Difference between revisions of "Java/C2/if-else/Oriya"

From Script | Spoken-Tutorial
Jump to: navigation, search
Line 10: Line 10:
 
|-
 
|-
 
|00:09
 
|00:09
|* Conditional ଷ୍ଟେଟମେଣ୍ଟ ବିଷୟରେ
+
|Conditional ଷ୍ଟେଟମେଣ୍ଟ ବିଷୟରେ
 
|-
 
|-
 
|00:11  
 
|00:11  
|* Conditional ଷ୍ଟେଟମେଣ୍ଟର ପ୍ରକାର ଓ  
+
|Conditional ଷ୍ଟେଟମେଣ୍ଟର ପ୍ରକାର ଓ  
 
|-
 
|-
 
|00:13  
 
|00:13  
|* Java ପ୍ରୋଗ୍ରାମ୍ ରେ Conditional ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯିବ
+
|Java ପ୍ରୋଗ୍ରାମ୍ ରେ Conditional ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯିବ
 
|-
 
|-
 
|00:18
 
|00:18
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
+
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ Ubuntu 11.10, JDK 1.6 ଓ Eclipse 3.7  
* Ubuntu 11.10
+
* JDK 1.6 ଓ  
+
* Eclipse 3.7  
+
 
|-
 
|-
 
|00:27
 
|00:27
Line 28: Line 25:
 
|-
 
|-
 
|00:31
 
|00:31
|* Javaରେ Arithmetic, Relational ଓ Logical Operators ସହିତ
+
|Javaରେ Arithmetic, Relational ଓ Logical Operators ସହିତ
 
|-
 
|-
 
|00:35
 
|00:35
Line 46: Line 43:
 
|-
 
|-
 
|01:01
 
|01:01
| * If ଷ୍ଟେଟମେଣ୍ଟ
+
|If ଷ୍ଟେଟମେଣ୍ଟ
 
|-
 
|-
 
|01:02
 
|01:02
| * If...Else ଷ୍ଟେଟମେଣ୍ଟ
+
|If...Else ଷ୍ଟେଟମେଣ୍ଟ
 
|-
 
|-
 
|01:03
 
|01:03
| * If...Else If ଷ୍ଟେଟମେଣ୍ଟ
+
|If...Else If ଷ୍ଟେଟମେଣ୍ଟ
 
|-
 
|-
 
|01:05
 
|01:05
| * Nested If ଷ୍ଟେଟମେଣ୍ଟ
+
|Nested If ଷ୍ଟେଟମେଣ୍ଟ
 
|-
 
|-
 
|01:06
 
|01:06
| * Switch ଷ୍ଟେଟମେଣ୍ଟ
+
|Switch ଷ୍ଟେଟମେଣ୍ଟ
 
|-
 
|-
 
|01:08
 
|01:08
Line 64: Line 61:
 
|-
 
|-
 
|01:15
 
|01:15
| * If ଷ୍ଟେଟମେଣ୍ଟ:  ଏକ କଣ୍ଡିଶନ୍ ଉପରେ ଆଧାରିତ ଷ୍ଟେଟମେଣ୍ଟଗୁଡ଼ିକର ଗୋଟିଏ ବ୍ଲକ୍ Execute କରିବାକୁ If ଷ୍ଟେଟମେଣ୍ଟ ବ୍ୟବହୃତ ହୋଇଥାଏ  
+
|If ଷ୍ଟେଟମେଣ୍ଟ:  ଏକ କଣ୍ଡିଶନ୍ ଉପରେ ଆଧାରିତ ଷ୍ଟେଟମେଣ୍ଟଗୁଡ଼ିକର ଗୋଟିଏ ବ୍ଲକ୍ Execute କରିବାକୁ If ଷ୍ଟେଟମେଣ୍ଟ ବ୍ୟବହୃତ ହୋଇଥାଏ  
 
|-
 
|-
 
|01:22
 
|01:22
Line 149: Line 146:
 
|03:49
 
|03:49
 
| ଗୋଟିଏ ପ୍ରୋଗ୍ରାମରେ If...Else ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା
 
| ଗୋଟିଏ ପ୍ରୋଗ୍ରାମରେ If...Else ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା
|-
+
|-
 
|03:54
 
|03:54
 
| Eclipseକୁ ଯାଆନ୍ତୁ
 
| Eclipseକୁ ଯାଆନ୍ତୁ
Line 269: Line 266:
 
|08:03
 
|08:03
 
| ଟାଇପ୍ କରନ୍ତୁ:  System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ ''B Grade'' ସେମିକଲନ୍
 
| ଟାଇପ୍ କରନ୍ତୁ:  System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ ''B Grade'' ସେମିକଲନ୍
|-
+
|-
 
|08:13
 
|08:13
 
| ଏଠାରେ, ପ୍ରୋଗ୍ରାମଟି, Else If ସେକ୍ସନ୍ ରେ ଦ୍ୱିତୀୟ କଣ୍ଡିଶନ୍ ଖୋଜିବ
 
| ଏଠାରେ, ପ୍ରୋଗ୍ରାମଟି, Else If ସେକ୍ସନ୍ ରେ ଦ୍ୱିତୀୟ କଣ୍ଡିଶନ୍ ଖୋଜିବ
Line 338: Line 335:
 
|-
 
|-
 
|10:28
 
|10:28
| Conditional Structures କୋଡିଙ୍ଗ୍ କରିବା ସମୟରେ:  
+
|Conditional Structures କୋଡିଙ୍ଗ୍ କରିବା ସମୟରେ:  
 
|-
 
|-
 
|10:30
 
|10:30
|* ଗୋଟିଏ ଷ୍ଟେଟମେଣ୍ଟ ଟର୍ମିନେଟ୍ କରିବା ସମୟରେ ଗୋଟିଏ ସେମିକଲନ୍ ଯୋଡ଼ିବାକୁ ସର୍ବଦା ମନେରଖନ୍ତୁ
+
|ଗୋଟିଏ ଷ୍ଟେଟମେଣ୍ଟ ଟର୍ମିନେଟ୍ କରିବା ସମୟରେ ଗୋଟିଏ ସେମିକଲନ୍ ଯୋଡ଼ିବାକୁ ସର୍ବଦା ମନେରଖନ୍ତୁ
 
|-
 
|-
 
|10:35
 
|10:35
|* କିନ୍ତୁ, କଣ୍ଡିଶନ୍ ପରେ ସେମିକଲନ୍ ଯୋଡ଼ନ୍ତୁ ନାହିଁ
+
|କିନ୍ତୁ, କଣ୍ଡିଶନ୍ ପରେ ସେମିକଲନ୍ ଯୋଡ଼ନ୍ତୁ ନାହିଁ
 
|-
 
|-
 
|10:40
 
|10:40
|* କର୍ଲୀ ବ୍ରାକେଟ୍ସ ମଧ୍ୟରେ କୋଡ୍ ର ବ୍ଲକ୍ ଯୋଡ଼ନ୍ତୁ
+
|କର୍ଲୀ ବ୍ରାକେଟ୍ସ ମଧ୍ୟରେ କୋଡ୍ ର ବ୍ଲକ୍ ଯୋଡ଼ନ୍ତୁ
 
|-
 
|-
 
|10:43
 
|10:43
|* ଯଦି ବ୍ଲକ୍ ରେ ଗୋଟିଏ ଷ୍ଟେଟମେଣ୍ଟ ଥିବ, ତେବେ କର୍ଲୀ ବ୍ରେସେସ୍ ବୈକଳ୍ପିକ ହୋଇଥାଏ
+
|ଯଦି ବ୍ଲକ୍ ରେ ଗୋଟିଏ ଷ୍ଟେଟମେଣ୍ଟ ଥିବ, ତେବେ କର୍ଲୀ ବ୍ରେସେସ୍ ବୈକଳ୍ପିକ ହୋଇଥାଏ
|-
+
|-
 
|10:49
 
|10:49
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
Line 362: Line 359:
 
|-
 
|-
 
|10:56
 
|10:56
|* Conditional Statementsର ପ୍ରକାର ସୂଚୀବଦ୍ଧ କଲେ
+
|Conditional Statementsର ପ୍ରକାର ସୂଚୀବଦ୍ଧ କଲେ
 
|-
 
|-
 
|10:59
 
|10:59
|* Java ପ୍ରୋଗ୍ରାମରେ If, If...Else ଓ If...Else If କଣ୍ଡିଶନଲ୍ ଷ୍ଟେଟମେଣ୍ଟ ବ୍ୟବହାର କଲେ
+
|Java ପ୍ରୋଗ୍ରାମରେ If, If...Else ଓ If...Else If କଣ୍ଡିଶନଲ୍ ଷ୍ଟେଟମେଣ୍ଟ ବ୍ୟବହାର କଲେ
 
|-
 
|-
 
|11:04
 
|11:04
Line 371: Line 368:
 
|-
 
|-
 
|11:12
 
|11:12
|* If ଷ୍ଟେଟମେଣ୍ଟ ବ୍ୟବହାର କରି ଦୁଇଟି ଭାଲ୍ୟୁ ତୁଳନା କରିବାକୁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ
+
|If ଷ୍ଟେଟମେଣ୍ଟ ବ୍ୟବହାର କରି ଦୁଇଟି ଭାଲ୍ୟୁ ତୁଳନା କରିବାକୁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ
 
|-
 
|-
 
|11:17
 
|11:17
|* ପ୍ରଦତ୍ତ ସଂଖ୍ୟା ସମ କିମ୍ୱା ଅସମ ଜାଣିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ.  
+
|ପ୍ରଦତ୍ତ ସଂଖ୍ୟା ସମ କିମ୍ୱା ଅସମ ଜାଣିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ.ସଂକେତ : If...Else ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
ସଂକେତ : If...Else ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
+
 
|-
 
|-
 
|11:23
 
|11:23
|* ତିନୋଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼ ସଂଖ୍ୟା ବାହାର କରିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ.  
+
|ତିନୋଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼ ସଂଖ୍ୟା ବାହାର କରିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ. ସଂକେତ : If...Else If ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
ସଂକେତ : If...Else If ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
+
 
|-
 
|-
 
|11:29
 
|11:29
Line 397: Line 392:
 
|-
 
|-
 
|11:44
 
|11:44
|* ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 
|-
 
|-
 
|11:47
 
|11:47
|* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
|-
 
|-
 
|11:56
 
|11:56

Revision as of 13:57, 19 October 2016

Time Narration
00:02 Javaରେ If Else Constructs ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:09 Conditional ଷ୍ଟେଟମେଣ୍ଟ ବିଷୟରେ
00:11 Conditional ଷ୍ଟେଟମେଣ୍ଟର ପ୍ରକାର ଓ
00:13 Java ପ୍ରୋଗ୍ରାମ୍ ରେ Conditional ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯିବ
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ Ubuntu 11.10, JDK 1.6 ଓ Eclipse 3.7
00:27 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ:
00:31 Javaରେ Arithmetic, Relational ଓ Logical Operators ସହିତ
00:35 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:42 Conditional ଷ୍ଟେଟମେଣ୍ଟସ୍ - ଆପଣଙ୍କ କୋଡ୍ ରେ ବିଭିନ୍ନ ନିଷ୍ପତ୍ତି ପାଇଁ ବିଭିନ୍ନ କାର୍ଯ୍ୟ କରିବାକୁ ହେବ
00:48 ଏହିପରି ମାମଲାରେ ଆପଣ Conditional ଷ୍ଟେଟମେଣ୍ଟଗୁଡ଼ିକର ବ୍ୟବହାର କରିପାରିବେ
00:52 ଗୋଟିଏ ପ୍ରୋଗ୍ରାମ୍ ର Execution Flowକୁ ନିୟନ୍ତ୍ରଣ କରିବାରେ ଗୋଟିଏ Conditional ଷ୍ଟେଟମେଣ୍ଟ ସାହାଯ୍ୟ କରିଥାଏ
00:57 Javaରେ, ନିମ୍ନ Conditional ଷ୍ଟେଟମେଣ୍ଟଗୁଡ଼ିକ ଅଛି:
01:01 If ଷ୍ଟେଟମେଣ୍ଟ
01:02 If...Else ଷ୍ଟେଟମେଣ୍ଟ
01:03 If...Else If ଷ୍ଟେଟମେଣ୍ଟ
01:05 Nested If ଷ୍ଟେଟମେଣ୍ଟ
01:06 Switch ଷ୍ଟେଟମେଣ୍ଟ
01:08 ଏହି ଟ୍ୟୁଟୋରିଆଲ୍ ରେ ଆମେ, If, If...Else ଓ If...Else If ଷ୍ଟେଟମେଣ୍ଟଗୁଡ଼ିକ ବିଷୟରେ ସବିଶେଷ ଭାବେ ଜାଣିବା
01:15 If ଷ୍ଟେଟମେଣ୍ଟ: ଏକ କଣ୍ଡିଶନ୍ ଉପରେ ଆଧାରିତ ଷ୍ଟେଟମେଣ୍ଟଗୁଡ଼ିକର ଗୋଟିଏ ବ୍ଲକ୍ Execute କରିବାକୁ If ଷ୍ଟେଟମେଣ୍ଟ ବ୍ୟବହୃତ ହୋଇଥାଏ
01:22 ଏହାକୁ Single Conditional ଷ୍ଟେଟମେଣ୍ଟ କୁହାଯାଏ
01:26 If ଷ୍ଟେଟମେଣ୍ଟ ପାଇଁ ସିଣ୍ଟାକ୍ସ:
01:28 If ଷ୍ଟେଟମେଣ୍ଟରେ ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ବ୍ଲକ୍ Execute ହୁଏ
01:34 ଯଦି କଣ୍ଡିଶନ୍ False ହୋଇଥାଏ, ତେବେ ବ୍ଲକ୍ ସ୍କିପ୍ ହୋଇଯାଏ ଓ Execute ହୁଏନାହିଁ
01:40 ଏବେ, If ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରିହେବ ବୁଝିବା ପାଇଁ ଚାଲନ୍ତୁ ଏକ ଉଦାହରଣ ଦେଖିବା
01:45 Eclipseକୁ ଯାଆନ୍ତୁ
01:48 ଜଣେ ବ୍ୟକ୍ତି Minor କି ନୁହେଁ ଜାଣିବା ପାଇଁ ଆମେ ଏକ ପ୍ରୋଗ୍ରାମ୍ ଲେଖିବା
01:53 ମୁଁ ଗୋଟିଏ Class, Person କ୍ରିଏଟ୍ କରିସାରିଛି
01:56 ଏବେ ଚାଲନ୍ତୁ, Main Method ଭିତରେ, Int ଟାଇପ୍ ର ଭେରିଏବଲ୍ Age ଡିକ୍ଲେର୍ କରିବା
02:02 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int ସ୍ପେସ୍ age ଇକ୍ୱାଲ୍ ଟୁ 20 ସେମିକଲନ୍
02:14 ଏବେ ଆମେ, ନିମାନୁସାରେ ଏକ If ଷ୍ଟେଟମେଣ୍ଟ ଲେଖିବା:
02:18 ପରବର୍ତ୍ତୀ ଲାଇନ୍, ବ୍ରାକେଟ୍ସ ଭିତରେ age < 21 ଖୋଲା କର୍ଲୀ ବ୍ରାକେଟ୍ସ. ଏଣ୍ଟର୍ ଦାବନ୍ତୁ
02:30 ଏଠାରେ ଆମେ ଯାଞ୍ଚ କରୁଛେ ଯେ, age, 21ରୁ କମ୍ କି ନୁହେଁ
02:34 ବ୍ରାକେଟ୍ସ ମଧ୍ୟରେ ଯାହା କିଛିବି ରୁହେ, ତାହା If ବ୍ଲକ୍ ର ଅଟେ
02:38 ତେଣୁ, ବ୍ରାକେଟ୍ସ ଭିତରେ ଟାଇପ୍ କରନ୍ତୁ:
02:41 System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ The person is Minor ସେମିକଲନ୍
02:56 ଏଠାରେ, ଯଦି age, 21ରୁ କମ୍, ତେବେ The Person is Minor ପ୍ରଦର୍ଶିତ ହେବ
03:03 ଫାଇଲ୍ କୁ ସେଭ୍ କରି Run କରନ୍ତୁ
03:08 ଆମେ, ନିମ୍ନ ଆଉଟପୁଟ୍ ପାଇଲେ: "The person is minor"
03:14 ଏହି ମାମଲାରେ, ବ୍ୟକ୍ତିର ବୟସ ହେଉଛି 20, ଯାହା 21ରୁ କମ୍.
03:20 ତେଣୁ ଆମେ, This Person is Minor ଭାବେ ଆଉଟପୁଟ୍ ପାଇଲେ
03:24 ଚାଲନ୍ତୁ ଏବେ ଆମେ If...Else ବିଷୟରେ ଶିଖିବା
03:27 ବିକଳ୍ପ ଷ୍ଟେଟମେଣ୍ଟ Execute କରିବାକୁ If...Else ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ
03:31 ଏହିସବୁ, ଗୋଟିଏ କଣ୍ଡିଶନ୍ ଉପରେ ପର୍ଯ୍ୟବେଶିତ
03:34 ଚାଲନ୍ତୁ, If...Else ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା
03:38 ଯଦି କଣ୍ଡିଶନ୍ True ହୋଇଥାଏ, ତେବେ ଷ୍ଟେଟମେଣ୍ଟ ବା କୋଡ୍ ର ବ୍ଲକ୍ Execute ହୁଏ
03:44 ଅନ୍ୟଥା, ଏହା ଅନ୍ୟ ଷ୍ଟେଟମେଣ୍ଟ ବା କୋଡ୍ ର ବ୍ଲକ୍ Execute କରେ
03:49 ଗୋଟିଏ ପ୍ରୋଗ୍ରାମରେ If...Else ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା
03:54 Eclipseକୁ ଯାଆନ୍ତୁ
03:57 ବ୍ୟକ୍ତି ଜଣକ ନାବାଳକ ନା ସାବାଳକ ଜାଣିବା ପାଇଁ ଆମେ ଏବେ ଏକ ପ୍ରୋଗ୍ରାମ୍ ଲେଖିବା
04:03 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int age equal to 25
04:12 ତା’ପରେ, If ବ୍ରାକେଟ୍ସ ମଧ୍ୟରେ age Greater Than 21
04:19 କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ The person is Major
04:28 ଏହାପରେ, ପରବର୍ତ୍ତୀ ଲାଇନ୍ ଟାଇପ୍ କରନ୍ତୁ:
04:32 Else କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ:
04:38 System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ ଡବଲ୍ କ୍ୱୋଟ୍ସ ମଧ୍ୟରେ The person is Minor ସେମିକଲନ୍
04:51 ଏଠାରେ, ଯଦି age, 21ରୁ କମ୍, ତେବେ The Person is Minor ପ୍ରଦର୍ଶିତ ହେବ
04:58 ଅନ୍ୟଥା, The Person is Major ପ୍ରଦର୍ଶିତ ହେବ
05:02 ଏବେ, ପ୍ରୋଗ୍ରାମକୁ Save କରି Run କରନ୍ତୁ
05:07 ଆମେ, ନିମ୍ନ ଆଉଟପୁଟ୍ ପାଇଲେ: "The Person is Major"
05:11 ଏଠାରେ, ବ୍ୟକ୍ତିର ବୟସ ହେଉଛି 25, ଯାହା 21ରୁ ଅଧିକ
05:17 ସେଥିପାଇଁ, The Person is Major ଭାବେ ପ୍ରୋଗ୍ରାମ୍ ଆଉଟପୁଟ୍ ପ୍ରଦର୍ଶିତ କଲା
05:22 If...Else If ଷ୍ଟେଟମେଣ୍ଟ: ଷ୍ଟେଟମେଣ୍ଟର ବିଭିନ୍ନ ସେଟ୍ Execute କରିବାକୁ If...Else If ଷ୍ଟେଟମେଣ୍ଟ ବ୍ୟବହାର କରାଯାଏ
05:29 ଏହିଗୁଡ଼ିକ, ଦୁଇଟି ପ୍ରଦତ୍ତ କଣ୍ଡିଶନ୍ ଉପରେ ପର୍ଯ୍ୟବେଶିତ
05:33 ନିଜ ଆବଶ୍ୟକତାକୁ ଭିତ୍ତିକରି ଆପଣ ଅଧିକ କଣ୍ଡିଶନ୍ସ ଯୋଡ଼ିପାରିବେ
05:38 ଏହାକୁ Branching ବା ନିର୍ଣ୍ଣାୟକ ଷ୍ଟେଟମେଣ୍ଟ ମଧ୍ୟ କୁହାଯାଏ
05:43 ଏବେ ଚାଲନ୍ତୁ, If...Else If ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା
05:48 If ଷ୍ଟେଟମେଣ୍ଟ, ପ୍ରାରମ୍ଭରେ Condition 1 ପାଇଁ ଯାଞ୍ଚ କରେ
05:53 ଯଦି Condition 1, True ହୋଇଥାଏ, ତେବେ ଏହା ଷ୍ଟେଟମେଣ୍ଟ-ବା-Block 1 Codeକୁ ନିଷ୍ପାଦିତ କରେ
05:59 ଅନ୍ୟଥା, ଏହା ପୁଣିଥରେ Condition 2କୁ ଖୋଜେ
06:02 ଯଦି Condition 2, True ହୋଇଥାଏ, ତେବେ ଏହା ଷ୍ଟେଟମେଣ୍ଟ-ବା-Block 2 Codeକୁ ନିଷ୍ପାଦିତ କରେ
06:09 ଅନ୍ୟଥା, ଏହା ଷ୍ଟେଟମେଣ୍ଟ 3 ବା Block Code 3କୁ ନିଷ୍ପଦିତ କରେ
06:13 ଏହିପରି ଭାବରେ, ଆମେ If...Else ବ୍ଲକ୍ସ ଦ୍ୱାରା କୋଡ୍ ଏକ୍ସଟେଣ୍ଡ କରିପାରିବା
06:17 ଏହି Blocksରେ ବିଭିନ୍ନ କଣ୍ଡିଶନ୍ସ ଥାଇପାରେ
06:20 ଯେପର୍ଯ୍ୟନ୍ତ True Condition ମିଳିନାହିଁ, ପରବର୍ତ୍ତୀ କୋଡ୍ ନିଷ୍ପାଦିତ ହେଉଥିବ
06:25 ଯଦି ସମସ୍ତ କଣ୍ଡିଶନ୍ସ False ହୋଇଥିବ, ତେବେ ଏହା ଶେଷ Else ସେକ୍ସନ୍ କୁ Execute କରିବ
06:30 ଗୋଟିଏ ପ୍ରୋଗ୍ରାମରେ If...Else If ଷ୍ଟେଟମେଣ୍ଟକୁ କିପରି ବ୍ୟବହାର କରାଯାଇପାରେ, ଏବେ ଆମେ ଦେଖିବା
06:35 Eclipseକୁ ଯାଆନ୍ତୁ
06:37 ମୁଁ ଗୋଟିଏ Class, Student କ୍ରିଏଟ୍ କରିସାରିଛି
06:40 ଜଣେ ଛାତ୍ରର Grade ଜାଣିବା ପାଇଁ ଚାଲନ୍ତୁ ଗୋଟିଏ ପ୍ରୋଗ୍ରାମ୍ ଲେଖିବା
06:44 ଏହା, ପ୍ରାପ୍ତାଙ୍କ ଶତକଡ଼ା ଉପରେ ଭିତ୍ତି କରି କରାଯାଇଥାଏ
06:47 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int ସ୍ପେସ୍ testScore ଇକ୍ୱାଲ୍ ଟୁ 70 ସେମିକଲନ୍
06:58 testScore ନାମକ ଇନପୁଟ୍ ଭେରିଏବଲ୍, ପ୍ରାପ୍ତ ଶତକଡ଼ା ଜାଣିବା ପାଇଁ ବ୍ୟବହାର କରାଯାଇଥାଏ
07:05 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: if ବ୍ରାକେଟ୍ସ ମଧ୍ୟରେ testScore less than 35 କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ C Grade ସେମିକଲନ୍
07:28 ଯଦି testScore, 35ରୁ କମ୍ ହୁଏ, ତେବେ ପ୍ରୋଗ୍ରାମ୍ C Grade ପ୍ରଦର୍ଶିତ କରିବ
07:34 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ else
07:37 ପରବର୍ତ୍ତୀ ଲାଇନ୍, if ବ୍ରାକେଟ୍ସ ମଧ୍ୟରେ testScore greater than or equal to 35 AND (&&) testScore less than or equal to 60. ସମଗ୍ର କଣ୍ଡିଶନ୍ କୁ ବ୍ରାକେଟ୍ସ ଖୋଲା କର୍ଲୀ ବ୍ରାକେଟ୍ସ ମଧ୍ୟରେ ରଖି Enter ଦାବନ୍ତୁ
08:03 ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଭିତରେ B Grade ସେମିକଲନ୍
08:13 ଏଠାରେ, ପ୍ରୋଗ୍ରାମଟି, Else If ସେକ୍ସନ୍ ରେ ଦ୍ୱିତୀୟ କଣ୍ଡିଶନ୍ ଖୋଜିବ
08:18 ଯଦି testScore, 35ରୁ 60 ମଧ୍ୟରେ ହୁଏ, ତେବେ ପ୍ରୋଗ୍ରାମ୍ B Grade ପ୍ରଦର୍ଶିତ କରିବ
08:24 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: Else ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ A Grade ସେମିକଲନ୍
08:42 ତେଣୁ ଶେଷରେ, ଯଦି ଉଭୟ କଣ୍ଡିଶନ୍ False ହୁଏ, ତେବେ ପ୍ରୋଗ୍ରାମଟି A Grade ପ୍ରଦର୍ଶିତ କରିବ
08:48 ଏବେ ଏହି କୋଡ୍ କୁ ସେଭ୍ ଓ ରନ୍ କରନ୍ତୁ
08:51 ଆମେ, A Grade ଆଉଟପୁଟ୍ ପାଇଲେ
08:55 ଏହି ପ୍ରୋଗ୍ରାମରେ, ଛାତ୍ରର testScore ହେଉଛି 70
09:00 ତେଣୁ, ଆଉଟପୁଟ୍ A Grade ହେବ
09:02 ଏବେ ଚାଲନ୍ତୁ testScoreକୁ 55ରେ ବଦଳାଇଦେବା
09:07 ଏବେ ଏହି ପ୍ରୋଗ୍ରାମକୁ ସେଭ୍ ଓ ରନ୍ କରନ୍ତୁ
09:10 ଏହି ମାମଲାରେ, ଆଉଟପୁଟ୍ B Grade ପ୍ରଦର୍ଶିତ ହେବ
09:16 ଆମେ, କଣ୍ଡିଶନର ସଂଖ୍ୟା ମଧ୍ୟ ବଢ଼ାଇପାରିବା
09:19 B Grade ଆଉଟପୁଟ୍ ସେକ୍ସନ୍ ପରେ ଚାଲନ୍ତୁ ଆଉ ଗୋଟିଏ କଣ୍ଡିଶନ୍ ଯୋଡ଼ିବା
09:23 ଏଠାରେ ଟାଇପ୍ କରନ୍ତୁ,

Else ପରବର୍ତ୍ତୀ ଲାଇନ୍, if ବ୍ରାକେଟ୍ସ ମଧ୍ୟରେ testScore greater than or equal to 60 AND (&&) testScore less than or equal to 70.

09:47 ଖୋଲା କର୍ଲୀ ବ୍ରାକେଟ୍ସ, Enter ଦାବନ୍ତୁ, System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ O Grade ସେମିକଲନ୍
10:01 ଏଠାରେ, ଯଦି testScore 60ରୁ 70 ମଧ୍ୟରେ ହୁଏ, ତେବେ ପ୍ରୋଗ୍ରାମ୍ O Grade ପ୍ରଦର୍ଶିତ କରିବ
10:07 ଏବେ, ଛାତ୍ରର testScore 70କୁ ବଦଳାନ୍ତୁ
10:12 ଫାଇଲ୍ କୁ ସେଭ୍ କରି Run କରନ୍ତୁ
10:15 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
10:17 ପ୍ରୋଗ୍ରାମ୍, O Grade ଭାବେ ଆଉଟପୁଟ୍ ପ୍ରଦର୍ଶିତ କରିବ
10:20 ପୂର୍ବ ପ୍ରଦର୍ଶିତ ଅନୁସାରେ, ଏହା A Grade ନୁହେଁ
10:23 70ରୁ ଅଧିକ testScore ପାଇଁ ପ୍ରୋଗ୍ରାମ୍ A Grade ପ୍ରଦର୍ଶିତ କରିବ
10:28 Conditional Structures କୋଡିଙ୍ଗ୍ କରିବା ସମୟରେ:
10:30 ଗୋଟିଏ ଷ୍ଟେଟମେଣ୍ଟ ଟର୍ମିନେଟ୍ କରିବା ସମୟରେ ଗୋଟିଏ ସେମିକଲନ୍ ଯୋଡ଼ିବାକୁ ସର୍ବଦା ମନେରଖନ୍ତୁ
10:35 କିନ୍ତୁ, କଣ୍ଡିଶନ୍ ପରେ ସେମିକଲନ୍ ଯୋଡ଼ନ୍ତୁ ନାହିଁ
10:40 କର୍ଲୀ ବ୍ରାକେଟ୍ସ ମଧ୍ୟରେ କୋଡ୍ ର ବ୍ଲକ୍ ଯୋଡ଼ନ୍ତୁ
10:43 ଯଦି ବ୍ଲକ୍ ରେ ଗୋଟିଏ ଷ୍ଟେଟମେଣ୍ଟ ଥିବ, ତେବେ କର୍ଲୀ ବ୍ରେସେସ୍ ବୈକଳ୍ପିକ ହୋଇଥାଏ
10:49 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
10:51 ଏହି ଟ୍ୟୁଟୋରିଆଲ୍ ରେ,
10:53 ଆମେ ଶିଖିଲେ: * Conditional ଷ୍ଟେଟମେଣ୍ଟ
10:56 Conditional Statementsର ପ୍ରକାର ସୂଚୀବଦ୍ଧ କଲେ
10:59 Java ପ୍ରୋଗ୍ରାମରେ If, If...Else ଓ If...Else If କଣ୍ଡିଶନଲ୍ ଷ୍ଟେଟମେଣ୍ଟ ବ୍ୟବହାର କଲେ
11:04 If, If...Else ଓ If...Else If କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍ ବ୍ୟବହାର କରି Java ପ୍ରୋଗ୍ରାମରେ ଲେଖିବା ଉପରେ ଏକ ଆସାଇନମେଣ୍ଟ
11:12 If ଷ୍ଟେଟମେଣ୍ଟ ବ୍ୟବହାର କରି ଦୁଇଟି ଭାଲ୍ୟୁ ତୁଳନା କରିବାକୁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ
11:17 ପ୍ରଦତ୍ତ ସଂଖ୍ୟା ସମ କିମ୍ୱା ଅସମ ଜାଣିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ.ସଂକେତ : If...Else ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
11:23 ତିନୋଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼ ସଂଖ୍ୟା ବାହାର କରିବା ପାଇଁ ଏକ Java ପ୍ରୋଗ୍ରାମ୍ ଲେଖନ୍ତୁ. ସଂକେତ : If...Else If ଷ୍ଟେଟମେଣ୍ଟ ବ୍ୟବହାର କରନ୍ତୁ
11:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
11:32 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
11:35 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:38 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:44 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:47 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
11:56 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
12:00 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
12:06 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:15 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep