Difference between revisions of "Drupal/C2/Content-Management-in-Admin-Interface/Oriya"

From Script | Spoken-Tutorial
Jump to: navigation, search
(Created page with "{| style border = 1 " |'''Time''' |'''Narration''' |- |00:01 | Content Management in Admin Interface ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କ...")
 
 
(5 intermediate revisions by 2 users not shown)
Line 1: Line 1:
{| style border = 1 "
+
{| border = 1
 
|'''Time'''
 
|'''Time'''
 
|'''Narration'''
 
|'''Narration'''
Line 5: Line 5:
 
|-
 
|-
 
|00:01
 
|00:01
| Content Management in Admin Interface ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Content Management in Admin Interface ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ, Drupal Interface ଏକ୍ସପ୍ଲୋର୍ କରିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ, Drupal Interface ଏକ୍ସପ୍ଲୋର୍ କରିବା
 +
 
 
|-
 
|-
 
|00:13
 
|00:13
| ଆମେ କେତେକ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି * Content * Structure ଓ Appearance
+
|ଆମେ କେତେକ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି Content Structure ଓ Appearance
 +
 
 
|-
 
|-
 
|00:23
 
|00:23
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
* ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍
+
 
* Drupal 8 ଓ Firefox ୱେବ୍ ବ୍ରାଉଜର୍
+
 
|-
 
|-
 
|00:34
 
|00:34
| ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:39
 
|00:39
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
 +
 
 
|-  
 
|-  
 
|00:44
 
|00:44
| ଆମେ, Drupal Interfaceକୁ ସବିଶେଷ ଏକ୍ସପ୍ଲୋର୍ କରିବା ପୂର୍ବରୁ ମୁଁ, କିଛି ପ୍ରକୃତରେ ମହତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ଉଲ୍ଲେଖ କରିବି
+
|ଆମେ, Drupal Interfaceକୁ ସବିଶେଷ ଏକ୍ସପ୍ଲୋର୍ କରିବା ପୂର୍ବରୁ ମୁଁ, କିଛି ପ୍ରକୃତରେ ମହତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ଉଲ୍ଲେଖ କରିବି
 +
 
 
|-
 
|-
 
|00:53
 
|00:53
| ମନେରଖନ୍ତୁ - ଆମେ ଆମର Drupal ସାଇଟ୍ ସେଟ୍-ଅପ୍ କରିଥିବାରୁ, ଆମେ ହେଉଛେ ପ୍ରଥମ ୟୁଜର୍ ବା Super User
+
|ମନେରଖନ୍ତୁ - ଆମେ ଆମର Drupal ସାଇଟ୍ ସେଟ୍-ଅପ୍ କରିଥିବାରୁ, ଆମେ ହେଉଛେ ପ୍ରଥମ ୟୁଜର୍ ବା Super User
 +
 
 
|-
 
|-
 
|01:02
 
|01:02
| Super User ହେଉଛି, Drupalରେ ଅନ୍ୟ ସମସ୍ତ ୟୁଜରମାନଙ୍କ ଉପରେ. ଆମେ କିଛି ଅନ୍ୟ Administrators ସେଟ୍-ଅପ୍ କରିପାରିବା, ଯେଉଁମାନଙ୍କ ପାଖରେ ଭବିଷ୍ୟତରେ ସମସ୍ତ Permissions ରହିବ
+
|Super User ହେଉଛି, Drupalରେ ଅନ୍ୟ ସମସ୍ତ ୟୁଜରମାନଙ୍କ ଉପରେ. ଆମେ କିଛି ଅନ୍ୟ Administrators ସେଟ୍-ଅପ୍ କରିପାରିବା, ଯେଉଁମାନଙ୍କ ପାଖରେ ଭବିଷ୍ୟତରେ ସମସ୍ତ Permissions ରହିବ
 +
 
 
|-
 
|-
 
|01:13
 
|01:13
| କିନ୍ତୁ, ସେହି Permissions ମଧ୍ୟ Super User ଦ୍ଵାରା ରଦ୍ଦ କିମ୍ୱା ପରିଚାଳିତ କରାଯାଇପାରିବ
+
|କିନ୍ତୁ, ସେହି Permissions ମଧ୍ୟ Super User ଦ୍ଵାରା ରଦ୍ଦ କିମ୍ୱା ପରିଚାଳିତ କରାଯାଇପାରିବ
 +
 
 
|-
 
|-
 
|01:20
 
|01:20
| Super UserରPermissionକୁ ରଦ୍ଦ କରାଯାଇପାରିବ ନାହିଁ
+
|Super UserରPermissionକୁ ରଦ୍ଦ କରାଯାଇପାରିବ ନାହିଁ
 +
 
 
|-
 
|-
 
|01:24
 
|01:24
| ଅନ୍ୟ ଶବ୍ଦରେ, Drupal Siteର ପ୍ରତ୍ୟେକ ଏରିଆ ପ୍ରତି Super Userର ଆକ୍ସେସ୍ ରହିବ
+
|ଅନ୍ୟ ଶବ୍ଦରେ, Drupal Siteର ପ୍ରତ୍ୟେକ ଏରିଆ ପ୍ରତି Super Userର ଆକ୍ସେସ୍ ରହିବ
 +
 
 
|-
 
|-
 
|01:30
 
|01:30
| ମନେରଖନ୍ତୁ - ଯେକୌଣସି Drupal Siteରେ Super Usrer ହେଉଛି ପ୍ରଥମ ନମ୍ୱର୍ ୟୁଜର୍
+
|ମନେରଖନ୍ତୁ - ଯେକୌଣସି Drupal Siteରେ Super Usrer ହେଉଛି ପ୍ରଥମ ନମ୍ୱର୍ ୟୁଜର୍
 +
 
 
|-
 
|-
 
|01:36
 
|01:36
| ଏହା ହେଉଛି Administrative Toolbar
+
|ଏହା ହେଉଛି Administrative Toolbar
 +
 
 
|-
 
|-
 
|01:40
 
|01:40
| ଯେତେବେଳେ ଆମେ Manage ଉପରେ କ୍ଲିକ୍ କରୁ, ଆମେ SubMenuକୁ ଯାଉ. ଏଠାରେ ଆମେ, Content, Structure, Appearance ଆଦିକୁ ଦେଖୁ ଓ ସେଗୁଡ଼ିକୁ ଆମେ କିଛି କ୍ଷଣରେ ଦେଖିବା
+
|ଯେତେବେଳେ ଆମେ Manage ଉପରେ କ୍ଲିକ୍ କରୁ, ଆମେ SubMenuକୁ ଯାଉ. ଏଠାରେ ଆମେ, Content, Structure, Appearance ଆଦିକୁ ଦେଖୁ ଓ ସେଗୁଡ଼ିକୁ ଆମେ କିଛି କ୍ଷଣରେ ଦେଖିବା
 +
 
 
|-
 
|-
 
|01:55
 
|01:55
| ଯଦି ଆମେ Shortcuts ଉପରେ କ୍ଲିକ୍ କରୁ, ସେଥିରେ ଏକ Shortcut Toolbar ଅଛି. ପୁଣିଥରେ ଆମେ ତାହାକୁ କିଛି ସମୟରେ ଦେଖିବା
+
|ଯଦି ଆମେ Shortcuts ଉପରେ କ୍ଲିକ୍ କରୁ, ସେଥିରେ ଏକ Shortcut Toolbar ଅଛି. ପୁଣିଥରେ ଆମେ ତାହାକୁ କିଛି ସମୟରେ ଦେଖିବା
 +
 
 
|-
 
|-
 
|02:06
 
|02:06
| ଯେତେବେଳେ ଆମେ Admin ଉପରେ କ୍ଲିକ୍ କରୁ, ତେବେ ଆମେ ନିଜର Profiule କିମ୍ୱା Log Outକୁ ଲିଙ୍କ୍ସ ଦେଖିପାରିବା
+
|ଯେତେବେଳେ ଆମେ Admin ଉପରେ କ୍ଲିକ୍ କରୁ, ତେବେ ଆମେ ନିଜର Profile କିମ୍ୱା Log Outକୁ ଲିଙ୍କ୍ସ ଦେଖିପାରିବା
 +
 
 
|-
 
|-
 
|02:13
 
|02:13
| Toolbarରେ ଏହାକୁ Admin କୁହାଯାଏ, କାରଣ ତାହା ହେଉଛି ସେହି User Name ଯାହାକୁ ମୁଁ ରଖିଛି. ଆପଣଙ୍କର ଭିନ୍ନ ହୋଇପାରେ
+
|Toolbarରେ ଏହାକୁ Admin କୁହାଯାଏ, କାରଣ ତାହା ହେଉଛି ସେହି User Name ଯାହାକୁ ମୁଁ ରଖିଛି. ଆପଣଙ୍କର ଭିନ୍ନ ହୋଇପାରେ
 +
 
 
|-
 
|-
 
|02:23
 
|02:23
| ପୁଣିଥରେ, ଏହା ହେଉଛି Administration Toolbar.  ଆଉ ଆମ Drupal Administration ଅନୁଭୂତିର ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ଭାଗ
+
|ପୁଣିଥରେ, ଏହା ହେଉଛି Administration Toolbar.  ଆଉ ଆମ Drupal Administration ଅନୁଭୂତିର ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ଭାଗ
 +
 
 
|-
 
|-
 
|02:33
 
|02:33
| Shortcut Barରେ କିଛି ଆଡ୍ କରିବା ବହୁତ ସହଜ
+
|Shortcut Barରେ କିଛି ଆଡ୍ କରିବା ବହୁତ ସହଜ
 +
 
 
|-
 
|-
 
|02:38
 
|02:38
| ଉଦାହରଣସ୍ୱରୂପ, ଧରନ୍ତୁ ମୁଁ, Manage, Content >> Add Contentରେ ଅଛି
+
|ଉଦାହରଣସ୍ୱରୂପ, ଧରନ୍ତୁ ମୁଁ, Manage, Content >> Add Contentରେ ଅଛି
 +
 
 
|-
 
|-
 
|02:45
 
|02:45
| ଆଉ ମୁଁ, ମୋ ୱେବ୍ ସାଇଟ୍ ରେ Article ଆଡ୍ କରିବାକୁ ଚାହୁଁଛି. ଏଠାରେ ଥିବା ଏକ Starକୁ ଦେଖନ୍ତୁ, ତାହା ଭର୍ତ୍ତି ହୋଇନାହିଁ
+
|ଆଉ ମୁଁ, ମୋ ୱେବ୍ ସାଇଟ୍ ରେ Article ଆଡ୍ କରିବାକୁ ଚାହୁଁଛି. ଏଠାରେ ଥିବା ଏକ Starକୁ ଦେଖନ୍ତୁ, ତାହା ଭର୍ତ୍ତି ହୋଇନାହିଁ
 +
 
 
|-
 
|-
 
|02:55
 
|02:55
| Star ଉପରେ କ୍ଲିକ୍ କରି ମୁଁ, ସେଥିରେ Shortcuts ଆଡ୍ କରିପାରିବି
+
|Star ଉପରେ କ୍ଲିକ୍ କରି ମୁଁ, ସେଥିରେ Shortcuts ଆଡ୍ କରିପାରିବି
 +
 
 
|-
 
|-
 
|03:01
 
|03:01
| ଏବେ, ଆମେ ଯଦି Shortcuts ଉପରେ କ୍ଲିକ୍ କରିବା, ତେବେ ସେଥିରେ ଏକ Creat Article ମେନୁ ଆଇଟମ୍ ଦେଖିବା
+
|ଏବେ, ଆମେ ଯଦି Shortcuts ଉପରେ କ୍ଲିକ୍ କରିବା, ତେବେ ସେଥିରେ ଏକ Creat Article ମେନୁ ଆଇଟମ୍ ଦେଖିବା
 +
 
 
|-
 
|-
 
|03:10
 
|03:10
| ଆଉ ଆମେ, Articles କ୍ରିଏଟ୍ କରିସାରିବା ପରେ ତାହାକୁ ସହଜରେ କାଢିଦେଇପାରିବା
+
|ଆଉ ଆମେ, Articles କ୍ରିଏଟ୍ କରିସାରିବା ପରେ ତାହାକୁ ସହଜରେ କାଢିଦେଇପାରିବା
 +
 
 
|-
 
|-
 
|03:15
 
|03:15
| ଆମ Drupal Siteରେ ଯେକୌଣସି Administration Screenରେ ଏହାକୁ ଭର୍ଚୁଆଲୀ କରିହେବ. ଚାରିପଟେ ବୁଲିବା ପାଇଁ Shortcuts ଏହାକୁ ବହୁତ ସହଜ କରିଥାଏ
+
|ଆମ Drupal Siteରେ ଯେକୌଣସି Administration Screenରେ ଏହାକୁ ଭର୍ଚୁଆଲୀ କରିହେବ. ଚାରିପଟେ ବୁଲିବା ପାଇଁ Shortcuts ଏହାକୁ ବହୁତ ସହଜ କରିଥାଏ
 +
 
 
|-
 
|-
 
|03:25
 
|03:25
| ଏବେ ମୂ~< Appearance ଉପରେ କ୍ଲିକ୍ କରିବି. ଏଥିରେ ଥିବା ଟାବ୍ସକୁ ଦେଖନ୍ତୁ, ଆଉ ଏହିପରି ଟାବ୍ସ, ସମଗ୍ର ସାଇଟ୍ ରେ ଦେଖାଦେବ
+
|ଏବେ ମୁଁ Appearance ଉପରେ କ୍ଲିକ୍ କରିବି. ଏଥିରେ ଥିବା ଟାବ୍ସକୁ ଦେଖନ୍ତୁ, ଆଉ ଏହିପରି ଟାବ୍ସ, ସମଗ୍ର ସାଇଟ୍ ରେ ଦେଖାଦେବ
 +
 
 
|-
 
|-
 
|03:36
 
|03:36
| ଏହି ଟାବ୍ସ ମହତ୍ୱପୂର୍ଣ୍ଣ ଏବଂ ସେଗୁଡ଼ିକୁ Section Tabs କୁହାଯାଏ
+
|ଏହି ଟାବ୍ସ ମହତ୍ୱପୂର୍ଣ୍ଣ ଏବଂ ସେଗୁଡ଼ିକୁ Section Tabs କୁହାଯାଏ
 +
 
 
|-
 
|-
 
|03:41
 
|03:41
| ଆମେ, ଯେକୌଣସି ସ୍କ୍ରୀନ୍ ରେ କାମ କରୁଥାଏ କାହିଁକି, ସେଗୁଡ଼ିକ ବିଭିନ୍ନ Sectionsକୁ ଦେଖନ୍ତି
+
|ଆମେ, ଯେକୌଣସି ସ୍କ୍ରୀନ୍ ରେ କାମ କରୁଥାଏ ନା କାହିଁକି, ସେଗୁଡ଼ିକ ବିଭିନ୍ନ Sectionsକୁ ଦେଖନ୍ତି
 +
 
 
|-
 
|-
 
|03:47
 
|03:47
| ବେଳେବେଳେ ଏହି Sectionsରେ Sub-Sections ବଟନ୍ ଥାଏ, ଯେପରି ଆପ୍ଣ ଏଠାରେ ଦେଖୁଛନ୍ତି
+
|ବେଳେବେଳେ ଏହି Sectionsରେ Sub-Sections ବଟନ୍ ଥାଏ, ଯେପରି ଆପଣ ଏଠାରେ ଦେଖୁଛନ୍ତି
 +
 
 
|-
 
|-
 
|03:54
 
|03:54
| Global Settings, Bartik, Classy ଓ Seven ହେଉଛି Setting Tabର Sub-Section ବଟନ୍ସ
+
|Global Settings, Bartik, Classy ଓ Seven ହେଉଛି Setting Tabର Sub-Section ବଟନ୍ସ
 +
 
 
|-
 
|-
 
|04:02
 
|04:02
| ଶେଷରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ
+
|ଶେଷରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ
 +
 
 
|-
 
|-
 
|04:08
 
|04:08
| ଏପର୍ଯ୍ୟନ୍ତ, ଆମ ସାଇଟ୍ ରେ କୌଣସି Nodes କିମ୍ୱା କୌଣସି Content ନାହିଁ
+
|ଏପର୍ଯ୍ୟନ୍ତ, ଆମ ସାଇଟ୍ ରେ କୌଣସି Nodes କିମ୍ୱା କୌଣସି Content ନାହିଁ
 +
 
 
|-
 
|-
 
|04:13
 
|04:13
| ଆଗାମୀ ଟ୍ୟୁଟୋରିଆଲ୍ସରେ ଆମେ ସେହିଗୁଡ଼ିକୁ କ୍ରିଏଟ୍ କରିବା
+
|ଆଗାମୀ ଟ୍ୟୁଟୋରିଆଲ୍ସରେ ଆମେ ସେହିଗୁଡ଼ିକୁ କ୍ରିଏଟ୍ କରିବା
 +
 
 
|-
 
|-
 
|04:17
 
|04:17
| Administration Toolbar, Sub-Menu, Section Tabs ଓ sub-section ବଟନ୍ସ
+
|Administration Toolbar, Sub-Menu, Section Tabs ଓ sub-section ବଟନ୍ସ
 +
 
 
|-
 
|-
 
|04:23
 
|04:23
| Drupal Interface ମାଧ୍ୟମରେ ଯିବା ସମୟରେ ଏହି ଜିନିଷଗୁଡ଼ିକ ବିଷୟରେ ଆପଣ ଜାଣିବା ଦରକାର
+
|Drupal Interface ମାଧ୍ୟମରେ ଯିବା ସମୟରେ ଏହି ଜିନିଷଗୁଡ଼ିକ ବିଷୟରେ ଆପଣ ଜାଣିବା ଦରକାର
 +
 
 
|-
 
|-
 
|04:30
 
|04:30
| ଏବେ ଚାଲନ୍ତୁ, ଆମ Toolbarରେ ଥିବା Content ଲିଙ୍କକୁ ଦେଖିବା
+
|ଏବେ ଚାଲନ୍ତୁ, ଆମ Toolbarରେ ଥିବା Content ଲିଙ୍କକୁ ଦେଖିବା
 +
 
 
|-
 
|-
 
|04:35
 
|04:35
| ଯେତେବେଳେ ଆମେ Content ଉପରେ କ୍ଲିକ୍ କରୁ, Dashboardକୁ ଯାଉ. ସାଇଟ୍ ର ସମସ୍ତ କଣ୍ଟେଣ୍ଟକୁ Dashboard ରଖିଥାଏ
+
|ଯେତେବେଳେ ଆମେ Content ଉପରେ କ୍ଲିକ୍ କରୁ, Dashboardକୁ ଯାଉ. ସାଇଟ୍ ର ସମସ୍ତ କଣ୍ଟେଣ୍ଟକୁ Dashboard ରଖିଥାଏ
 +
 
 
|-
 
|-
 
|04:45
 
|04:45
| Published  କିମ୍ୱା Unpublished ଦ୍ୱାରା ଆମେ ଫିଲ୍ଟର୍ କରିପାରିବା. Content Type ଦ୍ୱାରା ମଧ୍ୟ ଆମେ ଫିଲ୍ଟର୍ କରିପାରିବା କିମ୍ୱା ଯେକୌଣସି Title ଦ୍ୱାରା ଆମେ ସର୍ଚ କରିପାରିବା ଏବଂ ଯକୌଣସି Language ଚୟନ କରିପାରିବା
+
|Published  କିମ୍ୱା Unpublished ଦ୍ୱାରା ଆମେ ଫିଲ୍ଟର୍ କରିପାରିବା. Content Type ଦ୍ୱାରା ମଧ୍ୟ ଆମେ ଫିଲ୍ଟର୍ କରିପାରିବା କିମ୍ୱା ଯେକୌଣସି Title ଦ୍ୱାରା ଆମେ ସର୍ଚ କରିପାରିବା ଏବଂ ଯକୌଣସି Language ଚୟନ କରିପାରିବା
 +
 
 
|-
 
|-
 
|04:57
 
|04:57
| ଯେହେତୁ ଆମ ପଖରେ ଏପର୍ଯ୍ୟନ୍ତ କୌଣସି କଣ୍ଟେଣ୍ଟ ନାହିଁ, ଏହି ପେଜ୍ ସାମାନ୍ୟ ସୀମିତ ଅଛି
+
|ଯେହେତୁ ଆମ ପଖରେ ଏପର୍ଯ୍ୟନ୍ତ କୌଣସି କଣ୍ଟେଣ୍ଟ ନାହିଁ, ଏହି ପେଜ୍ ସାମାନ୍ୟ ସୀମିତ ଅଛି
 +
 
 
|-
 
|-
 
|05:03
 
|05:03
| ଯଦି ଆମେ ଏଠାରେ Sub-Tabs ଉପରେ କ୍ଲିକ୍ କରିବା, ଏପର୍ଯ୍ୟନ୍ତ କୌଣସି କମେଣ୍ଟସ୍ ନଥିବାର ଆମେ ଦେଖିପାରିବା
+
|ଯଦି ଆମେ ଏଠାରେ Sub-Tabs ଉପରେ କ୍ଲିକ୍ କରିବା, ଏପର୍ଯ୍ୟନ୍ତ କୌଣସି କମେଣ୍ଟସ୍ ନଥିବାର ଆମେ ଦେଖିପାରିବା
 +
 
 
|-
 
|-
 
|05:10
 
|05:10
| ଆଉ ଯଦି ଆମେ Files ଶବ୍ଦ ଉପରେ କ୍ଲିକ୍ କରିବା, ତେବେ ଏପର୍ଯ୍ୟନ୍ତ ଅପଲୋଡ୍ ହୋଇଥିବା ସମସ୍ତ ଫାଇଲ୍ସର ଏକ ତାଲିକା ଆମେ ପାଇବା
+
|ଆଉ ଯଦି ଆମେ Files ଶବ୍ଦ ଉପରେ କ୍ଲିକ୍ କରିବା, ତେବେ ଏପର୍ଯ୍ୟନ୍ତ ଅପଲୋଡ୍ ହୋଇଥିବା ସମସ୍ତ ଫାଇଲ୍ସର ଏକ ତାଲିକା ଆମେ ପାଇବା
 +
 
 
|-
 
|-
 
|05:18
 
|05:18
| ଏହିଗୁଡ଼ିକ Image କିମ୍ୱା କୌଣସି ପ୍ରକାରର ଫାଇଲ୍ ହୋଇପାରେ. ସେଗୁଡ଼ିକ ବିଷୟରେ ଆମେ ପରେ ଶିଖିବା
+
|ଏହିଗୁଡ଼ିକ Image କିମ୍ୱା କୌଣସି ପ୍ରକାରର ଫାଇଲ୍ ହୋଇପାରେ. ସେଗୁଡ଼ିକ ବିଷୟରେ ଆମେ ପରେ ଶିଖିବା
 +
 
 
|-
 
|-
 
|05:25
 
|05:25
| ଚାଲନ୍ତୁ, Add Content ଉପରେ କ୍ଲିକ୍ କରି ଆମ Homepageରେ ଏକ Welcome Article ଆଡ୍ କରିବା
+
|ଚାଲନ୍ତୁ, Add Content ଉପରେ କ୍ଲିକ୍ କରି ଆମ Homepageରେ ଏକ Welcome Article ଆଡ୍ କରିବା
 +
 
 
|-
 
|-
 
|05:32
 
|05:32
| Article ଉପରେ କ୍ଲିକ୍ କରନ୍ତୁ. ଟାଇପ୍ କରନ୍ତୁ Welcome to Drupalville
+
|Article ଉପରେ କ୍ଲିକ୍ କରନ୍ତୁ. ଟାଇପ୍ କରନ୍ତୁ Welcome to Drupalville
 +
 
 
|-
 
|-
 
|05:40
 
|05:40
| ଆମ ସାଇଟ୍ ର ନାମ ହେଉଛି Drupalville, ଆଉ ଏହା ଆମକୁ Drupla ବିଷୟକ ସବୁ ପ୍ରକାରର ସୂଚନା ଦେବ
+
|ଆମ ସାଇଟ୍ ର ନାମ ହେଉଛି Drupalville, ଆଉ ଏହା ଆମକୁ Drupal ବିଷୟକ ସବୁ ପ୍ରକାରର ସୂଚନା ଦେବ
 +
 
 
|-
 
|-
 
|05:49
 
|05:49
| Bodyରେ, ଆମେ ନିମ୍ନଲିଖିତ ଟାଇପ୍ କରିବା -  
+
|Bodyରେ, ଆମେ ନିମ୍ନଲିଖିତ ଟାଇପ୍ କରିବା - Welcome to our site!  We are so glad you stopped by!
Welcome to our site!  We are so glad you stopped by!
+
 
 
|-
 
|-
 
|05:57
 
|05:57
| ଏବେ ଆମେ ସବୁ ଫିଲ୍ଡସ୍ କୁ ଯିବାନାହିଁ. ପରବର୍ତ୍ତୀ ଟ୍ୟୁଟୋଏଇଆଲ୍ସରେ ଆମେ ତାହାକୁ କଭର୍ କରିବା
+
|ଏବେ ଆମେ ସବୁ ଫିଲ୍ଡସ୍ କୁ ଯିବାନାହିଁ. ପରବର୍ତ୍ତୀ ଟ୍ୟୁଟୋଏଇଆଲ୍ସରେ ଆମେ ତାହାକୁ କଭର୍ କରିବା
 +
 
 
|-
 
|-
 
|06:06
 
|06:06
| କିନ୍ତୁ, Tagsରେ ଆମେ, Welcome, Drupal ରଖିବା
+
|କିନ୍ତୁ, Tagsରେ ଆମେ, Welcome, Drupal ରଖିବା
 +
 
 
|-
 
|-
 
|06:11
 
|06:11
| ଏହା, ସମସ୍ତ Articlesର ତାଲିକା ପ୍ରତି ଲିଙ୍କ୍ସ କ୍ରିଏଟ୍ କରିବ, ଯେଉଁଗୁଡ଼ିକୁ ଆମେ ଏହି Tags ଦେଇଛେ
+
|ଏହା, ସମସ୍ତ Articlesର ତାଲିକା ପ୍ରତି ଲିଙ୍କ୍ସ କ୍ରିଏଟ୍ କରିବ, ଯେଉଁଗୁଡ଼ିକୁ ଆମେ ଏହି Tags ଦେଇଛେ
 +
 
 
|-
 
|-
 
|06:18
 
|06:18
| ଆମେ ଏଠାରେ ଏକ ଇମେଜ୍ ମଧ୍ୟ ଅପଲୋଡ୍ କରିପାରିବା
+
|ଆମେ ଏଠାରେ ଏକ ଇମେଜ୍ ମଧ୍ୟ ଅପଲୋଡ୍ କରିପାରିବା
 +
 
 
|-
 
|-
 
|06:22
 
|06:22
| ମୁଁ, ମୋ ମେସିନ୍ ରେ ଏକ Drupal 8 Logo ଡାଉନଲୋଡ୍ କରି ସେଭ୍ କରିସାରିଛି
+
|ମୁଁ, ମୋ ମେସିନ୍ ରେ ଏକ Drupal 8 Logo ଡାଉନଲୋଡ୍ କରି ସେଭ୍ କରିସାରିଛି
 +
 
 
|-
 
|-
 
|06:29
 
|06:29
| ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Drupal 8 Logo ପ୍ରଦାନ କରାଯାଇଛି
+
|ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Drupal 8 Logo ପ୍ରଦାନ କରାଯାଇଛି
 +
 
 
|-
 
|-
 
|06:39
 
|06:39
| ଦୟାକରି ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
+
|ଦୟାକରି ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
 +
 
 
|-
 
|-
 
|06:41
 
|06:41
| Browse କ୍ଲିକ୍ କରି ସେଭ୍ ହୋଇଥିବା ଇମେଜ୍ କୁ କାଢ଼ନ୍ତୁ. ଧ୍ୟାନଦିଅନ୍ତୁ ଯେ, ଆମେ ଏହାକୁ ଅପଲୋଡ୍ କରିବା କ୍ଷଣି, ଏକ Alternative Text ପାଇଁ Drupal କହୁଛି, ଯାହା ଆବଶ୍ୟକ
+
|Browse କ୍ଲିକ୍ କରି ସେଭ୍ ହୋଇଥିବା ଇମେଜ୍ କୁ କାଢ଼ନ୍ତୁ. ଧ୍ୟାନଦିଅନ୍ତୁ ଯେ, ଆମେ ଏହାକୁ ଅପଲୋଡ୍ କରିବା କ୍ଷଣି, ଏକ Alternative Text ପାଇଁ Drupal କହୁଛି, ଯାହା ଆବଶ୍ୟକ
 +
 
 
|-
 
|-
 
|06:54
 
|06:54
| ଛୋଟ ନାଲି Asterix ସୂଚିତ କରୁଛି ଯେ, ଏହା ବାଧ୍ୟତାମୂଳକ
+
|ଛୋଟ ନାଲି Asterix ସୂଚିତ କରୁଛି ଯେ, ଏହା ବାଧ୍ୟତାମୂଳକ
 +
 
 
|-
 
|-
 
|07:00
 
|07:00
| Alternative Text ହେଉଛି ତାହା, ଯାହା ସ୍କ୍ରୀନ୍ ରିଡର୍ସ ଦେଖନ୍ତି ତଥା ଅନ୍ଧ ଲୋକ ଶୁଣନ୍ତି ଏବଂ ଯାହା, ଆମ ୱେବ୍ ସାଇଟ୍ ଦେଖିବାବେଳେ Google ପାଏ
+
|Alternative Text ହେଉଛି ତାହା, ଯାହା ସ୍କ୍ରୀନ୍ ରିଡର୍ସ ଦେଖନ୍ତି ତଥା ଅନ୍ଧ ଲୋକ ଶୁଣନ୍ତି ଏବଂ ଯାହା, ଆମ ୱେବ୍ ସାଇଟ୍ ଦେଖିବାବେଳେ Google ପାଏ
 +
 
 
|-
 
|-
 
|07:09
 
|07:09
| ଟାଇପ୍ କରନ୍ତୁ This is the Drupal 8 Logo. ଏବେ, Save and Publish କ୍ଲିକ୍ କରନ୍ତୁ
+
|ଟାଇପ୍ କରନ୍ତୁ This is the Drupal 8 Logo. ଏବେ, Save and Publish କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:17
 
|07:17
| ଆମେ, ଆମ Drupal Siteରେ ନିଜର ପ୍ରଥମ Node କ୍ରିଏଟ୍ କଲେ
+
|ଆମେ, ଆମ Drupal Siteରେ ନିଜର ପ୍ରଥମ Node କ୍ରିଏଟ୍ କଲେ
 +
 
 
|-
 
|-
 
|07:23
 
|07:23
| ଏବେ, ଆମେ Content ଉପରେ କ୍ଲିକ୍ କଲେ, Node ତାଲିକାଭୁକ୍ତ ହୋଇଥିବ. ଟାଇଟଲ୍, କଣ୍ଟେଣ୍ଟ ପ୍ରକାର, କିଏ ଏହାକୁ କ୍ରିଏଟ୍ କରିଥିଲେ, Nodeର ସ୍ଥିତି, ଶେଷ ଅପଡେଟ୍ ସମୟ
+
|ଏବେ, ଆମେ Content ଉପରେ କ୍ଲିକ୍ କଲେ, Node ତାଲିକାଭୁକ୍ତ ହୋଇଥିବ. ଟାଇଟଲ୍, କଣ୍ଟେଣ୍ଟ ପ୍ରକାର, କିଏ ଏହାକୁ କ୍ରିଏଟ୍ କରିଥିଲେ, Nodeର ସ୍ଥିତି, ଶେଷ ଅପଡେଟ୍ ସମୟ
 +
 
 
|-
 
|-
 
|07:37
 
|07:37
| ଆଉ କିଛି କାର୍ଯ୍ୟ ଯାହା ଆମେ କରିପାରିବା, ଯେପରି Edit, Delete ଆଦି. ଆମେ, ଖୁବ୍ ଶୀଘ୍ର ସେଗୁଡ଼ିକ ବିଷୟରେ ଶିଖିବା
+
|ଆଉ କିଛି କାର୍ଯ୍ୟ ଯାହା ଆମେ କରିପାରିବା, ଯେପରି Edit, Delete ଆଦି. ଆମେ, ଖୁବ୍ ଶୀଘ୍ର ସେଗୁଡ଼ିକ ବିଷୟରେ ଶିଖିବା
 +
 
 
|-
 
|-
 
|07:47
 
|07:47
| ତାହା ହେଉଛି, ଆମ Administrative Toolbarରେ ଥିବା Content
+
|ତାହା ହେଉଛି, ଆମ Administrative Toolbarରେ ଥିବା Content
 +
 
 
|-
 
|-
 
|07:52
 
|07:52
| Administrative Toolbarରେ ପରବର୍ତ୍ତୀ ଲିଙ୍କ୍ ହେଉଛି Structure. ତାହା ଉପରେ କ୍ଲିକ୍ କରନ୍ତୁ
+
|Administrative Toolbarରେ ପରବର୍ତ୍ତୀ ଲିଙ୍କ୍ ହେଉଛି Structure. ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:58
 
|07:58
| Structure ହେଉଛି, Drupalରେ ଯେଉଁଠାରେ ଆମେ ଆମ ସାଇଟ୍ ତିଆରି କରୁ.  ଏହାକୁ Site Building ମଧ୍ୟ କୁହାଯାଏ
+
|Structure ହେଉଛି, Drupalରେ ଯେଉଁଠାରେ ଆମେ ଆମ ସାଇଟ୍ ତିଆରି କରୁ.  ଏହାକୁ Site Building ମଧ୍ୟ କୁହାଯାଏ
 +
 
 
|-
 
|-
 
|08:07
 
|08:07
| ଏଠାରେ ବହୁତ ଜିନିଷ ଅଛି, ଯେପରି Block Layout, Comment Types, Contact Forms, Contect Types, Display Modes, Menus, Texonomy, Views
+
|ଏଠାରେ ବହୁତ ଜିନିଷ ଅଛି, ଯେପରି Block Layout, Comment Types, Contact Forms, Contact Types, Display Modes, Menus, Taxonomy, Views
 +
 
 
|-
 
|-
 
|08:21
 
|08:21
| ଏହି ଅପସନ୍ସ ଆମକୁ କୁହେ ଯେ, ଆମର ଅଧିକାଂଶ ସାଇଟ୍ ବିଲ୍ଡିଙ୍ଗ୍, Structure ଓ Content ମେନୁ ଆଇଟମ୍ସରେ କରାଯାଇଛି
+
|ଏହି ଅପସନ୍ସ ଆମକୁ କୁହେ ଯେ, ଆମର ଅଧିକାଂଶ ସାଇଟ୍ ବିଲ୍ଡିଙ୍ଗ୍, Structure ଓ Content ମେନୁ ଆଇଟମ୍ସରେ କରାଯାଇଛି
 
+
  
 
|-
 
|-
 
|08:30
 
|08:30
| ଏବେପାଇଁ, Block Layoutରେ କ୍ଲିକ୍ କରିବା
+
|ଏବେପାଇଁ, Block Layoutରେ କ୍ଲିକ୍ କରିବା
 +
 
 
|-
 
|-
 
|08:34
 
|08:34
| ଆମ Theme ଉପରେ ଭିତ୍ତିକରି ଆମ ସାଇଟ୍ ରେ ବିଭିନ୍ନ ଏରିଆରେ ଆମେ, Blocks ରଖିପାରିବା
+
|ଆମ Theme ଉପରେ ଭିତ୍ତିକରି ଆମ ସାଇଟ୍ ରେ ବିଭିନ୍ନ ଏରିଆରେ ଆମେ, Blocks ରଖିପାରିବା
 +
 
 
|-
 
|-
 
|08:45
 
|08:45
| Custom Block Library ଉପରେ କ୍ଲିକ୍ କରନ୍ତୁ ଏବଂ ଏକ Welcome Block ଆଡ୍ କରନ୍ତୁ
+
|Custom Block Library ଉପରେ କ୍ଲିକ୍ କରନ୍ତୁ ଏବଂ ଏକ Welcome Block ଆଡ୍ କରନ୍ତୁ
 +
 
 
|-
 
|-
 
|08:50
 
|08:50
| Add Custom Block ଉପରେ କ୍ଲିକ୍ କରନ୍ତୁ ଓ ତାକୁ Welcome to Drupalville ନାମ ଦିଅନ୍ତୁ
+
|Add Custom Block ଉପରେ କ୍ଲିକ୍ କରନ୍ତୁ ଓ ତାକୁ Welcome to Drupalville ନାମ ଦିଅନ୍ତୁ
 +
 
 
|-
 
|-
 
|08:57
 
|08:57
| Bodyରେ ଟାଇପ୍ କରନ୍ତୁ - Welcome to Drupalville.  ଏହିଠାରେ ଆପଣ Drupal ବିଷୟରେ ଶିଖିବେ!  
+
|Bodyରେ ଟାଇପ୍ କରନ୍ତୁ - Welcome to Drupalville.  ଏହିଠାରେ ଆପଣ Drupal ବିଷୟରେ ଶିଖିବେ!  
 +
 
 
|-
 
|-
 
|09:06
 
|09:06
| ଦୟାକରି ଧ୍ୟାନଦିଅନ୍ତୁ ଯେ - ଏହା Content ନୁହେଁ.  Blockଗୁଡ଼ିକ ସାମାନ୍ୟ ଭିନ୍ନ ଓ Sidebars ଭଳି
+
|ଦୟାକରି ଧ୍ୟାନଦିଅନ୍ତୁ ଯେ - ଏହା Content ନୁହେଁ.  Blockଗୁଡ଼ିକ ସାମାନ୍ୟ ଭିନ୍ନ ଓ Sidebars ଭଳି
 +
 
 
|-
 
|-
 
|09:15
 
|09:15
| ଏବେ, Save ଉପରେ କ୍ଲିକ୍ କରନ୍ତୁ
+
|ଏବେ, Save ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:18
 
|09:18
| ଆମେ ଆମ Blocks ପାଇଲେ ଏବଂ ଏବେ, ଆମେ ସ୍ଥିର କରିବା ଯେ, ଏହାକୁ କେଉଁଠରେ ରଖିବା
+
|ଆମେ ଆମ Blocks ପାଇଲେ ଏବଂ ଏବେ, ଆମେ ସ୍ଥିର କରିବା ଯେ, ଏହାକୁ କେଉଁଠାରେ ରଖିବା
 +
 
 
|-
 
|-
 
|09:22
 
|09:22
| Block Layout ଉପରେ ପୁଣିଥରେ କ୍ଲିକ୍ କରନ୍ତୁ. Sidebar Firstକୁ ସ୍କ୍ରୋଲ୍ ଡାଉନ୍ କରି Place Block କ୍ଲିକ୍ କରନ୍ତୁ
+
|Block Layout ଉପରେ ପୁଣିଥରେ କ୍ଲିକ୍ କରନ୍ତୁ. Sidebar Firstକୁ ସ୍କ୍ରୋଲ୍ ଡାଉନ୍ କରି Place Block କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:33
 
|09:33
| ଆମ Drupal ସାଇଟ୍ ରେ ସ୍ଥାପିତ କରାଯିବାକୁ ଥିବା ଉପଲବ୍ଧ ସମସ୍ତ Blocksର ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
+
|ଆମ Drupal ସାଇଟ୍ ରେ ସ୍ଥାପିତ କରାଯିବାକୁ ଥିବା ଉପଲବ୍ଧ ସମସ୍ତ Blocksର ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
 +
 
 
|-
 
|-
 
|09:41
 
|09:41
| ଆମେ ତିଆରି କରିଥିବା Custom Block - Welcome to Drupalville ଖୋଜନ୍ତୁ ଓ ତା’ପରେ Place Block ଉପରେ କ୍ଲିକ୍ କରନ୍ତୁ
+
|ଆମେ ତିଆରି କରିଥିବା Custom Block - Welcome to Drupalville ଖୋଜନ୍ତୁ ଓ ତା’ପରେ Place Block ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:49
 
|09:49
| ଏଠାରେ କିଛି ପ୍ରତିରୋଧ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଟ୍ୟ୍ଟୋରିଆଲ୍ ରେ ଜାଣିବା. ଏବେପାଇଁ Save Block ଉପରେ କ୍ଲିକ୍ କରନ୍ତୁ
+
|ଏଠାରେ କିଛି ପ୍ରତିରୋଧ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଜାଣିବା. ଏବେପାଇଁ Save Block ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:59
 
|09:59
| ଆମ Homepageକୁ ଚାଲନ୍ତୁ ଏବଂ ସେଠରେ ଆମେ Welcome to Druplaville ଦେଖିବା ଉଚିତ
+
|ଆମ Homepageକୁ ଚାଲନ୍ତୁ ଏବଂ ସେଠାରେ ଆମେ Welcome to Druplaville ଦେଖିବା ଉଚିତ
 +
 
 
|-
 
|-
 
|10:04
 
|10:04
| ଏହା, ଆମେ ଚାହୁଁଥିବା କ୍ରମରେ କିମ୍ୱା ଏବେ ଆମେ ଚାହୁଁଥିବା ସ୍ଥାନରେ ନଥାଇପାରେ, କିନ୍ତୁ ତାହା ଠିକ୍ ଅଛି
+
|ଏହା, ଆମେ ଚାହୁଁଥିବା କ୍ରମରେ କିମ୍ୱା ଏବେ ଆମେ ଚାହୁଁଥିବା ସ୍ଥାନରେ ନଥାଇପାରେ, କିନ୍ତୁ ତାହା ଠିକ୍ ଅଛି
 +
 
 
|-
 
|-
 
|10:13
 
|10:13
| Structure Menu ଆଇଟମ୍ ରେ Site Buildingର ଏହା ହେଉଛି ଗୋଟିଏ ଭାଗ
+
|Structure Menu ଆଇଟମ୍ ରେ Site Buildingର ଏହା ହେଉଛି ଗୋଟିଏ ଭାଗ
 +
 
 
|-
 
|-
 
|10:19
 
|10:19
| ଆମ Administration Toolbarରେ ପରବର୍ତ୍ତୀ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି Appearance
+
|ଆମ Administration Toolbarରେ ପରବର୍ତ୍ତୀ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି Appearance
 +
 
 
|-
 
|-
 
|10:26
 
|10:26
| ଏହା, ଆମ Drupal Site ପାଇଁ ଉପଲବ୍ଧ ସମସ୍ତ Themesର ଅବଲୋକନ ଆମକୁ ଦିଏ. ଏହା ଆମକୁ, Updates ଓ Global Settings କରିବା ପାଇଁ ଯାଞ୍ଚ କରିବାକୁ ସାମର୍ଥ୍ୟତା ମଧ୍ୟ ଦେଇଥାଏ
+
|ଏହା, ଆମ Drupal Site ପାଇଁ ଉପଲବ୍ଧ ସମସ୍ତ Themesର ଅବଲୋକନ ଆମକୁ ଦିଏ. ଏହା ଆମକୁ, Updates ଓ Global Settings କରିବା ପାଇଁ ଯାଞ୍ଚ କରିବାକୁ ସାମର୍ଥ୍ୟତା ମଧ୍ୟ ଦେଇଥାଏ
 +
 
 
|-
 
|-
 
|10:38
 
|10:38
| ଏବେପାଇଁ, Bartik ପାଇଁ Settings ଉପରେ କ୍ଲିକ୍ କରିବା
+
|ଏବେପାଇଁ, Bartik ପାଇଁ Settings ଉପରେ କ୍ଲିକ୍ କରିବା
 +
 
 
|-
 
|-
 
|10:44
 
|10:44
| ଏହିଠାରେ ଆମେ, ସିଲେକ୍ଟ କରିଥିବା Theme ଉପରେ ନିର୍ଭର କରି ଆମ ସାଇଟ୍ ର ଲୂକ୍ ଓ ଫୀଲ୍ କୁ ମ୍ୟାନେଜ୍ କରିଥାଉ
+
|ଏହିଠାରେ ଆମେ, ସିଲେକ୍ଟ କରିଥିବା Theme ଉପରେ ନିର୍ଭର କରି ଆମ ସାଇଟ୍ ର ଲୂକ୍ ଓ ଫୀଲ୍ କୁ ମ୍ୟାନେଜ୍ କରିଥାଉ
 +
 
 
|-
 
|-
 
|10:52
 
|10:52
| ଏଠାରେ ଆମେ, ଏକ ଭିନ୍ନ ରଙ୍ଗ ଚୟନ କରି Batrik ପାଇଁ କଲର୍ ସ୍କିମ୍ ଅପଡେଟ୍ କରିପାରିବା କିମ୍ୱା ନିଜେ ରଙ୍ଗର ଚୟନ କରିପାରିବା
+
|ଏଠାରେ ଆମେ, ଏକ ଭିନ୍ନ ରଙ୍ଗ ଚୟନ କରି Batrik ପାଇଁ କଲର୍ ସ୍କିମ୍ ଅପଡେଟ୍ କରିପାରିବା କିମ୍ୱା ନିଜେ ରଙ୍ଗର ଚୟନ କରିପାରିବା
 +
 
 
|-
 
|-
 
|11:03
 
|11:03
| ଏହା ଆମକୁ ଏକ ପ୍ରିଭ୍ୟୁ ଦେବ. ଆମ ସାଇଟ୍ ରେ ଆମେ, ଏହିଗୁଡ଼ିକ ମଧ୍ୟରୁ କିଛିପାଇଁ ଡିସପ୍ଲେ ମଧ୍ୟ Toggle କରିପାରିବା
+
|ଏହା ଆମକୁ ଏକ ପ୍ରିଭ୍ୟୁ ଦେବ. ଆମ ସାଇଟ୍ ରେ ଆମେ, ଏହିଗୁଡ଼ିକ ମଧ୍ୟରୁ କିଛିପାଇଁ ଡିସପ୍ଲେ ମଧ୍ୟ Toggle କରିପାରିବା
 +
 
 
|-
 
|-
 
|11:12
 
|11:12
| ଉପରକୁ ସ୍କ୍ରୋଲ୍ କରନ୍ତୁ ଓ Global Settings ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, ଆମ ସାଇଟ୍ ପାଇଁ ଲୋଗୋ ବଦଳାଇପାରିବା, ତାହାକୁ Custom Path ଦେଇପାରିବା କିମ୍ୱା ଏକ ନୂଆ ଲୋଗୋ ମଧ୍ୟ ଅପଲୋଡ୍ କରିପାରିବା
+
|ଉପରକୁ ସ୍କ୍ରୋଲ୍ କରନ୍ତୁ ଓ Global Settings ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, ଆମ ସାଇଟ୍ ପାଇଁ ଲୋଗୋ ବଦଳାଇପାରିବା, ତାହାକୁ Custom Path ଦେଇପାରିବା କିମ୍ୱା ଏକ ନୂଆ ଲୋଗୋ ମଧ୍ୟ ଅପଲୋଡ୍ କରିପାରିବା
 +
 
 
|-
 
|-
 
|11:26
 
|11:26
| ଗୋଟିଏ ନୂଆ ଅପଲୋଡ୍ ନକରି ଯଦି ଆମେ Save କ୍ଲିକ୍ କରିବା, ତେବେ କ’ଣ ହେବ?
+
|ଗୋଟିଏ ନୂଆ ଅପଲୋଡ୍ ନକରି ଯଦି ଆମେ Save କ୍ଲିକ୍ କରିବା, ତେବେ କ’ଣ ହେବ?
 +
 
 
|-
 
|-
 
|11:31
 
|11:31
| ଆମ ସାଇଟ୍ କୁ ଫେରିଯାଆନ୍ତୁ ଏବଂ ଦେଖନ୍ତୁ, ଲୋଗୋଟି ଚାଲିଯାଇଛି
+
|ଆମ ସାଇଟ୍ କୁ ଫେରିଯାଆନ୍ତୁ ଏବଂ ଦେଖନ୍ତୁ, ଲୋଗୋଟି ଚାଲିଯାଇଛି
 +
 
 
|-
 
|-
 
|11:36
 
|11:36
| ତାହାକୁ ପୁଣିଥରେ ଫେରାଇଆଣିବାକୁ, Appearance ଉପରେ କ୍ଲିକ୍ କରି Settings ଓ Global Settings ଉପରେ କ୍ଲିକ୍ କରନ୍ତୁ . Use the Default Logo ଉପରେ କ୍ଲିକ୍ କରି Save Configuration କ୍ଲିକ୍ କରନ୍ତୁ
+
|ତାହାକୁ ପୁଣିଥରେ ଫେରାଇଆଣିବାକୁ, Appearance ଉପରେ କ୍ଲିକ୍ କରି Settings ଓ Global Settings ଉପରେ କ୍ଲିକ୍ କରନ୍ତୁ . Use the Default Logo ଉପରେ କ୍ଲିକ୍ କରି Save Configuration କ୍ଲିକ୍ କରନ୍ତୁ
 +
 
 
|-
 
|-
 
|11:50
 
|11:50
| ଏବେ, ଆମ ସାଇଟ୍ ରେ ଯେତେ ପେଜ୍ ଥାଉନା କାହିଁକି, ଆମର ଲୋଗୋ ସବୁ ପେଜ୍ ଗୁଡ଼ିକରେ ଦେଖାଦେବ
+
|ଏବେ, ଆମ ସାଇଟ୍ ରେ ଯେତେ ପେଜ୍ ଥାଉନା କାହିଁକି, ଆମର ଲୋଗୋ ସବୁ ପେଜ୍ ଗୁଡ଼ିକରେ ଦେଖାଦେବ
 +
 
 
|-
 
|-
 
|11:58
 
|11:58
| ଏହିଠାରେ ଆମେ, Appearance Tab ଅନ୍ତର୍ଗତ ଆମ Drupal Site ପାଇଁ Themes ମ୍ୟାନେଜ୍ କରୁ. ଏଥିସହିତ ଆଂଏ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ  
+
|ଏହିଠାରେ ଆମେ, Appearance Tab ଅନ୍ତର୍ଗତ ଆମ Drupal Site ପାଇଁ Themes ମ୍ୟାନେଜ୍ କରୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ  
 +
 
 
|-
 
|-
 
|12:08
 
|12:08
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆମ Drupal Interface ନେଭିଗେଟ୍ କରିବା
+
|ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆମ Drupal Interface ନେଭିଗେଟ୍ କରିବା
 +
 
 
|-
 
|-
 
|12:15
 
|12:15
| ଆମେ ନିମ୍ନ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିଲେ:  
+
|ଆମେ ନିମ୍ନ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିଲେ: Content,Structure ଓ Appearance
* Content
+
 
* Structure ଓ
+
* Appearance
+
 
|-
 
|-
 
|12:33
 
|12:33
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|12:44
 
|12:44
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|12:52
 
|12:52
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|13:02
 
|13:02
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|13:17
 
|13:17
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 09:58, 4 April 2017

Time Narration
00:01 Content Management in Admin Interface ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ, Drupal Interface ଏକ୍ସପ୍ଲୋର୍ କରିବା
00:13 ଆମେ କେତେକ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିବା, ଯେପରି Content Structure ଓ Appearance
00:23 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:34 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:39 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:44 ଆମେ, Drupal Interfaceକୁ ସବିଶେଷ ଏକ୍ସପ୍ଲୋର୍ କରିବା ପୂର୍ବରୁ ମୁଁ, କିଛି ପ୍ରକୃତରେ ମହତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ଉଲ୍ଲେଖ କରିବି
00:53 ମନେରଖନ୍ତୁ - ଆମେ ଆମର Drupal ସାଇଟ୍ ସେଟ୍-ଅପ୍ କରିଥିବାରୁ, ଆମେ ହେଉଛେ ପ୍ରଥମ ୟୁଜର୍ ବା Super User
01:02 Super User ହେଉଛି, Drupalରେ ଅନ୍ୟ ସମସ୍ତ ୟୁଜରମାନଙ୍କ ଉପରେ. ଆମେ କିଛି ଅନ୍ୟ Administrators ସେଟ୍-ଅପ୍ କରିପାରିବା, ଯେଉଁମାନଙ୍କ ପାଖରେ ଭବିଷ୍ୟତରେ ସମସ୍ତ Permissions ରହିବ
01:13 କିନ୍ତୁ, ସେହି Permissions ମଧ୍ୟ Super User ଦ୍ଵାରା ରଦ୍ଦ କିମ୍ୱା ପରିଚାଳିତ କରାଯାଇପାରିବ
01:20 Super UserରPermissionକୁ ରଦ୍ଦ କରାଯାଇପାରିବ ନାହିଁ
01:24 ଅନ୍ୟ ଶବ୍ଦରେ, Drupal Siteର ପ୍ରତ୍ୟେକ ଏରିଆ ପ୍ରତି Super Userର ଆକ୍ସେସ୍ ରହିବ
01:30 ମନେରଖନ୍ତୁ - ଯେକୌଣସି Drupal Siteରେ Super Usrer ହେଉଛି ପ୍ରଥମ ନମ୍ୱର୍ ୟୁଜର୍
01:36 ଏହା ହେଉଛି Administrative Toolbar
01:40 ଯେତେବେଳେ ଆମେ Manage ଉପରେ କ୍ଲିକ୍ କରୁ, ଆମେ SubMenuକୁ ଯାଉ. ଏଠାରେ ଆମେ, Content, Structure, Appearance ଆଦିକୁ ଦେଖୁ ଓ ସେଗୁଡ଼ିକୁ ଆମେ କିଛି କ୍ଷଣରେ ଦେଖିବା
01:55 ଯଦି ଆମେ Shortcuts ଉପରେ କ୍ଲିକ୍ କରୁ, ସେଥିରେ ଏକ Shortcut Toolbar ଅଛି. ପୁଣିଥରେ ଆମେ ତାହାକୁ କିଛି ସମୟରେ ଦେଖିବା
02:06 ଯେତେବେଳେ ଆମେ Admin ଉପରେ କ୍ଲିକ୍ କରୁ, ତେବେ ଆମେ ନିଜର Profile କିମ୍ୱା Log Outକୁ ଲିଙ୍କ୍ସ ଦେଖିପାରିବା
02:13 Toolbarରେ ଏହାକୁ Admin କୁହାଯାଏ, କାରଣ ତାହା ହେଉଛି ସେହି User Name ଯାହାକୁ ମୁଁ ରଖିଛି. ଆପଣଙ୍କର ଭିନ୍ନ ହୋଇପାରେ
02:23 ପୁଣିଥରେ, ଏହା ହେଉଛି Administration Toolbar. ଆଉ ଆମ Drupal Administration ଅନୁଭୂତିର ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ଭାଗ
02:33 Shortcut Barରେ କିଛି ଆଡ୍ କରିବା ବହୁତ ସହଜ
02:38 ଉଦାହରଣସ୍ୱରୂପ, ଧରନ୍ତୁ ମୁଁ, Manage, Content >> Add Contentରେ ଅଛି
02:45 ଆଉ ମୁଁ, ମୋ ୱେବ୍ ସାଇଟ୍ ରେ Article ଆଡ୍ କରିବାକୁ ଚାହୁଁଛି. ଏଠାରେ ଥିବା ଏକ Starକୁ ଦେଖନ୍ତୁ, ତାହା ଭର୍ତ୍ତି ହୋଇନାହିଁ
02:55 Star ଉପରେ କ୍ଲିକ୍ କରି ମୁଁ, ସେଥିରେ Shortcuts ଆଡ୍ କରିପାରିବି
03:01 ଏବେ, ଆମେ ଯଦି Shortcuts ଉପରେ କ୍ଲିକ୍ କରିବା, ତେବେ ସେଥିରେ ଏକ Creat Article ମେନୁ ଆଇଟମ୍ ଦେଖିବା
03:10 ଆଉ ଆମେ, Articles କ୍ରିଏଟ୍ କରିସାରିବା ପରେ ତାହାକୁ ସହଜରେ କାଢିଦେଇପାରିବା
03:15 ଆମ Drupal Siteରେ ଯେକୌଣସି Administration Screenରେ ଏହାକୁ ଭର୍ଚୁଆଲୀ କରିହେବ. ଚାରିପଟେ ବୁଲିବା ପାଇଁ Shortcuts ଏହାକୁ ବହୁତ ସହଜ କରିଥାଏ
03:25 ଏବେ ମୁଁ Appearance ଉପରେ କ୍ଲିକ୍ କରିବି. ଏଥିରେ ଥିବା ଟାବ୍ସକୁ ଦେଖନ୍ତୁ, ଆଉ ଏହିପରି ଟାବ୍ସ, ସମଗ୍ର ସାଇଟ୍ ରେ ଦେଖାଦେବ
03:36 ଏହି ଟାବ୍ସ ମହତ୍ୱପୂର୍ଣ୍ଣ ଏବଂ ସେଗୁଡ଼ିକୁ Section Tabs କୁହାଯାଏ
03:41 ଆମେ, ଯେକୌଣସି ସ୍କ୍ରୀନ୍ ରେ କାମ କରୁଥାଏ ନା କାହିଁକି, ସେଗୁଡ଼ିକ ବିଭିନ୍ନ Sectionsକୁ ଦେଖନ୍ତି
03:47 ବେଳେବେଳେ ଏହି Sectionsରେ Sub-Sections ବଟନ୍ ଥାଏ, ଯେପରି ଆପଣ ଏଠାରେ ଦେଖୁଛନ୍ତି
03:54 Global Settings, Bartik, Classy ଓ Seven ହେଉଛି Setting Tabର Sub-Section ବଟନ୍ସ
04:02 ଶେଷରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ
04:08 ଏପର୍ଯ୍ୟନ୍ତ, ଆମ ସାଇଟ୍ ରେ କୌଣସି Nodes କିମ୍ୱା କୌଣସି Content ନାହିଁ
04:13 ଆଗାମୀ ଟ୍ୟୁଟୋରିଆଲ୍ସରେ ଆମେ ସେହିଗୁଡ଼ିକୁ କ୍ରିଏଟ୍ କରିବା
04:17 Administration Toolbar, Sub-Menu, Section Tabs ଓ sub-section ବଟନ୍ସ
04:23 Drupal Interface ମାଧ୍ୟମରେ ଯିବା ସମୟରେ ଏହି ଜିନିଷଗୁଡ଼ିକ ବିଷୟରେ ଆପଣ ଜାଣିବା ଦରକାର
04:30 ଏବେ ଚାଲନ୍ତୁ, ଆମ Toolbarରେ ଥିବା Content ଲିଙ୍କକୁ ଦେଖିବା
04:35 ଯେତେବେଳେ ଆମେ Content ଉପରେ କ୍ଲିକ୍ କରୁ, Dashboardକୁ ଯାଉ. ସାଇଟ୍ ର ସମସ୍ତ କଣ୍ଟେଣ୍ଟକୁ Dashboard ରଖିଥାଏ
04:45 Published କିମ୍ୱା Unpublished ଦ୍ୱାରା ଆମେ ଫିଲ୍ଟର୍ କରିପାରିବା. Content Type ଦ୍ୱାରା ମଧ୍ୟ ଆମେ ଫିଲ୍ଟର୍ କରିପାରିବା କିମ୍ୱା ଯେକୌଣସି Title ଦ୍ୱାରା ଆମେ ସର୍ଚ କରିପାରିବା ଏବଂ ଯକୌଣସି Language ଚୟନ କରିପାରିବା
04:57 ଯେହେତୁ ଆମ ପଖରେ ଏପର୍ଯ୍ୟନ୍ତ କୌଣସି କଣ୍ଟେଣ୍ଟ ନାହିଁ, ଏହି ପେଜ୍ ସାମାନ୍ୟ ସୀମିତ ଅଛି
05:03 ଯଦି ଆମେ ଏଠାରେ Sub-Tabs ଉପରେ କ୍ଲିକ୍ କରିବା, ଏପର୍ଯ୍ୟନ୍ତ କୌଣସି କମେଣ୍ଟସ୍ ନଥିବାର ଆମେ ଦେଖିପାରିବା
05:10 ଆଉ ଯଦି ଆମେ Files ଶବ୍ଦ ଉପରେ କ୍ଲିକ୍ କରିବା, ତେବେ ଏପର୍ଯ୍ୟନ୍ତ ଅପଲୋଡ୍ ହୋଇଥିବା ସମସ୍ତ ଫାଇଲ୍ସର ଏକ ତାଲିକା ଆମେ ପାଇବା
05:18 ଏହିଗୁଡ଼ିକ Image କିମ୍ୱା କୌଣସି ପ୍ରକାରର ଫାଇଲ୍ ହୋଇପାରେ. ସେଗୁଡ଼ିକ ବିଷୟରେ ଆମେ ପରେ ଶିଖିବା
05:25 ଚାଲନ୍ତୁ, Add Content ଉପରେ କ୍ଲିକ୍ କରି ଆମ Homepageରେ ଏକ Welcome Article ଆଡ୍ କରିବା
05:32 Article ଉପରେ କ୍ଲିକ୍ କରନ୍ତୁ. ଟାଇପ୍ କରନ୍ତୁ Welcome to Drupalville
05:40 ଆମ ସାଇଟ୍ ର ନାମ ହେଉଛି Drupalville, ଆଉ ଏହା ଆମକୁ Drupal ବିଷୟକ ସବୁ ପ୍ରକାରର ସୂଚନା ଦେବ
05:49 Bodyରେ, ଆମେ ନିମ୍ନଲିଖିତ ଟାଇପ୍ କରିବା - Welcome to our site! We are so glad you stopped by!
05:57 ଏବେ ଆମେ ସବୁ ଫିଲ୍ଡସ୍ କୁ ଯିବାନାହିଁ. ପରବର୍ତ୍ତୀ ଟ୍ୟୁଟୋଏଇଆଲ୍ସରେ ଆମେ ତାହାକୁ କଭର୍ କରିବା
06:06 କିନ୍ତୁ, Tagsରେ ଆମେ, Welcome, Drupal ରଖିବା
06:11 ଏହା, ସମସ୍ତ Articlesର ତାଲିକା ପ୍ରତି ଲିଙ୍କ୍ସ କ୍ରିଏଟ୍ କରିବ, ଯେଉଁଗୁଡ଼ିକୁ ଆମେ ଏହି Tags ଦେଇଛେ
06:18 ଆମେ ଏଠାରେ ଏକ ଇମେଜ୍ ମଧ୍ୟ ଅପଲୋଡ୍ କରିପାରିବା
06:22 ମୁଁ, ମୋ ମେସିନ୍ ରେ ଏକ Drupal 8 Logo ଡାଉନଲୋଡ୍ କରି ସେଭ୍ କରିସାରିଛି
06:29 ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Drupal 8 Logo ପ୍ରଦାନ କରାଯାଇଛି
06:39 ଦୟାକରି ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
06:41 Browse କ୍ଲିକ୍ କରି ସେଭ୍ ହୋଇଥିବା ଇମେଜ୍ କୁ କାଢ଼ନ୍ତୁ. ଧ୍ୟାନଦିଅନ୍ତୁ ଯେ, ଆମେ ଏହାକୁ ଅପଲୋଡ୍ କରିବା କ୍ଷଣି, ଏକ Alternative Text ପାଇଁ Drupal କହୁଛି, ଯାହା ଆବଶ୍ୟକ
06:54 ଛୋଟ ନାଲି Asterix ସୂଚିତ କରୁଛି ଯେ, ଏହା ବାଧ୍ୟତାମୂଳକ
07:00 Alternative Text ହେଉଛି ତାହା, ଯାହା ସ୍କ୍ରୀନ୍ ରିଡର୍ସ ଦେଖନ୍ତି ତଥା ଅନ୍ଧ ଲୋକ ଶୁଣନ୍ତି ଏବଂ ଯାହା, ଆମ ୱେବ୍ ସାଇଟ୍ ଦେଖିବାବେଳେ Google ପାଏ
07:09 ଟାଇପ୍ କରନ୍ତୁ This is the Drupal 8 Logo. ଏବେ, Save and Publish କ୍ଲିକ୍ କରନ୍ତୁ
07:17 ଆମେ, ଆମ Drupal Siteରେ ନିଜର ପ୍ରଥମ Node କ୍ରିଏଟ୍ କଲେ
07:23 ଏବେ, ଆମେ Content ଉପରେ କ୍ଲିକ୍ କଲେ, Node ତାଲିକାଭୁକ୍ତ ହୋଇଥିବ. ଟାଇଟଲ୍, କଣ୍ଟେଣ୍ଟ ପ୍ରକାର, କିଏ ଏହାକୁ କ୍ରିଏଟ୍ କରିଥିଲେ, Nodeର ସ୍ଥିତି, ଶେଷ ଅପଡେଟ୍ ସମୟ
07:37 ଆଉ କିଛି କାର୍ଯ୍ୟ ଯାହା ଆମେ କରିପାରିବା, ଯେପରି Edit, Delete ଆଦି. ଆମେ, ଖୁବ୍ ଶୀଘ୍ର ସେଗୁଡ଼ିକ ବିଷୟରେ ଶିଖିବା
07:47 ତାହା ହେଉଛି, ଆମ Administrative Toolbarରେ ଥିବା Content
07:52 Administrative Toolbarରେ ପରବର୍ତ୍ତୀ ଲିଙ୍କ୍ ହେଉଛି Structure. ତାହା ଉପରେ କ୍ଲିକ୍ କରନ୍ତୁ
07:58 Structure ହେଉଛି, Drupalରେ ଯେଉଁଠାରେ ଆମେ ଆମ ସାଇଟ୍ ତିଆରି କରୁ. ଏହାକୁ Site Building ମଧ୍ୟ କୁହାଯାଏ
08:07 ଏଠାରେ ବହୁତ ଜିନିଷ ଅଛି, ଯେପରି Block Layout, Comment Types, Contact Forms, Contact Types, Display Modes, Menus, Taxonomy, Views
08:21 ଏହି ଅପସନ୍ସ ଆମକୁ କୁହେ ଯେ, ଆମର ଅଧିକାଂଶ ସାଇଟ୍ ବିଲ୍ଡିଙ୍ଗ୍, Structure ଓ Content ମେନୁ ଆଇଟମ୍ସରେ କରାଯାଇଛି
08:30 ଏବେପାଇଁ, Block Layoutରେ କ୍ଲିକ୍ କରିବା
08:34 ଆମ Theme ଉପରେ ଭିତ୍ତିକରି ଆମ ସାଇଟ୍ ରେ ବିଭିନ୍ନ ଏରିଆରେ ଆମେ, Blocks ରଖିପାରିବା
08:45 Custom Block Library ଉପରେ କ୍ଲିକ୍ କରନ୍ତୁ ଏବଂ ଏକ Welcome Block ଆଡ୍ କରନ୍ତୁ
08:50 Add Custom Block ଉପରେ କ୍ଲିକ୍ କରନ୍ତୁ ଓ ତାକୁ Welcome to Drupalville ନାମ ଦିଅନ୍ତୁ
08:57 Bodyରେ ଟାଇପ୍ କରନ୍ତୁ - Welcome to Drupalville. ଏହିଠାରେ ଆପଣ Drupal ବିଷୟରେ ଶିଖିବେ!
09:06 ଦୟାକରି ଧ୍ୟାନଦିଅନ୍ତୁ ଯେ - ଏହା Content ନୁହେଁ. Blockଗୁଡ଼ିକ ସାମାନ୍ୟ ଭିନ୍ନ ଓ Sidebars ଭଳି
09:15 ଏବେ, Save ଉପରେ କ୍ଲିକ୍ କରନ୍ତୁ
09:18 ଆମେ ଆମ Blocks ପାଇଲେ ଏବଂ ଏବେ, ଆମେ ସ୍ଥିର କରିବା ଯେ, ଏହାକୁ କେଉଁଠାରେ ରଖିବା
09:22 Block Layout ଉପରେ ପୁଣିଥରେ କ୍ଲିକ୍ କରନ୍ତୁ. Sidebar Firstକୁ ସ୍କ୍ରୋଲ୍ ଡାଉନ୍ କରି Place Block କ୍ଲିକ୍ କରନ୍ତୁ
09:33 ଆମ Drupal ସାଇଟ୍ ରେ ସ୍ଥାପିତ କରାଯିବାକୁ ଥିବା ଉପଲବ୍ଧ ସମସ୍ତ Blocksର ଏକ ପପ୍-ଅପ୍ ୱିଣ୍ଡୋ ଦେଖାଦେବ
09:41 ଆମେ ତିଆରି କରିଥିବା Custom Block - Welcome to Drupalville ଖୋଜନ୍ତୁ ଓ ତା’ପରେ Place Block ଉପରେ କ୍ଲିକ୍ କରନ୍ତୁ
09:49 ଏଠାରେ କିଛି ପ୍ରତିରୋଧ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଜାଣିବା. ଏବେପାଇଁ Save Block ଉପରେ କ୍ଲିକ୍ କରନ୍ତୁ
09:59 ଆମ Homepageକୁ ଚାଲନ୍ତୁ ଏବଂ ସେଠାରେ ଆମେ Welcome to Druplaville ଦେଖିବା ଉଚିତ
10:04 ଏହା, ଆମେ ଚାହୁଁଥିବା କ୍ରମରେ କିମ୍ୱା ଏବେ ଆମେ ଚାହୁଁଥିବା ସ୍ଥାନରେ ନଥାଇପାରେ, କିନ୍ତୁ ତାହା ଠିକ୍ ଅଛି
10:13 Structure Menu ଆଇଟମ୍ ରେ Site Buildingର ଏହା ହେଉଛି ଗୋଟିଏ ଭାଗ
10:19 ଆମ Administration Toolbarରେ ପରବର୍ତ୍ତୀ ଆଇଟମ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି Appearance
10:26 ଏହା, ଆମ Drupal Site ପାଇଁ ଉପଲବ୍ଧ ସମସ୍ତ Themesର ଅବଲୋକନ ଆମକୁ ଦିଏ. ଏହା ଆମକୁ, Updates ଓ Global Settings କରିବା ପାଇଁ ଯାଞ୍ଚ କରିବାକୁ ସାମର୍ଥ୍ୟତା ମଧ୍ୟ ଦେଇଥାଏ
10:38 ଏବେପାଇଁ, Bartik ପାଇଁ Settings ଉପରେ କ୍ଲିକ୍ କରିବା
10:44 ଏହିଠାରେ ଆମେ, ସିଲେକ୍ଟ କରିଥିବା Theme ଉପରେ ନିର୍ଭର କରି ଆମ ସାଇଟ୍ ର ଲୂକ୍ ଓ ଫୀଲ୍ କୁ ମ୍ୟାନେଜ୍ କରିଥାଉ
10:52 ଏଠାରେ ଆମେ, ଏକ ଭିନ୍ନ ରଙ୍ଗ ଚୟନ କରି Batrik ପାଇଁ କଲର୍ ସ୍କିମ୍ ଅପଡେଟ୍ କରିପାରିବା କିମ୍ୱା ନିଜେ ରଙ୍ଗର ଚୟନ କରିପାରିବା
11:03 ଏହା ଆମକୁ ଏକ ପ୍ରିଭ୍ୟୁ ଦେବ. ଆମ ସାଇଟ୍ ରେ ଆମେ, ଏହିଗୁଡ଼ିକ ମଧ୍ୟରୁ କିଛିପାଇଁ ଡିସପ୍ଲେ ମଧ୍ୟ Toggle କରିପାରିବା
11:12 ଉପରକୁ ସ୍କ୍ରୋଲ୍ କରନ୍ତୁ ଓ Global Settings ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, ଆମ ସାଇଟ୍ ପାଇଁ ଲୋଗୋ ବଦଳାଇପାରିବା, ତାହାକୁ Custom Path ଦେଇପାରିବା କିମ୍ୱା ଏକ ନୂଆ ଲୋଗୋ ମଧ୍ୟ ଅପଲୋଡ୍ କରିପାରିବା
11:26 ଗୋଟିଏ ନୂଆ ଅପଲୋଡ୍ ନକରି ଯଦି ଆମେ Save କ୍ଲିକ୍ କରିବା, ତେବେ କ’ଣ ହେବ?
11:31 ଆମ ସାଇଟ୍ କୁ ଫେରିଯାଆନ୍ତୁ ଏବଂ ଦେଖନ୍ତୁ, ଲୋଗୋଟି ଚାଲିଯାଇଛି
11:36 ତାହାକୁ ପୁଣିଥରେ ଫେରାଇଆଣିବାକୁ, Appearance ଉପରେ କ୍ଲିକ୍ କରି Settings ଓ Global Settings ଉପରେ କ୍ଲିକ୍ କରନ୍ତୁ . Use the Default Logo ଉପରେ କ୍ଲିକ୍ କରି Save Configuration କ୍ଲିକ୍ କରନ୍ତୁ
11:50 ଏବେ, ଆମ ସାଇଟ୍ ରେ ଯେତେ ପେଜ୍ ଥାଉନା କାହିଁକି, ଆମର ଲୋଗୋ ସବୁ ପେଜ୍ ଗୁଡ଼ିକରେ ଦେଖାଦେବ
11:58 ଏହିଠାରେ ଆମେ, Appearance Tab ଅନ୍ତର୍ଗତ ଆମ Drupal Site ପାଇଁ Themes ମ୍ୟାନେଜ୍ କରୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ
12:08 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆମ Drupal Interface ନେଭିଗେଟ୍ କରିବା
12:15 ଆମେ ନିମ୍ନ ମେନୁ ଆଇଟମ୍ସ ବିଷୟରେ ମଧ୍ୟ ଶିଖିଲେ: Content,Structure ଓ Appearance
12:33 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
12:44 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
13:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
13:17 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep