Difference between revisions of "C-and-Cpp/C2/Nested-If-And-Switch-Statement/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || Time || Narration |- | 00:01 | '''C ଓ C++''' ରେ '''Nested if''' ଓ '''Switch''' ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ...")
 
 
Line 1: Line 1:
{| border=1
+
{| Border = 1
|| Time
+
|| '''Time'''
|| Narration
+
||'''Narration'''
 +
 
 
|-
 
|-
| 00:01
+
|00:01
| '''C ଓ C++''' ରେ '''Nested if''' ଓ '''Switch''' ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|'''C ଓ C++''' ରେ '''Nested if''' ଓ '''Switch''' ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:07
+
|00:07
|   ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
 
|-
 
|-
| 00:09
+
|00:09
| '''nested if''' ଷ୍ଟେଟମେଣ୍ଟ ଓ  
+
|'''nested if''' ଷ୍ଟେଟମେଣ୍ଟ ଓ  
 +
 
 
|-
 
|-
| 00:12
+
|00:12
| '''switch''' ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ
+
|'''switch''' ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ,କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
 +
 
 
|-
 
|-
| 00:13
+
|00:17
| କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
 +
 
 
|-
 
|-
|   00:17
+
|00:20
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
+
|'''ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍''' ଭର୍ସନ୍ 11.10
 +
 
 
|-
 
|-
| 00:20
+
|00:24
| '''ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍''' ଭର୍ସନ୍ 11.10
+
|ଉବୁଣ୍ଟୁରେ '''gcc ଓ g++ କମ୍ପାଇଲର୍''' ଭର୍ସନ୍ 4.6.1
 +
 
 
|-
 
|-
| 00:24
+
|00:30
| ଉବୁଣ୍ଟୁରେ '''gcc g++ କମ୍ପାଇଲର୍''' ଭର୍ସନ୍ 4.6.1
+
|ପ୍ରଥମେ '''nested if''' ଓ '''switch''' ଷ୍ଟେଟମେଣ୍ଟ କିପରି ଲେଖାଯାଏ ଏକ ଉଦାହରଣ ସାହାଯ୍ୟରେ ଶିଖିବା
 +
 
 
|-
 
|-
| 00:30
+
|00:36
| ପ୍ରଥମେ '''nested if''' ଓ '''switch''' ଷ୍ଟେଟମେଣ୍ଟ କିପରି ଲେଖାଯାଏ ଏକ ଉଦାହରଣ ସାହାଯ୍ୟରେ ଶିଖିବା
+
|ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
 +
 
 
|-
 
|-
| 00:36
+
|00:39
| ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
+
|ଆସନ୍ତୁ ଦେଖିବା,ଏହି ପ୍ରୋଗ୍ରାମ୍ ରେ ଇଣ୍ଟିଜର୍ ର ରେଞ୍ଜ ଚେକ୍ କରିବା ଶିଖିବା
 +
 
 
|-
 
|-
| 00:39
+
|00:45
| ଆସନ୍ତୁ ଦେଖିବା
+
|ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି '''nested-if.c'''
 +
 
 
|-
 
|-
| 00:40
+
|00:50
| ଏହି ପ୍ରୋଗ୍ରାମ୍ ରେ ଇଣ୍ଟିଜର୍ ର ରେଞ୍ଜ ଚେକ୍ କରିବା ଶିଖିବା
+
|ମୁଁ କୋଡ୍ ବର୍ଣ୍ଣନା କରୁଛି
 +
 
 
|-
 
|-
|   00:45
+
|00:52
| ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି '''nested-if.c'''
+
|ଏହା ହେଉଛି ହେଡର୍ ଫାଇଲ୍
 +
 
 
|-
 
|-
|   00:50
+
|00:54
| ମୁଁ କୋଡ୍ ବର୍ଣ୍ଣନା କରୁଛି
+
|ଏହା ହେଉଛି main() ଫଙ୍କସନ
 +
 
 
|-
 
|-
| 00:52
+
|00:56
| ଏହା ହେଉଛି ହେଡର୍ ଫାଇଲ୍
+
|main() ଫଙ୍କସନ ଭିତରେ ଆମେ ଦୁଇଟି ଇଣ୍ଟିଜର ଭେରିଏବଲ୍ ''''x ଓ y'''' ଘୋଷିତ କରିଛେ
 +
 
 
|-
 
|-
| 00:54
+
|01:02
| ଏହା ହେଉଛି main() ଫଙ୍କସନ
+
|ଏଠାରେ ଆମେ ''' 0 ରୁ 39''' ମଧ୍ୟରେ ଗୋଟିଏ ନମ୍ବର ଏଣ୍ଟର କରିବାକୁ ୟୁଜର୍ ଙ୍କୁ କହିଥାଉ
 +
 
 
|-
 
|-
| 00:56
+
|01:08
| main() ଫଙ୍କସନ ଭିତରେ ଆମେ ଦୁଇଟି ଇଣ୍ଟିଜର ଭେରିଏବଲ୍ ''''x ଓ y'''' ଘୋଷିତ କରିଛେ
+
|ଆମେ ୟୁଜର୍ ଠାରୁ ଇନପୁଟ ଭାବେ '''y'''ର ଭାଲ୍ୟୁ ନେଉ
 +
 
 
|-
 
|-
|   01:02
+
|01:12
| ଏଠାରେ ଆମେ ''' 0 ରୁ 39''' ମଧ୍ୟରେ ଗୋଟିଏ ନମ୍ବର ଏଣ୍ଟର କରିବାକୁ ୟୁଜର୍ ଙ୍କୁ କହିଥାଉ
+
|ଏହା ହେଉଛି '''if''' କଣ୍ଡିସନ
 +
 
 
|-
 
|-
| 01:08
+
|01:14
| ଆମେ ୟୁଜର୍ ଠାରୁ ଇନପୁଟ ଭାବେ '''y'''ର ଭାଲ୍ୟୁ ନେଉ
+
|ଏଠାରେ, y/10=0 କି ନୁହେଁ ଆମେ ଯାଞ୍ଚ କରିବା
 +
 
 
|-
 
|-
| 01:12
+
|01:19
| ଏହା ହେଉଛି '''if''' କଣ୍ଡିସନ
+
|ଯଦି କଣ୍ଡିସନ ଟ୍ରୁ, ତେବେ,ଆମେ '''"you have entered the number in the range of 0-9" ''' ପ୍ରିଣ୍ଟ କରିବା
 +
 
 
|-
 
|-
|   01:14
+
|01:25
| ଏଠାରେ, y/10=0 କି ନୁହେଁ ଆମେ ଯାଞ୍ଚ କରିବା
+
|ଏହା ହେଉଛି '''else-if''' କଣ୍ଡିସନ
 +
 
 
|-
 
|-
| 01:19
+
|01:28
| ଯଦି କଣ୍ଡିସନ ଟ୍ରୁ, ତେବେ
+
|ଏଠାରେ ଆମେ “y/10 = 1” ବୋଲି ଯାଞ୍ଚ କରିବା
 +
 
 
|-
 
|-
| 01:20
+
|01:32
| ଆମେ '''"you have entered the number in the range of 0-9" ''' ପ୍ରିଣ୍ଟ କରିବା
+
|ଯଦି କଣ୍ଡିସନ ଟ୍ରୁ, ତେବେ
 +
 
 
|-
 
|-
| 01:25
+
|01:34
| ଏହା ହେଉଛି '''else-if''' କଣ୍ଡିସନ
+
|ଆମେ '''"you have entered a number in the range of 10-19" ''' ପ୍ରିଣ୍ଟ କରିବା
 +
 
 
|-
 
|-
| 01:28
+
|01:39
| ଏଠାରେ ଆମେ “y/10 = 1” ବୋଲି ଯାଞ୍ଚ କରିବା
+
|ଏହି '''else if''' କଣ୍ଡିସନ୍ ରେ, ସେହି ସଂଖ୍ୟା 20 ରୁ 29 ଭିତରେ ଅଛି କି ନାହିଁ ଯାଞ୍ଚ କରିବା
 +
 
 
|-
 
|-
| 01:32
+
|01:45
| ଯଦି କଣ୍ଡିସନ ଟ୍ରୁ, ତେବେ
+
|ଓ ଏଠାରେ ଆମେ ସଂଖ୍ୟା 30 ରୁ 39 ରେଞ୍ଜ ଭିତରେ ଥିବାର ଦେଖିବା
 +
 
 
|-
 
|-
| 01:34
+
|01:51
| ଆମେ '''"you have entered a number in the range of 10-19" ''' ପ୍ରିଣ୍ଟ କରିବା
+
|ଏହା ହେଉଛି '''else''' କଣ୍ଡିସନ
 +
 
 
|-
 
|-
|   01:39
+
|01:53
| ଏହି '''else if''' କଣ୍ଡିସନ୍ ରେ, ସେହି ସଂଖ୍ୟା 20 ରୁ 29 ଭିତରେ ଅଛି କି ନାହିଁ ଯାଞ୍ଚ କରିବା
+
|ଯଦି ଉପରୋକ୍ତ ସମସ୍ତ କଣ୍ଡିସନ ଫଲ୍ସ, ତେବେ
 +
 
 
|-
 
|-
| 01:45
+
|01:55
| ଓ ଏଠାରେ ଆମେ ସଂଖ୍ୟା 30 ରୁ 39 ରେଞ୍ଜ ଭିତରେ ଥିବାର ଦେଖିବା
+
|ଆମେ '''"number not in range" ''' ପ୍ରିଣ୍ଟ କରିବା
 +
 
 
|-
 
|-
| 01:51
+
|01:58
| ଏହା ହେଉଛି '''else''' କଣ୍ଡିସନ
+
|ଏହା ହେଉଛି '''return''' ଷ୍ଟେଟମେଣ୍ଟ
 +
 
 
|-
 
|-
| 01:53
+
|02:01
| ଯଦି ଉପରୋକ୍ତ ସମସ୍ତ କଣ୍ଡିସନ ଫଲ୍ସ, ତେବେ
+
|ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ କରିବା
 +
 
 
|-
 
|-
| 01:55
+
|02:03
| ଆମେ '''"number not in range" ''' ପ୍ରିଣ୍ଟ କରିବା
+
|କୀ’ ବୋର୍ଡରେ ଏକକାଳୀନ '''Ctrl+Alt''' ଓ '''T'''  ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
| 01:58
+
|02:12
| ଓ ଏହା ହେଉଛି '''return''' ଷ୍ଟେଟମେଣ୍ଟ
+
|ଏକଜେକ୍ୟୁଟ କରିବା ପାଇଁ '''gcc space nested-if.c space hyphen o space nested''' ଟାଇପ କରନ୍ତୁ. '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 02:01
+
|02:23
| ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ କରିବା
+
|ଟାଇପ କରନ୍ତୁ '''ଡଟ୍ ସ୍ଲାସ ନେଷ୍ଟେଡ୍''' (./nested). '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 02:03
+
|02:28
| କୀ’ ବୋର୍ଡରେ ଏକକାଳୀନ '''Ctrl+Alt''' ଓ '''T'''  ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
+
|'''Enter a number between 0 to 39''' ଡିସପ୍ଲେ ହେବ
 +
 
 
|-
 
|-
| 02:12
+
|02:32 
| ଏକଜେକ୍ୟୁଟ କରିବା ପାଇଁ '''gcc space nested-if.c space hyphen o space nested''' ଟାଇପ କରନ୍ତୁ. '''ଏଣ୍ଟର''' ଦାବନ୍ତୁ
+
|ମୁଁ '''12''' ଏଣ୍ଟର କରିବି
 +
 
 
|-
 
|-
| 02:23
+
|02:34
| ଟାଇପ କରନ୍ତୁ '''ଡଟ୍ ସ୍ଲାସ ନେଷ୍ଟେଡ୍''' (./nested). '''ଏଣ୍ଟର''' ଦାବନ୍ତୁ
+
|ଆଉଟପୁଟ ଏହିପରି ଡିସପ୍ଲେ ହେବ:,''' you have entered the  number  in the range of 10-19'''
 +
 
 
|-
 
|-
| 02:28
+
|02:40
| '''Enter a number between 0 to 39''' ଡିସପ୍ଲେ ହେବ
+
|ଆଉ ଏକ ନମ୍ବର ଏଣ୍ଟର କରିବା
 +
 
 
|-
 
|-
| 02:32 
+
|02:42
| ମୁଁ '''12''' ଏଣ୍ଟର କରିବି
+
|ପୁଣିଥରେ ଏକଜେକ୍ୟୁଟ କରିବା, ଅପ୍ ଏରୋ କୀ ଦାବନ୍ତୁ. '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 02:34
+
|02:48
| ଆଉଟପୁଟ ଏହିପରି ଡିସପ୍ଲେ ହେବ:
+
|ଏଥର ମୁଁ ''' 5''' ଦେବି
 +
 
 
|-
 
|-
| 02:35
+
|02:50
|''' you have entered the  number  in the range of 10-19'''
+
|ଆଉଟପୁଟ ଏହିପରି ଡିସପ୍ଲେ ହେବ:
 +
 
 
|-
 
|-
| 02:40
+
|02:52
| ଆଉ ଏକ ନମ୍ବର ଏଣ୍ଟର କରିବା
+
|'''you have entered the number in the range of 0-9'''
 +
 
 
|-
 
|-
| 02:42
+
|02:56
|   ପୁଣିଥରେ ଏକଜେକ୍ୟୁଟ କରିବା, ଅପ୍ ଏରୋ କୀ ଦାବନ୍ତୁ. '''ଏଣ୍ଟର''' ଦାବନ୍ତୁ
+
|କଣ୍ଡିସନାଲ୍ ଏକଜେକ୍ୟୁସନ ଭିନ୍ନ ମାର୍ଗରେ ମଧ୍ୟ କରାଯାଇପାରେ
 +
 
 
|-
 
|-
| 02:48
+
|03:00
| ଏଥର ମୁଁ ''' 5''' ଦେବି
+
|'''switch''' ଷ୍ଟେଟମେଣ୍ଟ ବ୍ୟବହାର କରି
 +
 
 
|-
 
|-
|   02:50
+
|03:02
| ଆଉଟପୁଟ ଏହିପରି ଡିସପ୍ଲେ ହେବ:
+
|ଏହା କିପରି କରାଯାଏ, ଦେଖିବା
 +
 
 
|-
 
|-
| 02:52
+
|03:05
| '''you have entered the number in the range of 0-9'''
+
|ଏହି ପ୍ରୋଗ୍ରାମକୁ '''switch''' ବ୍ୟବହାର କରି ଦେଖିବା
 +
 
 
|-
 
|-
| 02:56
+
|03:08
| କଣ୍ଡିସନାଲ୍ ଏକଜେକ୍ୟୁସନ ଭିନ୍ନ ମାର୍ଗରେ ମଧ୍ୟ କରାଯାଇପାରେ
+
|ମୁଁ ପ୍ରୋଗ୍ରାମ ଖୋଲିସାରିଛି
 +
 
 
|-
 
|-
| 03:00
+
|03:10
| '''switch''' ଷ୍ଟେଟମେଣ୍ଟ ବ୍ୟବହାର କରି
+
|ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
 +
 
 
|-
 
|-
| 03:02
+
|03:13
| ଏହା କିପରି କରାଯାଏ, ଦେଖିବା
+
|ମୁଁ ଏହାକୁ ପୂର୍ବ ପ୍ରୋଗ୍ରାମରେ ବୁଝାଇସାରିଛି
 +
 
 
|-
 
|-
| 03:05
+
|03:16
| ଏହି ପ୍ରୋଗ୍ରାମକୁ '''switch''' ବ୍ୟବହାର କରି ଦେଖିବା
+
|ତେଣୁ, ମୁଁ '''switch''' ଷ୍ଟେଟମେଣ୍ଟକୁ ଯିବି
 +
 
 
|-
 
|-
|  03:08
+
|03:20
| ମୁଁ ପ୍ରୋଗ୍ରାମ ଖୋଲିସାରିଛି
+
|ଏଠାରେ ଇନପୁଟ୍ ବିଭାଜିତ କରିବା, ଅର୍ଥାତ୍, '''y'''  by 10 ଓ ପରିଣାମ ଭେରିଏବଲ୍ '''x'''ରେ ଷ୍ଟୋର୍ ହେବ
|-
+
 
|  03:10
+
|  ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
+
|-
+
|  03:13
+
| ମୁଁ ଏହାକୁ ପୂର୍ବ ପ୍ରୋଗ୍ରାମରେ ବୁଝାଇସାରିଛି
+
|-
+
| 03:16
+
| ତେଣୁ, ମୁଁ '''switch''' ଷ୍ଟେଟମେଣ୍ଟକୁ ଯିବି
+
|-
+
| 03:20
+
| ଏଠାରେ ଇନପୁଟ୍ ବିଭାଜିତ କରିବା, ଅର୍ଥାତ୍, '''y'''  by 10 ଓ ପରିଣାମ ଭେରିଏବଲ୍ '''x'''ରେ ଷ୍ଟୋର୍ ହେବ
+
 
|-
 
|-
 
|03:28   
 
|03:28   
| ଏହାର ଅର୍ଥ ଭାଗଫଳ x ରେ ଷ୍ଟୋର୍ ହୋଇଯିବ
+
|ଏହାର ଅର୍ଥ ଭାଗଫଳ x ରେ ଷ୍ଟୋର୍ ହୋଇଯିବ
 +
 
 
|-
 
|-
| 03:32
+
|03:32
| ଭାଗଫଳ ସାହାଯ୍ୟରେ ଆମେ ସଂଖ୍ୟାର ରେଞ୍ଜ ଚିହ୍ନଟ କରିପାରିବା
+
|ଭାଗଫଳ ସାହାଯ୍ୟରେ ଆମେ ସଂଖ୍ୟାର ରେଞ୍ଜ ଚିହ୍ନଟ କରିପାରିବା
 +
 
 
|-
 
|-
| 03:36
+
|03:36
| ଏଠାରେ, ଆମେ ସ୍ୱିଚ୍ କମାଣ୍ଡକୁ କହିବା ଯେ, ଯାଞ୍ଚ କରାଯିବାକୁ ଥିବା ଭେରିଏବଲ୍ '''x''' ଅଟେ
+
|ଏଠାରେ, ଆମେ ସ୍ୱିଚ୍ କମାଣ୍ଡକୁ କହିବା ଯେ, ଯାଞ୍ଚ କରାଯିବାକୁ ଥିବା ଭେରିଏବଲ୍ '''x''' ଅଟେ
 +
 
 
|-
 
|-
| 03:41  
+
|03:41  
| ଏହା ହେଉଛି '''case 0'''. ଯଦି '''case 0''' ସନ୍ତୋଷଜନକ,
+
|ଏହା ହେଉଛି '''case 0'''. ଯଦି '''case 0''' ସନ୍ତୋଷଜନକ,
 +
 
 
|-
 
|-
| 03:45
+
|03:45
| ତେବେ ଆମେ  '''you have entered  the number in the range of 0-9''' ପ୍ରିଣ୍ଟ କରିବା
+
|ତେବେ ଆମେ  '''you have entered  the number in the range of 0-9''' ପ୍ରିଣ୍ଟ କରିବା
 +
 
 
|-
 
|-
| 03:51
+
|03:51
| ଯଦି କେସ୍ ସନ୍ତୋଷଜନକ, ତେବେ ଲୁପ୍ରୁ ବାହାରିବା ପାଇଁ '''break ''' ଆଡ୍ କରିବା
+
|ଯଦି କେସ୍ ସନ୍ତୋଷଜନକ, ତେବେ ଲୁପ୍ରୁ ବାହାରିବା ପାଇଁ '''break ''' ଆଡ୍ କରିବା
 +
 
 
|-
 
|-
| 03:55
+
|03:55
| ପ୍ରତ୍ୟେକଥର ଲୁପ୍ '''break ''' କରିବା ଆବଶ୍ୟକ
+
|ପ୍ରତ୍ୟେକଥର ଲୁପ୍ '''break ''' କରିବା ଆବଶ୍ୟକ
 +
 
 
|-
 
|-
| 03:58
+
|03:58
| ଏହାର କାରଣ ହେଉଛି, ଗୋଟିଏ ସମୟରେ କେବଳ ଗୋଟିଏ କଣ୍ଡିସନ ଟ୍ରୁ ହୋଇପାରେ
+
|ଏହାର କାରଣ ହେଉଛି, ଗୋଟିଏ ସମୟରେ କେବଳ ଗୋଟିଏ କଣ୍ଡିସନ ଟ୍ରୁ ହୋଇପାରେ
 +
 
 
|-
 
|-
| 04:03
+
|04:03
| ଏହା ହେଉଛି “case 1”. “case 1”ର ଅର୍ଥ “ଯଦି '''x '''ର ଭାଲ୍ୟୁ 1” ଅଟେ.
+
|ଏହା ହେଉଛି “case 1”. “case 1”ର ଅର୍ଥ “ଯଦି '''x '''ର ଭାଲ୍ୟୁ 1” ଅଟେ.
 +
 
 
|-
 
|-
| 04:08
+
|04:08
| ଆମେ ପ୍ରିଣ୍ଟ କରିବା '''you have entered a number in the range of 10-19'''  
+
|ଆମେ ପ୍ରିଣ୍ଟ କରିବା '''you have entered a number in the range of 10-19'''  
 +
 
 
|-
 
|-
|   04:12
+
|04:12
| ଏହା ହେଉଛି “case 2”
+
|ଏହା ହେଉଛି “case 2”
 +
 
 
|-
 
|-
| 04:14
+
|04:14
| ଏଠାରେ ଆମେ '''you have entered a number in the range of 20-29''' ପ୍ରିଣ୍ଟ କରିବା
+
|ଏଠାରେ ଆମେ '''you have entered a number in the range of 20-29''' ପ୍ରିଣ୍ଟ କରିବା
 +
 
 
|-
 
|-
| 04:20
+
|04:20
| ଓ ଏହା ହେଉଛି case 3. ଏଠାରେ ସଂଖ୍ୟାଟି 30 ରୁ 39 ମଧ୍ୟରେ ଅଛି କି ନହିଁ ଯାଞ୍ଚ କରିବା
+
|ଓ ଏହା ହେଉଛି case 3. ଏଠାରେ ସଂଖ୍ୟାଟି 30 ରୁ 39 ମଧ୍ୟରେ ଅଛି କି ନହିଁ ଯାଞ୍ଚ କରିବା
 +
 
 
|-
 
|-
| 04:26
+
|04:26
| ଏହା ଡିଫଲ୍ଟ କେସ୍ ଅଟେ. ଯଦି ଉପରୋକ୍ତ କେସ୍‍ ଗୁଡ଼ିକ ସନ୍ତୋଷଜନକ ନୁହେଁ, ତେବେ କ’ଣ କରାଯିବା ଆବଶ୍ୟକ ଡିଫଲ୍ଟ କେସ୍ ନିର୍ଦ୍ଦିଷ୍ଟ କରେ
+
|ଏହା ଡିଫଲ୍ଟ କେସ୍ ଅଟେ. ଯଦି ଉପରୋକ୍ତ କେସ୍‍ ଗୁଡ଼ିକ ସନ୍ତୋଷଜନକ ନୁହେଁ, ତେବେ କ’ଣ କରାଯିବା ଆବଶ୍ୟକ ଡିଫଲ୍ଟ କେସ୍ ନିର୍ଦ୍ଦିଷ୍ଟ କରେ
 +
 
 
|-
 
|-
| 04:36
+
|04:36
| ଏଠାରେ ଆମେ ପ୍ରିଣ୍ଟ କରିବା "number not in range"  
+
|ଏଠାରେ ଆମେ ପ୍ରିଣ୍ଟ କରିବା "number not in range"  
 +
 
 
|-
 
|-
| 04:39
+
|04:39
| ଓ ଏହା ହେଉଛି '''return''' ଷ୍ଟେଟମେଣ୍ଟ
+
|ଓ ଏହା ହେଉଛି '''return''' ଷ୍ଟେଟମେଣ୍ଟ
 +
 
 
|-
 
|-
| 04:41
+
|04:41
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 04:43
+
|04:43
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 04:46
+
|04:46
| '''gcc space switch.c space -o space switch''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
+
|'''gcc space switch.c space -o space switch''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 04:55  
+
|04:55  
| ଟାଇପ୍ କରନ୍ତୁ '''./switch''' (ଡଟ୍ ସ୍ଲାସ୍ ସ୍ୱିଚ୍). ଏଣ୍ଟର ଦାବନ୍ତୁ
+
|ଟାଇପ୍ କରନ୍ତୁ '''./switch''' (ଡଟ୍ ସ୍ଲାସ୍ ସ୍ୱିଚ୍). ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 05:00
+
|05:00
| 0 ରୁ 39 ମଧ୍ୟରେ ଏକ ସଂଖ୍ୟା ଏଣ୍ଟର କରନ୍ତୁ. ମୁଁ 35 ଏଣ୍ଟର କରିବି
+
|0 ରୁ 39 ମଧ୍ୟରେ ଏକ ସଂଖ୍ୟା ଏଣ୍ଟର କରନ୍ତୁ. ମୁଁ 35 ଏଣ୍ଟର କରିବି
 +
 
 
|-
 
|-
| 05:06
+
|05:06
| ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ: “you have entered the number in the range of 30 to 39”
+
|ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ: “you have entered the number in the range of 30 to 39”
 +
 
 
|-
 
|-
| 05:10
+
|05:10
| ଏବେ C++ରେ ପ୍ରୋଗ୍ରାମ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
+
|ଏବେ C++ରେ ପ୍ରୋଗ୍ରାମ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
 +
 
 
|-
 
|-
| 05:16
+
|05:16
| ଟେକ୍ସଟ୍ ଏଡିଟର୍କୁ ଫେରିଆସନ୍ତୁ
+
|ଟେକ୍ସଟ୍ ଏଡିଟର୍କୁ ଫେରିଆସନ୍ତୁ
 +
 
 
|-
 
|-
| 05:18
+
|05:18
| ଦେଖନ୍ତୁ, ଆମ ଫାଇଲ ନାମ ହେଉଛି '''nested-if.cpp'''
+
|ଦେଖନ୍ତୁ, ଆମ ଫାଇଲ ନାମ ହେଉଛି '''nested-if.cpp'''
 +
 
 
|-
 
|-
| 05:23
+
|05:23
| ଏଠାରେ ଲଜିକ୍ ଓ ଇମ୍ପ୍ଲିମେଣ୍ଟେସନ୍ ସମାନ ଅଟେ
+
|ଏଠାରେ ଲଜିକ୍ ଓ ଇମ୍ପ୍ଲିମେଣ୍ଟେସନ୍ ସମାନ ଅଟେ
 +
 
 
|-
 
|-
| 05:27
+
|05:27
| ଏଠାରେ କିଛି ପରିବର୍ତ୍ତନ ଅଛି, ଯେପରି:
+
|ଏଠାରେ କିଛି ପରିବର୍ତ୍ତନ ଅଛି, ଯେପରି:
 +
 
 
|-
 
|-
| 05:30
+
|05:30
| "stdio.h" ସ୍ଥାନରେ "iostream" ଭାବେ ହେଡର୍ ଫାଇଲ୍
+
|"stdio.h" ସ୍ଥାନରେ "iostream" ଭାବେ ହେଡର୍ ଫାଇଲ୍
 +
 
 
|-
 
|-
| 05:35
+
|05:35
| ଏଠାରେ ଆମେ '''using''' ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରିଛେ
+
|ଏଠାରେ ଆମେ '''using''' ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରିଛେ
 +
 
 
|-
 
|-
| 05:39
+
|05:39
 
|'''Using namespace std'''
 
|'''Using namespace std'''
 +
 
|-
 
|-
| 05:41
+
|05:41
| ଏବଂ '''printf''' ଓ '''scanf''' ସ୍ଥାନରେ '''cout''' ଓ '''cin''' ଫଙ୍କସନ
+
|ଏବଂ '''printf''' ଓ '''scanf''' ସ୍ଥାନରେ '''cout''' ଓ '''cin''' ଫଙ୍କସନ
|-
+
 
|  05:46
+
| ଆପଣ ଦେଖିପାରିବେ ଯେ, ବାକି କୋଡ୍ C ପ୍ରୋଗ୍ରାମ୍ ସହ ସମାନ ଅଟେ
+
|-
+
|  05:51
+
| କୋଡ୍ ଏକଜେକ୍ୟୁଟ୍ କରିବା
+
 
|-
 
|-
| 05:53
+
|05:46
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଆପଣ ଦେଖିପାରିବେ ଯେ, ବାକି କୋଡ୍ C ପ୍ରୋଗ୍ରାମ୍ ସହ ସମାନ ଅଟେ
 +
 
 
|-
 
|-
| 05:56
+
|05:51
| ଟାଇପ୍ କରନ୍ତୁ '''g++ space nested-if.cpp space -o space nested1'''. ଏଣ୍ଟର ଦାବନ୍ତୁ
+
|କୋଡ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 06:07
+
|05:53
| '''./nested1''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:11
+
|05:56
| 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ, ମୁଁ 40 ଏଣ୍ଟର କରିବି
+
|ଟାଇପ୍ କରନ୍ତୁ '''g++ space nested-if.cpp space -o space nested1'''. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 06:16
+
|06:07
| ଆଉଟପୁଟ ଡିସପ୍ଲେ ହେବ: “number not in range”
+
|'''./nested1''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 06:20
+
|06:11
| ଏବେ, '''C++'''ରେ switch ପ୍ରୋଗ୍ରାମ ଦେଖିବା
+
|0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ, ମୁଁ 40 ଏଣ୍ଟର କରିବି
 +
 
 
|-
 
|-
| 06:24
+
|06:16
| ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
+
|ଆଉଟପୁଟ ଡିସପ୍ଲେ ହେବ: “number not in range”
 +
 
 
|-
 
|-
| 06:27
+
|06:20
| ଏଠାରେ ମଧ୍ୟ ଲଜିକ୍ ଓ ଇମ୍ପିମେଣ୍ଟେସନ୍ ସମାନ ଅଟେ
+
|ଏବେ, '''C++'''ରେ switch ପ୍ରୋଗ୍ରାମ ଦେଖିବା
 +
 
 
|-
 
|-
| 06:31
+
|06:24
| ଦେଖନ୍ତୁ, ହେଡର୍ ଫାଇଲ୍ ହେଉଛି '''iostream'''
+
|ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:34
+
|06:27
| ଏଠାରେ '''using''' ଷ୍ଟେଟମେଣ୍ଟ ଅଛି
+
|ଏଠାରେ ମଧ୍ୟ ଲଜିକ୍ ଓ ଇମ୍ପିମେଣ୍ଟେସନ୍ ସମାନ ଅଟେ
 +
 
 
|-
 
|-
| 06:37
+
|06:31
| ଓ ଆମେ '''cout''' ଓ '''cin''' ଫଙ୍କସନ ପରିବର୍ତ୍ତିତ କରିଛେ
+
|ଦେଖନ୍ତୁ, ହେଡର୍ ଫାଇଲ୍ ହେଉଛି '''iostream'''
 +
 
 
|-
 
|-
| 06:41
+
|06:34
| ବାକି କୋଡ୍ switch.c  ପ୍ରୋଗ୍ରାମ୍ ଭଳି ସମାନ ଅଟେ
+
|ଏଠାରେ '''using''' ଷ୍ଟେଟମେଣ୍ଟ ଅଛି
 +
 
 
|-
 
|-
| 06:45
+
|06:37
| ଏକଜେକ୍ୟୁଟ କରିବା
+
|ଓ ଆମେ '''cout''' ଓ '''cin''' ଫଙ୍କସନ ପରିବର୍ତ୍ତିତ କରିଛେ
 +
 
 
|-
 
|-
| 06:46
+
|06:41
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ବାକି କୋଡ୍ switch.c  ପ୍ରୋଗ୍ରାମ୍ ଭଳି ସମାନ ଅଟେ
 +
 
 
|-
 
|-
| 06:48
+
|06:45
| ଟାଇପ୍ କରନ୍ତୁ '''g++ space switch.cpp space -o space switch1'''. ଏଣ୍ଟର ଦାବନ୍ତୁ
+
|ଏକଜେକ୍ୟୁଟ କରିବା,ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:58
+
|06:48
| '''./switch1''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
+
|ଟାଇପ୍ କରନ୍ତୁ '''g++ space switch.cpp space -o space switch1'''. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 07:02
+
|06:58
| 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ
+
|'''./switch1''' ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 07:05
+
|07:02
| ମୁଁ 25 ଏଣ୍ଟର କରିବି
+
|0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ
 +
 
 
|-
 
|-
| 07:09
+
|07:05
| ଆଉଟପୁଟ ଏହିପରି ପ୍ରଦର୍ଶିତ ହେବ:
+
|ମୁଁ 25 ଏଣ୍ଟର କରିବି
 +
 
 
|-
 
|-
| 07:11
+
|07:09
| “you have entered  the number in the range of 20-29”
+
|ଆଉଟପୁଟ ଏହିପରି ପ୍ରଦର୍ଶିତ ହେବ:
 +
 
 
|-
 
|-
| 07:15
+
|07:11
ବର୍ତ୍ତମାନ ସ୍ଲାଇଡ୍ସକୁ ଫେରିଆସନ୍ତୁ
+
|“you have entered the number in the range of 20-29”
 +
 
 
|-
 
|-
| 07:18
+
|07:15
| switch ଓ nested-if ଷ୍ଟେଟମେଣ୍ଟ ମଧ୍ୟରେ ତୁଳନା କରିବା
+
|ବର୍ତ୍ତମାନ ସ୍ଲାଇଡ୍ସକୁ ଫେରିଆସନ୍ତୁ
 +
 
 
|-
 
|-
| 07:23
+
|07:18
| ଏକ୍ସପ୍ରେସନ୍ ର ରେଜଲ୍ଟ ଅନୁସାରେ switch ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ ହେବ
+
|switch ଓ nested-if ଷ୍ଟେଟମେଣ୍ଟ ମଧ୍ୟରେ ତୁଳନା କରିବା
 +
 
 
|-
 
|-
| 07:28
+
|07:23
| ଯଦି ଏକ୍ସପ୍ରେସନ୍ ର ରେଜଲ୍ଟ ଟ୍ରୁ ହେବ, ତେବେ ହିଁ nested-if ଷ୍ଟେଟମେଣ୍ଟ ରନ୍ କରିବ
+
|ଏକ୍ସପ୍ରେସନ୍ ର ରେଜଲ୍ଟ ଅନୁସାରେ switch ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ ହେବ
 +
 
 
|-
 
|-
| 07:34
+
|07:28
| '''switch'''ରେ, ଭେରିଏବଲ୍ ବିଭିନ୍ନ ଭାଲ୍ୟୁକୁ '''cases''' ଭାବେ ବ୍ୟବହାର କରୁ
+
|ଯଦି ଏକ୍ସପ୍ରେସନ୍ ରେଜଲ୍ଟ ଟ୍ରୁ ହେବ, ତେବେ ହିଁ nested-if ଷ୍ଟେଟମେଣ୍ଟ ରନ୍ କରିବ
 +
 
 
|-
 
|-
| 07:39
+
|07:34
| nested-if ରେ, ଭେରିଏବଲ୍ ର ପ୍ରତ୍ୟେକ ଭାଲ୍ୟୁ ପାଇଁ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଲେଖିବାକୁ ପଡ଼େ
+
|'''switch'''ରେ, ଭେରିଏବଲ୍ ର ବିଭିନ୍ନ ଭାଲ୍ୟୁକୁ '''cases''' ଭାବେ ବ୍ୟବହାର କରୁ
 +
 
 
|-
 
|-
| 07:45
+
|07:39
| Switch ଷ୍ଟେଟମେଣ୍ଟ କେବଳ ଇଣ୍ଟିଜର୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
+
|nested-if ରେ, ଭେରିଏବଲ୍ ର ପ୍ରତ୍ୟେକ ଭାଲ୍ୟୁ ପାଇଁ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଲେଖିବାକୁ ପଡ଼େ
 +
 
 
|-
 
|-
| 07:50
+
|07:45
| Nested if, ଉଭୟ ଇଣ୍ଟିଜର୍ ଓ ଫ୍ରାକ୍ସନାଲ୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
+
|Switch ଷ୍ଟେଟମେଣ୍ଟ କେବଳ ଇଣ୍ଟିଜର୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
 +
 
 
|-
 
|-
| 07:55
+
|07:50
| ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
+
|Nested if, ଉଭୟ ଇଣ୍ଟିଜର୍ ଓ ଫ୍ରାକ୍ସନାଲ୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
 +
 
 
|-
 
|-
| 07:58
+
|07:55
| ସଂକ୍ଷିପ୍ତରେ
+
|ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
 
|-
 
|-
| 08:00
+
|07:58
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ * 'nested if' ଷ୍ଟେଟମେଣ୍ଟ, ଯେପରି- else if( y/10 equals to 0)
+
|ସଂକ୍ଷିପ୍ତରେ
 +
 
 
|-
 
|-
| 08:08 
+
|08:00
| * switch ଷ୍ଟେଟମେଣ୍ଟ, ଯେପରି- switch(x)
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ * 'nested if' ଷ୍ଟେଟମେଣ୍ଟ, ଯେପରି- else if( y/10 equals to 0)
 +
 
 
|-
 
|-
| 08:12
+
|08:08 
|* nested-if ଓ switch ଷ୍ଟେଟମେଣ୍ଟ ମଧ୍ୟରେ ପାର୍ଥକ୍ୟ
+
|switch ଷ୍ଟେଟମେଣ୍ଟ, ଯେପରି- switch(x) ଓ
 +
 
 
|-
 
|-
| 08:16
+
|08:12
| ଏକ ଆସାଇନମେଣ୍ଟ ଭାବେ,
+
|nested-if ଓ switch ଷ୍ଟେଟମେଣ୍ଟ ମଧ୍ୟରେ ପାର୍ଥକ୍ୟ
 +
 
 
|-
 
|-
| 08:17
+
|08:16
| କର୍ମଚାରୀର ବୟସ ୨୦ ରୁ ୬୦ ମଧ୍ୟରେ କି ନୁହେଁ, ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
+
|ଏକ ଆସାଇନମେଣ୍ଟ ଭାବେ,କର୍ମଚାରୀର ବୟସ ୨୦ ରୁ ୬୦ ମଧ୍ୟରେ କି ନୁହେଁ, ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
|   08:23
+
|08:23
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ /What\_is\_a\_Spoken\_Tutorial
/What\_is\_a\_Spoken\_Tutorial
+
 
 
|-
 
|-
| 08:26
+
|08:26
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 08:29
+
|08:29
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 08:33
+
|08:33
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 08:38
+
|08:38
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 08:42
+
|08:42
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact @spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact @spoken-tutorial.org)
 +
 
 
|-
 
|-
| 08:49  
+
|08:49  
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 08:52
+
|08:52
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 08:58
+
|08:58
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
 
|-
 
|-
| 09:04
+
|09:04
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
 
|}
 
|}

Latest revision as of 12:14, 3 April 2017

Time Narration
00:01 C ଓ C++ ରେ Nested ifSwitch ଷ୍ଟେଟମେଣ୍ଟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 nested if ଷ୍ଟେଟମେଣ୍ଟ ଓ
00:12 switch ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ,କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
00:20 ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10
00:24 ଉବୁଣ୍ଟୁରେ gcc ଓ g++ କମ୍ପାଇଲର୍ ଭର୍ସନ୍ 4.6.1
00:30 ପ୍ରଥମେ nested ifswitch ଷ୍ଟେଟମେଣ୍ଟ କିପରି ଲେଖାଯାଏ ଏକ ଉଦାହରଣ ସାହାଯ୍ୟରେ ଶିଖିବା
00:36 ମୁଁ ପ୍ରୋଗ୍ରାମ୍ ଲେଖିସାରିଛି
00:39 ଆସନ୍ତୁ ଦେଖିବା,ଏହି ପ୍ରୋଗ୍ରାମ୍ ରେ ଇଣ୍ଟିଜର୍ ର ରେଞ୍ଜ ଚେକ୍ କରିବା ଶିଖିବା
00:45 ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି nested-if.c
00:50 ମୁଁ କୋଡ୍ ବର୍ଣ୍ଣନା କରୁଛି
00:52 ଏହା ହେଉଛି ହେଡର୍ ଫାଇଲ୍
00:54 ଏହା ହେଉଛି main() ଫଙ୍କସନ
00:56 main() ଫଙ୍କସନ ଭିତରେ ଆମେ ଦୁଇଟି ଇଣ୍ଟିଜର ଭେରିଏବଲ୍ 'x ଓ y' ଘୋଷିତ କରିଛେ
01:02 ଏଠାରେ ଆମେ 0 ରୁ 39 ମଧ୍ୟରେ ଗୋଟିଏ ନମ୍ବର ଏଣ୍ଟର କରିବାକୁ ୟୁଜର୍ ଙ୍କୁ କହିଥାଉ
01:08 ଆମେ ୟୁଜର୍ ଠାରୁ ଇନପୁଟ ଭାବେ yର ଭାଲ୍ୟୁ ନେଉ
01:12 ଏହା ହେଉଛି if କଣ୍ଡିସନ
01:14 ଏଠାରେ, y/10=0 କି ନୁହେଁ ଆମେ ଯାଞ୍ଚ କରିବା
01:19 ଯଦି କଣ୍ଡିସନ ଟ୍ରୁ, ତେବେ,ଆମେ "you have entered the number in the range of 0-9" ପ୍ରିଣ୍ଟ କରିବା
01:25 ଏହା ହେଉଛି else-if କଣ୍ଡିସନ
01:28 ଏଠାରେ ଆମେ “y/10 = 1” ବୋଲି ଯାଞ୍ଚ କରିବା
01:32 ଯଦି କଣ୍ଡିସନ ଟ୍ରୁ, ତେବେ
01:34 ଆମେ "you have entered a number in the range of 10-19" ପ୍ରିଣ୍ଟ କରିବା
01:39 ଏହି else if କଣ୍ଡିସନ୍ ରେ, ସେହି ସଂଖ୍ୟା 20 ରୁ 29 ଭିତରେ ଅଛି କି ନାହିଁ ଯାଞ୍ଚ କରିବା
01:45 ଓ ଏଠାରେ ଆମେ ସଂଖ୍ୟା 30 ରୁ 39 ରେଞ୍ଜ ଭିତରେ ଥିବାର ଦେଖିବା
01:51 ଏହା ହେଉଛି else କଣ୍ଡିସନ
01:53 ଯଦି ଉପରୋକ୍ତ ସମସ୍ତ କଣ୍ଡିସନ ଫଲ୍ସ, ତେବେ
01:55 ଆମେ "number not in range" ପ୍ରିଣ୍ଟ କରିବା
01:58 ଓ ଏହା ହେଉଛି return ଷ୍ଟେଟମେଣ୍ଟ
02:01 ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ କରିବା
02:03 କୀ’ ବୋର୍ଡରେ ଏକକାଳୀନ Ctrl+AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
02:12 ଏକଜେକ୍ୟୁଟ କରିବା ପାଇଁ gcc space nested-if.c space hyphen o space nested ଟାଇପ କରନ୍ତୁ. ଏଣ୍ଟର ଦାବନ୍ତୁ
02:23 ଟାଇପ କରନ୍ତୁ ଡଟ୍ ସ୍ଲାସ ନେଷ୍ଟେଡ୍ (./nested). ଏଣ୍ଟର ଦାବନ୍ତୁ
02:28 Enter a number between 0 to 39 ଡିସପ୍ଲେ ହେବ
02:32 ମୁଁ 12 ଏଣ୍ଟର କରିବି
02:34 ଆଉଟପୁଟ ଏହିପରି ଡିସପ୍ଲେ ହେବ:, you have entered the number in the range of 10-19
02:40 ଆଉ ଏକ ନମ୍ବର ଏଣ୍ଟର କରିବା
02:42 ପୁଣିଥରେ ଏକଜେକ୍ୟୁଟ କରିବା, ଅପ୍ ଏରୋ କୀ ଦାବନ୍ତୁ. ଏଣ୍ଟର ଦାବନ୍ତୁ
02:48 ଏଥର ମୁଁ 5 ଦେବି
02:50 ଆଉଟପୁଟ ଏହିପରି ଡିସପ୍ଲେ ହେବ:
02:52 you have entered the number in the range of 0-9
02:56 କଣ୍ଡିସନାଲ୍ ଏକଜେକ୍ୟୁସନ ଭିନ୍ନ ମାର୍ଗରେ ମଧ୍ୟ କରାଯାଇପାରେ
03:00 switch ଷ୍ଟେଟମେଣ୍ଟ ବ୍ୟବହାର କରି
03:02 ଏହା କିପରି କରାଯାଏ, ଦେଖିବା
03:05 ଏହି ପ୍ରୋଗ୍ରାମକୁ switch ବ୍ୟବହାର କରି ଦେଖିବା
03:08 ମୁଁ ପ୍ରୋଗ୍ରାମ ଖୋଲିସାରିଛି
03:10 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
03:13 ମୁଁ ଏହାକୁ ପୂର୍ବ ପ୍ରୋଗ୍ରାମରେ ବୁଝାଇସାରିଛି
03:16 ତେଣୁ, ମୁଁ switch ଷ୍ଟେଟମେଣ୍ଟକୁ ଯିବି
03:20 ଏଠାରେ ଇନପୁଟ୍ ବିଭାଜିତ କରିବା, ଅର୍ଥାତ୍, y by 10 ଓ ପରିଣାମ ଭେରିଏବଲ୍ xରେ ଷ୍ଟୋର୍ ହେବ
03:28 ଏହାର ଅର୍ଥ ଭାଗଫଳ x ରେ ଷ୍ଟୋର୍ ହୋଇଯିବ
03:32 ଭାଗଫଳ ସାହାଯ୍ୟରେ ଆମେ ସଂଖ୍ୟାର ରେଞ୍ଜ ଚିହ୍ନଟ କରିପାରିବା
03:36 ଏଠାରେ, ଆମେ ସ୍ୱିଚ୍ କମାଣ୍ଡକୁ କହିବା ଯେ, ଯାଞ୍ଚ କରାଯିବାକୁ ଥିବା ଭେରିଏବଲ୍ x ଅଟେ
03:41 ଏହା ହେଉଛି case 0. ଯଦି case 0 ସନ୍ତୋଷଜନକ,
03:45 ତେବେ ଆମେ you have entered the number in the range of 0-9 ପ୍ରିଣ୍ଟ କରିବା
03:51 ଯଦି କେସ୍ ସନ୍ତୋଷଜନକ, ତେବେ ଲୁପ୍ରୁ ବାହାରିବା ପାଇଁ break ଆଡ୍ କରିବା
03:55 ପ୍ରତ୍ୟେକଥର ଲୁପ୍ break କରିବା ଆବଶ୍ୟକ
03:58 ଏହାର କାରଣ ହେଉଛି, ଗୋଟିଏ ସମୟରେ କେବଳ ଗୋଟିଏ କଣ୍ଡିସନ ଟ୍ରୁ ହୋଇପାରେ
04:03 ଏହା ହେଉଛି “case 1”. “case 1”ର ଅର୍ଥ “ଯଦି x ର ଭାଲ୍ୟୁ 1” ଅଟେ.
04:08 ଆମେ ପ୍ରିଣ୍ଟ କରିବା you have entered a number in the range of 10-19
04:12 ଏହା ହେଉଛି “case 2”
04:14 ଏଠାରେ ଆମେ you have entered a number in the range of 20-29 ପ୍ରିଣ୍ଟ କରିବା
04:20 ଓ ଏହା ହେଉଛି case 3. ଏଠାରେ ସଂଖ୍ୟାଟି 30 ରୁ 39 ମଧ୍ୟରେ ଅଛି କି ନହିଁ ଯାଞ୍ଚ କରିବା
04:26 ଏହା ଡିଫଲ୍ଟ କେସ୍ ଅଟେ. ଯଦି ଉପରୋକ୍ତ କେସ୍‍ ଗୁଡ଼ିକ ସନ୍ତୋଷଜନକ ନୁହେଁ, ତେବେ କ’ଣ କରାଯିବା ଆବଶ୍ୟକ ଡିଫଲ୍ଟ କେସ୍ ନିର୍ଦ୍ଦିଷ୍ଟ କରେ
04:36 ଏଠାରେ ଆମେ ପ୍ରିଣ୍ଟ କରିବା "number not in range"
04:39 ଓ ଏହା ହେଉଛି return ଷ୍ଟେଟମେଣ୍ଟ
04:41 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
04:43 ଟର୍ମିନାଲ୍ କୁ ଫେରିଆସନ୍ତୁ
04:46 gcc space switch.c space -o space switch ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
04:55 ଟାଇପ୍ କରନ୍ତୁ ./switch (ଡଟ୍ ସ୍ଲାସ୍ ସ୍ୱିଚ୍). ଏଣ୍ଟର ଦାବନ୍ତୁ
05:00 0 ରୁ 39 ମଧ୍ୟରେ ଏକ ସଂଖ୍ୟା ଏଣ୍ଟର କରନ୍ତୁ. ମୁଁ 35 ଏଣ୍ଟର କରିବି
05:06 ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ: “you have entered the number in the range of 30 to 39”
05:10 ଏବେ C++ରେ ପ୍ରୋଗ୍ରାମ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
05:16 ଟେକ୍ସଟ୍ ଏଡିଟର୍କୁ ଫେରିଆସନ୍ତୁ
05:18 ଦେଖନ୍ତୁ, ଆମ ଫାଇଲ ନାମ ହେଉଛି nested-if.cpp
05:23 ଏଠାରେ ଲଜିକ୍ ଓ ଇମ୍ପ୍ଲିମେଣ୍ଟେସନ୍ ସମାନ ଅଟେ
05:27 ଏଠାରେ କିଛି ପରିବର୍ତ୍ତନ ଅଛି, ଯେପରି:
05:30 "stdio.h" ସ୍ଥାନରେ "iostream" ଭାବେ ହେଡର୍ ଫାଇଲ୍
05:35 ଏଠାରେ ଆମେ using ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରିଛେ
05:39 Using namespace std
05:41 ଏବଂ printfscanf ସ୍ଥାନରେ coutcin ଫଙ୍କସନ
05:46 ଆପଣ ଦେଖିପାରିବେ ଯେ, ବାକି କୋଡ୍ C ପ୍ରୋଗ୍ରାମ୍ ସହ ସମାନ ଅଟେ
05:51 କୋଡ୍ ଏକଜେକ୍ୟୁଟ୍ କରିବା
05:53 ଟର୍ମିନାଲ୍ କୁ ଫେରିଆସନ୍ତୁ
05:56 ଟାଇପ୍ କରନ୍ତୁ g++ space nested-if.cpp space -o space nested1. ଏଣ୍ଟର ଦାବନ୍ତୁ
06:07 ./nested1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
06:11 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ, ମୁଁ 40 ଏଣ୍ଟର କରିବି
06:16 ଆଉଟପୁଟ ଡିସପ୍ଲେ ହେବ: “number not in range”
06:20 ଏବେ, C++ରେ switch ପ୍ରୋଗ୍ରାମ ଦେଖିବା
06:24 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
06:27 ଏଠାରେ ମଧ୍ୟ ଲଜିକ୍ ଓ ଇମ୍ପିମେଣ୍ଟେସନ୍ ସମାନ ଅଟେ
06:31 ଦେଖନ୍ତୁ, ହେଡର୍ ଫାଇଲ୍ ହେଉଛି iostream
06:34 ଏଠାରେ using ଷ୍ଟେଟମେଣ୍ଟ ଅଛି
06:37 ଓ ଆମେ coutcin ଫଙ୍କସନ ପରିବର୍ତ୍ତିତ କରିଛେ
06:41 ବାକି କୋଡ୍ switch.c ପ୍ରୋଗ୍ରାମ୍ ଭଳି ସମାନ ଅଟେ
06:45 ଏକଜେକ୍ୟୁଟ କରିବା,ଟର୍ମିନାଲ୍ କୁ ଫେରିଆସନ୍ତୁ
06:48 ଟାଇପ୍ କରନ୍ତୁ g++ space switch.cpp space -o space switch1. ଏଣ୍ଟର ଦାବନ୍ତୁ
06:58 ./switch1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
07:02 0 ରୁ 39 ମଧ୍ୟରେ ଏକ ନମ୍ବର ଏଣ୍ଟର କରନ୍ତୁ
07:05 ମୁଁ 25 ଏଣ୍ଟର କରିବି
07:09 ଆଉଟପୁଟ ଏହିପରି ପ୍ରଦର୍ଶିତ ହେବ:
07:11 “you have entered the number in the range of 20-29”
07:15 ବର୍ତ୍ତମାନ ସ୍ଲାଇଡ୍ସକୁ ଫେରିଆସନ୍ତୁ
07:18 switch ଓ nested-if ଷ୍ଟେଟମେଣ୍ଟ ମଧ୍ୟରେ ତୁଳନା କରିବା
07:23 ଏକ୍ସପ୍ରେସନ୍ ର ରେଜଲ୍ଟ ଅନୁସାରେ switch ଷ୍ଟେଟମେଣ୍ଟ ମୂଲ୍ୟାଙ୍କିତ ହେବ
07:28 ଯଦି ଏକ୍ସପ୍ରେସନ୍ ର ରେଜଲ୍ଟ ଟ୍ରୁ ହେବ, ତେବେ ହିଁ nested-if ଷ୍ଟେଟମେଣ୍ଟ ରନ୍ କରିବ
07:34 switchରେ, ଭେରିଏବଲ୍ ର ବିଭିନ୍ନ ଭାଲ୍ୟୁକୁ cases ଭାବେ ବ୍ୟବହାର କରୁ
07:39 nested-if ରେ, ଭେରିଏବଲ୍ ର ପ୍ରତ୍ୟେକ ଭାଲ୍ୟୁ ପାଇଁ କଣ୍ଡିସନାଲ୍ ଷ୍ଟେଟମେଣ୍ଟ ଲେଖିବାକୁ ପଡ଼େ
07:45 Switch ଷ୍ଟେଟମେଣ୍ଟ କେବଳ ଇଣ୍ଟିଜର୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
07:50 Nested if, ଉଭୟ ଇଣ୍ଟିଜର୍ ଓ ଫ୍ରାକ୍ସନାଲ୍ ଭାଲ୍ୟୁଗୁଡ଼ିକୁ ଯାଞ୍ଚ କରିପାରେ
07:55 ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
07:58 ସଂକ୍ଷିପ୍ତରେ
08:00 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ * 'nested if' ଷ୍ଟେଟମେଣ୍ଟ, ଯେପରି- else if( y/10 equals to 0)
08:08 switch ଷ୍ଟେଟମେଣ୍ଟ, ଯେପରି- switch(x) ଓ
08:12 nested-if ଓ switch ଷ୍ଟେଟମେଣ୍ଟ ମଧ୍ୟରେ ପାର୍ଥକ୍ୟ
08:16 ଏକ ଆସାଇନମେଣ୍ଟ ଭାବେ,କର୍ମଚାରୀର ବୟସ ୨୦ ରୁ ୬୦ ମଧ୍ୟରେ କି ନୁହେଁ, ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
08:23 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ /What\_is\_a\_Spoken\_Tutorial
08:26 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:29 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:38 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:42 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact @spoken-tutorial.org)
08:49 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:58 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ ରେ ଉପଲବ୍ଧ (spoken-tutorial.org/NMEICT-Intro)
09:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep