Difference between revisions of "C-and-Cpp/C3/Working-With-2D-Arrays/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |Time |Narration |- | 00:01 | '''C''' ଓ '''C++'''ରେ '''2 Dimensional Arrays''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ...")
 
 
(2 intermediate revisions by one other user not shown)
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
| '''C''' ଓ '''C++'''ରେ '''2 Dimensional Arrays''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
+
|'''C''' ଓ '''C++'''ରେ '''2 Dimensional Arrays''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
 +
 
 
|-
 
|-
| 00:08
+
|00:08
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା-
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା-
 +
 
 
|-
 
|-
| 00:10
+
|00:10
| '''2 Dimensional Array''' କ’ଣ
+
|'''2 Dimensional Array''' କ’ଣ
 +
 
 
|-
 
|-
| 00:13
+
|00:13
| ଆମେ ଏହାକୁ ଉଦାହରଣ ମାଧ୍ୟମରେ ଦେଖିବା
+
|ଆମେ ଏହାକୁ ଉଦାହରଣ ମାଧ୍ୟମରେ ଦେଖିବା
 +
 
 
|-
 
|-
| 00:16
+
|00:16
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:18
+
|00:18
| '''ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍''' ଭର୍ସନ୍ 11.10,
+
|'''ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍''' ଭର୍ସନ୍ 11.10,
 +
 
 
|-
 
|-
| 00:22
+
|00:22
 
|'''gcc''' ଓ '''g++ Compiler''' ଭର୍ସନ୍ 4.6.1
 
|'''gcc''' ଓ '''g++ Compiler''' ଭର୍ସନ୍ 4.6.1
 +
 
|-
 
|-
| 00:29
+
|00:29
| '''2 dimensional Array'''ର ପରିଚୟ ସହ ଆରମ୍ଭ କରିବା
+
|'''2 dimensional Array'''ର ପରିଚୟ ସହ ଆରମ୍ଭ କରିବା
 +
 
 
|-
 
|-
| 00:33
+
|00:33
| ଏକ ରୋ’ କଲମ୍ ମେଟ୍ରିକ୍ସରେ '''2D arrays''' ଷ୍ଟୋର୍ ହୁଏ
+
|ଏକ ରୋ’ କଲମ୍ ମେଟ୍ରିକ୍ସରେ '''2D arrays''' ଷ୍ଟୋର୍ ହୁଏ
 +
 
 
|-
 
|-
 
|00:38
 
|00:38
| ବାମ ଇଣ୍ଡେକ୍ସ ରୋ’ ସୂଚିତ କରେ
+
|ବାମ ଇଣ୍ଡେକ୍ସ ରୋ’ ସୂଚିତ କରେ
 +
 
 
|-
 
|-
 
|00:41
 
|00:41
| ଡାହାଣ ଇଣ୍ଡେକ୍ସ କଲମ୍ ସୂଚିତ କରେ
+
|ଡାହାଣ ଇଣ୍ଡେକ୍ସ କଲମ୍ ସୂଚିତ କରେ
 +
 
 
|-
 
|-
 
|00:44
 
|00:44
| C ଓ C++ରେ ଗୋଟିଏ ମାଟ୍ରିକ୍ସ କିମ୍ବା ଆରେର ପ୍ରାରମ୍ଭ ଇଣ୍ଡେକ୍ସ ସବୁବେଳେ 0 ହୋଇଥାଏ
+
|C ଓ C++ରେ ଗୋଟିଏ ମାଟ୍ରିକ୍ସ କିମ୍ବା ଆରେର ପ୍ରାରମ୍ଭ ଇଣ୍ଡେକ୍ସ ସବୁବେଳେ 0 ହୋଇଥାଏ
 +
 
 
|-
 
|-
 
|00:52
 
|00:52
| ଏହା ହେଉଛି ଗୋଟିଏ ରୋ’ କଲମ୍ ମାଟ୍ରିକ୍ସରେ ଏକ 2 Dimensional array |-
+
|ଏହା ହେଉଛି ଗୋଟିଏ ରୋ’ କଲମ୍ ମାଟ୍ରିକ୍ସରେ ଏକ 2 Dimensional array  
| 00:58
+
 
| ପ୍ରାରମ୍ଭିକ ଇଣ୍ଡେକ୍ସ ହେଉଛି 0
+
 
|-
 
|-
 +
|00:58
 +
|ପ୍ରାରମ୍ଭିକ ଇଣ୍ଡେକ୍ସ ହେଉଛି 0
 +
|-
 +
 
|01:01
 
|01:01
| ଏବେ ଦେଖିବା, '''2 dimensional array''' କିପରି ଘୋଷିତ ହୁଏ
+
|ଏବେ ଦେଖିବା, '''2 dimensional array''' କିପରି ଘୋଷିତ ହୁଏ
 +
 
 
|-
 
|-
| 01:04
+
|01:04
| ଏଥିପାଇଁ ସିନ୍ଟାକ୍ସ ହେଉଛି:
+
|ଏଥିପାଇଁ ସିଣ୍ଟାକ୍ସ ହେଉଛି:
 +
 
 
|-
 
|-
| 01:07
+
|01:07
 
|'''data-type ,array name, row and column.'''
 
|'''data-type ,array name, row and column.'''
 +
 
|-
 
|-
 
|01:13
 
|01:13
| ଉଦାହରଣ: ଏଠାରେ ଆମେ 2ଟି ରୋ ଓ 3ଟି କଲମ୍ ସହ ଗୋଟିଏ 2 dimensional array '''num''' ଘୋଷିତ କରିଛୁ
+
|ଉଦାହରଣ: ଏଠାରେ ଆମେ 2ଟି ରୋ ଓ 3ଟି କଲମ୍ ସହ ଗୋଟିଏ 2 dimensional array '''num''' ଘୋଷିତ କରିଛୁ
 +
 
 
|-
 
|-
| 01:21
+
|01:21
| ଏବେ ଏକ ଉଦାହରଣ ଦେଖିବା
+
|ଏବେ ଏକ ଉଦାହରଣ ଦେଖିବା
 +
 
 
|-
 
|-
| 01:23
+
|01:23
| ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
+
|ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
 +
 
 
|-
 
|-
 
|01:28
 
|01:28
| ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''2d hyphen array dot c'''
+
|ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''2d hyphen array dot c'''
 +
 
 
|-
 
|-
 
|01:33
 
|01:33
| ଏହି ପ୍ରୋଗ୍ରାମ୍ରେ, ଆମେ '''2 dimensional array'''ର ଏଲିମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
+
|ଏହି ପ୍ରୋଗ୍ରାମ୍‍ ରେ, ଆମେ '''2 dimensional array'''ର ଏଲିମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
 +
 
 
|-
 
|-
 
|01:41
 
|01:41
| ମୁଁ ଏବେ କୋଡ୍ ଏକ୍ସପ୍ଲେନ୍ କରୁଛି
+
|ମୁଁ ଏବେ କୋଡ୍ ଏକ୍ସପ୍ଲେନ୍ କରୁଛି
 +
 
 
|-
 
|-
 
|01:44
 
|01:44
| ଏହା ହେଉଛି '''header file'''
+
|ଏହା ହେଉଛି '''header file'''
 +
 
 
|-
 
|-
 
|01:46
 
|01:46
| ଏହା ହେଉଛି '''main()''' ଫଙ୍କସନ୍
+
|ଏହା ହେଉଛି '''main()''' ଫଙ୍କସନ୍
 +
 
 
|-
 
|-
 
|01:49
 
|01:49
| ଏଠାରେ ଆମେ i ଓ j ଭେରିଏବଲ୍ ଡିକ୍ଲେର୍ କରିଛେ
+
|ଏଠାରେ ଆମେ i ଓ j ଭେରିଏବଲ୍ ଡିକ୍ଲେର୍ କରିଛେ
 +
 
 
|-
 
|-
| 01:53
+
|01:53
| ଏହାପରେ ଆମେ 3ଟି ରୋ ଓ 4ଟି କଲମ୍ ସହିତ num1  
+
|ଏହାପରେ ଆମେ 3ଟି ରୋ ଓ 4ଟି କଲମ୍ ସହିତ num1  
 +
 
 
|-
 
|-
| 01:58
+
|01:58
| ଓ ପୁନର୍ବାର 3ଟି ରୋ ଓ 4ଟି କଲମ୍ ସହ num2 ଡିକ୍ଲେର୍ କରିଛେ
+
|ଓ ପୁନର୍ବାର 3ଟି ରୋ ଓ 4ଟି କଲମ୍ ସହ num2 ଡିକ୍ଲେର୍ କରିଛେ
 +
 
 
|-
 
|-
| 02:03
+
|02:03
| num1 ଓ num2 ହେଉଛି 2 dimensional array
+
|num1 ଓ num2 ହେଉଛି 2 dimensional array
 +
 
 
|-
 
|-
| 02:07
+
|02:07
| ଏଠାରେ ୟୁଜର୍ ଠାରୁ ଇନ୍ପୁଟ୍ ଭାବେ ଆମେ '''num1''' ମାଟ୍ରିକ୍ସର ଏଲିମେଣ୍ଟ ନେଉ
+
|ଏଠାରେ ୟୁଜର୍ ଠାରୁ ଇନ୍ପୁଟ୍ ଭାବେ ଆମେ '''num1''' ମାଟ୍ରିକ୍ସର ଏଲିମେଣ୍ଟ ନେଉ
 +
 
 
|-
 
|-
 
|02:13
 
|02:13
| ଏଲିମେଣ୍ଟଗୁଡ଼ିକ row-wise ଷ୍ଟୋର୍ ହେବ
+
|ଏଲିମେଣ୍ଟଗୁଡ଼ିକ row-wise ଷ୍ଟୋର୍ ହେବ
 +
 
 
|-
 
|-
 
|02:16
 
|02:16
| ଆମେ i କୁ ରୋ ପାଇଁ ଓ j କୁ କଲମ୍ ପାଇଁ ବିଚାର କରିଛେ
+
|ଆମେ i କୁ ରୋ ପାଇଁ ଓ j କୁ କଲମ୍ ପାଇଁ ବିଚାର କରିଛେ
 +
 
 
|-
 
|-
 
|02:22
 
|02:22
| 0 ରୁ 2 ପର୍ଯ୍ୟନ୍ତ i ରନ୍ କରୁଥିବା କଣ୍ଡିସନ୍କୁ ଏହି '''for''' ଲୁପ୍ ଚେକ୍ କରିବ
+
|0 ରୁ 2 ପର୍ଯ୍ୟନ୍ତ i ରନ୍ କରୁଥିବା କଣ୍ଡିସନ୍‍ କୁ ଏହି '''for''' ଲୁପ୍ ଚେକ୍ କରିବ
 +
 
 
|-
 
|-
| 02:28
+
|02:28
| 0 ରୁ 3 ପର୍ଯ୍ୟନ୍ତ j ରନ୍ କରୁଥିବା କଣ୍ଡିସନ୍କୁ ଏହି '''for''' ଲୁପ୍ ଚେକ୍ କରିବ
+
|0 ରୁ 3 ପର୍ଯ୍ୟନ୍ତ j ରନ୍ କରୁଥିବା କଣ୍ଡିସନ୍‍ କୁ ଏହି '''for''' ଲୁପ୍ ଚେକ୍ କରିବ
 +
 
 
|-
 
|-
| 02:33
+
|02:33
| ସେହିପରି, ଆମେ ଏଠାରେ ୟୁଜର୍ ଠାରୁ ଇନପୁଟ୍ ଭାବେ '''num2''' ମାଟ୍ରିକ୍ସର ଏଲିମେଣ୍ଟଗୁଡ଼ିକୁ ନେଉ
+
|ସେହିପରି, ଆମେ ଏଠାରେ ୟୁଜର୍ ଠାରୁ ଇନପୁଟ୍ ଭାବେ '''num2''' ମାଟ୍ରିକ୍ସର ଏଲିମେଣ୍ଟଗୁଡ଼ିକୁ ନେଉ
 +
 
 
|-
 
|-
| 02:40
+
|02:40
| ଏଠାରେ '''num1''' ମାଟ୍ରିକ୍ସ ଡିସପ୍ଲେ କରୁଛେ
+
|ଏଠାରେ '''num1''' ମାଟ୍ରିକ୍ସ ଡିସପ୍ଲେ କରୁଛେ
 +
 
 
|-
 
|-
| 02:43
+
|02:43
| ଟର୍ମିନାଲ୍ ରେ ମାଟ୍ରିକ୍ସ ଆଲାଇନ୍ କରିବା ପାଇଁ ଏଠାରେ ପର୍ସେଣ୍ଟ୍ 3d ବ୍ୟବହୃତ ହୋଇଛି
+
|ଟର୍ମିନାଲ୍ ରେ ମାଟ୍ରିକ୍ସ ଆଲାଇନ୍ କରିବା ପାଇଁ ଏଠାରେ ପର୍ସେଣ୍ଟ୍ 3d ବ୍ୟବହୃତ ହୋଇଛି
 +
 
 
|-
 
|-
| 02:49
+
|02:49
| ଏବେ, '''num2''' ମାଟ୍ରିକ୍ସ ଡିସପ୍ଲେ କରିବା
+
|ଏବେ, '''num2''' ମାଟ୍ରିକ୍ସ ଡିସପ୍ଲେ କରିବା
 +
 
 
|-
 
|-
 
|02:52
 
|02:52
| ଏହାପରେ ଆମେ '''num1''' ମାଟ୍ରିକ୍ସ ଓ '''num2''' ମାଟ୍ରିକ୍ସ ମିଶାଇ ରେଜଲ୍ଟ ଡିସପ୍ଲେ କରିବା
+
|ଏହାପରେ ଆମେ '''num1''' ମାଟ୍ରିକ୍ସ ଓ '''num2''' ମାଟ୍ରିକ୍ସ ମିଶାଇ ରେଜଲ୍ଟ ଡିସପ୍ଲେ କରିବା
|-
+
 
| 02:59
+
| ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ୍
+
|-
+
| 03:01
+
| ସେଭ୍ ରେ କ୍ଲିକ୍ କରନ୍ତୁ
+
 
|-
 
|-
| 03:05
+
|02:59
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ୍
 +
 
 
|-
 
|-
| 03:07
+
|03:01
| କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଓ '''T''' ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
+
|ସେଭ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:15
+
|03:05
| କମ୍ପାଇଲ୍ କରିବା ପାଇଁ, '''gcc''' ସ୍ପେସ୍ '''2d''' ହାଇଫେନ୍ '''array''' ଡଟ୍ '''c''' ସ୍ପେସ୍ '''ହାଇଫେନ୍ o''' ସ୍ପେସ୍ '''arr''' ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 03:28
+
|03:07
| ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ, '''ଡଟ୍ ସ୍ଲାସ୍ ଏଆର୍ଆର୍''' (./arr), '''ଏଣ୍ଟର''' ଦାବନ୍ତୁ
+
|କୀ’ବୋର୍ଡରେ ଏକକାଳୀନ '''Ctrl, Alt''' '''T''' ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
| 03:34
+
|03:15
| ଏଠାରେ ଆମେ '''Enter the elements of 3 into 4 array num1''' ଦେଖୁଛେ
+
|କମ୍ପାଇଲ୍ କରିବା ପାଇଁ, '''gcc''' ସ୍ପେସ୍ '''2d''' ହାଇଫେନ୍ '''array''' ଡଟ୍ '''c''' ସ୍ପେସ୍ '''ହାଇଫେନ୍ o''' ସ୍ପେସ୍ '''arr''' ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 03:39
+
|03:28
| ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି
+
|ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ, '''ଡଟ୍ ସ୍ଲାସ୍ ଏଆର୍ଆର୍''' (./arr), '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 03:52
+
|03:34
| ଏବେ ଆମେ '''Enter the elements of 3 into 4 array num2''' ଦେଖୁଛେ
+
|ଏଠାରେ ଆମେ '''Enter the elements of 3 into 4 array num1''' ଦେଖୁଛେ
 +
 
 
|-
 
|-
| 03:57
+
|03:39
| ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି  
+
|ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି
 +
 
 
|-
 
|-
| 04:10
+
|03:52
| ଆଉଟପୁଟ୍ ଡିସପ୍ଲେ ହେଲା
+
|ଏବେ ଆମେ '''Enter the elements of 3 into 4 array num2''' ଦେଖୁଛେ
 +
 
 
|-
 
|-
| 04:13
+
|03:57
| ଏଠାରେ ଆମେ num1 ମାଟ୍ରିକ୍ସ ଦେଖିପାରୁଛେ
+
|ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି
 +
 
 
|-
 
|-
| 04:16
+
|04:10
| ଏଠାରେ ଆମେ num2 ମାଟ୍ରିକ୍ସ ଦେଖିପାରୁଛେ
+
|ଆଉଟପୁଟ୍ ଡିସପ୍ଲେ ହେଲା
 +
 
 
|-
 
|-
| 04:20
+
|04:13
| ଓ ଏହା ହେଉଛି num1 ଓ num2ର ସମଷ୍ଟି
+
|ଏଠାରେ ଆମେ num1 ମାଟ୍ରିକ୍ସ ଦେଖିପାରୁଛେ
 +
 
 
|-
 
|-
| 04:24
+
|04:16
| ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
+
|ଏଠାରେ ଆମେ num2 ମାଟ୍ରିକ୍ସ ଦେଖିପାରୁଛେ
 +
 
 
|-
 
|-
| 04:29
+
|04:20
| ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି, ଏହାକୁ ଖୋଲି ବର୍ଣ୍ଣନା କରିବି
+
|ଓ ଏହା ହେଉଛି num1 ଓ num2ର ସମଷ୍ଟି
 +
 
 
|-
 
|-
| 04:34
+
|04:24
| ଏହା ହେଉଛି C++ରେ '''2 Dimensional arrays''' ପାଇଁ ପ୍ରୋଗ୍ରାମ୍
+
|ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
 +
 
 
|-
 
|-
| 04:38
+
|04:29
| ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''2d hyphen array dot cpp'''
+
|ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି, ଏହାକୁ ଖୋଲି ବର୍ଣ୍ଣନା କରିବି
 +
 
 
|-
 
|-
| 04:43
+
|04:34
| ଏକ୍ସଟେନ୍ସନ୍ ହେଉଛି '''ଡଟ୍ ସିପିପି''' (.cpp)
+
|ଏହା ହେଉଛି C++ରେ '''2 Dimensional arrays''' ପାଇଁ ପ୍ରୋଗ୍ରାମ୍
 +
 
 
|-
 
|-
| 04:47
+
|04:38
| ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
+
|ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''2d hyphen array dot cpp'''
 +
 
 
|-
 
|-
| 04:50
+
|04:43
| ଏହା ହେଉଛି '''iostream''' ଭାବରେ ହେଡର୍ ଫାଇଲ୍
+
|ଏକ୍ସଟେନ୍ସନ୍ ହେଉଛି '''ଡଟ୍ ସିପିପି''' (.cpp)
 +
 
 
|-
 
|-
| 04:53
+
|04:47
| ଏହା ହେଉଛି '''using''' ଷ୍ଟେଟମେଣ୍ଟ୍
+
|ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
 +
 
 
|-
 
|-
| 04:56
+
|04:50
| ଏହା ହେଉଛି '''main()''' ଫଙ୍କସନ
+
|ଏହା ହେଉଛି '''iostream''' ଭାବରେ ହେଡର୍ ଫାଇଲ୍
 +
 
 
|-
 
|-
| 04:58
+
|04:53
| ଏଠାରେ '''cout''' ଫଙ୍କସନ୍ ଅଛି, କାରଣ C++ରେ ଆଉଟପୁଟ୍ ପ୍ରିଣ୍ଟ କରିବା ପାଇଁ '''cout''' ବ୍ୟବହାର କରାଯାଏ
+
|ଏହା ହେଉଛି '''using''' ଷ୍ଟେଟମେଣ୍ଟ୍
 +
 
 
|-
 
|-
| 05:06
+
|04:56
| ଆମ ପାଖରେ '''cin''' ଫଙ୍କସନ୍ ଅଛି. C++ରେ ଏକ ଲାଇନ୍ ପଢ଼ିବା ପାଇଁ '''cin''' ବ୍ୟବହାର କରାଯାଏ
+
|ଏହା ହେଉଛି '''main()''' ଫଙ୍କସନ
 +
 
 
|-
 
|-
| 05:13
+
|04:58
| ଏଠାରେ, ଆମେ '''/ t ''' ବିଟ୍, ମାନେ ହୋରାଇଜୋଣ୍ଟାଲ୍ ଟ୍ୟାବ୍ ବ୍ୟବହାର କରିଛେ, ଯାହା 4ଟି ସ୍ପେସ୍ ସହ ସମାନ
+
|ଏଠାରେ '''cout''' ଫଙ୍କସନ୍ ଅଛି, କାରଣ C++ରେ ଆଉଟପୁଟ୍ ପ୍ରିଣ୍ଟ କରିବା ପାଇଁ '''cout''' ବ୍ୟବହାର କରାଯାଏ
 +
 
 
|-
 
|-
| 05:21
+
|05:06
| ବାକି କୋଡ୍ C କୋଡ୍ ଭଳି ସମାନ ଅଟେ
+
|ଆମ ପାଖରେ '''cin''' ଫଙ୍କସନ୍ ଅଛି. C++ରେ ଏକ ଲାଇନ୍ ପଢ଼ିବା ପାଇଁ '''cin''' ବ୍ୟବହାର କରାଯାଏ
 +
 
 
|-
 
|-
| 05:25
+
|05:13
| ସେଭ୍ କ୍ଲିକ୍ କରନ୍ତୁ
+
|ଏଠାରେ, ଆମେ '''/ t ''' ବିଟ୍, ମାନେ ହୋରାଇଜୋଣ୍ଟାଲ୍ ଟ୍ୟାବ୍ ବ୍ୟବହାର କରିଛେ, ଯାହା 4ଟି ସ୍ପେସ୍ ସହ ସମାନ
 +
 
 
|-
 
|-
| 05:27
+
|05:21
| ଏକଜେକ୍ୟୁଟ୍ କରିବା
+
|ବାକି କୋଡ୍ C କୋଡ୍ ଭଳି ସମାନ ଅଟେ
 +
 
 
|-
 
|-
| 05:28
+
|05:25
| ଟର୍ମିନାଲ୍କୁ ଫେରିଆସନ୍ତୁ
+
|ସେଭ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:31
+
|05:27
| ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
+
|ଏକଜେକ୍ୟୁଟ୍ କରିବା,ଟର୍ମିନାଲ୍କୁ ଫେରିଆସନ୍ତୁ
 +
 
 
|-
 
|-
| 05:33
+
|05:31
| କମ୍ପାଇଲ୍ କରିବା ପାଇଁ, '''g++ ସ୍ପେସ୍ 2d ହାଇଫେନ୍ array ଡଟ୍ cpp  ହାଇଫେନ୍ o ସ୍ପେସ୍ arr1''' ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
+
|ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
 +
 
 
|-
 
|-
| 05:47
+
|05:33
| ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ, '''ଡଟ୍ ସ୍ଲାସ୍ ଏଆର୍ଆର୍1''' (./arr1), ଏଣ୍ଟର ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ, '''g++ ସ୍ପେସ୍ 2d ହାଇଫେନ୍ array ଡଟ୍ cpp  ହାଇଫେନ୍ o ସ୍ପେସ୍ arr1''' ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 05:52
+
|05:47
| ଏଠାରେ ଆମେ '''Enter the elements of 3 into 4 array num1''' ଦେଖୁଛେ
+
|ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ, '''ଡଟ୍ ସ୍ଲାସ୍ ଏଆର୍ଆର୍1''' (./arr1), ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 05:57
+
|05:52
| ମୁଁ ଭାଲ୍ୟୁ ଏଣ୍ଟର୍‍ କରିବି
+
|ଏଠାରେ ଆମେ '''Enter the elements of 3 into 4 array num1''' ଦେଖୁଛେ
 +
 
 
|-
 
|-
| 06:07
+
|05:57
| ଏବେ ଆମେ '''Enter the elements of 3 into 4 array num2''' ଦେଖୁଛେ
+
|ମୁଁ ଭାଲ୍ୟୁ ଏଣ୍ଟର୍‍ କରିବି
 +
 
 
|-
 
|-
| 06:13
+
|06:07
| ମୁଁ ଏହିପରି ଭାଲ୍ୟୁ ଦେବି:
+
|ଏବେ ଆମେ '''Enter the elements of 3 into 4 array num2''' ଦେଖୁଛେ
 +
 
 
|-
 
|-
| 06:24
+
|06:13
| ଆଉଟପୁଟ୍ ଡିସପ୍ଲେ ହେଲା
+
|ମୁଁ ଏହିପରି ଭାଲ୍ୟୁ ଦେବି:
 +
 
 
|-
 
|-
| 06:26
+
|06:24
| ଆମେ num1 ମାଟ୍ରିକ୍ସ, num2 ମାଟ୍ରିକ୍ସ ଦେଖିପାରୁଛେ
+
|ଆଉଟପୁଟ୍ ଡିସପ୍ଲେ ହେଲା
 +
 
 
|-
 
|-
| 06:31
+
|06:26
| ଓ ଏହା ହେଉଛି num1 ଓ num2ର ସମଷ୍ଟି
+
|ଆମେ num1 ମାଟ୍ରିକ୍ସ, num2 ମାଟ୍ରିକ୍ସ ଦେଖିପାରୁଛେ
 +
 
 
|-
 
|-
| 06:36
+
|06:31
| ଏହା ଆମକୁ ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ
+
|ଏହା ହେଉଛି num1 ଓ num2ର ସମଷ୍ଟି
 +
 
 
|-
 
|-
| 06:39
+
|06:36
| ସ୍ଲାଇଡ୍କୁ ଫେରିଆସନ୍ତୁ. ସଂକ୍ଷିପ୍ତରେ
+
|ଏହା ଆମକୁ ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
 +
 
 
|-
 
|-
| 06:43
+
|06:39
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
+
|ସ୍ଲାଇଡ୍ସ କୁ ଫେରିଆସନ୍ତୁ. ସଂକ୍ଷିପ୍ତରେ
 +
 
 
|-
 
|-
| 06:45
+
|06:43
| *2D arrayରେ ଏଲିମେଣ୍ଟ ଆଡ୍ କରିବା
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
 +
 
 
|-
 
|-
| 06:48
+
|06:45
| *2D array ପ୍ରିଣ୍ଟ କରିବା
+
|2D arrayରେ ଏଲିମେଣ୍ଟ ଆଡ୍ କରିବା
 +
 
 
|-
 
|-
| 06:50
+
|06:48
| * ଓ '''2Dimensional array'''ର ସମଷ୍ଟିକୁ ଗଣନା କରିବା
+
|2D array ପ୍ରିଣ୍ଟ କରିବା
 +
 
 
|-
 
|-
| 06:54
+
|06:50
| ଏକ ଆସାଇନ୍ମେଣ୍ଟ୍ ଭାବେ:
+
|ଓ '''2Dimensional array'''ର ସମଷ୍ଟିକୁ ଗଣନା କରିବା
 +
 
 
|-
 
|-
| 06:55
+
|06:54
| ଏପରି ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଇନପୁଟ୍ ଭାବେ ଦୁଇଟି '''2Dimensional array''' ନେବ
+
|ଏକ ଆସାଇନ୍ମେଣ୍ଟ୍ ଭାବେ:,ଏପରି ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଇନପୁଟ୍ ଭାବେ ଦୁଇଟି '''2Dimensional array''' ନେବ
 +
 
 
|-
 
|-
| 07:01
+
|07:01
| ସେଗୁଡ଼ିକୁ ବିଭାଜନ କରି ପରିଣାମ ଦେଖନ୍ତୁ
+
|ସେଗୁଡ଼ିକୁ ବିଭାଜନ କରି ପରିଣାମ ଦେଖନ୍ତୁ
 +
 
 
|-
 
|-
| 07:05
+
|07:05
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ:
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ:
 +
 
 
|-
 
|-
| 07:08
+
|07:08
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 07:11
+
|07:11
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 07:15
+
|07:15
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 07:17
+
|07:17
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 07:21
+
|07:21
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 07:25
+
|07:25
| ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
 
|07:32
 
|07:32
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 07:36
+
|07:36
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 07:43
+
|07:43
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 07:48
+
|07:48
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
 
|-
 
|-
| 07:54
+
|07:54
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 15:57, 3 April 2017

Time Narration
00:01 CC++ରେ 2 Dimensional Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା-
00:10 2 Dimensional Array କ’ଣ
00:13 ଆମେ ଏହାକୁ ଉଦାହରଣ ମାଧ୍ୟମରେ ଦେଖିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:18 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.10,
00:22 gccg++ Compiler ଭର୍ସନ୍ 4.6.1
00:29 2 dimensional Arrayର ପରିଚୟ ସହ ଆରମ୍ଭ କରିବା
00:33 ଏକ ରୋ’ କଲମ୍ ମେଟ୍ରିକ୍ସରେ 2D arrays ଷ୍ଟୋର୍ ହୁଏ
00:38 ବାମ ଇଣ୍ଡେକ୍ସ ରୋ’ ସୂଚିତ କରେ
00:41 ଡାହାଣ ଇଣ୍ଡେକ୍ସ କଲମ୍ ସୂଚିତ କରେ
00:44 C ଓ C++ରେ ଗୋଟିଏ ମାଟ୍ରିକ୍ସ କିମ୍ବା ଆରେର ପ୍ରାରମ୍ଭ ଇଣ୍ଡେକ୍ସ ସବୁବେଳେ 0 ହୋଇଥାଏ
00:52 ଏହା ହେଉଛି ଗୋଟିଏ ରୋ’ କଲମ୍ ମାଟ୍ରିକ୍ସରେ ଏକ 2 Dimensional array
00:58 ପ୍ରାରମ୍ଭିକ ଇଣ୍ଡେକ୍ସ ହେଉଛି 0
01:01 ଏବେ ଦେଖିବା, 2 dimensional array କିପରି ଘୋଷିତ ହୁଏ
01:04 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:07 data-type ,array name, row and column.
01:13 ଉଦାହରଣ: ଏଠାରେ ଆମେ 2ଟି ରୋ ଓ 3ଟି କଲମ୍ ସହ ଗୋଟିଏ 2 dimensional array num ଘୋଷିତ କରିଛୁ
01:21 ଏବେ ଏକ ଉଦାହରଣ ଦେଖିବା
01:23 ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
01:28 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି 2d hyphen array dot c
01:33 ଏହି ପ୍ରୋଗ୍ରାମ୍‍ ରେ, ଆମେ 2 dimensional arrayର ଏଲିମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
01:41 ମୁଁ ଏବେ କୋଡ୍ ଏକ୍ସପ୍ଲେନ୍ କରୁଛି
01:44 ଏହା ହେଉଛି header file
01:46 ଏହା ହେଉଛି main() ଫଙ୍କସନ୍
01:49 ଏଠାରେ ଆମେ i ଓ j ଭେରିଏବଲ୍ ଡିକ୍ଲେର୍ କରିଛେ
01:53 ଏହାପରେ ଆମେ 3ଟି ରୋ ଓ 4ଟି କଲମ୍ ସହିତ num1
01:58 ଓ ପୁନର୍ବାର 3ଟି ରୋ ଓ 4ଟି କଲମ୍ ସହ num2 ଡିକ୍ଲେର୍ କରିଛେ
02:03 num1 ଓ num2 ହେଉଛି 2 dimensional array
02:07 ଏଠାରେ ୟୁଜର୍ ଠାରୁ ଇନ୍ପୁଟ୍ ଭାବେ ଆମେ num1 ମାଟ୍ରିକ୍ସର ଏଲିମେଣ୍ଟ ନେଉ
02:13 ଏଲିମେଣ୍ଟଗୁଡ଼ିକ row-wise ଷ୍ଟୋର୍ ହେବ
02:16 ଆମେ i କୁ ରୋ ପାଇଁ ଓ j କୁ କଲମ୍ ପାଇଁ ବିଚାର କରିଛେ
02:22 0 ରୁ 2 ପର୍ଯ୍ୟନ୍ତ i ରନ୍ କରୁଥିବା କଣ୍ଡିସନ୍‍ କୁ ଏହି for ଲୁପ୍ ଚେକ୍ କରିବ
02:28 0 ରୁ 3 ପର୍ଯ୍ୟନ୍ତ j ରନ୍ କରୁଥିବା କଣ୍ଡିସନ୍‍ କୁ ଏହି for ଲୁପ୍ ଚେକ୍ କରିବ
02:33 ସେହିପରି, ଆମେ ଏଠାରେ ୟୁଜର୍ ଠାରୁ ଇନପୁଟ୍ ଭାବେ num2 ମାଟ୍ରିକ୍ସର ଏଲିମେଣ୍ଟଗୁଡ଼ିକୁ ନେଉ
02:40 ଏଠାରେ num1 ମାଟ୍ରିକ୍ସ ଡିସପ୍ଲେ କରୁଛେ
02:43 ଟର୍ମିନାଲ୍ ରେ ମାଟ୍ରିକ୍ସ ଆଲାଇନ୍ କରିବା ପାଇଁ ଏଠାରେ ପର୍ସେଣ୍ଟ୍ 3d ବ୍ୟବହୃତ ହୋଇଛି
02:49 ଏବେ, num2 ମାଟ୍ରିକ୍ସ ଡିସପ୍ଲେ କରିବା
02:52 ଏହାପରେ ଆମେ num1 ମାଟ୍ରିକ୍ସ ଓ num2 ମାଟ୍ରିକ୍ସ ମିଶାଇ ରେଜଲ୍ଟ ଡିସପ୍ଲେ କରିବା
02:59 ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍
03:01 ସେଭ୍ ରେ କ୍ଲିକ୍ କରନ୍ତୁ
03:05 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
03:07 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
03:15 କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ 2d ହାଇଫେନ୍ array ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ arr ଟାଇପ୍ କରି ଏଣ୍ଟର ଦାବନ୍ତୁ
03:28 ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ, ଡଟ୍ ସ୍ଲାସ୍ ଏଆର୍ଆର୍ (./arr), ଏଣ୍ଟର ଦାବନ୍ତୁ
03:34 ଏଠାରେ ଆମେ Enter the elements of 3 into 4 array num1 ଦେଖୁଛେ
03:39 ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି
03:52 ଏବେ ଆମେ Enter the elements of 3 into 4 array num2 ଦେଖୁଛେ
03:57 ମୁଁ ଏବେ ଭାଲ୍ୟୁ ଏଣ୍ଟର୍‍ କରିବି
04:10 ଆଉଟପୁଟ୍ ଡିସପ୍ଲେ ହେଲା
04:13 ଏଠାରେ ଆମେ num1 ମାଟ୍ରିକ୍ସ ଦେଖିପାରୁଛେ
04:16 ଏଠାରେ ଆମେ num2 ମାଟ୍ରିକ୍ସ ଦେଖିପାରୁଛେ
04:20 ଓ ଏହା ହେଉଛି num1 ଓ num2ର ସମଷ୍ଟି
04:24 ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
04:29 ମୁଁ ଏହି ପ୍ରୋଗ୍ରାମ୍ ତିଆରି କରିସାରିଛି, ଏହାକୁ ଖୋଲି ବର୍ଣ୍ଣନା କରିବି
04:34 ଏହା ହେଉଛି C++ରେ 2 Dimensional arrays ପାଇଁ ପ୍ରୋଗ୍ରାମ୍
04:38 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି 2d hyphen array dot cpp
04:43 ଏକ୍ସଟେନ୍ସନ୍ ହେଉଛି ଡଟ୍ ସିପିପି (.cpp)
04:47 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
04:50 ଏହା ହେଉଛି iostream ଭାବରେ ହେଡର୍ ଫାଇଲ୍
04:53 ଏହା ହେଉଛି using ଷ୍ଟେଟମେଣ୍ଟ୍
04:56 ଏହା ହେଉଛି main() ଫଙ୍କସନ
04:58 ଏଠାରେ cout ଫଙ୍କସନ୍ ଅଛି, କାରଣ C++ରେ ଆଉଟପୁଟ୍ ପ୍ରିଣ୍ଟ କରିବା ପାଇଁ cout ବ୍ୟବହାର କରାଯାଏ
05:06 ଆମ ପାଖରେ cin ଫଙ୍କସନ୍ ଅଛି. C++ରେ ଏକ ଲାଇନ୍ ପଢ଼ିବା ପାଇଁ cin ବ୍ୟବହାର କରାଯାଏ
05:13 ଏଠାରେ, ଆମେ / t ବିଟ୍, ମାନେ ହୋରାଇଜୋଣ୍ଟାଲ୍ ଟ୍ୟାବ୍ ବ୍ୟବହାର କରିଛେ, ଯାହା 4ଟି ସ୍ପେସ୍ ସହ ସମାନ
05:21 ବାକି କୋଡ୍ C କୋଡ୍ ଭଳି ସମାନ ଅଟେ
05:25 ସେଭ୍ କ୍ଲିକ୍ କରନ୍ତୁ
05:27 ଏକଜେକ୍ୟୁଟ୍ କରିବା,ଟର୍ମିନାଲ୍କୁ ଫେରିଆସନ୍ତୁ
05:31 ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
05:33 କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ 2d ହାଇଫେନ୍ array ଡଟ୍ cpp ହାଇଫେନ୍ o ସ୍ପେସ୍ arr1 ଟାଇପ୍ କରି ଏଣ୍ଟର ଦାବନ୍ତୁ
05:47 ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ, ଡଟ୍ ସ୍ଲାସ୍ ଏଆର୍ଆର୍1 (./arr1), ଏଣ୍ଟର ଦାବନ୍ତୁ
05:52 ଏଠାରେ ଆମେ Enter the elements of 3 into 4 array num1 ଦେଖୁଛେ
05:57 ମୁଁ ଭାଲ୍ୟୁ ଏଣ୍ଟର୍‍ କରିବି
06:07 ଏବେ ଆମେ Enter the elements of 3 into 4 array num2 ଦେଖୁଛେ
06:13 ମୁଁ ଏହିପରି ଭାଲ୍ୟୁ ଦେବି:
06:24 ଆଉଟପୁଟ୍ ଡିସପ୍ଲେ ହେଲା
06:26 ଆମେ num1 ମାଟ୍ରିକ୍ସ, num2 ମାଟ୍ରିକ୍ସ ଦେଖିପାରୁଛେ
06:31 ଓ ଏହା ହେଉଛି num1 ଓ num2ର ସମଷ୍ଟି
06:36 ଏହା ଆମକୁ ଟ୍ୟୁଟୋରିଆଲ୍‍ ର ସମାପ୍ତିକୁ ଆଣେ
06:39 ସ୍ଲାଇଡ୍ସ କୁ ଫେରିଆସନ୍ତୁ. ସଂକ୍ଷିପ୍ତରେ
06:43 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
06:45 2D arrayରେ ଏଲିମେଣ୍ଟ ଆଡ୍ କରିବା
06:48 2D array ପ୍ରିଣ୍ଟ କରିବା
06:50 2Dimensional arrayର ସମଷ୍ଟିକୁ ଗଣନା କରିବା
06:54 ଏକ ଆସାଇନ୍ମେଣ୍ଟ୍ ଭାବେ:,ଏପରି ପ୍ରୋଗ୍ରାମ୍ ଲେଖନ୍ତୁ, ଯାହା ୟୁଜର୍ ଠାରୁ ଇନପୁଟ୍ ଭାବେ ଦୁଇଟି 2Dimensional array ନେବ
07:01 ସେଗୁଡ଼ିକୁ ବିଭାଜନ କରି ପରିଣାମ ଦେଖନ୍ତୁ
07:05 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ:
07:08 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:11 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:17 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:21 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:25 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍‍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
07:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:36 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:43 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:48 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:54 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep