Scilab/C4/Optimization-Using-Karmarkar-Function/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Optimization of Linear Functions with Linear Constraints Using Scilab ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:10 ଏହି ଟ୍ୟୁଟୋରିଆଲରେ, ଆପଣ ଶିଖିବେ:
00:12 Optimization, ଅର୍ଥ କ’ଣ?
00:15 ଏବଂ ଅପ୍ଟିମାଇଯେଶନ୍ ପାଇଁ, କିପରି Scilab function karmarkar କୁ ବ୍ୟବହାର କରିବା
00:20 Optimizationର ଅର୍ଥ ହେଉଛି
00:22 ପ୍ରଦତ୍ତ objective function କୁ ମିନିମାଇଜ୍ କିମ୍ବା ମାକ୍ସିମାଇଜ୍ କରିବା
00:26 ଯାହାକୁ , ବେଳେଳେ Cost function ମଧ୍ୟ କୁହାଯାଏ
00:30 ପରିବର୍ତ୍ତିତ ଡିସିସନ୍ ଭେରିଏବଲ୍ ଦ୍ୱାରା
00:33 ପୂର୍ବ ପରିଭାଷିତ କନଷ୍ଟ୍ରେଣ୍ଟଗୁଡିକ ଅନୁସାରେ ଡିସିସନ୍ ଭେରିଏବଲ୍ ପରିବର୍ତ୍ତନ ହୋଇଥାଏ
00:38 ଏହି କନଷ୍ଟ୍ରେଣ୍ଟଗୁଡିକ, ଭେରିଏବଲଗୁଡିକର କିଛି ଫଙ୍କଶନ୍ ଆକାରରେ ମଧ୍ୟ କାର୍ଯ୍ୟ କରନ୍ତି
00:44 Optimization ବ୍ୟାପକ ଭାବେ, ଇଞ୍ଜିନିୟରିଙ୍ଗ୍ କ୍ଷେତ୍ରରେ ବହୁବିଧ ପ୍ରୟୋଗ ହୋଇଥାଏ, ଅଣ-ଇଞ୍ଜିନିୟରିଙ୍ଗ୍ କ୍ଷେତ୍ରରେ ମଧ୍ୟ, ଯେପରି:
00:52 ଇକୋନୋମିକ୍ସ
00:54 କଣ୍ଟ୍ରୋଲ୍ ଥିଓରୀ ଓ
00:56 ଅପରେଶନ୍ ଓ ଗବେଷଣା
00:58 Scilab ଫଙ୍କଶନ୍, karmarkar ବ୍ୟବହୃତ ହୁଏ
01:01 ସରଳ ଅବଜେକ୍ଟିଭ୍ ଫଙ୍କଶନ୍ କୁ ଅପ୍ଟିମାଇଜ୍ କରିବା,
01:05 ସରଳ କନଷ୍ଟ୍ରେଣ୍ଟଗୁଡିକ ଅନ୍ତର୍ଗତ
01:07 ଡିସିସନ୍ ଭେରିଏବଲ୍ ଉପରେ ନିର୍ଭର କରି
01:10 ନିମ୍ନଲିଖିତ ଉଦାହରଣ କୁ karmarkar ଫଙ୍କଶନ ବ୍ୟବହାର କରି, ସମାଧାନ କରନ୍ତୁ
01:14 ମିନିମାଇଜ୍, ମାଇନସ୍ three x one ମାଇନସ୍ x two ମାଇନସ three x three
01:19 for: two x one ପ୍ଲସ୍ x two ପ୍ଲସ୍ x three ଲେସ୍ ଦ୍ୟାନ୍ or ଇକ୍ୱାଲ୍ ଟୁ two
01:26 x one ପ୍ଲସ୍ two x two ପ୍ଲସ୍ three x three ଲେସ୍ ଦ୍ୟାନ୍ or ଇକ୍ୱାଲ୍ ଟୁ five
01:32 two x one ପ୍ଲସ୍ two x two ପ୍ଲସ୍ x three ଲେସ୍ ଦ୍ୟାନ୍ or ଇକ୍ୱାଲ୍ ଟୁ six
01:36 ଯେଉଁଠି, x one x two x three are all ଗ୍ରେଟର୍ ଦ୍ୟାନ୍ or ଇକ୍ୱାଲ୍ ଟୁ zero
01:42 ଧ୍ୟାନ ଦିଅନ୍ତୁ, ସମସ୍ତ ଫଙ୍କଶନଗୁଡିକ, ଅବଜେକ୍ଟିଭ ଫଙ୍କଶନ୍, କନଷ୍ଟ୍ରେଣ୍ଟଗୁଡିକ ମଧ୍ୟ, ସରଳ ଅଟନ୍ତି
01:49 ପ୍ରଦତ୍ତ ସମସ୍ୟାର ସମାଧାନ କରିବା ପୂର୍ବରୁ, scilab କନସୋଲ୍ କୁ ଯା’ନ୍ତୁ ଏବଂ ଟାଇପ୍ କରନ୍ତୁ:
01:54 help karmarkar
01:57 ଏବଂ Enter ଦାବନ୍ତୁ
01:59 ଆପଣ, ଆର୍ଗୁମେଣ୍ଟରେ, କଲିଙ୍ଗର କ୍ରମ କୁ ଦେଖିପାରିବେ
02:03 ଆର୍ଗୁମେଣ୍ଟର explanation, description ଏବଂ କିଛି ଉଦାହରଣ, Help Browserରେ ଉପଲବ୍ଧ ଅଛି
02:12 Help Browser ବନ୍ଦ କରନ୍ତୁ
02:14 ଆମେ, ଏଠାରେ ଇନପୁଟ୍ ଓ ଆଉଟପୁଟ୍ ଆର୍ଗୁମେଣ୍ଟଗୁଡିକୁ ସାରାଶିଂତ କରିବା
02:19 ଆଉଟପୁଟ୍ ଆର୍ଗୁମେଣ୍ଟଗୁଡିକ ହେଲେ, x opt, f opt, exitflag, iter, y opt
02:25 x opt: ଅପ୍ଟିମମ୍ ସମାଧାନ ଅଟେ
02:28 f opt: ହେଉଛି, ଅପ୍ଟିମମ୍ ସମାଧାନ ରେ ଅବଜେକ୍ଟିଭ ଫଙ୍କଶନ୍ ଭାଲ୍ୟୁ
02:33 exitflag: ହେଉଛି ଷ୍ଟାଟସର ନିଷ୍ପାଦନ, ଏହା, ଆଲଗୋରିଦମ୍ ଏକାଠି ଅଛନ୍ତି କି ନାହିଁ ଚିହ୍ନିତ କରିବାରେ ସାହାଯ୍ୟ କରେ
02:41 iter: ହେଉଛି, x opt କୁ ପ୍ରାପ୍ତ କଲାପର୍ଯ୍ୟନ୍ତ, ଆଇଟେରେସନର ସଂଖ୍ୟା
02:46 y opt: ହେଉଛି, ଦୁଇପ୍ରକାରର ସମାଧାନ କୁ ଧାରଣ କରିଥିବା, ଢାଞ୍ଚା
02:49 ଏହା Lagrange ମଲଟିପ୍ଲାୟର୍ସ ପ୍ରଦାନ କରେ
02:53 ଇନପୁଟ୍ ଆର୍ଗୁମେଣ୍ଟଗୁଡିକ ହେଲେ: Aeq, beq, c, x zero, rtolf, gam, maxiter, outfun, A, b, lb, ଓ ub
03:09 Aeq ହେଉଛି: ଲିନିୟର୍ ଇକ୍ୱାଲିଟୀ କନଷ୍ଟ୍ରେଣ୍ଟ ମଧ୍ୟରେ ଥିବା ଗୋଟିଏ ମେଟ୍ରିକ୍ସ
03:12 beq ହେଉଛି: ଲିନିୟର୍ ଇକ୍ୱାଲିଟୀ କନଷ୍ଟ୍ରେଣ୍ଟର ଦକ୍ଷିଣ ପାର୍ଶ୍ୱ
03:17 c ହେଉଛି: x କୋଏଫିସିଏଣ୍ଟ ଥିବା, ଲିନିୟର୍ ଅବଜେକ୍ଟିଭ୍ ଫଙ୍କଶନ୍
03:21 x zero ହେଉଛି: ଇନିସିଆଲ୍ ଗେସ୍
03:25 rtolf ହେଉଛି: f of x ଇଜ୍ ଇକ୍ୱାଲ୍ ଟୁ c ଟ୍ରାନ୍ସପୋଜ୍ ଗୁଣନ x, ଉପରେ Relative tolerance
03:34 gam ହେଉଛି: Scaling ଫ୍ୟାକ୍ଟର୍
03:36 maxiter ହେଉଛି: ସର୍ବାଧିକ ସଂଖ୍ୟକ ଆଇଅଟେରେସନ୍, ଯାହା ପରେ ଆଉଟପୁଟ୍ ପ୍ରାପ୍ତ ହୁଏ
03:43 outfun ହେଉଛି: ଅତିରିକ୍ତ ୟୁଜର୍-ଡିଫାଇଣ୍ଡ୍ ଆଉଟପୁଟ୍ ଫଙ୍କଶନ୍
03:47 A ହେଉଛି: ଲିନିୟର୍ ଇକ୍ୱାଲିଟୀ କନଷ୍ଟ୍ରେଣ୍ଟର ମେଟ୍ରିକ୍ସ
03:51 b: ଲିନିୟର୍ ଇକ୍ୱାଲିଟୀ କନଷ୍ଟ୍ରେଣ୍ଟର ଦକ୍ଷିଣ ପାର୍ଶ୍ୱ
03:55 lb: xର ଲୋୟର୍ ବାଉଣ୍ଡ୍
03:58 ub, xର ଅପର୍ ବାଉଣ୍ଡ୍
04:02 ବର୍ତ୍ତମାନ ଆମେ,ପ୍ରଦତ୍ତ ଉଦାହରଣ କୁ Scilab ରେ karmarkar ଫଙ୍କଶନ୍ ବ୍ୟବହାର କରି, ସମାଧାନ କରିପାରିବା
04:07 scilab କନସୋଲ୍ କୁ ଯା’ନ୍ତୁ ଏବଂ ଟାଇପ୍ କରନ୍ତୁ:
04:11 A ଇଜ୍ ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, two <ସ୍ପେସ୍> one <ସ୍ପେସ୍> one <ସେମିକୋଲନ୍> one <ସ୍ପେସ୍> two <ସ୍ପେସ୍> three <ସେମିକୋଲନ୍> two <ସ୍ପେସ୍> two <ସ୍ପେସ୍> one, ସ୍କୋୟାର୍ ବ୍ରାକେଟ୍ ଶେଷ
04:26 ଏବଂ Enter ଦାବନ୍ତୁ
04:28 ସେହି ପରି, ଟାଇପ୍ କରନ୍ତୁ: small b ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, two <ସେମିକୋଲନ୍> five <ସେମିକୋଲନ୍> six, ସ୍କୋୟାର୍ ବ୍ରାକେଟ୍ ଶେଷ
04:38 ଏବଂ Enter ଦାବନ୍ତୁ
04:41 ଟାଇପ୍ କରନ୍ତୁ: c ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, minus three <ସେମିକୋଲନ୍> minus one <ସେମିକୋଲନ୍> minus three, ସ୍କୋୟାର୍ ବ୍ରାକେଟ୍ ଶେଷ
04:53 ଏବଂ Enter ଦାବନ୍ତୁ
04:55 ଟାଇପ୍ କରନ୍ତୁ: lb ଇକ୍ୱାଲ୍ ଟୁ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, zero <ସେମିକୋଲନ୍> zero <ସେମିକୋଲନ୍> zero, ସ୍କୋୟାର୍ ବ୍ରାକେଟ୍ ଶେଷ
05:05 ଏବଂ Enter ଦାବନ୍ତୁ
05:07 ବର୍ତ୍ତମାନ, clc କମାଣ୍ଡ୍ ବ୍ୟବହାର କରି, କନସୋଲ୍ କୁ କ୍ଲିୟର୍ କରନ୍ତୁ
05:12 ଟାଇପ୍ କରନ୍ତୁ: ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, x opt <କମା> f opt <କମା> exitflag <କମା> iter, ସ୍କୋୟାର୍ ବ୍ରାକେଟ୍ ଶେଷ, to karmarkar, parenthesis ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଶେଷ, <କମା> ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଶେଷ, <କମା> c <କମା> ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଶେଷ, <କମା> ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଶେଷ, <କମା> ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଶେଷ, <କମା> ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଶେଷ, <କମା> ସ୍କୋୟାର୍ ବ୍ରାକେଟ୍ ଆରମ୍ଭ, ସ୍କୋୟାର୍ ବ୍ରାକେଟ୍ ଶେଷ, <କମା> capital A <କମା> small b <କମା> lb, ରାଉଣ୍ଡ ବ୍ରାକେଟ୍ ଶେଷ
06:09 ଏବଂ Enter ଦାବନ୍ତୁ
06:11 ପ୍ରଦର୍ଶନ ଜାରି ରଖିବା ପାଇଁ Enter ଦାବନ୍ତୁ
06:14 ସ୍କ୍ରୀନରେ ପ୍ରଦର୍ଶିତ ହେଲାପରି, ଆଉଟପୁଟ୍ ପ୍ରଦାନ କରିବ
06:18 ଯେଉଁଠି, xopt ହେଉଛି, ସମସ୍ୟାର optimum solution
06:23 fopt, ଅବଜେକ୍ଟିଭ୍ ଫଙ୍କଶନର ଭାଲ୍ୟୁ ଅଟେ, calculated at optimum solution x is equal to xopt
06:32 ଏବଂ ଅପ୍ଟିମମ୍ ସଲ୍ୟୁଶନ୍ xopt ରେ ପହଞ୍ଚିବା ପାଇଁ, ଆବଶ୍ୟକ ଆଇଟେରେଶନର ପରିମାଣ ହେଉଛି, 70
06:39 ଧ୍ୟାନଦିଅନ୍ତୁ: ସମାନ କ୍ରମରେ ଇନପୁଟ୍ ଆର୍ଗୁମେଣ୍ଟଗୁଡିକୁ ନିର୍ଦ୍ଦିଷ୍ଟ କରିବା ବାଧ୍ୟତାମୂଳକ ଅଟେ
06:46 ଯେଉଁଠାରେ, ଉପରେ ସେମାନେ ତାଲିକାଭୁକ୍ତ ହୋଇଛନ୍ତି, ଯେତେବେଳେ ଫଙ୍କଶନ୍ କୁ କଲ୍ କରାଯାଏ
06:51 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
06:53 Optimization, କ’ଣ?
06:55 ସରଳ ସମୀକରଣର ସମାଧାନ ପାଇଁ, ଅପ୍ଟିମାଇଜେଶନରେ Scilab ଫଙ୍କଶନ୍, karmarkarର ବ୍ୟବହାର
07:01 scilab ଟିମ୍ ସହିତ ସମ୍ପର୍କ କରିବା ପାଇଁ, ଦୟାକରି, contact@scilab.in କୁ ଲେଖନ୍ତୁ
07:08 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:14 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
07:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:27 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:34 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:37 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:44 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
07:53 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
07:57 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep