LibreOffice-Suite-Calc/C3/Advanced-Formatting-and-Protection/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ କାଲ୍କରେ Advanced Formatting ଓ Protection ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:

ସ୍ପ୍ରେଡ୍ ଶୀଟ୍ ରେ ପାସୱର୍ଡ କିପରି ପ୍ରୋଟେକ୍ଟ କରାଯାଏ ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ସିଙ୍ଗଲ୍ ଶୀଟ୍ କିମ୍ୱା ଏକ ଟ୍ୟାବ୍ କୁ ପାସୱର୍ଡ କିପରି ପ୍ରୋଟେକ୍ଟ କରେ ଡାଟାବେସ୍ ପାଇଁ ରେଞ୍ଜେସ୍ କିପରି ପରିଭାଷିତ କରାଯାଏ ସବ୍ ଟୋଟାଲ୍ ଅପ୍ସନ୍ କିପରି ବ୍ୟବହାର କରାଯାଏ କିପରି ସେଲ୍ସ ଭେଲିଡେଟ୍ କରାଯାଏ |

00:25 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00:35 “Personal-Finance-Tracker.ods” ଖୋଲନ୍ତୁ |
00:40 ପ୍ରଥମେ, ଏହି ଫାଇଲ୍ କୁ ପାସୱର୍ଡ ପୋଟେକ୍ଟ କିପରି କରାଯାଏ, ଶିଖିବା |
00:44 ଏହି ଅପ୍ସନ୍ ସୁନିଶ୍ଚିତ କରେ ଯେ, କେବଳ ପାସୱର୍ଡ ଜାଣିଥିବା ଲୋକମାନେ ହିଁ ଏହି ଫାଇଲ୍ କୁ ଖୋଲିପାରିବେ |
00:51 ମେନ୍ ମେନୁରୁ File ଓ Save As କ୍ଲିକ୍ କରନ୍ତୁ |
00:55 ସେଭ୍ ଡାୟଲଗ୍ ବକ୍ସ ଦେଖାଦେବ |
00:58 ପାସୱର୍ଡ ବକ୍ସ ସହିତ ସେଭ୍ ଚେକ୍ କରନ୍ତୁ |
01:03 ସେଭ୍ ରେ କ୍ଲିକ୍ କରନ୍ତୁ |
01:06 ଯେହେତୁ ଆମେ Save As ଅପ୍ସନ୍ ବ୍ୟବହାର କରୁଛେ, ଏହାକୁ ଭିନ୍ନ ଫାଇଲ୍ ଭାବେ ସେଭ୍ କରିପାରିବା କିମ୍ୱା ଏହି ଫାଇଲ୍ କୁ ରିପ୍ଲେସ୍ କରିପାରିବା |
01:15 ଆମେ ଫାଇଲ୍ ରିପ୍ଲେସ୍ କରିବା |
01:18 Yes କ୍ଲିକ୍ କରନ୍ତୁ |
01:20 ତା’ପରେ ଏକ ପାସୱର୍ଡ ଏଣ୍ଟର୍ କରନ୍ତୁ |
01:23 confirm boxରେ ମଧ୍ୟ ପାସୱର୍ଡକୁ ରିଏଣ୍ଟର୍ କରନ୍ତୁ ଓ OK କ୍ଲିକ୍ କରନ୍ତୁ |
01:30 Personal-Finance-Tracker.ods କ୍ଲୋଜ୍ କରନ୍ତୁ |
01:36 ଏବେ, ଆମେ ଏହି ଫାଇଲ୍ କୁ ରିଓପନ୍ କରି ଦେଖିବା କ’ଣ ହେଉଛି |
01:41 Enter Password ଡାୟଲଗ୍ ବକ୍ସ ଦେଖାଦେଲା!
01:45 ଏଠାରେ ଆମେ ଏକ ଭୁଲ୍ ପାସୱର୍ଡ ଏଣ୍ଟର୍ କରିବା |
01:48 OK କ୍ଲିକ୍ କରନ୍ତୁ |
01:50 password is incorrect କହୁଥିବା ଏକ ଏରର୍ ମେସେଜ୍ ଆମକୁ ମିଳେ |
01:56 ଏବେ, ଠିକ୍ ପାସୱର୍ଡ ଟାଇପ୍ କରନ୍ତୁ |
01:59 ଫାଇଲ୍ ଖୋଲିଲା |
02:01 ଆମେ ପାସୱର୍ଡ ଅପ୍ସନ୍ କିପରି କାଢ଼ିବା? ଏହା ମଧ୍ୟ ବହୁତ ସରଳ |
02:07 କେବଳ Save with password ଅପ୍ସନ୍ ଅନ୍-ଚେକ୍ କରିବାକୁ ହେବ |
02:10 ପୁଣିଥରେ ଆମେ ସେଭ୍ ଅପ୍ସନ୍ ବ୍ୟବହାର କରି ଏହାକୁ ଭିନ୍ନ ଫାଇଲ୍ ଭାବରେ ସେଭ୍ କରିପାରିବା କିମ୍ୱା ଫାଇଲ୍ କୁ ରିପ୍ଲେସ୍ କରିପାରିବା |
02:18 ଏଠାରେ ଆମେ ଫାଇଲ୍ କୁ ରିପ୍ଲେସ୍ କରିବା |
02:21 Yes କ୍ଲିକ୍ କରନ୍ତୁ |
02:23 ଆମେ ଏହି ଫାଇଲ୍ କୁ ବନ୍ଦ କରି ପୁଣି ଖୋଲିବା |
02:27 ଆପଣଙ୍କୁ ଏହି ଫାଇଲ୍ ଖୋଲିବା ପାଇଁ ପାସୱର୍ଡ ଦରକାର ହେବନାହିଁ |
02:31 ଏହି ଫାଇଲ୍ ରୁ ପୃଥକ୍ ଶୀଟ୍ ଗୁଡ଼ିକୁ କିପରି ପାସୱର୍ଡ ପ୍ରୋଟେକ୍ଟ କରାଯାଏ, ଶିଖିବା |
02:37 ମେନୁ ବାର୍ ରୁ “Tools”, “Protect Document” ଓ “Sheet” ଉପରେ କ୍ଲିକ୍ କରନ୍ତୁ |
02:44 “Protect Sheet” ଡାୟଲଗ୍ ବକ୍ସ ଦେଖାଦେଲା |
02:47 ଶୀଟ୍ କୁ ପ୍ରୋଟେକ୍ଟ କରିବାକୁ ପ୍ରଥମେ, “Select Locked cells” ଓ “Select Unlocked cells” ଅପ୍ସନ୍ସ ଅନ୍-ଚେକ୍ କରନ୍ତୁ |
02:56 ଏବେ, “Password” ଫିଲ୍ଡରେ ଲୋୟର୍ କେସ୍ ରେ “abc” ଏଣ୍ଟର୍ କରି “Confirm” ଫିଲ୍ଡରେ ପାସୱର୍ଡକୁ ରି-ଏଣ୍ଟର୍ କରିବା |
03:07 OK କ୍ଲିକ୍ କରନ୍ତୁ |,ଗୋଟିଏ ସେଲ୍ ରେ ଡାଟା ସିଲେକ୍ଟ କରି ମୋଡିଫାଏ କରିବାକୁ ଚେଷ୍ଟା କରନ୍ତୁ |
03:15 ଆମେ କୌଣସି ସେଲ୍ ସିଲେକ୍ଟ କରିପାରୁନେ !
03:18 ଶୀଟ୍ କୁ ମୋଡିଫାଏ କରିହେବନି !
03:22 ହେଲେ ଅନ୍ୟ ଶୀଟ୍ସ ବିଷୟରେ କ’ଣ?
03:24 ଶୀଟ୍ 2ରେ କ୍ଲିକ୍ କରନ୍ତୁ |
03:27 ଗୋଟିଏ ସେଲ୍ ସିଲେକ୍ଟ କରି ଏଡିଟ୍ କରିବାକୁ ଚେଷ୍ଟା କରନ୍ତୁ |
03:30 ଅନ୍ୟ ଶୀଟ୍ ଗୁଡ଼ିକରେ ସେଲ୍ସ ଏଡିଟ୍ କରିବାକୁ କାଲ୍କ ଆମକୁ ଅନୁମତି ଦେଇଥାଏ |
03:35 ପ୍ରଥମ ଶୀଟ୍ କୁ ଫେରିଆସନ୍ତୁ |
03:38 ଶୀଟ୍ କୁ ଅନ୍-ପ୍ରୋଟେକ୍ଟ କରନ୍ତୁ |
03:41 ଏହା ବହୁତ ସରଳ |
03:43 ମେନୁ ବାର୍ ରୁ “Tools”, “Protect Document” ଓ “Sheet”ରେ କ୍ଲିକ୍ କରନ୍ତୁ |
03:49 ପାସୱର୍ଡ ରିକ୍ୱେଷ୍ଟ କରି ଏକ ଡାୟଲଗ୍ ବକ୍ସ ଦେଖାଦିଏ |
03:53 ଲୋୟର୍ କେସ୍ ରେ “abc” ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
03:59 ଆମେ ପୁଣିଥରେ ସେଲ୍ ସିଲେକ୍ଟ କରିବାକୁ ସକ୍ଷମ ହେଲେ |
04:03 ଚାଲନ୍ତୁ, “Ranges” ବିଷୟରେ ଶିଖିବା |
04:06 ଆପଣ ଏକ ସ୍ପ୍ରେଡ୍ ଶୀଟ୍ ରେ ଅନେକ ସେଲ୍ସକୁ ପରିଭାଷିତ କରି, ତାହାକୁ ଏକ ଡାଟାବେସ୍ ଭାବେ ବ୍ୟବହାର କରିପାରିବେ |
04:12 ଏହି ଡାଟାବେସ୍ ରେ ପ୍ରତ୍ୟେକ ରୋ ଏକ ଡାଟାବେସ୍ ରେକର୍ଡ ଅନୁରୂପୀ ହୋଇଥାଏ ଏବଂ
04:17 ରୋ ରେ ପ୍ରତ୍ୟେକ ସେଲ୍ ଏକ ଡାଟାବେସ୍ ଫିଲ୍ଡ ଅନୁରୂପୀ ହୋଇଥାଏ |
04:22 ଆପଣ ରେଞ୍ଜରେ ସର୍ଟ, ଗ୍ରୁପ୍ ଓ କାଲକୁଲେଶନ୍ସ କରିପାରିବେ, ଯେପରି ଆପଣ ଯେକୌଣସି ଡାଟାବେସ୍ ରେ କରନ୍ତି |
04:30 ଚାଲନ୍ତୁ, “Personal-Finance-Tracker.ods”ରେ ଏକ ଡାଟାବେସ୍ ପରିଭାଷିତ କରି ଡାଟା ସର୍ଟ କରିବା |
04:38 ପ୍ରଥମେ, ଡାଟାବେସ୍ ରେ ଆମେ ଆବଶ୍ୟକ କରୁଥିବା ଆଇଟମଗୁଡ଼ିକୁ ସିଲେକ୍ଟ କରନ୍ତୁ |
04:43 “SN”ରୁ Account ପର୍ଯ୍ୟନ୍ତ ଥିବା ହେଡିଙ୍ଗ୍ ତଳେ ସମସ୍ତ ଡାଟା ସିଲେକ୍ଟ କରନ୍ତୁ | ଡାଟା କିପରି ସିଲେକ୍ଟ କରାଯାଏ, ଆମେ ଶିଖିସାରିଛେ |
04:53 ଏବେ, ଆମ ଡାଟାବେସ୍ ର ନାଁ ଦିଅନ୍ତୁ |
04:56 ମେନୁ ବାର୍ ରେ “Data”ରେ କ୍ଲିକ୍ କରି “Define Range” ଉପରେ କ୍ଲିକ୍ କରନ୍ତୁ |
05:02 “Name” ଫିଲ୍ଡରେ “dtbs” ଟାଇପ୍ କରନ୍ତୁ, ଯାହା ଡାଟାବେସ୍ ର ଶର୍ଟଫର୍ମ ଅଟେ |
05:08 “OK” କ୍ଲିକ୍ କରନ୍ତୁ |
05:10 ପୁଣିଥରେ ମେନୁବାର୍ ରୁ “Data” ଓ “Select Range”ରେ କ୍ଲିକ୍ କରନ୍ତୁ |
05:15 ଦେଖନ୍ତୁ, ପ୍ରଦର୍ଶିତ “Select Database Range” ଡାୟଲଗ୍ ବକ୍ସରେ ଡାଟାବେସ୍ ଭାବରେ “dtbs” ନାମ ତାଲିକାଭୁକ୍ତ ହୋଇଛି |
05:24 “OK” କ୍ଲିକ୍ କରନ୍ତୁ |
05:27 ଏହି ଡାଟାବେସ୍ ରେ ଏବେ ଚାଲନ୍ତୁ ଡାଟା ସର୍ଟ କରିବା |
05:31 ମେନୁବାର୍ ରୁ “Data” ଓ “Sort” ଉପରେ କ୍ଲିକ୍ କରନ୍ତୁ |
05:35 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ “Sort by” ଫିଲ୍ଡରେ କ୍ଲିକ୍ କରି “SN” ସିଲେକ୍ଟ କରନ୍ତୁ |
05:42 ତା’ପରେ ଡାହାଣପଟେ “Descending” ସିଲେକ୍ଟ କରନ୍ତୁ |
05:47 ପ୍ରଥମ “Then by” ଫିଲ୍ଡ ତଳେ ଡ୍ରପ୍ ଡାଉନ୍ ରେ କ୍ଲିକ୍ କରି “Cost” ସିଲେକ୍ଟ କରନ୍ତୁ |
05:54 ପୁଣିଥରେ ଡାହାଣପଟୁ “Descending” ସିଲେକ୍ଟ କରନ୍ତୁ |
05:58 ଦ୍ୱିତୀୟ “Then by” ଫିଲ୍ଡରେ ଡ୍ରପ୍ ଡାଉନ୍ ରେ କ୍ଲିକ୍ କରି “Spent” ସିଲେକ୍ଟ କରନ୍ତୁ ଓ ପୁଣି “Descending” ସିଲେକ୍ଟ କରନ୍ତୁ |
06:07 OK କ୍ଲିକ୍ କରନ୍ତୁ |
06:09 “SN” ହେଡିଙ୍ଗ୍ ତଳେ ଥିବା ଡାଟା ହ୍ରାସିତ କ୍ରମରେ କ୍ରମବଦ୍ଧ ହୋଇଗଲା |
06:15 ସମାନ ଭାବରେ ଡାଟାବେସ୍ ରେ ଆମେ ଅନ୍ୟ କାର୍ଯ୍ୟ ମଧ୍ୟ କରିପାରିବା !
06:21 CTRL+Z ପ୍ରେସ୍ କରି ସର୍ଟକୁ Undo କରନ୍ତୁ ଓ ମୂଳ ଡାଟା ପ୍ରାପ୍ତ କରନ୍ତୁ |
06:28 ଏବେ, କାଲ୍କରେ “Subtotal” ଅପ୍ସନ୍ କିପରି ବ୍ୟବହାର କରାଯାଏ, ଶିଖିବା |
06:34 ଆମ ପସନ୍ଦର ଏକ ଗାଣିତିକ ଫଙ୍କସନ୍ ବ୍ୟବହାର କରି ବିଭିନ୍ନ ହେଡିଙ୍ଗ୍ ତଳେ ଥିବା ଡାଟାର ସର୍ବମୋଟକୁ “Subtotal” ଅପ୍ସନ୍ ଗଣନା କରେ |
06:43 ଚାଲନ୍ତୁ, “Cost” ହେଡିଙ୍ଗ୍ ତଳେ ଥିବା ଡାଟାର ସର୍ବମୋଟ ଜାଣିବା |
06:49 ପ୍ରଥମେ, ରୋ ସଂଖ୍ୟା 8ରେ ଥିବା ଏଣ୍ଟ୍ରୀ ଡିଲିଟ୍ କରନ୍ତୁ |
06:53 SN ରୁ ACCOUNT ପର୍ଯ୍ୟନ୍ତ ସମସ୍ତ ଡାଟା ସିଲେକ୍ଟ କରନ୍ତୁ |
06:59 ତା’ପରେ ମେନୁବାର୍ ରୁ “Data” ଓ “Subtotals” ଉପରେ କ୍ଲିକ୍ କରନ୍ତୁ |
07:04 ପ୍ରଦର୍ଶିତ Subtotals ଡାୟଲଗ୍ ବକ୍ସରେ “Group by” ଫିଲ୍ଡରୁ “SN” ସିଲେକ୍ଟ କରନ୍ତୁ |
07:11 ଏହା, ସିରିଅଲ୍ ନମ୍ୱର୍ ଦ୍ୱାରା ଡାଟାକୁ ଗ୍ରୁପ୍ କରେ |
07:15 ତା’ପରେ, “Calculate subtotals for” ଫିଲ୍ଡରେ “Cost” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
07:21 ଏହା, ତା’ତଳେ ଥିବା ସମସ୍ତ ଏଣ୍ଟ୍ରୀଗୁଡ଼ିକର ସବୁଦାୟ ଗଣନା କରିବ |
07:26 “Use function” ଫିଲ୍ଡ ତଳୁ “Sum” ଚୟନ କରି OKରେ କ୍ଲିକ୍ କରନ୍ତୁ |
07:33 ଦେଖନ୍ତୁ, “Costs” ହେଡିଙ୍ଗ୍ ତଳେ ଥିବା ଏଣ୍ଟ୍ରିଜ୍ ର “Grand total” ସ୍ପ୍ରେଡ୍ ଶୀଟ୍ ରେ ପ୍ରଦର୍ଶିତ ହେଲା |
07:41 ଶୀଟ୍ ର ବାମପଟେ “1” ”2”ଓ “3” କରି 3ଟି ନୂଆ ଟ୍ୟାବ୍ସ ଅଛି |
07:47 ଏହି 3ଟି ଟ୍ୟାବ୍ସ ଡାଟାର ବିଭିନ୍ନ ଭ୍ୟୁ ଦିଏ |
07:52 tab 1ରେ କ୍ଲିକ୍ କରନ୍ତୁ |
07:54 ଦେଖନ୍ତୁ, “Costs” ତଳେ ଡାଟାର କେବଳ ସର୍ବମୋଟ ପ୍ରଦର୍ଶିତ ହେଲା |
08:00 tab “2”ରେ କ୍ଲିକ୍ କରନ୍ତୁ |
08:02 ସର୍ବୋମୋଟ ସମେତ “Costs” ତଳେ ଥିବା ଡାଟା ପ୍ରଦର୍ଶିତ ହେଲା |
08:08 ଏବେ, tab “3”ରେ କ୍ଲିକ୍ କରନ୍ତୁ |
08:11 “Costs” ତଳେ ଥିବା ଡାଟାର ସର୍ବମୋଟ ସହ ଶୀଟ୍ ର ସବିଶେଷ ଭ୍ୟୁ ଆମେ ପ୍ରାପ୍ତ କରୁ |
08:18 ଏହି ଫାଇଲ୍ କୁ ବନ୍ଦ କରନ୍ତୁ |
08:21 Save or Discard changes ମେସେଜ୍ ସହ ଏକ ଡାୟଲଗ୍ ବକ୍ସ ଦେଖାଦିଏ |
08:26 Discard ରେ କ୍ଲିକ୍ କରନ୍ତୁ |
08:28 ଏବେ, ଫାଇଲ୍ କୁ ପୁଣି ଖୋଲନ୍ତୁ |
08:31 ଚାଲନ୍ତୁ ଆମେ ଏବେ ଲିବର୍ ଅଫିସ୍ କାଲ୍କରେ “Validity” ଅପ୍ସନ୍ ବିଷୟରେ ଶିଖିବା |
08:37 “Validity” ଅପ୍ସନ୍ ସ୍ପ୍ରେଡ୍ ଶୀଟ୍ ରେ ଥିବା ଡାଟାକୁ ଭେଲିଡେଟ୍ କରେ |
08:41 ସ୍ପ୍ରେଡ୍ ଶୀଟ୍ ରେ ଚୟନିତ ସେଲ୍ସ ପାଇଁ “Validation rules” ନିର୍ଦ୍ଦିଷ୍ଟ କରି ଏହା କରାଯାଇଥାଏ |
08:49 ଉଦାହରଣସ୍ୱରୂପ, “Personal-Finance-Tracker.ods”ରେ, ଭେଲିଡେଶନ୍ ବ୍ୟବହାର କରି କିଣାଯାଇଥିବା ଆଇଟମଗୁଡ଼ିକ ପାଇଁ ପେମେଣ୍ଟର ମୋଡ୍ କୁ ଆମେ ନିର୍ଦ୍ଦିଷ୍ଟ କରିପାରିବା |
08:59 “Date” ହେଡିଙ୍ଗ୍ ଓ ତାହାର କଣ୍ଟେଣ୍ଟ ଡିଲିଟ୍ କରନ୍ତୁ |
09:04 “Received” ହେଡିଙ୍ଗ୍ ପାଖରେ “M-O-P” ଭାବରେ “Mode of Payment” ପାଇଁ ଅନ୍ୟ ଏକ ହେଡିଙ୍ଗ୍ ଦିଅନ୍ତୁ |
09:12 “M-O-P” ତଳକୁ ଥିବା “Items” ହେଡିଙ୍ଗ୍ ରେ, ଡାଟା ଏଣ୍ଟ୍ରୀ ପାଇଁ, ମୋଡ୍ ଅଫ୍ ପେମେଣ୍ଟ ପ୍ରଦର୍ଶନ ପାଇଁ ସେଲ୍ସର ବ୍ୟବହାର କରିହେବ |
09:21 ଯେପରି ,”Salary”,”Electricity Bills” ଓ ଅନ୍ୟାନ୍ୟ କମ୍ପୋନେଣ୍ଟସ୍ |
09:27 ଏବେ, ”M-O-P” ହେଡିଙ୍ଗ୍ ତଳେ ଥିବା ଖାଲି ସେଲ୍ ରେ କ୍ଲିକ୍ କରନ୍ତୁ |
09:33 “Salary” କମ୍ପୋନେଣ୍ଟ ପାଇଁ ଏଥିରେ ମୋଡ୍ ଅଫ୍ ପେମେଣ୍ଟ ରହିବ |
09:38 ବର୍ତ୍ତମାନ, ମେନୁବାର୍ ରୁ “Data” ଓ “Validity” କ୍ଲିକ୍ କରନ୍ତୁ |
09:43 “Validity” ଡାୟଲଗ୍ ବକ୍ସ ଖୋଲିବ |
09:47 “Criteria” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
09:50 “Allow” ଫିଲ୍ଡ ଡ୍ରପ୍-ଡାଉନ୍ ରୁ “List” କ୍ଲିକ୍ କରନ୍ତୁ |
09:55 “Entries” ବକ୍ସ ଖୋଲିବ |
09:58 ଅପ୍ସନ୍ସ ଏଣ୍ଟର୍ କରନ୍ତୁ, ଯାହା ଚୟନ ହୋଇଥିବା ସେଲ୍ ଭେଲିଡେଟ୍ କରିବାବେଳେ ଦେଖାଦେବ |
10:05 ପ୍ରଥମ ମୋଡ୍ ଅଫ୍ ପେମେଣ୍ଟକୁ “In Cash” ଭାବରେ ଟାଇପ୍ କରି “Enter” ଦାବନ୍ତୁ |
10:13 ଦ୍ୱିତୀୟ ମୋଡ୍ ଅଫ୍ ପେମେଣ୍ଟ ଭାବେ “Demand Draft” ଟାଇପ୍ କରନ୍ତୁ |
10:19 OK କ୍ଲିକ୍ କରନ୍ତୁ |
10:21 ଚୟନିତ ସେଲ୍ସ ଭେଲିଡେଟ୍ ହୋଇଗଲା !
10:25 ଏବେ, ପାଖରେ ପ୍ରଦର୍ଶିତ ଡାଉନ୍ ଏରୋ ପ୍ରେସ୍ କରନ୍ତୁ |
10:30 ମୋଡ୍ ଅଫ୍ ପେମେଣ୍ଟ ଭାବେ ଆମେ ଏଣ୍ଟର୍ କରିଥିବା ଅପ୍ସନ୍ ଗୁଡ଼ିକ ଆପଣ “Entries” ବକ୍ସରେ ଦେଖିପାରୁଛନ୍ତି କି?
10:36 ତଳ ସେଲ୍ ଗୁଡ଼ିକ ଭେଲିଡେଟ୍ କରିବା ପାଇଁ ପ୍ରଥମେ, ଟୁଲ୍ ବାର୍ ରେ ଥିବା “Format Paintbrush” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
10:43 ତା’ପରେ, ବାମ ମାଉସ୍ ବଟନ୍ ପ୍ରେସ୍ କରି ତଳ ସେଲ୍ସ ସିଲେକ୍ଟ କରି ସମଗ୍ର ସେଲ୍ସ ଉପରେ ଡ୍ରାଗ୍ କରନ୍ତୁ |
10:53 ଏବେ, ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ |
10:57 ସମାନ ଭାବରେ ସମସ୍ତ ସିଲେକ୍ଟ ହୋଇଥିବା ସେଲ୍ସ ଭେଲିଡେଟ୍ ହୋଇଗଲା |
11:09 ବର୍ତ୍ତମାନ, “M-O-P” ହେଡିଙ୍ଗ୍ ତଳ ସେଲ୍ ରେ କ୍ଲିକ୍ କରି ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ |
11:17 ମୋଡ୍ ଅଫ୍ ପେମେଣ୍ଟ ପାଇଁ ଉଭୟ ଅପ୍ସନ୍ସ ପ୍ରଦର୍ଶିତ ହେଲା |
11:21 “In Cash” ଅପ୍ସନ୍ ସିଲେକ୍ଟ କରନ୍ତୁ |
11:25 ସମାନ ଭାବରେ, କରାଯାଇଥିବା ମୋଡ୍ ଅଫ୍ ପେମେଣ୍ଟ ଅନୁସାରେ ଆପଣ ଭେଲିଡେଟ୍ ହୋଇଥିବା ସେଲ୍ସର ପ୍ରତ୍ୟେକରେ “Cash” କିମ୍ୱା “Demand Draft” ସିଲେକ୍ଟ କରିପାରିବେ |
11:36 ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ:
11:42 ସଂକ୍ଷେପରେ, ଆମେ ଯାହା ଶିଖିଲେ:

ସ୍ପ୍ରେଡ୍ ଶୀଟ୍ କୁ କିପରି ପାସୱର୍ଡ ପ୍ରୋଟେକ୍ଟ କରାଯାଏ ସ୍ପ୍ରେଡ୍ ଶୀଟ୍ ଫାଇଲ୍ ରେ ଗୋଟିଏ ସିଙ୍ଗଲ୍ ଶୀଟ୍ କିମ୍ୱା ଏକ ଟ୍ୟାବ୍ କୁ କିପରି ପାସୱର୍ଡ ପ୍ରୋଟେକ୍ଟ କରେ ଡାଟାବେସ୍ ପାଇଁ ରେଞ୍ଜେସ୍ କିପରି ପରିଭାଷିତ କରାଯାଏ ସବ୍ ଟୋଟାଲ୍ କିପରି ବ୍ୟବହାର କରାଯାଏ କିପରି ସେଲ୍ସ ଭେଲିଡେଟ୍ କରାଯାଏ |

12:01 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
12:04 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
12:07 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
12:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
12:13 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
12:17 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
12:20 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
12:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
12:31 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:39 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
12:42 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
12:50 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep