Difference between revisions of "LibreOffice Suite Writer/C4/Using-track-changes/Oriya"
From Script | Spoken-Tutorial
Line 6: | Line 6: | ||
| ନମସ୍କାର | | ନମସ୍କାର | ||
|- | |- | ||
− | | 00:03 | + | |00:03 |
− | | ଲିବର ଅଫିସ୍ ରାଇଟର୍ ର 'ଡକ୍ୟୁମେଣ୍ଟ୍ ଏଡିଟିଙ୍ଗ୍ ବେଳେ ଟ୍ରାକ୍ ଚେଞ୍ଜ୍' ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | + | |ଲିବର ଅଫିସ୍ ରାଇଟର୍ ର 'ଡକ୍ୟୁମେଣ୍ଟ୍ ଏଡିଟିଙ୍ଗ୍ ବେଳେ ଟ୍ରାକ୍ ଚେଞ୍ଜ୍' ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
|- | |- | ||
|00:09 | |00:09 | ||
Line 22: | Line 22: | ||
|- | |- | ||
|00:53 | |00:53 | ||
− | | ଏବଂ ଫାଇଲ୍ ଟି ସେଭ୍ ହୋଇସାରିବା ପରେ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ ହୋଇଯାଏ | + | | ଏବଂ ଫାଇଲ୍ ଟି ସେଭ୍ ହୋଇସାରିବା ପରେ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ ହୋଇଯାଏ |
|- | |- | ||
| 00:57 | | 00:57 | ||
− | | ଏଗୁଡିକ କିଭଳି କରାଯାଏ ଚାଲନ୍ତୁ ଶିଖିବା | + | | ଏଗୁଡିକ କିଭଳି କରାଯାଏ ଚାଲନ୍ତୁ ଶିଖିବା |
|- | |- | ||
|01:02 | |01:02 | ||
− | | ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ବ୍ୟବହାର କରୁଛୁ ଏବଂ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ | + | | ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ବ୍ୟବହାର କରୁଛୁ ଏବଂ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ |
|- | |- | ||
|01:10 | |01:10 | ||
Line 38: | Line 38: | ||
|- | |- | ||
|01:24 | |01:24 | ||
− | | ରାଇଟର୍ ଆରମ୍ଭ କରିବା ପାଇଁ '''Applications -''' '''Office '''- '''LibreOffice Writer''' ଉପରେ କ୍ଲିକ୍ କରନ୍ତୁ | + | | ରାଇଟର୍ ଆରମ୍ଭ କରିବା ପାଇଁ '''Applications -''' '''Office '''- '''LibreOffice Writer''' ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 01:34 | | 01:34 | ||
Line 44: | Line 44: | ||
|- | |- | ||
| 01:41 | | 01:41 | ||
− | | record changes' ଅପ୍ସନ୍ କୁ ଅନ୍ ରେ ସେଟ୍ କରିବା ପାଇଁ EDIT → CHANGESକୁ ଯାଆନ୍ତୁ ଓ RECORD ଅପ୍ସନ୍ ରେ ଚେକ୍ କରନ୍ତୁ | + | | record changes' ଅପ୍ସନ୍ କୁ ଅନ୍ ରେ ସେଟ୍ କରିବା ପାଇଁ EDIT → CHANGESକୁ ଯାଆନ୍ତୁ ଓ RECORD ଅପ୍ସନ୍ ରେ ଚେକ୍ କରନ୍ତୁ |
|- | |- | ||
| 01:53 | | 01:53 | ||
− | | SHOW ଅପ୍ସନ୍ ଟି ମଧ୍ୟ ଚେକ୍ ହୋଇଥିବା ଦରକାର | + | | SHOW ଅପ୍ସନ୍ ଟି ମଧ୍ୟ ଚେକ୍ ହୋଇଥିବା ଦରକାର . ପରବର୍ତ୍ତୀ ଯେକୌଣସି ଏଡିଟିଙ୍ଗ୍ କୁ ପୃଥକ ଭାବରେ ରେକର୍ଡ କରିବାକୁ ଏହା ସମର୍ଥ କରିବ |
|- | |- | ||
|02:01 | |02:01 | ||
− | | ଡକ୍ୟୁମେଣ୍ଟ୍ ଟିରେ ଏକ ଦ୍ୱିତୀୟ ପଏଣ୍ଟ୍ ଇନ୍ସର୍ଟ୍ କରନ୍ତୁ | + | | ଡକ୍ୟୁମେଣ୍ଟ୍ ଟିରେ ଏକ ଦ୍ୱିତୀୟ ପଏଣ୍ଟ୍ ଇନ୍ସର୍ଟ୍ କରନ୍ତୁ |
|- | |- | ||
| 02:05 | | 02:05 | ||
− | | ଆମେ ପଏଣ୍ଟ୍ ନମ୍ବର୍ 2କୁ ଯିବା ଓ “Linux is a virus resistant operating system since each user has a distinct data space and cannot directly access the program files” ଟାଇପ୍ କରିବା | + | | ଆମେ ପଏଣ୍ଟ୍ ନମ୍ବର୍ 2କୁ ଯିବା ଓ “Linux is a virus resistant operating system since each user has a distinct data space and cannot directly access the program files” ଟାଇପ୍ କରିବା |
|- | |- | ||
| 02:36 | | 02:36 | ||
− | | ଏଣ୍ଟର୍ ଦାବନ୍ତୁ, ଯାହାଫଳରେ ବର୍ତ୍ତମାନର ଦ୍ୱିତୀୟ ପଏଣ୍ଟ୍ ଟି ପଏଣ୍ଟ୍ ନମ୍ବର୍ 3 ହୋଇଯିବ | + | | ଏଣ୍ଟର୍ ଦାବନ୍ତୁ, ଯାହାଫଳରେ ବର୍ତ୍ତମାନର ଦ୍ୱିତୀୟ ପଏଣ୍ଟ୍ ଟି ପଏଣ୍ଟ୍ ନମ୍ବର୍ 3 ହୋଇଯିବ |
|- | |- | ||
| 02:42 | | 02:42 | ||
− | | ଦେଖନ୍ତୁ, ଟେକ୍ସଟ୍ ଇନ୍ ପୁଟ୍ ନୂଆ ରଙ୍ଗରେ ଆସିଛି | + | | ଦେଖନ୍ତୁ, ଟେକ୍ସଟ୍ ଇନ୍ ପୁଟ୍ ନୂଆ ରଙ୍ଗରେ ଆସିଛି |
|- | |- | ||
|02:46 | |02:46 | ||
− | | ଟେକ୍ସଟ୍ ଉପରେ ମାଉସ୍ ଚଲାନ୍ତୁ | + | | ଟେକ୍ସଟ୍ ଉପରେ ମାଉସ୍ ଚଲାନ୍ତୁ . ଇନ୍ସର୍ଶନ୍ ତାରିଖ ଓ ସମୟ ସହିତ “Inserted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା |
|- | |- | ||
| 02:55 | | 02:55 | ||
− | | ଏହିପରି ଡକ୍ୟୁମେଣ୍ଟ୍ ରେ କମେଣ୍ଟ୍ କରିଥିବା ବ୍ୟକ୍ତି ଜଣାପଡିଥା’ନ୍ତି | + | | ଏହିପରି ଡକ୍ୟୁମେଣ୍ଟ୍ ରେ କମେଣ୍ଟ୍ କରିଥିବା ବ୍ୟକ୍ତି ଜଣାପଡିଥା’ନ୍ତି . କମ୍ପ୍ୟୁଟର୍ ୟୁଜର୍ ଭାବରେ ଲିବର୍ ଅଫିସ୍ ଇନଷ୍ଟଲେଶନ୍ ସମୟରେ ପ୍ରଦତ୍ତ ନାମକୁ ଆଧାର କରି ନାମଟି ଦିଆଯାଇଥାଏ |
|- | |- | ||
|03:08 | |03:08 | ||
− | | ପ୍ରଥମ ଧାଡିରେ ଥିବା “avalable”ର ବନାନ ସଂଶୋଧନ କରନ୍ତୁ | + | | ପ୍ରଥମ ଧାଡିରେ ଥିବା “avalable”ର ବନାନ ସଂଶୋଧନ କରନ୍ତୁ . ଆପଣ ସଂଶୋଧନଟିକୁ ଲକ୍ଷ୍ୟ କରିବେ |
|- | |- | ||
|03:17 | |03:17 | ||
− | | ପ୍ରଥମ ପଏଣ୍ଟ୍ - “It can be installed on all computers without restriction or needing to pay license fees to vendors”କୁ ଡିଲିଟ୍ କରନ୍ତୁ | + | | ପ୍ରଥମ ପଏଣ୍ଟ୍ - “It can be installed on all computers without restriction or needing to pay license fees to vendors”କୁ ଡିଲିଟ୍ କରନ୍ତୁ |
|- | |- | ||
| 03:31 | | 03:31 | ||
− | | ଲକ୍ଷ୍ୟକରନ୍ତୁ, ଡିଲିଶନ୍ ଟି ପ୍ରକୃତରେ ଧାଡିଟିକୁ ଡିଲିଟ୍ କରିନାହିଁ, ମାତ୍ର ଡିଲିଶନ୍ ପାଇଁ ପରାମର୍ଶ ଦିଆଯାଇଥିବା ଧାଡି ଭାବରେ ଏହାକୁ ଚିହ୍ନଟ କରିଛି | + | | ଲକ୍ଷ୍ୟକରନ୍ତୁ, ଡିଲିଶନ୍ ଟି ପ୍ରକୃତରେ ଧାଡିଟିକୁ ଡିଲିଟ୍ କରିନାହିଁ, ମାତ୍ର ଡିଲିଶନ୍ ପାଇଁ ପରାମର୍ଶ ଦିଆଯାଇଥିବା ଧାଡି ଭାବରେ ଏହାକୁ ଚିହ୍ନଟ କରିଛି |
|- | |- | ||
| 03:39 | | 03:39 | ||
− | | ଏହା ଉପରେ କର୍ସର୍ ଚଲାଇଲେ ଡିଲିଶନ୍ ତାରିଖ ଓ ସମୟ ସହିତ “Deleted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା | + | | ଏହା ଉପରେ କର୍ସର୍ ଚଲାଇଲେ ଡିଲିଶନ୍ ତାରିଖ ଓ ସମୟ ସହିତ “Deleted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା |
|- | |- | ||
|03:49 | |03:49 | ||
− | | ଏହିପରି, ଏକ ଡକ୍ୟୁମେଣ୍ଟ୍ ରେ ଟେକ୍ସଟ୍ ଆଡ୍, ଡିଲିଟ୍ ବା ବିଦ୍ୟମାନ ଟେକ୍ସଟ୍ ପରିବର୍ତ୍ତନ କରି ଡକ୍ୟୁମେଣ୍ଟ୍ ର ମୋଡିଫିକେଶନ୍ କରାଯାଇପାରେ | + | | ଏହିପରି, ଏକ ଡକ୍ୟୁମେଣ୍ଟ୍ ରେ ଟେକ୍ସଟ୍ ଆଡ୍, ଡିଲିଟ୍ ବା ବିଦ୍ୟମାନ ଟେକ୍ସଟ୍ ପରିବର୍ତ୍ତନ କରି ଡକ୍ୟୁମେଣ୍ଟ୍ ର ମୋଡିଫିକେଶନ୍ କରାଯାଇପାରେ |
|- | |- | ||
|04:00 | |04:00 | ||
− | | ଗୋଟିଏ ଡକ୍ୟୁମେଣ୍ଟ୍ କୁ ଏକାଧିକ ବ୍ୟକ୍ତି ଏଡିଟ୍ କରିପାରନ୍ତି | + | | ଗୋଟିଏ ଡକ୍ୟୁମେଣ୍ଟ୍ କୁ ଏକାଧିକ ବ୍ୟକ୍ତି ଏଡିଟ୍ କରିପାରନ୍ତି |
|- | |- | ||
| 04:04 | | 04:04 | ||
− | | ଜଣଙ୍କଠାରୁ ଅନ୍ୟ ଜଣେ ରିଭ୍ୟୁଅର୍ ଙ୍କର କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କରିବାରେ ପାଠକଙ୍କୁ ସାହାଯ୍ୟ କରିବା ପାଇଁ LO ରାଇଟର୍ ପ୍ରତ୍ୟେକ ଏଡିଟ୍ କୁ ଭିନ୍ନ ଭିନ୍ନ ରଙ୍ଗରେ ଦର୍ଶାଇଥାଏ | + | | ଜଣଙ୍କଠାରୁ ଅନ୍ୟ ଜଣେ ରିଭ୍ୟୁଅର୍ ଙ୍କର କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କରିବାରେ ପାଠକଙ୍କୁ ସାହାଯ୍ୟ କରିବା ପାଇଁ LO ରାଇଟର୍ ପ୍ରତ୍ୟେକ ଏଡିଟ୍ କୁ ଭିନ୍ନ ଭିନ୍ନ ରଙ୍ଗରେ ଦର୍ଶାଇଥାଏ |
|- | |- | ||
| 04:13 | | 04:13 | ||
− | | ଏଡିଟ୍ କରାଯାଇଥିବା ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ରିଭ୍ୟୁଅର୍ ଙ୍କର ନାମ ପ୍ରଦର୍ଶିତ ହେବ | + | | ଏଡିଟ୍ କରାଯାଇଥିବା ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ରିଭ୍ୟୁଅର୍ ଙ୍କର ନାମ ପ୍ରଦର୍ଶିତ ହେବ |
|- | |- | ||
| 04:19 | | 04:19 | ||
− | | ମୋର ଜଣେ ସହକର୍ମୀ ଗୁରୁଙ୍କ ଦ୍ୱାରା ପୂର୍ବରୁ ଏଡିଟ୍ କରାଯାଇଥିବା ଏକ ଡକ୍ୟୁମେଣ୍ଟ୍ ଖୋଲି ମୁଁ ଏହାକୁ ପ୍ରଦର୍ଶନ କରିବାକୁ ଯାଉଛି | + | | ମୋର ଜଣେ ସହକର୍ମୀ ଗୁରୁଙ୍କ ଦ୍ୱାରା ପୂର୍ବରୁ ଏଡିଟ୍ କରାଯାଇଥିବା ଏକ ଡକ୍ୟୁମେଣ୍ଟ୍ ଖୋଲି ମୁଁ ଏହାକୁ ପ୍ରଦର୍ଶନ କରିବାକୁ ଯାଉଛି |
|- | |- | ||
| 04:27 | | 04:27 | ||
Line 98: | Line 98: | ||
|- | |- | ||
| 04:35 | | 04:35 | ||
− | | ଏହି ଡକ୍ୟୁମେଣ୍ଟ୍ ରେ ଅନେକ ଆଡିଶନ୍ ଓ ଡିଲିଶନ୍ ହୋଇଥିବାର ଆମେ ଦେଖିପାରୁଛେ | + | | ଏହି ଡକ୍ୟୁମେଣ୍ଟ୍ ରେ ଅନେକ ଆଡିଶନ୍ ଓ ଡିଲିଶନ୍ ହୋଇଥିବାର ଆମେ ଦେଖିପାରୁଛେ |
|- | |- | ||
| 04:42 | | 04:42 | ||
− | | ଏହି ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ଗୁରୁଙ୍କ ଦ୍ୱାରା ଆଡିଶନ୍ ଓ ଡିଲିଶନ୍ ହୋଇସାରିଛି ବୋଲି ଏକ ବାର୍ତ୍ତା ଆସିବ | + | | ଏହି ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ଗୁରୁଙ୍କ ଦ୍ୱାରା ଆଡିଶନ୍ ଓ ଡିଲିଶନ୍ ହୋଇସାରିଛି ବୋଲି ଏକ ବାର୍ତ୍ତା ଆସିବ |
|- | |- | ||
| 04:52 | | 04:52 | ||
− | | ତଳେ “CDAC, NIC, NRC-FOSS are institutions of Government of India which develop and promote FOSS” ଲେଖି ଏକ ପଏଣ୍ଟ୍ ଆଡ୍ କରନ୍ତୁ | + | | ତଳେ “CDAC, NIC, NRC-FOSS are institutions of Government of India which develop and promote FOSS” ଲେଖି ଏକ ପଏଣ୍ଟ୍ ଆଡ୍ କରନ୍ତୁ |
|- | |- | ||
| 05:18 | | 05:18 | ||
− | | ଏହି ଇନ୍ସର୍ଶନ୍ ର ରଙ୍ଗ ଗୁରୁଙ୍କ ଦ୍ୱାରା ହୋଇଥିବା ଏଡିଟ୍ ର ରଙ୍ଗଠାରୁ ଭିନ୍ନ ହୋଇଥିବାର ଆମେ ଦେଖିପାରିବା | + | | ଏହି ଇନ୍ସର୍ଶନ୍ ର ରଙ୍ଗ ଗୁରୁଙ୍କ ଦ୍ୱାରା ହୋଇଥିବା ଏଡିଟ୍ ର ରଙ୍ଗଠାରୁ ଭିନ୍ନ ହୋଇଥିବାର ଆମେ ଦେଖିପାରିବା |
|- | |- | ||
| 05:24 | | 05:24 | ||
− | | ଏହି ଇନ୍ସର୍ସନ୍ ଉପରେ ମାଉସ୍ ଚଲାଇଲେ ଏକ ବାର୍ତ୍ତା “Inserted: Ranjani” ଆସିବ | + | | ଏହି ଇନ୍ସର୍ସନ୍ ଉପରେ ମାଉସ୍ ଚଲାଇଲେ ଏକ ବାର୍ତ୍ତା “Inserted: Ranjani” ଆସିବ |
|- | |- | ||
| 05:29 | | 05:29 | ||
− | | ଏହି ଡକ୍ୟୁମେଣ୍ଟ୍ ଟି ଲେଖକଙ୍କ ପାଖକୁ ଫେରିବା ପୂର୍ବରୁ ଏକାଧିକ ବ୍ୟକ୍ତି ଏହାକୁ ଏଡିଟ୍ କରିପାରିବେ | + | | ଏହି ଡକ୍ୟୁମେଣ୍ଟ୍ ଟି ଲେଖକଙ୍କ ପାଖକୁ ଫେରିବା ପୂର୍ବରୁ ଏକାଧିକ ବ୍ୟକ୍ତି ଏହାକୁ ଏଡିଟ୍ କରିପାରିବେ |
|- | |- | ||
| 05:34 | | 05:34 | ||
− | | ଡକ୍ୟୁମେଣ୍ଟ୍ ଟିକୁ ସେଭ୍ ନକରି କ୍ଲୋଜ୍ କରନ୍ତୁ | + | | ଡକ୍ୟୁମେଣ୍ଟ୍ ଟିକୁ ସେଭ୍ ନକରି କ୍ଲୋଜ୍ କରନ୍ତୁ |
|- | |- | ||
| 05:45 | | 05:45 | ||
− | | ରିଭ୍ୟୁଅର୍ ଙ୍କ ଦ୍ୱାରା ହୋଇଥିବା ପରିବର୍ତ୍ତନଗୁଡିକ ଲେଖକ କିପରି ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିପାରିବେ ତାହା ଦେଖିବା | + | | ରିଭ୍ୟୁଅର୍ ଙ୍କ ଦ୍ୱାରା ହୋଇଥିବା ପରିବର୍ତ୍ତନଗୁଡିକ ଲେଖକ କିପରି ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିପାରିବେ ତାହା ଦେଖିବା |
|- | |- | ||
| 05:50 | | 05:50 | ||
− | | ଏହି “Government-support-for-FOSS-in-India.odt”ଡକ୍ୟୁମେଣ୍ଟ୍ ରେ ମନେକରନ୍ତୁ ମୁଁ ହେଉଛି ଲେଖକ ଓ ଗୁରୁଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡିକ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିବି | + | | ଏହି “Government-support-for-FOSS-in-India.odt”ଡକ୍ୟୁମେଣ୍ଟ୍ ରେ ମନେକରନ୍ତୁ ମୁଁ ହେଉଛି ଲେଖକ ଓ ଗୁରୁଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡିକ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିବି |
|- | |- | ||
| 06:12 | | 06:12 | ||
− | | ପଏଣ୍ଟ୍ 2କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା 'reasons' ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Accept Change' କରନ୍ତୁ | + | | ପଏଣ୍ଟ୍ 2କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା 'reasons' ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Accept Change' କରନ୍ତୁ |
|- | |- | ||
| 06:22 | | 06:22 | ||
− | | ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ | + | | ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ |
|- | |- | ||
| 06:28 | | 06:28 | ||
− | | ଇନ୍ସର୍ଟ କରାଯାଇଥିବା 'needs' ଟେକ୍ସଟ୍ ରେ ରାଇଟ୍-କ୍ଲିକ୍ କରନ୍ତୁ ଓ 'Accept Change' ଚୟନ କରନ୍ତୁ | + | | ଇନ୍ସର୍ଟ କରାଯାଇଥିବା 'needs' ଟେକ୍ସଟ୍ ରେ ରାଇଟ୍-କ୍ଲିକ୍ କରନ୍ତୁ ଓ 'Accept Change' ଚୟନ କରନ୍ତୁ . ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ନର୍ମାଲ୍ ହୋଇଯିବାର ଆପଣ ଦେଖିବେ |
|- | |- | ||
| 06:39 | | 06:39 | ||
− | | ଏହିପରି, ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ଉଭୟ ଇନ୍ସର୍ସନ୍ ଓ ଡିଲିଶନ୍ ଏଡିଟ୍ ଗୁଡିକ, ଲେଖକଙ୍କ ଦ୍ୱାରା ଗୃହିତ ହୋଇପାରେ | + | | ଏହିପରି, ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ଉଭୟ ଇନ୍ସର୍ସନ୍ ଓ ଡିଲିଶନ୍ ଏଡିଟ୍ ଗୁଡିକ, ଲେଖକଙ୍କ ଦ୍ୱାରା ଗୃହିତ ହୋଇପାରେ |
|- | |- | ||
| 06:49 | | 06:49 | ||
− | | ପଏଣ୍ଟ୍ 1କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା “The OpenOffice document standard (ODF) has been notified under this policy” ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Reject change' ଚୟନ କରନ୍ତୁ | + | | ପଏଣ୍ଟ୍ 1କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା “The OpenOffice document standard (ODF) has been notified under this policy” ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Reject change' ଚୟନ କରନ୍ତୁ |
|- | |- | ||
| 07:01 | | 07:01 | ||
− | | ଏହା ଟେକ୍ସଟ୍ କୁ ନର୍ମାଲ୍ କରିଦିଏ, ଅର୍ଥାତ୍ ରିଭ୍ୟୁଅର୍ ଙ୍କ ଡିଲିଟ୍ କରିବାର ପରାମର୍ଶ ଲେଖକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି | + | | ଏହା ଟେକ୍ସଟ୍ କୁ ନର୍ମାଲ୍ କରିଦିଏ, ଅର୍ଥାତ୍ ରିଭ୍ୟୁଅର୍ ଙ୍କ ଡିଲିଟ୍ କରିବାର ପରାମର୍ଶ ଲେଖକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି |
|- | |- | ||
| 07:09 | | 07:09 | ||
− | | ପଏଣ୍ଟ୍ 5କୁ ଯାଆନ୍ତୁ ଓ “Government Schools in these states and in Orissa, Karnataka and Tamil Nadu learn Linux”ରେ ରାଇଟ୍-କ୍ଲିକ୍ କରି 'Reject change' ଚୟନ କରନ୍ତୁ | + | | ପଏଣ୍ଟ୍ 5କୁ ଯାଆନ୍ତୁ ଓ “Government Schools in these states and in Orissa, Karnataka and Tamil Nadu learn Linux”ରେ ରାଇଟ୍-କ୍ଲିକ୍ କରି 'Reject change' ଚୟନ କରନ୍ତୁ |
|- | |- | ||
| 07:24 | | 07:24 | ||
− | | ରିଭ୍ୟୁଅର୍ ଙ୍କ ଦ୍ୱାରା ଇନ୍ସର୍ଟ୍ ହୋଇଥିବା ଟେକ୍ସଟ୍ କୁ ଏହା ଡିଲିଟ୍ କରିଦିଏ | + | | ରିଭ୍ୟୁଅର୍ ଙ୍କ ଦ୍ୱାରା ଇନ୍ସର୍ଟ୍ ହୋଇଥିବା ଟେକ୍ସଟ୍ କୁ ଏହା ଡିଲିଟ୍ କରିଦିଏ |
|- | |- | ||
| 07:27 | | 07:27 | ||
− | | ଏହିପରି, ପ୍ରତ୍ୟେକ ଆଡିଶନ୍ ବା ଡିଲିଶନ୍ ଲେଖକଙ୍କ ଦ୍ୱାରା ଗ୍ରହଣ ବା ପ୍ରତ୍ୟାଖ୍ୟାନ କରାଯାଇଥାଏ | + | | ଏହିପରି, ପ୍ରତ୍ୟେକ ଆଡିଶନ୍ ବା ଡିଲିଶନ୍ ଲେଖକଙ୍କ ଦ୍ୱାରା ଗ୍ରହଣ ବା ପ୍ରତ୍ୟାଖ୍ୟାନ କରାଯାଇଥାଏ |
|- | |- | ||
|07:34 | |07:34 | ||
− | | ଶେଷରେ, ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିସାରିବା ପରେ ଆମକୁ EDIT >> CHANGESକୁ ଯାଇ 'Record' ଏବଂ 'Show' ଅପ୍ସନ୍ କୁ ଅନଚେକ୍ କରିବାକୁ ହେବ | + | | ଶେଷରେ, ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିସାରିବା ପରେ ଆମକୁ EDIT >> CHANGESକୁ ଯାଇ 'Record' ଏବଂ 'Show' ଅପ୍ସନ୍ କୁ ଅନଚେକ୍ କରିବାକୁ ହେବ |
|- | |- | ||
| 07:56 | | 07:56 | ||
− | | ଅନଚେକ୍ ହେବା ପରେ ଅନ୍ୟ କୌଣସି ଏଡିଟିଙ୍ଗ୍ ପୃଥକ ଭାବେ ଚିହ୍ନିତ ହେବ ନାହିଁ | + | | ଅନଚେକ୍ ହେବା ପରେ ଅନ୍ୟ କୌଣସି ଏଡିଟିଙ୍ଗ୍ ପୃଥକ ଭାବେ ଚିହ୍ନିତ ହେବ ନାହିଁ |
|- | |- | ||
| 08:00 | | 08:00 | ||
− | | ରିଭ୍ୟୁଅର୍ ଙ୍କ ଦ୍ୱାରା ପ୍ରଦତ୍ତ ସବୁ କମେଣ୍ଟ୍ ଅନ୍ତର୍ଭୁକ୍ତ କରିବାକୁ ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିବା ପରେ ଫାଇଲ୍ ସେଭ୍ କରିବାକୁ ଭୁଲନ୍ତୁ ନାହିଁ | + | | ରିଭ୍ୟୁଅର୍ ଙ୍କ ଦ୍ୱାରା ପ୍ରଦତ୍ତ ସବୁ କମେଣ୍ଟ୍ ଅନ୍ତର୍ଭୁକ୍ତ କରିବାକୁ ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିବା ପରେ ଫାଇଲ୍ ସେଭ୍ କରିବାକୁ ଭୁଲନ୍ତୁ ନାହିଁ |
|- | |- | ||
|08:09 | |08:09 | ||
− | | ଏହା ଆମକୁ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ | + | | ଏହା ଆମକୁ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ . ଏବେ, ଆସାଇନମେଣ୍ଟ୍ |
|- | |- | ||
| 08:16 | | 08:16 | ||
− | | ଏକ ଡକ୍ୟୁମେଣ୍ଟ୍ ଖୋଲି ରେକର୍ଡ୍ ଚେଞ୍ଜ୍ ମୋଡ୍ ରେ ବନାନ ତ୍ରୁଟି ସଂଶୋଧନ କରନ୍ତୁ | + | | ଏକ ଡକ୍ୟୁମେଣ୍ଟ୍ ଖୋଲି ରେକର୍ଡ୍ ଚେଞ୍ଜ୍ ମୋଡ୍ ରେ ବନାନ ତ୍ରୁଟି ସଂଶୋଧନ କରନ୍ତୁ |
|- | |- | ||
|08:25 | |08:25 | ||
− | | ମୁଁ ପୂର୍ବରୁ ଏହି ଆସାଇନମେଣ୍ଟ ଏଠାରେ କରିଦେଇଛି | + | | ମୁଁ ପୂର୍ବରୁ ଏହି ଆସାଇନମେଣ୍ଟ ଏଠାରେ କରିଦେଇଛି |
|- | |- | ||
|08:31 | |08:31 | ||
− | | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ | + | | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ |
|- | |- | ||
| 08:36 | | 08:36 | ||
− | | ଯଦି ଆପଣଙ୍କର୍ ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ | + | | ଯଦି ଆପଣଙ୍କର୍ ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
|- | |- | ||
|08:40 | |08:40 | ||
− | | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ | + | | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ |
|- | |- | ||
| 08:44 | | 08:44 | ||
− | | ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ | + | | ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ |
|- | |- | ||
| 08:48 | | 08:48 | ||
− | | ଅଧିକ ବିବରଣୀ ପାଇଁ ଦୟାକରି ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗକୁ ଲେଖନ୍ତୁ | + | | ଅଧିକ ବିବରଣୀ ପାଇଁ ଦୟାକରି ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗକୁ ଲେଖନ୍ତୁ |
|- | |- | ||
| 08:54 | | 08:54 | ||
− | | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ଅଭିଯାନ ଦ୍ୱାରା ସମର୍ଥିତ | + | | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ଅଭିଯାନ ଦ୍ୱାରା ସମର୍ଥିତ |
|- | |- | ||
| 09:03 | | 09:03 | ||
− | | ଅଧିକ ସୂଚନା, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken-tutorial.org/NMEICT-intro) ରେ ଉପଲବ୍ଧ | + | | ଅଧିକ ସୂଚନା, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken-tutorial.org/NMEICT-intro) ରେ ଉପଲବ୍ଧ |
|- | |- | ||
| 09:14 | | 09:14 | ||
− | | ପରିବର୍ତ୍ତନ ପାଇଁ IT ଦ୍ୱାରା ଏହି ଟ୍ୟୁଟୋରିଆଲ୍ କୁ ସମର୍ଥନ ପ୍ରାପ୍ତ ହୋଇଛି | + | | ପରିବର୍ତ୍ତନ ପାଇଁ IT ଦ୍ୱାରା ଏହି ଟ୍ୟୁଟୋରିଆଲ୍ କୁ ସମର୍ଥନ ପ୍ରାପ୍ତ ହୋଇଛି |
− | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଧନ୍ୟବାଦ | ଧନ୍ୟବାଦ | ||
|} | |} |
Revision as of 16:31, 31 July 2014
Time | Narration |
00:02 | ନମସ୍କାର |
00:03 | ଲିବର ଅଫିସ୍ ରାଇଟର୍ ର 'ଡକ୍ୟୁମେଣ୍ଟ୍ ଏଡିଟିଙ୍ଗ୍ ବେଳେ ଟ୍ରାକ୍ ଚେଞ୍ଜ୍' ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:09 | ଲିବର୍ ଅଫିସ୍ Writer ରେ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ କିଭଳି କରାଯାଏ ତାହା ଏହି ଟ୍ୟୁଟୋରିଆଲ୍ ରେ ଜାଣିବେ |
00:16 | 'Record Changes' ଅପ୍ସନ୍ ବ୍ୟବହାର କରି କିଭଳି ଏକ ଡକ୍ୟୁମେଣ୍ଟ୍ ର ପିଅର୍ ରିଭ୍ୟୁ ଓ ଏଡିଟ୍ କରିବେ ତାହା ଜାଣିବାକୁ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲନ୍ତୁ |
00:26 | ଏହି ଫିଚର୍ ବ୍ୟବହାର କରି ଜଣେ ରିଭ୍ୟୁଅର୍ କମେଣ୍ଟ୍ ଦେଇପାରନ୍ତି, ଟେକ୍ସଟ୍ ଆଡ୍ କରିପାରନ୍ତି, ବିଦ୍ୟମାନ ଟେକ୍ସଟ୍ କୁ ଡିଲିଟ୍ ବା ମୋଡିଫାଏ କରିପାରନ୍ତି ଯାହା ଡକ୍ୟୁମେଣ୍ଟ୍ ରେ ସ୍ପଷ୍ଟ ଭାବରେ ଦେଖାଯାଇଥାଏ |
00:40 | ଏହା ଲେଖକଙ୍କ ଦ୍ୱାରା ସହଜରେ ଦେଖିହୁଏ ଯିଏ ଏହି ପରିବର୍ତ୍ତନଗୁଡିକୁ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିପାରିବେ ଓ ପୁନର୍ବାର କୋଣସି ପରିବର୍ତ୍ତନ କରିବାର ପ୍ରୟାସ ବିନା ଏହି ଏଡିଟ୍ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ କରିପାରିବେ |
00:53 | ଏବଂ ଫାଇଲ୍ ଟି ସେଭ୍ ହୋଇସାରିବା ପରେ କମେଣ୍ଟ୍ ଗୁଡିକ ଅନ୍ତର୍ଭୁକ୍ତ ହୋଇଯାଏ |
00:57 | ଏଗୁଡିକ କିଭଳି କରାଯାଏ ଚାଲନ୍ତୁ ଶିଖିବା |
01:02 | ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ବ୍ୟବହାର କରୁଛୁ ଏବଂ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ |
01:10 | ଏଠାରେ ମୁଁ ପୂର୍ବରୁ ପ୍ରସ୍ତୁତ କରି ମୋ ସିଷ୍ଟମ୍ ରେ ସେଭ୍ କରିଥିବା କିଛି ଡକ୍ୟୁମେଣ୍ଟ୍ ବ୍ୟବହାର କରିବି, ଯେପରି- |
01:16 | * Seven-reasons-to-adopt-FOSS.odt
|
01:24 | ରାଇଟର୍ ଆରମ୍ଭ କରିବା ପାଇଁ Applications - Office - LibreOffice Writer ଉପରେ କ୍ଲିକ୍ କରନ୍ତୁ |
01:34 | Seven-reasons-to-adopt-FOSS.odt' ଖୋଲିବା |
01:41 | record changes' ଅପ୍ସନ୍ କୁ ଅନ୍ ରେ ସେଟ୍ କରିବା ପାଇଁ EDIT → CHANGESକୁ ଯାଆନ୍ତୁ ଓ RECORD ଅପ୍ସନ୍ ରେ ଚେକ୍ କରନ୍ତୁ |
01:53 | SHOW ଅପ୍ସନ୍ ଟି ମଧ୍ୟ ଚେକ୍ ହୋଇଥିବା ଦରକାର . ପରବର୍ତ୍ତୀ ଯେକୌଣସି ଏଡିଟିଙ୍ଗ୍ କୁ ପୃଥକ ଭାବରେ ରେକର୍ଡ କରିବାକୁ ଏହା ସମର୍ଥ କରିବ |
02:01 | ଡକ୍ୟୁମେଣ୍ଟ୍ ଟିରେ ଏକ ଦ୍ୱିତୀୟ ପଏଣ୍ଟ୍ ଇନ୍ସର୍ଟ୍ କରନ୍ତୁ |
02:05 | ଆମେ ପଏଣ୍ଟ୍ ନମ୍ବର୍ 2କୁ ଯିବା ଓ “Linux is a virus resistant operating system since each user has a distinct data space and cannot directly access the program files” ଟାଇପ୍ କରିବା |
02:36 | ଏଣ୍ଟର୍ ଦାବନ୍ତୁ, ଯାହାଫଳରେ ବର୍ତ୍ତମାନର ଦ୍ୱିତୀୟ ପଏଣ୍ଟ୍ ଟି ପଏଣ୍ଟ୍ ନମ୍ବର୍ 3 ହୋଇଯିବ |
02:42 | ଦେଖନ୍ତୁ, ଟେକ୍ସଟ୍ ଇନ୍ ପୁଟ୍ ନୂଆ ରଙ୍ଗରେ ଆସିଛି |
02:46 | ଟେକ୍ସଟ୍ ଉପରେ ମାଉସ୍ ଚଲାନ୍ତୁ . ଇନ୍ସର୍ଶନ୍ ତାରିଖ ଓ ସମୟ ସହିତ “Inserted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା |
02:55 | ଏହିପରି ଡକ୍ୟୁମେଣ୍ଟ୍ ରେ କମେଣ୍ଟ୍ କରିଥିବା ବ୍ୟକ୍ତି ଜଣାପଡିଥା’ନ୍ତି . କମ୍ପ୍ୟୁଟର୍ ୟୁଜର୍ ଭାବରେ ଲିବର୍ ଅଫିସ୍ ଇନଷ୍ଟଲେଶନ୍ ସମୟରେ ପ୍ରଦତ୍ତ ନାମକୁ ଆଧାର କରି ନାମଟି ଦିଆଯାଇଥାଏ |
03:08 | ପ୍ରଥମ ଧାଡିରେ ଥିବା “avalable”ର ବନାନ ସଂଶୋଧନ କରନ୍ତୁ . ଆପଣ ସଂଶୋଧନଟିକୁ ଲକ୍ଷ୍ୟ କରିବେ |
03:17 | ପ୍ରଥମ ପଏଣ୍ଟ୍ - “It can be installed on all computers without restriction or needing to pay license fees to vendors”କୁ ଡିଲିଟ୍ କରନ୍ତୁ |
03:31 | ଲକ୍ଷ୍ୟକରନ୍ତୁ, ଡିଲିଶନ୍ ଟି ପ୍ରକୃତରେ ଧାଡିଟିକୁ ଡିଲିଟ୍ କରିନାହିଁ, ମାତ୍ର ଡିଲିଶନ୍ ପାଇଁ ପରାମର୍ଶ ଦିଆଯାଇଥିବା ଧାଡି ଭାବରେ ଏହାକୁ ଚିହ୍ନଟ କରିଛି |
03:39 | ଏହା ଉପରେ କର୍ସର୍ ଚଲାଇଲେ ଡିଲିଶନ୍ ତାରିଖ ଓ ସମୟ ସହିତ “Deleted Ranjani:” ଭାବରେ ଏକ ବାର୍ତ୍ତା ଦେଖିବା |
03:49 | ଏହିପରି, ଏକ ଡକ୍ୟୁମେଣ୍ଟ୍ ରେ ଟେକ୍ସଟ୍ ଆଡ୍, ଡିଲିଟ୍ ବା ବିଦ୍ୟମାନ ଟେକ୍ସଟ୍ ପରିବର୍ତ୍ତନ କରି ଡକ୍ୟୁମେଣ୍ଟ୍ ର ମୋଡିଫିକେଶନ୍ କରାଯାଇପାରେ |
04:00 | ଗୋଟିଏ ଡକ୍ୟୁମେଣ୍ଟ୍ କୁ ଏକାଧିକ ବ୍ୟକ୍ତି ଏଡିଟ୍ କରିପାରନ୍ତି |
04:04 | ଜଣଙ୍କଠାରୁ ଅନ୍ୟ ଜଣେ ରିଭ୍ୟୁଅର୍ ଙ୍କର କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କରିବାରେ ପାଠକଙ୍କୁ ସାହାଯ୍ୟ କରିବା ପାଇଁ LO ରାଇଟର୍ ପ୍ରତ୍ୟେକ ଏଡିଟ୍ କୁ ଭିନ୍ନ ଭିନ୍ନ ରଙ୍ଗରେ ଦର୍ଶାଇଥାଏ |
04:13 | ଏଡିଟ୍ କରାଯାଇଥିବା ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ରିଭ୍ୟୁଅର୍ ଙ୍କର ନାମ ପ୍ରଦର୍ଶିତ ହେବ |
04:19 | ମୋର ଜଣେ ସହକର୍ମୀ ଗୁରୁଙ୍କ ଦ୍ୱାରା ପୂର୍ବରୁ ଏଡିଟ୍ କରାଯାଇଥିବା ଏକ ଡକ୍ୟୁମେଣ୍ଟ୍ ଖୋଲି ମୁଁ ଏହାକୁ ପ୍ରଦର୍ଶନ କରିବାକୁ ଯାଉଛି |
04:27 | “Government-support-for-FOSS-in-India.odt” ଟେକ୍ସଟ୍ ଫାଇଲ୍ ଡକ୍ୟୁମେଣ୍ଟ୍ ଖୋଲନ୍ତୁ |
04:35 | ଏହି ଡକ୍ୟୁମେଣ୍ଟ୍ ରେ ଅନେକ ଆଡିଶନ୍ ଓ ଡିଲିଶନ୍ ହୋଇଥିବାର ଆମେ ଦେଖିପାରୁଛେ |
04:42 | ଏହି ଟେକ୍ସଟ୍ ଉପରେ ମାଉସ୍ ଚଲାଇଲେ ଗୁରୁଙ୍କ ଦ୍ୱାରା ଆଡିଶନ୍ ଓ ଡିଲିଶନ୍ ହୋଇସାରିଛି ବୋଲି ଏକ ବାର୍ତ୍ତା ଆସିବ |
04:52 | ତଳେ “CDAC, NIC, NRC-FOSS are institutions of Government of India which develop and promote FOSS” ଲେଖି ଏକ ପଏଣ୍ଟ୍ ଆଡ୍ କରନ୍ତୁ |
05:18 | ଏହି ଇନ୍ସର୍ଶନ୍ ର ରଙ୍ଗ ଗୁରୁଙ୍କ ଦ୍ୱାରା ହୋଇଥିବା ଏଡିଟ୍ ର ରଙ୍ଗଠାରୁ ଭିନ୍ନ ହୋଇଥିବାର ଆମେ ଦେଖିପାରିବା |
05:24 | ଏହି ଇନ୍ସର୍ସନ୍ ଉପରେ ମାଉସ୍ ଚଲାଇଲେ ଏକ ବାର୍ତ୍ତା “Inserted: Ranjani” ଆସିବ |
05:29 | ଏହି ଡକ୍ୟୁମେଣ୍ଟ୍ ଟି ଲେଖକଙ୍କ ପାଖକୁ ଫେରିବା ପୂର୍ବରୁ ଏକାଧିକ ବ୍ୟକ୍ତି ଏହାକୁ ଏଡିଟ୍ କରିପାରିବେ |
05:34 | ଡକ୍ୟୁମେଣ୍ଟ୍ ଟିକୁ ସେଭ୍ ନକରି କ୍ଲୋଜ୍ କରନ୍ତୁ |
05:45 | ରିଭ୍ୟୁଅର୍ ଙ୍କ ଦ୍ୱାରା ହୋଇଥିବା ପରିବର୍ତ୍ତନଗୁଡିକ ଲେଖକ କିପରି ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିପାରିବେ ତାହା ଦେଖିବା |
05:50 | ଏହି “Government-support-for-FOSS-in-India.odt”ଡକ୍ୟୁମେଣ୍ଟ୍ ରେ ମନେକରନ୍ତୁ ମୁଁ ହେଉଛି ଲେଖକ ଓ ଗୁରୁଙ୍କ ଦ୍ୱାରା କରାଯାଇଥିବା ଏଡିଟ୍ ଗୁଡିକ ଗ୍ରହଣ କିମ୍ୱା ପ୍ରତ୍ୟାଖ୍ୟାନ କରିବି |
06:12 | ପଏଣ୍ଟ୍ 2କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା 'reasons' ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Accept Change' କରନ୍ତୁ |
06:22 | ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ |
06:28 | ଇନ୍ସର୍ଟ କରାଯାଇଥିବା 'needs' ଟେକ୍ସଟ୍ ରେ ରାଇଟ୍-କ୍ଲିକ୍ କରନ୍ତୁ ଓ 'Accept Change' ଚୟନ କରନ୍ତୁ . ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ପରିବର୍ତ୍ତନ ଟେକ୍ସଟ୍ ଟି ନର୍ମାଲ୍ ହୋଇଯିବାର ଆପଣ ଦେଖିବେ |
06:39 | ଏହିପରି, ରିଭ୍ୟୁଅର୍ ଙ୍କ ଦ୍ୱାରା ପରାମର୍ଶିତ ଉଭୟ ଇନ୍ସର୍ସନ୍ ଓ ଡିଲିଶନ୍ ଏଡିଟ୍ ଗୁଡିକ, ଲେଖକଙ୍କ ଦ୍ୱାରା ଗୃହିତ ହୋଇପାରେ |
06:49 | ପଏଣ୍ଟ୍ 1କୁ ଯାଆନ୍ତୁ ଓ ଡିଲିଟ୍ ହୋଇଥିବା “The OpenOffice document standard (ODF) has been notified under this policy” ଟେକ୍ସଟ୍ ରେ ରାଇଟ୍ କ୍ଲିକ୍ କରି 'Reject change' ଚୟନ କରନ୍ତୁ |
07:01 | ଏହା ଟେକ୍ସଟ୍ କୁ ନର୍ମାଲ୍ କରିଦିଏ, ଅର୍ଥାତ୍ ରିଭ୍ୟୁଅର୍ ଙ୍କ ଡିଲିଟ୍ କରିବାର ପରାମର୍ଶ ଲେଖକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି |
07:09 | ପଏଣ୍ଟ୍ 5କୁ ଯାଆନ୍ତୁ ଓ “Government Schools in these states and in Orissa, Karnataka and Tamil Nadu learn Linux”ରେ ରାଇଟ୍-କ୍ଲିକ୍ କରି 'Reject change' ଚୟନ କରନ୍ତୁ |
07:24 | ରିଭ୍ୟୁଅର୍ ଙ୍କ ଦ୍ୱାରା ଇନ୍ସର୍ଟ୍ ହୋଇଥିବା ଟେକ୍ସଟ୍ କୁ ଏହା ଡିଲିଟ୍ କରିଦିଏ |
07:27 | ଏହିପରି, ପ୍ରତ୍ୟେକ ଆଡିଶନ୍ ବା ଡିଲିଶନ୍ ଲେଖକଙ୍କ ଦ୍ୱାରା ଗ୍ରହଣ ବା ପ୍ରତ୍ୟାଖ୍ୟାନ କରାଯାଇଥାଏ |
07:34 | ଶେଷରେ, ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିସାରିବା ପରେ ଆମକୁ EDIT >> CHANGESକୁ ଯାଇ 'Record' ଏବଂ 'Show' ଅପ୍ସନ୍ କୁ ଅନଚେକ୍ କରିବାକୁ ହେବ |
07:56 | ଅନଚେକ୍ ହେବା ପରେ ଅନ୍ୟ କୌଣସି ଏଡିଟିଙ୍ଗ୍ ପୃଥକ ଭାବେ ଚିହ୍ନିତ ହେବ ନାହିଁ |
08:00 | ରିଭ୍ୟୁଅର୍ ଙ୍କ ଦ୍ୱାରା ପ୍ରଦତ୍ତ ସବୁ କମେଣ୍ଟ୍ ଅନ୍ତର୍ଭୁକ୍ତ କରିବାକୁ ପରିବର୍ତ୍ତନଗୁଡିକ ଗ୍ରହଣ ବା ପ୍ରତ୍ୟାଖ୍ୟାନ କରିବା ପରେ ଫାଇଲ୍ ସେଭ୍ କରିବାକୁ ଭୁଲନ୍ତୁ ନାହିଁ |
08:09 | ଏହା ଆମକୁ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ . ଏବେ, ଆସାଇନମେଣ୍ଟ୍ |
08:16 | ଏକ ଡକ୍ୟୁମେଣ୍ଟ୍ ଖୋଲି ରେକର୍ଡ୍ ଚେଞ୍ଜ୍ ମୋଡ୍ ରେ ବନାନ ତ୍ରୁଟି ସଂଶୋଧନ କରନ୍ତୁ |
08:25 | ମୁଁ ପୂର୍ବରୁ ଏହି ଆସାଇନମେଣ୍ଟ ଏଠାରେ କରିଦେଇଛି |
08:31 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ |
08:36 | ଯଦି ଆପଣଙ୍କର୍ ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ |
08:40 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କର୍ମଶାଳା ଚଲାଏ |
08:44 | ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ |
08:48 | ଅଧିକ ବିବରଣୀ ପାଇଁ ଦୟାକରି ସ୍ପୋକେନ୍ ହାଇପେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗକୁ ଲେଖନ୍ତୁ |
08:54 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ଅଭିଯାନ ଦ୍ୱାରା ସମର୍ଥିତ |
09:03 | ଅଧିକ ସୂଚନା, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇପେନ୍ ଇଣ୍ଟ୍ରୋ (spoken-tutorial.org/NMEICT-intro) ରେ ଉପଲବ୍ଧ |
09:14 | ପରିବର୍ତ୍ତନ ପାଇଁ IT ଦ୍ୱାରା ଏହି ଟ୍ୟୁଟୋରିଆଲ୍ କୁ ସମର୍ଥନ ପ୍ରାପ୍ତ ହୋଇଛି
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଧନ୍ୟବାଦ |