator ଦ୍ୱାରା ବ୍ୟବହାର କରାଯାଇପାରିବ |
+ | |||
|- | |- | ||
|07:50 | |07:50 | ||
− | | ଏବେ ଚାଲନ୍ତୁ, Basic HTML ପାଇଁ CKEditor ଦେଖିବା | + | |ଏବେ ଚାଲନ୍ତୁ, Basic HTML ପାଇଁ CKEditor ଦେଖିବା |
+ | |||
|- | |- | ||
|07:54 | |07:54 | ||
− | | Configure ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏହାକୁ ଭିନ୍ନ Rolesକୁ ଆସାଇନ୍ କରିବାକୁ ସମର୍ଥ ହେବେ | + | |Configure ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏହାକୁ ଭିନ୍ନ Rolesକୁ ଆସାଇନ୍ କରିବାକୁ ସମର୍ଥ ହେବେ |
+ | |||
|- | |- | ||
|07:59 | |07:59 | ||
− | | ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି Text Editor ଆସାଇନ୍ କରନ୍ତୁ. ତା’ପରେ, ସେଗୁଡ଼ିକୁ ଅନୁମତି ଦିଆଯାଇଥିବା ବଟନ୍ସ ବ୍ୟବହାର କରିବା ପାଇଁ Permissions ଦିଅନ୍ତୁ | + | |ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି Text Editor ଆସାଇନ୍ କରନ୍ତୁ. ତା’ପରେ, ସେଗୁଡ଼ିକୁ ଅନୁମତି ଦିଆଯାଇଥିବା ବଟନ୍ସ ବ୍ୟବହାର କରିବା ପାଇଁ Permissions ଦିଅନ୍ତୁ |
+ | |||
|- | |- | ||
|08:07 | |08:07 | ||
− | | ଧ୍ୟାନଦିଅନ୍ତୁ, ଏହା Basic HTML Text Formatରେ Authenticated User ପାଇଁ Active Toolbar ଅଟେ | + | |ଧ୍ୟାନଦିଅନ୍ତୁ, ଏହା Basic HTML Text Formatରେ Authenticated User ପାଇଁ Active Toolbar ଅଟେ |
+ | |||
|- | |- | ||
|08:15 | |08:15 | ||
− | | ଯଦି ଆମେ, Active Toolbarରେ ଏହି ବଟନ୍ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଡ୍ କରିବାକୁ ଚାହିଁବା, ତେବେ କ’ଣ ହେବ? ଏହା ବହୁତ ସହଜ | + | |ଯଦି ଆମେ, Active Toolbarରେ ଏହି ବଟନ୍ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଡ୍ କରିବାକୁ ଚାହିଁବା, ତେବେ କ’ଣ ହେବ? ଏହା ବହୁତ ସହଜ |
+ | |||
|- | |- | ||
|08:21 | |08:21 | ||
− | | Available Buttonsରୁ Paste From Word ଆଇକନ୍ ଚୟନ କରନ୍ତୁ | + | |Available Buttonsରୁ Paste From Word ଆଇକନ୍ ଚୟନ କରନ୍ତୁ |
+ | |||
|- | |- | ||
|08:26 | |08:26 | ||
− | | ତା’ପରେ, ମାଉସ୍ କୁ କ୍ଲିକ୍ କରି ସେପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ, ଯେପର୍ଯ୍ୟନ୍ତ ଆମେ ଆଡ୍ କରିବାକୁ ଚାହୁଁଥିବା ସ୍ଥାନରେ ନୀଳ ବକ୍ସ ଦେଖାନଦେଇଛି | + | |ତା’ପରେ, ମାଉସ୍ କୁ କ୍ଲିକ୍ କରି ସେପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ, ଯେପର୍ଯ୍ୟନ୍ତ ଆମେ ଆଡ୍ କରିବାକୁ ଚାହୁଁଥିବା ସ୍ଥାନରେ ନୀଳ ବକ୍ସ ଦେଖାନଦେଇଛି |
+ | |||
|- | |- | ||
|08:33 | |08:33 | ||
− | | ଏକ ନୂଆ ଗ୍ରୁପ୍ ଆଡ୍ କରିବା ପାଇଁ Add Group ବଟନ୍ ଉପରେ କ୍ଲିକ୍ କରନ୍ତୁ. ତାକୁ Copy and Paste ନାମ ଦେଇ Apply ଉପରେ କ୍ଲିକ୍ କରନ୍ତୁ | + | |ଏକ ନୂଆ ଗ୍ରୁପ୍ ଆଡ୍ କରିବା ପାଇଁ Add Group ବଟନ୍ ଉପରେ କ୍ଲିକ୍ କରନ୍ତୁ. ତାକୁ Copy and Paste ନାମ ଦେଇ Apply ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|08:41 | |08:41 | ||
− | | ଏବେ, Paste From Word ଆଇକନ୍ କୁ କ୍ଲିକ୍ କରି Copy and Paste ସେକ୍ସନ୍ କୁ ଡ୍ରାଗ୍ କରନ୍ତୁ | + | |ଏବେ, Paste From Word ଆଇକନ୍ କୁ କ୍ଲିକ୍ କରି Copy and Paste ସେକ୍ସନ୍ କୁ ଡ୍ରାଗ୍ କରନ୍ତୁ |
+ | |||
|- | |- | ||
|08:47 | |08:47 | ||
− | | ଏବେ ଏଠାରେ, ସମସ୍ତ Paste Icons ଆଡ୍ କରିବା | + | |ଏବେ ଏଠାରେ, ସମସ୍ତ Paste Icons ଆଡ୍ କରିବା |
+ | |||
|- | |- | ||
|08:51 | |08:51 | ||
− | | Basic HTML Format ପାଇଁ ଆମ ବାର୍ ସହିତ ତିନୋଟି ନୂଆ ବଟନ୍ସ ଆମେ ଆଡ୍ କଲେ | + | |Basic HTML Format ପାଇଁ ଆମ ବାର୍ ସହିତ ତିନୋଟି ନୂଆ ବଟନ୍ସ ଆମେ ଆଡ୍ କଲେ |
+ | |||
|- | |- | ||
|08:57 | |08:57 | ||
− | | Paste Iconsକୁ ସମସ୍ତ Toolbar ଆବଶ୍ୟକ କରନ୍ତି, ଯେହେତୁ ଅଧିକାଂଶ ଟେକ୍ସଟ୍, ଫାଇଲ୍ସରୁ କପୀ-ପେଷ୍ଟ ହୁଏ | + | |Paste Iconsକୁ ସମସ୍ତ Toolbar ଆବଶ୍ୟକ କରନ୍ତି, ଯେହେତୁ ଅଧିକାଂଶ ଟେକ୍ସଟ୍, ଫାଇଲ୍ସରୁ କପୀ-ପେଷ୍ଟ ହୁଏ |
+ | |||
|- | |- | ||
|09:04 | |09:04 | ||
− | | ଆମେ, Inline Images ମଧ୍ୟ ଅପଲୋଡ୍ କରିବା. ଯକୌଣସି ଉଚ୍ଚତା ଓ ପ୍ରସ୍ତତା ସହିତ ସର୍ବାଧିକ 32MB ଫାଇଲ୍ ସାଇଜ୍ ର ଇମେଜେସ୍ ଅପଲୋଡ୍ କରିବା | + | |ଆମେ, Inline Images ମଧ୍ୟ ଅପଲୋଡ୍ କରିବା. ଯକୌଣସି ଉଚ୍ଚତା ଓ ପ୍ରସ୍ତତା ସହିତ ସର୍ବାଧିକ 32MB ଫାଇଲ୍ ସାଇଜ୍ ର ଇମେଜେସ୍ ଅପଲୋଡ୍ କରିବା |
+ | |||
|- | |- | ||
|09:14 | |09:14 | ||
− | | ଆପଣଙ୍କ ଇନଷ୍ଟଲେଶନ୍ ରେ ସର୍ବାଧିକ ଫାଇଲ୍ ସାଇଜ୍ ଭିନ୍ନ ହୋଇପାରେ | + | |ଆପଣଙ୍କ ଇନଷ୍ଟଲେଶନ୍ ରେ ସର୍ବାଧିକ ଫାଇଲ୍ ସାଇଜ୍ ଭିନ୍ନ ହୋଇପାରେ |
+ | |||
|- | |- | ||
|09:18 | |09:18 | ||
− | | ଆମ ପସନ୍ଦ ଅନୁସାରେ, ଏଠାରେ ଥିବା ଯେକୌଣସି ସେଟିଙ୍ଗ୍ କୁ ଆମେ ବଦଳାଇପାରିବା | + | |ଆମ ପସନ୍ଦ ଅନୁସାରେ, ଏଠାରେ ଥିବା ଯେକୌଣସି ସେଟିଙ୍ଗ୍ କୁ ଆମେ ବଦଳାଇପାରିବା |
+ | |||
|- | |- | ||
|09:23 | |09:23 | ||
− | | ନିଜେ କରିବା ବଦଳରେ, ଆମେ ସର୍ବଦା URLକୁ ଏକ Linkରେ ବଦଳାଇବାକୁ ଚାହୁଁ | + | |ନିଜେ କରିବା ବଦଳରେ, ଆମେ ସର୍ବଦା URLକୁ ଏକ Linkରେ ବଦଳାଇବାକୁ ଚାହୁଁ |
+ | |||
|- | |- | ||
|09:29 | |09:29 | ||
− | | ଆମେ, Convert URLs into Links ଅପ୍ସନ୍ କ୍ଲିକ୍ କରି ତାହା କରିପାରିବା | + | |ଆମେ, Convert URLs into Links ଅପ୍ସନ୍ କ୍ଲିକ୍ କରି ତାହା କରିପାରିବା |
+ | |||
|- | |- | ||
|09:34 | |09:34 | ||
− | | ଏଠାରେ, ଆମ ପାଖରେ Filter Settings ମଧ୍ୟ ଅଛି. Limit allowed HTML tags ଉପରେ କ୍ଲିକ୍ କରନ୍ତୁ | + | |ଏଠାରେ, ଆମ ପାଖରେ Filter Settings ମଧ୍ୟ ଅଛି. Limit allowed HTML tags ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|09:41 | |09:41 | ||
− | | ଏବେ ଆମେ, HTML Tags ଆଡ୍ କରିପାରିବା, ଯାହାକୁ ସୋର୍ସକୁ ଦେଖିବା ସମୟରେ , ବ୍ୟବହାର କରିପାରିବା | + | |ଏବେ ଆମେ, HTML Tags ଆଡ୍ କରିପାରିବା, ଯାହାକୁ ସୋର୍ସକୁ ଦେଖିବା ସମୟରେ , ବ୍ୟବହାର କରିପାରିବା |
+ | |||
|- | |- | ||
|09:47 | |09:47 | ||
− | | ତେଣୁ, ଏହା ପ୍ରକୃତରେ ଶକ୍ତିଶାଳୀ Wysiwyg Editor ଓ ତାହାର କନଫିଗରେଶନ୍ ଏରିଆ | + | |ତେଣୁ, ଏହା ପ୍ରକୃତରେ ଶକ୍ତିଶାଳୀ Wysiwyg Editor ଓ ତାହାର କନଫିଗରେଶନ୍ ଏରିଆ |
+ | |||
|- | |- | ||
|09:54 | |09:54 | ||
− | | ଥରେ ଆମର ସମସ୍ତ ପରିବର୍ତ୍ତନ କରିସାରିବା ପରେ, Save Configuration ବଟନ୍ କ୍ଲିକ୍ କରନ୍ତୁ | + | |ଥରେ ଆମର ସମସ୍ତ ପରିବର୍ତ୍ତନ କରିସାରିବା ପରେ, Save Configuration ବଟନ୍ କ୍ଲିକ୍ କରନ୍ତୁ |
+ | |||
|- | |- | ||
|09:59 | |09:59 | ||
− | | ଚାଲନ୍ତୁ, ଆମର Content ଦେଖିବା | + | |ଚାଲନ୍ତୁ, ଆମର Content ଦେଖିବା |
+ | |||
|- | |- | ||
|10:02 | |10:02 | ||
− | | Welcome to Drupalville Nodeରେ ଥିବା Edit ଅପ୍ସନ୍ କ୍ଲିକ୍ କରନ୍ତୁ | + | |Welcome to Drupalville Nodeରେ ଥିବା Edit ଅପ୍ସନ୍ କ୍ଲିକ୍ କରନ୍ତୁ |
+ | |||
|- | |- | ||
|10:07 | |10:07 | ||
− | | ଧ୍ୟାନଦିଅନ୍ତୁ ଯେ, ଯେହେତୁ ଆମେ Full HTMLକୁ ON ରଖିଥିଲେ, କିଛି ବଦଳି ନାହିଁ | + | |ଧ୍ୟାନଦିଅନ୍ତୁ ଯେ, ଯେହେତୁ ଆମେ Full HTMLକୁ ON ରଖିଥିଲେ, କିଛି ବଦଳି ନାହିଁ |
+ | |||
|- | |- | ||
|10:12 | |10:12 | ||
− | | ଏବେ ଚାଲନ୍ତୁ ଏହାକୁ Basic HTMLରେ ବଦଳାଇବା. ସମସ୍ତ ପରିବର୍ତ୍ତନ ଏଠାରେ ଅଛି | + | |ଏବେ ଚାଲନ୍ତୁ ଏହାକୁ Basic HTMLରେ ବଦଳାଇବା. ସମସ୍ତ ପରିବର୍ତ୍ତନ ଏଠାରେ ଅଛି |
+ | |||
|- | |- | ||
|10:18 | |10:18 | ||
− | | ଯେହେତୁ ମୁଁ ମୋର Blocksକୁ ଆଉ ଦେଖିପାରୁ ନାହିଁ, Paste Icons ଏବେ ଉପଲବ୍ଧ ଅଛି | + | |ଯେହେତୁ ମୁଁ ମୋର Blocksକୁ ଆଉ ଦେଖିପାରୁ ନାହିଁ, Paste Icons ଏବେ ଉପଲବ୍ଧ ଅଛି |
+ | |||
|- | |- | ||
|10:23 | |10:23 | ||
− | | ମୁଁ ଏଠାରେ ଏହି ଇମେଜ୍ ଚାହୁଁନାହିଁ. ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଓ କୀ ବୋର୍ଡରୁ Backspace କିମ୍ୱା Delete ଦାବି ତାହାକୁ ଡିଲିଟ୍ କରିଦେବି | + | |ମୁଁ ଏଠାରେ ଏହି ଇମେଜ୍ ଚାହୁଁନାହିଁ. ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଓ କୀ ବୋର୍ଡରୁ Backspace କିମ୍ୱା Delete ଦାବି ତାହାକୁ ଡିଲିଟ୍ କରିଦେବି |
+ | |||
|- | |- | ||
|10:32 | |10:32 | ||
− | | Save and Keep Published ଉପରେ କ୍ଲିକ୍ କରନ୍ତୁ | + | |Save and Keep Published ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|10:35 | |10:35 | ||
− | | ପୁଣିଥରେ Configuration ଉପରେ କ୍ଲିକ୍ କରନ୍ତୁ. ସ୍କ୍ରୋଲ୍ ଡାଉନ୍ କରି Text formats and editors ଉପରେ କ୍ଲିକ୍ କରନ୍ତୁ | + | |ପୁଣିଥରେ Configuration ଉପରେ କ୍ଲିକ୍ କରନ୍ତୁ. ସ୍କ୍ରୋଲ୍ ଡାଉନ୍ କରି Text formats and editors ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|10:43 | |10:43 | ||
− | | ଏଥରକ ଆମେ Full HTML Toolbar କନଫିଗର୍ କରିବା | + | |ଏଥରକ ଆମେ Full HTML Toolbar କନଫିଗର୍ କରିବା |
+ | |||
|- | |- | ||
|10:47 | |10:47 | ||
− | | ଧ୍ୟାନଦିଅନ୍ତୁ ଯେ, ଏଠାରେ ଆଉ କିଛି ବଟନ୍ସ ଅଛି, କିନ୍ତୁ Paste Icons ନାହିଁ | + | |ଧ୍ୟାନଦିଅନ୍ତୁ ଯେ, ଏଠାରେ ଆଉ କିଛି ବଟନ୍ସ ଅଛି, କିନ୍ତୁ Paste Icons ନାହିଁ |
+ | |||
|- | |- | ||
|10:52 | |10:52 | ||
− | | Show Group Names କ୍ଲିକ୍ କରି ଏଥରକ ଦ୍ୱିତୀୟ ଲାଇନ୍ ରେ ଥିବା Add Group କ୍ଲିକ୍ କରନ୍ତୁ | + | |Show Group Names କ୍ଲିକ୍ କରି ଏଥରକ ଦ୍ୱିତୀୟ ଲାଇନ୍ ରେ ଥିବା Add Group କ୍ଲିକ୍ କରନ୍ତୁ |
+ | |||
|- | |- | ||
|10:57 | |10:57 | ||
− | | ତାକୁ Copy and Paste ନାମ ଦିଅନ୍ତୁ. ଏବେ ଆମେ ଏହାକୁ କ୍ଲିକ୍ କରି ଆମର Copy and Paste ସେକ୍ସନ୍ କୁ ଡ୍ରାଗ୍ କରିପାରିବା | + | |ତାକୁ Copy and Paste ନାମ ଦିଅନ୍ତୁ. ଏବେ ଆମେ ଏହାକୁ କ୍ଲିକ୍ କରି ଆମର Copy and Paste ସେକ୍ସନ୍ କୁ ଡ୍ରାଗ୍ କରିପାରିବା |
+ | |||
|- | |- | ||
|11:05 | |11:05 | ||
− | | ସେହିପରି, ଏଠାରେ, ପୁଣିଥରେ ଆମ ପାଖରେ ଏହି ସମସ୍ତ ଅପ୍ସନ୍ସ ଅଛି. ଏବେପାଇଁ, Save Configuration ବଟନ୍ ଉପରେ କ୍ଲିକ୍ କରନ୍ତୁ | + | |ସେହିପରି, ଏଠାରେ, ପୁଣିଥରେ ଆମ ପାଖରେ ଏହି ସମସ୍ତ ଅପ୍ସନ୍ସ ଅଛି. ଏବେପାଇଁ, Save Configuration ବଟନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|11:13 | |11:13 | ||
− | | ପୁଣିଥରେ ଆମର Welcome to Drupalvilleକୁ ଫେରିଯାଇ ତାହାକୁ Full HTMLକୁ ବଦଳାନ୍ତୁ | + | |ପୁଣିଥରେ ଆମର Welcome to Drupalvilleକୁ ଫେରିଯାଇ ତାହାକୁ Full HTMLକୁ ବଦଳାନ୍ତୁ |
+ | |||
|- | |- | ||
|11:18 | |11:18 | ||
− | | Continue କ୍ଲିକ୍ କରନ୍ତୁ. ଆଉ ଏବେ, ଆମେ ଦୁଇ ଧାଡ଼ି ବଟନ୍ସ ଦେଖୁଛେ | + | |Continue କ୍ଲିକ୍ କରନ୍ତୁ. ଆଉ ଏବେ, ଆମେ ଦୁଇ ଧାଡ଼ି ବଟନ୍ସ ଦେଖୁଛେ |
+ | |||
|- | |- | ||
|11:23 | |11:23 | ||
− | | ଏହାର ଅର୍ଥ, ଆମ ଏଡିଟର୍ ସେଟ୍ ହୋଇଗଲା | + | |ଏହାର ଅର୍ଥ, ଆମ ଏଡିଟର୍ ସେଟ୍ ହୋଇଗଲା |
+ | |||
|- | |- | ||
|11:26 | |11:26 | ||
− | | CKEditor ଉପରେ କିଛି ସମୟ କାମ କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଏହାକୁ ଭଲ ଭାବରେ ବୁଝିଛନ୍ତି | + | |CKEditor ଉପରେ କିଛି ସମୟ କାମ କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଏହାକୁ ଭଲ ଭାବରେ ବୁଝିଛନ୍ତି |
+ | |||
|- | |- | ||
|11:32 | |11:32 | ||
− | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ | + | |ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
+ | |||
|- | |- | ||
|11:37 | |11:37 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Inline editing, CKEditor ବ୍ୟବହାର କରିବା ଓ CKEditor କନଫିଗର୍ କରିବା |
− | Inline editing | + | |
− | CKEditor ବ୍ୟବହାର କରିବା ଓ | + | |
− | CKEditor କନଫିଗର୍ କରିବା | + | |
|- | |- | ||
|11:50 | |11:50 | ||
− | | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | + | |Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
+ | |||
|- | |- | ||
|11:59 | |11:59 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | + | |ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
+ | |||
|- | |- | ||
|12:06 | |12:06 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
+ | |||
|- | |- | ||
|12:13 | |12:13 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
− | NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ | + | |
|- | |- | ||
|12:25 | |12:25 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Latest revision as of 10:26, 4 April 2017
Time | Narration |
00:01 | Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Inline Editing |
00:10 | CKEditor ବ୍ୟବହାର କରିବା ଓ |
00:12 | CKEditor କନଫିଗର୍ କରିବା |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
00:24 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:28 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ |
00:32 | ଆମେ ପ୍ରଥମେ Inline Editing ବିଷୟରେ ଶିଖିବା. |
00:36 | Title ଉପରେ ମାଉସ୍ ଚଲାନ୍ତୁ. ଡାହାଣପଟେ, ଆମେ ଏକ Pencil Icon ଦେଖିବା |
00:43 | ଯେତେବେଳେ ଆମେ Title ଉପରେ ମାଉସ୍ ଚଲାଇବା, ତେବେ ଏହା ଆମକୁ Block କନଫିଗର୍ କରିବାକୁ କହିବ |
00:48 | Configure Block ଉପରେ କ୍ଲିକ୍ କରନ୍ତୁ. Page Title ପାଇଁ ଏହି Block ହେଉଛି ସାଧାରଣ Block |
00:54 | ଏହାକୁ ବଦଳାଇଲେ, ପ୍ରତ୍ୟେକ Nodeରେ ଦେଖାଦେଉଥିବା Page Titleର ପ୍ରଣାଳୀ ବଦଳିଯିବ |
00:59 | Go Back to Site ଉପରେ କ୍ଲିକ୍ କରନ୍ତୁ. ଏଠାରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ ଏବଂ Configure Block କ୍ଲିକ୍ କରନ୍ତୁ |
01:06 | ଯଦି ଆପଣ ଟାବ୍ସ ବଦଳାଇବାକୁ ଚାହୁଁଛନ୍ତି, ତାହାକୁ ଏଠାରେ ବଦଳାଇପାରିବେ |
01:10 | ମୁଁ ତାକୁ ସେହିପରି ଛାଡ଼ିଦେବି |
01:13 | Back to Site କ୍ଲିକ୍ କରନ୍ତୁ. |
01:16 | ଏବେ, Content Areaରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ |
01:20 | ଆପଣ ତିନୋଟି ଅପ୍ସନ୍ସ ଦେଖିବେ - Quick Edit, Edit ଓ Delete |
01:25 | Inline Windowରେ Quick Edit ହେଉଛି Front End Editing |
01:29 | Node ପାଇଁ ମୁଖ୍ୟ ଏଡିଟିଙ୍ଗ୍ ୱିଣ୍ଡୋକୁ Edit ଆମକୁ ନେଇଯାଏ |
01:33 | Confirmation ପରେ Delete, Nodeକୁ ଡିଲିଟ୍ କରିଦେବ |
01:37 | ଏକ Inline Fashionରେ ଆମର Node ଏଡିଟ୍ କରିବାକୁ Quick Edit ଉପରେ କ୍ଲିକ୍ କରନ୍ତୁ |
01:41 | ଏହା ଆମକୁ, ପୃଥକ୍ Nodeର ଭିନ୍ନ ସେକ୍ସନ୍ କୁ ନେଇଯାଏ |
01:47 | ତାହା ଉପରେ କ୍ଲିକ୍ କଲେ ଆମେ, ଅଧିକ କଣ୍ଟେଣ୍ଟ ଆଡ୍ କରିବା ପାଇଁ, ସୋର୍ସ ଦେଖିବା ପାଇଁ ଓ ଏପରିକି କିଛି ଟେକ୍ସଟ୍ ବୋଲ୍ଡ କରିବା ପାଇଁ ସମର୍ଥ ହୋଇପାରିବା |
01:53 | ଥରେ ଆମେ ପରିବର୍ତ୍ତନ କରିସାରିଲେ, Drupal ଆମକୁ Save କରିବାକୁ କହିଥାଏ . Node ଅପଡେଟ୍ କରିବାକୁ Save କ୍ଲିକ୍ କରନ୍ତୁ |
02:00 | ଏବେ, Welcom to Drupalville ନାମକ Article Node ବଦଳାଇବା ଚାଲନ୍ତୁ ଶିଖିବା |
02:06 | Quick Edit ଉପରେ କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ, Front Endରେ Title ଓ Body ଫିଲ୍ଡଗୁଡ଼ିକ ଏଠାରେ ଏଡିଟେବଲ୍ ଅଟେ |
02:14 | ହେଲେ, ଆମେ ଇମେଜ୍ କୁ ଏଡିଟ୍ କରିପାରିବା ନାହିଁ |
02:17 | ଏକ ଇମେଜ୍ କୁ ଏଡିଟ୍ କରିବା ପାଇଁ ଆମକୁ Edit Screenକୁ ଯିବାକୁ ହେବ |
02:22 | ଏବେ ଆମେ, Bodyରେ ପରିବର୍ତ୍ତନ କରି ତାହାକୁ Save କରିପାରିବା |
02:26 | Quick Edit ୱିଣ୍ଡୋରେ ମୁଁ Tags ମଧ୍ୟ ଏଡିଟ୍ କରିପାରିବି |
02:30 | ସରଳ ଏଡିଟ୍ସ ପାଇଁ Front End Editing ହେଉଛି ଉପଯୁକ୍ତ |
02:34 | ଯେକୌଣସି ସମୟରେ କଣ୍ଟେଣ୍ଟ ଅପଡେଟ୍ କରିବା ପାଇଁ Drupalର Edit ଟାବ୍ ହେଉଛି ଚମତ୍କାର |
02:40 | ପୂର୍ବରୁ ଅନେକଥର Wysiwyg Editorର ଉଲ୍ଲେଖ କରାଯାଇଛି |
02:44 | ଏହାର ଅର୍ଥ ହେଉଛି "What You See is What You Get" |
02:48 | Wysiwyg Editor ହେଉଛି ବହୁତ ସାହାଯ୍ୟକାରୀ |
02:52 | ଚାଲନ୍ତୁ ପ୍ରଥମେ, Text Formatକୁ Full HTMLରେ ବଦଳାଇବା |
02:58 | ଏହା ଆମକୁ, Wysiwyg Editorରେ ଉପଲବ୍ଧ ଫର୍ମାଟିଙ୍ଗ୍ ଅପ୍ସନ୍ସର ଏକ ଆଇଡିଆ ଦେଇଥାଏ |
03:04 | Drupalରେ, CKEditor, Drupal Core ସହିତ ଆସେ |
03:09 | ଏହା ଡିଫଲ୍ଟ ଭାବରେ ON ହୁଏ ଓ କନଫିଗରଯୋଗ୍ୟ |
03:14 | ଚାଲନ୍ତୁ ଏକ ନଜର ପକାଇବା. Welcome to our Site ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ |
03:20 | ଫର୍ମାଟ୍ କୁ Normalରୁ Heading 2କୁ ବଦଳାନ୍ତୁ |
03:24 | ତୁରନ୍ତ ହିଁ Drupal, ଟେକ୍ସଟ୍ କିପରି ଦେଖାଯିବ, ତାହାର ପ୍ରିଭ୍ୟୁ ଦେଇଥାଏ |
03:30 | ଏହା, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଓ ସେହି Theme ଆମକୁ Cascading Style Sheets ବା CSS ଦେଇଥାଏ |
03:38 | ଏଠାରେ ଆଉ କିଛି ଟେକ୍ସଟ୍ ଆଡ୍ କରିବା, Editing Drupal Nodes is Really Fun! |
03:44 | ଏବେ, ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ, Italicsକୁ ବନ୍ଦ କରନ୍ତୁ ଓ ସେହି ଟେକ୍ସଟ୍ ପାଇଁ ଏକ Hyperlink କ୍ରିଏଟ୍ କରନ୍ତୁ |
03:52 | http://drupal.org/.Save ଉପରେ କ୍ଲିକ୍ କରନ୍ତୁ |
04:00 | ମାଉସ୍ କୁ ଚଲାଇ ଦେଖନ୍ତୁ ଯେ, ଟେକ୍ସଟ୍ ଟି ଏବେ Hyperlinked ହୋଇଯାଇଛି |
04:04 | Hyperlink କାଢ଼ିବାକୁ, ଟେକ୍ସଟ୍ କୁ ହାଇଲାଇଟ୍ କରି Unlink ଉପରେ କ୍ଲିକ୍ କରନ୍ତୁ |
04:10 | ପରିବର୍ତ୍ତନକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
04:14 | ଏଠାରେ ଥିବା Bullets and Numbering ଆଇକନ୍ସ ଉପରେ କ୍ଲିକ୍ କରି ଆମେ Ordered ଓ Unordered Lists ମଧ୍ୟ ଆଡ୍ କରିପାରିବା |
04:21 | Unordered List ଉପରେ କ୍ଲିକ୍ କରନ୍ତୁ. ତା’ପରେ Bullets - One, Two, Three ଆଡ୍ କରନ୍ତୁ |
04:28 | ଏହାପରେ, Ordered List ଉପରେ କ୍ଲିକ୍ କରି One, Two ଓ Three ଉପରେ କ୍ଲିକ୍ କରନ୍ତୁ |
04:34 | Block Quotes ବ୍ୟବହାର କରିବା ପାଇଁ, କିଛି ଟେକ୍ସଟ୍ ହାଇଲାଇଟ୍ କରି Block Quote ଲିଙ୍କ୍ କ୍ଲିକ୍ କରନ୍ତୁ |
04:40 | ପୁଣିଥରେ, ଆମ Theme ଦ୍ୱାରା ଫର୍ମାଟିଙ୍ଗ୍ ମ୍ୟାନେଜ୍ କରାଗଲା |
04:46 | ଆମେ, ସହଜରେ ଇମେଜେସ୍ ମଧ୍ୟ ପ୍ରବେଶ କରାଇପାରିବା. ପ୍ରଥମ Nodeରେ ଅପଲୋଡ୍ କରିଥିବା ଏହି ଫାଇଲ୍ କୁ ମୁଁ ଚୟନ କରିଛି |
04:56 | Alternate Text ଫିଲ୍ଡରେ ମୁଁ, Drupal Logo ଟାଇପ୍ କରିବି |
05:02 | Align ଅନ୍ତର୍ଗତ ମୁଁ, Right ଚୟନ କରିବି. ଯଦି ଆପଣ ଚାହାଁନ୍ତି, ତେବେ ଏକ Caption ମଧ୍ୟ ଆଡ୍ କରିପାରିବେ |
05:08 | ଶେଷରେ Save ଉପରେ କ୍ଲିକ୍ କରନ୍ତୁ |
05:12 | ଏହା ଏବେ, Body ଭିତରେ Nodeରେ ଆଡ୍ ହୋଇଗଲା. ଇମେଜ୍ ଉପରେ ମାଉସ୍ ଚଲାନ୍ତୁ ଓ ଯଦି ଆପଣ ଚାହାଁନ୍ତି, ତେବେ କ୍ଲିକ୍ କରି ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ |
05:22 | ଆମକୁ ପ୍ରଥମେ ଆମର ଏଡିଟିଙ୍ଗ୍ ୱିଣ୍ଡୋକୁ ରି-ସାଇଜ୍ କରିହେବ, ଯେଉଁଥିରୁ ଆମେ ଆମ ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଇମେଜ୍ ଟିକୁ ଡ୍ରାଗ୍ କରିପାରିବା |
05:30 | ଇମେଜ୍ ଉପରେ ମାଉସ୍ ଚଲାଇଲେ ମଧ୍ୟ, ତାହା ଆମକୁ ଆମର ଇମେଜଗୁଡ଼ିକୁ ରି-ସାଇଜ୍ କରିବାକୁ ଅନୁମତି ଦେଇଥାଏ |
05:36 | ଆପଣଙ୍କର Drupal Nodeରେ ଇମେଜେସ୍ ଆଡ୍ କରିବା ପୂର୍ବରୁ, ସୁନିଶ୍ଚିତ କରନ୍ତୁ କି, ଇମେଜଟି ସଟିକ ଭାବେ ସାଇଜ୍ ଓ ଫର୍ମାଟ୍ କରାଯାଇଛି |
05:43 | ତାହା, Nodeରେ କଣ୍ଟେଣ୍ଟ ଆଲାଇନ୍ କରିବାରେ ବହୁତ ସାହାଯ୍ୟ କରିଥାଏ |
05:47 | ଆମେ, ଏକ Table କିମ୍ୱା Horizontal Line ଆଡ୍ କରିପାରିବା |
05:51 | ଆଉ ଏପରିକି, ଆମ Nodeରେ ଆମେ କ୍ରିଏଟ୍ କରିଥିବା Blocks ମଧ୍ୟ ଦେଖାଇପାରିବା |
05:55 | ତେଣୁ, ଏହା ହେଉଛି H2 Block, ଏକ Block Code, Paragraph, Tag ଆଦି |
06:01 | ଯଦି ଆପଣ HTML ଜାଣନ୍ତି, ତେବେ ଆପଣ ଏହି ଆଇକନ୍ ଉପରେ କ୍ଲିକ୍ କରି Source ଦେଖିପାରିବେ |
06:07 | ଆଗକୁ ବଢ଼ିବା ପୂର୍ବରୁ ଏହି ଅପ୍ସନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଏକ୍ସପ୍ଲୋର୍ କରନ୍ତୁ |
06:12 | ମନେପକାନ୍ତୁ ଯେ, ଆମେ Full HTMLକୁ ଅନ୍ କରିଛେ |
06:16 | ଯଦି ଆମେ ଏହାକୁ Basic HTMLକୁ ବଦଳାଇବା, ଏହା ଆମକୁ ସତର୍କ କରିବ |
06:21 | ଏଠାରେ କଣ୍ଟେଣ୍ଟ, ସର୍ବଦା ପାଇଁ ହଜିଯିବା କିମ୍ୱା ଡିଲିଟ୍ ହୋଇଯିବାର ସମ୍ଭାବନା ଅଛି |
06:26 | JavaScript, I-frame, youtube video, ଏକ Google Map କିମ୍ୱା ସେହିପରି କିଛି ପ୍ରବେଶ କରାଇଛେ |
06:33 | Basic HTMLକୁ ବଦଳାଇଲେ, Drupal, ସେହିସବୁ କଣ୍ଟେଣ୍ଟକୁ କାଢିଦେବ |
06:38 | ଏହିପରି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ, ଯାହା ପ୍ରକୃତରେ ଦରକାର, କେବଳ ତାହାକୁ ହିଁ ରଖନ୍ତୁ |
06:43 | ସେଟିଙ୍ଗ୍ସରେ ପରିବର୍ତ୍ତନଗୁଡ଼ିକୁ କ୍ୟାନ୍ସଲ୍ କରିଦିଅନ୍ତୁ, ଯେଉଁଥିରୁ ଆମେ କିଛି ହରାଇବା ନାହିଁ |
06:48 | ଏହା, Drupalରେ ଆସୁଥିବା CKEditorର ଏକ ତ୍ୱରିତ ଅବଲୋକନ ଅଟେ |
06:52 | ଆଉ ଆମେ, ଏହାକୁ କିପରି କଷ୍ଟମାଇଜ୍ କରାଯାଏ, ଶିଖିଛେ |
06:55 | ଏବେ, Save and Keep Published ଉପରେ କ୍ଲିକ୍ କରନ୍ତୁ |
06:58 | ସଂଶୋଧିତ Node ପ୍ରଦର୍ଶିତ ହେଲା |
07:01 | ଏବେ, CKEditor କନଫିଗର୍ କରିବା, ଚାଲନ୍ତୁ ଶିଖିବା |
07:05 | ଉପରେ ଥିବା Configuration ଉପରେ କ୍ଲିକ୍ କରନ୍ତୁ |
07:09 | ଏବେ, Text formats and editors ଉପରେ କ୍ଲିକ୍ କରନ୍ତୁ |
07:13 | ଆମେ ଦେଖିବା ଯେ, Basic HTML ଓ Full HTML, CKEditor ବ୍ୟବହାର କରନ୍ତି |
07:19 | ଆଉ ସେଗୁଡ଼ିକ, Authenticated User ଓ Administratorକୁ ଆସାଇନ୍ କରାଯାଇଛି |
07:24 | ଏହି ଦୁଇଟି ହେଉଛି ଅଦ୍ୱିତୀୟ User Roles |
07:27 | Drupalରେ, ଆମ ୟୁଜର୍ ର ଭିନ୍ନ ରୋଲ୍ସ ରହିଛି ଏବଂ ପ୍ରତ୍ୟେକ ରୋଲ୍ କୁ Permission ଦିଆଯିବା ଦରକାର |
07:34 | ଏହି ମାମଲାରେ, Basic HTML, Authenticated User ଓ Administrator ଦ୍ୱାରା ବ୍ୟବହାର କରାଯାଇପାରେ |
07:41 | ଏହି ଦୁଇଟି Roles ପାଇଁ CKEditor ଆସାଇନ୍ କରାଯାଇଛି |
07:45 | ସେହିପରି, Full HTML, ଜଣେ Administrator ଦ୍ୱାରା ବ୍ୟବହାର କରାଯାଇପାରିବ |
07:50 | ଏବେ ଚାଲନ୍ତୁ, Basic HTML ପାଇଁ CKEditor ଦେଖିବା |
07:54 | Configure ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏହାକୁ ଭିନ୍ନ Rolesକୁ ଆସାଇନ୍ କରିବାକୁ ସମର୍ଥ ହେବେ |
07:59 | ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି Text Editor ଆସାଇନ୍ କରନ୍ତୁ. ତା’ପରେ, ସେଗୁଡ଼ିକୁ ଅନୁମତି ଦିଆଯାଇଥିବା ବଟନ୍ସ ବ୍ୟବହାର କରିବା ପାଇଁ Permissions ଦିଅନ୍ତୁ |
08:07 | ଧ୍ୟାନଦିଅନ୍ତୁ, ଏହା Basic HTML Text Formatରେ Authenticated User ପାଇଁ Active Toolbar ଅଟେ |
08:15 | ଯଦି ଆମେ, Active Toolbarରେ ଏହି ବଟନ୍ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଡ୍ କରିବାକୁ ଚାହିଁବା, ତେବେ କ’ଣ ହେବ? ଏହା ବହୁତ ସହଜ |
08:21 | Available Buttonsରୁ Paste From Word ଆଇକନ୍ ଚୟନ କରନ୍ତୁ |
08:26 | ତା’ପରେ, ମାଉସ୍ କୁ କ୍ଲିକ୍ କରି ସେପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ, ଯେପର୍ଯ୍ୟନ୍ତ ଆମେ ଆଡ୍ କରିବାକୁ ଚାହୁଁଥିବା ସ୍ଥାନରେ ନୀଳ ବକ୍ସ ଦେଖାନଦେଇଛି |
08:33 | ଏକ ନୂଆ ଗ୍ରୁପ୍ ଆଡ୍ କରିବା ପାଇଁ Add Group ବଟନ୍ ଉପରେ କ୍ଲିକ୍ କରନ୍ତୁ. ତାକୁ Copy and Paste ନାମ ଦେଇ Apply ଉପରେ କ୍ଲିକ୍ କରନ୍ତୁ |
08:41 | ଏବେ, Paste From Word ଆଇକନ୍ କୁ କ୍ଲିକ୍ କରି Copy and Paste ସେକ୍ସନ୍ କୁ ଡ୍ରାଗ୍ କରନ୍ତୁ |
08:47 | ଏବେ ଏଠାରେ, ସମସ୍ତ Paste Icons ଆଡ୍ କରିବା |
08:51 | Basic HTML Format ପାଇଁ ଆମ ବାର୍ ସହିତ ତିନୋଟି ନୂଆ ବଟନ୍ସ ଆମେ ଆଡ୍ କଲେ |
08:57 | Paste Iconsକୁ ସମସ୍ତ Toolbar ଆବଶ୍ୟକ କରନ୍ତି, ଯେହେତୁ ଅଧିକାଂଶ ଟେକ୍ସଟ୍, ଫାଇଲ୍ସରୁ କପୀ-ପେଷ୍ଟ ହୁଏ |
09:04 | ଆମେ, Inline Images ମଧ୍ୟ ଅପଲୋଡ୍ କରିବା. ଯକୌଣସି ଉଚ୍ଚତା ଓ ପ୍ରସ୍ତତା ସହିତ ସର୍ବାଧିକ 32MB ଫାଇଲ୍ ସାଇଜ୍ ର ଇମେଜେସ୍ ଅପଲୋଡ୍ କରିବା |
09:14 | ଆପଣଙ୍କ ଇନଷ୍ଟଲେଶନ୍ ରେ ସର୍ବାଧିକ ଫାଇଲ୍ ସାଇଜ୍ ଭିନ୍ନ ହୋଇପାରେ |
09:18 | ଆମ ପସନ୍ଦ ଅନୁସାରେ, ଏଠାରେ ଥିବା ଯେକୌଣସି ସେଟିଙ୍ଗ୍ କୁ ଆମେ ବଦଳାଇପାରିବା |
09:23 | ନିଜେ କରିବା ବଦଳରେ, ଆମେ ସର୍ବଦା URLକୁ ଏକ Linkରେ ବଦଳାଇବାକୁ ଚାହୁଁ |
09:29 | ଆମେ, Convert URLs into Links ଅପ୍ସନ୍ କ୍ଲିକ୍ କରି ତାହା କରିପାରିବା |
09:34 | ଏଠାରେ, ଆମ ପାଖରେ Filter Settings ମଧ୍ୟ ଅଛି. Limit allowed HTML tags ଉପରେ କ୍ଲିକ୍ କରନ୍ତୁ |
09:41 | ଏବେ ଆମେ, HTML Tags ଆଡ୍ କରିପାରିବା, ଯାହାକୁ ସୋର୍ସକୁ ଦେଖିବା ସମୟରେ , ବ୍ୟବହାର କରିପାରିବା |
09:47 | ତେଣୁ, ଏହା ପ୍ରକୃତରେ ଶକ୍ତିଶାଳୀ Wysiwyg Editor ଓ ତାହାର କନଫିଗରେଶନ୍ ଏରିଆ |
09:54 | ଥରେ ଆମର ସମସ୍ତ ପରିବର୍ତ୍ତନ କରିସାରିବା ପରେ, Save Configuration ବଟନ୍ କ୍ଲିକ୍ କରନ୍ତୁ |
09:59 | ଚାଲନ୍ତୁ, ଆମର Content ଦେଖିବା |
10:02 | Welcome to Drupalville Nodeରେ ଥିବା Edit ଅପ୍ସନ୍ କ୍ଲିକ୍ କରନ୍ତୁ |
10:07 | ଧ୍ୟାନଦିଅନ୍ତୁ ଯେ, ଯେହେତୁ ଆମେ Full HTMLକୁ ON ରଖିଥିଲେ, କିଛି ବଦଳି ନାହିଁ |
10:12 | ଏବେ ଚାଲନ୍ତୁ ଏହାକୁ Basic HTMLରେ ବଦଳାଇବା. ସମସ୍ତ ପରିବର୍ତ୍ତନ ଏଠାରେ ଅଛି |
10:18 | ଯେହେତୁ ମୁଁ ମୋର Blocksକୁ ଆଉ ଦେଖିପାରୁ ନାହିଁ, Paste Icons ଏବେ ଉପଲବ୍ଧ ଅଛି |
10:23 | ମୁଁ ଏଠାରେ ଏହି ଇମେଜ୍ ଚାହୁଁନାହିଁ. ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଓ କୀ ବୋର୍ଡରୁ Backspace କିମ୍ୱା Delete ଦାବି ତାହାକୁ ଡିଲିଟ୍ କରିଦେବି |
10:32 | Save and Keep Published ଉପରେ କ୍ଲିକ୍ କରନ୍ତୁ |
10:35 | ପୁଣିଥରେ Configuration ଉପରେ କ୍ଲିକ୍ କରନ୍ତୁ. ସ୍କ୍ରୋଲ୍ ଡାଉନ୍ କରି Text formats and editors ଉପରେ କ୍ଲିକ୍ କରନ୍ତୁ |
10:43 | ଏଥରକ ଆମେ Full HTML Toolbar କନଫିଗର୍ କରିବା |
10:47 | ଧ୍ୟାନଦିଅନ୍ତୁ ଯେ, ଏଠାରେ ଆଉ କିଛି ବଟନ୍ସ ଅଛି, କିନ୍ତୁ Paste Icons ନାହିଁ |
10:52 | Show Group Names କ୍ଲିକ୍ କରି ଏଥରକ ଦ୍ୱିତୀୟ ଲାଇନ୍ ରେ ଥିବା Add Group କ୍ଲିକ୍ କରନ୍ତୁ |
10:57 | ତାକୁ Copy and Paste ନାମ ଦିଅନ୍ତୁ. ଏବେ ଆମେ ଏହାକୁ କ୍ଲିକ୍ କରି ଆମର Copy and Paste ସେକ୍ସନ୍ କୁ ଡ୍ରାଗ୍ କରିପାରିବା |
11:05 | ସେହିପରି, ଏଠାରେ, ପୁଣିଥରେ ଆମ ପାଖରେ ଏହି ସମସ୍ତ ଅପ୍ସନ୍ସ ଅଛି. ଏବେପାଇଁ, Save Configuration ବଟନ୍ ଉପରେ କ୍ଲିକ୍ କରନ୍ତୁ |
11:13 | ପୁଣିଥରେ ଆମର Welcome to Drupalvilleକୁ ଫେରିଯାଇ ତାହାକୁ Full HTMLକୁ ବଦଳାନ୍ତୁ |
11:18 | Continue କ୍ଲିକ୍ କରନ୍ତୁ. ଆଉ ଏବେ, ଆମେ ଦୁଇ ଧାଡ଼ି ବଟନ୍ସ ଦେଖୁଛେ |
11:23 | ଏହାର ଅର୍ଥ, ଆମ ଏଡିଟର୍ ସେଟ୍ ହୋଇଗଲା |
11:26 | CKEditor ଉପରେ କିଛି ସମୟ କାମ କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଏହାକୁ ଭଲ ଭାବରେ ବୁଝିଛନ୍ତି |
11:32 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
11:37 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Inline editing, CKEditor ବ୍ୟବହାର କରିବା ଓ CKEditor କନଫିଗର୍ କରିବା |
11:50 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
11:59 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ |
12:25 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |