LibreOffice-Suite-Draw/C4/Working-with-3D-objects/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, LibreOffice Drawରେ ଥିବା 3D Objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିକଳ୍ପଗୁଡିକୁ ବ୍ୟବହାର କରି କିପରି 3D objects ସୃଷ୍ଟି କରାଯାଏ ଶିଖିବା:

Extrusion 3D ଟୂଲବାର୍ 3D ରୋଟେଶନ୍ ଅବଜେକ୍ଟ

00:16 ଆମେ ଅବଜେକ୍ଟଗୁଡିକୁ edit କରିବା ସହିତ 3D ଇଫେକ୍ଟଗୁଡିକୁ ପ୍ରୟୋଗ କରିବା ଏବଂ Duplication ବ୍ୟବହାର କରି ସ୍ପେସାଲ୍ ଇଫେକ୍ଟଗୁଡିକୁ ସୃଷ୍ଟି କରିବା
00:24 ଏହି ଟ୍ୟୁଟୋରିଆଲକୁ ବ୍ୟବହାର କରିବା ପାଇଁ ଆପଣ Drawରେ ଥିବା Basic ଓ Intermediate ସ୍ତରର ଟ୍ୟୁଟୋରିଆଲଗୁଡିକ ସହିତ ନିଶ୍ଚିତରୂପେ ପରିଚିତ ହେବା ଆବଶ୍ୟକ
00:30 ଏଠାରେ ମୁଁ Ubuntu Linux ଭର୍ସନ୍ 10.04 ଏବଂ LibreOffice Suite ଭର୍ସନ୍ 3.3.4 ବ୍ୟବହାର କରୁଛି
00:40 2Dର ଆକାର ଓ ସମକ୍ଷକ 3D ଆକାର ଥିବା ଗୋଟିଏ ଜ୍ୟାମୀତିକ ଚାର୍ଟ ସୃଷ୍ଟି କରନ୍ତୁ. ଉଦାହରଣସ୍ଵରୂପ, ସ୍କୋୟାର୍ ଗୋଟିଏ 2D ଅବଜେକ୍ଟ ଅଟେ ଏବଂ କ୍ୟୁବ୍ ଏହାର 3D ଆକାର ଅଟେ
00:53 ଏଠାରେ 3DObjectsChart ଭାବେ ଗୋଟିଏ ନୂତନ Draw ଫାଇଲ୍ ଅଛି
00:59 ଚିତ୍ର ଆରମ୍ଭ କରିବା ପୂର୍ବରୁ grids ଓ guide lineଗୁଡିକୁ ସକ୍ରିୟ କରନ୍ତୁ. ଏହା ବିଷୟରେ ଆମେ ପୂର୍ବ ଟ୍ୟୁଟୋରିଆଲଗୁଡିକରେ ଶିଖିଛେ
01:08 Main ମେନୁରେ ଥିବା Viewରେ କ୍ଲିକ୍ କରିବା ସହିତ Grid ଓ Display Gridକୁ ଚୟନ କରନ୍ତୁ
01:17 ତା’ପରେ ପୁନର୍ବାର View ଉପରେ କ୍ଲିକ୍ କରିବା ସହିତ Guides ଓ Display Guidesକୁ ଚୟନ କରନ୍ତୁ
01:23 ମୁଁ ଉଭୟ ରୁଲରକୁ ସେଣ୍ଟିମିଟରରେ ସେଟ୍ କରିବାକୁ ଚାହୁଁଛି
01:29 mouse pointerକୁ ହରିଜଣ୍ଟାଲ୍ ରୁଲର୍ ଉପରେ ରଖନ୍ତୁ. ବର୍ତ୍ତମାନ ରାଇଟ୍ କ୍ଲିକ୍ କରିବା ସହିତ Centimeterକୁ ଚୟନ କରନ୍ତୁ
01:38 mouse pointer କୁ ଭର୍ଟିକଲ୍ ରୁଲର୍ ଉପରେ ରଖନ୍ତୁ. ପୁନର୍ବାର ରାଇଟ୍ କ୍ଲିକ୍ କରିବା ସହିତ Centimeterକୁ ଚୟନ କରନ୍ତୁ
01:45 ବର୍ତ୍ତମାନ pageର ଉପରି ଭାଗରେ ଗୋଟିଏ ଟେକ୍ସଟ ବକ୍ସକୁ ଅଂକନ କରନ୍ତୁ
01:49 ଏହା ମଧ୍ୟରେ ଟେକ୍ସଟ Geometric shapes in 2D and 3Dକୁ ଇନସର୍ଟ କରନ୍ତୁ
01:55 ଗୋଟିଏ snap lineକୁ ବ୍ୟବହାର କରି ବର୍ତ୍ତମାନ pageକୁ ଦୁଇଟି ସମାନ ଭାଗରେ ବିଭକ୍ତ କରନ୍ତୁ
02:01 ଭର୍ଟିକଲ୍ ରୁଲର୍ ଉପରେ କ୍ଲିକ୍ କରିବା ସହିତ ଏହାକୁ Draw page ଉପରରେ ଡ୍ରାଗ୍ କରନ୍ତୁ
02:05 ଗୋଟିଏ ଭର୍ଟିକଲ୍ ଡଟେଡ୍ ଲାଇନ୍ ଦୃଶ୍ୟମାନ ହେବ
02:08 ଡଟେଡ୍ ଲାଇନକୁ ପେଜ୍ ଉପରେ ଏପରି ରଖନ୍ତୁ ଯେପରି ଏହା ପେଜକୁ ସମାନ ଦୁଇ ଭାଗରେ ବିଭକ୍ତ କରିଦେବ
02:14 ବାମପଟରେ ଗୋଟିଏ ଟେକ୍ସଟ-ବକ୍ସକୁ ଇନସର୍ଟ କରିବା ସହିତ ଏହା ମଧ୍ୟରେ 2D Shapes ଟାଇପ୍ କରନ୍ତୁ
02:23 ଡାହାଣପଟେ ଅନ୍ୟ ଏକ ଟେକ୍ସଟ-ବକ୍ସକୁ ଅଂକନ କରିବା ସହିତ ଏହା ମଧ୍ୟରେ 3D Shapes ଟାଇପ୍ କରନ୍ତୁ
02:30 3D toolbarsକୁ ସକ୍ରିୟ କରନ୍ତୁ
02:33 Main ମେନୁରେ ଥିବା View ଉପରେ କ୍ଲିକ୍ କରିବା ସହିତ Toolbars ଓ 3D-Objectsକୁ ଚୟନ କରନ୍ତୁ
02:43 ପୁନର୍ବାର View ଉପରେ କ୍ଲିକ୍ କରିବା ସହିତ Toolbars ଓ 3D-settingsକୁ ଚୟନ କରନ୍ତୁ
02:53 3D-Objects ଓ 3D-Settings ଟୂଲ୍ ବକ୍ସଗୁଡିକ ପ୍ରଦର୍ଶିତ ହେବ
03:02 ପ୍ରଥମେ 2D shapeଗୁଡିକୁ ଅଂକନ କରନ୍ତୁ
03:05 ଗୋଟିଏ ରେକ୍ଟାଙ୍ଗଲ୍, ସ୍କୋୟାର୍, ସର୍କଲ୍ ଓ ଟ୍ରାୟଙ୍ଗଲ ଅଂକନ କରିବା ସହିତ ସେଗୁଡିକୁ ଗୋଟିଏକୁ ଅନ୍ୟର ନିମ୍ନରେ ରଖନ୍ତୁ
03:14 ଗୋଟିଏ 3D object ପ୍ରାପ୍ତ କରିବାର ମେଥଡ୍ ହେଉଛି ଏକ 2D objectକୁ ବ୍ୟବହାର କରିବା ଯାହାକୁ Extrusion କୁହାଯାଏ
03:19 ମୌଳିକ ଭାବେ, 3D object ସୃଷ୍ଟି କରିବା ପାଇଁ ସରଫେସକୁ ବାହାରକୁ ବାହାର କରିବାକୁ ପଡେ
03:25 ପ୍ରଥମେ, ରେକ୍ଟାଙ୍ଗଲର କଲରକୁ Turquoise 1ରେ ପରିବର୍ତ୍ତନ କରନ୍ତୁ
03:31 ରେକ୍ଟାଙ୍ଗଲର ଗୋଟିଏ କପୀ କରନ୍ତୁ
03:35 କପୀ ହୋଇଥିବା ରେକ୍ଟାଙ୍ଗଲକୁ ଡ୍ରାଗ୍ କରିବା ସହିତ ଏହାକୁ ପେଜର ଡାହାଣପଟ ଅର୍ଦ୍ଧେକରେ ରଖନ୍ତୁ
03:40 ବର୍ତ୍ତମାନ, ଯେତେବେଳେ ଏହା ଚୟନୀତ ହୋଇଥିବ context ମେନୁକୁ ଦେଖିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
03:45 ବର୍ତ୍ତମାନ Convert ଉପରେ କ୍ଲିକ୍ କରିବା ସହିତ 3Dକୁ ଚୟନ କରନ୍ତୁ
03:48 2D ରେକ୍ଟାଙ୍ଗଲ୍ ଗୋଟିଏ କ୍ୟୁବଏଡରେ ରୂପାନ୍ତର ହୋଇଯିବ
03:52 ରେକ୍ଟାଙ୍ଗଲ୍ ଆକାର ମଧ୍ୟରେ Rectangle ଟାଇପ୍ କରନ୍ତୁ
03:55 ଯାହାହେଉ, 3D objects ମଧ୍ୟରେ ଆମେ ଟେକ୍ସଟ ଟାଇପ୍ କରିପାରିବା ନାହିଁ
04:00 ଟେକ୍ସଟ ଟାଇପ୍ କରିବା ପାଇଁ Text toolକୁ ବ୍ୟବହାର କରିବା ଆବଶ୍ୟକ ଅଟେ
04:04 Text tool ଉପରେ କ୍ଲିକ୍ କରିବା ସହ କ୍ୟୁବଏଡ୍ ଉପରେ ଗୋଟିଏ ଟେକ୍ସଟ-ବକ୍ସ ଅଂକନ କରନ୍ତୁ
04:10 ଏହା ମଧ୍ୟରେ ଟେକ୍ସଟ Cuboid ଟାଇପ୍ କରନ୍ତୁ
04:14 ଟେକ୍ସଟ ବକ୍ସ ଓ କ୍ୟୁବଏଡକୁ ଦୁଇଟି ଭିନ୍ନ ଅବଜେକ୍ଟ ଭାବେ ବ୍ୟବହାର କରାଯିବ. ତେଣୁ ସେମାନଙ୍କୁ ଗ୍ରୁପ୍ କରନ୍ତୁ
04:21 ସେହିପରି, ଆମେ ସ୍କୋୟାର୍, ସର୍କଲ୍ ଓ ଟ୍ରାୟଙ୍ଗଲକୁ 3D objectରେ ରୂପାନ୍ତର କରିପାରିବା
04:30 2D ଓ 3D ଫିଗରଗୁଡିକର ଗୋଟିଏ ଚାର୍ଟ କରିବା ପାଇଁ ଆମେ extrusionକୁ ବ୍ୟବହାର କରିଛେ
04:36 ଏହି ଟ୍ୟୁଟୋରିଆଲକୁ ପଜ୍ କରିବା ସହିତ ଏହି ଆସାଇଅନମେଣ୍ଟର ସମାଧାନ କରନ୍ତୁ
04:40 Draw ଫାଇଲରେ ଗୋତିଏ ନୂତନ pageକୁ ସଂଯୁକ୍ତ କରନ୍ତୁ
04:42 ଗୋଟିଏ ସ୍କୋୟାର୍ ଅଂକନ କରିବା ସହିତ ଟେକ୍ସଟ Square ଟାଇପ୍ କରନ୍ତୁ
04:46 ସ୍କୋୟାରକୁ ଟେକ୍ସଟ 3Dରେ ରୂପାନ୍ତର କରନ୍ତୁ
04:49 2D ସ୍କୋୟର୍ ଟେକ୍ସଟ ସହିତ ଏହି ଟେକ୍ସଟକୁ ତୂଳନା କରନ୍ତୁ
04:53 ସୂଚନା: 3D ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ପାଇଁ 3D Settings toolbarକୁ ବ୍ୟବହାର କରନ୍ତୁ
04:58 Draw, ରେଡୀ-ମେଡ୍ 3D ସେପଗୁଡିକୁ ମଧ୍ୟ ଉପଲବ୍ଧ କରାଇଥାଏ
05:01 3D Objects toolbarକୁ ବ୍ୟବହାର କରି ଆପଣ ଏହି ସେପଗୁଡିକୁ ଇନସର୍ଟ କରିପାରିବେ
05:09 Draw ଫାଇଲରେ ଗୋଟିଏ ନୂତନ ପେଜକୁ ଇନସର୍ଟ କରନ୍ତୁ
05:13 3D-Objects toolbarରୁ ଗୋଟିଏ ସେପକୁ ଚୟନ କରନ୍ତୁ ଯେପରି Shell
05:18 ତା’ପରେ ଏହାକୁ ପେଜ ଉପରେ ଅଂକନ କରନ୍ତୁ
05:24 Draw, 2D ଅବଜେକ୍ଟଗୁଡିକ ଉପରେ ବଡୀ ରୋଟେଶନକୁ ବ୍ୟବହାର କରି 3D ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଥାଏ
05:33 ଗୋଟିଏ 2D ସେପକୁ ଅଂକନ କରନ୍ତୁ ଯେପରି Draw page ଉପରେ ଗୋଟିଏ ସର୍କଲ୍
05:39 context menu ପାଇଁ ରାଇଟ୍ କ୍ଲିକ୍ କରିବା ସହିତ Convertକୁ ଚୟନ କରନ୍ତୁ. ତା’ପରେ To 3D Rotation Objectକୁ ଚୟନ କରନ୍ତୁ
05:47 ସର୍କଲର କ’ଣ ହେଉଛି ଲକ୍ଷ୍ୟ କରନ୍ତୁ. ବର୍ତ୍ତମାନ ଏହା ଗୋଟିଏ 3D object ଅଟେ
05:54 Drawing toolbarର ନିମ୍ନରେ ଥିବା Fontwork Gallery ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:59 Favorite 16କୁ ଚୟନ କରିବା ସହିତ OK ବଟନରେ କ୍ଲିକ୍ କରନ୍ତୁ
06:04 ଟେକ୍ସଟ Fontwork, Draw page ଉପରେ ପ୍ରଦର୍ଶିତ ହୋଇଛି
06:09 ଆବଶ୍ୟକତାନୁସାରେ ଏହି ଟେକ୍ସଟକୁ ଆମେ ରିସାଇଜ୍ କରିପାରିବା
06:12 ବର୍ତ୍ତମାନ, ଆମେ ଏହି ସ୍ଥାନରେ ଅନ୍ୟ କିଛି ଟେକ୍ସଟ ଆବଶ୍ୟକ କରୁଛୁ. ତାହା କିପରି କରିବା?
06:17 ଟେକ୍ସଟ Fontwork ମଧ୍ୟରେ ସିଧାସଳଖ ଡବଲ୍ କ୍ଲିକ୍ କରନ୍ତୁ
06:21 ବର୍ତ୍ତମାନ, ବୃହତ୍ତର ଟେକ୍ସଟ ମଧ୍ୟରେ କଳା କଲରରେ ଶବ୍ଦ Fontworkକୁ ଦେଖିବା ପାଇଁ ସମର୍ଥ ହେବେ
06:26 ଏହି ଟେକ୍ସଟକୁ ଚୟନ କରିବା ସହିତ Spoken Tutorials ଟାଇପ୍ କରନ୍ତୁ
06:30 ବର୍ତ୍ତମାନ, Draw pageର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
06:33 ଶବ୍ଦ Spoken Tutorials ବର୍ତ୍ତମାନ ପେଜ୍ ଉପରେ ପ୍ରଦର୍ଶିତ ହୋଇଛି
06:36 ତା’ପରେ, 3D objects ଉପରେ ଇଫେକ୍ଟଗୁଡିକୁ କିପରି ପ୍ରୟୋଗ କରାଯାଏ ଚାଲନ୍ତୁ ଶିଖିବା
06:41 ଗୋଟିଏ ସ୍ଫେରିକାଲ୍ ସେପ୍ ଉପରେ ଇଫେକ୍ଟଗୁଡିକୁ ପ୍ରୟୋଗ କରନ୍ତୁ
06:44 ତେଣୁ, ଏହାକୁ ଚୟନ କରିବା ସହିତ କଣ୍ଟେକ୍ସଟ ମେନୁ ପାଇଁ ରାଇଟ୍-କ୍ଲିକ୍ କରନ୍ତୁ. ବର୍ତ୍ତମାନ 3D Effectsକୁ ଚୟନ କରନ୍ତୁ
06:51 ଆପଣ ଏଠାରେ ଅନେକ ବିକଳ୍ପଗୁଡିକୁ ଦେଖିବାକୁ ପାଇବେ
06:57 ପ୍ରଦର୍ଶନ ଉଦ୍ଦେଶ୍ୟରେ Depth ପାରାମିଟରକୁ 3cmରେ ପରିବର୍ତ୍ତନ କରନ୍ତୁ
07:05 Segments ଅଧିନରେ ଥିବା Horizontalକୁ 12ରେ ପରିବର୍ତ୍ତନ କରନ୍ତୁ
07:10 Normal ଅଧିନରେ ଥିବା ବିକଳ୍ପ Flatକୁ ଚୟନ କରନ୍ତୁ
07:14 ଅବଜେକ୍ଟର ଦୃଶ୍ୟମାନତାକୁ ଏହାର preview windowରେ ଦେଖନ୍ତୁ
07:19 ବର୍ତ୍ତମାନ ଡାଇଲଗ୍ ବକ୍ସର ଉପର ଡାହାଣପଟ କୋଣରେ ଥିବା Assign ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:26 ତା’ପରେ ଡାଇଲଗ୍ ବକ୍ସରୁ ବାହାର ହେବା ପାଇଁ ଉପର ବାମପଟ କୋଣରେ ଥିବା X markରେ କ୍ଲିକ୍ କରନ୍ତୁ
07:32 ବର୍ତ୍ତମାନ ସେପକୁ ଲକ୍ଷ୍ୟ କରନ୍ତୁ. ଚୟନ ହୋଇଥିବା ଇଫେକ୍ଟ ଏହା ଉପରେ ପ୍ରୟୋଗ ହୋଇଯାଇଛି
07:38 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ସ୍ଲାଇଡରେ ପ୍ରଦର୍ଶିତ ହେବା ଭଳି ଗୋଟିଏ ସମାନ ଛବି ସୃଷ୍ଟି କରନ୍ତୁ
07:45 ଏହା କରିବା ପାଇଁ 3D Effects ଡାଇଲଗ୍ ବକ୍ସକୁ ବ୍ୟବହାର କରନ୍ତୁ
07:49 2D ଓ 3D ଅବଜେକ୍ଟଗୁଡିକ ସହିତ Duplicationକୁ ବ୍ୟବହାର କରି ସ୍ପେସାଲ୍ ଇଫେକ୍ଟଗୁଡିକୁ ମଧ୍ୟ ସୃଷ୍ଟି କରିହେବ
07:55 ଗୋଟିଏ ନୂତନ ପେଜକୁ ସୃଷ୍ଟି କରିବା ସହିତ ଏହା ମଧ୍ୟରେ ଏକ ରେକ୍ଟାଙ୍ଗଲକୁ ଅଂକନ କରନ୍ତୁ
08:00 2D ରେକ୍ଟାଙ୍ଗଲ୍ ଉପରେ Duplicationକୁ ବ୍ୟବହାର କରି ଗୋଟିଏ ଇଫେକ୍ଟ ସୃଷ୍ଟି କରନ୍ତୁ
08:04 Main ମେନୁରେ ଥିବା Editକୁ ଚୟନ କରିବା ସହିତ Duplicateରେ କ୍ଲିକ୍ କରନ୍ତୁ
08:09 Duplicate ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ
08:12 ନିମ୍ନଲିଖିତ ଭେଲ୍ୟୁଗୁଡିକୁ ପ୍ରବେଶ କରନ୍ତୁ - Number of copies = 10
08:18 Placement ଅଧିନରେ, X Axis = 10
08:26 Y Axis = 20
08:30 Angle = 0 degrees.
08:34 ଡିଫଲ୍ଟ ଭାବେ Enlargement Width ଓ Heightକୁ ରଖନ୍ତୁ
08:44 ଆପଣ Start କଲରକୁ ୟେଲୋ, End କଲରକୁ ରେଡ୍ ରଖନ୍ତୁ
08:57 OKରେ କ୍ଲିକ୍ କରିବା ସହିତ ପ୍ରାପ୍ତ ହୋଇଥିବା ଚମତ୍କାର ଇଫେକ୍ଟକୁ ଲକ୍ଷ୍ୟ କରନ୍ତୁ
09:04 କୋଣଗୁଡିକ ସହିତ ଅନ୍ୟାନ୍ୟ ଭେଲ୍ୟୁଗୁଡିକୁ ପରିବର୍ତ୍ତନ କରିବା ଦ୍ଵାରା ଆପଣ ଅନେକ ଇଫେକ୍ଟ ପ୍ରାପ୍ତ କରିପାରିବେ
09:09 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:12 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ବିକଳ୍ପଗୁଡିକୁ ବ୍ୟବହାର କରି କିପରି 3D ଅବଜେକ୍ଟଗୁଡିକୁ ସୃଷ୍ଟି କରାଯାଏ ଶିଖିଲେ:

Extrusion 3D ଟୂଲବାର୍ 3D ରୋଟେଶନ୍ ଅବଜେକ୍ଟ

09:23 3D ଅବଜେକ୍ଟଗୁଡିକୁ ସୃଷ୍ଟି କରିବା ଏବଂ ଅବଜେକ୍ଟଗୁଡିକରେ 3D effects ପ୍ରୟୋଗ କରିବା ଶିଖିଲେ
09:27 Duplicationକୁ ବ୍ୟବହାର କରି ଆମେ ସ୍ପେସାଲ୍ ଇଫେକ୍ଟଗୁଡିକୁ ସୃଷ୍ଟି କରିବା ମଧ୍ୟ ଶିଖିଲେ
09:32 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
09:35 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:39 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:53 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:59 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:03 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:10 ଏହି ମିଶନ୍ ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:20 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep