Scilab/C4/Solving-Non-linear-Equations/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Solving Nonlinear Equations using Numerical Methods ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:10 ଏହି ଟ୍ୟୁଟୋରିଆଲ୍ ଶେଷରେ, ଆପଣ ସମର୍ଥ ହେବେ:
00:13 ନ୍ୟୁମେରିକଲ୍ ମେଥଡ୍ ବ୍ୟବହାର କରି, ବିଷମ ସମୀକରଣର ସମାଧାନ କରିବା ପାଇଁ
00:18 ଆମେ ଅଧ୍ୟୟନ କରିବା ମେଥଡଗୁଡିକ ହେଲା:
00:20 ବାଇସେକ୍ସନ୍ ମେଥଡ୍ ଓ
00:22 ସିକାଣ୍ଟ୍ ମେଥଡ୍ ବିଷମ ସମୀକରଣ ପାଇଁ ମଧ୍ୟ, ଆମେ Scilab କୋଡ୍ ବିକଶିତ କରିବା
00:30 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:32 ଉବୁଣ୍ଟୁ ଲିନକ୍ସ 12.04 OS ଏବଂ
00:36 Scilab ଭର୍ସନ୍ 5.3.3
00:40 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପୁର୍ବରୁ, ଶିକ୍ଷାର୍ଥୀଙ୍କର Scilab ଓ nonlinear equations ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:48 Scilab ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ
00:55 ପ୍ରଦତ୍ତ ଫଙ୍କଶନ୍ f ପାଇଁ, ଆମକୁ xର ଭାଲ୍ୟୁ ପ୍ରାପ୍ତ କରିବାକୁ ପଡ଼ିବ, ଯେଉଁଥିପାଇଁ xର f, ଯିରୋ ସହ ସମାନ ଅଟେ
01:04 ଏହି ସମାଧାନ xକୁ, root of equation କିମ୍ବା zero of function f କୁହାଯାଏ
01:11 ଏହି ପ୍ରକ୍ରିୟା କୁ, root finding କିମ୍ବା zero finding କୁହାଯାଏ
01:16 ଆମେ, ବାଇସେକ୍ସନ୍ ମେଥଡ୍ ଅଧ୍ୟୟନ ରୁ ଆରମ୍ଭ କରିବା
01:20 ବାଇସେକ୍ସନ୍ ମେଥଡ୍ ରେ, ଆମେ ରୂଟ୍ ର ଇନିଶିଆଲ୍ ବ୍ରାକେଟ୍ ଗଣନା କରିବା
01:25 ବ୍ରାକେଟ୍ ମଧ୍ୟରେ ଆଇଟେରେଟ୍ କରନ୍ତୁ ଏବଂ ଏହାର ଦୈର୍ଘ୍ୟ କୁ ଅଧା କରନ୍ତୁ
01:31 ସମୀକରଣର ସମାଧାନ ନମିଳିବା ପର୍ଯ୍ୟନ୍ତ, ଏହି ପ୍ରଥାର ପୂନରାବୃତ୍ତି କରନ୍ତୁ
01:36 ଚାଲନ୍ତୁ, ଏହି ଫଙ୍କଶନ୍ କୁ ବାଇସେକ୍ସନ୍ ମେଥଡ୍ ରେ ସମାଧାନ କରିବା
01:41 ଇଣ୍ଟର୍ଭାଲ୍ ମାଇନସ୍ five ଓ ମାଇନସ୍ three ମଧ୍ୟରେ, ଫଙ୍କଶନ୍ f ଇକ୍ୱାଲ୍ ଟୁ two sin x ବିଯୋଗ e ର ଘାତ x ବିଭକ୍ତ four ବିଯୋଗ one
01:54 Scilab ଏଡିଟର୍ ରେ, ବାଇସେକ୍ସନ୍ ଡଟ୍ sci, ଖୋଲନ୍ତୁ
02:00 ଚାଲନ୍ତୁ, ବାଇସେକ୍ସନ୍ ମେଥଡ୍ ପାଇଁ ଥିବା କୋଡ୍ କୁ ଦେଖିବା
02:03 ଇନପୁଟ୍ ଆର୍ଗୁମେଣ୍ଟ୍, a b f ଓ tol ସହିତ, ଫଙ୍କଶନ୍ ବାଇସେକ୍ସନ୍ କୁ ପରିଭାଷିତ କରନ୍ତୁ
02:10 ଏଠାରେ a ହେଉଛି, ଇଣ୍ଟର୍ଭାଲ୍ ର ନ୍ୟୁନତମ ବିନ୍ଦୁ
02:14 b ହେଉଛି, ଇଣ୍ଟର୍ଭାଲ୍ ର ଊର୍ଦ୍ଧ୍ୱତମ ବିନ୍ଦୁ
02:16 f ହେଉଛି, ସମାଧାନ ପାଇଁ ଥିବା ଫଙ୍କଶନ୍
02:19 ଏବଂ tol ହେଉଛି, tolerance level
02:22 ଆଇଟେରେସନ୍ ର ସର୍ବାଧିକ ସଂଖ୍ୟା ନିର୍ଦ୍ଦିଷ୍ଟ କରାଯାଇଛି, ଯାହା ହଣ୍ଡ୍ରେଡ୍ ସହ ସମାନ
02:28 ଆମେ ଇଣ୍ଟର୍ଭାଲ୍ ର ମଧ୍ୟବିନ୍ଦୁ ପ୍ରାପ୍ତ କଲେ ଏବଂ ଗଣନା ହୋଇଥିବା ଭାଲ୍ୟୁ, ଏକ ନିର୍ଦ୍ଦିଷ୍ଟ tolerance range ମଧ୍ୟରେ ଆସିବା ପର୍ଯ୍ୟନ୍ତ ଆଇଟେରେଟ କରନ୍ତୁ
02:37 ଏହି କୋଡ୍ ବ୍ୟବହାର କରି, ସମସ୍ୟାର ସମାଧାନ କରିବା
02:40 ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
02:43 Scilab କନସୋଲ୍ କୁ ଫେରିଆସନ୍ତୁ
02:47 ଇଣ୍ଟରଭାଲ୍ କୁ ପରିଭାଷିତ କରନ୍ତୁ
02:50 aକୁ ମାଇନସ୍ ଫାଇଭ୍ ସହ ସମାନ କରନ୍ତୁ
02:52 Enter ଦାବନ୍ତୁ
02:54 bକୁ ମାଇନସ୍ ଥ୍ରୀ ସହ ସମାନ କରନ୍ତୁ
02:56 Enter ଦାବନ୍ତୁ
02:58 deff ଫଙ୍କଶନ୍ ବ୍ୟବହାର କରି, ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
03:01 ଟାଇପ୍ କରନ୍ତୁ: deff ପାରେନ୍ଥେସିସ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y, ଇକ୍ୱାଲ୍ ଟୁ f ଅଫ୍ x, ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, y ଇଜ୍ ଇକ୍ୱାଲ୍ ଟୁ two asterisk sin ଅଫ୍ x ବିଯୋଗ, ପାରେନ୍ଥେସିସ ଆରମ୍ଭ, ପାରେନ୍ଥେସିସ ଆରମ୍ଭ, ପରସେଣ୍ଟେଜ୍ e ର ଘାତ x ପାରେନ୍ଥେସିସ୍ ଶେଷ, ବିଭକ୍ତ four ପାରେନ୍ଥେସିସ୍ ଶେଷ, ବିଯୋଗ one ସିଙ୍ଗଲ୍ କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ
03:41 deff ବିଷୟରେ ଅଧିକ ଜଣିବା ପାଇଁ, ଟାଇପ୍ କରନ୍ତୁ, help deff
03:46 Enter ଦାବନ୍ତୁ
03:48 tol କୁ ଟେନ୍ ର ଘାତ ମାଇନସ୍ ଫାଇଭ୍ ସହ ସମାନ୍ କରନ୍ତୁ
03:53 Enter ଦାବନ୍ତୁ
03:56 ସମସ୍ୟାର ସମାଧାନ ପାଇଁ, ଟାଇପ୍ କରନ୍ତୁ
03:58 ବାଇସେକ୍ସନ୍, ପାରେନ୍ଥେସିସ ଆରମ୍ଭ, a କମା b କମା f କମା tol ପାରେନ୍ଥେସିସ ଶେଷ
04:07 Enter ଦାବନ୍ତୁ
04:09 ଫଙ୍କଶନ୍ ର ରୂଟ୍, କନସୋଲ୍ ରେ ପ୍ରଦର୍ଶିତ ହେବ
04:14 ଚାଲନ୍ତୁ, Secant's ମେଥଡ୍ ଅଧ୍ୟୟନ କରିବା
04:17 Secant's ମେଥଡରେ, ଦୁଇଟି କ୍ରମାଗତ ଆଇଟେରେସନ ଭାଲ୍ୟୁର ନିଶ୍ଚିତ ଭିନ୍ନତାକୁ ବ୍ୟବହାର କରି, derivative କୁ ହାରାହାରି କରାଯାଇଛି
04:27 ଚାଲନ୍ତୁ, Secant method ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିବା
04:30 ଫଙ୍କଶନ୍ ହେଉଛି f ଇକ୍ୱାଲ୍ ଟୁ xର ବର୍ଗ ବିଯୋଗ six
04:36 ପ୍ରାରମ୍ଭିକ ଦୁଇଟି ଅନୁମାନ ହେଉଛି, p ଯିରୋ ଇକ୍ୱାଲ୍ ଟୁ two ଏବଂ p ୱନ୍ ଇକ୍ୱାଲ ଟୁ three
04:44 ସମସ୍ୟାର ସମାଧାନ କରିବା ପୂର୍ବରୁ, ଚାଲନ୍ତୁ, Secant ମେଥଡ୍ ପାଇଁ ଥିବା କୋଡ୍ କୁ ଦେଖିବା
04:50 Scilab ଏଡିଟର୍ ରେ, Secant ଡଟ୍ sci ଖୋଲନ୍ତୁ
04:54 a, b ଓ f ଇନପୁଟ୍ ଆର୍ଗୁମେଣ୍ଟ୍ ସହିତ, Secant ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
05:01 ରୂଟ୍ ପାଇଁ, a ହେଉଛି ପ୍ରଥମ ଆରମ୍ଭ ଅନୁମାନ
05:04 b ହେଉଛି ଦ୍ୱିତୀୟ ଆରମ୍ଭ ଅନୁମାନ ଏବଂ
05:07 f ହେଉଛି, ସମାଧାନ ପାଇଁ ଥିବା ଫଙ୍କଶନ୍
05:10 ସାମ୍ପ୍ରତିକ ବିନ୍ଦୁ ଓ ପୂର୍ବବର୍ତ୍ତୀ ବିନ୍ଦୁ ମଧ୍ୟରେ ଥିବା ଭାଲ୍ୟୁର ପ୍ରଭେଦକୁ ପ୍ରାପ୍ତ କଲେ
05:15 Secant's ମେଥଡ୍ ପ୍ରୟୋଗ କରନ୍ତୁ ଏବଂ ରୂଟର ଭାଲ୍ୟୁ ପ୍ରାପ୍ତ କରନ୍ତୁ
05:21 ଅବଶେଷରେ, ଫଙ୍କଶନ୍ ସମାପ୍ତ ହେଲା
05:24 କୋଡ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ
05:27 Scilab କନସୋଲ୍ କୁ ଫେରି ଆସନ୍ତୁ
05:30 clc ଟାଇପ୍ କରନ୍ତୁ
05:32 Enter ଦାବନ୍ତୁ
05:34 ଏହି ଉଦାହରଣ ପାଇଁ, ପ୍ରାରମ୍ଭିକ ଅନୁମାନଗୁଡିକୁ ପରିଭାଷିତ କରନ୍ତୁ
05:38 a ଇକ୍ୱାଲ୍ ଟୁ 2 ଟାଇପ୍ କରନ୍ତୁ
05:40 Enter ଦାବନ୍ତୁ
05:42 ତା’ପରେ, b ଇକ୍ୱାଲ୍ ଟୁ 3 ଟାଇପ୍ କରନ୍ତୁ
05:44 Enter ଦାବନ୍ତୁ
05:46 deff ଫଙ୍କଶନ୍ ବ୍ୟବହାର କରି, ଫଙ୍କଶନ୍ କୁ ପରିଭାଷିତ କରନ୍ତୁ
05:49 ଟାଇପ୍ କରନ୍ତୁ: deff, ପାରେନ୍ଥେସିସ ଆରମ୍ଭ, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ, ସ୍କୋୟାର ବ୍ରାକେଟ୍ ମଧ୍ୟରେ y ଇକ୍ୱାଲ୍ ଟୁ g ଅଫ୍ x, ସିଙ୍ଗଲ୍ କ୍ୱୋଟ୍ ଶେଷ, କମା, ସିଙ୍ଗଲ୍ କ୍ୱୋଟ୍ ଆରମ୍ଭ y ଇଜ୍ ଇକ୍ୱାଲ୍ ଟୁ, ପାରେନ୍ଥେସିସ ଆରମ୍ଭ, xର ବର୍ଗ ପାରେନ୍ଥେସିସ୍ ଶେଷ, ମାଇନସ୍ ସିକ୍ସ୍ ସିଙ୍ଗଲ୍ କ୍ୱୋଟ୍ ଶେଷ, ପାରେନ୍ଥେସିସ୍ ଶେଷ
06:15 Enter ଦାବନ୍ତୁ
06:18 ଫଙ୍କଶନ୍ କଲ୍ କରିବା ପାଇଁ, ଟାଇପ୍ କରନ୍ତୁ:
06:20 Secant ପାରେନ୍ଥେସିସ ଆରମ୍ଭ, a କମା b କମା g ପାରେନ୍ଥେସିସ ଶେଷ
06:27 Enter ଦାବନ୍ତୁ
06:30 ରୂଟର ଭାଲ୍ୟୁ, କନସୋଲ୍ ରେ ପ୍ରଦର୍ଶିତ ହେବ
06:35 ସଂକ୍ଷିପ୍ତରେ
06:38 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
06:41 ବିଭିନ୍ନ ସମାଧାନର ମେଥଡ୍ ପାଇଁ, Scilab କୋଡ୍ ବିକଶିତ କରିବା
06:45 ବିଷମ ସମୀକରଣର ରୂଟଗୁଡିକ ପ୍ରାପ୍ତ କରିବା
06:48 ଆଜି ଶିଖିଥିବା, ଦୁଇଟି ମେଥଡ୍ ବ୍ୟବହାର କରି, ନିଜେ ଏହି ସମସ୍ୟାର ସମାଧାନ କରନ୍ତୁ
06:55 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
06:58 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:01 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:07 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
07:10 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:14 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:21 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:24 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:32 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
07:39 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
07:41 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep