Difference between revisions of "C-and-Cpp/C2/First-Cpp-Program/Oriya"

From Script | Spoken-Tutorial
Jump to: navigation, search
 
(3 intermediate revisions by 2 users not shown)
Line 2: Line 2:
 
||'''Time'''
 
||'''Time'''
 
|| '''Narration'''
 
|| '''Narration'''
 +
 
|-
 
|-
| 00:02
+
|00:02
| “ପ୍ରଥମ C++ ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
+
|“ପ୍ରଥମ C++ ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
 +
 
 
|-
 
|-
| 00:07
+
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା  
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା  
 +
 
 
|-
 
|-
| 00:10
+
|00:10
| * ଏକ C++ ପ୍ରୋଗ୍ରାମ୍ କିପରି ଲେଖାଯାଏ
+
|ଏକ C++ ପ୍ରୋଗ୍ରାମ୍ କିପରି ଲେଖାଯାଏ
 +
 
 
|-
 
|-
| 00:13
+
|00:13
| * ତାହାକୁ କିପରି କମ୍ପାଇଲ୍ କରାଯାଏ
+
|ତାହାକୁ କିପରି କମ୍ପାଇଲ୍ କରାଯାଏ ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ   
|-
+
 
| 00:14
+
| * ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ   
+
 
|-
 
|-
| 00:17
+
|00:17
| ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.  
+
|ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.  
 +
 
 
|-
 
|-
| 00:22
+
|00:22
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ  
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ  
 +
 
 
|-
 
|-
| 00:29
+
|00:29
| G++ କମ୍ପାଇଲର୍ ଭର୍ସନ୍ ୪.୫.୨ ବ୍ୟବହାର କରୁଛି.
+
|G++ କମ୍ପାଇଲର୍ ଭର୍ସନ୍ ୪.୫.୨ ବ୍ୟବହାର କରୁଛି.
 +
 
 
|-
 
|-
| 00:35
+
|00:35
| ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,  
+
|ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,  
 +
 
 
|-
 
|-
| 00:37
+
|00:37
| ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ଥିବା ଉଚିତ.
+
|ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ଥିବା ଉଚିତ.
 +
 
 
|-
 
|-
| 00:44
+
|00:44
| କିଛି ଏଡିଟର୍ ହେଉଛି '''vim''' ଓ '''gedit'''.
+
|କିଛି ଏଡିଟର୍ ହେଉଛି '''vim''' ଓ '''gedit'''.
 +
 
 
|-
 
|-
| 00:48
+
|00:48
| ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
+
|ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
 +
 
 
|-
 
|-
| 00:50
+
|00:50
| ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
+
|ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
 +
 
 
|-
 
|-
| 00:56
+
|00:56
| ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C++ ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
+
|ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C++ ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
 +
 
 
|-
 
|-
| 01:01
+
|01:01
| କୀ’ବୋର୍ଡରେ ଏକାସାଙ୍ଗରେ '''Ctrl, Alt ଓ T ''' ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
+
|କୀ’ବୋର୍ଡରେ ଏକାସାଙ୍ଗରେ '''Ctrl, Alt ଓ T ''' ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
 +
 
 
|-
 
|-
| 01:09
+
|01:09
| ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
+
|ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
 +
 
 
|-
 
|-
| 01:13
+
|01:13
| '''“ଜିଏଡିଟ୍”''' ସ୍ପେସ୍ '''“ଟକ୍”''' ଡଟ୍ '''“.cpp”''' ସ୍ପେସ୍ ଆମ୍ପର୍ସାଣ୍ଡ “&”''' ଚିହ୍ନ ଟାଇପ୍ କରିବା.
+
|'''“ଜିଏଡିଟ୍”''' ସ୍ପେସ୍ '''“ଟକ୍”''' ଡଟ୍ '''“.cpp”''' ସ୍ପେସ୍ ଆମ୍ପର୍ସାଣ୍ଡ “&”''' ଚିହ୍ନ ଟାଇପ୍ କରିବା.
 +
 
 
|-
 
|-
| 01:21
+
|01:21
| '''ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ. '''
+
|'''ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ. '''
 +
 
 
|-
 
|-
| 01:25
+
|01:25
| ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C++” ଫାଇଲଗୁଡ଼ିକର “”.cpp”” (dot cpp) ଏକ୍ସଟେନ୍ସନ୍ ଥାଏ.
+
|ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C++” ଫାଇଲଗୁଡ଼ିକର “”.cpp”” (dot cpp) ଏକ୍ସଟେନ୍ସନ୍ ଥାଏ.
 +
 
 
|-
 
|-
| 01:31
+
|01:31
| ଏବେ, “ଏଣ୍ଟର୍” ଦାବନ୍ତୁ,
+
|ଏବେ, “ଏଣ୍ଟର୍” ଦାବନ୍ତୁ,
 +
 
 
|-
 
|-
| 01:33
+
|01:33
| ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି
+
|ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି
 +
 
 
|-
 
|-
| 01:35
+
|01:35
| ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.
+
|ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.
 +
 
 
|-
 
|-
| 01:38
+
|01:38
| ଡବଲ୍ ସ୍ଲାଶ୍ '''“//”''' ସ୍ପେସ୍ '''“My first C++ program” ଟାଇପ୍ କରନ୍ତୁ.'''
+
|ଡବଲ୍ ସ୍ଲାଶ୍ '''“//”''' ସ୍ପେସ୍ '''“My first C++ program” ଟାଇପ୍ କରନ୍ତୁ.'''
 +
 
 
|-
 
|-
| 01:44
+
|01:44
| ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
+
|ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
 +
 
 
|-
 
|-
| 01:49
+
|01:49
| ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
+
|ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
 +
 
 
|-
 
|-
| 01:52
+
|01:52
| ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
+
|ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
 +
 
 
|-
 
|-
| 01:55
+
|01:55
| ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
+
|ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
 +
 
 
|-
 
|-
| 01:59
+
|01:59
| ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ. ଏବେ, ଏଣ୍ଟର୍ ଦାବନ୍ତୁ.
+
|ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ. ଏବେ, ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 02:05
+
|02:05
| (ହାଶ୍) '''“#include”''' ସ୍ପେସ୍ ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
+
|(ହାଶ୍) '''“#include”''' ସ୍ପେସ୍ ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
 +
 
 
|-
 
|-
| 02:13
+
|02:13
| ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
+
|ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
 +
 
 
|-
 
|-
| 02:20
+
|02:20
| ଏବେ ବ୍ରାକେଟ୍ ଭିତରେ '''“iostream”''' ଟାଇପ୍ କରନ୍ତୁ.
+
|ଏବେ ବ୍ରାକେଟ୍ ଭିତରେ '''“iostream”''' ଟାଇପ୍ କରନ୍ତୁ.
 +
 
 
|-
 
|-
| 02:23
+
|02:23
| '''“iostream”''' ହେଉଛି ଏକ ହେଡର୍ ଫାଇଲ୍.
+
|'''“iostream”''' ହେଉଛି ଏକ ହେଡର୍ ଫାଇଲ୍.
 +
 
 
|-
 
|-
| 02:26
+
|02:26
| ଏହି ଫାଇଲ୍ ରେ, '''C++.'''ରେ ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ର ଘୋଷଣା ଅନ୍ତର୍ଭୁକ୍ତ ଥାଏ. ଏବେ, ଏଣ୍ଟର୍ ଦାବନ୍ତୁ.
+
|ଏହି ଫାଇଲ୍ ରେ, '''C++.'''ରେ ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ର ଘୋଷଣା ଅନ୍ତର୍ଭୁକ୍ତ ଥାଏ. ଏବେ, ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 02:35
+
|02:35
| '''“using”''' ସ୍ପେସ୍ '''“namespace”''' ସ୍ପେସ୍ '''“std”''' ଓ ଏକ ସେମିକଲନ୍ '''“;”''' ଟାଇପ୍ କରନ୍ତୁ.
+
|'''“using”''' ସ୍ପେସ୍ '''“namespace”''' ସ୍ପେସ୍ '''“std”''' ଓ ଏକ ସେମିକଲନ୍ '''“;”''' ଟାଇପ୍ କରନ୍ତୁ.
 +
 
 
|-
 
|-
 
|02:45
 
|02:45
| ଆପଣ “std namespace” ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି “using” ଷ୍ଟେଟମେଣ୍ଟ କମ୍ପାଇଲର୍ କୁ ସୂଚିତ କରେ.
+
|ଆପଣ “std namespace” ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି “using” ଷ୍ଟେଟମେଣ୍ଟ କମ୍ପାଇଲର୍ କୁ ସୂଚିତ କରେ.
 +
 
 
|-
 
|-
| 02:52
+
|02:52
| ନାମ ସଂଘର୍ଷକୁ ଏଡ଼ାଇବା ହେଉଛି “namespace”ର ଉଦ୍ଦେଶ୍ୟ.
+
|ନାମ ସଂଘର୍ଷକୁ ଏଡ଼ାଇବା ହେଉଛି “namespace”ର ଉଦ୍ଦେଶ୍ୟ.
 +
 
 
|-
 
|-
| 02:56
+
|02:56
| ପରିଚୟକର୍ତ୍ତାଙ୍କର ନାମଗୁଡ଼ିକୁ ଲୋକାଲାଇଜ୍ କରାଯାଇ ଏହା କରାଯାଇଥାଏ.
+
|ପରିଚୟକର୍ତ୍ତାଙ୍କର ନାମଗୁଡ଼ିକୁ ଲୋକାଲାଇଜ୍ କରାଯାଇ ଏହା କରାଯାଇଥାଏ.
 +
 
 
|-
 
|-
 
|03:00
 
|03:00
| ଏହା ଘୋଷଣାତ୍ମକ କ୍ଷେତ୍ର ପ୍ରସ୍ତୁତ କରିବା ସହ ସୁଯୋଗ ନିର୍ଦ୍ଧାରିତ କରିଥାଏ.
+
|ଏହା ଘୋଷଣାତ୍ମକ କ୍ଷେତ୍ର ପ୍ରସ୍ତୁତ କରିବା ସହ ସୁଯୋଗ ନିର୍ଦ୍ଧାରିତ କରିଥାଏ.
 +
 
 
|-
 
|-
| 03:05
+
|03:05
| ଏକ “namespace” ମଧ୍ୟରେ ଯାହାକିଛି ବି ଦର୍ଶାଯାଇଥିବ, ତାହା ସେହି “namespace”ର ସ୍କୋପ୍ରେ ଥିବ.
+
|ଏକ “namespace” ମଧ୍ୟରେ ଯାହାକିଛି ବି ଦର୍ଶାଯାଇଥିବ, ତାହା ସେହି “namespace”ର ସ୍କୋପ୍‍ ରେ ଥିବ.
 +
 
 
|-
 
|-
| 03:11
+
|03:11
| ଏଠାରେ “std” ହେଉଛି “namespace”, ଯେଉଁଥିରେ ସମଗ୍ର ଷ୍ଟାଣ୍ଡାର୍ଡ C++ ଲାଇବ୍ରେରୀ ଘୋଷିତ ହୋଇଛି. ଏଣ୍ଟର୍ ପ୍ରେସ୍ କରନ୍ତୁ.
+
|ଏଠାରେ “std” ହେଉଛି “namespace”, ଯେଉଁଥିରେ ସମଗ୍ର ଷ୍ଟାଣ୍ଡାର୍ଡ C++ ଲାଇବ୍ରେରୀ ଘୋଷିତ ହୋଇଛି. ଏଣ୍ଟର୍ ପ୍ରେସ୍ କରନ୍ତୁ.
 +
 
 
|-  
 
|-  
| 03:20
+
|03:20
| ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
+
|ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
 +
 
 
|-
 
|-
| 03:26
+
|03:26
| “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
+
|“main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
 +
 
 
|-
 
|-
| 03:30
+
|03:30
| ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
+
|ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
 +
 
 
|-
 
|-
| 03:34
+
|03:34
| ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
+
|ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
 +
 
 
|-
 
|-
| 03:39
+
|03:39
| “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
+
|“main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
 +
 
 
|-
 
|-
| 03:45
+
|03:45
| ଏଠାରେ “int” “main() ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ ଓ “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.  
+
|ଏଠାରେ “int” “main() ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ ଓ “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.  
 +
 
 
|-
 
|-
| 03:52
+
|03:52
| ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
+
|ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
 +
 
 
|-
 
|-
| 03:56
+
|03:56
| ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା.
+
|ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା.
 +
 
 
|-
 
|-
| 04:02
+
|04:02
| ପ୍ରତ୍ୟେକ “ପ୍ରୋଗ୍ରାମ୍” ରେ ଗୋଟିଏ ମେନ୍ ଫଙ୍କସନ୍ ରହିବା ଉଚିତ.
+
|ପ୍ରତ୍ୟେକ “ପ୍ରୋଗ୍ରାମ୍” ରେ ଗୋଟିଏ ମେନ୍ ଫଙ୍କସନ୍ ରହିବା ଉଚିତ.
 +
 
 
|-
 
|-
| 04:04
+
|04:04
| ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
+
|ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
 +
 
 
|-
 
|-
| 04:09
+
|04:09
| ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
+
|ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
 +
 
 
|-
 
|-
| 04:13
+
|04:13
| ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
+
|ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
 +
 
 
|-
 
|-
| 04:19
+
|04:19
| ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
+
|ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
 +
 
 
|-
 
|-
| 04:24
+
|04:24
| ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏଣ୍ଟର୍ ଦାବନ୍ତୁ.
+
|ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 04:29
+
|04:29
| ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
+
|ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
 +
 
 
|-
 
|-
| 04:32
+
|04:32
| “ମେନ୍()”ଫଙ୍କସନ୍ ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
+
|“ମେନ୍()”ଫଙ୍କସନ୍ ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
 +
 
 
|-
 
|-
| 04:37
+
|04:37
| ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
+
|ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
 +
 
 
|-
 
|-
| 04:40
+
|04:40
| “ମେନ୍()”ଫଙ୍କସନ୍ ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
+
|“ମେନ୍()”ଫଙ୍କସନ୍ ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
 +
 
 
|-
 
|-
| 04:45
+
|04:45
| ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
+
|ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
 +
 
 
|-
 
|-
| 04:49
+
|04:49
| ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
+
|ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
 +
 
 
|-
 
|-
 
|04:51
 
|04:51
| କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
+
|କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
 +
 
 
|-
 
|-
| 04:54
+
|04:54
| ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
+
|ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
 +
 
 
|-
 
|-
| 04:58
+
|04:58
| ତେଣୁ, ଏଠାରେ ଗୋଟିଏ ସ୍ପେସ୍ ଦେଇ
+
|ତେଣୁ, ଏଠାରେ ଗୋଟିଏ ସ୍ପେସ୍ ଦେଇ
 +
 
 
|-
 
|-
| 05:01
+
|05:01
| “cout” ସ୍ପେସ୍ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରିବା.
+
|“cout” ସ୍ପେସ୍ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରିବା.
 +
 
 
|-
 
|-
| 05:07
+
|05:07
| ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “cout” ହେଉଛି ଷ୍ଟାଣ୍ଡାର୍ଡ C++ ଫଙ୍କସନ୍.
+
|ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “cout” ହେଉଛି ଷ୍ଟାଣ୍ଡାର୍ଡ C++ ଫଙ୍କସନ୍.
 +
 
 
|-
 
|-
| 05:14
+
|05:14
| ଏବେ, ବ୍ରାକେଟ୍ ପରେ, ଡବଲ୍ କ୍ୱୋଟ୍ସ ମଧ୍ୟରେ.
+
|ଏବେ, ବ୍ରାକେଟ୍ ପରେ, ଡବଲ୍ କ୍ୱୋଟ୍ସ ମଧ୍ୟରେ.
 +
 
 
|-
 
|-
| 05:18
+
|05:18
| “cout” ଫଙ୍କସନ୍ ରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା  ପ୍ରିଣ୍ଟ ହୋଇଯିବ.
+
|“cout” ଫଙ୍କସନ୍ ରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା  ପ୍ରିଣ୍ଟ ହୋଇଯିବ.
 +
 
 
|-
 
|-
| 05:24
+
|05:24
| ଏକ କ୍ୱୋଟ୍ ଭିତରେ “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
+
|ଏକ କ୍ୱୋଟ୍ ଭିତରେ “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
 +
 
 
|-
 
|-
| 05:31
+
|05:31
| ଏଠାରେ “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
+
|ଏଠାରେ “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
 +
 
 
|-
 
|-
| 05:35
+
|05:35
| ପରିଣାମସ୍ୱରୂପ, “cout” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
+
|ପରିଣାମସ୍ୱରୂପ, “cout” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
 +
 
 
|-
 
|-
| 05:41
+
|05:41
| ପ୍ରତ୍ୟେକ “C++” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
+
|ପ୍ରତ୍ୟେକ “C++” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
 +
 
 
|-
 
|-
| 05:45
+
|05:45
| ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
+
|ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
 +
 
 
|-
 
|-
| 05:48
+
|05:48
| “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ. ଏଣ୍ଟର୍ ଦାବନ୍ତୁ.
+
|“ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ. ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 05:53
+
|05:53
| ଏଠାରେ ଏକ ସ୍ପେସ୍ ଦେଇ “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
+
|ଏଠାରେ ଏକ ସ୍ପେସ୍ ଦେଇ “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
 +
 
 
|-
 
|-
| 06:00
+
|06:00
| ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
+
|ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
 +
 
 
|-
 
|-
| 06:03
+
|06:03
 
|ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
 
|ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
 +
 
|-
 
|-
| 06:10
+
|06:10
| ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
+
|ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
 +
 
 
|-
 
|-
| 06:14
+
|06:14
| ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
+
|ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
 +
 
 
|-
 
|-
| 06:20
+
|06:20
| ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
+
|ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
| 06:23
+
|06:23
| ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
+
|ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
 +
 
 
|-
 
|-
| 06:26
+
|06:26
| ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
+
|ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
 +
 
 
|-
 
|-
| 06:30
+
|06:30
| ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
+
|ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
 +
 
 
|-
 
|-
| 06:34
+
|06:34
| ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା.
+
|ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା.
 +
 
 
|-
 
|-
| 06:36
+
|06:36
| ଟର୍ମିନାଲ୍ କୁ ଫେରିଚାଲନ୍ତୁ.
+
|ଟର୍ମିନାଲ୍ କୁ ଫେରିଚାଲନ୍ତୁ.
 +
 
 
|-
 
|-
| 06:39
+
|06:39
| '''“g++”''' ସ୍ପେସ୍ '''“talk.cpp”''' ସ୍ପେସ୍ ହାଇଫେନ୍ “-'''o”''' ସ୍ପେସ୍ '''“output”''' ଟାଇପ୍ କରନ୍ତୁ.
+
|'''“g++”''' ସ୍ପେସ୍ '''“talk.cpp”''' ସ୍ପେସ୍ ହାଇଫେନ୍ “-'''o”''' ସ୍ପେସ୍ '''“output”''' ଟାଇପ୍ କରନ୍ତୁ.
 +
 
 
|-
 
|-
| 06:49
+
|06:49
| ଏଠାରେ '''g++''' ହେଉଛି, “c++” ପ୍ରୋଗ୍ରାମ୍ସ କମ୍ପାଇଲ୍ କରିବା ପାଇଁ ଏକ କମ୍ପାଇଲର୍
+
|ଏଠାରେ '''g++''' ହେଉଛି, “c++” ପ୍ରୋଗ୍ରାମ୍ସ କମ୍ପାଇଲ୍ କରିବା ପାଇଁ ଏକ କମ୍ପାଇଲର୍
 +
 
 
|-
 
|-
| 06:55
+
|06:55
| '''talk.cpp''' ହେଉଛି ଆମ ଫାଇଲ୍ ନାମ.
+
|'''talk.cpp''' ହେଉଛି ଆମ ଫାଇଲ୍ ନାମ.
 +
 
 
|-
 
|-
| 06:59
+
|06:59
| '''-o''' '''output''' କୁହେ ଯେ, ଏକଜେକ୍ୟୁଟେବଲ୍ କୁ '''output''' ଫାଇଲ୍ କୁ ଯିବା ଉଚିତ.
+
|'''-o''' '''output''' କୁହେ ଯେ, ଏକଜେକ୍ୟୁଟେବଲ୍ କୁ '''output''' ଫାଇଲ୍ କୁ ଯିବା ଉଚିତ.
 +
 
 
|-
 
|-
| 07:05
+
|07:05
| “ଏଣ୍ଟର୍” ଦବାନ୍ତୁ.  
+
|“ଏଣ୍ଟର୍” ଦବାନ୍ତୁ.  
 +
 
 
|-
 
|-
| 07:07
+
|07:07
| ଦେଖନ୍ତୁ,  ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
+
|ଦେଖନ୍ତୁ,  ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
 +
 
 
|-
 
|-
| 07:10
+
|07:10
| ଶେଷ ଫାଇଲ୍ ଭାବେ “output” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
+
|ଶେଷ ଫାଇଲ୍ ଭାବେ “output” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
 +
 
 
|-
 
|-
| 07:19
+
|07:19
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./output” ଟାଇପ୍ କରି  
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./output” ଟାଇପ୍ କରି  
 +
 
 
|-
 
|-
| 07:24
+
|07:24
| ଏଣ୍ଟର୍ ଦାବନ୍ତୁ.
+
|ଏଣ୍ଟର୍ ଦାବନ୍ତୁ.
 +
 
 
|-
 
|-
| 07:27
+
|07:27
| “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
+
|“ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
 +
 
 
|-
 
|-
| 07:30
+
|07:30
| ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ.
+
|ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ.
 +
 
 
|-
 
|-
| 07:35   
+
|07:35   
| ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
+
|ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
 +
 
 
|-
 
|-
| 07:38
+
|07:38
| ଧରନ୍ତୁ, ଏଠାରେ ମୁଁ “}” (କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍) ଛାଡ଼ିଦେଇ
+
|ଧରନ୍ତୁ, ଏଠାରେ ମୁଁ “}” (କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍) ଛାଡ଼ିଦେଇ
 +
 
 
|-
 
|-
| 07:42
+
|07:42
 
|“ସେଭ୍”ରେ କ୍ଲିକ୍ କରିବି.
 
|“ସେଭ୍”ରେ କ୍ଲିକ୍ କରିବି.
 +
 
|-
 
|-
| 07:44
+
|07:44
| ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଯିବା.
+
|ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଯିବା.
 +
 
 
|-
 
|-
| 07:48
+
|07:48
| ପୂର୍ବରୁ ବ୍ୟବହାର ହୋଇଥିବା କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରନ୍ତୁ. ଆମେ ଏକ ଏରର୍ ଦେଖୁ.
+
|ପୂର୍ବରୁ ବ୍ୟବହାର ହୋଇଥିବା କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରନ୍ତୁ. ଆମେ ଏକ ଏରର୍ ଦେଖୁ.
 +
 
 
|-
 
|-
| 07:55
+
|07:55
| ଆମ “ଟକ୍.ସିପିପି” ଫାଇଲ୍ ରେ ଥିବା ୭ମ ଲାଇନ୍ ରେ ଏକ  ଏରର୍ ଅଛି, ଯାହା “ଇନପୁଟ୍ ର ଶେଷରେ କର୍ଲୀ ବ୍ରାକେଟ୍ ଖୋଜୁଛି”.
+
|ଆମ “ଟକ୍.ସିପିପି” ଫାଇଲ୍ ରେ ଥିବା ୭ମ ଲାଇନ୍ ରେ ଏକ  ଏରର୍ ଅଛି, ଯାହା “ଇନପୁଟ୍ ର ଶେଷରେ କର୍ଲୀ ବ୍ରାକେଟ୍ ଖୋଜୁଛି”.
 +
 
 
|-
 
|-
| 08:07
+
|08:07
| ଏବେ, ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
+
|ଏବେ, ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
 +
 
 
|-
 
|-
| 08:09
+
|08:09
| ପୂର୍ବରୁ ମୁଁ କହିସାରିଛି ଯେ, କ୍ଲୋଜିଙ୍ଗ୍ ବ୍ରାକେଟ୍ ମେନ୍ ଫଙ୍କସନ୍ ର ଶେଷକୁ ଚିହ୍ନିତ କରେ.
+
|ପୂର୍ବରୁ ମୁଁ କହିସାରିଛି ଯେ, କ୍ଲୋଜିଙ୍ଗ୍ ବ୍ରାକେଟ୍ ମେନ୍ ଫଙ୍କସନ୍ ର ଶେଷକୁ ଚିହ୍ନିତ କରେ.
 +
 
 
|-
 
|-
| 08:14
+
|08:14
| ତେଣୁ, ଏଠାରେ ବ୍ରାକେଟ୍ କୁ ରି-ଇନ୍ସର୍ଟ କରନ୍ତୁ. ଫାଇଲ୍ କୁ ସେଭ୍ କରନ୍ତୁ.
+
|ତେଣୁ, ଏଠାରେ ବ୍ରାକେଟ୍ କୁ ରି-ଇନ୍ସର୍ଟ କରନ୍ତୁ. ଫାଇଲ୍ କୁ ସେଭ୍ କରନ୍ତୁ.
 +
 
 
|-
 
|-
| 08:19
+
|08:19
| ଏହାକୁ ଆମେ ପୁଣି ଏକଜେକ୍ୟୁଟ୍ କରିବା.
+
|ଏହାକୁ ଆମେ ପୁଣି ଏକଜେକ୍ୟୁଟ୍ କରିବା.
 +
 
 
|-
 
|-
| 08:21
+
|08:21
| “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
+
|“ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
 +
 
 
|-
 
|-
| 08:26
+
|08:26
| ତାହା ହିଁ ମୁଁ ଏବେ କଲି.
+
|ତାହା ହିଁ ମୁଁ ଏବେ କଲି.
 +
 
 
|-
 
|-
| 08:30
+
|08:30
| ହଁ, ଏହା କାମ କରୁଛି.
+
|ହଁ, ଏହା କାମ କରୁଛି.
 +
 
 
|-
 
|-
 
|08:32
 
|08:32
| ମୁଁ ଆପଣଙ୍କୁ ଅନ୍ୟଏକ ସାଧାରଣ ଏରର୍ ଦେଖାଇବି.
+
|ମୁଁ ଆପଣଙ୍କୁ ଅନ୍ୟ ଏକ ସାଧାରଣ ଏରର୍ ଦେଖାଇବି.
 +
 
 
|-
 
|-
| 08:35
+
|08:35
| ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
+
|ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
 +
 
 
|-
 
|-
| 08:37
+
|08:37
| ବର୍ତ୍ତମାନ, ଧରନ୍ତୁ ଏହି ଲାଇନ୍ ଶେଷରେ ଆମେ '''std.''' ଛାଡ଼ିଦେଇ
+
|ବର୍ତ୍ତମାନ, ଧରନ୍ତୁ ଏହି ଲାଇନ୍ ଶେଷରେ ଆମେ '''std.''' ଛାଡ଼ିଦେଇ
 +
 
 
|-
 
|-
| 08:41
+
|08:41
| “ସେଭ୍” ରେ କ୍ଲିକ୍ କରିବା.  
+
|“ସେଭ୍” ରେ କ୍ଲିକ୍ କରିବା.  
 +
 
 
|-
 
|-
| 08:44
+
|08:44
| ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.  
+
|ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.  
 +
 
 
|-
 
|-
| 08:46
+
|08:46
| କମ୍ପାଇଲ୍ କରିବା.
+
|କମ୍ପାଇଲ୍ କରିବା.
 +
 
 
|-
 
|-
| 08:48
+
|08:48
| “ଟକ୍.ସିପିପି” ଫାଇଲ୍ ରେ ଥିବା ଦ୍ୱିତୀୟ ଓ ଷଷ୍ଠ ଲାଇନ୍ ରେ ଏକ ଏରର୍ ଥିବାର ଆମେ ଦେଖିଛେ.
+
|“ଟକ୍.ସିପିପି” ଫାଇଲ୍ ରେ ଥିବା ଦ୍ୱିତୀୟ ଓ ଷଷ୍ଠ ଲାଇନ୍ ରେ ଏକ ଏରର୍ ଥିବାର ଆମେ ଦେଖିଛେ.
 +
 
 
|-
 
|-
| 08:56
+
|08:56
| ତାହା ହେଉଛି "expected identifier before 'semicolon' " ଓ " 'cout' was not declared in this scope".
+
|ତାହା ହେଉଛି "expected identifier before 'semicolon' " ଓ " 'cout' was not declared in this scope".
 +
 
 
|-
 
|-
 
|09:05
 
|09:05
| ଯେହେତୁ '''cout''' ହେଉଛି ଷ୍ଟାଣ୍ଡାର୍ଡ '''C++ library function'''.
+
|ଯେହେତୁ '''cout''' ହେଉଛି ଷ୍ଟାଣ୍ଡାର୍ଡ '''C++ library function'''.
 +
 
 
|-
 
|-
| 09:09
+
|09:09
| ଓ ସମଗ୍ର '''C++ library function''' '''std namespace ''' ଅନ୍ତର୍ଗତ ବର୍ଣ୍ଣିତ ହୋଇଛି.
+
|ଓ ସମଗ୍ର '''C++ library function''' '''std namespace ''' ଅନ୍ତର୍ଗତ ବର୍ଣ୍ଣିତ ହୋଇଛି.
 +
 
 
|-
 
|-
| 09:15
+
|09:15
| ତେଣୁ ତାହା ଏକ ଏରର୍ ଦିଏ.
+
|ତେଣୁ ତାହା ଏକ ଏରର୍ ଦିଏ.
 +
 
 
|-
 
|-
| 09:18
+
|09:18
| ଏବେ ଚାଲନ୍ତୁ ଏରର୍ ଫିକ୍ସ କରିବା.
+
|ଏବେ ଚାଲନ୍ତୁ ଏରର୍ ଫିକ୍ସ କରିବା.ଆମେ ଟେକ୍ସଟ୍ ଏଡିଟର୍ କୁ ଫେରିଆସି “std” ଟାଇପ୍ କରିବା.
 +
 
 
|-
 
|-
| 09:19
+
|09:23
| ଆମେ ଟେକ୍ସଟ୍ ଏଡିଟର୍ କୁ ଫେରିଆସି “std” ଟାଇପ୍ କରିବା.
+
|ସେଭ୍ କରନ୍ତୁ.
 +
 
 
|-
 
|-
| 09:23
+
|09:25
| ସେଭ୍ କରନ୍ତୁ.
+
|ଚାଲନ୍ତୁ, ଏହାକୁ ପୁଣି କମ୍ପାଇଲ୍ କରିବା.
 +
 
 
|-
 
|-
| 09:25
+
|09:29
| ଚାଲନ୍ତୁ, ଏହାକୁ ପୁଣି କମ୍ପାଇଲ୍ କରିବା.
+
|ହଁ, ଏହା କାମ କରୁଛି.
 +
 
 
|-
 
|-
| 09:29
+
|09:32
ହଁ, ଏହା କାମ କରୁଛି.
+
|ଏକ ଆସାନମେଣ୍ଟ ଭାବରେ ଆପଣଙ୍କ ନାମ ଓ ସହର ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
 +
 
 
|-
 
|-
| 09:32
+
|09:37
|  ଏକ ଆସାନମେଣ୍ଟ ଭାବରେ
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ “ସିଙ୍ଗଲ୍ ଲାଇନ୍ କମେଣ୍ଟ” ବ୍ୟବହାର କରିଛେ.
|-
+
 
| 09:33
+
| ଆପଣଙ୍କ ନାମ ଓ ସହର ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
+
|-
+
| 09:37
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ “ସିଙ୍ଗଲ୍ ଲାଇନ୍ କମେଣ୍ଟ” ବ୍ୟବହାର କରିଛେ.
+
 
|-
 
|-
 
|09:40
 
|09:40
| ଏବେ ଏକ “ମଲ୍ଟିଲାଇନ୍ କମେଣ୍ଟ” ଦେବାକୁ ଚେଷ୍ଟା କରନ୍ତୁ.
+
|ଏବେ ଏକ “ମଲ୍ଟିଲାଇନ୍ କମେଣ୍ଟ” ଦେବାକୁ ଚେଷ୍ଟା କରନ୍ତୁ.
 +
 
 
|-
 
|-
| 09:44
+
|09:44
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
+
|ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
 +
 
 
|-
 
|-
| 09:46
+
|09:46
| ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
+
|ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
 +
 
 
|-
 
|-
| 09:48
+
|09:48
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
 +
 
 
|-
 
|-
 
|09:53
 
|09:53
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
 +
 
 
|-
 
|-
| 09:55
+
|09:55
| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
 +
 
 
|-
 
|-
 
|09:58
 
|09:58
| ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
+
|ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
 +
 
 
|-
 
|-
| 10:01
+
|10:01
| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
+
|ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
 +
 
 
|-
 
|-
 
|10:10
 
|10:10
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
+
|ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
 +
 
 
|-
 
|-
| 10:14
+
|10:14
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
 +
 
 
|-
 
|-
| 10:20
+
|10:20
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
 +
 
 
|-
 
|-
| 10:25
+
|10:25
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
|-
+
| 10:28
+
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ.
+
  
 +
|-
 +
|10:28
 +
|ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ.
 
|}
 
|}

Latest revision as of 17:40, 31 March 2017

Time Narration
00:02 “ପ୍ରଥମ C++ ପ୍ରୋଗ୍ରାମ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ସ୍ୱାଗତ.
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:10 ଏକ C++ ପ୍ରୋଗ୍ରାମ୍ କିପରି ଲେଖାଯାଏ
00:13 ତାହାକୁ କିପରି କମ୍ପାଇଲ୍ କରାଯାଏ ତାହାକୁ କିପରି ଏକଜେକ୍ୟୁଟ୍ କରାଯାଏ
00:17 ଆମେ, କେତେକ ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ବର୍ଣ୍ଣନା କରିବୁ.
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୧୦ ଓ
00:29 G++ କମ୍ପାଇଲର୍ ଭର୍ସନ୍ ୪.୫.୨ ବ୍ୟବହାର କରୁଛି.
00:35 ଏହି ଟ୍ୟୁଟୋରିଆଲ୍ ପ୍ରାକ୍ଟିସ୍ କରିବାକୁ,
00:37 ଆପଣ, ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଓ ଏକ ଏଡିଟର୍ ସହିତ ପରିଚିତ ଥିବା ଉଚିତ.
00:44 କିଛି ଏଡିଟର୍ ହେଉଛି vimgedit.
00:48 ଏହି ଟ୍ୟୁଟୋରିଆଲ୍ ରେ ମୁଁ ’ଜିଏଡିଟ୍’ ବ୍ୟବହାର କରିବି.
00:50 ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ନିମ୍ନ ଲିଙ୍କ୍ ରେ ପ୍ରଦର୍ଶିତ ଆମ ୱେବ୍-ସାଇଟ୍ କୁ ଯାଆନ୍ତୁ.
00:56 ଏକ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ, C++ ପ୍ରୋଗ୍ରାମ୍ କିପରି ଲେଖାଯାଏ, କହିବି.
01:01 କୀ’ବୋର୍ଡରେ ଏକାସାଙ୍ଗରେ Ctrl, Alt ଓ T ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ.
01:09 ଏବେ ଟେକ୍ସଟ୍ ଏଡିଟର୍ ଖୋଲିବା. ତେଣୁ, ପ୍ରମ୍ପ୍ଟରେ ଆମେ
01:13 “ଜିଏଡିଟ୍” ସ୍ପେସ୍ “ଟକ୍” ଡଟ୍ “.cpp” ସ୍ପେସ୍ ଆମ୍ପର୍ସାଣ୍ଡ “&” ଚିହ୍ନ ଟାଇପ୍ କରିବା.
01:21 ଆମେ ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ ଆମ୍ପରସେଣ୍ଡ୍ (&) ଉପଯୋଗ କରୁ.
01:25 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସମସ୍ତ “C++” ଫାଇଲଗୁଡ଼ିକର “”.cpp”” (dot cpp) ଏକ୍ସଟେନ୍ସନ୍ ଥାଏ.
01:31 ଏବେ, “ଏଣ୍ଟର୍” ଦାବନ୍ତୁ,
01:33 ଟେକ୍ସଟ୍ ଏଡିଟର୍ ଖୋଲିଯାଇଛି
01:35 ଚାଲନ୍ତୁ, ଏକ ପ୍ରୋଗ୍ରାମ୍ ଲେଖିବା.
01:38 ଡବଲ୍ ସ୍ଲାଶ୍ “//” ସ୍ପେସ୍ “My first C++ program” ଟାଇପ୍ କରନ୍ତୁ.
01:44 ଏଠାରେ, ଲାଇନ୍ କୁ କମେଣ୍ଟ କରିବା ପାଇଁ ଡବଲ୍ ସ୍ଲାଶ୍ ବ୍ୟବହୃତ ହୁଏ.
01:49 ପ୍ରୋଗ୍ରାମ୍ ର ଫ୍ଲୋ ବୁଝିବା ପାଇଁ କମେଣ୍ଟସ୍ ବ୍ୟବହାର କରାଯାଏ.
01:52 ଏହା ଡକ୍ୟୁମେଣ୍ଟେଶନ୍ ପାଇଁ ଉପଯୋଗୀ ଅଟେ.
01:55 ପ୍ରୋଗ୍ରାମ୍ ବିଷୟରେ ଏହା ଆମକୁ ସୂଚନା ଦିଏ.
01:59 ଡବଲ୍ ସ୍ଲାଶ୍ କୁ ସିଙ୍ଗଲ୍ ଲାଇନ୍ କମେଣ୍ଟ କୁହାଯାଏ. ଏବେ, ଏଣ୍ଟର୍ ଦାବନ୍ତୁ.
02:05 (ହାଶ୍) “#include” ସ୍ପେସ୍ ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍, କ୍ଲୋଜିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ.
02:13 ପ୍ରଥମେ ବ୍ରାକେଟ୍ ସମ୍ପୂର୍ଣ୍ଣ କରି, ତା’ପରେ ତା’ ଭିତରେ ଲେଖିବା ସର୍ବଦା ଏକ ଉତ୍ତମ ଅଭ୍ୟାସ.
02:20 ଏବେ ବ୍ରାକେଟ୍ ଭିତରେ “iostream” ଟାଇପ୍ କରନ୍ତୁ.
02:23 “iostream” ହେଉଛି ଏକ ହେଡର୍ ଫାଇଲ୍.
02:26 ଏହି ଫାଇଲ୍ ରେ, C++.ରେ ସାଧାରଣ ଇନପୁଟ୍/ଆଉଟପୁଟ୍ ପଙ୍କସନ୍ ର ଘୋଷଣା ଅନ୍ତର୍ଭୁକ୍ତ ଥାଏ. ଏବେ, ଏଣ୍ଟର୍ ଦାବନ୍ତୁ.
02:35 “using” ସ୍ପେସ୍ “namespace” ସ୍ପେସ୍ “std” ଓ ଏକ ସେମିକଲନ୍ “;” ଟାଇପ୍ କରନ୍ତୁ.
02:45 ଆପଣ “std namespace” ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି “using” ଷ୍ଟେଟମେଣ୍ଟ କମ୍ପାଇଲର୍ କୁ ସୂଚିତ କରେ.
02:52 ନାମ ସଂଘର୍ଷକୁ ଏଡ଼ାଇବା ହେଉଛି “namespace”ର ଉଦ୍ଦେଶ୍ୟ.
02:56 ପରିଚୟକର୍ତ୍ତାଙ୍କର ନାମଗୁଡ଼ିକୁ ଲୋକାଲାଇଜ୍ କରାଯାଇ ଏହା କରାଯାଇଥାଏ.
03:00 ଏହା ଘୋଷଣାତ୍ମକ କ୍ଷେତ୍ର ପ୍ରସ୍ତୁତ କରିବା ସହ ସୁଯୋଗ ନିର୍ଦ୍ଧାରିତ କରିଥାଏ.
03:05 ଏକ “namespace” ମଧ୍ୟରେ ଯାହାକିଛି ବି ଦର୍ଶାଯାଇଥିବ, ତାହା ସେହି “namespace”ର ସ୍କୋପ୍‍ ରେ ଥିବ.
03:11 ଏଠାରେ “std” ହେଉଛି “namespace”, ଯେଉଁଥିରେ ସମଗ୍ର ଷ୍ଟାଣ୍ଡାର୍ଡ C++ ଲାଇବ୍ରେରୀ ଘୋଷିତ ହୋଇଛି. ଏଣ୍ଟର୍ ପ୍ରେସ୍ କରନ୍ତୁ.
03:20 ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ ମଧ୍ୟରେ “int” ସ୍ପେସ୍ “main” ଟାଇପ୍ କରନ୍ତୁ.
03:26 “main” ହେଉଛି ଏକ ସ୍ପେସିଆଲ୍ “ଫଙ୍କସନ୍”.
03:30 ଏହି ଲାଇନ୍ ରୁ ପ୍ରୋଗ୍ରାମ୍ ର ଏକଜେକ୍ୟୁଶନ୍ ଆରମ୍ଭ ହେଲା ବୋଲି ଏହା କହିଥାଏ.
03:34 ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ କୁ ପାରେନ୍ଥେସିସ୍ କୁହାଯାଏ.
03:39 “main” ପରେ ଥିବା ପାରେନ୍ଥେସିସ୍ ୟୁଜର୍ ଙ୍କୁ କହିଥାଏ ଯେ, “main” ହେଉଛି ଏକ “ଫଙ୍କସନ୍”.
03:45 ଏଠାରେ “int” “main() ଫଙ୍କସନ୍” କୌଣସି “ଆର୍ଗୁମେଣ୍ଟ୍” ନିଏନାହିଁ ଓ “ଇଣ୍ଟିଜର୍” ପ୍ରକାରର ଏକ ଭାଲ୍ୟୁ ରିଟର୍ନ କରେ.
03:52 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ “ଡାଟା ଟାଇପ୍” ବିଷୟରେ ଶିଖିବା.
03:56 ଏବେ ଆମେ ସ୍ଲାଇଡ୍ସକୁ ଯାଇ “main” ଫଙ୍କସନ୍ ବିଷୟରେ ଅଧିକ ଜାଣିବା.
04:02 ପ୍ରତ୍ୟେକ “ପ୍ରୋଗ୍ରାମ୍” ରେ ଗୋଟିଏ ମେନ୍ ଫଙ୍କସନ୍ ରହିବା ଉଚିତ.
04:04 ଗୋଟିଏ ଫଙ୍କସନ୍ ରୁ ଅଧିକ ରହିବା ଉଚିତ ନୁହେଁ.
04:09 ଅନ୍ୟଥା କମ୍ପାଇଲର୍, ପ୍ରୋଗ୍ରାମ୍ ର ଆରମ୍ଭ ଠାବ କରିପାରିବ ନାହିଁ.
04:13 ପାରେନ୍ଥେସେସ୍ ର ଖାଲି ଯୋଡ଼ା ଏହା ସୂଚିତ କରେ ଯେ, ମେନ୍ ରେ କୌଣସି “ଆର୍ଗୁମେଣ୍ଟସ୍” ନାହିଁ.
04:19 ଆଗାମୀ ଟ୍ୟୁଟୋରିଆଲ୍ସରେ ଆର୍ଗୁମେଣ୍ଟସ୍ ର କନ୍ସେପ୍ଟ ସବିଶେଷ ଭାବେ ଆଲୋଚିତ ହେବ.
04:24 ଏବେ, ଆମ ପ୍ରୋଗ୍ରାମ୍ କୁ ଫେରିଯିବା. ଏଣ୍ଟର୍ ଦାବନ୍ତୁ.
04:29 ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ “{“ ଟାଇପ୍ କରନ୍ତୁ.
04:32 “ମେନ୍()”ଫଙ୍କସନ୍ ର ଆରମ୍ଭକୁ ଓପନିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:37 ତା’ପରେ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ “}” ଟାଇପ୍ କରନ୍ତୁ.
04:40 “ମେନ୍()”ଫଙ୍କସନ୍ ର ଶେଷକୁ କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍ ଚିହ୍ନିତ କରିଥାଏ.
04:45 ଏବେ, ବ୍ରାକେଟ୍ ମଧ୍ୟରେ ଦୁଇଥର “ଏଣ୍ଟର୍” ଦାବି
04:49 ଗୋଟିଏ ଲାଇନ୍ ଉପରକୁ କର୍ସର୍ ଘୂଞ୍ଚାନ୍ତୁ.
04:51 କୋଡ୍ ପଢ଼ିବାକୁ ଇଣ୍ଡେନ୍ସନ୍ ସହଜ କରିଥାଏ.
04:54 ଏରର୍ ଶୀଘ୍ର ଲୋକେଟ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ.
04:58 ତେଣୁ, ଏଠାରେ ଗୋଟିଏ ସ୍ପେସ୍ ଦେଇ
05:01 “cout” ସ୍ପେସ୍ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରିବା.
05:07 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରିଣ୍ଟ କରିବାକୁ “cout” ହେଉଛି ଷ୍ଟାଣ୍ଡାର୍ଡ C++ ଫଙ୍କସନ୍.
05:14 ଏବେ, ବ୍ରାକେଟ୍ ପରେ, ଡବଲ୍ କ୍ୱୋଟ୍ସ ମଧ୍ୟରେ.
05:18 “cout” ଫଙ୍କସନ୍ ରେ ଥିବା ଡବଲ୍ କ୍ୱୋଟ୍ସ ମଧ୍ୟରେ ଯାହାକିଛି ବି ଥିବ, ତାହା ପ୍ରିଣ୍ଟ ହୋଇଯିବ.
05:24 ଏକ କ୍ୱୋଟ୍ ଭିତରେ “ଟକ୍ ଟୁ ଏ ଟିଚର୍ ବ୍ୟାକସ୍ଲାଶ୍ (\)n” ଟାଇପ୍ କାରନ୍ତୁ.
05:31 ଏଠାରେ “ବ୍ୟାକସ୍ଲାଶ୍ (\)n” ଏକ ନୂଆ ଲାଇନ୍ କୁ ବୁଝାଏ.
05:35 ପରିଣାମସ୍ୱରୂପ, “cout” ଫଙ୍କସନ୍ ର ଏକଜେକ୍ୟୁଶନ୍ ପରେ, କର୍ସର୍ ନୂଆ ଲାଇନ୍ କୁ ଚାଲିଯିବ.
05:41 ପ୍ରତ୍ୟେକ “C++” ଷ୍ଟେଟମେଣ୍ଟ୍ ଏକ “ସେମିକଲନ୍ (;)” ସହ ଶେଷ ହେବା ଉଚିତ.
05:45 ତେଣୁ, ତାହାକୁ ଏହି ଲାଇନ୍ ଶେଷରେ ଟାଇପ୍ କରନ୍ତୁ.
05:48 “ସେମିକଲନ୍” ଏକ ଷ୍ଟେଟମେଣ୍ଟ ଟର୍ମିନେଟର୍ ଭାବରେ କାମ କରେ. ଏଣ୍ଟର୍ ଦାବନ୍ତୁ.
05:53 ଏଠାରେ ଏକ ସ୍ପେସ୍ ଦେଇ “ରିଟର୍ନ” ସ୍ପେସ୍ “୦” ଓ ଏକ “ସେମିକଲନ୍” ଟାଇପ୍ କରନ୍ତୁ.
06:00 ଏହି ଷ୍ଟେଟମେଣ୍ଟ ଇଣ୍ଟିଜର୍ ଜିରୋ ଦେଇଥାଏ.
06:03 ଏହି ଫଙ୍କସନ୍ ପାଇଁ ଏକ ଇଣ୍ଟିଜର୍ ରିଟର୍ନ ହେବା ଦରକାର, କାରଣ ଫଙ୍କସନ୍ ର ପ୍ରକାର ହେଉଛି “int”.
06:10 ଏକଜେକ୍ୟୁଟେବଲ୍ ଷ୍ଟେଟମେଣ୍ଟର ଶେଷକୁ “ରିଟର୍ନ” ଷ୍ଟେଟମେଣ୍ଟ ଚିହ୍ନିତ କରେ.
06:14 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଆମେ ରିଟର୍ନଡ୍ ଭାଲ୍ୟୁ ବିଷୟରେ ଅଧିକ ଶିଖିବା.
06:20 ଫାଇଲ୍ ସେଭ୍ କରିବା ପାଇଁ ଏବେ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ.
06:23 ବାରମ୍ୱାର ଫାଇଲ୍ ସେଭ୍ କରିବା ଏକ ଭଲ ଅଭ୍ୟାସ.
06:26 ଏହା ଆପଣଙ୍କୁ, ସଡନ୍ ପାୱର୍ ଫେଲ୍ୟୋର୍ ରୁ ରକ୍ଷା କରିବ.
06:30 ଆପ୍ଲିକେଶନ୍ କ୍ରାଶ୍ ହେବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ.
06:34 ଏବେ ପ୍ରୋଗ୍ରାମ୍ କମ୍ପାଇଲ୍ କରିବା.
06:36 ଟର୍ମିନାଲ୍ କୁ ଫେରିଚାଲନ୍ତୁ.
06:39 “g++” ସ୍ପେସ୍ “talk.cpp” ସ୍ପେସ୍ ହାଇଫେନ୍ “-o” ସ୍ପେସ୍ “output” ଟାଇପ୍ କରନ୍ତୁ.
06:49 ଏଠାରେ g++ ହେଉଛି, “c++” ପ୍ରୋଗ୍ରାମ୍ସ କମ୍ପାଇଲ୍ କରିବା ପାଇଁ ଏକ କମ୍ପାଇଲର୍
06:55 talk.cpp ହେଉଛି ଆମ ଫାଇଲ୍ ନାମ.
06:59 -o output କୁହେ ଯେ, ଏକଜେକ୍ୟୁଟେବଲ୍ କୁ output ଫାଇଲ୍ କୁ ଯିବା ଉଚିତ.
07:05 “ଏଣ୍ଟର୍” ଦବାନ୍ତୁ.
07:07 ଦେଖନ୍ତୁ, ପ୍ରୋଗ୍ରାମ୍ କମ୍ପାଇଲ୍ ହୋଇଗଲା.
07:10 ଶେଷ ଫାଇଲ୍ ଭାବେ “output” କ୍ରିଏଟ୍ ହୋଇଛି ବୋଲି ଆମେ “ls ସ୍ପେସ୍ (ହାଇଫେନ୍) –lrt” ଟାଇପ୍ କରି ଦେଖିପାରିବା.
07:19 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବାକୁ, “(ଡଟ୍ ସ୍ଲାଶ୍) ./output” ଟାଇପ୍ କରି
07:24 ଏଣ୍ଟର୍ ଦାବନ୍ତୁ.
07:27 “ଟକ୍ ଟୁ ଏ ଟିଚର୍” ଭାବେ ଏଠାରେ ଆଉଟପୁଟ୍ ଦେଖାଗଲା.
07:30 ଚାଲନ୍ତୁ ଏବେ କମନ୍ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ.
07:35 ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
07:38 ଧରନ୍ତୁ, ଏଠାରେ ମୁଁ “}” (କ୍ଲୋଜିଙ୍ଗ୍ କର୍ଲୀ ବ୍ରାକେଟ୍) ଛାଡ଼ିଦେଇ
07:42 “ସେଭ୍”ରେ କ୍ଲିକ୍ କରିବି.
07:44 ଏକଜେକ୍ୟୁଟ୍ କରିବା. ଆମ ଟର୍ମିନାଲ୍ କୁ ଫେରିଯିବା.
07:48 ପୂର୍ବରୁ ବ୍ୟବହାର ହୋଇଥିବା କମାଣ୍ଡ ବ୍ୟବହାର କରି ପ୍ରୋଗ୍ରାମ୍ କୁ କମ୍ପାଇଲ୍ ଓ ରନ୍ କରନ୍ତୁ. ଆମେ ଏକ ଏରର୍ ଦେଖୁ.
07:55 ଆମ “ଟକ୍.ସିପିପି” ଫାଇଲ୍ ରେ ଥିବା ୭ମ ଲାଇନ୍ ରେ ଏକ ଏରର୍ ଅଛି, ଯାହା “ଇନପୁଟ୍ ର ଶେଷରେ କର୍ଲୀ ବ୍ରାକେଟ୍ ଖୋଜୁଛି”.
08:07 ଏବେ, ଆମ ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
08:09 ପୂର୍ବରୁ ମୁଁ କହିସାରିଛି ଯେ, କ୍ଲୋଜିଙ୍ଗ୍ ବ୍ରାକେଟ୍ ମେନ୍ ଫଙ୍କସନ୍ ର ଶେଷକୁ ଚିହ୍ନିତ କରେ.
08:14 ତେଣୁ, ଏଠାରେ ବ୍ରାକେଟ୍ କୁ ରି-ଇନ୍ସର୍ଟ କରନ୍ତୁ. ଫାଇଲ୍ କୁ ସେଭ୍ କରନ୍ତୁ.
08:19 ଏହାକୁ ଆମେ ପୁଣି ଏକଜେକ୍ୟୁଟ୍ କରିବା.
08:21 “ଅପ୍ ଏରୋ” କୀ’ ଦାବି ପୂର୍ବରୁ ଏଣ୍ଟର୍ କରିଥିବା କମାଣ୍ଡଗୁଡ଼ିକୁ ଆପଣ ପୁଣି ଦେଖିପାରିବେ.
08:26 ତାହା ହିଁ ମୁଁ ଏବେ କଲି.
08:30 ହଁ, ଏହା କାମ କରୁଛି.
08:32 ମୁଁ ଆପଣଙ୍କୁ ଅନ୍ୟ ଏକ ସାଧାରଣ ଏରର୍ ଦେଖାଇବି.
08:35 ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ.
08:37 ବର୍ତ୍ତମାନ, ଧରନ୍ତୁ ଏହି ଲାଇନ୍ ଶେଷରେ ଆମେ std. ଛାଡ଼ିଦେଇ
08:41 “ସେଭ୍” ରେ କ୍ଲିକ୍ କରିବା.
08:44 ପ୍ରୋଗ୍ରାମ୍ କୁ ଫେରି ଚାଲନ୍ତୁ.
08:46 କମ୍ପାଇଲ୍ କରିବା.
08:48 “ଟକ୍.ସିପିପି” ଫାଇଲ୍ ରେ ଥିବା ଦ୍ୱିତୀୟ ଓ ଷଷ୍ଠ ଲାଇନ୍ ରେ ଏକ ଏରର୍ ଥିବାର ଆମେ ଦେଖିଛେ.
08:56 ତାହା ହେଉଛି "expected identifier before 'semicolon' " ଓ " 'cout' was not declared in this scope".
09:05 ଯେହେତୁ cout ହେଉଛି ଷ୍ଟାଣ୍ଡାର୍ଡ C++ library function.
09:09 ଓ ସମଗ୍ର C++ library function std namespace ଅନ୍ତର୍ଗତ ବର୍ଣ୍ଣିତ ହୋଇଛି.
09:15 ତେଣୁ ତାହା ଏକ ଏରର୍ ଦିଏ.
09:18 ଏବେ ଚାଲନ୍ତୁ ଏରର୍ ଫିକ୍ସ କରିବା.ଆମେ ଟେକ୍ସଟ୍ ଏଡିଟର୍ କୁ ଫେରିଆସି “std” ଟାଇପ୍ କରିବା.
09:23 ସେଭ୍ କରନ୍ତୁ.
09:25 ଚାଲନ୍ତୁ, ଏହାକୁ ପୁଣି କମ୍ପାଇଲ୍ କରିବା.
09:29 ହଁ, ଏହା କାମ କରୁଛି.
09:32 ଏକ ଆସାନମେଣ୍ଟ ଭାବରେ ଆପଣଙ୍କ ନାମ ଓ ସହର ପ୍ରିଣ୍ଟ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ.
09:37 ଏହି ଟ୍ୟୁଟୋରିଆଲ୍ ରେ ଆମେ “ସିଙ୍ଗଲ୍ ଲାଇନ୍ କମେଣ୍ଟ” ବ୍ୟବହାର କରିଛେ.
09:40 ଏବେ ଏକ “ମଲ୍ଟିଲାଇନ୍ କମେଣ୍ଟ” ଦେବାକୁ ଚେଷ୍ଟା କରନ୍ତୁ.
09:44 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ,
09:46 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ,
09:48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
09:53 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
09:55 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ.
09:58 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ.
10:01 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ.
10:10 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ.
10:14 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
10:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି.
10:25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
10:28 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ.

Contributors and Content Editors

PoojaMoolya, Pradeep, Pratik kamble