Difference between revisions of "C-and-Cpp/C2/If-And-Else-If-statement/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
{| border=1
+
{| Border = 1
|| Time
+
|| '''Time'''
|| Narration
+
||'''Narration'''
 +
 
 
|-
 
|-
| 00:02
+
|00:02
| “C ଓ C++ରେ କଣ୍ଡିଶନାଲ୍ ଷ୍ଟେଟମେଣ୍ଟସ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
+
|“C ଓ C++ରେ କଣ୍ଡିଶନାଲ୍ ଷ୍ଟେଟମେଣ୍ଟସ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 +
 
 
|-
 
|-
| 00:08
+
|00:08
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
 
|-
 
|-
| 00:11
+
|00:11
| ଗୋଟିଏ ସିଙ୍ଗଲ୍ '''statement''' କିପରି ଏକଜେକ୍ୟୁଟ୍ କରାଯିବ
+
|ଗୋଟିଏ ସିଙ୍ଗଲ୍ '''statement''' କିପରି ଏକଜେକ୍ୟୁଟ୍ କରାଯିବ
 +
 
 
|-
 
|-
| 00:14
+
|00:14
| '''statement'''ର ଏକ ଗ୍ରୁପ୍ କୁ କିପରି ଏକଜେକ୍ୟୁଟ୍ କରାଯିବ
+
|'''statement'''ର ଏକ ଗ୍ରୁପ୍ କୁ କିପରି ଏକଜେକ୍ୟୁଟ୍ କରାଯିବ
 +
 
 
|-
 
|-
| 00:16
+
|00:16
| ଏହାକୁ ଆମେ ଉଦାହରଣଗୁଡ଼ିକ ମାଧ୍ୟମରେ କରିବା  
+
|ଏହାକୁ ଆମେ ଉଦାହରଣଗୁଡ଼ିକ ମାଧ୍ୟମରେ କରିବା  
 +
 
 
|-
 
|-
| 00:19
+
|00:19
| କିଛି ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବୁଝିବା
+
|କିଛି ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବୁଝିବା
 +
 
 
|-
 
|-
| 00:25
+
|00:25
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
 +
 
 
|-
 
|-
| 00:31
+
|00:31
| '''gcc''' ଓ '''g++ କମ୍ପାଇଲର୍''' ଭର୍ସନ୍ ୪.୬.୧  
+
|'''gcc''' ଓ '''g++ କମ୍ପାଇଲର୍''' ଭର୍ସନ୍ ୪.୬.୧  
 +
 
 
|-
 
|-
| 00:38
+
|00:38
| କଣ୍ଡିଶନାଲ୍ '''statement''' ସହିତ ଆମେ ଆରମ୍ଭ କରିବା
+
|କଣ୍ଡିଶନାଲ୍ '''statement''' ସହିତ ଆମେ ଆରମ୍ଭ କରିବା
 +
 
 
|-
 
|-
| 00:43  
+
|00:43  
| ଗୋଟିଏ ପ୍ରୋଗ୍ରାମ୍ ରେ ଏକ '''statement''' ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ର ଫ୍ଲୋକୁ କଣ୍ଟ୍ରୋଲ୍ କରେ
+
|ଗୋଟିଏ ପ୍ରୋଗ୍ରାମ୍ ରେ ଏକ '''statement''' ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ର ଫ୍ଲୋକୁ କଣ୍ଟ୍ରୋଲ୍ କରେ
 +
 
 
|-
 
|-
| 00:49
+
|00:49
| କେଉଁ କୋଡ୍ ଏକଜେକ୍ୟୁଟ୍ କରାଯିବ, ତାହା ନିଷ୍ପତ୍ତି ନେବାରେ ଏହା ସାହାଯ୍ୟ କରେ  
+
|କେଉଁ କୋଡ୍ ଏକଜେକ୍ୟୁଟ୍ କରାଯିବ, ତାହା ନିଷ୍ପତ୍ତି ନେବାରେ ଏହା ସାହାଯ୍ୟ କରେ  
 +
 
 
|-
 
|-
| 00:55
+
|00:55
| ଟ୍ରୁ କିମ୍ୱା ଫଲ୍ସ କଣ୍ଡିଶନ୍ କୁ ଆମେ ଯାଞ୍ଚ କରିପାରିବା  
+
|ଟ୍ରୁ କିମ୍ୱା ଫଲ୍ସ କଣ୍ଡିଶନ୍ କୁ ଆମେ ଯାଞ୍ଚ କରିପାରିବା  
 +
 
 
|-
 
|-
| 01:00
+
|01:00
| ଆମେ, ଏକ ସିଙ୍ଗଲ୍ '''statement''' କିମ୍ୱା '''statement'''ର ଏକ ଗ୍ରୁପ୍ କୁ ଏକଜେକ୍ୟୁଟ୍ କରିପାରିବା  
+
|ଆମେ, ଏକ ସିଙ୍ଗଲ୍ '''statement''' କିମ୍ୱା '''statement'''ର ଏକ ଗ୍ରୁପ୍ କୁ ଏକଜେକ୍ୟୁଟ୍ କରିପାରିବା  
 +
 
 
|-
 
|-
| 01:07
+
|01:07
| ଚାଲନ୍ତୁ, '''if''' statementsର ଫ୍ଲୋକୁ ବୁଝିବା
+
|ଚାଲନ୍ତୁ, '''if''' statementsର ଫ୍ଲୋକୁ ବୁଝିବା
 +
 
 
|-
 
|-
| 01:13
+
|01:13
| ଏଠାରେ, ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ '''statement 1''' ଏକଜେକ୍ୟୁଟ୍ ହେବ
+
|ଏଠାରେ, ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ '''statement 1''' ଏକଜେକ୍ୟୁଟ୍ ହେବ
 +
 
 
|-
 
|-
| 01:20
+
|01:20
| ଯଦି କଣ୍ଡିଶନ୍ ଫଲ୍ସ ହୋଇଥାଏ '''statement 2''' ଏକଜେକ୍ୟୁଟ୍ ହେବ
+
|ଯଦି କଣ୍ଡିଶନ୍ ଫଲ୍ସ ହୋଇଥାଏ '''statement 2''' ଏକଜେକ୍ୟୁଟ୍ ହେବ
 +
 
 
|-
 
|-
| 01:29
+
|01:29
| ଏବେ, '''else if''' statement ଫ୍ଲୋ ଦେଖିବା
+
|ଏବେ, '''else if''' statement ଫ୍ଲୋ ଦେଖିବା
 +
 
 
|-
 
|-
| 01:32
+
|01:32
| ଏଠାରେ, ଯଦି '''condition 1''' ଟ୍ରୁ ହୋଇଥିବ, ତେବେ '''statement 1''' ଏକଜେକ୍ୟୁଟ୍ ହେବ
+
|ଏଠାରେ, ଯଦି '''condition 1''' ଟ୍ରୁ ହୋଇଥିବ, ତେବେ '''statement 1''' ଏକଜେକ୍ୟୁଟ୍ ହେବ
 +
 
 
|-
 
|-
| 01:41
+
|01:41
| ଯଦି '''condition 1''' ଫଲ୍ସ ହୋଇଥିବ, ତେବେ ତାହା '''condition 2'''କୁ ଖୋଜିବ
+
|ଯଦି '''condition 1''' ଫଲ୍ସ ହୋଇଥିବ, ତେବେ ତାହା '''condition 2'''କୁ ଖୋଜିବ
 +
 
 
|-
 
|-
| 01:49
+
|01:49
| ଯଦି '''condition 2''' ଟ୍ରୁ ହୋଇଥିବ, ତେବେ '''statement 3''' ଏକଜେକ୍ୟୁଟ୍ ହେବ
+
|ଯଦି '''condition 2''' ଟ୍ରୁ ହୋଇଥିବ, ତେବେ '''statement 3''' ଏକଜେକ୍ୟୁଟ୍ ହେବ
 +
 
 
|-
 
|-
| 01:54
+
|01:54
| ଓ ଯଦି '''condition 2''' ଫଲ୍ସ ହୋଇଥିବ, ତେବେ '''statement 2''' ଏକଜେକ୍ୟୁଟ୍ ହେବ
+
|ଓ ଯଦି '''condition 2''' ଫଲ୍ସ ହୋଇଥିବ, ତେବେ '''statement 2''' ଏକଜେକ୍ୟୁଟ୍ ହେବ
 +
 
 
|-
 
|-
| 02:02
+
|02:02
| ଏବେ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ
+
|ଏବେ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ
 +
 
 
|-
 
|-
| 02:06
+
|02:06
| ମୁଁ ପୂର୍ବରୁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
+
|ମୁଁ ପୂର୍ବରୁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
 +
 
 
|-
 
|-
| 02:09  
+
|02:09  
| ମୁଁ ତାହାକୁ ଖୋଲୁଛି
+
|ମୁଁ ତାହାକୁ ଖୋଲୁଛି
 +
 
 
|-
 
|-
| 02:13
+
|02:13
| ଦେଖନ୍ତୁ, ଆମ ଫାଇଲ୍ ର ନାଁ ହେଉଛି '''ifstmt.c'''
+
|ଦେଖନ୍ତୁ, ଆମ ଫାଇଲ୍ ର ନାଁ ହେଉଛି '''ifstmt.c'''
 +
 
 
|-
 
|-
| 02:18
+
|02:18
| ଏହି ପ୍ରୋଗ୍ରାମ୍ ରେ ଆମେ ଦୁଇଟି ସଂଖ୍ୟାର ସମଷ୍ଟି ଗଣନା କରିବା ଓ କିଛି କଣ୍ଡିଶନ୍ ଯାଞ୍ଚ କରିବା  
+
|ଏହି ପ୍ରୋଗ୍ରାମ୍ ରେ ଆମେ ଦୁଇଟି ସଂଖ୍ୟାର ସମଷ୍ଟି ଗଣନା କରିବା ଓ କିଛି କଣ୍ଡିଶନ୍ ଯାଞ୍ଚ କରିବା  
 +
 
 
|-
 
|-
| 02:26
+
|02:26
| ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
+
|ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
 +
 
 
|-
 
|-
| 02:30
+
|02:30
| ଏହା ହେଉଛି ଆମର '''header file'''
+
|ଏହା ହେଉଛି ଆମର '''header file'''
 +
 
 
|-
 
|-
| 02:34
+
|02:34
| ଏହା ହେଉଛି ଆମର '''main()''' ଫଙ୍କସନ୍
+
|ଏହା ହେଉଛି ଆମର '''main()''' ଫଙ୍କସନ୍
 +
 
 
|-
 
|-
| 02:38  
+
|02:38  
| ଏଠାରେ ଆମେ ତିନୋଟି '''integer variables''' '''a, b''' and '''sum''' ଘୋଷିତ କରିଛେ
+
|ଏଠାରେ ଆମେ ତିନୋଟି '''integer variables''' '''a, b''' and '''sum''' ଘୋଷିତ କରିଛେ
 +
 
 
|-
 
|-
| 02:46
+
|02:46
| ଏଠାରେ ଆମେ ୟୁଜର୍ ଇନପୁଟ୍ ମାଗିଛେ
+
|ଏଠାରେ ଆମେ ୟୁଜର୍ ଇନପୁଟ୍ ମାଗିଛେ
 +
 
 
|-
 
|-
| 02:49
+
|02:49
| ୟୁଜର୍ a ଓ b ଭାଲ୍ୟୁ ଏଣ୍ଟର୍ କରିବେ
+
|ୟୁଜର୍ a ଓ b ଭାଲ୍ୟୁ ଏଣ୍ଟର୍ କରିବେ
 +
 
 
|-
 
|-
| 02:52
+
|02:52
| ଭାଲ୍ୟୁଗୁଡ଼ିକ '''variable a''' ଓ '''variable b'''ରେ ଷ୍ଟୋର୍ ହେବ
+
|ଭାଲ୍ୟୁଗୁଡ଼ିକ '''variable a''' ଓ '''variable b'''ରେ ଷ୍ଟୋର୍ ହେବ
 +
 
 
|-
 
|-
| 02:58
+
|02:58
| କନସୋଲ୍ ରୁ '''scanf()''' ଫଙ୍କସନ୍ ଡାଟା ରିଡ୍ କରେ
+
|କନସୋଲ୍ ରୁ '''scanf()''' ଫଙ୍କସନ୍ ଡାଟା ରିଡ୍ କରେ
 +
 
 
|-
 
|-
| 03:02
+
|03:02
| ତାହାପରେ ଏହା ଦିଆଯାଇଥିବା '''variable'''ରେ ପରିଣାମ ଷ୍ଟୋର୍ କରିବ
+
|ତାହାପରେ ଏହା ଦିଆଯାଇଥିବା '''variable'''ରେ ପରିଣାମ ଷ୍ଟୋର୍ କରିବ
 +
 
 
|-
 
|-
| 03:06
+
|03:06
| '''scanf()'''ରେ ଥିବା '''format specifier''' ଡାଟାର ପ୍ରକାର ଜାଣିବାରେ ସାହାଯ୍ୟ କରେ
+
|'''scanf()'''ରେ ଥିବା '''format specifier''' ଡାଟାର ପ୍ରକାର ଜାଣିବାରେ ସାହାଯ୍ୟ କରେ
 +
 
 
|-
 
|-
| 03:10
+
|03:10
| ଯେପରି ଏଠାରେ ଆମ ପାଖରେ '''%d''' ଅଛି, ଏହା ଇଣ୍ଟିଜର୍ ଡାଟା ଟାଇପ୍ ସହ ଆମ କାରବାରକୁ ଦର୍ଶାଇଥାଏ
+
|ଯେପରି ଏଠାରେ ଆମ ପାଖରେ '''%d''' ଅଛି, ଏହା ଇଣ୍ଟିଜର୍ ଡାଟା ଟାଇପ୍ ସହ ଆମ କାରବାରକୁ ଦର୍ଶାଇଥାଏ
 +
 
 
|-
 
|-
| 03:18
+
|03:18
| ଏଠାରେ ଆମେ '''a''' ଓ '''b'''ର ଭାଲ୍ୟୁ ଆଡ୍ କରିବା
+
|ଏଠାରେ ଆମେ '''a''' ଓ '''b'''ର ଭାଲ୍ୟୁ ଆଡ୍ କରିବା
 +
 
 
|-
 
|-
| 03:22
+
|03:22
| ପରିଣାମକୁ '''sum'''ରେ ଷ୍ଟୋର୍ କରିବା
+
|ପରିଣାମକୁ '''sum'''ରେ ଷ୍ଟୋର୍ କରିବା
 +
 
 
|-
 
|-
| 03:25
+
|03:25
| ତା’ପରେ ପରିଣାମ ପ୍ରିଣ୍ଟ କରିବା
+
|ତା’ପରେ ପରିଣାମ ପ୍ରିଣ୍ଟ କରିବା
 +
 
 
|-
 
|-
| 03:29
+
|03:29
| ଏହା ହେଉଛି ଆମର '''if''' ଷ୍ଟେଟମେଣ୍ଟ
+
|ଏହା ହେଉଛି ଆମର '''if''' ଷ୍ଟେଟମେଣ୍ଟ
 +
 
 
|-
 
|-
| 03:30
+
|03:30
| '''sum''' ୨୦ ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆମେ ଏଠାରେ କଣ୍ଡିଶନ୍ ଚେକ୍ କରିବା
+
|'''sum''' ୨୦ ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆମେ ଏଠାରେ କଣ୍ଡିଶନ୍ ଚେକ୍ କରିବା
 +
 
 
|-
 
|-
| 03:36
+
|03:36
| ଯଦି କଣ୍ଡିଶନ୍ ଟ୍ରୁ ଅଟେ, ତେବେ ଆମେ '''Sum''' ୨୦ଠାରୁ ବଡ଼ ବୋଲି ପ୍ରିଣ୍ଟ କରୁ
+
|ଯଦି କଣ୍ଡିଶନ୍ ଟ୍ରୁ ଅଟେ, ତେବେ ଆମେ '''Sum''' ୨୦ଠାରୁ ବଡ଼ ବୋଲି ପ୍ରିଣ୍ଟ କରୁ
 +
 
 
|-
 
|-
| 03:42
+
|03:42
| ଏବେ ମୁଁ ଏହି ଲାଉନ୍ ଗୁଡ଼ିକ ଉପରେ କମେଣ୍ଟ କରିବି
+
|ଏବେ ମୁଁ ଏହି ଲାଉନ୍ ଗୁଡ଼ିକ ଉପରେ କମେଣ୍ଟ କରିବି
 +
 
 
|-
 
|-
 
|03:48
 
|03:48
 
|ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ
 
|ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ
 +
 
|-
 
|-
| 03:51
+
|03:51
| ସେଭ୍ ରେ କ୍ଲିକ୍ କରନ୍ତୁ
+
|ସେଭ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:53
+
|03:53
| ଆମେ ପ୍ରଥମେ '''if''' ଷ୍ଟେଟମେଣ୍ଟର ଏକଜେକ୍ୟୁଶନ୍ ଦେଖିବା
+
|ଆମେ ପ୍ରଥମେ '''if''' ଷ୍ଟେଟମେଣ୍ଟର ଏକଜେକ୍ୟୁଶନ୍ ଦେଖିବା
 +
 
 
|-
 
|-
| 03:58
+
|03:58
| ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ '''Ctrl, Alt''' ଓ '''T''' ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
+
|ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ '''Ctrl, Alt''' ଓ '''T''' ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
 
|04:09
 
|04:09
| କମ୍ପାଇଲ୍ କରିବା ପାଇଁ '''gcc ସ୍ପେସ୍ ifstmt ଡଟ୍ c ସ୍ପେସ୍ -o ସ୍ପେସ୍ if''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ '''gcc ସ୍ପେସ୍ ifstmt ଡଟ୍ c ସ୍ପେସ୍ -o ସ୍ପେସ୍ if''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 04:20
+
|04:20
| ଏକଜେକ୍ୟୁଟ୍ କରିବା ପାଇଁ '''./if''' (ଡଟ୍ ସ୍ଲାଶ୍ if) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ '''./if''' (ଡଟ୍ ସ୍ଲାଶ୍ if) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 04:26
+
|04:26
|   ପ୍ରଦର୍ଶିତ ହୁଏ
+
|ପ୍ରଦର୍ଶିତ ହୁଏ,'''Enter the values of a and b'''.
 +
 
 
|-
 
|-
| 04:27
+
|04:31
|'''Enter the values of a and b'''.
+
|ମୁଁ ୧୦ ଓ ୧୨ ଭାବରେ ଭାଲ୍ୟୁ ଦେବି
 +
 
 
|-
 
|-
| 04:31
+
|04:38
| ମୁଁ ୧୦ ଓ ୧୨ ଭାବରେ ଭାଲ୍ୟୁ ଦେବି
+
|'''Sum of a and b is 22. Sum is greater than 20''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
 
|-
 
|-
| 04:38
+
|04:45
| '''Sum of a and b is 22. Sum is greater than 20''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ
+
|ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 04:45
+
|04:48
| ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
+
|ଆମେ ଆଉଏକ କଣ୍ଡିଶନ୍ ଦେଖିବା
 +
 
 
|-
 
|-
| 04:48
+
|04:52
| ଆମେ ଆଉଏକ କଣ୍ଡିଶନ୍ ଦେଖିବା
+
|ମୁଁ ଏଠାରୁ କମେଣ୍ଟ କାଢ଼ି ଦେଉଛି
 +
 
 
|-
 
|-
| 04:52
+
|04:56
| ମୁଁ ଏଠାରୁ କମେଣ୍ଟ କାଢ଼ି ଦେଉଛି
+
|ମୁଁ ଏଠାରେ କମେଣ୍ଟ ଦେବି
 +
 
 
|-
 
|-
| 04:56
+
|05:00
| ମୁଁ ଏଠାରେ କମେଣ୍ଟ ଦେବି
+
|ସେଭ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:00
+
|05:03
| ସେଭ୍ ରେ କ୍ଲିକ୍ କରନ୍ତୁ
+
|ଏହା ହେଉଛି ଆମର '''else-if''' ଷ୍ଟେଟମେଣ୍ଟ
 +
 
 
|-
 
|-
| 05:03
+
|05:05
| ଏହା ହେଉଛି ଆମର '''else-if''' ଷ୍ଟେଟମେଣ୍ଟ
+
|ଏଠାରେ ଆମେ '''Sum''' ୧୦ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆଉଏକ କଣ୍ଡିଶନ୍ ଦେଖିବା
 +
 
 
|-
 
|-
| 05:05
+
|05:11
| ଏଠାରେ ଆମେ '''Sum''' ୧୦ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆଉଏକ କଣ୍ଡିଶନ୍ ଦେଖିବା
+
|ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ, ତେବେ ଆମେ 'Sum is greater than 10 and less than 20' ପ୍ରିଣ୍ଟ କରିବା
 +
 
 
|-
 
|-
| 05:11
+
|05:18
| ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ, ତେବେ ଆମେ 'Sum is greater than 10 and less than 20' ପ୍ରିଣ୍ଟ କରିବା
+
|ଏବେ ଆମ ଟର୍ମିନାଲ୍ କୁ ଫେରିଯିବା
 +
 
 
|-
 
|-
| 05:18
+
|05:20
| ଏବେ ଆମ ଟର୍ମିନାଲ୍ କୁ ଫେରିଯିବା
+
|ଏବେ ପୂର୍ବ ପରି କମ୍ପାଇଲ୍ କରନ୍ତୁ
 +
 
 
|-
 
|-
| 05:20
+
|05:23
| ଏବେ ପୂର୍ବ ପରି କମ୍ପାଇଲ୍ କରନ୍ତୁ
+
|ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 05:23
+
|05:26
| ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
+
|ଏହା ଦର୍ଶାଇବ
 +
 
 
|-
 
|-
| 05:26
+
|05:28
| ଏହା ଦର୍ଶାଇବ
+
|-
+
05:28
+
 
|'''Enter the value of a and b'''.
 
|'''Enter the value of a and b'''.
 +
 
|-
 
|-
| 05:30
+
|05:30
| ମୁଁ ୧୦ ଓ ୨ ଭାବରେ ଭାଲ୍ୟୁ ଦେବି
+
|ମୁଁ ୧୦ ଓ ୨ ଭାବରେ ଭାଲ୍ୟୁ ଦେବି
 +
 
 
|-
 
|-
| 05:35
+
|05:35
| ଆଉଟପୁଟ୍ ପ୍ରଦର୍ଶିତ ହେବ '''Sum of a and b is 12'''
+
|ଆଉଟପୁଟ୍ ପ୍ରଦର୍ଶିତ ହେବ '''Sum of a and b is 12'''
 +
 
 
|-
 
|-
| 05:38
+
|05:38
 
|'''Sum is greater than 10 and less than 20'''.
 
|'''Sum is greater than 10 and less than 20'''.
 +
 
|-
 
|-
| 05:42
+
|05:42
| ପ୍ରମ୍ପ୍ଟ କ୍ଲିଅର୍ କରନ୍ତୁ
+
|ପ୍ରମ୍ପ୍ଟ କ୍ଲିଅର୍ କରନ୍ତୁ
 +
 
 
|-
 
|-
| 05:44
+
|05:44
| ଏବେ ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
+
|ଏବେ ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 05:48
+
|05:48
| ମୁଁ ଏଠାରୁ ଓ ଏଠାରୁ କମେଣ୍ଟ କାଢ଼ିଦେବି. ସେଭ୍ ରେ କ୍ଲିକ୍ କରିବା  
+
|ମୁଁ ଏଠାରୁ ଓ ଏଠାରୁ କମେଣ୍ଟ କାଢ଼ିଦେବି. ସେଭ୍ ରେ କ୍ଲିକ୍ କରିବା  
 +
 
 
|-
 
|-
| 05:56
+
|05:56
| ଯଦି ଉପରୋକ୍ତ ଉଭୟ କଣ୍ଡିଶନ୍ ଫଲ୍ସ ଥିବ, ତେବେ ଆମେ 'Sum is less than 10' ପ୍ରିଣ୍ଟ କରିବା
+
|ଯଦି ଉପରୋକ୍ତ ଉଭୟ କଣ୍ଡିଶନ୍ ଫଲ୍ସ ଥିବ, ତେବେ ଆମେ 'Sum is less than 10' ପ୍ରିଣ୍ଟ କରିବା
 +
 
 
|-
 
|-
| 06:04
+
|06:04
 
|ଏହା ହେଉଛି ଆମର '''else''' ଷ୍ଟେଟମେଣ୍ଟ
 
|ଏହା ହେଉଛି ଆମର '''else''' ଷ୍ଟେଟମେଣ୍ଟ
 +
 
|-
 
|-
| 06:07
+
|06:07
| ଏବେ ଆମେ ଏକଜେକ୍ୟୁଟ୍ କରି ଦେଖିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଏବେ ଆମେ ଏକଜେକ୍ୟୁଟ୍ କରି ଦେଖିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:11
+
|06:11
| ବର୍ତ୍ତମାନ ପୂର୍ବ ପରି କମ୍ପାଇଲ୍ କରନ୍ତୁ ଓ ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
+
|ବର୍ତ୍ତମାନ ପୂର୍ବ ପରି କମ୍ପାଇଲ୍ କରନ୍ତୁ ଓ ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 06:18
+
|06:18
| ଏଠାରେ ପ୍ରଦର୍ଶିତ ହେବ '''Enter the value of a and b'''
+
|ଏଠାରେ ପ୍ରଦର୍ଶିତ ହେବ '''Enter the value of a and b'''
 +
 
 
|-
 
|-
| 06:22
+
|06:22
| ମୁଁ ୩ ଓ ୫ ଭାବରେ ଭାଲ୍ୟୁ ଦେବି
+
|ମୁଁ ୩ ଓ ୫ ଭାବରେ ଭାଲ୍ୟୁ ଦେବି
 +
 
 
|-
 
|-
| 06:27
+
|06:27
| ଆଉଟପୁଟ୍ ପ୍ରଦର୍ଶିତ ହେବ '''sum of a and b is 8'''  
+
|ଆଉଟପୁଟ୍ ପ୍ରଦର୍ଶିତ ହେବ '''sum of a and b is 8'''  
 +
 
 
|-
 
|-
| 06:31
+
|06:31
 
|'''Sum is less than 10'''
 
|'''Sum is less than 10'''
 +
 
|-
 
|-
| 06:34
+
|06:34
| ଏବେ ଆମେ କିଛି ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
+
|ଏବେ ଆମେ କିଛି ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
 +
 
 
|-
 
|-
| 06:38
+
|06:38
| ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
+
|ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:41
+
|06:41
| ଧରନ୍ତୁ, ଏଠାରେ ମୁଁ '''if''' ଷ୍ଟେଟମେଣ୍ଟ ଶେଷରେ ଏକ ସେମିକଲନ୍ (;) ଟାଇପ୍ କରିବି
+
|ଧରନ୍ତୁ, ଏଠାରେ ମୁଁ '''if''' ଷ୍ଟେଟମେଣ୍ଟ ଶେଷରେ ଏକ ସେମିକଲନ୍ (;) ଟାଇପ୍ କରିବି
 +
 
 
|-
 
|-
| 06:47
+
|06:47
| ଦେଖିବା କ’ଣ ହେଉଛି. ସେଭ୍ ରେ କ୍ଲିକ୍ କରବା
+
|ଦେଖିବା କ’ଣ ହେଉଛି. ସେଭ୍ ରେ କ୍ଲିକ୍ କରବା
 +
 
 
|-
 
|-
| 06:50
+
|06:50
| ଏକଜେକ୍ୟୁଟ୍ କରନ୍ତୁ. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଏକଜେକ୍ୟୁଟ୍ କରନ୍ତୁ. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:53
+
|06:53
| ପୂର୍ବ ପରି କମ୍ପାଇଲ୍ କରିବା
+
|ପୂର୍ବ ପରି କମ୍ପାଇଲ୍ କରିବା
 +
 
 
|-
 
|-
| 06:56
+
|06:56
| ଆମେ ଏକ ଏରର୍ ଦେଖୁ: ''' 'else' without a previous 'if' '''
+
|ଆମେ ଏକ ଏରର୍ ଦେଖୁ: ''' 'else' without a previous 'if' '''
 +
 
 
|-
 
|-
| 07:02
+
|07:02
| ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ. ଏହା ହେଉଛି ଏକ ସିଣ୍ଟାକ୍ସ ଏରର୍
+
|ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ. ଏହା ହେଉଛି ଏକ ସିଣ୍ଟାକ୍ସ ଏରର୍
 +
 
 
|-
 
|-
| 07:07
+
|07:07
 
|'''if''' ଷ୍ଟେଟମେଣ୍ଟ କେବେବି ଏକ ସେମିକଲନ୍ ସହ ଟର୍ମିନେଟ୍ ହେବ ନାହିଁ
 
|'''if''' ଷ୍ଟେଟମେଣ୍ଟ କେବେବି ଏକ ସେମିକଲନ୍ ସହ ଟର୍ମିନେଟ୍ ହେବ ନାହିଁ
 +
 
|-
 
|-
| 07:10
+
|07:10
| ଓ '''else if''' ଷ୍ଟେଟମେଣ୍ଟ କେବେବି ଏକ '''if''' ଷ୍ଟେଟମେଣ୍ଟ ବିନା କାମ କରିବ ନାହିଁ
+
|ଓ '''else if''' ଷ୍ଟେଟମେଣ୍ଟ କେବେବି ଏକ '''if''' ଷ୍ଟେଟମେଣ୍ଟ ବିନା କାମ କରିବ ନାହିଁ
 +
 
 
|-
 
|-
| 07:16
+
|07:16
| ଏରର୍ ଫିକ୍ସ କରିବା. ଏଠାରୁ ସେମିକଲନ୍ (;) ଡିଲିଟ୍ କରନ୍ତୁ
+
|ଏରର୍ ଫିକ୍ସ କରିବା. ଏଠାରୁ ସେମିକଲନ୍ (;) ଡିଲିଟ୍ କରନ୍ତୁ
 +
 
 
|-
 
|-
| 07:22
+
|07:22
| ସେଭ୍ ରେ କ୍ଲିକ୍ କରନ୍ତୁ
+
|ସେଭ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:25
+
|07:25
|   ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 07:29
+
|07:29
| ଏବେ ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା
+
|ଏବେ ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 07:35
+
|07:35
| A ଓ bର ଭାଲ୍ୟୁ ଏଣ୍ଟର୍ କରନ୍ତୁ
+
|A ଓ bର ଭାଲ୍ୟୁ ଏଣ୍ଟର୍ କରନ୍ତୁ
 +
 
 
|-
 
|-
| 07:37
+
|07:37
| ମୁଁ ୩ ଓ ୬ ଭାବରେ ଭାଲ୍ୟୁ ଦେବି
+
|ମୁଁ ୩ ଓ ୬ ଭାବରେ ଭାଲ୍ୟୁ ଦେବି
 +
 
 
|-
 
|-
| 07:43
+
|07:43
| ଆଉଟପୁଟ୍ ପ୍ରଦର୍ଶିତ ହେବ
+
|ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
 
|-
 
|-
| 07:45
+
|07:45
 
|'''Sum of a and b is 9. Sum is less than 10'''.
 
|'''Sum of a and b is 9. Sum is less than 10'''.
 +
 
|-
 
|-
|   07:52
+
|07:52
| ଏବେ, ସମାନ ପ୍ରୋଗ୍ରାମ୍ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
+
|ଏବେ, ସମାନ ପ୍ରୋଗ୍ରାମ୍ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
 +
 
 
|-
 
|-
| 07:57
+
|07:57
| ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
+
|ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 07:59
+
|07:59
| ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି
+
|ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି
 +
 
 
|-
 
|-
| 08:03
+
|08:03
| '''Shift, Ctrl''' ଓ '''S''' ଏକାସାଙ୍ଗରେ ପ୍ରେସ୍ କରନ୍ତୁ
+
|'''Shift, Ctrl''' ଓ '''S''' ଏକାସାଙ୍ଗରେ ପ୍ରେସ୍ କରନ୍ତୁ
 +
 
 
|-
 
|-
| 08:11
+
|08:11
 
|ଏବେ ଫାଇଲ୍ କୁ “ଡଟ୍ cpp” ଏକ୍ସଟେନ୍ସନ୍ ସହ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
 
|ଏବେ ଫାଇଲ୍ କୁ “ଡଟ୍ cpp” ଏକ୍ସଟେନ୍ସନ୍ ସହ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
| 08:20
+
|08:20
| ହେଡର୍ ଫାଇଲ୍ କୁ '''iostream''' ଭାବରେ ଚେଞ୍ଜ କରନ୍ତୁ
+
|ହେଡର୍ ଫାଇଲ୍ କୁ '''iostream''' ଭାବରେ ଚେଞ୍ଜ କରନ୍ତୁ
 +
 
 
|-
 
|-
| 08:26  
+
|08:26  
| ଏଠାରେ '''using ''' ଷ୍ଟେଟମେଣ୍ଟ ମିଶାଇବା
+
|ଏଠାରେ '''using ''' ଷ୍ଟେଟମେଣ୍ଟ ମିଶାଇବା
 +
 
 
|-
 
|-
| 08:30
+
|08:30
|   Search for and replace ଟେକ୍ସଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
+
|Search for and replace ଟେକ୍ସଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:35
+
|08:35
| “printf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟରେ ବଦଳାନ୍ତୁ
+
|“printf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟରେ ବଦଳାନ୍ତୁ
 +
 
 
|-
 
|-
| 08:40
+
|08:40
| '''Replace all''' ଉପରେ କ୍ଲିକ୍ କରି କ୍ଲୋଜ୍ କ୍ଲିକ୍ କରନ୍ତୁ
+
|'''Replace all''' ଉପରେ କ୍ଲିକ୍ କରି କ୍ଲୋଜ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:46
+
|08:46
| ଏବେ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ଡିଲିଟ୍ କରନ୍ତୁ
+
|ଏବେ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ଡିଲିଟ୍ କରନ୍ତୁ
 +
 
 
|-
 
|-
| 08:49
+
|08:49
| '''scanf()''' ଷ୍ଟେଟମେଣ୍ଟକୁ '''cin'''ରେ ବଦଳାନ୍ତୁ
+
|'''scanf()''' ଷ୍ଟେଟମେଣ୍ଟକୁ '''cin'''ରେ ବଦଳାନ୍ତୁ
 +
 
 
|-
 
|-
| 08:54
+
|08:54
 
|ଟାଇପ୍ କରନ୍ତୁ '''cin''' ଓ '''ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ  >>'''
 
|ଟାଇପ୍ କରନ୍ତୁ '''cin''' ଓ '''ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ  >>'''
 +
 
|-
 
|-
| 09:00   
+
|09:00   
| C++ରେ ଗୋଟିଏ ଲାଇନ୍ ପଢ଼ିବାକୁ '''cin >>''' ଫଙ୍କସନ୍ ବ୍ୟବହାର କରାଯାଏ
+
|C++ରେ ଗୋଟିଏ ଲାଇନ୍ ପଢ଼ିବାକୁ '''cin >>''' ଫଙ୍କସନ୍ ବ୍ୟବହାର କରାଯାଏ
 +
 
 
|-
 
|-
| 09:05
+
|09:05
| ଏବେ '''format specifiers''' ଡିଲିଟ୍ କରନ୍ତୁ
+
|ଏବେ '''format specifiers''' ଡିଲିଟ୍ କରନ୍ତୁ
 +
 
 
|-
 
|-
| 09:09
+
|09:09
| '''comma''' ଓ '''ଆମ୍ପର୍ସେଣ୍ଡ &''' ଡିଲିଟ୍ କରନ୍ତୁ
+
|'''comma''' ଓ '''ଆମ୍ପର୍ସେଣ୍ଡ &''' ଡିଲିଟ୍ କରନ୍ତୁ
 +
 
 
|-
 
|-
| 09:12
+
|09:12
| ଏଠାରୁ କମା ଡିଲିଟ୍ କରି ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ ଟାଇପ୍ କରନ୍ତୁ
+
|ଏଠାରୁ କମା ଡିଲିଟ୍ କରି ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ ଟାଇପ୍ କରନ୍ତୁ
 +
 
 
|-
 
|-
| 09:17
+
|09:17
| ପୁଣିଥରେ ଆମ୍ପର୍ସେଣ୍ଡ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
+
|ପୁଣିଥରେ ଆମ୍ପର୍ସେଣ୍ଡ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:25
+
|09:25
| ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଓ କମା ଡିଲିଟ୍ କରନ୍ତୁ
+
|ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଓ କମା ଡିଲିଟ୍ କରନ୍ତୁ
 +
 
 
|-
 
|-
| 09:31
+
|09:31
 
|ଏବେ '''ବ୍ୟାକସ୍ଲାଶ୍ n (\n)''' ଓ '''format specifier''' ଡିଲିଟ୍ କରି
 
|ଏବେ '''ବ୍ୟାକସ୍ଲାଶ୍ n (\n)''' ଓ '''format specifier''' ଡିଲିଟ୍ କରି
 +
 
|-
 
|-
| 09:37  
+
|09:37  
| ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍‍ ବ୍ରାକେଟ୍ ଟାଇପ୍ କରନ୍ତୁ
+
|ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍‍ ବ୍ରାକେଟ୍ ଟାଇପ୍ କରନ୍ତୁ
 +
 
 
|-
 
|-
| 09:42
+
|09:42
| ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n (\n) ଟାଇପ୍ କରନ୍ତୁ
+
|ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n (\n) ଟାଇପ୍ କରନ୍ତୁ
 +
 
 
|-
 
|-
| 09:49
+
|09:49
| ଏଠାରେ ମଧ୍ୟ ଆମେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରିବା
+
|ଏଠାରେ ମଧ୍ୟ ଆମେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରିବା
 +
 
 
|-
 
|-
| 09:53
+
|09:53
| ଏବେ ପୁଣିଥରେ ଏଠାରୁ ଓ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
+
|ଏବେ ପୁଣିଥରେ ଏଠାରୁ ଓ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
 +
 
 
|-
 
|-
| 09:59  
+
|09:59  
| ସେଭ୍ ରେ କ୍ଲିକ୍ କରନ୍ତୁ
+
|ସେଭ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 10:02
+
|10:02
| ଏକଜେକ୍ୟୁଟ୍ କରିବା
+
|ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 10:04
+
|10:04
 
|ଟର୍ମିନାଲ୍ କୁ ଫେରିଆସନ୍ତୁ. ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
 
|ଟର୍ମିନାଲ୍ କୁ ଫେରିଆସନ୍ତୁ. ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
 +
 
|-
 
|-
| 10:10
+
|10:10
 
|କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ '''g++ ସ୍ପେସ୍ ifstmt.cpp ସ୍ପେସ୍ -o ସ୍ପେସ୍ if1'''
 
|କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ '''g++ ସ୍ପେସ୍ ifstmt.cpp ସ୍ପେସ୍ -o ସ୍ପେସ୍ if1'''
 +
 
|-
 
|-
| 10:20
+
|10:20
| ଏଠାରେ ଆମ ପାଖରେ 'if1' ଅଛି, କାରଣ ଆମେ  'ifstmt.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ ‘if’ ଓଭରରାଇଟ୍ କରିବାକୁ ଚାହୁଁନେ
+
|ଏଠାରେ ଆମ ପାଖରେ 'if1' ଅଛି, କାରଣ ଆମେ  'ifstmt.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ ‘if’ ଓଭରରାଇଟ୍ କରିବାକୁ ଚାହୁଁନେ
 +
 
 
|-
 
|-
| 10:31
+
|10:31
| ଏଣ୍ଟର୍ ଦାବନ୍ତୁ  ଏକଜେକ୍ୟୁଟ୍ କରିବା ପାଇଁ '''./if1''' (ଡଟ୍ ସ୍ଲାଶ୍ if1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
+
|ଏଣ୍ଟର୍ ଦାବନ୍ତୁ  ଏକଜେକ୍ୟୁଟ୍ କରିବା ପାଇଁ '''./if1''' (ଡଟ୍ ସ୍ଲାଶ୍ if1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 10:39
+
|10:39
| A ଓ bର ଭାଲ୍ୟୁ ଏଣ୍ଟର୍ କରନ୍ତୁ | ମୁଁ ୨୦ ଓ ୧୦ ଭାବରେ ଭାଲ୍ୟୁ ଦେବି
+
|A ଓ bର ଭାଲ୍ୟୁ ଏଣ୍ଟର୍ କରନ୍ତୁ | ମୁଁ ୨୦ ଓ ୧୦ ଭାବରେ ଭାଲ୍ୟୁ ଦେବି
 +
 
 
|-
 
|-
| 10:48
+
|10:48
| ଆଉଟପୁଟ୍ ପ୍ରଦର୍ଶିତ ହେବ '''Sum of a and b is 30'''  
+
|ଆଉଟପୁଟ୍ ପ୍ରଦର୍ଶିତ ହେବ '''Sum of a and b is 30'''  
 +
 
 
|-
 
|-
| 10:52
+
|10:52
 
|'''Sum is greater than 20'''
 
|'''Sum is greater than 20'''
 +
 
|-
 
|-
| 10:56
+
|10:56
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
+
|ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
 
|-
 
|-
| 10:59
+
|10:59
| ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା
+
|ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା
 +
 
 
|-
 
|-
| 11:02  
+
|11:02  
| ସଂକ୍ଷିପ୍ତରେ  
+
|ସଂକ୍ଷିପ୍ତରେ  
 +
 
 
|-
 
|-
| 11:04
+
|11:04
| ଏହି ଟ୍ୟୁଟୋରିଆଲ୍ ରେ ଆମେ 'if' ଷ୍ଟେଟମେଣ୍ଟ, ଯେପରି if(କଣ୍ଡିଶନ୍)
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ 'if' ଷ୍ଟେଟମେଣ୍ଟ, ଯେପରି if(କଣ୍ଡିଶନ୍)
 +
 
 
|-
 
|-
| 11:11
+
|11:11
| ଓ 'else if' ଷ୍ଟେଟମେଣ୍ଟ ଯେପରି. else if(କଣ୍ଡିଶନ୍) ବିଷୟରେ ଶିଖିଲେ
+
|ଓ 'else if' ଷ୍ଟେଟମେଣ୍ଟ ଯେପରି. else if(କଣ୍ଡିଶନ୍) ବିଷୟରେ ଶିଖିଲେ
 +
 
 
|-
 
|-
| 11:17
+
|11:17
| ଏକ ଆସାଇନମେଣ୍ଟ ଭାବରେ, A, b ଠାରୁ ବଡ଼ କି b ଠାରୁ ସାନ ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
+
|ଏକ ଆସାଇନମେଣ୍ଟ ଭାବରେ, A, b ଠାରୁ ବଡ଼ କି b ଠାରୁ ସାନ ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 11:24
+
|11:24
| ସଂକେତ: 'if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
+
|ସଂକେତ: 'if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
 +
 
 
|-
 
|-
| 11:28
+
|11:28
| 'a', 'b' କିମ୍ୱା 'c'ରୁ କାହାର ଭାଲ୍ୟୁ ଅଧିକ ବୋଲି ଯାଞ୍ଚ କରିବା ପାଇଁ ଅନ୍ୟଏକ ପ୍ରୋଗ୍ରାମ୍ ଲେଖନ୍ତୁ
+
|'a', 'b' କିମ୍ୱା 'c'ରୁ କାହାର ଭାଲ୍ୟୁ ଅଧିକ ବୋଲି ଯାଞ୍ଚ କରିବା ପାଇଁ ଅନ୍ୟଏକ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 11:34
+
|11:34
| ସଂକେତ: 'else if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
+
|ସଂକେତ: 'else if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
 +
 
 
|-
 
|-
| 11:38
+
|11:38
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
 +
 
 
|-  
 
|-  
| 11:41
+
|11:41
| ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 11:44
+
|11:44
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍  ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍  ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
 +
 
 
|-
 
|-
 
|11:48
 
|11:48
| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
+
|ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
 +
 
 
|-
 
|-
| 11:50
+
|11:50
| ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 11:54
+
|11:54
| ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 11:57
+
|11:57
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 12:04
+
|12:04
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 12:09
+
|12:09
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 12:15
+
|12:15
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
|-
+
| 12:20
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
  
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|-
 +
|12:20
 +
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Revision as of 11:56, 3 April 2017

Time Narration
00:02 “C ଓ C++ରେ କଣ୍ଡିଶନାଲ୍ ଷ୍ଟେଟମେଣ୍ଟସ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:11 ଗୋଟିଏ ସିଙ୍ଗଲ୍ statement କିପରି ଏକଜେକ୍ୟୁଟ୍ କରାଯିବ
00:14 statementର ଏକ ଗ୍ରୁପ୍ କୁ କିପରି ଏକଜେକ୍ୟୁଟ୍ କରାଯିବ
00:16 ଏହାକୁ ଆମେ ଉଦାହରଣଗୁଡ଼ିକ ମାଧ୍ୟମରେ କରିବା
00:19 କିଛି ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବୁଝିବା
00:25 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦
00:31 gccg++ କମ୍ପାଇଲର୍ ଭର୍ସନ୍ ୪.୬.୧
00:38 କଣ୍ଡିଶନାଲ୍ statement ସହିତ ଆମେ ଆରମ୍ଭ କରିବା
00:43 ଗୋଟିଏ ପ୍ରୋଗ୍ରାମ୍ ରେ ଏକ statement ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ର ଫ୍ଲୋକୁ କଣ୍ଟ୍ରୋଲ୍ କରେ
00:49 କେଉଁ କୋଡ୍ ଏକଜେକ୍ୟୁଟ୍ କରାଯିବ, ତାହା ନିଷ୍ପତ୍ତି ନେବାରେ ଏହା ସାହାଯ୍ୟ କରେ
00:55 ଟ୍ରୁ କିମ୍ୱା ଫଲ୍ସ କଣ୍ଡିଶନ୍ କୁ ଆମେ ଯାଞ୍ଚ କରିପାରିବା
01:00 ଆମେ, ଏକ ସିଙ୍ଗଲ୍ statement କିମ୍ୱା statementର ଏକ ଗ୍ରୁପ୍ କୁ ଏକଜେକ୍ୟୁଟ୍ କରିପାରିବା
01:07 ଚାଲନ୍ତୁ, if statementsର ଫ୍ଲୋକୁ ବୁଝିବା
01:13 ଏଠାରେ, ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ statement 1 ଏକଜେକ୍ୟୁଟ୍ ହେବ
01:20 ଯଦି କଣ୍ଡିଶନ୍ ଫଲ୍ସ ହୋଇଥାଏ statement 2 ଏକଜେକ୍ୟୁଟ୍ ହେବ
01:29 ଏବେ, else if statement ଫ୍ଲୋ ଦେଖିବା
01:32 ଏଠାରେ, ଯଦି condition 1 ଟ୍ରୁ ହୋଇଥିବ, ତେବେ statement 1 ଏକଜେକ୍ୟୁଟ୍ ହେବ
01:41 ଯଦି condition 1 ଫଲ୍ସ ହୋଇଥିବ, ତେବେ ତାହା condition 2କୁ ଖୋଜିବ
01:49 ଯଦି condition 2 ଟ୍ରୁ ହୋଇଥିବ, ତେବେ statement 3 ଏକଜେକ୍ୟୁଟ୍ ହେବ
01:54 ଓ ଯଦି condition 2 ଫଲ୍ସ ହୋଇଥିବ, ତେବେ statement 2 ଏକଜେକ୍ୟୁଟ୍ ହେବ
02:02 ଏବେ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ
02:06 ମୁଁ ପୂର୍ବରୁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି
02:09 ମୁଁ ତାହାକୁ ଖୋଲୁଛି
02:13 ଦେଖନ୍ତୁ, ଆମ ଫାଇଲ୍ ର ନାଁ ହେଉଛି ifstmt.c
02:18 ଏହି ପ୍ରୋଗ୍ରାମ୍ ରେ ଆମେ ଦୁଇଟି ସଂଖ୍ୟାର ସମଷ୍ଟି ଗଣନା କରିବା ଓ କିଛି କଣ୍ଡିଶନ୍ ଯାଞ୍ଚ କରିବା
02:26 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
02:30 ଏହା ହେଉଛି ଆମର header file
02:34 ଏହା ହେଉଛି ଆମର main() ଫଙ୍କସନ୍
02:38 ଏଠାରେ ଆମେ ତିନୋଟି integer variables a, b and sum ଘୋଷିତ କରିଛେ
02:46 ଏଠାରେ ଆମେ ୟୁଜର୍ ଇନପୁଟ୍ ମାଗିଛେ
02:49 ୟୁଜର୍ a ଓ b ଭାଲ୍ୟୁ ଏଣ୍ଟର୍ କରିବେ
02:52 ଭାଲ୍ୟୁଗୁଡ଼ିକ variable avariable bରେ ଷ୍ଟୋର୍ ହେବ
02:58 କନସୋଲ୍ ରୁ scanf() ଫଙ୍କସନ୍ ଡାଟା ରିଡ୍ କରେ
03:02 ତାହାପରେ ଏହା ଦିଆଯାଇଥିବା variableରେ ପରିଣାମ ଷ୍ଟୋର୍ କରିବ
03:06 scanf()ରେ ଥିବା format specifier ଡାଟାର ପ୍ରକାର ଜାଣିବାରେ ସାହାଯ୍ୟ କରେ
03:10 ଯେପରି ଏଠାରେ ଆମ ପାଖରେ %d ଅଛି, ଏହା ଇଣ୍ଟିଜର୍ ଡାଟା ଟାଇପ୍ ସହ ଆମ କାରବାରକୁ ଦର୍ଶାଇଥାଏ
03:18 ଏଠାରେ ଆମେ abର ଭାଲ୍ୟୁ ଆଡ୍ କରିବା
03:22 ପରିଣାମକୁ sumରେ ଷ୍ଟୋର୍ କରିବା
03:25 ତା’ପରେ ପରିଣାମ ପ୍ରିଣ୍ଟ କରିବା
03:29 ଏହା ହେଉଛି ଆମର if ଷ୍ଟେଟମେଣ୍ଟ
03:30 sum ୨୦ ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆମେ ଏଠାରେ କଣ୍ଡିଶନ୍ ଚେକ୍ କରିବା
03:36 ଯଦି କଣ୍ଡିଶନ୍ ଟ୍ରୁ ଅଟେ, ତେବେ ଆମେ Sum ୨୦ଠାରୁ ବଡ଼ ବୋଲି ପ୍ରିଣ୍ଟ କରୁ
03:42 ଏବେ ମୁଁ ଏହି ଲାଉନ୍ ଗୁଡ଼ିକ ଉପରେ କମେଣ୍ଟ କରିବି
03:48 ଏହା ହେଉଛି ଆମର return ଷ୍ଟେଟମେଣ୍ଟ
03:51 ସେଭ୍ ରେ କ୍ଲିକ୍ କରନ୍ତୁ
03:53 ଆମେ ପ୍ରଥମେ if ଷ୍ଟେଟମେଣ୍ଟର ଏକଜେକ୍ୟୁଶନ୍ ଦେଖିବା
03:58 ଆପଣଙ୍କ କୀ’ବୋର୍ଡରେ ଏକାସାଙ୍ଗରେ Ctrl, AltT ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
04:09 କମ୍ପାଇଲ୍ କରିବା ପାଇଁ gcc ସ୍ପେସ୍ ifstmt ଡଟ୍ c ସ୍ପେସ୍ -o ସ୍ପେସ୍ if ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:20 ଏକଜେକ୍ୟୁଟ୍ କରିବା ପାଇଁ ./if (ଡଟ୍ ସ୍ଲାଶ୍ if) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
04:26 ପ୍ରଦର୍ଶିତ ହୁଏ,Enter the values of a and b.
04:31 ମୁଁ ୧୦ ଓ ୧୨ ଭାବରେ ଭାଲ୍ୟୁ ଦେବି
04:38 Sum of a and b is 22. Sum is greater than 20 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେବ
04:45 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
04:48 ଆମେ ଆଉଏକ କଣ୍ଡିଶନ୍ ଦେଖିବା
04:52 ମୁଁ ଏଠାରୁ କମେଣ୍ଟ କାଢ଼ି ଦେଉଛି
04:56 ମୁଁ ଏଠାରେ କମେଣ୍ଟ ଦେବି
05:00 ସେଭ୍ ରେ କ୍ଲିକ୍ କରନ୍ତୁ
05:03 ଏହା ହେଉଛି ଆମର else-if ଷ୍ଟେଟମେଣ୍ଟ
05:05 ଏଠାରେ ଆମେ Sum ୧୦ଠାରୁ ଅଧିକ କି ନୁହେଁ ଜାଣିବା ପାଇଁ ଆଉଏକ କଣ୍ଡିଶନ୍ ଦେଖିବା
05:11 ଯଦି କଣ୍ଡିଶନ୍ ଟ୍ରୁ ହୋଇଥାଏ, ତେବେ ଆମେ 'Sum is greater than 10 and less than 20' ପ୍ରିଣ୍ଟ କରିବା
05:18 ଏବେ ଆମ ଟର୍ମିନାଲ୍ କୁ ଫେରିଯିବା
05:20 ଏବେ ପୂର୍ବ ପରି କମ୍ପାଇଲ୍ କରନ୍ତୁ
05:23 ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
05:26 ଏହା ଦର୍ଶାଇବ
05:28 Enter the value of a and b.
05:30 ମୁଁ ୧୦ ଓ ୨ ଭାବରେ ଭାଲ୍ୟୁ ଦେବି
05:35 ଆଉଟପୁଟ୍ ପ୍ରଦର୍ଶିତ ହେବ Sum of a and b is 12
05:38 Sum is greater than 10 and less than 20.
05:42 ପ୍ରମ୍ପ୍ଟ କ୍ଲିଅର୍ କରନ୍ତୁ
05:44 ଏବେ ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
05:48 ମୁଁ ଏଠାରୁ ଓ ଏଠାରୁ କମେଣ୍ଟ କାଢ଼ିଦେବି. ସେଭ୍ ରେ କ୍ଲିକ୍ କରିବା
05:56 ଯଦି ଉପରୋକ୍ତ ଉଭୟ କଣ୍ଡିଶନ୍ ଫଲ୍ସ ଥିବ, ତେବେ ଆମେ 'Sum is less than 10' ପ୍ରିଣ୍ଟ କରିବା
06:04 ଏହା ହେଉଛି ଆମର else ଷ୍ଟେଟମେଣ୍ଟ
06:07 ଏବେ ଆମେ ଏକଜେକ୍ୟୁଟ୍ କରି ଦେଖିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
06:11 ବର୍ତ୍ତମାନ ପୂର୍ବ ପରି କମ୍ପାଇଲ୍ କରନ୍ତୁ ଓ ପୂର୍ବ ପରି ଏକଜେକ୍ୟୁଟ୍ କରନ୍ତୁ
06:18 ଏଠାରେ ପ୍ରଦର୍ଶିତ ହେବ Enter the value of a and b
06:22 ମୁଁ ୩ ଓ ୫ ଭାବରେ ଭାଲ୍ୟୁ ଦେବି
06:27 ଆଉଟପୁଟ୍ ପ୍ରଦର୍ଶିତ ହେବ sum of a and b is 8
06:31 Sum is less than 10
06:34 ଏବେ ଆମେ କିଛି ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
06:38 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
06:41 ଧରନ୍ତୁ, ଏଠାରେ ମୁଁ if ଷ୍ଟେଟମେଣ୍ଟ ଶେଷରେ ଏକ ସେମିକଲନ୍ (;) ଟାଇପ୍ କରିବି
06:47 ଦେଖିବା କ’ଣ ହେଉଛି. ସେଭ୍ ରେ କ୍ଲିକ୍ କରବା
06:50 ଏକଜେକ୍ୟୁଟ୍ କରନ୍ତୁ. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
06:53 ପୂର୍ବ ପରି କମ୍ପାଇଲ୍ କରିବା
06:56 ଆମେ ଏକ ଏରର୍ ଦେଖୁ: 'else' without a previous 'if'
07:02 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ. ଏହା ହେଉଛି ଏକ ସିଣ୍ଟାକ୍ସ ଏରର୍
07:07 if ଷ୍ଟେଟମେଣ୍ଟ କେବେବି ଏକ ସେମିକଲନ୍ ସହ ଟର୍ମିନେଟ୍ ହେବ ନାହିଁ
07:10 else if ଷ୍ଟେଟମେଣ୍ଟ କେବେବି ଏକ if ଷ୍ଟେଟମେଣ୍ଟ ବିନା କାମ କରିବ ନାହିଁ
07:16 ଏରର୍ ଫିକ୍ସ କରିବା. ଏଠାରୁ ସେମିକଲନ୍ (;) ଡିଲିଟ୍ କରନ୍ତୁ
07:22 ସେଭ୍ ରେ କ୍ଲିକ୍ କରନ୍ତୁ
07:25 ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ
07:29 ଏବେ ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା
07:35 A ଓ bର ଭାଲ୍ୟୁ ଏଣ୍ଟର୍ କରନ୍ତୁ
07:37 ମୁଁ ୩ ଓ ୬ ଭାବରେ ଭାଲ୍ୟୁ ଦେବି
07:43 ଆଉଟପୁଟ୍ ପ୍ରଦର୍ଶିତ ହେବ
07:45 Sum of a and b is 9. Sum is less than 10.
07:52 ଏବେ, ସମାନ ପ୍ରୋଗ୍ରାମ୍ C++ରେ କିପରି ଏକଜେକ୍ୟୁଟ୍ କରାଯାଏ, ଦେଖିବା
07:57 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
07:59 ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି
08:03 Shift, CtrlS ଏକାସାଙ୍ଗରେ ପ୍ରେସ୍ କରନ୍ତୁ
08:11 ଏବେ ଫାଇଲ୍ କୁ “ଡଟ୍ cpp” ଏକ୍ସଟେନ୍ସନ୍ ସହ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
08:20 ହେଡର୍ ଫାଇଲ୍ କୁ iostream ଭାବରେ ଚେଞ୍ଜ କରନ୍ତୁ
08:26 ଏଠାରେ using ଷ୍ଟେଟମେଣ୍ଟ ମିଶାଇବା
08:30 Search for and replace ଟେକ୍ସଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
08:35 “printf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟରେ ବଦଳାନ୍ତୁ
08:40 Replace all ଉପରେ କ୍ଲିକ୍ କରି କ୍ଲୋଜ୍ କ୍ଲିକ୍ କରନ୍ତୁ
08:46 ଏବେ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ଡିଲିଟ୍ କରନ୍ତୁ
08:49 scanf() ଷ୍ଟେଟମେଣ୍ଟକୁ cinରେ ବଦଳାନ୍ତୁ
08:54 ଟାଇପ୍ କରନ୍ତୁ cinଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ >>
09:00 C++ରେ ଗୋଟିଏ ଲାଇନ୍ ପଢ଼ିବାକୁ cin >> ଫଙ୍କସନ୍ ବ୍ୟବହାର କରାଯାଏ
09:05 ଏବେ format specifiers ଡିଲିଟ୍ କରନ୍ତୁ
09:09 commaଆମ୍ପର୍ସେଣ୍ଡ & ଡିଲିଟ୍ କରନ୍ତୁ
09:12 ଏଠାରୁ କମା ଡିଲିଟ୍ କରି ଦୁଇଟି କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ସ ଟାଇପ୍ କରନ୍ତୁ
09:17 ପୁଣିଥରେ ଆମ୍ପର୍ସେଣ୍ଡ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ
09:25 ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଓ କମା ଡିଲିଟ୍ କରନ୍ତୁ
09:31 ଏବେ ବ୍ୟାକସ୍ଲାଶ୍ n (\n)format specifier ଡିଲିଟ୍ କରି
09:37 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍‍ ବ୍ରାକେଟ୍ ଟାଇପ୍ କରନ୍ତୁ
09:42 ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ n (\n) ଟାଇପ୍ କରନ୍ତୁ
09:49 ଏଠାରେ ମଧ୍ୟ ଆମେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରିବା
09:53 ଏବେ ପୁଣିଥରେ ଏଠାରୁ ଓ ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
09:59 ସେଭ୍ ରେ କ୍ଲିକ୍ କରନ୍ତୁ
10:02 ଏକଜେକ୍ୟୁଟ୍ କରିବା
10:04 ଟର୍ମିନାଲ୍ କୁ ଫେରିଆସନ୍ତୁ. ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି
10:10 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ g++ ସ୍ପେସ୍ ifstmt.cpp ସ୍ପେସ୍ -o ସ୍ପେସ୍ if1
10:20 ଏଠାରେ ଆମ ପାଖରେ 'if1' ଅଛି, କାରଣ ଆମେ 'ifstmt.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ ‘if’ ଓଭରରାଇଟ୍ କରିବାକୁ ଚାହୁଁନେ
10:31 ଏଣ୍ଟର୍ ଦାବନ୍ତୁ ଏକଜେକ୍ୟୁଟ୍ କରିବା ପାଇଁ ./if1 (ଡଟ୍ ସ୍ଲାଶ୍ if1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
10:39 ମୁଁ ୨୦ ଓ ୧୦ ଭାବରେ ଭାଲ୍ୟୁ ଦେବି
10:48 ଆଉଟପୁଟ୍ ପ୍ରଦର୍ଶିତ ହେବ Sum of a and b is 30
10:52 Sum is greater than 20
10:56 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
10:59 ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା
11:02 ସଂକ୍ଷିପ୍ତରେ
11:04 ଏହି ଟ୍ୟୁଟୋରିଆଲ୍ ରେ ଆମେ 'if' ଷ୍ଟେଟମେଣ୍ଟ, ଯେପରି if(କଣ୍ଡିଶନ୍)
11:11 ଓ 'else if' ଷ୍ଟେଟମେଣ୍ଟ ଯେପରି. else if(କଣ୍ଡିଶନ୍) ବିଷୟରେ ଶିଖିଲେ
11:17 ଏକ ଆସାଇନମେଣ୍ଟ ଭାବରେ, A, b ଠାରୁ ବଡ଼ କି b ଠାରୁ ସାନ ଯାଞ୍ଚ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
11:24 ସଂକେତ: 'if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
11:28 'a', 'b' କିମ୍ୱା 'c'ରୁ କାହାର ଭାଲ୍ୟୁ ଅଧିକ ବୋଲି ଯାଞ୍ଚ କରିବା ପାଇଁ ଅନ୍ୟଏକ ପ୍ରୋଗ୍ରାମ୍ ଲେଖନ୍ତୁ
11:34 ସଂକେତ: 'else if' ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
11:38 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ଦେଖନ୍ତୁ
11:41 ଏହା ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:44 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
11:48 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ:
11:50 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:54 ଅନଲାଇନ୍‍ ଟେଷ୍ଟ ପାସ୍‍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:57 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
12:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
12:09 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
12:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:20 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep