Difference between revisions of "C-and-Cpp/C2/If-And-Else-If-statement/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 165: | Line 165: | ||
|- | |- | ||
|03:29 | |03:29 | ||
− | |ଏହା ହେଉଛି ଆମର '''if''' ଷ୍ଟେଟମେଣ୍ଟ | + | |ଏହା ହେଉଛି ଆମର '''if''' ଷ୍ଟେଟମେଣ୍ଟ,'''sum''' ୨୦ ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆମେ ଏଠାରେ କଣ୍ଡିଶନ୍ ଚେକ୍ କରିବା |
− | + | ||
− | + | ||
− | + | ||
− | + | ||
|- | |- |
Latest revision as of 11:58, 3 April 2017
Time | Narration |
00:02 | “C ଓ C++ରେ କଣ୍ଡିଶନାଲ୍ ଷ୍ଟେଟମେଣ୍ଟସ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:11 | ଗୋଟିଏ ସିଙ୍ଗଲ୍ statement କିପରି ଏକଜେକ୍ୟୁଟ୍ କରାଯିବ |
00:14 | statementର ଏକ ଗ୍ରୁପ୍ କୁ କିପରି ଏକଜେକ୍ୟୁଟ୍ କରାଯିବ |
00:16 | ଏହାକୁ ଆମେ ଉଦାହରଣଗୁଡ଼ିକ ମାଧ୍ୟମରେ କରିବା |
00:19 | କିଛି ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବୁଝିବା |
00:25 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ |
00:31 | gcc ଓ g++ କମ୍ପାଇଲର୍ ଭର୍ସନ୍ ୪.୬.୧ |
00:38 | କଣ୍ଡିଶନାଲ୍ statement ସହିତ ଆମେ ଆରମ୍ଭ କରିବା |
00:43 | ଗୋଟିଏ ପ୍ରୋଗ୍ରାମ୍ ରେ ଏକ statement ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ର ଫ୍ଲୋକୁ କଣ୍ଟ୍ରୋଲ୍ କରେ |
00:49 | କେଉଁ କୋଡ୍ ଏକଜେକ୍ୟୁଟ୍ କରାଯିବ, ତାହା ନିଷ୍ପତ୍ତି ନେବାରେ ଏହା ସାହାଯ୍ୟ କରେ |
00:55 | ଟ୍ରୁ କିମ୍ୱା ଫଲ୍ସ କଣ୍ଡିଶନ୍ କୁ ଆମେ ଯାଞ୍ଚ କରିପାରିବା |
01:00 | ଆମେ, ଏକ ସିଙ୍ଗଲ୍ statement କିମ୍ୱା statementର ଏକ ଗ୍ରୁପ୍ କୁ ଏକଜେକ୍ୟୁଟ୍ କରିପାରିବା |
01:07 | ଚାଲନ୍ତୁ, if statementsର ଫ୍ଲୋକୁ ବୁଝିବା |
01:13 | ଏଠାରେ, ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ statement 1 ଏକଜେକ୍ୟୁଟ୍ ହେବ |
01:20 | ଯଦି କଣ୍ଡିଶନ୍ ଫଲ୍ସ ହୋଇଥାଏ statement 2 ଏକଜେକ୍ୟୁଟ୍ ହେବ |
01:29 | ଏବେ, else if statement ଫ୍ଲୋ ଦେଖିବା |
01:32 | ଏଠାରେ, ଯଦି condition 1 ଟ୍ରୁ ହୋଇଥିବ, ତେବେ statement 1 ଏକଜେକ୍ୟୁଟ୍ ହେବ |
01:41 | ଯଦି condition 1 ଫଲ୍ସ ହୋଇଥିବ, ତେବେ ତାହା condition 2କୁ ଖୋଜିବ |
01:49 | ଯଦି condition 2 ଟ୍ରୁ ହୋଇଥିବ, ତେବେ statement 3 ଏକଜେକ୍ୟୁଟ୍ ହେବ |
01:54 | ଓ ଯଦି condition 2 ଫଲ୍ସ ହୋଇଥିବ, ତେବେ statement 2 ଏକଜେକ୍ୟୁଟ୍ ହେବ |
02:02 | ଏବେ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
02:06 | ମୁଁ ପୂର୍ବରୁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି |
02:09 | ମୁଁ ତାହାକୁ ଖୋଲୁଛି |
02:13 | ଦେଖନ୍ତୁ, ଆମ ଫାଇଲ୍ ର ନାଁ ହେଉଛି ifstmt.c |
02:18 | ଏହି ପ୍ରୋଗ୍ରାମ୍ ରେ ଆମେ ଦୁଇଟି ସଂଖ୍ୟାର ସମଷ୍ଟି ଗଣନା କରିବା ଓ କିଛି କଣ୍ଡିଶନ୍ ଯାଞ୍ଚ କରିବା |
02:26 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
02:30 | ଏହା ହେଉଛି ଆମର header file |
02:34 | ଏହା ହେଉଛି ଆମର main() ଫଙ୍କସନ୍ |
02:38 | ଏଠାରେ ଆମେ ତିନୋଟି integer variables a, b and sum ଘୋଷିତ କରିଛେ |
02:46 | ଏଠାରେ ଆମେ ୟୁଜର୍ ଇନପୁଟ୍ ମାଗିଛେ |
02:49 | ୟୁଜର୍ a ଓ b ଭାଲ୍ୟୁ ଏଣ୍ଟର୍ କରିବେ |
02:52 | ଭାଲ୍ୟୁଗୁଡ଼ିକ variable a ଓ variable bରେ ଷ୍ଟୋର୍ ହେବ |
02:58 | କନସୋଲ୍ ରୁ scanf() ଫଙ୍କସନ୍ ଡାଟା ରିଡ୍ କରେ |
03:02 | ତାହାପରେ ଏହା ଦିଆଯାଇଥିବା variableରେ ପରିଣାମ ଷ୍ଟୋର୍ କରିବ |
03:06 | scanf()ରେ ଥିବା format specifier ଡାଟାର ପ୍ରକାର ଜାଣିବାରେ ସାହାଯ୍ୟ କରେ |
03:10 | ଯେପରି ଏଠାରେ ଆମ ପାଖରେ %d ଅଛି, ଏହା ଇଣ୍ଟିଜର୍ ଡାଟା ଟାଇପ୍ ସହ ଆମ କାରବାରକୁ ଦର୍ଶାଇଥାଏ |
03:18 | ଏଠାରେ ଆମେ a ଓ bର ଭାଲ୍ୟୁ ଆଡ୍ କରିବା |
03:22 | ପରିଣାମକୁ sumରେ ଷ୍ଟୋର୍ କରିବା |
03:25 | ତା’ପରେ ପରିଣାମ ପ୍ରିଣ୍ଟ କରିବା |
03:29 | ଏହା ହେଉଛି ଆମର if ଷ୍ଟେଟମେଣ୍ଟ,sum ୨୦ ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆମେ ଏଠାରେ କଣ୍ଡିଶନ୍ ଚେକ୍ କରିବା |
03:36 | ଯଦି କଣ୍ଡିଶନ୍ ଟ୍ରୁ ଅଟେ, ତେବେ ଆମେ Sum ୨୦ଠାରୁ ବଡ଼ ବୋଲି ପ୍ରିଣ୍ଟ କରୁ |
03:42 | ଏବେ ମୁଁ ଏହି ଲାଉନ୍ ଗୁଡ଼ିକ ଉପରେ କମେଣ୍ଟ କରିବି |
03:48 | ଏହା ହେଉଛି ଆମର return ଷ୍ଟେଟମେଣ୍ଟ |
03:51 | ସେଭ୍ ରେ କ୍ଲିକ୍ କରନ୍ତୁ |
03:53 | ଆମେ ପ୍ରଥମେ if ଷ୍ଟେଟମେଣ୍ଟର ଏକଜେକ୍ୟୁଶନ୍ ଦେଖିବା |
03:58 | ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
04:09 | କମ୍ପାଇଲ୍ କରିବା ପାଇଁ gcc ସ୍ପେସ୍ ifstmt ଡଟ୍ c ସ୍ପେସ୍ -o ସ୍ପେସ୍ if ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:20 | ଏକଜେକ୍ୟୁଟ୍ କରିବା ପାଇଁ ./if (ଡଟ୍ ସ୍ଲାଶ୍ if) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:26 | ପ୍ରଦର୍ଶିତ ହୁଏ,Enter the values of a and b. |
04:31 | ମୁଁ ୧୦ ଓ ୧୨ ଭାବରେ ଭାଲ୍ୟୁ ଦେବି |
04:38 | Sum of a and b is 22. Sum is greater than 20 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
04:45 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
04:48 | ଆମେ ଆଉଏକ କଣ୍ଡିଶନ୍ ଦେଖିବା |
04:52 | ମୁଁ ଏଠାରୁ କମେଣ୍ଟ କାଢ଼ି ଦେଉଛି |
04:56 | ମୁଁ ଏଠାରେ କମେଣ୍ଟ ଦେବି |
05:00 | ସେଭ୍ ରେ କ୍ଲିକ୍ କରନ୍ତୁ |
05:03 | ଏହା ହେଉଛି ଆମର else-if ଷ୍ଟେଟମେଣ୍ଟ |
05:05 | ଏଠାରେ ଆମେ Sum ୧୦ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆଉଏକ କଣ୍ଡିଶନ୍ ଦେଖିବା |
05:11 | ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ, ତେବେ ଆମେ 'Sum is greater than 10 and less than 20' ପ୍ରିଣ୍ଟ କରିବା |
05:18 | ଏବେ ଆମ ଟର୍ମିନାଲ୍ କୁ ଫେରିଯିବା |
05:20 | ଏବେ ପୂର୍ବ ପରି କମ୍ପାଇଲ୍ କରନ୍ତୁ |
05:23 | ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ |
05:26 | ଏହା ଦର୍ଶାଇବ |
05:28 | Enter the value of a and b. |
05:30 | ମୁଁ ୧୦ ଓ ୨ ଭାବରେ ଭାଲ୍ୟୁ ଦେବି |
05:35 | ଆଉଟପୁଟ୍ ପ୍ରଦର୍ଶିତ ହେବ Sum of a and b is 12 |
05:38 | Sum is greater than 10 and less than 20. |
05:42 | ପ୍ରମ୍ପ୍ଟ କ୍ଲିଅର୍ କରନ୍ତୁ |
05:44 | ଏବେ ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
05:48 | ମୁଁ ଏଠାରୁ ଓ ଏଠାରୁ କମେଣ୍ଟ କାଢ଼ିଦେବି. ସେଭ୍ ରେ କ୍ଲିକ୍ କରିବା |
05:56 | ଯଦି ଉପରୋକ୍ତ ଉଭୟ କଣ୍ଡିଶନ୍ ଫଲ୍ସ ଥିବ, ତେବେ ଆମେ 'Sum is less than 10' ପ୍ରିଣ୍ଟ କରିବା |
06:04 | ଏହା ହେଉଛି ଆମର else ଷ୍ଟେଟମେଣ୍ଟ |
06:07 | ଏବେ ଆମେ ଏକଜେକ୍ୟୁଟ୍ କରି ଦେଖିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:11 | ବର୍ତ୍ତମାନ ପୂର୍ବ ପରି କମ୍ପାଇଲ୍ କରନ୍ତୁ ଓ ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ |
06:18 | ଏଠାରେ ପ୍ରଦର୍ଶିତ ହେବ Enter the value of a and b |
06:22 | ମୁଁ ୩ ଓ ୫ ଭାବରେ ଭାଲ୍ୟୁ ଦେବି |
06:27 | ଆଉଟପୁଟ୍ ପ୍ରଦର୍ଶିତ ହେବ sum of a and b is 8 |
06:31 | Sum is less than 10 |
06:34 | ଏବେ ଆମେ କିଛି ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
06:38 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
06:41 | ଧରନ୍ତୁ, ଏଠାରେ ମୁଁ if ଷ୍ଟେଟମେଣ୍ଟ ଶେଷରେ ଏକ ସେମିକଲନ୍ (;) ଟାଇପ୍ କରିବି |
06:47 | ଦେଖିବା କ’ଣ ହେଉଛି. ସେଭ୍ ରେ କ୍ଲିକ୍ କରବା |
06:50 | ଏକଜେକ୍ୟୁଟ୍ କରନ୍ତୁ. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:53 | ପୂର୍ବ ପରି କମ୍ପାଇଲ୍ କରିବା |
06:56 | ଆମେ ଏକ ଏରର୍ ଦେଖୁ: 'else' without a previous 'if' |
07:02 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ. ଏହା ହେଉଛି ଏକ ସିଣ୍ଟାକ୍ସ ଏରର୍ |
07:07 | if ଷ୍ଟେଟମେଣ୍ଟ କେବେବି ଏକ ସେମିକଲନ୍ ସହ ଟର୍ମିନେଟ୍ ହେବ ନାହିଁ |
07:10 | ଓ else if ଷ୍ଟେଟମେଣ୍ଟ କେବେବି ଏକ if ଷ୍ଟେଟମେଣ୍ଟ ବିନା କାମ କରିବ ନାହିଁ |
07:16 | ଏରର୍ ଫିକ୍ସ କରିବା. ଏଠାରୁ ସେମିକଲନ୍ (;) ଡିଲିଟ୍ କରନ୍ତୁ |
07:22 | ସେଭ୍ ରେ କ୍ଲିକ୍ କରନ୍ତୁ |
07:25 | ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
07:29 | ଏବେ ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା |
07:35 | A ଓ bର ଭାଲ୍ୟୁ ଏଣ୍ଟର୍ କରନ୍ତୁ |
07:37 | ମୁଁ ୩ ଓ ୬ ଭାବରେ ଭାଲ୍ୟୁ ଦେବି |
07:43 | ଆଉଟପୁଟ୍ ପ୍ରଦର୍ଶିତ ହେବ |
07:45 | Sum of a and b is 9. Sum is less than 10. |
07:52 | ଏବେ, ସମାନ ପ୍ରୋଗ୍ରାମ୍ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା |
07:57 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
07:59 | ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
08:03 | Shift, Ctrl ଓ S ଏକାସାଙ୍ଗରେ ପ୍ରେସ୍ କରନ୍ତୁ |
08:11 | ଏବେ ଫାଇଲ୍ କୁ “ଡଟ୍ cpp” ଏକ୍ସଟେନ୍ସନ୍ ସହ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
08:20 | ହେଡର୍ ଫାଇଲ୍ କୁ iostream ଭାବରେ ଚେଞ୍ଜ କରନ୍ତୁ |
08:26 | ଏଠାରେ using ଷ୍ଟେଟମେଣ୍ଟ ମିଶାଇବା |
08:30 | Search for and replace ଟେକ୍ସଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
08:35 | “printf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟରେ ବଦଳାନ୍ତୁ |
08:40 | Replace all ଉପରେ କ୍ଲିକ୍ କରି କ୍ଲୋଜ୍ କ୍ଲିକ୍ କରନ୍ତୁ |
08:46 | ଏବେ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ଡିଲିଟ୍ କରନ୍ତୁ |
08:49 | scanf() ଷ୍ଟେଟମେଣ୍ଟକୁ cinରେ ବଦଳାନ୍ତୁ |
08:54 | ଟାଇପ୍ କରନ୍ତୁ cin ଓ ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ >> |
09:00 | C++ରେ ଗୋଟିଏ ଲାଇନ୍ ପଢ଼ିବାକୁ cin >> ଫଙ୍କସନ୍ ବ୍ୟବହାର କରାଯାଏ |
09:05 | ଏବେ format specifiers ଡିଲିଟ୍ କରନ୍ତୁ |
09:09 | comma ଓ ଆମ୍ପର୍ସେଣ୍ଡ & ଡିଲିଟ୍ କରନ୍ତୁ |
09:12 | ଏଠାରୁ କମା ଡିଲିଟ୍ କରି ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ ଟାଇପ୍ କରନ୍ତୁ |
09:17 | ପୁଣିଥରେ ଆମ୍ପର୍ସେଣ୍ଡ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
09:25 | ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଓ କମା ଡିଲିଟ୍ କରନ୍ତୁ |
09:31 | ଏବେ ବ୍ୟାକସ୍ଲାଶ୍ n (\n) ଓ format specifier ଡିଲିଟ୍ କରି |
09:37 | ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
09:42 | ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n (\n) ଟାଇପ୍ କରନ୍ତୁ |
09:49 | ଏଠାରେ ମଧ୍ୟ ଆମେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରିବା |
09:53 | ଏବେ ପୁଣିଥରେ ଏଠାରୁ ଓ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
09:59 | ସେଭ୍ ରେ କ୍ଲିକ୍ କରନ୍ତୁ |
10:02 | ଏକଜେକ୍ୟୁଟ୍ କରିବା |
10:04 | ଟର୍ମିନାଲ୍ କୁ ଫେରିଆସନ୍ତୁ. ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି |
10:10 | କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ g++ ସ୍ପେସ୍ ifstmt.cpp ସ୍ପେସ୍ -o ସ୍ପେସ୍ if1 |
10:20 | ଏଠାରେ ଆମ ପାଖରେ 'if1' ଅଛି, କାରଣ ଆମେ 'ifstmt.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ ‘if’ ଓଭରରାଇଟ୍ କରିବାକୁ ଚାହୁଁନେ |
10:31 | ଏଣ୍ଟର୍ ଦାବନ୍ତୁ ଏକଜେକ୍ୟୁଟ୍ କରିବା ପାଇଁ ./if1 (ଡଟ୍ ସ୍ଲାଶ୍ if1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:39 | ମୁଁ ୨୦ ଓ ୧୦ ଭାବରେ ଭାଲ୍ୟୁ ଦେବି |
10:48 | ଆଉଟପୁଟ୍ ପ୍ରଦର୍ଶିତ ହେବ Sum of a and b is 30 |
10:52 | Sum is greater than 20 |
10:56 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
10:59 | ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା |
11:02 | ସଂକ୍ଷିପ୍ତରେ |
11:04 | ଏହି ଟ୍ୟୁଟୋରିଆଲ୍ ରେ ଆମେ 'if' ଷ୍ଟେଟମେଣ୍ଟ, ଯେପରି if(କଣ୍ଡିଶନ୍) |
11:11 | ଓ 'else if' ଷ୍ଟେଟମେଣ୍ଟ ଯେପରି. else if(କଣ୍ଡିଶନ୍) ବିଷୟରେ ଶିଖିଲେ |
11:17 | ଏକ ଆସାଇନମେଣ୍ଟ ଭାବରେ, A, b ଠାରୁ ବଡ଼ କି b ଠାରୁ ସାନ ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
11:24 | ସଂକେତ: 'if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ |
11:28 | 'a', 'b' କିମ୍ୱା 'c'ରୁ କାହାର ଭାଲ୍ୟୁ ଅଧିକ ବୋଲି ଯାଞ୍ଚ କରିବା ପାଇଁ ଅନ୍ୟଏକ ପ୍ରୋଗ୍ରାମ୍ ଲେଖନ୍ତୁ |
11:34 | ସଂକେତ: 'else if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ |
11:38 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
11:41 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:44 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
11:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ: |
11:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:54 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:57 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
12:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
12:09 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:15 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:20 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |