Difference between revisions of "C-and-Cpp/C2/Tokens/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by one other user not shown)
Line 2: Line 2:
 
|| '''Time'''
 
|| '''Time'''
 
|| '''Narration'''
 
|| '''Narration'''
 +
 
|-
 
|-
 
| 00:01  
 
| 00:01  
|| “C ଓ C++ରେ ଟୋକନ୍ସ” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |  
+
||“C ଓ C++ରେ ଟୋକନ୍ସ” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |  
 +
 
 
|-
 
|-
 
|00:06
 
|00:06
 
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
|-
 
|-
 
|00:09
 
|00:09
|| “ଟୋକନ୍ସ”କୁ କିପରି ପରିଭାଷିତ ଓ ବ୍ୟବହାର କରିବେ |
+
||“ଟୋକନ୍ସ”କୁ କିପରି ପରିଭାଷିତ ଓ ବ୍ୟବହାର କରିବେ |
 +
 
 
|-
 
|-
 
|00:12
 
|00:12
|| ଏକ ଉଦାହରଣ ସାହାଯ୍ୟରେ ଆମେ ଏହା କରିବା |
+
||ଏକ ଉଦାହରଣ ସାହାଯ୍ୟରେ ଆମେ ଏହା କରିବା |
 +
 
 
|-
 
|-
 
|00:15
 
|00:15
|| ଆମେ କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
+
||ଆମେ କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
 +
 
 
|-
 
|-
| 00:20
+
|00:20
||ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ
+
||ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଅପରେଟେଙ୍ଗ୍ ସିଷ୍ଟମ୍ ୧୧.୧୦,
|-
+
 
|00:21
+
|| ମୁଁ ଉବୁଣ୍ଟୁ ଅପରେଟେଙ୍ଗ୍ ସିଷ୍ଟମ୍ ୧୧.୧୦,
+
 
|-
 
|-
 
|00:26
 
|00:26
|| '''gcc ଓ g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି'''|
+
||'''gcc ଓ g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି'''|
 +
 
 
|-
 
|-
 
|00:33
 
|00:33
|| ଏକ ପରିଚୟରୁ ଆରମ୍ଭ କରିବା |
+
||ଏକ ପରିଚୟରୁ ଆରମ୍ଭ କରିବା |
 +
 
 
|-
 
|-
 
|00:36
 
|00:36
|| ଡାଟା ଟାଇପ୍ସ, ଭେରିଏବଲ୍ସ, କନଷ୍ଟାଣ୍ଟସ୍ ଓ ଆଇଡେଣ୍ଟିଫାୟର୍ସ ପାଇଁ ଟୋକେନ୍ ହେଉଛି ଏକ ଜେନେରିକ୍ ଶବ୍ଦ |
+
||ଡାଟା ଟାଇପ୍ସ, ଭେରିଏବଲ୍ସ, କନଷ୍ଟାଣ୍ଟସ୍ ଓ ଆଇଡେଣ୍ଟିଫାୟର୍ସ ପାଇଁ ଟୋକେନ୍ ହେଉଛି ଏକ ଜେନେରିକ୍ ଶବ୍ଦ |
 +
 
 
|-
 
|-
 
|00:46
 
|00:46
|| ଚାଲନ୍ତୁ ଆମ ପ୍ରୋଗ୍ରାମ୍ ରୁ ଆରମ୍ଭ କରିବା |
+
||ଚାଲନ୍ତୁ ଆମ ପ୍ରୋଗ୍ରାମ୍ ରୁ ଆରମ୍ଭ କରିବା |
 +
 
 
|-
 
|-
 
|00:49
 
|00:49
|| ମୁଁ ପୂର୍ବ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି |
+
||ମୁଁ ପୂର୍ବ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି |
 +
 
 
|-
 
|-
 
|00:53
 
|00:53
|| ଏହାକୁ ମୁଁ ଖୋଲୁଛି |
+
||ଏହାକୁ ମୁଁ ଖୋଲୁଛି |
 +
 
 
|-
 
|-
 
|00:56
 
|00:56
|| ଲକ୍ଷ୍ୟ କରନ୍ତୁ ଯେ, ଆମର ଫାଇଲ୍ ନାମ ହେଉଛି ’ଟୋକେନ୍.ସି’ |
+
||ଲକ୍ଷ୍ୟ କରନ୍ତୁ ଯେ, ଆମର ଫାଇଲ୍ ନାମ ହେଉଛି ’ଟୋକେନ୍.ସି’ |
 +
 
 
|-
 
|-
 
|01:04
 
|01:04
 
|| ଏଥିରେ ଆମେ ଭେରିଏବଲ୍ସ ଇନିଶିଆଲାଇଜ୍ କରିବା ସହ ସେଗୁଡ଼ିକର ଭାଲ୍ୟୁ ପ୍ରିଣ୍ଟ କରିବା.
 
|| ଏଥିରେ ଆମେ ଭେରିଏବଲ୍ସ ଇନିଶିଆଲାଇଜ୍ କରିବା ସହ ସେଗୁଡ଼ିକର ଭାଲ୍ୟୁ ପ୍ରିଣ୍ଟ କରିବା.
 +
 
|-
 
|-
 
|01:09
 
|01:09
|| ଏବେ ମୁଁ କୋଡ୍ ବ୍ୟାଖ୍ୟା କରିବି |
+
||ଏବେ ମୁଁ କୋଡ୍ ବ୍ୟାଖ୍ୟା କରିବି |
 +
 
 
|-
 
|-
 
|01:12
 
|01:12
|| ଏହା ହେଉଛି ଆମ ହେଡର୍ ଫାଇଲ୍ |
+
||ଏହା ହେଉଛି ଆମ ହେଡର୍ ଫାଇଲ୍ |
 +
 
 
|-
 
|-
 
|01:16
 
|01:16
|| ଏହା ହେଉଛି ଆମ ମେନ୍ ଫଙ୍କସନ୍ |
+
||ଏହା ହେଉଛି ଆମ ମେନ୍ ଫଙ୍କସନ୍ |
 +
 
 
|-
 
|-
| 01:20
+
|01:20
|| ଏଠାରେ, int ହେଉଛି ଏକ କୀୱର୍ଡ |
+
||ଏଠାରେ, int ହେଉଛି ଏକ କୀୱର୍ଡ |
 +
 
 
|-
 
|-
 
|01:22
 
|01:22
|| କୀୱର୍ଡର ଅର୍ଥ କମ୍ପାଇଲର୍ ଜାଣିଛି |
+
||କୀୱର୍ଡର ଅର୍ଥ କମ୍ପାଇଲର୍ ଜାଣିଛି |
 +
 
 
|-
 
|-
| 01:26
+
|01:26
|| A ହେଉଛି ଏକ ଇଣ୍ଟିଜର୍ ଭେରିଏବଲ୍ |
+
||A ହେଉଛି ଏକ ଇଣ୍ଟିଜର୍ ଭେରିଏବଲ୍ |
 +
 
 
|-
 
|-
| 01:28
+
|01:28
|| ଆମେ ଏହାକୁ ୨ ଭାଲ୍ୟୁ ଦେଇଛୁ |
+
||ଆମେ ଏହାକୁ ୨ ଭାଲ୍ୟୁ ଦେଇଛୁ |
 +
 
 
|-
 
|-
 
|01:32
 
|01:32
|| ଏହାକୁ ଇନିଶିଆଲାଇଜେଶନ୍ କୁହାଯାଏ |
+
||ଏହାକୁ ଇନିଶିଆଲାଇଜେଶନ୍ କୁହାଯାଏ |
 +
 
 
|-
 
|-
| 01:35
+
|01:35
|| ଯଦି ଏକ ଭେରିଏବଲ୍ କୁ ଭାଲ୍ୟୁ ଦିଆଯାଇନଥିବ, ତେବେ ଏହାକୁ ଡିକ୍ଲାରେଶନ୍ ଅଫ୍ ଦ ଭେରିଏବଲ୍ କୁହାଯାଏ |
+
||ଯଦି ଏକ ଭେରିଏବଲ୍ କୁ ଭାଲ୍ୟୁ ଦିଆଯାଇନଥିବ, ତେବେ ଏହାକୁ ଡିକ୍ଲାରେଶନ୍ ଅଫ୍ ଦ ଭେରିଏବଲ୍ କୁହାଯାଏ |
 +
 
 
|-
 
|-
 
|01:43
 
|01:43
|| ଏଠାରେ b ହେଉଛି ଏକ କନଷ୍ଟାଣ୍ଟ |
+
||ଏଠାରେ b ହେଉଛି ଏକ କନଷ୍ଟାଣ୍ଟ |
 +
 
 
|-
 
|-
| 01:46
+
|01:46
|| ଆମେ bକୁ ୪ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିଛେ |
+
||ଆମେ bକୁ ୪ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିଛେ |
 +
 
 
|-
 
|-
 
|01:53
 
|01:53
|| ରିଡ୍ ଓନଲୀ ଭେରିଏବଲ୍ କ୍ରିଏଟ୍ କରିବାକୁ '''const''' କୀୱର୍ଡ ବ୍ୟବହାର କରାଯାଏ |
+
||ରିଡ୍ ଓନଲୀ ଭେରିଏବଲ୍ କ୍ରିଏଟ୍ କରିବାକୁ '''const''' କୀୱର୍ଡ ବ୍ୟବହାର କରାଯାଏ |
 +
 
 
|-
 
|-
 
|01:58
 
|01:58
|| କୀୱର୍ଡ ଓ କନଷ୍ଟାଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
+
||କୀୱର୍ଡ ଓ କନଷ୍ଟାଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
 +
 
 
|-
 
|-
| 02:06
+
|02:06
|| କୀୱର୍ଡ୍ସର ସ୍ଥିର ଅର୍ଥ ଥାଏ, ଯାହାକୁ ବଦଳାଯାଇ ପାରେନାହିଁ |
+
||କୀୱର୍ଡ୍ସର ସ୍ଥିର ଅର୍ଥ ଥାଏ, ଯାହାକୁ ବଦଳାଯାଇ ପାରେନାହିଁ |
 +
 
 
|-
 
|-
 
|02:11
 
|02:11
|| ଭେରିଏବଲ୍ ନାମ ଭାବରେ କୀୱର୍ଡ୍ସ ବ୍ୟବହାର କରାଯାଇ ପାରିବନହିଁ |
+
||ଭେରିଏବଲ୍ ନାମ ଭାବରେ କୀୱର୍ଡ୍ସ ବ୍ୟବହାର କରାଯାଇ ପାରିବନହିଁ |
 +
 
 
|-
 
|-
 
|02:15
 
|02:15
|| C ରେ ୩୨ଟି କୀୱର୍ଡ୍ସ ଅଛି |
+
||C ରେ ୩୨ଟି କୀୱର୍ଡ୍ସ ଅଛି |
 +
 
 
|-
 
|-
 
|02:18
 
|02:18
|| '''auto''', '''break''', '''case''', '''char''', '''enum''', '''extern''', ଆଦି ହେଉଛି ଏଗୁଡ଼ିକ ମଧ୍ୟରୁ କିଛି |
+
||'''auto''', '''break''', '''case''', '''char''', '''enum''', '''extern''', ଆଦି ହେଉଛି ଏଗୁଡ଼ିକ ମଧ୍ୟରୁ କିଛି |
 +
 
 
|-
 
|-
| 02:28
+
|02:28
|| କନଷ୍ଟାଣ୍ଟର ଭାଲ୍ୟୁ ସ୍ଥିର ଅଟେ |
+
||କନଷ୍ଟାଣ୍ଟର ଭାଲ୍ୟୁ ସ୍ଥିର ଅଟେ |
 +
 
 
|-
 
|-
 
|02:33
 
|02:33
|| ଗୋଟିଏ ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଏନାହିଁ |
+
||ଗୋଟିଏ ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଏନାହିଁ |
 +
 
 
|-
 
|-
 
|02:38
 
|02:38
|| କନଷ୍ଟାଣ୍ଟସ୍ ଦୁଇ ପ୍ରକାରର ହୋଇଥାଏ, ନ୍ୟୁମେରିକ୍ କନଷ୍ଟାଣ୍ଟସ୍ ଓ କ୍ୟାରେକ୍ଟର୍ କନଷ୍ଟାଣ୍ଟସ୍ |  
+
||କନଷ୍ଟାଣ୍ଟସ୍ ଦୁଇ ପ୍ରକାରର ହୋଇଥାଏ, ନ୍ୟୁମେରିକ୍ କନଷ୍ଟାଣ୍ଟସ୍ ଓ କ୍ୟାରେକ୍ଟର୍ କନଷ୍ଟାଣ୍ଟସ୍ |  
 +
 
 
|-
 
|-
 
|02:45
 
|02:45
|| ଚାଲନ୍ତୁ ପ୍ରୋଗ୍ରାମ୍ କୁ ପେରିଯିବା |
+
||ଚାଲନ୍ତୁ ପ୍ରୋଗ୍ରାମ୍ କୁ ପେରିଯିବା |
 +
 
 
|-
 
|-
| 02:47
+
|02:47
 
|| ଏଠାରେ, ଭେରିଏବଲ୍ cର ଡାଟା ପ୍ରକାର ହେଉଛି “ଫ୍ଲୋଟ୍” |
 
|| ଏଠାରେ, ଭେରିଏବଲ୍ cର ଡାଟା ପ୍ରକାର ହେଉଛି “ଫ୍ଲୋଟ୍” |
 +
 
|-
 
|-
 
|02:52
 
|02:52
|| ଆମେ ଏହାକୁ ୧.୫ର ଭାଲ୍ୟୁ ଦେଇଛୁ |
+
||ଆମେ ଏହାକୁ ୧.୫ର ଭାଲ୍ୟୁ ଦେଇଛୁ |
 +
 
 
|-
 
|-
 
|02:56
 
|02:56
|| ନିୟମଗୁଡ଼ିକର ଗୋଟିଏ ସେଟ୍ ସହିତ ଭାଲ୍ୟୁର ଏକ ସୀମିତ ସେଟ୍ ହେଉଛି ଡାଟା ଟାଇପ୍ |
+
||ନିୟମଗୁଡ଼ିକର ଗୋଟିଏ ସେଟ୍ ସହିତ ଭାଲ୍ୟୁର ଏକ ସୀମିତ ସେଟ୍ ହେଉଛି ଡାଟା ଟାଇପ୍ |
 +
 
 
|-
 
|-
| 03:04
+
|03:04
|| ଏଠାରେ d ହେଉଛି ଏକ ଭେରିଏବଲ୍ |
+
||ଏଠାରେ d ହେଉଛି ଏକ ଭେରିଏବଲ୍ |
 +
 
 
|-
 
|-
 
|03:07
 
|03:07
|| '''char''' ଓ ସିଙ୍ଗଲ୍ କ୍ୱୋଟ୍ସ କୁହେ ଯେ, ଆମେ କ୍ୟାରେକ୍ଟର୍ ସହ କାର୍ଯ୍ୟ କରୁଛେ |
+
||'''char''' ଓ ସିଙ୍ଗଲ୍ କ୍ୱୋଟ୍ସ କୁହେ ଯେ, ଆମେ କ୍ୟାରେକ୍ଟର୍ ସହ କାର୍ଯ୍ୟ କରୁଛେ |
 +
 
 
|-
 
|-
 
|03:12
 
|03:12
|| ପରିଣାମସ୍ୱରୂପ, A ଭାଲ୍ୟୁ ଷ୍ଟୋର୍ କରିଥିବା d ହେଉଛି ଏକ କ୍ୟାରେକ୍ଟର୍ ଭାରିଏବଲ୍ |
+
||ପରିଣାମସ୍ୱରୂପ, A ଭାଲ୍ୟୁ ଷ୍ଟୋର୍ କରିଥିବା d ହେଉଛି ଏକ କ୍ୟାରେକ୍ଟର୍ ଭାରିଏବଲ୍ |
 +
 
 
|-
 
|-
| 03:20
+
|03:20
|| '''int, double, float''' ଓ '''char''' ଡାଟା ଟାଇପ୍ ବୋଲି ଦେଖିବା ସହଜ ଅଟେ |
+
||'''int, double, float''' ଓ '''char''' ଡାଟା ଟାଇପ୍ ବୋଲି ଦେଖିବା ସହଜ ଅଟେ |
 +
 
 
|-
 
|-
 
|03:30
 
|03:30
|| '''a,''' '''c''' ଓ '''d''' ହେଉଛି '''ଭେରିଏବଲ୍ସ''' |
+
||'''a,''' '''c''' ଓ '''d''' ହେଉଛି '''ଭେରିଏବଲ୍ସ''' |
 +
 
 
|-
 
|-
 
|03:35
 
|03:35
|| ଏବେ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
+
||ଏବେ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
 +
 
 
|-
 
|-
| 03:37
+
|03:37
|| ଆମେ ଡାଟା ଟାଇପ୍ସ ଓ ଭେରିଏବଲ୍ସ ବିଷୟରେ ଅଧିକ ଜାଣିବା |
+
||ଆମେ ଡାଟା ଟାଇପ୍ସ ଓ ଭେରିଏବଲ୍ସ ବିଷୟରେ ଅଧିକ ଜାଣିବା |
 +
 
 
|-
 
|-
 
|03:48
 
|03:48
|| ଚାଲନ୍ତୁ ଇଣ୍ଟିଜର୍ ଡାଟା ଟାଇପ୍ ରୁ ଆରମ୍ଭ କରିବା |
+
||ଚାଲନ୍ତୁ ଇଣ୍ଟିଜର୍ ଡାଟା ଟାଇପ୍ ରୁ ଆରମ୍ଭ କରିବା |
 +
 
 
|-
 
|-
 
|03:50
 
|03:50
|| ଏହାକୁ int ଭାବରେ ଘୋଷଣା କରାଯାଇଛି |
+
||ଏହାକୁ int ଭାବରେ ଘୋଷଣା କରାଯାଇଛି |
 +
 
 
|-
 
|-
 
|03:53
 
|03:53
|| ଏକ ଇଣ୍ଟିଜର୍ ଡାଟା ଟାଇପ୍ ପ୍ରିଣ୍ଟ କରିବାକୁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ '''%d''' ବ୍ୟବହାର କରିବା |
+
||ଏକ ଇଣ୍ଟିଜର୍ ଡାଟା ଟାଇପ୍ ପ୍ରିଣ୍ଟ କରିବାକୁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ '''%d''' ବ୍ୟବହାର କରିବା |
 +
 
 
|-
 
|-
 
| 04:01
 
| 04:01
|| ସେହିପରି, ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ସ ପାଇଁ ଆମେ '''float''' ଓ '''%f''' ବ୍ୟବହାର କରିବା |
+
||ସେହିପରି, ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ସ ପାଇଁ ଆମେ '''float''' ଓ '''%f''' ବ୍ୟବହାର କରିବା |
 +
 
 
|-
 
|-
 
|04:09
 
|04:09
|| କ୍ୟାରେକ୍ଟର୍ ଡାଟା ଟାଇପ୍ ପାଇଁ '''char''' ଓ '''%c''' ବ୍ୟବହାର କରିବା |
+
||କ୍ୟାରେକ୍ଟର୍ ଡାଟା ଟାଇପ୍ ପାଇଁ '''char''' ଓ '''%c''' ବ୍ୟବହାର କରିବା |
 +
 
 
|-
 
|-
 
|04:15
 
|04:15
 
||ଡବଲ୍ ଡାଟା ଟାଇପ୍ ପାଇଁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ ଆମେ '''double''' ଓ '''%lf''' ବ୍ୟବହାର କରିବା |
 
||ଡବଲ୍ ଡାଟା ଟାଇପ୍ ପାଇଁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ ଆମେ '''double''' ଓ '''%lf''' ବ୍ୟବହାର କରିବା |
 +
 
|-
 
|-
 
|04:24
 
|04:24
|| ଏବେ ଆମେ ଡାଟା ଟାଇପ୍ସର ରେଞ୍ଜ୍ ଦେଖିବା |
+
||ଏବେ ଆମେ ଡାଟା ଟାଇପ୍ସର ରେଞ୍ଜ୍ ଦେଖିବା |
 +
 
 
|-
 
|-
 
|04:29
 
|04:29
|| ଇଣ୍ଟିଜର୍ ଡାଟା ଟାଇପ୍ ର ରେଞ୍ଜ୍ ହେଉଛି
+
||ଇଣ୍ଟିଜର୍ ଡାଟା ଟାଇପ୍ ର ରେଞ୍ଜ୍ ହେଉଛି
 +
 
 
|-
 
|-
 
|04:34
 
|04:34
|| ଫ୍ଲୋଟିଙ୍ଗ୍ ପଏଣ୍ଟ୍ ର ରେଞ୍ଜ୍ ହେଉଛି
+
||ଫ୍ଲୋଟିଙ୍ଗ୍ ପଏଣ୍ଟ୍ ର ରେଞ୍ଜ୍ ହେଉଛି
 +
 
 
|-
 
|-
 
|04:39
 
|04:39
|| କ୍ୟାରେକ୍ଟର୍ ର ରେଞ୍ଜ୍ ହେଉଛି
+
||କ୍ୟାରେକ୍ଟର୍ ର ରେଞ୍ଜ୍ ହେଉଛି
 +
 
 
|-
 
|-
 
|04:42
 
|04:42
|| ଓ ଡବଲ୍ ର ରେଞ୍ଜ୍ ହେଉଛି
+
||ଓ ଡବଲ୍ ର ରେଞ୍ଜ୍ ହେଉଛି
 +
 
 
|-
 
|-
| 04:47
+
|04:47
|| ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁ, ଏହି ରେଞ୍ଜ୍ ରୁ ଅଧିକ କିମ୍ୱା କମ୍ ହୋଇନଥିବା ଦରକାର |
+
||ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁ, ଏହି ରେଞ୍ଜ୍ ରୁ ଅଧିକ କିମ୍ୱା କମ୍ ହୋଇନଥିବା ଦରକାର |
 +
 
 
|-
 
|-
 
|04:56
 
|04:56
|| ଏବେ ଆମେ ଭେରିଏବଲ୍ସ ଆଡ଼କୁ ଯିବା |
+
||ଏବେ ଆମେ ଭେରିଏବଲ୍ସ ଆଡ଼କୁ ଯିବା |
 +
 
 
|-
 
|-
 
|05:00
 
|05:00
|| ଭେରିଏବଲ୍ ହେଉଛି ଏକ ଡାଟା ନେମ୍ |
+
||ଭେରିଏବଲ୍ ହେଉଛି ଏକ ଡାଟା ନେମ୍ |
 +
 
 
|-
 
|-
 
|05:02
 
|05:02
|| ଏକ ଡାଟା ଭାଲ୍ୟୁ ଷ୍ଟୋର୍ କରିବାକୁ ଏହା ବ୍ୟବହାର କରାଯାଇପାରେ |
+
||ଏକ ଡାଟା ଭାଲ୍ୟୁ ଷ୍ଟୋର୍ କରିବାକୁ ଏହା ବ୍ୟବହାର କରାଯାଇପାରେ |
 +
 
 
|-
 
|-
 
|05:06
 
|05:06
|| ଏକ ପ୍ରୋଗ୍ରାମ୍ ଚାଲିବା ସମୟରେ ଭାଲ୍ୟୁକୁ ପରିବର୍ତ୍ତନ କରାଯାଇପାରେ |
+
||ଏକ ପ୍ରୋଗ୍ରାମ୍ ଚାଲିବା ସମୟରେ ଭାଲ୍ୟୁକୁ ପରିବର୍ତ୍ତନ କରାଯାଇପାରେ |
 +
 
 
|-
 
|-
 
|05:10
 
|05:10
|| ଭାରିଏବଲ୍ କୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଘୋଷିତ କରାଯିବା ଦରକାର |
+
||ଭାରିଏବଲ୍ କୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଘୋଷିତ କରାଯିବା ଦରକାର |
 +
 
 
|-
 
|-
 
|05:14
 
|05:14
|| ଭାରିଏବଲ୍ସ ପାଇଁ ଆମେ ଅର୍ଥପୂର୍ଣ୍ଣ ନାମମାନ ଦେବାକୁ ଚେଷ୍ଟା କରିବା |
+
||ଭାରିଏବଲ୍ସ ପାଇଁ ଆମେ ଅର୍ଥପୂର୍ଣ୍ଣ ନାମମାନ ଦେବାକୁ ଚେଷ୍ଟା କରିବା |
 +
 
 
|-
 
|-
 
|05:18
 
|05:18
|| ଉଦାହରଣସ୍ୱରୂପ ଜନ୍, ମାର୍କ୍ସ, ସମ୍ ଆଦି |
+
||ଉଦାହରଣସ୍ୱରୂପ ଜନ୍, ମାର୍କ୍ସ, ସମ୍ ଆଦି |
 +
 
 
|-
 
|-
 
|05:24
 
|05:24
|| ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
+
||ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
 +
 
 
|-
 
|-
| 05:27
+
|05:27
|| ଏଠାରେ, ଏହି କାର୍ଯ୍ୟ ପାଇଁ ପ୍ରିଣ୍ଟf ହେଉଛି ଆଇଡେଣ୍ଟିଫାୟର୍ ନାମ |
+
||ଏଠାରେ, ଏହି କାର୍ଯ୍ୟ ପାଇଁ ପ୍ରିଣ୍ଟf ହେଉଛି ଆଇଡେଣ୍ଟିଫାୟର୍ ନାମ |
 +
 
 
|-
 
|-
| 05:32
+
|05:32
|| ସ୍ଲାଇଡ୍ସକୁ ଫେରି ଚାଲନ୍ତୁ |
+
||ସ୍ଲାଇଡ୍ସକୁ ଫେରି ଚାଲନ୍ତୁ |
 +
 
 
|-
 
|-
| 05:35
+
|05:35
|| ଚାଲନ୍ତୁ, ଆଇଡେଣ୍ଟିଫାୟର୍ସ ବିଷୟରେ ଜାଣିବା |
+
||ଚାଲନ୍ତୁ, ଆଇଡେଣ୍ଟିଫାୟର୍ସ ବିଷୟରେ ଜାଣିବା |
 +
 
 
|-
 
|-
| 05:38
+
|05:38
|| ଆଇଡେଣ୍ଟିଫାୟର୍ସ ହେଉଛି ୟୁଜର୍ ଡିଫାଇଣ୍ଡ୍ ନାମମାନ |
+
||ଆଇଡେଣ୍ଟିଫାୟର୍ସ ହେଉଛି ୟୁଜର୍ ଡିଫାଇଣ୍ଡ୍ ନାମମାନ |
 +
 
 
|-
 
|-
 
|05:41
 
|05:41
 
||ଏକ ଆଇଡେଣ୍ଟିଫାୟର୍ ରେ ଅକ୍ଷର ଓ ସଂଖ୍ୟା ରହିଥାଏ |
 
||ଏକ ଆଇଡେଣ୍ଟିଫାୟର୍ ରେ ଅକ୍ଷର ଓ ସଂଖ୍ୟା ରହିଥାଏ |
 +
 
|-
 
|-
 
|05:46
 
|05:46
|| ଉଭୟ ଅପର୍-କେସ୍ ଓ ଲୋୟର୍-କେସ୍ ଅକ୍ଷରର ଅନୁମତି ଅଛି |
+
||ଉଭୟ ଅପର୍-କେସ୍ ଓ ଲୋୟର୍-କେସ୍ ଅକ୍ଷରର ଅନୁମତି ଅଛି |
 +
 
 
|-
 
|-
 
|05:51
 
|05:51
|| ପ୍ରଥମ କ୍ୟାରେକ୍ଟର୍ ଟି ନିଶ୍ଚିତ ଭାବେ ଏକ ଅକ୍ଷର କିମ୍ୱା ଅଣ୍ଡରସ୍କୋର୍ ହେବା ଦରକାର |
+
||ପ୍ରଥମ କ୍ୟାରେକ୍ଟର୍ ଟି ନିଶ୍ଚିତ ଭାବେ ଏକ ଅକ୍ଷର କିମ୍ୱା ଅଣ୍ଡରସ୍କୋର୍ ହେବା ଦରକାର |
 +
 
 
|-
 
|-
| 05:55
+
|05:55
|| ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
+
||ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
 +
 
 
|-
 
|-
| 05:58
+
|05:58
|| ଏଠାରେ ଆମେ ଭେରିଏବଲ୍ସ ଓ କନଷ୍ଟାଣ୍ଟସ୍ ଇନିଶିଆଲାଇଜ୍ କଲେ |
+
||ଏଠାରେ ଆମେ ଭେରିଏବଲ୍ସ ଓ କନଷ୍ଟାଣ୍ଟସ୍ ଇନିଶିଆଲାଇଜ୍ କଲେ |
 +
 
 
|-
 
|-
| 06:02
+
|06:02
|| ସେଗୁଡ଼ିକୁ ଆମେ ପ୍ରିଣ୍ଟ କରିବା |
+
||ସେଗୁଡ଼ିକୁ ଆମେ ପ୍ରିଣ୍ଟ କରିବା |
 +
 
 
|-
 
|-
| 06:05
+
|06:05
|| ଆଉଏହା ହେଉଛି ଆମର ରିଟର୍ନ ଷ୍ଟେଟମେଣ୍ଟ୍ |
+
||ଆଉଏହା ହେଉଛି ଆମର ରିଟର୍ନ ଷ୍ଟେଟମେଣ୍ଟ୍ |
 +
 
 
|-
 
|-
| 06:08
+
|06:08
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
| 06:10
+
|06:10
|| ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
+
||ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
|06:12
 
|06:12
 
|| କୀବୋର୍ଡରେ '''Ctrl,''' '''Alt''' ଓ '''T'''କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
 
|| କୀବୋର୍ଡରେ '''Ctrl,''' '''Alt''' ଓ '''T'''କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
 +
 
|-
 
|-
 
|06:21  
 
|06:21  
|| କମ୍ପାଇଲ୍ କରିବାକୁ, '''gcc ସ୍ପେସ୍ ଟୋକେନ୍ସ ଡଟ୍ c ସ୍ପେସ୍ ହାଇଫେନ୍ o tok''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
+
||କମ୍ପାଇଲ୍ କରିବାକୁ, '''gcc ସ୍ପେସ୍ ଟୋକେନ୍ସ ଡଟ୍ c ସ୍ପେସ୍ ହାଇଫେନ୍ o tok''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 06:30
+
|06:30
|| ଏକଜେକ୍ୟୁଟ୍ କରିବା ପାଇଁ ./tok (ଡଟ୍ ସ୍ଲାଶ୍ tok) ଟାଇପ୍ କରନ୍ତୁ |
+
||ଏକଜେକ୍ୟୁଟ୍ କରିବା ପାଇଁ ./tok (ଡଟ୍ ସ୍ଲାଶ୍ tok) ଟାଇପ୍ କରନ୍ତୁ |
 +
 
 
|-
 
|-
| 06:35
+
|06:35
|| ଆଉଟପୁଟ୍ ପ୍ରଦର୍ଶିତ ହେଲା |
+
||ଆଉଟପୁଟ୍ ପ୍ରଦର୍ଶିତ ହେଲା |
 +
 
 
|-
 
|-
 
|06:39
 
|06:39
|| ଡେସିମାଲ୍ ପଏଣ୍ଟ ପରେ ଛଅଟି ଭାଲ୍ୟୁ ଥିବାର ଆମେ ଦେଖିପାରୁଛେ |
+
||ଡେସିମାଲ୍ ପଏଣ୍ଟ ପରେ ଛଅଟି ଭାଲ୍ୟୁ ଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
 
|06:44
 
|06:44
|| ଆଉ ଏଠାରେ ଆମ ପାଖରେ ଦୁଇଟି ଭାଲ୍ୟୁ ଅଛି |
+
||ଆଉ ଏଠାରେ ଆମ ପାଖରେ ଦୁଇଟି ଭାଲ୍ୟୁ ଅଛି |
 +
 
 
|-
 
|-
| 06:48
+
|06:48
|| ଏବେ, ଏହା କିପରି ହେଲା, ଚାଲନ୍ତୁ ଜାଣିବା | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
+
||ଏବେ, ଏହା କିପରି ହେଲା, ଚାଲନ୍ତୁ ଜାଣିବା | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
 +
 
 
|-
 
|-
| 06:54
+
|06:54
|| ଏଠାରେ ଆମ ପାଖରେ '''% point 2f''' ଥିବାରୁ ଏପରି ହେଲା |
+
||ଏଠାରେ ଆମ ପାଖରେ '''% point 2f''' ଥିବାରୁ ଏପରି ହେଲା |
 +
 
 
|-
 
|-
 
|06:59
 
|06:59
|| ଡେସିମାଲ୍ ପଏଣ୍ଟ ପରେ ଆମେ କେବଳ ଦୁଇଟି ଭାଲ୍ୟୁ ପ୍ରିଣ୍ଟ କରିପାରିବା ବୋଲି ଏହା କୁହେ |
+
||ଡେସିମାଲ୍ ପଏଣ୍ଟ ପରେ ଆମେ କେବଳ ଦୁଇଟି ଭାଲ୍ୟୁ ପ୍ରିଣ୍ଟ କରିପାରିବା ବୋଲି ଏହା କୁହେ |
 +
 
 
|-
 
|-
| 07:04
+
|07:04
|| ଧରନ୍ତୁ, ମୁଁ ଏଠାରେ ତିନୋଟି ଡେସିମାଲ୍ ପଏଣ୍ଟ ସହିତ ଏକ ଆଉଟପୁଟ୍ ଚାହୁଁଛି |
+
||ଧରନ୍ତୁ, ମୁଁ ଏଠାରେ ତିନୋଟି ଡେସିମାଲ୍ ପଏଣ୍ଟ ସହିତ ଏକ ଆଉଟପୁଟ୍ ଚାହୁଁଛି |
 +
 
 
|-
 
|-
| 07:09
+
|07:09
|| ଚାଲନ୍ତୁ, % ପଏଣ୍ଟ ୨f କୁ % ପଏଣ୍ଟ ୩f ସହ ବଦଳାଇବା |
+
||ଚାଲନ୍ତୁ, % ପଏଣ୍ଟ ୨f କୁ % ପଏଣ୍ଟ ୩f ସହ ବଦଳାଇବା |
 +
 
 
|-
 
|-
 
|07:16
 
|07:16
|| ସେଭ୍ କ୍ଲିକ୍ କରନ୍ତୁ |
+
||ସେଭ୍ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|07:19
 
|07:19
|| ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
+
||ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
 +
 
 
|-
 
|-
 
|07:22
 
|07:22
 
|| ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
 
|| ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
 +
 
|-
 
|-
| 07:28
+
|07:28
|| ଏଠାରେ ଆମେ ଡେସିମାଲ୍ ପଏଣ୍ଟ ପରେ ତିନୋଟି ଭାଲ୍ୟୁ ଦେଖୁ |
+
||ଏଠାରେ ଆମେ ଡେସିମାଲ୍ ପଏଣ୍ଟ ପରେ ତିନୋଟି ଭାଲ୍ୟୁ ଦେଖୁ |
 +
 
 
|-
 
|-
 
|07:33
 
|07:33
|| ଏବେ ଆମେ ଏହି ପ୍ରୋଗ୍ରାମ୍ କୁ c++ରେ ଏକଜେକ୍ୟୁଟ୍ କରିବା |
+
||ଏବେ ଆମେ ଏହି ପ୍ରୋଗ୍ରାମ୍ କୁ c++ରେ ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
|07:36
 
|07:36
|| ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
+
||ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
 +
 
 
|-
 
|-
| 07:40
+
|07:40
|| ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
+
||ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
 +
 
 
|-
 
|-
| 07:42
+
|07:42
|| ପ୍ରଥମେ,. କୀବୋର୍ଡରେ ଏକାସାଙ୍ଗରେ '''Shift+Ctrl+s''' ଦାବନ୍ତୁ |
+
||ପ୍ରଥମେ,. କୀବୋର୍ଡରେ ଏକାସାଙ୍ଗରେ '''Shift+Ctrl+s''' ଦାବନ୍ତୁ |
 +
 
 
|-
 
|-
| 07:50
+
|07:50
|| ଏବେ ଫାଇଲ୍ କୁ .cpp ଏକ୍ସଟେନ୍ସନ୍ ଦେଇ ସେଭ୍ ରେ କ୍ଲିକ୍ କରନ୍ତୁ |
+
||ଏବେ ଫାଇଲ୍ କୁ .cpp ଏକ୍ସଟେନ୍ସନ୍ ଦେଇ ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
| 07:58
+
|07:58
|| '''iostream''' ଭାବରେ ହେଡର୍ କୁ ଚେଞ୍ଜ୍ କରନ୍ତୁ |
+
||'''iostream''' ଭାବରେ ହେଡର୍ କୁ ଚେଞ୍ଜ୍ କରନ୍ତୁ |
 +
 
 
|-
 
|-
| 08:03
+
|08:03
|| ବର୍ତ୍ତମାନ '''using ''' ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରି
+
||ବର୍ତ୍ତମାନ '''using ''' ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରି
 +
 
 
|-
 
|-
| 08:08
+
|08:08
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
| 08:11
+
|08:11
|| ଏବେ '''printf ''' ଷ୍ଟେଟମେଣ୍ଟକୁ '''cout''' ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
+
||ଏବେ '''printf ''' ଷ୍ଟେଟମେଣ୍ଟକୁ '''cout''' ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
 +
 
 
|-
 
|-
 
|08:15
 
|08:15
|| ଯେହେତୁ C++ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ '''cout<<''' ଫଙ୍କସନ୍ ବ୍ୟବହାର କରୁ |
+
||ଯେହେତୁ C++ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ '''cout<<''' ଫଙ୍କସନ୍ ବ୍ୟବହାର କରୁ |
 +
 
 
|-
 
|-
| 08:21
+
|08:21
|| Search for and replace text ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |  
+
||Search for and replace text ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |  
 +
 
 
|-
 
|-
| 08:27
+
|08:27
|| ଏଠାରେ printf ଓପନିଙ୍ଗ୍ ବ୍ରାକେଟ୍ “(” ଟାଇପ୍ କରନ୍ତୁ |
+
||ଏଠାରେ printf ଓପନିଙ୍ଗ୍ ବ୍ରାକେଟ୍ “(” ଟାଇପ୍ କରନ୍ତୁ |
 +
 
 
|-
 
|-
| 08:33
+
|08:33
|| ଆଉ ଏହି କଲମ୍ ରେ cout ଓ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ << ଟାଇପ୍ କରନ୍ତୁ |
+
||ଆଉ ଏହି କଲମ୍ ରେ cout ଓ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ << ଟାଇପ୍ କରନ୍ତୁ |
 +
 
 
|-
 
|-
| 08:40
+
|08:40
|| ଏବେ Replace All ଉପରେ କ୍ଲିକ୍ କରି କ୍ଲୋଜ୍ ରେ କ୍ଲିକ୍ କରନ୍ତୁ |
+
||ଏବେ Replace All ଉପରେ କ୍ଲିକ୍ କରି କ୍ଲୋଜ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
| 08:45
+
|08:45
|| ଆମକୁ '''format specifier''' ଓ '\n' ଦରକାର ନାହିଁ |
+
||ଆମକୁ '''format specifier''' ଓ '\n' ଦରକାର ନାହିଁ |
 +
 
 
|-
 
|-
 
|08:50
 
|08:50
|| ସେଗୁଡ଼ିକୁ ଡିଲିଟ୍ କରିଦେବା |
+
||ସେଗୁଡ଼ିକୁ ଡିଲିଟ୍ କରିଦେବା |
 +
 
 
|-
 
|-
 
|08:52
 
|08:52
|| କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
+
||କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
 +
 
 
|-
 
|-
| 09:01
+
|09:01
|| ସେଭ୍ ରେ କ୍ଲିକ୍ କରନ୍ତୁ | ଏବେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ | ଏବେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
 +
 
 
|-
 
|-
 
|09:04
 
|09:04
|| ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି
+
||ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି
 +
 
 
|-
 
|-
 
|09:09
 
|09:09
|| ଡବଲ୍ କ୍ୱୋଟ୍ସ ମଧ୍ୟରେ \n ଟାଇପ୍ କରନ୍ତୁ |
+
||ଡବଲ୍ କ୍ୱୋଟ୍ସ ମଧ୍ୟରେ \n ଟାଇପ୍ କରନ୍ତୁ |
 +
 
 
|-
 
|-
 
|09:16
 
|09:16
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|09:20
 
|09:20
|| ଚାଲନ୍ତୁ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
+
||ଚାଲନ୍ତୁ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
 +
 
 
|-
 
|-
| 09:24
+
|09:24
|| କମ୍ପାଇଲ୍ କରିବାକୁ, g++ ସ୍ପେସ୍ ଟୋକେନ୍ସ ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ tok1 ଟାଇପ୍ କରନ୍ତୁ |
+
||କମ୍ପାଇଲ୍ କରିବାକୁ, g++ ସ୍ପେସ୍ ଟୋକେନ୍ସ ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ tok1 ଟାଇପ୍ କରନ୍ତୁ |
 +
 
 
|-
 
|-
 
|09:35
 
|09:35
|| ଏଠାରେ ଆମ ପାଖରେ '''tok1''' ଅଛି, କାରଣ ଟୋକେନ୍ସ ଡଟ୍ ସି ଫାଇଲ୍ ପାଇଁ tok ପାରାମିଟର୍ ଆଉଟପୁଟ୍ ଓଭର୍ ରାଇଟ୍ କରିବାକୁ ଆମେ ଚାହୁଁନେ |
+
||ଏଠାରେ ଆମ ପାଖରେ '''tok1''' ଅଛି, କାରଣ ଟୋକେନ୍ସ ଡଟ୍ ସି ଫାଇଲ୍ ପାଇଁ tok ପାରାମିଟର୍ ଆଉଟପୁଟ୍ ଓଭର୍ ରାଇଟ୍ କରିବାକୁ ଆମେ ଚାହୁଁନେ |
 +
 
 
|-
 
|-
 
|09:46
 
|09:46
|| ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
+
||ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
 +
 
 
|-
 
|-
 
|09:48
 
|09:48
|| ଏକଜେକ୍ୟୁଟ୍ କରିବାକୁ ./tok1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
+
||ଏକଜେକ୍ୟୁଟ୍ କରିବାକୁ ./tok1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 09:55
+
|09:55
|| ଆଉଟପୁଟ୍ ପ୍ରଦର୍ଶିତ ହେଲା |
+
||ଆଉଟପୁଟ୍ ପ୍ରଦର୍ଶିତ ହେଲା |
 +
 
 
|-
 
|-
 
|09:59
 
|09:59
|| ବର୍ତ୍ତମାନ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
+
||ବର୍ତ୍ତମାନ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
 +
 
 
|-
 
|-
 
|10:03
 
|10:03
|| ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
+
||ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
 +
 
 
|-
 
|-
 
|10:05
 
|10:05
|| ଧରନ୍ତୁ, ମୁଁ ଏଠାରେ ୮ ଭାବରେ bକୁ ପୁଣି ଏକ ନୂଆ ଭାଲ୍ୟୁ ଦେବି |
+
||ଧରନ୍ତୁ, ମୁଁ ଏଠାରେ ୮ ଭାବରେ bକୁ ପୁଣି ଏକ ନୂଆ ଭାଲ୍ୟୁ ଦେବି |
 +
 
 
|-
 
|-
 
|10:12
 
|10:12
|| ଏବେ ସେଭ୍ କରି ଦେଖିବା କ’ଣ ହେଉଛି |
+
||ଏବେ ସେଭ୍ କରି ଦେଖିବା କ’ଣ ହେଉଛି |
 +
 
 
|-
 
|-
| 10:15
+
|10:15
|| ଟର୍ମିନାଲ୍ କୁ ଫେରିଯିବା |
+
||ଟର୍ମିନାଲ୍ କୁ ଫେରିଯିବା |
 +
 
 
|-
 
|-
| 10:17
+
|10:17
|| ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
+
||ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
 +
 
 
|-
 
|-
| 10:22
+
|10:22
|| ପୂର୍ବପରି କମ୍ପାଇଲ୍ କରିବା |
+
||ପୂର୍ବପରି କମ୍ପାଇଲ୍ କରିବା |
 +
 
 
|-
 
|-
 
|10:26
 
|10:26
|| ଆମ ଟୋକେନ୍ ଡଟ୍ ସିପିପି ଫାଇଲ୍ ରେ ଆମେ ଏକ ଏରର୍ ଦେଖୁ |
+
||ଆମ ଟୋକେନ୍ ଡଟ୍ ସିପିପି ଫାଇଲ୍ ରେ ଆମେ ଏକ ଏରର୍ ଦେଖୁ |
 +
 
 
|-
 
|-
| 10:32
+
|10:32
|| "Assignment of read only variable 'b' " |
+
||"Assignment of read only variable 'b' " |
 +
 
 
|-
 
|-
 
|10:36
 
|10:36
|| ଆମ ପ୍ରୋଗ୍ରାମ୍ କୁ ଫେରିଯିବା |  
+
||ଆମ ପ୍ରୋଗ୍ରାମ୍ କୁ ଫେରିଯିବା |  
 +
 
 
|-
 
|-
| 10:39
+
|10:39
|| ଏହାର କାରଣ ହେଲା b ହେଉଛି ଏକ କନଷ୍ଟାଣ୍ଟ | କନଷ୍ଟାଣ୍ଟଗୁଡ଼ିକର ସ୍ଥିର ଭାଲ୍ୟୁ ଥାଏ |
+
||ଏହାର କାରଣ ହେଲା b ହେଉଛି ଏକ କନଷ୍ଟାଣ୍ଟ | କନଷ୍ଟାଣ୍ଟଗୁଡ଼ିକର ସ୍ଥିର ଭାଲ୍ୟୁ ଥାଏ |
 +
 
 
|-
 
|-
 
|10:45
 
|10:45
|| ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଅନ୍ତି ନାହିଁ |
+
||ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଅନ୍ତି ନାହିଁ |
 +
 
 
|-
 
|-
| 10:49
+
|10:49
|| ତେଣୁ, ଏହା ଏକ ଏରର୍ ଦିଏ | ଚାଲନ୍ତୁ ଏରର୍ ଫିକ୍ସ କରିବା |
+
||ତେଣୁ, ଏହା ଏକ ଏରର୍ ଦିଏ | ଚାଲନ୍ତୁ ଏରର୍ ଫିକ୍ସ କରିବା |
 +
 
 
|-
 
|-
| 10:54
+
|10:54
|| ଏହାକୁ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ |
+
||ଏହାକୁ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
| 10:57
+
|10:57
|| ପୁଣିଥରେ ଏକଜେକ୍ୟୁଟ୍ କରିବା | ଟର୍ମିନାଲ୍ କୁ ଫେରିଚାଲନ୍ତୁ |
+
||ପୁଣିଥରେ ଏକଜେକ୍ୟୁଟ୍ କରିବା | ଟର୍ମିନାଲ୍ କୁ ଫେରିଚାଲନ୍ତୁ |
 +
 
 
|-
 
|-
| 11:01
+
|11:01
|| ପୂର୍ବପରି କମ୍ପାଇଲ୍ କରନ୍ତୁ |
+
||ପୂର୍ବପରି କମ୍ପାଇଲ୍ କରନ୍ତୁ |
 +
 
 
|-
 
|-
| 11:03
+
|11:03
|| ପୂର୍ବପରି ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
+
||ପୂର୍ବପରି ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
 +
 
 
|-
 
|-
 
|11:09
 
|11:09
|| ଏବେ ଆମେ ଆଉଏକ ସାଧାରଣ ଏରର୍ ଦେଖିବା |
+
||ଏବେ ଆମେ ଆଉଏକ ସାଧାରଣ ଏରର୍ ଦେଖିବା |
 +
 
 
|-
 
|-
| 11:12
+
|11:12
|| ଆମ ପ୍ରୋଗ୍ରାମ୍ କୁ ସ୍ୱିଚ୍ ବ୍ୟାକ୍ କରନ୍ତୁ |
+
||ଆମ ପ୍ରୋଗ୍ରାମ୍ କୁ ସ୍ୱିଚ୍ ବ୍ୟାକ୍ କରନ୍ତୁ |
 +
 
 
|-
 
|-
 
|11:15
 
|11:15
|| ଧରନ୍ତୁ ମୁଁ ଏଠାରେ ସିଙ୍ଗଲ୍ କ୍ୱୋଟ୍ସ ଭୁଲିଯାଇ ସେଭ୍ ରେ କ୍ଲିକ୍ କଲି |
+
||ଧରନ୍ତୁ ମୁଁ ଏଠାରେ ସିଙ୍ଗଲ୍ କ୍ୱୋଟ୍ସ ଭୁଲିଯାଇ ସେଭ୍ ରେ କ୍ଲିକ୍ କଲି |
 +
 
 
|-
 
|-
| 11:21
+
|11:21
|| ଏକଜେକ୍ୟୁଟ୍ କରନ୍ତୁ | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
+
||ଏକଜେକ୍ୟୁଟ୍ କରନ୍ତୁ | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
 +
 
 
|-
 
|-
| 11:25
+
|11:25
|| ପୂର୍ବପରି କମ୍ପାଇଲ୍ କରନ୍ତୁ |
+
||ପୂର୍ବପରି କମ୍ପାଇଲ୍ କରନ୍ତୁ |
 +
 
 
|-
 
|-
| 11:28
+
|11:28
|| ଟୋକନ୍ ଡଟ୍ ସିପିପି ଫାଇଲ୍ ର ୯ ନଂ. ଲାଇନ୍ ରେ ଆମେ ଏକ ଏରର୍ ଦେଖୁ |
+
||ଟୋକନ୍ ଡଟ୍ ସିପିପି ଫାଇଲ୍ ର ୯ ନଂ. ଲାଇନ୍ ରେ ଆମେ ଏକ ଏରର୍ ଦେଖୁ |
 +
 
 
|-
 
|-
 
|11:34
 
|11:34
 
||" 'A' was not declared in the scope". ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
 
||" 'A' was not declared in the scope". ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
 +
 
|-
 
|-
 
|11:40
 
|11:40
|| ଏହାର କାରଣ ହେଉଛି, ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥାଏ, ଏକ କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ ବିଚାର କରାଯାଏ |
+
||ଏହାର କାରଣ ହେଉଛି, ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥାଏ, ଏକ କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ ବିଚାର କରାଯାଏ |
 +
 
 
|-
 
|-
 
|11:47
 
|11:47
|| ଆଉ ଏଠାରେ ଆମେ, କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ d କୁ ଘୋଷିତ କରିଛେ |
+
||ଆଉ ଏଠାରେ ଆମେ, କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ d କୁ ଘୋଷିତ କରିଛେ |
 +
 
 
|-
 
|-
| 11:53
+
|11:53
|| ଏହି ଏରର୍ ଫିକ୍ସ କରିବା | ୯ ନଂ. ଲାଇନ୍ ରେ ସିଙ୍ଗଲ୍ କ୍ୱୋଟ୍ସ ଟାଇପ୍ କରନ୍ତୁ |
+
||ଏହି ଏରର୍ ଫିକ୍ସ କରିବା | ୯ ନଂ. ଲାଇନ୍ ରେ ସିଙ୍ଗଲ୍ କ୍ୱୋଟ୍ସ ଟାଇପ୍ କରନ୍ତୁ |
 +
 
 
|-
 
|-
 
|11:59
 
|11:59
|| ସେଭ୍ ରେ କ୍ଲିକ୍ କରନ୍ତୁ | ଏକଜେକ୍ୟୁଟ୍ କରିବା |
+
||ସେଭ୍ ରେ କ୍ଲିକ୍ କରନ୍ତୁ | ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
|12:02
 
|12:02
|| ଆମ ଟର୍ମିନାଲ୍ କୁ ପେରିଆସନ୍ତୁ |
+
||ଆମ ଟର୍ମିନାଲ୍ କୁ ପେରିଆସନ୍ତୁ |
 +
 
 
|-
 
|-
 
|12:04
 
|12:04
|| ଏବେ ପୂର୍ବ ପରି କମ୍ପାଇଲ୍ ଓ
+
||ଏବେ ପୂର୍ବ ପରି କମ୍ପାଇଲ୍ ଓ
 +
 
 
|-
 
|-
 
|12:06
 
|12:06
|| ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
+
||ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
 +
 
 
|-
 
|-
 
|12:13
 
|12:13
|| ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା |
+
||ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା |
 +
 
 
|-
 
|-
 
|12:15
 
|12:15
|| ସଂକ୍ଷେପରେ
+
||ସଂକ୍ଷେପରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
|-
+
 
|12:16
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
+
 
|-
 
|-
 
|12:18
 
|12:18
||* ଡାଟା ଟାଇପ୍, ଯେପରି int, double, float ଆଦି |
+
||ଡାଟା ଟାଇପ୍, ଯେପରି int, double, float ଆଦି |
 +
 
 
|-
 
|-
 
|12:24
 
|12:24
|* ଭେରିଏବଲ୍, ଯେପରି int a=2;
+
|ଭେରିଏବଲ୍, ଯେପରି int a=2;
 +
 
 
|-
 
|-
 
|12:29
 
|12:29
|* ଆଇଡେଣ୍ଟିଫାୟର୍ସ, ଯେପରି printf() ଓ
+
|ଆଇଡେଣ୍ଟିଫାୟର୍ସ, ଯେପରି printf() ଓ
 +
 
 
|-  
 
|-  
 
|12:34
 
|12:34
|* କନଷ୍ଟାଣ୍ଟ, ଯେପରି double const b=4;  
+
|କନଷ୍ଟାଣ୍ଟ, ଯେପରି double const b=4;  
|-
+
 
| 12:40
+
|| ଏକ ଆସାନମେଣ୍ଟ ଭାବରେ,
+
 
|-
 
|-
|12:41
+
|12:40
|| ସିମ୍ପଲ୍ ଇଣ୍ଟରେଷ୍ଟ ଗଣନା କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
+
||ଏକ ଆସାନମେଣ୍ଟ ଭାବରେ, ସିମ୍ପଲ୍ ଇଣ୍ଟରେଷ୍ଟ ଗଣନା କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
 +
 
 
|-
 
|-
 
|12:45
 
|12:45
|| ସଂକେତ: principal * rate * time upon  100.
+
||ସଂକେତ: principal * rate * time upon  100.
 +
 
 
|-
 
|-
 
|12:50
 
|12:50
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
+
||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
 +
 
 
|-
 
|-
 
|12:54
 
|12:54
|| ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
+
||ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
 +
 
 
|-
 
|-
 
|12:56
 
|12:56
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
 +
 
 
|-
 
|-
| 13:01
+
|13:01
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
 +
 
 
|-
 
|-
 
|13:03
 
|13:03
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
 +
 
 
|-
 
|-
 
|13:07
 
|13:07
|| ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
+
||ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
 +
 
 
|-
 
|-
 
|13:10
 
|13:10
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
+
||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
 +
 
 
|-
 
|-
| 13:19
+
|13:19
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
 
|-
 
|-
 
|13:24
 
|13:24
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
+
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
|13:30
 
|13:30
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
 +
 
 
|-
 
|-
 
|13:35
 
|13:35
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
|}
 
|}

Latest revision as of 10:24, 3 April 2017

Time Narration
00:01 “C ଓ C++ରେ ଟୋକନ୍ସ” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 “ଟୋକନ୍ସ”କୁ କିପରି ପରିଭାଷିତ ଓ ବ୍ୟବହାର କରିବେ |
00:12 ଏକ ଉଦାହରଣ ସାହାଯ୍ୟରେ ଆମେ ଏହା କରିବା |
00:15 ଆମେ କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଅପରେଟେଙ୍ଗ୍ ସିଷ୍ଟମ୍ ୧୧.୧୦,
00:26 gcc ଓ g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି|
00:33 ଏକ ପରିଚୟରୁ ଆରମ୍ଭ କରିବା |
00:36 ଡାଟା ଟାଇପ୍ସ, ଭେରିଏବଲ୍ସ, କନଷ୍ଟାଣ୍ଟସ୍ ଓ ଆଇଡେଣ୍ଟିଫାୟର୍ସ ପାଇଁ ଟୋକେନ୍ ହେଉଛି ଏକ ଜେନେରିକ୍ ଶବ୍ଦ |
00:46 ଚାଲନ୍ତୁ ଆମ ପ୍ରୋଗ୍ରାମ୍ ରୁ ଆରମ୍ଭ କରିବା |
00:49 ମୁଁ ପୂର୍ବ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି |
00:53 ଏହାକୁ ମୁଁ ଖୋଲୁଛି |
00:56 ଲକ୍ଷ୍ୟ କରନ୍ତୁ ଯେ, ଆମର ଫାଇଲ୍ ନାମ ହେଉଛି ’ଟୋକେନ୍.ସି’ |
01:04 ଏଥିରେ ଆମେ ଭେରିଏବଲ୍ସ ଇନିଶିଆଲାଇଜ୍ କରିବା ସହ ସେଗୁଡ଼ିକର ଭାଲ୍ୟୁ ପ୍ରିଣ୍ଟ କରିବା.
01:09 ଏବେ ମୁଁ କୋଡ୍ ବ୍ୟାଖ୍ୟା କରିବି |
01:12 ଏହା ହେଉଛି ଆମ ହେଡର୍ ଫାଇଲ୍ |
01:16 ଏହା ହେଉଛି ଆମ ମେନ୍ ଫଙ୍କସନ୍ |
01:20 ଏଠାରେ, int ହେଉଛି ଏକ କୀୱର୍ଡ |
01:22 କୀୱର୍ଡର ଅର୍ଥ କମ୍ପାଇଲର୍ ଜାଣିଛି |
01:26 A ହେଉଛି ଏକ ଇଣ୍ଟିଜର୍ ଭେରିଏବଲ୍ |
01:28 ଆମେ ଏହାକୁ ୨ ଭାଲ୍ୟୁ ଦେଇଛୁ |
01:32 ଏହାକୁ ଇନିଶିଆଲାଇଜେଶନ୍ କୁହାଯାଏ |
01:35 ଯଦି ଏକ ଭେରିଏବଲ୍ କୁ ଭାଲ୍ୟୁ ଦିଆଯାଇନଥିବ, ତେବେ ଏହାକୁ ଡିକ୍ଲାରେଶନ୍ ଅଫ୍ ଦ ଭେରିଏବଲ୍ କୁହାଯାଏ |
01:43 ଏଠାରେ b ହେଉଛି ଏକ କନଷ୍ଟାଣ୍ଟ |
01:46 ଆମେ bକୁ ୪ ଭାଲ୍ୟୁ ଦେଇ ଇନିଶିଆଲାଇଜ୍ କରିଛେ |
01:53 ରିଡ୍ ଓନଲୀ ଭେରିଏବଲ୍ କ୍ରିଏଟ୍ କରିବାକୁ const କୀୱର୍ଡ ବ୍ୟବହାର କରାଯାଏ |
01:58 କୀୱର୍ଡ ଓ କନଷ୍ଟାଣ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
02:06 କୀୱର୍ଡ୍ସର ସ୍ଥିର ଅର୍ଥ ଥାଏ, ଯାହାକୁ ବଦଳାଯାଇ ପାରେନାହିଁ |
02:11 ଭେରିଏବଲ୍ ନାମ ଭାବରେ କୀୱର୍ଡ୍ସ ବ୍ୟବହାର କରାଯାଇ ପାରିବନହିଁ |
02:15 C ରେ ୩୨ଟି କୀୱର୍ଡ୍ସ ଅଛି |
02:18 auto, break, case, char, enum, extern, ଆଦି ହେଉଛି ଏଗୁଡ଼ିକ ମଧ୍ୟରୁ କିଛି |
02:28 କନଷ୍ଟାଣ୍ଟର ଭାଲ୍ୟୁ ସ୍ଥିର ଅଟେ |
02:33 ଗୋଟିଏ ପ୍ରୋଗ୍ରାମ୍ ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଏନାହିଁ |
02:38 କନଷ୍ଟାଣ୍ଟସ୍ ଦୁଇ ପ୍ରକାରର ହୋଇଥାଏ, ନ୍ୟୁମେରିକ୍ କନଷ୍ଟାଣ୍ଟସ୍ ଓ କ୍ୟାରେକ୍ଟର୍ କନଷ୍ଟାଣ୍ଟସ୍ |
02:45 ଚାଲନ୍ତୁ ପ୍ରୋଗ୍ରାମ୍ କୁ ପେରିଯିବା |
02:47 ଏଠାରେ, ଭେରିଏବଲ୍ cର ଡାଟା ପ୍ରକାର ହେଉଛି “ଫ୍ଲୋଟ୍” |
02:52 ଆମେ ଏହାକୁ ୧.୫ର ଭାଲ୍ୟୁ ଦେଇଛୁ |
02:56 ନିୟମଗୁଡ଼ିକର ଗୋଟିଏ ସେଟ୍ ସହିତ ଭାଲ୍ୟୁର ଏକ ସୀମିତ ସେଟ୍ ହେଉଛି ଡାଟା ଟାଇପ୍ |
03:04 ଏଠାରେ d ହେଉଛି ଏକ ଭେରିଏବଲ୍ |
03:07 char ଓ ସିଙ୍ଗଲ୍ କ୍ୱୋଟ୍ସ କୁହେ ଯେ, ଆମେ କ୍ୟାରେକ୍ଟର୍ ସହ କାର୍ଯ୍ୟ କରୁଛେ |
03:12 ପରିଣାମସ୍ୱରୂପ, A ଭାଲ୍ୟୁ ଷ୍ଟୋର୍ କରିଥିବା d ହେଉଛି ଏକ କ୍ୟାରେକ୍ଟର୍ ଭାରିଏବଲ୍ |
03:20 int, double, floatchar ଡାଟା ଟାଇପ୍ ବୋଲି ଦେଖିବା ସହଜ ଅଟେ |
03:30 a, cd ହେଉଛି ଭେରିଏବଲ୍ସ |
03:35 ଏବେ ଚାଲନ୍ତୁ ଆମ ସ୍ଲାଇଡ୍ସକୁ ଫେରିଯିବା |
03:37 ଆମେ ଡାଟା ଟାଇପ୍ସ ଓ ଭେରିଏବଲ୍ସ ବିଷୟରେ ଅଧିକ ଜାଣିବା |
03:48 ଚାଲନ୍ତୁ ଇଣ୍ଟିଜର୍ ଡାଟା ଟାଇପ୍ ରୁ ଆରମ୍ଭ କରିବା |
03:50 ଏହାକୁ int ଭାବରେ ଘୋଷଣା କରାଯାଇଛି |
03:53 ଏକ ଇଣ୍ଟିଜର୍ ଡାଟା ଟାଇପ୍ ପ୍ରିଣ୍ଟ କରିବାକୁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ %d ବ୍ୟବହାର କରିବା |
04:01 ସେହିପରି, ଫ୍ଲୋଟିଙ୍ଗ୍ ପଏଣ୍ଟ ନମ୍ୱର୍ସ ପାଇଁ ଆମେ float%f ବ୍ୟବହାର କରିବା |
04:09 କ୍ୟାରେକ୍ଟର୍ ଡାଟା ଟାଇପ୍ ପାଇଁ char%c ବ୍ୟବହାର କରିବା |
04:15 ଡବଲ୍ ଡାଟା ଟାଇପ୍ ପାଇଁ, ଫର୍ମାଟ୍ ସ୍ପେସିଫାୟର୍ ଭାବେ ଆମେ double%lf ବ୍ୟବହାର କରିବା |
04:24 ଏବେ ଆମେ ଡାଟା ଟାଇପ୍ସର ରେଞ୍ଜ୍ ଦେଖିବା |
04:29 ଇଣ୍ଟିଜର୍ ଡାଟା ଟାଇପ୍ ର ରେଞ୍ଜ୍ ହେଉଛି
04:34 ଫ୍ଲୋଟିଙ୍ଗ୍ ପଏଣ୍ଟ୍ ର ରେଞ୍ଜ୍ ହେଉଛି
04:39 କ୍ୟାରେକ୍ଟର୍ ର ରେଞ୍ଜ୍ ହେଉଛି
04:42 ଓ ଡବଲ୍ ର ରେଞ୍ଜ୍ ହେଉଛି
04:47 ଭେରିଏବଲ୍ ରେ ଷ୍ଟୋର୍ ହୋଇଥିବା ଭାଲ୍ୟୁ, ଏହି ରେଞ୍ଜ୍ ରୁ ଅଧିକ କିମ୍ୱା କମ୍ ହୋଇନଥିବା ଦରକାର |
04:56 ଏବେ ଆମେ ଭେରିଏବଲ୍ସ ଆଡ଼କୁ ଯିବା |
05:00 ଭେରିଏବଲ୍ ହେଉଛି ଏକ ଡାଟା ନେମ୍ |
05:02 ଏକ ଡାଟା ଭାଲ୍ୟୁ ଷ୍ଟୋର୍ କରିବାକୁ ଏହା ବ୍ୟବହାର କରାଯାଇପାରେ |
05:06 ଏକ ପ୍ରୋଗ୍ରାମ୍ ଚାଲିବା ସମୟରେ ଭାଲ୍ୟୁକୁ ପରିବର୍ତ୍ତନ କରାଯାଇପାରେ |
05:10 ଭାରିଏବଲ୍ କୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଘୋଷିତ କରାଯିବା ଦରକାର |
05:14 ଭାରିଏବଲ୍ସ ପାଇଁ ଆମେ ଅର୍ଥପୂର୍ଣ୍ଣ ନାମମାନ ଦେବାକୁ ଚେଷ୍ଟା କରିବା |
05:18 ଉଦାହରଣସ୍ୱରୂପ ଜନ୍, ମାର୍କ୍ସ, ସମ୍ ଆଦି |
05:24 ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
05:27 ଏଠାରେ, ଏହି କାର୍ଯ୍ୟ ପାଇଁ ପ୍ରିଣ୍ଟf ହେଉଛି ଆଇଡେଣ୍ଟିଫାୟର୍ ନାମ |
05:32 ସ୍ଲାଇଡ୍ସକୁ ଫେରି ଚାଲନ୍ତୁ |
05:35 ଚାଲନ୍ତୁ, ଆଇଡେଣ୍ଟିଫାୟର୍ସ ବିଷୟରେ ଜାଣିବା |
05:38 ଆଇଡେଣ୍ଟିଫାୟର୍ସ ହେଉଛି ୟୁଜର୍ ଡିଫାଇଣ୍ଡ୍ ନାମମାନ |
05:41 ଏକ ଆଇଡେଣ୍ଟିଫାୟର୍ ରେ ଅକ୍ଷର ଓ ସଂଖ୍ୟା ରହିଥାଏ |
05:46 ଉଭୟ ଅପର୍-କେସ୍ ଓ ଲୋୟର୍-କେସ୍ ଅକ୍ଷରର ଅନୁମତି ଅଛି |
05:51 ପ୍ରଥମ କ୍ୟାରେକ୍ଟର୍ ଟି ନିଶ୍ଚିତ ଭାବେ ଏକ ଅକ୍ଷର କିମ୍ୱା ଅଣ୍ଡରସ୍କୋର୍ ହେବା ଦରକାର |
05:55 ଏବେ ଚାଲନ୍ତୁ ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
05:58 ଏଠାରେ ଆମେ ଭେରିଏବଲ୍ସ ଓ କନଷ୍ଟାଣ୍ଟସ୍ ଇନିଶିଆଲାଇଜ୍ କଲେ |
06:02 ସେଗୁଡ଼ିକୁ ଆମେ ପ୍ରିଣ୍ଟ କରିବା |
06:05 ଆଉଏହା ହେଉଛି ଆମର ରିଟର୍ନ ଷ୍ଟେଟମେଣ୍ଟ୍ |
06:08 ସେଭ୍ ରେ କ୍ଲିକ୍ କରନ୍ତୁ |
06:10 ପ୍ରୋଗ୍ରାମ୍ କୁ ଏକଜେକ୍ୟୁଟ୍ କରିବା |
06:12 କୀବୋର୍ଡରେ Ctrl, AltTକୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
06:21 କମ୍ପାଇଲ୍ କରିବାକୁ, gcc ସ୍ପେସ୍ ଟୋକେନ୍ସ ଡଟ୍ c ସ୍ପେସ୍ ହାଇଫେନ୍ o tok ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:30 ଏକଜେକ୍ୟୁଟ୍ କରିବା ପାଇଁ ./tok (ଡଟ୍ ସ୍ଲାଶ୍ tok) ଟାଇପ୍ କରନ୍ତୁ |
06:35 ଆଉଟପୁଟ୍ ପ୍ରଦର୍ଶିତ ହେଲା |
06:39 ଡେସିମାଲ୍ ପଏଣ୍ଟ ପରେ ଛଅଟି ଭାଲ୍ୟୁ ଥିବାର ଆମେ ଦେଖିପାରୁଛେ |
06:44 ଆଉ ଏଠାରେ ଆମ ପାଖରେ ଦୁଇଟି ଭାଲ୍ୟୁ ଅଛି |
06:48 ଏବେ, ଏହା କିପରି ହେଲା, ଚାଲନ୍ତୁ ଜାଣିବା | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
06:54 ଏଠାରେ ଆମ ପାଖରେ % point 2f ଥିବାରୁ ଏପରି ହେଲା |
06:59 ଡେସିମାଲ୍ ପଏଣ୍ଟ ପରେ ଆମେ କେବଳ ଦୁଇଟି ଭାଲ୍ୟୁ ପ୍ରିଣ୍ଟ କରିପାରିବା ବୋଲି ଏହା କୁହେ |
07:04 ଧରନ୍ତୁ, ମୁଁ ଏଠାରେ ତିନୋଟି ଡେସିମାଲ୍ ପଏଣ୍ଟ ସହିତ ଏକ ଆଉଟପୁଟ୍ ଚାହୁଁଛି |
07:09 ଚାଲନ୍ତୁ, % ପଏଣ୍ଟ ୨f କୁ % ପଏଣ୍ଟ ୩f ସହ ବଦଳାଇବା |
07:16 ସେଭ୍ କ୍ଲିକ୍ କରନ୍ତୁ |
07:19 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
07:22 ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
07:28 ଏଠାରେ ଆମେ ଡେସିମାଲ୍ ପଏଣ୍ଟ ପରେ ତିନୋଟି ଭାଲ୍ୟୁ ଦେଖୁ |
07:33 ଏବେ ଆମେ ଏହି ପ୍ରୋଗ୍ରାମ୍ କୁ c++ରେ ଏକଜେକ୍ୟୁଟ୍ କରିବା |
07:36 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
07:40 ମୁଁ ଏଠାରେ କିଛି ଜିନିଷ ପରିବର୍ତ୍ତନ କରିବି |
07:42 ପ୍ରଥମେ,. କୀବୋର୍ଡରେ ଏକାସାଙ୍ଗରେ Shift+Ctrl+s ଦାବନ୍ତୁ |
07:50 ଏବେ ଫାଇଲ୍ କୁ .cpp ଏକ୍ସଟେନ୍ସନ୍ ଦେଇ ସେଭ୍ ରେ କ୍ଲିକ୍ କରନ୍ତୁ |
07:58 iostream ଭାବରେ ହେଡର୍ କୁ ଚେଞ୍ଜ୍ କରନ୍ତୁ |
08:03 ବର୍ତ୍ତମାନ using ଷ୍ଟେଟମେଣ୍ଟ ଅନ୍ତର୍ଭୁକ୍ତ କରି
08:08 ସେଭ୍ ରେ କ୍ଲିକ୍ କରନ୍ତୁ |
08:11 ଏବେ printf ଷ୍ଟେଟମେଣ୍ଟକୁ cout ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
08:15 ଯେହେତୁ C++ରେ ଗୋଟିଏ ଲାଇନ୍ ପ୍ରିଣ୍ଟ କରିବାକୁ ଆମେ cout<< ଫଙ୍କସନ୍ ବ୍ୟବହାର କରୁ |
08:21 Search for and replace text ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
08:27 ଏଠାରେ printf ଓପନିଙ୍ଗ୍ ବ୍ରାକେଟ୍ “(” ଟାଇପ୍ କରନ୍ତୁ |
08:33 ଆଉ ଏହି କଲମ୍ ରେ cout ଓ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ << ଟାଇପ୍ କରନ୍ତୁ |
08:40 ଏବେ Replace All ଉପରେ କ୍ଲିକ୍ କରି କ୍ଲୋଜ୍ ରେ କ୍ଲିକ୍ କରନ୍ତୁ |
08:45 ଆମକୁ format specifier ଓ '\n' ଦରକାର ନାହିଁ |
08:50 ସେଗୁଡ଼ିକୁ ଡିଲିଟ୍ କରିଦେବା |
08:52 କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
09:01 ସେଭ୍ ରେ କ୍ଲିକ୍ କରନ୍ତୁ | ଏବେ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ |
09:04 ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି
09:09 ଡବଲ୍ କ୍ୱୋଟ୍ସ ମଧ୍ୟରେ \n ଟାଇପ୍ କରନ୍ତୁ |
09:16 ସେଭ୍ ରେ କ୍ଲିକ୍ କରନ୍ତୁ |
09:20 ଚାଲନ୍ତୁ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
09:24 କମ୍ପାଇଲ୍ କରିବାକୁ, g++ ସ୍ପେସ୍ ଟୋକେନ୍ସ ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ tok1 ଟାଇପ୍ କରନ୍ତୁ |
09:35 ଏଠାରେ ଆମ ପାଖରେ tok1 ଅଛି, କାରଣ ଟୋକେନ୍ସ ଡଟ୍ ସି ଫାଇଲ୍ ପାଇଁ tok ପାରାମିଟର୍ ଆଉଟପୁଟ୍ ଓଭର୍ ରାଇଟ୍ କରିବାକୁ ଆମେ ଚାହୁଁନେ |
09:46 ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
09:48 ଏକଜେକ୍ୟୁଟ୍ କରିବାକୁ ./tok1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:55 ଆଉଟପୁଟ୍ ପ୍ରଦର୍ଶିତ ହେଲା |
09:59 ବର୍ତ୍ତମାନ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ |
10:03 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ |
10:05 ଧରନ୍ତୁ, ମୁଁ ଏଠାରେ ୮ ଭାବରେ bକୁ ପୁଣି ଏକ ନୂଆ ଭାଲ୍ୟୁ ଦେବି |
10:12 ଏବେ ସେଭ୍ କରି ଦେଖିବା କ’ଣ ହେଉଛି |
10:15 ଟର୍ମିନାଲ୍ କୁ ଫେରିଯିବା |
10:17 ପ୍ରମ୍ପ୍ଟ କ୍ଲିଅର୍ କରିଦେବା |
10:22 ପୂର୍ବପରି କମ୍ପାଇଲ୍ କରିବା |
10:26 ଆମ ଟୋକେନ୍ ଡଟ୍ ସିପିପି ଫାଇଲ୍ ରେ ଆମେ ଏକ ଏରର୍ ଦେଖୁ |
10:32 "Assignment of read only variable 'b' " |
10:36 ଆମ ପ୍ରୋଗ୍ରାମ୍ କୁ ଫେରିଯିବା |
10:39 ଏହାର କାରଣ ହେଲା b ହେଉଛି ଏକ କନଷ୍ଟାଣ୍ଟ | କନଷ୍ଟାଣ୍ଟଗୁଡ଼ିକର ସ୍ଥିର ଭାଲ୍ୟୁ ଥାଏ |
10:45 ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ସମୟରେ ସେଗୁଡ଼ିକ ପରିବର୍ତ୍ତିତ ହୁଅନ୍ତି ନାହିଁ |
10:49 ତେଣୁ, ଏହା ଏକ ଏରର୍ ଦିଏ | ଚାଲନ୍ତୁ ଏରର୍ ଫିକ୍ସ କରିବା |
10:54 ଏହାକୁ ଡିଲିଟ୍ କରନ୍ତୁ | ସେଭ୍ ରେ କ୍ଲିକ୍ କରନ୍ତୁ |
10:57 ପୁଣିଥରେ ଏକଜେକ୍ୟୁଟ୍ କରିବା | ଟର୍ମିନାଲ୍ କୁ ଫେରିଚାଲନ୍ତୁ |
11:01 ପୂର୍ବପରି କମ୍ପାଇଲ୍ କରନ୍ତୁ |
11:03 ପୂର୍ବପରି ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
11:09 ଏବେ ଆମେ ଆଉଏକ ସାଧାରଣ ଏରର୍ ଦେଖିବା |
11:12 ଆମ ପ୍ରୋଗ୍ରାମ୍ କୁ ସ୍ୱିଚ୍ ବ୍ୟାକ୍ କରନ୍ତୁ |
11:15 ଧରନ୍ତୁ ମୁଁ ଏଠାରେ ସିଙ୍ଗଲ୍ କ୍ୱୋଟ୍ସ ଭୁଲିଯାଇ ସେଭ୍ ରେ କ୍ଲିକ୍ କଲି |
11:21 ଏକଜେକ୍ୟୁଟ୍ କରନ୍ତୁ | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
11:25 ପୂର୍ବପରି କମ୍ପାଇଲ୍ କରନ୍ତୁ |
11:28 ଟୋକନ୍ ଡଟ୍ ସିପିପି ଫାଇଲ୍ ର ୯ ନଂ. ଲାଇନ୍ ରେ ଆମେ ଏକ ଏରର୍ ଦେଖୁ |
11:34 " 'A' was not declared in the scope". ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
11:40 ଏହାର କାରଣ ହେଉଛି, ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥାଏ, ଏକ କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ ବିଚାର କରାଯାଏ |
11:47 ଆଉ ଏଠାରେ ଆମେ, କ୍ୟାରେକ୍ଟର୍ ଭାଲ୍ୟୁ ଭାବରେ d କୁ ଘୋଷିତ କରିଛେ |
11:53 ଏହି ଏରର୍ ଫିକ୍ସ କରିବା | ୯ ନଂ. ଲାଇନ୍ ରେ ସିଙ୍ଗଲ୍ କ୍ୱୋଟ୍ସ ଟାଇପ୍ କରନ୍ତୁ |
11:59 ସେଭ୍ ରେ କ୍ଲିକ୍ କରନ୍ତୁ | ଏକଜେକ୍ୟୁଟ୍ କରିବା |
12:02 ଆମ ଟର୍ମିନାଲ୍ କୁ ପେରିଆସନ୍ତୁ |
12:04 ଏବେ ପୂର୍ବ ପରି କମ୍ପାଇଲ୍ ଓ
12:06 ଏକଜେକ୍ୟୁଟ୍ କରନ୍ତୁ | ହଁ, ଏହା କାମ କରୁଛି |
12:13 ଏବେ ଆମ ସ୍ଲାଇଡ୍ସକୁ ଫେରିଯିବା |
12:15 ସଂକ୍ଷେପରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
12:18 ଡାଟା ଟାଇପ୍, ଯେପରି int, double, float ଆଦି |
12:24 ଭେରିଏବଲ୍, ଯେପରି int a=2;
12:29 ଆଇଡେଣ୍ଟିଫାୟର୍ସ, ଯେପରି printf() ଓ
12:34 କନଷ୍ଟାଣ୍ଟ, ଯେପରି double const b=4;
12:40 ଏକ ଆସାନମେଣ୍ଟ ଭାବରେ, ସିମ୍ପଲ୍ ଇଣ୍ଟରେଷ୍ଟ ଗଣନା କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
12:45 ସଂକେତ: principal * rate * time upon 100.
12:50 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
12:54 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
12:56 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
13:01 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
13:03 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
13:07 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
13:10 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
13:19 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
13:24 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
13:30 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
13:35 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep, Pratik kamble