Difference between revisions of "Geogebra/C3/Mensuration/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:00 | ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁର...") |
|||
Line 71: | Line 71: | ||
|- | |- | ||
|01:20 | |01:20 | ||
− | ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ | + | | ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ |
|- | |- | ||
|01:27 | |01:27 | ||
Line 86: | Line 86: | ||
|- | |- | ||
|01:39 | |01:39 | ||
− | | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ | + | | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
− | ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | + | |
|- | |- | ||
|01:44 | |01:44 | ||
− | |Area of the rhombus =+(1/2 g f) | + | |Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ; ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି |
− | ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: | + | |
− | Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ | + | |
− | + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: | + | |
− | 1/2 ସ୍ପେସ୍ f ସ୍ପେସ୍ g | + | |
− | ବ୍ରାକେଟ୍ ବନ୍ଦ କରନ୍ତୁ | + | |
− | f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି | + | |
|- | |- | ||
|02:09 | |02:09 | ||
Line 114: | Line 107: | ||
|- | |- | ||
|02:22 | |02:22 | ||
− | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: | + | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: '''Perimeter of the rhombus ='''+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ |
− | '''Perimeter of the rhombus ='''+(4 a) | + | |
− | ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ | + | |
− | 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ | + | |
− | ସମଚତୁର୍ଭୁଜର a ହେଉଛି ବାହୁ | + | |
|- | |- | ||
|02:44 | |02:44 | ||
Line 211: | Line 200: | ||
|- | |- | ||
|05:17 | |05:17 | ||
− | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: | + | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Surface area of the sphere = +( 4 π a2) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ ; a, ତାଲିକାରୁ Square ସିଲେକ୍ଟ କରନ୍ତୁ ; ବ୍ରାକେଟ୍ ବନ୍ଦ କରନ୍ତୁ |
− | Surface area of the sphere = +( 4 π a2) | + | |
− | ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ | + | |
− | ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ | + | |
− | a, ତାଲିକାରୁ Square ସିଲେକ୍ଟ କରନ୍ତୁ | + | |
− | ବ୍ରାକେଟ୍ ବନ୍ଦ କରନ୍ତୁ | + | |
|- | |- | ||
|05:45 | |05:45 | ||
Line 237: | Line 221: | ||
|- | |- | ||
|06:03 | |06:03 | ||
− | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: | + | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Volume of the sphere =''' +(4/3 π a^3) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ |
− | Volume of the sphere =''' +(4/3 π a^3) | + | |
− | ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ | + | |
− | ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a | + | |
− | ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ | + | |
|- | |- | ||
|06:31 | |06:31 | ||
Line 307: | Line 287: | ||
|- | |- | ||
|07:48 | |07:48 | ||
− | | ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: | + | | ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ |
− | Area = (π a s + π a²) | + | |
− | Surfacearea = ବ୍ରାକେଟ୍ ଖୋଲନ୍ତୁ | + | |
− | ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s | + | |
− | ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a | + | |
− | ଲିଷ୍ଟରୁ Square ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ | + | |
− | ଏଣ୍ଟର୍ ଦାବନ୍ତୁ | + | |
|- | |- | ||
|08:15 | |08:15 | ||
Line 325: | Line 299: | ||
|- | |- | ||
|08:29 | |08:29 | ||
− | |Volume =(1/3 π a² h) | + | |Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ |
− | Volume =ବ୍ରାକେଟ୍ ଖୋଲନ୍ତୁ | + | |
− | 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a | + | |
− | ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ | + | |
− | ଏଣ୍ଟର୍ ଦାବନ୍ତୁ | + | |
|- | |- | ||
|08:50 | |08:50 | ||
Line 407: | Line 377: | ||
|- | |- | ||
|10:40 | |10:40 | ||
− | | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ | + | | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org |
− | contact@spoken-tutorial.org | + | |
|- | |- | ||
|10:48 | |10:48 |
Revision as of 18:23, 24 January 2016
Time | Narration |
00:00 | ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁରେଶନ୍ ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | * ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି |
00:12 | * ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ |
00:15 | * ସ୍ଫିଅର୍ ଓ କୋନ୍ ର ଆୟତନ |
00:20 | ଜିଓଜେବ୍ରା ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
00:24 | ଜିଓଜେବ୍ରା ଉପରେ ପ୍ରାସଙ୍ଗିକ ଟ୍ୟୁଟୋରିଆଲ୍ସ ପାଇଁ, |
00:27 | ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:31 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:33 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 |
00:38 | ଜିଓଜେବ୍ରା ଭର୍ସନ୍ 3.2.47.0 |
00:42 | ଆମେ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା: |
00:46 | * Segment between two points |
00:48 | * Circle with center and radius |
00:51 | * Ellipse |
00:52 | * Polygon |
00:54 | * New point ଓ |
00:56 | * Insert text |
00:57 | ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
01:00 | ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ Type ତଳେ, Education ଓ Geogebra ଚୟନ କରନ୍ତୁ |
01:13 | ଚାଲନ୍ତୁ ସମଚତୁର୍ଭୁଜର କ୍ଷେତ୍ରଫଳ ଜାଣିବା |
01:15 | ପୂର୍ବ ଟ୍ୟୁଟୋରିଆଲର quadrilateral.ggb ଫାଇଲ ବ୍ୟବହାର କରିବା |
01:20 | ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ |
01:27 | Open ଉପରେ କ୍ଲିକ୍ କରନ୍ତୁ |
01:29 | ସମଚତୁର୍ଭୁଜର କ୍ଷେତ୍ରଫଳ, ତାହାର ବିକର୍ଣ୍ଣଗୁଡ଼ିକର ଗୁଣଫଳର ଅଧା ହୋଇଥାଏ (Area of the Rhombus =1/2 * product of diagonals) |
01:34 | ଏହାକୁ ପ୍ରଦର୍ଶନ କରିବା ପାଇଁ: |
01:36 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:39 | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
01:44 | Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ; ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି |
02:09 | OK କ୍ଲିକ୍ କରନ୍ତୁ |
02:11 | ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି |
02:14 | ଏହାପରେ ପରିଧି ଜ୍ଞାତ କରନ୍ତୁ |
02:17 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:19 | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
02:22 | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Perimeter of the rhombus =+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ |
02:44 | OK କ୍ଲିକ୍ କରନ୍ତୁ |
02:46 | ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି |
02:50 | ଏବେ ଫାଇଲ୍ ସେଭ୍ କରନ୍ତୁ |
02:53 | File ଓ Save As ଉପରେ କ୍ଲିକ୍ କରନ୍ତୁ |
02:55 | ମୁଁ ଫାଇଲର ନାମ rhombus-area-perimeter ଦେବି |
03:12 | Save ଉପରେ କ୍ଲିକ୍ କରନ୍ତୁ |
03:17 | ଏକ ଆସାଇନମେଣ୍ଟ ଭାବେ, ସମଲମ୍ୱର କ୍ଷେତ୍ରଫଳ ଓ ପରିଧି ଜ୍ଞାତ କରନ୍ତୁ |
03:22 | cons-trapezium.ggb ଫାଇଲର ଆଉଟପୁଟ୍ ବ୍ୟବହାର କରନ୍ତୁ |
03:27 | b ଭାବେ g ଅବଜେକ୍ଟ ରିନେମ୍ କରନ୍ତୁ |
03:30 | କ୍ଷେତ୍ରଫଳ ପାଇଁ ଫର୍ମୁଲା ହେଉଛି = (half sum of parallel sides) * (vertical height) = (a+b)/2* h |
03:40 | ପରିଧି ପାଇଁ ଫର୍ମୁଲା ହେଉଛି =(sum of the sides) =(a+b+c+d) |
03:49 | ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ |
03:54 | ଏକ ଗୋଲାକୃତି ଆଙ୍କିବା ପାଇଁ ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
03:58 | File, New ଉପରେ କ୍ଲିକ୍ କରନ୍ତୁ |
04:01 | ଟୁଲବାରରୁ Circle with Center and Radius ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:06 | ଡ୍ରଇଙ୍ଗ ପ୍ୟାଡ୍ ପଏଣ୍ଟ A ଉପରେ କ୍ଲିକ୍ କରନ୍ତୁ, ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
04:11 | ରେଡିଅସରେ ଭାଲ୍ୟୁ 2 ଏଣ୍ଟର୍ କରନ୍ତୁ |
04:13 | OK କ୍ଲିକ୍ କରନ୍ତୁ |
04:15 | A କେନ୍ଦ୍ର ଓ 2cm ରେଡିଅସ୍ ସହିତ ଗୋଟିଏ ବୃତ୍ତ ଅଙ୍କା ହେଲା |
04:19 | ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ବୃତ୍ତର ପରିଧି ଉପରେ ପଏଣ୍ଟ B ଚିହ୍ନିତ କରନ୍ତୁ |
04:26 | Segment between two points ଟୁଲ୍ ସିଲେକ୍ଟ କରନ୍ତୁ |
04:29 | ବୃତ୍ତର ରେଡିଅସ୍ ଭାବରେ A ଓ B ପଏଣ୍ଟ ଯୋଗ କରନ୍ତୁ |
04:34 | ବୃତ୍ତର ପରିଧିକୁ ସ୍ପର୍ଶ କରିବା ପାଇଁ ଭୂସମାନ୍ତର ଦିଗରେ ଏକ ଦୀର୍ଘବୃତ୍ତ CDE ଅଙ୍କନ କରନ୍ତୁ |
04:42 | Ellipse ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:45 | ପରିଧି ଉପରେ ପରସ୍ପର ବିପରୀତ ତୀର୍ଯ୍ୟକ୍ ଭାବରେ ପଏଣ୍ଟ C ଓ D କୁ ଏବଂ ବୃତ୍ତ ଭିତରେ ତୃତୀୟ ପଏଣ୍ଟ Eକୁ ଚିହ୍ନିତ କରନ୍ତୁ |
04:56 | ଏଠାରେ ଏକ ଗୋଲାକୃତି ଆଙ୍କି ହୋଇଗଲା |
04:59 | ଏବେ, ଗୋଲାକୃତିର ଧରାତଳ କ୍ଷେତ୍ରଫଳ ବାହାର କରନ୍ତୁ |
05:03 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
05:05 | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
05:08 | ଦୟାକରି, ଟେକ୍ସଟ୍ ବକ୍ସର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ |
05:17 | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Surface area of the sphere = +( 4 π a2) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ ; a, ତାଲିକାରୁ Square ସିଲେକ୍ଟ କରନ୍ତୁ ; ବ୍ରାକେଟ୍ ବନ୍ଦ କରନ୍ତୁ |
05:45 | OK କ୍ଲିକ୍ କରନ୍ତୁ |
05:47 | ଗୋଲାକୃତିର ଧରାତଳ କ୍ଷେତ୍ରଫଳ ଏଠାରେ ପ୍ରଦର୍ଶିତ ହୋଇଛି |
05:52 | ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ |
05:56 | ଏହାପରେ ଆୟତନ ଜ୍ଞାତ କରନ୍ତୁ |
05:59 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:00 | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଟେକ୍ସଟ୍ ବକ୍ସ ଖୋଲିଲା |
06:03 | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Volume of the sphere = +(4/3 π a^3) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ |
06:31 | OK କ୍ଲିକ୍ କରନ୍ତୁ |
06:34 | ଗୋଲାକୃତିର ଆୟତନ ଏଠାରେ ପ୍ରଦର୍ଶିତ ହୋଇଛି |
06:36 | ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ |
06:40 | ଏହାପରେ ଚାଲନ୍ତୁ ଗୋଟିଏ କୋନ୍ ଆଙ୍କିବା |
06:43 | Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:45 | ପଏଣ୍ଟ C, D ଓ ଏକ ବାହ୍ୟ ପଏଣ୍ଟ F ଉପରେ କ୍ଲିକ୍ କରନ୍ତୁ ଓ ପୁଣିଥରେ C ଉପରେ କ୍ଲିକ୍ କରନ୍ତୁ |
06:53 | Segment between two points ଟୁଲ୍ ସିଲେକ୍ଟ କରନ୍ତୁ. F ଓ A ପଏଣ୍ଟ ଯୋଗ କରନ୍ତୁ |
06:59 | ଆମେ କୋନ୍ ର ଉଚ୍ଚତା ପାଇଲେ |
07:03 | ମୁଁ ଏବେ bକୁ h ଭାବରେ ରିନେମ୍ କରୁଛି, ଯାହା କୋନ୍ ର ଉଚ୍ଚତାକୁ ଉଲ୍ଲେଖ କରେ |
07:08 | b ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:09 | Rename ଉପରେ କ୍ଲିକ୍ କରନ୍ତୁ |
07:11 | h ସହିତ bକୁ ରିପ୍ଲେସ୍ କରି OK କ୍ଲିକ୍ କରନ୍ତୁ |
07:15 | ମୁଁ, ଅବଜେକ୍ଟ c_1କୁ ମଧ୍ୟ Sରେ ବଦଳାଇବି, ଯାହା କୋନ୍ ର ତୀର୍ଯ୍ୟକ୍ ଉଚ୍ଚତାକୁ ଦର୍ଶାଏ |
07:21 | C_1 ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:23 | Rename ଉପରେ କ୍ଲିକ୍ କରନ୍ତୁ |
07:24 | C_1କୁ Sରେ ବଦଳାନ୍ତୁ |
07:26 | OK କ୍ଲିକ୍ କରନ୍ତୁ |
07:28 | ଏବେ ଚାଲନ୍ତୁ କୋନ୍ ର ଧରାତଳ କ୍ଷେତ୍ରଫଳ ଓ ଆୟତନ ବାହାର କରିବା |
07:33 | ଆମେ ଟୁଲବାରରୁ Insert Text ଟୁଲ୍ କିମ୍ୱା Input ବାର ବ୍ୟବହାର କରିପାରିବା . ମୁଁ Input Bar ବ୍ୟବହାର କରିବି |
07:40 | ଦୟାକରି, ଇନପୁଟ୍ ବାର୍ ର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. |
07:44 | π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ |
07:48 | ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ |
08:15 | ଆଲଜେବ୍ରା ଭ୍ୟୁରେ କୋନ୍ ର ସର୍ଫେସ୍ ଏରିଆ ପ୍ରଦର୍ଶିତ ହେଉଛି |
08:20 | ଦେଖନ୍ତୁ, ଯେତେବେଳେ ଆମେ Input Bar ବ୍ୟବହାର କରୁ, ଆଲଜେବ୍ରା ଭ୍ୟୁରେ ଉତ୍ତର ପ୍ରଦର୍ଶିତ ହୁଏ |
08:26 | ଏହାପରେ ଆୟତନ ଜ୍ଞାତ କରନ୍ତୁ |
08:29 | Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ |
08:50 | ଆଲଜେବ୍ରା ଭ୍ୟୁରେ କୋନ୍ ର ଭଲ୍ୟୁମ୍ ପ୍ରଦର୍ଶିତ ହେଉଛି |
08:55 | ଏବେ ଫାଇଲ୍ ସେଭ୍ କରନ୍ତୁ File ଓ Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Sphere-Cone ଦେବି |
09:08 | Save ଉପରେ କ୍ଲିକ୍ କରନ୍ତୁ |
09:10 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:14 | ସଂକ୍ଷିପ୍ତରେ |
09:18 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
09:20 | * ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି |
09:24 | * ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ |
09:27 | * ସ୍ଫିଅର୍ ଓ କୋନ୍ ର ଆୟତନ |
09:30 | ଆମେ ସ୍ଫିଅର୍ ଓ କୋନ୍ ଆଙ୍କିବା ମଧ୍ୟ ଶିଖିଲେ |
09:36 | ଏକ ଆସାଇନମେଣ୍ଟ ଭାବେ, ସିଲିଣ୍ଡରର ସର୍ଫେସ୍ ଏରିଆ ଓ ଭଲ୍ୟୁମ୍ ବାହାର କରନ୍ତୁ |
09:43 | ଗୋଟିଏ ତଳେ ଆଉ ଗୋଟିଏ କରି ସମାନ ଆକାରର 2ଟି ଦୀର୍ଘବୃତ୍ତ ଆଙ୍କନ୍ତୁ |
09:47 | ଦୀର୍ଘବୃତ୍ତଗୁଡ଼ିକର ଧାର ଯୋଡ଼ନ୍ତୁ |
09:50 | Center Tool ବ୍ୟବହାର କରି ଗୋଟିଏ ଦୀର୍ଘବୃତ୍ତର କେନ୍ଦ୍ର ବାହାର କରନ୍ତୁ |
09:54 | କେନ୍ଦ୍ର ଓ ଧାର ଯୋଡ଼ନ୍ତୁ |
09:56 | ଅବଜେକ୍ଟ b କୁ h ରେ ଓ e କୁ r ରେ ରିନେମ୍ କରନ୍ତୁ |
10:01 | Surface area = 2 π r(r + h) |
10:07 | Volume = π r^2 h |
10:13 | ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ |
10:19 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ |
10:23 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:26 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:31 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:36 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:40 | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org |
10:48 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:52 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:59 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:06 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |