LibreOffice-Suite-Base/C2/Enter-and-update-data-in-a-form/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ଗୋଟିଏ ଫର୍ମରେ କିପରି ଡେଟାକୁ ପ୍ରବେଶ କରାଯାଏ ଏବଂ
00:09 ଅପଡେଟ୍ କରାଯାଏ, ଆମେ ଶିଖିବା
00:12 ପୂର୍ବ ଟ୍ୟୁଟୋରିଆଲରେ, ଗୋଟିଏ ଫର୍ମରେ କିପରି form controlଗୁଡିକୁ ଯୋଗ କରାଯାଏ ଆମେ ଶିଖିଲେ
00:19 ଏହି ଟ୍ୟୁଟୋରିଆଲରେ, ଗୋଟିଏ ଫର୍ମ ବ୍ୟବହାର କରି କିପରି ଡେଟା ପ୍ରବେଶ କରାଯାଏ ଏବଂ ଅପଡେଟ୍ କରାଯାଏ ଆମେ ଶିଖିବା
00:27 ଏହା କରିବା ପୂର୍ବରୁ ଫର୍ମ ଡିଜାଇନରେ କେବଳ ଅଧିକ ତିନୋଟି ରୂପାନ୍ତର କରନ୍ତୁ
00:36 ପ୍ରଥମେ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ, ଯଦି ଏହା ଖୋଲା ହୋଇନ’ଥାଏ
00:51 ଏବଂ File ମେନୁ ଅଧିନରେ ଥିବା Openରେ କ୍ଲିକ୍ କରି
00:54 Library ଡେଟାବେସକୁ ଖୋଲନ୍ତୁ
00:58 ବର୍ତ୍ତମାନ ଆମେ ଲାଇବ୍ରେରୀ ଡେଟାବେସ୍ ମଧ୍ୟରେ ଅଛେ
01:02 ଏବଂ Books Issued to Members ଫର୍ମକୁ ଖୋଲନ୍ତୁ
01:07 ଏହା କରିବା ପାଇଁ, ବାମ ପଟ ପ୍ୟାନେଲରେ ଥିବ Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଡାହାଣ ପଟ ପ୍ୟାନେଲରେ ଥିବା Books Issued to Members ଫର୍ମ ଉପରେ ରାଇଟ୍ କ୍ଲିକ୍ କରିବା ସହିତ
01:20 Edit ଉପରେ କ୍ଲିକ୍ କରନ୍ତୁ
01:24 ବର୍ତ୍ତମାନ ଆମେ Form Design ୱିଣ୍ଡୋ ମଧ୍ୟରେ ଅଛେ
01:28 ଏଠାରେ, ପ୍ରଥମେ ଫର୍ମକୁ ରିସାଇଜ୍ କରନ୍ତୁ ଯାହାଦ୍ଵାରା ଏହା ଛୋଟ ଓ କମ୍ ପ୍ରଭାବଶାଳୀ ଦେଖାଯିବ
01:36 ଏହା କରିବା ପାଇଁ, form ୱିଣ୍ଡୋର ଦୈର୍ଘ୍ୟ ଓ ପ୍ରସ୍ଥକୁ ହ୍ରାସ କରନ୍ତୁ
01:43 ଏହାକୁ ଫର୍ମ ୱିଣ୍ଡୋର ଉପରେ ଓ ପାର୍ଶ୍ଵରେ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରି କରିପାରିବେ
01:51 ତା’ପରେ, ଫର୍ମ ହେଡିଙ୍ଗରେ ଥିବା ଫଣ୍ଟକୁ ପରିବର୍ତ୍ତନ କରନ୍ତୁ
01:57 ଉପରେ ଥିବା Formatting toolbar ସାହାଯ୍ୟରେ, ଫଣ୍ଟକୁ Arial Blackରେ ଏବଂ ଆକାରକୁ 12ରେ ପରିବର୍ତ୍ତନ କରନ୍ତୁ
02:12 ଶେଷରେ, ଚାଲନ୍ତୁ form controlsର Tab Orderକୁ ଦେଖିବା
02:19 ଫର୍ମ କଣ୍ଟ୍ରୋଲଗୁଡିକ ଉପରେ ଗୋଟିଏ ନିର୍ଦ୍ଦିଷ୍ଟ କ୍ରମରେ ଭ୍ରମଣ କରିବା ପାଇଁ, ଏହା କୀବୋର୍ଡରେ ଥିବା ଟାବ୍ କୀଗୁଡିକୁ ବ୍ୟବହାର କରିବାରେ ସାହାଯ୍ୟ କରିବ
02:29 ଉଦାହରଣସ୍ଵରୂପ, ଉପରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ
02:33 ଏହାକୁ ଟାବର କ୍ରମ କୁହାଯାଏ
02:37 ବର୍ତ୍ତମାନ, ଗୋଟିଏ ଫର୍ମ ମଧ୍ୟରେ Base ଅଟୋମାଟିକାଲୀ ଉପରୁ ତଳ ପର୍ଯ୍ୟନ୍ତ ଫର୍ମ କଣ୍ଟ୍ରୋଲଗୁଡିକର କ୍ରମକୁ ସେଟ୍ କରିବ
02:47 କିନ୍ତୁ କିଛିଟା ଟେକ୍ସଟ ବକ୍ସ ବାହାର ହୋଇଯାଇଛି ଏବଂ ଏହି ଦୁଇଟି ନୁତନ ଲିଷ୍ଟ ବକ୍ସ ଓ ଚାରୋଟି ବଟନକୁ ଯୋଗ କରାଯାଇଛି, ଟାବର କ୍ରମରେ ମିଶ୍ରଣ ହୋଇପାରେ
03:00 ତେଣୁ, ବର୍ତ୍ତମାନ ଏହାକୁ ସେଟ୍ କରନ୍ତୁ
03:05 Form Design ଟୂଲବାରରେ ସାଧାରଣତଃ ୱିଣ୍ଡୋର ନିମ୍ନରେ ଉପଲବ୍ଧ ଥିବା ଆଇକନଗୁଡିକ ମଧ୍ୟରେ ବ୍ରାଉଜ୍ କରିବା
03:16 ଏବଂ Activation order ଟୂଲ୍ ଟିପ୍ ଥିବା ଆଇକନକୁ ପ୍ରାପ୍ତ କରନ୍ତୁ
03:25 ଏହି ଆଇକନ୍ ଉପରେ କ୍ଲିକ୍ କରନ୍ତୁ
03:29 ବର୍ତ୍ତମାନ, Tab Order ଟାଇଟଲ୍ ଥିବା ଗୋଟିଏ କ୍ଷୁଦ୍ର ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ
03:38 ଏହି ଫର୍ମ କଣ୍ଟୋଲଗୁଡିକୁ କ୍ରମରେ ରଖିବା ପାଇଁ, ଆଇଟମଗୁଡିକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରିପାରିବେ
03:46 କିମ୍ବା Move up ବା Move down ବଟନଗୁଡିକୁ ବ୍ୟବହାର କରିପାରିବେ
03:52 ତେଣୁ, ଇମେଜରେ ପ୍ରଦର୍ଶନ ହେଲାଭଳି ଟାବର କ୍ରମକୁ ସେଟ୍ କରନ୍ତୁ
04:04 ଏହି ପରି ହୋଇଛି. ତେଣୁ, ଏହି ପରିବର୍ତ୍ତନଗୁଡିକୁ save କରିବା ପାଇଁ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
04:12 ଠିକ୍ ଅଛି, ବର୍ତ୍ତମାନ Control Sକୁ ଦାବି ଫର୍ମକୁ ସେଭ୍ କରନ୍ତୁ
04:19 ଏବଂ ତା’ପରେ form ୱିଣ୍ଡୋକୁ ବନ୍ଦ କରନ୍ତୁ
04:24 ଏବଂ ଶେଷରେ, Form ଡିଜାଇନ୍ ସମାପ୍ତ ହେଲା
04:29 ବର୍ତ୍ତମାନ, ଫର୍ମକୁ ପରୀକ୍ଷା କରନ୍ତୁ
04:33 ମୁକ୍ଷ୍ୟ Base ୱିଣ୍ଡୋରେ, Books Issued to Members ଫର୍ମକୁ ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
04:42 ବର୍ତ୍ତମାନ, ଫର୍ମ ଡେଟା ଏଣ୍ଟ୍ରୀ ମୋଡରେ ଖୋଲିବ
04:47 Form to track Books issued to Members ବୋଲାଉଥିବା ହେଡିଙ୍ଗକୁ ଲକ୍ଷ୍ୟ କରନ୍ତୁ
04:54 ଏବଂ ଏଠାରେ, book Ids and memberIds ପରିବର୍ତ୍ତେ ବୁକ୍ ଟାଇଟଲ୍ ଓ ମେମ୍ବର୍ ନେମଗୁଡିକୁ ଦେଖିବାକୁ ପାଇବେ
05:03 ଏହା ମଧ୍ୟ BooksIssued ଟେବୁଲର ପ୍ରଥମ ରେକର୍ଡ ଅଟେ; Book title ବିପକ୍ଷରେ An Autobiography ହାଇଲାଇଟ୍ ହେଉଥିବାର ଲକ୍ଷ୍ୟ କରନ୍ତୁ
05:15 ଏବଂ Member name ବିପକ୍ଷରେ Nisha Sharma ହାଇଲାଇଟ୍ ହେଉଥିବାର ଲକ୍ଷ୍ୟ କରନ୍ତୁ
05:21 ଏବଂ ଆବଶିଷ୍ଟ କ୍ଷେତ୍ରଗୁଡିକ ମଧ୍ୟ ଦୃଶ୍ୟମାନ ହେବ
05:25 ବର୍ତ୍ତମାନ ନିମ୍ନରେ ଥିବା Form Navigation ଟୂଲବାର୍ ଆଇକନଗୁଡିକୁ ବ୍ୟବହାର କରି ସମଗ୍ର ରେକର୍ଡଗୁଡିକ ମଧ୍ୟରେ ଅତିକ୍ରମଣ କରିପାରିବେ
05:45 ବର୍ତ୍ତମାନ ଦ୍ଵିତୀୟ recordକୁ ଯା’ନ୍ତୁ
05:49 ଏଠାରେ, ମେମ୍ବର୍ Jacob Robin, Macbeth ବହି ନେଇଥିବାର ଦେଖନ୍ତୁ ଏବଂ ବର୍ତ୍ତମାନ ସେ ବହିଟିକୁ ଫେରସ୍ତ କରିବେ ବୋଲି ଗ୍ରହଣ କରିନିଅନ୍ତୁ
06:01 ତେଣୁ, ଏହି ସୁଚନାକୁ ଏହି ରେକର୍ଡ ମଧ୍ୟରେ ଅପଡେଟ୍ କରନ୍ତୁ
06:07 ଏଥିପାଇଁ, ପ୍ରକୃତ ଫେରସ୍ତ ତାରିଖକୁ ଟାଇପ୍ କରନ୍ତୁ, ଉଦାହରଣସ୍ଵରୂପ-7/7/11
06:17 ଏବଂ Checked In କ୍ଷେତ୍ରକୁ ଚେକ୍ କରନ୍ତୁ
06:21 ଏହି ସୁଚନାକୁ save କରିବା ପାଇଁ, ଏଠାରେ ଥିବା Save Record ବଟନକୁ ଦାବନ୍ତୁ
06:30 ବଟନଟି ଗ୍ରେ ହୋଇଯିବାର ଲକ୍ଷ୍ୟ କରନ୍ତୁ, ଅର୍ଥ ଏହା ବ୍ୟବହାର ପାଇଁ ଅନୁପଯୋଗୀ ହୋଇଗଲା
06:38 କିନ୍ତୁ ଏହି ରେକର୍ଡକୁ ଯଦି ପୁନର୍ବାର edit କରିବେ ତେବେ ଏହି ବଟନଟି ପୁନର୍ବାର ଉପଯୋଗୀ ହୋଇଯିବ
06:45 ଠିକ୍ ଅଛି, ବର୍ତ୍ତମାନ Undo changes ବଟନକୁ ପରୀକ୍ଷା କରନ୍ତୁ
06:50 ଏଥିପାଇଁ, ରେକର୍ଡକୁ ଏଡିଟ୍ କରିବା ପାଇଁ ବୁକ୍ ଟାଇଟଲ୍ Conquest of Self ଉପରେ କ୍ଲିକ୍ କରିବା ସହିତ Actual Return Date କ୍ଷେତ୍ରରେ 5/7/11 ଟାଇପ୍ କରନ୍ତୁ
07:06 ଧ୍ୟାନଦିଅନ୍ତୁ ଯେ ଉଭୟ Save record ବଟନ୍ ଓ Undo changes ବଟନ୍ ବ୍ୟବହାର ପାଇଁ ଏନାବୁଲ୍ ଅଛନ୍ତି
07:15 ବର୍ତ୍ତମାନ, Undo Changes ବଟନ୍ ଉପରେ କ୍ଲିକ୍ କରିବା ଦ୍ଵାରା କ’ଣ ହେଉଛି ଦେଖନ୍ତୁ
07:22 ପୂର୍ବେ କରିଥିବା ପରିବର୍ତ୍ତନଗୁଡିକ ଅପରିବର୍ତ୍ତିତ ରହିବ. ଧ୍ୟାନଦିଅନ୍ତୁ ଯେ Conquest of Self ପରିବର୍ତ୍ତେ Macbeth ହାଇଲାଇଟ୍ ହୋଇଛି ଏବଂ Actual return date, 7/7/11 ରହିବ
07:37 ବର୍ତ୍ତମାନ Delete Record ବଟନ୍ ଉପରେ କ୍ଲିକ୍ କରନ୍ତୁ, ଏହାର ଅର୍ଥ ଏହି ଦ୍ଵିତୀୟ ରେକର୍ଡକୁ ଡିଲିଟ୍ କରିବାକୁ ଚାହୁଁଛେ
07:47 Base ଡିଲିଟ୍ ବିଷୟରେ ସତର୍କ ଅଟେ, ତେଣୁ ଏହା ସତର୍କ କରିବା ସହିତ ଦୃଢୀକରଣ ଆବଶ୍ୟକ କରିଥାଏ
07:55 ବର୍ତ୍ତମାନ ପାଇଁ, ଆଗକୁ ବଢିବା ସହିତ Yes ବଟନ୍ ଉପରେ କ୍ଲିକ୍ କରନ୍ତୁ
08:02 record ଡିଲିଟ୍ ହୋଇଯାଇଥିବାର ଦେଖନ୍ତୁ; ସ୍କ୍ରୀନରୁ ଏବଂ ନିଜ ସ୍ଥାନରୁ ଚାଲିଯାଇଛି, ପରବର୍ତ୍ତୀ ରେକର୍ଡକୁ ଦେଖନ୍ତୁ
08:13 ଶେଷରେ, New record ନାମକ ଶେଷ ବଟନ୍ ଉପରେ କ୍ଲିକ୍ କରି ଗୋଟିଏ ନୁତନ ରେକର୍ଡକୁ ଯୋଗ କରନ୍ତୁ
08:22 କିଛି ମୂଲ୍ୟକୁ ଟାଇପ୍ କରନ୍ତୁ
08:26 ଯେହେତୁ IssueId ଗୋଟିଏ ଅଟୋ ଜେନେରେଟିଙ୍ଗ କ୍ଷେତ୍ର ଅଟେ, ଏହାକୁ ଛାଡିଦିଅନ୍ତୁ
08:33 ଏବଂ ଏଠାରେ ଇମେଜରେ ପ୍ରଦର୍ଶୀତ ହେଲାଭଳି ଡେଟା ଯୋଗ କରନ୍ତୁ
08:42 ପ୍ରବେଶଗୁଡିକୁ ସେଭ୍ କରିବା ପାଇଁ Save Record ବଟନ୍ ଉପରେ କ୍ଲିକ୍ କରନ୍ତୁ
08:47 ଡେଟା ପ୍ରବେଶ କରି ଏବଂ ଅପଡେଟ୍ କରି, formକୁ ପରୀକ୍ଷା କରାଯାଇଛି
08:54 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି-ମେମ୍ବରମାନଙ୍କ ସୁଚନାକୁ ପ୍ରଦର୍ଶନ କରିବା ପାଇଁ, ଗୋଟିଏ form ଡିଜାଇନ୍ କରନ୍ତୁ
09:00 ଫର୍ମକୁ ସଂକ୍ଷିପ୍ତ ଆକାରରେ ନିର୍ମାଣ କରନ୍ତୁ
09:03 ଫଣ୍ଟକୁ bold କରନ୍ତୁ
09:07 Save ଓ New record ବଟନକୁ ଯୋଗ କରନ୍ତୁ
09:10 ଏହା ଆମକୁ Form Data in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:17 ସଂକ୍ଷିପ୍ତରେ, ଗୋଟିଏ ଫର୍ମରେ କିପରି ଡେଟାକୁ ପ୍ରବେଶ କରାଯାଏ ଏବଂ
09:20 ଅପଡେଟ୍ କରାଯାଏ, ଆମେ ଶିଖିଲେ
09:23 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:34 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:44 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep