LibreOffice-Suite-Draw/C2/Insert-text-in-drawings/Oriya

From Script | Spoken-Tutorial
Jump to: navigation, search
Time Narration
00:01 LibreOffice Draw ରେ ଡ୍ରଇଙ୍ଗ୍ସରେ ଟେକ୍ସଟ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
00:10 ଡ୍ରଇଙ୍ଗ୍‌ ରେ ଟେକ୍ସଟ୍ ସହିତ କାମ କରିବା
00:12 ଡ୍ରଇଙ୍ଗ୍‌ରେ ଟେକ୍ସଟ୍ ଫର୍ମାଟ୍ କରିବା ଏବଂ
00:15 ଟେକ୍ସଟ୍ ବକ୍ସ ସହିତ କାମ କରିବା
00:17 ଆମେ ଆହୁରି ମଧ୍ୟ ଶିଖିବା :
00:19 indents, space ସେଟ୍ କରିବା ଏବଂ ଟେକ୍ସଟ୍ ଆଲାଇନ୍ କରିବା
00:22 Lines ଏବଂ Arrows ରେ ଟେକ୍ସଟ୍ ଯୋଗ କରିବା
00:26 Callouts ମଧ୍ୟରେ ଟେକ୍ସଟ୍ ରଖିବା
00:29 ଦୁଇଟି ଉପାୟରେ ଟେକ୍ସଟ୍ ଆଡ୍ ହୋଇପାରିବ :
00:31 lines ଏବଂ arrows ସମେତ
00:35 ସିଧାସଳଖ ତିଆରି ହୋଇଥିବା ଅବଜେକ୍ଟ ଭିତରେ ରଖାଯାଇପାରିବ
00:37 ଏହାକୁ ସ୍ୱତନ୍ତ୍ର ଡ୍ର’ ଅବ୍ଜେକ୍ଟ ଭାବେ ଏକ ଟେକ୍ସଟ୍ ବକ୍ସ ଭିତରେ ରଖାଯାଇପାରିବ
00:42 ଆମେ ବ୍ୟବହାର କରୁଛୁ
00:44 ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4
00:52 Water Cycle” ଡ୍ର’ ଫାଇଲ୍ ଖୋଲନ୍ତୁ ଏବଂ ସେଥିରେ କିଛି ଟେକ୍ସଟ୍ ଯୋଗ କରନ୍ତୁ
00:57 ସୂର୍ଯ୍ୟ ପାଖରେ ଥିବା ଦୁଇଟି ଧଳା ବାଦଲରେ, “Cloud Formation” ଟେକ୍ସଟ୍ ଯୋଗ କରିବା
01:04 ଧଳା ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ
01:06 ଗ୍ରୁପ୍ ଭିତରେ ପଶିବା ପାଇଁ, ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:10 ଉପର ବାଦଲ ସିଲେକ୍ଟ କରନ୍ତୁ
01:13 ଡ୍ରଇଙ୍ଗ୍ ଟୁଲବାର୍ ରୁ Text ଟୁଲ୍ ସିଲେକ୍ଟ କରନ୍ତୁ
01:17 କର୍ସର୍ ଏକ ଛୋଟ vertical blinking line ରେ ପରିବର୍ତ୍ତନ ହୋଇଥିବାର ଦେଖିପାରୁଛନ୍ତି କି?
01:23 ଏହା ହେଉଛି ଟେକ୍ସଟ୍ କର୍ସର୍
01:25 Cloud Formation” ଟେକ୍ସଟ୍ ଟାଇପ୍ କରନ୍ତୁ
01:29 ଏବେ ପେଜ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
01:33 ଅନ୍ୟ ଧଳା ବାଦଲରେ ମଧ୍ୟ ସମାନ ଟେକ୍ସଟ୍ ଏଣ୍ଟର୍ କରନ୍ତୁ
01:37 ଗ୍ରୁପ୍‌ରୁ ବାହାରିବା ପାଇଁ, ପେଜ୍‌ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ
01:42 ଏବେ ସମାନ ଢଙ୍ଗରେ ସୂର୍ଯ୍ୟଙ୍କ ନାମ ଦିଅନ୍ତୁ
01:45 ଅବ୍ଜେକ୍ଟ ଭିତରେ ଟେକ୍ସଟ୍ ଏଣ୍ଟର୍ କରିବା, ଏହାଠାରୁ ସହଜ ହୋଇପାରିବ ନାହିଁ !
01:50 ଏହାପରେ gray ବାଦଲ ଗ୍ରୁପ୍‌କୁ ସିଲେକ୍ଟ କରନ୍ତୁ
01:53 ପୂର୍ବ ଭଳି, ଗ୍ରୁପ୍‌ରେ ପଶିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
01:57 ପ୍ରତ୍ୟେକ ବାଦଲରେ “Rain Cloud” ଟାଇପ୍ କରନ୍ତୁ
02:02 gray ବାଦଲ ଭିତରେ ଥିବା ଟେକ୍ସଟ୍ କଳା ରଙ୍ଗର ହୋଇଥିବାରୁ ଦୃଶ୍ୟମାନ ହେଉନାହିଁ
02:07 ତେଣୁ ଟେକ୍ସଟ୍ ର କଲର୍ ବଦଳାଇ ଧଳା କରନ୍ତୁ
02:11 ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Character” ସିଲେକ୍ଟ କରନ୍ତୁ
02:17 Character” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
02:20 Font Effects” ଟ୍ୟାବ୍ କ୍ଲିକ୍ କରନ୍ତୁ
02:23 Font color” field ରେ ତଳକୁ scroll କରି “White” ସିଲେକ୍ଟ କରନ୍ତୁ
02:28 OK କ୍ଲିକ୍ କରନ୍ତୁ
02:30 font color ଧଳା ହୋଇଯିବ
02:33 ସମାନ ଢଙ୍ଗରେ, ଆସନ୍ତୁ ଦ୍ୱିତୀୟ ବାଦଲର ଟେକ୍ସଟ୍ କଲର୍ ପରିବର୍ତ୍ତନ କରିବା
02:38 ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ ରାଇଟ୍ କ୍ଲିକ୍ କରି “Character” ସିଲେକ୍ଟ କରନ୍ତୁ
02:43 “Font color” ରେ “White” ବାଛନ୍ତୁ
02:46 ଗ୍ରୁପ୍‌ରୁ ବାହାରିବା ପାଇଁ, ପେଜ୍‌ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ
02:50 ସମାନ ଭାବେ, ତ୍ରିଭୂଜରେ “Clouds” ଟାଇପ୍ କରନ୍ତୁ, ଯାହା ପାହାଡ଼କୁ ଚିତ୍ରଣ କରେ
02:58 Character ପାଇଁ ଟେକ୍ସଟ୍ ଫର୍ମାଟ୍ କରିପାରିବେ,ତାହା font styles ପରିବର୍ତ୍ତନ କରି font କୁ special effects ଦେବ
03:05 Paragraph ପାଇଁ ମଧ୍ୟ ଟେକ୍ସଟ୍ ଫର୍ମାଟ୍ କରିପାରିବେ, ଯେପରି ଟେକ୍ସଟ୍ ଆଲାଇନ୍, indents କିମ୍ବା spacing ସେଟ୍ ଏବଂ tab positions ସେଟ୍ କରିବା
03:13 ନହେଲେ ଏହି ଡାୟଲଗ୍ ବକ୍ସଗୁଡ଼ିକୁ ପାଇପାରିବେ-
03:16 Context menu ରୁ କିମ୍ବା
03:18 Main menu ରୁ
03:21 Main menu ରୁ Character ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ Format କ୍ଲିକ୍ କରି Character ସିଲେକ୍ଟ କରନ୍ତୁ
03:28 Main menu ରୁ Paragraph ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ Format କ୍ଲିକ୍ କରି Paragraph ସିଲେକ୍ଟ କରନ୍ତୁ
03:36 ଆୟତକ୍ଷେତ୍ର ଭିତରେ, କେଉଁଠି ଭୂତଳ ଜଳ ଜମି ରହିଛି, ଦେଖାଇବା ପାଇଁ ଏକ ମୋଟା କଳା ଲାଇନ୍ ଟାଣନ୍ତୁ
03:43 Drawing ଟୁଲ୍ ବାର୍ରୁ “Line” ସିଲେକ୍ଟ କରନ୍ତୁ
03:46 ପେଜ୍‌କୁ କର୍ସର୍ ଆଣନ୍ତୁ, ମାଉସ୍‌ର ବାମ ବଟନ୍ ଦାବି ବାମରୁ ଡାହଣକୁ ଡ୍ରାଗ୍ କରନ୍ତୁ
03:54 ଏକ horizontal line ଟାଣନ୍ତୁ, ଯାହା ଆୟତକ୍ଷେତ୍ରକୁ ସମାନ ଦୁଇ ଭାଗରେ ବିଭକ୍ତ କରିବ
04:01 ଭୂମି, ଦୁଇ ଭାଗରେ ବିଭକ୍ତ ହୋଇଗଲା !
04:04 ଏବେ ଲାଇନ୍ କୁ ଓସାରିଆ କରନ୍ତୁ
04:07 Line ସିଲେକ୍ଟ କରି context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
04:11 “Line” କ୍ଲିକ୍ କରନ୍ତୁ, “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
04:16 Style” ଫିଲ୍ଡରେ drop down box କ୍ଲିକ୍ କରନ୍ତୁ
04:20 “Ultrafine 2 Dots 3 Dashes” ସିଲେକ୍ଟ କରନ୍ତୁ
04:24 Width fieldରେ ଭାଲ୍ୟୁ ପଏଣ୍ଟ 70 ଏଣ୍ଟର୍ କରନ୍ତୁ
04:29 OK କ୍ଲିକ୍ କରନ୍ତୁ
04:31 ଲାଇନ୍‌ଟି ଓସାରିଆ ହୋଇଗଲା !
04:34 ଆୟତକ୍ଷେତ୍ର ଭିତରେ “Ground water table” ଇନ୍ସର୍ଟ କରନ୍ତୁ
04:39 ପ୍ରଥମେ ଟେକ୍ସଟ୍ ଟୁଲ୍ ସିଲେକ୍ଟ କରନ୍ତୁ
04:42 ଡ୍ରଇଙ୍ଗ୍ ଟୁଲ୍ ବାର୍ ଉପରେ ଏହା ହେଉଛି capital “T” ଅପ୍ସନ୍
04:46 ଡ୍ର’ ପେଜ୍କୁ ଆସନ୍ତୁ
04:49 ଏବେ କର୍ସର୍ ତଳେ ଏକ ଛୋଟ କ୍ୟାପିଟାଲ୍ I ସହିତ ତାହା ଏକ Plus signରେ ପରିବର୍ତ୍ତିତ ହୋଇଗଲା
04:55 ଆୟତକ୍ଷେତ୍ର ଭିତରେ କ୍ଲିକ୍ କରନ୍ତୁ
04:57 ଦେଖନ୍ତୁ, ଏକ ଟେକ୍ସଟ୍ ବକ୍ସ ପ୍ରଦର୍ଶିତ ହୁଏ
05:01 ଏଠାରେ “Ground water table” ଟାଇପ୍ କରନ୍ତୁ
05:05 ଟେକ୍ସଟ୍-ବକ୍ସ ର ସେଣ୍ଟର୍‌ରେ ଟେକ୍ସଟ୍‍ ଆଲାଇନ୍ କରିବା ପାଇଁ, ଟେକ୍ସଟ୍- ବକ୍ସ ଭିତରେ କର୍ସର୍ ରଖନ୍ତୁ
05:12 ଉପରେ ଥିବା Standard ଟୁଲ୍ବାର୍ରେ “Centered” ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:19 ସମାନ ଭାବେ, ତ୍ରିଭୂଜ ଭିତରେ
05:22 “Rain water flows from land into rivers and sea” ଟେକ୍ସଟ୍ ଆଡ୍ କରନ୍ତୁ
05:30 ଟ୍ୟୁଟୋରିଆଲ୍‌କୁ ବିରତି ଦେଇ ଏହି ଆସାଇନମେଣ୍ଟ କରନ୍ତୁ
05:33 ଏକ ବର୍ଗକ୍ଷେତ୍ର ଆଙ୍କନ୍ତୁ
05:35 ଟେକ୍ସଟ୍ This is a square
05:38 A square has four equal sides and four equal angles. Each angle in a square is ninety degrees
05:46 The square is a quadrilateral ଇନ୍ସର୍ଟ କରନ୍ତୁ
05:50 ଟେକ୍ସଟ୍ ଡାୟଲଗ୍ ବକ୍ସ ଭିତରେ ଥିବା ଅପ୍ସନ୍ ବ୍ୟବହାର କରି, ଏହି ଟେକ୍ସଟ୍ କୁ ଫର୍ମାଟ୍ କରନ୍ତୁ
05:54 ଟେକ୍ସଟ୍ ରେ font, size, style ଏବଂ alignment ଅପ୍ସନ୍ସ ଲାଗୁ କରନ୍ତୁ
06:00 ଏବେ ଡାଇଗ୍ରାମ୍ ଭିତରେ ଆରୋଗୁଡ଼ିକୁ ଆରେଞ୍ଜ କରନ୍ତୁ
06:03 ଏହି ଆରୋଗୁଡ଼ିକ ଭୂମି, ଉଦ୍ଭିଦ ଏବଂ ଜଳାଶୟରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ହେଉଥିବା ଦେଖାଇବ
06:12 ପୂରା ବାମ ପାର୍ଶ୍ୱରେ ଥିବା ଆରୋକୁ ସିଲେକ୍ଟ କରନ୍ତୁ
06:14 କ୍ଲିକ୍ କରି ପାହାଡ଼ ଆଡ଼କୁ ଡ୍ରାଗ୍ କରନ୍ତୁ
06:18 ମଝି ଆରୋକୁ ସିଲେକ୍ଟ କରନ୍ତୁ
06:21 କ୍ଲିକ୍ କରି ଗଛ ଆଡ଼କୁ ଡ୍ରାଗ୍ କରନ୍ତୁ
06:25 ତୃତୀୟ ଆରୋ, ପାଣିରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ଦେଖାଏ
06:31 ପାହାଡ଼ରୁ ପାଣି ଗଡ଼ୁଥିବା ଦେଖାଇବାକୁ ଏକ ରେଖା ଆଙ୍କିବା ପାଇଁ Curve ଅପ୍ସନ୍ ବ୍ୟବହାର କରନ୍ତୁ
06:37 ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “Curve” କ୍ଲିକ୍ କରି “Freeform Line” ସିଲେକ୍ଟ କରନ୍ତୁ
06:43 ଡ୍ର’ ପେଜ୍ ରେ, ପାହାଡ଼ ପାଖରେ କର୍ସର୍ ରଖନ୍ତୁ
06:47 ମାଉସ୍‌ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ
06:51 ଏକ curved line ଆଙ୍କିହୋଇଗଲା !
06:53 ଏବେ ପ୍ରତ୍ୟେକ ଆରୋର ବିବରଣ ଯୋଡ଼ିବା
06:58 ଡାହାଣରୁ ପ୍ରଥମ ଆରୋ ସିଲେକ୍ଟ କରି “Evaporation from rivers and seas” ଟାଇପ୍ କରନ୍ତୁ
07:06 ପେଜ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
07:08 Line ଉପରେ ଟେକ୍ସଟ୍ ଦେଖାଯିବ
07:12 ଧ୍ୟାନଦିଅନ୍ତୁ ଯେ, ଠିକ୍ ଲାଇନ୍ ଉପରେ ଟେକ୍ସଟ୍ ରହିଥିବାରୁ ଏହା ସ୍ପଷ୍ଟ ଦେଖାଯାଉନି
07:18 ଲାଇନ୍ ଉପରକୁ ଟେକ୍ସଟ୍ ନେବା ପାଇଁ, ଲାଇନ୍ ଉପରେ କ୍ଲିକ୍ କରନ୍ତୁ
07:22 ଟେକ୍ସଟ୍, horizontally ରହିଛି
07:25 ଟେକ୍ସଟ୍ ର ଶେଷ ଭାଗରେ କର୍ସର୍ ରଖି “Enter” କୀ ଦାବନ୍ତୁ
07:30 ପେଜ୍‌ରେ କ୍ଲିକ୍ କରନ୍ତୁ
07:32 ଟେକ୍ସଟ୍ ଆଲାଇନ୍ ହୋଇଯିବ
07:35 context menu ରୁ ଅପ୍ସନ୍ ବ୍ୟବହାର କରି, ଲାଇନ୍ ଏବଂ ଆରୋ ଉପରେ ଟାଇପ୍ କରାଯାଇଥିବା ଟେକ୍ସଟ୍ ମଧ୍ୟ ଫର୍ମାଟ୍ କରାଯାଇପାରିବ
07:41 context menu ବ୍ୟବହାର କରି font size ଫର୍ମାଟ୍ କରନ୍ତୁ
07:45 ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ
07:47 “Evaporation from rivers and seas”
07:50 ଏବେ ଟେକ୍ସଟ୍, horizontal ଅଟେ
07:53 ଟେକ୍ସଟ୍ ସିଲେକ୍ଟ କରି, context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
07:58 Size ସିଲେକ୍ଟ କରି 22 କ୍ଲିକ୍ କରନ୍ତୁ
08:02 font ସାଇଜ୍ ପରିବର୍ତ୍ତନ ହୋଇଗଲା
08:05 ଏବେ ଅନ୍ୟ ସମସ୍ତ ଆରୋ ପାଇଁ ନିମ୍ନ ଟେକ୍ସଟ୍ ଟାଇପ୍ କରନ୍ତୁ
08:09 Evaporation from soil
08:12 Evaporation from vegetation
08:17 Run off water from the clouds
08:22 Grey ବାଦଲ ରୁ ବର୍ଷା ପଡ଼ୁଥିବା ଦେଖାନ୍ତୁ
08:26 ବର୍ଷା ଦେଖାଇବା ପାଇଁ ଆମେ dotted arrows ଆଙ୍କିବା, ଯାହା ବାଦଲରୁ ତଳ ଆଡ଼କୁ ସୂଚାଉଥିବ
08:32 ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “Line Ends with Arrow” ସିଲେକ୍ଟ କରନ୍ତୁ
08:37 ଏହାପରେ ବାମରୁ ପ୍ରଥମ grey ବାଦଲ ଉପରେ କର୍ସର୍ ରଖନ୍ତୁ
08:42 ମାଉସ୍‌ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ
08:46 Context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ
08:50 Line ଡାୟଲଗ୍ ବକ୍ସ ଦେଖାଯିବ
08:53 Line” ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ
08:56 ଏବଂ 2 dots 1 dash' ସିଲେକ୍ଟ କରନ୍ତୁ
08:58 OK କ୍ଲିକ୍ କରନ୍ତୁ
09:00 ଆମେ ଏକ dotted arrow ଆଙ୍କିଦେଲେ
09:02 ଏହି ବାଦଲ ପାଇଁ ଆଉ ଦୁଇଟି ଆରୋ, କପି ଏବଂ ପେଷ୍ଟ କରିବା
09:06 ଏବେ, ଅନ୍ୟ ବାଦଲ ପାଇଁ ଦୁଇଟି ଆରୋ କପି ଏବଂ ପେଷ୍ଟ କରନ୍ତୁ
09:12 ଏବେ dotted arrows ରେ “Rain” ଟାଇପ୍ କରନ୍ତୁ
09:21 Water ଅବ୍ଜେକ୍ଟ ଠିକ୍ ଉପରକୁ, ଏକ ଟେକ୍ସଟ୍ ବକ୍ସରେ “Evaporation to form the Clouds” ଟାଇପ୍ କରନ୍ତୁ
09:28 'Drawing ଟୁଲ୍ ବାର୍ ର ଟେକ୍ସଟ୍ ଟୁଲ୍ ସିଲେକ୍ଟ କରି ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ
09:35 ଏହା ଭିତରେ “Evaporation to form the Clouds” ଟାଇପ୍ କରନ୍ତୁ
09:41 Drawing ଟୁଲ୍ ବାର୍ ରୁ "ଟେକ୍ସଟ୍ ଟୁଲ୍" ସିଲେକ୍ଟ କରନ୍ତୁ
09:44 ଏବଂ grey ବାଦଲ ପାଖରେ ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ
09:48 ଏହା ଭିତରେ “Condensation to form rain” ଟାଇପ୍ କରନ୍ତୁ
09:53 ପ୍ରଥମେ ଟେକ୍ସଟ୍ ବକ୍ସ border ଉପରେ କ୍ଲିକ୍ କରି, ଟେକ୍ସଟ୍ ବକ୍ସ ଘୁଞ୍ଚାନ୍ତୁ
09:57 ଏବେ ଡ୍ରାଗ୍ କରି ଏହାକୁ ବାଞ୍ଛିତ ସ୍ଥାନରେ ରଖନ୍ତୁ
10:02 ପୂର୍ବ ସୋପାନ ଅନୁସରଣ କରି “WaterCycle Diagram” ଶୀର୍ଷକ ଦିଅନ୍ତୁ
10:07 ଟେକ୍ସଟ୍ ବକ୍ସ ବ୍ୟବହାର କରି, ଟେକ୍ସଟ୍ କୁ Bold କରନ୍ତୁ
10:16 ଆମେ Water Cycle diagram ଆଙ୍କିବା ସମ୍ପୂର୍ଣ୍ଣ କରିଛେ !
10:20 ଏବେ, Callouts ବିଷୟରେ ଶିଖିବା
10:22 Callouts କ’ଣ ?
10:24 ସେଗୁଡ଼ିକ ହେଉଛି ସ୍ୱତନ୍ତ୍ର ଟେକ୍ସଟ୍ ବକ୍ସମାନ, ଯାହା ଡ୍ର’ ପେଜ୍ ଭିତରେ
10:29 ଏକ ଅବଜେକ୍ଟ କିମ୍ବା ଏକ ସ୍ଥାନକୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରେ
10:33 ଉଦାହରଣସ୍ୱରୂପ, ଅଧିକାଂଶ comic books ରେ
10:36 Callouts ଭିତରେ ଟେକ୍ସଟ୍ ଥାଏ
10:39 ଡ୍ର’ ଫାଇଲ୍‌ରେ ଏକ ନୂଆ ପେଜ୍ ଯୋଡ଼ନ୍ତୁ
10:42 Main ମେନୁରୁ Insert ସିଲେକ୍ଟ କରି Slide କ୍ଲିକ୍ କରନ୍ତୁ
10:47 ଏକ ନୂଆ ପେଜ୍ ଇନ୍ସର୍ଟ ହୋଇଗଲା
10:50 ଏକ Callout ଆଙ୍କିବା ପାଇଁ, Drawing ଟୁଲ ବାର୍ କୁ ଆସନ୍ତୁ
10:54 Callout ଆଇକନ୍ ପାଖରେ ଥିବା ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
10:59 ବିଭିନ୍ନ ପ୍ରକାରର Callouts ପ୍ରଦର୍ଶିତ ହେଲା
11:01 Rectangular Callout ଉପରେ କ୍ଲିକ୍ କରନ୍ତୁ
11:04 ପେଜ୍‌କୁ କର୍ସର୍ ଆଣନ୍ତୁ, ମାଉସ୍‌ର ବାମ ବଟନ୍ ଦାବି ଡ୍ରାଗ୍ କରନ୍ତୁ
11:10 ଏକ Callout ତିଆରି ହୋଇଗଲା
11:12 ଅନ୍ୟ ଅବଜେକ୍ଟରେ ଯେପରି କରିଥିଲେ, ଆପଣ ସେହିଭଳି Callout ଭିତରେ ଟେକ୍ସଟ୍ ଏଣ୍ଟର୍ କରିପାରିବେ
11:18 ଡବଲ୍ କ୍ଲିକ୍ କରି Callout ଭିତରେ “This is an example” ଟେକ୍ସଟ୍ ଟାଇପ୍ କରନ୍ତୁ
11:25 ଲିବର୍ ଅଫିସ୍ ଡ୍ର’ ଉପରେ ଏହା ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
11:30 ଏହି ଟ୍ୟୁଟୋରିଆଲ୍‌ରେ ଆପଣ ଶିଖିଲେ :
11:33 ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହ କାମ କରିବା
11:35 ଡ୍ରଇଙ୍ଗ୍ ରେ ଟେକ୍ସଟ୍ ଫର୍ମାଟ୍ କରିବା
11:38 ଟେକ୍ସଟ୍ ବକ୍ସ ସହିତ କାମ କରିବା
11:40 Indenting, spacing ଏବଂ ଟେକ୍ସଟ୍ align କରିବା
11:44 Lines ଏବଂ Arrows ରେ ଟେକ୍ସଟ୍ ଆଡ୍ କରିବା
11:46 Callouts ଭିତରେ ଟେକ୍ସଟ୍ ରଖିବା
11:50 ଏକ ଆସାଇନମେଣ୍ଟ ଭାବେ -
11:53 ସ୍ଲାଇଡ୍ ରେ ପ୍ରଦର୍ଶିତ ପରି ଏକ note book label ଏବଂ ଏକ invitation ତିଆରି କରନ୍ତୁ
12:00 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
12:03 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
12:06 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
12:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
12:13 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
12:17 ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
12:20 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (spoken-tutorial.org)କୁ ଲେଖନ୍ତୁ
12:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
12:31 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
12:39 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:50 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep