PERL/C2/Variables-in-Perl/Oriya

From Script | Spoken-Tutorial
Jump to: navigation, search
Time Narration
00:01 Perlରେ ଭେରିଏବଲ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ ଭେରିଏବଲ୍ସ ବିଷୟରେ ଶିଖିବା
00:12 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ
00:18 Perl 5.14.2, ଯାହା- Perl ରିଭିଜନ୍ 5 ଭର୍ସନ୍ 14 ଓ ସବ୍ ଭର୍ସନ୍ 2 ବ୍ୟବହାର କରୁଛି
00:26 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:30 ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ
00:34 Perl ରେ Variables:
00:37 ଭାଲ୍ୟୁ ଷ୍ଟୋର୍ କରିବା ପାଇଁ Variables ବ୍ୟବହୃତ ହୁଏ, ଯେପରି ଟେକ୍ସଟ୍ ଷ୍ଟ୍ରିଙ୍ଗସ୍, ନମ୍ବର୍ସ କିମ୍ବା ଆରେଜ୍
00:44 ଥରେ variable ଘୋଷିତ ହୋଇଗଲେ, ଏହା ସ୍କ୍ରିପ୍ଟ ଭିତରେ ବାରମ୍ବାର ବ୍ୟବହାର କରାଯାଇପାରିବ
00:50 Scalar ସିଙ୍ଗଲ୍ ଭାଲ୍ୟୁର ପ୍ରତିନିଧିତ୍ୱ କରେ ଓ କେବଳ scalars ଷ୍ଟୋର୍ କରିପାରିବ
00:56 $ (ଡଲାର୍) ଚିହ୍ନ ବ୍ୟବହାର କରି Scalar variables ଘୋଷିତ କରାଯାଏ
01:00 Variable Declaration ଦେଖିବା:
01:03 ଏକ Variable ଏହିପରି ଘୋଷିତ କରାଯାଇପାରେ: dollar priority semicolon
01:09 Perlରେ Variableର ନାମ ବିଭିନ୍ନ ଫର୍ମାଟ୍‍ ର ହୋଇପାରେ. ଏକ ଅକ୍ଷର କିମ୍ବା _ (ଅଣ୍ଡରସ୍କୋର୍)ରୁ Variables ଆରମ୍ଭ ହେବା ଉଚିତ୍
01:18 ଓ ଏଥିରେ ଅକ୍ଷର, ସଂଖ୍ୟା, underscores କିମ୍ବା ଏହି ତିନୋଟିର ମିଶ୍ରଣ ରହିପାରେ
01:24 Perlରେ କ୍ୟାପିଟାଲ୍ ଲେଟର୍ ରେ ଘୋଷିତ Variablesର ସ୍ୱତନ୍ତ୍ର ଅର୍ଥ ଥାଏ
01:30 ତେଣୁ, କ୍ୟାପିଟାଲ୍ ଲେଟର୍ ବ୍ୟବହାର କରି variables ଡିକ୍ଲେର୍‍ କରିବାକୁ ଏଡ଼ାନ୍ତୁ
01:34 ଏବେ Terminal ଖୋଲନ୍ତୁ ଓ gedit variables dot pl ampersand ଟାଇପ୍ କରନ୍ତୁ
01:44 terminal ରେ କମାଣ୍ଡ ପ୍ରମ୍ପଟ୍ କୁ ampersand ଅନଲକ୍‍ କରିବ. ଏବେ ଏଣ୍ଟର ଦାବନ୍ତୁ
01:50 ଏହା gedit ଟେକ୍ସଟ୍ ଏଡିଟର୍ ରେ variables.pl ଫାଇଲ୍ ଖୋଲିବ
01:56 ଏକ Perl ଫାଇଲ୍ ର ଡିଫଲ୍ଟ ଏକ୍ସଟେନସନ୍ ହେଉଛି dot pl
02:01 ଫାଇଲ୍ ରେ dollar priority semicolon ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
02:10 ଆମେ variable priority ଡିକ୍ଲେର୍‍ କରିଲେ
02:13 ବ୍ୟବହାର କରିବା ପୂର୍ବରୁ ଆପଣ ଏକ variable ଡିକ୍ଲେର୍‍ କରିବା ଦରକାର ନାହିଁ
02:18 ତାକୁ ସେହିପରି କୋଡ୍ ଭିତରେ ବ୍ୟବହାର କରିପାରିବେ
02:21 ଏବେ variable priorityକୁ ଏକ ନ୍ୟୁମେରିକାଲ୍ ଭାଲ୍ୟୁ ଦେବା
02:25 ଏଥିପାଇଁ dollar priority space equal to space one semicolon ଟାଇପ୍ କରନ୍ତୁ
02:32 ଓ ଏଣ୍ଟର ଦାବନ୍ତୁ
02:34 ଏହାପରେ ଟାଇପ୍ କରନ୍ତୁ
02:36 print space double quote Value of variable is: dollar priority slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon ଓ ଏଣ୍ଟର ଦାବନ୍ତୁ
02:50 ନୂଆ ଲାଇନ୍ କେରେକ୍ଟର୍ ହେଉଛି slash n
02:53 ଏବେ ଏହି ଫାଇଲ୍କୁ variables.pl ନାମରେ ଯେକୌଣସି ସ୍ଥାନରେ ସେଭ୍ କରନ୍ତୁ
03:02 ମୋ କ୍ଷେତ୍ରରେ, ଏହା home/amol ଡାଇରେକ୍ଟୋରୀରେ ସେଭ୍ ହୋଇଛି, ଏବେ ଫାଇଲ୍ କୁ ସେଭ୍ କରନ୍ତୁ
03:10 variables.pl ଫାଇଲ୍ର ପର୍ମିଶନ୍ସ ଚେଞ୍ଜ କରିବା, ଯାହାକୁ ଆମେ ଟିକିଏ ପୂର୍ବରୁ କ୍ରିଏଟ୍ କରିଛେ
03:18 ଏପରି କରିବା ପାଇଁ, Terminal ରେ chmod 755 variables dot pl ଟାଇପ୍ କରନ୍ତୁ
03:27 ଏହା ଫାଇଲ୍ କୁ ପଢ଼ିବା, ଲେଖିବା ଓ ଏକଜେକ୍ୟୁଟ୍ କରିବାର ଅଧିକାର ଯୋଗାଇବ
03:32 Terminal ରେ Perl ସ୍କ୍ରିପ୍ଟ କମ୍ପାଇଲ୍ କରିବା ପାଇଁ
03:36 ଟାଇପ୍ କରନ୍ତୁ perl hyphen c variables dot pl
03:42 Hyphen c ଯେକୌଣସି କମ୍ପାଇଲେସନ୍/ସିଣ୍ଟାକ୍ସ ଏରର୍ ପାଇଁ Perl ସ୍କ୍ରିପ୍ଟ କମ୍ପାଇଲ୍ କରିବା ବଦଳାଏ
03:49 ଏବେ, ଏଣ୍ଟର ଦାବନ୍ତୁ
03:51 ଏହା, ଆମ ସ୍କ୍ରିପ୍ଟରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି କୁହେ
03:56 ଏବେ perl variables dot pl ଟାଇପ୍ କରି Perl ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
04:06 ଆଉଟପୁଟ୍ ହାଇଲାଇଟ୍‍ ହୋଇଥିବା ପରି ପ୍ରଦର୍ଶିତ ହୁଏ
04:10 ଆମେ ଘୋଷିତ କରିଥିବା variableକୁ ଏକ string ଭାଲ୍ୟୁ ମଧ୍ୟ ଦେଇପାରିବା
04:15 ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
04:18 dollar priority equal to one ବଦଳରେ ଟାଇପ୍ କରନ୍ତୁ
04:22 dollar priority equal to ସିଙ୍ଗଲ୍ ୱୋଟ୍ ମଧ୍ୟରେ high
04:28 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆସାଇନମେଣ୍ଟଗୁଡ଼ିକ ଡାହାଣରୁ ବାମକୁ ମୂଲ୍ୟାଙ୍କିତ ହେବ
04:34 scalar ଯେକୌଣସି ଡାଟା ଧରିପାରିବ, ଏହା ଏକ ଷ୍ଟ୍ରିଙ୍ଗ ହୋଇପାରେ, ନମ୍ବର ବି ହୋଇପାରେ
04:38 ଫାଇଲ୍ ସେଭ୍ କରନ୍ତୁ ଓ ପୁନର୍ବାର ସ୍କ୍ରିପ୍ଟ କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ-
04:45 perl hyphen c variables dot pl ଓ ଏଣ୍ଟର ଦାବନ୍ତୁ
04:51 ଏହା, କୌଣସି ସିଣ୍ଟାକ୍ସ ଏରର୍ ନାହିଁ ବୋଲି ଆମକୁ କୁହେ
04:55 perl variables dot pl ଟାଇପ୍ କରି ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
05:03 ଆଉଟପୁଟ୍ ଏହିପରି ପ୍ରଦର୍ଶିତ ହେବ
05:07 ଏବେ, ଟେକ୍ସଟ୍ ଏଡିଟର୍ ୱିଣ୍ଡୋକୁ ଫେରିଆସନ୍ତୁ
05:10 ଆପଣ ଡବଲ୍ କ୍ୱୋଟ୍strings ଭିତରେ ମଧ୍ୟ scalars ବ୍ୟବହାର କରିପାରିବେ, ଯେପରି-
05:15 dollar priority ସିଙ୍ଗଲ୍ ୱୋଟ୍ ମଧ୍ୟରେ String
05:19 ଏହି ଫାଇଲ୍କୁ ସେଭ୍ କରି ବନ୍ଦ କରନ୍ତୁ
05:22 ମଲ୍ଟିପଲ୍ variables କେମିତି ଡିକ୍ଲେର୍‍ କରାଯାଏ, ଶିଖିବା
05:27 ଏଥିପାଇଁ ଟେକ୍ସଟ୍ ଏଡିଟର୍ ରେ ନୂଆ ଫାଇଲ୍ ଖୋଲନ୍ତୁ
05:31 Terminal ରେ gedit multivar dot pl space ampersand ଟାଇପ୍ କରନ୍ତୁ ଓ ଏଣ୍ଟର ଦାବନ୍ତୁ
05:42 ଏହା multivar dot pl ଫାଇଲ୍ କୁ ଟେକ୍ସଟ୍ ଏଡିଟର୍ ରେ ଖୋଲିବ
05:48 ଏବେ ଟାଇପ୍ କରନ୍ତୁ -
05:50 dollar firstVar comma dollar secondVar semicolon ଓ ଏଣ୍ଟର ଦାବନ୍ତୁ
06:00 ଭେରିଏବଲ୍ dollar firstVar ରୁ dollar secondVar କୁ ଭାଲ୍ୟୁ କପି କରିବା ପାଇଁ ଟାଇପ୍ କରନ୍ତୁ -
06:07 dollar firstVar space equal to space dollar secondVar semicolon ଓ ଏଣ୍ଟର ଦାବନ୍ତୁ
06:19 ସମସ୍ତ ଗାଣିତିକ କାର୍ଯ୍ୟ ଯେପରି- ମିଶାଣ, ଫେଡାଣ, ଗୁଣନ, ହରଣ, ଏହି ଭେରିଏବଲ୍ ରେ ସମ୍ପାଦନ କରାଯାଇପାରିବ
06:30 Perl ବ୍ୟବହାର କରି ଏହାକୁ କିପରି ପ୍ରାପ୍ତ କରାଯାଇପାରିବ, ଦେଖିବା
06:34 ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ
06:36 ଓ ଉଭୟ ଭେରିଏବଲ୍ସକୁ 10 ଭାଲ୍ୟୁ ଦେବାପାଇଁ ଟାଇପ୍ କରନ୍ତୁ-
06:41 dollar firstVar equal to dollar secondVar equal to ten semicolon ଓ ଏଣ୍ଟର ଦାବନ୍ତୁ
06:51 ଏବେ, ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ, ଟାଇପ୍ କରନ୍ତୁ
06:55 print double quote firstVar: dollar firstVar and secondVar: dollar secondVar slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon ଓ ଏଣ୍ଟର ଦାବନ୍ତୁ
07:17 ଏବେ, ଫାଇଲ୍ ସେଭ୍ କରନ୍ତୁ
07:19 ଏବେ, ଏହି ଦୁଇଟି ଭେରିଏବଲ୍ସରେ ଭାଲ୍ୟୁ ଆଡ୍ କରିବା
07:23 ଏଥିପାଇଁ ଟାଇପ୍ କରନ୍ତୁ
07:25 dollar addition space equal to space dollar firstVar plus space dollar secondVar semicolon ଓ ଏଣ୍ଟର ଦାବନ୍ତୁ
07:43 ଧ୍ୟାନଦିଅନ୍ତୁ, ଆମେ addition ଭେରିଏବଲ୍ ଡିକ୍ଲେର୍‍ କରିନାହୁଁ
07:47 ପୁଣିଥରେ, addition ଭେରିଏବଲ୍‍ ର ଭାଲ୍ୟୁ ପ୍ରିଣ୍ଟ କରିବା ପାଇଁ ଟାଇପ୍ କରନ୍ତୁ
07:53 print double quote Addition is dollar addition slash n ଡବଲ୍ କ୍ୱୋଟ୍ ବନ୍ଦ କରନ୍ତୁ semicolon
08:05 ଫାଇଲ୍ ସେଭ୍ କରନ୍ତୁ
08:07 ଟର୍ମିନାଲ୍ ରେ ପୁନର୍ବାର ଫାଇଲ୍ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
08:12 perl hyphen c multivar dot pl
08:18 ସେଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ, ତେଣୁ ଆମେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିପାରିବା...
08:24 perl multivar dot pl ଟାଇପ୍ କରନ୍ତୁ
08:30 ଏହା ହାଇଲାଇଟ୍‍ ହୋଇଥିବା ପରି ଆଉଟପୁଟ୍ ପ୍ରଦର୍ଶିତ କରିବ
08:34 ସମାନ ଭାବେ, ବିୟୋଗ, ଗୁଣନ ଓ ହରଣ ଚେଷ୍ଟା କରନ୍ତୁ
08:38 ମୁଁ ଏଠାରେ କୋଡ୍ ଲେଖିଛି
08:41 ଏବେ, ଏହି ଫାଇଲ୍ କୁ ସେଭ୍ କରି ବନ୍ଦ କରନ୍ତୁ
08:46 ଫାଇଲ୍ କୁ କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
08:48 perl hyphen c multivar dot pl
08:54 ଏଥିରେ କୌଣସି ସିଣ୍ଟାକ୍ସ ଏରର୍ ନାହିଁ,ତେଣୁ, ଆମେ ସ୍କ୍ରିପ୍ଟକୁ perl multivar dot pl ଭାବରେ ଏକଜେକ୍ୟୁଟ୍ କରିପାରିବା
09:01 ଏକଜେକ୍ୟୁସନ୍ ରେ ଆଉଟପୁଟ୍ ଏହିପରି ଦେଖାଯିବ
09:06 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
09:11 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
09:14 Perlରେ scalar variablesର ଘୋଷଣା ଓ ବ୍ୟବହାର କରିବା
09:18 ଆସାଇନମେଣ୍ଟ ଭାବେ-
09:20 ଗୋଟିଏ ନମ୍ବର variable ଡିକ୍ଲେର୍‍ କରନ୍ତୁ
09:22 ଏହାକୁ 10 ଆସାଇନ୍ କରନ୍ତୁ
09:24 ଘୋଷିତ ହୋଇଥିବା variable ପ୍ରିଣ୍ଟ କରନ୍ତୁ
09:26 ଦୁଇଟି string variables ଡିକ୍ଲେର୍‍ କରନ୍ତୁ
09:29 ସେଗୁଡ଼ିକୁ “Namaste ” ଓ “India” ଭାଲ୍ୟୁ ଆସାଇନ୍‍ କରନ୍ତୁ
09:34 ସେହି ଦୁଇଟି variablesକୁ ଗୋଟିକ ପରେ ଗୋଟିଏ ପ୍ରିଣ୍ଟ କରନ୍ତୁ
09:38 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:42 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:50 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:53 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:56 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:01 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
10:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:13 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
10:29 ଆଶା, ଏହି Perl ଟ୍ୟୁଟୋରିଆଲ୍ କୁ ଆପଣ ଉପଭୋଗ କରିଥିବେ. ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:34 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep