Difference between revisions of "KTurtle/C2/Grammar-of-TurtleScript/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | ନମସ୍କାର |- |00:02 | କେଟର୍ଟଲ୍ ରେ "Grammar of Turtle Script" ଉପରେ ସ୍ପୋ...") |
|||
| Line 294: | Line 294: | ||
|- | |- | ||
|06:19 | |06:19 | ||
| − | ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା | + | | ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା |
|- | |- | ||
|06:27 | |06:27 | ||
Revision as of 13:06, 24 October 2015
| Time | Narration |
| 00:01 | ନମସ୍କାର |
| 00:02 | କେଟର୍ଟଲ୍ ରେ "Grammar of Turtle Script" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:08 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ, |
| 00:11 | ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ If-Else କଣ୍ଡିଶନ୍ |
| 00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ ବ୍ୟବହାର କରୁଛି 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା |
| 00:29 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
| 00:35 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
| 00:40 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
| 00:43 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ |
| 00:45 | ସର୍ଚ ବାର୍ ରେ KTurtle ଟାଇପ୍ କରି |
| 00:49 | KTurtle ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ |
| 00:52 | ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା |
| 00:56 | ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ |
| 01:01 | KTurtle ଟାଇପ୍ କରି ପ୍ଲିକେଶନ୍ ଖୋଲିବା ପାଇଁ ଏଣ୍ଟର୍ ଦାବନ୍ତୁ |
| 01:08 | ପ୍ରଥମେ Turtle Script ଦେଖିବା |
| 01:11 | Turtle Script ହେଉଛି ଏକ ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ |
| 01:15 | ଏଥିରେ, ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଶବ୍ଦ ଓ ସଂକେତମାନ ରହିଛି |
| 01:21 | ଏହା, କ’ଣ କରିବାକୁ ହେବ ଟର୍ଟଲ୍ କୁ ନିର୍ଦ୍ଦେଶ ଦିଏ |
| 01:25 | କେଟର୍ଟଲ୍ ରେ ’ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ’ ଅନ୍ତର୍ଭୁକ୍ତ କରେ - |
| 01:30 | କମେଣ୍ଟସ୍ |
| 01:31 | କମାଣ୍ଡସ୍ |
| 01:32 | ନମ୍ୱର୍ସ |
| 01:33 | ଷ୍ଟ୍ରିଙ୍ଗ୍ସ |
| 01:34 | ଭେରିଏବଲ୍ସ ଓ |
| 01:36 | ବୁଲିଅନ୍ ଭାଲ୍ୟୁସ୍ |
| 01:38 | ନମ୍ୱରଗୁଡ଼ିକୁ କେଉଁଠାରେ ଷ୍ଟୋର୍ କରାଯାଏ, ଏବେ ଆମେ ଦେଖିବା |
| 01:42 | ନମ୍ୱରଗୁଡ଼ିକୁ ନିମ୍ନରେ ଷ୍ଟୋର୍ କରାଯାଇପାରିବ |
| 01:44 | ମ୍ୟାଥମେଟିକାଲ୍ ଅପରେଟର୍ସ |
| 01:46 | କମ୍ପାରିଜନ୍ ଅପରେଟର୍ ଓ |
| 01:49 | ଭେରିଏବଲ୍ସ |
| 01:50 | ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି |
| 01:54 | ପ୍ରଥମେ ଭେରିଏବଲ୍ସକୁ ଦେଖିବା |
| 01:57 | ଭେରିଏବଲ୍ସ ଶବ୍ଦଗୁଡ଼ିକ $ ଚିହ୍ନ ସହିତ ଆରମ୍ଭ ହୁଏ, ଉଦାହରଣସ୍ୱରୂପ $a |
| 02:04 | ଭେରିଏବଲ୍ସ ବାଇଗଣୀ ରଙ୍ଗରେ ହାଇଲାଇଟ୍ ହୋଇଥାଏ |
| 02:09 | ଆସାଇନମେଣ୍ଟ ଇକ୍ୱାଲ୍ ଟୁ (=) ବ୍ୟବହାର କରି, ଏକ ଭେରିଏବଲ୍ ତାହାର କଣ୍ଟେଣ୍ଟକୁ ଦିଆଯାଇଛି |
| 02:14 | ଭେରିଏବଲ୍ସରେ $a=100 ସଂଖ୍ୟାଗୁଡ଼ିକ ରହିପାରେ |
| 02:20 | ଷ୍ଟ୍ରିଙ୍ଗ୍ସ $a=Hello କିମ୍ୱା |
| 02:25 | ବୁଲିଅନ୍ ଭାଲ୍ୟୁ, ଯାହା ହେଉଛି ସତ୍ୟ କିମ୍ୱା ମିଥ୍ୟା $a=True |
| 02:32 | ପ୍ରୋଗ୍ରାମ୍ Execution ସାରିବା ପର୍ଯ୍ୟନ୍ତ କିମ୍ୱା ତାହା ଅନ୍ୟକିଛିକୁ ରିଆସାଇନ୍ ହେବା ପର୍ଯ୍ୟନ୍ତ ଭେରିଏବଲ୍ କଣ୍ଟେଣ୍ଟ ରଖିଥାଏ |
| 02:41 | ଉଦାହରଣସ୍ୱରୂପ, କୋଡ୍ କୁ ବିଚାର କରନ୍ତୁ |
| 02:44 | ଟାଇପ୍ କରନ୍ତୁ $a = 2004 |
| 02:50 | $b = 25 |
| 02:55 | print $a + $b |
| 03:01 | ଭେରିଏବଲ୍ aକୁ 2004 ଭାଲ୍ୟୁ ଆସାଇନ୍ କରାଗଲା |
| 03:06 | ଭେରିଏବଲ୍ bକୁ 25 ଭାଲ୍ୟୁ ଆସାଇନ୍ କରାଗଲା |
| 03:10 | Print କମାଣ୍ଡ, କାନଭାସରେ କିଛି ଲେଖିବା ପାଇଁ ଟର୍ଟଲ୍ କୁ ଆଦେଶ ଦେଇଥାଏ |
| 03:15 | Print କମାଣ୍ଡ, ଇନପୁଟ୍ ଭାବରେ ନମ୍ୱର୍ସ ଓ ଷ୍ଟ୍ରିଙ୍ଗ୍ସ ନେଇଥାଏ |
| 03:19 | Print $a + $b, ଦୁଇଟି ଭାଲ୍ୟୁ ଆଡ୍ କରିବାକୁ ଓ ସେଗୁଡ଼ିକୁ କାନଭାସରେ ପ୍ରଦର୍ଶିତ କରିବା ପାଇଁ ଟର୍ଟଲ୍ କୁ କମାଣ୍ଡ ଦେଇଥାଏ |
| 03:29 | କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ |
| 03:34 | କାନଭାସରେ ଭାଲ୍ୟୁ 2029 ପ୍ରଦର୍ଶିତ ହେଲା |
| 03.40 | ଏବେ ଚାଲନ୍ତୁ ମ୍ୟାଥମେଟିକାଲ୍ ଅପରେଟର୍ସ ଦେଖିବା |
| 03:44 | ମ୍ୟାଥମେଟିକାଲ୍ ଅପରେଟର୍ସରେ ରହିଛି
|
| 03:53 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
| 04:01 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
| 04:05 | ମୁଁ ଏବେ କୋଡ୍ ବୁଝାଇବି |
| 04:08 | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ |
| 04:12 | Canvas Size 200,200 କାନଭାସର ଓସାର ଓ ଉଚ୍ଚତା, ପ୍ରତ୍ୟେକକୁ 200 ପିକ୍ସେଲ୍ ରେ ଫିକ୍ସ କରେ |
| 04:22 | ଭାଲ୍ୟୁ 1+1, ଭେରିଏବଲ୍ $ ଆଡ୍ ପାଇଁ ଆସାଇନ୍ କରାଯାଇଛି |
| 04:26 | ଭାଲ୍ୟୁ 20-5, ଭେରିଏବଲ୍ $ ସବଟ୍ରାକ୍ଟ ପାଇଁ ଆସାଇନ୍ କରାଯାଇଛି |
| 04:31 | ଭାଲ୍ୟୁ 15*2, ଭେରିଏବଲ୍ $ ମଲ୍ଟିପ୍ଲାଏ ପାଇଁ ଆସାଇନ୍ କରାଯାଇଛି |
| 04:36 | ଭେଲ୍ୟୁ 30/30, ଭେରିଏବଲ୍ $ ଡିଭିଜନ୍ ପାଇଁ ଆସାଇନ୍ କରାଯାଇଛି |
| 04:40 | Go 10,10 କାନଭାସର ବାମକୁ 10 ପିକ୍ସେଲ୍ ଓ ଉପରକୁ 10 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ |
| 04:52 | Print କମାଣ୍ଡ, କାନଭାସରେ ଭେରିଏବଲ୍ ପ୍ରଦର୍ଶନ କରେ |
| 04:56 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 05:03 | ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
| 05:08 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
| 05:13 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
| 05:17 | Execute ହେଉଥିବା କମାଣ୍ଡ, ଏଡିଟର୍ ରେ ହାଇଲାଇଟ୍ ହୋଇଛି |
| 05:22 | ନିର୍ଦ୍ଦିଷ୍ଟ ପୋଜିଶନ୍ ରେ, କାନଭାସ୍ ଉପରେ ଟର୍ଟଲ୍ ଭାଲ୍ୟୁଗୁଡ଼ିକୁ ପ୍ରଦର୍ଶିତ କରେ |
| 05:34 | କମ୍ପାରିଜନ୍ ଅପରେଟର୍ ବ୍ୟବହାର ପାଇଁ ଏକ ସରଳ ଉଦାହରଣ ଦେଖିବା
|
| 05:41 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
| 05:49 | ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରିବି |
| 05:53 | ଟାଇପ୍ କରନ୍ତୁ |
| 05:55 | $answer = 10 > 3 |
| 06:03 | print $answer |
| 06:09 | ଏଠାରେ, Greater Than ଅପରେଟର୍ ସହିତ 3 ସହିତ 10ର ତୁଳନା କରାଯାଇଛି |
| 06:14 | ଏହି ତୁଳନାର ପରିଣାମସ୍ୱରୂପ, Boolean Value True, ଭେରିଏବଲ୍ $answerରେ |
| 06:19 | ଷ୍ଟୋର୍ ହେଲା ଏବଂ କାନଭାସ୍ ଉପରେ ଭାଲ୍ୟୁ True ପ୍ରଦର୍ଶିତ ହେଲା |
| 06:27 | ଏବେ ଏହି କୋଡ୍ କୁ Run କରନ୍ତୁ |
| 06:29 | କାନଭାସ୍ ଉପରେ ଟର୍ଟଲ୍ Boolean Value True ପ୍ରଦର୍ଶନ କରେ |
| 06:34 | ଏବେ, ଆପ୍ଲିକେଶନ୍ ରେ ଷ୍ଟ୍ରିଙ୍ଗ୍ସ କିପରି କାମ କରେ, ଦେଖିବା - |
| 06:39 | ଷ୍ଟ୍ରିଙ୍ଗଗୁଡ଼ିକୁ, ନମ୍ୱର୍ସ ପରି ଭେରିଏବଲ୍ସରେ ରଖିହେବ |
| 06:43 | ଷ୍ଟ୍ରିଙ୍ଗଗୁଡ଼ିକୁ ମ୍ୟାଥମେଟିକାଲ୍ ଓ କମ୍ପାରିଜନ୍ ଅପରେଟର୍ସରେ ବ୍ୟବହାର କରିହେବ ନାହିଁ |
| 06:49 | ଷ୍ଟ୍ରିଙ୍ଗଗୁଡିକ ନାଲି ରଙ୍ଗରେ ହାଇଲାଇଟ୍ ହୋଇଥାଏ |
| 06:53 | ଡବଲ୍ କ୍ୱୋଟ୍ସ ଭିତରେ ଥିବା ଏକ ଲାଇନ୍ କୁ ଷ୍ଟ୍ରିଙ୍ଗ ଭାବରେ କେଟର୍ଟଲ୍ ଚିହ୍ନଟ କରେ |
| 07:00 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
| 07:08 | ମୁଁ ଏବେ Boolean ଭାଲ୍ୟୁଗୁଡ଼ିକ ବିଷୟରେ ବୁଝାଉଛି |
| 07:11 | କେବଳ ଦୁଇଟି Boolean ଭାଲ୍ୟୁ ଥାଏ: True ଓ False |
| 07:16 | ଉଦାହରଣସ୍ୱରୂପ, ନିମ୍ନ କୋଡ୍ କୁ ଟାଇପ୍ କରନ୍ତୁ |
| 07:20 | $answer = 7 < 5 |
| 07:28 | print $answer |
| 07:34 | ଭେରିଏବଲ୍ $answerକୁ Boolean Value False ଆସାଇନ୍ କରାଗଲା, କାରଣ 5ଠାରୁ 7 ବଡ଼ |
| 07:43 | ଏବେ ଏହି କୋଡ୍ କୁ Run କରନ୍ତୁ |
| 07:47 | କାନଭାସ୍ ଉପରେ ଟର୍ଟଲ୍ Boolean Value False ପ୍ରଦର୍ଶନ କରେ |
| 07:51 | ଏହାପରେ ଚାଲନ୍ତୁ If-Else କଣ୍ଡିଶନ୍ ବିଷୟରେ ଶିଖିବା |
| 07:56 | କେବଳ ଯଦି Boolean ଭାଲ୍ୟୁ True ହୋଇଥିବ, ତେବେ ହିଁ If କଣ୍ଡିଶନ୍ execute ହେବ |
| 08:03 | କେବଳ ଯଦି If କଣ୍ଡିଶନ୍ False ହୋଇଥିବ, ତେବେ ହିଁ Else କଣ୍ଡିଶନ୍ execute ହେବ |
| 08:09 | ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି |
| 08:17 | ମୁଁ, ଏକ ଟେକ୍ସଟ୍ ଫାଇଲ୍ ରେ ଗୋଟିଏ କୋଡ୍ ରଖିସାରିଛି |
| 08:21 | ଏହି କୋଡ୍ 4, 5 ଓ 6 ସଂଖ୍ୟାକୁ ତୁଳନା କରେ ଓ ତଦନୁସାରେ ପରିଣାମକୁ କାନଭାସ୍ ଉପରେ ପ୍ରଦର୍ଶିତ କରେ |
| 08:30 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
| 08:36 | ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
| 08:42 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
| 08:46 | ଏବେ ଏହି କୋଡ୍ କୁ Run କରନ୍ତୁ |
| 08:49 | ଟର୍ଟଲ୍, ଭାଲ୍ୟୁ 4 ଓ 5କୁ ତୁଳନା କଲା |
| 08:53 | ଏବଂ କାନଭାସ୍ ଉପରେ 6ଠାରୁ 4 ସାନ ବୋଲି ପରିଣାମ ପ୍ରଦର୍ଶିତ କଲା |
| 09:00 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 09:05 | ସଂକ୍ଷେପରେ |
| 09:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 09:11 | ଟର୍ଟଲ୍ ସ୍କ୍ରିପ୍ଟର ବ୍ୟାକରଣ ଏବଂ |
| 09:14 | if-else କଣ୍ଡିଶନ୍ |
| 09:17 | ଏକ ଆସାନମେଣ୍ଟ ଭାବେ |
| 09:19 | ନିମ୍ନଲିଖିତ ବ୍ୟବହାର କରି ଏକ ଇକ୍ୱେଶନ୍ ସମାଧାନ କରନ୍ତୁ |
| 09:22 | If-Else କଣ୍ଡିଶନ୍ |
| 09:24 | ମ୍ୟାଥମେଟିକାଲ୍ ଓ କମ୍ପାରିଜନ୍ ଅପରେଟର୍ସ |
| 09:27 | Print ଓ Go କମାଣ୍ଡ ବ୍ୟବହାର କରି ପରିଣାମ ପ୍ରଦର୍ଶନ କରନ୍ତୁ |
| 09:33 | ଆସାଇନମେଣ୍ଟ ସମାଧାନ କରିବାକୁ |
| 09:35 | ଯେକୌଣସି ଚାରୋଟି ସଂଖ୍ୟା ଚୟନ କରନ୍ତୁ |
| 09:38 | ଦୁଇଟି ସଂଖ୍ୟା ସେଟ୍ କୁ ଗୁଣନ୍ତୁ |
| 09:42 | ତୁଳନାତ୍ମକ ଅପରେଟର୍ସ ବ୍ୟବହାର କରି ପରିଣାମ ତୁଳନା କରନ୍ତୁ |
| 09:46 | ଉଭୟ ପରିଣାମ ପ୍ରଦର୍ଶନ କରନ୍ତୁ |
| 09:49 | କାନଭାସ୍ ର ମଝିରେ ଏକ ବଡ଼ ପରିଣାମ ପ୍ରଦର୍ଶନ କରନ୍ତୁ |
| 09:54 | ଆପଣ ନିଜ ଇଚ୍ଛାନୁସାରେ ଯକୌଣସି ଇକ୍ୱେଶନ୍ ଚୟନ କରିପାରିବେ |
| 09:59 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
| 10:03 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:06 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:18 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:22 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:30 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:35 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:43 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
| 10:48 | ଆଇଆଇଟିଓ ବମ୍ୱେ ତରଫରୁ |
| 10:52 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |