Difference between revisions of "Inkscape/C2/Align-and-distribute-objects/Oriya"
From Script | Spoken-Tutorial
Line 1: | Line 1: | ||
− | {| Border = 1 | + | {| Border =1 |
− | + | | Time | |
− | + | | Narration | |
+ | |||
|- | |- |
Revision as of 13:31, 31 May 2016
Time | Narration
|
00:01 | Inkscapeରେ 'Align and distribute objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା |
00:09 | ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା |
00:12 | ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା |
00:16 | ଅବଜେକ୍ଟ ମଧ୍ୟରେ ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ବନାଇବା |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:24 | ଉବୁଣ୍ଟୁ ଲିନକ୍ସ 12.04 OS |
00:27 | Inkscape ଭର୍ସନ୍ 0.48.4 |
00:31 | 'Dash home କୁ ଯାଇ Inkscape ଟାଇପ୍ କରନ୍ତୁ |
00:35 | ଏବେ ଲୋଗୋ ଉପରେ କ୍ଲିକ୍ କରନ୍ତୁ |
00:37 | ପୂର୍ବରୁ ସେଭ୍ ହୋଇଥିବା Inkscape ଡକୁମେଣ୍ଟ ଖୋଲନ୍ତୁ |
00:44 | କାନଭାସ୍ ଉପରେ ରାଣ୍ଡମଲି ରଖାଯାଇଥିବା ୫ଟି ଭିନ୍ନ ଆକୃତିକୁ ଦେଖନ୍ତୁ |
00:50 | ନିଜ Inkscape କାନଭାସ୍ ଉପରେ ୫ଟି ଆକୃତି ତିଆରି କରନ୍ତୁ ଏବଂ ସେଗୁଡିକୁ ପ୍ରଦର୍ଶିତ ଅନୁସାରେ ରଖନ୍ତୁ |
00:55 | ଏବେ ଅବଜେକ୍ଟଗୁଡିକୁ ଆଲାଇନ୍ କରିବା ଆରମ୍ଭ କରନ୍ତୁ |
00:59 | 'Object ମେନ୍ୟୁକୁ ଯାଇ 'Align and distribute' ଉପରେ କ୍ଲିକ୍ କରନ୍ତୁ |
01:04 | ଇଣ୍ଟରଫେସ୍ ର ଡାହଣ ପଟେ Align and distribute ଡାୟଲଗ୍ ବକ୍ସ ଖୋଲିଥାଏ |
01:09 | ଏଠାରେ ଦୁଇ ପ୍ରକାରର ପୋଜିସନ୍ ଉପଲବ୍ଧ ଅଛି |
01:12 | ଆଲାଇନ୍, ଯେଉଁଠାରେ ଅବଜେକ୍ଟସ୍ ର କେନ୍ଦ୍ର କିମ୍ବା ଧାର ପରସ୍ପର ସହିତ ଆଲାଇନ୍ ହୋଇଥାନ୍ତି |
01:18 | ଡିଷ୍ଟ୍ରିବ୍ୟୁଟ୍, ଯେଉଁଠାରେ ଅବଜେକ୍ଟଗୁଡ଼ିକର କେନ୍ଦ୍ର କିମ୍ବା ଧାର ଉପରେ ଆଧାର କରି ହରିଜୋଣ୍ଟାଲ୍ କିମ୍ୱା ଭର୍ଟିକାଲ୍ ଦିଗରେ ବଣ୍ଟାଯାଇଥାନ୍ତି |
01:29 | ଆମେ ଏହି ଅପ୍ସନ୍ସ କିମ୍ବା ସେଗୁଡ଼ିକର ସବ୍- ଅପ୍ସନ୍ସକୁ ବ୍ୟବହାର କରି ଅବଜେକ୍ଟଗୁଡିକୁ ବିଭିନ୍ନ ପ୍ରକାରରେ ଆଲାଇନ୍ କରିପାରିବା |
01:36 | ଏଠାରେ Relative to ନାମକ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଫିଚର ଅଛି |
01:39 | ଏହାର ଉପଯୋଗ କରି ଆମେ ଅବଜେକ୍ଟଗୁଡିକୁ ଯେକୌଣସି ରେଫରେନ୍ସ ସହିତ ଆଲାଇନ୍ କରିପାରିବା |
01:44 | ଏଠାରେ ଅପ୍ସନ୍ ଗୁଡିକୁ ଦେଖିବା ପାଇଁ ଡ୍ରପ୍-ଡାଉନ୍ ସୂଚୀ ଉପରେ କ୍ଲିକ୍ କରନ୍ତୁ |
01:47 | ଆମ ପାଖରେ 'Last selected, First selected, Biggest object, Smallest object, Page, Drawing ଓ Selection ଅଛି। |
02:00 | ଡିଫଲ୍ଟ ଭାବରେ ଅବଜେକ୍ଟସ୍ ପେଜ୍ ସହିତ ସମ୍ବନ୍ଧିତ ଆଲାଇନ୍ ହେବ |
02:04 | ଏହାର ତାତ୍ପର୍ଯ୍ୟ ଏହିକି ଯେ, ଚୟନିତ ଅବଜେକ୍ଟଗୁଡିକ ଆପଣଙ୍କ ପେଜ୍ ର ଡାଇମେନ୍ସନ୍ ଅନୁସାରେ Align and Distribut ଅପ୍ସନରେ କାର୍ଯ୍ୟ କରିବେ |
02:13 | କାନଭାସ୍ ଉପରେ ସମସ୍ତ ଅବଜେକ୍ଟ ଗୁଡିକୁ ଚୟନ କରିବା ପାଇଁ 'Ctrl + A ଦବାନ୍ତୁ |
02:17 | ପ୍ରଥମ ୫ଟି ଆଇକନ୍ ଅବଜେକ୍ଟସ୍ କୁ ଭର୍ଟିକଲ୍ ଦିଗରେ ଆଲାଇନ୍ କରିବା |
02:22 | ମୁଁ ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରୁଛି |
02:25 | ଯେପରି ଟୂଲ୍ ଟିପ୍ ଦର୍ଶାଏ, ଅବଜେକ୍ଟର ଡାହାଣ କୋଣ anchor ର ବାମ କୋଣ ସହିତ ଆଲାଇନ୍ ହୋଇଥାଏ |
02:32 | ମନେରଖନ୍ତୁ, ଏଠାରେ anchor point ପେଜ୍ ଅଛି, କାରଣ Relative to' ଅପ୍ସନ୍ ପେଜ୍ ଅଛି |
02:38 | ଦେଖନ୍ତୁ, ଏବେ ଦୁଇଟି ଅବଜେକ୍ଟସ୍ ଓଭରଲ୍ୟାପ୍ ହୋଇଯାଇଛି |
02:43 | ବିଗତ କ୍ରମରେ ଓଭଲ୍ୟାପ୍, ଅବଜେକ୍ଟସ୍ ର ନିକଟତା କାରଣରୁ ହୋଇଥିଲା |
02:48 | ଆମେ Remove overlaps ଅପ୍ସନ୍ ଉପରେ କ୍ଲିକ୍ କରି ଏହାକୁ ଠିକ୍ କରିପାରିବା, ଯାହାକି Distribute ଅପ୍ସନ୍ ର ତଳେ ଅଛି |
02:56 | ଏବେ ଓଭରଲ୍ୟାପ୍ ହଟି ଗଲାଣି |
02:58 | ହରିଜୋଣ୍ଟଲ୍ ଏବଂ ଭର୍ଟିକଲ୍ ଉଭୟ ଦିଗରେ ଅବଜେକ୍ଟସ୍ ର ମଧ୍ୟ ଅନ୍ତରାଳକୁ ବ୍ୟବସ୍ଥିତ କରିବା ନିମନ୍ତେ,H ଓ V ଅପ୍ସନ୍ ର ଉପଯୋଗ କରନ୍ତୁ |
03:06 | ଏବେ, Alignର ତଳ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଏବଂ ଧ୍ୟାନଦିଅନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି |
03:14 | ଅଲାଇନମେଣ୍ଟ୍ କୁ ଭଲଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ CTRL + Z ର ଉପଯୋଗ କରନ୍ତୁ |
03:21 | ଟୁଲ୍ ଟିପ୍ସ, ଅଲାଇନମେଣ୍ଟ୍ କୁ ବୁଝିବା ନିମନ୍ତେ ବହୁତ ଉପଯୋଗୀ ହୋଇପାରେ |
03:28 | ଶେଷ ଆଇକନ୍ କେବଳ ଟେକ୍ସଟ୍ ଉପରେ କାର୍ଯ୍ୟ କରିଥାଏ. ତେଣୁ, ଆମେ ସେହି ବିଷୟରେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଶିଖିବା |
03:35 | ତା’ପରେ ଆମେ, Distribute ଅପ୍ସନ୍ ର ଉପଯୋଗ କରି ଅବଜେକ୍ଟସ୍ ମଧ୍ୟର ଅନ୍ତରାଳକୁ ବ୍ୟବସ୍ଥିତ କରିବା |
03:40 | ଯେହେତୁ ଅବଜେକ୍ଟଗୁଡିକ ଭର୍ଟିକାଲ୍ ଦିଗରେ ଅଛି, Distribute ଅପ୍ସନ୍ ମଧ୍ୟରେ ଶେଷ ଚାରୋଟି ଆଇକନ୍ସର ଉପଯୋଗ କରିଥାଉ |
03:48 | ପ୍ରଥମେ ମୁଁ ସେଗୁଡିକୁ କେନ୍ଦ୍ରରେ ଆଲାଇନ୍ କରୁଛି |
03:51 | ଏବେ Distribute ଭିତରେ ଥିବା ଅପ୍ସନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି |
03:58 | ପୁଣିଥରେ, ଆଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ 'CTRL + Z ର ଉପଯୋଗ କରନ୍ତୁ |
04:07 | ଅଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଟୁଲ୍ ଟିପ୍ସକୁ ଦେଖନ୍ତୁ |
04:13 | ଦେଖନ୍ତୁ, Relative to ତଳେ Treat selection as group ଅପ୍ସନ୍ ଅଛି |
04:19 | ଏହା, ପୂରା ସମୂହ ଭାବରେ ଅବଜେକ୍ଟସ୍ କୁ ଆଲାଇନ୍ କରିବ |
04:22 | check box ରେ କ୍ଲିକ୍ କରନ୍ତୁ |
04:24 | ଏବେ, ଗୋଟିଏ ଗୋଟିଏ କରି ଆଇକନ୍ସ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ ଅଲଗା ଅଲଗା ବଦଳରେ ସମୂହ ଭାବରେ ଆଲାଇନ୍ ହୋଇଯାଇଛନ୍ତି, |
04:34 | ବକ୍ସକୁ ଅନଚେକ୍ କରନ୍ତୁ |
04:36 | ଏବେ, ଅବଜେକ୍ଟଗୁଡିକ ଅଲଗା ଅଲଗା ଆଲାଇନ୍ ହେବେ |
04:40 | ତା’ପରେ, 'Last selected' ଅନୁସାରେ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ବିତରିତ କରିବା |
04:45 | Relative to ଅପ୍ସନ୍ କୁ Last selected ରେ ବଦଳାଇବା |
04:49 | ସମସ୍ତ ଅବଜେକ୍ଟଗୁଡିକୁ କାନଭାସ୍ ମଧ୍ୟକୁ ଆଣି, ରେଣ୍ଡମଲୀ ସେଗୁଡିକୁ ରଖନ୍ତୁ |
05:01 | ଅବଜେକ୍ଟଗୁଡିକୁ ଗୋଟିଏ ଗୋଟଏ କରି ଚୟନ କରି ଶେଷରେ ବୃତ୍ତ ବାଛନ୍ତୁ |
05:06 | ପୂର୍ବପରି, ଆଇକନ୍ ଉପରେ ଗୋଟିଏ ପରେ ଗୋଟିଏ କରି କ୍ଲିକ୍ କରନ୍ତୁ |
05:10 | ଯେହେତୁ ଶେଷ ଚୟନିତ ଅବଜେକ୍ଟସ୍ ବୃତ୍ତ ଅଟେ, ଦେଖନ୍ତୁ, ବୃତ୍ତ ଅନୁସାରେ ଅବଜେକ୍ଟଗୁଡିକ ଆଲାଇନ୍ ହେଉଛନ୍ତି |
05:19 | ଏହିପ୍ରକାରେ, ଆପଣ Relative to ରେ ସୂଚୀବଦ୍ଧ ସମସ୍ତ ଅପ୍ସନ୍ସ ଯାଞ୍ଚ କରିପାରନ୍ତି ଏବଂ ଅବଜେକ୍ଟଗୁଡିକର ଆଲାଇନମେଣ୍ଟ୍ କୁ ଦେଖନ୍ତୁ |
05:26 | ଆମେ Align and Distribute ଡାୟଲଗ ବକ୍ସରେ ଥିବା ଆଡଭାନ୍ସ ଅପସନ୍ସ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ ରେ ଶିଖିବା |
05:32 | ଏହି ଡାୟଲଗ ବକ୍ସକୁ ବନ୍ଦ କରନ୍ତୁ |
05:37 | ଏବେ ଆମେ, ରୋଜ୍ ଓ କଲମ୍ସରେ ଅବଜେକ୍ଟ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା |
05:41 | 'Object ମେନ୍ୟୁ କୁ ଯାଇ Rows and Columns ଉପରେ କ୍ଲିକ୍ କରନ୍ତୁ |
05:46 | 'Rows and Columns ଡାୟଲଗ୍ ବକ୍ସ ଖୋଲିଲା |
05:50 | ଏହି ଅପସନ୍ସ କୁ ବ୍ୟବହାର କରି, ଆବଶ୍ୟକ ସ୍ପେସ୍ ଦେଇ, ଆମେ ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିପାରିବା |
05:57 | କାନଭାସ୍ ଉପରେ ଅବଜେକ୍ଟଗୁଡିକୁ ରେଣ୍ଡମଲୀ ବ୍ୟବସ୍ଥିତ କରନ୍ତୁ |
06:01 | ଏବେ, ଏହି ଅବଜେକ୍ଟଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ |
06:05 | ତେଣୁକରି: row ପାରାମିଟର କୁ ୨ କରନ୍ତୁ |
06:09 | ଧ୍ୟାନଦିଅନ୍ତୁ, ଯେତେବେଳେ row ପାରାମିଟର ବଦଳିଥାଏ, Column ପାରାମିଟର ଆପେ ଆପେ ବଦଳିଥାଏ |
06:15 | ତଳର ଡାହଣ ପଟରେ ଥିବା Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:19 | Align ଅପସନ୍ ଅବଜେକ୍ଟଗୁଡିକୁ ଡାହଣ ପଟକୁ, ମଝିରେ ତଥା ବାମପଟକୁ ଆଲାଇନ୍ କରିବାରେ ସାହାଯ୍ୟ କରିଥାଏ |
06:29 | ଏଗୁଡିକୁ ଗୋଟିଏ ପରେ ଗୋଟିଏ ଯାଞ୍ଚ କରି ପରିବର୍ତ୍ତନକୁ ଦେଖନ୍ତୁ |
06:37 | ଆମେ Set spacing ଅପସନ୍ ର ଉପଯୋଗ କରି ଉଭୟ ରୋଜ୍ ଓ କଲମ୍ସ ପାଇଁ, ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ କୁ ସେଟ୍ କରିପାରିବା |
06:45 | ଏବେ, ସ୍ପେସ୍ ପାରାମିଟର୍ କୁ ରୋ ଏବଂ କଲମ୍ ଉଭୟଙ୍କ ପାଇଁ ୫ କରନ୍ତୁ |
06:50 | 'Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:53 | ଅବଜେକ୍ଟସ୍ ମଧ୍ୟର ସ୍ପେସ୍ କୁ ଦେଖନ୍ତୁ |
06:56 | ଏବେ ମୁଁ ଦେଖାଇବି କି Align and Distribute ର ଉପଯୋଗ କରି ପ୍ୟାଟର୍ନ କିପରି ତିଆରି କରାଯାଏ |
07:01 | ମୋ ପାଖରେ ଭିନ୍ନ ଭିନ୍ନ ଆକାର ଓ ରଙ୍ଗର ୪ଟି ବର୍ଗର ଗୋଟିଏ ନୂଆ Inkscape ଫାଇଲ୍ ଅଛି |
07:06 | ସବୁଗୁଡିକୁ ଚୟନ କରି, ବର୍ଗକୁ ବୁଲାନ୍ତୁ, ଯେଉଁଥିରୁ ତାହା ଡାୟମଣ୍ଡ ଆକୃତି ଭଳି ଦେଖାଯିବ |
07:12 | 'Align and Distribute' ଡାୟଲଗ୍ ବକ୍ସ ଖୋଲନ୍ତୁ |
07:15 | Centre on vertical axis ଉପରେ କ୍ଲିକ୍ କରନ୍ତୁ |
07:18 | Centre on horizontal axis ଉପରେ କ୍ଲିକ୍ କରନ୍ତୁ |
07:22 | ଏକ ଟାଇଲ୍ ପ୍ୟାଟର୍ନ ଏବେ କାନଭାସ୍ ଉପରେ ତିଆରି ହୋଇଯାଇଛି |
07:25 | ଏହି ଅପସନ୍ସକୁ ରଚନାତ୍ମକ ରୂପରେ ଉପଯୋଗ କରି, ଆମେ ବହୁତ ୟୁନିକ୍ ପ୍ୟାଟର୍ନ ତିଆରି କରିପାରିବା |
07:30 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
07:34 | ବିଭିନ୍ନ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା |
07:37 | ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା |
07:40 | ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ତିଆରି କରିବା |
07:45 | ଆପଣଙ୍କ ପାଇଁ ୨ଟି ଆସାଇନମେଣ୍ଟ |
07:47 | ନିମ୍ନ ଡାଇମେନ୍ସନ୍ ବିଶିଷ୍ଟ ୫ଟି ବୃତ୍ତ ତିଆରି କରନ୍ତୁ |
07:54 | ସେଗୁଡିକୁ କାନଭାସ୍ ଉପରେ ଅନିୟମିତ ରୂପେ ବ୍ୟବସ୍ଥିତ କରି, ସବୁଗୁଡିକୁ ଚୟନ କରନ୍ତୁ |
07:59 | Align and Distribute ର ଉପଯୋଗ କରି Relative to ଅପସନ୍ସକୁ Biggest object ରେ ବଦଳାନ୍ତୁ |
08:04 | Align left edges ଉପରେ କ୍ଲିକ୍ କରନ୍ତୁ |
08:06 | Centre on horizontal axis ଉପରେ କ୍ଲିକ୍ କରନ୍ତୁ |
08:10 | 100 * 100 ପିକ୍ସଲ୍ ଓ ନୀଳ ରଙ୍ଗର ୬ଟି ବର୍ଗ ତିଆରି କରନ୍ତୁ |
08:17 | ସମସ୍ତ ବର୍ଗଗୁଡ଼ିକର ଚୟନ କରି Rows and columns ଖୋଲନ୍ତୁ |
08:21 | ସେଗୁଡିକୁ ୩ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ |
08:25 | ଉଭୟ ଭର୍ଟିକଲ୍ ଓ ହରିଜୋଣ୍ଟଲ୍ ସ୍ପେସ୍ ପାରାମିଟର୍ ୨୦ ସେଟ୍ କରନ୍ତୁ |
08:29 | ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ୍ |
08:35 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଦୟାକରି ଏହାକୁ ଦେଖନ୍ତୁ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ. |
08:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
08:51 | ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ |
08:54 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
09:03 | ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ |
09:07 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
09:09 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |